BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

Odisha State Board BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

ବିଷୟଭିତରେ ଥ‌ିବା ପ୍ରଶ୍ନବଳୀର ପ୍ରଶ୍ନ ଓ ଉତ୍ତର:
1. ନିମ୍ନ ସଂଖ୍ୟାରେଖାକୁ ଦେଖ୍ ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ସ୍ଥିର କର ।

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

{-4 ଠାରୁ +3 ପର୍ଯ୍ୟନ୍ତ ଏକକ ସଂଖ୍ୟା ପାଇବାକୁ ହେଲେ ସଂଖ୍ୟାରେଖାରେ -4 ଠାରୁ +3 ପର୍ଯ୍ୟନ୍ତ ଘର ଗଣିବା । ସେତୋଟି ଘର ପାଇଲେ ଏକକ ସଂଖ୍ୟା ସେତେ ହେବ ।}

(କ) +2 ଅପେକ୍ଷା 3 ବଡ଼ ସଂଖ୍ୟାଟି କିଏ? 
ସମାଧାନ:
5

(ଖ ) -3 ଅପେକ୍ଷା 7 ବଡ଼ ସଂଖ୍ୟାଟି କିଏ? 
ସମାଧାନ:
4

(ଗ) କେଉଁ ସଂଖ୍ୟାଟି +4 ଅପେକ୍ଷା 7 କମ୍?
ସମାଧାନ:
-3

(ଘ) ଶୂନ ଅପେକ୍ଷା 5 ବଡ଼ ସଂଖ୍ୟାଟି ଚିହ୍ନଟ କର ।
ସମାଧାନ:
5

(ଙ) କେଉଁ ସଂଖ୍ୟାଟି 0 ଅପେକ୍ଷା 4 କମ୍? 
ସମାଧାନ:
-4

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

(ଚ) +5 ଅପେକ୍ଷା ସାନ ହୋଇଥିବା ସଂଖ୍ୟା ସୂଚକ ବିନ୍ଦୁଟି +5 ସୂଚକ ବିଦୁର କେଉଁ ପାଖରେ ରହିବ?
ସମାଧାନ:
ବାମ ପାଖରେ

(ଛ) ଦୁଇଟି ସଂଖ୍ୟା ଚିହ୍ନଟ କର ଯେଉଁ ସଂଖ୍ୟା ଦୁଇଟି ମଧ୍ୟରେ ପାର୍ଥକ୍ୟ 8 । ଏଭଳି ଅଧିକ ଯୋଡ଼ା ସଂଖ୍ୟା ପାଇବ କି?
ସମାଧାନ:
-4 ଓ 4, -3 ଓ 5, -6 ଓ 2 (ହଁ ଏଭଳି ଅନେକ ଯୋଡ଼ା ସଂଖ୍ୟା ସମ୍ଭବ ।)

(ଜ) – 3 ଓ +2 ମଧ୍ଯରେ ପାର୍ଥକ୍ୟ କେତେ?
ସମାଧାନ:
5

(ଝ) ସଂଖ୍ୟାରେଖା ଉପରେ -4 ଠାରୁ +3 ପର୍ଯ୍ୟନ୍ତ ଥିବା ଏକକ ସଂଖ୍ୟା କେତେ?
ସମାଧାନ:
7

(ଞ) ସଂଖ୍ୟାରେଖା ଉପରେ +4 ଠାରୁ -3 ପର୍ଯ୍ୟନ୍ତ ଥିବା ଏକକ ସଂଖ୍ୟା କେତେ?
ସମାଧାନ:
7

2. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) + 5 ଓ +8 ର ଯୋଗଫଳ କେତେ?
ସମାଧାନ:
13

(ଖ) -3 ଓ +8 ର ଯୋଗଫଳ କେତେ?
ସମାଧାନ:
5

(ଗ) – 7 ଓ +5 ର ଯୋଗଫଳ କେତେ?
ସମାଧାନ:
-2

(ଘ) -4 ଓ –7 ର ଯୋଗଫଳ କେତେ?
ସମାଧାନ:
-11

(ଙ) +8 ରୁ +3 ବିୟୋଗ କର ।
ସମାଧାନ:
5

(ଚ) +5 ରୁ +7 ବିୟୋଗ କର ।
ସମାଧାନ:
-2

(ଛ) +7 ରୁ +12 ବିୟୋଗ କର ।
ସମାଧାନ:
-5

(ଜ) +5 ରୁ +3 ବିୟୋଗ କର ।
ସମାଧାନ:
2

() -4 ରୁ +8 ବିୟୋଗ କର ।
ସମାଧାନ:
-12

(ଞ) –5 ରୁ -4 ବିୟୋଗ କର ।
ସମାଧାନ:
-1

(ଟ) ଗୋଟିଏ ପୂର୍ଣ ସଂଖ୍ୟାରୁ ତା’ଅପେକ୍ଷା ବଡ଼ ହୋଇଥବା ପୂର୍ଣ୍ଣସଂଖ୍ୟାଟି ବିୟୋଗ କରିପାରିବା କି?
ସମାଧାନ:
ହ‍ଁ

(ଠ) ଶୂନରୁ +8 ବିୟୋଗ କରି ପାରିବା କି? ଯଦି ପାରିବା, ତେବେ ଉତ୍ତର କେତେ ହେବ?  
ସମାଧାନ:
ହ‍ଁ, (-8)

(ଢ) +8 ସହ -3 ଯୋଗ କରିବା ଯାହା, +8 ରୁ କେଉଁ ସଂଖ୍ୟା ବିୟୋଗ କରିବା ତାହା?
ସମାଧାନ:
3

(ଢ) -3 ରୁ -4 ବିୟୋଗ କରିବା ଯାହା, -3 ସହ କେତେ ଯୋଗ କରିବା ତାହା?
ସମାଧାନ:
4

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

ନିଜେ କରି ଦେଖ :
ନିମ୍ନ ଯୋଗଫଳଗୁଡ଼ିକୁ ନିର୍ଣ୍ଣୟ କର ।

(କ) (+5) + (+7) = _____
ସମାଧାନ:
12

(ଖ) (+6) + (-3) = _____
ସମାଧାନ:
+3

(ଗ) (-7) + (+6) = _____
-1
ସମାଧାନ:

(ଘ) (-4) + (-5)= _____
ସମାଧାନ:
-9

(ଙ) (+3) + (+5) = _____ , (+5) + (+3) = _____
ସମାଧାନ:
8, +8

(ଚ) (+8) + (-7) = _____ , (-7) + (+8) = _____
ସମାଧାନ:
+1, +1

(ଛ) (-3) + (+4) = _____ , (+4) + (-3) = _____
ସମାଧାନ:
+1, +1

(ଜ) (-4) + (-2) = _____ , (-2) + (-4) = _____
ସମାଧାନ:
-6, -6

(ଝ) (-3) + {(-5) + (-2)} = _____
ସମାଧାନ:
(-3) + (-7) = -10

(ଞ) {(-3) + (-5)} + (-2) = _____
ସମାଧାନ:
(-8) + (-2) = -10

ତୁମେ କୁହ –
(i) (-7) + 0 = _____
ସମାଧାନ:
-7

(ii) (-12) + 0 = _____
ସମାଧାନ:
-12

(iii) (-27) + 0 = _____
ସମାଧାନ:
-27

(iv) 0 + (-43) = _____
ସମାଧାନ:
-43

ନିମ୍ନରେ ଦିଆଯାଇଥ‌ିବା ଯୋଗ ପ୍ରକ୍ରିୟା ସମ୍ପାଦନ କରି ପାଇଥିବା ଯୋଗଫଳକୁ ଶୂନ୍ଯ କୋଠରିରେ ଲେଖ ।
(i) (+5) + (-5) = _____
ସମାଧାନ:
0

(ii) (+8) + (-8) = _____
ସମାଧାନ:
0

(iii) (-12) + (+12) = _____
ସମାଧାନ:
0

(iv) (-15) + (+15) = _____
ସମାଧାନ:
0

1. ଦୁଇଟି ପୂର୍ବସଂଖ୍ୟା ଲେଖ, ଯାହାର ଯୋଗଫଳ ଏକ ଋଣାତ୍ମକ ସଂଖ୍ୟା ।
(କ) ଦୁଇଟି ମଧ୍ୟରୁ ଗୋଟିଏ ଧନାତ୍ମକ ଓ ଅନ୍ୟଟି ଋଣାତ୍ମକ ହୋଇଥବ ।
ସମାଧାନ:
+3 ଓ -5

(ଖ) ଦୁଇଟିଯାକ ଋଣାତ୍ମକ ହୋଇଥବ ।
ସମାଧାନ:
-2 ଓ -3

(ଗ) ଦୁଇଟି ମଧ୍ୟରୁ ଗୋଟିଏ ଶୂନ ହୋଇଥବ ।
ସମାଧାନ:
0 ଓ -5

2. ଏପରି ଦୁଇଟି ପୂର୍ବସଂଖ୍ୟା ଲେଖ, ଯାହାର ଯୋଗଫଳ
(କ) ତୁମେ ଲେଖୁଥ‌ିବା ପ୍ରତ୍ୟେକ ସଂଖ୍ୟାଠାରୁ ସାନ
ସମାଧାନ:
-3, -2

(ଖ) ଲେଖିଥ‌ିବା ସଂଖ୍ୟା ଦୁଇଟି ମଧ୍ୟରୁ ଗୋଟିକଠାରୁ ସାନ ଓ ଅନ୍ୟଟିଠାରୁ ବଡ଼
ସମାଧାନ:
8, -3

(ଗ) ଲେଖିଥ‌ିବା ସଂଖ୍ୟା ଦୁଇଟି ମଧ୍ୟରୁ ପ୍ରତ୍ୟେକଠାରୁ ବଡ଼
ସମାଧାନ:
4, 3

3. ଦୁଇଟି ପୂର୍ବସଂଖ୍ୟା ଲେଖ ଯେପରିକି ସେ ଦୁଇଟିର ବିୟୋଗଫଳ
(କ) ଏକ ଋଣାତ୍ମକ ସଂଖ୍ୟା
ସମାଧାନ:
3, -5

() ଲେଖୁଥ‌ିବା ପ୍ରତ୍ୟେକ ସଂଖ୍ୟାଠାରୁ ସାନ
ସମାଧାନ:
5, 3

(ଗ) ଲେଖୁଥ‌ିବା ପ୍ରତ୍ୟେକ ସଂଖ୍ୟାଠାରୁ ବଡ଼
ସମାଧାନ:
-3, -8

()ଣୂ
ସମାଧାନ:
5, 5

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

ବିୟୋଗ ପ୍ରକ୍ରିୟାର ଧର୍ମ :
(i) (+5) – (+3) = _____
ସମାଧାନ:
2

(ii) (+8) – (-2) = _____
ସମାଧାନ:
10

(iii) (+2) – (+5) = _____
ସମାଧାନ:
-3

(iv) (-3) – (-4) = _____
ସମାଧାନ:
+1

(v) (-5) – (-2) = _____
ସମାଧାନ:
-3

(vi) (-4) – (-4) = _____
ସମାଧାନ:
0

ସଂଖ୍ୟାରେଖା ବ୍ୟବହାର କରି ତୁମେ ନିଜେ ଗୁଣଫଳ ନିର୍ଣୟ କର-
(କ) 3 × (-2)
ସମାଧାନ:
3 × (-2) = (-2) × 3 = (-2) + (-2) + (-2) = (-4) + (-2) = (-6)
ଏହାକୁ ସଂଖ୍ୟାରେଖାରେ ଦର୍ଶାଇଲେ –
BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions 1

(ଖ) 4 × (-3)
ସମାଧାନ:
4 × (-3) = (-3) × 4 = (-3) + (-3) + (-3) + (-3)
= (-6) +(-3) + (-3) = (-9) + (-3) = -12

(ଗ) 5 × (-5)
ସମାଧାନ:
5 × (-5) = (-5) × 5 = (-5) + (-5) + (-5) + (-5) + (-5)
= (-10) + (-5) + (-5) + (-5) = (-15)+ (-5) + (-5)
= (-20) + (-5) = (-25)

(ଘ) 5 × (-8)
ସମାଧାନ:
5 × (-8) = (-8) × 5 = (-8) + (-8)+ (-8) + (-8) + (-8)
= (-16) + (-8) + (-8) + (-8) = (-24) + (-8) + (-8)
= (-32) + (-8) =(-40)

ନିମ୍ନରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର:
(i) -4 × 6 = 6 × (_____) = -(_____ × _____) = _____
ସମାଧାନ:
-4 × 6 = 6 × (-4) = -(6 × 4) = -24

(ii) -3 × 8 = _____ × (-3) = – (_____ × _____) = _____
ସମାଧାନ:
-3 × 8 = 8 × (-3) = – (8 × 3) = -24

(iii) -5 × 4 = _____ × (_____) = -(_____ × _____) = _____
ସମାଧାନ:
-5 × 4 = 4 × (-5) = -(4 × 5) = -20

1. ଗୁଣଫଳ ନିର୍ଣ୍ଣୟ କର ।
(କ) 8 × (-12)
ସମାଧାନ:
8 × (-12) = -(12 × 8) = -96

(ଖ) 14 × (-9)
ସମାଧାନ:
(14) × (-9) = -(9 × 14) = -126

(ଗ) (-18) × 8
ସମାଧାନ:
(-18) × 8 = -(18 × 8) = -144

(ଘ) (-16) × 12
ସମାଧାନ:
(-16) × 12 = -(16 × 12) = -192

(ଙ) (-15) × 16
ସମାଧାନ:
(-15) × 16 = -(15 × 16) = -240

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

2. ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନସହ ଉତ୍ତର)
(କ) 15 × (-18) = -(15 × _____) = _____
ସମାଧାନ:
15 × (-18) = -(15 × 18) = -270

(ଖ) 16 ×(-12) = -(_____ × 12) = _____
ସମାଧାନ:
16 ×(-12) = -(16 × 12) = -192

(ଗ) (-18) × 12 = -(_____ × _____) = _____
ସମାଧାନ:
(-18) × 12 = -(18 × 12) = -216

(ଘ) (-21) × 14 = – (_____ × _____) = _____
ସମାଧାନ:
(-21) × 14 = – (21 × 14) = -294

(ଙ) 16 × (-18) = (-18) × 16 = -(_____ × _____) = _____
ସମାଧାନ:
16 × (-18) = (-18) × 16 = -(18 × 16) = -288

(କ) (-5) × 4 ରୁ ଆରମ୍ଭକରି (-5) × (-6) ର ଗୁଣଫଳ ନିଶ୍ଚୟ କର ।
ସମାଧାନ:
 (-5) × 4  – (5 × 4) = -20
-5 × 3 = -15 = -20 + 5 = -20 – (-5) (ପୂର୍ବ ଗୁଣଫଳଠାରୁ – 5 କମ୍ ।)
-5 × 2 = -10 = -15 + 5 = -15 – (-5) (ପୂର୍ବ ଗୁଣଫଳଠାରୁ – 5 କମ୍ ।
-5 × 1 = -5 = -10 + 5 = -10 – (-5) (ପୂର୍ବ ଗୁଣଫଳଠାରୁ  – 5 କମ୍ ।
-5 × 0 = -5 + 5 = ( -5) − (-5) (ପୂର୍ବ ଗୁଣଫଳଠାରୁ – 5 କମ୍ ।)
ସେହିପରି -5 × (-1) = 0 – (-5) = +5 (0 ରୁ – 5 କମ୍)
-5 × (-2) = 5 – (-5) = 5 + 5 = 10 (5 ରୁ – 5 କମ୍)
-5× (-3) = 10 – (-5) = 10 + 5 = 15 (10 ରୁ – 5 କମ୍)
(-5) × (-4) = 15 – (-5) = 15 + 5 = 20 (15 ରୁ – 5 କମ୍)
(-5) × (-5) = 20 – (-5) = 20 + 5 = 25 (20 ରୁ – 5 କମ୍)
(-5) × (-6) = 25 – (-5) = 25 + 5 = 30 (25 ରୁ – 5 କମ୍)

(ଖ) (-6) × 3ରୁ ଆରମ୍ଭ କରି ( 6) × (-7)ର ଗୁଣଫଳ କେତେ ହେବ ନିର୍ଣ୍ଣୟ କର ।
ସମାଧାନ:
(-6) × 3 = -18
-6 × 2 = -12 = -18 + 6 = -18 – (-6) (ପୂର୍ବ ଗୁଣଫଳଠାରୁ – 6 କମ୍ ।)
-6 × 1 = -6 = -12 + 6 = -12 – (-6) (ପୂର୍ବ ଗୁଣଫଳଠାରୁ – 6 କମ୍ ।)
-6 × 0 = 0 =  6 + 6 = (-6) – (-6) (ପୂର୍ବ ଗୁଣଫଳଠାରୁ – 6 କମ୍ ।)
– 6 × (-1) = 0 – (-6) = 6 (0 ରୁ – 6 କମ୍ ହେବ)
(-6) × (-2) = 6 – (-6) = 6 + 6 = 12
(-6 ) × (-3) = 12 – (-6) = 12 + 6 = 18
(-6) × (-4) = 18 – (-6) = 18 + 6 = 24
(-6) × (-5) = 24 – (-6) = 24 + 6 = 30
(-6) × (- 6) = 30 – (-6) = 30 + 6 = 36
(-6) × (-7) = 36 – (-6) = 36 + 6 = 42

ନିଜେ କରି ଦେଖ :
ତଳେ ଥିବା ସାରଣୀ ପୂରଣ କର । (ପ୍ରଶ୍ନ ସହ ଉତ୍ତର)

କେତୋଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା ନେଇ ଗୁଣନ କରିବା ଗୁଣଫଳ କି ପ୍ରକାର ସଂଖ୍ୟା ହେବ ?
ଦୁଇଟି  ଧନାତ୍ମକ ପୂର୍ଣ୍ଣସଂଖ୍ୟା
ତିନୋଟି
ଚାରୋଟି
ପାଞ୍ଚଟି
ଛଅଟି
ସାତଟି
ଆଠଟି
ନଅଟି
ଦଣଟି

ସମାଧାନ:

କେତୋଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା ନେଇ ଗୁଣନ କରିବା ଗୁଣଫଳ କି ପ୍ରକାର ସଂଖ୍ୟା ହେବ ?
ଦୁଇଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ତିନୋଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା
ଚାରୋଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ପାଞ୍ଚଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା
ଛଅଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ସାତଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା
ଆଠଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ନଅଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା
ଦଣଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

ନିଜେ କର :
(କ) (-1) × (-1) = +1
ସମାଧାନ:

(ଖ) (-1) × (-1) × (-1) = _____
ସମାଧାନ:
-1

(ଗ) (-1) × (-1) × (-1) × (-1) = _____
ସମାଧାନ:
+1

(ଘ) (-1) × (-1) × (-1) × (-1) × (-1) = _____
ସମାଧାନ:
-1

(ଙ) (-1) × (-1) × (-1) × (-1) × (-1) × (-1) = _____
ସମାଧାନ:
+1

(ଚ) ଯୁଗ୍ମ ସଂଖ୍ୟକ –1 କୁ ନେଇ ଗୁଣନ କଲେ ଗୁଣଫଳ କେତେ ହେବ?
ସମାଧାନ:
ଯୁଗ୍ମ ସଂଖ୍ୟକ –1 କୁ ନେଇ ଗୁଣନ କଲେ ଗୁଣଫଳ କେତେ +1 ହେବ?

(ଛ) ଅଯୁଗ୍ମ ସଂଖ୍ୟକ – 1 କୁ ନେଇ ଗୁଣନ କଲେ ଗୁଣଫଳ କେତେ ହେବ?
ସମାଧାନ:
ଅଯୁଗ୍ମ ସଂଖ୍ୟକ – 1 କୁ ନେଇ ଗୁଣନ କଲେ ଗୁଣଫଳ କେତେ -1 ହେବ?

ଉତ୍ତର ସ୍ଥିର କର :
(କ) (-3) × (-5) × (-2) x (-7) ର ଗୁଣଫଳ କି ପ୍ରକାର ସଂଖ୍ୟା?
ସମାଧାନ:
ଧନାତ୍ମକ ପୂର୍ଣ୍ଣସଂଖ୍ୟା

(ଖ) (-3) × (-5) × (+2)  ×(-7) ର ଗୁଣଫଳ କି ପ୍ରକାର ସଂଖ୍ୟା?
ସମାଧାନ:
ଋଣାତ୍ମକ ପୂର୍ଣ୍ଣସଂଖ୍ୟା

(ଗ) ଉପରିସ୍ଥ ଗୁଣଫଳ ଦୁଇଟି ମଧ୍ୟରୁ କେଉଁଟି ଋଣାତ୍ମକ ପୂର୍ଣ୍ଣସଂଖ୍ୟା ଓ କେଉଁଟି ଧନାତ୍ମକ ପୂର୍ବସଂଖ୍ୟା ? 
ସମାଧାନ:
(-3) × (-5) × (-2) × (-7) ଧନାତ୍ମକ ଓ (-3) × (-5) × (+2) × (-7) ଋଣାତ୍ମକ ପୂର୍ଣ୍ଣସଂଖ୍ୟା

(ଘ) ଉପରିସ୍ଥ ଗୁଣଫଳ ଦୁଇଟି ମଧ୍ୟରୁ ଗୋଟିଏ ଧନାତ୍ମକ ପୂର୍ଣ୍ଣସଂଖ୍ୟା ହେଉଥିବା ବେଳେ ଅନ୍ୟଟି ଋଣାତ୍ମକ ପୂର୍ବସଂଖ୍ୟା ହେଲା କାହିଁକି ?
ସମାଧାନ:
ପ୍ରଥମଟିରେ ଯୁଗ୍ମସଂଖ୍ୟକ ଋଣାତ୍ମକ ପୂର୍ଣ୍ଣସଂଖ୍ୟାର ଗୁଣନ ହେଉଥ‌ିବା ବେଳେ ଦ୍ବିତୀୟଟିରେ ଅଯୁଗ୍ମ ସଂଖ୍ୟକ ଋଣାତ୍ମକ ପୂର୍ଣ୍ଣସଂଖ୍ୟାର ଗୁଣନ କରାଯାଇଛି ।

(ଙ) ନିମ୍ନ ସଂଖ୍ୟକ ପୂର୍ବସଂଖ୍ୟାମାନଙ୍କର ଗୁଣଫଳ କେଉଁ ଚିହ୍ନ ବିଶିଷ୍ଟ ହେବ ?
(i) ପାଞ୍ଚଗୋଟି ଋଣାତ୍ମକ ପୂର୍ବସଂଖ୍ୟା ଓ ଦୁଇଗୋଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ସମାଧାନ:
ଋଣାତ୍ମକ ଚିହ୍ନ

(ii) ଦୁଇଗୋଟି ଋଣାତ୍ମକ ପୂର୍ବସଂଖ୍ୟା ଓ ପାଞ୍ଚଗୋଟି ଧନାତ୍ମକ ପୂଣ୍ଡିସଂଖ୍ୟା
ସମାଧାନ:
ଧନାତ୍ମକ ଚିହ୍ନ

(iii) ତିନିଗୋଟି ଋଣାତ୍ମକ ପୂର୍ବସଂଖ୍ୟା ଓ ପାଞ୍ଚଗୋଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ସମାଧାନ:
ଋଣାତ୍ମକ ଚିହ୍ନ

(iv) ଆଠଗୋଟି ଋଣାତ୍ମକ ପୂର୍ଣସଂଖ୍ୟା ଓ ସାତଗୋଟି ଧନାତ୍ମକ ପୂର୍ଣ୍ଣସଂଖ୍ୟା
ସମାଧାନ:
ଧନାତ୍ମକ ଚିହ୍ନ

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

ନିଜେ କରି ଦେଖ :

ପ୍ରଥମ ସ୍ତମ୍ଭ ତୃିତୀୟ ସ୍ତମ୍ଭ ତୃତୀୟ ସ୍ତମ୍ଭ
(+ 4) × (-5) = -20 (-5) × (+4) = -20 (+4) × (-5) = (-5) × 4
(+6) × (+7) = (+7) × (+6) =
(- 8) × (+ 9) = (+9) × (-8) =
(-12) × (-5) = (-5) × (-12) =
(+18) × (-4) = (-4) × 18 =
(+16) × (-12) = (-12) × 16 =
(-12) × 0 = 0 × (-12) =

ସମାଧାନ:

ପ୍ରଥମ ସ୍ତମ୍ଭ ତୃିତୀୟ ସ୍ତମ୍ଭ ତୃତୀୟ ସ୍ତମ୍ଭ
(+ 4) × (-5) = -20 (-5) × (+4) = -20 (+4) × (-5) = (-5) × 4
(+6) × (+7) = 42 (+7) × (+6) = 42 (+6) × (+7) = (+7) × (+6)
(- 8) × (+ 9) = -72 (+9) × (-8) = -72 (-8) × (+9) = (+9) × (-8)
(-12) × (-5) = 60 (-5) × (-12) = +60 (-12) × (-5) = (-5) × (-12)
(+18) × (-4) = -72 (-4) × 18 = -72 (+18) × (-4) = (-4) × (+18)
(+16) × (-12) = -192 (-12) × 16 = -192 (+16) × (-12) = (-12) × (16)
(-12) × 0 = 0 0 × (-12) = 0 (-12) × 0 = 0 × (-12)

(i) 3 × [(-4) + (-5)] – [3 × (-4)] + [3 × (-5)]
ସମାଧାନ:
ବାମପକ୍ଷ = 3 × [(-4) + (-5)] = 3 × (-9) = -27
ଦକ୍ଷିଣପକ୍ଷ = 3 × (-4) + 3 × (-5) = -12 – 15 = – \27
∴ 3 × [(-4) + (-5)] = [3 × (-4)] + [(3 × (-5)]

(ii) -4 × [(-3) + 2] = [(-4) × (-3)] + [(-4) × 2)
ସମାଧାନ:
ବାମପକ୍ଷ = -4 × [(-3) + 2] = (-4) × (-1) = +4
ଦକ୍ଷିଣପକ୍ଷ = [(-4) × (-3)] + [(-4) × 2] = 12 – 8 = +4
∴ – 4 × [(-3) + 2] = [(-4) × (-3)] + (-4) × 2

(iii) 10 × [ 6 – (-2)] = 10 × 6 – 10 × (-2) ;ଏହା ସତ୍ୟ କି?
ସମାଧାନ:
10 × [6 – (-2)] = 10 × (6 + 2) = 10 × 8 = 80
10 × 6 – 10 × (-2) = 60 + 20 = 80
∴ 10 × [6 – (-2)] = 10 × 6 – 10 × (-2) ଏହା ସତ୍ୟ

(iv) (-15) × [(-7) – (1)] = (-15) × (-7) – (-15) × (-1) ;ଏହା ସତ୍ୟ କି?
ସମାଧାନ:
(-15) × [(-7) – (-1)] = (-15) × [-7 + 1] = (-15) × (-6) = 90
(-15) × (-7) – (-15) × (-1) = 105 – 15 = 90
∴ (-15) × [(-7) – (-1)] = (-15) × (-7) – (-15) × (-1) ଏହା ସତ୍ୟ

(v) (-49) × 18
ସମାଧାନ:
(-49) × 18 = (-50 + 1) × 18 = -50 × 18 + 1 × 18 = -900 + 18 = -882

(vi) (-25) × (-31)
ସମାଧାନ:
(-25) × (-31) = -25 × (-30 – 1)
= (-25) × (-30) + (-25) × (-1) = 750 + 25 = 775

(vii) 70 × (-19) + (-1) × 70
ସମାଧାନ:
70 × (-19) + (-1) × 70 = 70 × (-19 – 1)
= 70 × (-20) = -(20 × 70) = -1400

ନିଜେ କରି ଦେଖ :

ଗୁଣନ କଥା ତତ୍ ସଂପୃକ୍ତ ଭାଗକଥା
4 × (-7) = -28 (-28) ÷ (-7) = 4 ଓ (-28) ÷ 4 = (-7)
(-6) × 8 = -48
(-9) × (-7) = 63
(-7) × 5 =
(-9) × 6 =
7 × (-8) =
(-12) × (-4) =

ସମାଧାନ:

ଗୁଣନ କଥା ତତ୍ ସଂପୃକ୍ତ ଭାଗକଥା
4 × (-7) = -28 (-28) ÷ (-7) = 4 ଓ (-28) ÷ 4 = (-7)
(- 6) × 8 = -48 (-48) ÷ (-6) = 8 ଓ (-48) ÷ 8 = (-6)
(-9) × (-7) = 63 63 ÷ (-9) = (-7) ଓ 63 ÷ (-7) = (-9)
(-7) × 5 = -35 (-35) ÷ (-7) = 5 ଓ (-35) ÷ 5 = (-7)
(-9) × 6 = -54 (-54) ÷ (-9) = 6 ଓ (-54) ÷ 6 = (-9)
7 × (-8) = -56 (-56) ÷ 7 = (-8) ଓ (-56) ÷ (-8) = 7
(-12) × (-4) = 48 48 ÷ (-12) = (-4) ଓ (+ 48) ÷ (-4) = (-12)

BSE Odisha 7th Class Maths Solutions Chapter 1 ପୂର୍ଣ୍ଣସଂଖ୍ୟା InText Questions

(i) 96 ÷ (-12)
ସମାଧାନ:
= -(96 ÷ 12) = -8

(ii) 104 ÷ (-13)
ସମାଧାନ:
= -(104 ÷ 13) = -8

(iii) 112 ÷ (-14)
ସମାଧାନ:
= -(112 ÷ 14) = -8

(iv) (-32) ÷ (-8)
ସମାଧାନ:
= 32 ÷ -8 = 4

(v) (-45) ÷ (-9)
ସମାଧାନ:
= 45 ÷ 9 = 5

(vi) (-48) ÷ (-6)
ସମାଧାନ:
= 48 ÷ 6 = 8

Leave a Comment