BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5

Question 1.
ତଳେ ଦିଆଯାଇଥିବା ସାରଣୀକୁ ପୂରଣ କର, ଯେପରି ସାମାନ୍ତରିକ ଚିତ୍ର ସମ୍ବନ୍ଧରେ ‘ହଁ’ ବା ‘ନାହିଁ’ ପୂରଣ କରାଯାଇଛି । (ପ୍ରଶ୍ନ ସହ ଉତ୍ତର)
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 1
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 2

Question 2.
ପ୍ରତ୍ୟେକ ଉକ୍ତିର ତଳେ ଥିବା ବନ୍ଧନୀ ମଧ୍ଯରୁ ଉପଯୁକ୍ତ ତଥ୍ୟ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସାମାନ୍ତରିକ ଚିତ୍ରର _________ ସମାନ ହେଲେ ଚିତ୍ରଟି ରମ୍ବସ୍ ହୁଏ ।
(କୋଣର ପରିମାଣ, ସମସ୍ତ ବାହୁର ଦୈର୍ଘ୍ୟ, କର୍ଣ୍ଣଦ୍ୱୟର ଦୈର୍ଘ୍ୟ)
ସମାଧାନ:
ସମସ୍ତ ବାହୁର ଦୈର୍ଘ୍ୟ

(ଖ) ଏକ _________ ର କୋଣମାନ ସମକୋଣ ହେଲେ ଚିତ୍ରଟି ଆୟତଚିତ୍ର ହେବ ।
(ବର୍ଗଚିତ୍ର, ସାମାନ୍ତରିକ ଚିତ୍ର, ରମ୍ବସ)
ସମାଧାନ:
ସାମାନ୍ତରିକ ଚିତ୍ର

(ଗ) ଏକ ଆୟତଚିତ୍ରର _________ ସମାନ ହେଲେ ଚିତ୍ରଟି ବର୍ଗଚିତ୍ର ହେବ ।
(ସମସ୍ତ ବାହୁର ଦୈର୍ଘ୍ୟ, ସମସ୍ତ କୋଣର ପରିମାଣ )
ସମାଧାନ:
ସମସ୍ତ ବାହୁର ଦୈର୍ଘ୍ୟ

(ଘ) କୌଣସି ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର ହେଲେ ଚିତ୍ରଟି _________ ହେବ ।
(ରମ୍ବସ, ବର୍ଗଚିତ୍ର, ଟ୍ରାପିଜିୟମ୍ )
ସମାଧାନ:
ଟ୍ରାପିଜିୟମ୍

(ଙ) କୌଣସି ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁ ସମାନ୍ତର ହେଲେ ଚିତ୍ରଟି _________ ହେବ ।
(ବର୍ଗଚିତ୍ର, ଆୟତଚିତ୍ର, ସାମାନ୍ତରିକ ଚିତ୍ର)
ସମାଧାନ:
ସାମାନ୍ତରିକ ଚିତ୍ର

(ଚ) ABCD ଚତୁର୍ଭୁଜର A͞B ସମାନ୍ତର C͞D, A͞D ସମାନ୍ତର BC ଏବଂ ∠ABC ର ପରିମାଣ 90° ହେଲେ ଚତୁର୍ଭୁଜଟି ଏକ _________ ହେବ ।
(ରମ୍ବସ, ଆୟତଚିତ୍ର, ବର୍ଗଚିତ୍ର)
ସମାଧାନ:
ଆୟତଚିତ୍ର

Question 3.
ନିମ୍ନସ୍ଥ ଉକ୍ତିମାନଙ୍କ ମଧ୍ୟରୁ ଠିକ୍ ଉକ୍ତି ଶେଷରେ ଠିକ୍ ଚିହ୍ନ () ଓ ଭୁଲ୍ ଉକ୍ତି ଶେଷରେ ଛକି ଚିହ୍ନ () ବସାଅ ।
(କ) ଆୟତଚିତ୍ରର ପ୍ରତ୍ୟେକ କୋଣ ଏକ ସମକୋଣ । 
ସମାଧାନ:

(ଖ) ଆୟତଚିତ୍ରର ବିପରୀତ ବାହୁର ଦୈର୍ଘ୍ୟ ସମାନ ।
ସମାଧାନ:

(ଗ) ଏକ ବର୍ଗଚିତ୍ରର କର୍ଣ୍ଣଦ୍ଵୟ ପରସ୍ପର ପ୍ରତି ଲମ୍ବ ।
ସମାଧାନ:

(ଘ) ଏକ ରମ୍ବସର ସମସ୍ତ ବାହୁର ଦୈର୍ଘ୍ୟ ସମାନ । 
ସମାଧାନ:

(ଙ) ଏକ ସାମାନ୍ତରିକ ଚିତ୍ରର ସମସ୍ତ ବାହୁର ଦୈର୍ଘ୍ୟ ସମାନ ।
ସମାଧାନ:

(ଚ) ଟ୍ରାପିଜିୟମ୍‌ର ବିପରୀତ ବାହୁ ସମାନ୍ତର ।
ସମାଧାନ:

Question 4.
ଏକ ଚତୁର୍ଭୁଜର ସମସ୍ତ ବାହୁ ସମଦୈର୍ଘ୍ୟ ବିଶିଷ୍ଟ ଓ ସମସ୍ତ କୋଣ ସମପରିମାଣ ବିଶିଷ୍ଟ ହେଲେ ଆମେ ତାକୁ ସୁଷମ ଚତୁର୍ଭୁଜ କହୁ । ତେବେ ସୁଷମ ଚତୁର୍ଭୁଜଟି କିଏ ଲେଖ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 3
ସମାଧାନ:
ସୁଷମ ଚତୁର୍ଭୁଜଟି ବର୍ଗଚିତ୍ର ।

Leave a Comment