Odisha State Board BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Important Questions and Answers.
BSE Odisha Class 10 Life Science Important Questions 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ
A ଗୋଟିଏ ବାକ୍ୟରେ ଉତ୍ତର ଦିଅ
1. ସମ୍ବରଣ ନୀତି କ’ଣ ?
ଉ-
ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବା ସମ୍ବରଣ ଅଟେ ।
2. ପୁନଶ୍ଚ କ୍ରଣ ନୀତି କ’ଣ ?
ଉ-
ଏହାଦ୍ୱାରା ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରିପାରିବା । ଏହି ପଦ୍ଧତିରେ ଜୈବ ଆବର୍ଜନାରୁ କମ୍ପୋଷ୍ଟ ପ୍ରସ୍ତୁତ ହୋଇପାରୁଛି ।
3. ଜୈବ ବିବିଧତା କହିଲେ କ’ଣ ବୁଝ ?
ଊ-
ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବାସ କରୁଥିବା ସମସ୍ତ ପ୍ରକାରର ପ୍ରାଣୀ, ଉଭିଦ ଓ ଅଣୁଜୀବଙ୍କୁ ବୁଝାଇଥାଏ । ଜଙ୍ଗଲ ହେଉଛି ଜୈବ ବିବିଧତାର ପ୍ରମୁଖ ଉତ୍ସ ।
4. ସାମାଜିକ ବନ ପ୍ରକଳ୍ପର ଉଦ୍ଦେଶ୍ୟ କ’ଣ ?
ଉ-
ଅଣଜଙ୍ଗଲ ଜମିରେ ଜନସାଧାରଣଙ୍କ ସହଯୋଗରେ ସାମାଜିକ ବନ ସୃଷ୍ଟି କରିବା ସାମାଜିକ ବନ ପ୍ରକଳ୍ପର ଉଦ୍ଦେଶ୍ୟ ଅଟେ ।
5. ସାମାଜିକ ବନପ୍ରକଳ୍ପର ସୁଫଳ କେଉଁଠାରେ ଦେଖିବାକୁ ମିଳୁଛି ?
ଊ-
ଏହି ପ୍ରକଳ୍ପର କାର୍ଯ୍ୟକାରିତା ତଥା ସଫଳତା ସ୍କୁଲ, କଲେଜ୍, ସରକାରୀ ଅନୁଷ୍ଠାନ ହତାରେ, ରାସ୍ତାକଡ଼ରେ ଓ କେନାଲ ବନ୍ଧମାନଙ୍କରେ ଦେଖିବାକୁ ମିଳୁଛି ।
6. ଯୁଗ୍ମ ଜଙ୍ଗଳ ପଇଁଚାଳନା କିପରି କାର୍ଯ୍ୟ ମାନା ହୋଇଛି ?
ଉ-
ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।
7. IUCN ସଂସ୍ଥା କାହିଁକି ଗଠିତ ହୋଇଛି ?
ଉ-
ଅସୁର କ୍ଷି ତ ଓ ଲୁ ପ୍ତପ୍ରାୟ ଅବସ୍ଥାରେ ର ହି ଥିବା ଜୀବମାନଙ୍କ ସୁରକ୍ଷାପାଇଁ IUCN ନାମକ ଆନ୍ତର୍ଜାତିକ ସଂସ୍ଥା ଗଠିତ ହୋଇଛି ।
8. IUCN ଅନୁଯାୟୀ ଜୀବମାନଙ୍କର ଶ୍ରେଣୀ ବିଭାଗ କର ।
ଉ-
- ବିଲୁପ୍ତ ଜାତି,
- ଲୁପ୍ତପ୍ରାୟ ଜାତି,
- ଅସୁରକ୍ଷିତ ଜାତି,
- ଦୁର୍ଲଭ ଜାତି
9. କେଉଁମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି କୁହାଯାଏ ?
ଉ-
ଯେଉଁ ଜୀବମାନଙ୍କର ଶିକାର ଓ ବ୍ୟବହାର ଅତିମାତ୍ରାରେ କରାଯାଇଛି, ସେମାନଙ୍କର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହି ଜାତିମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି ବୋଲି କୁହାଯାଏ ।
B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. କେଉଁ ମସିହାରେ ଭାରତରେ ‘Wild Life Protection Act.” ପ୍ରଣୟନ କରାଯାଇଛି ?
2. ଜୀବକୋଷର ଶତକଡ଼ା କେତେ ଭାଗ ଜଳ ଅଟେ ?
3. ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ଓଡ଼ିଶାର ପ୍ରଥମ ସଂସ୍ଥା ଅଛି ?
4, ଆମ ଦେଶରେ 1927 ମସିହାରେ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୟନ କରାଯାଇଛି ।
5. କେଉଁ ମସିହାରେ ‘Wild Life Protection Act.’ ର ସଂଶୋଧନ କରାଯାଇଛି ?
6. କେଉଁ ମସିହାରୁ ‘Red Data Book’ ପ୍ରସ୍ତୁତ img
7. ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ଦ୍ୱାରା ମାଟିର କେଉଁ ଗୁଣ ବୃଦ୍ଧିପାଏ ?
8. କେଉଁ ମସିହାରୁ ଭାରତରେ ‘National Forest Policy’ ପ୍ରଣୟନ କରାଯାଇଛି ?
9. ଆମ ଦେଶରେ ମୌସୁମୀ ବାୟୁର ପ୍ରଭାବରେ ପ୍ରାୟ ଶତକଡ଼ା କେତେ ଭାଗ ବୃଷ୍ଟିପାତ ହୁଏ ?
10. ଆସାମର କେଉଁଠାରେ ଗଣ୍ଡା ସଂରକ୍ଷଣ ସଂସ୍ଥା ଅଛି ?
11. କେଉଁ ମସିହାରେ ଚିପ୍ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
12. କେରଳର କେଉଁ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ
ସଚେତନତା ଦ୍ଵାରା କାର୍ଯ୍ୟକାରୀ କରାଯାଇଛି ?
13. ଗୁଜରାଟର କେଉଁଠାରେ ଚଢ଼େଇ ସଂରକ୍ଷଣ ସଂସ୍ଥା
14. ଆମ ରାଜ୍ୟର କେଉଁ ଜିଲ୍ଲାରେ ଥିବା ଭିତରକନିକା
15. ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ କେଉଁ ଅଞ୍ଚଳ ଖୁବ୍ ପ୍ରସିଦ୍ଧି ଲାଭ କରିଛି ?
Answers:
1. 1972 3. ସୁନ୍ଦରବନ
2. 85-90
3. img
4. ଆରାବରି
5. 1991
6. 1966
7. ଆର୍ଦ୍ରତା
8. 1988
9. 85
10. କାଜିରଙ୍ଗା
11. 1970
12. ପେରିୟାର
13. ଭରତପୁର
14. କେନ୍ଦ୍ରାପଡ଼ା
15. 96.
C ଶୂନ୍ୟସ୍ଥାନ ପୂରଣ କର ।
1. ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ………………… ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି ।
2. ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର …………………. କରିବାକୁ କୁହାଯାଏ ।
3. ଜୈବ ଆବର୍ଜନାକୁ କମ୍ପୋଷ୍ଟ କରିବା ଏକ ………………….. ପ୍ରକ୍ରିୟା ।
4. କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ପ୍ରକ୍ରିୟାକୁ ……………….. କୁହାଯାଏ ।
5. ଜଙ୍ଗଲ ହେଉଛି …………………. ର ଏକ ପ୍ରମୁଖ ଉତ୍ସ ।
6. ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଅବସ୍ଥାରେ ରହି ଥିବା ଜୀବ ମାନଙ୍କ ସୁରକ୍ଷା ପାଇଁ ……………… ନାମକ ଆନ୍ତର୍ଜାତିକ ସଂସ୍ଥା ଗଠିତ ହୋଇଛି ।
7. ଯେଉଁ ଜୀବମାନେ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ପୃଥିବୀପୃଷ୍ଠରୁ ଅପସରି ଗଲେଣି ସେମାନଙ୍କୁ ………………… କୁହାଯାଏ ।
8. ଯେଉଁ ଜୀବମାନଙ୍କ ସଂଖ୍ୟା ଅତିମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଶି ସେମାନଙ୍କୁ …………. କୁହାଯାଏ ।
୨. ସୁବର୍ଣ୍ଣ ମର୍କଟ …………………. ଜାତିର ଜୀବ ଅଟେ ।
10. ସୁବର୍ଣ୍ଣ ମର୍କଟ …………………. କେବଳ ଜାତୀୟ ଉଦ୍ୟାନରେ ଦେଖାଯାଏ ।
11. ଉତ୍ତରପ୍ରଦେଶର ……………………. ଜାତୀୟ ଉଦ୍ୟାନରେ ବ୍ୟାଘ୍ର କୁହାଯାଏ । ସଂରକ୍ଷଣ ସଂସ୍ଥା କାର୍ଯ୍ୟ କରୁଛି ।
12. ଜୈବ ଆବର୍ଜନାକୁ …………………….. ରେ ପରି ଣତ କରାଯାଇପାରିବ ।
13. ଯେଉଁ ଜୀବମାନେ ଅନ୍ୟୁନ 50 ବର୍ଷ ହେଲା ଅଦୃଶ୍ୟ ହେ।ଲଗଲେଶି ସେମାନଙ୍କୁ ……………. ଜାତି କୁହାଯାଏ ।
14. ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ଼ ……………………. ଜାତିର ଅନ୍ତଭୁକ୍ତ ଅଟେ ।
15. ସୁବର୍ଣ୍ଣ ମର୍କଟ ………………….. ଜାତିର ଅନ୍ତର୍ଭୁକ୍ତ ଅଟେ ।
16. ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ………………. ଜାତୀୟ ଉଦ୍ୟାନରେ ଦେଖାଯାଏ ।
17. ରେଡ ଡାଟା ବୁକ୍ …………………… ମସିହାରୁ ପ୍ରସ୍ତୁତ କରାଗଲାଣି
18. ଜାତୀୟ ଜୈବ ବିବିଧତା ଆଇନ ……………… ମସିହାରୁ ପ୍ରଣୟନ କରାଯାଇଛି ।
19. ବନ୍ୟଜୀବ ସୁରକ୍ଷା ଆଇନ ………………. ମସିହାରୁ ପ୍ରଶୟନ ହୋଇଛି ।
20. କେନ୍ଦ୍ରାପଡ଼ା ଜିଲ୍ଲାରେ ………………….. ଜାତୀୟ ଉଦ୍ୟାନ ଅବସ୍ଥିତ ।
21. ………………… ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଅଟେ ।
Answers:
1. 3R
2. ସମ୍ବରଣ
3. ପୁନଶ୍ଚ କ୍ରଣ
4. ପୁନର୍ବ୍ଯବହାର
6. IUCN
7. ବିଲୁପ୍ତଜାତି
8. ଲୁପ୍ତପ୍ରାୟ ଜାଳି
9. ଦୁର୍ଲଭ
10. ମାନସ
11. କର୍ନେଟ୍
12. କମ୍ପୋଷ୍ଟ
13. ବିଲୁପ୍ତ
14. ଲୁପ୍ତପ୍ରାୟ
15. ଦୁର୍ଲଭ
16. କାଜିରଙ୍ଗା
17. 1966
18. 2004
19. 1972
20. ଭିତରକନିକା
21. ଶିମିଳିପାଳ
(D) ନିମ୍ନସ୍ଥ ଉକ୍ତିଗୁଡିକରୁ କେଉଁଟି ଠିକ୍ (✓ ) ବା ଭୁଲ୍ (✗) ଦର୍ଶାଅ ।
1. ସମତଳ ଅଞ୍ଚଳ ଗୁଡ଼ିକରେ ଜଳଛାୟା ପରିଚାଳନା କରାଯାଏ ।
2. ମେଧା ପାଟେକରଙ୍କ ନେତୃଘ୍ନରେ ‘ନର୍ମଦା ବାଞ୍ଛାଅ” ଆନ୍ଦୋଳନ ଏବେ ବି ଚାଲିଛି ।
3. ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ।
4. ଆମ ଦେଶରେ 1927 ମସିହାରେ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୟନ କରାଯାଇଛି ।
5. ଉତ୍ତର ପ୍ରଦେଶର କର୍ନେଟ୍ ଜାତୀୟ ଉଦ୍ୟାନ ଗଣ୍ଡା ସଂରକ୍ଷଣ ପାଇଁ ପ୍ରସିଦ୍ଧ ।
6. ରେଡ୍ଡାଟା ବୁକ୍ରେ ବିପନ୍ନ ଜାତିମାନଙ୍କର ଏକ ଚିଠା ଅଛି ।
7. ବିଭିନ୍ନ ଜାତିର ପ୍ରାଣୀଙ୍କୁ ବିଲୁପ୍ତ ଜାତି, ଲୁପ୍ତପ୍ରାୟ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି ଓ କମ୍ ଜଣାଶୁଣା ଜାତିଭାବେ IUCN ଦ୍ଵାରା ଶ୍ରେଣୀଭୁକ୍ତ କରାଯାଇଛି ।
8. ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ଆଡ଼ିବନ୍ଧ ବା ଅଟକବନ୍ଧ କରାଯାଇପାରିବ ।
9. ଜଳ ଛାୟା ପରିଚାଳନା ସମତଳ ଅଞ୍ଚଳରେ କରାଯାଇପାରିବ ।
10. ଆମ ରାଜ୍ୟର ହୀରାକୁଦଠାରେ ଏକ ବୃହତ୍ ନଦୀବନ୍ଧ ରହିଛି ।
Answers:
1. (✗)
2. (✓)
3. (✓)
4. (✗)
5. (✗)
6. (✓)
7. (✓)
8. (✓)
9. (✗)
10. (✓)
E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।
1. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
1970 : ଚିପ୍ ଆନ୍ଦୋଳନ | 1983: |
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ | କେରଳ : |
ସୁନ୍ଦରବନ : ମହାବଳବାଘ | କାଜିରଙ୍ଗୀ : |
କର୍ପେଟ୍ : ବାଘ | ଭରତପୁର : |
ମୟୂରଭଞ୍ଜ : ଖଇଖାଇ | କଟକ : |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
1970 : ଚିପ୍ ଆନ୍ଦୋଳନ | 1983 : ଆଖିକୋ ଆନ୍ଦୋଳନ |
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ | କେରଳ : ପେରିୟାରଜଲ |
ସୁନ୍ଦରବନ : ମହାବଳବାଘ | କାଜିରଙ୍ଗୀ : ଗଣ୍ଡା |
କର୍ପେଟ୍ : ବାଘ | ଭରତପୁର : ଚଢ଼େଇ |
ମୟୂରଭଞ୍ଜ : ଖଇଖାଇ | କଟକ : ନରାଜ |
2. ‘କ’ ସ୍ତମ୍ଭ | ‘ଖ ସ୍ତମ୍ଭ |
ଆଠଗଡ଼ : ମୁଣ୍ଡୁଳି | ଭୁବନେଶ୍ୱର : |
ଆଠଗଡ଼ : ମୁଣ୍ଡୁଳି | ବାଣପୁର : |
ଡୋଡ଼ୋପକ୍ଷୀ : ବିଲୁପ୍ତ ଜାତି | କମଣ୍ଡଳୁଗଛ : |
ସରୀସୃପ : ଅସୁରକ୍ଷିତଜାତି | ସୁବର୍ଣ୍ଣମର୍କଟ : |
ଭିତରକନିକା : କେନ୍ଦ୍ରାପଡ଼ା | ଶିମିଳିପାଳ : |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଆଠଗଡ଼ : ମୁଣ୍ଡୁଳି | ଭୁବନେଶ୍ୱର : ଡେରାସ |
ଆଠଗଡ଼ : ମୁଣ୍ଡୁଳି | ବାଣପୁର : ସାଳିଆ |
ଡୋଡ଼ୋପକ୍ଷୀ : ବିଲୁପ୍ତ ଜାତି | କମଣ୍ଡଳୁଗଛ : ଲସ୍ତପ୍ରାୟ ଜାତି |
ସରୀସୃପ : ଅସୁରକ୍ଷିତଜାତି | ସୁବର୍ଣ୍ଣମର୍କଟ : ଦୁର୍ଲଭ ଜାତି |
ଭିତରକନିକା : କେନ୍ଦ୍ରାପଡ଼ା | ଶିମିଳିପାଳ : ମୟରଭଞ୍ଜ |
3. ‘କ’ ସ୍ତମ୍ଭ | ‘ଖ ସ୍ତମ୍ଭ |
1927 : ଜଙ୍ଗଲ ଆଇନ | 1988: |
1972 : ବନ୍ୟଜୀବ ସୁରକ୍ଷା ଆଇନ | 2004: |
କେନାଲ ଓ ନଦୀବନ୍ଧ : ସାମାଜିକ ବନ ପ୍ରକଳ୍ସ | ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ : |
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ | କେରଳ : |
ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା : ଲୋମଶ ହସ୍ତୀ | ଲୁପ୍ତପ୍ରାୟଜାତି : |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
1927 : ଜଙ୍ଗଲ ଆଇନ | 1988 : ଜଙ୍ଗଲ ନୀତି |
1972 : ବନ୍ୟଜୀବ ସୁରକ୍ଷା ଆଇନ | 2004 : ଜୈବ ବିବିଧତା ଆଇନ |
କେନାଲ ଓ ନଦୀବନ୍ଧ : ସାମାଜିକ ବନ ପ୍ରକଳ୍ସ | ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ : ୟଗଜଚ୍ଚଲପରିଚାଳନା |
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ | କେରଳ : ପେରିୟାର ଜଙ୍ଗଲ |
ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା : ଲୋମଶ ହସ୍ତୀ | ଲୁପ୍ତପ୍ରାୟଜାତି : ବିଲୁପ୍ତ ଜାତି |
Multiple Choice Questions (Mcqs) With Answers
1. କେଉଁ ଜାତୀୟ ଉଦ୍ୟାନ ଆମ ରାଜ୍ୟରେ ଅବସ୍ଥିତ ?
(A) ଚିଲିକା
(B) ପେରିୟାର
(C) ଭିତର କନିକା
(D) କାଜିରଙ୍ଗା
Answer
(C) ଭିତର କନିକା
2. ଜୈବ ବିବିଧତା ଆଇନ୍ ଆମ ଦେଶରେ କେବେ ପ୍ରଣୀତ ହୋଇଥିଲା ?
(A) 1927
(B) 1988
(C) 1972
(D) 2004
Answer
(D) 2004
3. ଜୈବ ବିବିଧତା ଆଇନ୍ ଆମ ଦେଶରେ କେବେ ପ୍ରଣୀତ ଜୀବ ?
(A) ଚିତାବାଘ
(C) ଟାସ୍ମାନିଆନ୍ ଉଲ୍
(D) ଲୋମଶ ହସ୍ତୀ
(B) ଡୋଡ଼ୋ
Answer
(B) ଡୋଡ଼ୋ
4. ପରିପ୍କୋ ଆନ୍ଦୋଳନ କ’ଣ ପାଇଁ ଉଦ୍ଦିଷ୍ଟ ଥିଲା ?
(A) ଜଙ୍ଗଲ ସୁରକ୍ଷା
(B) ହସ୍ତୀ ସୁରକ୍ଷା
(C) ବ୍ୟାଘ୍ର ସୁରକ୍ଷା
(D) ପକ୍ଷୀ ସୁରକ୍ଷା
Answer
(A) ଜଙ୍ଗଲ ସୁରକ୍ଷା
5. କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ ?
(A) ଅଭୟାରଣ୍ୟ
(B) ଉଦ୍ଭିଦ ଉଦ୍ୟାନ
(C) ସଂରକ୍ଷିତ ଜୀବମଣ୍ଡଳ
(D) ଜାତୀୟ ଉଦ୍ୟାନ
Answer
(B) ଉଦ୍ଭିଦ ଉଦ୍ୟାନ
6. ‘ବିଶ୍ଵ ଏଡ୍ସ ଦିବସ’ କେବେ ପାଳନ କରାଯାଏ ?
(A) ଜୁନ୍ 22
(B) ସେପ୍ଟେମ୍ବର 8
(C) ଅକ୍ଟୋବର 29
(D) ଡିସେମ୍ବର !
Answer
(D) ଡିସେମ୍ବର !
7. ‘କଳ୍ପବୃଷ’ କ’ଣ ?
(A) ସ୍ଵେଚ୍ଛାସେବୀ ସଙ୍ଗଠନ
(B) ଇକୋସିଷ୍ଟମ୍
(C) ପରିସ୍ଥାନ
(D) ପ୍ଲବ୍ ଉଦ୍ଭଦ
Answer
(A) ସ୍ଵେଚ୍ଛାସେବୀ ସଙ୍ଗଠନ
8. ବିବିଧତା’ ଆଇନ ପ୍ରଣୟନ କରିଥିଲେ ?
(A) 1988
(B) 1972
(C) 2004
(D) 2010
Answer
(C) 2004
9. ସୁବର୍ଣ୍ଣ ମର୍କଟ କେଉଁ ଜାତିର ପ୍ରାଣୀ ?
(A) ବିଲୁପ୍ତ ଜାତି
(C) ଲୁପ୍ତପ୍ରାୟ ଜାତି
(B) ଦୁର୍ଲଭ ଜାତି
(D) ଅସୁରକ୍ଷିତ ଜାତି
Answer
(B) ଦୁର୍ଲଭ ଜାତି
10. କେଉଁଟି ଏକ ବୃହତ୍ ନଦୀବନ୍ଧ ଯୋଜନା ନୁହେଁ ?
(A) ହୀରାକୁଦ
(B) ବିଶ୍ଵେଶ୍ଵରାୟା
(C) ସର୍ଦ୍ଦାର ସରୋବର
(D) ନରାଜ
Answer
(D) ନରାଜ
11. କେଉଁଟି ଜୈବ ଅବନମିତକ୍ଷମ ?
(A) ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ
(B) ପାରଦ
(C) କାଠ
(D) ରାସାୟନିକ ପଦାର୍ଥ
Answer
(C) କାଠ
12. 1979 ମସିହାଠାରୁ ସବୁଜ ବଳୟ ସୃଷ୍ଟିପାଇଁ କେଉଁ ସଂସ୍ଥା କାର୍ଯ୍ୟ କରୁଛି ?
(A) ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟି
(B) କଳ୍ପବୃକ୍ଷ
(C) ବନ୍ୟଜୀବ ସମିତି
(D) ଜୈବ ବିବିଧତା ପରିଷଦ
Answer
(B) କଳ୍ପବୃକ୍ଷ
13. କେଉଁ ମସିହାରୁ ଭାରତରେ ‘National Forest Policy’ ପ୍ରଣୟନ କରାଯାଇଛି ?
(A) 1986
(B) 1988
(C) 1990
(D) 1992
Answer
(B) 1988
14. ଆମ ଦେଶରେ ମୌସୁମୀ ବାୟୁର ପ୍ରଭାବରେ ପ୍ରାୟ ଶତକଡ଼ା କେତେ ଭାଗ ବୃଷ୍ଟିପାତ ହୁଏ ?
(A) 70
(B) 80
(C) 85
(D) 90
Answer
(C) 85
15. ମୟୂରଭଞ୍ଜର କେଉଁଠାରେ ଛୋଟ ନଦୀବନ୍ଧ ଅଛି ?
(A) ଡେରାସ୍
(B) ମୁଣ୍ଡୁଳି
(C) ନରାଜ
(D) ଗଡ଼ଖାଇ
Answer
(D) ଗଡ଼ଖାଇ
16. ଆସନ୍ତା ପ୍ରାୟ କେତେ ବର୍ଷ ମଧ୍ୟରେ କୋଇଲା ସମ୍ପଦ ଶେଷ ହୋଇଯିବ ?
(A) 70
(B) 80
(C) 90
(D) 100
Answer
(D) 100
17. 1966 ମସିହାରୁ କେଉଁ ସଂସ୍ଥା ତରଫରୁ ରେଡ୍ ଡାଟା
(A) IUCN
(B) ICNU
(C) INUC
(D) CNIU
Answer
(A) IUCN
18. କେଉଁ ମସିହାଠାରୁ ଆମ ଦେଶରେ ‘Forest Act.’ IMG
(A) 1925
(B) 1926
(C) 1927
(D) 1928
Answer
(C) 1927
19. ଆସାମର କେଉଁଠାରେ ଗଣ୍ଡା ସଂରକ୍ଷଣ ସଂସ୍ଥା ଅଛି ?
(A) ସୁନ୍ଦରବନ
(B) ଭରତପୁର
(C) କର୍ନେଟ୍
(D) କାଜିରଙ୍ଗା
Answer
(D) କାଜିରଙ୍ଗା
20. କେଉଁ ମସିହାରେ ଚିପ୍ ଆନ୍ଦୋଳନର ସୂତ୍ରପାତ
(A) 1968
(B) 1970
(C) 1972
(D) 1974
Answer
(B) 1970
21. କେଉଁ ସଂସ୍ଥା ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଏ ନାହିଁ ?
(A) NBC
(B) IBW
(C) WWF
(D) CRRI
Answer
(D) CRRI
22. କେରଳର କେଉଁ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ସଚେତନତା ଦ୍ଵାରା କରାଯାଇଛି ?
(A) ପେରିୟାର୍
(B) ଆରାବରି
(C) ରେନି
(D) ପୁରୁଲିଆ
Answer
(A) ପେରିୟାର୍
23. କେଉଁ ମସିହାରେ ଭାରତରରେ ‘National Boidervisity Act.’ ପ୍ରଣୟନ ହୋଇଛି ?
(A) 2000
(B) 2002
(C) 2004
(D) 2006
Answer
(C) 2004
24. ଗୁଜରାଟର କେଉଁଠାଣର ଚଢ଼େଇ ସଂରକ୍ଷଣ ସଂସ୍ଥା କାର୍ଯ୍ୟ କରୁଛି ?
(A) କାଜିରଙ୍ଗା
(B) ଭରତପୁର
(C) କର୍ନେଟ୍
(D) ସୁନ୍ଦରବନ
Answer
(B) ଭରତପୁର
25. 1983 ମସିହାରେ କେଉଁ ରାଜ୍ୟରେ ଆପ୍ଲିକେ ଆନ୍ଦୋଳନର ସୂତ୍ରପାତ ହେଲା ?
(A) କେରଳ
(B) ମଧ୍ୟପ୍ରଦେଶ
(C) କର୍ଣାଟକ
(D) ଉତ୍ତରପ୍ରଦେଶ
Answer
(C) କର୍ଣାଟକ
26. ଆସନ୍ତା ପ୍ରାୟ କେତେ ବର୍ଷ ମଧ୍ୟରେ ପେଟ୍ରୋଲିୟମ୍ ସମ୍ପଦ ଶେଷ ହୋଇଯିବ ?
(A) 20
(C) 40
(B) 30
(D) 50
Answer
(D) 50
27. କେଉଁ ମସିହାରେ ଆକ୍ସିକୋ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
(A) 1980
(B) 1983
(C) 1984
(D) 1986
Answer
(B) 1983
28. ଆମ ରାଜ୍ୟର କେଉଁ ଜିଲ୍ଲାରେ ଥିବା ଭିତରକନିକା ପ୍ରସ୍ତାବ ରହିଛି ?
(A) ଜଗତ୍ସିଂହପୁର
(B) କଟକ
(C) କେନ୍ଦ୍ରାପଡ଼ା
(D) ବାଲେଶ୍ବର
Answer
(C) କେନ୍ଦ୍ରାପଡ଼ା
29. କେଉଁଟି ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଓ ଏକ ସଂରକ୍ଷିତ ଜୀବମଣ୍ଡଳ ଭାବରେ ଚିହ୍ନିତ ହୋଇଛି ?
(A) ଶିମିଳିପାଳ
(B) ଭିତରକନିକା
(C) ଚନ୍ଦକା
(D) ନଳବଣ
Answer
(A) ଶିମିଳିପାଳ
30. ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ କେଉଁ ଅଞ୍ଚଳ ପ୍ରସିଦ୍ଧି ଲାଭ କରିଛି ?
(A) ଚନ୍ଦକା
(B) ନଳବଣ
(C) ଭିତରକନିକା
(D) ଶିମିଳିପାଳ
Answer
(B) ନଳବଣ
31. କେଉଁଟି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଇନ୍ଧନ ଭାବରେ ବ୍ୟବହୃତ ହୁଏ ?
(A) କାଠ
(B) ପେଟ୍ରୋଲ୍
(C) କୋଇଲା
(D) ଡିଜେଲ୍
Answer
(C) କୋଇଲା
32. SO, କେଉଁ ପଦାର୍ଥ ଜଳିବା ଦ୍ବାରା ସୃଷ୍ଟି ହୋଇଥାଏ ?
(A) ପେଟ୍ରୋଲିୟମ୍
(B) କାଠ
(C) ଘିଅ
(D) ପତ୍ର
Answer
(A) ପେଟ୍ରୋଲିୟମ୍
33. କେଉଁଟି ଏକ ଜୀବାଶ୍ମ ଇନ୍ଧନ ଅଟେ ?
(A) କାଠ,
(B) ଘିଅ
(C) କୋଇଲା
(D) ପତ୍ର
Answer
(C) କୋଇଲା
38. ରେଡ୍ଡାଟା ବୁକ୍ରେ କ’ଣ ଅଛି ?
(A) ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆଇନ୍ ବ୍ୟବସ୍ଥା
(B) ବନ୍ୟପ୍ରାଣୀ ସଂରକ୍ଷଣର ଉପାୟ
(C) ଜୈବବିବିଧତା ଆଇନ୍
(D) ବିପନ୍ନଜାତିମାନଙ୍କର ଏକ ଚିଠା
Answer
(D) ବିପନ୍ନଜାତିମାନଙ୍କର ଏକ ଚିଠା
1. ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ କିପରି କରାଯାଇ ପାରିବ, ସେ ସମ୍ବନ୍ଧରେ 3R ନୀତି ଆଲୋଚନା କର ।
ଊ-
(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁ ର୍ର ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।।
(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ତିନି ‘R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି ।
(iii) ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚ କ୍ରଣ (Recycle) ଓ ପୁନବ୍ୟବହାର (Reuse) ।
(A) ସମ୍ବରଣ :
(iv) ସମ୍ବରଣ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବା ।
(v) ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ ।
(vi) ଆମେ ସଚେତନ ହେଲେ ଏହି ଅପଚୟକୁ ରୋକି ହେବ ।
(B) ପୁନଶ୍ଚ କ୍ରଣ :
(vii) ପୁନଶ୍ଚ କ୍ରଣ ଦ୍ଵାରା ଆମେ କିଛି ମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର
(viii) ପୁନଶ୍ଚକ୍ରଣ ଦ୍ୱାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ ।
(ix) ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।
(C) ପୁନର୍ବ୍ଯବହାର :
(x) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥ ଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ବର୍ଜନ ନକରି ବାରମ୍ବାର ବ୍ୟବହାର କଲେ ସେହି ପଦାର୍ଥର ଠିକ୍
ହୋଇଥାଏ ।
1. ସମତଳ ଆଳରେ ଛଳ ସଂରକ୍ଷଣ କିପରି କରାଯାଇପାରିବ ?
ଊ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ।
- ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟଳବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ୱାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରରେ ବୃଦ୍ଧି ଘଟିଥାଏ ।
- ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଅଟଳବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରହୁଥିବା ସ୍ଥାନରେ ଖରାଦିନେ ଚାଷକାର୍ଯ୍ୟ ଜଳସ୍ତରରେ ବୃଦ୍ଧି ଘଟିଥାଏ ।
- ଛାତ ଉପରେ ପଡୁଥିବା ବର୍ଷାଜଳକୁ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ଭୂତଳ ଜଳସ୍ତର ସହିତ ମିଶିଥାଏ । ଏହା ବ୍ୟତୀତ ଟାଙ୍କି ସାହାଯ୍ୟରେ ମଧ୍ୟ ବର୍ଷାଜଳକୁ ସିଧାସଳଖ ସଂରକ୍ଷଣ କରି ବ୍ୟବହାର କରାଯାଇଥାଏ ।
2. ନିରନ୍ତର ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଗ୍ରହଣ କରାଯାଇଥିବା ଆବଶ୍ୟକ ପଦକ୍ଷେପଗୁଡ଼ିକ ଲେଖ ।
ଊ-
- ସାମାଜିକ ବନପ୍ରକଳ୍ପ ଦ୍ବାରା ବୃକ୍ଷରୋପଣ ଓ ଅଣଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟିକରିବା ପାଇଁ ଫଳରେ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ, ଫଳରେ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ, ରାସ୍ତାକଡ଼ ଇତ୍ୟାଦି ରେ ବୃକ୍ଷରୋପଣ କରାଯାଉଛି ।
- ଯୁଗ୍ମ ଜଙ୍ଗଲ ପରିଚାଳନା ହାତକୁ ନିଆଯାଇ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କୁ ନେଇ ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ସଂଗ୍ରହ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଇପାରୁଛି ।
- ଆଦିବାସୀ ଓ ଜଙ୍ଗଲତଳି ଅଞ୍ଚଳରେ ବସବାସ କରୁ ଥିବା ଲୋକଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରି ଓ ଜଙ୍ଗଲ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ଜଙ୍ଗଲ ସମ୍ପଦର ହାତକୁ ନିଆଯାଇଛି – ଯୁଗ୍ମ ଜଙ୍ଗଲ ପରିଚାଳନା ଓ ସାମାଜିକ ପ୍ରକଳ୍ପ ।
3. ଜଙ୍ଗଲ ସମ୍ପଦର ସୁରାରେ ବନବାସୀମାନଙ୍କର ଭୂମିକା ଆଲୋଚନା କର ।
ଊ-
- ଜଙ୍ଗଲ ସୁରକ୍ଷା ପାଇଁ ବନବାସୀମାନଙ୍କଦ୍ୱାରା ଗତାନୁ ଗତିକ ଭାବେ ଜଙ୍ଗଲ ସମ୍ପଦର ବ୍ୟବହାରକୁ ସୀମିତ ରଖୁବାକୁ ଚେଷ୍ଟା କରାଯାଉଛି ।
- ଜଙ୍ଗଲ ଅଧିବାସୀମାନଙ୍କର ଅର୍ଥନୈତିକ ସାମାଜିକ ଓ ଦୈନନ୍ଦିନ ଜୀବନ ଜଙ୍ଗଲ ଦ୍ବାରା ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ବିକଳ୍ପ ଆୟର ପନ୍ଥା ନ ଯୋଗାଇ ଜଙ୍ଗଲରେ ସେମାନଙ୍କର ପ୍ରବେଶ ଓ ଜଙ୍ଗଲଜାତ ପଦାର୍ଥର ସଂଗ୍ରହ ବନ୍ଦ କରିଦେଲେ ବହୁ ଅସୁବିଧା ହେବ ।
- ତେଣୁ ଜଙ୍ଗଲ ବିଭାଗ ବନବାସୀମାନଙ୍କୁ ଜଙ୍ଗଲ ସମ୍ପଦ ଭାଗୀଦାର ଭାବେ ବିବେଚନା କରି ଦୀର୍ଘମିଆଦୀ ସୂତ୍ରରେ ଜଙ୍ଗଲ ସମ୍ପଦର ସୁରକ୍ଷା କରାଯାଇପାରିବ ।
4. ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଊ-
- ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି ।
- ସେହିପରି କେତେକ କେନାଲ୍ରେ ଆବଶ୍ୟକ ପରି ମାଣର ଜଳ ପ୍ରବାହ ହେଉନଥିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାଏଁ ବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି ।
- ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।
1. 5R କହିଲେ କ’ଣ ବୁଝ ? ଏଗୁଡ଼ିକ ଲେଖ ।
ଊ-
- ପରିବେଶ ତଥା ପ୍ରାକୃତିକ ସଂପଦର ସଂରକ୍ଷଣ ପାଇଁ 3R ନୀତି ଏକ ମାଧ୍ୟମ ଅଟେ ।
- ଏହି 5R ନୀତିଗୁଡ଼ିକ ହେଉଛି – ସମ୍ବରଣ (Reduce) ପୁନଶ୍ଚ କ୍ରଣ (Recycle) ଓ ପୁନର୍ବ୍ଯବହାର (Reuse)
2. କେନାଲ ଦ୍ଵାରା ଜଳସମ୍ପଦର ବିକାଶ କିପରି କରାଯାଇଛି ?
ଊ-
- କେନାଲ ନିର୍ମାଣ ଦ୍ଵାରା ଅନେକ ଅଞ୍ଚଳରେ ଜଳସେଚନ ଓ ପାନୀୟ ଜଳ ଉପଲବ୍ଧ ହେଉଛି ।
- ମେରୁ ଅଞ୍ଚଳକୁ ଜଳ ଯୋଗାଇବା ସମ୍ଭବ ତଥ ଜଳାଭାବଗ୍ରସ୍ତ ସ୍ଥାନକୁ ସୋଗାଇ ହେଉଛି ।
ଉଦାହରଣ : ଇନ୍ଦି ରାଗାନ୍ଧି କେନାଲ୍ ମେରୁଅଞ୍ଚଳକୁ ଜଳ ଯେ।ଗାଇବା ସମ୍ଭବ ମେରୁ ଅଞ୍ଚଳକୁ ଜଳ ଯୋଗାଇବା ସମ୍ଭବ ହେଉଛି ।
3. ନଦୀବନ୍ଧ ଯୋଜନାର ଦୁଇଟି ମୁଖ୍ୟ ଅସୁବିଧା ଲେଖ ।
ଊ-
- ବୃହତ୍ ଜଳଭଣ୍ଡାର ଅଞ୍ଚଳରେ ଜଙ୍ଗଲ ଜମି ଜଳାର୍ଣ୍ଣବ ହୋଇ ଜଙ୍ଗଲ କ୍ଷୟ ଘଟୁଛି ।
- ପରିବେଶ କ୍ଷତି ଘଟିବାସହ ପରିସ୍ଥାନ ନଷ୍ଟହୋଇ ଜୈବ ବିବିଧତାର ଅପୂରଣୀୟ କ୍ଷତି ଘଟୁଛି ।
4. ଆଖିକୋ ଆନ୍ଦୋଳନ କ’ଣ ?
ଉ-
- ଆଖିକୋର ଅର୍ଥ ମଧ୍ଯ କୁଣ୍ଢେଇ ଧରିବା । ଏହି ଆନ୍ଦୋଳନ 1983 ମସିହାରେ କର୍ଣ୍ଣାଟକରେ ସୂତ୍ରପାତ ହୋଇଥିଲା ।
- ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲା କମା ନେ ସେମାନଙ୍କର ଅଞ୍ଚଳର ଜଙ୍ଗଳ ସୂଚ ନିମନ୍ତେ ଆଗରଙ୍କ ହେଲେ ।
5. ଭୂତଳ ଜଳସ୍ତର କମିବାର କାରଣ କ’ଣ ?
ଉ-
- ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ କୃଷି ଓ ଶିଳ୍ପର ଅଭିବୃଦ୍ଧିର ଆବଶ୍ୟକତା ଉପଲବ୍ଧ ହେଉଅଛି । ଏଥିପାଇଁ ଅଧିରୁ ଅଧ୍ଵ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ନଳକୂପ ଓ ଉଠା ଜଳସେଚନ ଦ୍ବାରା ଭୂତଳ ଜଳର ଅତ୍ୟଧୂଳ ବ୍ୟବହାର ହେଉଛି ।
- ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବା ଦ୍ଵାରା ଭୂତଳକୁ ଜଳର ଗତି କମିଯିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି ।
6. ଭୂତଳ ଜଳସ୍ତରକୁ ସମୃଦ୍ଧ କରିବାପାଇଁ ଦୁଇଟି ଉପାୟ ସମ୍ବନ୍ଧରେ ଲେଖ ।
ଉ-
- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରଗତିକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବା ଦ୍ବାରା ବର୍ଷାଜଳ ଭୂତଳ ଜଳଭାବେ ସଂରକ୍ଷିତ ହୋଇଥାଏ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନ କୁହାଯାଏ ।
- ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣକରି ବର୍ଷାଜଳ ଆସ୍ତେ ଆସ୍ତେ ପାହାଡ଼ ତଳକୁ ଗତିକରିବ ଓ ତଳେ ପହଞ୍ଝାପାଇଁ ଜଳକୁ ଅଧିକ ସମୟ ଲାଗିବ । ଫଳରେ ପର୍ଯ୍ୟାପ୍ତ ପରିମାଣ ବୃଦ୍ଧି ଘଟିବ ।
7. ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇପାରିବ । ଏହି ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
8. କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ହୋଇଥାଏ ଉଦାହରଣ ସହ ଲେଖ ।
ଭ-
- ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର ।
- ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁ ସ୍ଥାନ କୁ ସମପରି ମାଣରେ ଉପଲବ୍ଧ ହୋଇପାରିବ ଓ ବଣ୍ଟନ ଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
- ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୁରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ଜଳଯୋଗାଣ କରାଯାଇପାରୁଛି ।
9. ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଭ-
- ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି ।
- ମାଟି କିମ୍ବା` କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ୱାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳ ସ୍ତରର ବୃଦ୍ଧି ଘଟାଇ ପାରୁଛି ।