CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

Odisha State Board CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम् Textbook Exercise Questions and Answers.

CHSE Odisha Class 11 Sanskrit Chapter 1 मनुमत्स्याख्यानम् Question Answer

GROUP – A

(क) बन्धनीमध्यात् शुद्धम् उत्तरं चित्वा लिखत-

1. मनुमत्स्याख्यानम् ____________ संगृहीतः ।
(गोपथब्राह्मणतः, शतपथब्राह्मणतः, वाण्यब्राह्मणतः )
Answer:
शतपथब्राह्मणतः

2. पुरा स्वस्य ____________ मनुः आसीत् ।
(गृहे, निवासे, आश्रमे)
Answer:
आश्रमे

3. पुरा स्वस्य आश्रमे ____________ आसीत् ।
(भृगुः, नारदः, मनुः )
Answer:
मनुः

4. प्रत्यह शय्यात्यागादनन्तरं स ____________ प्रक्षालयति ।
(करै, मुखं, चरणौ )
Answer:
मुखं

5. ____________ शय्यात्यागादनन्तरं स मुखं प्रक्षालयति ।
(प्रत्यहं मध्याह्ने, सायम् )
Answer:
प्रत्यहं

6. ____________ मुखप्रक्षालनस्य प्रथा अद्यापि प्रचलति ।
(सायंकाले, मध्याह्ने, प्रभातवेलायां )
Answer:
प्रभातवेलायां

7. एकदा तस्य मुखप्रक्षालनार्थं ____________ आनीतम् ।
(जलम्, क्षीरम्, प्रपानकम्)
Answer:
जलम्

8. एकदा तस्य ____________ जलम् आनीतम् ।
(पादप्रक्षालनार्थं, मुखप्रक्षालनार्थं, नेत्रप्रक्षालानार्थं)
Answer:
मुखप्रक्षालनार्थं

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

9. स मुखं ____________ च प्रक्षालयति स्म ।
(करौ, पादौं, कर्णौ)
Answer:
करौ

10. स ____________ करौ च प्रक्षालयति स्म ।
(नेत्रं, मुखं पादं )
Answer:
मुखं

11. तदा एकः मत्स्यः तस्य ____________ आगतः ।
(पादतलम्, पाणितलम्, वक्ष:स्थलम् )
Answer:
पाणितलम्

12. ____________ रक्षां कुरु ।
(मम, तव, तस्य)
Answer:
मम

13. मम ____________ कुरु ।
(सेवां, रक्षा, प्रतीक्षां )
Answer:
रक्षां

14. ____________ आगते अहं तव रक्षां विधास्यामि ।
(वयसि, तस्मिन्, काले)
Answer:
काले

15. ____________ एकदा महद् जलप्लावनं भविष्यति ।
( क्रमेण, कालक्रमेण, बृहदिवसेषु)
Answer:
कालक्रमेण

16. कालक्रमेण एकदा महद् ____________ भविष्यति ।
(जलप्लावनं, प्रलय:, झञ्जावातः )
Answer:
जलप्लावनं

17. तेन सर्वे जीवाः ____________ भविष्यन्ति ।
( मज्जिताः, हलादिताः, त्याविता: )
Answer:
त्याविताः

18. तेन सर्वे ____________ प्लाविताः भविष्यन्ति ।
( जीवाः, मृगाः, पक्षिणः )
Answer:
जीवाः

19. जलमध्ये ____________ च भविष्यन्ति ।
(मृता:, पृष्टा:, लीना:)
Answer:
जीवाः

20. तस्मिन् काले अहं तव ____________ करिष्यामि ।
(सेवां, रक्षा, पूजां)
Answer:
रक्षां

21. केन उपायेन त्वाम् अहं ____________ ?
(पालयिष्यामि, मोचयिष्यामि, हारयिष्यामि)
Answer:
पालयिष्यामि

22. केन ____________ त्वाम् अहं पालयिष्यामि ?
(विधिना, उपायेन, मोर्गण)
Answer:
उपायेन

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

23. यदा वयं ____________ तदा अस्माकं विपत्तिः ।
(लघवः, पृथुलाः,क्षीणकलेवराः)
Answer:
लघवः

24. यदा वयं लघवः तदा अस्माकं ____________ ।
(मङ्गलम्, विपत्ति:, लाभ:)
Answer:
विपत्ति:

25. प्रतिक्षणं ____________ आशङ्का ।
(जीवननाशस्य, वंशलोपस्य, सर्वनाशस्य )
Answer:
जीवननाशस्य

26. ____________ मत्स्यः लघु मत्स्यं गिलति ।
(विशाल:, बृहन्, पृथुः )
Answer:
बृहन्

27. बृहनूमत्स्यः ____________ मत्स्यं गिलति ।
(विशालं, दुर्बलं, लघु)
Answer:
लघु

28. बृहन्मत्स्यः लघु मत्स्यं ____________ ।
(खादति, अति, गिलति )
Answer:
गिलति

29. त्वं मां ____________ स्थापय ।
(पुष्करिण्यां, कूपे, घटे)
Answer:
घटे

30. यदा मम ____________ वर्धते तदा मां जलाशये सुरक्षितं स्थापय ।
(कलेवर:, वय, मस्तकं )
Answer:
कलेवर:

31. मम कलेवरवृद्धिहेतोः यदा जलाशयः न पर्याप्तो भविष्यति तदा मां ____________ प्रवेशय ।
(कलेवर: समुद्रे, नद्यां)
Answer:
कलेवर:

32. तदा कोऽपि मम ____________ कर्तुं न समर्थः ।
(विनाशं, रक्षां, क्षतिं)
Answer:
विनाशं

33. एवं दिवसेषु गच्छत्सु तस्य मत्स्यस्य ____________ क्रमशः वृद्धिं प्राप्तः ।
(प्रकारः, आकारः, कलेवर: )
Answer:
आकार:

34. ____________ प्रति तस्य गमनवेला सन्निहिता ।
(स्वर्गं, आश्रमं समुद्रं)
Answer:
समुद्रं

35. स कृतकृत्य: मनोः ____________ न विस्मरति ।
(सहायतां, उपकारं, नीतिं)
Answer:
उपकारं

36. स कृतकृत्यः ____________ उपकारं न विस्मरति ।
(भृगोः, अत्रे, मनोः)
Answer:
मनोः

37. मदूचनम् अनुसृत्य पूर्वम् एकां ____________ प्रस्तुतां कुरु ।
(तरीं, गृहं, कुटीरं)
Answer:
तरीं

38. अहं प्रलयकाले समागत्य तव ____________ करिष्यामि ।
(विनाशं, रक्षां, उपकारं)
Answer:
रक्षां

39. मत्स्यस्य उपदेशं शिरसि कृत्वा स ____________ निरमात् ।
(तरी, मन्दिरं, गृहं )
Answer:
तरीं

40. महाप्रलयः यदा दृष्टः मनुः ____________ प्राविशत् ।
(गृहमध्यं, कुटीरमध्यं, तरीमध्यं)
Answer:
तरीमध्यं

41. ____________ स्ववचनानुसारं तत्र समागतः ।
(झष:, कच्छप:, मृगः )
Answer:
झष:

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

42. तरीरज्जुं ____________ बद्ध्वा तरीम् उत्तराचलं प्रति नीतवान् ।
(स्वशिरसि, स्वशृङ्गे, स्वहस्ते )
Answer:
स्वशृङ्गे

43. तरीरज्जुं स्वशृङ्गे बद्ध्वा तरीम् ____________ प्रति नीतवान् !
(नीलाचलं, हिमाचलं, उत्तराचलं )
Answer:
उत्तराचलं

44. तत्र ____________ उपरि सावधानं तिष्ठ ।
(पर्वतस्य, मन्दिरस्य, वृक्षस्य )
Answer:
पर्वतस्य

45. सर्वे ____________ महता जलप्लावनेन प्रबाहिताः ।
(मृगाः, मर्कटाः, प्राणिन:)
Answer:
प्राणिन:

46. ____________ स्तन्यपायी ।
(जीव:, मनुष्यः, वृक्षः)
Answer:
मनुष्यः

47. प्रजापतेः मनो: झषेण सह अयं च भावगत: सम्वन्धः स ____________ च ।
(न्यायसम्मतः, कलासम्मतः, विज्ञानसम्मत:)
Answer:
विज्ञानसम्मत:

48. अद्यापि समुद्रे दिग्भ्रष्टस्य मानवस्य ____________ भवति ।
(रूपदर्शकः, मार्गदर्शक:, दिगदर्शक:)
Answer:
मार्गदर्शक:

49. एवं महाप्रलये मत्स्यः ____________ मनुं रक्षायामासः ।
(महर्षिं, प्रजापतिं, वैवस्वतं)
Answer:
प्रजापतिं

50. वस्तुतः ____________ च रक्षायामास ।
(जीवलोकं, मानवजातिं, संसारं )
Answer:
मानवजातिं

(ख) अतिसंक्षेपेण उत्तरं लिखत –

1. पुरा कुत्र मनुः आसीत् ?
Answer:
ସ୍ଵସ୍ୟ ଆଶ୍ରମେ

2. पुरा स्वस्य आश्रमे कः आसीत् ?
Answer:
ମନୁଃ

3. प्रत्यहं शज्यात्यागादनन्तरं मनुः किं प्रक्षालयति ?
Answer:
ମୁଖମ୍

4. प्रत्यहं शय्यात्यागादनन्तरं कः मुखं प्रक्षालयति ?
Answer:
ମନୁଃ

5. कस्यां वेलायां मुखप्रक्षालनस्य प्रथा अद्यापि प्रचलति ?
Answer:
ପ୍ରଭାତବେଳାୟାମ୍

6. प्रभातवेलायाम् अद्यापि का प्रथा प्रचलति ?
Answer:
ମୁଖ ପ୍ରକ୍ଷାଳନସ୍ୟ ପ୍ରଥା

7. एकदा मनोः मुखप्रक्षालनार्थं किम् आनीतम् ?
Answer:
ଜଳମ୍

8. कः मुखं करौ च प्रक्षालयति स्म ?
Answer:
ମନୁଃ

9. कः मनोः पाणितलम् आगत: ?
Answer:
ଏକଃ ମତ୍ସ୍ୟ

10. एक: मत्स्यः मनोः कुत्र आगत: ?
Answer:
ପାଣିତଳମ୍

11. कस्मिन् आगते अहं तव रक्षां विधास्यामि ?
Answer:
କାଳେ

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

12. काले आगते अहं तव किं विधास्यामि ?
Answer:
ରକ୍ଷାମ୍

13. कालक्रमेण एकदा महत् किं भविष्यति ?
Answer:
ଜଳପ୍ଳାବନସ୍

14. जलप्लावनेन के प्लाविताः भविष्यन्ति ?
Answer:
ସର୍ବଜୀବାଃ

15. कसरि प्रतिक्षणम् आशङ्का ?
Answer:
ଜୀବନନାଶସ୍ୟ

16. किम्भूतः मत्स्य: लघु मत्स्यं गिलति ?
Answer:
ବୃହମସ୍ଥ୍ୟଃ

17. बृहन्मत्स्यः कीदृशं मत्स्यं गिलति ?
Answer:
ଲଙ୍ଗୁମସ୍ୟମ୍

18. बृहन् मत्स्यः लघु मत्स्यं किं करोति ?
Answer:
ଗିଳତି

19. कुत्र त्वं मां स्थापय ?
Answer:
ଘଟେ

20. झषः कृतकृत्यः कस्य उपकारं न विस्मरति ?
Answer:
ମନୋଃ

21. कदा त्वं तरीमध्ये स्थास्यति इति मत्स्यः मनवे न्यवेदयत् ?
Answer:
ମହାପ୍ରଳୟ

22. महाप्रलये मनुः कुत्र स्थास्यति ?
Answer:
ତରୀମଧେ

23. मत्स्यस्य उपदेशं शिरसि कृत्वा मनुः किं निरमात् ?
Answer:
ତରୀମ୍

24. महाप्रलयः यदा दृष्टः तदा मनुः कुत्र प्राविशत् ?
Answer:
ତରୀମଧ୍ଯମ୍

25. स्ववचनानुसारं तत्र कः समागतः ?
Answer:
ଟଷଃ

26. कं झष: स्वशृङ्गे बद्ध्वा तरीम् उत्तराचलं प्रति नीतवान् ?
Answer:
ତରୀରଜୁମ୍

27. तरीरज्जुं कुत्र बद्ध्वा तरीं झष: उत्तराचलं प्रति नीतवान् ?
Answer:
ସ୍ଵଶୃଙ୍ଗେ

28. के सर्वे महता जलप्लावनेन प्रवाहिता: ?
Answer:
ସର୍ବେ ପ୍ରାଣିନଃ

29. जलप्लावने क: सुरक्षितः जीवितश्च आसीत् ?
Answer:
ମନୁଃ

30. प्रजापतेः मनोः झषेण सह कः सम्बन्धः विज्ञानसम्मत: ?
Answer:
ଭାବଗତଃ

31. वस्तुतः मत्सय: कां रक्षयामास ?
Answer:
ମାନବଜାତିମ୍

GROUP – B

(ग) संक्षेपेण (षभि: वाक्यैः / पञ्चविंशत्यापदैः ) उत्तरं लिखत –

1. मत्स्यः कदा मनोः पाणितलम् आगत: ?
Answer:
ପୁରା ସ୍ଵସ୍ୟ ଆଶ୍ରମେ ମନୁ: ଆସୀତ୍ । ପ୍ରତ୍ୟହଂ ଶଯ୍ୟାତ୍ୟାଗାଦନନ୍ତରଂ ସ ମୁଖ୍ୟ ପ୍ରକ୍ଷାଳୟତି । ପ୍ରଭାତବେଳାୟାଂ ମୁଖ ପ୍ରକ୍ଷାଳନସ୍ୟ ପ୍ରଥା ଅଦ୍ୟାପି ପ୍ରଚଳତି । ଏକଦା ମନୁ ତଥ୍ୟ ମୁଖପ୍ରକ୍ଷାଳନାର୍ଥୀ ଜଳମ୍ ଆନୀତମ୍ । ସ ମୁଖ୍ୟ କରୌ ଚ ଯଦା ପ୍ରକ୍ଷାଳୟତି ତଦା ଏକଃ ମତ୍ସ୍ୟ ତସ୍ୟ ପାଣିତଳମ୍ ଆଗତଃ ।

2. महर्षिमनुः कथं मत्स्यं प्राप्तवान् ?
अथवा, मनुमत्स्ययो मिलनं कथं सजात: ?
Answer:
ପ୍ରାଚୀନକାଳେ ମନୁଃ ନାମ କଶ୍ଚିତ୍ ମହର୍ଷିଃ ସ୍ବସ୍ୟ ଆଶ୍ରମେ ନିବାସଂ କୃତବାନ୍ । ପ୍ରତ୍ୟହଂ ସ ଶଯ୍ୟାତ୍ୟାଗାତ୍ ଅନନ୍ତରଂ ମୁଖ୍ୟ ପ୍ରକ୍ଷାଳୟତି ସ୍କ । ମୁଖପ୍ରକ୍ଷାଳନବିଧଃ ପ୍ରଭାତକାଳେ ଅଦ୍ୟାପି ପ୍ରଚଳିତଃ ଭବତି । ଏକଦା ଏକସ୍ମିନ୍ ପ୍ରଭାତେ ମହର୍ଷି ଯଦା ସ୍ୱମୁଖପ୍ରକ୍ଷାଳନାର୍ଥୀ ଜଳମ୍ ଆନୀତିବାନ୍ ତଦା ଏକଃ ମତ୍ସ୍ୟ ତସ୍ୟ ପାଣିତଳମ୍ ଆଗତଃ । ଅନେନ ପ୍ରକାରେଣ ମହର୍ଷିମନଃ ମତ୍ସ୍ୟ ପ୍ରାପ୍ତବାନ୍ । ମନୁମତ୍ସ୍ୟୟୋ ମିଳନଂ ସଂଜାତଃ ।

3. मत्स्यः मनुं कस्मिन् समये रक्षिष्यति इति अकथयत् ?
अथवा, महर्षिमनोः रक्षार्थं मत्स्यः किम् अकथयत् ?
Answer:
ଯଦା ମତ୍ସ୍ୟ ମହର୍ଷେ ପାଣିତଳମ୍ ଆଗତଃ ତଦା ସ୍ୱଜୀବନରକ୍ଷାର୍ଥୀ ମହର୍ଷିମନ୍ୟୁ କଥ୍ବାନ୍ – ହେ ମହର୍ଷି ! ମମ ରକ୍ଷାଂ କୁରୁ, କାଳେ ଆଗତେ ଅହଂ ତବ ରକ୍ଷାଂ କରିଷ୍ୟାମି । ସମୟକ୍ରମେ ଏକଦା ମହଦ୍ ଜଳପ୍ଲାବନଂ ଭବିଷ୍ୟତି । ଏତେନ ସର୍ବେ ଜୀବାଃ ପ୍ଳାବିତଃ ଭବିଷ୍ୟନ୍ତ । ଜଳମଧେ ଲୀନାଃ ଚ ଭବିଷ୍ୟନ୍ତ । ତସ୍ମିନ୍ନେବ କାଳେ ମତ୍ସ୍ୟ ତତ୍ର ଆଗତ୍ୟ ମହର୍ଷିମନଂ ରକ୍ଷାଂ କରିଷ୍ଯତି ।

4. कस्मिन्काले आत्मनः समुद्रे स्थापनार्थं मत्स्यः मनुम् उक्तवान् ?
Answer:
ମତ୍ସ୍ୟ ସ୍ବାସ୍ୟ ରକ୍ଷଣ ବିଷୟ ମନ୍ୟୁ କଥୟତି । ନଂ ମାଂ ଘଟେ ସ୍ଥାପୟ । ଯଦା ମମ କଳେବରଃ ବର୍ଧତେ ତଦା ମାଂ ଜଳାଶୟେ ସୁରକ୍ଷିତଂ ସ୍ଥାପୟ । ମମ କଳେବରବୃଦ୍ଧିହେତୋ ଯଦା ଜଳାଶୟଃ କ୍ଷୁଦ୍ରା ଭବିଷ୍ୟତି, ତଦା ମାଂ ସମୁଦ୍ରେ ପ୍ରବେଶୟ । ତଦା କୋଽପି ମମ ବିନାଶଂ କତାଂ ନ ସମର୍ଥୀ ଭବିଷ୍ୟଣି ।

5. मत्स्यः कदा मनोः रक्षां करिष्यति इति प्रतिश्रुतिम् अददात् ?
Answer:
ମତ୍ସ୍ୟ ପ୍ରତ୍ଯୁପକାରାର୍ଥୀ ମନବେ ନ୍ୟବେଦୟତ୍ । କାଳାନ୍ତରେ ମହଜଳପ୍ଲାବନଂ ଅଥବା ମହାପ୍ରଳୟ ଭବିଷ୍ୟତି । ମଦ୍‌ବଚନମ୍ ଅନୁସୃତ୍ୟ ପୂର୍ବମ୍ ଏକାଂ ତରୀ ପ୍ରସ୍ତୁତାଂ କୁରୁ । ମହାପ୍ରଳୟେ ବଂ ତରୀମଧେ ସ୍ଥାସ୍ୟସି । ଅହଂ ପ୍ରଳୟକାଳେ ସମାଗତ୍ୟ ତବ ରକ୍ଷାଂ କରିଷ୍ୟାମି ଇତି ପ୍ରତିଶ୍ରୁତିମ୍ ମତ୍ସ୍ୟ ଅଦଦାତ୍ ।

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

6. मनुः केन रूपेण उत्तराचलं प्रति नीत: ?.
Answer:
ମନୁଃ ମତ୍ସ୍ୟସ୍ୟ ବଚନମ୍ ଅନୁସୃତ୍ୟ ତସ୍ୟ ପାଳନଂ କୃତବାନ୍ । ଯଥାକାଳଂ ତଂ ସମୁଦ୍ର ପ୍ରାବେଶୟତ୍ । ମତ୍ସ୍ୟସ୍ୟ ଉପଦେଶଂ ଶିରସି କୃତ୍ୱା ଡଃ ତରୀ ନିରାମାତ୍ । ମହାପ୍ରଳୟ ଯଦା ଦୃଷ୍ଟୀ ମନୁଃ ତରୀମଧ୍ଯ ପ୍ରାବିଶତ୍ । ଝଷ ସ୍ବବଚନୀନୁସାରଂ ତତ୍ର ସମାଗତଃ ତରୀରଜଂ ସ୍ଵଶୃଙ୍ଗେ ବନ୍ଧା ତରୀମ୍ ଉତ୍ତରାଚଳ ପ୍ରତି ନୀତବାନ୍ ।

7. झष: उत्तराचले उपास्थितं मनुं किम् अवदत् ?
Answer:
ଝଷ ଉତ୍ତରାଂଚଳେ ଉପସ୍ଥିତଂ ମନୁମ୍ ଅବଦତ୍ ଯତ୍ – ସମ୍ପ୍ରତି ବଂ ସୁରକ୍ଷିତଃ । ତରୀ ବୃକ୍ଷେ ରଜ୍ଜା ବନ୍ଧା ତୁଙ୍ଗ ପ୍ରଦେଶଂ ଗଚ୍ଛ । ତତ୍ର ପର୍ବତସ୍ୟ ଉପରି ସାବଧାନଂ ତିଷ୍ଠ । ଯଦା ଜଳମ୍ ଅବତରତି ତଦା ତ୍ୱମ୍ ଅପି ଶନିଃ ନୀଚଂ ପ୍ରଦେଶମ୍ ଅବତର ।

8. झषेण सह मनुष्यस्य सम्बन्धः कीदृशः भवति ?
Answer:
ପ୍ରଜାପତଃ ମନୋ ଝଷେଣ ସହ ଅୟଂ ଯଃ ଭାବଗତଃ ସମ୍ବନ୍ଧ ଡଃ ବିଜ୍ଞାନସମ୍ମତଃ ଚ । ମନୁଷ୍ୟ ସ୍ତନ୍ୟପାୟୀ । ତାଦୃଶଃ ଶୃଙ୍ଗୀ ଝତଃ ଅପି ସ୍ତନ୍ୟପାୟୀ । ମନୁଷ୍ୟସ୍ୟ ସ ଉପକାରୀ । ଅଦ୍ୟାପି ସମୁଦ୍ରେ ଦିଗଭ୍ରଷ୍ଟସ୍ୟ ମାନବସ୍ୟ ସ ମାର୍ଗଦର୍ଶକଃ ଭବତି । ଏବଂ ମହାପ୍ରଳୟ ମତ୍ସ୍ୟ ପ୍ରଜାପତଂ ମନଂ ରକ୍ଷୟାମାସ । ବସ୍ତୁତଃ ମାନବଜାତଂ ଚ ରକ୍ଷାୟମାସ ।

GROUP – C

(घ) प्रायश: चत्वारिंशतापदैः अथवा अष्टाभिः वाक्यैः उत्तरं लिखत –

1. मत्सय: स्वस्य रक्षणं तथा पालनेपायं महर्षिमनुं केन प्रकारेण वर्णितम् ।
Answer:
ମତ୍ସ୍ୟଃ ସ୍ଵଜୀବନରକ୍ଷାର୍ଥୀ ଯଦା ମହର୍ଷିମନ୍ୟୁ କଥୟତି ତଦା ମନୁଃ କଥୟତି – କେନ ଉପାୟେନ ଅହଂ ତାଂ ପାଳୟିଷ୍ୟାମି ? ମତ୍ସ୍ୟ କଥୟତି – ଯଦା ବୟଂ ଲଘନଃ କ୍ଷୁଦ୍ରା ବା ତଦା ଅସ୍ମାକଂ ବିପରଃ । ପ୍ରତିକ୍ଷଣଂ ଜୀବନନାଶସ୍ୟ ଆଶଙ୍କା ଭବତି । ଯତୋ ହି ବୃହନ୍ ମତ୍ସ୍ୟଃ ଲଘୁ ମତ୍ସ୍ୟଃ ଗିଳତି । ଅତଃ ହେ ମହର୍ଷି ! ତଂ ମାଂ ଘଟେ ସ୍ଥାପୟ । ଯଦା ମମ ଶରୀରଂ ବର୍ଧତେ ତଦା ମାଂ ଜଳାଶୟେ ସୁରକ୍ଷିତଂ ସ୍ଥାପୟ । ପୁନଶ୍ଚ ମମ ଶରୀରସ୍ୟ ବୃଦ୍ଧିହେତୋ ଯଦା ଜଳାଶୟଃ କ୍ଷୁଦ୍ର ଭବିଷ୍ୟତି, ତଦା ମାଂ ସମୁଦ୍ରେ ପ୍ରବେଶୟ । ତସ୍ମିନ୍ନେବ କାଳେ କୋଽପି ମମ ବିନାଶଂ କପୁଂ ନ ସମର୍ଥ ଭବିଷ୍ୟତି । ଅନେନ ପ୍ରକାରେଣ ପାଳୟିତଂ ମତ୍ସ୍ୟଃ ମନୁ କଥୟତି ।

2. महर्षिमनुः कथं मत्स्यस्य वचनं पालयामास ।
अथवा, झष: प्रत्युपकारर्थं मनवे किं न्यवेदयत् ?
Answer:
ମତ୍ସ୍ୟସ୍ୟ ବଚନାନୁସାରଂ ମନୁଃ ଆଦୌ ତଂ ମତ୍ସ୍ୟ ଘଟେ ଅସ୍ଥାପୟତ୍ । ଯଦା ଶରୀରଂ ବୃଦ୍ଧି ସଂଜାତଃ ତଦା ଜଳାଶୟେ ସ୍ଥାପିତବାନ୍ । ପୁନଶ୍ଚ ମତ୍ସ୍ୟସ୍ୟ ଆକାରଃ ବର୍ଧତେ ସତି ଯଦା ଡଃ ଝଷ (ବୃହନ୍ ମତ୍ସ୍ୟ) ସଂଜାତଃ ତଦା ସମୁଦ୍ରେ ପ୍ରାବେଶୟତ୍ । ପ୍ରଳୟାତ୍ ରକ୍ଷାର୍ଥୀ ମତ୍ସ୍ୟ ମନୁମ୍ ଏକାଂ ତରୀ ନିର୍ମାଣାର୍ଥମ୍ ଅକଥୟତ୍ । ମନୁଃ ମତ୍ସ୍ୟସ୍ୟ ବଚନମ୍ ଅନୁସୃତ୍ୟ ତସ୍ୟ ପାଳନଂ କୃତବାନ୍ । ମତ୍ସ୍ୟସ୍ୟ ଉପଦେଶଂ ପାଳୟିତ୍ୱ ମନୁଃ ଏକାଂ ତରାଂ ନିର୍ମିତବାନ୍ । ମହାପ୍ରଳୟକାଳେ ତରୀମଧ୍ଯ ମନୁଃ ପ୍ରାବିଶତ୍ । ଅନେନ ପ୍ରକାରେଣ ମହର୍ଷିମନୁଃ ମତ୍ସ୍ୟସ୍ୟ ବଚନଂ ପାଳୟାମାସ ।

3. प्रलयकाले मत्स्यः महर्षिमनुं कथं रक्षितवान् ?
अथवा, कथं मनुः एक एव सुरक्षितः जीवितश्च आसीत् ?
Answer:
ମତ୍ସ୍ୟସ୍ୟ ବଚନାନୁସାରଂ ମହର୍ଷିମନୁଃ ଏକାଂ ତରାଂ ନିର୍ମିତବାନ୍ । ଯଦା ମହାପ୍ରଳୟ ଦୃଷ୍ଟୀ ତଦା ମନୁଃ ତରୀମଧ୍ଯ ପ୍ରାବିଶତ୍ । ସ ମତ୍ସ୍ୟ ଅପି ସ୍ଵବଚନାନୁସାରଂ ତତ୍ର ସମାଗତଃ । ତରୀରଙ୍କୁ ସ୍ଵଶୃଙ୍ଗେ ବନ୍ଧା ତରୀମ୍ ଉତ୍ତରାଚଳ ପ୍ରତି ନୀତବାନ୍ । ତତ୍ର ସୁରକ୍ଷିତଃ ସ୍ଥାନେ ତରୀ ସ୍ଥାପୟିତ୍ବା ମନ୍ୟୁ କଥ୍ବାନ୍ ଯତ୍ ହେ ମହର୍ଷି ! ସଂପ୍ରତି ତଂ ସୁରକ୍ଷିତଃ ! ତରୀ ବୃକ୍ଷେ ରଢା଼ ବନ୍ଧା ତୁଙ୍ଗପ୍ରଦେଶଂ ଗଚ୍ଛ । ତତ୍ର ପର୍ବତସ୍ୟ ଉପରି ସାବଧାନଂ ତିଷ୍ଠ । ଯଦା ଜଳମ୍ ଅବତରତି ତଦା ତୁମ୍ ଅପି ଶନିଃ ନୀଚଂ ପ୍ରଦେଶମ୍ ଅବତର । ମତ୍ସ୍ୟସ୍ୟ ବଚନଂ ମନୁଃ ପାଳୟାମାସ । ପ୍ରଳୟେଽସ୍ମିନ୍ ସର୍ବେ ପ୍ରାଣିନଃ ମହତା ଜଳପ୍ଲାବନେନ ପ୍ରବାହିତା ନାଶିତଃ ଚ ପରନ୍ତୁ ଏକ ମନୁଃ ସୁରକ୍ଷିତଃ ଜୀବିତଶ୍ଚ ଆସୀତ୍ । ଅନେନ ପ୍ରକାରେଣ ମତ୍ସ୍ୟ ପ୍ରଳୟକାଳେ ମହର୍ଷିମନ୍ୟୁ ରକ୍ଷିତବାନ୍ ।

4. मनोरवसर्पणं कदा कुत्र च अभवत् ?
Answer:
ପ୍ରଳୟକାଳେ ଝଷ ସ୍ଵଶୃଙ୍ଗେ ତରୀରଜ୍ଜୁ ବନ୍ଧା ତରୀମ୍ ଉତ୍ତରାଚଳ ପ୍ରତି ନୀତବାନ୍ । ତତ୍ର ସୁରକ୍ଷିତସ୍ଥାନେ ତରୀ ସ୍ଥାପୟିତ୍ଵା ଝଷ ମନୁମ୍ ଆହ-ସଂପ୍ରତି ଜଂ ସୁରକ୍ଷିତଃ । ତରୀ ବୃକ୍ଷେ ରଜ୍ଜୁ ବନ୍ଧା ତୁଙ୍ଗପ୍ରଦେଶଂ ଗଚ୍ଛ । ତତ୍ର ପର୍ବତସ୍ୟ ଉପରି ସାବଧାନଂ ତିଷ୍ଟ । ଯଦୀ ଜଳମ୍ ଅବତରତି ତଦା ତ୍ୱମ୍ ଅପି ନିଃଶ ନୀଚଂ ପ୍ରଦେଶମ୍ ଅବତର । ମନୁଃ ଯଥାକାଳଂ ଅବତୀର୍ଯ୍ୟ ଭୂମିଂ ସୃଷ୍ଟବାନ୍ । ସର୍ବେ ପ୍ରାଣିନଃ ମହତା ଜଳପ୍ଲାବନେନ ପ୍ରବାହିତା ନାଶିତାଂ ଚ । ଏକଃ ମନୁଃ ସୁରକ୍ଷିତଃ ଜୀବିତଶ୍ଚ ଆସୀତ୍ ।

5. मनुः केन रूपेण मानवजातिं रक्षयामास ?
अथवा, मनुमत्स्ययोः मध्ये भावगतसम्वन्धं वर्णयत ।
Answer:
ମହର୍ଷିମନୁ ମତ୍ସ୍ୟସ୍ୟ ଜୀବନରକ୍ଷା କରୋତି ପୁନରପି ମତ୍ସ୍ୟ ମନୋ ଜୀବନଂ ରକ୍ଷତି । ଅତଃ ପ୍ରଜାପତଃ ମନୋ ଝଷେଣ (ବୃହତ୍ତମତ୍ସ୍ୟନ) ସହ ଯଦେବ ଭାବଗତଃ ସମ୍ବନ୍ଧ ସ ବିଜ୍ଞାନସମ୍ମତଃ । ମନୁଷ୍ୟ ସ୍ତନ୍ୟପାୟୀ, ତାଦୃଶୀ ଶୃଙ୍ଗୀ ଝଷ ଅପି ସ୍ତନ୍ୟପାୟୀ । ମନୁଷ୍ୟସ୍ୟ ସ ପରମୋପକାରୀ । ଅଦ୍ୟାପି ସମୁଦ୍ରେ ଦିଗ୍‌ଭ୍ରଷ୍ଟସ୍ୟ ମାନବସ୍ୟ ସ ମାର୍ଗଦର୍ଶକଃ ଭବତି । ଏବଂ ମହାପ୍ରଳୟେ ମତ୍ସ୍ୟ ପ୍ରଜାପତଂ ମନଂ ରକ୍ଷୟାମାସ । ବସ୍ତୁତଃ ମାନବଜାତଂ ଚ ରକ୍ଷୟାମାସ । ମନୁମତ୍ସ୍ୟ ଅୟଂ ଭାବଗତଃ ସମ୍ବନ୍ଧ ଅତୀବ ଗୃହଣୀୟଂ ଗ୍ରହଣୀୟଂ ଚ ଭବତି ।

(ङ) उत्कलभाषया अनुवादं कुरुत

1. पुरा स्वस्य आश्रमे मनुः आसीत् ।
Answer:
ମନୁ ପୂର୍ବେ ନିଜ ଆଶ୍ରମରେ ରହୁଥିଲେ ।

2. एकदा तस्य मुखप्रक्षालनार्थं जलम् आनीतम् ।
Answer:
ଥରେ ସେ ମୁହଁ ଧୋଇବାପାଇଁ ପାଣି ଆଣିଲେ ।

3. तेन सर्वे जीवाः प्लाविताः भविष्यन्ति ।
Answer:
ସେଥିରେ ସବୁଜୀବ ଭାସିଯିବେ ।

4. तस्मिन् काले अहं तव रक्षां करिष्यामि ।
Answer:
ସେହି ସମୟରେ ମୁଁ ତୁମକୁ ରକ୍ଷା କରିବି ।

5. यदा वयं लघवः तदा अस्माकं विपत्तिः ।
Answer:
ଯେବେ ଆମେମାନେ ଛୋଟ ଥାଉ ତେବେ ଆମର ବିପଦ ।

6. बृहन् मत्स्य: लघुं मत्स्यं गिलति ।
Answer:
ବଡ଼ ମାଛ ଛୋଟ ମାଛକୁ ଗିଳିଦିଏ ।

7. त्वं मां घटे स्थापय ।
Answer:
ତୁମେ ମୋତେ ମାଠିଆ ଭିତରେ ରଖ ।

8. तदा कोऽपि मम विनाशं कर्तुं न समर्थः ।
Answer:
ସେତେବେଳେ କେହି ମର୍ଣ ମୋତେ ମାରିବାକୁ ସମର୍ଥ ହେବେନି ।

9. स झष: संजात: ।
Answer:
ସେ ବଡ଼ମାଛ ହୋଇଗଲା ।

10. समुद्रं प्रति तस्य गमनवेला सन्निहिता ।
Answer:
ସମୁଦ୍ରକୁ ଯିବାପାଇଁ ତା’ର ସମୟ ହୋଇଗଲା ।

11. कालान्तरें महद् जलप्लावनं भविष्यति ।
Answer:
କିଛି ସମୟପରେ ମହାପ୍ରଳୟ ହେବ ।

12. महाप्रलये त्वं तरीमध्ये स्थास्यसि ।
Answer:
ମହାପ୍ରଳୟ ସମୟରେ ତୁମେ ଡଙ୍ଗା ମଧ୍ଯରେ ଥ‌ିବ ।

13. झषः स्ववचनानुसारं तत्र समागतः ।
Answer:
ସେହି ମାଛଟି ନିଜ କଥାନୁସାରେ ସେଠାକୁ ଆସିଲା ।

14. तरीं वृक्षे रज्वा बद्ध्वा तुङ्गप्रदेशं गच्छ ।
Answer:
ଡଙ୍ଗାଟିକୁ ଦଉଡ଼ିଦ୍ୱାରା ଗଛରେ ବାନ୍ଧିଦେଇ (ତୁମେ) ଉଚ୍ଚସ୍ଥାନକୁ ଚାଲିଯାଅ ।

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

15. तत्र पर्वतस्य उपरि सावधानं तिष्ठ ।
Answer:
ସେଠି ପର୍ବତ ଉପରେ ସାବଧାନରେ ରୁହ ।

16. एक: मनु: सुरक्षित: जीवितश्च आसीत् ।
Answer:
ଏକମାତ୍ର ମନୁ ସୁରକ୍ଷିତ ଓ ଜୀବିତ ଥିଲେ ।

17. तादृशः शृड्नी झष: अपि स्तन्यपायी ।
Answer:
ସେହିଭଳି ଶିଙ୍ଗ ଥ‌ିବା ବଡ଼ମାଛ (ତିମି) ମଧ୍ୟ ସ୍ତନ୍ୟପାୟୀ ।

18. मनुष्यस्य स उपकारी ।
Answer:
ମଣିଷର ସେ ଉପକାରୀ ।

19. एवं महाप्रलये मत्स्य: प्रजापतिं मनुं रक्षयामास ।
Answer:
ଏହିଭଳି ଭାବରେ ମହାପ୍ରଳୟରେ ମାଛଟି ପ୍ରଜାପତି ମନୁଙ୍କୁ ରକ୍ଷାକରିଥିଲା ।

20. वस्तुतः मानवजातिं च रक्षयामास ।
Answer:
ବାସ୍ତବରେ ସେ ମାନବଜାତିକୁ ମଧ୍ୟ ରକ୍ଷା କରିଥିଲା ।

ଲେଖକ ପରିଚୟ:

ବୈଦିକ ସାହିତ୍ୟ ଅତୀବ ପ୍ରାଚୀନ ସାହିତ୍ୟ । ଏଥରେ ବିବିଧ ଦେବତାମାନଙ୍କର ସ୍ତୁତି ବିଦ୍ୟମାନ । ବେଦ ଅପୌରୁଷେୟ ହେଲେ ପ୍ରାଚୀନ ଋଷିମାନେ ଥିଲେ ମନ୍ତ୍ରଦ୍ରଷ୍ଟା ।‘ଋଷୟଃ ମନ୍ତ୍ରସ୍ରଷ୍ଟାରଃ ।’ ବେଦର ବ୍ୟାଖ୍ୟାନ ଗ୍ରନ୍ଥ ହେଉଛି ବ୍ରାହ୍ମଣ ସାହିତ୍ୟ ।

ବିଷୟ ପ୍ରବେଶ:

ବ୍ରାହ୍ମଣ ଗ୍ରନ୍ଥଗୁଡ଼ିକ ମଧ୍ୟରେ ସବୁଠାରୁ ବୃହତ୍ତମ ଏବଂ ମହତ୍ତ୍ଵପୂର୍ଣ୍ଣ ବ୍ରାହ୍ମଣ ହେଉଛି ଶତପଥ ବ୍ରାହ୍ମଣ । ଏହା ଶୁକ୍ଳଯଜୁର୍ବେଦର ବ୍ରାହ୍ମଣ । ଶୁକ୍ଳଯଜୁର୍ବେଦର ଉଭୟ ମାଧ୍ୟନ୍ଦିନ ଓ କାଣ୍ଵଶାଖାରେ ଉକ୍ତ ବ୍ରାହ୍ମଣ ଗ୍ରନ୍ଥ ଉପଲବ୍ଧ ହୋଇଥାଏ । ଉକ୍ତ ବ୍ରାହ୍ମଣ ଗ୍ରନ୍ଥରେ ଦର୍ଶ, ପୌର୍ଣ୍ଣମାସ, ଆଧାନ, ଅଗ୍ନିହୋତ୍ର, ସୋମଯାଗ, ଉଷାସମ୍ଭରଣ, ବିଷ୍ଣୁକ୍ରମ, ବଳୀବାହନକ୍ରମ, ଅଗ୍ନିଚୟନ, ଶତରୁଦ୍ରୀୟ ହୋମ ପ୍ରଭୃତି ବିଷୟ ବିଶଦଭାବରେ ଆଲୋଚିତ ହେବା ସଙ୍ଗେ ସଙ୍ଗେ ଯଜ୍ଞକାର୍ଯ୍ୟର ଆଭିମୁଖ୍ୟ ମହତ୍ତ୍ବ ବର୍ଣିତ ହୋଇଥିବାରୁ ଉକ୍ତ ଶତପଥ ବ୍ରାହ୍ମଣର ଯଥେଷ୍ଟ ମହତ୍ତ୍ବ ରହିଛି । ଏହି ବ୍ରାହ୍ମଣରେ ବିବିଧ ଉପାଖ୍ୟାନର ବର୍ଣ୍ଣନା ମିଳେ । ତନ୍ମଧ୍ୟରୁ ‘ମନୁମସ୍ୟାଖ୍ୟାନମ୍’ ଅନ୍ୟତମ । ଏଥିରେ ମହାପ୍ରଳୟକାଳରେ ମତ୍ସ୍ୟ ପ୍ରଜାପତି ମନୁଙ୍କୁ ତଥା ମାନବଜାତିକୁ କିପରି ରକ୍ଷା କରିଥିଲେ ତାହା ବର୍ଣ୍ଣିତ ହୋଇଛି ।

ସାରକଥା:

ପୂର୍ବେ ସ୍ବକୀୟ ଆଶ୍ରମରେ ମହର୍ଷି ମନୁ ରହିଥିଲେ । ପ୍ରତିଦିନ ପ୍ରଭାତରେ ଶଯ୍ୟାତ୍ୟାଗ କରିବା ପରେ ସେ ମୁଖ ପ୍ରକ୍ଷାଳନ କରୁଥିଲେ । ଏ ପ୍ରଥା ଏବେ ବି ପ୍ରଚଳିତ । ଥରେ ସେ ମୁଖ ପ୍ରକ୍ଷାଳନ ନିମନ୍ତେ ଜଳ ଆଣିଲେ । ସେଥରେ ସେ ମୁହଁ ହାତ ଧୋଇଲେ । ଏହି ସମୟରେ ଏକ ମାଛ ତାଙ୍କ ହାତକୁ ଆସିଲା । ମାଛଟି ମହର୍ଷି ମନୁଙ୍କୁ କହିଲା – ‘ମୋର ରକ୍ଷା କର, ସମୟ ଆସିଲେ ମୁଁ ତୁମର ରକ୍ଷା କରିବି ।’’ ମହର୍ଷି ମନୁ ପଚାରିଲେ- ‘କିପରି ଭାବେ ତୁମେ ମୋର ରକ୍ଷା କରିବ?’’ ମାଛଟି କହିଲା – ‘ସମୟକ୍ରମେ ଏକଦା ଅତୀବ ଜଳପ୍ଲାବନ ହେବ । ସେଥ‌ିରେ ସମସ୍ତ ଜୀବ ଭାସିଯାଇ ବୁଡ଼ିଯିବେ । ସେ ସମୟରେ ମୁଁ ତମକୁ ରକ୍ଷା କରିବି ।’’ ତା’ପରେ ମହର୍ଷି ମନୁ କହିଲେ- ‘କି ଉପାୟରେ ମୁଁ ତୁମକୁ ପାଳନ କରିବି ?’’ ମାଛ କହିଲା- “ଯେତେବେଳେ ଆମେ ଛୋଟ ସେତେବେଳେ ଆମର ବିପଦ । ପ୍ରତିମୁହୂର୍ତ୍ତରେ ଜୀବନନାଶର ଆଶଙ୍କା – କାରଣ ବଡ଼ମାଛ ଛୋଟମାଛକୁ ଗିଳିଦିଏ । ଏଣୁ ତୁମେ ମୋତେ ମାଠିଆରେ ରଖ । ଯେତେବେଳେ ମୋର ଶରୀର ବୃଦ୍ଧିପାଇବ ସେତେବେଳେ ମୋତେ ଜଳାଶୟରେ ସୁରକ୍ଷିତ ଭାବେ ରଖୁବ । ପୁଣି ମୋର ଶରୀର ବୃଦ୍ଧିହେଲେ ସେଠୁ ନେଇ ସମୁଦ୍ରରେ ରଖୁବ । ସେତେବେଳେ ମୋତେ ଆଉ କେହି ମାରିବାକୁ ସମର୍ଥ ହେବେ ନାହିଁ ।’’

ଏହିପରି କିଛିଦିନ ଅତିବାହିତ ହେଲା । ସେ ମାଛର ଆକାର କ୍ରମଶଃ ବଢ଼ିବାକୁ ଲାଗିଲା । ସେ କ୍ଷୁଦ୍ର ମଧ୍ୟରୁ ବୃହତ୍ ଝଷ ରୂପ ଧାରଣ କଲା । ସମୁଦ୍ରକୁ ଯିବାର ବେଳ ଉପସ୍ଥିତ ହେଲା । ସେ ମାଛ କୃତ୍ୟକୃତ୍ୟ ହୋଇ ମହର୍ଷି ମନୁଙ୍କର ଉପକାରକୁ ଭୁଲିଲା ନାହିଁ । ଯଥାବସରରେ ମନୁଙ୍କର ପ୍ରତ୍ୟୁପକାର ନିମନ୍ତେ ନିବେଦନ କଲା- ‘ସମୟାନ୍ତରରେ ମହତ୍ ଜଳପନ ହେବ । ମୋ କଥା ଅନୁସରଣ କରି ପୂର୍ବରୁ ଏକ ନୌକା ପ୍ରସ୍ତୁତ କର । ମହାପ୍ରଳୟବେଳେ ଏହି ନୌକା ମଧ୍ୟରେ ହିଁ ରହିବ । ମୁଁ ପ୍ରଳୟକାଳରେ ଆସି ତୁମର ରକ୍ଷା କରିବି ।’’ ମହର୍ଷି ମନୁ ମତ୍ସ୍ୟବଚନକୁ ପାଳନ କରି ଯଥା ସମୟରେ ତାକୁ ସମୁଦ୍ରରେ ପ୍ରବେଶ କରାଇଲେ ।

ମାଛର ଉପଦେଶକୁ ଗୁପ୍ତରେ ରଖ୍ ସେ ନୌକା ନିର୍ମାଣ କଲେ । ମହାପ୍ରଳୟ ଯେତେବେଳେ ଦେଖାଦେଲା ମହର୍ଷି ମନୁ ସେ ନୌକା ମଧ୍ୟରେ ପ୍ରବେଶ କଲେ । ସେ ଝଷ ସ୍ବବଚନାନୁସାରେ ସେଠାରେ ଉପସ୍ଥିତ ହେଲା । ନୌକାର ଦଉଡ଼ିକୁ ସ୍ୱଶିଙ୍ଗରେ ବାନ୍ଧି ନୌକାଟିକୁ ଉତ୍ତରାଚଳ ଆଡ଼କୁ ନେଇଗଲା । ସେହି ସୁରକ୍ଷିତ ସ୍ଥାନରେ ନୌକାକୁ ରଖ୍ ମହର୍ଷି ମନୁଙ୍କୁ ସେ ଝଷଟି କହିଲା – ‘‘ତୁମେ ବର୍ତ୍ତମାନ ସୁରକ୍ଷିତ । ନୌକାଟିକୁ ଗଛରେ ରଜ୍ଜୁଦ୍ୱାରା ବାନ୍ଧି ଶିଖର ପ୍ରଦେଶକୁ ଯାଅ । ସେଠାରେ ପର୍ବତ ଉପରେ ସାବଧାନ ସହକାରେ ରୁହ । ଯେତେବେଳେ ଜଳ ଅବତରଣ କରିବ ତୁମେ ମଧ୍ଯ ଧୀରେ ଧୀରେ ତଳକୁ ଓହ୍ଲାଇବ ।’’ ମହର୍ଷି ମନୁ ତା’ର ବଚନକୁ ପାଳନ କଲେ । ଯଥା ସମୟରେ ସେ ଓହ୍ଲାଇ ଭୂମିରେ ପହଞ୍ଚିଲେ । ସମସ୍ତ ପ୍ରାଣୀ ଜଳପ୍ଲାବନରେ ଭାସିଯାଇ ନଷ୍ଟ ହୋଇଥିଲେ । ଏକମାତ୍ର ମନୁ ହିଁ ସୁରକ୍ଷିତ ଓ ଜୀବିତ ଥିଲେ । ଉତ୍ତରମେରୁର ସେହି ସ୍ଥାନଟି ମନୁଙ୍କର ଅବସର୍ପଣ ନାମରେ ଇତିହାସରେ ପ୍ରସିଦ୍ଧି ରହିଛି ।

ପ୍ରଜାପତି ମନୁଙ୍କର ଏହି ଝଷ ସହ ଭାବଗତ ସମ୍ବନ୍ଧ ଏକାନ୍ତ ବିଜ୍ଞାନସମ୍ମତ । ମନୁଷ୍ୟ ସ୍ତନ୍ୟପାୟୀ ଓ ଝଷ ମଧ୍ୟ ସ୍ତନ୍ୟପାୟୀ । ସେ ମନୁଷ୍ୟର ସଦା ପରମୋପକାରୀ । ଆଜି ମଧ୍ୟ ସେ ସମୁଦ୍ରରେ ଦିଗଭ୍ରଷ୍ଟ ବଣିକମାନଙ୍କର ମାର୍ଗଦର୍ଶକ ହୋଇଥାଏ । ଏହିପରି ମହାପ୍ରଳୟରେ ମତ୍ସ୍ୟ ପ୍ରଜାପତି ମନୁଙ୍କୁ ରକ୍ଷାକରି ବସ୍ତୁତଃ ମାନବଜାତିର ମଧ୍ୟ ରକ୍ଷା କରିଥିଲା ।

ନୀତିଶିକ୍ଷା – ମନୁଷ୍ୟ ଓ ପ୍ରାଣୀମାନଙ୍କ ମଧ୍ୟରେ ଇତରେତର ସମ୍ବନ୍ଧ ସଦୈବ ପାଳନୀୟ ।

Text – 1.

पुरा स्वस्य आश्रमे ……………….. पालयिष्यामि ?
ଶବ୍ଦାର୍ଥ – ପୁରା = ପୂର୍ବେ । ସ୍ଵସ୍ୟ = ନିଜର । ଆଶ୍ରମେ = ଆଶ୍ରମରେ । ଆସୀତ୍ = ଥିଲା । ପ୍ରତ୍ୟହମ୍ = ପ୍ରତିଦିନ । ପ୍ରକ୍ଷାଳୟତି = ଧୋଉଥିଲେ । ପ୍ରଭାତବେଳାୟାମ୍ = ପ୍ରଭାତବେଳାରେ । ଅଦ୍ୟ = ଆଜି । ପ୍ରଚଳତି = ପ୍ରଚଳିତ ହେଉଛି । ଏକଦା = ଥରେ । ମୁଖପ୍ରକ୍ଷାଳନାର୍ଥମ୍ = ମୁହଁ ଧୋଇବାପାଇଁ । ଆନୀତମ୍ = ଆଣିଲେ I କରମ୍ = ହସ୍ତକୁ । ପାଣିତଳମ୍ ହାତ ମଧ୍ୟକୁ । ଆଗତଃ = ଆସିଲା । ଭକ୍ତବାନ୍ = କହିଲା । ଆଗତେ = ଆସନ୍ତେ । ବିଧାସ୍ୟାମି = ବିଧାନ କରିବି । ଜଳପ୍ଲାବନମ୍ = ଜଳର ପ୍ରବାହ ବା ପ୍ରଳୟ । ପାଳୟିଷ୍ୟାମି = ପାଳନ କରିବି ।

ଅନୁବାଦ – ମନୁ ପୂର୍ବେ ନିଜ ଆଶ୍ରମରେ ଥିଲେ । ପ୍ରତିଦିନ ଶଯ୍ୟାତ୍ୟାଗ ପରେ ସେ ମୁହଁ ଧୋଉଥିଲେ । ପ୍ରଭାତବେଳାରେ ମୁହଁ ଧୋଇବାର ପ୍ରଥା ଆଜି ମଧ୍ୟ ପ୍ରଚଳିତ ହେଉଛି । ଥରେ ତାଙ୍କର ମୁହଁ ଧୋଇବାପାଇଁ ଜଳ ଆଣିଲେ । ସେ ମୁହଁ ଏବଂ ହାତ ଧୋଇଲେ । ସେତେବେଳେ ଏକ ମାଛ ତାଙ୍କର ହାତକୁ ଆସିଲା । ମାଛଟି ମନୁଙ୍କୁ କହିଲା, ‘ମୋର ରକ୍ଷାକର, ସମୟ ଆସିଲେ ମୁଁ ତୁମର ରକ୍ଷା ବିଧାନ କରିବି ।’ ମନୁ ପଚାରିଲେ- ‘କି ପ୍ରକାରେ ତୁମେ ମୋର ରକ୍ଷା କରିବ ?’’ ମାଛ କହିଛି ‘ସମୟକ୍ରମେ ଥରେ ଅତୀବ ଜଳପ୍ଲାବନ (ପ୍ରଳୟ) ହେବ । ତଦ୍ୱାରା ସମସ୍ତ ଜୀବ ପ୍ଲାବିତ ହେବେ । ସେହି ସମୟରେ ମୁଁ ତୁମର ରକ୍ଷା କରିବି ।’’ ମନୁ କହିଲେ- ‘‘କି ଉପାୟରେ ମୁଁ ତୁମକୁ ପାଳନ କରିବି ???

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରତ୍ୟହମ୍ = ପ୍ରତି + ଅହମ୍ । । ଶଯ୍ୟାତ୍ୟାଗାଦନନ୍ତରମ୍ = ଶଯ୍ୟାତ୍ୟାଗାତ୍ + ଅନନ୍ତରମ୍ । ଅଦ୍ୟାପି = ଅଦ୍ୟ + ଅପି ।

ସମାସ – ଶଯ୍ୟାତ୍ୟାଗାତ୍ = ଶଯ୍ୟାୟା ତ୍ୟାଗୀ, ତସ୍ମାତ୍ (ଷଷ୍ଠୀ ତତ୍) । ପ୍ରଭାତବେଳାୟାଂ = ପ୍ରଭାତସ୍ୟ ବେଳା, ତସ୍ୟାମ୍ (୬ଷ୍ଠୀ ତତ୍) । ମୁଖପ୍ରକ୍ଷାଳନସ୍ୟ = ମୁଖସ୍ୟ ପ୍ରକ୍ଷାଳନମ୍, ତସ୍ୟ (୬ଷ୍ଠୀ ତତ୍) । କାଳକ୍ରମେଣ = କାଳସ୍ୟ କ୍ରମ, ତେନ (୬ଷ୍ଠ ତତ୍ତ୍ଵ) । ପାଣିତଳମ୍ = ପାଣ ତଳମ୍ (୬ଷ୍ଠ ତତ୍) । ଜଳପ୍ଲାବନମ୍ = ଜଳସ୍ୟ ପ୍ଲାବନମ୍ (୬ଷ୍ଠ ତତ୍) ।

ସକାରଣବିଭକ୍ତି – ସ୍ବସ୍ୟ = ଶେଷେ ୬ଷ୍ଠୀ । ଆଶ୍ରମେ = ଅଧ୍ଵରଣେ ୭ମୀ । ଶଯ୍ୟାତ୍ୟାଗାତ୍ = ଅନନ୍ତରଂ ଯୋଗେ ୫ମୀ । ମୁଖମ୍ = କର୍ମଣି ୨ୟା । ପ୍ରଭାତବେଳାୟାମ୍ = ଅଧିକରଣେ ୭ମୀ । ମତ୍ସ୍ୟ କଉଁରି ୧ ମା । ମନୁମ୍ = ପ୍ରତି ଯୋଗେ ୨ୟା । କାଳେ, ଆଗତେ = ଭାବେ ୭ମୀ । କେନ, ପ୍ରକାରେଣ = କରଣେ ୩ୟା । ମମ = ସମ୍ବନ୍ଧ ୬ଷ୍ଠୀ । ତେନ = ହେତୋ ୩ୟା । ତସ୍ମିନ୍, କାଳେ = ଅଧୂକରଣେ ୭ମୀ । କେନ, ଉପାୟେନ = କରଣେ ୩ୟା । ତାମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ଆନୀତମ୍ = ଆ + ନୀ + କ୍ତ । ଆଗତଃ = ଆ + ଗମ୍ + କ୍ତ । ଉକ୍ତବାନ୍ : = ବଚ୍ + କ୍ତବନ୍ତୁ । ପ୍ଲାବନଂ = ପ୍ଲବ୍ + ଲୁଟ୍ ।

Text – 2.

मत्स्यः कथयति ……………….. कर्त्तुं न समर्थः ।
ଶବ୍ଦାର୍ଥ – କଥୟତି = କହିଛି । ଲଘବ = ଲଘୁ ବା କ୍ଷୁଦ୍ର । ବିପତିଃ = ବିପଦ । ପ୍ରତିକ୍ଷଣମ୍ = ପ୍ରତିମୁହୂର୍ଭରେ । ବୃହନ୍ = ବଡ଼ । ଗିଳତି = ଗିଳିଦିଏ । ଘଟେ = ମାଠିଆରେ । ସ୍ଥାପୟ = ସ୍ଥାପନ କର/ରଖ । କଳେବର = ଶରୀର । ପ୍ରବେଶୟ : ପ୍ରବେଶ କରାଅ । ତଦା ସେତେବେଳେ । କର୍ତ୍ତୁମ୍ = କରିବାକୁ ।

ଅନୁବାଦ – ମତ୍ସ୍ୟ କହିଛି – ‘‘ଯେତେବେଳେ ଆମେ କ୍ଷୁଦ୍ର ସେତେବେଳେ ଆମର ବିପଦ । ପ୍ରତିମୁହୂର୍ତ୍ତରେ ଜୀବନନାଶର ଭୟ । ବଡ଼ମାଛ ଛୋଟମାଛକୁ ଗିଳିପକାଏ । ତୁମେ ମୋତେ ମାଠିଆରେ ରଖ । ଯେବେ ମୋର ଶରୀର ବଢ଼ିବ ତେବେ ମୋତେ ଜଳାଶୟରେ ସୁରକ୍ଷିତ କରି ରଖୁବ । ମୋର ଶରୀର ବୃଦ୍ଧି ହେତୁ ଯେତେବେଳେ ଜଳାଶୟ ଛୋଟ ହୋଇଯିବ, ସେତେବେଳେ ମୋତେ ସମୁଦ୍ରରେ ପ୍ରବେଶ କରାଇବ । ସେତେବେଳେ କେହିହେଲେ ମୋତେ ମାରିବାକୁ ସକ୍ଷମ ହେବେ ନାହିଁ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – କୋଽପି = କଃ + ଅପି ।
ସମାସ – ପତ୍ରିକ୍ଷଶାମ୍ = କ୍ଷଣଂ କ୍ଷଣମ୍ (ଅବ୍ୟୟୀଭାବ) । ଜୀବନନାଶସ୍ୟ = ଜୀବନସ୍ୟ ନାଶଂ, ତସ୍ୟ (୬ଷ୍ଠୀ ତତ୍) । କଳେବରବୃଦ୍ଧି = କଳେବରସ୍ୟ ବୃଦ୍ଧି (୬ଷ୍ଠ ତତ୍) ।

ସକାରଣବିଭକ୍ତି – ମତ୍ସ୍ୟମ୍‌ = କର୍ମଣି ୨ୟା । ଘଟେ = ଅଧ୍ଵରଣେ ୭ମୀ । ସମୁଦ୍ର = ଅଧୁକରଣେ ୭ମୀ । ମମ = ସମ୍ବକ୍ଷେ ୬ଷ୍ଠୀ । ଜଳାଶୟ = ଅଧ୍ଵରଣେ ୭ମୀ । ମମ = ସମ୍ବନ୍ଧ ୬ଷ୍ଠୀ । ଜଳାଶୟ = ଅଧ୍ଵରଣେ ୭ମୀ । ସମୁଦ୍ରେ = ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ବିପତ୍ତି = ବି + ପଦ୍ + ସ୍କ୍ରିନ୍ । କର୍ଭୁମ୍ = କୃ + ତୁମୁନ୍ ।

Text – 3

एवं दिवसेषु ……………….. रक्षां करिष्यामि ।
ଶବ୍ଦାର୍ଥ – ଗଳ୍ପସୁ = ଚାଲିଯା’ନ୍ତେ । ଆକାରଃ = ଆକୃତି । ଝଷ = ବଡ଼ମାଛ । ସଂଜାତଃ = ହେଲା । ସନ୍ନିହିତା ଉପସ୍ଥିତ ହେଲା । ପ୍ରାପ୍ତି = ପ୍ରାପ୍ତ ହୁଅନ୍ତେ । ମନବେ = ମନୁଙ୍କୁ । ଜଳପ୍ଲାବନମ୍ = ଜଳକଲ୍ଲୋଳ ବା ତରଙ୍ଗ । ଅନୁସୃତ୍ୟ ଅନୁସରଣ କରି । ତରୀମ୍ = ନୌକାକୁ । ସ୍ଥାସ୍ୟସି = ରହିବ । ସମାଗତ୍ୟ = ଆସି । ତବ = ତୁମକୁ । କରିଷ୍ୟାମି = କରିବି ।

ଅନୁବାଦ – ଏହିପରି କିଛିଦିନ ଅତିବାହିତ ହୁଅନ୍ତେ ସେହି ମାଛର ଆକାର କ୍ରମଶଃ ବଢ଼ିବାକୁ ଲାଗିଲା । ସେ ଝଷ (ବଡ଼ମାଛ) ହୋଇଗଲା । ସମୁଦ୍ର ଆଡ଼କୁ ତା’ର ଯିବାବେଳ ଉପସ୍ଥିତ ହେଲା । ସେ କୃତଜ୍ଞ ମନୁଙ୍କର ଉପକାରକୁ ବିସ୍ମରଣ ହେଲାନାହିଁ । ସମୟ ଉପସ୍ଥିତ ହୁଅନ୍ତେ ସେ ପ୍ରତ୍ଯୁପକାର ନିମନ୍ତେ ମନୁଙ୍କୁ ନିବେଦନ କଲା – ସମୟକ୍ରମେ ବଡ଼ ମହାପ୍ରଳୟ ହେବ । ମୋ କଥାକୁ ଅନୁସରଣ କରି ପୂର୍ବରୁ ଏକ ନୌକା ପ୍ରସ୍ତୁତ କର । ମହାପ୍ରଳୟରେ ତୁମେ ନୌକା ମଧ୍ୟରେ ରହିବ । ମୁଁ ପ୍ରଳୟକାଳରେ ଆସି ତୁମର ରକ୍ଷା କରିବି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରତ୍ଯୁପକାରାର୍ଥମ୍ = ପ୍ରତି + ଉପକାରାର୍ଥମ୍ । ନ୍ୟବେଦୟତ୍ = ନି + ଅବେଦୟତ୍ ।
ସମାସ – ଗମନସ୍ୟ ବେଳା (୬ଷ୍ଠୀ ତତ୍) । ପ୍ରତ୍ୟୁପକାରାର୍ଥମ୍ = ପ୍ରତ୍ୟୁପକାରାୟ ଇଦମ୍ (ନିତ୍ୟ) । କାଳାନ୍ତରେ = ଅନ୍ୟ କାଳ, ତସ୍ମିନ୍‌ (ଅବ୍ୟୟୀଭାବାଃ) । ମହାପ୍ରଳୟ = ମହାନ୍ ପ୍ରଳୟ, ତସ୍ମିନ୍‌ (କର୍ମଧାରୟ) । ପ୍ରଳୟକାଳେ = ପ୍ରଳୟସ୍ୟ କାଳ, ତସ୍ମିନ୍ (୬ଷ୍ଠୀ ତତ୍) ।

ସକାରଣବିଭକ୍ତି – ଦିବସେଷୁ, ଗଚ୍ଛତ୍ସୁ = ଭାବେ ୭ମୀ । ସମୁଦ୍ରମ୍ = ପ୍ରତି ଯୋଗେ ୨ୟା । ମନୋ = ସ୍ମରତି ଯୋଗେ ନିବେଦନାର୍ଥେ ୪ର୍ଥୀ । କାଳାନ୍ତରେ = ଅଧ୍ଵରଣେ ୭ମୀ । ତରୀମ୍ = ୬ଷ୍ଠୀ । ଅବସରେ, ପ୍ରାପ୍ତି = ଭାବେ ୭ମୀ । ମନବେ = ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ବୃଦ୍ଧିମ୍ = ବୃଦ୍ଧ + ସ୍କ୍ରିନ୍ । ପ୍ରାପ୍ତ = ପ୍ର + ଆପ୍ + କ୍ତ । ସଂଜାତଃ = ସମ୍ + ଜନ୍ + କ୍ତ । ଅନୁସୃତ୍ୟ = ଅନୁ + ସୃ + ଲ୍ୟାପ୍ । ସମାଗତ୍ୟ = ସମ୍ + ଆ + ଗମ୍ + ଲ୍ୟୁପ୍ ।

CHSE Odisha Class 11 Sanskrit Solutions Chapter 1 मनुमत्स्याख्यानम्

Text – 4

मनुः मत्स्यस्य वचनम् ……………….. उत्तराचलं प्रति नीतवान् ।
ଶବ୍ଦାର୍ଥ – ଅନୁସୃତ୍ୟ = ଅନୁସରଣ କରି । ଯଥାକାଳମ୍ = ଉଚିତ ସମୟକୁ । ଶିରସି = ମସ୍ତକରେ । ନିର୍‌ମାତ୍ = ନିର୍ମାଣ କଲା । ପ୍ରାବିଶତ୍ = ପ୍ରବେଶ କଲା । ସମାଗତଃ = ଆସିଲା । ସ୍ଵଶୃଙ୍ଗେ = ନିଜ ଶିଙ୍ଗରେ । ବନ୍ଧା = ବାନ୍ଧି ।

ଅନୁବାଦ – ମନୁ ମାଛର କଥାକୁ ଅନୁସରଣ କରି ତା’ର ପାଳନ କଲେ । ଉଚିତ ସମୟରେ ତାକୁ ସମୁଦ୍ରରେ ପ୍ରବେଶ କରାଇଲା । ମାଛର ଉପଦେଶକୁ ମସ୍ତକରେ ଧାରଣ କରି ସେ ନୌକା ନିର୍ମାଣ କଲେ । ମହାପ୍ରଳୟ ଯେତେବେଳେ ଦେଖାଦେଲା ମନୁ ନୌକା ମଧ୍ୟରେ ପ୍ରବେଶ କଲେ । ଝଷ (ବଡ଼ମାଛ) ସୂଚନାନୁସାରେ ସେଠାରେ ଉପସ୍ଥିତ ହେଲ । ନୌକା ଦଉଡ଼ିକୁ ନିଜ ଶିଙ୍ଗରେ ବାନ୍ଧି ନୌକାକୁ ଉତ୍ତରଚଳ ଆଡ଼କୁ ନେଇଗଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରାବେଶୟତ୍ = ପ୍ର + ଅବେଶୟତ୍ । ସ୍ବବଚନାନୁସାରମ୍ = ସ୍ବବଚନ + ଅନୁସାରମ୍ ! ଉତ୍ତରାଚଳମ୍ = ଉତ୍ତର + ଅଚଳମ୍ ।

ସମାସ – ଯଥାକାଳଃ = କାଳମ୍ ଅନତିକ୍ରମ୍ୟ (ଅବ୍ୟୟୀଭାବମ୍) । ମହାପ୍ରଳୟ = ମହାନ୍‌ ପ୍ରଳୟ (କର୍ମଧାରୟଃ ) । ତରୀରଜୁମ୍ = ତର ରଜ୍ଜୁ, ତମ୍ (୬ଷ୍ଠୀ) ।

ସକାରଣବିଭକ୍ତି – ମନୁଃ = କଉଁରି ୧ ମା । ସମୁଦ୍ରମ୍ = କର୍ମଣି ୨ୟା । ଶିରସି = ଅଧିକରଣେ ୭ମୀ । ତରୀମ୍ = କର୍ମଣି ୨ୟା । ଉତ୍ତରାଚକ୍ରମ୍ = ପ୍ରତି ଯୋଗେ ୨ୟା ।

ପ୍ରକୃତିପ୍ରତ୍ୟୟ – ବଚନମ୍ = ବଚ୍ + ଲ୍ୟୁଟ୍ । ପାଳନମ୍ = ପାଲ୍ + ଲୁଟ୍ । କୃତବାନ୍ = କୃ + କ୍ତବତୁ । କୃତ୍ୱା = କୃ + କ୍ସାଚ୍ । ଦୃଷ୍ଟୀ = ଦୃଶ୍ + କ୍ତ । ସମାଗତଃ = ସମ୍ + ଆ + ଗମ୍ + କ୍ତ । ବନ୍ଧା = ବନ୍ଦ୍ + ଭ୍ରାଚ୍ । ନୀତିବାନ୍ = ନୀ + କ୍ତବତୁ ।

Text – 5.

तत्र सुरक्षितस्थाने ……………. इतिहासे प्रसिद्धम् ।
ଶବ୍ଦାର୍ଥ – ସୁରକ୍ଷିତସ୍ଥାନେ = ସୁରକ୍ଷିତ ସ୍ଥାନରେ । ତରୀମ୍ = ନୌକାକୁ । ଝଷ = ବଡ଼ମାଛ । ପ୍ରାହ = କହିଲା । ସଂପ୍ରତି = ବର୍ତ୍ତମାନ । ବୃକ୍ଷେ = ଗଛରେ । ରଜ୍ଜା = ଦଉଡ଼ିଦ୍ୱାରା । ବନ୍ଧା = ବାନ୍ଧିଦେଇ । ତୁଙ୍ଗପ୍ରଦେଶମ୍ = ଶିଖର ପ୍ରଦେଶକୁ । ତିଷ୍ଠ = ରୁହ । ଅବତରତି = ଓହ୍ଲାଇବ ବା କମିବ । ଶନୈ =ଧୀରେ । ଅବତର = ଓହ୍ଲାଅ । ଯଥାକାଳମ୍ = ଯଥାସମୟରେ । ସ୍ପଷ୍ଟବାନ୍ = ସ୍ପର୍ଶକଲା । ପ୍ରବାହିତା = ଭାସିଗଲେ । ନାଶିତା = ମରିଗଲେ । ଉତ୍ତରାଚଳସ୍ୟ = ଉତ୍ତରମେରୁ ପର୍ବତର । ଅବସର୍ପଣମ୍ = ଅବତରଣ । ଇତି = ବୋଲି । ପ୍ରସିଦ୍ଧମ୍ = ପ୍ରସିଦ୍ଧି ରହିଛି ।

ଅନୁବାଦ – ସେଠାରେ ସୁରକ୍ଷିତ ସ୍ଥାନରେ ନୌକାକୁ ରଖ୍ ମନୁଙ୍କୁ ସେ ବଡ଼ମାଛ (ଝଷ) କହିଲା – ‘ବର୍ତ୍ତମାନ ତୁମେ ସୁରକ୍ଷିତ । ନୌକାକୁ ଗଛରେ ଦଉଡି଼ଦ୍ଵାରା ବାନ୍ଧି ସୁଉଚ୍ଚ ବା ଶିଖର ପ୍ରଦେଶକୁ ଯାଅ । ସେଠାରେ ପର୍ବତ ଉପରେ ସାବଧାନ ସହକାରେ ରୁହ । ଯେତେବେଳେ ପାଣି କମିଯିବ ସେତେବେଳେ ତୁମେ ମଧ୍ଯ ଧୀରେ ତଳକୁ ଓହ୍ଲାଅ । ମନୁ ତା’ର କଥାକୁ ପାଳନ କଲେ । ଠିକ୍ ସମୟରେ ସେ ଓହ୍ଲାଇ ଭୂମିକୁ ସ୍ପର୍ଶକଲେ । ସମସ୍ତ ପ୍ରାଣୀ ଅତ୍ୟନ୍ତ ମହାପ୍ରଳୟରେ ଭାସିଗଲେ ଓ ବିନଷ୍ଟ ହେଲେ । ଏକମାତ୍ର ମନୁହିଁ ସୁରକ୍ଷିତ ଓ ଜୀବିତ ରହିଲେ । ଉତ୍ତରମେରୁ ପର୍ବତର ସେହି ସ୍ଥାନ ମନୁଙ୍କର ଅବସର୍ପଣ ବୋଲି ଇତିହାସରେ ପ୍ରସିଦ୍ଧ ହେଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରାହ = ପ୍ର + ଆହ । ଜୀବିତଶ୍ଚ = ଜୀବିତଃ + ଚ । ତଦେବ = ତତ୍ + ଏବ । ମନୋରବସର୍ପଣମ୍ = ମନୋ + ଅବସର୍ପଣମ୍ ।

ସମାସ – ସୁରକ୍ଷିତସ୍ଥାନେ = ସୁରକ୍ଷିତଂ ସ୍ଥାନଂ, ତସ୍ମିନ୍‌ (କର୍ମଧାରୟ) । ଯଥାକାଳମ୍ = କାଳମ୍ ଅନତିକ୍ରମ୍ୟ (ଅବ୍ୟୟୀଭାବ) । ଜଳପ୍ଲାବନେନ ଜଳାନାଂ ପ୍ଲାବନଂ, ତେନ (୬ଷ୍ଠୀ ତତ୍) ।

ସକାରଣବିଭକ୍ତି – ସୁରକ୍ଷିତସ୍ଥାନେ = ସ୍ଥାନାଧ୍ଵରଣେ ୭ମୀ । ତରୀମ୍ = କର୍ମଣି ୨ୟା । ମନୁମ୍ = ପ୍ରତି ଯୋଗେ ୨ୟା । ବୃକ୍ଷେ = ଅଧ୍ଵରଣେ ୭ମୀ । ରକ୍କା = କରଣେ ୩ୟା । ପର୍ବତସ୍ୟ = ‘ଉପରି’ ଯୋଗେ ୬ଷ୍ଠୀ । ଜଳପ୍ଲାବନେନ = ହେତୌ ୩ୟା । ଇତିହାସେ = ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ସ୍ଥାପୟିତ୍ୱ = ସ୍ଥାପ୍ + ଣିଚ୍ + କ୍ଵାଚ୍ । ବନ୍ଧା = ବନ୍ଦ୍ + କ୍ରାଚ୍ । ବଚନମ୍ = ବଚ୍ + ଲ୍ୟୁଟ୍ । = ଅବ + ତୃବ୍ + ଲ୍ୟାପ୍ । ସୃଷ୍ଟବାନ୍ = ସ୍ପୃଶ୍ + କ୍ତବତୁ । ପ୍ରସିଦ୍ଧମ୍ = ପ୍ର + ସିଧ୍ + କ୍ତ ।

Text – 6

प्रजापते: मनो: …………………. च रक्षयामास ।
ଶବ୍ଦାର୍ଥ – ପ୍ରଜାପତେଃ = ପ୍ରଜାପତି ବା ବ୍ରହ୍ମାଙ୍କର । ଝଷେଣ = ବଡ଼ମାଛ ସହ । ଭାବଗତଃ = ଭାବସମ୍ବନ୍ଧୀୟ । ପ୍ରନ୍ୟପାୟୀ = ସ୍ତନ୍ୟପାନକାରୀ । ଶୃଙ୍ଗୀ = ଶିଙ୍ଗ ଥିବା ପ୍ରାଣୀ । ଦିଗ୍‌ଭ୍ରଷ୍ଟସ୍ୟ = ଦିଗହରାର । ମହାପ୍ରଳୟେ = ମହାପ୍ରଳୟରେ । ରକ୍ଷୟ।ମାସ = ରକ୍ଷାକଲା ।

ଅନୁବାଦ – ପ୍ରଜାପତି ମନୁଙ୍କର ବଡ଼ମାଛ ସହ ଏ ଯେଉଁ ଭାବଗତ ସମ୍ବନ୍ଧ ତାହା ବିଜ୍ଞାନସମ୍ମତ । ମନୁଷ୍ୟ ସ୍ତନ୍ୟପାନକାରୀ । ସେହିପରି ଶିଙ୍ଗ ଥ‌ିବା ବଡ଼ମାଛ ମଧ୍ଯ ସ୍ତନ୍ୟପାୟୀ । ମନୁଷ୍ୟର ସେ ପରମ ଉପକାରୀ । ଆଜି ମଧ୍ୟ ସମୁଦ୍ରରେ ଦିଗହରା ଲୋକର ସେ (ମାଛ) ମାର୍ଗଦର୍ଶକ ଅଟେ । ଏହିପରି ମହାପ୍ରଳୟ କାଳରେ ମାଛ ପ୍ରଜାପତି ମନୁଙ୍କୁ ରକ୍ଷାକଲା । ବସ୍ତୁତଃ ସେ ମାନବଜାତିକୁ ମଧ୍ୟ ରକ୍ଷାକଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଅଦ୍ୟାପି = ଅଦ୍ୟ + ଅପି ।

ସମାସ ସ୍ତନ୍ୟପାୟୀ = ସ୍ତନ୍ୟ ପିବତି ଯଃ ସା (ବ୍ରହ୍ମବ୍ରୀହି) । ଦିଗ୍‌ଭ୍ରଷ୍ଟସ୍ୟ = ଦିଗ୍‌ ଭ୍ରଷ୍ଟୀ, ତସ୍ୟ (୫ମୀ ତତ୍) । ମହାପ୍ରଳୟେ = ମହାନ୍ ପ୍ରଳୟ ତସ୍ମିନ୍ (କର୍ମଧାରୟ) । ମାନବ ଜାତିମ୍ = ମାନବାନାଂ ଜାତିଃ ତମ୍ (୬ଷ୍ଠ ତତ୍) ।

ସକାରଣବିଭକ୍ତି – ପ୍ରଜାପତଃ, ମନୋ = ସମ୍ବନ୍ଧ ୬ଷ୍ଠୀ । ଝଷେଣ = ସହ ଯୋଗେ ୩ୟା । ସମୁଦ୍ରେ – ଅଧୂକରଣେ ୭ମୀ । ମହାପ୍ରଳୟେ = ଅଧ୍ଵରଣେ ୭ମୀ । ମାନବଜାତିଃ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ସମ୍ମତଃ = ସମ୍ + ମନ୍ + କ୍ତ ।

Leave a Comment