Processing math: 100%

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Question 1.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକ ମଧ୍ୟରୁ ଧନାତ୍ମକ ଓ ଋଣାତ୍ମକ ପରିମେୟ ସଂଖ୍ୟାଗୁଡ଼ିକୁ ବାଛ ।
\frac{5}{5}, \frac{2}{9}, \frac{3}{-5}, \frac{5}{12}, \frac{-3}{-17}, \frac{-25}{-6}, \frac{-13}{9}, \frac{-15}{28}, \frac{5}{-6}
ସମାଧାନ:
ଧନାତ୍ମକ ପରିମେୟ ସଂଖ୍ୟା : \frac{5}{5}, \frac{2}{9}, \frac{5}{12}, \frac{-3}{-17}, \frac{-25}{-6}
ଋଣାତ୍ମକ ପରିମେୟ ସଂଖ୍ୟା : \frac{3}{-5}, \frac{-13}{9}, \frac{-15}{28}, \frac{5}{-6}

Question 2.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକୁ ସେମାନଙ୍କର ପ୍ରାମାଣିକ ରୂପରେ ପ୍ରକାଶ କର ।

(କ) \frac{-22}{55}
ସମାଧାନ:
=\frac{-22 \div 11}{55 \div 11}=\frac{-2}{5} ( 22 ଓ 55 ର ଗ.ସା.ଗୁ. 11)

(ଖ) \frac{16}{-24}
ସମାଧାନ:
=\frac{16 \div 8}{-24 \div 8}=\frac{2}{-3} ( 16 ଓ 24 ର ଗ.ସା.ଗୁ. 8)

(ଗ) \frac{77}{132}
ସମାଧାନ:
=\frac{77 \div 11}{132 \div 11}=\frac{7}{12} ( 77 ଓ 132 ର ଗ.ସା.ଗୁ. 11)

(ଘ) \frac{64}{24}
ସମାଧାନ:
=\frac{64 \div 8}{24 \div 8}=\frac{8}{3} ( 64 ଓ 24 ର ଗ.ସା.ଗୁ. 8)

(ଙ) \frac{-27}{-15}
ସମାଧାନ:
=\frac{-27 \div (-3)}{-15 \div (-3)}=\frac{9}{5} ( 27 ଓ 15 ର ଗ.ସା.ଗୁ. 3)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Question 3.
\frac{-55}{-27} କୁ ପ୍ରାମାଣିକ ରୂପରେ ପ୍ରକାଶ କରିବାର ସୋପାନଗୁଡ଼ିକୁ ଲେଖ ।
ସମାଧାନ:
ସୋପାନ – 1 : 55 ଓ 27ର ଗ.ସା.ଗୁ. (1) ସ୍ଥିର କର ।
ସୋପାନ – 2 : ଦତ୍ତ ସଂଖ୍ୟାର ଲବ ଓ ହର ଉଭୟଙ୍କୁ (-1) ଦ୍ୱାରା ଭାଗ କର ।
\frac{-55}{-27}=\frac{-55 \div(-1)}{-27 \div(-1)}=\frac{55}{27}

Question 4.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକୁ ଭିନ୍ନ ଭିନ୍ନ ସଂଖ୍ୟାରେଖା ଉପରେ ଦେଖାଅ ।

(କ) \frac{2}{3}
ସମାଧାନ:
\frac{2}{3} ସଂଖ୍ୟାଟି 0 ଓ 1 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ 0 < \frac{2}{3} < 1
ସଂଖ୍ୟାରେଖାରେ 0 ଓ 1 ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି ଦୁଇଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1
ସଂଖ୍ୟାରେଖା \frac{2}{3} ପାଇଁ ସୂଚକ ବିନ୍ଦୁ P ହେବ ।

(ଖ) \frac{-4}{5}
ସମାଧାନ:
\frac{-4}{5} ସଂଖ୍ୟାଟି -1 ଓ 0 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ -1 < \frac{-4}{5} < 0
ସଂଖ୍ୟାରେଖାରେ -1 ଓ 0 ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି ଦୁଇଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 1
ସଂଖ୍ୟାରେଖା \frac{-4}{5} ପାଇଁ ସୂଚକ ବିନ୍ଦୁ P ହେବ ।

(ଗ) \frac{-8}{3}
ସମାଧାନ:
\frac{-8}{3} = -2 \frac{2}{3} ସଂଖ୍ୟାଟି -1 ଓ 0 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ -3 < -2  \frac{2}{3} < -2
ସଂଖ୍ୟାରେଖାରେ -3 ଓ 2 ମଧ୍ୟବର୍ତ୍ତୀ ଦୂରତାକୁ ସମାନ 3 ଭାଗ କରି 2 ଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 2
ସଂଖ୍ୟାରେଖା -2 \frac{2}{3} ପାଇଁ ସୂଚକ ବିନ୍ଦୁ P ହେବ ।

(ଘ) \frac{5}{2}
ସମାଧାନ:
\frac{5}{2} = 2 \frac{1}{2} ସଂଖ୍ୟାଟି 2 ଓ 3 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ 2 < 2 \frac{1}{2} < 3
ସଂଖ୍ୟାରେଖାରେ -3 ଓ 2 ମଧ୍ୟବର୍ତ୍ତୀ ଦୂରତାକୁ ସମାନ 3 ଭାଗ କରି 2 ଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 3
ସଂଖ୍ୟାରେଖା 2 \frac{1}{2} ପାଇଁ ସୂଚକ ବିନ୍ଦୁ P ହେବ ।

Leave a Comment