BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.1

Odisha State Board BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 6 ବୀଜଗଣିତ Ex 6.1

Question 1.
ନିମ୍ନ ବୀଜଗାଣିତିକ ରାଶିଗୁଡ଼ିକର ପଦ ସଂଖ୍ୟା ସ୍ଥିର କର ଏବଂ ପଦଗୁଡ଼ିକୁ ଅଲଗା ଅଲଗା କରି ଲେଖ ।
(କ) – 4x + 5  (ଖ) – 4x + 5y  (ଗ) 3y + 2y(ଘ) 1 + x + x(ଙ) 5xy2 + 5x2y – 3xy  (ଚ) pq + q  (ଛ) 4p2 – 3q(ଜ) 2x + \(\frac{1}{4}\)
ସମାଧାନ:

ବୀଜଗାଣିତିକ ରାଶି ପଦ ସଂଖ୍ୟା ପଦ
(କ) – 4x + 5 2 – 4x, 5
(ଖ) – 4x + 5y 2 – 4x, 5y
(ଗ) 3y + 2y2 2 3y, 2y2
(ଘ) 1 + x + x 3 1, x, x2
(ଙ) 5xy2 + 5x2y – 3xy 3 5xy2, 5x2y, -3xy
(ଚ) pq + q 2 pq, q
(ଛ) 4p2 – 3q2 2 4p2, 3q2
(ଜ) 2x + \(\frac{1}{4}\) 2 2x, \(\frac{1}{4}\)

Question 2.
ଦତ୍ତ ବୀଜଗାଣିତିକ ରାଶିର ଧ୍ରୁବକ ସଂଖ୍ୟା ଭିନ୍ନ ଅନ୍ୟ ପ୍ରତ୍ୟେକ ପଦର ସାଂଖ୍ୟକ ସହଗଗୁଡ଼ିକୁ ଲେଖ ।
(କ) 5 – 3t(ଖ) 7xy – 5x2 – 2  (ଗ) -p2q2 + 7pq  (ଘ) x + 2xy + 3y  (ଙ) m + 3n
ସମାଧାନ:

ବୀଜଗାଣିତିକ ରାଶି ଧ୍ରୁବକବିହାନ ପଦସମୁହ ପଦଗୁଡ଼ିକର ସାଂଖ୍ୟକ ସହର
(କ) 5 – 3t2 – 3t2 -3
(ଖ) 7xy – 5x2 – 2 7xy – 5x2 7, -5
(ଗ) -p2q2 + 7pq -p2q2 7pq -1, 7
(ଘ) x + 2xy + 3y x, 2xy, 3y 1, 2, 3
(ଙ) m + 3n m, 3n 1, 3

BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.1

Question 3.
‘x’ ଚଳରାଶି ବିଶିଷ୍ଟ ପଦଗୁଡ଼ିକୁ ଚିହ୍ନଟ କର ଏବଂ ପଦଗୁଡ଼ିକରୁ ‘x’ ର ସହଗ ସ୍ଥିର କର ।
(କ) xy2 + x  (ଖ) 13y2 – 8xy  (ଗ) 2 – x  (ଘ) x + y + 2  (ଙ) 12xy2 + 25  (ଚ) 7xy + xy2
ସମାଧାନ:

ବୀଜଗାଣିତିକ ରାଶି ଧ୍ରୁବକବିହାନ ପଦସମୁହ ପଦଗୁଡ଼ିକର ସାଂଖ୍ୟକ ସହର
(କ) xy2 + x xy2, x y2, 1
(ଖ) 13y2 – 8xy -8xy -8y
(ଗ) 2 – x -x -1
(ଘ) x + y + 2 x 1
(ଙ) 12xy2 + 25 12xy2 12y2
(ଚ) 7xy + xy2 7xy + xy2 7y, y2

Question 4.
ନିମ୍ନଲିଖତ କ୍ଷେତ୍ରରେ ସଦୃଶ ପଦଗୁଡ଼ିକୁ ଏକାଠି କରି ଲେଖ ।

(କ) 4 – xy2, -4yx2, 8x2, 2xy2, 7y, -11x2, -100x, -11yz, 20x2y, 5x, -3
ସମାଧାନ:
+4, -3 ପଦଦ୍ବୟ ସଦୃଶ; -xy2, 2xy2 ପଦଦ୍ୱୟ ସଦୃଶ;
-4yx2, 20x2y ପଦଦ୍ୱୟ ସଦୃଶ; 8x2, -11x2 ପଦଦ୍ଵୟ ସଦୃଶ;
-100x, 5x ପଦଦ୍ୱୟ ସଦୃଶ ଏବଂ 7y ଓ -11yz ପଦର ସଦୃଶ ପଦ ନାହିଁ ।

(ଖ) 10pq, 7p, 8q, p3q2, 7qp, -100p, -23, 12q2p2, -3p, 7, 20q2p3, 78pq, 13p2q, qp2, 701p2
ସମାଧାନ:
10pq, 7qp, 78pq ପଦମାନ ସଦୃଶ; 7p, -100p, -3p ପଦମାନ ସଦୃଶ;
p3q2, 20q2p3 ପଦଦ୍ୱୟ ସଦୃଶ; -23, 7 ପଦଦ୍ଵୟ ସଦୃଶ;
13p2q, qp2 ପଦଦ୍ୱୟ ସଦୃଶ ଏବଂ 8q, 12q2p2 ଓ 701p2 ର ସଦୃଶ ପଦ ନାହିଁ ।

Leave a Comment