Odisha State Board BSE Odisha 9th Class Physical Science Important Questions Chapter 7 ମହାକର୍ଷଣ Important Questions and Answers.
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ
Subjective Type Questions With Answers
1. ସାର୍ବଜନୀନ ମହାକର୍ଷଣ ନିୟମ ଲେଖ । ଦୁଇଟି ବସ୍ତୁର ବସ୍ତୁତ୍ଵ ମଧ୍ଯରେ ମହାକର୍ଷଣ ବଳର ପରିମାଣ ବସ୍ତୁର ବସ୍ତୁତ୍ଵ ମଧ୍ଯରେ ମହାକର୍ଷଣ ବଳର ପରିମାଣ ମହାକର୍ଷଣୀୟ ସ୍ଥିରାଙ୍କର ଏକକ ଲେଖ ।
ଉ-
ସାର୍ବଜନୀନ ମହାକର୍ଷଣ ନିୟମ : ବିଶ୍ୱର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦୟର ବସ୍ତୁତ୍ଵର କେନ୍ଦ୍ର ମଧ୍ୟରେ ଥିବ। ଦୂର ତାର ବର୍ଗ ସ ହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ କେନ୍ଦ୍ର କୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।
ଗାଣିତିକ ପୂତ୍ର ନିଗମାନ: ମନେକର ତୁଚ୍ଚଟି ବସ୍ତୁ A ଓ B ର ବସ୍ତୁତ୍ଵ ଯଥାକ୍ରମେ M ଓ m ଅଟେ । ଉଭୟ ପରସ୍ପରଠାରୁ d ଦୂରତାରେ ଅବସ୍ଥାନ କରୁ ଛନ୍ତି ଓ ଗାଣିତିକ ସୂତ୍ର ନିଗମନ : ମନେକର ଦୁଇଟି ବସ୍ତୁ ପରିମାଣ F।
ମହକର୍ଷଣ ନିୟମ ଅନୁଯାୟୀ
F∝ M × m ଏବଂ F ∝ \(\frac{1}{\mathrm{~d}^2}\)
∴ \(F \propto \frac{M \times m}{d^2}\)
କି ମ୍ବା, F = \(\mathrm{F}=\mathrm{G} \cdot \quad \frac{\mathrm{M} \times \mathrm{m}}{\mathrm{d}^2}\)
ଏଠାରେ ଓ ଏକ ସମାନୁ ପାତ୍ରୀ ପରାଙ୍କ ଯାହାକୁ ସାର୍ବଜନୀନ ମହାକର୍ଷଣୀୟ ସ୍ଥିରାଙ୍କ କୁହାଯାଏ । ଏକକ – SI ପଦ୍ଧତିରେ ଏହାର ଏକକ ନିଉଟନ୍ – ମି/କି.ଗ୍ରା2.।
2. କିମିଡ଼ିସ୍ଙ୍କ ସୂତ୍ର ଲେଖ ଓ ବୁଝାଅ । ଏହି ସୂତ୍ରର ତିନୋଟି ପ୍ରୟୋଗ ଲେଖ ।
ଉ-
ଆର୍କିମିଡ଼ିସ୍ଙ୍କ ସୂତ୍ର : କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ ।
ବ୍ୟାଖ୍ୟା :
(i) ବସ୍ତୁ ଉପରେ ତରଳ ପ୍ରୟୋଗ କରୁଥିବା ପ୍ଳବନ ବଳ ତରଳ ମଧ୍ୟରେ ବସ୍ତୁର ବୁଡ଼ିରହିଥିବା ଅଂଶର ଆତନ ଭପରେ ନିର୍ଡର ଶକ ବୁଡ଼ିବା ଅଂଶର ଆୟତନ ବଢ଼ିଲେ ପ୍ଳବନ ବଳ ବଢ଼େ ।
(ii) ପ୍ରତ୍ୟେକ ବସ୍ତୁର ନିଜସ୍ଵ ପ୍ରକୃତ ଓଜନ ଅଛି । ଗୋଟିଏ ବସ୍ତୁ ଏକ ତରଳ ମଧ୍ୟରେ ବୁଡ଼ିଲେ ତାହାର ଓ ଜନ କିଛି କମିଗଲା। ପରି ଜଣାପଡ଼େ । ଏହି ଓଜନ ହ୍ରାସକୁ ଆଭାସୀ ହ୍ରାସ କୁହାଯାଏ ।
(iii) ଗୋଟିଏ ବସ୍ତୁକୁ ତରଳରେ ବୁଡ଼ାଇଲେ ତାହା ବୁଡ଼ିଥିବା ଅଂଶର ଆୟତନ ସହ ସମାନ ଆୟତନର ତରଳ ଅପସାରିତ କରିଥାଏ ।
(iv) ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ଏବଂ ବୁଡ଼ିଥିବା ବେଳେ ତାହାର ଓଜନର ଆଭାସୀ ହ୍ରାସ ମଧ୍ୟରେ ଥିବା ସଂପର୍କ ବିଷୟରେ ଆର୍କିମିଡ଼ିସ୍ ଅନୁ ଧ୍ୟାନ କରି ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ତାଙ୍କ ନାମାନୁ ସାରେ ଆକିମିଡ଼ିସ୍ଙ୍କ ସୂତ୍ର ନାମରେ ପରିଚିତ ।
ଆର୍କିମିଡ଼ିସ୍ଙ୍କ ସୂତ୍ରର ପ୍ରୟୋଗ :
(i) ବସ୍ତୁ ର ଆପେକ୍ଷିକ ସାନ୍ଦ୍ରତା। ନି ର୍ୟ ୟ କରାଯାଏ ।
(ii) ଅଧ୍ଯକାଂଶ ଭାସମାନ ଅନୁ ପ୍ରଯୁକ୍ତି ର ନିର୍ମାଣରେ ଏହି ସୂତ୍ର ବ୍ୟବହାର କରାଯାଏ । ଜାହାଜ ବୁଡ଼ାଜାହାଜ, ଡଙ୍ଗାର ନିର୍ମାଣ କୌଶଳ ଏହି ସୂତ୍ର ଉପରେ ପର୍ଯ୍ୟବସିତ ହୋଇଥାଏ ।
(iii) ଲାକ୍ଟୋମିଟର ଓ ହାଇଡ୍ରୋମିଟରର କାର୍ଯ୍ୟ ଏହି ତଥ୍ୟ ଉପରେ ପର୍ଯ୍ୟବସିତ ।
3. ମୁକ୍ତ ପତନ କ’ଣ ? ଏହାର ଆଧାରରେ ଓ ର ମାନ ନିରୂପଣ କର ।
ଉ-
ମୁକ୍ତ ପତନ : କୌଣସି ବସ୍ତୁ ବାୟୁ ମଧ୍ୟଦେଇ ଗତି କଲାବେଳେ ବାୟୁର ପ୍ରତିରୋଧ ନଗଣ୍ୟ ହୁଏ । ତେଣୁ ବସ୍ତୁଟି ଉପରୁ ତଳକୁ ପୃଥିବୀ ଆଡ଼କୁ ଖସିଲାବେଳେ ତାହା କେବଳ ମାଧ୍ୟାକର୍ଷଣ ବଳର ପ୍ରଭାବ ଯୋଗୁଁ ଖସେ । ବସ୍ତୁର ଏପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ ।
gର ମାନ ନିରୂପଣ : ମନେକର m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ ମାଧ୍ୟାକର୍ଷଣ ବଳ F ପ୍ରଭାବରେ ତଳକୁ ଖସିଲା । ତେବେ ସେଥିରେ ଉତ୍ପନ୍ନ ତ୍ଵରଣ a = g ହେଉ । ତେବେ ନିଉଟନ୍ଙ୍କର ଦ୍ଵିତୀୟ ଗତି ନିୟମ ଅନୁଯାୟୀ ପୃଥିବୀଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହେଉଥିବା ବଳ
F = mg …………… (i)
ପୃଥିବୀର କେନ୍ଦ୍ରରୁ ବସ୍ତୁଟି ଖସୁଥିବା ସ୍ଥାନ ମଧ୍ୟରେ ଦୂରତ୍ୱ ଯଦି d ହୁଏ ତେବେ ସେମାନଙ୍କ ମଧ୍ୟରେ ମହାକର୍ଷଣ ବଳର ପରିମାଣ ହେବ F = \(F=G \begin{gathered}M \times m \\d^2\end{gathered}\) ……….(ii)
ଏଠାରେ M = ହେଉଛି ପୃଥିବୀର ବସ୍ତୁତ୍ଵ ସମୀକରଣ (i) ଓ (ii) କୁ ଏକତ୍ର କରି ଆମେ ପାଇବା
ପୃଥିବୀ ପୃଷ୍ଠରେ ଥିବା ବସ୍ତୁ ନିମନ୍ତେ
d = R = ପୃଥିବୀର ବ୍ୟାସାର୍ଦ୍ଧ ।
4. ପ୍ଲବତା ଓ କ୍ଲବନ ବଳ କ’ଣ ? ଗୋଟିଏ ବସ୍ତୁ କେତେବେଳେ ଜଳରେ ଭାସେ ଓ କେତେବେଳେ ବୁଡ଼ିଯାଏ ?
ଉ-
ପୁକତା: । କୌଣସି ବସ୍ତୁକୁ ତରଳ ପଦାର୍ଥ ମଧ୍ୟରେ ବୁଡ଼ାଇଲେ ସେହି ବସ୍ତୁ ଉପରେ ତରଳ ପଦାର୍ଥ ଏକ ଊର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରିଥାଏ । ତରଳର ଏହି ଗୁଣକୁ ପ୍ଳବତା କୁହାଯାଏ ।
ପ୍ଲବନ ବଳ : ତରଳ ପଦାର୍ଥଦ୍ଵାର। ପ୍ରୟୋଗ ହେଉଥିବା ଏହି ବଳକୁ ପ୍ଳବନ ବଳ କୁହାଯାଏ ।
ବସ୍ତୁଟି ଜଳରେ ଭାସେ ବା ବୁଡ଼ିଯାଏ କାହିଁକି ?
(i) ବସ୍ତୁ ଉପରେ କ୍ରିୟାଶୀଳ ପ୍ଳବନ ବଳର ପତିରିମାଣ ବୃତ଼ିଥ୍ ଚାବସ୍ତୁତ୍ଵ। ରାଆପସ।ରିତ ତରଳର ଓଜନ ସହିତ ସମାନ ।
(ii) ବସ୍ତୁର ଓଜନ ପ୍ଳବନ ବଳଠାରୁ ଅଧିକ ହେଲେ ବସ୍ତୁଟି ବୁଡ଼ି ଯାଇଥାଏ ଏବଂ ବସ୍ତୁର ଓଜନ ପ୍ଳବନ ବଳଠାରୁ କମ୍ ହେଲେ ତାହା ଭାସି ଥାଏ ।
(iii) ଲୁହାକଣ୍ଟା କମ୍ ଜଳ ଅପସାରଣ କରେ ଯାହାର ଓଳନ ବୁହାକଣ୍ଟାର ଓଜନଠାରୁ କମ୍ । ଏଠାରେ ପ୍ରବନ ବଳ କୁହାକଣ୍ଟାର ଓଜନଠାରୁ କମ୍ ହେଇଥିବାରୁ ଲୁହାକଣ୍ଟାଟି କଯାଏ ।
(iv) ଜାହାଜର ଓଜନ ଯେତେ, ଏହାର ଗଢ଼ଣ ଏପରି ସେ ତାହା ଯେତିକି ଜଳ ଅପସାର କରେ ତାହାର ଓଜନ କାହାଜର ଓଜନଠାରୁ ଅଧିକ ହୋଇଥାଏ । ତେଣୁ ଜାହାଜ ଉପରେ ଅଧିକ ହୋଇଥାଏ । ତେଣୁ ଜାହାଜ ଜଳରେ ଭାସେ ।
(v) ବସ୍ତୁର ସାନ୍ଦ୍ରତା ତରଳର ସାନ୍ଦ୍ରତାଠାରୁ କମ୍ ହେଲେ ତାହା ତରଳରେ ଭାସେ ଏବଂ ବସ୍ତୁର ସାନ୍ଦ୍ରତା ଅଧିକ ହେଲେ ଏହା ତରଳରେ ବୁଡ଼ିଯାଏ ।
5. ଦର୍ଶାଅ ଯେ ଚନ୍ଦ୍ରପୃଷ୍ଠରେ ଗୋଟିଏ ବସ୍ତୁର ଓଜନ, ପୃଥିବୀ ପୃଷ୍ଠରେ ସେହି ବସ୍ତୁର ଓଜନର ଏକ ଷତାଂଶ ହେବ ।
ଉ-
(i) ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ ତାହାକୁ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତୁର ବସ୍ତୁତ୍ଵ କମ୍ ହୋଇଥିବାରୁ ଏହା ବସ୍ତୁ ଉପରେ କମ୍ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରେ ।
(ii) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର
ଚନ୍ଦ୍ରର ବସ୍ତୁତ୍ଵ = Mm ଓ ଚନ୍ଦ୍ରର ବ୍ୟାସାର୍ଦ୍ଧ = Rm ହୁଏ, ମହାକର୍ଷଣ ବଳର ନିୟମାନୁ ଯାୟୀ,
(iii) m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ପୃଥିବୀପୃଷ୍ଠରେ = We ପୃଥିବୀର ବସ୍ତୁତ୍ଵ We ଓ ପୃଥିବୀର ବ୍ୟାସାର୍ଦ୍ଧ = Re ହୁଏ,
(iv) M = 7.36 x 1022 କି.ଗ୍ରା.,
Rm = 1.74 x 106 ମି. ହେଳେ
∴ ଚନ୍ଦ୍ରପୃଷ୍ଠରେ ଗୋଟିଏ ବସ୍ତୁର ଓଜନ, ପୃଥିବୀ ପୃଷ୍ଠରେ ସେହି ବସ୍ତୁର ଓଜନର ଏକ ଷକ୍ଷାଂଶ ଅଟେ ।
1. ଚାପ ଓ ବଳ ମଧ୍ଯରେ ପାର୍ଥକ୍ୟ ଉଲ୍ଲେଖ କର ।
ଉ-
ଚାପ
(i) ଏକ ପୃଷ୍ଠର ପ୍ରତି ଏକକ କ୍ଷେତ୍ରଫଳ ଉପରେ ଲମ୍ବ ଭାବେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ (Pressure) କୁହାଯାଏ ।
(ii) ପୃଷ୍ଠତଳ ଉପରେ ସଂଘାତ ବା ବଳ F ଓ କ୍ଷେତ୍ରଫଳ A ହେଲେ ଚାପ P = \(P=\frac{F}{A}\)
(iii) ଚାପର ଏକକ ହେଉଛି ନିଉଟନ୍/ମି. ବା ପାଶ୍(Pa) ।
(iv) ଚାପ ପାଇବା ପାଇଁ ବଳଟି ପୃଷ୍ଠପ୍ରତି ଲମ୍ବଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ ।
ବଳ
(i) ଜଡ଼ତାର ପରିବର୍ତ୍ତନ ପାଇଁ ଯେଉଁ ବାହ୍ୟ କାରକ ସାହାଯ୍ୟ କରେ ତାକୁ ବଳ (Force) କୁହାଯାଏ ।
(ii) ବସ୍ତୁର ବସ୍ତୁତ୍ଵ m ଓ ତ୍ଵରଣ a ହେଲେ ବଳର ପରିମାଣ F = ma ।
(iii) ବଳର ଏକକ ନିଉଟନ୍ ବା ଡାଇନ୍ ।
(iv) ବଳ ବସ୍ତୁର ପୃଷ୍ଠପ୍ରତି ଯେକୌଣସି କୋଣ କରି କାର୍ଯପକାରୀ ହେ।ଚ୍ଚପାରେ।
2. କେ।ଠାଘରର ମୂଳତୁଆକୁ ପ୍ରଶସ୍ତ କର।ପାଇଥାଏ କାହିଁକି ?
ଉ-
(i) କୌଣସି ବସ୍ତୁ ପୃଷ୍ଠ ପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥିବା ବଳକୁ ସଂଘାତ କୁହାଯାଏ ।
(ii) ଏକ ପୃଷ୍ଠର ଏକକ କ୍ଷେତ୍ରଫଳ ଉପରେ ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ ।
(iii) ତେଣୁ ପୃଷ୍ଠର କ୍ଷେତ୍ରଫଳ ବୃଦ୍ଧିକଲେ ଚାପଗ ପରି ମାଣ କମି ଥାଏ । ଭୂପୃଷ୍ଠ ଉପରେ କୋଠାଘରର କାନ୍ଥ ଯେଉଁ ଚାପ ପକାଇଥାଏ ତାହା ହ୍ରାସ କରିବା ପାଇଁ ମୂଳଦୁଆକୁ ପ୍ରଶସ୍ତ କରାଯାଇଥାଏ ।
3. ମନେକର ଗୋଟିଏ ଗ୍ରହର ବସ୍ତୁତ୍ଵ ପୃଥିବୀ ବସ୍ତୁତ୍ଵର \(\frac {1}{2}\) ଓ ଗ୍ରହର ବ୍ୟାସାର୍ଦ ପୃଥ୍ବୀ ବସ।ର୍ଦ୍ଧର \(\frac {1}{2}\)।ତେବେ ଗ୍ରହ ପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ କେତେ ହେବ ?
ଉ-
ପୃଥିବୀ ପାଇଁ ge = \(\frac{\mathrm{GM}}{\mathrm{R}^2}\)
ଅନ୍ୟ ଗ୍ରହ ପାଇଁ m = \(\frac {M}{2}\) ଓ r = \(\frac {R}{2}\)
∴ gp = \(\frac {M}{2}\)
∴ gp = \(\frac{\mathrm{G} \times \frac{\mathrm{M}}{2}}{\left(\frac{\mathrm{R}}{2}\right)^2}=\frac{\mathrm{GM}}{2} \times \frac{4}{\mathrm{R}^2}=\frac{2 \mathrm{GM}}{\mathrm{R}^2}=2 \times \mathrm{g}_{\mathrm{e}}\)
∴ gp = 2 x 9.8 m/s2 = 19.6 m/s2(∵ge = 9.8 m/s2)
4. ଗୋଟିଏ ନଡ଼ିଆଗଛରୁ ଏକ ନଡ଼ିଆ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିଲା ନଡ଼ିଆ ଗଛର ଉଚ୍ଚତା କେତେ ଏବଂ ଭୂମିରେ ପଡ଼ିଲାବେଳେ ତା’ର ପରି ବେଗ କେତେ ? (g = 10 m/s2)
ଉ-
ଏଠାରେ t = 2 sec, u = 0, g = 10 m/s2
∴ s = ut + \(\frac {1}{2}\) at2
= 0 x 2 + \(\frac {1}{2}\) x 10 m/s2 x (2s)2
= 0 + 5 m/s2 x 4 s2 = 20 m
v2 = u2 + 2gs = 0 + 2gs
= 2 x 10 m/s2 x 20m = 400 m2/s2
V = \(\sqrt{400 \mathrm{~m}^2 / \mathrm{s}^2}\) = 20 m/s
ନଡ଼ିଆ ଗଛର ଉଚ୍ଚତା 20 ମି. ଓ ନଡ଼ିଆର ପରିବେଗ 20 m/s ।
5. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଉପର କୁ ଫିଙ୍ଗିବାଦ୍ଵାରା ଏହା 40 ମିଟର ଉପରକୁ ଉଠିଲା । ତେବେ ବସ୍ତୁଟିକୁ କେଉଁ ପରିବେଗରେ ଫିଙ୍ଗା ଯାଇଥୁଲା ଓ ଏହା ସର୍ବୋଚ୍ଚ ଉଚ୍ଚତାକୁ ଉଠିବାପାଇଁ କେତେ ସମୟ ଲାଗିଲା ?
ଉ-
-ଏଠାରେ s 40 m, v = 0, g = 9.8 m/s22
v2 = u2 + 2gs ⇒ u2 = v2 – 2gs
= 02 – 2 x (- 9.8 m/s2) x 40 m
= 19.6 x 40 m2/s2= 196 x 4 m2/s2
⇒ u= \(\sqrt{196 x 4}\) m/s
= 14 x 2 m/s = 28 m/s
v = u + gt
= 2.86 ସେକେଣ୍ଡ ପ୍ରାୟ ।
∴ ବସ୍ତୁ ଟି କୁ 28 m/s ପରିବେଗରେ ଫିଙ୍ଗାଯାଇଥୁଲା ଓ ଏହା ସର୍ବୋଚ୍ଚ ଉଚ୍ଚତାକୁ ଉଠିବା ପାଇଁ ପ୍ରାୟ 2.86 ସେକେଣ୍ଡ ସମୟ ଲାଗିଲା ।
6. ସଂଘାତ ଓ ଚାପ କ’ଣ ? ଏମାନଙ୍କ ଏକକ ଲେଖ । ସଂଘାତ ଓ ଚାପ ମଧ୍ଯରେ ଥିବା ସଂପର୍କ ନିଗମନ କର ।
ଉ-
(i) ବସ୍ତୁର ପୃଷ୍ଠସହ ସଂସ୍ପର୍ଶରେ ଆସି ପୃଷ୍ଠ ପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥିବା ବଳକୁ ସଂଘାତ କହନ୍ତି।
ଏକକ : ସଂଘାତର ଏକକ ନିଉଟନ୍ ବା ଡାଇନ୍ ।
(ii) ଏକ ପୃଷ୍ଠର ପ୍ରତି ଏକକ କ୍ଷେତ୍ରଫଳ ଉପରେ ଲମ୍ବଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ ।
ଏକକ : ଚାପର ଏକକ ନିଉଟନ୍ / ମି2 ବା ପାଶ୍ଲ୍ କଲେ (Pa) ।
ପୃଷ୍ଠତଳ ଉପରେ ଚାପ = P,
ପୃଷ୍ଠତଳ ଉପରେ ସଂଘାତ = F,
ପୃଷ୍ଠତଳର କ୍ଷେତ୍ରଫଳ = A ହେଲେ, p = \(\frac {F}{A}\)
7. ବସ୍ତୁର ସାନ୍ଦ୍ରତା ଓ ଆପେକ୍ଷିକ ସାନ୍ଦ୍ରତା କ’ଣ
ଉ-
ସାନ୍ଦ୍ରତା – ଏକ ବସ୍ତୁର ପ୍ରତି ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ବସ୍ତୁର ସାନ୍ଦ୍ରତା କୁହାଯାଏ ।
ବସ୍ତୁର ବସ୍ତୁତ୍ଵ m ଓ ଆୟତନ । ହେଲେ ସାନ୍ଦ୍ରତା (d) = \(\frac {m}{v}\)
ଏକକ – S.I. ଏକକରେ ସାନ୍ଦ୍ରତାର ଏକକ କି.ଗ୍ରା. ମି3 ।
ଆପେକ୍ଷିକ ସାନ୍ଦ୍ରତା – ଗୋଟିଏ ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ ।
କୌଣସି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା
ଏକକ : ଆପେକ୍ଷିକ ସାନ୍ଦ୍ରତାର ଏକକ ନାହିଁ ।
1. ଧାରୁଆ ଛୁରୀରେ ଫଳ କାଟିବା ସହଜ କାହିଁକି ? ବିଜ୍ଞାନସମ୍ମତ କାରଣ ଦର୍ଶାଅ ।
ଊ-
(i) ଧାରୁଆ ଛୁରୀ ଓ ଫଳ ଯେଉଁ ସ୍ଥାନରେ ସ୍ପର୍ଶ କରନ୍ତି, ସେଠାର ସ୍ପର୍ଶ କ୍ଷେତ୍ରଫଳ ଅତି ନଗଣ୍ୟ ମୋଟ ପ୍ରଯୁକ୍ତ ବଳ ବା ସଂଘାତ ଏହି ସ୍ଵଳ୍ପ କ୍ଷେତ୍ରଫଳ ଉପରେ ବାଣ୍ଟି ହୋଇଯାଏ ।
(ii) ତେଣୁ ପ୍ରତି ଏକକ କ୍ଷେତ୍ରଫଳ ଉପରେ ବଳର ପ୍ରଭାବ ବେଶି ହୁଏ ଏବଂ ଛୁରୀଟିରେ ବେଶି ବଳ ଦେବାକୁ ଆବଶ୍ୟକ ହୁଏ ନାହିଁ ।
2. ଆର୍କିମିଡ଼ିସ୍ଙ୍କ ସୂତ୍ର ଲେଖ । ଏହା କେଉଁଥରେ ପ୍ରୟୋଗ କରାଯାଏ, ସେଥିମଧ୍ୟରୁ ଗୋଟିଏ ଲେଖ ।
ଉ-
(i) ଆର୍କ ମିଡ଼ିସ୍ଙ୍କ ସୂତ୍ର : କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସଂପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ଦ୍ର।ସ ବସ୍ତତ୍ୱ।ରା ଅପସାରିତ ତରକର ଓଚ୍ଚନ ସହ ସମାନ ।
(ii) ଆର୍କିମିଡ଼ିସ୍ଙ୍କ ସୂତ୍ର ପ୍ରୟୋଗ କରି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
3. ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲ କୁ ବୁଡ଼ାଇ ଛାଡ଼ି ଦେଲେ ତାହା ଆପେ ଆପେ ପୃଷ୍ଠକୁ ଉଠିଆସେ କାହିଁକି ?
ଉ-
(i) ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ପାଣି ବୋତଲ ଉପରେ ଏକ ଉତ୍ସବଳ ପ୍ରୟୋଗ କରେ । ତେଣୁ ବୋତଲଟି ଉପରକୁ ଉଠିଯାଏ ।
(ii) ପାଣି ଭିତରେ ଏକ ଉର୍ଦୁବଳର ପରିମାଣ ପୃଥିବୀର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ । ତେଣୁ ବୋତଲଟି ‘ଉପରକୁ ଉଠିଆସେ ।
4. 50 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଆୟତନ 20 ଘନ ସେ.ମି. । ଏହାକୁ ଏକ ଜଳପୂର୍ଣ୍ଣ କୁଣ୍ଡରେ ପକାଇଲେ ଏହା ବୁଡ଼ିବ ନା ଭାସିବ ବୁଝାଅ ।
ଉ-
ବସ୍ତୁଟିର ବସ୍ତୁତ୍ଵ (m) = 50 ଗ୍ରାମ୍ ଓ ଆୟତନ (v) = 20 ଘନ ସେ.ମି.
∴ ସାନ୍ଦ୍ରତା (d) = \(\frac{m}{v}=\frac{50}{20}\) ଗ୍ର । ମ୍ /ଘନ ସେ.ମି.।
= 2.5 ଗ୍ର । ମ୍ /ଘନ ସେ.ମି.।
ଜଳର ସାନ୍ଦ୍ରତା = 1 ଗ୍ରାମ୍/ଘନ ସେ.ମି.
∴ ଜଳର ସାନ୍ଦ୍ରତା ଠାରୁ ବସ୍ତୁର ସାନ୍ଦ୍ରତା ଅଧ୍ୟକ ହେତ ବସ୍ତୁଟିକୁ ଜଳପ କୁଣ୍ଡରେ ପକାଇଲେ ଏହା ପାଣିରେ ବୁଡ଼ିଯବି ।
5. କାଗଜ ଗୁଳ ଅପେକ୍ଷା ଖଣ୍ଡିଏ ଫର୍ଦ କାଗଜ ଡେରିରେ ତଳକୁ ପଡ଼େ କାହିଁକି ?
ଉ –
(i) କାଗଜଗୁଳାର ପୃଷ୍ଠକ୍ଷେତ୍ରଫଳ ଠାରୁ ଫର୍ଦ୍ଦେ କାଗଜର ପୃଷ୍ଠକ୍ଷେତ୍ରଫଳ ଅଧିକ ଅଟେ ।
(ii) ପୃଷ୍ଠକ୍ଷେତ୍ରଫଳ ଅଧିକ ହୋଇଥିବାରୁ ଫର୍ଦ୍ଦେ କାଗଜରେ ଉର୍ଦୁଚାପ ବେଶୀ ହେବ । ତେଣୁ ଫର୍ଭେ କାଗଜ ଡେରିରେ ତଳକୁ ପଡ଼ିବ ।
6. ଏକ ବାୟୁଶୂନ୍ୟ କାଚ ଘରେ ଗୋଟିଏ ପର ଓ ଗୋଟିଏ ଗୋଡ଼ି ସମାନ ଉଚ୍ଚତାରୁ ପକାଇଲେ କେଉଁଟି ପ୍ରଥମେ ତଳେ ପଡ଼ିବ ଓ କାହିଁକି ?
ଉ-
(i) ମୁକ୍ତ ପତନ ବସ୍ତୁର ଗତି ସମତ୍ଵରାନ୍ଵିତ ଗତି ଅଟେ । ଯେକୌଣସି ବସ୍ତୁ ମୁକ୍ତ ଭାବରେ ପଡ଼ିଲେ ଏହାର ତ୍ଵରଣ ମାଧ୍ୟାକର୍ଷଣ ଜନିତ ତ୍ଵରଣ g = 9.8 m/s2 ସହ ସମାନ ହୁଏ ।
(ii) ଏହାର ଗତି ବସ୍ତୁର ବସ୍ତୁତ୍ଵ ଉପରେ ନିର୍ଭର କରେ ନାହିଁ । ବାୟୁଶୂନ୍ୟ କାଚ ଘର ମଧ୍ୟରେ ବାୟୁର ଘର୍ଷଣଜନିତ ପ୍ରତିରୋଧ ନ ଥାଏ । ଏହା ମଧ୍ଯରେ ବସ୍ତୁର ଗତି ମୁକ୍ତ ପତନ ଅଟେ । ତେଣୁ ଏହା ମଧ୍ଯରେ ଉଭୟ ପର ଓ ଗୋଡ଼ି ସମାନ ଉଚ୍ଚତାରୁ ଏକ ସମୟରେ ତଳେ ପଡ଼ିବ ।
7. g ଓ G ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
g-
(i) ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) ର ମୂଲ୍ୟ 9.8 m/s2
(ii) ଏହାର ମୂଲ୍ୟ ସ୍ଥାନ ଅନୁ ସାରେ ବଦଳିଥାଏ ।
G-
(i) ମହାକର୍ଷଣ ସ୍ଥିରାଙ୍କ (G)ର ମୂଲ୍ୟ
6.67 x 10-11 Nm2/kg2 ।
(ii) ଏହାର ମୂଲ୍ୟ ସବୁ ସ୍ଥାନରେ ସମାନ ।
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ପୃଥିବୀ ପୃଷ୍ଠରେ ଏକ ବସ୍ତୁର ଓଜନ 60 ନିଉଟନ୍ ହେଲେ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତର ଓଜନ କେତେ ?
ଉ-
Wm = \(\frac {1}{6}\) We = \(\frac {1}{6 }\) = \(\frac {1}{6 }\) × 60 n = 10 n
2. ନିଉଟନ୍ ଙ୍କ ମହାକର୍ଷଣ ନିୟମ ଲେଖ ।
ଉ-
ବିଶ୍ଵର କୌଣସି ଦୁଇଟି ବସ୍ତୁ ମଧ୍ୟରେ ମହାକର୍ଷଣ ବଳର ପରିମାଣ ବସ୍ତୁଦ୍ଵୟର ଗୁଣଫଳ ସହ
3. ମାଧ୍ୟାକର୍ଷଣ ଜନିତ ତ୍ଵରଣ କାହାକୁ କୁହାଯାଏ ?
ଉ-
ପୃଥିବୀର ମାଧ୍ୟାକର୍ଷଣ ଟଣା ଯୋଗୁଁ ମୁକ୍ତ ପତନଶୀଳ ବସ୍ତୁଠାରେ ଯେଉଁ ସମ ତ୍ଵରଣ ଉନନ୍ନ ହୁଏ, ତାକୁ ମାଧ୍ୟାକର୍ଷଣ ଜନିତ ତ୍ଵରଣ କୁହାଯାଏ ।
4. ପ୍ଳବତା କାହାକୁ କୁହାଯାଏ ?
ଉ-
ତରଳ ପଦାର୍ଥରେ ନିମଜ୍ଜିତ ଏକ ବସ୍ତୁ ଉପରେ କ୍ରିୟାଶୀଳ ଊର୍ଦ୍ଧ୍ବ ବଳକୁ ଉର୍ଦ୍ଧ୍ୱସଂଘାତ ବା ପ୍ଳବନ ବଳ କୁହାଯାଏ ଏବଂ ଏହି ପ୍ରକ୍ରିୟାକୁ ପ୍ରବତା କୁହାଯାଏ ।
5. ସଂଘାତ କ’ଣ ?
ଉ-
ବସ୍ତୁର ପୃଷ୍ଠ ଉପରେ ଲମ୍ବ ଭାବରେ ପ୍ରଯୁକ୍ତ ବଳକୁ ସଂଘାତ କୁହାଯାଏ ।
6. ଆର୍କିମିଡ଼ିସ୍ଙ୍କ ନିୟମ କ’ଣ ?
ଉ-
କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁଟିର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ ।
7. କେନ୍ଦ୍ରାଭିସାରୀ ବଳ କ’ଣ ?
ଉ-
ଯେଉଁ ବଳ ତ୍ଵରଣ ଉନନ୍ନ କରିବା ସହିତ ବସ୍ତୁରବୃତ୍ତାକାର ପଥରେ ଗତିଶୀଳ ଅବସ୍ଥାରେ ରଖେ ଏବଂ କେନ୍ଦ୍ର ଆଡ଼କୁ ଗତିଶୀଳ ହୁଏ, ତା’କୁ କେନ୍ଦ୍ରାଭିସାରୀ ବଳ କୁହାଯାଏ ।
8. Gକୁ କାହିଁକି ସାର୍ବଜନୀନ ମହାକର୍ଷଣ ସ୍ଥିରାଙ୍କ କୁହାଯାଏ ?
ଉ-
ବିଶ୍ଵରେ ଯେକୌଣସି ଏକ ଯୋଡ଼ା ବସ୍ତୁ ପାଇଁ ‘G’ ର ମୂଲ୍ୟ ସମାନ । ପୁନଶ୍ଚ ‘G’ର ମାନମଧ୍ୟବର୍ତ୍ତୀ ମାଧ୍ୟମର ପ୍ରକୃତି ଉପରେ ନିର୍ଭର କରେନାହିଁ । ତେଣୁ ‘G’କୁ ସାର୍ବଜନୀନ ମହାକର୍ଷଣ ସ୍ଥିରାଙ୍କ କୁହାଯାଏ ।
9. କେନ୍ଦ୍ରାଭିସାରୀ ବଳ ଶୂନ ହେଲେ ବସ୍ତୁର ଗତିରେ କ’ଣ ପରିବର୍ତ୍ତନ ହୁଏ ?
ଉ-
କେନ୍ଦ୍ରାଭିସାରୀ ବଳ ଶୂନ ହେଲେ ବସ୍ତୁ ବୃତ୍ତାକାର ପଥରେ ନ ଘୂରି ସେହି ପଥରୁ ବିଚ୍ୟୁତ ହୋଇ ବୃତ୍ତ ପ୍ରତି ସ୍ପର୍ଶକ ଦିଗରେ ଏକ ସରଳରେଖାରେ ବୃତ୍ତଠାରୁ ବିଚ୍ଛିନ୍ନ ହୋଇ ଚାଲିଯାଏ ।
10. ମହାକର୍ଷଣ ବଳ କ’ଣ ?
ଊ-
ଯେକୌଣସି ଦୁଇଟି ଜଡ଼ୀୟ ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳକୁ ମହାକର୍ଷଣ ବଳ କୁହାଯାଏ ।
11. ଗୋଟିଏ ପିଲା ପଥରରେ ସୂତା ବାନ୍ଧି ଆନୁଭୂମିକ ବୃତ୍ତାକାର ପଥରେ ଘୂରାଉଛି । ଯଦି ସୂତାଟି ଛିଣ୍ଡିଯାଏ, ପଥରଟିର କ’ଣ ଘଟିବ ?
ଉ-
ଗୋଟିଏ ପିଲା ପଥରରେ ସୂତା ବାନ୍ଧି ଆନୁଭୂମିକ ଛି ଣ୍ଡି ବୁଢାକାର ପଥରେ ପୂଜାଉଛି । ଯଦି ସୂତାଟି ଯାଏ, ପଥର ଟି ବୃତ୍ତାକାର ପଥ ପ୍ର ତି ସ୍ପର୍ଶକଭାବେ ସରଳରେଖାରେ ଗତିକରିବ ।
12. ଚନ୍ଦ୍ର ପୃଥିବୀକୁ ଆକର୍ଷଣକଲେ ମଧ୍ୟ କାହିଁକି ପୃଥିବୀ ଚନ୍ଦ୍ର ଚାରିପଟେ ଘୂରି ନଥାଏ ?
ଉ-
ଚନ୍ଦ୍ରର ବସ୍ତତ୍ଵ ପୃଥିବୀର ବସ୍ତତ୍ଵ ତୁଳନାରେ ନଗଣ୍ୟ ହେ । ଇଥ୍ ବା ରୁ ପୃଥିବୀ ଚନ୍ଦ୍ର ଚାରି ପଟେ ବାରୁ ଘୂରି ପାରେନା ।
13. ସାର୍ବଜନୀନ ମହାକର୍ଷଣ ନିୟମ କ’ଣ ?
ଉ-
ମହାକର୍ଷଣ ବଳର ପରିମାଣ ବସ୍ତଦ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଏବଂ ସେମାନଙ୍କ ବସ୍ତତ୍ଵ କେନ୍ଦ୍ର ମଧ୍ୟରେ ଥିବ। ଦୂରତାର ବର୍ଗ ସ ହ ପ୍ରତିଲୋମାନୁପାତୀ ଅଟେ ।
14. ମୁକ୍ତ ପତନ କ’ଣ ?
ଉ-
ବସ୍ତ କେବଳ ମହାକର୍ଷଣ ବଳର ପ୍ରଭାବରେ
15. ଓଜନ କ’ଣ ?
ଉ-
ଏକ ବସ୍ତ ଉପରେ କ୍ରିୟାଶୀଳ ହୋଇଥୁବା ପୃଥିବୀର
16. ଆଭାସୀ ହ୍ରାସ କ’ଣ ?
ଉ-
ଗୋଟିଏ ବସ୍ତୁକୁ ତରଳରେ ବୁଡାଇଲେ ତାହାର ଓଜନ କିଛି ହ୍ରାସ ହେଲାପରି ଜଣାପଡ଼ିବାରୁ ଆଭାସୀ ହ୍ରାସ କୁହାଯାଏ ।
B ଗୋଟିଏ ପଦରେ ଉତ୍ତର ଦିଅ ।
1. ପୃଥିବୀର କେନ୍ଦ୍ରରେ ଏକ ବସ୍ତୁର ଓଜନ କେତେ ?
2. ଏକ ବସ୍ତୁର ଚନ୍ଦ୍ରପୃଷ୍ଠରେ ଓଜନ 20 N ହେଲେ ଏହାର ଓଜନ ପୃଥିବୀ ପୃଷ୍ଠରେ କେତେ ?
3. କେଉଁ ସୂତ୍ରଦ୍ୱାରା ଲାକ୍ଟୋମିଟର କାର୍ଯ୍ୟ କରେ ?
4. ଜଳର ସାନ୍ଦ୍ରତା କେତେ ?
5. କୌଣସି ବସ୍ତୁର ଓଜନ ପୃଥିବୀ ପୃଷ୍ଠରେ 12N ହେଲେ ଚନ୍ଦ୍ର ପୃଷ୍ଠରେ ଏହାର ଓଜନ କେତେ ହେବ ?
6. କୌଣସି ବସ୍ତୁର ଓଜନ କାହା ସହ ସମାନ ?
7. ଏକ ଖଣିର ନିମ୍ନଭାଗରେ, ପାହାଡ଼ର ଚୂଡ଼ାରେ, ପୃଥିବୀ ପୃଷ୍ଠରେ ଓ ଏକ ଗଛ ଉପରେ କେଉଁଠାରେ g ର ମାନ ସର୍ବାଧିକ ହେବ ?
8. ମୁକ୍ତ ପତନ କ୍ଷେତ୍ରରେ ବସ୍ତୁର ତ୍ଵରଣ କେତେ ?
9. ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
10. ପୃଥିବୀର ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
11. ଭୂପୃଷଷ୍ଠଠାରୁ ତଳକୁ ତଳକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟିବ ?
12. ପୃଥିବୀପୃଷ୍ଠର କେଉଁଠାରେ ପୃଥିବୀର ବ୍ୟାସାର୍ବ ସର୍ବାଧ୍ଵ ?
13. ପୃଥିବୀପୃଷ୍ଠର କେଉଁଠାରେ ପୃଥିବୀର ବ୍ୟାସାର୍ଦ୍ଧ ସର୍ବନିମ୍ନ ?
14. ଭୂପୃଷ୍ଠଠାରୁ ଉଚ୍ଚକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟେ ?
15. ମେରୁଠାରୁ ବିଷୁବ ବୃତ୍ତ ଆଡ଼କୁ ଗଲେ ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
16. ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ଗଲେ ପୃଥିବୀର ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
17. 1 kg ବସ୍ତୁତ୍ଵର ବସ୍ତ କେତେ ପରିମାଣର ବଳଦ୍ଵାରା ପୃଥିବୀ ଆଡକୁ ଆକର୍ଷିତ ହୁଏ ?
18. ଦୁଇଟି ବସ୍ତୁ ମଧ୍ୟରେ ଦୂରତା 6 ଗୁଣ ବୃଦ୍ଧି ହେଲେ, F କେତେ ହେବ ?
19. ଭୂସ୍ଥିର କୃତ୍ରିମ ଉପଗ୍ରହର ଆବର୍ତ୍ତନ ସମୟକାଳ କେତେ ?
20. ଏକ ଉପଗ୍ରହ ଭୂପୃଷ୍ଠର ଅତି ନିକଟରେ ଘୂରୁଥୁଲେ ଏହାର ବେଗ କେତେ ହେବ ?
21. ଦୁଇଟି ଗ୍ରହର ବସ୍ତୁତ୍ଵର ଅନୁପାତ 1 : 2 । ସେମାନଙ୍କ ବ୍ୟାସାର୍ଦ୍ଧର ଅନୁପାତ 1 : 2 । ସେମାନଙ୍କ ହେବ ?
22. ପୃଥିବୀର ବ୍ୟାସାର୍ଦ୍ଧ ପରିମିତ ଉଚ୍ଚତା ସହ ସମାନ ଉଚ୍ଚତାକୁ ଏକ ବସ୍ତକୁ ଉପରକୁ ଉଠାଇଲେ ପରିବର୍ତ୍ତିତ ସ୍ଥିତିଜ ଶକ୍ତି କେତେ ହେବ ?
23. ଯଦି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାକୁ 2 ଗୁଣ କରାଯାଏ, ତେବେ ବର୍ଷର ଅବଧୂ କେତେଦିନ ହେବ ?
24. ଦୁଇଟି ବସ୍ତ୍ର ମଧ୍ୟରେ ଦୂରତା 2 ଗୁଣ ହେଲେ, ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ F କେତେ ହେବ ?
25. ମାଧ୍ୟାକର୍ଷଣଜନିତ ତ୍ଵରଣ କେଉଁଠାରେ ଶୂନ ହୁଏ ?
26. ମାଧ୍ୟାକର୍ଷଣ ବିରୁଦ୍ଧରେ ଗତିଶୀଳ ବସ୍ତ୍ର ସର୍ବାଧିକ ଉଚ୍ଚତାରେ ପହଞ୍ଚିବା ପରେ ଏହାର ଅନ୍ତିମ ପରିବେଗ କେତେ ହେବ ?
27. ଓଜନର ପରିମାଣର ଏକକ କ’ଣ ?
Answer:
1. 0
2. 120 N
3. ଆକିମିଡ଼ିସ୍ଙ୍କ ସୂତ୍ର
4. 1000 kg/m3
5. 2N
6. ବସ୍ତୁତ୍ଵ ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣର ଗୁଣଫଳ
7. ଖଣିର ନିମ୍ନ ଭାଗରେ
8. 9.8 m/s2
୨. ଦୁର୍ବଳ
10. ମାଧ୍ୟାକର୍ଷଣ
11. ବୃଦ୍ଧି ପାଇବ
12. ବିଷୁବରେଖା
13. ମେରୁ
14. ହ୍ରାସ ପାଏ
15. ହ୍ରାସ ପାଏ
16. ବୃଦ୍ଧି ପାଏ
17. 9.8 N
18. 1/36 ଗୁଣ
19. 24 ଘଣ୍ଟା
20. \(\sqrt{\mathrm{Rg}}\)
21. 1 : 2
22. \(\frac {π}{2}\)
23. 1032 ଦିନ
24. 1/4 F
25. ପୃଥିବାର କେନ୍ଦ୍ର
26. 0
27. ନିଉଟନ୍
C ଶୂନ୍ୟସ୍ଥାନ ପୂରଣ କର ।
1. ମହାକର୍ଷଣ ବଳ ବୈଜ୍ଞାନିକ ……………… ଆଚିଷ୍ଠାର କରିଥିଲେ ।
2. କୌଣସି ବସ୍ତୁ ବୃତ୍ତାକାର ପଥରେ ଘୂରିବାପାଇଁ ………………… ବଳ ଆବଶ୍ୟକ କରେ ।
3. ଏକ ସରଳରେଖା ଯାହା ବୃତ୍ତକୁ କେବଳ ଗୋଟିଏ ମାତ୍ର ବିନ୍ଦୁରେ ଛେଦକରେ ତାକୁ ବଡର …………………. କହନ୍ତି ।
4. ଯେକୌଣସି ଦୁଇଟି ଜଡ଼ୀୟ ବସ୍ତୁତ୍ଵ ମଧ୍ଯରେ ଥିବା ଆକର୍ଷଣ ବଳକୁ ………………….. ବଳ କୁହାଯାଏ ।
5. ଦୁଇଟି ବସ୍ତୁ ଯାହାର ବସ୍ତୁତ୍ଵ ଯଥାକ୍ରମେ m, ଓ m, ଏବଂ ସେମାନଙ୍କ ମଧ୍ୟରେ ଦୂରତା d ହେଲେ ମହାକର୍ଷଣ ବଳର ପରିମାଣ F ହୁଏ, ତେବେ ଦୁଇଟି ବସ୍ତୁ ଯାହାର ବସ୍ତୁତ୍ଵ 2m1 ଓ 3m2ଏବଂ ସେମାନଙ୍କ ମଧ୍ୟରେ ଦୂରତା d ହେଲେ ମହାକର୍ଷଣ ବଳର ପରିମାଣ ………….. ହେବ ।
6. ର ମୂଲ୍ୟ ପୃଥିବୀପୃଷ୍ଠରେ ……………………. ଠାରେ ସବୁଠାରୁ କମ୍ ।
7. gର ମୂଲ୍ୟ ପୃଥ୍ବୀପୃଷ୍ଠରେ ……………… ଠାରେ ସର୍ବାଧ୍ଵକ ।
8. ସଂଘାତର S.I. ଏକକ ……………… ।
୨. ପ୍ଳବ ନ ବଳ ଗଣିତଜ୍ଞ ……………….. ଆଚିଷ୍ଠାର କରିଥିଲେ ।
10. ସାନ୍ଦ୍ରତାର S.I. ଏକକ …………………।
11. ପାରଦର ଆପେକ୍ଷିକ ସାନ୍ଦ୍ରତା ………………..।
12. ମେରୁଠାରୁ ବିଷୁବବୃତ୍ତ ଆଡ଼କୁ ଗଲେ ପୃଥୁବୀର ମାଧ୍ୟ।କଷଣ ବଳ ……………….. ହୁଏ ।
13. ଚାପର ଏକକ ……………….. ର ଏକକ ସହ ସମାନ ।
14, ସଂଘାତର ଏକକ ହେଉଛି ……………… ।
15. ତରଳରେ ବସ୍ତୁଟିଏ ବୁଡ଼ାଇଲେ, ତାହା ……………….. ହରାଏ ।
16. ମହାକର୍ଷଣ ବଳ ଯୋଗୁଁ ପୃଥିବୀ ଆଡକୁ ଖସୁଥୁବା ବସ୍ତୁର ଗତିକୁ ………………… କୁହାଯାଏ ।
17. ମୁକ୍ତ ପତନଶୀଳ ବସ୍ତୁର ତ୍ଵରଣ ପୃଥିବୀର …………………. ଯୋଗୁଁ ଜାତ ହୋଇଥାଏ ।
18. ମାଧ୍ୟାକର୍ଷଣଜନିତ ତ୍ଵରଣର ଦିଗ ସର୍ବଦା …………………… ଆଡକୁ ହୋଇଥାଏ ।
19. ତ୍ଵରଣର ଦିଗ ବସ୍ତର ………………… ଦିଗରେ ହେଲେ, g ର ମୂଲ୍ୟ ଯୁକ୍ତାତ୍ଵିକ ହୁଏ ।
20. ପୃଥିବୀପୃଷ୍ଠରେ ଗୋଟିଏ ବସ୍ତକୁ ଭୂଲମ୍ବ ଦିଗରେ ନିକ୍ଷେପ କଲେ, ତାହାର ଅନ୍ତିମ ପରିବେଗ ………………. ହେବ ।
21. ଏକ ବୁଡ଼ିଥୁବା ବସ୍ତୁ ଉପରେ ଜଳ ପ୍ରୟୋଗ କରୁଥିବ ଉର୍ଦ୍ଧମୁଖୀ ବକକୁ ………………… କୁହାଯାଏ ।
22. ତରଳ ମଧ୍ୟରେ ବସ୍ତର ଆଭାସୀ ହ୍ରାସ ଓଜନ ………………….. ର ଓଜନ ସହ ସମାନ ।
Answer:
1. ନିଉଟନ୍
2. କେନ୍ଦ୍ରାଭି ସାରୀ
3. ସର୍ଶକ
4. ମହ।କର୍ଷଣ
5. 6F
୨. ଆର୍କିମିଡ଼ିସ୍
7. ମେରୁ
8. ନିଉଟନ୍
10. କି.ଗ୍ରା. ମିଟର
11. 13.6
12. ହ୍ରାସ
13. ବଳ/କ୍ଷେତ୍ର ଫଳ
14. ନିଉଟନ୍
15. ଓଜନ
16. ମୁକ୍ତ ପତନ
17. ମାଧ୍ୟାକର୍ଷଣ
18. ପୃଥିବୀ
19. ଗତି
20. 0
21. ପୂବନ
22. ବସ୍ତଦ୍ୱାରା ଅପସାରିତ ତରଳ
D. ଠିକ୍ ଉକ୍ତ ପାଇଁ (✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।
1. ଏକ ବସ୍ତୁର ଓଜନ ସବୁ ସ୍ଥାନରେ ସମାନ ।
2. ଏକ ବସ୍ତୁର ବସ୍ତୁର ସବୁ ସ୍ଥାନରେ ସମାନ ।
3. ପୃଥିବୀରେ ଏକ ବସ୍ତୁର ଓଜନ N ନିଉଟନ ହେଲେ
4. ସଂଘାତ ଏକ ବଳ ।
5. ସଂଘାତ ଓ ଚାପର ଏକକ ସମାନ ।
6. ଚାପର SI ଏକକ ପାସ୍କାଲ୍ ।
7. ଚାପ ହେଉଛି କ୍ଷେତ୍ରଫଳ ଓ ସଂଘାତର ଅନୁପାତ ।
8. କୋଠାଘର ତିଆରି ବେଳେ ଏହାର ମୂଳଦୁଆକୁ ପ୍ରଶସ୍ତ କରିବା ଉଚିତ !
9. ପ୍ଳବନ ବଳ ତରଳ ପଦାର୍ଥର ସାନ୍ଦ୍ରତା ଉପରେ ନିର୍ଭର କରେ ।
10. କେବଳ ତରଳ ପଦାର୍ଥର କ୍ଲବତା ଅଛି ।
11. ଆପେକ୍ଷିକ ସାନ୍ଦ୍ରତାର ଏକକ ଅଛି ।
12. G ର ମାନ ବିଭିନ୍ନ ମହାକାଶୀୟ ବସ୍ତୁ ପାଇଁ ଭିନ୍ନ ଭିନ୍ନ ।
13. ମହାକର୍ଷଣ ବଳ ଏକ ସବଳ ବଳ ।
14. ଚ୍ଚଳର ସନ୍ଦ୍ରତା 1000 kg × m-3 ।
15. G ରମାନ 6.673 × 10-21n ।
16. ପୃଥ୍ବୀର ବସ୍ତୁଦ୍ଵ ପ୍ରାୟ 6 × 10-24 kg ।
17. 1 ପାର୍ଶ୍ଵକାଲ୍ = 1 ନିଉଟନ୍ /ମିଟର ।
18. ଆପେକ୍ଷିକ ସାନ୍ଦ୍ରତାର ଏକକ ଗ୍ରାମ୍/ସେ.ମି ।
19. ମହାକର୍ଷଣ ବଳର ଆବିଷ୍କାରକ ନିଉଟନ୍ । 20. କୌଣସି ବସ୍ତୁ ବୃତ୍ତାକାର ପଥରେ ଘୂରିବାପାଇଁ କେନ୍ଦ୍ରାଭିସାରୀ ବଳ ଆବଶ୍ୟକ କରେ ।
21. ପୃଥିବୀ ପୃଷ୍ଠରେ କର୍କଟକ୍ରାନ୍ତିଠାରେ g ର ମାନ ସର୍ବନିମ୍ନ ?
22. ପୃଥିବୀ ପୃଷ୍ଠରେ ବିଷୁବରେଖାଠାରେ’ g ର ମାନ ସର୍ବାଧ୍ଵ ।
23. ସଂଘାତର SI ଏକକ ନିଉଟନ୍ ।
24. ପ୍ଲବନ ବଳର ଆବିଷ୍କାରକ ଆଇନ୍ ଷ୍ଟାଇନ୍ ।
25. ପାରଦର ଆପେକ୍ଷିକ ସାନ୍ଦ୍ରତା 13.6 |
Answer:
1. (✗)
2. (✓)
3. (✓)
4. (✓)
5. (✗)
6. (✗)
7. (✗)
8. (✓)
9. (✓)
10. (✗)
11. (✗)
12. (✗)
13. (✗)
14. (✓)
15. (✗)
16. (✓)
17. (✓)
18. (✗)
19. (✗)
20. (✓)
21. (✗)
22. (✗)
23. (✓)
24. (✗)
25. (✓)
E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
1. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମାଧ୍ୟାକର୍ଷଣ ବଳ (F) | ବସ୍ତୁତ୍ଵ/ବସ୍ତୁର ଆୟତନ |
ବସ୍ତୁର ଓଜନ (W) | ନିଉଟନ୍ |
ବସ୍ତୁର ସାନ୍ଦ୍ରତା | ବସ୍ତୁର ସାନ୍ଦ୍ରତା/ବସ୍ତୁର ସାନ୍ଦ୍ରତା |
ଆପେକ୍ଷିକ ସାନ୍ଦ୍ରତା | |
ଓକନର ଏକକ | mg |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମାଧ୍ୟାକର୍ଷଣ ବଳ (F) | |
ବସ୍ତୁର ଓଜନ (W) | mg |
ବସ୍ତୁର ସାନ୍ଦ୍ରତା | ବସ୍ତୁତ୍ଵ/ବସ୍ତୁର ଆୟତନ |
ଆପେକ୍ଷିକ ସାନ୍ଦ୍ରତା | ବସ୍ତୁର ସାନ୍ଦ୍ରତା/ବସ୍ତୁର ସାନ୍ଦ୍ରତା |
ଓକନର ଏକକ | ନିଉଟନ୍ |
2. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଏକ ବସ୍ତୁ ଓ ପୃଥିବୀ ମଧ୍ଯରେ ଆକର୍ଷଣ | ସାନ୍ଦ୍ରତା |
ବିଶ୍ଵରେ ଦୁଇଟି ବସ୍ତୁ ମଧ୍ୟରେ ଆକର୍ଷଣ | ଆପେକ୍ଷିକ ସାନ୍ଦ୍ରତା |
ଜଳରେ ବୁଡିଥୁବା ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ବଳ | ମାଧ୍ୟାକର୍ଷଣ ବଳ |
ବସ୍ତୁର ଏକ କଆୟତନର ବସ୍ତୃଦ୍ୱ | ଯର୍ଶକ |
ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତ | ମାଧ୍ୟାକର୍ଷଣ ବଳ |
ପ୍ଳବନ ବକ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଏକ ବସ୍ତୁ ଓ ପୃଥିବୀ ମଧ୍ଯରେ ଆକର୍ଷଣ | ମାଧ୍ୟାକର୍ଷଣ ବଳ |
ବିଶ୍ଵରେ ଦୁଇଟି ବସ୍ତୁ ମଧ୍ୟରେ ଆକର୍ଷଣ | ମାଧ୍ୟାକର୍ଷଣ ବଳ |
ଜଳରେ ବୁଡିଥୁବା ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ବଳ | ପ୍ମବନ ବକ |
ବସ୍ତୁର ଏକ କଆୟତନର ବସ୍ତୃଦ୍ୱ | ସାନ୍ଦ୍ରତା |
ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତ | ଆପେକ୍ଷିକ ସାନ୍ଦ୍ରତା |
F. ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
2. v : u + gt :: v2 : …………….।
3. ବସ୍ତୁତ୍ଵ : ଅଦିଶ ରାଶି :: ଓଜନ : ………………….।
4. ପୃଥ୍ବୀପୃଷ୍ଠରେ ଓଜନ 60 ନି ଭଟନ୍ :: ଚନ୍ଦ୍ରପୃଷ୍ଠରେ ଓଜନ :…………………।
5. ସଂଘାତ : ନିଉଟନ୍ :: ଚାପ : ………………..।
6. ସାଧାରଣ ନିକିତି : ବସ୍ତୁତ୍ଵ :: କମାନୀ ନିକିତି :………………..।
7. ମହାକର୍ଷଣ ବଳ : ନିଉଟନ୍ :: ପ୍ଳବନ ବଳ: …………………।
8. ସାନ୍ଦ୍ରତା : ଗ୍ରାମ୍ /ଘନ ସେ.ମି. :: ଆପେକ୍ଷିକ: ………………..।
9. ସୁନା : 19.3 :: ଜଳ : ………………..।
10. ଗଛରୁ ଆମ୍ବ ପଡ଼ିବା : g = 9.8 m/s2 :: : ଭୂଲମ୍ବ ଦିଗରେ ଉପରକୁ ଟେକା ପକାଇବା : g= ……………..।
Answer:
1. 9.8 m/s2
2. u2 + 2gs
3. ସଦଶ ରାଶି
4. 10 ନିଭଟନ୍
5. ପାର୍ଲ ବା ନିଉଟନ୍ ମି .
6. ଓଜନ
7. ଆକିମିଡ଼ିସ୍
8. ଏକକ ବିହୀନ
9. 1
10. – 9.8 m/s2
G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପୃଥିବୀର କେନ୍ଦ୍ରରେ ଏକ ବସ୍ତୁର ଓଜନ କେତେ ?
(A) 9.8 N
(B) 0
(C) ସର୍ବାଧିକ
(D) 19.6 N
Answer:
(B) 0
2. ଏକ ବସ୍ତୁର ଚନ୍ଦ୍ରପୃଷ୍ଠରେ ଓଜନ 20N ହେଲେ ଏହାର ଓଜନ ପୃଥିବୀ ପୃଷ୍ଠରେ କେତେ ?
(A) 20 N
(B) 10
(C) 60 N
(D) 120 N
Answer:
(D) 120 N
3. ଲାକ୍ଟୋମିଟର କେଉଁ ସୂତ୍ରଦ୍ଵାରା କାର୍ଯ୍ୟ କରେ ?
(A) ଆର୍କିମିଡ଼ିସ୍ଙ୍କ ସୂତ୍ର
(B) ନିଉଟନ୍ଙ୍କ ସାର୍ବଜନୀନ ନିୟମ
(C) ଜୁଲ୍ଙ୍କ ନିୟମ
(D) କୌଣସିଟି ନୁହେଁ
Answer:
(A) ଆର୍କିମିଡ଼ିସ୍ଙ୍କ ସୂତ୍ର
4. କେଉଁଟି ଜଳର ସାନ୍ଦ୍ରତା ଅଟେ ?
(A) 1g/m3
(B) 100 kg/m3
(C) 10 kg/m
(D) 1000 kg/m3
Answer:
(D) 1000 kg/m3
5. କୌଣସି ବସ୍ତୁର ଓଜନ ପୃଥିବୀ ପୃଷ୍ଠରେ 12N ହେଲେ ଚନ୍ଦ୍ରପୃଷ୍ଠରେ ଏହାର ଓଜନ କେତେ ହେବ ?
(A) 2N
(B) 72N
(C) 6N
(D) 12N
Answer:
(A) 2N
6. ‘g’ ର ମୂଲ୍ୟ ପୃଥିବୀ ପୃଷ୍ଠରେ କେଉଁଠାରେ ସର୍ବନିମ୍ନ ?
(A) ବିଷୁବରେଖା
(B) ମେରୁ
(C) ସବୁଠାରେ
(D) କେଉଁଟି ନୁହେଁ
Answer:
(A) ବିଷୁବରେଖା
7. ମୁକ୍ତ ପତନ କ୍ଷେତ୍ରରେ ବସ୍ତୁର ତ୍ଵରଣ କେତେ ?
(A) 0
(B) 9.8 m/s2
(C) 9.8 m/s2
(D) – 9.8 m/s2
Answer:
(C) 9.8 m/s2
8. ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
(A) ସବଳ
(B) ଦୁର୍ବଳ
(C) ଠେଲା
(D) ଟଣା
Answer:
(B) ଦୁର୍ବଳ
9. ପୃଥିବୀର ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
(A) କେନ୍ଦ୍ରାଭିସାରି
(B) କେନ୍ଦ୍ରାପସାରି
(C) ମାଂସପେଶୀୟ
(D) ମାଧ୍ୟାକର୍ଷଣ
Answer:
(D) ମାଧ୍ୟାକର୍ଷଣ
10. ପୃଥିବୀପୃଷ୍ଠର କେଉଁଠାରେ g ର ମାନ ସର୍ବାଧିକ ?
(A) କର୍କଟକ୍ରାନ୍ତି
(B) ମକର କ୍ରାନ୍ତି
(C) ମେରୁ
(D) ବିଷୁବ ବୃତ୍ତ
Answer:
(C) ମେରୁ
11. ପୃଥିବୀପୃଷ୍ଠର କେଉଁଠାରେ ପୃଥିବୀର ବ୍ୟାସାର୍ଷ ସର୍ବାଧିକ ?
(A) ବିଷୁବରେଖା
(B) ମେରୁ
(C) କର୍କଟକ୍ରାନ୍ତି
(D) ମକରକ୍ରାନ୍ତି
Answer:
(A) ବିଷୁବରେଖା
12. ପୃଥିବୀପୃଷ୍ଠର କେଉଁଠାରେ ପୃଥିବୀର ବ୍ୟାସାର୍ଦ୍ଧ ସର୍ବନିମ୍ନ ?
(A) ବିଷୁବରେଖା
(B) ମେରୁ
(C) କର୍କଟକ୍ରାନ୍ତି
(D) ମକରକ୍ରାନ୍ତି
Answer:
(B) ମେରୁ
13. ପୃଥିବୀପୃଷ୍ଠର କେଉଁଠାରେ g ର ମାନ ସର୍ବନିମ୍ନ ?
(A) ଉତ୍ତର ମେରୁ
(B) ଦକ୍ଷିଣ ମେରୁ
(C) ବିଷୁବରେଖା
(D) କ୍ରାନ୍ତି ବୃତ୍ତ
Answer:
(C) ବିଷୁବରେଖା
14. ମେରୁଠାରୁ ବିଷୁବ ବୃତ୍ତ ଆଡ଼କୁ ଗଲେ ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସମାନ ରହେ
(D) ଦ୍ଵିଗୁଣିତ ହୁଏ
Answer:
(B) ହ୍ରାସ ପାଏ
15. ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ଗଲେ ପୃଥିବୀର ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ହ୍ରାସ ହୁଏ
(C) ସମାନ ରହେ
(D) ଅଂଶ ହୁଏ
Answer:
(A) ବୃଦ୍ଧି ପାଏ
16. ଭୂପୃଷ୍ଠଠାରୁ ଉଚ୍ଚକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ଦ୍ଵିଗୁଣିତ ହୁଏ
(C) ଶୂନ ହୁଏ
(D) ହ୍ରାସ ପାଏ
Answer:
(D) ହ୍ରାସ ପାଏ
17. ଭୂପୃଷ୍ଠଠାରୁ ତଳକୁ ତଳକୁ ଗଲେ g .ର ମାନରେ କ’ଣ ପରିବର୍ତ୍ତନ ଘଟିବ ?
(A) ବୃଦ୍ଧି ପାଇବ
(B) ଅର୍ଦ୍ଧେକ ହେବ
(C) ଶୂନ ହେବ
(D) ହ୍ରାସ ପାଇବ
Answer:
(A) ବୃଦ୍ଧି ପାଇବ
18. 1 ନିଉଟନ୍ x ମିଟର କେତେ ?
(A) ପାଶ୍
(B) ଡାଇନ୍
(C) ଅର୍ଗ
(D) ଜୁଲ୍
Answer:
(A) ପାଶ୍
19. ସଂଘାତର SI ଏକକ କ’ଣ ?
(A) ନିଉଟନ୍
(C) ଡାଇନ୍
(B) ପାର୍ଶ୍ଵଲ୍
(D) ଜୁଲ୍
Answer:
(A) ନିଉଟନ୍
20. ବସ୍ତୁର ପୃଷ୍ଠ ସହ ସଂସ୍ପର୍ଶରେ ଆସି ପୃଷ୍ଠପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳକୁ କ’ଣ କହନ୍ ?
(A) ଘର୍ଷଣ
(B) ସଂଘାତ
(C) ଚାପ
(D) କାର୍ଯ୍ୟ
Answer:
(B) ସଂଘାତ
21. ସଂଘାତ ଓ ପୃଷ୍ଠ କ୍ଷେତ୍ରଫଳର ଅନୁପାତଟି କ’ଣ ?
(A) Q
(B) ଚାପ
(C) କାର୍ଯ୍ୟ
(D) ଶକ୍ତି
Answer:
(B) ଚାପ
22. ପୃଥିବୀପୃଷ୍ଠର ଏକ ବସ୍ତୁର ବସ୍ତୁତ୍ଵ 50 kg ହେଲେ ତା’ର ଓଜନ କେତେ ?
(A) 98N
(B) 49 N
(C) 50 N
(D) 25 N
Answer:
(B) 49 N
23. ଗୋଟିଏ ବସ୍ତୁକୁ ପୃଥିବୀପୃଷ୍ଠ ଉପରୁ କିଛି ଉଚ୍ଚତାରୁ ପଡ଼ିଲା । ବସ୍ତୁଟି କେତେ ବେଗରେ ଭୂମିରେ ପଡ଼ିଲା ? (g = 10m/s2)
(A) 9.8 m/s
(B) 5 m/s
(C) 10 m/s
(D) 20 m/s
Answer:
(C) 10 m/s