Odisha State Board BSE Odisha Class 10 Sanskrit Grammar Book Solutions Chapter 3 ତଦ୍ଧିତ ପ୍ରକରଣ Textbook Exercise Questions and Answers.
BSE Odisha Class 10 Sanskrit Grammar Solutions Chapter 3 ତଦ୍ଧିତ ପ୍ରକରଣ
(୩) ଡଵିଡପକରଣ:
ମୂଳଶବ୍ଦ (ପ୍ରାତିପଦିକ) ରେ ଭାବ, ସନ୍ତାନ, ଭକୁର୍ଷ, ଅପକର୍ଷ, ସମୂହ ଓ ଅଛି ପ୍ରଭୃତି ଅର୍ଥରେ କେତେକ ପ୍ରତ୍ୟୟ ଯୋଗକରାଯାଇ ନୂତନ ଶବ୍ଦ ତିଆରି କରାଯାଏ। ଏହି ପ୍ରତ୍ୟୟ – ଗୁଡ଼ିକ ପ୍ରୟୋଗ ଦୃଷ୍ଟିରୁ ଭାଷାପାଇଁ, ବକ୍ତାପାଇଁ ତଥା ଅର୍ଥ ପ୍ରକାଶପାଇଁ ଅତି ହିତ କାରକ ହୋଇଥୁବାରୁ ତାହାକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ । ସାଧାରଣତଃ ଅଣ୍, ବିନ୍ – ଇନ୍, ତଳ୍, ମତୁପ୍, ବତୁପ୍, ଫକ୍, ଯଞ୍ଜ ଡ଼କ୍, ଠକ୍, ପ୍ରଭୃତି ତଵିତ ପ୍ରତ୍ୟୟ ଯେଉଁ ମୂଳ ଶବ୍ଦରେ ସଂଯୁକ ହୋଇ ନୂତନ ଶବ୍ଦ ଗଠିତ ହୋଇଥାନ୍ତି, ତାହାକୁ ତଦ୍ଧିତାନ୍ତ ଶବ୍ଦ କହନ୍ତି- ଉଦାହରଣ,
(i) ରାମଃ ଦାଶରଥୁଃ (ଦଶରଥସ୍ୟ ପୁତ୍ରଃ) ଇତି ପ୍ରସିଦ୍ଧଃ । (ଦଶରଥଙ୍କ ପୁତ୍ର)
(ii) ମନ୍ଦିରସ୍ଯ ସୌନ୍ଦର୍ଯ୍ୟମ୍ (ସୁନ୍ଦରସ୍ଯ ଭାବଃ) (ସୁନ୍ଦରର ଭାବ ମନୋମୁଗ୍ଧକର) ମନୋମୁଗ୍ଧକରମ୍ ।
(iii) ହିମାଳୟଃ ପର୍ବତେଷୁ ଉଚ୍ଚତମଃ (ଅତିଶୟେନ ଉଚ୍ଚଃ) – ହିମାଳୟ ପର୍ବତମାନଙ୍କ ମଧରେ ଅଧ୍କ ଉଚ୍ଚ,
(iv) ଗୁଣବାନ୍ (ଗୁଣଃ ଅସ୍ୟ ଅସ୍ତି ଇତି) ଗୁଣ ଏହାର ଅଛି, ଅୟଂଜନଃ ।
(v) ଏଷା ବାଳିକା ବୁଦ୍ଧିମତୀ (ବୁଵିଃ ଅସ୍ଯାଃ ଅସି ଇତି ) ବୁଦ୍ଧି ଏହାର ଅଛି ।
(vi) ଅବଦୂଲକଲାମଃ ଶ୍ରେଷ୍ଠଃ (ଅଧ୍କଃ ପ୍ରଶଂସ୍ୟଃ) ଭାରତୀୟଃ (ଭାରତେ ଜାତଃ ) ଭାରତରେ ଜାତ ।
(vii) ଏଷମଃ ପ୍ରବଳା ବନ୍ୟା (ବନାନାଂ ସମୂହଃ – ବନ (ଜଳ) ସମୂହ) ଅଭବତ୍ ।
ଉପରଲିଖୁତ ବାକ୍ୟରେ ରେଖାକ୍କିତ ପଦଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯିବ ଯେ ବିଶେଷ ଅର୍ଥରେ ମୂଳ ଶବ୍ଦରେ ବିଭିନ୍ନ ତଦ୍ଧିତପ୍ରତ୍ୟୟ ଯୋଗକରାଯାଇଛି । ଦାଶରଥ୍ଃ – (ଦଶରଥ + ଇଞ୍ୟ) ସୌନ୍ଦର୍ଯ୍ୟମ୍ – (ସୁନ୍ଦର † ଯ) ଉ୍ଚତମଃ (ଉଚ୍ଚ + ତମପ୍) ଗୁଣବାନ୍ (ଗୁଣ + ବତୁପ୍) ବୁଛିମତୀ (ବୁବି + ମତୂପ୍ + ଡୀପ୍) ଶ୍ରେଷଠଃ (ପ୍ରଶସ୍ଯ + ଇଷ୍ନ୍ ) ଭାରତୀୟଃ (ଭାରତ + ଭୟ) ବନ୍ୟା ( ବନ + ଯ + ଟାପ୍) ବନ ଏଠାରେ ଜଳ ବା ପାଣିକୁ ବୁଝାଉଛି ।
ଅପତ୍ୟାର୍ଥକ ପତ୍ଯୟା:
ସନ୍ତାନ, ଗୋତ୍ର, ଶିଷ୍ଯ, ଭକ୍ତ ଓ ସମ୍ବନ୍ଧୀୟ ପ୍ରଭୃତି ଅର୍ଥରେ ମୂଳଶଙ୍ଦ (ପାତିପଦିକ)ରେ “ଅଣ” (ଅତ) ଣ୍ଯ (ୟ) ଇଞ୍ (ଇ) ଅଞ୍ (ଅ) ଫଳ୍ (ଆୟନ୍ ) ଯଞ୍୍ (ୟ) ଢ଼କ୍ (ଏୟ) ଛ (ଭୟ) ଛଣ୍ (ଭୟ) ଓ ଘ (ଇୟ) ପ୍ରତ୍ୟୟ ଯୋଗକରାଯାଏ ।
ଅଣ୍ (ଥ)
(i) ଶିବସ୍ୟ ଅପତ୍ୟଂ ପୁମାନ୍ = ଶିବ + ଅଣ୍ = ଶୈବଃ – ଶିବଙ୍କ ସନ୍ତାନ ପୁଲିଙ୍କ
(ii) ବିଶ୍ବାମିତ୍ରସ୍ୟ ଅପତ୍ୟଂ ପୁମାନ୍ = ବିଶ୍ବାମିତ୍ର + ଅଣ୍ = ବୈଶ୍ବାମିତ୍ରଃ – ବିଶ୍ବାମିତ୍ରଙ୍କ ସନ୍ତାନ ଫୁଲିଙ୍ଗ
(iii) ଭଗୀରଥସ୍ୟ ଅପତ୍ୟ ସ୍ତ୍ରୀ = ଭଗୀରଥ + ଅଣ୍ + ଡୀପ୍ = ଭାଗୀରଥୀ – ଭାଗୀରଥୀଙ୍କ ସନ୍ତାନ ସ୍କୀଲିଙ୍ଗ।
ଅଞ୍ (ଥ)
(i) ଭରତସ୍ୟ ଅପତ୍ୟଂ ପୁମାନ୍ = ଭରତ + ଅଞ୍ = ଭାରତଃ – ଭରତ ସନ୍ତାନ ଫୁଳିଙ୍ଗ ।
(ii) କଶ୍ୟପସ୍ୟ ଅପତ୍ୟଂପୁମାନ୍ = କଶ୍ୟପ୍ + ଅଞ୍ଚ = କାଶ୍ଯପଃ – କଶ୍ୟପଙ୍କ ସନ୍ତାନ ପୁଂଲିଙ୍ଗ ।
(iii) ପୁତ୍ରସ୍ୟ ଅପତ୍ୟଂ ପୁମାନ୍ = ପୁତ୍ର + ଅଞ୍ = ପୌତ୍ରଃ – ପୁତ୍ରର ସନ୍ତାନ ଫୁଲିଙ୍ଗ ।
(iv) ପୁତ୍ରସ୍ୟ ଅପତ୍ୟଂ ସ୍ତ୍ରୀ = ପୁତ୍ର + ଅଞ୍ + ଡୀପ୍ = ପୌତ୍ରୀ – ପୁତ୍ରର ସନ୍ତାନ ସ୍ତ୍ରୀଲିଙ୍ଗ ।
(v) ଦୁହିତୁଃ ଅପତ୍ୟଂ ପୁମାନ୍ = ଦୁହିତୃ + ଅଞ୍ = ଦୌହିତ୍ରଃ – ଦୂହିତାର ସନ୍ତାନ ଫୁଲିଙ୍ଗ ।
(vi) ଦୁହିତୁଃ ଅପତ୍ୟଂ ସ୍ତ୍ରୀ = ଦୁହିତୃ + ଅଞ୍ + ଙୀପ୍ = ଦୌହିତ୍ରୀ – ଦୁହିତାର ସନ୍ତାନ ସ୍ତୀଲିଙ୍ଗ ।
(vii) ଗଣପତେଃ ଭକ୍ତଃ = ଗଣପତି + ଅଣ୍ = ଗାଣପତଃ – ଗଣପତିଙ୍କ ଭକ୍ତ (ଗଣପତି + ଯକ୍ = ଗାଣପତ୍ୟଃ ମଧେ ହୁଏ ।)
ଣ୍ଯ (ୟ)
(i) ଦିତେଃ ଅପତ୍ୟ ପୁମାନ୍ = ଦିତି + ଣ୍ଯ = ଦୈତ୍ୟଃ – ଦିତିଙ୍କ ସନ୍ତାନ ଫୁଂଲିଙ୍ଗ ।
(ii) ଅଦିତେଃ ଅପତ୍ୟଂ ପୁମାନ୍ = ଅଦିତି + ଣ୍ଯ = ଆଦିତ୍ୟଃ – ଅଦିତିଙ୍କ ସନ୍ତାନ ଫୁଲିଙ୍ଗ ।
ଇଞ୍ଦ (ଇ)
(i) ଶରଥସ୍ୟ ଅପତ୍ୟଂ ପୁମାନ୍ = ଦଶରଥ + ଇଞ୍ = ଦାଶରଥୁଃ – ଦଶରଥଙ୍କ ସନ୍ତାନ ଫୁଲିଙ୍ଗ ।
(ii) ସୁମିତ୍ରାୟାଃ ଅପତ୍ୟଂ ପୁମାନ୍ = ସୁମିତ୍ରା + ଇଞ୍୍ = ସୌମିତ୍ରଃ – ସୁମିତ୍ରାଙ୍କ ସନ୍ତାନ ଫୁଲିଙ୍ଗ ।
(iii) ବଲ୍ମୀକାତ୍ ସମ୍ଭବଃ = ବାଲ୍ମୀକ + ଇଞ୍୍ = ବାଲ୍ମୀକିଃ – ବଲ୍ମୀକରୁ ସମ୍ଭବ ।
ଫକ୍ (ଆୟନ)
(i) ନାରାଃ ଅୟନଂ ଯସ୍ୟ = (ନର + ଅଣ୍) ନାର + ଫକ୍ = ନାରାୟଣଃ (ନାର – ଜ୍ଞାନ ବା ଜଳ) ଜଳ/ ଜ୍ଞାନ ପଥ ।
(ii) ବଦରେଣ ସମ୍ମନ୍ଧିତଃ = (ବଦର + ଅଣ୍ ) ବାଦର + ଫକ୍ = ବାଦରାୟଣଃ – ବଦରଙ୍କ ସହ ସମ୍ନ୍ଧିତ ।
ଯଞ୍ଦ (ୟ)
(i) ପୂଲସ୍ତେଃ ଅପତ୍ୟଂ ପୁମାନ୍ – ପୁଲସ୍ତି + ଯଞ୍ଜ୍ = ପୌଲସ୍ତ୍ଯଃ – ପୁଲସ୍ତଙ୍କ ସନ୍ତାନ ଫୁଲିଙ୍ଗ ।
(ii) ଯଜ୍ଞବଳ୍ଳସ୍ୟ ଅପତ୍ୟଂ ପୁମାନ୍ – ଯାଜ୍ଞବଳ୍କ + ଯଞ୍ଚ୍ = ଯାଜ୍ଞବଳ୍ଲ୍ଯଃ – ଯଜ୍ଞବଳ୍କ୍ୟଙ୍କ ସନ୍ତାନ ଫୁଲିଙ୍କ ।
ଢକ୍ (ଏୟ)
(i) ବିନତାୟାଃ ଅପତ୍ୟଂ ପୂମାନ୍ = ବିନତା 4 ଢକ୍ = ବୈନତେୟଃ – ବିନତାଙ୍କ ଅପତ୍ୟ ଫୁଲିଙ୍ଗ ।
(ii) ଗଙ୍ଗାୟାଃ ଅପତ୍ୟଂ ପୁମାନ୍ = ଗଙ୍ଗା + ଢକ୍ = ଗାଙ୍ଗେୟଃ – ଗଙ୍ଗାଙ୍କ ଅପତ୍ୟ ପୁଂଲିଙ୍ଗ ।
(iii) ରାଧାୟାଃ ଅପତ୍ୟଂ ପୁମାନ୍ = ରାଧା + ଢକ୍ = ରାଧେୟଃ – ରାଧାଙ୍କ ସନ୍ତାନ ଫୁଂଲିଙ୍କ ।
ଛ (ଈୟ)
(i) ସ୍ଵସୁଃ ଅପତ୍ୟଂ ପୁମାନ୍ – ସ୍ଵସୃ + ଛ = ସ୍ଵସ୍ରୀୟଃ (ଭଣଜା) – ଭଉଣୀର ସନ୍ତାନ ଫୁଲିଙ୍ଗ ।
ଛଣ୍ (ଈୟ)
(i) ପିତୃଷ୍ଵସୁଃ ଅପତ୍ୟଂ ପୁମାନ୍ = ପିତୃଷ୍ବସୃ + ଛଣ୍ = ପୈତୃଷ୍ଵସ୍ତ୍ରୀୟଃ (ପିଉସୀ ପୁଅଭାଇ )
(ii) ଭ୍ରାତୁଃ ଅପତ୍ୟଂ ପୁମାନ୍ = ଭ୍ରାତୃ + ଛଣ୍ = ଭ୍ରତ୍ରୀୟଃ ( ଭାଇର ପୁଅ/ ପୁତୁରା)
ଘ (ଇୟ)
(i) କ୍ଷତ୍ରେ ( ରାଷ୍ଟ୍ରେ) ସାଧୁଃ = କ୍ଷତ୍ର + ଘ = କ୍ଷତ୍ରିୟଃ – କ୍ଷତ୍ରରେ ସାଧୁ ।
(ii) ରାଷ୍ଟ୍ରେ ଭବଃ = ରାଷ୍ଟ୍ର + ଘ = ରାଷ୍ଟ୍ରିୟଃ (ରାଜା, ରାଜଶାଳକ )
ସମୂହାଥକ ପତ୍ୟୟ:
ସମୁହଅର୍ଥରେ “ଅଣ୍” (ଅ) ବୁଞ୍ (ଅକ ) ତଳ୍ (ତା) ଅଞ୍ (ଅତ) ୟ ପ୍ରଭୃତି ପ୍ରତ୍ଯୟଗୁଡ଼ିକ ଯୋଗକରାଯାଏ ।
ଭିକ୍ଷାଣାଂ ସମୂହଃ = ଭିକ୍ଷା + ଅଣ୍ = ଭୈକ୍ଷମ୍ – ଭିକ୍ଷାର ସମୂହ ।
ମନୁଷ୍ୟାଣାଂ ସମୂହଃ = ମନୁଷ୍ଯ + ବୁଞ୍ = ମନୁଷ୍ଯକମ୍ – ମନୁଷ୍ୟମାନଙ୍କ ସମୂହ ।
ଗ୍ରାମାଣାଂ ସମୂହଃ = ଗ୍ରାମ + ତଳ୍ + ସ୍ତ୍ରୀ ଟାପ୍ = ଗ୍ରାମତା – ଗ୍ରାମଗୁଡ଼ିକର ସମୂହ ।
ଦେବାନାଂ ସମୂହଃ = ଦେବ + ତଳ୍ + ସା ଟାପ୍ = ଦେବତା – ଦେବତାମାନଙ୍କ ସମୂହ ।
ଜନାନାଂ ସମୂହଃ = ଜନ + ତଳ୍ + ଟାପ୍ = ଜନତା – ଲୋକଙ୍କ ସମୂହ।
ଶୁକାନାଂ ସମୂହଃ = ଶୁକ + ଅଞ୍ = ଶୌକମ୍ – ଶୁଆମାନଙ୍କ ସମୂହ।
ତୃଣାନାଂ ସମୂହଃ = ତୃଣ + ଯ + ଟାପ୍ = ତୃଣ୍ୟା – ଘାସମାନଙ୍କ ସମୂହ।
ବାତାନାଂ ସମୂହଃ = ବାତ + ଯ +¢ ଟାପ୍ = ବାତ୍ୟା – ବାତମାନଙ୍କ ସମୂହ।
ବନାନାଂ ସମୂହଃ = ବନ + ଯ + ଟାପ୍ = ବନ୍ଯା – ଜଳମାନଙ୍କ ସମୂହ।
ଜାଚ ଅର୍ଥକ ପ୍ରତ୍ୟୟ:
ମଥୁରାୟାଂ ଜାତଃ = ମଥୁରା + ଅଣ୍ = ମାଥୁରଃ – ମଥୁରାରେ ଜନୁ ।
ଉତ୍କଳେ ଜାତଃ = ଉତ୍କଳ + ଅଣ୍ = ଞକୁଳଃ – ଉକୁଳରେ ଜନ୍ୁ ।
ଉତ୍କଳେ ଜାତଃ = ଭତ୍ୁଳ + ଛ = ଉତ୍ୁଳୀୟଃ – ଉକୁଳରେ ଜାତ ।
ଗ୍ରାମେ ଜାତଃ = ଗ୍ରାମ + ଯ = ଗ୍ରାମ୍ୟଃ – ଗାଁରେ ଜାତ ।
ଦକ୍ଷିଣସ୍ୟାଂ ଜାତଃ = ଦକ୍ଷିଣ + ତ୍ୟକ୍ = ଦାକ୍ଷିଣାତ୍ୟଃ ।
ପ୍ରାଚି ଜାତଃ = ପ୍ରାଚ୍ + ଯତ୍ = ପ୍ରାଚ୍ୟଃ – ପୂର୍ବଦିଗରେ ଜାତ ।
ଅଜି ଅଥକ ପଚ୍ୟ୍ୟ:
“ତାହା ଏଠାରେ ଅଛି? ବା ଯାହାର ଅଛି? ଏହି ଅର୍ଥକୁ ବୁଝାଇବାପାଇଁ ମୂଳଶବ୍ଦ (ପ୍ରାତିପଦିକ) ରେ ମତୁପ୍ (ମତ୍, ବତ୍ ) ଇନି (ଇନ୍) ଠନ୍, (ଇକ ) ଓ “ଶ’ ପ୍ରଭୃତି ପ୍ରତ୍ୟୟ ଯୋଗହୁଏ ।
ମଡ଼ୂପ୍ (ମଚ୍), ବତ୍):
ଗାବଃ ଅସ୍ୟ ସନ୍ତି ବା ଅସ୍ମିନ୍ ସନ୍ତି = ଗୋ + ମତୁପ୍ = ଗୋମତ୍ (କ୍) – ଗାଭଗୁଡ଼ିକ ଏହାର ଅଛି ।
ଗୋମାନ୍ (ଫୁଲିଙ୍ଗ) ଗୋ + ମତୁପ୍ + ଡୀପ୍ = ଗୋମତୀ (ସୀ)
ମତିଃ ଅସ୍ୟ ଅସ୍ତି = ମତି + ମତୁପ୍ = ମତିମାନ୍ ¬ ମତି ଏହାର (ଫୁ) ଅଛି ।
ମତିଃ ଅସ୍ୟାଃ ଅସ୍ତି = ମତି + ମତୁପ୍ + ଡୀପ୍ = ମତିମତୀ – ମତି ଏହାର (ସ୍ପୀ) ଅଛି ।
ସେହିପରି-
ଶ୍ରୀ + ମତୁପ୍ = ଶ୍ରୀମତ୍ (କ୍) ଶ୍ରୀମାନ୍ (ଫୁ) ଶ୍ରୀମତୀ (ସ୍ତ) – ଶ୍ରୀ ସୌନ୍ଦର୍ଯ୍ୟ ଏହାର ଅଛି ।
ଅଂଶୁ + ମତୂପ୍ = ଅଂଶୁମତ୍ ( କ୍!), ଅଂଶୁମାନ୍ ( ଫୁ) ଅଂଶୁମତୀ (ସୀ)
ପିତୃ + ମତୂପ୍ = ପିତୃମାନ୍, ପିତୃମତୀ (ସୀ)
ବପୁସ୍ + ମତୁପ୍ = ବପୁଷ୍ମାନ୍, ବପୁଷୁତୀ, (ସୀ)
ଜ୍ୟୋତିସ୍ + ମତୁପ୍ = ଜ୍ୟୋତିଷ୍ନାନ୍, ଜ୍ୟୋତିଷ୍ଣତୀ (ସୀ)
ଆୟୁଃ ଅସ୍ୟ ଅସ୍ତି = ଆୟୁଷ୍ମାନ୍ – ଆୟୁ ଏହାର ଅଛି ।
ଆୟୁଃ ଅସ୍ୟାଃ ଅସ୍ତି = ଆୟୁଷ୍ମତୀ – ଆୟୁଷ ଏହାର ଅଛି ।
ଧୀଃ ଅସ୍ୟ ଅସ୍ତି = ଧୀମାନ୍, ସ୍ପୀ – ଧୀମତୀ (ବୁଦି ଏହାର ଅଛି । )
ହନୁଃ ଅସ୍ୟ ଅସ୍ତି/ ହନୂ ଅସ୍ୟ ସ୍ତଃ = ହନୁମାନ୍ – ହନୁ ହାଡ଼ ଏହାର ଅଛି ।
ପତିଃ ଅସ୍ୟାଃ ଅସ୍ତି = ପତି + ମତୁପ୍ (ବତ୍) + ଡୀପ୍ = ପତିବତ୍ୀ (ସଧବା)
ପତି + ମତୁପ୍ (ମତ୍) + ଡୀପ୍ = ପତିମତୀ (ଚାକରାଣୀ)
ନିମ୍ନଲିଖ୍ତ କେତେକ ସ୍ପ୍ରାନରେ ମତୁପ୍ ପ୍ରତ୍ୟୟର “ ବତ୍! ହୁଏ।
କିମ୍ + ମତୁପ୍ = କିଂବତ୍, (କୀ) କିଂବାନ୍, (ଫୁ) କିଂବତୀ (ସୀ)
ଶମ୍ + ମତୁପ୍ = ଶଂବତ୍ (କ୍;) ଶଂବାନ୍ ( ଫୁ) ଶଂବତୀ (ସ୍ବ)
ଲକ୍ଷ୍ମୀ + ମତୂପ୍ = ଲକ୍ଷ୍ମୀବତ୍ (କ୍) ଲକ୍ଷ୍ମୀବାନ୍ (ଫୁ) ଲକ୍ଷମୀବତୀ (ସୀ)
ଗୁଣ + ମତୁପ = ଗୁଣବତ୍, (କୀ) ଗୁଣବାନ୍ (ଫୁ) ଗୁଣବତୀ (ସଜ)
ଧନ + ମତୁପ୍ = ଧନବତ୍, (କୀ) ଧନବାନ୍ (ଫୁ) ଧନବତୀ (ସୀ)
ଜ୍ଞାନ + ମତୁପ୍ = ଜ୍ଞାନବତ୍, (କ୍) ଜ୍ଞାନବାନ୍ (ଫୁ) ଜ୍ଞାନବତୀ (ସୀ)
ରୂପ + ମତୁପ୍ = ରୂପବତ୍, (କୀ) ରୂପବାନ୍ (ଫୁ) ରୂପବତୀ (ସୀ)
ସରସ୍ + ମତୁପ୍ = ସରସତ, (କୀ) ସରସାନ୍ (ଫୁ) ସରସତୀ (ସୀ)
ପୟସ୍ + ମତୁପ୍ = ପୟସତ, (କ୍) ପୟସାନ୍ (ଫୁ) ପୟସତୀ (ସୀ)
ଯଶସ୍ + ମତୁପ୍ = ଯଶସତ୍, (କ୍) ଯଶସାନ୍ (ଫୁ) ଯଶସତୀ (ସୀ)
ବିଦ୍ୟା + ମତୁପ୍ = ବିଦ୍ୟାବତ୍, (କ୍) ବିଦ୍ଯାବାନ୍ (ଫୁ) ବିଦ୍ୟାବତୀ (ସୀ)
ମନେରଖ –
ବିଦ୍ୟା ଅସ୍ତି ଅସ୍ୟ ଇତି (ବିଦ୍ୟା ଏହାର (ଫୁ) ଅଛି) = ବିଦ୍ଯାବାନ୍ (ତଵିତ) (କିନ୍ତୁ ବିଦ୍ଯାଂ ବେଭି ଯଃ (ବିଦ୍ୟା ଯେ ଜାଣେ) – ବିଦ୍ + ଶତୃ = ବିଦୃତ୍ (ବିଦ୍ଵସ୍) ବିଦ୍ାନ୍ – ଏହା କୃଦନ୍ତ)
ମରୁତ୍ + ମତୁପ୍ = ମରୁତ୍ଵତ୍ (ମରୂତ୍ବାନ୍ – (ଫୁଲିଙ୍କ) ଇଃ)
ତଡ଼ିତ୍ + ମତୁପ୍ = ତଡ଼ିତ୍ଵତ୍ (ତଡ଼ିତ୍ଵାନ୍ – (ଫୁଲିଙ୍ଗ) ମେଘଃ)
ଇନି (ଇନ୍):
ଦଣ୍ଡଃ ଅସ୍ୟ ଅସ୍ତି = ଦଣ୍ତ + ଇନି = ଦଣ୍ଚିନ୍, (କୀ) – ଦଣ୍ି, ଫୁଲିଙ୍ଗ – ଦଣ୍ଡୀ ¬ ଦଣ୍ଡ ଏହାର (ଫୁ) ଅଛି ।
ଦଣ୍ଡଃ ଅସ୍ୟାଃ ଅସ୍ତି = ଦଣ୍ଡ + ଇନି + ଡୀପ୍ = ଦଣ୍ିିନୀ – ଦଣ୍ତ ଏହାର (ସ୍ତ) ଅଛି ।
ଛତ୍ରଃ ଅସ୍ୟ ଅସ୍ତି – ଛତ୍ର + ଇନି = ଛତ୍ରିନ୍, ଛତ୍ରୀ (ଫୁ) ଛତ୍ରିଣୀ (ସ୍ତୀ) – ଛତ୍ର ଏହାର (ଫୁ) ଅଛି ।
ସେହିପରି ଧନ + ଇନି = ଧନିନ୍, ଧନୀ (ଫୁ), ଧନିନୀ (ସୀ) – ଧନ ଏହାର ଅଛି ।
ଗୁଣ + ଇନି = ଗୁଣିନ୍, ଗୁଣୀ (ଫୁ) ଗୁଣିନୀ (ସୀ)
ଶିଖା ଅସ୍ୟ ଅସ୍ତି ଇତି = ଶିଖା + ଇନି = ଶିଖୀ (ମୟୂରଃ) (ପୁଂ) – ଶିଖା ଏହାର ଅଛି ବୋଲି ।
ମାଳା ଅସ୍ୟା ଅସ୍ତି = ମାଳା + ଇନି + ସ୍ତୀ = ମାଳିନୀ (ସତୀ) – ମାଳା ଏହାର (ସ୍ତର) ଅଛି ।
ମାୟା ଅସ୍ୟ ଅସ୍ତି = ମାୟା + ଇନି = ମାୟୀ ( ଫୁ) ମାୟିନୀ (ସୀ) – ମାୟା ଏହାର (ଫୁ) ଅଛି ।
ସଂଜ୍ଞା + ଇନି = ସଂଜ୍ଞିନ୍ – ସଂଜ୍ଞୀ (ଫୁ) ସଂଜ୍ିନୀ (ସୀ)
ସୁଖ + ଇନି = ସୁଖ୍ନ୍ – ସୁଖୀ (ଫୁ) ସୁଖ୍ନୀ (ସୀ)
ଦୁଃଖ + ଇନି = ଦୁଃଖ୍ନ୍ – ଦୁଃଖୀ (ଫୁ) ଦୁଃଖ୍ନୀ (ସୀ)
ପ୍ରଣୟ + ଇନି = ପ୍ରଣୟିନ୍ – ପ୍ରଣୟୀ (ଫୁଲିଙ୍କ), ପ୍ରଣୟିନୀ (ସ୍ତୀଲିଙ୍କ)
ବିନି (ବିନ୍):
ମେଧା + ବିନି = ମେଧାବିନ୍, ଫୁଲିଙ୍ଗ – ମେଧାବୀ – ସ୍ୀଲିଙ୍କ – ମେଧାବିନୀ
ମାୟା + ବିନି = ମାୟାବିନ୍, ଫୁଲିଙ୍ଗ – ମାୟାବୀ – ସ୍କରଲିଙ୍କ – ମାୟାବିନୀ
ତପସ୍ + ବିନି = ତପସିନ୍, ଫୁ – ତପସୀ, ସତୀ – ତପସିନୀ
ପୟସ୍ + ବିନି = ପୟସିନ୍, ଫୁ – ପୟସୀ, ସୀ – ପୟସିନୀ
(ପୟସୀ – ନଦ, ସାଗର, ମେଘ, କୂପ, ସରୋବର, ପୟସିନୀ – ନଦୀ, ଧେନୁ)
ମନସ୍ + ବିନି = ମନସିନ୍, ମନସୀ – ଫୁ, ମନସିନୀ – ସ୍କୀ
ଯଶସ୍ + ବିନି = ଯଶସିନ୍ , ଯଶସୀ – ଫୁ, ଯଶସିନୀ – ସ୍ସୀ
ବିଶେଷ ବିଧ୍ରେ ଇନି (ଇନ୍) ପ୍ରତ୍ୟୟ:
ହସ୍ତ + ଇନି = ହସ୍ତିନ୍ (ହସ୍ତୀ – ହାତୀ) ହସ୍ତଃ ଅସ୍ତି ଅସ୍ଯ – ହସ୍ତ ଅଛି ଏହାର ।
ତଥା – କର + ଇନି = କରିନ୍ (କରୀ – ହାତୀ) କରଃ ଅସି ଅସ୍ଯ – କର ଅଛି ଏହାର
ଦନ୍ତ + ଇନ୍ = ଦନ୍ତିନ୍ (ଦନ୍ତୀ – ହାତୀ) ଦନ୍ତ ସ୍ତଃ ଅସ୍ଯ – ଦାନ୍ତ ଦୁଇଟି ଏହାର ଅଛି ।
କେଶର + ଇନ୍ = କେଶରିନ୍ (କେଶରୀ – ସିଂହ) କେଶରଃ ଅସି ଅସ୍ୟ – କେଶର ଏହାର ଅଛି ।
ବି.ଦ୍ର. – ଫୁଲର କେଶାକାର ସୁକ୍ଷ୍ମାଂଶ, ଘୋଡ଼ା ଓ ସିଂହର କେଶର ବାଳ, ବଉଳ ଫୁଲ ଓ ଗଛ, ନାଗେଶ୍ବର, ପୁଲାଶଂ, ସୁନା, କୁସୁମ ଗୁଳ୍ପ, ପଦ୍ମବୀଜ, ଡିମ୍ର ହଳଦିଆ ଅଂଶ, ଜାଫ୍ରାନ୍ କେଶର ।
ମାତ୍ର – ହସ୍ତ + ମତୁପ୍ = ହସ୍ତବାନ୍ (ମନୁଷ୍ୟ ) ହସତଃ ଅସି ଅସ୍ୟ/ ହସ୍ତୋ ସଃ ଅସ୍ୟ ଇତ୍ୟାଦି । – ହସ ଅଛି ଏହାର । ହସ୍ତ ଦୂଇଟି ଅଛି ଏହାର ।
କର + ମତୁପ୍ = କରବାନ୍ (ମନୁଷ୍ଯ)
ଦନ୍ତ + ମତୁପ୍ = ଦନ୍ତବାନ୍ (ମନୁଷ୍ଯ)
ବର୍ଣ୍ଣଃ (ଧର୍ମାନୁଷ୍ଠାନମ୍ ) ଅସ୍ୟ ଅସ୍ତି ଇତି – ବର୍ଣ + ଇନି = ବର୍ଣ୍ରୀ (ବ୍ରହ୍ମଚାରୀ)
ବର୍ଣ୍ଣଃ (ରୂପମ୍) ଅସ୍ୟ ଅସ୍ତି = ବର୍ଣ + ଇନି = ବର୍ଣିନ୍ ।
ବର୍ଣ୍ଠୀ (ଫୁ) ବର୍ଣିନୀ ( ସୀ)
ଏବଂ ବର୍ଣ୍ଣ + ମତୁପ୍ = ବର୍ଣ୍ଵବତୀ ବର୍ଣ୍ବାନ୍, ବର୍ଣ୍ବତୀ
ପୁଷ୍କର + ଇନି = ପୁଷ୍କରିନ୍ – ସ୍ତ୍ର – ପୁଷ୍ରିଣୀ (ପୁଷ୍ର- ଆକାଶ, ଜଳ, ପଦ୍ମ, ପଦ୍କୋଷ, ପୁଷର ତୀର୍ଥ, ଏକପ୍ରକାର ଶେଯ, ଶର, ହାତୀ, ହୃଦ, ପୋଖରୀ, ସାରସ ପକ୍ଷୀ, ସର୍ପ)
ଏହିପରି, ପଦ୍ମିନୀ, ପଙ୍କଜିନୀ, କୁମୁଦିନୀ, ମୃଣାଳିନୀ, ତମାଳିନୀ, ତରଙ୍କିଣୀ, ତଟିନୀ ଓ ପ୍ରବାହିଣୀ ପ୍ରଭୃତି ତଵିତାନ୍ତ ପଦ ସିଦ୍ଧ ହୁଅନ୍ତି ।
ଯାଚକ (ମାଗିବା ବାଲା) ଅର୍ଥକୁ ବୁଝାଇଲେ ଅର୍ଥ” ଶବ୍ଦରୁ ଇନି ପ୍ରତ୍ୟୟ ହୁଏ ଯଥା-
ଅର୍ଥ + ଇନି = ଅର୍ଥ୍ନ୍ (ଅର୍ଥୀ – ଯାଚକଃ)
ଅନ୍ୟ ଅର୍ଥରେ ଅର୍ଥଃ (ଧନଂ ) ଅସ୍ତି ଅସ୍ଯ – ଅର୍ଥ + ଇନି = ଅର୍ଥୀ (ଫୁ) ଓ ଅର୍ଥ + ମତୁପ୍ = ଅର୍ଥବାନ୍ (ଧନୀ) ହୋଇଥାଏ ।
ଅସ୍ତି ଅଥରେ – ଠନ୍ (ଇକ) ପରତ୍ୟ୍ୟ:
ଦଣ୍ଡଃ ଅସ୍ୟ ଅସ୍ତି = ଦଣ୍ଡ + ଠନ୍ = ଦଣିିକଃ – ଦଣ୍ଡ ଅଛି ଏହାର ।
ଶ୍ରମଃ ଅସ୍ୟ ଅସ୍ତି = ଶ୍ରମ + ଠନ୍ = ଶ୍ରମିକଃ – ଶ୍ରମ ଅଛି ଏହାର ।
ଧନମ୍ ଅସ୍ୟ ଅସ୍ତି = ଧନ + ଠନ୍ = ଧନିକଃ – ଧନ ଅଛି ଏହାର ।
ମାୟା ଅସ୍ୟ ଅସ୍ତି = ମାୟା + ଠନ୍ = ମାୟିକଃ – ମାୟା ଅଛି ଏହାର ।
ବହୁ ବା ବାରମ୍ବାର ଅର୍ଥରେ ‘ଶ’ ପ୍ରତ୍ୟୟ:
ଲୋମ + ଶ = ଲୋମଶଃ ବହୁ + ଶ = ବହୁଶଃ କ୍ରମ + ଶ = କ୍ରମଶଃ
ଆବରଣ ଓ ଅଧୟନ ଅଧରେ ଠକ୍ (ରକ) ସଚଃୟା:
ଇତିହାସଂ ବେଭି = ଇତିହାସ + ଠକ୍ = ଏତିହାସିକଃ – ଯିଏ ଇତିହାସ ଜାଣେ । ସେହିପରି –
ଭୂଗୋଳ + ଠକ୍ = ଭୌଗୋଳିକଃ = ଯିଏ ଭୂଗୋଳ ଜାଣେ ।
ଗଣିତ + ଠକ୍ = ଗାଣିତିକଃ – ଯିଏ ଗଣିତ ଜାଣେ ।
ସାହିତ୍ୟ + ଠକ୍ = ସାହିତ୍ୟିକଃ – ଯିଏ ସାହିତ୍ୟ ଜାଣେ ।
ଧର୍ମଂ ଚରତି/ ବେଭି = ଧର୍ମ + ଠକ୍ = ଧାର୍ମିକଃ – ଯିଏ ଧର୍ମ ଆଚରଣ କରେ ।
ସମୟଅର୍ଥରେ ଠଞ୍ଜ (ଇକ) ପ୍ରତ୍ୟୟ ମାସେ ଭବଃ – ମାସ + ଠଞ୍ = ମାସିକଃ – ମାସକରେ ଉପ୍ନା, ବର୍ଷେ ଭବଃ – ବର୍ଷ + ଠଞ୍ = ବାର୍ଷିକଃ = ବର୍ଷକରେ ଉପ୍ନ୍ନ ।
ତୁଳନାର୍ଥକ ତରପ୍ (ତର) ଛୟସୁନ୍ (ଭୟସ୍) ପ୍ରତ୍ୟୟ:
ଦୁହିଁଙ୍କ ମଧ୍ଯରେ ତୁଳନା ଅର୍ଥରେ ଏହି ପ୍ରତ୍ୟୟ ବ୍ୟବହାର କରାଯାଏ ।
ଫୁଂଲିଙ୍ଗରେ – ଅୟମ୍ ଅନୟୋଃ ଅତିଶୟେନ ଗୁରୁଃ –
ଗୁରୁ – ତରପ୍ = ଗୁରୁତରଃ, ଗୁରୁ + ଭୟସୁନ୍ = ଗରୀୟାନ୍ ସେହିପରି ଲଘୁତରଃ, ଲଘୀୟାନ୍ ସ୍ତ୍ରୀଲିଙ୍ଗରେ – ଇୟମନୟୋଃ ଅତି ଶୟେନ ଗୁର୍ବୀ / ଗୁରୁଃ
ଗୁରୁ + ତରପ୍ + ଟାପ୍ = ଗୁରୁତରା, ଗୁରୁ + ଭୟସୁନ୍ + ସ୍ତ୍ରୀ ଡୀପ୍ = ଗରୀୟସୀ ସେହିପରି ଲଘୁତରା, ଲଘୀୟସୀ
କ୍ଲୀବଲିଙ୍ଗରେ – ଇଦମ୍ ଅନୟୋଃ ଅତିଶୟେନ ଗୁରୁ = ଗୁରୁ + ତରପ୍ = ଗୁରୁତରମ୍
ଗୁରୁ + ଭୟସୁନ୍ = ଗରୀୟଃ । ସେହିପରି – ଲଘୁତରମ୍, ଲଘୀୟଃ
ତୂଳନାର୍ଥକ ତମପ୍ ( ତମ) ଇଷ୍ଟନ୍ ( ଇଷ୍ଟ) ପ୍ରତ୍ୟୟ:
ଅନେକ ମଧ୍ଯରେ ଏକର ଉକ୍ୂର୍ଷ ବା ଅପକର୍ଷ ବୁଝାଇଲେ ତମପ୍ ( ତମ) ଓ ଇଷ୍ଟନ୍ ( ଇଷ୍ଠ) ପ୍ରତ୍ୟୟ ହୁଏ ।
ଫୁଲିଙ୍ଗରେ – ଅୟମ୍ ଏଷାମ୍ ଅତିଶୟେନ ଗୁରୁଃ = ଗୁରୁ + ତମପ୍ = ଗୁରୁତମଃ
ଗୁରୁ + ଇଷ୍ଟନ୍ = ଗରିଷ୍ଠଃ । ସ୍ତ୍ରୀଲିଙ୍ଗରେ – ଇୟମ୍ ଆସାମ୍ ଅତିଶୟେନ ଗୁର୍ବୀ/ ଗୁରୁଃ – ଗୁରୁ + ତମପ୍ + ଟାପ୍ = ଗୁରୁତମା, ଗୁରୁ + ଇଷ୍ଠନ୍ + ଟାପ୍ = ଗରିଷ୍ଠା କ୍ଳୀବଲିଙ୍ଗରେ – ଇଦମ୍ ଏଷୁ ଅତିଶୟେନ ଗୁରୁ = ଗୁରୁତମମ୍, ଗରିଷ୍ଠମ୍
କେତେକ ପ୍ରଚଳିତ ତରପ୍/ ଭୟସୂନ୍, | ତମପ୍ / ଇଷ୍ଠନ୍ ପ୍ରତ୍ୟାୟାନ୍ତ ଶବ୍ଦ |
ତରପ୍, ଭୟସୁନ୍ | ତମପ୍, ଇଷ୍ଠନ୍ |
ପ୍ରଶସ୍ୟ – ଫୁ, ପ୍ରଶସ୍ଯତରଃ ଶ୍ରେୟାନ୍, | ପ୍ରଶସ୍ୟତମଃ, ଶ୍ରେଷ୍ଠଃ |
ବୃଦ୍ଧ – ଫୁ, ବୃଦ୍ଧତରଃ, ଜ୍ୟାୟାନ୍ | ବୃଦ୍ଧତମଃ, ବର୍ଷିଷ୍ଠଃ, ଜ୍ୟେଷଃ |
ଯୁବା – ଫୁ, ଯୁବତରଃ, ଯବୀୟାନ୍ / କନୀୟାନ୍ | ଯୁବତମଃ, ଯବିଷ୍ଠଃ/ କନିଷ୍ଃ |
ପ୍ରିୟ – ଫୁ, ପ୍ରିୟତରଃ, ପ୍ରେୟାନ୍ | ପ୍ରିୟତମଃ, ପ୍ରେଷ୍ଠଃ |
ଅନ୍ୟାନ୍ୟ କେତେକ ପ୍ରତ୍ୟୟର ଉଦାହରଣ
ମାତୁଃଭ୍ରାତା = ମାତୃ + ଡୁଳଚ୍ (ଉଳ ) = ମାତୁଳଃ – ମାଆର ଭାଇ (ମାମୁ )
ପିତୁଃ ଭ୍ରାତା = ପିତୃ + ବ୍ୟତ୍ (ବ୍ୟ) ପିତୃବ୍ଯଃ – ପିତାଙ୍କ ଭାଇ ।
ପିତୁଃ ପିତା = ପିତୃ + ଡାମହଚ୍ (ଆମହ) = ପିତାମହଃ ପିତାଙ୍କ ପିତା ।
ମାତୁଃ ପିତା = ମାତୃ + ଡାମହଚ୍ (ଆମହ) = ମାତାମହଃ – ମାଆଙ୍କ ପିତା ।
ଜଡ଼ସ୍ୟ ଭାବଃ = ଜଡ଼ + ତ୍ଵ = ଜଡ଼ତ୍ଵମ୍, ଜଡ଼ + ତା = ଜଡ଼ତା – ଜଡ଼ର ଭାବ
କୁଶଳସ୍ୟ ଭାବଃ = କୁଶଳ + ତ୍ଵ = କୁଶଳତ୍ସମ୍, କୁଶଳ + ତା = କୁଶଳତା – କୁଶଳର ଭାବ
ନୀଳସ୍ୟ ଭାବଃ = ନୀଳ + ଇମନିଚ୍ = ନୀଳିମା (ଫୁଲିଙ୍କ) – ନୀଳ ଭାବ
ମହତଃ ଭାବଃ = ମହତ୍ + ଇମନିଚ୍ = ମହିମା (ଫୁଲିଙ୍କ) – ମହାନତାର ଭାବ
ଗୁରୋଃ ଭାବଃ = ଗୁରୁ + ଅଣ୍ = ଗୌରବମ୍ – ଗୁରୁର ଭାବ
ମୃଦୋଃ ଭାବଃ = ମୃଦୁ + ଅଣ୍ = ମାର୍ଦ୍ଦବମ୍ – ମୃଦୁ କୋମଳତାର) ଭାବ ।
ପଣ୍ଡିତସ୍ୟ ଭାବଃ = ପଣ୍ଡିତ + ଷ୍ଯଞ୍ = ପାଣ୍ଡିତ୍ୟମ୍ – ପଣ୍ଡିତର ଭାବ (ପଣ୍ଠିତ ପଣିଆ)
ସହିତସ୍ୟ ଭାବଃ = ସହିତ + ଷ୍ଯଞ୍ = ସାହିତ୍ଯମ୍ – ସହିତର ଭାବ
ଅଳସସ୍ୟ ଭାବଃ = ଅଳସ + ଷ୍ଯଞ୍ = ଆଳସ୍ଯମ୍ – ଅଳସର ଭାବ
ସର୍ବଜନେଭ୍ୟଃ ହିତମ୍ = ସର୍ବଜନ + ଠକ୍ = ସାର୍ବଜନୀନମ୍ – ସମସ୍ତଙ୍କ ପାଇଁ ହିତ ।
ଅଭ୍ୟାସ:
୧। ଏକପଦେନ ଅର୍ଥଂ ପ୍ରକାଶୟତ (ଏକ ପଦରେ ଅର୍ଥ ପ୍ରକାଶ କର।) ଇଦମନୟୋଃ ଅତିଶୟେନ ସ୍ତୁଳମ୍, ଅୟମେଷୁ ଅତିଶୟେନ ପ୍ରିୟଃ, ଭଗିନ୍ୟାଃ ଅପତ” ସ୍କ, ପର୍ବତସ୍ୟ ଅପତ୍ୟଂ ସ୍ତ୍ରୀ, ବହୂ ଅସ୍ତି ଅସ୍ୟ।
Answer:
ଇଦମନୟୋଃ ଅତିଶୟେନ ସୁଳମ – ସୁଳତରମ୍,
ଅୟମେଷୁ ଅତିଶୟେନ ପ୍ରିୟଃ – ପ୍ରିୟତମଃ
ଭଗିନ୍ୟାଃ ଅପତ୍ୟଂ ସ୍ତ୍ରୀ – ଭାଗିନେୟୀ
ପର୍ବତସ୍ୟ ଅପତ୍ୟ ସ୍ତ୍ରୀ – ପାର୍ବତୀ
ବହୁ ଅସ୍ତି ଅସ୍ୟ – ବହୁଶଃ
୨। ଅର୍ଥଭେଦଂ ଦର୍ଶୟତ – (ଅର୍ଥଭେଦ ଦେଖାଅ)
ଦୈତ୍ୟଃ – ଆଦିତ୍ୟଃ, ବନ୍ୟମ୍ – ବନ୍ଯା
Answer:
ଦୈତ୍ୟଃ – ଅସୁର, ବନ୍ୟମ୍ – ବନଜାତ ହାତୀ – ହାତୀ ଆଦିତ୍ୟଃ – ଦେବତା ବନ୍ୟା – ବନ( ଜଳ ) ସମୂହ ହସ୍ତବାନ୍ – ମନୁଷ୍ଯ ଶିଖୀ – ମୟୂର ଅର୍ଥୀ – ଯାଚକ ଶିଖାବାନ୍ – ଶିଖାଧାରୀ ଅର୍ଥବାନ୍ – ଧନୀ
୩। ତଦ୍ଧିତାନ୍ତପଦାନି ବ୍ୟବହୃତ୍ୟ ସଂସ୍କୃତଭାଷୟା ଅନୁବାଦଂ କୁରୁତ ।
୧. ଧନଥ୍ବା ଲୋକ ସୁଖୀଅଟେ ।
Answer:
ଅର୍ଥବାନ୍ ସୁଖୀ ଭବତି ।
୨. ଉକୁଳର ଲୋକେ ଧର୍ମ ପାଳନ କରନ୍ତି ।
Answer:
ଉତ୍କଳୀୟାଃ ଧାର୍ମିକାଃ ।
୩. ପଶ୍ଛୁଙ୍କ ପୁଅମାନେ ଯଦୁବଂଶୀଙ୍କର ବନ୍ଧୁଥ୍ଲେ ।
Answer:
ପାଣ୍ଡବାଃ ଯାଦବାନାଂ ବାନ୍ଧବାଃ ।
୪. ଗୁଣଥ୍ବା ଛାତ୍ର ସମସ୍ତଙ୍କର ପ୍ରିୟ ।
Answer:
ଗୁଣବାନ୍ ଛାତ୍ରଃ ସର୍ବେଷଂ ପ୍ରିୟଃ ।
୫. ମୋ ମାମୁ ତାଙ୍କ ବାପାଙ୍କ ଭାଇ ।
Answer:
ମମ ମାତୁଳଃ ତସ୍ୟ ପିତୃବ୍ୟଃ ।