BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

Odisha State Board BSE Odisha Class 10 Sanskrit Grammar Book Solutions Chapter 6 ସନନ୍ତ Textbook Exercise Questions and Answers.

BSE Odisha Class 10 Sanskrit Grammar Solutions Chapter 6 ସନନ୍ତ

(ଇଚ୍ଛାର୍ଥକ ଧାତୁ):
ଇଚ୍ଛାର୍ଥକ ଧାତୁ ଓ ତା’ର କର୍ମସ୍ପାନୀୟ ଧାତୁର କର୍ତା ଜଣେ ହୋଇଥୁଲେ କର୍ମସ୍ଫାନୀୟ ଧାତୁରୂ ଉତ୍ତର ଇଚ୍ଛା ଅର୍ଥରେ ବିକଳ୍ପରେ ସନ୍‌ (ସ) ପ୍ରତ୍ୟୟ ହୁଏ। ସନ୍‌ ଅନ୍ତରେ ଲାଗି ପଦ ଗଠିତ ହେଉଥୁବାରୂ ପଦକୁ ସନନ୍ତ ପଦ (ସନ୍‌ + ଅନ୍ତ = ସନନ୍ତ) କୁହାଯାଏ।

୧. ରାମଃ ପଠିତୁମ୍‌ ଇଚ୍ଛତି – ରାମଃ ପିପଠିଷତି ।
ରାମ ପଢ଼ିବାକୁ ଇଚ୍ଛା କରୁଛନ୍ତି ।
୨. ଲତା ଲବୁମ୍‌ ଇଚ୍ଛତି – ଲତା ଲିପ୍ସତେ ।
ଲତା ପାଇବାକୁ ଇଚ୍ଛାକରୁଛି ।

ପ୍ରଥମବାକ୍ୟରେ ‘ପଠିତୁମ୍‌ ଇଚ୍ଛତି’ ସ୍ଥାନରେ ବିକଳ୍ପରେ ‘ପିପଠିଷତି’ ହୋଇଛି । ଏଥ୍‌ରେ ‘ପଠିତୁମ୍‌’ ପଦ ପଠ୍‌ ଧାତୁରୁ ଏବଂ ‘ଇଚ୍ଛତି’ ପଦ ‘ଇଷ୍‌’ ଧାତୁରୁ ନିଷ୍ପନ୍ନ ହୋଇଛି । କର୍ମସ୍ଥାନୀୟ ‘ପଠିତୁମ୍‌’ ଏବଂ ‘ଇଚ୍ଛତି’ ଉଭୟର କରଉଁଁ ‘ରାମଃ’ ହୋଇଥୁବାରୁ ‘ପଠ୍‌’ ଧାତୁରୁ ‘ସନ୍‌’ ଲାଗି ‘ପିପଠିଷ’ ହେବାପରେ ଲଟ୍‌ ପ୍ରଥମପୁରୁଷ ଏକବଚନରେ ‘ପିପଠିଷତି’ ହୋଇଛି । (ପଠ୍‌ +ସନ୍‌ + ଶପ୍‌ + ତିପ୍‌) । ଦ୍ଵିତୀୟବାକ୍ଯରେ ‘ଲବ୍‌ଧୁମ୍‌ ଇଚ୍ଛତି’ ସ୍ାନରେ ବିକଳରେ ‘ଲିସ୍‌ତେ’ ହୋଇଅଛି । କର୍ମସ୍ୁାନୀୟ ‘ଲବ୍‌ଧୁମ୍‌’ ଏବଂ ଇଚ୍ଛତିଂ ପଦର କର୍ଭା ‘ଲତା’ ହୋଇଥ୍ବାରୁ ‘ଲଭ୍‌’ ଧାତୁରୁ ‘ସନ୍‌’ ପ୍ରତ୍ୟୟ ଲାଗି ଲିପ୍ସଂ ହେବାପରେ ‘ଲିପ୍ସତେ’ ପଦ (ଲଭ୍‌- ସନ୍‌ + ଶପ୍‌ + ତେ) ଗଠିତ ହୋଇଅଛି ।

ମନେରଖ: ‘ସନନ୍ତ’ ହେବାପୂର୍ବରୁ ଧାତୁ ଆତ୍ନନେପଦୀ ବା ପରସ୍ମୈପଦୀ ହୋଇଥାଏ, ସନନ୍ତଧାତୁ ମଧ ସେହି ଆତ୍ମନେ ପଦୀ ବା ପରସ୍ପୈପଦୀ ହୁଏ । କେବଳ ଧାତୁର ରୂପରେ ପରିବର୍ତନ ହୋଇଥାଏ । ଉଭୟପଦୀ ଧାତୁର ସନନ୍ତରୂପ ଉଭୟପଦୀ ହୋଇଥାଏ ।

କେତେକ ଧାତୁର ସନନ୍ତରେ ଲଟ୍‌ ପ୍ରଥମପୁରୁଷ ଏକବଚନରେ ରୂପ ନିମ୍ନରେ ଦିଆଗଲା। ଲକ୍ଷ୍ୟ କର-

BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

ଧାତୁ ସନନ୍ତରୂପ ଲଟ୍‌ ପ୍ରଥମ ପୁରୁଷ ଏକବଚନରେ ରୂପ ଅର୍ଥ
ପଠ୍‌ (ପଢ଼ିବା) ପିପଠିଷ ପିପଠିଷତି ପଢ଼ିବାକୁ ଇଚ୍ଛା କରୁଛି
ଗମ୍‌ (ଯିବା) ଜିଗମିଷ ଜିଗମିଷତି ଯିବାକୁ ଇଚ୍ଛା କରୁଛି
କୃ (କରିବା) ଚିକୀର୍ଷ ଚିକୀର୍ଷତି କରିବାକୁ ଇଚ୍ଛା କରୁଛି
ନୀ (ନେବା) ନିନୀଷ ନିନୀଷତି ନେବାକୁ ଇଚ୍ଛା କରୁଛି
ଭୂ (ହେବା) ବୁଭୂଷ ବୁଭୂଷତି ହେବାକୁ ଇଚ୍ଛା କରୁଛି
ଦା (ଦେବା) ଦିସ୍ଥ ଦିସ୍ପତି ଦେବାକୁ ଇଚ୍ଛା କରୁଛି
କ୍ରୀ (କିଣିବା) ଚିକ୍ରୀଷ ଚିକ୍ରୀଷତି କିଣିବାକୁ ଇଚ୍ଛା କରୁଛି
ଗ୍ରହ୍‌ (ଗ୍ରହଣ କରିବା) ଜିଘୃକ୍ଷ ଜିଘୃକ୍ଷତି ଗ୍ରହଣକରିବାକୁ ଇଚ୍ଛା କରୁଛି
ଧା (ଧାରଣ କରିବା) ଧ୍‌ତ୍ସ ଧ୍ତ୍ସତି ଧାରଣ କରିବାକୁ ଇଚ୍ଛା କରୁଛି
ନମ୍‌ (ନଇଁବା) ନିନଂସ ନିନଂସତି ନଇଁବାକୁ ଇଚ୍ଛା କରୁଛି
ଅଦ୍‌ (ଖାଇବା) ଜିଘସ୍ସ ଜିଘସ୍ପତି ଖାଇବାକୁ ଇଚ୍ଛା କରୁଛି
ଗୈ (ଗାନକରିବା) ଜିଗାସ ଜିଗାସତି ଗାଇବାକୁ ଇଚ୍ଛା କରୁଛି
ଆପ୍‌ (ପାଇବା) ଭପ୍‌ସ ଭପ୍‌ସତି ପାଇବାକୁ ଇଚ୍ଛା କରୁଛି
ଘା (ସୁଘିଂବା) ଜିଘ୍ରାସ ଜିଘ୍ରାସତି ସୁଘ୍ିଂବାକୁ ଇଚ୍ଛା କରୁଛି
ଦହ୍‌ (ଦହନକରିବା) ଦିଧକ୍ଷ ଦିଧକ୍ଷତି ଦହନ କରିବାକୁ ଇଚ୍ଛା କରୁଛି
ଚି (ତୋଳିବା) ଚ଼ିଚୀଷ ଚ଼ିଚୀଷତି ତୋଳିବାବାକୁ ଇଚ୍ଛା କରୁଛି
ରୂଦ୍‌ (କାନ୍ଦିବା) ରୁରୁଦିଷ ରୁରୁୂଦିଷତି କାନ୍ଦିବାକୁ ଇଚ୍ଛା କରୁଛି
ଭୀ (ଭୟକରିବା) ବିଭୀଷ ବିଭୀଷତି ଭୟ କରିବାକୁ ଇଚ୍ଛା କରୁଛି
ଛିଦ୍‌ (ଛିଣ୍ଡାଇବା) ଚିଛିତ୍ସ ଚିଛ୍ିସ୍ସତି ଛିଣ୍ଡାଇବାକୂ ଇଚ୍ଛା କରୁଛି
ତ୍ୟଜ୍‌ (ତ୍ୟାଗକରିବା) ତିତ୍ୟକ୍ଷ ତିତ୍ୟକ୍ଷତି ତ୍ୟାଗ କରିବାକୁ ଇଚ୍ଛା କରୁଛି
ମୃ (ମରିବା) ମୁମୂର୍ଷ ମୁମୂର୍ଷତି ମରିବାକୁ ଇଚ୍ଛା କରୁଛି
ବିଦ୍‌ (ଜାଣିବା) ବିବିଦିଷ ବିବିଦିଷତି ଜାଣିବାକୁ ଇଚ୍ଛା କରୁଛି
ଭିଦ୍‌ (ଭେଦକରିବା) ବିଭିତ୍ସ ବିଭିତ୍ସତି ଭେଦକରିବାକୁ ଇଚ୍ଛା କରୁଛି
ଭୁଜ୍‌ (ଭୋଗକରିବା) ବୁଭୁକ୍ଷ ଚୁଭୁକ୍ଷତି ଖାଇବାକୁ ଇଚ୍ଛା କରୁଛି
ଅସ୍‌ (ହେବା) ବୁଭୂଷ ବୁଭୂଷତି ହେବାକୁ ଇଚ୍ଛା କରୁଛି
ମୁଚ୍‌ (ମୁକୁଳାଇବା) ମୁମୁକ୍ଷ ମୁମୁକ୍ଷତି ମୋକ୍ଷ ପାଇବାକୁ ଇଚ୍ଛା କରୁଛି
ପା (ପିଇବା) ପିପାସ ପିପାସତି ପିଇବାକୁ ଇଚ୍ଛା କରୁଛି
ରୁହ୍‌ (ଆରୋହଣ କରିବା) ରୁରୁକ୍ଷ ରୁରୁକ୍ଷତି ଚଢ଼ିବାକୁ ଇଚ୍ଛା କରୁଛି
ଲିଖ୍‌ (ଲେଖ୍ବା) ଲିଲେଖୁଷ ଲିଲେଖ୍‌ଷତି ଲେଖ୍‌ବାକୁ ଇଚ୍ଛା କରୁଛି
ନଶ୍‌ (ନଷକରିବା) ନିନଙ୍କ୍ଷ ନିନଙ୍କ୍ଷତି ନଷ୍ଟ କରିବାକୁ ଇଚ୍ଛା କରୁଛି
ପ୍ରଛ୍‌ (ପଚାରିବା) ପିପୃଚ୍ଛିଷ ପିପୃଛିଷତି ପଚାରିବାକୁ ଇଚ୍ଛା କରୁଛି
ବ୍ରୁ,ବଚ୍‌ (କହିବା) ବିବକ୍ଷ ବିବକ୍ଷତି କହିବାକୁ ଇଚ୍ଛା କରୁଛି
ସ୍ଥା (ରହିବା) ତିଷ୍ଠାସ ତିଷ୍ଠାସତି ରହିବାକୁ ଇଚ୍ଛା କରୁଛି
ହନ୍‌ (ମାରିବା) ଜିଘାଂସ ଜିଘାଂସତି ମାରିବାକୁ ଇଚ୍ଛା କରୁଛି
ସୃଜ୍‌ (ସୃଷ୍ିକରିବା) ସିସୃକ୍ଷ ସିସୃକ୍ଷତି ସୃଷ୍ଟି କରିବାକୁ ଇଚ୍ଛା କରୁଛି
ସିଚ୍‌ (ପାଣିସିଞ୍ବା) ସିସିକ୍ଷ ସିସିକ୍ଷତି ଛିଞ୍ଚୁବାକୁ ଇଚ୍ଛା କରୁଛି
ହା (ତ୍ୟାଗକରିବା) ଜିହାସ ଜିହାସତି ତ୍ୟାଗ କରିବାକୁ ଇଚ୍ଛା କରୁଛି
ଖାଦ୍‌ (ଖାଇବା) ଚିଖାଦିଷ ଚିଖାଦିଷତି ଖାଇବାକୁ ଇଚ୍ଛା କରୁଛି
ଗଣ୍‌ (ଗଣିବା) ଜିଗଣୟିଷ ଜିଗଣୟିଷତି ଗଣିବାକୁ ଇଚ୍ଛା କରୁଛି
କ୍ଷିପ୍‌ (ଫିଙ୍ଗିବା) ଚିକ୍ଷିସ୍କ ଚିକ୍ଷିସ୍ପତି ଫିଙ୍ଗିବାକୁ ଇଚ୍ଛା କରୁଛି
ଚର୍‌ (ଚରିବା) ଚିଚରିକ୍ଷ ଚିଚରିଷତି ଚିରିବାକୁ ଇଚ୍ଛା କରୁଛି
ଜୀବ୍‌ (ବଞ୍ବା ) ଜିଜୀବିଷ ଜିଜୀବିଷତି ବଞ୍ଚୁବାକୁ ଇଚ୍ଛା କରୁଛି
ଜି (ଜୟକରିବା) ଜିଗୀଷ ଜିଗୀଷତି ଜୟ କରିବାକୁ ଇଚ୍ଛା କରୁଛି
ଜପ୍‌ (ଜପକରିବା) ଜିଜପିଷ ଜିଜପିଷତି ଜପକରିବାକୁ ଇଚ୍ଛା କରୁଛି
ଦନ୍ଶ (ଦଂଶନକରିବା) ଦିନକ୍ଷ ଦିଦକ୍ଷତି ଦଂଶନ କରିବାକୁ ଇଚ୍ଛା କରୁଛି
ନିନ୍ଦ୍‌ (ନିନ୍ଦାକରିବା) ନିନିନ୍ଦିଷ ନିନିନ୍ଦିଷତି ନିନ୍ଦା କରିବାକୁ ଇଚ୍ଛା କରୁଛି
ପଚ୍‌ (ରାନ୍ଧିବା) ପିପକ୍ଷ ପିପକ୍ଷତି ରାନ୍ଧିବାକୁ ଇଚ୍ଛା କରୁଛି
ଭ୍ରମ୍‌ (ବୁଲିବା) ବିଭ୍ରମିଷ ବିଭ୍ରମିଷତି ବୁଲିବାକୁ ଇଚ୍ଛା କରୁଛି
ଯା (ଯିବା) ଯିଯାସ ଯିଯାସତି ଯିବାକୁ ଇଚ୍ଛା କରୁଛି
ରକ୍ଷ୍‌ (ରକ୍ଷାକରିବା) ରିରକ୍ଷିଷ ରିରକ୍ଷିଷତି ରକ୍ଷା କରିବାକୁ ଇଚ୍ଛା କରୁଛି
ବସ୍‌ (ବାସକରିବା) ବିବସ୍ସ ବିବସତ୍ସତି ବାସ କରିବାକୁ ଇଚ୍ଛା କରୁଛି
ସପ୍‌ (ଶୋଇବା) ସୁଷୁପ୍‌ସ ସୁଷୁପ୍‌ସତି ଶୋଇବାକୁ ଇଚ୍ଛା କରୁଛି
ହୃଷ୍‌ (ଖୁସୀହେବା) ଜିହର୍ଷିଷ ଜିହର୍ଷିଷତି ଖୁସୀହେବାକୁ ଇଚ୍ଛା କରୁଛି
ଆତ୍ମନେପଦୀ-
ଲଭ୍‌.(ପାଇବା) ଲିପ୍‌ସ ଲିସ୍ସତେ ପାଇବାକୁ ଇଚ୍ଛା କରୁଛି
ଜନ୍‌ (ଜନୁକରିବା) ଜିଜନିଷ ଜିଜନିଷତେ ଜନ୍ମ କରିବାକୁ ଇଚ୍ଛା କରୁଛି
ରମ୍‌ (ରମଣକରିବା) ରିରଂସ ରିରଂସତେ ରମଣ କରିବାକୁ ଇଚ୍ଛା କରୁଛି
ରଭ୍‌ (ଆରମଆ୍ଭକରିବା) ରିପ୍‌ସ ରିପ୍‌ସତେ ଆରମ୍ଭ କରିବାକୁ ଇଚ୍ଛା କରୁଛି
ବୁଧ୍‌ (ବୁଝିବା) ବୁଭୁତ୍ସ ବୁଭୁତ୍ସତେ ବୁଝିବାକୁ ଇଚ୍ଛା କରୁଛି
ଶୀ (ଶୋଇବା) ଶିଶୟିଷ ଶିଶୟିଷତେ ଶୋଇବାକୁ ଇଚ୍ଛା କରୁଛି
ଅଧ-ଇ (ପଢ଼ିବା) ଅଧ୍‌ଜିଗାଂସ ଅଧୁଜିଗାଂସତେ ଅଧ୍ୟୟନ କରିବାକୁ ଇଚ୍ଛା କରୁଛି
ସେବ୍‌ (ସେବାକରିବା) ସିସେବିଷ ସିସେବିଷତେ ସୋବକରିବାକୁ ଇଚ୍ଛା କରୁଛି
ମୁଚ୍‌ (ମୁକ୍ତିକରିବା) ମୁମୁକ୍ଷ ମୁମୁକ୍ଷତେ ମୁକ୍ତି ପାଇବାକୁ ଇଚ୍ଛା କରୁଛି
ଭଷ୍‌ (ଇଚ୍ଛାକରିବା) ଇଚିକ୍ଷିଷ ଇଚିକ୍ଷିଷତେ ଇଚ୍ଛା କରିବାକୁ ଚାହୁଁଛି
ଡୀ (ଉଡ଼ିବା) ଡିଡ଼ୟିଷ ଡିଡ଼ୟିଷତେ ଉଡ଼ିବାକୁ ଚାହୁଁଛି
ତିଜ୍‌ (ତ୍ୟାଗକରିବା) ତିତିକ୍ଷ ତିତିକ୍ଷତେ ତ୍ୟାଗ କରିବାକୁ ଇଚ୍ଛା କରୁଛି
ତ୍ରୈ (ରୋଷକରିବା) ତିତ୍ରାସ ତିତ୍ରାସତେ ରୋଷ କରିବାକୁ ଇଚ୍ଛା କରୁଛି
ବଧ୍‌ (ମାରିବା) ବୀଭତ୍ସ ବୀଭତ୍ସତେ ମାରିବାକୁ ଚାହୁଁଛି
ମାନ୍‌ (ନ୍ୟାୟକରିବା) ମୀମାଂସ ମୀମାଂସତେ ନ୍ୟାୟ କରିବାକୁ ଚାହୁଁଛି
ଯୁଧ୍‌ (ଯୁଦ୍ଧକରିବା) ଯୁଯୁତ୍ସ ଯୁଯୁସତେ ଯୁଦ୍ଧ କରିବାକୁ ଚାହୁଁଛି

କେତେକ ସନନ୍ତ ଧାତୁର ପ୍ରୟୋଗକୁ ଲକ୍ଷ୍ୟ କର-
(i) ବାଳକଃ ବିଦ୍ୟାଳୟଂ ଜିଗମିଷତି। (ଗନ୍ତୁମ୍‌ ଇଚ୍ଛତି)
Answer:
ପିଲାଟି ସ୍କୁଲ ଯିବାକୁ ଇଚ୍ଛା କରୁଛି ।

(ii) ଶିଶୁଃ ମୋଦକଂ ଦୃଷ୍କା ବୁଭୂକ୍ଷତି। (ଭୋଲ୍ମୁମ୍‌ ଇଚ୍ଛତିଃ)
Answer:
ଶିଶୁ ମିଠେଇ ଦେଖ୍‌ ଖାଇବାକୁ ଇଚ୍ଛା କରୁଛି ।

(iii) ମୃଗଃ ଜଳଂ ପିପାସତି । (ପାତୁମ୍‌ ଇଛତି)
Answer:
ହରିଣ ପାଣି ପିଇବାକୁ ଚାହୁଁଛି ।

(iv) ତାପସଃ ବୈକୁଣ୍ଡେ ତିଷ୍ଠାସତି । (ସ୍ତାତୁମ୍‌ ଇଚ୍ଚତି)
Answer:
ତପସୀ ବୈକୁଣ୍ଠରେ ରହିବାକୁ ଇଚ୍ଛା କରୁଛି ।

(v) ବାଳିକା ଗୀତଂ ଜିଗାସତି । (ଗାତୁମ୍‌ ଇଚତି)
Answer:
ବାଳିକା ଖାଇବାକୁ ଇଚ୍ଛା କରୁଛି ।

(vi) ବ୍ୟାଧଃ ପଶୂନ୍‌ ଜିଘାଂସତି । (ହନ୍ତୁମ୍‌ ଇଛତି)
Answer:
ଶିକାରୀ ପଶୁମାନଙ୍କୁ ମାରିବାକୁ ଇଚ୍ଛା କରୁଛି ।

BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

(vii) ମାତା ଅନ୍ନ ପିପକ୍ଷତି । (ପକୁମ୍‌ ଇଛତି)
Answer:
ମାଆ ଖାଦ୍ୟ ରାନ୍ଧିବାକୁ ଇଚ୍ଛା କରୁଛି ।

(viii) ଶିଷ୍ଯଃ ଗୁରୁଂ ପିପୃଚ୍ିଷତି । (ପ୍ରଷୁମ୍‌ ଇତି)
Answer:
ଶିଷ୍ୟ ଗୁରୁଙ୍କୁ ପଚାରିବାକୁ ଇଚ୍ଛା କରୁଛି ।

(ix) କୃପଣଃ ଧନଂ ଲିସୁତେ । (ଲବ୍ଧୁମ୍‌ ଇଚ୍ତି)
Answer:
କୃପଣ ଧନ ପାଇବାକୁ ଇଚ୍ଛା କରୁଛି।

(x) ଅହଂ ସମ୍ପ୍ରତି ଶିଶୟିଷେ (ଶୟିତୁମ୍‌ ଇଚ୍ାମି)
Answer:
ମୁଁ ବର୍ଭମାନ ଶୋଇବାକୁ ଇଚ୍ଛା କରୁଛି ।

(x) ତ୍ବଂ ପିତରୌ ସିଷେବିଷସେ । (ସେବିତୁମ୍‌ ଇଛସି)
Answer:
ତୁମେ ବାପା ମାଆଙ୍କୁ ସେବା କରିବାକୁ ଚାହୁଁଛ ।

ମନେରଖ: କେତେକ ଧାତୁର ସନନ୍ତରେ ପରସ୍ମୈପଦୀସ୍ସ୍ାନରେ ଆତ୍ମନେପଦୀ ରୂପ ହୁଏ।
ଲକ୍ଷ୍ୟ କର- ଜ୍ଞାତୁମ୍‌ ଇଚ୍ଛତି = ଜିଜ୍ଞାସତେ । (ଜାଣିବାକୁ ଚାହୁଁଛି)
ବାଳକଃ କିଂ ଜିଜ୍ଞାସତେ ‘ପିଲାଟି କ’ଣ ଜାଣିବାକୁ ଚାହୁଁଛି ।
ସ୍ମର୍ତୁମ୍‌ ଇଚ୍ଛତି = ସୁସ୍ମୁର୍ଷତେ । (ସ୍ମରଣ କରିବାକୁ ଇଚ୍ଛା କରୁଛି)
କନ୍ୟା ମାତରଂ ସୁସ୍ୁର୍ଷତେ। ଝିଅଟି ମାଆଙ୍କୁ ସ୍ମରଣ କରିବାକୁ ଇଚ୍ଛା କରୁଛି ।
ଦ୍ରଷ୍ଟୁମ୍‌ ଇଚ୍ଛତି = ଦିଦୃକ୍ଷତେ । (ଦେଖବାକୁ ଇଚ୍ଛା କରୁଛି)
ପରିବ୍ରାଜକଃ ସମୁଦ୍ରଂ ଦିଦୃକ୍ଷତେ। ପରିବ୍ରାଜକ ସମୁଦ୍ର ଦେଖବାକୁ ଇଚ୍ଛା କରୁଛି ।
ଶ୍ରୋତୁମ୍‌ ଇଚ୍ଛତି = ଶୁଶ୍ରୁଷତେ । (ଶୁଣିବାକୁ ଇଚ୍ଛା କରୁଛି)
ବୃଦ୍ଧା ପୁରାଣଂ ଶୁଶ୍ରୁଷତେ । ବୂଢ଼ୀ ପୁରାଣ ଶୁଣିବାକୁ ଇଚ୍ଛା କରୁଛି ।

ଅନ୍ୟ କେତେକ ଧାତୁର ସାର୍ଥରେ ‘ସନ୍‌’ ପ୍ରତ୍ୟୟ ହୁଏ, ଇଚ୍ଛାର୍ଥରେ ନୁହେଁ।
ଲକ୍ଷ୍ୟ କର କିତ୍‌ + ସନ୍‌ + ଶପ୍‌ + ତିପ୍‌ = ଚିକିସତି (ଆରୋଗ୍ୟ କରୁଛି)
ବୈଦ୍ୟଃ ରୁଗ୍‌ଣଂ ଚିକିତ୍ସତି। ବୈଦ୍ୟ ରୋଗୀକୁ ଆରୋଗ୍ୟ କରୁଛି ।
ଗୁପ୍‌ + ସନ୍‌ + ଶପ୍‌ + ତେ = ଜୁଗୁସ୍ତେ । (ଘୃଣା କରୁଛି)
ରାମଃ ଶ୍ୟାମାତ୍‌ ଜୁଗୁପ୍‌ସତେ ।
ତିଜ୍‌ + ସନ୍‌ + ଶପ୍‌ + ତେ = ତିତିକ୍ଷତେ । (ସହ୍ଯ କରୁଛି)
ବାଳକଃ ମିତ୍ରଂ ନ ତିତିକ୍ଷତେ । ପିଲାଟି ବନ୍ଧୁଙ୍କୁ ସହ୍ୟ କରୁଛି ।
ବଧ୍‌ + ସନ୍‌ + ଶପ୍‌ + ତେ = ବୀଭସ୍ତେ । (ନିନ୍ଦା କରୁଛି)

କୃପଣଃ ଦାତାରଂ ବୀଭସ୍ସତେ । କୃପଣ ଦାତାଙ୍କୁ ନିନ୍ଦା କରୁଛି ।
ମାନ୍‌ + ସନ୍‌ + ଶପ୍‌ + ତେ = ମୀମାଂସତେ । (ନିଷଭି କରୁଛି)
ସଭାପତିଃ ଆବେଦନଂ ମୀମାଂସତେ । ସଭାପତି ଆବେଦନ ନିଷ୍ପତ୍ତି କରୁଛନ୍ତି।

ମନେରଖ: ସନନ୍ତ ଧାତୁ ସହିତ ଆ (ସ୍ତ୍ରୀ) ପ୍ରତ୍ୟୟ ଲାଗି ବିଶେଷ୍ୟପଦ ଗଠିତ ହୁଏ ।

ଯଥା- ପା + ସନ୍‌ + ଆ = ପିପାସା । (ପିଇବାର ଇଚ୍ଛା)
ଭୁଜ୍‌ + ସନ୍‌ + ଆ = ବୁଭୁକ୍ଷା। (ଖାଇବାର ଇଛା)
ଦୃଶ୍‌ + ସନ୍‌ + ଆ = ଦିଦୃକ୍ଷା। (ଦେଖ୍ବାର ଇଚ୍ଛା)
ଜ୍ଞା + ସନ୍‌ + ଆ = ଜିଜ୍ଞାସା ।(ଜାଣିବାର ଇଚ୍ଛା)
ଜି + ସନ୍‌ + ଆ = ଜିଗୀଷା । (ଜିଣିବାର ଇଚ୍ଛା)
ପଠ୍‌ + ସନ୍‌ + ଆ = ପିପଠିଷା । (ପଢ଼ିବାର ଇଛା)
ଲଭ୍‌ + ସନ୍‌ + ଆ = ଲିସ୍ସା ଇତ୍ୟାଦି । (ପାଇବାର ଇଛା)

ବାକ୍ୟରେ ପ୍ରୟୋଗକୁ ଲକ୍ଷ୍ୟ କର-
ମମ ପିପାସା ବର୍ଶତେ ।
ମୋର ପିଇବାର ଇଚ୍ଛା ବଢ଼ୁଛି ।
ଶିଶୋଃ ବୁଭୁକ୍ଷା ଅସ୍ତି ।
ଶିଶୁଟିର ଖାଇବାକୁ ଇଚ୍ଛା ଅଛି ।
ଶିଷ୍ୟସ୍ୟ ଜିଜ୍ଞାସାଂ ଗୁରୂଃ ଦୂରୟତି ।
ଶିଷ୍ୟର ଜାଣିବାର ଇଚ୍ଛାକୁ ଗୁରୁ ଦୂର କରୁଛନ୍ତି ।
ମମ କୋଣାର୍କମନ୍ଦିରସ୍ୟ ଦିଦୃକ୍ଷା ବର୍ତତେ ।
ମୋର କୋଣାର୍କମନ୍ଦିର ଦେଖ୍‌ବାର ଇଚ୍ଛା ଅଛି।
ଧନଲିସ୍ତ୍ରା କୁମାର୍ଗଂ ନୟତି । ଇତ୍ୟାଦି ।
ଧନଲାଭ କରିବାର ଇଚ୍ଛା କୁମାର୍ଗକୁ ନେଇଥାଏ ।

ମନେରଖ: ଆ” ପ୍ରତ୍ୟୟାନ୍ତ ସନନ୍ତପଦ “ଲତା” ଶବ୍ଦ ପରି ରୂପଗ୍ରହଣ କରିଥାଏ ।
ସନନ୍ତ ଧାତୁ ସହିତ “ ଉ” ପ୍ରତ୍ୟୟ ଲାଗି କର୍ତୂପଦ ଗଠିତ ହୁଏ। ଉଂ ପ୍ରତ୍ୟାୟାନ୍ତ ପଦର ଫୁଲିଙ୍ଗରେ ‹ ସାଧୁ’ ଶବ୍ଦ ପରି ରୂପ ହୋଇଥାଏ । କେତେକ “ଉଂ ପ୍ରତ୍ୟୟାନ୍ତ ପଦର ଉଦାହରଣ ନିମ୍ନରେ ପ୍ରଦ୍ଭ ହୋଇଛି, ଦେଖ-
ଲଭ୍‌ + ସନ୍‌ + ଉ = ଲିପ୍‌ସୁ । (ପାଇବାକୁ ଇଛୁ)
ଜ୍ଞା + ସନ୍‌ + ଉ = ଜିଜ୍ଞାସୁ । (ଜାଣିବାକୁ ଇଛୁ)
ଜୀବ୍‌ + ସନ୍‌ + ଉ = ଜିଜୀବିଷୁ । (ଜିଇବାକୁ ଇଛୁ)
ବଚ୍‌ + ସନ୍‌ + ଉ = ବିବକ୍ଷୁ । (କହିବାକୁ ଇଛୁ)
ଦା + ସନ୍‌ + ଉ = ଦିସୁ । (ଦେବାକୁ ଇଛୁ)
ମୃ + ସନ୍‌ + ଉ = ମୁମୂର୍ଷୁ । (ମରିବାକୁ ଇଛୁ)
ମୁଚ୍‌ + ସନ୍‌ + ଉ = ମୁମୁକ୍ଷୁ। ଇତ୍ୟାଦି (ମୁକିପାଇବାକୁ ଇଛୁ)

BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

ବାକ୍ୟରେ ପ୍ରୟୋଗକୁ ଲକ୍ଷ୍ୟ କର-
(i) ଧାର୍ମିକଃ ଭଶ୍ଵରଂ ଜିଜ୍ଞାସୁଃ ଭବତି ।
ଧାର୍ମିକ ଶଶ୍ବରଙ୍କୁ ଜାଣିବାକୁ ଇଚ୍ଛା କରୁଛି ।
(ii) ଦୁର୍ବୁତ୍ତାଃ ଧନଂ ଲିପ୍ତୁବଃ ଭବନ୍ତି ।
ଦୁର୍ବୃତ୍ତମାନେ ଧନଲିପ୍‌ସୁ ଅଟନ୍ତି ।
(iii) ତୃଂ କିଞ୍ଚତ୍‌ ବିବକ୍ଷୁଃ ଅସି ?
ତୁମେ କିଛି କହିବାକୁ ଚାହୁଁଛ ?
(iv) ସନ୍ନ୍ୟାସୀ ସଂସାରଂ ମୁମୁକ୍ଷୁଃ ଭବତି ।
ସନ୍ନ୍ୟାସୀ ସଂସାରରୁ ମୁକ୍ତି ଇଚ୍ଛା କରୁଛି ।
(v) ପିତା ବସ୍ତ୍ଂ ଚିକ୍ରୀଷୁଃ ଆସୀତ୍‌ ।
ବାପା ଲୁଗା କଣିବାକୁ ଇଚ୍ଛା କରୁଥୁଲେ ।

ପଠ୍‌ ଧାତୁର ସନନ୍ତରୂପ ବିଭିନ୍ନଲକାରରେ ନିମ୍ନ ପରି ହୋଇଥାଏ, ଲକ୍ଷ୍ୟକର- ପିପଠିଷତି, ପିପଠିଷେତ୍‌, ପିପଠିଷତୁ, ଅପିପଠିଷତ୍‌, ପିପଠିଷସ୍ଯତି । ଏହିପରି ଅନ୍ୟ ଧାତୁମାନଙ୍କର ସନନ୍ତରୂପ କରାଯାଏ । ଲଭ୍ଧାତୁର ସନନ୍ତରୂପ- ଲିସ୍ତେ, ଲିପ୍‌ସେତ, ଲିପ୍‌ସତାମ୍‌, ଅଲିସ୍ବତ, ଲିସ୍ଵିଷ୍ଯତେ । ଇତ୍ୟାଦି ।

ଅଭ୍ୟାସ:
୧ । ସଂସ୍କୃତଭାଷୟା ଅନୂବାଦଂ କୁରୂତ ।(ସଂସ୍କୃତଭାଷାରେ ଅନୁବାଦ କର)
(କ) ଛାତ୍ରମାନେ ସଂସ୍କୃତ ପଢ଼ିବାକୁ ଇଚ୍ଛା କରୁଛନ୍ତି ।
Answer:
ଛାତ୍ରାଃ ସଂସ୍କୃତଂ ପିପଠିଷନ୍ତି ।

(ଖ) ହରି ରହସ୍ୟ ଜାଣିବାକୁ ଇଚ୍ଛା କରୁଛି।
Answer:
ହରିଃ ରହସ୍ୟଂ ଜିଜ୍ଞାସତେ ।

(ଗ) ମୁଁ ଚିତ୍ର ଦେଖୁବାକୁ ଚାହୁଁଛି ।
Answer:
ଅହଂ ଚିତ୍ରଂ ଦିଦୃକ୍ଷୁଃ ।

(ଘ) ମାଆ ଦହି ଖାଇବାକୁ ଇଚ୍ଛା କରୁଛନ୍ତି।
Answer:
ମାତା ଦଧ୍‌ ବୁବୁକ୍ଷତେ ।

(ଙ) କେତେକ ଲୋକ ଘରେ ରହିବାକୁ ଇଚ୍ଛା କରନ୍ତି।
Answer:
କେଚିତ୍‌ ଜନାଃ ଗୃହେ ତିଷ୍ଠାସନ୍ତି ।

(ଚ) ଝିଅମାନେ ନାଚିବାକୁ ଇଚ୍ଛା କରୁଛନ୍ତି।
Answer:
ବାଳିକାଃ ନୃତ୍ୟ ଚିକୀର୍ଷନ୍ତି ।

(ଛ) ଗାୟକଦୁହେଁ ଶାସ୍ତ୍ରୀୟସଙ୍ଗୀତ ଗାଇବାକୁ ଇଚ୍ଛା କରିଥ୍ଲେ।
Answer:
ଗାୟକୌ ଶାସ୍ତ୍ରୀୟସଙ୍ଗୀତଂ ଜିଗାସତଃ ।

(ଜ) ପିଲାଟି ଘରକୁ ଯିବାକୁ ଇଚ୍ଛା କରିବ।
Answer:
ବାଳକଃ ଗୃହଂ ଜିଗମିଷତି ।

(ଝ) ନେତାମାନେ ଦରିଦ୍ରମାନଙ୍କୁ ଦେବାକୁ ଇଚ୍ଛା କରିବା ଉଚିତ ।
Answer:
ନେତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍େୟଃ ।

(ଞ) ତୁମ୍ଭେମାନେ ଗୁରୁଙ୍କ ଉପଦେଶ ଗ୍ରହଣ କରିବାକୁ ଇଚ୍ଛା କର।
Answer:
ଯୂୟଂ ଗୁରୋଃ ଉପଦେଶ ଜିଘୃକ୍ଷତ ।

(ଟ) ଲୋକମାନେ ଗାଁରେ ରହିବାକୁ ଇଚ୍ଛା କରିପାରନ୍ତି ।
Answer:
ଜନାଃ ଗ୍ରାମେ ତିଷ୍ଠାସୟେୟୁଃ ।

(ଠ) ଶିଶୁଦୂଇଟି ଶୋଇବାକୁ ଇଚ୍ଛା କରୁଛନ୍ତି।
Answer:
ଶିଶୂ ଶିଷୟିଷେତେ ।

(ଡ) ସାଧୁମାନେ ସଂସାର ତ୍ୟାଗ କରିବାକୁ ଇଚ୍ଛା କରୁଛନ୍ତି।
Answer:
ସାଧବଃ ସଂସାରଂ ତିତିକ୍ଷନ୍ତେ ।

(ଢ) ଆମେ ବହିଗୁଡ଼ିକୁ ନେବାକୁ ଇଚ୍ଛା କରୁଛୁ।
Answer:
ବୟଂ ପୁସ୍ତକାନି ନିନୀଷାମଃ ।

(ଣ) ତୁମେ ଚିଠିଟିଏ ଲେଖୁବାକୁ ଇଚ୍ଛା କରିଥୁଲ।
Answer:
ତ୍ବଂ ପତ୍ରଂ ଲିଲେଖ୍ଷଃ ।

BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

୨। ଏକପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର)
ପଲ୍ଲୁମ୍‌ ଇଚ୍ଛତି। ପାତୁମ୍‌ ଇଚ୍ଛସି। ଜ୍ଞାତୁମ୍‌ ଇଚ୍ଛାମଃ। ବଲ୍ଲୁମ୍‌ ଇଚ୍ଛେତ୍‌। ଦାତୁମ୍‌ ଇଚ୍ଛା। ଶ୍ରୋତୂମ୍‌ ଏଚ୍ଛତ୍‌ ।
ଦ୍ରଷ୍ମୁମ୍‌ ଇଚ୍ଛା। ଗ୍ରହୀତୁମ୍‌ ଇଚ୍ଛା। ନେ ତୁମ୍‌ ଇନ୍ଦୁ ।
Answer:
ପକ୍ତୁମ୍‌ ଇଚ୍ଛତି ପିପକ୍ଷତି
ବକ୍ତୁମ୍‌ ଇଚ୍ଛେତ୍‌ – ଦିବକ୍ଷେତ୍‌
ଦ୍ରଷ୍କୁମ୍‌ ଇଚ୍ଛା ଦିଦୃଷ୍ଟା
ଦାତୁମ୍‌ ଇଚ୍ଛା- ଦିସ୍ସା
ପାତୁମ୍‌ ଇଚ୍ଛସି – ପିପାସସି
ଗ୍ରହୀତୁମ୍‌ ଇଚ୍ଛା – ଜିଘୃକ୍ଷା
ଜ୍ଞାତୁମ୍‌ ଇଚ୍ଛାମଃ – ଜିଜ୍ଞାସାମହେ
ଶ୍ରୋତୁମ୍‌ ଏଚ୍ଛତ୍‌ – ଶୁଶ୍ରୁଷତ୍‌
ନେତୁମ୍‌ ଇଛ୍ଛୁ- ନିନୀସୃଃ

୩। ଅଧୋଲିଖୁତପଦାନି ବ୍ଯବହୂତ୍ଯ ସଂସ୍କୃତେନ ବାକ୍ଯାନି ରଚୟତ। (ଅଧୋଲିଖୁତପଦ ବ୍ଯବହାର କରି ସଂସ୍କୃତରେ ବାକ୍ଯ ରଚନା କର।)
ରୁରୁଦିଷତି, ଜିହସିଷନ୍ତି, ମୀମାଂସତେ, ଯୁଯୁତ୍ସତେ, ବିବକ୍ଷକ୍ତି, ଶୁଶ୍ରୂଷତାମ୍, ଅଯିଯାସତ୍, ପିପୃଚ୍ଛିଷତି।
Answer:
ରୁରୁଦିଷତି (କାନ୍ଦିବାକୁ ଚାହୁଛି) – ଶିଶୁଃ ରୁରୁଦିଷତି ।
ଜିହସିଷତି (ହସିବାକୁ ଇଚ୍ଛାକରୁଛି) – ବାଳକଃ ସଦା ଜିହସିଷତି ।
ମୀମାଂସତେ (ବିଚାର କରିବାକୁ ଚାହୁଁଛନ୍ତି) – ପ୍ରାଡ଼ବିବାକଃ ମୀମାଂସତେ ।
ଯୁଯୁତ୍ସତେ (ଯୁଦ୍ଧ କରିବାକୁ ଚାହୁଁଛି) – ପାକିସ୍ତାନଂ ଭାରତେନ ଯୁଯୁତ୍ସତେ ।
ବିବକ୍ଷନ୍ତି (କହିବାକୁ ଚାହୁଁଛନ୍ତି) – ବକ୍ତାରଃ ବିବକ୍ଷନ୍ତି ।
ଶୁଶ୍ରୁଷତାମ୍‌ (ଶୁଣିବାକୁ ଇଚ୍ଛାକରୁ) – ଶିଷ୍ୟଃ ପାଠଂ ଶୁଶ୍ରୁଷତାମ୍‌ ।
ଅଯିଯାସତ୍‌ (ଯିବାକୁ ଚାହୁଁଥ୍‌ଲା) – ଛାତ୍ରଃ ଗୃହମ୍‌ ଅଯିଯାସତ୍‌ ।
ପିପୃଛିଷତି(ପଚାରିବାକୁ ଚାହୁଁଛି) – ଛାତ୍ରଃ ଗୁରୁଂ ପିପୃଚ୍ଛିଷତି !

୪। ସଂଶୋଧନଂ କୁରୁତ। (ସଂଶୋଧନ କର।)
(କ) ବାଳକଃ ପିତରଂ ଦିଦୃକ୍ଷତି।
Answer:
ବାଳକଃ ପିତରଂ ଦିଦୃକ୍ଷତେ ।

(ଖ) ଛାତ୍ରଃ ପୁରସ୍କାରଂ ଲିପ୍ସତି ।
Answer:
ଛାତ୍ରଃ ପୁରସ୍କାରଂ ଲିପ୍‌ସତେ ।

(ଗ) ରମା ପୂଷ୍ପାଣି ଜିଘ୍ରାସତେ ।
Answer:
ରମା ପୁଷ୍ପାଣି ଜିଘ୍ରାସତି ।

(ଘ) ମାତୁଳଃ ବିଦେଶଂ ଯିଯାସତେ ।
Answer:
ମାତୁଳଃ ବିଦେଶଂ ଯିଯାସତି ।

(ଡ) ଯନ୍ତ୍ରୀ ମନ୍ଦିରଂ ମିସ୍ସତେ ।
Answer:
ଯନ୍ତ୍ରୀ ମନ୍ଦିରଂ ମିସ୍ପତି ।

(ଚ) ତସ୍କରଃ ଧନଂ ଜିହୀର୍ଷତେ ।
Answer:
ତସ୍କାରଃ ଧନଂ ଜିହୀର୍ଷତି ।

(ଛ) ଦାତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍ଥତି ।
Answer:
ଦାତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍ତନ୍ତି ।

(ଜ) ବୃଦ୍ଧାଃ ବିଦ୍ୟାଳୟେ ପିପଠିଷତଃ ।
Answer:
ବୃଦ୍ଧା ବିଦ୍ୟାଳୟେ ପିପଠିଷନ୍ତି ।

(ଝ) ଅହଂ ବସ୍ତ୍ଂ ଚିତ୍ୟକ୍ଷସି ।
Answer:
ଅହଂ ବସ୍ତ୍ରଂ ତିତ୍ୟକ୍ଷାମି ।

(ଞ) ତ୍ବଂ କିଂ ଚିକ୍ରୀଷତି।
Answer:
ତ୍ଵଂ କିଂ ଚିକ୍ରୀଷସି ।

(ଟ) ଅଗ୍ନିଃ ଗୃହଂ ଦିଧକ୍ଷତେ।
Answer:
ଅଗ୍ନିଃ ଗୃହଂ ଦିଧକ୍ଷତେ ।

୫। ସ୍ତମ୍ଭମେଳନଂ କୂରୁତ। (ସ୍ତମ୍ଭ ମେଳନ କର।)

‘କ’ ସ୍ତମ୍ଭଃ ‘ଖ’ ସ୍ତମ୍ଭଃ
କର୍ତୁମ୍‌ ଇଚ୍ଛତି ରପ୍‌ସସି
ଦାତୂମ୍ ‌ ଇଚ୍ଛନ୍ତି ଶୁଶ୍ରୁଷଃ
ନେତୁମ୍‌ ଇଚ୍ଛେତ୍‌ ଅଧୂଜିଗାଂସନ୍ତାମ୍‌
ଜୀବିତୂମ୍‌ ଇଚ୍ଛତୂ ଚିକୀର୍ଷତି
ଜ୍ଞାତୁମ୍‌ ଏଚ୍ଛତ୍‌ ବିବକ୍ଷା
ପାତୁମ୍‌ ଇଚ୍ଛାମଃ ଦିତ୍‌ସନ୍ତ
ବଲ୍ମ୍‌ ଇଚ୍ଛା ନିନୀଷେତ୍
ଶ୍ରୋତୁମ୍‌ ଇଚ୍ଛୁଃ ତିଷ୍ଠାସା
ସ୍ତ୍ରାତୁମ୍‌ ଇଚ୍ଛା ପିପାସାମଃ
ଆପ୍‌ତୁମ୍‌ ଇଚ୍ଛସି ଜିଜୀବିଷତୂ
ଅଧ୍ୟେ ତୁମ୍‌ ଇଚ୍ଛନ୍ତୁ ଅଜିଜ୍ଞାସତ୍‌

Answer:

‘କ’ ସ୍ତମ୍ଭଃ ‘ଖ’ ସ୍ତମ୍ଭଃ
କର୍ଭୁମ୍‌ ଇଚ୍ଛତି ଚିକୀର୍ଷତି
ଦାତୁମ୍‌ ଇଚ୍ଛନ୍ତି ଦିତ୍‌ସନ୍ତି
ନେତୁମ୍‌ ଇଚ୍ଛେତ୍‌ ନିନୀଷେତ୍‌
ଜୀବିତୁମ୍‌ ଇଚ୍ଛତୁ ଜିଜୀବିଷତୁ
ଜ୍ଞାତୁମ୍‌ ଏଚ୍ଛତ୍‌ ଅଜିଜ୍ଞାସତ୍‌
ପାତୁମ୍‌ ଇଚ୍ଛାମଃ ପିପାସାମଃ
‌ ବକ୍ଭୁମ୍‌ ଇଚ୍ଛା ବିବକ୍ଷା
ଶ୍ରୋତୁମ୍‌ ଇଚ୍ଛୁଃ ଶୁଶ୍ରୁଷୁଃ
ସ୍ତ୍ରାତୁମ୍‌ ଇଚ୍ଛା ତିଷ୍ଠାସା
ଆପ୍‌ତୁମ୍‌ ଇଚ୍ଛସି ଭପ୍‌ସସି
ଅଧ୍ୟେତୁମ୍‌ ଇଚ୍ଛନ୍ତୁ ଅଧୁଜିଗାଂସନ୍ତାମ୍‌

୬। ସନନ୍ତରୂପାଣି ଲିଖତ। ( ସନନ୍ତରୂପଗୁଡ଼ିକୁ ଲେଖ।)
ବଦ୍‌- ଲଟ୍ଲକାର ପ୍ରଥମପୁରୁଷ ବହୁବଚନେ ।
Answer:
ବିବକ୍ଷନ୍ତି

ଲିଖ୍‌- ଲଙ୍ଲକାର ମଧ୍ୟଯମପୁରୁଷ ଦ୍ବିବଚନେ ।
Answer:
ଲିଲେଖୁଷତ୍‌

BSE Odisha 10th Class Sanskrit Grammar Solutions Chapter 6 ସନନ୍ତ

ମୃ- ବିଧୂଲିଙ୍ ଲକାର ଭତ୍ତମପୂରୂଷ – ଏକବଚନ ।
Answer:
ମୁର୍ମୁଷେୟମ୍‌

ଡ଼ୀ – ଲଟ୍‌ଲକାର ପ୍ରଥମପୁରୁଷ – ଏକବଚନ ।
Answer:
ଡିଡୟିଷତେ

ଦନ୍‌ଶ୍‌ – ଲୋଟ୍‌ ଲକାର ଭତମପୁରୁଷ ବହୁବଚନେ ।
Answer:
ଦିଦକ୍ଷତ

ପ୍ରଚ୍ଛ କ – ଲଙ୍‌ ଲକାର ପ୍ରଥମପୁରୁଷ ବହୁବଚନେ ।
Answer:
ପିପୃଚ୍ଛିଷନ୍‌

ପଠ୍‌ – ବିଧୂଲିଙ୍ ଲକାର ପ୍ରଥମପୁରୁଷ ଦ୍ବିବଚନେ।
Answer:
ପିପଠିଷେତାମ୍‌

୭। ମୂଳଧାତୂଂ ନିରୂପୟତ । (ମୂଳଧାତୁ ନିରୂପଣ କର।)
ଲିସ୍ପନ୍ତେ, ବିବସ୍ସତି, ଶୁଶୁୁଷନ୍ତେ, ଯିଯାସେତ୍‌, ଦିଧାବିଷତି, ନିନୀଷତଚୂ, ବୁଭୁକ୍ଷନ୍ତି, ତିତିକ୍ଷତେ।
Answer:
ଲିସ୍ଵନ୍ତେ – ଲଭ୍‌, ବିବସସତି = ବଦ୍‌, ଶୁଶୁଷନ୍ତେ- ଶୁ, ଯିଯାସେତ୍‌ – ଯା, ଦିଧାବିଷତି-ଧା, ନିନୀଷତୁ =ନୀ, ବୁଭୁକ୍ଷନ୍ତି – ଭୁଜ୍‌, ତିତିକ୍ଷତେ ତିଜ୍‌ ।

Leave a Comment