Odisha State Board BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2 Textbook Exercise Questions and Answers.
BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.2
Question 1.
ନିମ୍ନସ୍ଥ କେଉଁଟି ନିଶ୍ଚିତ ଘଟିବ, ଘଟିବା ଅସମ୍ଭବ, ଘଟିପାରେ ବା ନ ଘଟିପାରେ ଲେଖ ।
(କ) ପୂର୍ଣିମା ଦିନ ସୂର୍ଯ୍ୟୋପରାଗ ଘଟିବ ।
ସମାଧାନ:
ଘଟିବା ଅସମ୍ଭବ
(ଖ) 2010 ମସିହାରେ ଫେବୃୟାରୀ ମାସର ଦିନ ସଂଖ୍ୟା 29 ।
ସମାଧାନ:
ଘଟିବା ଅସମ୍ଭବ
(ଗ) ଆଠ ଦିନ ପରେ ବଜାରରେ ଆଳୁ ଦର କମିଯିବ ।
ସମାଧାନ:
ଘଟିପାରେ ବା ନଘଟିପାରେ
(ଘ) ଆସନ୍ତା କାଲି ମେଘୁଆ ପାଗ ହେବ ।
ସମାଧାନ:
(ଘ) ଘଟିପାରେ ବା ନଘଟିପାରେ
Question 2.
ଗୋଟିଏ ଥଳିରେ ନାଲି, କଳା, ଧଳା, ନୀଳ, ସବୁଜ ଓ ହଳଦିଆ ପ୍ରତ୍ୟେକ ରଙ୍ଗରୁ ଗୋଟିଏ ଲେଖାଏଁ ସମାନ ଆକାର ବିଶିଷ୍ଟ ବଲ୍ ରହିଛି । ଆଖି ବନ୍ଦ କରି ଥଳି ଭିତରୁ ଗୋଟିଏ ବଲ୍ ଆଣିଲେ –
(କ) ଧଳା ରଙ୍ଗର ବଲ୍ ବାହାରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{6}\)
(ଖ) ଥଳୀରେ 6 ଟି ଯାକ ବଲ୍ ଥବା ବେଳେ ନୀଳ ରଙ୍ଗର ବଲ୍ଟିଏ ବାହାର କରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{6}\)
(ଗ) ନୀଳ ରଙ୍ଗର ବଲ୍ ବାହାର କରିଆଣିବା ପରେ ସବୁଜ ରଙ୍ଗ ବଲ୍ ବାହାରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{5}\)
Question 3.
ତୁମ ଶ୍ରେଣୀର ପୁଅ ଓ ଝିଅମାନଙ୍କ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହେବ । ପୁଅ ବା ଝିଅମାନଙ୍କ ମଧ୍ୟରୁ କିଏ ପ୍ରଥମେ ବ୍ୟାଟିଂ କରିବେ ତାହା ମୁଦ୍ରା ଟସ୍ରେ ହେଡ଼୍ ପଡ଼ିବା ଦ୍ଵାରା ସ୍ଥିର ହେବ । ମ୍ୟାଚ୍ରେ ଝିଅମାନେ ପ୍ରଥମେ ବ୍ୟାଟିଂ କରିବାର ସମ୍ଭାବ୍ୟତା କେତେ ?
ସମାଧାନ:
\(\frac{1}{2}\)
Question 4.
ତୁମେ ଗୋଟିଏ ଲୁଡୁ ଗୋଟିକୁ 20 ଥର ଗଡ଼ାଇ ଯାହା ଫଳାଫଳ ପାଇଲ ତାହା ନିମ୍ନ ସାରଣୀରେ ପୂରଣ କର ।
ଉପର ସାରଣୀ ଦେଖୁ କେଉଁ ସଂଖ୍ୟା କେତେ ଥର ପଡ଼ିଲା କହ ।
ଏବେ ନିମ୍ନ ପ୍ରଶ୍ନର ଉତ୍ତର ଦିଅ ।
ସମାଧାନ:
(କ)
ସମାଧାନ:
(ଖ) ଲୁଡୁଗୋଟି ଗଡ଼ାଇବା ବେଳେ 4 ପଡ଼ିବାର ସମ୍ଭାବ୍ୟତା ନିର୍ଣ୍ଣୟ କର । ପୂର୍ବ ଫଳାଫଳ ସହ ତୁମେ ନିର୍ଣ୍ଣୟ କରିଥିବା ସମ୍ଭାବ୍ୟତା ସମାନ ହେଲା କି ?
ସମାଧାନ:
ଲୁଡୁଗୋଟି ଗଡ଼ାଇବା ବେଳେ 4 ପଡ଼ିବାର ସମ୍ଭାବ୍ୟତା = \(\frac{2}{10}\) = \(\frac{1}{10}\)