BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

Odisha State Board BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ Important Questions and Answers.

BSE Odisha Class 9 Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧।ମୌଳିକ କର୍ତ୍ତବ୍ୟର ପ୍ରକାରଭେଦ ବର୍ଣନା କରି ।
Answer:
ମୌଳିକ କର୍ତ୍ତବ୍ୟଗୁଡ଼ିକୁ ପାଞ୍ଚ ଭାଗରେ ବିଭକ୍ତ

  • ଆଇନଗତ କର୍ତ୍ତବ୍ୟ – ସମ୍ବିଧାନର ସମ୍ମାନ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ।
  • ରାଜନୈତିକ କର୍ତ୍ତବ୍ୟ ― ସାର୍ବଭୌମ ରକ୍ଷା କରିବା, ଜାତୀୟ ସଂହତି ବଜାୟ ରଖିବା ଓ ଦେଶର ସୁରକ୍ଷା ନିମିତ୍ତ ଏହା ଉଦ୍ଦିଷ୍ଟ ।
  • ସାମାଜିକ କର୍ତ୍ତବ୍ୟ – ନାଗରିକମାନଙ୍କ ମଧ୍ୟରେ ସଦ୍‌ଭାବ ଓ ଭ୍ରାତୃଭାବ ପ୍ରତିଷ୍ଠା କରିବା କରିବାପାଇଁ ଏହା ଉଦ୍ଦିଷ୍ଟ ।
  • ନୈତିକ କର୍ତ୍ତବ୍ୟ – ଦେଶକୁ ବାହ୍ୟ ଓ ଆଭ୍ୟନ୍ତରୀଣ ବିପଦରୁ ରକ୍ଷା କରିବା, ସ୍ଵାଧୀନତା ଆନ୍ଦୋଳନର ମହାନ୍ ନୀତି ଓ ଆଦର୍ଶକୁ ଅନୁସରଣ କରିବା ସହିତ ଜାତୀୟ ସେବାରେ ନିଜକୁ ନିୟୋଜିତ କରିବାକୁ ଏହା ପ୍ରେରଣା ପ୍ରଦାନ ନିମିତ୍ତ ଏହା ଉଦ୍ଦିଷ୍ଟ ।
  • ଅର୍ଥନୈତିକ କର୍ତ୍ତବ୍ୟ – ଜାତୀୟ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କିତ ଲକ୍ଷ୍ୟ ପୂରଣରେ ଏହା ସହାୟକ ହେଉଛି ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

୨।ମୌଳିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ବୁଝାଇ ଲେଖ ।

  • କରିବା ସଙ୍ଗେ ସଙ୍ଗେ ନାଗରିକମାନଙ୍କୁ ରାଷ୍ଟ୍ର ପ୍ରତି କେତେକ କର୍ତ୍ତବ୍ୟ ପାଳନ କରିବାକୁ ହୋଇଥାଏ ।
  • ଦେଶର ପ୍ରଗତି ନିମନ୍ତେ ଭାରତୀୟ ସମ୍ବିଧାନରେ ୪ର୍ଥ(କ) ଅଧ୍ୟାୟରେ ଧାରା ୫୧(କ)ରେ ୧୧ଟି ମୌଳିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଦେଶର ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମର କର୍ତ୍ତବ୍ୟ ।
  • ଭାରତର ସାର୍ବଭୌମତ୍ୱ, ଏକତା, ସଂହତି ରକ୍ଷା ପ୍ରତି ଗୁରୁତ୍ଵ ଦେବା ଆମର କର୍ତ୍ତବ୍ୟ ଅଟେ ।
  • ଦେଶରେ ଭ୍ରାତୃଭାବ ପ୍ରତିଷ୍ଠା କରିବା, ନାରୀର ମର୍ଯ୍ୟାଦା ରକ୍ଷା କରିବା, ଜୀବଜଗତ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ଆମର ମୌଳିକ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ବୋଲି କାହିଁକି କୁହାଯାଇଛି ?
Answer:

  • ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ । ବ୍ୟକ୍ତିର ବିକାଶ ପାଇଁ ଓ ତା’ର ବ୍ୟକ୍ତିତ୍ଵର ପରିପ୍ରକାଶ ପାଇଁ ରାଷ୍ଟ୍ର ବ୍ୟକ୍ତିକୁ କେତେକ ଅଧ୍ୟାର ପ୍ରଦାନ କରିଥାଏ ।
  • ସେହିଭଳି ରାଷ୍ଟ୍ର ନିଜର ସୁପରିଚାଳନା ପାଇଁ କିଛି ମୌଳିକ କର୍ତ୍ତବ୍ୟ ବ୍ୟକ୍ତିଙ୍କଠାରୁ ଆଶା କରିଥାଏ । ସେଥପାଇଁ ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ ବୋଲି

୨। କେବେ ପ୍ରଥମ ଥର ପାଇଁ ସମ୍ବିଧାନରେ କିଛି ସଂସ୍କାର ଆଣିବା ଉଦ୍ଦେଶ୍ୟରେ କେଉଁ କମିଟି ଗଠନ କରାଯାଇଥିଲା ?
Answer:

  • ପ୍ରଥମ ଥର ପାଇଁ ସମ୍ବିଧାନରେ କିଛି ସଂସ୍କାର ଆଣିବାପାଇଁ ୧୯୭୬ ମସିହା ଫେବୃୟାରୀ ମାସରେ ଏକ କମିଟି ଗଠନ କରାଯାଇଥିଲା ।
  • ଏହି କମିଟି ସ୍ଵରଣ ସିଂହ କମିଟି ନାମରେ ପରିଚିତ ।

୩ । ସମ୍ବିଧାନର ୪୨ତମ ସଂଶୋଧନ ଆଇନ କେବେ କାର୍ଯ୍ୟକାରୀ ହୋଇଥିଲା ଓ ଏହି ଆଇନଦ୍ୱାରା କଣ କରାଗଲା ?
Answer:

  •  ୧୯୭୬ ମସିହାରେ ସମ୍ବିଧାନର ୪୨ତମ ଆଇନ କାର୍ଯ୍ୟକାରୀ ସଂଶୋଧନ ଆଇନ କେବେ କାର୍ଯ୍ୟକାରୀ ହୋଇଥିଲା ।
  •  ଏହି ଆଇନଦ୍ୱାରା ଭାରତ ସମ୍ବିଧାନର ଚତୁର୍ଥ ଭାଗ (କ)ର ଧାରା ୫୧(କ)ରେ ୧୦ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣ ନା କରାଗଲା । .

୪। ନୈତିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ବୁଝାଇ ଲେଖ ।
Answer:

  • ନାଗରି କ ମାନେ ମୌଳିକ ଅଧ୍ୟାର ଉପଭୋଗ କରୁଥିବାରୁ ସେମାନେ ଦେଶ ପ୍ରତି କିଛି କର୍ତ୍ତବ୍ୟ କରିବା ଆବଶ୍ୟକ । ଦେଶକୁ ବାହ୍ୟ ଓ ଆଭ୍ୟନ୍ତରୀଣ ବିପଦରୁ ରକ୍ଷା ନୈତିକ କର୍ଭବ୍ୟ ଅଟେ ।
  • ପ୍ରତ୍ୟେକ ନାଗରିକ ଜାତୀୟ ସେବାରେ ନିଜକୁ ନିୟୋଜିତ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଅଟେ ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

୫। ସାମାଜିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ବୁଝାଇ ଲେଖ ।
Answer:

  • ଏହି କର୍ତ୍ତବ୍ୟ ମାଧ୍ୟମରେ ପ୍ରତ୍ୟେକ ନାଗରିକ ନିଜ ନିଜ ମଧ୍ୟରେ ସଦ୍‌ଭାବ ଓ ଭ୍ରାତୃଭାବ ପ୍ରତିଷ୍ଠା କରିଥାଏ ।
  • ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ଏହି କର୍ତ୍ତବ୍ୟର ଅନ୍ୟତମ ଲକ୍ଷ୍ୟ ଅଟେ ।

୬ । ମୌଳିକ କର୍ତ୍ତବ୍ୟର ଦୁଇଟି ଗୁରୁତ୍ଵ ବର୍ଣ୍ଣନା କର ।
Answer:

  • ମୌଳିକ କର୍ତ୍ତବ୍ୟଗୁଡ଼ିକ ଅଧିକ ଦେଶପ୍ରେମୀ କରାଇବା ସହିତ ଦେଶ ଓ ଜାତି ପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ଦେଇଥାଏ । ଏହି କର୍ତ୍ତବ୍ୟ ପାଳନ କଲେ ନାଗରିକ ଦେଶର କଲ୍ୟାଣ ଓ ରାଷ୍ଟ୍ରର ଗଠନ ପାଇଁ ସଚେତନ ହୋଇଥାଏ ।
  • ମୌଳିକ କର୍ତ୍ତବ୍ୟଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଆଦର୍ଶ ଆଚରଣବିଧ୍ ଅଟେ । ଏହାକୁ ପ୍ରତ୍ୟେକ ନାଗରିକ ପାଳନ କଲେ ସମାଜରେ ଶୃଙ୍ଖଳା ବଜାୟ ରହେ ।

୭।BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ କର୍ତ୍ତବ୍ୟ ବର୍ଣ୍ଣନା କର ।
Answer:
(i) BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟକର୍ତ୍ତବ୍ଯ ଏକ ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ ଅଟେ ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ ଦୁଇଟି ମଧ୍ୟରେ ସୁସମନ୍ଵୟ ରକ୍ଷା ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସାହାଯ୍ୟ କରିଥାଏ ।
Answer:
ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ସୁସମନ୍ଵୟ ରକ୍ଷା ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସାହାଯ୍ୟ କରିଥାଏ ।

୨।କେବେ ସ୍ମରଣ ସିଂହ କମିଟି ଗଠନ କରାଯାଇଥିଲା ?
Answer:
୧୯୭୬ ମସିହା ଫେବୃୟାରୀ ମାସରେ ସ୍ଵରଣ ସିଂହ କମିଟି ଗଠନ କରାଯାଇଥିଲା ।

୩। ସ୍ଵରଣ ସିଂହ କମିଟି କେଉଁ ବିଷୟରେ ସୁପାରିସ କରିଥିଲେ ?
Answer:
ସ୍ଵରଣ ସିଂହ କମିଟି ସମ୍ବିଧାନରେ ନାଗରିକମାନଙ୍କର ମୌଳିକ କର୍ଭବ୍ୟଗୁଡ଼ିକର ଏକ ତାଲିକା ଅନ୍ତର୍ଭୁକ୍ତ କରିବାପାଇଁ ସୁପାରିସ କରିଥିଲେ ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

୪। ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ଭବ୍ୟଗୁଡ଼ିକ କେଉଁ ଦାୟିତ୍ୱବୋଧକୁ ବୁଝାଇଥାଏ ?
Answer:
ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ଭବ୍ୟଗୁଡ଼ିକ ନାଗରିକମାନଙ୍କର ଆଇନଗତ, ରାଜନୈତିକ, ସାମାଜିକ, ସାଂସ୍କୃତିକ, ନୈତିକ, ଅର୍ଥନୈତିକ ଓ ଶିକ୍ଷାଗତ ଦାୟିତ୍ୱବୋଧକୁ ବୁଝାଇଥାଏ ।

୫। ମୌଳିକ କର୍ତ୍ତବ୍ୟଗୁଡ଼ିକ କାହା ପାଇଁ ନିର୍ଦ୍ଦେଶିତ ?
Answer:
ମୌଳିକ କର୍ଭବ୍ୟଗୁଡ଼ିକ ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶିତ ।

୬ । ବିଦେଶୀ ନାଗରିକମାନଙ୍କ ପାଇଁ ମୌଳିକ କର୍ତ୍ତବ୍ୟ ଲାଗୁ କରାଯାଇପାରିବ କି ?
Answer:
ନା, ବିଦେଶୀ ନାଗରିକମାନଙ୍କ ପାଇଁ ମୌଳିକ କର୍ତ୍ତବ୍ୟ ଲାଗୁ କରାଯାଇପାରିବ ନାହିଁ ।

୭ । ଜଣେ ଭାରତୀୟ ନାଗରିକ ମୌଳିକ କର୍ତ୍ତବ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧରେ କିପରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ?
Answer:
ଜଣେ ଭାରତୀୟ ନାଗରିକ ମୌଳିକ କର୍ତ୍ତବ୍ୟ ନ କଲେ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।

୮।  କେଉଁଗୁଡ଼ିକ ନାଗରିକମାନଙ୍କୁ ଅଧିକ ଦେଶପ୍ରେମୀ କରାଇଥାଏ ?
Answer:
କେଉଁଗୁଡ଼ିକ ନାଗରିକମାନଙ୍କୁ ଅଧିକ ଦେଶପ୍ରେମୀ କରାଇଥାଏ ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

୯ । ଜଣେ ନାଗରିକ କିପରି ଦେଶର ଓ ରାଷ୍ଟ୍ରର ଗଠନ ପାଇଁ ସଚେତନ ହୁଏ ?
Answer:
ଦେଶର କଲ୍ୟାଣ ଓ ରାଷ୍ଟ୍ରର ଗଠନ ପାଇଁ ସଚେତନ ମୌଳିକ କର୍ଭବ୍ୟଗୁଡ଼ିକୁ ପାଳନ କଲେ ଜଣେ ନାଗରିକ ହୁଏ ।

୧୦ । ମୌଳିକ କର୍ତ୍ତବ୍ୟ କାହା ପାଇଁ ଏକ ଆଦର୍ଶ ଆଚରଣବିଧ ଅଟେ ?
Answer:
ମୌଳିକ କର୍ତ୍ତବ୍ୟ ପ୍ରତ୍ୟେକ ନାଗରିକ ପାଇଁ ଏକ ଆଦର୍ଶ ଆଚରଣବିଧ ଅଟେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧।‘ରାଷ୍ଟ୍ରୀୟ ସମ୍ପଭିର ରକ୍ଷଣାବେକ୍ଷଣ’ କରିବା କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
୨। ‘ସ୍ଵାଧୀନତା ଆନ୍ଦୋଳନର ମହାନ୍ ନୀତି ଓ ଆଦର୍ଶକୁ ଅନୁସରଣ କରିବା’ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
୩। ପ୍ରଥମଥର ପାଇଁ ସମ୍ବିଧାନରେ କିଛି ସଂସ୍କାର ଆଣିବା ଉଦ୍ଦେଶ୍ୟରେ ୧୯୭୬ ମସିହାରେ କେଉଁ କମିଟି ଗଠନ କରାଯାଇଥିଲା ?
୪। ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷା କରିବା କେଉଁ ପ୍ରକାରର କର୍ତ୍ତବ୍ଯ ଅଟେ ?
୫୮ ୧୧ତମ ମୌଳିକ କର୍ଭବ୍ୟଟି ସମ୍ବିଧାନରେ କେବେ ଯୋଗ କରାଯାଇଥିଲା ?
୬। ଜାତୀୟ ସେବାରେ ନିଜକୁ ନିୟୋଜିତ କରିବା କି ପ୍ରକାରର କର୍ତ୍ତବ୍ୟ ଅଟେ ?
୭। ସମ୍ବିଧାନର କେଉଁ ଧାରାରେ ମୌଳିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ?
୮। ମୌଳିକ କର୍ତ୍ତବ୍ୟଗୁଡିକ ଭାରତୀୟ ନାଗରିକମାନଙ୍କ ପାଇଁ କ’ଣ ଅଟେ ?
୯। ସମ୍ବିଧାନର କେଉଁ ସଂଶୋଧନରେ ‘ମୌଳିକ କର୍ତ୍ତବ୍ୟ’ଗୁଡ଼ିକ ଯୋଗ କରାଗଲା ?
୧୦ ।୮୬ ତମ ସମ୍ବିଧାନ ସଂଶୋଧନ କେଉଁ ମସିହାରେ ହୋଇଥିଲା ?

Answer:
୧। ଅର୍ଥନୈତିକ,
୨। ନୈତିକ,
୩। ସ୍ଵରଣ ସିଂହ କମିଟି,
୪ । ସାମାଜିକ କର୍ତ୍ତବ୍ୟ,
୫ । ୨୦୦୨ ମସିହା,
୬ । ନୈତିକ କର୍ତ୍ତବ୍ୟ,
୭ । ଧାରା-୫୧ (କ),
୮ । ଏକ ଆଦର୍ଶ ଆଚରଣବିଧ୍,
୯ । ୪୨ତମ ସଂଶୋଧନ,
୧୦ । ୨୦୦୨ ମସିହା

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

C ଶୂନ୍ୟସ୍ଥାନ ପୂରଣ କର ।

୧। ସ୍ମରଣ ସିଂହ କମିଟି __________ BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - q. 1 ହୋଇଥିଲା ।
Answer:
୧୯୭୬

୨। ଭାରତ ସମ୍ବିଧାନର ୪୨ତମ ସଂଶୋଧନ __________ ମସିହାରେ ହୋଇଥିଲା ।
Answer:
୧୯୭୬

୩ । ମୌଳିକ କର୍ତ୍ତବ୍ୟ ବିଷୟରେ ଭାରତୀୟ ସମ୍ବିଧାନରେ _____________ ଭାଗରେ ବର୍ଣ୍ଣନା କରାଯାଇଛି ।
Answer:
ଚତୁର୍ଥ ଭାଗ (କ)

୪। . ________________ ମସିହାରେ ୮୬ତମ ସମ୍ବିଧାନ ସଂଶୋଧନ କରାଯାଇଥିଲା ।
Answer:
୨୦୦୨

୫। BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - Q5 __________ ଗୋଟି ମୌଳିକ କର୍ତ୍ତବ୍ୟ ରହିଛି ।
Answer:
୧୧

୬ । ଜାତୀୟ ସେବାରେ ନିଜକୁ ନିୟୋଜିତ କରିବା ______________ କର୍ତ୍ତବ୍ୟର ଏକ ଲକ୍ଷ୍ୟ ଅଟେ ।
Answer:
ନୈତିକ

୭। ରାଷ୍ଟ୍ରୀୟ ସମ୍ପଭିର ରକ୍ଷଣାବେକ୍ଷଣ କରିବା _____________ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ।
Answer:
ଅର୍ଥନୈତିକ

୮ । ମୌଳିକ କର୍ତ୍ତବ୍ୟ ପାଳନ କଲେ ନାଗରିକ ଦେଶର ______________ କଲ୍ୟାଣ ଓ ପାଇଁ ସଚେତନ ହୁଏ ।
Answer:
ରାଷ୍ଟ୍ରର ଗଠନ

୯। ମୌଳିକ କର୍ତ୍ତବ୍ୟଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ __________________ଅଟେ ।
Answer:
ଆଦର୍ଶ ଆଚରଣବିସ୍‌

୧୦ । ମୌଳିକ କର୍ତ୍ତବ୍ୟକୁ ପ୍ରତ୍ୟେକ ନାଗରିକ ପାଳନ କଲେ ____________ ରହିପାରିବ ।
Answer:
ଶୃଙ୍ଖଳା

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ୧୯୭୬ ମସିହାରେ ଆମର ୧୧ ଗୋଟି ମୌଳିକ କର୍ତ୍ତବ୍ୟ ଥିଲା ।
୨ । ୨୦୦୨ ମସିହାରେ ଆମର ମୌଳିକ କର୍ତ୍ତବ୍ୟ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା ।
୩। ଭାରତ ସମ୍ବିଧାନର ଚତୁର୍ଥ ଭାଗ (ଖ) ର ଧାରା ୫୧ (କ)ରେ ୧୦ ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ
୪। ମୌଳିକ କର୍ତ୍ତବ୍ୟଗୁଡ଼ିକ ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶିତ ।
୫। ବିଦେଶୀ ନାଗରିକମାନଙ୍କ ପାଇଁ ମୌଳିକ କର୍ତ୍ତବ୍ୟ ଲାଗୁ ହୋଇଥାଏ ।
୬ | ମୌଳିକ କର୍ଭବ ସମ୍ପାଦନ ନ କଲେ ବ୍ୟକ୍ତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
୭। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପତାକାକୁ ସମ୍ମାନ କରିବା ।
୮। ସମ୍ବିଧାନର ସମ୍ମାନ ରକ୍ଷା କରିବା ଆମର ରାଜନୈତିକ କର୍ତ୍ତବ୍ୟ ।
୯ । ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷାକରିବା ଏକ ନୈତିକ କର୍ତ୍ତବ୍ୟ।
୧୦ । ରାଷ୍ଟ୍ରୀୟ ସମ୍ପଭିର ରକ୍ଷଣାବେକ୍ଷଣ କରିବା ଏକ ସାମାଜିକ କର୍ତ୍ତବ୍ୟ ।

Answers:
୧। (×)
୨ । (√)
୩। (X)
୪। (√)
୫। (×)
୬ | (×)
୭। (√)
୮। (×)
୯ । (x)
୧୦ । (x)

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - 1
BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - 2

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - 3
BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - 4

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ସ୍ଵରଣ ସିଂହ କମିଟି ୧୯୭୮ ମସିହାରେ ଗଠିତ ହୋଇଥିଲା ।
୨ । ମୌଳିକ କର୍ତ୍ତବ୍ୟ ଗୁଡ଼ିକ ସରକାରଙ୍କ ପାଇଁ ନିର୍ଦ୍ଦେଶିତ ।
୩। ନାଗରିକମାନଙ୍କୁ ଅଧିକ ଦେଶଦ୍ରୋହୀ କରାଇଥାଏ ମୌଳିକ କର୍ତ୍ତବ୍ୟ ।
୪। ୪୨ତମ ସମ୍ବିଧାନ ସଂଶୋଧନ ଆଇନ ୧୯୬୭ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
୫। ଅଧିକାର ଓ କର୍ତ୍ତବ୍ୟ ପରସ୍ପର ଅନୁପୂରକ
୬। ମହିଳାମାନଙ୍କୁ ମର୍ଯ୍ୟାଦା ରକ୍ଷା କରିବା ଏକ ନୈତିକ କର୍ତ୍ତବ୍ୟ
୭। ୮୬ତମ ସଂଶୋଧନ ୨୦୦୦ ମସିହାରେ କରାଯାଇଥିଲା ।
୮। ମୌଳିକ କର୍ତ୍ତବ୍ୟଗୁଡ଼ିକ ସମ୍ବିଧାନ ୮୬ତମ ସଂଶୋଧନରେ ସଂଯୋଗ କରାଯାଇଥିଲା ।
୯। ସମ୍ବିଧାନର ସମ୍ମାନ ରକ୍ଷା କରିବା ରାଜନୈତିକ କର୍ତ୍ତବ୍ୟ ଅଟେ ।
୧୦ । ରାଷ୍ଟ୍ରୀୟ ସମ୍ପଭିର ରକ୍ଷଣାବେକ୍ଷଣା କରିବା ସାମାଜିକ କର୍ତ୍ତବ୍ୟ ଅଟେ ।

Answer:
୧। ୧୯୭୬
୨ । ନାଗରିକମାନଙ୍କ
୩ । ଦେଶପ୍ରେମୀ
୪।୧୯୭୬
୫ । ପରିପୂରକ
୬ । ସାମାଜିକ କର୍ତବ୍ୟ
୭ । ୨୦୦୨
୮। ୪୨ ତମ
୯ । ଆଇନଗତ
୧୦ । ଅର୍ଥନୈତିକ

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ କେଉଁ ମସିହାରେ ସ୍ଵରଣ ସିଂହ କମିଟି ଗଠନ କରାଯାଇଥିଲା ?
(A) ୧୯୭୫
(B) ୧୯୭୬
(C) ୧୯୭୭
(D) ୧୯୭୮
Answer:
(B) ୧୯୭୬

2.BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - q.2 କର୍ତ୍ତବ୍ୟ’ଗୁଡ଼ିକ ଯୋଗ କରାଗଲା ?
(A) ୪୧ ତମ
(B) ୪୨ ତମ
(C) ୪୩ ତମ
(D) ୪୪ ତମ
Answer:
(B) ୪୨ ତମ

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

3.୮୬ ତମ ସମ୍ବିଧାନ ସଂଶୋଧନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା ?
(A) ୨୦୦୨
(B) ୨୦୦୫
(C) ୨୦୦୧
(D) ୨୦୦୭
Answer:
(A) ୨୦୦୨

4. ସମ୍ବିଧାନର କେଉଁ ଧାରାରେ ମୌଳିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ?
(A) ୪୮(କ)
(B) ୪୯(ଖ)
(C) ୫୦(କ)
(D) ୫୧(କ)
Answer:
(D) ୫୧(କ)

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

5. BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ - q. 5ମୌଳିକ କର୍ତ୍ତବ୍ୟ ରହିଛି ?
(A) ୧୦
(B) ୧୧
(C) ୭
(D) ୬
Answer:
(B) ୧୧

6. ସମ୍ବିଧାନର ସମ୍ମାନ ରକ୍ଷାକରିବା ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ଆଇନଗତ
(B) ରାଜନୈତିକ
(C) ସାମାଜିକ
(D) ନୈତିକ
Answer:
(A) ଆଇନଗତ

7. ‘ଭାରତର ସାର୍ବଭୌମତ୍ୱ ରକ୍ଷା କରିବା’ – ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ଆଇନଗତ
(B) ରାଜନୈତିକ
(C) ସାମାଜିକ
(D) ନୈତିକ
Answer:
(B) ରାଜନୈତିକ

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

8. ‘ରାଷ୍ଟ୍ରୀୟ ସମ୍ପଭିର ରକ୍ଷଣାବେକ୍ଷଣ କରିବା’ – ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ରାଜନୈତିକ
(B) ସାମାଜିକ
(C) ନୈତିକ
(D) ଅର୍ଥନୈତିକ
Answer:
(D) ଅର୍ଥନୈତିକ

9. ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ସାମାଜିକ
(B) ଆଇନଗତ
(C) ନୈତିକ
(D) ରାଜନୈତିକ
Answer:
(A) ସାମାଜିକ

10. ‘ସ୍ଵାଧୀନତା ଆନ୍ଦୋଳନର ମହାନ୍ ନୀତି ଓ ଆଦର୍ଶକୁ ଅନୁସରଣ କରିବା’ — ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ଆଇନଗତ
(B) ରାଜନୈତିକ
(C) ସାମାଜିକ
(D) ନୈତିକ
Answer:
(D) ନୈତିକ

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

11. ୧୯୭୬ ମସିହାର କେଉଁ ସମ୍ବିଧାନ ସଂଶୋଧନ ଆଇନରେ ମୌଳିକ କର୍ତ୍ତବ୍ୟଗୁଡ଼ିକ ଯୋଗ
(A) ୩୮ତମ
(B) ୪୨ତମ
(C) ୪୫ତମ
(D) ୪୮ତମ
Answer:
(B) ୪୨ତମ

12. କେଉଁ ସମ୍ବିଧାନ ସଂଶୋଧନ ଆଇନରେ ଏଗାରତମ ମୌଳିକ କର୍ତ୍ତବ୍ୟ ଯୋଗକରାଯାଇଛି ?
(A) ୭୦ତମ
(C) ୮୫ତମ
(B) ୭୬ତମ
(D) ୮୬ତମ
Answer:
(D) ୮୬ତମ

13. ସର୍ବସାଧାରଣ ସମ୍ପଭିର ସୁରକ୍ଷା କରିବା ନିମ୍ନୋକ୍ତ କେଉଁ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ପ୍ରଥମ ମୌଳିକ କର୍ତ୍ତବ୍ୟ
(B) ପଞ୍ଚମ ମୌଳିକ କର୍ତ୍ତବ୍ୟ
(C) ନବମ ମୌଳିକ କର୍ତ୍ତବ୍ୟ
(D) ଦଶମ ମୌଳିକ କର୍ତ୍ତବ୍ୟ
Answer:
(C) ନବମ ମୌଳିକ କର୍ତ୍ତବ୍ୟ

BSE Odisha 9th Class Political Science Important Questions Chapter 2 ମୌଳିକ କର୍ତ୍ତବ୍ୟ

14. ଛଅ ବର୍ଷରୁ ଚଉଦ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷାଲାଭ ପାଇଁ ସୁଯୋଗ ଦେବା ନିମ୍ନୋକ୍ତ କେଉଁ ମୌଳିକ କର୍ତ୍ତବ୍ୟର ଲକ୍ଷ୍ୟ ଅଟେ ?
(A) ପ୍ରଥମ ମୌଳିକ କର୍ତ୍ତବ୍ୟ
(B) ଦ୍ଵିତୀୟ ମୌଳିକ କର୍ତ୍ତବ୍ୟ
(C) ସପ୍ତମ ମୌଳିକ କର୍ତ୍ତବ୍ୟ
(D) ଏକାଦଶ ମୌଳିକ କର୍ତ୍ତବ୍ୟ
Answer:
(D) ଏକାଦଶ ମୌଳିକ କର୍ତ୍ତବ୍ୟ

Leave a Comment