BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା InText Questions

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା InText Questions

ଏବେ ତଳେ ଦିଆଯାଇଥିବା ପ୍ରଶ୍ନମାନଙ୍କର ଉତ୍ତର ଲେଖ ।
(କ) କାହା ପାଖରେ କେତେ ଟଙ୍କା ଅଛି କୁହ । ପ୍ରତ୍ୟେକଙ୍କ ପାଖରେ ଥ‌ିବା ଟଙ୍କାର ପରିମାଣକୁ କମା ବ୍ୟବହାର କରି ଲେଖ । ଯେପରି –1,00,000
ସମାଧାନ:
ମହେଶ – 1,00,000; ଶୁଖବିନ୍ଦର – 4,56,349; ସରିତା – 2,80,593; ରଙ୍କନାଥ – 3,50,000; ଜମିଲ୍ – 1,87,532 |

(ଖ) କାହାର ଜମାଖାତାରେ ସବୁଠାରୁ ଅଧ‌ିକ ଟଙ୍କା ଅଛି ?
ସମାଧାନ:
ଶୁଖବିନ୍ଦର

(ଗ) କାହାର ଜମାଖାତାରେ ସବୁଠାରୁ କମ୍ ଟଙ୍କା ଅଛି ?
ସମାଧାନ:
ମହେଶ

(ଘ) ପାଞ୍ଚ ଜଣ ବ୍ୟକ୍ତିଙ୍କ ପାଖରେ ଥ‌ିବା ଟଙ୍କା ପରିମାଣକୁ ଅଧ୍ଵରୁ କମ୍ କ୍ରମରେ ସଜାଇ ଲେଖ ।
ସମାଧାନ:
4,56,349 > 3,50,000 > 2,80,593 > 1,87,532 > 1,00,000

ନିଜେ କରି ଦେଖ :
ଛଅଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାରେ 1 ଯୋଗକଲେ ଯୋଗଫଳ କେତେ ହେଲା କହ । ପାଇଥିବା ସଂଖ୍ୟାଟି ସାତଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଉଛି କି?
ସମାଧାନ:
ଛଅଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା = 9,99,999
ଛଅଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାରେ l ଯୋଗକଲେ = 9,99,999 + 1 = 10,00,000 (ଦଶ ଲକ୍ଷ) 10,00,000 (ଦଶ ଲକ୍ଷ) ହେଉଛି ସାତ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ।
ତଳେ ଦିଆଯାଇଥ‌ିବା ଭଳି ତୁମ ଖାତାରେ ଲେଖ୍ ଖାଲି ସ୍ଥାନରେ ଉତ୍ତର ଲେଖ :
ଏକଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (9) + 1 = 10 (ଦୁଇଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ଦୁଇଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (99) + 1 = 100 (ତିନିଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ତିନିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (999) + 1 = 1000 (ତିନିଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ଚାରିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (9999) + 1 = 10000 (ପାଞ୍ଚଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ପାଞ୍ଚଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (99999)  + 1 =100000 (ଛଅଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ଛଅଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (999999) + 1 = 1000000 (ମାତଅଙ୍କ  ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
ସାତଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା (9999999) + 1 (10000000) (ଆଠଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା)
କମା ବ୍ୟବହାର କରି ଏକ କୋଟି (10000000) କୁ 1,00,00,000 ଭଳି ଲେଖାଯାଏ ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା InText Questions

କହିଲ ଦେଖ୍ :
1 ର ଡାହାଣ ପଟେ ସାତଟି ଶୂନ ଲେଖୁଲେ ଏକ କୋଟି ହେବ । l ର ଡାହାଣ ପଟେ ଆଠଟି ଶୂନ ଲେଖୁଲେ କେଉଁ ସଂଖ୍ୟା ହେବ ?
ସମାଧାନ:
100000000 (ଦଣକୋଟି)

⇒ ତୁମେ ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ଲେଖୁ ସେଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କର ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 
5,04,32,671 – 5 କୋଟି 4 ଲକ୍ଷ 32 ହଜାର 671
3,12,08,985 – 3 କୋଟି 12 ଲକ୍ଷ 8 ହଜାର 985
9,08,02,345 – 9 କୋଟି ୫ ଲକ୍ଷ 2 ହଜାର 345
1,22,67,512 – 1 କୋଟି 22 ଲକ୍ଷ 67 ହଜାର 512
7,24,53,428  – 7 କୋଟି 24 ଲକ୍ଷ 53 ହଜାର 428

(କ) ଶିକ୍ଷକଙ୍କ ସୂଚନା ଅନୁଯାୟୀ ତୁମେ ସଂଖ୍ୟାଗୁଡ଼ିକୁ ସଜାଅ। 
ସମାଧାନ:
532121, 532122, 532123; 421969, 421970, 421971
6355970, 6355971, 6355972; 799999, 800000, 800001
481715, 481716, 481717

(ଖ) ଶିକ୍ଷକ କେତୋଟି ସଂଖ୍ୟା ଲେଖିଥିଲେ?
ସମାଧାନ:
15 ଟି

(ଗ) ତୁମେ ସେହି ସଂଖ୍ୟାଗୁଡ଼ିକୁ କେତୋଟି ଧାଡ଼ିରେ ସଜାଡ଼ିଲ?
ସମାଧାନ:
5 ଟି

(ଘ) ତୁମେ ନିଶ୍ଚିତଭାବେ ଗୋଟିଏ ଧାଡ଼ିରେ 532121, 532122, 532123 ଲେଖୁବ । ଏହି ସଂଖ୍ୟା ତିନୋଟି ମଧ୍ୟରୁ ମଝିରେ ଥ‌ିବା ସଂଖ୍ୟାଟି କେତେ ? ତା’ର ପୂର୍ବବର୍ତୀ ଓ ପରବର୍ତୀ ସଂଖ୍ୟା କେତେ?
ସମାଧାନ:
ମଝିରେ ଥିବା ସଂଖ୍ୟାଟି ହେଲା – 532122 1
ଏହାର ପୂର୍ବବର୍ତୀ ସଂଖ୍ୟା 532121 ଓ ପରବର୍ତ୍ତୀ ସଂଖ୍ୟା = 532123

(ଙ) ତୁମେ ପ୍ରତ୍ୟେକ ଧାଡିରେ ଲେଖୁଥିବା ସଂଖ୍ୟାମାନଙ୍କର ମଧ୍ୟବର୍ତୀ ସଂଖ୍ୟାଟିକୁ ଚିହ୍ନାଅ। ସେହି ସଂଖ୍ୟାର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟାଦୁଇଟିକୁ ଲେଖ।
ଆମେ ଜାଣିଲେ –
ସମାଧାନ:
ଦ୍ବିତୀୟ ଧାଡ଼ିର ମଧ୍ୟବର୍ତ୍ତୀ ସଂଖ୍ୟା = 421970 
ଏହାର ପୂର୍ବବର୍ତ୍ତୀ ସଂଖ୍ୟା = 421969 ଓ ପରବର୍ତୀ ସଂଖ୍ୟା = 421971 
ତୃତୀୟ ଧାଡ଼ିର ମଧ୍ୟବର୍ତ୍ତୀ ସଂଖ୍ୟା = 6355971
ଏହାର ପୂର୍ବବର୍ତ୍ତୀ ସଂଖ୍ୟା = 6355970 ଓ ପରବର୍ତ୍ତୀ ସଂଖ୍ୟା = 6355972
ଚତୁର୍ଥ ଧାଡ଼ିର ମଧ୍ୟବର୍ତ୍ତୀ ସଂଖ୍ୟା = 800000
ଏହାର ପୂର୍ବବର୍ତ୍ତୀ ସଂଖ୍ୟା = 799999 ଓ ପରବର୍ତୀ ସଂଖ୍ୟା = 800001
ପଞ୍ଚମ ଧାଡ଼ିର ମଧ୍ୟବର୍ତ୍ତୀ ସଂଖ୍ୟା = 481716
ଏହାର ପୂର୍ବବର୍ତ୍ତୀ ସଂଖ୍ୟା = 481715 ଓ ପରବର୍ତୀ ସଂଖ୍ୟା = 481717

ନିଜେ କରି ଦେଖ :
1,23,456 1,23,460 ର ମଧ୍ୟବର୍ତୀ ସଂଖ୍ୟାଗୁଡ଼ିକ ହେଲେ 1,23,457, 1,23,458, 1,23,459

(କ) 98,76,539 ଓ 98,76,549 ର ମଧ୍ୟବର୍ତୀ ସଂଖ୍ୟାଗୁଡ଼ିକ ହେଲେ _____
ସମାଧାନ:
9876540, 9876541, 9876542, 9876543, 9876544, 9876545, 9876546, 9876547, 9876548

(ଖ) 46,89,432 ଓ 46,89,437 ର ମଧବର୍ତୀ ସଂଖ୍ୟାଗୁଡ଼ିକ ହେଲେ _____
ସମାଧାନ:
4689433, 4689434, 4689435, 4689436

(ଗ) 80,04,315 ଓ 80,04,320 ର ମଧ୍ୟବର୍ତ୍ତୀ ସଂଖ୍ୟାଗୁଡ଼ିକ ହେଲେ _____
ସମାଧାନ:
8004316, 8004317, 8004318, 8004319

(ଘ) 76,55,458 ଓ 76,55,463 ର ମଧ୍ୟବର୍ତ୍ତୀ ସଂଖ୍ୟାଗୁଡ଼ିକ ହେଲେ _____
ସମାଧାନ:
7655459, 7655460, 7655461, 7655462

(ଙ) 79,99,998 ଓ 80,00,003 ର ମଧ୍ୟବର୍ତୀ ସଂଖ୍ୟାଗୁଡ଼ିକ ହେଲେ _____
ସମାଧାନ:
7999999, 8000000, 8000001, 8000002

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା InText Questions

(ଚ) ସେହିପରି ପୂର୍ବରୁ ଦିଆଯାଇଥିବା ସଂଖ୍ୟାରୁ ଦୁଇ ଦୁଇଟି ସଂଖ୍ୟାନେଇ ତୁଳନା କର ଓ ସଂଖ୍ୟାଗୁଡ଼ିକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ ।
ସମାଧାନ:
79567, 59884, 77898 ମଧ୍ୟରେ ବଡ଼ ଓ ସାନ ନିର୍ଣ୍ଣୟ କରିବା ।
ପ୍ରଥମ ଦୁଇଟି ସଂଖ୍ୟା (79567, 59884) କୁ ତୁଳନା କରିବା । ଏଠାରେ ଉଭୟ ସଂଖ୍ୟା ପାଞ୍ଚଅଙ୍କ ବିଶିଷ୍ଟ । 
ପ୍ରଥମ ସଂଖ୍ୟାର ଅୟୁତ ସ୍ଥାନର ଅଙ୍କ ଓ ଦ୍ବିତୀୟ ସଂଖ୍ୟାର ଅୟୁତ ସ୍ଥାନର ଅଙ୍କକୁ ତୁଳନା କରିବା 7 > 5, ତେଣୁ 79567 > 59884 
ଏବେ 59884 ଓ 77898 କୁ ତୁଳନା କରିବା । ଏଠାରେ ଉଭୟ ସଂଖ୍ୟା ପ୍ରଥମ ସଂଖ୍ୟାର ବିଶିଷ୍ଟ । 
ପ୍ରଥମ ସଂଖ୍ୟାର ଅୟୁତ ସ୍ଥାନର ଅଙ୍କ ଓ ଦ୍ବିତୀୟ ସଂଖ୍ୟାର ଅୟୁତ ସ୍ଥାନର ଅଙ୍କକୁ ତୁଳନା କରିବା 5 < 7 ତେଣୁ 59884 < 77898
ଏବେ 79567 ଓ 77898 କୁ ତୁଳନା କରିବା । ଏଠାରେ ଉଭୟ ସଂଖ୍ୟା ପାଞ୍ଚଅଙ୍କ ବିଶିଷ୍ଟ ।
ପ୍ରଥମ ଓ ଦ୍ୱିତୀୟ ସଂଖ୍ୟାର ଅୟୁତ ସ୍ଥାନରେ ସମାନ ଅଙ୍କ ଅଛି । କିନ୍ତୁ ପ୍ରଥମ ସଂଖ୍ୟାର ହଜାର ସ୍ଥାନର ଅଙ୍କ ଓ ଦ୍ୱିତୀୟ ସଂଖ୍ୟାର ହଜାର ସ୍ଥାନର ଅଙ୍କକୁ ତୁଳନା କରିବା । 9 > 7, ତେଣୁ 79567 > 77898 
∴ ତିନୋଟି ସଂଖ୍ୟାକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖୁଲେ 79567 > 77898 > 59884 

ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଲେଖ –
(ଗ ) 2001 ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକସଂଖ୍ୟା ଚାରି କୋଟିରୁ କେତେ କମ୍ ? 
ସମାଧାନ:
2001 ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକସଂଖ୍ୟା = 3,68,04,660
ଓଡ଼ିଶାର ଲୋକସଂଖ୍ୟା ଚାରି କୋଟିରୁ 4,00,00,000 – 3,68,04,660 = 31,95,340 କମ୍ 

(ଘ) 2001 ମସିହା ଜନଗଣନା ଅନୁଯାୟୀ ଓଡ଼ିଶାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକଙ୍କ ମଧ୍ୟରୁ କେଉଁମାନଙ୍କର ସଂଖ୍ୟା ଅଧ୍ଵ ଓ କେତେ ଅଧିକ ?
ସମାଧାନ:
2001 ମସିହା ଜନଗଣନା ଅନୁଯାୟୀ, ଅନୁସୂଚିତ ଜାତି ଲୋକସଂଖ୍ୟା = 60,82,063 
ଅନୁସୂଚିତ ଜନଜାତି ଲୋକସଂଖ୍ୟା = 81,45,081
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକସଂଖ୍ୟା ମଧ୍ୟରେ ଅନ୍ତର
= 81,45,081 – 60,82,063 = 20,63,018
∴ 2001 ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ଅନୁସୂଚିତ ଜନଜାତି ଲୋକସଂଖ୍ୟା ଅନୁସୂଚିତ ଜାତି ଲୋକଙ୍କଠାରୁ 20,63,018 ଅଧିକ

Leave a Comment