Students can use Class 5 Math Solution Odia Medium and Class 5 Maths Chapter 8 Question Answer Odia Medium ଓଜନ ଓ ଧାରକତ୍ୱ to check their answers after solving exercises.
5th Class Maths Chapter 8 Question Answer Odia Medium
Class 5 Maths Chapter 8 Odia Medium
ଆସ ପରଖୁ
Question 1.
ଅନୁ ତା ଘରେ ଥିବା ଜିନିଷ ଗୁଡିକର ଓଜନ ମାପି ଲେଖୁଛି । ସେ ସେଗୁଡିକୁ ଠିକ୍ ଭାବରେ ଲେଖୁଛି କି ନାହିଁ ପରଖ୍ ନିଅ । ଯଦି ସେଗୁଡିକ ଠିକ୍ ଲାଗୁଛି ତେବେ ସେଗୁଡିକ ପାଖରେ ( ✓) ଚିହ୍ନ ଦିଅ ।

Solution:

ଆସ ସମାଧାନ କରିବା
Question 1.
ମାପ ସ୍କେଲଗୁଡିକୁ ପଢ଼ । ତଳେ ଦିଆଯାଇଥିବା ଠିକ୍ ଓଜନ ଲେଖ୍ ଖାଲି ସ୍ଥାନ ପୂରଣ କର ।

Solution:

![]()
ମାପ ସମାନ, ଏକକ ଭିନ୍ନ
Page No. (୧୦୫ to ୧୦୬)
ଦୁଇଟି ଭିନ୍ନ ଓଜନ ତରାଜୁରେ ବ୍ୟାଗ ଗୁଡିକ ମାପ କରାଯାଇଛି । ଗୋଟିଏ ଓଜନ ତରାଜୁ ମାପକୁ କିଲୋଗ୍ରାମରେ ଓ ଅନ୍ୟଟି ଗ୍ରାମରେ ପ୍ରକାଶ କରୁଛି ।

Question 1.
ସମାନ ଓଜନ ଥିବା ବ୍ୟାଗଗୁଡିକୁ ମେଳ କର । ନିମ୍ନରେ ଦିଆଯାଇଥିବା ଦୁଇଟି ସଂଖ୍ୟା ରେଖାକୁ ତୁମେ ବ୍ୟବହାର କରିପାରିବ ।

Solution:

ଆସ ଜାଣିବା
Question 1.
ସିନ୍ଧୁ ତାଙ୍କ ଦୋକାନ ପାଇଁ କେକ୍ ତିଆରି କରୁଛି । ତାର ୩ କି.ଗ୍ରା. ୫୦୦ ଗ୍ରା. ଅଟା ଦରକାର । ତା’ର ରୋଷେଇ ଘରେ ଥିବା ତରାଜୁ କେବଳ ଗ୍ରାମରେ ମାପ କେର । ୩ କି.ଗ୍ରା. ୫୦୦ ଗ୍ରାମ୍ ଓଜନର ଅଟାକୁ ତା ରୋଷେଇ ଘରେ ଥିବା ତରାଜୁରେ କ’ଣ ସୂଚାଇବ ?
Solution:

ଆସ ସମାଧାନ କରିବା
Question 1.
ଶିଶିର ଏବଂ ରେବତୀ ଜଣେ ବ୍ୟକ୍ତିଙ୍କୁ ୫ କି.ଗ୍ରା ୫୦ ଗ୍ରାମ୍ ଓଜନର ଚିନି କିଣୁଥିବାର ଦେଖିଲେ । ସେମାନେ ଏହି ପରିମାଣକୁ ଗ୍ରାମ୍ରେ ଭାବିଲେ । ଏହା କେତେ ହେବ ?

Solution:
ରେବତୀ ଠିକ୍ ଚିନ୍ତା କରିଛି, କାରଣ ଶିଶିର ୫୦ ଗ୍ରାମକୁ ଭୁଲ୍ରେ ୫୦୦ ଗ୍ରାମ୍ ଭାବେ ହିସାବ କରିଛି ।
୫ କି.ଗ୍ରା. ୫୦ ଗ୍ରାମ୍ = ୫ କି.ଗ୍ରା. + ୫୦ ଗ୍ରାମ୍
= ୫୦୦୦ ଗ୍ରାମ୍ + ୫୦ ଗ୍ରାମ୍ = ୫,୦୫୦ ଗ୍ରାମ୍ ।
Question 2.
ଶୂନ୍ୟସ୍ଥାନଗୁଡ଼ିକ ପୂରଣ କରି ରୂପାନ୍ତର ସଂପୂର୍ଣ କର । ତୁମେ ନିମ୍ନରେ ଦିଆଯାଇଥିବା ଦୁଇଟି ସଂଖ୍ୟାରେଖା (ଦର୍ଶାଯାଇଥିବା ପରି) ବ୍ୟବହାର କରିପାରିବ, ଯେଉଁଥିରେ କିଛି ସଂଖ୍ୟା ଚିହ୍ନିତ ହୋଇଛି । (ପ୍ରଶ୍ନ ସହ ଉତ୍ତର)

(କ) ୭କି.ଗ୍ରା ୬୭ ଗ୍ରା = ……………………… ଗ୍ରା.
(ଖ) ୩ କି.ଗ୍ରା ୩୦୦ ଗ୍ରା = …………………. ଗ୍ରା.
(ଗ) ୮ କି.ଗ୍ରା ୬୯ ଗ୍ରା = …………………….. ଗ୍ରା.
(ଘ) ୧୦,୭୬୦ ଗ୍ରା = …………………… କିଗ୍ରା. ………………………. ଗ୍ରା
(ଙ) ୪,୦୮୦ଗ୍ରା = ……………………. କି.ଗ୍ରା …………………….. ଗ୍ରା.
(ଚ) ୧୨,୪୪୨ ଗ୍ରା = ………………….. କି.ଗ୍ର ………………….. ଗ୍ରା
Solution:

(କ) ୭ କି.ଗ୍ରା ୬୭ ଗ୍ରା = ୭୦୦୦ ଗ୍ରାମ୍ + ୬୭ ଗ୍ରାମ୍ = ୭୦୬୭ ଗ୍ରା.
(ଖ) ୩ କି.ଗ୍ରା ୩୦୦ ଗ୍ରା = ୩୦୦୦ ଗ୍ରାମ୍ + ୩୦୦ ଗ୍ରାମ୍ = ୩୩୦୦ ଗ୍ରା.
(ଗ) ୮ କି.ଗ୍ରା ୬୯ ଗ୍ରା = ୮୦୦୦ ଗ୍ରାମ୍ + ୬୯ ଗ୍ରାମ୍ = ୮୦୬୯ ଗ୍ରା.
(ଘ) ୧୦, ୭୬୦ ଗ୍ରା = ୧୦,୦୦୦ ଗ୍ରାମ୍ + ୭୬୦ ଗ୍ରାମ୍ = ୧୦ କି.ଗ୍ରା. ୭୬୦ ଗ୍ରା.
(ଙ) ୪,୦୮୦ ଗ୍ରା = ୪,୦୦୦ ଗ୍ରାମ୍ + ୮୦ ଗ୍ରାମ୍ = ୪ କି.ଗ୍ରା ୮୦ ଗ୍ରା.
(ଚ) ୧୨,୦୪୨ ଗ୍ରା = ୧୨,୦୦୦ ଗ୍ରାମ୍ + ୪୨ ଗ୍ରାମ୍ = ୧୨ କି.ଗ୍ରା ୪୨ ଗ୍ରା.
![]()
ବିଭିନ୍ନ ଓଜନ ଗୁଡ଼ିକର ତୁଳନା
Page No. (୧୦୭)
Question 1.
ହରପ୍ରୀତ୍ର ପରିବାର ସପ୍ତାହ ଶେଷରେ ଏକ ବଣଭୋଜିରେ ଯୋଜନା କରିଥିଲେ । ତାଙ୍କ ମାଆ ଓ ବାପା ବିଭିନ୍ନ ଖାଦ୍ୟ ସାମଗ୍ରୀ ବ୍ୟାଗରେ ଭର୍ତ୍ତିକରି ନେଇଥିଲେ । ସେମାନେ ନେଇଥିବା ଫଳଗୁଡିକର ତାଲିକା ନିମ୍ନରେ ଦିଆଯାଇଛି ।

ସେମାନେ ନେଇଥିବା ଫଳଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ :
(କ) ସର୍ବାଧିକ ଓଜନ ବିଶିଷ୍ଟ ? _________________
(ଖ) ସର୍ବନିମ୍ନ ଓଜନ ବିଶିଷ୍ଟ ?
(ଗ) ଜିନିଷ ଗୁଡିକର ଓଜନକୁ ଅଧଃ କ୍ରମରେ ସଜାଅ ।
_________________ _________________ _________________ _________________
Solution:
(କ) ସର୍ବାଧିକ ଓଜନ = ତରଭୁଜ ।
(ଖ) ସର୍ବନିମ୍ନ ଓଜନ ସେଓ ।
(ଗ) ତରଭୁଜ, ଆମ୍ବ, ସପୁରୀ, ସେଓ ।
Question 2.
ଓଜନ ଗୁଡିକୁ <, =, > ଚିହ୍ନ ବ୍ୟବହାର କରି ତୁଳନା କର । (ପ୍ରଶ୍ନ ସହ ଉତ୍ତର)

Solution:
(କ) ୧ କି.ଗ୍ରା ୬୦୦ ଗ୍ରା < ୧,୭୦୦ ଗ୍ରା
(ଖ) ୧ କି.ଗ୍ରା ୬୦୦ ଗ୍ରା > ୧ କି.ଗ୍ରା. ୬୦ ଗ୍ରା
(ଗ) ୧୦ କି.ଗ୍ରା ୩୫ ଗ୍ରା = ୧୦୦୩୫ ଗ୍ରା.
(ଘ) ୧ କି.ଗ୍ରା ୬୦୦ ଗ୍ରା < ୨ କି.ଗ୍ରା + ୫୦୦ ଗ୍ରା
(ଙ) ୧ କି.ଗ୍ରା. ୫୦ ଗ୍ରା > ୪ କି.ଗ୍ରା + ୫୦୦ ଗ୍ରା
(ଚ) ୯୦୦ ଗ୍ରା + ୭,୦୦୦ ଗ୍ରା = ୭ କି.ଗ୍ରା. + ୯୦୦ ଗ୍ରା.
ମନେରଖ : ୧ କି.ଗ୍ରା. = ୧୦୦୦ ଗ୍ରାମ୍ ୧ ଗ୍ରାମ୍ = ୧୦୦୦ ମିଲିଗ୍ରାମ୍ (ମି.ମି.)
ମିଲିଗ୍ରାମ
Page No. (୧୦୮ to ୧୦୯)
Question 1.
ଗୋଟିଏ ପିମ୍ପୁଡ଼ି କେତେ ଓଜନ ବୋହିପାରିବ ?
ଗୋଟିଏ ପିମ୍ପୁଡ଼ିର ଓଜନ କେତେ ?

Solution:
ଗୋଟିଏ ପିମ୍ପୁଡ଼ିର ଓଜନ ୧ ମିଲିଗ୍ରାମରୁ ୫ ମିଲିଗ୍ରାମ ମଧ୍ଯରେ ଥାଏ ।
ସେମାନେ ନିଜ ଓଜନଠାରୁ ଅଧୂକ ଓଜନ ବୋହି ପାରନ୍ତି ।
ଆସ ସମାଧାନ କରିବା
Question 1.
ଯଦି ଏକ ଚିନି ପ୍ୟାକେଟ୍ର ଓଜନ ୫ ଗ୍ରାମ୍ ହୁଏ, ତେବେ ଏହା କେତେ ମିଲିଗ୍ରାମ୍ ହେବ ?
Solution:
ଆମେ ଜାଣୁ ଯେ, ୧ ଗ୍ରାମ୍ = ୧୦୦୦ ମିଲିଗ୍ରାମ୍
∴ ୫ ଗ୍ରାମ୍ = ୫ × ୧୦୦୦ = ୫୦୦୦ ମିଲିଗ୍ରାମ୍ ।
Question 2.
ତଳେ ଦିଆଯାଇଥିବା ଦୁଇଟି ସଂଖ୍ୟାରେଖାକୁ ଠିକ୍ ଭାବରେ ପୂରଣ କର ।

Solution:

Question 3.
ଗୋଟିଏ ଅଳଙ୍କାରର ଓଜନ ୪ ଗ୍ରା. ୧୦୦ ମି.ଗ୍ରା । ଏହାର ଓଜନ ମିଲିଗ୍ରାମ୍ରେ କେତେ ହେବ ?

Solution:
ଅଳଙ୍କାରର ଓଜନ = ୪ ଗ୍ରାମ୍ ୧୦୦ ମି.ଗ୍ରା.
= ୪ × ୧୦୦୦ ମି.ଗ୍ରା. + ୧୦୦ ମି.ଗ୍ରା.
= ୪୦୦ ମି.ଗ୍ରା. + ୧୦୦ ମି.ଗ୍ରା. = ୪୧୦୦ ମି.ଗ୍ରା.
![]()
Question 4.
ଜଣେ ବଣିଆ ୧୦ ଗ୍ରା, ୫୦୦ ମି.ଗ୍ରା ଓଜନର ଏକ ଅଳଙ୍କାର ତିଆରି କରିଛି । ମିଲିଗ୍ରାମ୍ରେ ଏହାର ଓଜନ କେତେ ହେବ ? __________________
Solution:
ଅଳଙ୍କାରର ଓଜନ = ୧୦ ଗ୍ରାମ୍ ୫୦୦ ମି.ଗ୍ରା,
= ୧୦ × ୧୦୦୦ ମି.ଗ୍ରା. + ୫୦୦ ମି.ଗ୍ରା.
= ୧୦,୦୦୦ + ୫୦୦ ମି.ଗ୍ରା. = ୧୦,୫୦୦ ମି.ଗ୍ରା. ।
Question 5.
ଓଜନ ଗୁଡ଼ିକୁ <, =, > ଚିହ୍ନ ବ୍ୟବହାର କରି ତୁଳନା କର ।

Solution:
(କ) ୨୦ ଗ୍ରାମ୍ > ୨୦୦ ମି.ଗ୍ରା. ।
(ଖ) ୧୬ ଗ୍ରା. ୫୦ ମି.ଗ୍ରା. < ୫୦ ଗ୍ରାମ ୧୬ ମି.ଗ୍ରା, ।
(ଗ) ୨,୦୧୦ ମି.ଗ୍ରା. < ୨ ଗ୍ରାମ୍ ୧୦୦ ମି.ଗ୍ରା. (= ୨୧୦୦ ମି.ଗ୍ରା.)
(ଘ) ୯,୦୦ ମି.ଗ୍ରା. < ୯୦ ଗ୍ରାମ୍ (= ୯୦,୦୦୦ ମି.ଗ୍ରା.)
(ଙ) ୫,୦୦୦ ଗ୍ରାମ୍ < ୭,୫୦୦ ଗ୍ରାମ୍
(ଚ) ୮୨୦ ମି.ଗ୍ରା. (= ୮୮ ମି.ଗ୍ରା.) = ୮୮୦ ମି.ଗ୍ରା. + ୮ ମି.ଗ୍ରା. (= ୮୮୮ ମି.ଗ୍ରା.)
Question 6.
ତଳେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖ ଏବଂ ଶୂନ୍ୟସ୍ଥାନ ପୂରଣ କର ।

Solution:
ତିମିର ଓଜନ = ହାତୀର ଓଜନ × ୪୦ = ୫,୦୦୦ କି.ଗ୍ରା. × ୪୦ = ୨,୦୦,୦୦୦ କି.ଗ୍ରା. ।
Question 7.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ୫,୦୦୦ କି.ଗ୍ରା. = ………………….. କୁଇଣ୍ଟାଲ = …………………. ଟନ୍
(ଖ) ୯,୦୦୦ କି.ଗ୍ରା. = …………………… କ୍ୱିଣ୍ଟାଲ ।
(ଗ) …………………… କି.ଗ୍ରା. = ୮ ଟନ୍ ।
Solution:
(କ) ୫,୦୦୦ କି.ଗ୍ରା. = ୫୦ କୁଇଣ୍ଟାଲ = ୫ ଟନ୍
(ଖ) ୯,୦୦୦ କି.ଗ୍ରା. = ୯୦ କ୍ୱିଣ୍ଟାଲ ।
(ଗ) ୮,୦୦୦ କି.ଗ୍ରା. = ୮ ଟନ୍ ।
ଜାଣିରଖ : ୧ କୁଇଣ୍ଟାଲ = ୧୦୦ କି.ଗ୍ରା. ୧ ଟନ୍ = ୧୦ କୁଇଣ୍ଟାଲ୍ = ୧୦୦୦ କି.ଗ୍ରା. ।
ରାଜାଙ୍କ ଓଜନ
Page No. (୧୦୯)
Question 1.
ଏକ ରାଜ୍ୟରେ, ରାଜା ନିଜର ଜନ୍ମ ଦିନରେ ତାଙ୍କ ଓଜନର ୧୦ଗୁଣ ଗହମ ଦାନ କରନ୍ତି ।

(କ) ଯଦି ସେ ୮୦୦ କି.ଗ୍ରା. ଗହମ ଏହି ଜନ୍ମଦିନରେ ଦାନ କରନ୍ତି, ତେବେ ତାଙ୍କର ବର୍ତ୍ତମାନ ଓଜନ କେତେ ? ………………. କି.ଗ୍ରା.
(ଖ) ଯଦି ସେ ତାଙ୍କର ଗତ ଜନ୍ମଦିନରେ ୭୮୦ କି.ଗ୍ରା. ଗହମ ଦାନ କରିଥିଲେ, ତେବେ ଗତବର୍ଷ – ତାଙ୍କ ଓଜନ କେତେ ଥିଲା ? ……………………… କି.ଗ୍ରା. ।
(ଗ) ଏହି ଜନ୍ମଦିନ ପର୍ଯ୍ୟନ୍ତ ତାଙ୍କର ଏକ ବର୍ଷରେ କେତେ ଓଜନ ବଢ଼ିଛି ? ……………………… କି.ଗ୍ରା.
Solution:

(ଗ) ୧ ବର୍ଷରେ ରାଜାଙ୍କର ବଢ଼ିଥିବା ଓଜନ = ୮୦ କି.ଗ୍ରା. – ୭୮ କି.ଗ୍ରା. = ୨ କି.ଗ୍ରା. ।
ତେଜରାତି ଦୋକାନ
Page No. (୧୧୦୯ to ୧୧୧)
Question 1.
ରଚନା ପାଖ ତେଜରାତି ଦୋକାନକୁ ଯାଇ କିଛି ଜିନିଷ କିଣିଲା । ସେ ଦୈନିକ ବ୍ୟବହାର ପାଇଁ ୨ କି.ଗ୍ରା. ୫୦୦ ଗ୍ରାମ୍ ଚାଉଳ ଏବଂ ଆଗାମୀ ମକର ସଂକ୍ରାନ୍ତି ପାଇଁ ୧ କି.ଗ୍ରା. ୭୫୦ ଗ୍ରା., ଅଧିକ ଚାଉଳ କିଣିଲା । ସେ ମୋଟରେ କେତେ ଚାଉଳ କିଣିଲେ ?
Solution:

Question 2.
ମକର ସଂକ୍ରାନ୍ତି ପାଇଁ କିଣିଥିବା ଚାଉଳଠାରୁ ଘରୋଇ ବ୍ୟବହାର ପାଇଁ ସେ କେତେ ଅଧିକ ଚାଉଳ କିଣିଲେ ?
Solution:

![]()
ଆସ ସମାଧାନ କରିବା
Question 1.
ଜଣେ ଜଳଖୁଆ ଦୋକାନୀ ୩ ଦିନରେ ଯଥାକ୍ରମେ ୫ କି.ଗ୍ରା ୨୦୦ ଗ୍ରା, ୮ କି.ଗ୍ରା ୯୦୦ ଗ୍ରା.ଏବଂ ୧୨ କି.ଗ୍ରା ୬୦୦ ଗ୍ରା ପିଆଜ ବ୍ୟବହାର କରନ୍ତି । ୩ ଦିନରେ ଦୋକାନୀ ମୋଟରେ କେତେ ଓଜନର ପିଆଜ ବ୍ୟବହାର କରନ୍ତି ?
Solution:

Question 2.
ଅଭୟ ତାଙ୍କ ଜେଜେବାପାଙ୍କୁ ଫଳ ଦୋକାନରେ ସାହାଯ୍ୟ କରୁଛି । ସେ ୨ କି.ଗ୍ରା ୧୦୦ ଗ୍ରା ଏବଂ ୩ କି.ଗ୍ରା ୯୫୦ ଗ୍ରା ଓଜନର ଦୁଇଟି ସେଓ ଝୁଡ଼ି ଉଠାଏ ! ସେ ଉଠାଇଥିବା ସେଓର ମୋଟ ଓଜନ କେତେ ?
Solution:

Question 3.
୧୦ କି.ଗ୍ରା ଓଜନର ଏକ ବାଲି ବସ୍ତାରୁ ୪ କି.ଗ୍ରା ୫୦୦ ଗ୍ରାମ ବାଲି ବ୍ୟବହାର କରାଯାଇଛି । ବସ୍ତାରେ କେତେ ବାଲି ବଳକା ଅଛି ?
Solution:

Question 4.
ଏକ ଚାଉଳ ବସ୍ତାର ଓଜନ ୯ କି.ଗ୍ରା ୭୫୦ ଗ୍ରାମ୍ । କିଛି ଚାଉଳ ବ୍ୟବହାର ପରେ, ଏହାର ଓଜନ ୩ କି.ଗ୍ରା ୭୦୦ ଗ୍ରା ହେଲା । ତେବେ କେତେ ଚାଉଳ ବ୍ୟବହାର କରାଯାଇଛି ?
Solution:

Question 5.
ଗୋଟିଏ ପରିବହନ ଟ୍ରକ ସକାଳେ ୧୭ କି.ଗ୍ରା ୯୦୦ ଗ୍ରା ଏବଂ ଅପରାହ୍ନରେ ୧୨ କି.ଗ୍ରା ୭୦୦ ଗ୍ରା ସାମଗ୍ରୀ ବିତରଣ କଲା । ତେବେ ଏହା ମୋଟରେ କେତେ ସାମଗ୍ରୀ ବିତରଣ କଲା ?
Solution:

![]()
Question 6.
ଏକ ବହି ବାକ୍ସର ଓଜନ ୧୪ କି.ଗ୍ରା ୭୫୦ ଗ୍ରା. । କିଛି ବହି ବାହାର କରିବାପରେ ବାକ୍ସର ଓଜନ ୧୦ କି.ଗ୍ରା ୫୦୦ ଗ୍ରା ହୁଏ । ତେବେ ବାହାର କରାଯାଇଥିବା ବହିର ଓଜନ କେତେ ?
Solution:

Question 7.
କଟକରେ ଥିବା ଗୁରୁଦ୍ବାରରେ ରୋଷେଇ ପାଇଁ ଗୋଟିଏ ଦିନ ୬୫ କି.ଗ୍ରା ଅଟା କିଣାଗଲା । ସେଥିରୁ ସେଦିନ ୪୨ କି.ଗ୍ରା ୨୭୫ ଗ୍ରା. ଅଟା ମୁକ୍ତ ଭୋଜନ ପାଇଁ ବ୍ୟବହାର କରାଗଲା । ପରଦିନ ଅତିରିକ୍ତ ୫୨ କି.ଗ୍ରା ୫୦୦ ଗ୍ରା ଅଟା କିଣାଗଲା । ଏବେ ରୋଷେଇ ଘରେ ମୋଟ କେତେ ଅଟା ଉପଲବ୍ଧ ଅଛି ?
Solution:

ଓଜନ ସମ୍ପର୍କିତ ଅଧ୍ବକ କାର୍ଯ୍ୟ
Page No. (୧୧୨ to ୧୧୩)
Question 1.
ଜଣେ ଚାଷୀ ଏକ ବସ୍ତା ଆଳୁ ଓଜନ କଲେ ତାହା ୧୦ କି.ଗ୍ରା. ୫୦୦ ଗ୍ରା. ହେଲା ! ଯଦି ଚାଷୀ ପାଖରେ ସମାନ ଓଜନର ୪ଟି ଆଳୁ ବସ୍ତା ଥାଏ, ତେବେ ସମସ୍ତ ବସ୍ତାର ମୋଟ ଓଜନ କେତେ ?
Solution:
୪ × ୧୦ କି.ଗ୍ରା. ୫୦୦ ଗ୍ରା.
= ୪ × ୧୦ କି.ଗ୍ରା. + ୪ × ୫୦୦ ଗ୍ରା.
= ୪୦ କି.ଗ୍ରା. + ୨୦୦୦ ଗ୍ରା.
= ୪୦ କି.ଗ୍ରା. + ୨ କି.ଗ୍ରା. = ୪୨ କି.ଗ୍ରା.
ତୁମେ କି.ଗ୍ରା ଓ ଗ୍ରା.କୁ ଅଲଗା ଅଲଗା ଗୁଣି ଏବଂ ଦୁଇଟିକୁ ଯୋଗ କରି ଗୁଣଫଳ ପାଇପାରିବ । ତୁମେ ପରିମାଣକୁ ଗ୍ରାମରେ ପରିଣତ କରି ମଧ୍ୟ ଗୁଣି ପାରିବ ।
Question 2.
ବାଦାମର ଏକ ବ୍ୟାଗେର ଥିବା ଓଜନ ୪ କି.ଗ୍ରା. ୮୦୦ ଗ୍ରା. । ଏହାକୁ ସମାନ ଭାବରେ ୪ଟି ଛୋଟ ବ୍ୟାଗରେ ବଣ୍ଟାଯାଇଛି । ପ୍ରତ୍ୟେକ ଛୋଟ ବ୍ୟାଗର ଓଜନ ଲେଖ ?
(ଆମେ ପରିମାଣକୁ ଗ୍ରାମରେ ପରିଣତ କରି ଭାଗ କରି ପାରିବା ୪୮୦୦ ÷ ୪ = ?)
Solution:
୪ କି.ଗ୍ରା. ÷ ୪ = ୧ କି.ଗ୍ରା.
୮୦୦ ଗ୍ରା. ÷ ୪ = ୨୦୦ ଗ୍ରା.
ତେଣୁ ୪ କି.ଗ୍ରା. ୮୦୦ ଗ୍ରା. ÷ ୪ = ୧ କି.ଗ୍ରା. ୨୦୦ ଗ୍ରା.
ଆସ ସମାଧାନ କରିବା
Question 1.
କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିମ୍ନଲିଖ୍ ସାରଣୀରେ ଦିଆଯାଇଛି । ପ୍ରତ୍ୟେକ ସାମଗ୍ରୀର ମୋଟ ମୂଲ୍ୟ ବାହାର କର ।

Solution:
(i) ୧ କିଗ୍ରା. ଚାଉଳର ମୂଲ୍ୟ = ଟ.୬୦, ଚାଉଳ ପରିମାଣ = ୧୨ କି.ଗ୍ରା. ୫୦୦ ଗ୍ରାମ୍
୧୨ କି.ଗ୍ରା. ୫୦୦ ଗ୍ରାମ୍ ଚାଉଳର ମୋଟ ମୂଲ୍ୟ = (୧୨ କି.ଗ୍ରା. ୫୦୦ ଗ୍ରାମ) × ଟ.୬୦
୫୦୦ ୧୦୦୦
= ୧୨ × ଟ.୬୦ + \(\frac{୫୦୦}{୧୦୦୦}\) × ଟ.୬୦ (୫୦୦ ଗ୍ରା. = \(\frac{୫୦୦}{୧୦୦୦}\) କି.ଗ୍ରା.)
= ଟ.୭ ୨୦ + ଟ.୩୦ = ଟ. (୭୨୦ + ୩୦) = ଟ. ୭୫୦ ।
(ii) ୧ କି.ଗ୍ରା. ଅଟାର ଦାମ୍ = ଟ.୪୦
ଅଟାର ପରିମାଣ = ୭ କି.ଗ୍ରା. ୨୫୦ ଗ୍ରାମ୍ = ୭ କି.ଗ୍ରା + \(\frac{୨୫୦}{୧୦୦୦}\) ଗ୍ରାମ୍
ଅଟାର ମୋଟ ଦାମ୍ = (୭ + \(\frac{୨୫୦}{୧୦୦୦}\)) କି.ଗ୍ରା. × ଟ. ୪୦
= ୭ × ଟ,୪୦ + \(\frac{୨୫୦}{୧୦୦୦}\) × ଟ.୪୦ = ଟ.୨୮୦ + ଟ.୧୦ = ଟ.୨୯୦ ।
(iii) ୧ କି.ଗ୍ରା. ଚିନିର ଦାମ୍ = ଟ.୪୫ ଚିନିର ପରିମାଣ = ୫ କି.ଗ୍ରା.
ଚିନିର ମୋଟ ଦାମ୍ = ଟ.୪୫ × ୫ = ଟ.୨୨୫ ।
(iv) ୧ କି.ଗ୍ରା. ଚଣାଡାଲିର ଦାମ୍ = ଟ.୭୦
ଚଣାଡାଲିର ପରିମାଣ = ୩ କି.ଗ୍ରା. ୬୦୦ ଗ୍ରାମ୍ = ୩ କି.ଗ୍ରା. + \(\frac{୬୦୦}{୧୦୦୦}\) କି.ଗ୍ରା.
ଚଣାଡାଲିର ମୋଟ ମୂଲ୍ୟ = ୩ + \(\frac{୬}{୧୦}\)) କି.ଗ୍ରା. × ଟ.୭୦
= ଟ. (୩ + \(\frac{୬}{୧୦}\)) × ଟ. ୭୦ = ଟ. ୩ × ୭୦ + \(\frac{୬}{୧୦}\) × ୭୦ = ଟ.୨୧୦ + ଟ. ୪୨ = ଟ.୨୫୨ ।
(v) ୧ କି.ଗ୍ରା. ବେସନର ଦାମ୍ = ଟ. ୬୦
୪ କି.ଗ୍ରା. ବେସନର ଦାମ୍ = ଟ.୬୦ × ୪ = ଟ.୨୪୦ ।
(vi) ୧ କି.ଗ୍ରା. ଗୁଡ଼ର ଦାମ୍ = ଟ.୫୦
ଗୁଡ଼ର ପରିମାଣ = ୧ କି.ଗ୍ରା. ୪୦୦ ଗ୍ରାମ୍ = ୧ କି.ଗ୍ରା. + \(\frac{୪୦୦}{୧୦୦୦}\) କି.ଗ୍ରା. = (୧ + \(\frac{୪}{୧୦}\)) କି.ଗ୍ରା.
ଗୁଡ଼ର ମୋଟ ମୂଲ୍ୟ = (୧ + \(\frac{୪}{୧୦}\)) × ଟ.୫୦ =
= ଟ.(୧ + \(\frac{୪}{୧୦}\) × ୫୦ = ଟ. (୧ × ୫୦ + \(\frac{୪}{୧୦}\) × ୫୦) = ଟ. (୫୦ + ୨୦) = ଟ. ୭୦ ।
Question 2.
ଜଣ ଲୋକଙ୍କର ଭୋଜନ ପାଇଁ ୫୦୦ ଗ୍ରାମର ଚାଉଳ ଆବଶ୍ୟକ ହୁଏ । ଯଦି ୮ ଜଣ ଲୋକ ସମାନ ପରିମାଣର ଖାଆନ୍ତି, ତେବେ କେତେ ଓଜନର ଚାଉଳ ଦରକାର ହେବ ?

Solution:

୪ଜଣ ଲୋକ ଆବଶ୍ୟକ କରନ୍ତି ୫୦୦ ଗ୍ରାମ୍ ଚାଉଳ
୮ଜଣ ଲୋକ ଆବଶ୍ୟକ କରନ୍ତି = (୫୦୦ × ୨) ଗ୍ରାମ୍ = ୧୦୦୦ ଗ୍ରାମ୍ = ୧ କି.ଗ୍ରା. ଚାଉଳ ।
![]()
Question 3.
୫ କି.ଗ୍ରା ଟମାଟୋର ମୂଲ୍ୟ ଟ.୭୩ । ତେବେ ୧୦ କି.ଗ୍ରା ଟମାଟୋର ମୂଲ୍ୟ କେତେ ହେବ ?

Solution:

୫ କି.ଗ୍ରା, ଟମୋଟୋର ମୂଲ୍ୟ = ଟ.୭୩
୧୦ କି.ଗ୍ରା. ଟମୋଟୋର ମୂଲ୍ୟ = ଟ.୭୩ × ୨ = ଟ.୧୪୬
Question 4.
ନିତେଶ ଜଣେ କବାଡ଼ିଆ । ସେ କେତେ ଟଙ୍କା ଦେଇଥିବେ :

(କ) ୧୬ କି.ଗ୍ରା ପୁରୁଣା ଖବରକାଗଜ ପାଇଁ, ଯଦି ସେ ୧ କି.ଗ୍ରା ପ୍ରତି ୮ଟଙ୍କା ଦେଉଥାନ୍ତି ?
(ଖ) ୨୦ କି.ଗ୍ରା ପୁରୁଣା ଲୁହା ପାଇଁ, ଯଦି ସେ ୧୦ କି.ଗ୍ରା ପ୍ରତି ୨୦୦ଟଙ୍କା ଦେଉଥାନ୍ତି ?
(ଗ) ୧୦ କି.ଗ୍ରା ପୁରୁଣା ପ୍ଲାଷ୍ଟିକ ପାଇଁ, ଯଦି ସେ ୫ କି.ଗ୍ରା ପ୍ରତି ୩୦ ଟଙ୍କା ଦେଉଥାନ୍ତି ?
(ଖ) ଓ (ଗ) ର ଉତ୍ତର ଦେବା ପାଇଁ ଦୁଇଟି ସଂଖ୍ୟା ରେଖା କର ।
Solution:
(କ) ନିତେଶ ୧ କି.ଗ୍ରା. ପୁରୁଣା ଖବରକାଗଜ ପାଇଁ ଦିଅନ୍ତି = ୮ ଟଙ୍କା
ନିତେଶ ୧୬ କି.ଗ୍ରା. ପୁରୁଣା ଖବରକାଗଜ ପାଇଁ ଦିଅନ୍ତି = ୮ × ୧୬ ଟଙ୍କା = ୧୨୮ ଟଙ୍କା
(ଖ) ନିତେଶ ୧୦ କି.ଗ୍ରା. ପୁରୁଣା ଲୁହା ପାଇଁ ଦିଅଛି = ୨୦୦ ଟଙ୍କା
ନିତେଶ ୨୦ କି.ଗ୍ରା. ପୁରୁଣା ଲୁହା ପାଇଁ ଦିଅନ୍ତି = ୨୦୦ × ୨ = ୪୦୦ ଟଙ୍କା

(ଗ) ନିତେଶ ୫ କି.ଗ୍ରା. ପୁରୁଣା ପ୍ଲାଷ୍ଟିକ୍ ପାଇଁ ଦିଅନ୍ତି = ୩୦ ଟଙ୍କା
ନିତେଶ ୧୦ କି.ଗ୍ରା. ପୁରୁଣା ପ୍ଲାଷ୍ଟିକ୍ ପାଇଁ ଦିଅନ୍ତି = ୩୦ × ୨ = ୬୦ଟଙ୍କା

ଧାରକତ୍ର ମାପିବା
Question 1.
ତୁମ ଘରେ ଚା’ ପ୍ରସ୍ତୁତ ହେଉଥିବାର ତୁମେ ନିଶ୍ଚିତ ଦେଖୁଥିବ । ୨ କପ୍ ଚା’ ତିଆରି କରିବା ପାଇଁ ତୁମକୁ କେତେ ପାଣି ଓ କ୍ଷୀର ଦରକାର ? ୨ କପ୍ ଚା’ ପାଇଁ ଆମକୁ ୧ ଲିଟର ପାଣି ଦରକାର କି ? ୨ କପ୍ ଚା’ ପାଇଁ ୫୦୦ ମି.ଲି ପାଣି ଯଥେଷ୍ଟ କି ?
Solution:
(i) ୨ କପ୍ ଚା’ ତିଆରି କରିବା ପାଇଁ ଆମେ ଦରକାର କରୁ : ୧ କପ୍ ପାଣି ଓ ୧ କପ୍ କ୍ଷୀର
(ii) ନା; ୧ ଲିଟର = ୧୦୦୦ ମି.ଲି. କିନ୍ତୁ ୧ କପ୍ ଚା’ ସାଧାରଣତଃ ୨୦୦ – ୨୫୦ ମି.ଲି. ହେବ ।
∴ ୧ ଲିଟର ପାଣି ଆମେ ଦରକାର କରୁଥିବାଠାରୁ ବହୁତ ଅଧିକ ହେବ ।
(iii) ନା; ୫୦୦ ମି.ଲି. ତଥାପି ଆମ ଆବଶ୍ୟକତାଠାରୁ ଅଧିକ ।
Question 2.
ଗୋଟିଏ ବାଲ୍ଟିରେ ସର୍ବାଧ୍ଵ ୨୦ ମି.ଲି ପାଣି ରହିପାରିବ । ଏହି ଭକ୍ତିଟି ଠିକ୍ କି ? ଏଭଳି ପରିସ୍ଥିତିରେ କେଉଁ ଏକକ ବ୍ୟବହାର କରାଯିବା ଉଚିତ୍ ?
Solution:
ନା, ଏହି ଉକ୍ତିଟି ଠିକ୍ ନୁହେଁ ।
୨୦ ମିଲିଲିଟର ବହୁତ କମ୍ ପରିମାଣ – ଏହା ପ୍ରାୟ ୧ ଚା’ ଚାମଚ ପାଣି
ଏକ ବାଲ୍ଟିରେ ପ୍ରାୟ ୧୦-୨୦ ଲିଟର ପାଣି ଧରିବ ଯାହା ଏହାଠାରୁ ବହୁତ ଅଧିକ ।
ବଡ଼ରୁ ସାନ, ସାନରୁ ବଡ଼
Question 1.
ଭବାନୀ ବିଦ୍ୟାଳୟକୁ ଏକ ୫୦୦ ମି.ଲି ପାଣି ବୋତଲ ଆଣେ । ସେ ବିଦ୍ୟାଳୟରେ ଦୁଇ ବୋତଲ ପାଣି ପିଏ । ସେ ବିଦ୍ୟାଳୟରେ କେତେ ପାଣି ପିଏ ?
ଭବାନୀ ପିଏ ………………….. ମି.ଲି + ………………….. ମି.ଲି = ……………….. ମି.ଲି ଭବାନୀ ଦିନକୁ …………………. ଲିଟର ପାଣି ପିଏ ।
Solution:
ଭବାନୀ ପାଣି ପିଏ = ୫୦୦ ମି.ଲି. + ୫୦୦ ମି.ଲି. = ୧୦୦୦ ମି.ଲି.
∴ ଭବାନୀ ଏକ ଦିନରେ ୧ ଲିଟର ପାଣି ପିଏ (ଯେହେତୁ ୧୦୦୦ ମି.ଲି. = ୧ ଲିଟର)
Question 2.
ପ୍ରସନ୍ନ ଦିନକୁ ୩ ଲି. ପାଣି ପିଏ । ତାଙ୍କୁ କେତେଥର ୫୦୦ ମି.ଲିର ଏକ ପାଣି ବୋତଲ ଭରିବାକୁ ପଡିବ ?
ପ୍ରସନ୍ନ ଦିନକୁ ………………………. ମି.ଲି ପାଣି ପିଏ ।
Solution:
ପ୍ରସନ୍ନ ଦିନକୁ ପାଣି ପିଏ = ୩ ଲିଟର ବୋତଲ୍ର ଧାରକତ୍ଵ = ୫୦୦ ମି.ଲି.
ସେ ବୋତଲରେ ପାଣି ଭର୍ତ୍ତି କରିବ =
ମି.ଲି. = ୩ × ୨ = ୬ଥର ।
∴ ପ୍ରସନ୍ନ ଏକ ଦିନରେ ୩୦୦୦ ମି.ଲି. ପାଣି ପିଏ ।
Question 3.
ନିମ୍ନଲିଖତ ପାତ୍ର ଗୁଡ଼ିକର ମୋଟ ଧାରକତ୍ଵ କେତେ ହେବ ଚିହ୍ନ ଦେଖ୍ ଶୂନ୍ୟସ୍ଥାନ ପୂରଣ କର ।

Solution:

![]()
ମାପ ସମାନ, ଏକକ ଭିନ୍ନ
କାହ୍ନୁ କଳା ଘରକୁ ଘର ବୁଲି ତାଜା କ୍ଷୀର ବିକ୍ରି କରନ୍ତି । ମହାନ୍ତି ବାବୁଙ୍କ ପରିବାର ପ୍ରତ୍ୟେକ ଦିନ ୨ ଲି. କ୍ଷୀର ନେବେ ବୋଲି କହିଲେ ।

Question 1.
ସେହି ପରିବାର ଯେଉଁ ପାତ୍ରରେ କ୍ଷୀର ନିଅନ୍ତି ସେଥ୍ରେ କେବଳ ମିଲିଲିଟର ଦାଗ ଦିଆଯାଇଛି । ସେହି ପାତ୍ରରେ ୨ ଲି. କ୍ଷୀର ପାଇଁ ତୁମେ କେଉଁ ଦାଗ ପର୍ଯ୍ୟନ୍ତ କ୍ଷୀର ଥିବାର ଦେଖିବ ?

Solution:

∴ ମହାନ୍ତି ବାବୁଙ୍କ ପାତ୍ରରେ ୨ ଲିଟର କ୍ଷୀର ପାଇଁ ୧୦୦୦ × ୨ = ୨୦୦୦ ମି.ଲି. ଚିହ୍ନ ଦେଖିବୁ ।
Question 2.
କାହ୍ନୁ କକା ନିମ୍ନଲିଖ ପରିମାଣର କ୍ଷୀର ବିଭିନ୍ନ ପରିବାରକୁ ପ୍ରତ୍ୟେକ ସପ୍ତାହରେ ଦିଅନ୍ତି । (ପ୍ରଶ୍ନ ସହ ଉତ୍ତର)

Solution:
| ପରିବାର | ସପ୍ତାହର ଦେଉଥିବା କ୍ଷୀରର ପରିମାଣ ଲିଟରରେ | ପରିମାଣ ମି.ଲି.ରେ |
| ପଣ୍ଡା ପରିବାର | ୮ | ୮,୦୦୦ |
| ସାହୁ ପରିବାର | ୧୪ | ୧୪,୦୦୦ |
| ମହାପାତ୍ର ପରିବାର | ୧୨ | ୧୨, ୦୦୦ |
| ପାଢ଼ୀ ପରିବାର | ୨୦ | ୨୦,୦୦୦ |
| ନାୟକ ପରିବାର | ୨୫ | ୨୫,୦୦୦ |
ତ୍ରିପାଠୀ ପରିବାରକୁ ପ୍ରତିଦିନ ୧ ଲି. କ୍ଷୀର ଆବଶ୍ୟକ । ରବିବାର ଦିନ ସେମାନଙ୍କୁ ୫୦୦ ମି.ଲି ଅଧିକ କ୍ଷୀର ଆବଶ୍ୟକ ।
∴ ରବିବାର ଦିନ ସେମାନଙ୍କୁ ଆବଶ୍ୟକ କ୍ଷୀରର ପରିମାଣ = ୧ ଲି + ୫୦୦ ମି.ଲି
= ୧୦୦୦ ମି.ଲି + ୫୦୦ ମି.ଲି = ୧୫୦୦ ମି.ଲି. ବା, ୧ ଲିଟର ୫୦୦ ମି.ଲି. ।
ମନେରଖ : ୧ ଲିଟର = ୧୦୦୦ ମି.ଲିଟର
ଆସ ଚିନ୍ତା କରିବା
Question 1.
ମିନି ଓ ଡଲି ସେମାନଙ୍କ ବୋତଲରେ ୧ ଲି. ୪୦୦ ମି.ଲି ପାଣି ୧୪୦୦ ମି.ଲି ଭରିଲେ । ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ବୋତଲର ଧାରକତ୍ଵ ମି.ଲି ରେ କେତେ ହେବ ?

Solution:
ମିନି ଓ ଡଲି ବୋତଲରେ ପାଣି ଭରିଲେ = ୧ ଲି. ୪୦୦ ମି.ଲି.
= ୧୦୦୦ ମି.ଲି. + ୪୦୦ ମି.ଲି. = ୧୪୦୦ ମି.ଲି. ତେଣୁ ମିନି ଠିକ୍ ଉତ୍ତର ଦେଇଛି ।
Question 2.
ଲିଟରକୁ ମିଲିଲିଟର ଓ ମିଲିଲିଟରକୁ ଲିଟରରେ ପଜୈବର୍ତ୍ତନ କରି, ଶୂନ୍ୟସ୍ଥାନ ପୂରଣ କର । ତୁମେ ପୂର୍ବରୁ ଦିଆଯାଇଥିବା ଦୁଇଟି ସଂଖ୍ୟାରେଖାକୁ ବ୍ୟବହାର କରିପାରିବ ।
(କ) ୩ ଲି ୮ ମି.ଲି = ……………………… ମି.ଲି.
(ଖ) ୯ ଲି. ୯୦ ମି.ଲି = ………………….. ମି.ଲି.
(ଗ) ୧୪,୦୭୫ ମି.ଲି = ……………………. ଲି. ………………….. ମି.ଲି
(ଘ) ୮ ଲି. ୮୨ ମି.ଲି = ………………………. ମି.ଲି
(ଙ) ୧୨,୨୦୦ = …………………… ଲି. ……………………. ମି.ଲି
(ଚ) ୧୮,୩୫୦ ମି.ଲି = …………………… ଲି. ……………………. ମି.ଲି
Solution:
(କ) ୩ ଲି. ୮ ମି.ଲି. = ୩ × ୧୦୦୦ ମି.ଲି. + ୮ ମି.ଲି. = (୩୦୦୦ + ୮) ମି.ଲି. = ୩୦୦୮ ମି.ଲି. ।
(ଖ) ୯ ଲି. ୯୦ ମି.ଲି. = ୯ × ୧୦୦୦ ମି. + ୯୦ ମି.ଲି. = (୯୦୦୦ + ୯୦) ମି.ଲି. = ୯୦୯୦ ମି.ଲି. ।
(ଗ) ୧୪,୦୭୫ ମି.ଲି. = ୧୪,୦୦୦ ମି.ଲି. + ୭୫ ମି.ଲି. = ୧୪ × ୧୦୦୦ ମି.ଲି. + ୭୫ ମି.ଲି. = ୧୪ ଲି. ୭୫ ମି.ଲି. ।
(ଘ) ୮ ଲି. ୮୬ ମି.ଲି. = ୮ × ୧୦୦୦ ମି. + ୮୬ ମି.ଲି. = (୮୦୦୦ + ୮୬) ମି.ଲି. = ୮୦୮୬ ମି.ଲି. ।
(ଙ) ୧୨,୨୦୦ ମି.ଲି. = ୧୨,୦୦୦ ମି.ଲି. + ୨୦୦ ମି.ଲି. = ୧୨ × ୧୦୦୦ ମି.ଲି. + ୨୦୦ ମି.ଲି. = ୧୨ ଲି. ୨୦୦ ମି.ଲି. ।
(ଚ) ୧୮,୩୫୦ ମି.ଲି. = ୧୮,୦୦୦ ମି.ଲି. + ୩୫୦ ମି.ଲି. = ୧୮ × ୧୦୦୦ ମି.ଲି. + ୩୫୦ ମି.ଲି. = ୧୮ ଲି. ୩୫୦ ମି.ଲି. ।
ଆସ ତୁଳନା କରିବା
Question 1.
କିରଣଙ୍କର ଏକ ପେଟ୍ରୋଲ ପମ୍ପ ଅଛି, ସେ ଗୋଟିଏ ଦିନର ପେଟ୍ରୋଲ ବିକ୍ରିର ସଂପୂର୍ଣ୍ଣ ବିବରଣୀ ଲେଖୁଛନ୍ତି ।


(କ) ବସ୍ ପାଇଁ ଟ୍ରକ୍ ଅପେକ୍ଷା କେତେ ଅଧୂକ ଇନ୍ଧନ କିଣାଯାଇଛି ?
(ଖ) ସେଦିନ ପେଟ୍ରୋଲ ପମ୍ପରୁ ଭରି ହୋଇଥିବା ଇନ୍ଧନର ମୋଟ ପରିମାଣ କେତେ ?
Solution:

(କ) ବସ୍ ପାଇଁ ଟ୍ରକ୍ ଅପେକ୍ଷା କିଣାଯାଇଥିବା ଇନ୍ଧନ ପରିମାଣ = ୧୮୦୦ ଲି. – ୧୫୦୦ ଲି. = ୩୦୦ ଲି.
(ଖ) ସେହିଦିନ ପେଟ୍ରୋଲ ପମ୍ପରେ କିଣାଯାଇଥିବା ମୋଟ୍ ଇନ୍ଧନ = ୪୦୨୧ ଲି. ।
Question 2.
ନିମ୍ନଲିଖତ ପରିମାଣ ଗୁଡ଼ିକୁ <, = , > ଚିହ୍ନ ବ୍ୟବହାର କରି ତୁଳନା କର । (ପ୍ରଶ୍ନ ସହ ଉତ୍ତର)

Solution:
(କ) ୫ ଲି. ୬୦୦ ମି.ଲି. > ୫,୪୦୦ ମି.ଲି.
(ଖ) ୧୦ ଲି. ୧୦୦ ମି.ଲି. > ୧ ଲି. ୬୦୦ ମି.ଲି.
(ଗ) ୧୯୦ ମି.ଲି + ୮୦୦ ମି.ଲି. (=୯୯୦ ମି.ଲି.) > ୮୦୦ ମି.ଲି. + ୧୦୯ ମି.ଲି. (= ୯୦୯ ମି.ଲି.)
(ଘ) ୩ ଲି. ୬୦୦ ମି.ଲି. = ୩,୬୦୦ ମି.ଲି.
(ଙ) ୪ ଲି ୫୦ ମି.ଲି. < ୪ ଲି ୫୦୦ ମି.ଲି.
Question 3.
କିର୍ମୀ ଓ ଟିନା ସେମାନଙ୍କ ବାଇକ୍ରେ ପେଟ୍ରୋଲ ଭରିଲେ । ଟିନା ୨ ଲି ୫୦୦ ମି.ଲି. ପେଟ୍ରୋଲ କିଣିଲା । କିର୍ତୀ, ଟିନାଠାରୁ ୨ ଲିଟର ୮୦୦ ମି.ଲି. ଅଧ୍ବକ ପେଟ୍ରୋଲ କିଣିଲା ? ତେବେ କିର୍ତୀ କେତେ ପେଟ୍ରୋଲ କିଣିଲା ?
Solution:
ଟିନା ପେଟ୍ରୋଲ କିଣିଲା = ୨ ଲି, ୫୦୦ ମି.ଲି.
କିର୍ତ୍ତୀ ଟିନା ଅପେକ୍ଷା ଅଧ୍ବକ ୨ ଲି. ୮୦୦ ମି.ଲି ପେଟ୍ରୋଲ କିଣିଲା
ତେଣୁ କିର୍ତୀ କିଣିଥିବା ପେଟ୍ରୋଲର ପରିମାଣ
= ଟିନାର ପେଟ୍ରୋଲ + ଅଧିକ ପରିମାଣ = ୨ ଲି. ୫୦୦ ମି.ଲି + ୨ ଲି. ୮୦୦ ମି.ଲି
= ୨୫୦୦ ମି.ଲି + ୨୮୦୦ ମି.ଲି. = ୫୩୦୦ ମି.ଲି = ୫ ଲି ୩୦୦ ମି.ଲି ।
∴ କିର୍କୀ ୫ଲି, ୩୦୦ ମି.ଲି. ପେଟ୍ରୋଲ୍ କିଣିଲା ।
Question 4.
ପେଟ୍ରୋଲ ଭରି ସାରିବା ପରେ କିର୍ତୀ ଦେଖିଲା ଯେ ତା’ର ଇନ୍ଧନ ମିଟରର କଣ୍ଟା ୯ ଲିଟର ତେଲ ସୂଚାଉଛି । ତେବେ ପୂର୍ବରୁ ତାଙ୍କ ମଟର ସାଇକେଲରେ କେତେ ପେଟ୍ରୋଲ ଥିଲା ?
Solution:
(୧ମ ପ୍ରଣାଳୀ) :
ପେଟ୍ରୋଲ ଭରିବା ପରେ ଇନ୍ଧନ ମିଟର କଣ୍ଟା ଦେଖାଇଲା = ୯ ଲିଟର = ୯୦୦୦ ମି.ଲି.
କିର୍ତ୍ତୀ ପେଟ୍ରୋଲ କିଣିଛି = ୫ ଲି. ୩୦୦ ମି.ଲି.

= ୫୦୦୦ ମି.ଲି + ୩୦୦ ମି.ଲି. = ୫୩୦୦ ମି.ଲି.
∴ ପେଟ୍ରୋଲ ଭରିବା ପୂର୍ବରୁ ତାଙ୍କ ଗାଡ଼ିରେ ପେଟ୍ରୋଲ ଥିଲା
= ୯୦୦୦ ମି.ଲି. ୫୩୦୦ ମି.ଲି. = ୩୭୦୦ ମିଲି. = ୩ଲି, ୭୦୦ ମି.ଲି.

ଆସ ସମାଧାନ କରିବା
Question 1.
ମାମୁନୀ ବଣଭୋଜି ପାଇଁ ବୋତଲରେ ପାଣି ଭରୁଛି । ସେ ଗୋଟିଏ ୨ ଲି, ବୋତଲ ଓ ଚାରୋଟି ୫୦୦ ମି.ଲି ବୋତଲ ଭରୁଛି । ତା ସାଙ୍ଗ ଆରତୀ ତିନୋଟି ୭୫୦ ମି.ଲି ବୋତଲ ଭରୁଛି । କିଏ ଅଧିକ ପାଣି ଭରିଲା ? ମାମୁନୀ ନା ଆରତୀ ? କେତେ ଅଧିକ ?
Solution:
ମାମୁନୀ ଭରିଥ୍ବା ପାଣିର ପରିମାଣ = ୧ଟି ୨ଲି, ବୋତଲ + ୪ଟି ୫୦୦ ମି.ଲି. ବୋତଲ
= ୨ ଲିଟର + ୫୦୦ ମି.ଲି. × ୪ = ୨ଲି + ୨୦୦୦ ମି.ଲି. = (୨ + ୨) = ୪ ଲିଟର ।
ଆରତୀ ଭରିଥିବା ପାଣିର ପରିମାଣ = ୩ଟି ୭୫୦ ମି.ଲି. ବୋତଲ
= ୭୫୦ ମି.ଲି. × ୩ = ୨୨୫୦ ମି.ଲି.

= ୨୦୦୦ ମି.ଲି. + ୨୫୦ ମି.ଲି. = ୨ ଲି. ୨୫୦ ମି.ଲି.
ତେଣୁ ମାମୁନୀ ଅଧିକ ପାଣି ଭରିଲା ।
∴ ମାମୁନୀ ଭରିଥ୍ବା ଅଧିକ ପାଣିର ପରିମାଣ = ୧ ଲି, ୭୫୦ ମି.ଲି.
Question 2.
ଗୋଟିଏ କ୍ଷୀର ବୋତଲରୁ କ୍ଷୀରକୁ ସମାନ ଭାବରେ ୮ ଟି ଗ୍ଲାସରେ ଢଳାଯାଇଛି, ବୋତଲରେ ୧୨୦ ମି.ଲି. କ୍ଷୀର ବାକି ଅଛି ।
(କ) ଯଦି ପ୍ରତ୍ୟେକ ଗ୍ଲାସରେ ୩୬୦ ମି.ଲି ଧରିଲେ, ୮ ଟି ଗ୍ଲାସରେ ମୋଟ କେତେ ଧରିବ ?
(ଖ) ଆରମ୍ଭରୁ ବୋତଲରେ କେତେ କ୍ଷୀର ଥିଲା ?
(ଗ) ଯଦି ୧ ଲି. କ୍ଷୀରର ମୂଲ୍ୟ ୪୦ ଟଙ୍କା ହୁଏ, ତେବେ ୩ ଲିଟର କ୍ଷୀରର ମୂଲ୍ୟ କେତେ ଟଙ୍କା ହେବ ?
Solution:
(କ) ୧ଟି ଗ୍ଲାସ୍ରେ କ୍ଷୀର ଧରେ = ୩୬୦ ମି.ଲି.
୮ଟି ଗ୍ଲାସ୍ରେ କ୍ଷୀର ଧରିବ = ୩୬୦ ମି.ଲି. × ୮ = ୨୮୮୦ ମି.ଲି. = ୨ଲି. ୮୮୦ ମି.ଲି.

(ଖ) ବୋତଲରେ ଆରମ୍ଭରୁ ଥିବା କ୍ଷୀରର ପରିମାଣ
= ୮ଟି ଗ୍ଲାସ୍ରେ ଥିବା କ୍ଷୀର + ବୋତଲରେ ଥିବା ବଳକା କ୍ଷୀର

= ୨୮୮୦ ମି.ଲି. + ୧୨୦ ମି.ଲି. = ୩୦୦୦ ମି.ଲି. = ୩ ଲିଟର
(ଗ) ୧ ଲିଟର କ୍ଷୀରର ମୂଲ୍ୟ = ଟ. ୪୦
୩ ଲିଟର କ୍ଷୀରର ମୂଲ୍ୟ = ଟ. ୪୦ × ୩ = ଟ.୧୨୦ ।

![]()
Question 3.
ଜଣେ ଫଳରସ ବିକାଳି ପାଖରେ ୫ ଲିଟରର କମଳା ରସ ପାତ୍ର ଅଛି । ପ୍ରତ୍ୟେକ ଗ୍ଲାସରେ ୨୫୦ ମି.ଲି ଫଳରସ ଧରିବାର କ୍ଷମତା ଅଛି ।
(କ) ପାତ୍ର ଖାଲି ହେବା ପୂର୍ବରୁ ସେ କେତେ ପୂର୍ଣ ଗ୍ଲାସ କମଳାରସ ଦେଇପାରିବ ?
(ଖ) ଯଦି ସେ ପୂର୍ବରୁ ୧୦ ଗ୍ଲାସ କମଳାରସ ଦେଇ ସାରିଛନ୍ତି ତେବେ କେତେ ଗ୍ଲାସ ବାକି ଅଛି ?
(ଗ) ଯଦି ୨୫୦ ମି.ଲି କମଳାରସର ମୂଲ୍ୟ ୨୫ ଟଙ୍କା ହୁଏ । ତେବେ ସେ ୫ ଲି. କମଳାରସ ବିକ୍ରି କରି କେତେ ଟଙ୍କା ରୋଜଗାର କରିବେ ?
Solution:
ଫଳରସ ପାତ୍ରର କ୍ଷମତା = ୫ ଲି = ୫୦୦୦ ମି.ଲି.
୧ ଗ୍ଲାସ୍ର ପାତ୍ରର କ୍ଷମତା = ୨୫୦ ମି.ଲି.
୨୫୦ ମି.ଲି. ରସର ବିକ୍ରିମୂଲ୍ୟ = ଟ. ୨୫ ।
(କ) ସେ ପୂର୍ବଗ୍ଲାସ୍ କମଳାରସ ଦେଇ ପାରିବ

= ୫୦୦୦ ମି.ଲି. ÷ ୨୫୦ ମି.ଲି. = ୨୦ ଗ୍ଲାସ୍
∴ ପାତ୍ର ଖାଲି ହେବା ପୂର୍ବରୁ ସେ ୨୦ ଗ୍ଲାସ୍ କମଳା ରସ ଦେଇପାରିବ ।

(ଖ) ସେ ପୂର୍ବରୁ ୧୦ ଗ୍ଲାସ୍ କମଳା ରସ ଦେଇ ସାରିଛନ୍ତି ।

୧୦ ଗ୍ଲାସ୍ ରସର ପରିମାଣ = (୨୫୦ × ୧୦) ମି.ଲି. = ୨୫୦୦ ମି.ଲି.
∴ ତାଙ୍କ ପାଖରେ ବଳକା ଥିବା ଫଳରସ ପରିମାଣ
= ୫୦୦୦ ମି.ଲି. – ୨୫୦୦ ମି.ଲି. = ୨୫୦୦ ମି.ଲି. = ୨ଲି, ୫୦୦ ମି.ଲି.
(ଗ) ୧ ଗ୍ଲାସ୍ କମଳାରସର ମୂଲ୍ୟ = ଟ.୨୫
୨୦ ଗ୍ଲାସ୍ କମଳାରସର ମୂଲ୍ୟ = ଟ.୨୫ × ୨୦ = ଟ.୫୦୦ ।
∴ ୫ ଲିଟର କମଳାରସରକୁ ସେ ଟ.୫୦୦ରେ ବିକ୍ରିକଲା ।
Question 4.
ଗୋଟିଏ କାରଖାନାରେ, ୮ ଲି ୪୦୦ ମି.ଲି ତେଲକୁ ରଖୁବା ପାଇଁ ସମାନ ଭାବରେ ୭ଟି ବୋତଲରେ ଢ଼ଳାଗଲା । ପ୍ରତ୍ୟେକ ବୋତଲରେ କେତେ ତେଲ ରହିବ?
Solution:

ତେଲର ମୋଟ ପରିମାଣ = ୮ ଲି. ୪୦୦ ମି.ଲି.
= ୮୦୦୦ ମି.ଲି. + ୪୦୦ ମି.ଲି. = ୮୪୦୦ ମି.ଲି.
ତେଲକୁ ରଖିବା ପାଇଁ ଆବଶ୍ୟକ ପାତ୍ର ସଂଖ୍ୟା = ୭ଟି
∴ ପ୍ରତି ପାତ୍ରର ଧାରଣ କ୍ଷମତା = ୮୪୦୦ ମି.ଲି. + ୭ = ୧୨୦୦ ମି.ଲି. = ୧ ଲି. ୨୦୦ ମି.ଲି. ।
Question 5.
ଯଦି ଗୋଟିଏ ବୋତଲରେ ୧ ଲି.୭୫ ମି.ଲି ଦହି ପାଣି ରହିପାରେ, ସେହିପରି ୮ ଟି ବୋତଲରେ କେତେ ଦହିପାଣି ରହିପାରିବ ?
ଏହିପରି ପ୍ରଶ୍ନ ଗୁଡିକୁ ସମାଧାନ କରିବା ପାଇଁ ଆବଶ୍ୟକ ସ୍ଥଳେ ଦୁଇଟି ସଂଖ୍ୟାରେଖା ବ୍ୟବହାର କର ।
Solution:

୧ଟି ବୋତଲରେ ଧରୁଥିବା ପାଣିର ପରିମାଣ = ୧ ଲି. ୭୫ ମି.ଲି.
= ୧୦୦୦ ମି.ଲି. + ୭୫ ମି.ଲି. = ୧୦୭୫ ମି.ଲି.
ବୋତଲ ସଂଖ୍ୟା = ୮ଟି
∴ ୮ଟି ବୋତଲରେ ଧରୁଥିବା ଦହିପାଣିର ପରିମାଣ
= ୧୦୭୫ ମି.ଲି. × ୮ = ୮୬୦୦ ମି.ଲି. = ୮ଲି. ୬୦୦ ମି.ଲି.