BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2

Odisha State Board BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2

Question 1.
ନିମ୍ନସ୍ଥ କେଉଁଟି ନିଶ୍ଚିତ ଘଟିବ, ଘଟିବା ଅସମ୍ଭବ, ଘଟିପାରେ ବା ନ ଘଟିପାରେ ଲେଖ ।
(କ) ପୂର୍ଣିମା ଦିନ ସୂର୍ଯ୍ୟୋପରାଗ ଘଟିବ ।
ସମାଧାନ:
ଘଟିବା ଅସମ୍ଭବ

(ଖ) 2010 ମସିହାରେ ଫେବୃୟାରୀ ମାସର ଦିନ ସଂଖ୍ୟା 29 । 
ସମାଧାନ:
ଘଟିବା ଅସମ୍ଭବ

(ଗ) ଆଠ ଦିନ ପରେ ବଜାରରେ ଆଳୁ ଦର କମିଯିବ । 
ସମାଧାନ:
ଘଟିପାରେ ବା ନଘଟିପାରେ 

(ଘ) ଆସନ୍ତା କାଲି ମେଘୁଆ ପାଗ ହେବ ।
ସମାଧାନ:
(ଘ) ଘଟିପାରେ ବା ନଘଟିପାରେ

BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2

Question 2.
ଗୋଟିଏ ଥଳିରେ ନାଲି, କଳା, ଧଳା, ନୀଳ, ସବୁଜ ଓ ହଳଦିଆ ପ୍ରତ୍ୟେକ ରଙ୍ଗରୁ ଗୋଟିଏ ଲେଖାଏଁ ସମାନ ଆକାର ବିଶିଷ୍ଟ ବଲ୍‌ ରହିଛି । ଆଖି ବନ୍ଦ କରି ଥଳି ଭିତରୁ ଗୋଟିଏ ବଲ୍‌ ଆଣିଲେ –
(କ) ଧଳା ରଙ୍ଗର ବଲ୍‌ ବାହାରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{6}\)

(ଖ) ଥଳୀରେ 6 ଟି ଯାକ ବଲ୍‌ ଥବା ବେଳେ ନୀଳ ରଙ୍ଗର ବଲ୍‌ଟିଏ ବାହାର କରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{6}\)

(ଗ) ନୀଳ ରଙ୍ଗର ବଲ୍‌ ବାହାର କରିଆଣିବା ପରେ ସବୁଜ ରଙ୍ଗ ବଲ୍‌ ବାହାରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{5}\)

Question 3.
ତୁମ ଶ୍ରେଣୀର ପୁଅ ଓ ଝିଅମାନଙ୍କ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହେବ । ପୁଅ ବା ଝିଅମାନଙ୍କ ମଧ୍ୟରୁ କିଏ ପ୍ରଥମେ ବ୍ୟାଟିଂ କରିବେ ତାହା ମୁଦ୍ରା ଟସ୍‌ରେ ହେଡ଼୍ ପଡ଼ିବା ଦ୍ଵାରା ସ୍ଥିର ହେବ । ମ୍ୟାଚ୍ରେ ଝିଅମାନେ ପ୍ରଥମେ ବ୍ୟାଟିଂ କରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{2}\)

Question 4.
ତୁମେ ଗୋଟିଏ ଲୁଡୁ ଗୋଟିକୁ 20 ଥର ଗଡ଼ାଇ ଯାହା ଫଳାଫଳ ପାଇଲ ତାହା ନିମ୍ନ ସାରଣୀରେ ପୂରଣ କର ।
BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 1
ଉପର ସାରଣୀ ଦେଖୁ କେଉଁ ସଂଖ୍ୟା କେତେ ଥର ପଡ଼ିଲା କହ ।
ଏବେ ନିମ୍ନ ପ୍ରଶ୍ନର ଉତ୍ତର ଦିଅ ।
ସମାଧାନ:
BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 2

(କ)
BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 3
ସମାଧାନ:
BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 4

(ଖ) ଲୁଡୁଗୋଟି ଗଡ଼ାଇବା ବେଳେ 4 ପଡ଼ିବାର ସମ୍ଭାବ୍ୟତା ନିର୍ଣ୍ଣୟ କର । ପୂର୍ବ ଫଳାଫଳ ସହ ତୁମେ ନିର୍ଣ୍ଣୟ କରିଥିବା ସମ୍ଭାବ୍ୟତା ସମାନ ହେଲା କି ?
ସମାଧାନ:
ଲୁଡୁଗୋଟି ଗଡ଼ାଇବା ବେଳେ 4 ପଡ଼ିବାର ସମ୍ଭାବ୍ୟତା = \(\frac{2}{10}\) = \(\frac{1}{10}\)

Leave a Comment