BSE Odisha Class 6 English Solutions Follow-Up Lesson 4 The Three Questions

Odisha State Board BSE Odisha 6th Class English Solutions Follow-Up Lesson 4 The Three Questions Textbook Exercise Questions and Answers.

BSE Odisha Class 6 English Solutions Follow-Up Lesson 4 The Three Questions

BSE Odisha 6th Class English Follow-Up Lesson 4 The Three Questions Text Book Questions and Answers

Session – 1 ( ସୋପାନ – ୧)

I. Pre-Reading (ପଢ଼ିବା ପୂର୍ବରୁ):
Here is a similar story for you. Read the story and do the activities. Some activities are given. The rest of the activities will be designed by your teacher. S/he will write them on the blackboard and help you do the tasks.
(ଏଠାରେ ତୁମ ପାଇଁ ଗୋଟିଏ ଏକାପରି ଗପ ଅଛି । ଗପଟିକୁ ପଢ଼ ଏବଂ କାର୍ଯ୍ୟାବଳୀଟିକୁ କର । କେତେକ କାର୍ଯ୍ୟାବଳୀ ଦିଆଯାଇଛି । ଅବଶିଷ୍ଟ କାର୍ଯ୍ୟାବଳୀ ତୁମ ଶିକ୍ଷକଙ୍କଦ୍ୱାରା ପ୍ରସ୍ତୁତ କରାଯିବ । ସେ (ପୁ/ସ୍ତ୍ରୀ) ସେଗୁଡ଼ିକୁ କଳାପଟାରେ ଲେଖିଦେବେ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର କରିବାରେ ତୁମକୁ ସାହାଯ୍ୟ କରିବେ ।)

BSE Odisha Class 6 English Solutions Follow-Up Lesson 4 The Three Questions

II. While-Reading (ପଢ଼ିବା ସମୟରେ)
Text – (ପାଠ୍ୟବସ୍ତୁ)

Read paragraphs 1-3 silently and answer the questions that follow.
(ଅନୁଚ୍ଛେଦ ୧ – ୩ କୁ ନୀରବରେ ପଢ଼ା ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)
1. Once there was a great king in Germany. He liked soldiers very much because he was a good soldier himself. He had a special liking for one section of tall soldiers in his army. He kept that section under his own care and loved to watch it. He wanted to make it the best section of the army and tried hard to get the best men for it.
BSE Odisha Class 6 English Solutions Follow-Up Lesson 4 The Three Questions Q.1
2. At the first meeting, the king used to ask every new soldier the following three questions.
“How old are you?
How long have you served me already?
Do you like the food or the quarters here ?”

3. Once a man from another country came to join the German army. He did not know the German language, “How can I answer the king’s questions ?” he said, “I can’t understand them.”

ଓଡ଼ିଆ ଅନୁବାଦ :
(୧) ଏକଦା (ଥରେ) ଜର୍ମାନୀ ଦେଶରେ ଜଣେ ବିଶିଷ୍ଟ (ମହାନ୍) ରାଜା ଥିଲେ । ସେ ସୈନିକମାନଙ୍କୁ ବହୁତ ଭଲ ପାଉଥିଲେ କାରଣ ସେ ନିଜେ ଜଣେ ଭଲ ସୈନିକ ଥିଲେ । ତାଙ୍କର ତାଙ୍କ ସୈନ୍ୟବାହିନୀର ଏକ ଡେଙ୍ଗା ସୈନ୍ୟ ବିଭାଗ ପାଇଁ ସ୍ବତନ୍ତ୍ର ପସନ୍ଦ|ରୁଚି ଥିଲା । ସେ ସେହି ସୈନ୍ୟ ବିଭାଗ (ଦଳକୁ) ତାଙ୍କ ନିଜ ଦାୟିତ୍ଵରେ ରଖିଥିଲେ ଏବଂ ଏହାକୁ ଦେଖିବାକୁ ଭଲ ପାଉଥିଲେ । ସେ ଏହାକୁ ସୈନ୍ୟବାହିନୀର ସବୁଠାରୁ ଭଲ ବିଭାଗ (ଦଳ) ରୂପେ ଗଢ଼ିବାକୁ ଚାହୁଁଥିଲେ ଏବଂ ଏଥ‌ିପାଇଁ ସର୍ବୋତ୍ତମ ଲୋକମାନଙ୍କୁ ପାଇବାକୁ ବହୁତ ଚେଷ୍ଟା କରୁଥିଲେ ।

(୨) ପ୍ରଥମ ସାକ୍ଷାତ୍‌ରେ ରାଜା ପ୍ରତ୍ୟେକ ନୂଆ ସୈନିକଙ୍କୁ ପ୍ରାୟତଃ ନିମ୍ନଲିଖ୍ ତିନିଗୋଟି ପ୍ରଶ୍ନ ପଚାରୁଥିଲେ ।
ତୁମେ କେତେ ସମୟଧରି ମୋତେ ସେବା ପ୍ରଦାନ କରିଛ ? ତୁମେ ଏଠାରେ ଖାଦ୍ୟ କିମ୍ବା ବାସଗୃହ ପସନ୍ଦ କରୁଛ ?

(୩) ଥରେ ଅନ୍ୟ ଦେଶରୁ ଜଣେ ଲୋକ ଜର୍ମାନ୍ ସୈନ୍ୟବାହିନୀରେ ଯୋଗଦେବାକୁ ଆସିଲେ । ସେ ଜର୍ମାନ୍ ଭାଷା ଜାଣି ନଥୁଲେ, ସେ କହିଲେ, ‘‘କିପରି ମୁଁ ରାଜାଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବି ? ମୁଁ ତ ସେଗୁଡ଼ିକୁ ବୁଝିପାରିବି ନାହିଁ ।?

BSE Odisha Class 6 English Solutions Follow-Up Lesson 4 The Three Questions

Comprehension Questions – (ବୋଧମୂଳକ ପ୍ରଶ୍ନବଳୀ) :

Question 1.
Why did the king like soldiers ?
(କାହିଁକି ରାଜା ସୈନ୍ୟବାହିନୀକୁ ଭଲ ପାଉଥିଲେ ?)
Answer:
The king liked soldiers very much because he was a good soldier himself.

Question 2.
How many questions did the king ask a new soldier?
(ଜଣେ ନୂଆ ସୈନିକକୁ ରାଜା କେତେଗୋଟି ପ୍ରଶ୍ନ ପଚାରୁଥିଲେ ?)
Answer:
The king used to ask three questions to a new soldier.

Question 3.
What was the problem with the new soldier?
(ନୂଆ ସୈନିକର କ’ଣ ସମସ୍ୟା ଥିଲା ?)
Answer:
The problem with the new soldier was that he did not know the German language.

BSE Odisha Class 6 English Solutions Follow-Up Lesson 4 The Three Questions

Session – 2 (ସୋପାନ – ୨)
III. Post-Reading (ପଢ଼ିସାରିବା ପରେ)

Read paragraphs 4-6 silently and answer the questions that follow.
(ଅନୁଚ୍ଛେଦ ୪ – ୬ କୁ ନୀରବରେ ପଢ଼ ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)
4. His officer told him all three questions and the way of answering them. He said the king always asked the same questions in the same order. So the soldier decided to answer them in that order

5. One day the king came to visit the army. He saw the new soldier and began to ask him questions. But this time the questions were in a different order. The soldier did not know this because he did not. understand the king’s words at all.
BSE Odisha Class 6 English Solutions Follow-Up Lesson 4 The Three Questions Q.2
6. King: How long have you been in my service?
Soldier: Thirty years, sir.
King: How is it? You look so young! What’s your age?
Soldier: Three weeks, sir.
King: What do you mean? Are you mad, or am I?
Soldier: Both sir.

BSE Odisha Class 6 English Solutions Follow-Up Lesson 4 The Three Questions

ଓଡ଼ିଆ ଅନୁବାଦ :
(୪). ତାଙ୍କର ଉଚ୍ଚ/ପଦସ୍ଥ କର୍ମଚାରୀ ତାଙ୍କୁ ସମସ୍ତ ତିନୋଟି ପ୍ରଶ୍ନ ଏବଂ ସେଗୁଡ଼ିକୁ ଉତ୍ତରଦେବା ଶୈଳୀ କହିଦେଲେ । ସେ କହିଲେ ଯେ ରାଜା ସର୍ବଦା ସେହି ଏକା ପ୍ରଶ୍ନ ଏକାକ୍ରମରେ ପଚାରନ୍ତି । ତେଣୁ ସୈନିକଟି ସ୍ଥିରକଲା ସେଗୁଡ଼ିକୁ ସେହି କ୍ରମରେ ଉତ୍ତର ଦେବାକୁ ।
(୫) ଦିନେ ରାଜା ସୈନ୍ୟବାହିନୀକୁ ପରିଦର୍ଶନ କରିବାକୁ ଆସିଲେ । ସେ ନୂଆ ସୈନିକକୁ ଦେଖିଲେ ଏବଂ ତାଙ୍କୁ ପ୍ରଶ୍ନଗୁଡ଼ିକ ପଚାରିବାକୁ ଆରମ୍ଭ କଲେ । କିନ୍ତୁ ଏଥର ପ୍ରଶ୍ନଗୁଡ଼ିକ ଭିନ୍ନ କ୍ରମରେ ଥିଲା । ସୈନିକଟି ଏହା ଜାଣିନଥୁଲା କାରଣ ସେ ରାଜାଙ୍କର ଶବ୍ଦଗୁଡ଼ିକୁ ଆଦୌ ବୁଝିପାରୁ ନଥିଲା ।

(୬) ରାଜା: କେତେକାଳ ହେଲା ତୁମେ ମୋ’ର ସେବାରେ ନିୟୋଜିତ ଅଛ ?
ସନିକ: ତିରିଶ ବର୍ଷ, ମହାଶୟ ।
ରାଜା: ଏହା କିପରି ସମ୍ଭବ ? ତୁମେ ଏତେ ଯୁବକ/କମ୍ ବୟସର ଦେଖାଯାଉଛ ? ତୁମର ବୟସ କେତେ ?
ସନିକ: ତିନି ସପ୍ତାହ, ମହାଶୟ ।
ରାଜା: ତୁମେ କ’ଣ ଭାବୁଛ ? ତୁମେ ପାଗଳ ନା ମୁଁ ?
ସନିକ: ଉଭୟ, ମହାଶୟ ।

Comprehension Questions – (ବୋଧମୂଳକ ପ୍ରଶ୍ନବଳୀ) :

Question 1.
Who helped the new soldier in preparing to answer the king’s questions?
(କିଏ ନୂଆ ସୈନିକକୁ ରାଜାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କଲା ?)
Answer:
His officer helped the new soldier, in preparing to answer the king’s questions.

Question 2.
What did the king ask first?
(ରାଜା ପ୍ରଥମେ କ’ଣ ପଚାରିଲେ ?)
Answer:
The king first asked, “How long have you been in my service?

BSE Odisha Class 6 English Solutions Follow-Up Lesson 4 The Three Questions

Question 3.
What did the soldier answer?
(ସୈନିକଟି କ’ଣ ଉତ୍ତର ଦେଲା ?)
Answer:
The soldier answered, “Thirty years, sir.”

Session – 3 ( ସୋପାନ – ୩)
III. Post-Reading (ପଢ଼ିସାରିବା ପରେ)

1. Writing- (ଲେଖୁବା) :
(a) Answer the following questions
(କବିତାଟି କେଉଁ ବିଷୟରେ ଆଧାରିତ ?)

(i) Why did the king like soldiers?
(କାହିଁକି ରାଜା ସୈନିକମାନଙ୍କୁ ଭଲ ପାଉଥିଲେ ?)
Answer:
The king liked the soldiers very much because he was a good soldier himself.

BSE Odisha Class 6 English Solutions Follow-Up Lesson 4 The Three Questions

(ii) How many questions did the king ask?
(ରାଜା କେତୋଟି ପ୍ରଶ୍ନ ପଚାରିଲେ ?)
Answer:
The king asked three questions.

(iii) What was the problem with the new soldier ?
(ନୂଆ ସୈନିକର କ’ଣ ସମସ୍ୟା ଥିଲା ?)
The solder did not know.
Answer:
The soldier did not know the German language. So the problem with the new soldier was how he could answer the king’s questions.

(iv) Who helped him?
(କିଏ ତାକୁ ସାହାଯ୍ୟ କଲା ?)
Answer:
His officer helped him to answer the king’s questions.

BSE Odisha Class 6 English Solutions Follow-Up Lesson 4 The Three Questions

(v) Did the help work ?
(ସାହାଯ୍ୟଟି କାମରେ ଲାଗିଲା କି ?)
Answer:
No, the help did not work at all.

(vi) Why? (କାହିଁକି ?)
Because the king did
Answer:
Because the king did not ask the same questions in the same order. As the questions were in a different order, the soldier did not answer the king’s questions correctly.

b. Match the questions under ‘A’ with the answers under ‘B’.
(‘A” ତଳେ ଥ‌ିବା ପ୍ରଶ୍ନଗୁଡ଼ିକୁ ‘B’ ତଳେ ଥିବା ଉତ୍ତରଗୁଡ଼ିକ ସହ ମିଳାଅ ।)
BSE Odisha Class 6 English Solutions Follow-Up Lesson 4 The Three Questions Q.1
Answer:
BSE Odisha Class 6 English Solutions Follow-Up Lesson 4 The Three Questions Q.1Ans

BSE Odisha Class 6 English Solutions Follow-Up Lesson 4 The Three Questions Q.2
Answer:
BSE Odisha Class 6 English Solutions Follow-Up Lesson 4 The Three Questions Q.2Ans

Now write on what really happened based on your matching.
(ବର୍ତ୍ତମାନ ତୁମର ଯୋଡ଼ିବାକୁ ଭିତ୍ତିକରି ଯାହା ପ୍ରକୃତରେ ଘଟିଗଲା ଲେଖ ।)
When the king asked, “________ old _______?” The soldier replied, “__________” . Next , when he “How long _________ ?” The soldier replied, “___________”Finally, When____________________________ The soldier replied,___________________.
Answer:
When the king asked, “How old are you ?” The soldier replied, “Three weeks, sir.” Next, when he asked, “How long have you served me already? The soldier replied, “Thirty years, sir.” Finally, when the king asked. “Do you like the food or the quarters here ?’’ The soldier replied, “Both sir.’’

BSE Odisha Class 6 English Solutions Follow-Up Lesson 4 The Three Questions

Word Note – (ଶବ୍ଦାର୍ଥ)
(The words / phrases have been defined mostly on contextual meanings.)
(ଶବ୍ଦ । ଖଣ୍ଡବାକ୍ୟଗୁଡ଼ିକ ଅଧିକାଂଶତଃ ପ୍ରସଙ୍ଗଗତ ଅର୍ଥ ଉପରେ ନିର୍ଭର କରି ବ୍ୟାଖ୍ୟା କରାଯାଇଛି ।)

great – ବହୁତ ଭଲ
soldier – ସନିକ
liking – ପସନ୍ଦ
section – ବିଭାଗ
tall – ଲମ୍ବା
army – ସେନା
own – ନିଜର
care – ଯତ୍ନ
hard – କଠିନ
used to – ଅଭ୍ୟସ୍ତ
served – ପରିବେଷିତ
quarters – କ୍ୱାର୍ଟର୍ସ
German language – ଜର୍ମାନ ଭାଷା
order – କ୍ରମ
understand – ମୋତେ ବୁ
mad – ପାଗଳ
developed – ବିକଶିତ
satisfaction – ସନ୍ତୁଷ୍ଟ
anger – କ୍ରୋଧ
deaf – ବଧିର
seriously ill – ଗୁରୁତର ଅସୁସ୍ଥ
special liking- ବିଶେଷ ପସନ୍ଦ
same order – ସମାନ କ୍ରମ
decided – ସ୍ଥିର କଲା
visit – ପରିଦର୍ଶନ କରନ୍ତୁ
how long – କେତେ ଦିନ
began – ଆରମ୍ଭ ହେଲା
at all – ସବୁ ସମୟରେ
service – ସେବା
so young – ଏତେ ଯୁବକ
age – ବୟସ
weeks – ସପ୍ତାହଗୁଡିକ
mean – ଅର୍ଥ
both – ଉଭୟ
classmate – ସହପାଠୀ
problems – ସମସ୍ୟାଗୁଡିକ
finally – ଶେଷରେ

Leave a Comment