Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.5 Textbook Exercise Questions and Answers.
BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.5
Question 1.
ନିମ୍ନ ଭଗ୍ନସଂଖ୍ୟାଗୁଡ଼ିକର ପାଞ୍ଚଟି ଲେଖାଏଁ ସମ ଭଗ୍ନସଂଖ୍ୟା ନିର୍ଣ୍ଣୟ କର।
(କ) \frac{2}{3}
ସମାଧାନ:
(ଖ) \frac{1}{3}
ସମାଧାନ:
(ଗ) \frac{2}{3}
ସମାଧାନ:
‘କ’ ର ଉତ୍ତର ଦେଖ ।
(ଘ) \frac{5}{9}
ସମାଧାନ:
Question 2.
\frac{2}{5} ଭଗ୍ନସଂଖ୍ୟାର ଏକ ସମ ଭଗ୍ନସଂଖ୍ୟା ସ୍ଥିର କର, ଯାହାର ଲବ 6 ହେବ।
ସମାଧାନ:
= \frac{2 \times 3}{5 \times 3}=\frac{6}{15}
Question 3.
\frac{15}{27} ର ଏକ ସମ ଭଗ୍ନସଂଖ୍ୟା ସ୍ଥିର କର, ଯାହାର ହର 9 ହେବ।
ସମାଧାନ:
= \frac{15 \div 3}{27 \div 3}=\frac{5}{9}
Question 4.
\frac{2}{7} ର ଏକ ସମ ଭଗ୍ନସଂଖ୍ୟା ସ୍ଥିର କର, ଯାହାର ହର 63 ହେବ।
ସମାଧାନ:
= \frac{2 \times 9}{7 \times 9}=\frac{18}{63}
Question 5.
\frac{2}{3} ଓ \frac{3}{4} ପ୍ରତ୍ୟେକ ଭଗ୍ନସଂଖ୍ୟା ଲାଗି 12 ହର ବିଶିଷ୍ଟ ଗୋଟିଏ ଗୋଟିଏ ସମ ଭଗ୍ନସଂଖ୍ୟା ଲେଖ।
ସମାଧାନ:
\frac{2}{3}=\frac{2 \times 4}{3 \times 4}=\frac{8}{12},\frac{3}{4}=\frac{3 \times 3}{4 \times 3}=\frac{9}{12}
Question 6.
\frac{3}{8}, \frac{5}{6} ଓ \frac{7}{12} ପ୍ରତ୍ୟେକ ଭଗ୍ନସଂଖ୍ୟା ଲାଗି 24 ହରବିଶିଷ୍ଟ ଗୋଟିଏ ଗୋଟିଏ ସମ ଭଗ୍ନସଂଖ୍ୟା ଲେଖ ।
ସମାଧାନ:
\frac{3}{8}=\frac{3 \times 3}{8 \times 3}=\frac{9}{24}, \frac{5}{6}=\frac{5 \times 4}{6 \times 4}=\frac{20}{24}, \frac{7}{12}=\frac{7 \times 2}{12 \times 2}=\frac{14}{24}
Question 7.
\frac{3}{8} ର ସମ ଭଗ୍ନସଂଖ୍ୟା ଲେଖିବା ବେଳେ 15,24 ଓ 32 ମଧ୍ୟରୁ କେଉଁଟିକୁ ହର ରୂପେ ବ୍ୟବହାର କରାଯାଇ ପାରିବ ନାହିଁ? କାରଣ କ’ଣ?
ସମାଧାନ:
\frac{3}{8} ର ସମଭଗ୍ନାଂଶ ଲେଖୁବେଳେ 15, 24 ଓ 32 ମଧ୍ୟରୁ 15 କୁ ହର ରୂପେ ବ୍ୟବହାର କରାଯାଇପାରିବ ନାହିଁ ।
24 = 8 × 3, 32 = 8 × 4
ଏଠାରେ 24, 32 ର 8 ଏକ ଗୁଣନୀୟକ ହୋଇଥିବାବେଳେ 8, 15 ର ଏକ ଗୁଣନୀୟକ ନୁହେଁ ।