Odisha State Board BSE Odisha Class 10 Sanskrit Grammar Book Solutions Chapter 6 ସନନ୍ତ Textbook Exercise Questions and Answers.
BSE Odisha Class 10 Sanskrit Grammar Solutions Chapter 6 ସନନ୍ତ
(ଇଚ୍ଛାର୍ଥକ ଧାତୁ):
ଇଚ୍ଛାର୍ଥକ ଧାତୁ ଓ ତା’ର କର୍ମସ୍ପାନୀୟ ଧାତୁର କର୍ତା ଜଣେ ହୋଇଥୁଲେ କର୍ମସ୍ଫାନୀୟ ଧାତୁରୂ ଉତ୍ତର ଇଚ୍ଛା ଅର୍ଥରେ ବିକଳ୍ପରେ ସନ୍ (ସ) ପ୍ରତ୍ୟୟ ହୁଏ। ସନ୍ ଅନ୍ତରେ ଲାଗି ପଦ ଗଠିତ ହେଉଥୁବାରୂ ପଦକୁ ସନନ୍ତ ପଦ (ସନ୍ + ଅନ୍ତ = ସନନ୍ତ) କୁହାଯାଏ।
୧. ରାମଃ ପଠିତୁମ୍ ଇଚ୍ଛତି – ରାମଃ ପିପଠିଷତି ।
ରାମ ପଢ଼ିବାକୁ ଇଚ୍ଛା କରୁଛନ୍ତି ।
୨. ଲତା ଲବୁମ୍ ଇଚ୍ଛତି – ଲତା ଲିପ୍ସତେ ।
ଲତା ପାଇବାକୁ ଇଚ୍ଛାକରୁଛି ।
ପ୍ରଥମବାକ୍ୟରେ ‘ପଠିତୁମ୍ ଇଚ୍ଛତି’ ସ୍ଥାନରେ ବିକଳ୍ପରେ ‘ପିପଠିଷତି’ ହୋଇଛି । ଏଥ୍ରେ ‘ପଠିତୁମ୍’ ପଦ ପଠ୍ ଧାତୁରୁ ଏବଂ ‘ଇଚ୍ଛତି’ ପଦ ‘ଇଷ୍’ ଧାତୁରୁ ନିଷ୍ପନ୍ନ ହୋଇଛି । କର୍ମସ୍ଥାନୀୟ ‘ପଠିତୁମ୍’ ଏବଂ ‘ଇଚ୍ଛତି’ ଉଭୟର କରଉଁଁ ‘ରାମଃ’ ହୋଇଥୁବାରୁ ‘ପଠ୍’ ଧାତୁରୁ ‘ସନ୍’ ଲାଗି ‘ପିପଠିଷ’ ହେବାପରେ ଲଟ୍ ପ୍ରଥମପୁରୁଷ ଏକବଚନରେ ‘ପିପଠିଷତି’ ହୋଇଛି । (ପଠ୍ +ସନ୍ + ଶପ୍ + ତିପ୍) । ଦ୍ଵିତୀୟବାକ୍ଯରେ ‘ଲବ୍ଧୁମ୍ ଇଚ୍ଛତି’ ସ୍ାନରେ ବିକଳରେ ‘ଲିସ୍ତେ’ ହୋଇଅଛି । କର୍ମସ୍ୁାନୀୟ ‘ଲବ୍ଧୁମ୍’ ଏବଂ ଇଚ୍ଛତିଂ ପଦର କର୍ଭା ‘ଲତା’ ହୋଇଥ୍ବାରୁ ‘ଲଭ୍’ ଧାତୁରୁ ‘ସନ୍’ ପ୍ରତ୍ୟୟ ଲାଗି ଲିପ୍ସଂ ହେବାପରେ ‘ଲିପ୍ସତେ’ ପଦ (ଲଭ୍- ସନ୍ + ଶପ୍ + ତେ) ଗଠିତ ହୋଇଅଛି ।
ମନେରଖ: ‘ସନନ୍ତ’ ହେବାପୂର୍ବରୁ ଧାତୁ ଆତ୍ନନେପଦୀ ବା ପରସ୍ମୈପଦୀ ହୋଇଥାଏ, ସନନ୍ତଧାତୁ ମଧ ସେହି ଆତ୍ମନେ ପଦୀ ବା ପରସ୍ପୈପଦୀ ହୁଏ । କେବଳ ଧାତୁର ରୂପରେ ପରିବର୍ତନ ହୋଇଥାଏ । ଉଭୟପଦୀ ଧାତୁର ସନନ୍ତରୂପ ଉଭୟପଦୀ ହୋଇଥାଏ ।
କେତେକ ଧାତୁର ସନନ୍ତରେ ଲଟ୍ ପ୍ରଥମପୁରୁଷ ଏକବଚନରେ ରୂପ ନିମ୍ନରେ ଦିଆଗଲା। ଲକ୍ଷ୍ୟ କର-
ଧାତୁ | ସନନ୍ତରୂପ | ଲଟ୍ ପ୍ରଥମ ପୁରୁଷ ଏକବଚନରେ ରୂପ | ଅର୍ଥ |
ପଠ୍ (ପଢ଼ିବା) | ପିପଠିଷ | ପିପଠିଷତି | ପଢ଼ିବାକୁ ଇଚ୍ଛା କରୁଛି |
ଗମ୍ (ଯିବା) | ଜିଗମିଷ | ଜିଗମିଷତି | ଯିବାକୁ ଇଚ୍ଛା କରୁଛି |
କୃ (କରିବା) | ଚିକୀର୍ଷ | ଚିକୀର୍ଷତି | କରିବାକୁ ଇଚ୍ଛା କରୁଛି |
ନୀ (ନେବା) | ନିନୀଷ | ନିନୀଷତି | ନେବାକୁ ଇଚ୍ଛା କରୁଛି |
ଭୂ (ହେବା) | ବୁଭୂଷ | ବୁଭୂଷତି | ହେବାକୁ ଇଚ୍ଛା କରୁଛି |
ଦା (ଦେବା) | ଦିସ୍ଥ | ଦିସ୍ପତି | ଦେବାକୁ ଇଚ୍ଛା କରୁଛି |
କ୍ରୀ (କିଣିବା) | ଚିକ୍ରୀଷ | ଚିକ୍ରୀଷତି | କିଣିବାକୁ ଇଚ୍ଛା କରୁଛି |
ଗ୍ରହ୍ (ଗ୍ରହଣ କରିବା) | ଜିଘୃକ୍ଷ | ଜିଘୃକ୍ଷତି | ଗ୍ରହଣକରିବାକୁ ଇଚ୍ଛା କରୁଛି |
ଧା (ଧାରଣ କରିବା) | ଧ୍ତ୍ସ | ଧ୍ତ୍ସତି | ଧାରଣ କରିବାକୁ ଇଚ୍ଛା କରୁଛି |
ନମ୍ (ନଇଁବା) | ନିନଂସ | ନିନଂସତି | ନଇଁବାକୁ ଇଚ୍ଛା କରୁଛି |
ଅଦ୍ (ଖାଇବା) | ଜିଘସ୍ସ | ଜିଘସ୍ପତି | ଖାଇବାକୁ ଇଚ୍ଛା କରୁଛି |
ଗୈ (ଗାନକରିବା) | ଜିଗାସ | ଜିଗାସତି | ଗାଇବାକୁ ଇଚ୍ଛା କରୁଛି |
ଆପ୍ (ପାଇବା) | ଭପ୍ସ | ଭପ୍ସତି | ପାଇବାକୁ ଇଚ୍ଛା କରୁଛି |
ଘା (ସୁଘିଂବା) | ଜିଘ୍ରାସ | ଜିଘ୍ରାସତି | ସୁଘ୍ିଂବାକୁ ଇଚ୍ଛା କରୁଛି |
ଦହ୍ (ଦହନକରିବା) | ଦିଧକ୍ଷ | ଦିଧକ୍ଷତି | ଦହନ କରିବାକୁ ଇଚ୍ଛା କରୁଛି |
ଚି (ତୋଳିବା) | ଚ଼ିଚୀଷ | ଚ଼ିଚୀଷତି | ତୋଳିବାବାକୁ ଇଚ୍ଛା କରୁଛି |
ରୂଦ୍ (କାନ୍ଦିବା) | ରୁରୁଦିଷ | ରୁରୁୂଦିଷତି | କାନ୍ଦିବାକୁ ଇଚ୍ଛା କରୁଛି |
ଭୀ (ଭୟକରିବା) | ବିଭୀଷ | ବିଭୀଷତି | ଭୟ କରିବାକୁ ଇଚ୍ଛା କରୁଛି |
ଛିଦ୍ (ଛିଣ୍ଡାଇବା) | ଚିଛିତ୍ସ | ଚିଛ୍ିସ୍ସତି | ଛିଣ୍ଡାଇବାକୂ ଇଚ୍ଛା କରୁଛି |
ତ୍ୟଜ୍ (ତ୍ୟାଗକରିବା) | ତିତ୍ୟକ୍ଷ | ତିତ୍ୟକ୍ଷତି | ତ୍ୟାଗ କରିବାକୁ ଇଚ୍ଛା କରୁଛି |
ମୃ (ମରିବା) | ମୁମୂର୍ଷ | ମୁମୂର୍ଷତି | ମରିବାକୁ ଇଚ୍ଛା କରୁଛି |
ବିଦ୍ (ଜାଣିବା) | ବିବିଦିଷ | ବିବିଦିଷତି | ଜାଣିବାକୁ ଇଚ୍ଛା କରୁଛି |
ଭିଦ୍ (ଭେଦକରିବା) | ବିଭିତ୍ସ | ବିଭିତ୍ସତି | ଭେଦକରିବାକୁ ଇଚ୍ଛା କରୁଛି |
ଭୁଜ୍ (ଭୋଗକରିବା) | ବୁଭୁକ୍ଷ | ଚୁଭୁକ୍ଷତି | ଖାଇବାକୁ ଇଚ୍ଛା କରୁଛି |
ଅସ୍ (ହେବା) | ବୁଭୂଷ | ବୁଭୂଷତି | ହେବାକୁ ଇଚ୍ଛା କରୁଛି |
ମୁଚ୍ (ମୁକୁଳାଇବା) | ମୁମୁକ୍ଷ | ମୁମୁକ୍ଷତି | ମୋକ୍ଷ ପାଇବାକୁ ଇଚ୍ଛା କରୁଛି |
ପା (ପିଇବା) | ପିପାସ | ପିପାସତି | ପିଇବାକୁ ଇଚ୍ଛା କରୁଛି |
ରୁହ୍ (ଆରୋହଣ କରିବା) | ରୁରୁକ୍ଷ | ରୁରୁକ୍ଷତି | ଚଢ଼ିବାକୁ ଇଚ୍ଛା କରୁଛି |
ଲିଖ୍ (ଲେଖ୍ବା) | ଲିଲେଖୁଷ | ଲିଲେଖ୍ଷତି | ଲେଖ୍ବାକୁ ଇଚ୍ଛା କରୁଛି |
ନଶ୍ (ନଷକରିବା) | ନିନଙ୍କ୍ଷ | ନିନଙ୍କ୍ଷତି | ନଷ୍ଟ କରିବାକୁ ଇଚ୍ଛା କରୁଛି |
ପ୍ରଛ୍ (ପଚାରିବା) | ପିପୃଚ୍ଛିଷ | ପିପୃଛିଷତି | ପଚାରିବାକୁ ଇଚ୍ଛା କରୁଛି |
ବ୍ରୁ,ବଚ୍ (କହିବା) | ବିବକ୍ଷ | ବିବକ୍ଷତି | କହିବାକୁ ଇଚ୍ଛା କରୁଛି |
ସ୍ଥା (ରହିବା) | ତିଷ୍ଠାସ | ତିଷ୍ଠାସତି | ରହିବାକୁ ଇଚ୍ଛା କରୁଛି |
ହନ୍ (ମାରିବା) | ଜିଘାଂସ | ଜିଘାଂସତି | ମାରିବାକୁ ଇଚ୍ଛା କରୁଛି |
ସୃଜ୍ (ସୃଷ୍ିକରିବା) | ସିସୃକ୍ଷ | ସିସୃକ୍ଷତି | ସୃଷ୍ଟି କରିବାକୁ ଇଚ୍ଛା କରୁଛି |
ସିଚ୍ (ପାଣିସିଞ୍ବା) | ସିସିକ୍ଷ | ସିସିକ୍ଷତି | ଛିଞ୍ଚୁବାକୁ ଇଚ୍ଛା କରୁଛି |
ହା (ତ୍ୟାଗକରିବା) | ଜିହାସ | ଜିହାସତି | ତ୍ୟାଗ କରିବାକୁ ଇଚ୍ଛା କରୁଛି |
ଖାଦ୍ (ଖାଇବା) | ଚିଖାଦିଷ | ଚିଖାଦିଷତି | ଖାଇବାକୁ ଇଚ୍ଛା କରୁଛି |
ଗଣ୍ (ଗଣିବା) | ଜିଗଣୟିଷ | ଜିଗଣୟିଷତି | ଗଣିବାକୁ ଇଚ୍ଛା କରୁଛି |
କ୍ଷିପ୍ (ଫିଙ୍ଗିବା) | ଚିକ୍ଷିସ୍କ | ଚିକ୍ଷିସ୍ପତି | ଫିଙ୍ଗିବାକୁ ଇଚ୍ଛା କରୁଛି |
ଚର୍ (ଚରିବା) | ଚିଚରିକ୍ଷ | ଚିଚରିଷତି | ଚିରିବାକୁ ଇଚ୍ଛା କରୁଛି |
ଜୀବ୍ (ବଞ୍ବା ) | ଜିଜୀବିଷ | ଜିଜୀବିଷତି | ବଞ୍ଚୁବାକୁ ଇଚ୍ଛା କରୁଛି |
ଜି (ଜୟକରିବା) | ଜିଗୀଷ | ଜିଗୀଷତି | ଜୟ କରିବାକୁ ଇଚ୍ଛା କରୁଛି |
ଜପ୍ (ଜପକରିବା) | ଜିଜପିଷ | ଜିଜପିଷତି | ଜପକରିବାକୁ ଇଚ୍ଛା କରୁଛି |
ଦନ୍ଶ (ଦଂଶନକରିବା) | ଦିନକ୍ଷ | ଦିଦକ୍ଷତି | ଦଂଶନ କରିବାକୁ ଇଚ୍ଛା କରୁଛି |
ନିନ୍ଦ୍ (ନିନ୍ଦାକରିବା) | ନିନିନ୍ଦିଷ | ନିନିନ୍ଦିଷତି | ନିନ୍ଦା କରିବାକୁ ଇଚ୍ଛା କରୁଛି |
ପଚ୍ (ରାନ୍ଧିବା) | ପିପକ୍ଷ | ପିପକ୍ଷତି | ରାନ୍ଧିବାକୁ ଇଚ୍ଛା କରୁଛି |
ଭ୍ରମ୍ (ବୁଲିବା) | ବିଭ୍ରମିଷ | ବିଭ୍ରମିଷତି | ବୁଲିବାକୁ ଇଚ୍ଛା କରୁଛି |
ଯା (ଯିବା) | ଯିଯାସ | ଯିଯାସତି | ଯିବାକୁ ଇଚ୍ଛା କରୁଛି |
ରକ୍ଷ୍ (ରକ୍ଷାକରିବା) | ରିରକ୍ଷିଷ | ରିରକ୍ଷିଷତି | ରକ୍ଷା କରିବାକୁ ଇଚ୍ଛା କରୁଛି |
ବସ୍ (ବାସକରିବା) | ବିବସ୍ସ | ବିବସତ୍ସତି | ବାସ କରିବାକୁ ଇଚ୍ଛା କରୁଛି |
ସପ୍ (ଶୋଇବା) | ସୁଷୁପ୍ସ | ସୁଷୁପ୍ସତି | ଶୋଇବାକୁ ଇଚ୍ଛା କରୁଛି |
ହୃଷ୍ (ଖୁସୀହେବା) | ଜିହର୍ଷିଷ | ଜିହର୍ଷିଷତି | ଖୁସୀହେବାକୁ ଇଚ୍ଛା କରୁଛି |
ଆତ୍ମନେପଦୀ- | |||
ଲଭ୍.(ପାଇବା) | ଲିପ୍ସ | ଲିସ୍ସତେ | ପାଇବାକୁ ଇଚ୍ଛା କରୁଛି |
ଜନ୍ (ଜନୁକରିବା) | ଜିଜନିଷ | ଜିଜନିଷତେ | ଜନ୍ମ କରିବାକୁ ଇଚ୍ଛା କରୁଛି |
ରମ୍ (ରମଣକରିବା) | ରିରଂସ | ରିରଂସତେ | ରମଣ କରିବାକୁ ଇଚ୍ଛା କରୁଛି |
ରଭ୍ (ଆରମଆ୍ଭକରିବା) | ରିପ୍ସ | ରିପ୍ସତେ | ଆରମ୍ଭ କରିବାକୁ ଇଚ୍ଛା କରୁଛି |
ବୁଧ୍ (ବୁଝିବା) | ବୁଭୁତ୍ସ | ବୁଭୁତ୍ସତେ | ବୁଝିବାକୁ ଇଚ୍ଛା କରୁଛି |
ଶୀ (ଶୋଇବା) | ଶିଶୟିଷ | ଶିଶୟିଷତେ | ଶୋଇବାକୁ ଇଚ୍ଛା କରୁଛି |
ଅଧ-ଇ (ପଢ଼ିବା) | ଅଧ୍ଜିଗାଂସ | ଅଧୁଜିଗାଂସତେ | ଅଧ୍ୟୟନ କରିବାକୁ ଇଚ୍ଛା କରୁଛି |
ସେବ୍ (ସେବାକରିବା) | ସିସେବିଷ | ସିସେବିଷତେ | ସୋବକରିବାକୁ ଇଚ୍ଛା କରୁଛି |
ମୁଚ୍ (ମୁକ୍ତିକରିବା) | ମୁମୁକ୍ଷ | ମୁମୁକ୍ଷତେ | ମୁକ୍ତି ପାଇବାକୁ ଇଚ୍ଛା କରୁଛି |
ଭଷ୍ (ଇଚ୍ଛାକରିବା) | ଇଚିକ୍ଷିଷ | ଇଚିକ୍ଷିଷତେ | ଇଚ୍ଛା କରିବାକୁ ଚାହୁଁଛି |
ଡୀ (ଉଡ଼ିବା) | ଡିଡ଼ୟିଷ | ଡିଡ଼ୟିଷତେ | ଉଡ଼ିବାକୁ ଚାହୁଁଛି |
ତିଜ୍ (ତ୍ୟାଗକରିବା) | ତିତିକ୍ଷ | ତିତିକ୍ଷତେ | ତ୍ୟାଗ କରିବାକୁ ଇଚ୍ଛା କରୁଛି |
ତ୍ରୈ (ରୋଷକରିବା) | ତିତ୍ରାସ | ତିତ୍ରାସତେ | ରୋଷ କରିବାକୁ ଇଚ୍ଛା କରୁଛି |
ବଧ୍ (ମାରିବା) | ବୀଭତ୍ସ | ବୀଭତ୍ସତେ | ମାରିବାକୁ ଚାହୁଁଛି |
ମାନ୍ (ନ୍ୟାୟକରିବା) | ମୀମାଂସ | ମୀମାଂସତେ | ନ୍ୟାୟ କରିବାକୁ ଚାହୁଁଛି |
ଯୁଧ୍ (ଯୁଦ୍ଧକରିବା) | ଯୁଯୁତ୍ସ | ଯୁଯୁସତେ | ଯୁଦ୍ଧ କରିବାକୁ ଚାହୁଁଛି |
କେତେକ ସନନ୍ତ ଧାତୁର ପ୍ରୟୋଗକୁ ଲକ୍ଷ୍ୟ କର-
(i) ବାଳକଃ ବିଦ୍ୟାଳୟଂ ଜିଗମିଷତି। (ଗନ୍ତୁମ୍ ଇଚ୍ଛତି)
Answer:
ପିଲାଟି ସ୍କୁଲ ଯିବାକୁ ଇଚ୍ଛା କରୁଛି ।
(ii) ଶିଶୁଃ ମୋଦକଂ ଦୃଷ୍କା ବୁଭୂକ୍ଷତି। (ଭୋଲ୍ମୁମ୍ ଇଚ୍ଛତିଃ)
Answer:
ଶିଶୁ ମିଠେଇ ଦେଖ୍ ଖାଇବାକୁ ଇଚ୍ଛା କରୁଛି ।
(iii) ମୃଗଃ ଜଳଂ ପିପାସତି । (ପାତୁମ୍ ଇଛତି)
Answer:
ହରିଣ ପାଣି ପିଇବାକୁ ଚାହୁଁଛି ।
(iv) ତାପସଃ ବୈକୁଣ୍ଡେ ତିଷ୍ଠାସତି । (ସ୍ତାତୁମ୍ ଇଚ୍ଚତି)
Answer:
ତପସୀ ବୈକୁଣ୍ଠରେ ରହିବାକୁ ଇଚ୍ଛା କରୁଛି ।
(v) ବାଳିକା ଗୀତଂ ଜିଗାସତି । (ଗାତୁମ୍ ଇଚତି)
Answer:
ବାଳିକା ଖାଇବାକୁ ଇଚ୍ଛା କରୁଛି ।
(vi) ବ୍ୟାଧଃ ପଶୂନ୍ ଜିଘାଂସତି । (ହନ୍ତୁମ୍ ଇଛତି)
Answer:
ଶିକାରୀ ପଶୁମାନଙ୍କୁ ମାରିବାକୁ ଇଚ୍ଛା କରୁଛି ।
(vii) ମାତା ଅନ୍ନ ପିପକ୍ଷତି । (ପକୁମ୍ ଇଛତି)
Answer:
ମାଆ ଖାଦ୍ୟ ରାନ୍ଧିବାକୁ ଇଚ୍ଛା କରୁଛି ।
(viii) ଶିଷ୍ଯଃ ଗୁରୁଂ ପିପୃଚ୍ିଷତି । (ପ୍ରଷୁମ୍ ଇତି)
Answer:
ଶିଷ୍ୟ ଗୁରୁଙ୍କୁ ପଚାରିବାକୁ ଇଚ୍ଛା କରୁଛି ।
(ix) କୃପଣଃ ଧନଂ ଲିସୁତେ । (ଲବ୍ଧୁମ୍ ଇଚ୍ତି)
Answer:
କୃପଣ ଧନ ପାଇବାକୁ ଇଚ୍ଛା କରୁଛି।
(x) ଅହଂ ସମ୍ପ୍ରତି ଶିଶୟିଷେ (ଶୟିତୁମ୍ ଇଚ୍ାମି)
Answer:
ମୁଁ ବର୍ଭମାନ ଶୋଇବାକୁ ଇଚ୍ଛା କରୁଛି ।
(x) ତ୍ବଂ ପିତରୌ ସିଷେବିଷସେ । (ସେବିତୁମ୍ ଇଛସି)
Answer:
ତୁମେ ବାପା ମାଆଙ୍କୁ ସେବା କରିବାକୁ ଚାହୁଁଛ ।
ମନେରଖ: କେତେକ ଧାତୁର ସନନ୍ତରେ ପରସ୍ମୈପଦୀସ୍ସ୍ାନରେ ଆତ୍ମନେପଦୀ ରୂପ ହୁଏ।
ଲକ୍ଷ୍ୟ କର- ଜ୍ଞାତୁମ୍ ଇଚ୍ଛତି = ଜିଜ୍ଞାସତେ । (ଜାଣିବାକୁ ଚାହୁଁଛି)
ବାଳକଃ କିଂ ଜିଜ୍ଞାସତେ ‘ପିଲାଟି କ’ଣ ଜାଣିବାକୁ ଚାହୁଁଛି ।
ସ୍ମର୍ତୁମ୍ ଇଚ୍ଛତି = ସୁସ୍ମୁର୍ଷତେ । (ସ୍ମରଣ କରିବାକୁ ଇଚ୍ଛା କରୁଛି)
କନ୍ୟା ମାତରଂ ସୁସ୍ୁର୍ଷତେ। ଝିଅଟି ମାଆଙ୍କୁ ସ୍ମରଣ କରିବାକୁ ଇଚ୍ଛା କରୁଛି ।
ଦ୍ରଷ୍ଟୁମ୍ ଇଚ୍ଛତି = ଦିଦୃକ୍ଷତେ । (ଦେଖବାକୁ ଇଚ୍ଛା କରୁଛି)
ପରିବ୍ରାଜକଃ ସମୁଦ୍ରଂ ଦିଦୃକ୍ଷତେ। ପରିବ୍ରାଜକ ସମୁଦ୍ର ଦେଖବାକୁ ଇଚ୍ଛା କରୁଛି ।
ଶ୍ରୋତୁମ୍ ଇଚ୍ଛତି = ଶୁଶ୍ରୁଷତେ । (ଶୁଣିବାକୁ ଇଚ୍ଛା କରୁଛି)
ବୃଦ୍ଧା ପୁରାଣଂ ଶୁଶ୍ରୁଷତେ । ବୂଢ଼ୀ ପୁରାଣ ଶୁଣିବାକୁ ଇଚ୍ଛା କରୁଛି ।
ଅନ୍ୟ କେତେକ ଧାତୁର ସାର୍ଥରେ ‘ସନ୍’ ପ୍ରତ୍ୟୟ ହୁଏ, ଇଚ୍ଛାର୍ଥରେ ନୁହେଁ।
ଲକ୍ଷ୍ୟ କର କିତ୍ + ସନ୍ + ଶପ୍ + ତିପ୍ = ଚିକିସତି (ଆରୋଗ୍ୟ କରୁଛି)
ବୈଦ୍ୟଃ ରୁଗ୍ଣଂ ଚିକିତ୍ସତି। ବୈଦ୍ୟ ରୋଗୀକୁ ଆରୋଗ୍ୟ କରୁଛି ।
ଗୁପ୍ + ସନ୍ + ଶପ୍ + ତେ = ଜୁଗୁସ୍ତେ । (ଘୃଣା କରୁଛି)
ରାମଃ ଶ୍ୟାମାତ୍ ଜୁଗୁପ୍ସତେ ।
ତିଜ୍ + ସନ୍ + ଶପ୍ + ତେ = ତିତିକ୍ଷତେ । (ସହ୍ଯ କରୁଛି)
ବାଳକଃ ମିତ୍ରଂ ନ ତିତିକ୍ଷତେ । ପିଲାଟି ବନ୍ଧୁଙ୍କୁ ସହ୍ୟ କରୁଛି ।
ବଧ୍ + ସନ୍ + ଶପ୍ + ତେ = ବୀଭସ୍ତେ । (ନିନ୍ଦା କରୁଛି)
କୃପଣଃ ଦାତାରଂ ବୀଭସ୍ସତେ । କୃପଣ ଦାତାଙ୍କୁ ନିନ୍ଦା କରୁଛି ।
ମାନ୍ + ସନ୍ + ଶପ୍ + ତେ = ମୀମାଂସତେ । (ନିଷଭି କରୁଛି)
ସଭାପତିଃ ଆବେଦନଂ ମୀମାଂସତେ । ସଭାପତି ଆବେଦନ ନିଷ୍ପତ୍ତି କରୁଛନ୍ତି।
ମନେରଖ: ସନନ୍ତ ଧାତୁ ସହିତ ଆ (ସ୍ତ୍ରୀ) ପ୍ରତ୍ୟୟ ଲାଗି ବିଶେଷ୍ୟପଦ ଗଠିତ ହୁଏ ।
ଯଥା- ପା + ସନ୍ + ଆ = ପିପାସା । (ପିଇବାର ଇଚ୍ଛା)
ଭୁଜ୍ + ସନ୍ + ଆ = ବୁଭୁକ୍ଷା। (ଖାଇବାର ଇଛା)
ଦୃଶ୍ + ସନ୍ + ଆ = ଦିଦୃକ୍ଷା। (ଦେଖ୍ବାର ଇଚ୍ଛା)
ଜ୍ଞା + ସନ୍ + ଆ = ଜିଜ୍ଞାସା ।(ଜାଣିବାର ଇଚ୍ଛା)
ଜି + ସନ୍ + ଆ = ଜିଗୀଷା । (ଜିଣିବାର ଇଚ୍ଛା)
ପଠ୍ + ସନ୍ + ଆ = ପିପଠିଷା । (ପଢ଼ିବାର ଇଛା)
ଲଭ୍ + ସନ୍ + ଆ = ଲିସ୍ସା ଇତ୍ୟାଦି । (ପାଇବାର ଇଛା)
ବାକ୍ୟରେ ପ୍ରୟୋଗକୁ ଲକ୍ଷ୍ୟ କର-
ମମ ପିପାସା ବର୍ଶତେ ।
ମୋର ପିଇବାର ଇଚ୍ଛା ବଢ଼ୁଛି ।
ଶିଶୋଃ ବୁଭୁକ୍ଷା ଅସ୍ତି ।
ଶିଶୁଟିର ଖାଇବାକୁ ଇଚ୍ଛା ଅଛି ।
ଶିଷ୍ୟସ୍ୟ ଜିଜ୍ଞାସାଂ ଗୁରୂଃ ଦୂରୟତି ।
ଶିଷ୍ୟର ଜାଣିବାର ଇଚ୍ଛାକୁ ଗୁରୁ ଦୂର କରୁଛନ୍ତି ।
ମମ କୋଣାର୍କମନ୍ଦିରସ୍ୟ ଦିଦୃକ୍ଷା ବର୍ତତେ ।
ମୋର କୋଣାର୍କମନ୍ଦିର ଦେଖ୍ବାର ଇଚ୍ଛା ଅଛି।
ଧନଲିସ୍ତ୍ରା କୁମାର୍ଗଂ ନୟତି । ଇତ୍ୟାଦି ।
ଧନଲାଭ କରିବାର ଇଚ୍ଛା କୁମାର୍ଗକୁ ନେଇଥାଏ ।
ମନେରଖ: ଆ” ପ୍ରତ୍ୟୟାନ୍ତ ସନନ୍ତପଦ “ଲତା” ଶବ୍ଦ ପରି ରୂପଗ୍ରହଣ କରିଥାଏ ।
ସନନ୍ତ ଧାତୁ ସହିତ “ ଉ” ପ୍ରତ୍ୟୟ ଲାଗି କର୍ତୂପଦ ଗଠିତ ହୁଏ। ଉଂ ପ୍ରତ୍ୟାୟାନ୍ତ ପଦର ଫୁଲିଙ୍ଗରେ ‹ ସାଧୁ’ ଶବ୍ଦ ପରି ରୂପ ହୋଇଥାଏ । କେତେକ “ଉଂ ପ୍ରତ୍ୟୟାନ୍ତ ପଦର ଉଦାହରଣ ନିମ୍ନରେ ପ୍ରଦ୍ଭ ହୋଇଛି, ଦେଖ-
ଲଭ୍ + ସନ୍ + ଉ = ଲିପ୍ସୁ । (ପାଇବାକୁ ଇଛୁ)
ଜ୍ଞା + ସନ୍ + ଉ = ଜିଜ୍ଞାସୁ । (ଜାଣିବାକୁ ଇଛୁ)
ଜୀବ୍ + ସନ୍ + ଉ = ଜିଜୀବିଷୁ । (ଜିଇବାକୁ ଇଛୁ)
ବଚ୍ + ସନ୍ + ଉ = ବିବକ୍ଷୁ । (କହିବାକୁ ଇଛୁ)
ଦା + ସନ୍ + ଉ = ଦିସୁ । (ଦେବାକୁ ଇଛୁ)
ମୃ + ସନ୍ + ଉ = ମୁମୂର୍ଷୁ । (ମରିବାକୁ ଇଛୁ)
ମୁଚ୍ + ସନ୍ + ଉ = ମୁମୁକ୍ଷୁ। ଇତ୍ୟାଦି (ମୁକିପାଇବାକୁ ଇଛୁ)
ବାକ୍ୟରେ ପ୍ରୟୋଗକୁ ଲକ୍ଷ୍ୟ କର-
(i) ଧାର୍ମିକଃ ଭଶ୍ଵରଂ ଜିଜ୍ଞାସୁଃ ଭବତି ।
ଧାର୍ମିକ ଶଶ୍ବରଙ୍କୁ ଜାଣିବାକୁ ଇଚ୍ଛା କରୁଛି ।
(ii) ଦୁର୍ବୁତ୍ତାଃ ଧନଂ ଲିପ୍ତୁବଃ ଭବନ୍ତି ।
ଦୁର୍ବୃତ୍ତମାନେ ଧନଲିପ୍ସୁ ଅଟନ୍ତି ।
(iii) ତୃଂ କିଞ୍ଚତ୍ ବିବକ୍ଷୁଃ ଅସି ?
ତୁମେ କିଛି କହିବାକୁ ଚାହୁଁଛ ?
(iv) ସନ୍ନ୍ୟାସୀ ସଂସାରଂ ମୁମୁକ୍ଷୁଃ ଭବତି ।
ସନ୍ନ୍ୟାସୀ ସଂସାରରୁ ମୁକ୍ତି ଇଚ୍ଛା କରୁଛି ।
(v) ପିତା ବସ୍ତ୍ଂ ଚିକ୍ରୀଷୁଃ ଆସୀତ୍ ।
ବାପା ଲୁଗା କଣିବାକୁ ଇଚ୍ଛା କରୁଥୁଲେ ।
ପଠ୍ ଧାତୁର ସନନ୍ତରୂପ ବିଭିନ୍ନଲକାରରେ ନିମ୍ନ ପରି ହୋଇଥାଏ, ଲକ୍ଷ୍ୟକର- ପିପଠିଷତି, ପିପଠିଷେତ୍, ପିପଠିଷତୁ, ଅପିପଠିଷତ୍, ପିପଠିଷସ୍ଯତି । ଏହିପରି ଅନ୍ୟ ଧାତୁମାନଙ୍କର ସନନ୍ତରୂପ କରାଯାଏ । ଲଭ୍ଧାତୁର ସନନ୍ତରୂପ- ଲିସ୍ତେ, ଲିପ୍ସେତ, ଲିପ୍ସତାମ୍, ଅଲିସ୍ବତ, ଲିସ୍ଵିଷ୍ଯତେ । ଇତ୍ୟାଦି ।
ଅଭ୍ୟାସ:
୧ । ସଂସ୍କୃତଭାଷୟା ଅନୂବାଦଂ କୁରୂତ ।(ସଂସ୍କୃତଭାଷାରେ ଅନୁବାଦ କର)
(କ) ଛାତ୍ରମାନେ ସଂସ୍କୃତ ପଢ଼ିବାକୁ ଇଚ୍ଛା କରୁଛନ୍ତି ।
Answer:
ଛାତ୍ରାଃ ସଂସ୍କୃତଂ ପିପଠିଷନ୍ତି ।
(ଖ) ହରି ରହସ୍ୟ ଜାଣିବାକୁ ଇଚ୍ଛା କରୁଛି।
Answer:
ହରିଃ ରହସ୍ୟଂ ଜିଜ୍ଞାସତେ ।
(ଗ) ମୁଁ ଚିତ୍ର ଦେଖୁବାକୁ ଚାହୁଁଛି ।
Answer:
ଅହଂ ଚିତ୍ରଂ ଦିଦୃକ୍ଷୁଃ ।
(ଘ) ମାଆ ଦହି ଖାଇବାକୁ ଇଚ୍ଛା କରୁଛନ୍ତି।
Answer:
ମାତା ଦଧ୍ ବୁବୁକ୍ଷତେ ।
(ଙ) କେତେକ ଲୋକ ଘରେ ରହିବାକୁ ଇଚ୍ଛା କରନ୍ତି।
Answer:
କେଚିତ୍ ଜନାଃ ଗୃହେ ତିଷ୍ଠାସନ୍ତି ।
(ଚ) ଝିଅମାନେ ନାଚିବାକୁ ଇଚ୍ଛା କରୁଛନ୍ତି।
Answer:
ବାଳିକାଃ ନୃତ୍ୟ ଚିକୀର୍ଷନ୍ତି ।
(ଛ) ଗାୟକଦୁହେଁ ଶାସ୍ତ୍ରୀୟସଙ୍ଗୀତ ଗାଇବାକୁ ଇଚ୍ଛା କରିଥ୍ଲେ।
Answer:
ଗାୟକୌ ଶାସ୍ତ୍ରୀୟସଙ୍ଗୀତଂ ଜିଗାସତଃ ।
(ଜ) ପିଲାଟି ଘରକୁ ଯିବାକୁ ଇଚ୍ଛା କରିବ।
Answer:
ବାଳକଃ ଗୃହଂ ଜିଗମିଷତି ।
(ଝ) ନେତାମାନେ ଦରିଦ୍ରମାନଙ୍କୁ ଦେବାକୁ ଇଚ୍ଛା କରିବା ଉଚିତ ।
Answer:
ନେତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍େୟଃ ।
(ଞ) ତୁମ୍ଭେମାନେ ଗୁରୁଙ୍କ ଉପଦେଶ ଗ୍ରହଣ କରିବାକୁ ଇଚ୍ଛା କର।
Answer:
ଯୂୟଂ ଗୁରୋଃ ଉପଦେଶ ଜିଘୃକ୍ଷତ ।
(ଟ) ଲୋକମାନେ ଗାଁରେ ରହିବାକୁ ଇଚ୍ଛା କରିପାରନ୍ତି ।
Answer:
ଜନାଃ ଗ୍ରାମେ ତିଷ୍ଠାସୟେୟୁଃ ।
(ଠ) ଶିଶୁଦୂଇଟି ଶୋଇବାକୁ ଇଚ୍ଛା କରୁଛନ୍ତି।
Answer:
ଶିଶୂ ଶିଷୟିଷେତେ ।
(ଡ) ସାଧୁମାନେ ସଂସାର ତ୍ୟାଗ କରିବାକୁ ଇଚ୍ଛା କରୁଛନ୍ତି।
Answer:
ସାଧବଃ ସଂସାରଂ ତିତିକ୍ଷନ୍ତେ ।
(ଢ) ଆମେ ବହିଗୁଡ଼ିକୁ ନେବାକୁ ଇଚ୍ଛା କରୁଛୁ।
Answer:
ବୟଂ ପୁସ୍ତକାନି ନିନୀଷାମଃ ।
(ଣ) ତୁମେ ଚିଠିଟିଏ ଲେଖୁବାକୁ ଇଚ୍ଛା କରିଥୁଲ।
Answer:
ତ୍ବଂ ପତ୍ରଂ ଲିଲେଖ୍ଷଃ ।
୨। ଏକପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର)
ପଲ୍ଲୁମ୍ ଇଚ୍ଛତି। ପାତୁମ୍ ଇଚ୍ଛସି। ଜ୍ଞାତୁମ୍ ଇଚ୍ଛାମଃ। ବଲ୍ଲୁମ୍ ଇଚ୍ଛେତ୍। ଦାତୁମ୍ ଇଚ୍ଛା। ଶ୍ରୋତୂମ୍ ଏଚ୍ଛତ୍ ।
ଦ୍ରଷ୍ମୁମ୍ ଇଚ୍ଛା। ଗ୍ରହୀତୁମ୍ ଇଚ୍ଛା। ନେ ତୁମ୍ ଇନ୍ଦୁ ।
Answer:
ପକ୍ତୁମ୍ ଇଚ୍ଛତି ପିପକ୍ଷତି
ବକ୍ତୁମ୍ ଇଚ୍ଛେତ୍ – ଦିବକ୍ଷେତ୍
ଦ୍ରଷ୍କୁମ୍ ଇଚ୍ଛା ଦିଦୃଷ୍ଟା
ଦାତୁମ୍ ଇଚ୍ଛା- ଦିସ୍ସା
ପାତୁମ୍ ଇଚ୍ଛସି – ପିପାସସି
ଗ୍ରହୀତୁମ୍ ଇଚ୍ଛା – ଜିଘୃକ୍ଷା
ଜ୍ଞାତୁମ୍ ଇଚ୍ଛାମଃ – ଜିଜ୍ଞାସାମହେ
ଶ୍ରୋତୁମ୍ ଏଚ୍ଛତ୍ – ଶୁଶ୍ରୁଷତ୍
ନେତୁମ୍ ଇଛ୍ଛୁ- ନିନୀସୃଃ
୩। ଅଧୋଲିଖୁତପଦାନି ବ୍ଯବହୂତ୍ଯ ସଂସ୍କୃତେନ ବାକ୍ଯାନି ରଚୟତ। (ଅଧୋଲିଖୁତପଦ ବ୍ଯବହାର କରି ସଂସ୍କୃତରେ ବାକ୍ଯ ରଚନା କର।)
ରୁରୁଦିଷତି, ଜିହସିଷନ୍ତି, ମୀମାଂସତେ, ଯୁଯୁତ୍ସତେ, ବିବକ୍ଷକ୍ତି, ଶୁଶ୍ରୂଷତାମ୍, ଅଯିଯାସତ୍, ପିପୃଚ୍ଛିଷତି।
Answer:
ରୁରୁଦିଷତି (କାନ୍ଦିବାକୁ ଚାହୁଛି) – ଶିଶୁଃ ରୁରୁଦିଷତି ।
ଜିହସିଷତି (ହସିବାକୁ ଇଚ୍ଛାକରୁଛି) – ବାଳକଃ ସଦା ଜିହସିଷତି ।
ମୀମାଂସତେ (ବିଚାର କରିବାକୁ ଚାହୁଁଛନ୍ତି) – ପ୍ରାଡ଼ବିବାକଃ ମୀମାଂସତେ ।
ଯୁଯୁତ୍ସତେ (ଯୁଦ୍ଧ କରିବାକୁ ଚାହୁଁଛି) – ପାକିସ୍ତାନଂ ଭାରତେନ ଯୁଯୁତ୍ସତେ ।
ବିବକ୍ଷନ୍ତି (କହିବାକୁ ଚାହୁଁଛନ୍ତି) – ବକ୍ତାରଃ ବିବକ୍ଷନ୍ତି ।
ଶୁଶ୍ରୁଷତାମ୍ (ଶୁଣିବାକୁ ଇଚ୍ଛାକରୁ) – ଶିଷ୍ୟଃ ପାଠଂ ଶୁଶ୍ରୁଷତାମ୍ ।
ଅଯିଯାସତ୍ (ଯିବାକୁ ଚାହୁଁଥ୍ଲା) – ଛାତ୍ରଃ ଗୃହମ୍ ଅଯିଯାସତ୍ ।
ପିପୃଛିଷତି(ପଚାରିବାକୁ ଚାହୁଁଛି) – ଛାତ୍ରଃ ଗୁରୁଂ ପିପୃଚ୍ଛିଷତି !
୪। ସଂଶୋଧନଂ କୁରୁତ। (ସଂଶୋଧନ କର।)
(କ) ବାଳକଃ ପିତରଂ ଦିଦୃକ୍ଷତି।
Answer:
ବାଳକଃ ପିତରଂ ଦିଦୃକ୍ଷତେ ।
(ଖ) ଛାତ୍ରଃ ପୁରସ୍କାରଂ ଲିପ୍ସତି ।
Answer:
ଛାତ୍ରଃ ପୁରସ୍କାରଂ ଲିପ୍ସତେ ।
(ଗ) ରମା ପୂଷ୍ପାଣି ଜିଘ୍ରାସତେ ।
Answer:
ରମା ପୁଷ୍ପାଣି ଜିଘ୍ରାସତି ।
(ଘ) ମାତୁଳଃ ବିଦେଶଂ ଯିଯାସତେ ।
Answer:
ମାତୁଳଃ ବିଦେଶଂ ଯିଯାସତି ।
(ଡ) ଯନ୍ତ୍ରୀ ମନ୍ଦିରଂ ମିସ୍ସତେ ।
Answer:
ଯନ୍ତ୍ରୀ ମନ୍ଦିରଂ ମିସ୍ପତି ।
(ଚ) ତସ୍କରଃ ଧନଂ ଜିହୀର୍ଷତେ ।
Answer:
ତସ୍କାରଃ ଧନଂ ଜିହୀର୍ଷତି ।
(ଛ) ଦାତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍ଥତି ।
Answer:
ଦାତାରଃ ଦରିଦ୍ରେଭ୍ୟଃ ଧନଂ ଦିସ୍ତନ୍ତି ।
(ଜ) ବୃଦ୍ଧାଃ ବିଦ୍ୟାଳୟେ ପିପଠିଷତଃ ।
Answer:
ବୃଦ୍ଧା ବିଦ୍ୟାଳୟେ ପିପଠିଷନ୍ତି ।
(ଝ) ଅହଂ ବସ୍ତ୍ଂ ଚିତ୍ୟକ୍ଷସି ।
Answer:
ଅହଂ ବସ୍ତ୍ରଂ ତିତ୍ୟକ୍ଷାମି ।
(ଞ) ତ୍ବଂ କିଂ ଚିକ୍ରୀଷତି।
Answer:
ତ୍ଵଂ କିଂ ଚିକ୍ରୀଷସି ।
(ଟ) ଅଗ୍ନିଃ ଗୃହଂ ଦିଧକ୍ଷତେ।
Answer:
ଅଗ୍ନିଃ ଗୃହଂ ଦିଧକ୍ଷତେ ।
୫। ସ୍ତମ୍ଭମେଳନଂ କୂରୁତ। (ସ୍ତମ୍ଭ ମେଳନ କର।)
‘କ’ ସ୍ତମ୍ଭଃ | ‘ଖ’ ସ୍ତମ୍ଭଃ |
କର୍ତୁମ୍ ଇଚ୍ଛତି | ରପ୍ସସି |
ଦାତୂମ୍ | ଇଚ୍ଛନ୍ତି ଶୁଶ୍ରୁଷଃ |
ନେତୁମ୍ ଇଚ୍ଛେତ୍ | ଅଧୂଜିଗାଂସନ୍ତାମ୍ |
ଜୀବିତୂମ୍ ଇଚ୍ଛତୂ | ଚିକୀର୍ଷତି |
ଜ୍ଞାତୁମ୍ ଏଚ୍ଛତ୍ | ବିବକ୍ଷା |
ପାତୁମ୍ ଇଚ୍ଛାମଃ | ଦିତ୍ସନ୍ତ |
ବଲ୍ମ୍ ଇଚ୍ଛା | ନିନୀଷେତ୍ |
ଶ୍ରୋତୁମ୍ ଇଚ୍ଛୁଃ | ତିଷ୍ଠାସା |
ସ୍ତ୍ରାତୁମ୍ ଇଚ୍ଛା | ପିପାସାମଃ |
ଆପ୍ତୁମ୍ ଇଚ୍ଛସି | ଜିଜୀବିଷତୂ |
ଅଧ୍ୟେ ତୁମ୍ ଇଚ୍ଛନ୍ତୁ | ଅଜିଜ୍ଞାସତ୍ |
Answer:
‘କ’ ସ୍ତମ୍ଭଃ | ‘ଖ’ ସ୍ତମ୍ଭଃ |
କର୍ଭୁମ୍ ଇଚ୍ଛତି | ଚିକୀର୍ଷତି |
ଦାତୁମ୍ ଇଚ୍ଛନ୍ତି | ଦିତ୍ସନ୍ତି |
ନେତୁମ୍ ଇଚ୍ଛେତ୍ | ନିନୀଷେତ୍ |
ଜୀବିତୁମ୍ ଇଚ୍ଛତୁ | ଜିଜୀବିଷତୁ |
ଜ୍ଞାତୁମ୍ ଏଚ୍ଛତ୍ | ଅଜିଜ୍ଞାସତ୍ |
ପାତୁମ୍ ଇଚ୍ଛାମଃ | ପିପାସାମଃ |
ବକ୍ଭୁମ୍ ଇଚ୍ଛା | ବିବକ୍ଷା |
ଶ୍ରୋତୁମ୍ ଇଚ୍ଛୁଃ | ଶୁଶ୍ରୁଷୁଃ |
ସ୍ତ୍ରାତୁମ୍ ଇଚ୍ଛା | ତିଷ୍ଠାସା |
ଆପ୍ତୁମ୍ ଇଚ୍ଛସି | ଭପ୍ସସି |
ଅଧ୍ୟେତୁମ୍ ଇଚ୍ଛନ୍ତୁ | ଅଧୁଜିଗାଂସନ୍ତାମ୍ |
୬। ସନନ୍ତରୂପାଣି ଲିଖତ। ( ସନନ୍ତରୂପଗୁଡ଼ିକୁ ଲେଖ।)
ବଦ୍- ଲଟ୍ଲକାର ପ୍ରଥମପୁରୁଷ ବହୁବଚନେ ।
Answer:
ବିବକ୍ଷନ୍ତି
ଲିଖ୍- ଲଙ୍ଲକାର ମଧ୍ୟଯମପୁରୁଷ ଦ୍ବିବଚନେ ।
Answer:
ଲିଲେଖୁଷତ୍
ମୃ- ବିଧୂଲିଙ୍ ଲକାର ଭତ୍ତମପୂରୂଷ – ଏକବଚନ ।
Answer:
ମୁର୍ମୁଷେୟମ୍
ଡ଼ୀ – ଲଟ୍ଲକାର ପ୍ରଥମପୁରୁଷ – ଏକବଚନ ।
Answer:
ଡିଡୟିଷତେ
ଦନ୍ଶ୍ – ଲୋଟ୍ ଲକାର ଭତମପୁରୁଷ ବହୁବଚନେ ।
Answer:
ଦିଦକ୍ଷତ
ପ୍ରଚ୍ଛ କ – ଲଙ୍ ଲକାର ପ୍ରଥମପୁରୁଷ ବହୁବଚନେ ।
Answer:
ପିପୃଚ୍ଛିଷନ୍
ପଠ୍ – ବିଧୂଲିଙ୍ ଲକାର ପ୍ରଥମପୁରୁଷ ଦ୍ବିବଚନେ।
Answer:
ପିପଠିଷେତାମ୍
୭। ମୂଳଧାତୂଂ ନିରୂପୟତ । (ମୂଳଧାତୁ ନିରୂପଣ କର।)
ଲିସ୍ପନ୍ତେ, ବିବସ୍ସତି, ଶୁଶୁୁଷନ୍ତେ, ଯିଯାସେତ୍, ଦିଧାବିଷତି, ନିନୀଷତଚୂ, ବୁଭୁକ୍ଷନ୍ତି, ତିତିକ୍ଷତେ।
Answer:
ଲିସ୍ଵନ୍ତେ – ଲଭ୍, ବିବସସତି = ବଦ୍, ଶୁଶୁଷନ୍ତେ- ଶୁ, ଯିଯାସେତ୍ – ଯା, ଦିଧାବିଷତି-ଧା, ନିନୀଷତୁ =ନୀ, ବୁଭୁକ୍ଷନ୍ତି – ଭୁଜ୍, ତିତିକ୍ଷତେ ତିଜ୍ ।