BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

Odisha State Board BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

Question 1.
ଭାଗଫଳ ସ୍ଥିର କର ।

(କ) 6.4 ÷ 2
ସମାଧାନ:
\(\frac{64}{10}\) ÷ 2 = \(\frac{64}{10} \times \frac{1}{2}=\frac{64}{10} \times \frac{1}{10}=\frac{32}{10}\) = 3.2

(ଖ) 12.4 ÷ 4
ସମାଧାନ:
\(\frac{124}{10} \times \frac{1}{4}=\frac{124}{4} \times \frac{1}{10}=\frac{31}{10}\) = 3.1

(ଗ) 2.48 ÷ 4
ସମାଧାନ:
\(\frac{248}{100} \times \frac{1}{4}=\frac{248}{4} \times \frac{1}{100}=\frac{62}{100}\) = 0.62

(ଘ) 65.4 ÷ 6
ସମାଧାନ:
\(\frac{654}{10} \times \frac{1}{6}=\frac{654}{6} \times \frac{1}{10}\) = 10.9

(ଙ) 14.49 ÷ 7
ସମାଧାନ:
\(\frac{1449}{100} \times \frac{1}{7}=\frac{1449}{7} \times \frac{1}{100}\) = 207 × \(\frac{1}{100}\) = 2.07

(ଚ) 0.80 ÷ 5
ସମାଧାନ:
\(\frac{0.80}{5}=\frac{0.80 \times 2}{5 \times 2}=\frac{1.60}{10}\) = 0.16

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

(ଛ) 3.76 ÷ 8
ସମାଧାନ:
\(\frac{376}{100} \times \frac{1}{8}=\frac{376}{8} \times \frac{1}{100}\) = 47 × \(\frac{1}{100}\) = 0.47

(ଜ) 10.8 ÷ 3
ସମାଧାନ:
\(\frac{108}{10} \times \frac{1}{3}=\frac{108}{3} \times \frac{1}{10}\) = 36 × \(\frac{1}{10}\) = 3.6

Question 2.
ଭାଗଫଳ ଲେଖ ।

(କ) 4.8 ÷ 10
ସମାଧାନ:
4.8 ÷ 10 = 0.48

(ଖ) 6.78 ÷ 10
ସମାଧାନ:
6.78 ÷ 10 = 0.678

(ଗ) 23.6 ÷ 10
ସମାଧାନ:
23.6 ÷ 10 = 2.36

(ଘ) 0.56 ÷ 10
ସମାଧାନ:
0.56 ÷ 10 = 0.056

(ଙ) 126.3 ÷ 10
ସମାଧାନ:
126.3 ÷ 10 = 12.63

(ଚ) 0.36 ÷ 10
ସମାଧାନ:
0.36 ÷ 10 = 0.036

(ଛ) 0.02 ÷ 10
ସମାଧାନ:
0.02 ÷ 10 = 0.002

(ଜ) 4.8 ÷ 10
ସମାଧାନ:
4.8 ÷ 10 = 0.48

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

Question 3.
ଭାଗଫଳ ଲେଖ ।

(କ) 132.4 ÷ 100
ସମାଧାନ:
132.4 ÷ 100 = 1.324

(ଖ) 257.4 ÷ 100
ସମାଧାନ:
257.4 ÷ 100 = 2.574

(ଗ) 348.0 ÷ 100
ସମାଧାନ:
348.0 ÷ 100 = 3.48

(ଘ) 25.7 ÷ 100
ସମାଧାନ:
25.7 ÷ 100 = 0.257

(ଙ) 32.4 ÷ 100
ସମାଧାନ:
32.4 ÷ 100 = 0.324

(ଚ) 4.79 ÷ 100
ସମାଧାନ:
4.79 ÷ 100 = 0.0479

(ଛ) 0.321 ÷ 100
ସମାଧାନ:
0.321 ÷ 100 = 0.00321

(ଜ) 0.012 ÷ 100
ସମାଧାନ:
0.012 ÷ 100 = 0.00012

Question 4.
ଭାଗଫଳ ଲେଖ ।

(କ) 345.8 ÷ 1000
ସମାଧାନ:
345.8 ÷ 1000 = 0.3458

(ଖ) 35.48 ÷ 1000
ସମାଧାନ:
35.48 ÷ 1000 = 0.03548

(ଗ) 345 ÷ 1000
ସମାଧାନ:
345 ÷ 1000 = 0.345

(ଘ) 7.68 ÷ 1000
ସମାଧାନ:
7.68 ÷ 1000 =-0.00768

Question 5.
ନିମ୍ନରେ ଥ‌ିବା ସମ୍ପର୍କଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଠିକ୍ ଚିହ୍ନଟ କର ।

(କ) 35.6 ÷ 1000 = 3.56 ÷ 10
ସମାଧାନ:
 ଭୁଲ୍

(ଖ) 283.5 ÷ 1000 = 2.835 ÷ 10
ସମାଧାନ:
ଠିକ୍

(ଗ) 47.2 ÷ 1000 = 472.0 ÷ 10
ସମାଧାନ:
 ଭୁଲ୍

(ଘ) 0.839 ÷ 10 = 8.39 ÷ 10
ସମାଧାନ:
 ଭୁଲ୍

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

Question 6.
ଭାଗଫଳ ନିଶ୍ଚୟ କର ।

(କ) 7.0 ÷ 3.5
ସମାଧାନ:
7 ÷ \(\frac{35}{10}\) = 7 × \(\frac{10}{35}\) = \(\frac{70}{35}\) = 2

(ଖ) 36 ÷ 0.2
ସମାଧାନ:
36 ÷ \(\frac{2}{10}\) = 36 × \(\frac{10}{2}\) = \(\frac{36}{2}\) × 10 = 18 × 10 = 180

(ଗ) 3.25 ÷ 0.5
ସମାଧାନ:
\(\frac{325}{100} \div \frac{5}{10}=\frac{325}{100} \times \frac{10}{5}=\frac{325}{5} \times \frac{10}{100}\) = 65 × \(\frac{1}{10}\) = \(\frac{65}{10}\) = 6.5

(ଘ) 37.8 ÷ 1.4
ସମାଧାନ:
\(\frac{378}{10}+\frac{14}{10}=\frac{378}{10} \times \frac{10}{14}=\frac{378}{14}\) = 27

Question 7. 
ଗୋଟିଏ ସ୍କୁଟର 3 ଲିଟର ପେଟ୍ରୋଲରେ 100.2 କି.ମି. ଦୂରତା ଅତିକ୍ରମ କରିଥିଲା । ତେବେ ସ୍କୁଟରଟି l ଲିଟର ପେଟ୍ରୋଲରେ କେତେ ଦୂରତା ଅତିକ୍ରମ କରିବ?
ସମାଧାନ :
ସ୍ଫୁଟରଟି 3 ଲିଟର ପେଟ୍ରୋଲରେ ଯାଏ = 100.2 କି.ମି.
∴ ସ୍ଫୁଟରଟି 3 ଲିଟର ପେଟ୍ରୋଲରେ ଯିବ = 100.2 ÷ 3  କି.ମି. = 33.4  କି.ମି.

Question 8. 
ଗୋଟିଏ କ୍ଷୀରବାଲା ପାଖରେ 31.2 ଲିଟର କ୍ଷୀର ଥିଲା । ସେ ଚାରି ଜଣ ଚା’ ଦୋକାନୀଙ୍କ ମଧ୍ୟରେ କ୍ଷୀରତକ ସମାନ ଭାବରେ ବାଣ୍ଟିଦେଲା । ତେବେ ପ୍ରତ୍ୟେକ ଚା’ ଦୋକାନୀ କେତେ ଲେଖାଏଁ କ୍ଷୀର ପାଇଲେ?
ସମାଧାନ :
କ୍ଷୀରବାଲା ପାଖରେ କ୍ଷୀର ଥିଲା = 31.2 ଲିଟର
4 ଜଣ ଚା ଦୋକାନୀ ସମାନ ଭାବେ ବାଣ୍ଟିନେଲେ ଜଣକା ପାଇବେ = 31.2 ÷ 4 ଲିଟର = 7.8 ଲିଟର ।
∴ ପ୍ରତ୍ୟେକ ଚା’ ଦୋକାନୀ 7.8 ଲିଟର ଲେଖାଏଁ କ୍ଷୀର ପାଇବେ ।

Question 9.
23.5 ମି. ଦୀର୍ଘ ରିବନ୍ଟିକୁ 5 ଜଣ ଝିଅଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଗଲା । ତେବେ ପ୍ରତ୍ୟେକ ପାଇଥବା ରିବନ୍ ଖଣ୍ଡିକର ଦୈର୍ଘ୍ୟ କେତେ?
ସମାଧାନ :
23.5 ମି. ଦୀର୍ଘ ରିବନ୍ଟିକୁ 5 ଜଣ ଝିଅଙ୍କ ମଧ୍ୟରେ ସମାନ ଭାବରେ = 23.5 ମି. ÷ 5 = 4.7  ମିଟର
ପ୍ରତ୍ୟେକ ପାଇଥବା ରିବନ୍‌ ଖଣ୍ଡିକର ଦୈର୍ଘ୍ୟ 4.7 ମିଟର ।

Question 10. 
ଗୋଟିଏ ଦୋକାନୀ ପାଖରେ 37.5 କି.ଗ୍ରା. ଚିନି ଥିଲା । ସେ 2.5 କି.ଗ୍ରା. ଚିନିର ଗୋଟିଏ ଲେଖାଏଁ ପ୍ୟାକେଟ୍ ତିଆରି କଲା, ତେବେ ତା’ ପାଖରେ ଥ‌ିବା ସମସ୍ତ ଚିନି କେତୋଟି ପ୍ୟାକେଟ୍‌ରେ ରହିପାରିବ?
ସମାଧାନ :
ଦୋକାନୀ ପାଖରେ ଚିନି ଥୁଲା = 37.5 କି.ଗ୍ରା. । ପ୍ରତ୍ୟେକ ପ୍ୟାକେଟ୍‌ରେ ଚିନି ରହିଲା = 2.5 କି.ଗ୍ରା. ।
ପ୍ୟାକେଟ୍ ସଂଖ୍ୟା = 37.5 + 2.5 = \(\frac{375}{10} \div \frac{25}{10}=\frac{375}{10} \times \frac{10}{25}=\frac{375}{25}\) = 15
∴ ଦୋକାନୀ ପାଖରେ ଥ‌ିବା ସମସ୍ତ ଚିନି 15ଟି ପ୍ୟାକେଟ୍‌ରେ ରହିପାରିବ ।

Question 11.
ସୂଚନା ଅନୁଯାୟୀ ଏକକ ପରିବର୍ତ୍ତନ କର ।

(କ) 7.2 ମି. କୁ ଡେସି ମି. ଏକକରେ ଲେଖ ।
ସମାଧାନ :
7.2 ମିଟର = 7.2 × 100 ସେ.ମି. = 720 ସେ.ମି. (1 ମିଟର = 100 ସେ.ମି.)

(ଖ) 4.2 ମି. କୁ ଡେସି ମି. ଏକକରେ ଲେଖ ।
ସମାଧାନ :
4.2 ମିଟର = 4.2 × 100 ସେ.ମି. = 420 ସେ.ମି. (1 ମିଟର = 100 ସେ.ମି.)

(ଗ) 7.48 ମି. କୁ ଡେସି ମି. ଏକକରେ ଲେଖ ।
ସମାଧାନ :
7.48 ମିଟର = 7.48 × 100 ସେ.ମି. = 74.8 ସେ.ମି. (1 ମିଟର = 10 ସେ.ମି.)

(ଘ) 238 ସେ.ମି. କୁ ମି. ଏକକରେ ଲେଖ ।
ସମାଧାନ :
238 ସେ.ମି. = \(\frac{238}{100}\) ମି. = 2.38 ମି. (1 ସେ.ମି. = \(\frac{1}{100}\) ମିଟର)

(ଙ) 357 ସେ.ମି. କୁ ମି. ଏକକରେ ଲେଖ ।
ସମାଧାନ :
357 ସେ.ମି. = \(\frac{357}{100}\) ମିଟର = 3.57 ମି. (1 ସେ.ମି. = \(\frac{1}{100}\) ମିଟର)

(ଚ) 2.3 ସେ.ମି. କୁ ମିଲି ମିଟର ଏକକରେ ଲେଖ ।
ସମାଧାନ :
2.3 ସେ.ମି. = 2.3 × 10 ମିଲିମିଟର = 23 ମିଲିମିଟର (1 ସେ.ମି. = 10 ମିଲିମିଟର)

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.5

Question 12.
ସୂଚନା ଅନୁଯାୟୀ ଏକକ ପରିବର୍ତ୍ତନ କର ।

(କ) 3.2 କି.ଗ୍ରା.କୁ ଗ୍ରାମ୍ ଏକକରେ ଲେଖ ।
ସମାଧାନ :
1.କି.ଗ୍ରା. = 1000 ଗ୍ରାମ୍ । 3.2 କି.ଗ୍ରା = 3.2 × 1000 ଗ୍ରାମ୍ = 3200 ଗ୍ରାମ୍ ।

(ଖ) 52.47 କି.ଗ୍ରା.କୁ ଗ୍ରାମ୍ ଏକକରେ ଲେଖ ।
ସମାଧାନ :
1 କି.ଗ୍ରା. = 1000 ଗ୍ରାମ୍ । 52.47 କି.ଗ୍ରା = 52.47 × 1000 ଗ୍ରାମ୍ = 52470 ଗ୍ରାମ୍ ।

(ଗ) 2537 ଗ୍ରାମ୍‌କୁ କି.ଗ୍ରା. ଏକକରେ ଲେଖ ।
ସମାଧାନ :
1 ଗ୍ରାମ୍ = \(\frac{1}{100}\) କି.ଗ୍ରା. 2567 ଗ୍ରାମ୍ = \(\frac{2537}{1000}\) କି.ଗ୍ରା. = 2.537 କି.ଗ୍ରା. ।

(ଘ) 483.2 ଗ୍ରାମ୍‌କୁ କି.ଗ୍ରା. ଏକକରେ ଲେଖ ।
ସମାଧାନ :
1 ଗ୍ରାମ୍ = \(\frac{1}{1000}\) କି.ଗ୍ରା. ∴ 483.2 ଗ୍ରାମ୍ = \(\frac{483.2}{1000}\) କି.ଗ୍ରା. = 0.4832 କି.ଗ୍ରା. ।

(ଙ) 5.2 ଗ୍ରାମ୍‌କୁ ମିଲି ଗ୍ରାମ୍ ଏକକରେ ଲେଖ ।
ସମାଧାନ :
1 ଗ୍ରାମ୍ = 10 ମିଲିଗ୍ରାମ୍  ∴ 5.2 ଗ୍ରାମ୍  = 5.2 × 10 ମିଲିଗ୍ରାମ୍ = 52 ମିଲିଗ୍ରାମ୍ 

Leave a Comment