BSE Odisha 6th Class English Solutions Follow-Up Lesson 2 Bamboo Curry

Odisha State Board BSE Odisha 6th Class English Solutions Follow-Up Lesson 2 Bamboo Curry Textbook Exercise Questions and Answers.

BSE Odisha Class 6 English Solutions Follow-Up Lesson 2 Bamboo Curry

BSE Odisha 6th Class English Follow-Up Lesson 2 Bamboo Curry Text Book Questions and Answers

Session – 1 (ସୋପାନ – ୧):
I. Pre-Reading (ପଢ଼ିବା ପୂର୍ବରୁ):

→ You have read the Odia folk-tale “The Foolish Son-in-Law”. In other languages, there are similar stories. Let us read a similar Santal folk tale “Bamboo Curry”.
(ତୁମେ ଓଡ଼ିଆ ଲୋକକଥା ‘ନିର୍ବୋଧ ଜ୍ଵାଇଁ’’ ପଢ଼ିସାରିଛ । ଅନ୍ୟ ଭାଷାମାନଙ୍କରେ, ସେହି ଏକାପରି ଗପସବୁ ଅଛି । ଆସ ଆମେ ଏକାପରି ଏକ ସାନ୍ତାଳ ଲୋକକଥା ‘ବାଉଁଶ ତରକାରି’’ ପଢ଼ିବା ।)

BSE Odisha 6th Class English Solutions Follow-Up Lesson 2 Bamboo Curry

II. While-Reading (ପଢ଼ିବା ସମୟରେ):
Text (ବିଷୟବସ୍ତୁ):

SGP-1:
Read paragraphs 1-2 silently and answer the questions that follow.
(ଅନୁଚ୍ଛେଦ ୧ – ୨ କୁ ନୀରବରେ ପଢ଼ ଏବଂ ପରବର୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)
SP-1

1. Once a foolish Santal son-in-law went to his in-law’s place. His mother-in-law cooked delicious dishes for her son-in-law. One of the dishes was a curry made out of the bamboo shoot. The son-in-law liked it very much and asked his mother-in-law, “Mother, the curry is extremely delicious. What is the curry made from ?” Instead of answering his question, she pointed at the bamboo door. The son-in-law asked, “Is it from bamboo ?” “Yes son, the curry is made from bamboo and is, therefore, called “Bamboo Curry”.

SP-22. Next day, the son-in-law was about to leave for his home. The bamboo curry came to his mind. He thought of cooking bamboo curry at home. But they did not have bamboo. So he carried home the bamboo door of his in-laws’ house.

ଓଡ଼ିଆ ଅନୁବାଦ :
(୧). ଏକଦା (ଥରେ) ଜଣେ ନିର୍ବୋଧ (ମୂର୍ଖ) ସାନ୍ତାଳ ଜ୍ଵାଇଁ ତା’ର ଶ୍ୱଶୁର ଘରକୁ ଗଲା । ତା’ର ଶାଶୁ ତା’ର ଜ୍ଵାଇଁ ପାଇଁ ସୁସ୍ୱାଦୁ ଖାଦ୍ୟ ରୋଷେଇ କଲା । ଖାଦ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ବାଉଁଶ ଗଜାରେ ତିଆରି ହୋଇଥାଏ ତରକାରି । ଜ୍ଵାଇଁ ଜଣଙ୍କ ଏହାକୁ ବହୁତ ପସନ୍ଦ କଲା ଏବଂ ତା’ର ଶାଶୁକୁ ପଚାରିଲା, ‘‘ମାଆ, ତରକାରି ବହୁତ ସୁଆଦିଆ ହୋଇଛି । ତରକାରି କେଉଁଥିରେ ତିଆରି ହୋଇଛି ?’’ ତା’ର ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ, ସେ ବାଉଁଶ ଦରଜା (ତାଟି) ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଠାରିଲେ । ଜ୍ଵାଇଁ ପଚାରିଲା, ‘ଏହା ବାଉଁଶରେ ତିଆରି ହୋଇଛି ?’’ ‘ହଁ ପୁଅ, ତରକାରିଟି ବାଉଁଶରେ ତିଆରି ହୋଇଛି ଏବଂ ଏଥିପାଇଁ ‘ବାଉଁଶ ତରକାରି’’ କୁହାଯାଏ ।’’
(୨) ତା’ପରଦିନ, ଜ୍ଵାଇଁ ତାଙ୍କ ଘରକୁ ବାହାରୁଥିଲେ । ତାଙ୍କର ମନକୁ ବାଉଁଶ ତରକାରି କଥା ଆସିଲା । କଥା ଭାବିଲେ । କିନ୍ତୁ ସେମାନଙ୍କର ବାଉଁଶ ନଥିଲା । (ତାଟି)କୁ ତା’ ନିଜ ଘରକୁ ବୋହିନେଲା । ସେ ତାଙ୍କ ନିଜ ଘରେ ବାଉଁଶ ତରକାରି କରିବା ତେଣୁ ସେ ତାଙ୍କ ଶ୍ଵଶୁର ଘରର ବାଉଁଶ ଦରଜା

BSE Odisha 6th Class English Solutions Follow-Up Lesson 2 Bamboo Curry

Comprehension Questions : (ବୋଧମୂଳକ ପ୍ରଶ୍ନବଳୀ)

Question 1.
Who went to his father-in-law’s house?
(କିଏ ତା’ର ଶ୍ୱଶୁର ଘରକୁ ଗଲା ?)
Answer:
A foolish Santal son-in-law went to his father-in-law’s house.

Question 2.
What curry did his mother-in-law cook?
(ତା’ର ଶାଶୁ କି ତରକାରି ତିଆରି କଲା ?)
Answer:
His mother-in-law cooked “Bamboo Curry”.

Question 3.
Did he like it?
(ଏହାକୁ ସେ ପସନ୍ଦ କଲା କି ?)
Answer:
Surely (ନିଶ୍ଚୟ), he liked it very much.

Question 4.
Why did he carry home the bamboo door of his in-law’s house?
(ସେ କାହିଁକି ଘରକୁ ଶ୍ୱଶୁର ଘରର ବାଉଁଶ ଦରଜା ବୋହିନେଲା ?)
Answer:
He carried home the bamboo door of his in-laws’ house because he thought of cooking bamboo curry at home, but they did not have any bamboo.

Session – 2 (ସୋପାନ – ୨):
SGP-2:

  • Read paragraphs 3-4 silently and answer the questions that follow.
    (ଅନୁଚ୍ଛେଦ ୩ – ୪ କୁ ନୀରବରେ ପଢ଼ ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

3. Reaching home, he asked his wife to prepare the bamboo curry. He helped his wife in chopping the dry bamboo sticks. But the dry bamboo pieces did not get boiled. The pieces remained as hard and stiff as before. He asked his wife to put more water and boil.
4. That evening his in-laws came to their son-in-law’s house. The son-in-law offered them the bamboo curry. The in-laws laughed at their foolish son-in-law. They told him, “The bamboo curry is made from soft bamboo shoots and not from dry bamboo pieces”.

BSE Odisha 6th Class English Solutions Follow-Up Lesson 2 Bamboo Curry

ଓଡ଼ିଆ ଅନୁବାଦ :
(୩) ଘରେ ପହଞ୍ଚିସାରି, ସେ ତା’ର ସ୍ତ୍ରୀକୁ ବାଉଁଶ ତରକାରି ପ୍ରସ୍ତୁତ କରିବାକୁ କହିଲା । ସେ ତା’ର ସ୍ତ୍ରୀକୁ ସେହି ଶୁଖୁଲା ବାଉଁଶ କାଠିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟିବାରେ ସାହାଯ୍ୟ କଲା । କିନ୍ତୁ ସେହି ଶୁଖୁ ବାଉଁଶ ଖଣ୍ଡଗୁଡ଼ିକ ସିଝିଲା ନାହିଁ । ସେହି ବାଉଁଶ କାଠି ଖଣ୍ଡଗୁଡ଼ିକ ପୂର୍ବପରି କଠିନ (ଟାଣ) ହୋଇ ରହିଲା । ସେ ତା’ର ସ୍ତ୍ରୀକୁ ଅଧିକ ପାଣି ଦେଇ ସିଝାଇବାକୁ କହିଲା ।
(୪) ସେହିଦିନ ସନ୍ଧ୍ୟାରେ ତା’ର ଶାଶୁ-ଶ୍ଵଶୁର ସେମାନଙ୍କର ଜ୍ୱାଇଁ ଘରକୁ ଆସିଲେ । ଜ୍ଵାଇଁ ଜଣଙ୍କ ତାଙ୍କୁ ବାଉଁଶ ତରକାରି ଖାଇବାକୁ ଦେଲେ । ଶାଶୁ-ଶ୍ଵଶୁର ତାଙ୍କର ନିର୍ବୋଧ (ବୋକା) ଜ୍ୱାଇଁ ଆଡ଼କୁ ଅନାଇ ହସିଲେ । ସେମାନେ ତାକୁ କହିଲେ, ‘ବାଉଁଶ ତରକାରି କୋମଳ (ନରମ) ବାଉଁଶ ଗଜାରେ ତିଆରି ହୁଏ କିନ୍ତୁ ଶୁଖିଲା ବାଉଁଶ କାଠି ଖଣ୍ଡଗୁଡ଼ିକରେ ନୁହେଁ ।

Comprehension Questions : (ବୋଧମୂଳକ ପ୍ରଶ୍ନବଳୀ)

Question 1.
Who did he ask to prepare bamboo curry?
(ସେ କାହାକୁ ବାଉଁଶ ତରକାରି ପ୍ରସ୍ତୁତ କରିବାକୁ କହିଲା ?)
Answer:
He asked his wife to prepare bamboo curry.

Question 2.
How did he help his wife ?
(କିପରି ସେ ତା’ ସ୍ତ୍ରୀକୁ ସାହାଯ୍ୟ କଲା ?)
Answer:
He helped his wife in chopping the dry bamboo sticks.

Question 3.
When the bamboo did not boil what did he ask his wife to do?
(ଯେତେବେଳେ ବାଉଁଶ ଖଣ୍ଡଗୁଡ଼ିକ ସିଝିଲା ନାହିଁ, ସେ ତା’ସ୍ତ୍ରୀକୁ କ’ଣ କରିବାକୁ କହିଲା ?)
Answer:
When the bamboo pieces did not boil, he asked his wife to put more water and boil.

Question 4.
Who came to his house?
(କିଏ ଜ୍ଵାଇଁ ଘରକୁ ଆସିଲେ ?)
Answer:
His in-laws came to his house.

Question 5.
Where from is the bamboo curry made?
(କେଉଁଥୁରୁ ବାଉଁଶ ତରକାରି ପ୍ରସ୍ତୁତ ହୁଏ ?)
Answer:
The bamboo curry is made from soft bamboo shoots.

BSE Odisha 6th Class English Solutions Follow-Up Lesson 2 Bamboo Curry

Session – 3 (ସୋପାନ – ୩):
III. Post-Reading (ପଢ଼ିସାରିବା ପରେ):

1. Writing (ଲେଖ୍) :
(a) Answer the following questions.
(ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

(i) What is the story about ?
(ଗପଟି କାହା ଉପରେ ଆଧାରିତ ?)
Answer:
The story is about a foolish Santal son-in-law.

(ii) What curry did the mother-in-law prepare?
(କେଉଁ ତରକାରି ଶାଶୁ ତିଆରି କଲେ ?)
Answer:
The mother-in-law prepared “Bamboo Curry”.

(iii) Is the son-in-law foolish ? Why ?
(ଜ୍ଵାଇଁଟି ନିର୍ବୋଧ ଥିଲା କି ? କାହିଁକି ?)
Yes, the ____________ because he asked ____________ out of dry bamboo.
Answer:
Yes, the son-in-law was very foolish because he asked his wife to prepare bamboo curry out of dry bamboo.

BSE Odisha 6th Class English Solutions Follow-Up Lesson 2 Bamboo Curry

Word Note (ଶବ୍ଦାର୍ଥ):
(The words / phrases have been defined mostly on contextual meanings.) (ଶବ୍ଦ । ଖଣ୍ଡବାକ୍ୟଗୁଡ଼ିକ ଅଧ୍ଵଂଶତଃ ପ୍ରସଙ୍ଗଗତ ଅର୍ଥ ଉପରେ ନିର୍ଭର କରି ବ୍ୟାଖ୍ୟା କରାଯାଇଛି ।)

ashamed – feeling shame, ଲଜ୍ଜା ଅନୁଭବ
bamboo curry – a kind of dish (food) made out of young bamboo plants ବାଉଁଶ ଗଜା ତରକାରି
bamboo shoot- new-young bamboo plants, ବାଉଁଶ ଗଜା
chopping- cutting into small pieces, ଖଣ୍ଡ ଖଣ୍ଡ କରି କାଟିବା ସ୍ବାଦିଷ୍ଟ,ସୁସ୍ବାଦୁ
delicious- tasty (food), ସ୍ଵାଦିଷ୍ଟ, ସୁସ୍ୱାଦୁ
dishes- food items, curry, ତରକାରି, ସ୍ଵାଦିଷ୍ଟ ବ୍ୟଞ୍ଜନ
folk-tale- popular story of a community, କଥୁତଳ୍ପ
gentlest- very kind (behaviour) ବହୁତ ଦୟାଳୁ (ଆଚରଣ)
heaved a great sign of relief- feel relieved,ଆରାମ ଅନୁଭବ କର |
high sounding words- difficult words, କଠିନ ବା ବଡ଼ ବଡ଼ ଶବ୍ଦ
impolite- not good behaviour, rude, ଭଲ ବ୍ୟବହାର ନୁହେଁ
lamb- young sheep, ଛୋଟ ମେଣ୍
offered- gave, served, ଦେଲେ, (ଖାଦ୍ୟ) ପରିବେଷଣ କଲେ
piled high – kept (things) in a heap, ଗଦା, ସ୍ତୂପ
plucking- collecting (from a tree) ସଂଗ୍ରହ (ଏକ ଗଛରୁ)
pointed – showed hand towards (bamboo door), ହାତ ଦେଖାଇ ନିର୍ଦ୍ଦେଶିତ କଲେ
preferred – chose, ପସନ୍ଦ କଲେ ବା ଆଗ୍ରହ ଦେଖାଇଲେ
quack – a self claimed ignorant practitioner, ଶଠ ବଇଦ | ଠକ ବଇଦ
smeared- spread something (substance) on body, ବୋଳି ହୋଇଗଲା, ଲାଗିଗଲା
stiff- hard, କଠିନ
thought of- got an idea, ଗୋଟିଏ ଉପାୟ ଚିନ୍ତା କଲେ
thrashed- beat, ମାଡ଼ିଦେଲେ, ପିଟିଲେ

Leave a Comment