BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 6 ଦଶମିକ ସଂଖ୍ୟା InText Questions

ନିମ୍ନ ସାରଣୀଟିର ଖାଲିସ୍ଥାନ ପୂରଣ କର ।

ଭଗ୍ନାଂଶ \(\frac{4}{10}\) \(\frac{5}{100}\) \(\frac{27}{10}\) 1 \(\frac{1}{10}\) 2 \(\frac{1}{100}\) 15 \(\frac{3}{10}\)
ଦଶମିକ ଭଗ୍ନାଂଶ

ସମାଧାନ:

ଭଗ୍ନାଂଶ \(\frac{4}{10}\) \(\frac{5}{100}\) \(\frac{27}{10}\) 1 \(\frac{1}{10}\) 2 \(\frac{1}{100}\) 15 \(\frac{3}{10}\)
ଦଶମିକ ଭଗ୍ନାଂଶ 0.4 0.05 2.7 1.1 2.01 15.3

(କ) 1 ସେ.ମି.. = _____  ମି.ମି
ସମାଧାନ:
10

(ଖ) 1 ମି.ମି = _____ ସେ.ମି.
ସମାଧାନ:
\(\frac{1}{10}\)

(ଗ) ରବିର ପେନ୍‌ସିଲ୍‌ର ଦୈର୍ଘ୍ୟ = 7 ସେ.ମି. 2 ମି.ମି. = _____ .ସେ.ମି.
ସମାଧାନ:
7.2

(ଘ) ଶରତର ପେନ୍‌ସିଲ୍‌ର ଦୈର୍ଘ୍ୟ = 8 ସେ.ମି 3 ମି.ମି.= _____ ସେ.ମି.
ସମାଧାନ:
8.3

(ଙ) 24.57 କୁ ଉଭୟ ବିସ୍ତାରିତ ରୂପରେ ଓ ସ୍ଥାନୀୟମାନ ସାରଣୀ ବ୍ୟବହାର କରିଲେଖ ।
ସମାଧାନ:
24.57 କୁ ବିସ୍ତାରିତ ରୂପରେ ଲେଖୁ 24.57 = 20 + 4 + \(\frac{5}{10}+\frac{7}{100}\)
24.57କୁ ଚବିଶ ଦଶମିକ ପାଞ୍ଚ ସାତ ଭାବେ ପଢ଼ାଯାଏ । 
24.57 କୁ ସ୍ଥାନୀୟମାନ ସାରଣୀ କରି ଲେଖୁ

ଦଶକ ଏକକ ଦଣାଂଣ ଣତାଂଣ
2 4 5 7

⇒ ଦତ୍ତ ଭଗ୍ନାଂଶଗୁଡ଼ିକୁ ଦଶମିକ ସଂଖ୍ୟାରେ ପ୍ରକାଶ କର । \(\frac{3}{2}, \frac{4}{5}, \frac{17}{5}\)
ସମାଧାନ:
\(\frac{3}{2}=\frac{3 \times 5}{2 \times 5}=\frac{15}{10}=1 \frac{5}{10}\) = 1.5
\(\frac{4}{5}=\frac{4 \times 2}{5 \times 2}=\frac{8}{10}\) = 0.8
\(\frac{17}{5}=\frac{17 \times 2}{5 \times 2}=\frac{34}{10}=3 \frac{4}{10}\) = 3.4

BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା InText Questions

(i) 2 ଟଙ୍କା 5 ପଇସା ଏବଂ 2 ଟଙ୍କା 50 ପଇସାକୁ ଟଙ୍କାରେ ପରିଣତ କର । 
ସମାଧାନ:
2 ଟଙ୍କା 5 ପଇସା = 2.05 ଟଙ୍କା, 2 ଟଙ୍କା 50 ପଇସା = 2.50 ଟଙ୍କା

(ii) 20 ଟଙ୍କା 17 ପଇସା ଏବଂ 21 ଟଙ୍କା 75 ପଇସାକୁ ଟଙ୍କାରେ ପରିଣତ କର ।
ସମାଧାନ:
20 ଟଙ୍କା 17 ପଇସା = 20.17 ଟଙ୍କା , 21 ଟଙ୍କା  75 ପଇସା = 21.75 ଟଙ୍କା

ଦଶମିକ ସଂଖ୍ୟାରେ ପରିଣତ କର –
(କ) 4 ମି.ମି. କୁ ସେ.ମି.ରେ ପ୍ରକାଶ କର।
ସମାଧାନ:
4 ମି.ମି. = \(\frac{4}{10}\) ସେ.ମି. = 0.4 ସେ.ମି.

(ଖ) 7 ସେ.ମି. 5 ମି.ମି.କୁ ସେ.ମି.ରେ ପ୍ରକାଶ କର ।
ସମାଧାନ:
7 ସେ.ମି. 5 ମି.ମି. = 7 ସେ.ମି. + \(\frac{5}{10}\) ସେ.ମି. = 7 \(\frac{5}{10}\) ସେ.ମି. = 7.5 ସେ.ମି.

(ଗ) 52 ମିଟରକୁ କି.ମି.ରେ ପ୍ରକାଶ କର।
ସମାଧାନ:
52 ମି. = \(\frac{52}{1000}\) କି.ମି. = 0.052 କି.ମି.

(ଘ) 152 ମିଟରକୁ କି.ମି.ରେ ପ୍ରକାଶ କର।
ସମାଧାନ:
152 ମି. = \(\frac{152}{1000}\) କି.ମି. = 0.152 କି.ମି.

(ଙ) 456 ଗ୍ରାମ୍‌କୁ କି.ଗ୍ରା.ରେ ପରିଣତ କର | 
ସମାଧାନ:
456 ଗ୍ରାମ୍‌ = \(\frac{456}{1000}\) କି.ଗ୍ରା. = 0.456 କି.ଗ୍ରା.

(ଚ) 2015 ଗ୍ରାମ୍‌କୁ କି.ଗ୍ରା.ରେ ପରିଣତ କର। 
ସମାଧାନ:
2015 ଗ୍ରାମ୍‌ = \(\frac{2015}{1000}\) କି.ଗ୍ରା. = (2 + \(\frac{015}{1000}\)) କି.ଗ୍ରା. = 2 କି.ଗ୍ରା. + 0.015 କି.ଗ୍ରା. = 2.015 କି.ଗ୍ରା.

(ଛ) 3 କି.ଗ୍ରା. 25 ଗ୍ରାମ୍‌କୁ କି.ଗ୍ରା.ରେ ପରିଣତ କର। 
ସମାଧାନ:
3 କି.ଗ୍ରା. 25 ଗ୍ରାମ୍‌ = 3 କି.ଗ୍ରା. + \(\frac{25}{1000}\) କି.ଗ୍ରା. = (3 + \(\frac{25}{1000}\)) କି.ଗ୍ରା. = 3.025 କି.ଗ୍ରା.

Leave a Comment