BSE Odisha 10th Class Life Science Important Questions Chapter 2 ଶ୍ବସନ

Odisha State Board BSE Odisha 10th Class Life Science Important Questions Chapter 2 ଶ୍ବସନ Important Questions and Answers.

BSE Odisha Class 10 Life Science Important Questions Chapter 2 ଶ୍ବସନ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ

1. ‘ଶକ୍ତିକେନ୍ଦ୍ର’ ଓ ‘ଶକ୍ତିମୁଦ୍ରା’ କାହାକୁ କୁହାଯାଏ ?
ଉ-
ଜୀବକୋଷରେ ରହିଥ‌ିବା ମାଇଟୋକଣ୍ଡ୍ରି ଆକୁ ‘ଶକ୍ତିକେନ୍ଦ୍ର’ ଓ ATPକୁ ‘ଶକ୍ତିମୁଦ୍ରା’ କୁହାଯାଏ ।

2. ‘ଶକ୍ତିକେନ୍ଦ୍ର’ ଓ ATPକୁ ‘ଶକ୍ତିମୁଦ୍ରା’ କୁହାଯାଏ । ଗୋଟିଏ ATP ଅଣୁରୁ କେତେ ପରିମାଣର ଶକ୍ତି ମିଳେ ?
ଉ-
ଗୋଟିଏ ATP ଅଣୁ ଭାଙ୍ଗି ADP ଓ Pi ରେ ପରିଣତ ହେଲେ 30.5 କିଲୋ -ଜୁଲ ଶକ୍ତି ନିର୍ଗତ ହୁଏ ।

BSE Odisha 10th Class Life Science Important Questions Chapter 2 ଶ୍ବସନ

3. ଉଭିଦ ଓ ପ୍ରାଣୀଙ୍କ ଶ୍ଵାସକ୍ରିୟାରେ ଥ‌ିବା ପାର୍ଥକ୍ୟ ସମ୍ବନ୍ଧରେ ଲେଖ ।
ଉ-
ଉଭିଦ ଓ ପ୍ରାଣୀଙ୍କ ଶ୍ଵାସକ୍ରିୟାରେ ପାର୍ଥକ୍ୟ ହେଲା; ଉଦ୍ଭିଦରେ ଷ୍ଟୋମାଟା ଦେଇ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ୍ ବିନିମୟ ହୁଏ, କିନ୍ତୁ ବିଭିନ୍ନ ପ୍ରାଣୀ ଶରୀରରେ .ଏଥ‌ିପାଇଁ ଭିନ୍ନ ଭିନ୍ନ ଅଙ୍ଗ ରହିଛି ।

4. ମଣିଷର ଶ୍ବାସତନ୍ତ୍ରର ବିଭିନ୍ନ ଅଂଶର ନାମ ଲେଖ ।
ଉ-
ମନୁ ଷ୍ୟ ଶରୀରରେ ଥ‌ିବା ଶ୍ଵାସତନ୍ତ୍ରର ବିଭିନ୍ନ ଅଂଶଗୁଡ଼ିକର ନାମ ହେଉଛି-
ଅଂଶଗୁଡ଼ିକର ନାମ ହେଉଛି-

  • ନାସାରନ୍ଧ୍ର,
  • ନାସାପଥ,
  • ଗ୍ରସନୀ,
  • ଶ୍ଵାସନଳୀ,
  • ଶ୍ଵାସନଳିକା,
  • ଫୁସ୍‌ଫୁସ୍ ।

5. ନାସାରନ୍ଧ୍ରର ଗଠନ ସମ୍ବନ୍ଧରେ ଲେଖି ।
ଉ-
ପାଟି ଉପରେ ଶ୍ୱାସପଥର ଦ୍ଵାରଭାବେ ଦୁଇଟି ନାସାରନ୍ଧ୍ର (ନାକପୁଡ଼ା) ରହିଛି । ଏଥିରୁ ଶ୍ଵାସପର୍ଥ ଆରମ୍ଭ ହୁଏ । ନାକପୁଡ଼ା ଦୁଇଟିର ଅଗ ଉପାସ୍ଥି ଦ୍ବାରା ଗଠିତ ।

6. ନାସା-ଗ୍ରେସନୀ ଓ ମୁଖ-ଗ୍ର ସନୀ କାହାକୁ କୁହାଯାଏ ?
ଉ-
ନାସାପଥ ନିକଟରେ ଥ‌ିବା ଗ୍ରସନୀର ଅଂଶକୁ ନାସା – ଗ୍ରସନୀ ଓ ମୁଖଗହ୍ଵର ନିକଟରେ ଥ‌ିବା ଅଂଶକୁ ମୁଖ- ଗ୍ରସନୀ କୁହାଯାଏ ।

7. ଗ୍ଲଟିସ୍ ଓ ଗଲେଟ୍ କାହାକୁ କୁହାଯାଏ ?

ଗ୍ରସନୀର ଶେଷ ଭାଗରୁ ଖାଦ୍ୟନଳୀ ଓ ଶ୍ଵାସନଳୀ ଆରମ୍ଭ ହୋଇଥାଏ ଏବଂ ଶ୍ଵାସନଳୀର ଦ୍ବାରକୁ ଗ୍ଲଟିସ୍ ଓ ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ କୁହାଯାଏ ।

BSE Odisha 10th Class Life Science Important Questions Chapter 2 ଶ୍ବସନ 1ଲେଖ ।
ଉ-
ଶ୍ଵାସନଳୀର ଆରମ୍ଭରେ ସ୍ୱରପେଟିକା ରହିଥାଏ ଏବଂ ଏଥିରେ ଥିବା ସରୁ ସରୁ ସୂତାପରି ସ୍ୱରତନ୍ତ୍ରୀ ବା ଭୋକାଲ କର୍ଡ଼ର କମ୍ପନଦ୍ବାରା ଧ୍ଵନି ସୃଷ୍ଟି ହୁଏ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. କେଉଁ ଧମନୀଦ୍ଵାରା ହୃତ୍‌ପିଣ୍ଡରୁ CO2 ଯୁକ୍ତ ଫୁସ୍‌ଫୁସ୍‌ ଆସିଥାଏ ?
2. ଜୀବକୋଷରେ କାହାକୁ ଶକ୍ତିମୁଦ୍ରା କୁହାଯାଏ ?
3. ଜୈବିକ ଜାରଣ ପାଇଁ ଆବଶ୍ୟକ ବିପାଚକ କେଉଁ ଅଙ୍ଗିକାରେ ଥାଏ ?
4. ବେଙ୍ଗଫୁଲା ଓ ମାଛ କାହାଦ୍ଵାରା ଶ୍ଵାସକ୍ରିୟା କରନ୍ତି ?
5. ଶୀତସୁପ୍ତି ସମୟରେ ବେଙ୍ଗ କାହାଦ୍ଵାରା ଶ୍ଵାସକ୍ରିୟା କରେ ?
6. ଉଦ୍ଭଦର ଷ୍ଟୋମାଟା ଖୋଲିବା ଓ ବନ୍ଦ ହେବା କାହା ଉପରେ ନିର୍ଭର କରେ ?
7. ଜିଆ, ଜୋକ ଓ ବେଙ୍ଗ କେଉଁ ଅଙ୍ଗଦ୍ଵାରା ଶ୍ଵାସକ୍ରିୟା କରନ୍ତି ?
8. କଇଁଛ, କୁମ୍ଭୀର, ତିମି କାହାଦ୍ଵାରା ଶ୍ଵାସକ୍ରିୟା ସମ୍ପାଦନ କରନ୍ତି ?
9. ସାର ହାନ୍ସ କ୍ରେବସ୍‌ କେଉଁ ମସିହାରେ ନୋବେଲ ପୁରସ୍କାର ପାଇଥିଲେ ?
10. ବେଙ୍ଗ କାହାଦ୍ଵାରା ଶ୍ଵାସକ୍ରିୟା କରେ ?
11. ଜୀବ ଶରୀରରେ ହେଉଥ‌ିବା ଦହନ ପ୍ରକ୍ରିୟାକୁ କ’ଣ କୁହାଯାଏ ?
12. ଜୈବ ରାସାୟନିକ ପ୍ରକ୍ରିୟାରୁ ଉତ୍ପନ୍ନ ଶକ୍ତି କେଉଁ ଅଣୁରେ ବାନ୍ଧିହୋଇ ରହେ ?
13. ଜୀବକୋଷରେ କେଉଁ ଅଙ୍ଗିକା ଶକ୍ତିକେନ୍ଦ୍ର ରୂପେ କରେ ?
14. ମନୁଷ୍ୟ ଶ୍ଵାସପଥର ପ୍ରଥମ ଭାଗକୁ କ’ଣ କୁହାଯାଏ ?
15. ବକ୍ଷଗହ୍ଵର ମଧ୍ୟରେ ମନୁଷ୍ୟ ଶରୀରରେ କେତୋଟି ଫୁସ୍‌ଫୁସ୍ ଥାଏ ?
16. ଶ୍ଵାସନରେ ଉତ୍ପନ୍ନ ଶକ୍ତି କ’ଣ ଗଠନରେ ବ୍ୟବହୃତ ??

BSE Odisha 10th Class Life Science Important Questions Chapter 2 ଶ୍ବସନ 2

C. ଶୂନ୍ୟସ୍ଥାନ ପୂରଣ କର ।

1. ଜୀବକୋଷରେ ଖାଦ୍ୟର ଜାରିତ ହୋଇ ସେଥୁ ………………….. ନିର୍ଗତ ହୁଏ ।
2. ଯେଉଁ ପ୍ରଣାଳୀରେ ଖାଦ୍ୟରୁ ଶକ୍ତି ନିର୍ଗତ ହୁଏ ତାହାକୁ ………………….. କୁହାଯାଏ ।
3. ଶ୍ୱସନ ଏକ ………………….. ପ୍ରକ୍ରିୟା ଅଟେ ।
4. ଅମ୍ଳଜାନର ଉପସ୍ଥିତିରେ ହେଉଥ‌ିବା ଶ୍ଵାସନକୁ ………………….. କୁହାଯାଏ ।
5. ଅମ୍ଳଜାନର ଅନୁପସ୍ଥିତିରେ ହେଉଥ‌ିବା ଶ୍ବସନକୁ କୁହାଯାଏ । ………………….. ସମ୍ପାଦିତ ହୁଏ ।
6. ଗ୍ଲାଇକୋଲି ସିସ୍ ଜୀବକୋଷର …………………. ଠାରେ ସମ୍ପାଦିତ ହୁଏ ।
7. କ୍ରେବସ୍ ଚକ୍ର ଜୀବକୋଷର ଜାଚକ୍ରେ।ସେର …………………. ଠାରେ ସମ୍ପାଦିତ ହୁଏ ।
8. କ୍ରେ ବସ୍ ଚକ୍ର ………………….. ମାସଦ୍ଵାରେ ଅଲିଫୁବା ହୋଇଥିଲା ।
9. ଷ୍ଟୋମାଟୋ ଖୋଲିବା ଓ ବନ୍ଦ ହେବା ………………….. ନିର୍ଭରଶୀଳ ।
10. ହାଇଡ୍ରାଜାତୀୟ ପ୍ରାଣୀ …………………. କରେ ।
13. ଅସରପା …………………. ଦ୍ଵାରା ଶ୍ଵାସକ୍ରିୟା କରେ ।
14. ଚିଙ୍ଗୁଡ଼ି ……………………… ଦ୍ଵାରା ଶ୍ଵାସକ୍ରିୟା କରେ ।
15. ପାରା …………………… ଦ୍ଵାରା ଶ୍ଵାସକ୍ରିୟା କରେ ।
16. ATP କୁ …………………… କୁହାଯାଏ ।
17. ମାଇଟୋକଣ୍ଡ୍ରିଆକୁ ……………… କୁହାଯାଏ ।
18. ଗୋଟିଏ ATP ଅଣୁରୁ ……………………. KJ ଶକ୍ତି ନିର୍ଗତ ହୁଏ ।
19. ନାକପୁଡ଼ା 2ଟିର ଅଗ …………………… ଦ୍ଵାରା ଗଠିତ ।
21. ପାଟି ଉପରେ ଶ୍ୱାସପଥର ଦ୍ଵାର ଭାବେ ଦୁଇଟି – ………………….. ରହିଛି ।
22. ନାସାପଥଦେଇ ବାୟୁ ଗଲାବେଳେ ଧୂଳିକଣା ଓ ଜୀବାଣୁ ରେ ଲାଗିଯାଆନ୍ତି ।
23. ନାସାପଥ ନିକଟରେ ଥ‌ିବା ଗ୍ରସନୀର ଅଂଶକୁ ………………………. କୁହାଯାଏ ।
24. ଗ୍ରସନୀର ପଛକାନ୍ଥରେ ଏକ ଯୋଡ଼ା ……………………… ରହିଛି ।
25. ଶ୍ଵାସନଳୀର ଦ୍ବାରକୁ ………………………. କୁହାଯାଏ ।
26. ଖାଦ୍ୟନଳୀର ଦ୍ବାରକୁ ……………………… କୁହାଯାଏ ।
27. ଶ୍ଵାସନଳୀର ଦ୍ଵାର ………………………. ନାମକ ଏକ ପରଦାଦ୍ଵାରା ବନ୍ଦ ରହେ ।
28. ଶ୍ଵାସନଳୀର ଆରମ୍ଭରେ ………………… ରହିଥାଏ ।
29. ସ୍ଵର ପେଟିକାରେ ………………………. ରାଳମନଦ୍ଵାରା ଶ୍ୱାନି ସୃଷ୍ଟିହୁଏ ।
Answer:
1. ଶକ୍ତି
2. ଶ୍ବସନ
3. ଅପଚୟ
4. ବାୟୁ ଉପଜୀବୀ ଶ୍ଵାସନ
5. ବାୟୁ ଅପଜୀବୀ ଶ୍ୱସନ
6. କୋଷଜୀବକ
7. ମାଇଟୋକଣ୍ଡ୍ରିଆ
8. 1953
୨. ଆଲୋକ ଓ ତାପମାତ୍ରା
10. ବିସରଣ
11. ?
12. ?
13. ଶ୍ଵାସରନ୍ଧ୍ର
14. ଗାଲି
15. ଫୁସ୍‌ଫୁସ୍
16. ଶକ୍ତିମୁଦ୍ରା
17. ଶକ୍ତିକେନ୍ଦ୍ର
19. ଉପାସ୍ଥି
18. 30.5
21. ନାସାରନ୍ଧ୍ର
22. ଶ୍ଳେଷ୍ମକ ଝିଲ୍ଲୀ
23. ନାସା ଗ୍ରସନୀ
24. ଟନ୍‌ସିଲ୍
25. ଗ୍ଲଟିସ୍
26. ଗଲେଟ୍
27. ଅଧ୍ହ୍ବା
28. ସ୍ୱରପେଟିକା
29. ଭୋକାଲ୍ କର୍ଡ଼

BSE Odisha 10th Class Life Science Important Questions Chapter 2 ଶ୍ବସନ

D ଠିକ୍ ଉକ୍ତି ପାଇଁ (√ ) ଓ ଭୁଲ୍ ଭକ୍ତି ପାଇଁ (X) ଚିହ୍ନ ଦିଅ ।

1. ଅମ୍ଳଜାନର ଅନୁପସ୍ଥିତିରେ ଶ୍ୱସନ ପ୍ରକ୍ରିୟା ସମ୍ଭବ ନୁହେଁ ।
2. ବେଳେବେଳେ ପେଶୀକୋଷରେ ଅମ୍ଳଜାନ ଅଭାବରେ ପାଇରୁଭେଟ୍ ଅଣୁ ଭାଙ୍ଗି ତିନି ଅଙ୍ଗାରକ ବିଶିଷ୍ଟ ଲାକୁ କ୍ ଅମ୍ଳରେ ପରିଣତ ହୁଏ ।
3. ବାୟୁ ଉପଜୀବୀ ଶ୍ଵାସନରେ ମାଇଟୋକଣ୍ଡ୍ରି ଆରେ ଅନେକ ପ୍ରକାର ଏନ୍‌ଜାଇମ୍ ଓ କୋଏନ୍‌ଜାଇମ୍ ଥିବା ଯୋଗୁଁ ପାଇରୁଭେଟ୍‌ ସାଇଟ୍ରିକ୍ ଅମ୍ଳ ଓ ପରେ ପରେ ବିଭିନ୍ନ ଅମ୍ଳ ଚକ୍ରାକାରରେ ସୃଷ୍ଟି ହୁଏ ।
4. ଛିଦ୍ରାଳ ଓ ହାଇଡ୍ରାଜାତୀୟ ପ୍ରାଣୀଙ୍କର ସ୍ଵତନ୍ତ୍ର ଶ୍ୱସନ ଅଙ୍ଗ ଥାଏ ।
5. ପ୍ରଶ୍ଵାସ ଏକ ଶିଳନ ପ୍ରକ୍ରିୟା ।
6. ମନୁଷ୍ୟର ପାଟି ଉପରେ ଶ୍ଵାସପଥର ଦ୍ଵାରଭାବେ ନାସାରନ୍ଧ୍ର ରହିଥାଏ ।
7. BSE Odisha 10th Class Life Science Important Questions Chapter 2 ଶ୍ବସନ 14 ଗ୍ରସନୀ କୁହାଯାଏ ।
8. ଶ୍ଵାସନଳୀର ଦ୍ବାରକୁ ଗଲେଟ୍ କୁହାଯାଏ ।
9. ଶ୍ଵାସନଳୀର ଦ୍ବାର ଅଧ୍ୱଜିହ୍ଵା ନାମକ ଏକ ପରଦାଦ୍ୱାରା ବନ୍ଦ ରୁହେ । ରନ୍ଦ କୁ6ହ।
10. ମନୁଷ୍ୟ ଶ୍ଵାସକ୍ରିୟା 3 ପର୍ଯ୍ୟାୟ ବିଶିଷ୍ଟ ଅଟେ ।
11. ଜଣେ ସୁସ୍ଥ ବ୍ୟକ୍ତିର ପ୍ରଶ୍ଵାସ ଓ ନିଃଶ୍ଵାସ ହାର ମିନିଟ୍‌କୁ
10. BSE Odisha 10th Class Life Science Important Questions Chapter 2 ଶ୍ବସନ 15 12 ଥର ।
12. ସଂବାତନ 4 ପର୍ଯ୍ୟାୟ ବିଶିଷ୍ଟ ଘଟଣା ଅଟେ ।
13. ଅଧ୍ୱଜିହ୍ଵା ଥିବାରୁ ଖାଦ୍ୟ ଶ୍ଵାସନଳୀ ମଧ୍ୟରେ ପ୍ରବେଶ କରିପାରେ ନାହିଁ ।
14. ଗ୍ରସନୀର ଶେଷ ଭାଗରେ ଥ‌ିବା ଖାଦ୍ୟନଳୀ ଦ୍ଵାରକୁ ଗଲେଟ୍ କୁହାଯାଏ ।
15. ମୁଖଗହ୍ଵର ନିକଟରେ ଥ‌ିବା ଗ୍ରସନୀର ଅଂଶକୁ ମୁଖଗ୍ରସନୀ କୁହାଯାଏ ।
16. ନାକପୁଡ଼ା ଦୁଇଟିର ଅଗ ତରୁଣାସ୍ଥିଦ୍ୱାରା ଗଠିତ ହୋଇଥାଏ ।
17. ବିସରଣ ଶ୍ଵାସନର ପର୍ଯ୍ୟାୟ ନୁହେଁ ।
18. ଏକ ବାୟୁ ଅପଜୀବୀ ଶ୍ଵାସନରେ 16ଟି ATP ଉତ୍ପନ୍ନ ହେଲେ ୫ଟି ଗ୍ଲା କୋଜ ଭାଙ୍ଗିଥାଏ । କ୍ରି
19.BSE Odisha 10th Class Life Science Important Questions Chapter 2 ଶ୍ବସନ 4
20. ତିମି ଫୁସ୍‌ଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରେ ।
21. ଧାନ ଉଭିଦର ପତ୍ରର ଉଭୟ ପୃଷ୍ଠରେ ଷ୍ଟୋମାଟା ଥାଏ ।
22. ପ୍ରଶ୍ଵାସ ସମୟରେ ବକ୍ଷଗହ୍ବରର ଆୟତନ 60% ବୃଦ୍ଧିପାଏ ।
23. ଫୁସ୍‌ଫୁସ୍ ଚାରିପଟେ ଫୁସ୍‌ଫୁସ୍ ଧମନୀ ରହିଥାଏ ।
24. ବ୍ରୋନ୍‌ କଲ୍ ଶାଖାପ୍ରଶାଖାରେ ବିଭକ୍ତ ହୋଇ ଶୂନ୍ୟସ୍ଥାନ ପୂରଣ କର ।
Answer:
1. (x)
2. (√)
3.(√)
4.(×)
5. (x)
6. (√)
7. (×)
8.(×)
9.(√)
10. (√)
11. (×)
12. (×)
13. (√)
14. (√)
15. (√)
16. (×)
17. (√)
18. (√)
19. (√)
20. (√)
21. (√)
22. (×)
23. (×)
24. (√)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ବିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

‘କ’ ସ୍ତମ୍ଭ – ‘ଖ’ ସ୍ତମ୍
ଇଷ୍ଟ : ସୁରାସାର କିଣ୍ବନ ଶ୍ଵାସନଳୀ ଦ୍ଵାର :
ମାଛ : ଗାଲି ପେଶୀ :
ଖାଦ୍ୟନଳୀର ଦ୍ଵାର : ଗଲେଟ୍ ସାପ :
ସ୍ୱରପେଟିକା : ସ୍ଵର ନିୟନ୍ତ୍ରଣ ଅଧ୍ୱଜିହ୍ଵା :
ଶକ୍ତିକେନ୍ଦ୍ର : ମାଇଟୋକଣ୍ଡ୍ରିଆ ଶକ୍ତିମୁଦ୍ରା :

Answer:

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ଖାଦ୍ୟନଳୀର ଦ୍ଵାର : ଗଲେଟ୍‌ ଶ୍ଵାସନଳୀ ଦ୍ଵାର : ଗ୍ଲଟିସ୍
ଇଷ୍ଟ : ସୁରାସାର କିଣ୍ବନ ପେଶୀ : ଲାକ୍‌ଟିକ୍ ଅମ୍ଳ କିଣ୍ବନ
ମାଛ ଗାଲି ସାପ : ଫୁସ୍‌ଫୁସ୍‌
ସ୍ୱରପେଟିକା : ସ୍ଵର ନିୟନ୍ତ୍ରଣ ଅଧ୍ୱଜିହ୍ଵା : ଖାଦ୍ୟ ନିୟନ୍ତ୍ରଣ
ଶକ୍ତିକେନ୍ଦ୍ର : ମାଇଟୋକଣ୍ଡ୍ରିଆ ଶକ୍ତିମୁଦ୍ରା : ATP

2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବକ୍ଷଗହ୍ଵର ଆଗପଟ : ଷ୍ଟରନମ୍ ପଛପଟ :
ବିଶୁଦ୍ଧ ରକ୍ତ : ଦୂଷିତ ରକ୍ତ ଫୁସ୍‌ଫୁସ ଶିରା :
ପ୍ରଶ୍ଵାସ : ନିଃଶ୍ବାସ ସକ୍ରିୟ :
ଜୋକ : ବୁଢ଼ୀଆଣୀ ଚର୍ମ :
ଲାକଟିକ୍ ଅମ୍ଳ : ସୁରାସାର : 3C:

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବକ୍ଷଗହ୍ଵର ଆଗପଟ : ଷ୍ଟରନମ୍ ପଛପଟ : ମେରୁଦଣ୍ଡ
ବିଶୁଦ୍ଧ ରକ୍ତ : ଦୂଷିତ ରକ୍ତ ଫୁସ୍‌ଫୁସ ଶିରା : ଫୁସ୍‌ଫୁସ୍ ଧମନୀ
ପ୍ରଶ୍ଵାସ : ନିଃଶ୍ବାସ ସକ୍ରିୟ : ନିଷ୍କ୍ରିୟ
ଜୋକ : ବୁଢ଼ୀଆଣୀ ଚର୍ମ : ଶ୍ଵାସରନ୍ଧ୍ର
ଲାକଟିକ୍ ଅମ୍ଳ : ସୁରାସାର 3C : 2C

Multiple Choice Questions (Mcqs) With Answers

1. ନିମ୍ନୋକ୍ତ କାହାଦ୍ଵାରା ହୃତ୍‌ପିଣ୍ଡରୁ CO<sub>2</sub> ଯୁକ୍ତ ରକ୍ତ ଫୁସ୍‌ଫୁସ୍‌ ଆସିଥାଏ ?
(A) ଫୁସ୍‌ଫୁସ୍ ଶିରା
(B) ଫୁସ୍‌ଫୁସ୍ ଧମନୀ
(C) ଊର୍ଦ୍ଧ୍ଵ ମହାଶିରା
(D) ନିମ୍ନ ମହାଶିରା
Answer:
(B) ଫୁସ୍‌ଫୁସ୍ ଧମନୀ

2. ଗ୍ରସନୀର ପଛ କାନ୍ଥରେ ଏକଯୋଡ଼ା କ’ଣ ରହିଥାଏ ?
(A) ଟନ୍‌ସିଲ୍
(B) ଗ୍ଲଟିସ୍
(C) ଗଲେଟ୍
(D) ଅଧ୍ୱଜିହ୍ଵା
Answer:
(A) ଟନ୍‌ସିଲ୍

3. ବେଙ୍ଗଫୁଲା କାହା ସାହାଯ୍ୟରେ ଶ୍ଵାସକ୍ରିୟା କରେ ?
(A) ନାସାରନ୍ଧ୍ର
(B) ନାସାପଥ
(C) ଗାଲି
(D) ପୁପ୍ ଫୁ ପ୍
Answer:
(C) ଗାଲି

4. ଜୀବକୋଷରେ ନିମ୍ନୋକ୍ତ କାହାକୁ ଶକ୍ତ ମୁଦ୍ର କୁହାଯାଏ ?
(A) ATP
(B) ADP
(C) RNA
(D) DNA
Answer:
(A) ATP

5. ଜୈବିକ ଜାରଣ ପାଇଁ ଆବଶ୍ୟକ ବିପାଚକ କେଉଁ ଅଙ୍ଗିକାରେ ଥାଏ ?
(A) ଲବକ
(B) ରସଧାନୀ
(C) ରାଇବୋଜାମ୍
(D) ମାଇଟୋକଣ୍ଡ୍ରିଆ
Answer:
(D) ମାଇଟୋକଣ୍ଡ୍ରିଆ

6. ବେଙ୍ଗଫୁଲା ଓ ମାଛ କାହାଦ୍ଵାରା ଶ୍ଵାସକ୍ରିୟା କରନ୍ତି ?
(A) ଚର୍ମ
(C) ଶ୍ଵାସରନ୍ଧ୍ର
(B) ଗାଲି
(D) ଫୁସ୍‌ଫୁସ୍
Answer:
(B) ଗାଲି

BSE Odisha 10th Class Life Science Important Questions Chapter 2 ଶ୍ବସନ

7. ଶୀତସୁପ୍ତି ସମୟରେ ବେଙ୍ଗ କାହାଦ୍ଵାରା ଶ୍ଵାସକ୍ରିୟା କରେ ?
(A) ଚର୍ମ
(B) ଫୁସ୍‌ଫୁସ୍
(C) ଗାଲି
(D) ଶ୍ଵାସରନ୍ଧ୍ର
Answer:
(A) ଚର୍ମ

8. ଉଭିଦର ଷ୍ଟୋମାଟା ଖୋଲିବା ଓ ବନ୍ଦହେବା ନିମ୍ନୋକ୍ତ କାହା ଉପରେ ନିର୍ଭର କରେ ?
(A) ଅମ୍ଳଜାନ
(B) ଆଲୋକ
(C) ତାପମାତ୍ରା
(D) ଆଲୋକ ଓ ତାପମାତ୍ରା
Answer:
(D) ଆଲୋକ ଓ ତାପମାତ୍ରା

9. ଜିଆ, ଜୋକ୍ ଓ ବେଙ୍ଗ କେଉଁ ଅଙ୍ଗଦ୍ଵାରା ଶ୍ଵାସକ୍ରିୟା କରନ୍ତି ?
(A) ଗାଲି
(B) ଚର୍ମ
(C) ଫୁସ୍‌ଫୁସ୍
(D) ଶ୍ଵାସରନ୍ଧ୍ର
Answer:
(B) ଚର୍ମ

10. କଇଁଛ, କୁମ୍ଭୀର ଓ ତିମି କାହାଦ୍ଵାରା ଶ୍ଵାସକ୍ରିୟା ସମ୍ପାଦନ
(A) ଗାଲି
(B) ଚର୍ମ
(C) ଫୁସ୍‌ଫୁସ୍
(D) ଶ୍ବାସରନ୍ଧ୍ର
Answer:
(C) ଫୁସ୍‌ଫୁସ୍

11. ସାର ହାନ୍ସ କ୍ରେବସ୍ କେଉଁ ମସିହାରେ ନୋବେଲ ପୁରସ୍କାର ପାଇଥିଲେ ?
(A) 1950
(B) 1952
(C) 1953
(D) 1950
Answer:
(C) 1953

12. ନିମ୍ନୋକ୍ତ କେଉଁଟି କ୍ରେବସ୍ ଚକ୍ରର ଅନ୍ୟ ନାମ ଅଟେ ?
(A) ସାଇଟ୍ରିକ୍ ଅମ୍ଳଚକ୍ର
(B) ଫରମିକ୍ ଅମ୍ଳ ଚକ୍ର
(C) ଲାକ୍‌ଟିକ୍ ଅମ୍ଳ ଚକ୍ର
(D) ଏସିଟିକ୍ ଅମ୍ଳ ଚକ୍ର
Answer:
(A) ସାଇଟ୍ରିକ୍ ଅମ୍ଳଚକ୍ର

13. କେଉଁଟି ଉଭିଦ କୋଷ ମଧ୍ୟକୁ ଗ୍ୟାସ୍ ଓ ଜଳୀୟବାଷ୍ପ ଯିବା ଆସିବା ପାଇଁ ଦ୍ଵାର ସଦୃଶ କାର୍ଯ୍ୟ କରେ ?
(A) ଗ୍ରସନୀ
(B) ଗ୍ରହଣୀ
(C) ଷ୍ଟେମାଟା
(D) ଲବକ
Answer:
(C) ଷ୍ଟେମାଟା

14. ବେଙ୍ଗ ନିମ୍ନୋକ୍ତ କାହାଦ୍ଵାରା ଶ୍ଵାସକ୍ରିୟା କରେ ?
(A) ଶ୍ଵାସରନ୍ଧ୍ର
(B) ଗାଲି
(C) ମୁଖଗହ୍ଵର
(D) ମୁଖଗହ୍ଵର ଓ ଫୁସ୍‌ଫୁସ୍
Answer:
(D) ମୁଖଗହ୍ଵର ଓ ଫୁସ୍‌ଫୁସ୍

15. ଜୀବ ଶରୀରରେ ଦହନ ପ୍ରକ୍ରିୟାକୁ କେଉଁ ପ୍ରକ୍ରିୟା କୁହାଯାଏ ?
(A) କାରଣ
(B) ଜୈବିକ ଜାରଣ
(C) ଅଜୈବିକ ଜାରଣ
(D) ସ୍ବତଃ ଜାରଣ
Answer:
(B) ଜୈବିକ ଜାରଣ

16. ଜୈବ ରାସାୟନିକ ପ୍ରକ୍ରିୟାରୁ ଉତ୍ପନ୍ନ ଶକ୍ତି କେଉଁ ଅଣୁରେ ବାନ୍ଧିହୋଇ ରହେ ?
(A) RNA
(B) DNA
(D) HIV
(C) ATP
Answer:
(C) ATP

17. ଜୀବକୋଷରେ କେଉଁ ଅଙ୍ଗିକା ଶକ୍ତିକେନ୍ଦ୍ର ରୂପେ କାର୍ଯ୍ୟ କରେ ?
(A) ଲବକ
(B) ରସଧାନୀ
(C) ମାଇଟୋକଣ୍ଡ୍ରିଆ
(D) ଗୁଣସୂତ୍ର
Answer:
(C) ମାଇଟୋକଣ୍ଡ୍ରିଆ

18. ମନୁଷ୍ୟ ଶ୍ଵାସପଥର ପ୍ରଥମ ଭାଗକୁ କ’ଣ କୁହାଯାଏ ?
(A) ନାସାରନ୍ଧ୍ର
(C) ଗ୍ରସନୀ
(B) ନାସାପଥ
(D) ଶ୍ଵାସନଳୀ
Answer:
(B) ନାସାପଥ

19. ଶ୍ଵାସନଳୀର ଆରମ୍ଭରେ କ’ଣ ରହିଥାଏ ?
(A) ନାସାରନ୍ଧ୍ର
(B) ସ୍ୱରପେଟିକା
(C) ନାସାପଥ
(D) ଗ୍ରସନୀ
Answer:
(B) ସ୍ୱରପେଟିକା

20. ବକ୍ଷଗହ୍ଵର ମଧ୍ୟରେ ମନୁଷ୍ୟ ଶରୀରରେ କେତୋଟି ଫୁସ୍‌ଫୁସ୍ ଥାଏ ?
(A) 1
(C) 3
(B) 2
(D) 4
Answer:
(B) 2

BSE Odisha 10th Class Life Science Important Questions Chapter 2 ଶ୍ବସନ

21. ଶ୍ଵାସନରେ ଉତ୍ପନ୍ନ ଶକ୍ତି କ’ଣ ଗଠନରେ ବ୍ୟବହୃତ ହୁଏ ?
(A) RNA
(B) DNA
(C) ATP
(D) ADP
Answer:
(C) ATP

22. ମନୁଷ୍ୟର ପାଟି ଉପରେ ଶ୍ୱାସପଥର ଦ୍ବାରଭାବେ କେଉଁ ଅଙ୍ଗ ରହିଥାଏ ?
(A) ନାସାରନ୍ଧ୍ର
(B) ନାସାପଥ
(C) ଗ୍ରସନୀ
(D) ସ୍ୱରପେଟିକା
Answer:
(A) ନାସାରନ୍ଧ୍ର

23. ନାସାପଥ ନିକଟରେ ଥ‌ିବା ଗ୍ରସନୀର ଅଂଶକୁ କ’ଣ କୁହାଯାଏ ?
(A) ମୁଖ ଗ୍ରସନୀ
(B) ନାସାଗ୍ରସନୀ
(C) ଟସିଲ୍
(D) ଗଲେଟ
Answer:
(B) ନାସାଗ୍ରସନୀ

24. ଶ୍ଵାସନଳୀର ଦ୍ଵାରକୁ କ’ଣ କୁହାଯାଏ ?
(A) ଗ୍ଲଟିସ୍
(B) ଗେଟ୍
(C) ଟନ୍‌ସିଲ୍
(D) ଗ୍ରସନୀ
Answer:
(A) ଗ୍ଲଟିସ୍

25. ଶ୍ଵାସନଳୀର ଦ୍ଵାର କେଉଁ ପରଦାଦ୍ଵାରା ବନ୍ଦ ରୁହେ ?
(A) ଅଧ୍ୱଜିହ୍ବା
(B) ଜିହ୍ବା
(C) ଗ୍ଲଟିସ୍
(D) ଗଲେଟ୍
Answer:
(A) ଅଧ୍ୱଜିହ୍ବା

26. ମନୁଷ୍ୟ ଶ୍ଵାସକ୍ରିୟା କେତେ ପର୍ଯ୍ୟାୟ ବିଶିଷ୍ଟ ଅଟେ ?
(A) 1
(C) 3
(B) 2
(D) 4
Answer:
(C) 3

27. ଜଣେ ସୁସ୍ଥ ବ୍ୟକ୍ତିରେ ପ୍ରଶ୍ଵାସ ଓ ନିଃଶ୍ଵାସ ହାର ମିନିଟ୍‌କୁ କେତେ ଥର ?
(A) 10-12
(B) 15-20
(C) 20-25
(D) 25-30
Answer:
(B) 15-20

28. ସଂବାତନ କେତେ ପର୍ଯ୍ୟାୟ ବିଶିଷ୍ଟ ଘଟଣା ଅଟେ ?
(A) 1
(B) 2
(C) 3
(D) 4
Answer:
(B) 2

29. ନିମ୍ନୋକ୍ତ କାହାଯୋଗୁଁ ଖାଦ୍ୟ ଶ୍ଵାସନଳୀ ମଧ୍ଯରେ ପ୍ରବେଶ କରିପାରେ ନାହିଁ ?
(A) ଅଧ୍ୱଜିହ୍ବା
(B) ଜିହ୍ବା
(C) ଗ୍ଲଟିସ୍
(D) ଗଲେଟ୍
Answer:
(A) ଅଧ୍ୱଜିହ୍ବା

30. ଗ୍ରସନୀର ଶେଷ ଭାଗରେ ଥ‌ିବା ଖାଦ୍ୟନଳୀ ଦ୍ଵାରକୁ କ’ଣ କୁହାଯାଏ ?
(A) ଗ୍ଲଟିସ୍
(B) ଗଲେଟ୍
(C) ଟସିଲ୍
(D) ଅଧ୍ଵଜହ୍ବା
Answer:
(B) ଗଲେଟ୍

31. ମଣିଷର ଶ୍ଵାସତନ୍ତ୍ର ସମ୍ପର୍କିତ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍ ଅଟେ ?
(A) ଶ୍ଵାସପଥର ଦ୍ଵାର ଭାଗରେ ଗୋଟିଏ ନାସାରନ୍ଧ୍ର ଅଛି ।
(B) ନାକପୁଡ଼ା ଦୁଇଟିର ଅଗ ଅସ୍ଥି ଦ୍ବାରା ଗଠିତ ।
(C) ଶ୍ଵାସପଥର ଦ୍ବିତୀୟଭାଗ ନାସାପଥ ଅଟେ ।
(D) ଗ୍ରସନୀ ଏକ ପେଶୀବହୁଳ ନଳୀ ଅଟେ ।
Answer:
(D) ଗ୍ରସନୀ ଏକ ପେଶୀବହୁଳ ନଳୀ ଅଟେ ।

32. ବିଭିନ୍ନ ପ୍ରାଣୀମାନଙ୍କ ଶ୍ଵାସକ୍ରିୟା ସମ୍ପର୍କିତ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍ ନୁହେଁ ?
(A) ହାଇଡ୍ରା ବିସରଣ ପ୍ରକ୍ରିୟାରେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରେ ।
(B) ଜୋକ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
(C) ବେଙ୍ଗ କେବଳ ଫୁସଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରେ ।
(D) ଅସରପା ଶ୍ଵାସରନ୍ଧ୍ର ଦ୍ଵାରା ଶ୍ଵାସକ୍ରିୟା କରେ ।
Answer:
(C) ବେଙ୍ଗ କେବଳ ଫୁସଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରେ ।

BSE Odisha 10th Class Life Science Important Questions Chapter 2 ଶ୍ବସନ

33. ନିମ୍ନୋକ୍ତ କେଉଁ ଉକ୍ତିଟି ଶ୍ଵାସନର ବିଶେଷତ୍ଵ ନୁହେଁ ?
(A) ଗ୍ଲାଇକୋଲିସିସ୍ କୋଷ ଜୀବକରେ ସମ୍ପାଦିତ ହୁଏ ।
(B) ଅପଜୀବୀ ଶ୍ଵାସନରେ ଗୋଟିଏ ପାଇରୁଭେଟ ହୁଏ ।
(C) ବାୟୁ ଅପଜୀବୀ ଶ୍ୱସନକୁ ସୁରାସାର କିଣ୍ବନ ମଧ୍ୟ
(D) ଉପଜୀବୀ ଶ୍ଵାସନରେ 38 ଟି ଓ ଅପଜୀବୀ ଶ୍ଵସନରେ 2 ଟି ATP ଅଣୁ ସୃଷ୍ଟି ହୁଏ ।
Answer:
(B) ଅପଜୀବୀ ଶ୍ଵାସନରେ ଗୋଟିଏ ପାଇରୁଭେଟ ହୁଏ ।

34. ନିମ୍ନୋକ୍ତ କେଉଁ ତଥ୍ୟଟି ବାୟୁ ଅପଜୀବୀ ଶ୍ଵାସନ ସମ୍ପର୍କିତ ସଠିକ୍ ଉକ୍ତି ନୁହେଁ ?
(A) ଏଥ‌ିପାଇଁ CO2 ଆବଶ୍ୟକ
(B) ଏଥୁରୁ 2 ଟି ATP ଅଣୁ ଉତ୍ପନ୍ନ ହୁଏ
(C) ଏଥିରେ ଇଥାନଲ ଓ ସୁରାସାର ସୃଷ୍ଟି ହୁଏ
(D) ଏଥିରେ ଗ୍ଲା କୋଜର ଅସଂପୂର୍ଣ୍ଣ ଜାରଣ ହୁଏ
Answer:
(A) ଏଥ‌ିପାଇଁ CO2 ଆବଶ୍ୟକ

35. ନିମ୍ନୋକ୍ତ କେଉଁ ତଥ୍ୟଟି ବାୟୁ ଉପଜୀବୀ ଶ୍ବସନ ସମ୍ପର୍କିତ ସଠିକ୍ ଉକ୍ତି ନୁହେଁ ?
(A) ଏଥିପାଇଁ O2 ଆବଶ୍ୟକ
(B) ଏଥରୁ 38 ଟି ATP ଅଣୁ ଉତ୍ପନ୍ନ ହୁଏ
(C) ଏଥିରେ CO2 + ଜଳ ମୁକ୍ତ ହୁଏ
(D) ଏଥିରେ ଗ୍ଲୁକୋଜର ଅସଂପୂର୍ଣ ଜାରଣ ହୁଏ
Answer:
(D) ଏଥିରେ ଗ୍ଲୁକୋଜର ଅସଂପୂର୍ଣ ଜାରଣ ହୁଏ

36. କେଉଁଟି ବାୟୁ ଉପଜୀବୀ ଶ୍ୱସନ ପ୍ରକ୍ରିୟାର ରାସାୟନିକ ସମୀକରଣ ଅଟେ ?

Answer:
BSE Odisha 10th Class Life Science Important Questions Chapter 2 ଶ୍ବସନ 7

37. କେଉଁଟି ବାୟୁ ଅପଜୀବୀ ଶ୍ଵାସନରେ ଇଷ୍ଟରେ ଶର୍କରାର ଅନ୍ତିମ ପରିଣତି ଅଟେ ?
(A) ଲାକ୍‌ଟିକ୍ ଅମ୍ଳ + CO2 + ଶକ୍ତି
(B) ଇଥାନଲ୍ + CO2 + ଶକ୍ତି
(C) ଲାକ୍‌ଟିକ୍ ଅମ୍ଳ + CO2 + ଶକ୍ତି
(D) ଇଥାନଲ୍ + CO2 + ଶକ୍ତି
Answer:
(D) ଇଥାନଲ୍ + CO2 + ଶକ୍ତି

38. କେଉଁଟି ବାୟୁ ଉପଜୀବୀ ଶ୍ଵାସନରେ ଶର୍କରାର ଅନ୍ତିମ ପରିଣତି ଅଟେ ?
(A) CO2 + ଜଳ + ଶକ୍ତି
(B) CO2 + ଜଳ + ଶକ୍ତି
(C) O2 + ଜଳ + ଶକ୍ତି
(D) O2 + ଜଳ + ଶକ୍ତି
Answer:
(B) CO2+ ଜଳ + ଶକ୍ତି

39. ନିମ୍ନୋକ୍ତ କେଉଁଟି ମନୁଷ୍ୟର ଶ୍ଵାସତନ୍ତ୍ର ସହିତ ସଂଶ୍ଳିଷ୍ଟ ନୁହେଁ ?
(A) ନାସାର ନ୍ଧ୍ର -ନାସା ପଥ-ଗ୍ରସନୀ – ଶ୍ଵାସନଳୀ –
(B) ନାସାରନ୍ଧ୍ର – ନାସାପଥ – ଗ୍ରସନୀ – ଶ୍ଵାସନଳୀ – ଫୁସଫୁସ୍
(C) ନାସାପଥ – ଗ୍ରସନୀ – ଗାଲି – ଶ୍ଵାସନଳୀ – ଫୁସଫୁସ୍
(D) ନାସାପଥ – ଗ୍ରସନୀ – ଶ୍ଵାସନଳୀ – ଫୁସଫୁସ୍
Answer:
(A) ନାସାର ନ୍ଧ୍ର -ନାସା ପଥ-ଗ୍ରସନୀ – ଶ୍ଵାସନଳୀ –

40. କେଉଁଟି ବାୟୁ ଅପଜୀବୀ ଶ୍ଵାସନରେ ପେଶୀକୋଷର ଶର୍କରାର ଅନ୍ତିମ ପରିଣତି ଅଟେ ?
(A) ଇଥାନଲ୍ + ଶକ୍ତି
(B) ଲାକ୍‌ଟିକ୍ ଅମ୍ଳ + ଶକ୍ତି
(C) CO2 ଜଳ + ଶକ୍ତି
(D) CO2 ଜଳ + ଶକ୍ତି
Answer:
(B) ଲାକ୍‌ଟିକ୍ ଅମ୍ଳ + ଶକ୍ତି

41. ନିମ୍ନୋକ୍ତ ମଧ୍ୟରୁ କେଉଁ ଜୀବ ଦ୍ଵାରା ଶ୍ଵାସକ୍ରିୟା କରେ ?
(A) ବେଙ୍ଗ
(B) ସାପ
(C) ଅସରପା
(D) ମାଙ୍କଡ଼
Answer:
(A) ବେଙ୍ଗ

42. ହିମୋଗ୍ଲୋବିନ୍ ଅକ୍‌ସିଜେନ୍ ଗ୍ରହଣକରି କେଉଁଥ‌ିରେ ପରିଣତ ହୁଏ ?
(A) କାର୍ବୋକ୍‌ ହିମୋଗ୍ଲୋବିନ୍
(B) ହାଇଡ୍ରୋହିମୋଗ୍ଲୋବିନ
(C) ଅକ୍‌ସିହିମୋଗ୍ଲୋବିନ୍
(D) କାର୍ବନ ଡାଇଅକ୍‌ସାଇଡ୍
Answer:
(C) ଅକ୍‌ସିହିମୋଗ୍ଲୋବିନ୍

43. ନିମ୍ନୋକ୍ତ ମଧରୁ କେଉଁଟି ଶ୍ଵାସନର ପର୍ଯ୍ୟାୟ ନୁହେଁ ?
(A) 169
(B) ଗ୍ୟାସ୍ବିନିମୟ
(C) ଗ୍ୟାସ୍‌ରିଚଳନ
(D) ବିସରଣ
Answer:
(D) ବିସରଣ

BSE Odisha 10th Class Life Science Important Questions Chapter 2 ଶ୍ବସନ

44. କ୍ରେବସ୍ ଚକ୍ରକୁ ଅନ୍ୟ କେଉଁ ନାମରେ କରାଯାଇଛି ?
(A) ଏସିଟିକ୍ ଏସିଡ୍ ଚକ୍ର
(B) ସାଇଟ୍ରିକ୍ ଅମ୍ଳ
(C) ଅକ୍‌ଲିକ୍ ଏସିଡ଼ଚକ୍ର
(D)କୌଣସିଟି ନୁହେଁ
Answer:
(B) ସାଇଟ୍ରିକ୍ ଅମ୍ଳ

45. ଏକ ବାୟୁ ଅପଜୀବୀ ଶ୍ଵାସନରେ 16ଟି ATP ଉତ୍ପନ୍ନ ହେଲେ କେତୋଟି ଗ୍ଲୁକୋଜ ଭାଙ୍ଗିଥାଏ ?
(A) 8
(B) 6
(C) 16
(D) 18
Answer:
(A) 8

46. 4ଟି ATPରୁ କେତେ କିଲୋଜୁଲ ଶକ୍ତି ମିଳେ ?
(A) 61
(B) 122
(C) 120
(D) 124
Answer:
(B) 122

47. ନିମ୍ନୋକ୍ତ ମଧ୍ୟରୁ କେଉଁ ପ୍ରାଣୀ ଫୁସ୍‌ଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରେ ?
(A) ଗେଣ୍ଡା
(B) କଙ୍କଡ଼ା
(C) ଶାମୁକା
(D) ତିମି
Answer:
(D) ତିମି

48. କେଉଁ ଉଭିଦର ପତ୍ରର ଉଭୟ ପୃଷ୍ଠରେ ଷ୍ଟୋମାଟା ଥାଏ ?
(A) ଧାନ
(B) ଆମ୍ବ
(C) ପଣସ
(D) ଶିମ୍ବ
Answer:
(A) ଧାନ

49. ପ୍ରଶ୍ଵାସ ସମୟରେ ବକ୍ଷଗହ୍ବରର ଆୟତନ ଶତକଡ଼ା କେତେ ବୃଦ୍ଧିପାଏ ?
(A) 80%
(B) 60%
(C) 40%
(D) 20%
Answer:
(D) 20%

50. ଫୁସ୍‌ଫୁସ୍ ଚାରିପଟେ କ’ଣ ରହିଥାଏ ?
(A) ଫୁସ୍‌ଫୁସ ଶିରା
(B) ଫୁସ୍‌ଫୁସ୍ ଧମନୀ
(C) ପୂରାଲକେଭିଟି
(D) ଷ୍ଟରନମ୍
Answer:
(C) ପୂରାଲକେଭିଟି

Subjective Type Questions With Answers

1. ମନୁଷ୍ୟର ଶ୍ଵାସତନ୍ତ୍ରର କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କର ।
ଉ –
ନାସାପଥ, ଗ୍ରସନୀ, ଗ୍ଲଟିସ୍, ଅଧ୍ୱଜିହ୍ନା, ସ୍ୱରପେଟିକା, ଶ୍ଵାସନଳୀ, ବ୍ରେନକାଇ, ଶ୍ଵାସନଳିକା, କୋଟରିକା, ଫୁସ୍‌ଫୁସ୍

  • ନାସାପଥ – ଏହା ମଧ୍ୟଦେଇ ବାୟୁ ଗଲାବେଳେ ଧୂଳିକଣା ଓ ଜୀବାଣୁ ମ୍ୟୁକସ୍ ଝିଲ୍ଲୀରେ ଲାଗି
  • ଗ୍ରସନୀ – ଏସ୍‌ରେ ଶ୍ଵାସନଳୀ ଓ ଖାଦ୍ୟନଳୀ ଯାଇଥାଏ ।
  • ଟନ୍‌ସିଲ୍ – ଗ୍ରସନୀର ପ୍ରାୟ ପଛ କାନ୍ଥରେ ଏକ ଯୋଡ଼ା ଟନସିଲ୍ ରହିଛି । ଏହା ଏକ ଲସିକାଭ ଅଙ୍ଗ ।
  • ଗ୍ଲଟିସ୍ – ଶ୍ଵାସନଳୀର ଦ୍ବାରକୁ ଗ୍ଲଟିସ୍ କହନ୍ତି । ଏହା କ୍ଷୁଦ୍ର ରନ୍ଧ୍ର । ଏହା ମଧ୍ୟଦେଇ ବାୟୁ ସ୍ୱରପେଟିକାରେ ପ୍ରବେଶ କରେ ।
  • ଗଲେଟ୍ – ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ କହନ୍ତି ।
  • ସ୍ୱରପେଟିକା – ସ୍ବରରଜୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ ।
  • ଶ୍ଵାସନଳୀ – ଏହା ମଧ୍ୟଦେଇ ଫୁସ୍‌ଫୁସ୍ ମଧ୍ୟରୁ ବାହାରେ ।
  • ବ୍ରେନକାଇ – ବାମ ଓ ଦକ୍ଷିଣ ଫୁସ୍‌ଫୁସ୍‌କୁ ବାୟୁ ନିଏ ଏବଂ ଉଭୟ ଫୁସ୍‌ଫୁସ୍‌ରୁ ଏହା ମଧ୍ୟଦେଇ ବାୟୁ ବାହାରିଯାଏ ।
  • ଶ୍ଵାସନଳିକା – ଏହା ଅନେକ ଶାଖା ବିସରଣ କରେ ।
  • କୋଟରିକା – ଏହା ଛୋଟ ଛୋଟ ବାୟୁପୂର୍ଣ୍ଣ କୋଠରି । ଏହା ରକ୍ତକୈ ଶି କଦ୍ବାରା ଆବୃତ ହୋଇଥାଏ । କୋଟରିକା ଓ ରକ୍ତକୈ ଶି କ ମଧ୍ୟରେ ଗ୍ୟାସ୍ ବିନିମୟ ହୋଇଥାଏ ।

2. ଶ୍ବସନ କ’ଣ ? ଜୀବ ଶରୀରରେ ଏହାର ଆବଶ୍ୟକତା ସମ୍ବନ୍ଧରେ ସୂଚନା ପ୍ରଦାନ କର ।
ଉ-
(I) ଶ୍ବ ସନ- ଜୀବକୋଷରେ ଖାଦ୍ୟର ଜାରଣ ହୋଇ ସେଥୁରୁ ଶକ୍ତି ନିର୍ଗତ ହୁଏ । ଶରୀରର ବିଭିନ୍ନ ପ୍ରକ୍ରିୟା ଚାଲୁ ରଖିବା ପାଇଁ ଶକ୍ତି ଆବଶ୍ୟକ । ଯେଉଁ ପ୍ରଣାଳୀରେ ଖାଦ୍ୟରୁ ଶକ୍ତି ନିର୍ଗତ ହୁଏ ତାହାକୁ ଶ୍ବସନ କୁହାଯାଏ
(II) ଜୀବଶରୀରରେ ଶ୍ବସନର ଆବଶ୍ୟକତା :

  • ଶ୍ଵ ସନ ପାଇଁ ଅମ୍ଳଜାନ ଆବଶ୍ୟକ । ବେଳେବେଳେ ଏହାର ଅନୁପସ୍ଥିତିରେ ମଧ୍ୟ ଶକ୍ତି ଉତ୍ପନ୍ନ ହୋଇଥାଏ ।
  • ଗ୍ଲା କୋଜ୍ ଏକ ଛଅ ଅଙ୍ଗାରକ ବିଶିଷ୍ଟ ଯୌଗିକ । ଗାଠ ନି କ C6H12O6ଅରେ ।
  • ଅମ୍ଳଜାନ ଉପସ୍ଥିତିରେ ଗ୍ଲା କୋଜ ଅଣୁ ଭାଙ୍ଗି ଅଙ୍ଗାରକାମ୍ଳ (CO2) ଓ ଜଳ (H2O) ସୃଷ୍ଟି ହୁଏ ।
  • ଏହି ପ୍ରକ୍ରିୟାରୁ ଶକ୍ତି ମୋଚିତ ହୋଇଥାଏ । ଏହି କାରଣରୁ ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଅଟେ ।
  •  କୋଷ ଜୀବକରେ ଗ୍ଲୁକୋଜ ଅଣୁର ବିଘଟନ ଘଟି ପ୍ରଥମେ ଏହା ତିନି କାର୍ବନବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳରେ ପରିଣତ ହୁଏ ଓ ଏହା ସବୁ ପ୍ରକାର ଶ୍ୱସନର ପ୍ରଥମ ସୋପାନ ଅଟେ ।
  • ଅମ୍ଳଜାନର ଉପସ୍ଥିତିରେ ପାଇରୁଭିକ୍ ଅମ୍ଳରୁ ଅଙ୍ଗାରକାମ୍ଳ ଓ ଜଳ ସହ ଶକ୍ତି ସୃଷ୍ଟି ହୁଏ ।
  • ଅମ୍ଳଜାନର ଅନୁପସ୍ଥିତିରେ ବା ଅଭାବରେ ଏଥୁରୁ ଅନ୍ୟ ଉତ୍ପାଦ ସହ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ ।

3. ଜୀବଶରୀରରେ ଶ୍ଵାସନର ବିଶେଷତ୍ଵ ସମ୍ବନ୍ଧରେ ବିବରଣୀ ପ୍ରଦାନ କର ।
ଊ-

  • ଶ୍ଵାସନର ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଛଅ ଅମ୍ଳ) ଅଣୁରେ ପରି ଣତ ହୁଏ । ଏଥ‌ିରେ ଗୁ କୋଜ ଅଣୁ ଭାଙ୍ଗୁ ଥ‌ିବାରୁ ଏହାକୁ ଗ୍ଲାଇକୋଲି ସିସ୍ କୁ ହାଯାଏ । କୋଷଜୀବକରେ ସଂଘଟିତ ହୁଏ ।
  • ମୁକ୍ତ ଅମ୍ଳଜାନର ଅଭାବରେ ପାଇରୁଭେରୁ ସୃଷ୍ଟି ହୁଏ । ସାଧାରଣତଃ ଇଷ୍ଟ୍ରରେ ଏହି ପ୍ରକ୍ରିୟା ହୋଇଥାଏ । ଏହା ବାୟୁ ଅପଜୀବୀ ଶ୍ୱସନ ଅଟେ ଓ ଏହାକୁ ସୁରାସାର କିଣ୍ବନ ମଧ୍ୟ କୁହାଯାଏ ।
  • ଅମ୍ଳଜାନ ଉପସ୍ଥିତିରେ ଗୋଟିଏ ପାଇରୁଭେଟ୍ ଅଣୁରୁ ଅଙ୍ଗାରକାମ୍ଳ ଅଣୁ ସୃଷ୍ଟି ହୋଇଥାଏ; ତାହା ସହିତ ଜଳ ଓ ଶକ୍ତି ନିର୍ଗତ ହୁଏ । ଏଥିରେ ସୁରାସାର କିଣ୍ବନଠାରୁ ଅଧିକ ଶକ୍ତି ଉତ୍ପନ୍ନ ହୁଏ ।
  • ବେଳେବେଳେ ଆମ ପେଶୀକୋଷରେ ଅମ୍ଳଜାନର ଅଭାବରେ ପାଇରୁଭେଟ୍ ଅଣୁଟି ଭାଙ୍ଗି ଲାକ୍‌ଟିକ୍ ଅମ୍ଳରେ ପରିଣତ ହୁଏ । ଏହାକୁ ଲାକ୍‌ଟିକ ଅମ୍ଳ କିଣ୍ବନ କୁହାଯାଏ । ଏଥ‌ିରେ ବା କ୍ରାମ୍ପ ହୋଇଥାଏ ।
  • ଗୋଟିଏ ଗ୍ଲା କୋଜ ଅଣୁରୁ ବାୟୁ ଉପଜୀବୀ ଶ୍ୱ ସନ ରେ 38ଟି ATP ଅଣୁ ଜାତ (ଉଭୟ ସୁରାସାର କିଣ୍ବନ ଓ ଲାକ୍‌ଟିକ୍ ଅମ୍ଳ) କିଣ୍ବନରେ 2 ATP ଅଣୁ ଜାତ ହୋଇଥାଏ ।

BSE Odisha 10th Class Life Science Important Questions Chapter 2 ଶ୍ବସନ 8

1. ଜୈବିକ କାରଣ କାହାକୁ କହନ୍ତି ? ଜୀବ ଶରୀରରେ ଏହାର ଆବଶ୍ୟକତା କ’ଣ ?
ଉ-

  • ଅମ୍ଳଜାନ ଦହନରେ ସହାୟକ । ଦହନ ବେଳେ ତାପଶକ୍ତି ନିର୍ଗତ ହୋଇଥାଏ । ଜୀବ ଶରୀରରେ ଏଭଳି ଦହନ ପ୍ରକ୍ରିୟାକୁ ଜୈବିକ ଜାରଣ କୁହାଯାଏ ।
  • ଏଥପାଇଁ କେତେକ ଏନ୍‌ଜାଇମ୍ ଆବଶ୍ୟକ ପଡ଼ିଥାଏ । ଜୀବକୋଷର କୋଷଜୀବକ ଓ ମାଇଟୋକଣ୍ଡ୍ରି ଆରେ ଏଭଳି ଅନେକ ଏନ୍ ଜାଇମ୍ ରହି ଥାଏ। ସେଗୁଡ଼ିକର ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହୁଏ । ଏହି ଶକ୍ତି ATP ଅଣୁରେ ବାନ୍ଧି ହୋଇ ର ହି ଥାଏ ତେଣୁ ଜୀବକୋଷରେ ATPକୁ ଶକ୍ତି ମୁଦ୍ର। ଓ ମାଇଟୋକଣ୍ଡ୍ରିଆକୁ ଶକ୍ତିକେନ୍ଦ୍ର କୁହାଯାଏ ।
  • ପେକିଏ ATP ଆଶ ଇଁ ନି ADP ଓ Pi କେ ପରିଣତ ହେଲେ 30.5 କିଲୋ ଜୁଲ୍ ଶକ୍ତି ନିର୍ଗତ ହୁଏ । ପେଶିର ସଂକୋଚନ ପ୍ରସାରଣ, ପୁଷ୍ଟିସାରର ସଂଶ୍ଳେଷଣ, ସ୍ନାୟବିକ ଆବେଗ ସଂଚରଣ ଭଳି ସମସ୍ତ ପ୍ରକ୍ରିୟାରେ ATP ବ୍ୟବହୃତ ହୁଏ ।

BSE Odisha 10th Class Life Science Important Questions Chapter 2 ଶ୍ବସନ

2. ଶ୍ଵାସନଳୀର ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଊ-

  • ଶ୍ଵାସନଳୀର ଆରମ୍ଭରେ ସ୍ୱରପେଟିକା ଥାଏ । ବା ଭୋକାଲ କର୍ଡ଼ର କମ୍ପନଦ୍ବାରା ଧ୍ଵନି ସୃଷ୍ଟି ହୁଏ ।
  • ସ୍ଵର ପେଟିକା ପରେ ଶ୍ଵାସନଳୀ ଦୁଇ ବ୍ରୋକାଇ ଭାବେ ବିଭକ୍ତ ହୋଇ ପ୍ରତ୍ୟେକ ନିଜ ପଟର ଫୁସ୍‌ଫୁସ୍‌ ମଧ୍ୟକୁ ପ୍ରବେଶ କରେ ।
  • ପ୍ରତ୍ୟେକ ପଟରେ ବ୍ରେନ୍‌କାଲ୍ ଅନେକ ଶାଖା ବାୟୁ ପୂର୍ଣ୍ଣ ଛୋଟଛୋଟ କୋଠରି ବା କୋଟରିକାରେ ଖୋଲିଥାଏ ।

3. BSE Odisha 10th Class Life Science Important Questions Chapter 2 ଶ୍ବସନ 9କର ।
ଊ-

  • ଉଭିଦର ପତ୍ରରେ ଷ୍ଟୋମାଟା ରହିଥାଏ ।
  • ଏହା ଉଦ୍ଭଦକୋଷ ମଧ୍ୟକୁ ଗ୍ୟାସ୍ ଓ ଜଳୀୟବାଷ୍ପ ଯିବାଆସିବାପାଇଁ ଦ୍ଵାର ସଦୃଶ କାର୍ଯ୍ୟ କରେ ।
  • ଏହି ବାଟ ଦେଇ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଗ୍ୟାସ୍ ବିନିମୟ ଘଟିଥାଏ ।
  • ଅଙ୍ଗାରକାମ୍ଳ ଗ୍ରହଣ କରେ ଓ ଏହା ମଧ୍ୟ ଷ୍ଟୋମାଟା ଦେଇ ପ୍ରବେଶ କରେ ।
  • ଶ୍ଵାସନ ପ୍ରକ୍ରିୟାରେ ଅମ୍ଳଜାନ (O2) ବ୍ୟବହୃତ ହୁଏ ଓ ଅଙ୍ଗାରକାମ୍ଳ ବହିର୍ଗତ ନହୋଇ ନିଜ କୋଷ ଭିତରେ ବ୍ୟବହୃତ ହୋଇପାରେ ।
  • ଉଦ୍ଭଦ ଶରୀରରେ ଅମ୍ଳଜାନ ପ୍ରବେଶ ପାଇଁ ହୋଇଥାଏ ।

4. କ୍ରେବସ୍ ଚକ୍ର କାହାକୁ କୁହାଯାଏ ? ସଂକ୍ଷେପରେ ଲେଖ ।
ଉ-

  • ବାୟୁ ଉପଜୀବୀ ଶ୍ଵାସନରେ ମାଇଟୋକଣ୍ଡ୍ରିଆରେ ଅନେକ ପ୍ରକାର ଏନ୍‌ଜାଇମ୍ ଓ କୋଏନ୍‌ଜାଇମ୍ ଏବଂ ପରେ ପରେ ବିଭିନ୍ନ ଅମ୍ଳ ଚକ୍ରାକାରରେ ସୃଷ୍ଟି ହୁଏ ।
  • ସାର୍ ହାନ୍ସ କ୍ରେବସ୍ ଏହି ସମ୍ପର୍କରେ ଅଧିକ ଗବେଷଣା କରି ଏହାର କୌଶଳ ଦର୍ଶାଇଥିଲେ । ତେଣୁ ତାଙ୍କ ନାମାନୁସାରେ ‘ସାଇଟ୍ରିକ୍ ଅମ୍ଳ ଚକ୍ର’’ କୁ ‘କ୍ରେବସ୍ ଚକ୍ର’ କୁହାଯାଉଛି ।
  • 1953 ମସିହାରେ ଏହି ଆବିଷ୍କାର ପାଇଁ ହାନ୍ସ ଚକ୍ରକୁ ‘ସାଇଟ୍ରିକ୍ ଅମ୍ଳ ଚକ୍ର’ ମଧ୍ୟ କୁହାଯାଏ ।

5. ଗ୍ରସନୀର ଗଠନ ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
ଊ-

  • ଗ୍ର ସନୀ ଏକ ପେଶୀବହୁଳ ନଳୀ ଓ ଏହା ନାସାପଥର ଶେଷଠାରୁ ଆରମ୍ଭ ହୋଇ
  • ନାସାପଥ ନିକଟରେ ଥ‌ିବା ଗ୍ରସନୀର ଅଂଶକୁ ନାସା -ଗ୍ରସନୀ ଏବଂ ମୁଖଗହ୍ଵର ନିକଟରେ ଥ‌ିବା ଅଂଶକୁ ମୁଖ-ଗ୍ରସନୀ କୁହାଯାଏ ।
  • ଗ୍ରସନୀର ପଛ କାନ୍ଥରେ ଏକଯୋଡ଼ା ଟନ୍‌ସିଲ୍ ରହିଛି ଓ ଏହା ଏକ ଲସିକାଭ ଅଙ୍ଗ ।
  • ଗ୍ରସନୀର ଶେଷଭାଗରୁ ଖାଦ୍ୟନଳୀ ଓ ଶ୍ଵାସନଳୀ ଆରମ୍ଭ ହୋଇଥାଏ ।
  • ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ ଓ ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ କୁହାଯାଏ ।

6. ପ୍ରଶ୍ଵାସ ଓ ନିଃଶ୍ଵାସବେଳେ ବକ୍ଷଗହ୍ବରର ଅବସ୍ଥିତି ସମ୍ବନ୍ଧରେ ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 2 ଶ୍ବସନ 12

7. ଫୁସ୍‌ଫୁସ୍‌ର କୋଟରିକାର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
BSE Odisha 10th Class Life Science Important Questions Chapter 2 ଶ୍ବସନ 10

BSE Odisha 10th Class Life Science Important Questions Chapter 2 ଶ୍ବସନ 11

1. ମଧ୍ୟଚ୍ଛଦା କ’ଣ ? ଶରୀର ରେ ଏହାର ଆବଶ୍ୟକତା କ’ଣ ?
ଊ-

  • ମଧ୍ୟଚ୍ଛଦା ଏକ ଗମ୍ବୁଜାକୃତି, ପେଶୀବହୁଳ ପଟ୍ଟ ଅଟେ ।
  • ଏହା ବକ୍ଷଗହ୍ବର ଓ ଉଦର ଗହ୍ଵର କୁ ପରସ୍ପରଠାରୁ ପୃଥକ୍ କରିଥାଏ ।

2. ପୃଷ୍ଠକୁକ୍ଷୀୟ ଓ ସମଦ୍ବିତଳ ପତ୍ରରେ ଷ୍ଟୋମାଟାର ଅବସ୍ଥାନ କିପରି ହୋଇଥାଏ ?
ଊ-

  • ପୃଷ୍ଠକୁକ୍ଷୀୟ ପତ୍ରର କେବଳ ଉପରିଭାଗରେ ବା ପୃଷ୍ଠତଳରେ ଷ୍ଟୋମାଟା ଥାଏ । ଉଦାହରଣ ଆମ୍ବ, ପଣସପତ୍ର ।
  • ସମଦ୍ବିତଳ ପତ୍ରରେ ଷ୍ଟୋମାଟା ଉଭୟ ପୃଷ୍ଠ ଓ ନିମ୍ନତଳରେ ଥାଏ । ଉଦାହରଣ – ଧାନପତ୍ର, ଗହମ ପତ୍ର ।

3. ଗ୍ଲାଇକୋଲି ସିସ୍ କ’ଣ ? ଏହା କେଉଁଠାରେ ସମ୍ପାଦିତ ହୁଏ ?
ଊ-

  • ଯେଉଁ ପ୍ରକ୍ରିୟାରେ ଗୋଟିଏ ଗ୍ଲୁକୋଜ ଅଣୁରୁ ତିନି କାର୍ବନ ବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳ ସୃଷ୍ଟି ହୁଏ । ଉକ୍ତ ପ୍ରକ୍ରିୟାକୁ ଗ୍ଲାଇକୋଲିସିସ୍ କହନ୍ତି । ଏହା ସମସ୍ତ ପ୍ରକାର ଶ୍ୱସନର ପ୍ରଥମ ସୋପାନ ।
  • ଏହା ଜୀବକୋଷରେ କୋଷ ଜୀବକରେ ସମ୍ପାଦିତ ହୁଏ ।
  • ଏଥରୁ 2ଟି ATP ଉତ୍ପନ୍ନ ହୁଏ ।

4. ମଣିଷର ଶ୍ୱସନ କଣିକା କ’ଣ ? ଏହା କେଉଁଠାରେ ଥାଏ ? ଏହାର ଆବଶ୍ୟକତା କ’ଣ ?
ଉ-

  • ମଣିଷର ଶ୍ୱସନ କଣିକା ହେଉଛି ହିମୋଗ୍ଲୋବିନ୍ (Hb) । ଏହା ଲୋହିତ ରକ୍ତକଣିକାରେ ଥାଏ ।
  • ଏହାର ଅମ୍ଳଜାନ ପ୍ରତି ଅତ୍ମକ ଆକର୍ଷଣ ଥାଏ ଏବଂ ଏହା ଫୁସ୍‌ଫୁସ୍‌ରୁ ଅମ୍ଳଜାନ ବହନ କରିନେଇ କୋଷ ନିକଟରେ ପହଞ୍ଚାଏ ।

5. ଷ୍ଟୋମାଟାର କାର୍ଯ୍ୟ କ’ଣ ? ଏହାର କାର୍ଯ୍ୟକାରିତା କେଉଁ କାରକ ଉପରେ ନିର୍ଭର କରେ ?
ଊ-

  • ଉଦ୍ଭିଦର ଗ୍ୟାସର ବିନିମୟ ଓ ଜଳୀୟବାଷ୍ପର ନିର୍ଗମନ ଷ୍ଟେମାଟାଦ୍ୱାରା ହୋଇଥାଏ ।
  • ଷ୍ଟୋମାଟା ଖୋଲିବା ବା ବନ୍ଦ ହେବା ଆଲୋକ ଓ ତାପମାତ୍ରା ଉପରେ ନିର୍ଭର କରେ ।

6. ନିମ୍ନତର ଜଳଚର ପ୍ରାଣୀ କିପରି ଶ୍ଵାସକ୍ରିୟା
ଉ-

  • ଏକକୋଷୀ, ଛିଦ୍ରାଳ ଓ ହାଇଡ୍ରା ଜାତୀୟ ପ୍ରାଣୀଙ୍କର ଶ୍ଵାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ନଥାଏ ।
  • ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନ କୁ ସିଧାସଳଖ ବିସରଣ ପ୍ରକ୍ରିୟାରେ ଗ୍ରହଣ କରିଥାନ୍ତି ।

7.ଶ୍ଵାସନରେ ଉତ୍ପନ୍ନ ଶକ୍ତି ATPରେ କିପରି ବାନ୍ଧି ହୋଇଥାଏ ସମୀକରଣ ସାହାଯ୍ୟରେ ଦର୍ଶାଅ ।
ଉ-

  • ଜୀବକୋଷରେ ATP କୁ ଶକ୍ତି ମୁଦ୍ରା ଓ ମାଇଟୋକଣ୍ଡ୍ରିଆକୁ ଶକ୍ତିକେନ୍ଦ୍ର କୁହାଯାଏ ।
  • ଏଡୋନେସିନ୍ ଡାଇଫସ୍‌ଫେଟ୍ ସହ ଗୋଟିଏ ଫସ୍‌ଫେଟ୍ ଅଣୁ (Pi) ମିଶିଲେ ATP ଗଠିତ ହୁଏ ।
    BSE Odisha 10th Class Life Science Important Questions Chapter 2 ଶ୍ବସନ 13

BSE Odisha 10th Class Life Science Important Questions Chapter 2 ଶ୍ବସନ

8. ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଅଟେ । କାହିଁକି ?
ଉ-

  • ଶ୍ବସନ ପାଇଁ ଅମ୍ଳଜାନ ଆବଶ୍ୟକ । ଗ୍ଲା କୋଜ ଅଣୁ ଅମ୍ଳଜାନ ଉପସ୍ଥିତିରେ ଭାଙ୍ଗି ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହୁଏ ।
  • ଏହି ପ୍ରକ୍ରିୟାରୁ ଶକ୍ତି ମୋଚିତ ହୁଏ । ଏହି କାରଣରୁ ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଅଟେ ।

9. ଶ୍ଵାସନର ପ୍ରକାରଭେଦ ଦର୍ଶାଅ ।
ଊ-
ଯେଉଁ ପ୍ରଣାଳୀରେ ଖାଦ୍ୟରୁ ଶକ୍ତି ନିର୍ଗତ ହୁଏ, ତାହାକୁ ଶ୍ବସନ କୁହାଯାଏ । ଏହା 2 ପ୍ରକାରର ଯଥା-

  • ବାୟୁ ଉପଜୀବୀ ଶ୍ଵାସନ
  • ବାୟୁ ଅପଜୀବୀ ଶ୍ଵାସନ

ବାୟୁ ଅପଜୀବୀ ଶ୍ଵାସନ ଅମ୍ଳଜାନର ଅନୁପସ୍ଥିତିରେ ଅମ୍ଳଜାନର ଉପସ୍ଥିତିରେ ସମ୍ପାଦିତ ହୁଏ ।

10. ସୁରାସାର କିଣ୍ବନ କାହାକୁ କୁହାଯାଏ ?
ଭ-

  • ମୁକ୍ତ ଅମ୍ଳଜାନର ଅଭାବରେ ପାଇରୁଭେ ଇଥାନଲ୍ ବା ସୁରାସାର ଓ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ ।
  • ସାଧାରଣତଃ ଇଷ୍ଟ୍ ରେ ଏହି ପ୍ରକ୍ରିୟା ହୋଇଥାଏ । ଏହା ବାୟୁ ଅପଜୀବୀ ଶ୍ଵାସନ । ଏହାକୁ ସୁରାସାର କିଣ୍ବନ ମଧ୍ୟ କୁହାଯାଏ ।

Leave a Comment