CHSE Odisha Class 11 Sanskrit Solutions Chapter 2 चतुरः शृगालः

Odisha State Board CHSE Odisha Class 11 Sanskrit Solutions Chapter 2 चतुरः शृगालः Textbook Exercise Questions and Answers.

CHSE Odisha Class 11 Sanskrit Chapter 2 चतुरः शृगालः Question Answer

GROUP – A

(क) बन्धनीमध्यात् शुद्धम् उत्तरं चित्वा लिखत-

1. अस्ति कस्मिंश्चिद् वनोदेशे महाचतुरको नाम __________ ।
(शृगालः, गज:, सिंह:)
Answer:
शृगालः

2. अस्ति कस्मिंश्चिद् वनोदेशे __________ नाम शृगालः ।
(द्रुतविलम्वक:, महाचतुरकः, भ्रमणकः)
Answer:
महाचतुरकः

3. तेन कदाचित् __________ स्वयं मृतो गजः समासादितः ।
( प्रान्तरे, शस्यक्षेत्रे, अरण्ये)
Answer:
अरण्ये

4. तेन कदाचित् अरण्ये स्वयं मृतो __________ समासादितः ।
(गर्दभ:, गज:, गौः)
Answer:
गजः

5. परं कठिनां त्वचं __________ न शक्नोति ।
(द्रष्टुं, गन्तुं, भेत्तुं )
Answer:
गजः

6. तदनं __________ स्वामी ।
( भक्षयतु, प्राप्नोतु, रक्षतु )
Answer:
भक्षयतु

7. नाहमन्यहत __________ कदाचित् भक्षयामि ।
(पशु, सत्वं, मृगं )
Answer:
सत्वं

8. तन्मया __________ एष ते गजः ।
(आनन्दीकृतः, प्रसादीकृत:, प्रदानीकृतः )
Answer:
प्रसादीकृत:

CHSE Odisha Class 11 Sanskrit Solutions Chapter 2 चतुरः शृगालः

9. युक्तमिदं स्वामिनो __________ ।
(निजपरिवारेषु, निजजनेषु, निजभृत्येषु)
Answer:
निजभृत्येषु

10. न श्वेतभावमुज्झति __________ शिखिभुक्तमुक्तोऽपि ।
(पद्म:, शङ्ख:, गदा)
Answer:
शङ्ख:

11. अथ तस्मिन् गते कश्चिद् __________ समायातः
(गज: मृग:, व्याघ्रः )
Answer:
व्याघ्रः

12. एकस्तावत् दृरात्मा __________ अपवाहितः ।
(दानेन, प्रणिपातेन, वीर्येण )
Answer:
प्रणिपातेन

13. एकस्तावत् __________ प्रणिपातेन अपवाहितः ।
(दुरात्मा, पापात्मा, दुष्टात्मा)
Answer:
दुरात्मा

14. नूनं शूरोऽयं न खलु __________ विना साध्यो भविष्यति ।
(सामं, दानं, भेदं)
Answer:
भेदं

15. भेदस्तत्र प्रयोक्तव्यो यतः स __________ ।
(क्षतितकारकः, वशकारकः, गुणकारकः)
Answer:
वशकारकः

16. एष गज: साम्प्रतं सिंहेन __________ ।
(व्यापादितः, हृतः, दृष्ट; )
Answer:
व्यापादितः

17. स च मां __________ निधाय स्नानार्थं गतः ।
(द्वारपालं, रक्षपालं, वनपालं )
Answer:
रक्षपालं

18. वनमिदं मया __________ कर्त्तव्यम् ।
(निर्मूलं, निर्जिवं, निर्व्याध्रं)
Answer:
निर्व्यां

19. तदिनादारभ्य __________ प्रति कुपितोऽस्मि ।
(व्याघ्रन्, पशून्, मृगान् )
Answer:
व्याघ्रन्

20. देहि मे __________ दक्षिणाम् ।
(दान, प्राण, गुरु)
Answer:
प्राण

21. एवमुक्त्वा __________ प्रणष्टः ।
(क्षी, शीघ्रं, सत्वरं )
Answer:
सत्वरं

CHSE Odisha Class 11 Sanskrit Solutions Chapter 2 चतुरः शृगालः

22. जीवन् __________ भद्रशतानि पश्यति ।
(वृक्षः, नरः, गजः)
Answer:
नरः

23. __________ भूत्वा भथय त्वम् ।
(विश्रब्धः, शान्तः, प्रीतः)
Answer:
विश्रब्धः

24. तस्यागमनं __________ अहं ते निवेदयिष्यामि ।
(पार्श्वतः, दूरतः, समीपतः)
Answer:
दूरतः

25. तच्छ्दृत्वा __________ अपि दूरं प्रणष्टः ।
(दर्शक:, भद्रकः, चित्रक: )
Answer:
चित्रक:

26. भूर __________ योजयेत् ।
(उत्तमं, शूर, नीचं)
Answer:
उत्तमं

27. शूर __________ योजयेत् ।
(दण्डेन, प्रणिपातेन, भेदेन)
भेदेन

28. __________ अल्पप्रदानेन योजयेत् ।
(शूरं नीचं, उत्तमं )
Answer:
नीचं

29. __________ पराक्रमैः योजयेत् ।
(नीचं, शूरं, समशक्तिं)
Answer:
समशक्तिं

30. स्वयं सुखेन __________ तन्मांसं बभूजे ।
( वहुकालं, चिरकालं, हीनकालं )
Answer:
चिरकालं

(ख) अतिसंक्षेपेण उत्तरं लिखत-

1. प्राणिषु क: चतुरतम: ?
Answer:
ଶୃଗାଳଃ

2. किं नामधेयः शृगालः कस्मिंश्चिद् वनोद्देशे अस्ति ?
Answer:
ମହାଚତୁରକଃ

3. महाचतुरकेण कः मृतः समासादित: ?
Answer:
ଗକଃ

4. तत्रान्तरे भ्रमन् तत्र देशे कः समायातः ?
Answer:
ସିଂହ

5. कः लाकुटिकः आसीत् ?
Answer:
ଶୃଗାଳଃ

6. कः अन्यहतं सत्वं न भक्षयति ?
Answer:
ସିଂହଃ

7. सिंहः अन्यहतं किं न भक्षयति ?
Answer:
ସତ୍ଵମ୍

8. कः शिखिभुक्तमुक्तः अपि श्वेतभावं न उज्झति ?
Answer:
ଶଙ୍ଖଃ

9. शङ्खः शिखिभुक्तमुक्तः अपि किं न उज्झति ?
Answer:
ଶ୍ଵେତଭାବମ୍

10. सिंहे गते शृगालस्य समीपं कः समायातः ?
Answer:
କଣ୍ଟିଦ୍ ବ୍ୟାଘ୍ରଃ

11. एकस्तावत् दुरात्मा केन अपवाहित: ?
Answer:
ପ୍ରଣିପାତେନ

12. शूरः किं विना साध्यो न भविष्यति ?
Answer:
ଭେଦମ୍

13. यत्र सामदानं च कर्तुं न शकयते तत्र कः प्रयोक्तव्यः ?
Answer:
ଭେଦଃ

CHSE Odisha Class 11 Sanskrit Solutions Chapter 2 चतुरः शृगालः

14. क: वशकारकः ?
Answer:
ଭେଦଃ

15. सर्वगुणसंपन्नोऽपि केन वध्यते ?
Answer:
ଭେଦେନ

16. अन्तर्भिन्नेन मौक्तिकेनापि किं प्राप्यते ?
Answer:
ବନ୍ଧନମ୍

17. एष गंज: सांप्रतं केन व्यापादितः ?
Answer:
ସିଂହେନ

18. सिंहः शृगालं किं निधाय स्नानार्थं गतः ?
Answer:
ରକ୍ଷପାଳମ୍ନ

19. सिंहः शृगालं रक्षपालं निधाय किमर्थं गत: ?
Answer:
ସ୍ନାନାର୍ଥମ୍

20. सिंहेन वनमिदं किं कर्त्तव्यम् ?
Answer:
ନିର୍ବ୍ୟାଘ୍ରମ୍

21. सिंह कान् प्रति कुपितोऽस्ति ?
Answer:
ବ୍ୟାଘ୍ରାନ୍

22. व्याघ्रः शृगालं किं प्रर्थितवान् ?
Answer:
ସ୍ବପ୍ରାଣାନ୍

23. व्याघ्रे गते मृतगजस्य समीपं कः आगत: ?
Answer:
କଣ୍ଟିଦ୍‌ ଦ୍ୱୀପୀ

24. व्याघ्रः कं भगिनीसुत इति सम्वोधितवान् ?
Answer:
ଶୃଗାଳମ୍

25. कः दृढ़दंष्ट्रः ?
Answer:
ଦ୍ଵୀପୀ

26. कीदृशः नरः भद्रयतानि पश्यति ?
Answer:
ଜୀବନ୍

27. को नाम चित्रक: ?
Answer:
ଦ୍ଵୀପୀ

28. समचतुरकः यदा गजर्मासं भक्षयति तदा कः समायातः ?
Answer:
ସଂକ୍ରୁଦ୍ଧ ଶୃଗାଳ

29. कं प्रणिपातेन योजयेत् ?
Answer:
ଉତ୍ତମମ୍

30. उत्तमं केन योजयेत् ?
Answer:
ପ୍ରଣିପାତେନ

29. कं भेदेन योजयेत् ?
Answer:
ଉତ୍ତମମ୍

30. उत्तमं केन योजयेत्?
Answer:
ପ୍ରଣିପାତେନ

31. कं भेदेन योजयेत् ?
Answer:
ଶୂରମ୍

32. शूरं केन योजयेत् ?
Answer:
ଭେଦେନ

33. कम् अल्पप्रदानेन योजयेत् ?
Answer:
ନୀଚମ୍

34. नीचं केन योजयेत् ?
Answer:
ଅଳ୍ପପ୍ରଦାନେନ

35. कं पराक्रमैः योजयेत् ?
Answer:
ସମଶକ୍ତିମ୍

36. समशक्तिं कै: योजयेत् ?
Answer:
ପର।କ୍ରମୈଃ

GROUP – B

(ग) संक्षेपेण (षड्भिः: वाक्यै:/पञ्चविंशत्यापदै:) उत्तरं लिखत –

1. महाचतुरकः कथं मृतगजं खादितुं नापारयत् ?
Answer:
ଅସ୍ତି କପୁଂଶ୍ଚିଦବନୋଦେଶେ ମହାଚତୁରକୋ ନାମ ଶୃଗାଳ । ତେନ କଦାଚିତ୍ ଅରଣ୍ୟ ସ୍ଵୟଂ ମୃତୋ ଗଜଃ ସମାସାଦିତଃ । ତସ୍ୟ ସମନ୍ତାତ୍ ଭ୍ରମତି, ପରଂ କଠିନାଂ ତ୍ଵଚଂ ଭେନିଂ ନ ଶକ୍ନୋତି । ଅତଃ ମହାଚତୁରକଃ ମୃତଗଜଂ ଖାଦିତଂ ନାପାରୟତ୍ ।

2. सिंहः शृगालं किम् आह ?
Answer:
ସିଂହଃ ଶୃଗାଳମ୍ ଆହ – ଭୋ ! ନାହମନ୍ୟହତଂ ସବଂ କଦାଚିଦ୍ ଭକ୍ଷୟାମି । ତନ୍ମୟା ପ୍ରସାଦୀକୃତ ଏଷ ତେ ଗଜଃ । ସିଂହସ୍ୟ ବଚନଂ ଶ୍ରୁତ୍ଵା ଶୃଗାଳ ଅତୀନଃ ଆନନ୍ଦିତମ୍ ଅରବତ୍ ।

3. शृगालः व्याघ्रं किमुक्त्वा भयं प्रादर्शयत् ?
Answer:
ଗାଳ ବ୍ୟାଘ୍ରସ୍ୟ ଅଭିମୁଖୋ ଭୂତ୍ଵା ଈଷଦୁନ୍ନତକନ୍ଧରଃ ସସଂଭ୍ରମମୁବାଚ ମାମ ! କଥ୍ୟ ଭବାନତ୍ର ମୃତ୍ୟୁମୁଖେ ପ୍ରବିଷ୍ଟ ? ଏଷ ଗଜଃ ସାଂପ୍ରତଂ ସିଂହେନ ବ୍ୟାପାଦିତଃ । ସ ଚ ମାଂ ରକ୍ଷପାଳଂ ନିଧାୟ ସ୍ନାନାର୍ଥୀ ଗତଃ । ତେନ ଚ ଗଚ୍ଛତା ମମ ସମାଦିଷ୍ଟମ୍ ଯଦି କଶ୍ଚିଦିହ ବ୍ୟାଘ୍ର ସମାଗଚ୍ଛତି ତନ୍ମମ, ସୁଗୁପ୍ତ ନିବେଦନୀୟଂ ଯେନ ବନମିଦଂ ମୟା ନିବ୍ୟାଘ୍ର କର୍ତ୍ତବ୍ୟମ୍ । ଯତଃ ବ୍ୟାଘ୍ରଣିକେନ ମୟା ହତୋ ଗଜଃ ଭକ୍ଷୟିତ୍ବା ଉଚ୍ଛିଷ୍ଟତାଂ ନୀତଃ, ତଦିନାଦାରଭ୍ୟ ବ୍ୟାଘ୍ରାନ୍ ପ୍ରତି କୁପିତୋଽସ୍ମି । ଇବ ଉତ୍ଥା ଶୃଗାଳୀ ବ୍ୟାଘ୍ର ଭୟଂ ପ୍ରାଦର୍ଶୟତ୍ ।

4. द्वीपिनं दृष्टवा शृगालः तं किमाह ?
Answer:
ଦ୍ବୀପିନଂ ଦୃଷ୍ଟ୍ରା ଶୃଗାଳ ତେନ ମାଧ୍ୟମେନ ଗଜଚର୍ମଚ୍ଛେଦଂ କାରୟିତଂ ନିଶ୍ଚିତ୍ୟ ଚିରାତ୍ ଦୃଷ୍ଟୋଽସି ? କଣଂ ଚ ବୁଭୁକ୍ଷିତ ଇବ ଲକ୍ଷ୍ୟସେ ? ତଦତିଥ୍ୟରସି ମେ । ଏଷ ଗଜଃ ତଦାଦିଷ୍ଟୋ ରକ୍ଷପାତଃ । ଅତୋ ବଦାଗ୍ନି-ଯାବତ୍ ସିଂହୋ ନ ସମାୟାତି ତାବଦସ୍ୟ ଗଜସ୍ୟ ମାଂସଂ ଭକ୍ଷୟିତ୍ରା ତୃଟିଂ କୃତ୍ୱା ବ୍ରଜ ।

5. भोजनीयविषये द्वीपिनां किं कथितम् ?
Answer:
ଭୋଜନୀୟ ବିଷୟେ ଦ୍ବୀପିନା କଥ୍ ଯତ୍-ମାମ୍ ! ଯଦ୍ୟବଂ, ତନ୍ତ୍ର କାର୍ଯ୍ୟ ମେ ମାଂସାଶନେନ, ଯତୋ ଜୀବନ୍ନରୋ ଭଦ୍ରଶତାନି ପଶ୍ୟତି । ଉକ୍ତ ଯତ୍ – ଭୂତିମ୍ ଇଚ୍ଛତା ନରଃ ଯତ୍ ଗ୍ରସ୍ୟ, ଯତ୍ ଗ୍ରସ୍ତଂ ପରିଣମେତ୍ ଚ ଯତ୍ ପରିଣାମେ ହିତଂ ଚ ତତ୍ ଆଦ୍ୟ ଗ୍ରସିତଂ ଶକ୍ୟ ଭବତି ।

CHSE Odisha Class 11 Sanskrit Solutions Chapter 2 चतुरः शृगालः

6. चित्रकः कथं दूरं गतवान् ?
Answer:
ଶୃଗାଳ ଦ୍ଵୀପିନମାହ – ଭୋ ଅଧୀର ! ବିଶ୍ର ଭୂତ୍ଵା ଭକ୍ଷୟତ୍ଵମ୍ । ତସ୍ୟସିଂହସ୍ୟ ଆଗମନଂ ଦୂରତୋଽହଂ ତେ ନିବେଦୟିଷ୍ୟାମି । ଅଥ ଦ୍ଵୀପିନା ତଥାନୁଷ୍ଠିତେ ଚର୍ମଭେଦଂ ଜାତଂ ବିଜ୍ଞାୟ ତେନାଭିହିତମ୍— ଭୋ ଭଗିନୀସୁତ ! ଗମ୍ୟତାଂ ଗମ୍ୟତାମ୍ । ଏଷ ସିଂହଃ ସମାୟାତି । ତଚ୍ଛତ୍ୱା ଚିତ୍ରକୋଽପି ଦୂରଂ ଗତବାନ୍ ।

7. कं कं केन केन योजयेत् ?
Answer:
ଉତ୍ତମଂ ପ୍ରଣିପାତେନ ଯୋଜୟେତ୍ । ଶୂରଂ ଭେଦେନ ଯୋଜୟେତ୍ । ନୀଚମଳ୍ପପ୍ରଦାନେନ ଯୋଜୟେତ୍ । ସମଶକ୍ତି

8. महाचतुरक: केनोपायेन उपरं शृगालं जितवान् ?
Answer:
ମହାଚତୁରକଃ ସ୍ଵସ୍ୟବୁଦ୍ଧିବଳେନ ଦ୍ଵୀପିନା ଗଜଚର୍ମଭେଦଂ କୃତ୍ୱା କିମାଂସଂ ଯାବତ୍ ଭକ୍ଷୟତି ତାବତ୍ ଅପରଃ ଶୃଗାଳୀ ସଂଦ୍ଧା ତତ୍ର ସମାୟାତଃ । ତମ୍ ଆତ୍ମତୁଲ୍ୟପରାକ୍ରମଂ ଦୃଷ୍ଟା, ‘‘ସମଶକ୍ତି ପରାକ୍ରମେ ଯୋଜୟେତ୍’’ ଇତି ନ୍ୟାୟେନ ତଦଭିମୁଖକୃତପ୍ରୟାଣସ୍ତଂ ଜିଲ୍ଲା ସ୍ଵଦଂଷ୍ଟାଭିର୍ବିଦାର୍ଯ୍ୟ ଦିଶୋଭାଜଂ କୃତ୍ୱା ସ୍ଵୟଂ ସୁଖେନ ଚିରକାଳଂ ତରାଂସଂ ବୁଭୁଜେ ।

9. चतुरशृगालकथायाः नीतिशिक्षां लिखत ।
Answer:
ମନୁଷ୍ୟାନାଂ କୃତେ ନୀତିରିୟଂ ଶିକ୍ଷଣୀୟା ଯତ୍ ଶରୀରଦୃଷ୍ଟି ଦୁର୍ବଳୋଽପି ଚନଃ ଶୃଗାଳ ଇବ ସୁଚତୁରଃ ସ୍ୟାତ୍ । ତତଃ ଅକ୍ଳେଶେନ ବହୁବଳଶାଳିନମପି ପ୍ରତିଦ୍ବନ୍ଦ୍ବନଂ ପରାଜିତ୍ୟ ସ୍ଵିକାର୍ଯ୍ୟ ସାଧୟେତ୍ର । ଚୈବ ନୀତିରତ୍ର ସୁନିପୁଣଂ ପ୍ରଯୁକ୍ତା, ତସ୍ୟା ସାଫଲ୍ୟ ଚ ଲୋକଶିକ୍ଷାର୍ଥୀ ପ୍ରଦର୍ଶିତମ୍ ।

GROUP – C

(घ) प्रायशः चत्वारिंशता पदैः अष्टाभिः वाकयैवी उत्तरं लिखत-

1. शृगालः समागतं सिंहं किमुवाच ?
अथवा, कथं सिंहेन शृगालाय गजः प्रसादीकृत: ?
Answer:
କଟିଂଶ୍ଚିତ୍ ବନପ୍ରଦେଶେ ମହାଚତୁରକଃ ନାମ ଶୃଗାଳ ନିବସତି ସ୍ମ । ଡଃ ଅରଣ୍ୟ ଏବଂ ମୃତଂ ଗଜଂ ପ୍ରାପ୍ତବାନ୍ । ଗଜସ୍ୟ ସମନ୍ତାତ୍‌ ଭ୍ରମତି, ପରଂ କଠିନାଂ ତ୍ଵଚଂ ଭେଙ୍ଗୁ ନ ଶକ୍ନୋତି । ତକ୍ରାନ୍ତରେ ଭ୍ରମଂସ୍ତତ୍ର ଦେଶେ କଶ୍ଚିତ୍ ସିଂହଃ ସମାୟାତଃ । ତଂ ଦୃଷ୍ଟ୍ରା ସ କ୍ଷିତିତଳବିନ୍ୟସ୍ତମୌଳି ସଂଯୋଜିତକରଯୁଗଳ ପ୍ରୋବାଚ – ସ୍ବାମିନ୍ ! ତ୍ଵଦୀୟଂ ଅହଂ ଲାକୁଟିକ ତ୍ୱଦର୍ଥେ ଗଜମିମଂ ରକ୍ଷାମି, ତଦେନଂ ଭକ୍ଷୟତୁ ସ୍ଵାମୀ । ତଂ ଦୃଷ୍ଟ୍ରା ସିଂହ ଆହ ଭୋ ! ନାହମନ୍ୟହତଂ ସରଂ କଦାଚିଦ୍ ଭକ୍ଷୟାମି । ତନ୍ମୟା ପ୍ରସାଦୀକୃତ ଏଷ ତେ ଗଜଃ । ଅନେନ ପ୍ରକାରେଣ ଶୃଗାଳ ସିଂହାତ୍ ଗଜଂ ପ୍ରାପ୍ତବାନ୍ ।

2. महान् कदा कथं च स्वामिगुणान् न जहाति ?
Answer:
ସିଂହଃ ମୃତଗଜଂ ଶୃଗାଳାୟ ପ୍ରଦତ୍ତବାନ୍ । ଉକ୍ତ ଯତ୍ମୟା ପ୍ରସାଦୀକୃତ ଏଷ ତେ ଗଜଃ । ତଚ୍ଛତ୍ସା ଶୃଗାଳ ସାନନ୍ଦମାହ – ଯୁକ୍ତମିଦଂ ସ୍ବାମିନୋ ନିଜଭୃତ୍ୟେଷୁ । ଅତ୍ୟାବସ୍ଥାଽପି ମହାନ୍ ଶୁଦ୍ଧତୟୀ ତୁ ସ୍ୱାମିଗୁଣାନ୍ ନ ଜହୀତି । ଶଙ୍ଖ ଶିଖୁକ୍ତମୁକ୍ତ ଅପି ଶୁଦ୍ଧତୟା ତୁ ଶ୍ଵେତଭାବଂ ନ ଭକ୍‌ତି ।

3. शूराः कथं भेदेन साध्यः भवन्ति, वर्णयत ।
अथवा, कुत्र भेदः प्रयोक्रत्तव्य: ?
Answer:
ଶୃଗାଳୀ ବ୍ୟାଘ୍ର ଶୂରଃ ଇତି ମତ୍ବା ଭେଦଂ ବିନା ସାଧ୍ୟ ନ ଭବିଷ୍ୟତି,ଇତି ଅଚିନ୍ତୟତ୍। ସାମ-ଦାନ-ଦଣ୍ଡ-ଭେଦନୀତି ମାଧ୍ୟମେନ ସର୍ବଂ ସଫଳଂ ଭବତି । ଅତଃ ଯତ୍ର ସାମ-ଦାନବଳେନ କରୁଁ ନ ଶକ୍ୟତେ ତତ୍ର ଭେଦଃ ପ୍ରୟୋକ୍ତବ୍ୟ ଭେଦଃ ବଶକାରକ ଭବଡ଼ି । ଭେଦନୀତି ମାଧମେନ ବଶକତାଂ ଶକ୍ୟତେ । କୋଽପି ସର୍ବଗୁଣସଂପନ୍ନେଽପି ଭେଦେନ ବଧ୍ୟତେ । ଭେଦବଳେନ ମୌକ୍ତିକେନାପି ବନ୍ଧନଂ ସଂପ୍ରାପ୍ତମ୍ । ଯେ ତାବତ୍ ଶୂରଃ ତେ ଭେଦବଳେନ ସାଧ୍ୟ ଭବନ୍ତି ।

4. मौक्तिकेनापि बन्धनं कथं प्राप्यते ?
Answer:
ସର୍ବଗୁଣସମ୍ପନୋଽପି ଭେଦିନ ବଧ୍ୟତେ । ଉକ୍ତ ଯତ୍ – ଅତ୍ୟଚ୍ଛେନ ଅନିରୁଦ୍ଧନ ସୁବୃତ୍ତେନ ଅତିଚାରୁଣା ମୌକ୍ତିକେନ ଅପି ଅନ୍ତର୍ଭିନ୍ନେନ ବନ୍ଧନଂ ସଂପ୍ରାପ୍ତମ୍ । ଅତଃ ଯତ୍ର ସାମଦାନମ୍ ଅପି କଭିଂ ନ ଶକ୍ୟତେ ତତ୍ର ଭେଦଃ ପ୍ରୟୋକ୍ତବ୍ୟ । ଭେଦେନ ମୁକ୍ତାଽପି ବନ୍ଧନଂ ପ୍ରାପ୍ତମ୍ ।

5. केन उपायेन शृगालः व्याघ्रम् अपसारितम् ?
Answer:
ଯଦା ବ୍ୟାଘ୍ର ମୃତଗଜସମିପମ୍ ଆଗତବାନ୍, ତଂ ଦୃଷ୍ଟ୍ରା ଶୂରଃ ଇତି ମହା ଶୃଗାଳେନ ବ୍ୟଚିନ୍ତୟତ୍ । ଶୂରଃ ଭେଦେନ ସାଧ୍ୟ ଭବିଷ୍ୟନ୍ତ । ଏତତ୍ ଚିନ୍ତୟିତ୍ଵା ଶୃଗାଳୀ ବ୍ୟାଘ୍ରସ୍ୟ ଅଭିମୁଖୀ ଭୂତ୍ଵା ଈଷଦୁନ୍ନତକନ୍ଧରଃ ସସଂଭ୍ରମମୁବାଚ – ମାମ ! କରଂ ଭବାନତ୍ର ମୃତ୍ୟୁମୁଖେ ପ୍ରବିଷ୍ଟ ? ଏଷ ଗଜଃ ସାଂପ୍ରତଂ ସିଂହେନ ବ୍ୟାପାଦିତଃ । ସ ଚ ମାଂ ରକ୍ଷାପାଳଂ ନିଧାୟ ସ୍ନାନାର୍ଥୀ ଗତଃ । ତେନ ଚ ଗଚ୍ଛତା ମମ ସମାଦିଷ୍ଟମ୍ – ଯଦି କଶ୍ଚିଦିହ ବ୍ୟାଘ୍ର ସମାଗଚ୍ଛତି ତନ୍ମମ ସୁଗୁପ୍ତ ନିବେଦନୀୟଂ ଯେନ ବନମିଦଂ ମୟା ନିବ୍ୟାଘ୍ର କର୍ତ୍ତବ୍ୟମ୍ । ଯତଃ ବ୍ୟାଘ୍ରଣିକେନ ମୟା ହତୋ ଗଜଃ ଭକ୍ଷୟିତ୍ରା ଉଚ୍ଛିଷ୍ଟତାଂ ନୀତଃ । ତତ୍ ଦିନାତ୍ ଆରଭ୍ୟ ବ୍ୟାଘ୍ରାନ୍ ପ୍ରତି କୁପିତୋଽସ୍ମି । ତଚ୍ଛଡା଼ ବ୍ୟାଘ୍ର ସଂତ୍ରସ୍ତ – ମାହସ୍ତ ଭୋ ଭଗିନୀସୁତ ! ଦେହି ମେ ପ୍ରାଣଦକ୍ଷିଣାମ୍ । ତ୍ୱୟା ତସ୍ୟାତ୍ର ଚିରାୟ ଆଗତସ୍ୟ ମଦୀୟା କାପି ବାର୍ତ୍ତା ନାଖେୟା । ଏବମୁକ୍ତା ସତ୍ଵରଂ ପ୍ରଣଷ୍ଟ । ଅନେନ ଉପାୟେନ ଶୃଗାଳ ବ୍ୟାଘ୍ରମ୍ ଅପସାରିତବାନ୍ ।

6. महाचतुरक: चित्रकेन किं संपादितम् ?
Answer:
ଭକ୍ଷୟିତ୍ରୁମିୟେଷ । ଏତଦର୍ଥ ପରାକ୍ରମୀ ସିଂହ ବ୍ୟାଘ୍ର ଚ ସ୍ବବୁଦ୍ଧିବଳେନ ଅପସାରିତଃ । ଅନନ୍ତରଂ ଯଦା ଏକ ଦ୍ଵୀପୀ ଆଗତଃ ତଦା ତେନ ମାଧ୍ୟମେନ କଠିନଂ ଗଜଚନଂ ଛେଦନାର୍ଥମ୍ ଇଚ୍ଛିତବାନ୍ । ଏବଂ ନିଶ୍ଚିତ୍ୟ ମହାଚତୁରତଃ ଚିତ୍ରକମୁବାଚ – ଭୋ ଭଗିନୀସୁତ ! କିମିତି ଚିରାତ୍ ଦୃଷ୍ଟୋଽସି ? କଣଂ ଚ ବୁଭୁକ୍ଷିତ ଇବ ଲକ୍ଷ୍ୟସେ ? ତଦତିଥୁରସି ମେ । ଏଷ ଗଜଃ ସିଂହେନ ହତଃ ତିଷ୍ଠତି । ଅହଂ ଚାସ୍ୟ ତଦାଦିଷ୍ଟୋ ରକ୍ଷପାଳ । ଅତଃ ବଦାମି – ଯାବତ୍ ସିଂହଃ ନ ସମାୟାତି ତାବଦସ୍ୟ ଗଜସ୍ୟ ମାଂସଂ ଭକ୍ଷୟିତ୍ରା ତୃଟିଂ କୃତ୍ୱା ବ୍ରଜ । ଏତତ୍ ଶୁଦ୍ଧା ଚିତ୍ରକ ଗଜମାଂସଭକ୍ଷଣାର୍ଥୀ ନ ଇଚ୍ଛିତବାନ୍ । ପରନ୍ତୁ ଶୃଗାଳୀ ଆହ – ଭୋ ଅଧୀର ! ବିଶ୍ରବ୍ଧ ଭୂତ୍ଵା ତଂ ଭକ୍ଷୟ । ତସ୍ୟାଗମନଂ ଦୂରତୋଽହଂ ତେ ନିବେଦୟିଷ୍ୟାମି । ଅଥ ଦ୍ବୀପିନା ତଥାନୁଷ୍ଠିତେ ଚର୍ମଭେଦଂ ଜାତଂ ବିଜ୍ଞାୟ ମହାଚତୁରକେଣ ଅଭିହିତମ୍ – ଭୋ ଭଗିନୀସୁତ ! ଗମ୍ୟତାଂ ଗମ୍ୟତାମ୍ । ଏଷ ସିଂହଃ ସମାୟାତି । ତତ୍ ଶୁଦ୍ଧା ଚିତ୍ରକୋଽପି ଦୂରଂ ପ୍ରଣଷ୍ଟ । ଅନେନ ଉପାୟେନ ଶୃଗାତଃ ସ୍ବକାର୍ଯ୍ଯ ଚିତ୍ରକେନ ସଂପାଦିତମ୍ ।

7. केनोपायेन शृगालः गजमांसं बुभुजे ?
Answer:
ଶୃଗାତଃ ସ୍ବୀୟବୁଦ୍ଧିବଳେନ ଉତ୍ତମଂ ସିଂହଂ ପ୍ରଣିପାତେନ, ଶୂରଂ ବ୍ୟାଘ୍ର ଭେଦେନ, ନୀଚଂଦ୍ୱୀପିନମ୍ ଅଳ୍ପପ୍ରଦାନେନ ସମଶଣ୍ଡିଂ ଶୃଗାଳଂ ପରାକ୍ରମଃ ବିଜିତ୍ୟ ସ୍ବୀକାର୍ଯ୍ୟ ସିଦ୍ଧମ୍ । ଶୃଗାଳ ସଂଦ୍ଧମ୍ ଅପରଂ ଶୃଗାଳଂ ସମାୟାତଂ ଦୃଷ୍ଟା ତଦରିମୁଖକୃତପ୍ରୟାଣସ୍ତଂ ଜିଲ୍ଲା ସ୍ବଦ୍ରଷ୍ଟାଭିର୍ବିଦାର୍ଯ୍ୟ ଦିଶୋରାଜଂ କୃତ୍ୱା ସ୍ଵୟଂ ସୁଖେନ ଚିରକାଳଂ ବୁଭୁଜେ ।

8. चतुरशृगालकथात: का नीतिशिक्षा लभ्यते ?
Answer:
ପ୍ରାଣିଷ୍ଣୁ ଶୃଗାଳସ୍ତୁ ଚତୁରତମ ଇତି ପ୍ରାୟଶଃ ସର୍ବେ ଜ୍ଞାତମ୍ । ସ୍ବୀୟ ବୁଦ୍ଧିବଳେନ ତେନ ଅସାଧ୍ଯମପି ସାଧୟିତଂ ଶକ୍ୟତେ । କ୍ଷୁଦ୍ରୋଽପି ଡଃ ପ୍ରବଳବଳାନ୍ଧିତାନ୍ ସିଂହ-ବ୍ୟାଘ୍ର-ବୃକାଦୀନ୍ ସ୍ୱୀୟ-କୌଶଳ କଳାକଳାପେନ ବଞ୍ଚୟିତ୍ଵା ସ୍ଵାଭୀଷ୍ଟୀ ସାଧୟତି । ଅସ୍ଥିନ୍ ସଂସାରେ କଂ କରଂ ବଶୀକ୍ରିୟତେ ତତ୍ ଉଚ୍ୟତେ ଯଥା
‘‘ଉତ୍ତମଂ ପ୍ରଣିପାତେନ ଶୂରଂ ଭେଦେନ ଯୋଜୟେତ୍ ।
ନୀଚମଳ୍ପପ୍ରଦାନେନ ସମଶକ୍ତି ପରାକ୍ରମେ ॥’’
ଅର୍ଥାତ୍ ଉତ୍ତମଂ ପ୍ରଣିପାତବଳେନ, ଶୂରଂ ଭେଦନୀତିଳେନ, ନୀଚମ୍ ଅଳ୍ପପ୍ରଦାନେନ ସମଶଲିଂ ପରାକ୍ରମେ ଚ ଯୋଜୟେତ୍ । ଅନେନ ପ୍ରକାରେଣ ତେ ବଶୀଭୂତା ଭବନ୍ତି । ଅତଃ ସର୍ବେ ଅନେନ ନୀତିବଳେନ ଅକ୍ଳେଶେନ ବହୁବଳଶାଳିନମପି ପ୍ରତିଦ୍ବନ୍ଦିନଂ ପରାଜିତ୍ୟ ସ୍ଵକାର୍ଯ୍ୟ ସାଧୟେତ୍ ।

(ङ) उत्कलभाषया अनुवादं कुरुत

1. अस्ति कस्मिंश्चिद्वनोद्देशे महाचतुरकः नाम शृगालः ।
Answer:
କୌଣସି ଏକ ବଣରେ ମହାଚତୁରକ ନାମକ ଶୃଗାଳଟିଏ ରହୁଥିଲା ।

2. तत्रान्तरे भ्रमंस्तप्रदेशे कश्चित् सिंहः समायातः ।
Answer:
ଏହି ସମୟରେ କୌଣସି ଏକ ସିଂହ ବୁଲୁବୁଲୁ ସେହି ସ୍ଥାନରେ ପହଞ୍ଚିଲା ।

3. भो ! नाहमन्यहतं सत्वं कदाचिद् भक्षयामि ।
Answer:
ହେ ! ମୁଁ କଦାପି ଅନ୍ୟଦ୍ୱାରା ମରାଯାଇଥିବା ପ୍ରାଣୀକୁ ଖାଏ ନାହିଁ ।

4. तन्मया प्रसादीकृत एष ते गजः ।
Answer:
ଏଣୁ ଏହି ହାତୀକୁ ମୁଁ ତୋତେ ପୁରସ୍କାର ସ୍ବରୂପ ପ୍ରଦାନ କଲି ।

5. अथ तस्मिन् गते कश्चिद् व्याघ्रः समायातः ।
Answer:
ଏହାପରେ ସେ (ସିଂହ) ଚାଲିଯାଆନ୍ତେ ଗୋଟିଏ ବାଘ ସେଠାକୁ ଆସିଲା ।

6. नूनं शूरोऽयं न खलु भेदं विना साध्यो भविष्यति ।
Answer:
ନିଶ୍ଚୟ ଏ ବୀର ଅଟେ, ଏଣୁ ଭେଦନୀତି ବିନା ବଶୀଭୂତ ହେବନାହିଁ ।

7. एष गजः सांप्रतं सिंहेन व्यापादितः ।
Answer:
ବର୍ତ୍ତମାନ ହାତୀକୁ ସିଂହ ମାରିଅଛି ।

CHSE Odisha Class 11 Sanskrit Solutions Chapter 2 चतुरः शृगालः

8. स च मां रक्षपालं निधाय स्नानार्थं गतः ।
Answer:
ସେ ମୋତେ ଏହାର ରକ୍ଷକ ଭାବରେ ରଖ୍ ସ୍ନାନ କରିବାକୁ ଯାଇଛି ।

9. भो भगिनीसुतः ! देहि मे प्राणदक्षिणाम् ।
Answer:
ରେ ଭଣଜା ! ତୁ ମୋ ଜୀବନ ବଞ୍ଚା ।

10. एवमुक्त्वा सत्वरं प्रणष्ट: ।
Answer:
ଏହାକହି ଅତିଶୀଘ୍ର ସେଠାରୁ ଚାଲିଗଲା ।

11. अथ तस्मिन् गते तत्र कश्चिद्वपी समायातः ।
Answer:
ଏହାପରେ ସେ ଚାଲିଯାଆନ୍ତେ ଗୋଟିଏ ଚିତାବାଘ ସେଠାକୁ ଆସିଲା ।

12. एष गज: सिंहेन हतस्तिष्ठति ।
Answer:
ସିଂହ ମାରିଥ‌ିବା ଏହି ହାତୀଟି ଏଠି ପଡ଼ିଛି ।

13. अहं चास्य तदादिष्टो रक्षपाल: ।
Answer:
ଆଉ ମୁଁ ଜଗୁଆଳି ଭାବରେ ତାହାଦ୍ୱାରା ନିଯୁକ୍ତ ହୋଇଛି ।

14. यतो जीवन्नरो भद्रर्शतानि पश्यति ।
Answer:
କାରଣ ବଞ୍ଚଗଲେ ମନୁଷ୍ୟ ଶତ ଶତ ମଙ୍ଗଳମୟ ବସ୍ତୁ ଦେଖୁ ।

15. तस्यागमनं दूरतीऽहं ते निवेदयिष्यामि ।
Answer:
ମୁଁ ଦୂରରେ ଥାଇ ତା’ ଆସିବାର ସୂଚନା ଦେବି ।

16. तच्छृत्वा चित्रकोऽपि दूर्प प्रणष्ट: ।
Answer:
ତାହା ଶୁଣି ଚିତାବାଘ ଚିତ୍ରକ ମଧ୍ଯ ଦୂରକୁ ଦୌଡ଼ି ଚାଲିଗଲା ।

17. अथ यावदसौ तत्कृतद्वारेण किंचिन्मांसं भक्षयति तावदपरः शृगालः संक्रुद्धः समायातः ।
Answer:
ଏହାପରେ ଯେତେବେଳେ ସେହି ଶୃଗାଳ ଚିତାବାଘଦ୍ଵାରା କରାଯାଇଥିବା ଛିଦ୍ରରୁ କିଛି ମାଂସ ଖାଇବାକୁ ଆରମ୍ଭ କଲା, ସେତେବେଳେ ଅନ୍ୟ ଏକ ଶୃଗାଳ ଅତ୍ୟନ୍ତ ରାଗିକରି ସେଠାକୁ ଆସିଲା ।

18. स्वयं सुखेन चिरकालं तर्न्मर्स बुभुजे ।
Answer:
ନିଜେ ସୁଖରେ ବହୁକାଳଯାଏଁ ସେହି (ହାତୀର) ମାଂସକୁ ଖାଇବାକୁ ଲାଗିଲା ।

ଲେଖକ ପରିଚୟ:

କଥାସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ହେଉଛି ‘ପଞ୍ଚତନ୍ତ୍ର’ । ଏହାର ରଚୟିତା ହେଉଛନ୍ତି ଉତ୍କଳୀୟ ବିଦ୍ୱାନ୍ କଥାକାର ପଣ୍ଡିତ ବିଷ୍ଣୁଶର୍ମା । ସେ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ । ରାଜା ଅମରଶକ୍ତିଙ୍କର ତିନୋଟି ପୁତ୍ରଙ୍କୁ ଛଅମାସ ମଧ୍ଯରେ ନୀତିଶାସ୍ତ୍ରରେ ଅଭିଜ୍ଞ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ, ତଥା ପଣ୍ଡିତ କରାଇ ଦେଇଥିଲେ । ଏଥୁରୁ ତାଙ୍କର ଗଭୀର ପାଣ୍ଡିତ୍ୟର ପରିଚୟ ମିଳୁଛି । ତାଙ୍କର ସମୟ ପଞ୍ଚମ ବା ଷଷ୍ଠ ଶତାବ୍ଦୀ ବୋଲି ସମାଲୋଚକମାନେ ମତ ଦିଅନ୍ତି ଏବଂ ଓଡ଼ିଶାର ବିଦ୍ବାନ୍ ବୋଲି କହିଥା’ନ୍ତି । ସ୍ବରଚିତ ଗ୍ରନ୍ଥରେ ଛାତ୍ରମାନଙ୍କୁ ଶିକ୍ଷାଦେବାର ଉପଯୁକ୍ତ କୌଶଳ ତାଙ୍କୁ ଜଣାଥ‌ିବାରୁ ସେ ଉତ୍ତମ ଶିକ୍ଷକରୂପେ ତଦାନୀନ୍ତନ ସମାଜରେ ସୁପରିଚିତ ଥିଲେ ।

ବିଷୟ ପ୍ରବେଶ:

ଆଲୋଚିତ ଗଳ୍ପ କଥାସାହିତ୍ୟ ‘ପଞ୍ଚତନ୍ତ୍ର’ର ଅଂଶବିଶେଷ । ୫ଟି ତନ୍ତ୍ର ବା ବିଭାଗକୁ ନେଇ ପଞ୍ଚତନ୍ତ୍ରର ରଚନା କରାଯାଇଛି । ପାଞ୍ଚଗୋଟି ବିଭାଗ ହେଲା – (୧) ମିତ୍ରଭେଦ, (୨) ମିତ୍ରସଂପ୍ରାପ୍ତି, (୩) କାକୋଲ୍ କୀୟ, (୪) ଲବ୍‌ଧପ୍ରଣାଶ ଓ (୫) ଅପରୀକ୍ଷିତକାରକ । ମିତ୍ରଭେଦରେ ୨୨ ଗୋଟି, ମିତ୍ରସଂପ୍ରାପ୍ତିରେ ୮ ଗୋଟି, କାକୋଲ୍ କୀୟରେ ୧୭ ଗୋଟି, ଲବ୍‌ଧପ୍ରଣାଶରେ ୧୪ ଗୋଟି ଓ ଅପରୀକ୍ଷିତକାରକରେ ୧୫ ଗୋଟି କାହାଣୀ ବିଦ୍ୟମାନ । ଏହି ଗ୍ରନ୍ଥରେ ଅତ୍ୟନ୍ତ ସରଳ ଭାଷାରେ ବିଭିନ୍ନ ପଶୁପକ୍ଷୀଙ୍କର କାହାଣୀ ମାଧ୍ୟମରେ ନୀତିଶିକ୍ଷା ପ୍ରଦାନ କରାଯାଇଅଛି । ଆଲୋଚିତ ‘ଚତୁରଶୃଗାଳ’ କଥା ‘ପଞ୍ଚତନ୍ତ୍ର’ର ଲବ୍ଧପ୍ରଣାଶ ଭାଗବିଶେଷରୁ ସଂଗୃହୀତ । ପ୍ରାଣୀମାନଙ୍କ ମଧ୍ୟରେ ଶୃଗାଳ ଚତୁର ବୋଲି ପ୍ରାୟତଃ ସମସ୍ତେ ଜାଣନ୍ତି । ନିଜର ବୁଦ୍ଧିବଳରେ ସେ ଅସାଧ୍ୟ ସାଧନ କରିଅଛି । କ୍ଷୁଦ୍ର ହେଲେ ମଧ୍ୟ ସେ ପ୍ରବଳ ବଳୀୟାନ୍ ସିଂହ-ବାଘ-ବୃକାଦିଙ୍କୁ ନିଜର କଳାକୌଶଳଦ୍ଵାରା ଠକି ନିଜର କାର୍ଯ୍ୟ ସାଧନ କରିଛି । ମନୁଷ୍ୟମାନଙ୍କ ନିମନ୍ତେ ଏହି ନୀତିଶିକ୍ଷା ଯେ ଶରୀର ଦୃଷ୍ଟିରୁ ଦୁର୍ବଳ ହେଲେ ମଧ୍ୟ ଜଣେ ଲୋକ ଶୃଗାଳ ଭଳି ସୁଚତୁର ହୋଇପାରେ, ତଦ୍ବାରା ଅକ୍ଳେଶରେ ବହୁବଳଶାଳୀ ପ୍ରତିଦ୍ଵନ୍ଦୀକୁ ପରାଜିତ କରି ସ୍ଵକୀୟ କାର୍ଯ୍ୟ ସାଧନ, କରିପାରେ । ସେହି ନୀତି ଏଠାରେ ପ୍ରଯୁକ୍ତ ହୋଇଛି ଓ ତା’ର ସଫଳତା ଲୋକଶିକ୍ଷା ନିମନ୍ତେ ପ୍ରଦର୍ଶିତ ହେ।ଇଛି।

ସାରକଥା:

କୌଣସି ବନପ୍ରଦେଶରେ ମହାଚତୁରକ ନାମରେ ଗୋଟିଏ ଶୃଗାଳ ଥିଲା । ଏକଦା ସେ ଅରଣ୍ୟ ମଧ୍ୟରେ ଦେଖିଲା ଯେ ଗୋଟିଏ ହସ୍ତୀ ସ୍ବତଃ ମରିପଡ଼ିଛି । ସେ ତାହାର ଚାରିପାଖ ବୁଲି ଦେଖୁଲା, କିନ୍ତୁ କୌଣସିଠାରେ ତା’ର କଠିନ ଚର୍ମକୁ କାଟିପାରିଲା ନାହିଁ । ଏହି ସମୟରେ ଗୋଟିଏ ସିଂହ ଇତସ୍ତତଃ ଭ୍ରମଣ କରୁ କରୁ ସେହି ସ୍ଥାନରେ ଉପସ୍ଥିତ ହେଲା ।

ସିଂହକୁ ଆସିବାର ଦେଖ୍ ସେ ମସ୍ତକକୁ ଭୂମି ଉପରେ ସ୍ଥାପନ କରି, ହାତ ଦୁଇଟିକୁ ଯୋଡ଼ି ବିନୟ ସହକାରେ କହିଲା – ‘ହେ ପ୍ରଭୁ, ମୁଁ ଆପଣଙ୍କର ରକ୍ଷାକାରୀ ଭୃତ୍ୟ, ଆପଣଙ୍କ ପାଇଁ ଏ ହସ୍ତୀଟିକୁ ଜଗି ରହିଛି । ଏହାକୁ ଭୋଜନ କରନ୍ତୁ ।’’ ପ୍ରଣତ ହୋଇଥବା ଶୃଗାଳକୁ ଚାହିଁ ସିଂହ କହିଲା, ‘ଅନ୍ୟଦ୍ୱାରା ନିହତ ହୋଇଥିବା ଜୀବକୁ ମୁଁ କେବେହେଲେ ଖାଏ ନାହିଁ । ମୁଁ ତୋତେ ଏ ଗଜଟିକୁ ଦାନ କରୁଛି ।’’ ଏହା ଶୁଣି ଶୃଗାଳ ଆନନ୍ଦରେ କହିଲା, ଭୃତ୍ୟ ପ୍ରତି ଏପରି ଅନୁଗ୍ରହ ପ୍ରଭୁଙ୍କ ପକ୍ଷରେ ଉପଯୁକ୍ତ । ଯେହେତୁ କଥ୍ତ ଅଛି –

ମହାନ୍ ପୁରୁଷ ବିପଦର ସୀମାରେ ପହଞ୍ଚିଲେ ସୁଦ୍ଧା ପବିତ୍ରତା ହେତୁ ପ୍ରଭୁଙ୍କର ଯୋଗ୍ୟ ଗୁଣକୁ ତ୍ୟାଗ କରନ୍ତି ନାହିଁ । ଶଙ୍ଖ ଅଗ୍ନିଦ୍ଵାରା ଭସ୍ମୀଭୂତ ହେଲାପରେ ମଧ୍ୟ ତା’ର ଶୁକ୍ଳତା ଗୁଣକୁ ତ୍ୟାଗ କରିନଥାଏ ।

ତାହା ଶୁଣି ସିଂହ ଚାଲିଗଲା । ସିଂହ ଚାଲିଯିବା ପରେ ଗୋଟିଏ ବ୍ୟାଘ୍ର ଆସି ପହଞ୍ଚିଲା । ତାହାକୁ ଦେଖୁ ଶୃଗାଳ ମନେ ମନେ ଚିନ୍ତାକଲା – ଗୋଟିଏ ଦୁଷ୍ଟକୁ ନମ୍ରତାଦ୍ବାରା ଦୂର କରିଦେଲି । ଏବେ ଏହାକୁ କିପରି ଦୂର କରିବି ? ନିଶ୍ଚୟ ଏ ହେଉଛି ବୀର; ଭେଦ ବିନା ଏହାକୁ କେବେ ଆୟତ୍ତ କରିହେବ ନାହିଁ । କଥାତ ଅଛି-

ଯେଉଁଠାରେ, ସାମ ଅଥବା ଦାନ ପ୍ରୟୋଗ କରାଯାଇପାରେ ନାହିଁ, ସେଠାରେ ଭେଦନୀତି ପ୍ରୟୋଗ କରିବା ଉଚିତ, କାରଣ ଭେଦଦ୍ଵାରା ସେ ସହଜରେ ବଶ ହୋଇପାରେ ।

ସକଳ ଗୁଣରେ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ମନୁଷ୍ୟ ଭେଦଦ୍ୱାରା ବିନଷ୍ଟ ହୋଇପାରେ । କୁହାଯାଇଛି – ଶୁଭ୍ର, ଅଛିଦ୍ର, ଗୋଲାକାର ଓ ଅତି ମନୋହର ମୁକ୍ତାକୁ ଛିଦ୍ର କଲେ ତାହା ବନ୍ଧନରେ (ହାର ମଧ୍ୟରେ) ପଡ଼େ । ସେହିପରି ଶୁଦ୍ଧଚରିତ୍ର, ସଦାଚାରୀ, ସୁନ୍ଦର ମୁକ୍ତିକାମୀ ପୁରୁଷ ପରମାତ୍ମାଙ୍କଠାରୁ ଭିନ୍ନ ହେବା ହେତୁରୁ ସଂସାର ବନ୍ଧନରେ ପଡ଼ିଥା’ନ୍ତି ।

ମନ ମଧ୍ୟରେ ଏହା ନିଶ୍ଚୟ କରି ଶୃଗାଳ ବ୍ୟାଘ୍ରର ସମ୍ମୁଖକୁ ଯାଇ, ସ୍କନ୍ଧକୁ ଉନ୍ନତ କରି ବ୍ୟଗ୍ର ଭାବରେ କହିଲା, ‘ମାମୁ, ତୁମେ କାହିଁକି ଏ ଯମମୁହଁକୁ ଆସିଲ ? କାରଣ ସିଂହ ଏ ହସ୍ତୀଟିକୁ ବଧ କରିଅଛି । ମୋତେ ଏଠାରେ ରକ୍ଷକ ରୂପେ ନିଯୁକ୍ତ କରି ସେ ନଦୀକୁ ସ୍ନାନ କରିବାକୁ ଯାଇଅଛି । ସେ ଗଲାବେଳେ ମୋତେ କହିଯାଇଛି, ଯଦି କୌଣସି ବ୍ୟାଘ୍ର ଏଠାକୁ ଆସେ, ତୁ ଚୁପ୍‌କରି ମୋତେ କହିଦେବୁ – ମୁଁ ଏ ବନକୁ ବ୍ୟାଘ୍ରଶୂନ୍ୟ କରିବି । କାରଣ ଥରେ ଗୋଟିଏ ବ୍ୟାଘ୍ର ମୁଁ ବଧ କରିଥିବା ଏକ ହସ୍ତୀକୁ ଖାଇ ଉଚ୍ଛିଷ୍ଟ କରିଦେଇଥିଲା । ସେହିଦିନଠାରୁ ମୁଁ ବ୍ୟାଘ୍ରଜାତି ପ୍ରତି କ୍ରୁଦ୍ଧ ହୋଇଅଛି । ଏହା ଶୁଣି ବ୍ୟାଘ୍ର ନିତାନ୍ତ ତ୍ରସ୍ତ ହୋଇ କହିଲା – ‘ଆରେ ଭଣଜା ! ମୁଁ ପ୍ରାଣ ଘେନି ପଳାଏଁ । ସେ ଯେତେ ଡେରିରେ ଆସିଲେ ସୁଦ୍ଧା ତାକୁ ମୋ କଥା କିଛି କହିବୁ ନାହିଁ ।’’ – ଏହା କହି ସେ ଦ୍ରୁତ ବେଗରେ ପଳାଇଗଲା ।

ବ୍ୟାଘ୍ର ଚାଲିଯିବା ପରେ ଗୋଟିଏ ଚିତାବାଘ (ଦ୍ବୀପି) ଆସି ପହଞ୍ଚିଲା । ତାହାକୁ ଦେଖ୍ ଶୃଗାଳ ଚିନ୍ତାକଲା, ‘ଏହାର ଦାନ୍ତ ଖୁବ୍ ଶକ୍ତ । ତେଣୁ ଏ ଯେପରି ହାତୀର ଚମକୁ ଛିଣ୍ଡାଇବ, ତହିଁର ଉପାୟ କରିବି ।’’ ଏହା ସ୍ଥିର କରି ସେ କହିଲା, ‘‘ହେ ଭଣଜା, ବହୁଦିନ ପରେ ଦେଖାହେଲା । ବଡ଼ ଭୋକିଲା ଦିଶୁଛୁ କାହିଁକି ? ଆଜି ତୁ ମୋର ଅତିଥ୍‌ । ଏ ହାତୀଟିକୁ ସିଂହ ମାରି ପକାଇ ଯାଇଛି । ତା’ ହୁକୁମରେ ମୁଁ ଏହାକୁ ଜଗି ରହିଛି । ତଥାପି ଯେତେବେଳଯାଏ ସିଂହ ଆସି ନଥବ ସେତେବେଳ ପର୍ଯ୍ୟନ୍ତ ତୁ ହାତୀର ମାଂସ ଖାଇ ସନ୍ତୁଷ୍ଟ ହୋଇ ଶୀଘ୍ର ଚାଲିଯିବୁ ।’’ ଚିତାବାଘ କହିଲା, ‘ଯେବେ ଏଭଳି କଥା, ତେବେ ମୋର ମାଂସ ଖାଇବା ଦରକାର ନାହିଁ, କାରଣ ପ୍ରାଣ ରହିଥିଲେ ଶହ ଶହ ସୁଖ ମିଳିପାରିବ । କୁହାଯାଇଛି –

ଯାହା ଖିଆଯାଇପାରେ, ଯାହା ଖାଇଲେ ପରିପାକ ହୁଏ ଓ ପରିପାକ ହେଲେ ଯାହା ଦେହକୁ ହିତ କରେ, ନିଜର ଶୁଭ ଇଚ୍ଛା କରୁଥିବା ଲୋକ ତାକୁ ହିଁ ଖାଇବା ଉଚିତ । ତେଣୁ ମୁଁ ଯାଉଛି ।’’

ଶୃଗାଳ କହିଲା, ‘ହେ ଅସ୍ଥିର, ତୁ ନିର୍ଭୟ ହୋଇ ଖାଆ । ସେ ସିଂହର ଆସିବା ଖବର ମୁଁ ଦୂରରୁ ଦେଖୁ ତୋତେ ଜଣାଇଦେବି ।’’

ଚିତାବାଘ ହାତୀକୁ ଖାଇବାପାଇଁ ଗଲା । ସେ ହାତୀର ଚମକୁ ଛିଣ୍ଡାଇଥିବାର ଦେଖ୍ ଶୃଗାଳ କହିଲା, ‘ଭଣଜା, ପଳାଇଯାଆ ସେ ସିଂହ ଆସୁଛି ।’’ ତାହା ଶୁଣି ଚିତାବାଘ ଦୂରକୁ ପଳାଇଗଲା ।

CHSE Odisha Class 11 Sanskrit Solutions Chapter 2 चतुरः शृगालः

ଚିତାବାଘ ଯେଉଁଠାରେ ହାତୀ ଚମକୁ ଛିଣ୍ଡାଇଥିଲା, ସେହିଠାରୁ ଶୃଗାଳ କିଛି ମାଂସ ଖାଇଲାବେଳକୁ ଆଉ ଗୋଟିଏ ଶୃଗାଳ ବୃଦ୍ଧ ହୋଇ ସେଠାରେ ଉପସ୍ଥିତ ହେଲା । ମହାଚତୁରକ ଦେଖୁଲା ଯେ ଏ ଶୃଗାଳଟି ବଳପରାକ୍ରମରେ ତାହାର ସମାନ ହେବ । ତହୁଁ କହିଲା –

ଉତ୍ତମକୁ ପ୍ରଣିପାତଦ୍ୱାରା, ବୀରକୁ ଭେଦନୀତିଦ୍ୱାରା, ନୀଚକୁ ସ୍ଵଳ୍ପ ପ୍ରଦାନଦ୍ୱାରା ଓ ସମାନ ଶକ୍ତିଶାଳୀକୁ ପରାକ୍ରମଦ୍ବାରା ବଶ କରାଯାଇପାରେ । ଏହା କହି ଆଗନ୍ତୁକ ଶୃଗାଳର ସମ୍ମୁଖୀନ ହୋଇ ନିଜର ଦନ୍ତରେ ତାକୁ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ପକାଇଦେଲା ଓ ନିଜେ ଅନେକ ଦିନ ପର୍ଯ୍ୟନ୍ତ ସେହି ହାତୀର ମାଂସକୁ ଖାଇଲା ।

Text – 1.

अस्ति कस्मिंश्चिद्वनोद्देशे ……………… भक्षयतु स्वामी ।
ଶବ୍ଦାର୍ଥ – ଅସ୍ତି = ଅଛି (ଥ୍ଲା) । କବିଂଶ୍ଚିତ୍ = କୌଣସି । ବନୋଦ୍ଦଶେ = ବନସ୍ଥଳୀରେ । କଦାଚିତ୍ = କୌଣସି ଏକ ସମୟରେ । ଅରଣ୍ୟ = ବଣରେ । ଗଜଃ = ହାତୀ । ସମାସାଦିତଃ = ପ୍ରାପ୍ତ । ସମନ୍ତାତ୍ = ଚାରିପାଖରେ । ତ୍ଵଚମ୍ = ଚର୍ମକୁ । ଭେଭୁମ୍ = ଭେଦ କରିବାକୁ । ଶକ୍ନୋତି = ସମର୍ଥ । ସମାୟାତ = ଉପସ୍ଥିତ ହେଲା । ଦୃଷ୍ଟା = ଦେଖ୍ । କ୍ଷିତିତଳ = ଭୂମି । ବିନ୍ୟସ୍ତମୌଳି ମସ୍ତକକୁ ସ୍ଥାପନ କରି । ପ୍ରୋବାଚ = କହିଲା । ଲାକୁଟିକଃ = ବାଡ଼ି ବା ଠେଙ୍ଗା । ଭକ୍ଷୟତୁ = ଭକ୍ଷଣ କରନ୍ତୁ ।

ଅନୁବାଦ – କୌଣସି ବନପ୍ରଦେଶରେ ମହାଚତୁରକ ନାମରେ ଏକ ଶୃଗାଳ ଥିଲା । ଏକଦା ସେ ଅରଣ୍ୟ ମଧ୍ୟରେ ଗୋଟିଏ ହାତୀ ସ୍ବତଃ ମରିପଡ଼ିଥିବାର ଦେଖିଲା । ସେ ତା’ର ଚାରିପାଖରେ ବୁଲିଲା, କିନ୍ତୁ ତା’ର କଠିନ ଚର୍ମକୁ କାଟିବାକୁ ସମର୍ଥ ହେଲାନାହିଁ । ଏହି ସମୟରେ ଏକ ସିଂହ ଇତସ୍ତତଃ ଭ୍ରମଣ କରୁ କରୁ ସେହି ସ୍ଥାନରେ ଉପସ୍ଥିତ ହେଲା । ତାକୁ ଦେଖୁ ସେ (ଶୃଗାଳ) ମସ୍ତକକୁ ଭୂମି ଉପରେ ସ୍ଥାପନ କରି, ହାତ ଦୁଇଟିକୁ ଯୋଡ଼ି କହିଲା – ‘ହେ ପ୍ରଭୁ ! ମୁଁ ଆପଣଙ୍କର ରକ୍ଷାକାରୀ, ଆପଣଙ୍କ ପାଇଁ ଏହି ହାତୀଟିକୁ ରକ୍ଷା କରିଛି, ତେଣୁ ଏହାକୁ ଭୋଜନ କରନ୍ତୁ ପ୍ରଭୁ ।’’

ବ୍ୟାକରଣ:

ସନ୍ଧିବିଚ୍ଛେଦ – କଟିଂଶ୍ଚିଦ୍ୱାନୋଦ୍ଦଶେ = କସ୍ମିନ୍ + ଚିତ୍ + ବନ + ଉଦ୍ଦଶେ । ସମାସାଦିତଃ = ସମ୍ + ଆସାଦିତଃ । ତତ୍ର + ଅନ୍ତରେ । ଭ୍ରମଂସ୍ତତ୍ର ଭ୍ରମନ୍ତଃ + ତତ୍ର । କଶ୍ଚିତ୍ = କଃ + ଚିତ୍ । ପ୍ରୋବାଚ ତ୍ଵଦୀୟୋଽହମ୍ = ତ୍ଵଦୀୟଃ + ଅହମ୍ । ତ୍ୱଦର୍ଥେ = ତ୍ବତ୍ + ଅର୍ଥେ । ଗଜମିମମ୍ = ଗଜମ୍ + ଇମମ୍ । ତଦିନମ୍ = ତତ୍ + ଏନମ୍ ।

ସମାସ – ମହାଚତୁରକଃ = ମହାନ୍ ଚତୁରକଃ (କର୍ମଧାରୟ) । କ୍ଷିତିତଳମ୍ = କ୍ଷତଃ ତଳମ୍ (ଷଷ୍ଠୀ ତତ୍‌ପୁରୁଷଃ) ।

ସକାରଣବିଭକ୍ତି – ବନୋଦେଶେ = ସ୍ଥାନାଧ୍ଵରଣେ ୭ମୀ । ମହାଚତୁରକଃ = ନାମ ଅବ୍ୟୟ ଯୋଗେ ୧ମା । ତେନ ଅନୁସ୍ତେ କଉଁରି ୩ୟା । ଅରଣ୍ୟ = ସ୍ଥାନାଧ୍ଵରଣେ ୭ମୀ । ମୃତଃ, ଗଜଃ = ଉକ୍ତ କର୍ମଣି ୧ ମା । ତସ୍ୟ = ସମ୍ବନ୍ଧ ୬ଷ୍ଠୀ । କଠିନ୍ୟମ୍, ତ୍ବଚମ୍ = କର୍ମଣି ୨ୟା। ଦେଶେ = ଅଧ୍ଵରଣେ ୭ମୀ । ସିଂହଃ = କଉଁରି ୧ ମା । ଇମମ୍, ଗଜମ୍ = କର୍ମଣି ୨ୟା । ସଃ କଉଁରି ୧ମା । ସ୍ୱାମିନ୍ ! = ସମ୍ବୋଧନେ ୧ମା । ଅହମ୍, ସ୍ବାମୀ = କଉଁରି ୧ ମା । ତମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ମୃତଃ = ମୃ + କ୍ତ । ସମାସାଦିତଃ = ସମ୍ + ଆ + ସଦ୍ + ଣିଚ୍ + କ୍ତ । ଭେରୁମ୍ = ଭିଦ୍ + ତୁମୁନ୍ । ସମାୟାତମ୍ = ସମ୍ + ଆ + ଯା + କ୍ତ । ଦୃଷ୍ଟା = ଦୃଶ୍ + କ୍ଵାଚ୍ ।

Text – 2.

तं दृष्ट्वा ……………. निजभृत्येषु ।
ଶବ୍ଦାର୍ଥ – ତମ୍ = ତାକୁ । ଦୃଷ୍ଟା = ଦେଖ୍ । ଆହ = କହିଲା । ଅନ୍ୟହତମ୍ = ଅନ୍ୟଦ୍ବାରା ମରାଯାଇଥିବା । ସଭ୍ୟ = ପ୍ରାଣୀକୁ । ପ୍ରସାଦୀକୃତ = ପ୍ରଦାନ କରାଗଲା = । ତେ = ତୁମକୁ । ତହୁଡା଼ = ତାହା ଶୁଣି । ସାନନ୍ଦମ୍ = ଆନନ୍ଦର ସହିତ । ସ୍ଵାମିନଃ = ପ୍ରଭୁଙ୍କର ।

ଅନୁବାଦ – ତାକୁ ମରିପଡ଼ିଥିବା ହାତୀକୁ ଦେଖୁ ସିଂହ କହିଲା ଆହେ ! ଅନ୍ୟଦ୍ୱାରା ମରାଯାଇଥିବା ଜୀବକୁ ମୁଁ କେବେହେଲେ ଖାଏ ନାହିଁ । ତେଣୁ ମୁଁ ତୋତେ ଏ ହାତୀଟିକୁ ଦାନ କରୁଛି । ତାହା ଶୁଣି ଶୃଗାଳ ଆନନ୍ଦର ସହ କହିଲା – ଭୃତ୍ୟ ପ୍ରତି ଏପରି ଅନୁଗ୍ରହ ପ୍ରଭୁଙ୍କ ପକ୍ଷରେ ଉପଯୁକ୍ତ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ନାହମନ୍ୟହତମ୍ = ନ + ଅହମ୍ + ଅନ୍ୟହତମ୍ । ତନ୍ମୟା = ତତ୍ + ମୟା । ତଚ୍ଛୁତ୍ମା = ତତ୍ + ଶୁତ୍ବା । ସାନନ୍ଦମାହ = ସାନନ୍ଦମ୍ + ଆହ । ଯୁକ୍ତମିଦମ୍ = ଯୁକ୍ତମ୍ + ଇଦମ୍ ।

ସମାସ – ଅନ୍ୟହତମ୍ = ଅନ୍ୟ ହତମ୍ (ତୃତୀୟା ତତ୍‌ପୁରୁଷ) । ସାନନ୍ଦମ୍ = ଆନନ୍ଦେନ ସହ ବର୍ତ୍ତମାନମ୍ (ସହାର୍ଥ ବହୁବ୍ରୀହିଃ) ।

ସକାରଣବିଭକ୍ତି – ତମ୍ = କର୍ମଣି ୨ୟା । ସିଂହଃ = କଉଁରି ୧ମା । ଭୋ ! = ସମ୍ବୋଧନେ ୧ମା । ଅହମ୍ = କଉଁରି ୧ ମା । ଅନ୍ୟହତଂ, ସତ୍ତ୍ଵମ୍ = କର୍ମଣି ୨ୟା । ମୟା = ଅନୁକ୍ତ କର୍ଭରି ୩ୟା । ଏଷ, ଗଜଃ = ଉକ୍ତ କର୍ମଣି ୧ ମା । ଶୃଗାଳ କଉଁରି ୧ମା । ସ୍ଵାମିନଃ = ସମ୍ବନ୍ଧ ୬ଷ୍ଠୀ । ନିଜଭୃତ୍ୟେଷୁ = ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ଦୃଷ୍ଟା = ଦୃଶ୍ + ସ୍କାଚ୍ । ହଡମ୍ = ହନ୍ + କ୍ତ + ଅମ୍ । କୃତଃ = କୃ + କ୍ତ । ଶୁଣ୍ଢା = ଶୁ + କ୍ଵାଚ୍ । ଯୁକ୍ତମ୍ = ଯୁଜ୍ + କ୍ତ + ସୁ (ଲ୍ଲୀ) ।

Text – 3.

ଶ୍ଳୋକ:
उक्तं च –
अन्त्यावस्थोऽपि महान् स्वामिगुणान्न जहाति तु शुद्धतया,
न श्वेतभावमुज्झति शङ्खः शिखिभुक्तमुक्तोऽपि ॥ १ ॥
ଉଲଂ ଚ –
ଅତ୍ୟାବସ୍ଥାଽପି ମହାନ୍ ସ୍ୱାମିଗୁଣାନ୍ନ ଜହାତି ତୁ ଶୁଦ୍ଧତିୟା,
ନ ଶ୍ଵେତଭାବମୁଜ୍ଝତି ଶଙ୍ଖଃ ଶିଖିଭୁକ୍ତମୁକ୍ତେଽପି ॥ ୧ ||

ଅନ୍ୱୟ – ମହାନ୍ (ପୁରୁଷଃ) ଅନ୍ୟାବସ୍ଥା ଅପି ଶୁଦ୍ଧତୟା ତୁ ସ୍ୱାମିଗୁଣାନ୍ ନ ଜହାତି । ଶଙ୍ଖ ଶିଖିଭୁକ୍ତମୁକ୍ତ ଅପି ଶ୍ଵେତଭାବଂ ନ ଉଜ୍ଝତି ।

ଶବ୍ଦାର୍ଥ – ମହାନ୍ = ମହାପୁରୁଷ । ଅନ୍ତଃବସ୍ଥ = ସୀମାରେ ଅବସ୍ଥାନ କଲେ । ଅପି = ମଧ୍ୟ । ଶୁଦ୍ଧତୟା = ପବିତ୍ରତା ହେତୁରୁ । ସ୍ୱାମିଗୁଣାନ୍ = ପ୍ରଭୁଙ୍କର ଯୋଗ୍ୟ ଗୁଣଗୁଡ଼ିକୁ । ଜହାତି = ତ୍ୟାଗ କରେ । ଶିଖ୍ଭୁକ୍ତମୁକ୍ତା = ଅଗ୍ନିଦ୍ଵାରା ଭସ୍ମୀଭୂତ = ଶଙ୍ଖ । ଅପି = ମଧ୍ୟ । ଶ୍ଵେତଭାବମ୍ = ଶୁକ୍ଳତା ଗୁଣକୁ । ନ ଉତ୍ଥିତି = ତ୍ୟାଗ କରେ ନାହିଁ ।

ଅନୁବାଦ – କୁହାଯାଇଛି – ମହାନ୍ ପୁରୁଷ ବିପଦର ସୀମାରେ ପହଞ୍ଚିଲେ ମଧ୍ୟ ପବିତ୍ରତା ହେତୁରୁ ପ୍ରଭୁଙ୍କର ଯୋଗ୍ୟ ଗୁଣଗୁଡ଼ିକୁ ତ୍ୟାଗ କରନ୍ତି ନାହିଁ । ଶଙ୍ଖ ଅଗ୍ନିଦ୍ୱାରା ଭସ୍ମୀଭୂତ ହେଲା ପରେ ମଧ୍ୟ ତା’ର ଶୁକ୍ଳତା ଗୁଣକୁ ତ୍ୟାଗ କରିନଥାଏ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଅତ୍ୟାବସ୍ଥାଽପି = ଅନ୍ତଃ + ଅବସ୍ଥା + ଅପି । ସ୍ୱାମିଗୁଣାନ୍ନ = ସ୍ୱାମିଗୁଣାନ୍ + ନ । ଶ୍ୱେତଭାବମୁଜ୍ଝତି ଶ୍ଵେତଭାବମ୍ + ଉଜ୍ଝତି । ଶିଖିଭୁକ୍ତମୁକ୍ରୋଽପି ଶିଖ୍ଭୁକ୍ତମୁକ୍ତା + ଅପି ।

ସମାସ – ସ୍ୱାମିଗୁଣାନ୍ = ସ୍ବାମିନଃ ଗୁନଃ, ତାନ୍ (ଷଷ୍ଠୀ ତତ୍‌ପୁରୁଷ) । ଶ୍ଵେତଭାବମ୍ = ଶ୍ଵେତସ୍ୟ ଭାବମ୍ (ଷଷ୍ଠୀ ତପୁରୁଷ ) ।

ସକାରଣବିଭକ୍ତି – ମହାନ୍ = କଉଁରି ୧ମା । ଶୁଦ୍ଧତୟା = ହେତୌ ୩ୟା । ସ୍ୱାମିଗୁଣାନ୍ = କର୍ମଣି ୨ୟା । ମୁକ୍ତଃ = କଉଁରି ୧ ମା । ଶ୍ଵେତଭାବମ୍ = କର୍ମଣି ୨ୟା

ପ୍ରକୃତିପ୍ରତ୍ୟୟ – ଭୁକ୍ତ = ଭୁଞ୍ଜ୍ + କ୍ତ । ମୁକ୍ତା = ମୁଚ୍ + କ୍ତ ।

Text – 4.

तदाकर्ण्य ……………. भविष्यति ।
ଶବ୍ଦାର୍ଥ – ଆକର୍ୟ୍ଯ = ଶୁଣି । କଶ୍ଚିଦ୍ = କୌଣସି । ସମାୟାତଃ = ଆସି ଉପସ୍ଥିତ ହେଲା । ଦୃଷ୍ଟା = ଦେଖ୍ । ଦୁରାତ୍ମା = ଦୁଷ୍ଟ । ପ୍ରଣିପାତେନ = ନମ୍ରତାଦ୍ୱାରା । ଅପବାହିତଃ = ଦୂର କରିଦେଲି । କଥମ୍ = କିପରି । ଇଦାନୀମ୍ = ବର୍ତ୍ତମାନ । ନୂନଂ = ନିଶ୍ଚୟ । ଶୂରଃ = ବୀର ।

ଅନୁବାଦ – ତାହା ଶୁଣି ସିଂହ ଚାଲିଗଲା । ଏହାପରେ ସେ ଚାଲିଯା’ନ୍ତେ ଏକ ବ୍ୟାଘ୍ର ଆସି ପହଞ୍ଚିଲା । ତା’କୁ ମଧ୍ୟ ଦେଖୁ ଏହି (ଶୃଗାଳ) ମନେ ମନେ ଚିନ୍ତାକଲା – ଗୋଟିଏ ଦୁଷ୍ଟକୁ ନମ୍ରତାଦ୍ବାରା ଦୂର କରିଦେଲି । ତେବେ କିପରି ଏହାକୁ ବର୍ତ୍ତମାନ ଦୂର କରିବି ? ନିଶ୍ଚୟ ଏ ହେଉଛି ବୀର, ଭେଦ ବିନା ଏହାକୁ କେବେ ଆୟତ୍ତ କରିହେବ ନାହିଁ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ତଦାକର୍ୟ୍ଯ = ତତ୍ + ଆକର୍ୟ୍ଯ । ସିଂହୋଗତଃ = ସିଂହଃ + ଗତଃ । ସମାୟାତଃ = ସମ୍ + ଆୟାତଃ । ତମ୍ + ଅପି । ବ୍ୟଚିନ୍ତୟତ୍ = ବି + ଅଚିନ୍ତୟତ୍ । ଏକସ୍ତାବତ୍ = ଏକ + ତାବତ୍ । କଥମିଦାନୀମେନମତିବାହୟିଷ୍ୟାମି କଥମ୍ + ଇଦାନୀମ୍ + ଏନମ୍ + ଅତିବାହୟିଷ୍ୟାମି । ଶୂରୋଽୟମ୍ = ଶୂରଃ + ଅୟମ୍ ।

ସମାସ – ଦୁରାତ୍ମା = ଦୁଷ୍ଟୀ ଆତ୍ମା ( ଅବ୍ୟୟୀଭାବାଃ) ।

ସକାରଣବିଭକ୍ତି – ସିଂହ = କଉଁରି ୧ମା । ତସ୍ମିନ୍, ଗତେ = ଭାବେ ୭ମୀ । କଶ୍ଚିଦ୍, ବ୍ୟାଘ୍ର = କଉଁରି ୧ମା । ତମ୍ କର୍ମଣି ୨ୟା । ପ୍ରଣିପାତେନ = ଅନୁସ୍ତେ କଉଁରି ୩ୟା । ଦୁରାତ୍ମା = ଉକ୍ତ କର୍ମଣି ୧ ମା । ଏନମ୍ = କର୍ମଣି ୨ୟା । ଅୟମ୍, କଉଁରି ୧ମ । ଭେଦମ୍ = ବିନା ଯୋଗେ ୨ୟା ।

ପ୍ରକୃତିପ୍ରତ୍ୟୟ – ଆକର୍ୟ୍ଯ = ଆ + କର୍ଣ୍ଣ + ଲ୍ୟାପ୍ । ଗତଃ = ଦୃଷ୍ଟା = ଦୃଶ୍ + କ୍ଵାଚ୍ । ଅପବାହିତଃ = ଅପ + ବହୁ + ଣିଚ୍ + କ୍ତ ।

CHSE Odisha Class 11 Sanskrit Solutions Chapter 2 चतुरः शृगालः

Text – 5.

ଶ୍ଲୋକ:
उक्तं च –
न यत्र शक्यते कर्त्तुं सामदानमथापि वा ।
भेदस्तत्र प्रयोक्तव्यो यतः स वशकारकः ॥ २ ॥
ଉଲଂ ଚ –
ନ ଯତ୍ର ଶକ୍ୟତେ କର୍ଡିଂ ସାମଦାନମଥାପି ବା ।
ଭେଦସ୍ତତ୍ର ପ୍ରୟୋକ୍ତବୋ ଯତଃ ସ ବଶକାରକଃ ॥ ୨ ॥|

ଅନ୍ୱୟ – ଯତ୍ର ସାମଦାନମ୍ ଅଥାପି ବା କର୍ଡିଂ ନ ଶକ୍ୟତେ ତତ୍ର ଭେଦଃ ପ୍ରୟୋକ୍ତବ୍ୟ, ଯତଃ ସ ବଶକାରକଃ (ଭବତି) ।

ଶବ୍ଦାର୍ଥ – ଯତ୍ର = ଯେଉଁଠାରେ । କର୍ତୁମ୍ = କରିବାକୁ । ଶକ୍ୟତେ = ସମର୍ଥ ହୁଏ । ତତ୍ର = ସେଠାରେ । ଭେଦଃ = ପ୍ରୟୋଗ କରିବା ଉଚିତ । ଯତଃ = ଯେହେତୁ । ବଶକାରକଃ = ବଶକାରୀ ।

ଅନୁବାଦ – ଯେଉଁଠାରେ ସାମ ଅଥବା ଦାନ ପ୍ରୟୋଗ କରାଯାଇପାରେ ନାହିଁ, ସେଠାରେ ଭେଦନୀତି ପ୍ରୟୋଗ କରାଯିବା ଉଚିତ, କାରଣ ଭେଦଦ୍ଵାରା ସେ ସହଜରେ ବଶ ହୋଇପାରେ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ସାମଦାନମଥାପି = ସାମଦାନମ୍ + ଅଥ + ଅପି । ଭେଦସ୍ତତ୍ର = ଭେଦଃ + ତତ୍ର ।
ସମାସ – ବଶକାରକଃ = ବରଂ କରୋତି ଇତି (ଉପପଦ ତତ୍‌ପୁରୁଷ) ।
ସକାରଣବିଭକ୍ତି – ସାମଦାନମ୍, ଭେଦଃ, ସ, ବଶକାରକଃ = କଉଁରି ୧ ମା ।
ପ୍ରକୃତିପ୍ରତ୍ୟୟ – କର୍ଭୁମ୍ = କୃ + ତୁମୁନ୍ । ଦାନମ୍ = ଦା + ଲ୍ୟୁଟ୍ । ପ୍ରୟୋକ୍ତବ୍ୟ = ପ୍ର + ୟୁଜ୍ + ତଥ୍ୟ ।

Text – 6.

किं च ………………… बन्धनम् ।
ଶ୍ଳୋକ – अत्यच्छेनाविरुद्धेन सुवृत्तेनाति चारुणा ।
अन्तर्भिन्नेन संप्राप्तं मौक्तिकेनापि बन्धनम् ॥ ३ ॥

ଅତ୍ୟଚ୍ଛେନାବିରୁଦ୍ଧନ ସୁବୃତ୍ତେନାତିଚାରୁଣା ।
ଅନ୍ତଭିତ୍ତେନ ସଂପ୍ରାପ୍ତ ମୌକ୍ତିକେନାପି ବନ୍ଧନମ୍ ॥ ୩ ॥

ଅନ୍ବୟଂ – ଅତ୍ୟଚ୍ଛନ ଅବିରୁଦ୍ଧନ ସୁବୃତ୍ତେନ ଅତିଚାରୁଣା ମୌକ୍ସିକେନ ଅନ୍ତର୍ଭିନ୍ନେନ ଅପି ବନ୍ଧନଂ ସଂପ୍ରାପ୍ତମ୍ ।

ଶବ୍ଦାର୍ଥ – ଅତ୍ୟଚ୍ଛେନ = ଅତ୍ୟନ୍ତ ଶୁଭ୍ର (ମୁକ୍ତା ପକ୍ଷେ), ଶୁଦ୍ଧଚରିତ୍ର (ପୁରୁଷ) । ଅବିରୁଦ୍ଧନ = ଅଛିଦ୍ର/ଅବିରୋଧୀ । ଗୋଲାକାର/ସଦାଚାରୀ । ଅତିଚାରୁଣା = ମନୋହର । ମୌକ୍ତିକେନ = ମୁକ୍ତା/ମୁକ୍ତିକାମୀ । ଅନ୍ତଭିନ୍ନେନ = ଛିଦ୍ର ହେଲେ/ପରମାତ୍ମାଠାରୁ ଭିନ୍ନ ହେଲେ । ଅପି = ମଧ୍ୟ । ବନ୍ଧନମ୍ = ବନ୍ଧନରେ ।

ଅନୁବାଦ – ସକଳଗୁଣରେ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ମନୁଷ୍ୟ ଭେଦଦ୍ୱାରା ବିନଷ୍ଟ ହୋଇପାରେ । କଥ‌ିତ ଅଛି – ଶୁଭ୍ର, ଅଛିଦ୍ର, ଗୋଲାକାର ଓ ଅତିମନୋହର ମୁକ୍ତାକୁ ଛିଦ୍ର କଲେ ତାହା ବନ୍ଧନରେ (ହାର ମଧ୍ୟରେ) ପଡ଼େ । (ଅନ୍ୟପକ୍ଷେ ) ଶୁଦ୍ଧଚରିତ୍ର, ସଦାଚାରୀ, ସୁନ୍ଦର ମୁକ୍ତିକାମୀ ପୁରୁଷ ପରମାତ୍ମାଙ୍କଠାରୁ ଭିନ୍ନ ହେବା ହେତୁରୁ ସଂସାର ବନ୍ଧନରେ ପଡ଼ିଥା’ନ୍ତି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ସର୍ବଗୁଣସଂପନୋଽପି = ସର୍ବଗୁଣସଂପନଃ + ଅପି । ଅତ୍ୟଚ୍ଛେନାବିରୁଦ୍ଧନ = ଅତି + ଅଛେନ + ଅବିରୁଦ୍ଧନ । ସୁବୃତ୍ତେନାତିଚାରୁଣା = ସୁବୃତ୍ତେନ + ଅତିଚାରୁଣା । ଅନ୍ତଭିନ୍ନେନ = ଅନ୍ତଃ + ଭିନ୍ନେନ । ମୌକ୍ତିକେନାପି : ମୌକ୍ତିକେନ + ଅପି ।

ସମାସ – ସର୍ବଗୁଣସଂପନଃ = ସର୍ବା ଗୁଣା (କର୍ମଧାରୟ), ତିଃ ସଂପନଃ (ତୃତୀୟା ତତ୍ତ୍ଵପୁରୁଷ) । ଅବିରୁଦ୍ଧେନ : ନ ବିରୁଦ୍ଧା, ତେନ (ନଞ୍ଚ୍ ତତ୍‌ପୁରୁଷ) ।

ସକାରଣବିଭକ୍ତି – ଅତ୍ୟଚ୍ଛେନ, ଅବିରୁଦ୍ଧନ, ସୁବୃତ୍ତେନ, ଅତିଚାରୁଣା, ଅନ୍ତଭିନ୍ନନ, ମୌକ୍ତିକେନ = ଅନୁସ୍ତେ କଉଁରି ୩ୟା । ବନ୍ଧନମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ସଂପନଃ = ସମ୍ + ପଦ୍ + କ୍ତ । ଉକ୍ତମ୍ = ବଚ୍ + କ୍ତ । ସଂପ୍ରାପ୍ତମ୍ = ସମ୍ + ପ୍ର + ଆପ୍ + କ୍ତ । ବନ୍ଧନମ୍ = ବନ୍ଦ୍ + ଲ୍ୟୁଟ୍ ।

Text – 7

सत्वरं प्रणष्टः …………….. सत्वरं प्रणष: ।
ଶବ୍ଦାର୍ଥ – ଏବମ୍ = ଏହିପରି । ସଂପ୍ରଧାର୍ଯ୍ୟ = ସମ୍ୟକ୍ ନିର୍ଦ୍ଧାରଣ କରି । ଅଭିମୁଖ = ସମ୍ମୁଖୀନ । ଭୂତ୍ଵା = ହୋଇ । ଈଷଦୁନ୍ନତକନ୍ଧରଃ = କାନ୍ଧକୁ ଟେକି । ସସଂଭ୍ରମମ୍ = ଶୀଘ୍ରାତିଶୀଘ୍ର ଭୟ । ଉବାଚ = କହିଲା । ମାମ ! = ହେ ମାମୁ । କଥମ୍ କିପରି । ଭବାନ୍ = ଆପଣ । ସାଂପ୍ରତମୂ = ବର୍ତ୍ତମାନ । ବ୍ୟାପାଦିତଃ = ମୃତ | ମରାଗଲା । ରକ୍ଷପାଳମ୍ = ରକ୍ଷକ । ନିଧାୟ ନିଯୁକ୍ତ କରି । ସମାଦିଷ୍ଟମ୍ = କହିଯାଇଛି । ସୁଗୁପ୍ତମ୍ = ଚୁପ୍ କରି । ଉଦ୍ଧିଷ୍ଟ = ଅଇଁଠା । କୁପିତଃ = ରାଗିବା । ସଂତ୍ରସ୍ତ ଭୟଭୀତ । ସତ୍ବରମ୍ = ଶୀଘ୍ର । ପ୍ରଣତଃ = ପଳାଇଗଲା

ଅନୁବାଦ – ମନ ମଧ୍ୟରେ ଏହା ନିଶ୍ଚୟ କରି ଶୃଗାଳ ବ୍ୟାଘ୍ରର ସମ୍ମୁଖକୁ ଯାଇ, କାନ୍ଧକୁ ଟେକି ବ୍ୟଗ୍ରଭାବରେ କହିଲା, ‘‘ମାମୁ, ତୁମେ କାହିଁକି ଏ ଯମମୁହଁକୁ ଆସିଲ ? କାରଣ ସିଂହ ଏ ହସ୍ତୀଟିକୁ ବଧ କରିଅଛି । ମୋତେ ଏଠାରେ ରକ୍ଷକ ରୂପେ ନିଯୁକ୍ତ କରି ସେ ନଦୀକୁ ସ୍ନାନ କରିବାକୁ ଯାଇଅଛି । ସେ ଗଲାବେଳେ ମୋତେ କହିଯାଇଛି, ଯଦି କୌଣସି ବ୍ୟାଘ୍ର ଏଠାକୁ ଆସେ, ତୁ ଚୁପ୍ କରି ମୋତେ କହିଦେବୁ – ମୁଁ ଏ ବନକୁ ବ୍ୟାଘ୍ରଶୂନ୍ୟ କରିବି । କାରଣ ଥରେ ଗୋଟିଏ ବ୍ୟାଘ୍ର ମୁଁ ବଧ କରିଥିବା ଏକ ହସ୍ତୀକୁ ଖାଇ ଉଚ୍ଛିଷ୍ଟ (ଅଇଁଠା) କରି ଦେଇଥିଲା । ସେହିଦିନଠାରୁ ମୁଁ ବ୍ୟାଘ୍ରଜାତି ପ୍ରତି କ୍ରୁଦ୍ଧ ହୋଇଅଛି ।’’ ଏହା ଶୁଣି ବ୍ୟାଘ୍ର ନିତାନ୍ତ ତ୍ରସ୍ତ ହୋଇ କହିଲା – ‘‘ଆରେ ଭଣଜା ! ମୁଁ ପ୍ରାଣ ଘେନି ପଳାଏ । ସେ ଯେତେ ଡେରିରେ ଆସିଲେ ସୁଦ୍ଧା ତାକୁ ମୋ କଥା କିଛି କହିବୁ ନାହିଁ ।’’ – ଏହା କହି ସେ ଦୃତ ବେଗରେ ପଳାଇଗଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ତସ୍ୟାଭିମୁଖ = ତଥ୍ୟ + ଅଭିମୁଖୀ । ଈଷଦୁନ୍ନତକନ୍ଧରଃ = ଈଷତ୍ + ଉନ୍ନତିକନ୍ଧରଃ । ସସଂଭ୍ରମମୁବାଚ = ସସଂଭ୍ରମମ୍ + ଉବାଚ । ଭବାନତ୍ର = ଭବାନ୍ + ଅତ୍ର । କଣ୍ଟିଦିହ = କଃ + ଚିତ୍ + ଇହ । ସମାଗଛତି ଆଗଚ୍ଛତି । ତନ୍ମମ = ତତ୍ + ମମ । ବନମିଦମ୍ = ବନମ୍ + ଇଦମ୍ । ବ୍ୟାଘ୍ରଣିକେନ = ବ୍ୟାଘ୍ରାଣ + ଏକେନ । ତଦ୍ଦିନାଦାରଭ୍ୟ = ତତ୍ + ଦିନାତ୍ + ଆରଭ୍ୟ । କୁପିତୋଽସ୍ମି = କୁପିତଃ + ଅସ୍ଥି । ତଚ୍ଛତ୍ୱା = ତତ୍ + ଶୁକ୍ଳା । ସଂତ୍ରସ୍ତସ୍ତମାହ = ସଂତ୍ରସ୍ତ + ତମ୍ + ଆହ । ତସ୍ୟାତ୍ର = ତଥ୍ୟ + ଅତ୍ର | କାପି = କା + ଅପି । ନାଖ୍ୟୟା = ନ + ଆଖ୍ୟାୟା । ଏବମୁକ୍ତା = ଏବମ୍ + ଉକ୍ସା ।

ସମାସ – ଅଭିମୁଖ = ମୁଖସ୍ୟ ସମୀପଃ (ଅବ୍ୟୟୀଭାବାଃ) । ଉନ୍ନତିକନ୍ଧରଃ = ଉନ୍ନତଂ କନ୍ଧରଂ ଯସ୍ୟ ଡଃ (ବହୁବ୍ରୀହିଃ) । ସସଂଭ୍ରମମ୍ = ସଂଭ୍ରମେର୍ଣ ସହ ବର୍ତ୍ତମାନମ୍ ( ସହାର୍ଥ ବହୁବ୍ରୀହିଃ) । ମୃତ୍ୟୁମୁଖେ = ମୃତ୍ୟେ ମୁଖମ୍, ତସ୍ମିନ୍ (ଷଷ୍ଠୀ ତତ୍‌ପୁରୁଷ) । ସ୍ନାନାର୍ଥମ୍ = ସ୍ନାନାୟ ଇଦମ୍ (ନିତ୍ୟ) । ଭଗିନୀସୁତ ! = ଭଗିନ୍ୟା ସୁତଃ, ସମ୍ବୋଧନେ (ଷଷ୍ଠୀ ତତ୍‌ପୁରୁଷ) । ପ୍ରାଣଦକ୍ଷିଣାମ୍ = ପ୍ରାଣୀ ଇବ ଦକ୍ଷିଣାମ୍ (ଉପମାନ କର୍ମଧାରୟ) । ସତ୍ଵରମ୍ = ତ୍ଵରୟା ସହ ବର୍ଭମାନମ୍ (ସହାର୍ଥ ବହୁବ୍ରୀହିଃ) ।

ସକାରଣବିଭକ୍ତି – ତଥ୍ୟ = ସମ୍ବନ୍ଧ ୬ଷ୍ଠୀ । ଅଭିମୁଖୀ = କଉଁରି ୧ ମା । ଉନ୍ନତକନ୍ଧରଃ = ସମ୍ବୋଧନେ ୧ମା । ଭବାନ୍ = କର୍ଭରି ୧ମା । ମୃତ୍ୟୁମୁଖେ = ଅଧ୍ଵରଣେ ୭ମୀ । ଏଷ, ଗଜଃ ସିଂହେନ = ଅନୁସ୍ତେ କଉଁରି ୩ୟା । ଡଃ = କଉଁରି ୧ ମା । ମାଂ, ରକ୍ଷାପାଳ = କର୍ମଣି ୨ୟା । ତେନ, ଗଚ୍ଛତା = କରଣେ ୩ୟା । କଶ୍ଚିତ୍, ବ୍ୟାଘ୍ର = କଉଁରି ୧ମା । ମମ = ସମ୍ବନ୍ଧ ୬ଷ୍ଠୀ । ଯେନ = ହେତୌ ୩ୟା । ଇଦଂ, ବନମ୍ = ଉକ୍ତ କର୍ମଣି ୧ ମା । ମୟା = । ଅନୁକ୍ତ କର୍ଭରି ୩ୟା । ଏକେନ, ବ୍ୟାଘ୍ରାଣ = କରଣେ ୩ୟା । ଗଜଃ = ଉକ୍ତ କର୍ମଣି ୧ ମା ୫ମୀ । ବ୍ୟାଘ୍ରାନ୍ = ପ୍ରତି ଯୋଗେ ୨ୟା । ବ୍ୟାଘ୍ର = କଉଁରି ୧ ମା । ତମ୍ = କର୍ମଣି ୨ୟା । ୧ ମା । ମେ = ସଂପ୍ରଦାନେ ୪ର୍ଥୀ । ପ୍ରାଣଦକ୍ଷିଣାମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ଭୂୟାଁ = ଭୂ + ସ୍କାଚ୍ । ପ୍ରବିଷ୍ଟ = ପ୍ର + ବିଶ୍ + କ୍ତ । ବ୍ୟାପାଦିତଃ = ବି + ଆ + ପଦ୍ + ଣିଚ୍ + କ୍ତ । ନିଧାୟ = ନି + ଧା + ଲ୍ୟାପ୍ । ଗତଃ = ଗମ୍ + କ୍ତ । ନିବେଦନୀୟମ୍ = ନି + ବିଦ୍ + ଅନୀୟର୍ । କର୍ତ୍ତବ୍ୟମ୍ = କୃ + ତବ୍ୟ । ହତଃ = ହନ୍ + କ୍ତ । ଭକ୍ଷୟିତ୍ରା = ଭକ୍ଷ୍ + ଣିଚ୍ + ଷ୍ଟ୍ରାଚ୍ । ନୀତଃ = ନୀ + କ୍ତ । ଆରଭ୍ୟ = ଆ + ରଭ୍ + ଲ୍ୟୁପ୍ । ଶୁଣ୍ଢା = ଶୁ + କ୍ଵାଚ୍ । ଉକ୍ସା = ବଚ୍ + କ୍ଵାଚ୍ । ପ୍ରଣତଃ = ପ୍ର + ନଶ୍ + କ୍ତ ।

Text – 8.

अथ तस्मिन् गते ………………. कृत्वा व्रज ।
ଶବ୍ଦାର୍ଥ – ଅଥ = ଏହାପରେ । ତସ୍ମିନ୍ ଗତେ = ସେ ଚାଲିଯାଆନ୍ତେ । ଦ୍ଵୀପୀ = ଚିତାବାଘ । ଦୃଷ୍ଟା = ଦେଖ୍ । ଏହିପରି । ଭଗିନୀସୁତ ! = ଭଣଜା । ଚିରାତ୍‌ = ବହୁକାଳରୁ । ବୁଭୁକ୍ଷିତ = ଭୋକିଲା । ଇବ = ପରି । ଲକ୍ଷ୍ୟସେ = ଦେଖାଯାଉଛ । ମେ = ମୋର । ରକ୍ଷପାତଃ = ରକ୍ଷକ । ଅତଃ = ଏଣୁ । ଯାବତ୍ = ଯେ ପର୍ଯ୍ୟନ୍ତ । ତାବତ୍ = ସେ ପର୍ଯ୍ୟନ୍ତ । ବ୍ରଜ = ଯାଅ ।

ଅନୁବାଦ – ବ୍ୟାଘ୍ର ଚାଲିଯିବା ପରେ ଗୋଟିଏ ଚିତାବାଘ ଆସି ପହଞ୍ଚିଲା । ତାହାକୁ ଦେଖ୍ ଶୃଗାଳ ଚିନ୍ତାକଲା, ‘‘ଏହାର ଦାନ୍ତ ଖୁବ୍ ଶକ୍ତ । ତେଣୁ ଏ ଯେପରି ହାତୀର ଚମକୁ ଛିଣ୍ଡାଇବ, ତହିଁର ଉପାୟ କରିବି ।’’ ଏହା ସ୍ଥିରକରି ସେ କହିଲା, ‘ହେ ଭଣଜା, ବହୁଦିନ ପରେ ଦେଖାହେଲା । ବଡ଼ ଭୋକିଲା ଦିଶୁଛୁ କାହିଁକି ? ଆଜି ତୁ ମୋର ଅତିଥୁ । ଏ ହାତୀଟିକୁ ସିଂହ ମାରି ପକାଇଯାଇଛି । ତା’ ହୁକୁମରେ (ଆଦେଶରେ ) ମୁଁ ଏହାକୁ ଜଗି ରହିଛି । ତଥାପି ଯେତେବେଳଯାଏ ସିଂହ ଆସି ନଥବ ସେତେବେଳ ପର୍ଯ୍ୟନ୍ତ ତୁ ହାତୀର ମାଂସ ଖାଇ ସନ୍ତୁଷ୍ଟ ହୋଇ ଶୀଘ୍ର ଚାଲିଯିବୁ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – କଶ୍ଚିଦ୍ୱୀପୀ = କଶ୍ଚିତ୍ + ଦ୍ବୀପୀ । ତମପି = ତମ୍ + ଅପି । ବ୍ୟଚିନ୍ତୟତ୍ = ବି + ଅଚିନ୍ତୟତ୍ । ଦୃଢ଼ଦଂନ୍ତୋଽୟମ୍ = ଦୃଢ଼ଦଂଷ୍ଟ୍ର + ଅୟମ୍ । ତଦସ୍ୟ = ତତ୍ + ଅସ୍ୟ । ନିଶ୍ଚିତ୍ୟ = ନିଃ + ଚିତ୍ୟ । ତମୁବାଚ = ତମ୍ + ଉବାଚ । କିମିତି = କିମ୍ + ଇତି । ଦୃଷ୍ଟୋଽସି ଦୃଷ୍ଟି + ଅସି । ତଦତିଥ୍‌ସି = ତତ୍ + ଅତିଥ୍ୟ + ଅସି । ହତସ୍ତିଷ୍ଠତି = ହତଃ + ତିଷ୍ଠତି । ଚାସ୍ୟ = ଚ + ଅସ୍ୟ = । ତଦାଦିଷ୍ଟ = ତତ୍ + ଆଦିଷ୍ଟ । ଅତୋ ବଦାମି = ଅତଃ + ବଦାମି । ସିଂହୋ ନ = ସିଂହଃ + ନ । ସମାୟାତି = ସମ୍ + ଆୟାତି । ତାବଦସ୍ୟ = ତାବତ୍ + ଅସ୍ୟ ।

ସମାସ – ଦୃଢ଼ଦ୍ରଷ୍ଟ = ଦୃଢ଼ ଦ୍ରଷ୍ଟ ଯସ୍ୟ ଡଃ (ବହୁବ୍ରୀହିଃ) । ଗଜଚର୍ମଚ୍ଛେଦମ୍ = ଗଜସ୍ୟ ଚର୍ମ (ଷଷ୍ଠୀ ତତ୍‌ପୁରୁଷ), ତସ୍ୟ ଛେଦଃ, ତମ୍ (ଷଷ୍ଠୀ ତତ୍‌ପୁରୁଷ) । ଭଗିନୀସୁତ! = ଭଗିନ୍ୟା ସୁତଃ, ସମ୍ବୋଧନେ (ଷଷ୍ଠୀ ତତ୍‌ପୁରୁଷ) । ଅତିଥ୍ୟ = ଅବିଦ୍ୟମାନଃ ତିଥ୍ୟ ଯସ୍ୟ ଡଃ (ବହୁବ୍ରୀହିଃ) ।

ସକାରଣବିଭକ୍ତି – ତସ୍ମିନ୍, ଗତେ = ଭାବେ ୭ମୀ । କଣ୍ଠିତ୍, ଦ୍ଵୀପୀ = କର୍ଭରି ୧ ମା । ତମ୍ = କର୍ମଣି ୨ୟା । ଦୃଢ଼ଦ୍ରଷ୍ଟ, ଅୟମ୍ = କଉଁରି ୧ମା । ପାଶ୍ଚାତ୍ = ଅପାଦାନେ ୫ମୀ । ଗଜଚର୍ମଚ୍ଛେଦଂ = କର୍ମଣି ୨ୟା । ଭୋ ଭଗିନୀସୁତ ! ସମ୍ବୋଧନେ ୧ମା । ଚିରାତ୍ = ଅପାଦାନେ ୫ମୀ । ବୁଭୁକ୍ଷିତଃ = ଇବ ଅବ୍ୟୟ ଯୋଗେ ୧ମା । ମେ = ସମ୍ବନ୍ଧ ୬ଷ୍ଠୀ । ଏଷ, ଗଜଃ = ଉଲ୍ଲେ କର୍ମଣି ୧ ମା । ସିଂହେନ = ଅନୁସ୍ତେ କଉଁରି ୩ୟା । ଅହଂ, ରକ୍ଷପାକଃ = ୧ମା । ଅସ୍ୟ, ଗଜସ୍ୟ = ସମ୍ବନ୍ଧ ୬ଷ୍ଠୀ । ମାଂସମ୍, ତୃପ୍ତିମ୍ କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ସମାୟାତଃ = ସମ୍ + ଆ + ଯା + କ୍ତ । ଦୃଷ୍ଟା = ଦୃଶ୍ + କ୍ଵାଚ୍ । ନିଶ୍ଚିତ୍ୟ = ନିଃ ଦୃଶ୍ + କ୍ତ । ହତଃ ହନ୍ + କ୍ତ । ଆଦିଷ୍ଟ = ଆ + ଦିଶ୍ + କ୍ତ । ତୃପ୍ତିମ୍ = ତୃପ୍ + ସ୍କ୍ରିନ୍ । କୃଷ୍ଣା = କୃ + କ୍ସାଚ୍ ।

CHSE Odisha Class 11 Sanskrit Solutions Chapter 2 चतुरः शृगालः

Text – 9.

स आह ……………. उपयाष्यामि।
ଶ୍ଲୋକ – यच्छक्यं ग्रसितुं ग्रस्यं ग्रस्तं परिणमेच्च यत् ।
हितं च परिणामे यत् तदाद्यं भूतिमिच्छता ॥ ୪ ॥

ଯଚ୍ଛକାଂ ଗ୍ରସିତଂ ଗ୍ରସିଂ ଗ୍ରସ୍ତଂ ପରିଣମେଚ୍ଚ ଯତ୍ ।
ହିତଂ ଚ ପରିଣାମେ ଯତ୍ ତଦାଦ୍ୟ ଭୂତିମିଚ୍ଛତା ॥ ୪୩୮

ଅନ୍ୱୟ – ଯତ୍ନ ଗ୍ରସିତଂ ଶକ୍ୟ, ଗ୍ରସଂ ଯତ୍ନ ଗ୍ରସ୍ତଂ ପରିଣମେତ୍, ଯତ୍ ପରିଣାମେ ହିତଂ ଚ ଭୂତିମ୍ ଇଚ୍ଛତା ତତ୍ ଆଦ୍ୟମ୍ ।

ଶବ୍ଦାର୍ଥ ଯତ୍‌ – ଯାହା । ଗ୍ରସିତୁମ୍ = ଖାଇବାକୁ । ଶକ୍ୟଂ = ସମର୍ଥ । ପରିଣମେତ୍ର = ପରିପାକ ହୋଇପାରେ । ଭୂତିମ୍: = କଲ୍ୟାଣ ବା ଶୁଭ । ଆଦ୍ୟମ୍ = ଖାଇବା ଉଚିତ ।

ଅନୁବାଦ – ସେ କହିଲା, ‘‘ଯେବେ ଏଭଳି କଥା, ତେବେ ମୋର ମାଂସ ଖାଇବାରେ ଦରକାର ନାହିଁ, କାରଣ ପ୍ରାଣ ରହିଥିଲେ ଶହ ଶହ ସୁଖ ମିଳିପାରିବ ।
କୁହାଯାଇଛି –
ଯାହା ଖୁଯାଇପାରେ, ଯାହା ଖାଇଲେ ପରିପାକ ହୁଏ ଓ ପରିପାକ ହେଲେ ଯାହା ଦେହକୁ ହିତ କରେ, ନିଜର ଶୁଭ ଇଚ୍ଛା କରୁଥିବା ଲୋକ ତାକୁ ହିଁ ଖାଇବା ଉଚିତ।
ତେଣୁ ମୁଁ ଏଠାରୁ ଚାଲିଯାଉଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଯଦ୍ୟବମ୍ = ଯଦି + ଏବମ୍ । ତନ୍ନକାର୍ଯ୍ୟମ୍‌ = ତତ୍ + ନ + କାର୍ଯ୍ୟମ୍‌ । ମାଂସାଶନେନ = ମାଂସ + ଅଶନେନ । ଜୀବନ୍ନରଃ = ଜୀବନ୍ + ନରଃ । ଯଚ୍ଛକ୍ୟମ୍ = ଯତ୍ + ଶକ୍ୟମ୍ । ପରିଣମେଣ୍ଟ = ପରିଣମେତ୍ + ଚ । ତଦାଦ୍ୟମ୍ । = ତତ୍ + ଆଦ୍ୟମ୍ । ଭୂତିମିଚ୍ଛତା = ଭୂତିମ୍ + ଇଚ୍ଛତା । ତଦହମିତ = ତତ୍ + ଅହମ୍ + ଇତ ।

ସମାସ – ଭଦ୍ରଶତାନି = ଭଦ୍ର ଶତମ୍, ତାନି (କର୍ମଧାରୟ) ।

ସକାରଣବିଭକ୍ତି – ଡଃ = କର୍ଭରି ୧ମା । ମେ = ସମ୍ବନ୍ଧ ୬ଷ୍ଠୀ । ମାଂସାଶନେ = କରଣେ ୩ୟା । ଜୀବନ୍, ନରଃ = ମା । କଉଁରି ୧ ମା । ଭଦ୍ରଶତାନି = କର୍ମଣି ୨ୟା । ପରିଣାମେ = ଅଧୀକରଣେ ୭ମୀ । ଭୂତିମ୍ = କର୍ମଣି ୨ୟା । ଅହମ୍ = କଉଁରି ୧ମା ।

ପ୍ରକୃତିପ୍ରତ୍ୟୟ – ଜୀବନ୍ = ଜୀବ୍ + ଶତୃ । ଉକ୍ତମ୍ = ବଚ୍ + କ୍ତ । ଗ୍ରସିତୁମ୍ = ଗ୍ରସ୍ + ଣିଚ୍ + ତୁମୁନ୍ । ଭୂତିମ୍ = ଭୂ + ସ୍କ୍ରିନ୍ + ଅମ୍ । ଶକ୍ୟ = ଶକ୍ + ଯତ୍।

Text – 10.

शृगाल आह ………….. समायातः।
ଶବ୍ଦାର୍ଥ – ଆହ = କହିଲା । ଅଧୀରଃ = ଚଞ୍ଚଳ । ବିଶ୍ରତଃ = ବିଶ୍ୱସ୍ତ । ଭୂତ୍ଵା = ହୋଇ । ଦୂରତଃ = ଦୂରରୁ । ତେ = ତୁମକୁ । ଅଥ = ଏହାପରେ । ଦ୍ଵୀପିନା ଚିତାବାଘଦ୍ବାରା । ବିଜ୍ଞାୟ = ଜାଣି । ଅଭିହିତମ୍ = କହିଲା । ପ୍ରଣତଃ = ଚାଲିଗଲା । ଯାବତ୍ = ଯେ ପର୍ଯ୍ୟନ୍ତ । ଅପରଃ = ଅନ୍ୟ । ସଂଦ୍ଧା = ରାଗିକରି ।

ଅନୁବାଦ – ଶୃଗାଳ କହିଲା, ‘‘ହେ ଅସ୍ଥିର, ତୁ ନିର୍ଭୟ ହୋଇ ଖାଆ । ସେ ସିଂହର ଆସିବା ଖବର ମୁଁ ଦୂରରୁ ଦେଖୁ ତୋତେ କଣ।ଇଦେବି ।”

ଏହାପରେ ଚିତାବାଘଦ୍ଵାରା ତାହା କରାଯାଆନ୍ତେ (ଖିଆଯାଆନ୍ତେ) ସେ ହାତୀର ଚର୍ମକୁ ଛିଣ୍ଡାଇଥ୍‌ବାର ଦେଖୁ ଶୃଗାଳ କହିଲା – ହେ ଭଣଜା ! ପଳାଇଯାଆ, ପଳାଇଯାଆ । ସେ ସିଂହ ଆସୁଛି । ତାହା ଶୁଣି ଚିତାବାଘ ଦୂରକୁ ପଳାଇଗଲା ।

ଏହାପରେ ଚିତାବାଘ ଯେଉଁଠାରେ ହାତୀ ଚମକୁ ଛିଣ୍ଡାଇଥିଲା, ସେହିଠାରୁ ଶୃଗାଳ କିଛି ମାଂସ ଖାଇଲାବେଳକୁ ଆଉ ଗୋଟିଏ ଶୃଗାଳ କ୍ରୁଦ୍ଧ ହୋଇ ସେଠାରେ ଉପସ୍ଥିତ ହେଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ବିଶ୍ର ଭୂତ୍ଵା = ବିଶ୍ରତଃ + ଭୂତ୍ଵା । ତସ୍ୟାଗମନମ୍ = ତଥ୍ୟ + ଆଗମନମ୍ । ଦୂରତୋଽହମ୍ = ଦୂରତଃ + ଅହମ୍ । ତଥାନୁଷ୍ଠିତେ = ତଥା + ଅନୁଷ୍ଠିତେ । ତେନାଭିହିତମ୍ = ତେନ + ଅଭିହିତମ୍ । ସମାୟାତି = ସମ୍ + ଆୟାତି । ତଚ୍ଛୁତ୍ବା = ତତ୍ + ଶୁଦ୍ଧା । ଚିତ୍ରକୋଽପି = ଚିତ୍ରକଃ + ଅପି । ଯାବଦସୌ = ଯାବତ୍ + ଅସୌ । କିଞ୍ଚମାଂସମ୍ = କିଞ୍ଚ୍ + ମାଂସମ୍ । ତାବଦପରଃ = ତାବତ୍ + ଅପରଃ । ସମାୟାତଃ ସମ୍ ଆୟାତଃ ।

ସମ୍।ସ ଅଧୀର ! = ନ ଧୀରଃ, ସମ୍ବୋଧନେ (ନ ତତ୍‌ପୁରୁଷ) । ଚର୍ମଭେଦମ୍ ତତ୍‌ପୁରୁଷ) । ସଂକ୍ରୁଦ୍ଧା = ସମ୍ୟକ୍ କ୍ରୁଦ୍ଧ (ଅବ୍ୟୟୀଭାବ) ।

ସକାରଣବିଭକ୍ତି – ଭୋ ଅଧୀର ! = ସମ୍ବୋଧନେ ୧ମା । ଶୃଗାଳ, ତ୍ୱମ୍ = କଉଁରି ୧ ମା । ତସ୍ୟ = ସମ୍ବନ୍ଧ ୬ଷ୍ଠୀ । ତେ = ନିବେଦନାର୍ଥେ ୪ ର୍ଥୀ। ଦ୍ବୀପିନା, ତେନ = ଅନୁକ୍ତ କଉଁରି ୩ୟା । ଚର୍ମଭେଦମ୍ = ଉକ୍ତ କର୍ମଣି ୧ ମା । ଭୋ ଭଗିନୀସୁତ ! = ସମ୍ବୋଧନେ ୧ମା । ଏଷ, ସିଂହ = କର୍ଭରି ୧ମ । ଚିତ୍ରକ = ଅପି ଅବ୍ୟୟ ଯୋଗେ ୧ମା । ଦୂରମ୍ = କ୍ରିୟା ବିଶେଷଣେ କରଣେ ୩ୟା । କିଞ୍ଚି ମାଂସମ୍ = କର୍ମଣି ୨ୟା । ସଂକ୍ରୁଦ୍ଧ = କର୍ଭରି ୧ମା ।

ପ୍ରକୃତିପ୍ରତ୍ୟୟ – ଭୂତ୍ଵା = ଭୂ + କ୍ସାଚ୍ ! ଆଗମନମ୍ = ଆ + ଗମ୍ + ଲୁଟ୍ | ଜାତମ୍ = ଜନ୍ + କ୍ତ । ବିଜ୍ଞାୟ = ବି + ଜ୍ଞା + ଲ୍ୟାପ୍ । ଅଭିହିତମ୍ = ଅଭି + ଧା + + କ୍ତ । ଶୁଦ୍ଧା = ଶୁ + କ୍ଵାଚ୍ । ପ୍ରଣତଃ = ପ୍ର + ନଶ୍ + କ୍ତ । ସଂକ୍ରୁଦ୍ଧ = ସମ୍ କୃଧୂ + କ୍ତ । ସମାୟାତଃ = ସମ୍ + ଆ + ଯା + କ୍ତ ।

Text – 11.

ଶ୍ଲୋକ – तम् आत्मतुल्य …………….. तन्मांसं बुभुजे ।
उत्तमं प्रणिपातेन शूरं भेदेन योजयेत् ।
नीचमल्पप्रदानेन समशक्तिं पराक्रमैः ॥ ५ ॥
ଉତ୍ତମଂ ପ୍ରଣିପାତେନ ଶୂରଂ ଭେଦେନ ଯୋଜୟେତ୍ ।
ନୀଚମଳ୍ପପ୍ରଦାନେନ ସମଶକ୍ତି ପରାକ୍ରମେ ॥ ୫ ||

ଅନ୍ବୟ – ଉତ୍ତମଂ ପ୍ରଣିପାତେନ, ଶୂରଂ ଭେଦେନ, ନୀଚମ୍ ଅଳ୍ପପ୍ରଦାନେନ, ସମଶଲିଂ ପରାକ୍ରମେ (ଚ) ଯୋଜୟେତ୍ ।

ଶବ୍ଦାର୍ଥ – ଉତ୍ତମମ୍ = ଉତ୍ତମ/ଶ୍ରେୟ ଲୋକକୁ । ପ୍ରଣିପାତେନ = ନମସ୍କାରଦ୍ୱାରା । ଶୂରମ୍ = ବୀରକୁ । ଭେଦେନ = ଭେଦନୀତିଦ୍ୱାରା । ନୀଚମ୍ = ନୀଚବର୍ଗର ଲୋକକୁ । ସମଶକ୍ତିମ୍ = ସମାନ ଶକ୍ତିସଂପନ୍ନ । ପରାକ୍ରମଃ = ପରାକ୍ରମଦ୍ୱାରା ।

ଅନୁବାଦ – ତାକୁ ବଳପରାକ୍ରମରେ ନିଜ ସମାନ ଦେଖୁ ଏହି ଶ୍ଳୋକକୁ ପଢ଼ିଲା – ଉତ୍ତମ ଲୋକକୁ ପ୍ରଣିପାତଦ୍ୱାରା (ନମ୍ରତାଦ୍ଵାରା), ବୀରକୁ ଭେଦଦ୍ବାରା (ପରସ୍ପର ମଧ୍ୟରେ ବିରୋଧ ଜନ୍ମାଇବାଦ୍ୱାରା), ନୀଚକୁ କିଛି ଦେବାଦ୍ଵାରା ଓ ସମାନ ଶକ୍ତିବିଶିଷ୍ଟ ବ୍ୟକ୍ତିକୁ ପରାକ୍ରମଦ୍ବାରା ବଶ କରିବା ଉଚିତ ।

ତାହାପରେ ଏହା କହି ଆଗନ୍ତୁକ ଶୃଗାଳର ସମ୍ମୁଖୀନ ହୋଇ ନିଜର ଦନ୍ତରେ ତାକୁ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ପକାଇଦେଲା ଓ ନିଜେ ଅନେକ ଦିନ ପର୍ଯ୍ୟନ୍ତ ସେହି ହାତୀର ମାଂସକୁ ଖାଇଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ନୀଚମଳ୍ପପ୍ରଦାନେନ = ନୀଚମ୍ + ଅଳ୍ପପ୍ରଦାନେନ । ତତସ୍ତଦଭିମୁଖକୃତପ୍ରୟାଣସ୍ତମ୍ = ତତଃ + ତତ୍ + ଅଭିମୁଖକୃତପ୍ରୟାତଃ + ତମ୍ । ସ୍ବଦଂଷ୍ଟ୍ରାଭିର୍ବିଦାର୍ଯ୍ୟ = ସ୍ବଦଂଷ୍ଟ୍ରାଭଃ + ବିଦାର୍ଯ୍ୟ । ତନ୍ମାସମ୍ = ତତ୍ + ମାଂସମ୍ ।

ସମାସ – ଆତ୍ମଲ୍ୟ = ଆତ୍ମନଃ ତୁଲ୍ୟ (ଷଷ୍ଠୀ ତତ୍ତ୍ଵପୁରୁଷଃ) । ଅଳ୍ପପ୍ରଦାନେନ = ଅଳ୍ପସ୍ୟ ପ୍ରଦାନମ୍, ତେନ (ଷଷ୍ଠୀ ତପୁରୁଷଃ ) । ସମଶକ୍ତିମ୍ = ସମେନ ଶକ୍ତିମ୍ (ତୃତୀୟା ତତ୍‌ପୁରୁଷଃ) । ଅଭିମୁଖମ୍ = ମୁଖ୍ୟ ପ୍ରତି (ଅବ୍ୟୟୀଭାବଃ ) । ସ୍ବଦ୍ରଷ୍ଟାଭିଂ ସ୍ଵସ୍ୟ ଦ୍ରଷ୍ଟା, ତାତିଃ (ଷଷ୍ଠୀ ତତ୍ତ୍ଵପୁରୁଷ) । ଚିରକାଳମ୍ = ଚିରଂ କାଳମ୍ (କର୍ମଧାରୟଃ) ।

ସକାରଣବିଭକ୍ତି – ତମ୍, ଆତ୍ମତୁଲ୍ୟପରାକ୍ରମଂ, ଇମ୍ଫ, ଶ୍ଳୋକମ୍ = କର୍ମଣି ୨ୟା । ଉତ୍ତମଂ, ଶୂରଂ, ନୀଚଂ, ସମଶକ୍ତି କରଣେ ୩ୟା । ତଂ, ପିଆରାଜଂ, ମାଂସମ୍ = = କର୍ମଣି ୨ୟା । ପ୍ରଣିପାତେନ, ଭେଦେନ, ଅଳ୍ପପ୍ରଦାନେନ, ପରାକ୍ରମୈ କର୍ମଣି ୨ୟା । ସ୍ବଦ୍ରଷ୍ଟାଭିଂ = କରଣେ ୩ୟା । ସୁଖେନ = ପ୍ରକୃତ୍ୟାଦିଭ୍ୟୁ ଉପସଂଖ୍ୟାନମ୍ ଯୋଗେ ୩ୟା ।

ପ୍ରକୃତିପ୍ରତ୍ୟୟ – ଦୃଷ୍ଟା = ଦୃଶ୍ + କ୍ସାଚ୍ । ଭେଦଃ = ଭିଦ୍ + ଘଞ୍ଜ୍ । ଶକ୍ତିମ୍ = ଶକ୍ + ସ୍କ୍ରିନ୍ । ଜିପ୍ସା = ଜି + ଲ୍କାଚ୍ । ବିଦାର୍ଯ୍ୟ = ବି + ଦୃ + ଲ୍ୟାପ୍ । କୃଷ୍ଣା = କୃ + କ୍ଵାଚ୍ ।

Leave a Comment