Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7 Textbook Exercise Questions and Answers.
BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7
Question 1.
a = 3 ଓ b = 5 ହେଲେ ନିମ୍ନ ରାଶିଗୁଡ଼ିକର ମାନ ନିର୍ଣ୍ଣୟ କର ।
(i) 2a + b
ସମାଧାନ:
2a + b
= 2.3 + 5
= 6 + 5 = 11
(ii) 2b – 3a
ସମାଧାନ:
2b – 3a
= 2.5 – 3.3
= 10 – 9 = 1
(iii) 1 + ab
ସମାଧାନ:
1 + ab
= 1 + 3.5
= 1 + 15 = 16
(iv) \(\frac{a+3 b}{6}\)
ସମାଧାନ:
\(\frac{a+3 b}{6}\)
= \(\frac{3+3.5}{6}\)
= \(\frac{3+15}{6}\)
= \(\frac{18}{6}\) = 3
Question 2.
x = 8, y = 3 ଓ z = 4 ହେଲେ ନିମ୍ନ ରାଶିଗୁଡ଼ିକର ମାନ ନିରୂପଣ କର ।
(i) x + 2y + 3z
ସମାଧାନ:
x + 2y + 3z
= 8 + 2.3 + 3.4
= 8 + 6 + 12 = 26
(ii) 2x + 3y – 5z
ସମାଧାନ:
2x + 3y – 5z
= 2.8 + 3.3 – 5.4
= 16 + 9 – 20
= 25 – 20 = 5
(iii) 7z – 4y – 2x
ସମାଧାନ:
7z – 4y – 2x
= 7.4 – 4.3 – 2.8
= 28 – 12 – 16
= 16 – 16 = 0
Question 3.
x = 2 ଓ y = 3 । ଜଣେ ପିଲାକୁ xy ର ମାନ ନିର୍ଣ୍ଣୟ କରିବାକୁ କୁହାଗଲା । ସେ xy ର ମାନ 23 ଲେଖିଲା । ସେ ଠିକ୍ କରି ଲେଖୁଥିଲା କି ? କାହିଁକି ?
ସମାଧାନ:
ସେ ଠିକ୍ ଲେଖୁନଥିଲା କାରଣ xyର x ସହିତ y ଗୁଣନ କରାଯାଇଛି ।
ତେଣୁ xyର ମାନ = 2 × 3 = 6 ହେବ ।
Question 4.
a = 4, b = 3 ଓ c = 5 । 2a + 3b + 6c ର ମାନ ନିର୍ଣ୍ଣୟ କରିବାକୁ ଯାଇ ଗୀତା 24 + 33 + 45 ଲେଖିଲା । ତାର ଉତ୍ତର ଠିକ୍ କି ? କାରଣ ଲେଖ ।
ସମାଧାନ:
2a + 3b + 6c ର ମାନ = 24 + 33 + 45 ଠିକ୍ ନୁହେଁ ।
କାରଣ a, b ଓ c ର ମାନଗୁଡ଼ିକ ସହଗ ସହିତ ଗୁଣନ କରାଯାଇନାହିଁ ।
2a + 3b + 6c
= 2 × 4 + 3 × 3 + 6 × 5
= 8 + 9 + 30 = 47