BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Odisha State Board BSE Odisha 10th Class Odia Solutions ସାଧାରଣ ଅଶୁଦ୍ଧି Textbook Exercise Questions and Answers.

BSE Odisha Class 10 Odia Grammar ସାଧାରଣ ଅଶୁଦ୍ଧି

(A) ନିମ୍ନଲିଖିତ ବାକ୍ୟଗୁଡ଼ିକରେ ଥ‌ିବା ଅଶୁଦ୍ଧ ଶବ୍ଦଗୁଡ଼ିକୁ ଶୁଦ୍ଧ କରି ଲେଖ ।

Question 1.
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ବହୁତ ଲୋକମାନେ ଆସିଥିଲେ ।
Answer:

Question 2.
ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧବନିତାଗଣ ଯୋଗ ଦେଇଥିଲେ ।
Answer:
ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧବନିତା ଯୋଗ ଦେଇଥିଲେ ।

Question 3.
ମୁଁ ତୁମର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।
Answer:
ମୁଁ ତୁମର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।

Question 4.
ସବୁ କବିମାନେ ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ ।
Answer:
ସବୁ କବି ପ୍ରକୃତି ବର୍ଣ୍ଣନାରେ ସିଦ୍ଧହସ୍ତ ।

Question 5.
ଶିକ୍ଷୟିତ୍ରୀ ପ୍ରତ୍ୟେକ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଲେ ।
Answer:
ଶିକ୍ଷୟିତ୍ରୀ ପ୍ରତ୍ୟେକ ଛାତ୍ରକୁ ପ୍ରଶ୍ନ ପଚାରିଲେ ।

Question 6.
କୋଲକାତା ଭାରତର ବୃହତମ ନଗରୀ ।
Answer:
କୋଲକାତା ଭାରତର ବୃହତ୍ତମ ନଗରୀ ।

Question 7.
ପିଲାଟି ସଂକ୍ଷିପ୍ତରେ ଉତ୍ତର ଦେଲା ।
Answer:
ପିଲାଟି ସଂକ୍ଷେପରେ ଉତ୍ତର ଦେଲା ।

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 8.
ଅନନ୍ୟା ସାଷ୍ମାଷିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହେଲା ।
Answer:
ଅନନ୍ୟା ଷାକ୍ଲାସିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହେଲା ।

Question ୨.
ସର୍କସର ବାଘଗୁଡ଼ିକ ହୃଷ୍ଟପୃଷ୍ଠ ନୁହଁନ୍ତି ।
Answer:
ସର୍କସର ବାଘଗୁଡ଼ିକ ହୃଷ୍ଟପୃଷ୍ଠ ନୁହଁନ୍ତି ।

Question 10.
ସେ ସପରିବାର ସହିତ ଭୋଜି ଖାଇ ଯାଇଥିଲେ ।
Answer:
ସେ ସପରିବାର ଭୋଜି ଖାଇ ଯାଇଥିଲେ ।

Question 11.
ମୂଷା ଗଣେଷଙ୍କ ବାହାନ ଅଟେ ।
Answer:
ମୂଷା ଗଣେଶଙ୍କ ବାହନ ଅଟେ ।

Question 12.
ମାନଚିତ୍ର ପଠନଦ୍ୱାରା ଭୌଗଳିକ ଜ୍ଞାନ ବୃଦ୍ଧି ହୁଏ ।
Answer:
ମାନଚିତ୍ର ପଠନଦ୍ୱାରା ଭୌଗୋଳିକ ଜ୍ଞାନ ବୃଦ୍ଧି ହୁଏ ।

Question 13.
ଗିରିଶବାବୁ ଭୁବନେଶ୍ବରରୁ ଦୃତଗାମୀ ବସ୍‌ରେ କୋରାପୁଟ ଗଲେ ।
Answer:
ଗିରୀଶବାବୁ ଭୁବନେଶ୍ୱରରୁ ଦ୍ରୁତଗାମୀ ବସ୍‌ରେ କୋରାପୁଟ ଗଲେ ।

Question 14.
ରବିନ୍ଦ୍ର ଦୌଡ଼ ପ୍ରତିଯୋଗୀତାରେ ପ୍ରଥମ ହେଲା ।
Answer:
ରବୀନ୍ଦ୍ର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା ।

(B) ନିର୍ଦ୍ଦେଶାନୁସାରେ ଉତ୍ତର ଲେଖ ।

Question 1.
ରେଖାଙ୍କିତ ପଦର ଶୁଦ୍ଧ ରୂପ ଲେଖ ।
Answer:
ପ୍ରତ୍ୟେକ ଲୋକ

Question 2.
ଆଧ୍ୟାକ୍ୟତା – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଆଧ‌ିକ୍ୟ

Question 3.
ଏହାକୁ ଶୁଦ୍ଧ କରି ଲେଖେ କ’ଣ ହେବ ?
Answer:
ଜନତାର

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 4.
ବିଷଣ୍ଢ – ଶବ୍ଦଟିକୁ ଶୁଦ୍ଧ କରି ଲେଖୁଲେ କ’ଣ ହେବ ?
Answer:
ବିଷଣ୍ଣ

Question 5.
ଦୂରାବସ୍ତା ଶବ୍ଦର ଶୁଦ୍ଧରୂପ ଲେଖ ।
Answer:
ଦୁରବସ୍ଥା

Question 6.
ସୂର୍ଯ୍ୟପରାଗ – ଶବ୍ଦଟିକୁ ଶୁଦ୍ଧ କରି ଲେଖ ।
Answer:
ସୂର୍ଯ୍ୟୋପରାଗ

Question 7.
ଉଜ୍ୱଳମୟ – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଉଜ୍ଜ୍ବଳ,

Question 8.
ଅନୁସୂୟା – ଶବ୍ଦଟିର ଶୁଦ୍ଧରୂପ କ’ଣ ହେବ ?
Answer:
ଅନସୂୟା

Question 9.
ଅନୁବାଦିତ – ଶୁଦ୍ଧ କରି ଲେଖ ।
Answer:
ଅନୂଦିତ

Question 10.
ଗୋଲକବିହାରି – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଗୋଲୋକବିହାରୀ

Question 11.
ଯାତାୟତ – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଯାତାୟାତ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 12.
ଶିକ୍ଷୟତ୍ରୀ – ଶବ୍ଦଟିକୁ ଶୁଦ୍ଧ କରି ଲେଖ ।
Answer:
ଶିକ୍ଷୟିତ୍ରୀ

1. ଗୋଟିଏ ପିମ୍ପୁଡ଼ିଟିଏ :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଗୋଟିଏ ପିମ୍ପୁଡ଼ିଟିଏ ଗୋଟିଏ ଶିମୁଡି/ପିମ୍ପୁଡିଟିଏ
ପ୍ରତ୍ୟେକ ଲେ।କମାନେ ପ୍ରତ୍ୟେକ ଲୋକ/ଲୋକମାନେ
ସବୁଛାର୍ତ୍ରୀମାନେ ସରୁଛ।ତ୍ର / ଛାତ୍ରମାନେ
ସବୁ ବହିଗୁଡ଼ିକ ସରୁବବିହି / ବହିଗୁଡ଼ିକ
ଜନତାମାନଙ୍କର ଜନତାର

2. ଲିଙ୍ଗଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ସୁକେଶିନା ସୁକେଶା
ବୈଶ୍ୟା ବୈଶ୍ୟା

3. ବିଶେଷ୍ୟ ଓ ବିଶେଷଣଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆଧ୍ କ୍ୟତା ଆଧ୍ କ୍ୟ
ଉତ୍କର୍ଷତା ଉତ୍କର୍ଷ
ଐକତା ଐକ୍ୟ
କାର୍ପଣ୍ୟତା କାର୍ପଣ୍ୟ / କୃପଣତା
ପାଟବତା ପଟତା / ପାଟବ
ପୂଜ୍ୟାସ୍ ଦ ପୂଜାଷ୍ଠଦ
ସଂକ୍ଷିପ୍ତରେ ସଂକ୍ଷେପରେ
ସାବଧାନ ସବିତ ସାବଧାନତା ସହିତ
ସୌଜନ୍ୟତା ସୌଚ୍ଚନ୍ୟ – ସୁଜନତା

4. ‘ଣତ୍ୱ’ ବିଧ୍ଵଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
କୃକ୍ଷ୍ମ ବିଷ୍ଣୁ
ଅପରାହ୍ନ ଅପରାହ୍ନ
ପୂର୍ବାହ୍ନ ପୂର୍ବାହ୍ନ
କ୍ଷୁନ୍ନ କ୍ଷୁଣ୍ଣ
ବିଷୁ ବିଷୁ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

5. ତ୍ଵ’ ବିଧ୍ ଗତ ଅଶୁଦ୍ଧି

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆବିସ୍ନାର ଆବିଷ୍କାର
ପରସ୍ପର ପରସ୍ପର
ପୁରଷ୍କାର ପୁରସ୍କାର
ପରିପ୍ତାର ପରିଷ୍କାର
ବିସମ ବିଷମ
ବିଷର୍ଜନ ବିଷଣ୍ଣ
ସୁସମା ବିସର୍ଜନ

6. ସନ୍ଧିଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଉଜ୍ଵଳ ଉତ୍ବଳ
ଗଶେଷ ଗଶେଶ
ଗିରିଷ ଦିଗମ୍ବର
ଦିଗାମ୍ବର ବୁରବସ୍ଥା
ଦ୍ଵରାବସ୍ଥା ନିର୍ଚ୍ଚନ
ନାର୍ଚ୍ଚନ ପ୍ରତ୍ୟେକ
ପ୍ରତ୍ୟକ ପ୍ରତ୍ୟହ
ପ୍ରତ୍ୟେହ ଚାପଦେବା
ବାକୁଦେବା ମନୋଭାବ
ମନଭାବ ମାନେ।ରଞ୍ଜନ
ମନରଞ୍ଜନ ରେଜାଗୁଣ
ରଜଗୁଶ ସନ୍ନ୍ୟାସ
ସନ୍ୟାସ ସାଶ୍ଚାସିକ
ସାଶାଣିକ ସୂର୍ଯ୍ୟୋପରାଗ
ସୂର୍ଯ୍ୟପରାଗ ଶୁଦ୍ଧ ରୂପ

7. ସମାସଗତ ଅଶୁଦ୍ଧି

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଅହର୍ନଶି ଅହନିଶ
ଅଏହାରାତ୍ରି ଆହୋରାତ୍ର
ଦିବାରାତ୍ରି ଦିବାରାତ୍ର
ନିର୍ଦ୍ଧିନା ନିର୍ଦ୍ଧିନ
ନିର୍ଦ୍ଦୋଷା ନିର୍ଦ୍ଦୋଷ
ନିରପରାଧା ନିରପରାଧ
ନାରୋଗା ନାରୋଗ
ନାରୋଦ ନାରଦ
ଶଶାଭୂଷଣ ଶଶ୍ରିଭୂଷଣ

8. କୃଦନ୍ତ୍ରଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଅଧାନସ୍ଥ ଅଧାନ
ଅନୁଗୃହ ଅନୁଗ୍ରହ
ଉତ୍ୟକ୍ତ ଉତ୍ତ୍ୟକ୍ତ
ଗୃହିତ ଗୃହାତ
ସୃଜନ ସର୍ଜନ

9. ତଜ୍ଜିତଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆବଶ୍ୟକାୟ ଆବଶ୍ୟକ
ଆରକ୍ରିମ ଆରକ୍ତ/ରକ୍ତିମ
ଉତୃକମୟ ତତ୍ତୁଳ
ଏକତ୍ରିତ ଏକତ୍ର
ଦାଶରଥା ଦାଶରଥ୍
ପୌରହିତ୍ୟ ପୌରେ।ହିତ୍ୟ
ଭୌଗଳିକ ଭୌଗୋଳିକ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

10. ବନାନଗତ ଅଶୁଦ୍ଧି:

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି 6

Leave a Comment