CHSE Odisha Class 11 Sanskrit Solutions Poem 3 वसन्तः

Odisha State Board CHSE Odisha Class 11 Sanskrit Solutions Poem 3 वसन्तः Textbook Exercise Questions and Answers.

CHSE Odisha Class 11 Sanskrit Poem 3 वसन्तः Question Answer

GROUP – A

(क) बन्धनीमध्यात् शुद्धम् उत्तरं चित्वा लिखत-

1. व्यपैति _________ ।
(ग्रीष्म:, शीतं, वृष्टि:)
Answe:
शीतं

2. _________ च स्पृहा मन्दीभवति क्रमेण ।
(दृढ़कम्बलाय, स्नानाय, भ्रमणाय)
Answer:
दृढ़कम्बलाय

3. प्रवालवन्त: _________ विभान्ति ।
(तरव:, गिरय:, गुरव:)
Answer:
तरव:

4. प्राप्त: _________ वसन्तकाल: ।
(प्रकोपाय, प्रमोदाय, प्रकर्षाय)
Answer:
प्रमोदाय

5. प्राप्तः प्रमोदाय _________ ।
(ग्रीष्मकाल:, वर्षाकाल:, वसन्तकाल:)
Answer:
वसन्तकाल:

6. प्रतापम् _________ प्रकटिकरोति ।
( राजा, अर्क:, शूरः )
Answer:

7. _________ प्रतापाधिगमेन तुष्टा ।
(सोधो:, भर्तुः, राज्ञः)
Answer:
भर्तुः

8. भर्तुः प्रतापाधिगमेन _________ ।
(तुष्टा, रुष्टा, तप्ता)
Answer:
तुष्टा

9. छायापि दत्ते _________ आश्रितानाम् ।
(गुणम्, रतिम्, सुखम् )
Answer:

10. नवाम्बुसिक्ता इव भान्ति _________ ।
(माला:, वृक्षाः, तारा : )
Answer:
वृक्षाः

11. नवैनवैरङ्कुरितै _________ ।
(प्रकम्पैः, प्रवालैः, प्रकामैः )
Answer:
प्रवालैः

CHSE Odisha Class 11 Sanskrit Solutions Poem 3 वसन्तः

12. _________ पारणयेव तृप्ताः ।
(कुपोषिताः, उपेविताः, उपोषिता: )
Answer:
उपोषिता:

13. नदन्ति नन्दन्ति च तैः _________ ।
(विहङ्गा:, भुजङ्गाः, प्लवङ्गाः)
Answer:
विहङ्गा:

14. उदेति _________ तरुपल्लावाग्रे ।
(भाव:, रङ्ग:, राग:)
Answer:
राग:

15. उदेति राग : _________ ।
( मयूरकण्ठे, शुककण्ठे, कलकलकण्ठे)
Answer:
कलकलकण्ठे

16. उदेति रागो हृदयेषु _________ ।
(यूनाम्, केषाम्, येषाम् )
Answer:

17. उदेति रामः _________ अधरोष्ठे ।
(सुनिता, वनिता, अनिता )
Answer:
वनिता

18. उद्यानभूमौ _________ लताश्च ।
( गौरव:, शिशवः, तरव:,)
Answer:
तरव:

19. पुष्पाणि येनाखिलमेव _________ ।
(अश्वम्, विश्वम्, पार्श्वम्)
Answer:
विश्वम्

20. विभाति वर्णलिखितैक _________ ।
(गोत्रम्, गात्रम्, चित्रम्)
Answer:
चित्रम्

21. च्यूतद्रुमेभ्यः _________ मद्यम् ।
(फलानि, कुसुमानि, पत्राणि )
Answer:
कुसुमानि

22. पिपासवो यत् परितो _________ ।
(खादन्ति, गच्छन्ति, भ्रमन्ति)
Answer:
भ्रमन्ति

23. पिपीलिका ऊर्ध्वमधश्च _________ ।
( सक्ताः, रक्ताः, शक्ता: )
Answer:
रक्ताः

24. रसालवृक्षोपवनेषु _________ ।
(दत्त:, चित्त:, मत्त:)
Answer:

25. _________ कस्य हरेन्न चित्तम् ।
(पुंस्कोकिलः, विहङ्गमः, प्लवङ्गमः)
Answer:

26. पुंस्कोकिलः कस्य हरेन्न _________ ।
(ज्ञानम्, भावम्, चित्तम्)
Answer:

27. जनस्य _________ रतिप्रियस्य ।
(मतेन, गीतेन, सत्येन)
Answer:

28. सत्याभिधानाः _________ क्रियन्ते ।
(यशोदाः, क्षणदाः, जलदा:)
Answer:
कुसुमानि

29. _________ परां निर्वृतिमाप्नुवन्ति ।
(पौराः, वृद्धाः, वाला:)
Answer:
पौराः

CHSE Odisha Class 11 Sanskrit Solutions Poem 3 वसन्तः

30. पौराः परां _________ आप्नुवन्ति ।
(प्रीतिम्, कीर्तिम्, निर्वृतिम्)
Answer:

31. पौराः _________ निर्वृतिमाप्नुवन्ति ।
(भृशं, सदा, परां )
Answer:
परां

32. दोलोत्सवं विरचयन्ति समर्च्य _________ ।
(विष्णुम्, कृष्णम्, रामम् )
Answer:
कृष्णम्

33. नृत्यन्ति संप्रति जना अथ _________ ।
(पूर्णिमायाम्, अमावास्यायाम्, संक्रन्तौ)
Answer:

34. लिम्पन्ति वर्ष्मणि _________ परिरभ्य दोर्भ्याम् ।
(अथ:, यूथ:, भिथः)
Answer:
भिथ:

35. संजाताः स्मरविवशाः स्त्रियः _________ ।
(जनास:, पुमांसः, देवास 🙂
Answer:

36. _________ प्रबलमदा वसन्तकाले ।
(नृत्यन्ति, निन्दन्ति, नन्दन्ति)
Answer:
नन्दन्ति

37. नन्दन्ति प्रबलमदा _________ ।
( वसन्तकाले, वर्षाकाले, ग्रीष्मकालो)
Answer:
वसन्तकाले

(ख) अतिसंक्षेपेण उत्तरं लिखत –

1. किं व्यपैति ?
Answer:
ଶୀତମ୍ ।

2. दृढ़कम्बलाय क्रमेण किं मन्दी भवति ?
Answer:
ସ୍ପୃହା ।

3. प्रवालवन्त: के विभान्ति ?
Answer:
ତରକଃ ।

4. किम्भूताः तरवः विभान्ति ?
Answer:
ପ୍ରବାଳବନ୍ତଃ ।

5. किमर्थं वसन्तकाल: प्राप्तः ?
Answer:
ପ୍ରମୋଦାୟ।

6. अर्कः किं प्रकटीकरोति ?
Answer:
ପ୍ରତାପମ୍ ।

7. कः प्रतापं प्रकटीकरोति ?
Answer:
ଅଧଃ ।

8. कस्य प्रतापाधिगमेन छाया तुष्टा ?
Answer:
ଭତୁଃ ।

9. का अश्रितानां सुखं दत्ते ?
Answer:
ଛାୟା ।

10. नवाम्बुसिक्ता इव के भान्ति ?
Answer:
ବୃକ୍ଷାଃ ।

11. के नदन्ति ?
Answer:
ବିହଙ୍ଗାଃ।

12. के नन्दन्ति ?
Answer:
ବିହଙ୍ଗାଃ।

13. केंषां हृदयेषु राग: उदेति ?
Answer:
ପୂନାମ୍ ।

14. कुत्र तरव: लता च विभिन्नवर्णानि पुष्पाणि विकासयन्ति ?
Answer:
ଉଦ୍ୟାନଭୂମୌ ।

15. तरवः लताश्च उद्यानभूमौ कानि विकासयन्ति ?
Answer:
ବିଭିନ୍ନବର୍ଣ୍ଣାନି ପୁଷ୍ପାଣି ।

16. चूतद्रुमेभ्यः कुसुमानि किं क्षरन्ति ?
Answer:
ମଦ୍ୟମ୍ ।

17. क: चित्तं न हरेत् ?
Answer:
ପୁଂସ୍କୋକିକଃ ।

CHSE Odisha Class 11 Sanskrit Solutions Poem 3 वसन्तः

18. काः सत्याभिधानाः क्रियन्ते ?
Answer:
କ୍ଷଣଦଃ ।

19. के परां निर्वृतिमाप्नुवन्ति ?
Answer:
ଯୁବବାଳବୃଦ୍ଧା/ପୌରାଃ ।

20. पौराः किम्भूतां निर्वृतिमाप्नुवन्ति ?
Answer:
ପରାମ୍ ।

21. जना: पूर्णिमायाम् संप्रति किं विरचयन्ति ?
Answer:
ଦୋଳୋତ୍ସବମ୍ ।

22. जना: कं समर्च्य नृत्यन्ति ?
Answer:
କୃଷ୍ଣମ୍ ।

23. पूर्णिमायां जनाः किं कुर्बन्ति ?
Answer:
ଦୋଳୋତ୍ସବଂ ବିରଚୟନ୍ତି/କୃଷ୍ଣ ସମର୍ତ୍ତ୍ୟ ନୃତ୍ୟନ୍ତ ।

24. स्त्रियः पुमांसः च कीदृशा: संजाताः ?
Answer:
ସ୍ଵରବିବଶଃ ।

25. द्विपदः चतुष्पदः च कीदृशा: संजाताः ?
Answer:
ପ୍ରଣୟଭରା ।

GROUP – B

(ग) संक्षेपेण (षड्भि: वाक्यै:/पज्चविंशत्यापदै:) उत्तरं लिखत –

1. वसन्ते सूर्यः छाया च किं कुरुतः ?
Answer:
ବସନ୍ତେ କ୍ରମଶଃ ସୂର୍ଯ୍ୟସ୍ୟ ଉତ୍ତରାୟଣଂ ଭବତି । ତେନ ସୂର୍ଯ୍ୟ ଅଧ୍ଵକମ୍ ଉତ୍ତାପଂ ଚ ପ୍ରକଟୟତି । ସୂର୍ଯ୍ୟସ୍ୟ ପତ୍ନୀ ଭବତି ଛାୟା । ସା ଭୁଭଃ ସୂର୍ଯ୍ୟସ୍ୟ ପ୍ରଭାବବୃଦ୍ଧା ସନ୍ତୁଷ୍ଟା ଭବତି । ସା ଛାୟା ତଦାଶ୍ରିତେଭ୍ୟ ପ୍ରାଣିଭିଂ ପରମମ୍ ଆନନ୍ଦଂ ପ୍ରଦଦାତି ।

2. विहङ्गाः कथं नदन्ति नन्दन्ति च ?
Answer:
ବସନ୍ତସ୍ୟ ଆଗମନେ ପକୃତିଃ ସୌନ୍ଦର୍ଯ୍ୟମୟୀ ଭବତି । ବୃକ୍ଷ ପଲ୍ଲବିତଃ ଭବନ୍ତି । ନବପଲ୍ଲବାଯୁକ୍ତା ବୃକ୍ଷାଃ ନବଦଳି ଆର୍ଦ୍ରଃ ଇବ ଶୋଭନ୍ତେ । କୃତୋପବାସା ଜନଃ ବ୍ରତାନ୍ତ ଭୋଜନେନ ତୃପ୍ତା ଇବ ପକ୍ଷିତଃ କିସଳୟାନାଂ ଭକ୍ଷଣେନ ତୃପ୍ତିଲାଭାଂ କୃତ୍ୱ କୂଜନ୍ତି ଆନନ୍ଦିତାଃ ଚ ଭାବନ୍ତି ।

3. रागः कुत्र कुत्र उदेति ?
Answer:
ଯଦି ଧରାପୃଷେ ବସନ୍ତସ୍ୟ ଆଗମନଂ ଭବତି ତଦା ପାଦପାନାଂ କିସଳୟାଗ୍ରଭାଗେ ରାଗ ଅର୍ଥାତ୍ ରକ୍ତବର୍ଣ୍ଣ ଦୃଶ୍ୟତେ । କୋକିଳସ୍ୟ କଣ୍ଠେ ରାଗ ଅର୍ଥାତ୍ ପଞ୍ଚମ ତାନଃ ଝଙ୍କୃତଃ ଭବତି । ରମଣୀନାମ୍ ଅଧରେ ଓଷ୍ଠ ଚ ଲାକ୍ଷାରାତଃ ଆବିର୍ଭବତି । ତରୁଣାନାଂ ହୃଦୟେଷୁ ଅନୁରାଗ ଅର୍ଥାତ୍‌ ପ୍ରୀତିଭାବ ଜାଗର୍ଭି ।

4. वसन्तकाले उद्यानभूमौ किं भवति ?
Answer:
ବସନ୍ତକାଳେ ପୁଷ୍ପାଦ୍ୟାନେ ବୃକ୍ଷ ଲତାଃ ଚ ବିବିଧବର୍ଣ୍ଣାନି ପୁଷ୍ପାଣି ବିକାଶୟନ୍ତି । ଏତେନ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବିବିଧବର୍ଷେ ଅଙ୍କିତମ୍ ଏବଂ ଚିତ୍ରମିର୍ବ ଶୋଭତେ । ବିଶ୍ୱସ୍ୟ ଚିତ୍ରରୂପମ୍ ଅତୀବ ମନୋମୁଗ୍ଧକରଂ ଭବତି ।

5. कथं पिपीलिका: ऊर्ध्वमधश्च भ्रमन्ति ?
Answer:
ବସନ୍ତକାଳେ ଆମ୍ରବୃକ୍ଷେଭ୍ୟ ସିଦ୍ଧସୁଗନ୍ଧାନି କୁସୁମାନି ପୁଷ୍ପରସଂ ମଧୁ କ୍ଷରନ୍ତି । ତନ୍ମଧୁ ପାତ୍ରମିଚ୍ଛବ ରକ୍ତବର୍ଣ୍ଣା ପିପୀଲିକା ବୃକ୍ଷଣାମ୍ ଅଧଃ ଊର୍ଦ୍ଧ୍ୱ ପରିତଃ ଚ ଭ୍ରମନ୍ତି ।

6. कथं क्षणदाः सत्याभिधानाः भवन्ति ?
Answer:
ବସନ୍ତସ୍ୟ ସାୟଂକାଳିକଂ ଦୃଶ୍ୟମ୍ ଅତୀବ ମନୋହରଂ ଭବତି । ସାୟଂକାଳେ ପରସ୍ପରେଣ ସନ୍ତୋଷକାମେନ ମନୋରଞ୍ଜନମିଚ୍ଛନ୍ତଃ ଜନଃ ଏକତ୍ର ଆଗତ୍ୟ ସମ୍ମଳିତଃ ସନ୍ ନୃତ୍ୟଗୀତବାଦ୍ୟନାଟ୍ୟାଦିଷ୍ଣୁ ଆନନ୍ଦଲାଭାଂ କୃତ୍ୱା ରାତ୍ରେଃ ‘କ୍ଷଣଦା’ ଇତି ନାମକରଣସ୍ୟ ସାର୍ଥକତାଂ ପ୍ରତିପାଦୟନ୍ତି । କ୍ଷଣଦା-କ୍ଷଣମ୍ ଉତ୍ସବଂ ବା ଦଦାତି ଇତି ଯା, ସା କ୍ଷଣାଦା ନାମ ରାତ୍ରୀ ।

7. पौराः केन रूपेण परां निर्वृतिम् आप्नुवन्ति ?
Answer:
ବସନ୍ତାଗମେ ପ୍ରକୃତିଃ ହରିତିମା ଭବତି । ବୃକ୍ଷା ନବପଲ୍ଲବୌ କୁସୁମୈ ଚ ସମୃଦ୍ଧା ଭବନ୍ତି । ନଗରେଷୁ ବିବିଧେଷୁ ସ୍ଥାନେଷୁ ପୁଷ୍ପାଣା ପ୍ରୀତିକର୍ଯ୍ୟ ପ୍ରଦର୍ଶନ୍ୟ ଭବନ୍ତି । ପୁଷ୍ପାଣା ପ୍ରଦର୍ଶିନୀ ଦୃଷ୍କା ଆବାଳବୃଦ୍ଧବନିତା ନଗରବାସିନଃ ପୌରାଃ ବା ପରମମ୍ ଆନନ୍ଦ ଲଭନ୍ତେ ।

8. दोलोत्सवे तथा होलीदिने जना: किं कुर्वन्ति ?
Answer:
ବସନ୍ତକାଳେ ଦୋଳୋତ୍ସତଃ ଭବତି । ଦୋଳପୂର୍ଣ୍ଣିମାୟାଂ ଜନଃ କୃଷ୍ଣ ବିବିଧବସ୍ତ୍ରାଦିଭିଂ ସୁସଜ୍ଜିତଂ କୁର୍ବନ୍ତି । ଅନନ୍ତରଂ ତସ୍ୟ ପୂଜନମ୍ ଉତ୍ତମରୀତ୍ୟା କୃତ୍ୱା ତଂ ବିମାନୋପରି ସଂସ୍ଥାପ୍ୟ
ଆନନ୍ଦେନ ନୃତ୍ୟନ୍ତ ଚ । ହୋଲିଦିନେ ଜନଃ ବାହୁଦ୍ଵୟେନ ପରସ୍ତରମ୍ ଆଲିଙ୍ଗା ବିବିଧବର୍ଷେ ଚୂର୍ଣ୍ଣେ ଶରୀରେ ଲିମ୍ପନ୍ତି ।

9. प्रबलमदाः कथं वसन्तकाले नन्दन्ति ?
Answer:
ଯଦା ଧରାପୃଷେ ବସନ୍ତସ୍ୟ ଆଗମନଂ ଭବତି ତଦା ପ୍ରିୟଃ, ପୁରୁଷା ଚ କାମବିବଶଃ ଭବନ୍ତି । ଦ୍ବିପଦଃ ଚତୁଷ୍ପଦଃ ପ୍ରାଣିନଃ ଅପି ପ୍ରେମଣା ପରିପୂର୍ଣ୍ଣା ଭବନ୍ତି । ସମଗ୍ର ସଂସାରେ ଅନେକବର୍ଣ୍ଣାନାଂ ପ୍ରସ୍ଫୁଟିତ ପୁଷ୍ପାଶାଂ କାରଣାତ୍‌ ଏତେ ଅତିପ୍ରମତ୍ତାଃ ପ୍ରାଣିନଃ ଆନନ୍ଦନ ବିହ୍ବଳା ଭବନ୍ତେବ । ଅତଃ ଏବଂଭୂତଃ ବସନ୍ତକାଳ ସର୍ବେଷା କୃତେ ଆନନ୍ଦଦାୟକଃ ଭବତି ।

GROUP – C

(घ) प्रायशः चत्वारिंशता पदैः अष्टाभिः वाक्यैवी उत्तरं लिखत –

1. वसन्तकाले प्राप्ते किं किं भवति ?
अथवा, वसन्ते प्राकृतिकी शोभा कीदृशी ?
Answer:
ବସନ୍ତକାଳେ ପ୍ରାପ୍ତି କ୍ରମେଣ ଶୀତଂ ବ୍ୟପୈତି । ଦୃଢ଼କମ୍ବଳାୟ ସ୍ପୃହା ଚ ମନ୍ଦୀ ଭବତି । ତରନଃ ପ୍ରବାଳବନ୍ତଃ ବିଭ୍ରାନ୍ତି । ସୂର୍ଯ୍ୟସ୍ୟ କ୍ରମଶଃ ଉତ୍ତରାୟଣଂ ଭବତି । ତେନ ସୂର୍ଯ୍ୟ ଅଧ୍ଵକମୁଭାରଂ ଚ ପ୍ରକଟୟତି । ନବୈ ନମଃ ଅଙ୍କୁରିତଃ ପ୍ରବାକଃ ବୃକ୍ଷା ନବାୟୁସିକ୍ତା ଇବ ଭାନ୍ତି । ତଃ ବିହଙ୍ଗା ନଦନ୍ତି ନନ୍ଦନ୍ତି ଚ । ରାଜଃ ତରୁପଲ୍ଲବାଗ୍ରେ, କଳକଣ୍ଠକଣ୍ଠେ, ବନିତାଧରୌଷେ, ଯୂନାଂ ହୃଦୟେଷୁ ଚ ଉଦ୍‌ତି । ଉଦ୍ୟାନଭୂମୌ ତରବ ଲତଃ ଚ ବିଭିନ୍ନବର୍ଣ୍ଣାନି ପୁଷ୍ପାଣି ବିକାଶୟନ୍ତି । ଆମ୍ରବୃକ୍ଷଭ୍ୟ ସିଦ୍ଧସୁଗନ୍ଧାନି କୁସୁମାନି ପୁଷ୍ପରସଂ ମଧୁ କ୍ଷରନ୍ତି । ତନ୍ମଧୁ ପାତ୍ରୁମିଚ୍ଛବ ରକ୍ତବର୍ଣ୍ଣା ପିପୀଲିକା ବୃକ୍ଷଣାମ୍ ଅଧଃ ଊର୍ଦ୍ଧ୍ୱ ପରିତଃ ଚ ଭ୍ରମନ୍ତି । ଆମ୍ରବାଟିକାସୁ ଉନ୍ମତଃ କୋକିଳ ସୁଲଳିତେନ ଗୀତସ୍ବରେଣ ପଞ୍ଚମତାନଂ କୁର୍ବନ୍ ରସିକାନାଂ ମନଃ ହରତି । ବସନ୍ତେ ପ୍ରାକୃତିକୀ ଶୋଭା ଅତୀବ ମନୋହରୀ ଭବତି ।

2. वसन्ते सांस्कृतिकं चित्रं प्रदर्शयत ।
Answer:
ବସନ୍ତକାଳେ ପ୍ରାକୃତିକଶୋଭା ଯାଦୃଶୀ ମନୋହାରୀ ତାଦୃଶୀ ସାଂସ୍କୃତିକୀଶୋଭା ହୃଦୟଗ୍ରାହୀ ଭବତି । ବସନ୍ତକାଳସ୍ୟ ସନ୍ଧ୍ୟାକାଳୀନଂ ଦୃଶ୍ୟମ୍ ଅତୀବ ମନୋର ମମ୍ । ସନ୍ଧ୍ୟାକାଳେ ମନୋରଞ୍ଜନ ମିଚ୍ଛ ନ୍ତଃ ଜନଃ ଏକତ୍ର ଆଗତ୍ୟ ନୃତ୍ୟଗୀତବାଦ୍ୟନା ଗ୍ୟାଦିଷ୍ଠୁ ଆନନ୍ଦ ଲଚ୍ଛ୍।ରାତ୍ରଃ ନଗରେଷୁ ବିବିଧେଷୁ ସ୍ଥାନେଷୁ ପୁଷ୍ପାଣା ପ୍ରୀତିକର୍ଯ୍ୟ ପ୍ରଦର୍ଶନ୍ୟ ଭବନ୍ତି । ପୁଷ୍ପାଣା ପ୍ରଦର୍ଶିନୀ ଦୃଷ୍ଟ୍ରା ଆବାଳବୃଦ୍ଧବନିତାଃ ପୌରା ପରମମ୍ ଆନନ୍ଦ ଲଭନ୍ତେ । ବସନ୍ତକାଳେ ଦୋଳୋତ୍ସତଃ ଭବତି । ଦୋଳପୂର୍ଣ୍ଣିମାୟାଂ ଜନାଃ କୃଷ୍ଣ ସମର୍ତ୍ତ୍ୟ ନୃତ୍ୟନ୍ତ । ହୋଲିଦିନେ ମିଥ୍ୟ ଦୋର୍ଜ୍ୟ ପରିରଭ୍ୟ ବିବିଧବହିଃ ଚୂର୍ଣ୍ଣେ ଶରୀରେ ଲମ୍ଫନ୍ତି । ବସତ୍ତାଗମେ ପ୍ରିୟଂ, ପୁରୁଷା, ଚ କାମବିବଶଃ ଭବନ୍ତି । ଦ୍ବିପଦଃ ଚତୁଷ୍ପଦଃ ପ୍ରାଣିନଃ ଅପି ପ୍ରେମୁଣା ପରିପୂର୍ଣ୍ଣା ଭବନ୍ତି । ପ୍ରବଳମଦଃ ପ୍ରାଣିନଃ ବିଶ୍ୱସ୍ମିନ୍ ଅନେକ ବହିଃ ବିକଚସୁମୈ ନନ୍ଦନ୍ତି । ଏବଂମୂଳ ବସନ୍ତକାଳ ସର୍ବେଷା କୃତେ ଆନନ୍ଦଦାୟକଃ ଭବତି ।

ଶ୍ଳୋକ – ୧

व्यपैति शीतं दृढकम्बलाय
स्पृहा च मन्दीभवति क्रमेण ।
प्रवालवन्तस्तरवो विभान्ति
प्राप्तः प्रमोदाय वसन्तकाल: ॥ ९ ॥

ବ୍ୟପୈତି ଶୀତଂ ଦୃଢ଼କମ୍ବଳାୟ
ସ୍ପୃହା ଚ ମନ୍ଦୀଭବତି କ୍ରମେଣ ।
ପ୍ରବାଳବନ୍ତସ୍ତରବେ ବିଭାନ୍ତି
ପ୍ରାତଃ ପ୍ରମୋଦାୟ ବସନ୍ତକାଳ ॥ ୧ ॥

ଅନ୍ବୟ – ଶୀତାଂ ବ୍ୟପେତି କ୍ରମେଣ ଦୃଢ଼କମ୍ବଳାୟ ସ୍ପୃହା ଚ ମନ୍ଦୀଭବତି । ତରବ ପ୍ରବାଳବତଃ ବିଭାନ୍ତି, ବସନ୍ତକାଳୀ ପ୍ରମୋଦାୟ ପ୍ରାପ୍ତ |

ଶବ୍ଦାର୍ଥ – ବ୍ୟପେତି = ଦୂରକୁ ଚାଲିଯାଏ । ଦୃଢ଼କମ୍ବଳାୟ କମ୍ବଳରେ ଘୋଡ଼ିହେବାକୁ । ତରକଃ = ବୃକ୍ଷମାନେ । ପ୍ରବାଳବନ୍ତଃ = ନବପଲ୍ଲବ ବିମଣ୍ଡିତ । ବିଭାନ୍ତି = ଶୋଭିତ ହୁଅନ୍ତି । ପ୍ରମୋଦାୟ = ଆନନ୍ଦ ନିମନ୍ତେ । ପ୍ରାପ୍ତ = ସମାଗତ ।

ଅନୁବାଦ – ଶୀତ ଅପସରିଯାଏ ଓ କ୍ରମେ କମ୍ବଳ ଢାଙ୍କି ହେବାର ସ୍ପୃହା ମନ୍ଦୀଭୂତ ହୁଏ । ବୃକ୍ଷମାନେ ନବପଲ୍ଲବରେ ବିଶୋଭିତ ହୁଅନ୍ତି, ବସନ୍ତ ସମୟ ଆନନ୍ଦ ନିମନ୍ତେ ସମାଗତ ହୁଏ ।

ସଂସ୍କୃତ ବ୍ୟାଖ୍ୟା – ଶଂସିତ ଶ୍ଳୋକ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ସଂସ୍କୃତସାହିତ୍ୟସ୍ୟ ସୁପ୍ରସିଦ୍ଧକବି ଶ୍ରୀ ଶ୍ରୀ ସୁନ୍ଦରରାଜଃ ବିରଚିତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତୀ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ଥିନ୍ ଶ୍ଳୋକେ କବି ଋତୁରାଜସ୍ୟ ବସନ୍ତସ୍ୟ ଶୋଭାଂ ମନୁଜୟେ ବର୍ଣ୍ଣୟତି ।

କାଳସ୍ୟ ଋତୁଚକ୍ରଣ ଘୂର୍ଣାୟମାନଂ ପରିବର୍ତ୍ତନଶୀଳ ଚ ଭବତି ସଂସାରମ୍ । ଋତୁଃ ଅପି ପରିବର୍ତ୍ତନଶୀଳଂ ଭବତି । ଯଦା ବସନ୍ତଃ ଧରାତଳମ୍ ଆଗଚ୍ଛତି ତଦା କ୍ରମଶଃ ଦୁଃସହଂ ଶୀତଂ ଦୂରଂ ପ୍ରୟାତି । ଶରୀରେ ଦୃଢ଼ କମ୍ବଳମ୍ ଆଚ୍ଛାଦୟିତଂ ସ୍ପୃହା ନ ଭବେତି । ବୃକ୍ଷା କିସଳୟେ ମଣ୍ଡିତାଃ ଶୋଭନ୍ତେ । ଅତଃ ସର୍ବେଷାମ୍ ଆନନ୍ଦାୟ ବସନ୍ତକାଳ ସମାଗତଃ ଏବ । କବି ଯଥାରୀତ୍ୟା ବସନ୍ତସ୍ୟ ଆଗମନସନ୍ଦେଶ୍ୟ ବର୍ଣ୍ଣୟତି ତଦେବ ଅତୀବ ହୃଦୟସ୍ପର୍ଶୀ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ସଂସ୍କୃତ ସାହିତ୍ୟର ସୁପ୍ରସିଦ୍ଧ କବି ଶ୍ରୀ ଶ୍ରୀ ସୁନ୍ଦରରାଜ ବିରଚିତ ଶ୍ରୀ ସୁନ୍ଦରରାଜ ରଚନାବଳୀ ସ୍ଥିତ କବିତା ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ନାମକ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳର କିପରି ଆଗମନ ହୋଇଛି ତାହା ବର୍ଣ୍ଣିତ ହୋଇଛି ।

ସମୟର ଋତୁଚକ୍ରରେ ସବୁକିଛି ଘୂର୍ଣାୟମାନ ତଥା ପରିବର୍ତ୍ତନଶୀଳ, ଏପରିକି ସ୍ବୟଂ ଋତୁ ମଧ୍ୟ । ଏଣୁ ବସନ୍ତର ଆଗମନ ଶୀତ ପରେ ହିଁ ହୋଇଥାଏ । ଏଣୁ ଶୀତ ଅପସରିଯାଏ ବା ଚାଲିଯାଏ । କମ୍ବଳ ଢାଙ୍କିହେବାର ସ୍ପୃହା ଧୀରେ ଧୀରେ କମିଆସେ । ଶୀତ ପରେ ହିଁ ହୋଇଥାଏ । ଏଣୁ ଶୀତ ଅପସରିଯାଏ ବା ଚାଲିଯାଏ । କମ୍ବଳ ଢାଙ୍କିହେବାର ସ୍ପୃହା ଧୀରେ ଧୀରେ କମିଆସେ । ଶୀତର ଅନ୍ତିମ କାଳ ତଥା ବସନ୍ତର ଅୟମାରମ୍ଭରେ ବୃକ୍ଷମାନଙ୍କରେ ନୂତନ ପଲ୍ଲବ ବିମଣ୍ଡିତ ହୋଇ ପ୍ରାକୃତିକ ପରିବେଶକୁ ବିଶୋଭିତ କରିଦିଏ । ସଭିଙ୍କ ମନରେ ଉନ୍ମାଦନା ତଥା ଆନନ୍ଦ ଭରିଦେବାପାଇଁ ଚିରବସନ୍ତକାଳର ଶୁଭାଗମନ ହୁଏ । ଏଣୁ କବି ଯେପରିଭାବେ ବସନ୍ତକାଳର ଆଗମନ ବିଷୟ ବର୍ଣ୍ଣନ କରିଛନ୍ତି ତାହା ଅତ୍ୟନ୍ତ ବର୍ଣ୍ଣନୀୟ ତଥା ହୃଦୟସ୍ପର୍ଶୀ ହୋଇପାରିଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ବ୍ୟପୈତି = ବି +ଅପ + ଏତି । ପ୍ରବାଳବନ୍ତସ୍ତରବୋ = ପ୍ରବାଳବନ୍ତଃ + ତରବାଃ ।

ସମାସ – ଦୃଢ଼କମ୍ବଳାୟ = ଦୃଢ଼ କମ୍ବଳ, ତସ୍ମି (କର୍ମଧାରୟ) । ବସନ୍ତକାଳୀ = ବସନ୍ତସ୍ୟ କାକଃ (୬ଷ୍ଠୀ ତତ୍) ।

ସକାରଣବିଭକ୍ତି – କ୍ରମେଣ = ‘ପ୍ରକୃତ୍ୟାଦିଭ୍ୟ’ ଯୋଗେ ୩ୟା । ଦୃଢ଼କମ୍ବଳାୟ = ସ୍ପୃହାର୍ଥେ ୪ର୍ଥୀ । ତରବାଃ ୧ ମା । ପ୍ରମୋଦାୟ = ନିମିତ୍ତାର୍ଥେ ୪ର୍ଥୀ ।

ପ୍ରକୃତିପ୍ରତ୍ୟୟ – ପ୍ରବାଳବନ୍ତଃ = ପ୍ରବାଳ + ବତୁପ୍ । ପ୍ରାପ୍ତ = ପ୍ର + ଆପ୍ + କ୍ତ ।

CHSE Odisha Class 11 Sanskrit Solutions Poem 3 वसन्तः

ଶ୍ଳୋକ – ୨

शनैरुदीचीमभिहिण्डमान:
प्रतापमर्कः प्रकटीकरोति ।
भर्तुः प्रतापाधिगमेन तुष्टा
छायाऽपि दत्ते सुखमाश्रितानाम् ॥२॥

ଶନୈରୁଦୀଚୀମଭିହିଣ୍ଡମାନଃ
ପ୍ରତାପମର୍କ ପ୍ରକଟୀକରୋତି ।
ଭତୁଃ ପ୍ରତାପାମେନ ତୁଷ୍ଟା
ଛାୟାଽପି ଦତ୍ତେ ସୁଖମାଶ୍ରିତାନାମ୍ ॥ ୨ ॥

ଅନ୍ବୟ – ଶନଃ ଉଦୀଚୀମ୍ ଅଭିହିଣ୍ଡମାନଃ ଅକଃ ପ୍ରତାପଂ ପ୍ରକଟୀକରୋତି । ଛାୟା ଭତୁଃ ପ୍ରତାପାର୍ଶ୍ଵମେନ ତୁଷ୍ଟା ଆଶ୍ରିତାନାଂ ସୁଙ୍ଖ ଦଭେ ।

ଶବ୍ଦାର୍ଥ – ଶନଃ = ଧୀରେ ଧୀରେ । ଉଦୀଚୀମ୍ = ଉତ୍ତର ଦିଗକୁ । ଅଭିହିଣ୍ଡମାନଃ = ଯାଉ ଯାଉ । ଅକଃ = ସୂର୍ଯ୍ୟ । ପ୍ରତାପମ୍ = ତେଜକୁ । ଛାୟା = ସୂର୍ଯ୍ୟପତ୍ନୀ । ଭତୁଃ = ନିଜ ସ୍ଵାମୀ ସୂର୍ଯ୍ୟଙ୍କର । ତୁଷ୍ଟା = ସନ୍ତୁଷ୍ଟ । ଦତ୍ତେ = ଦେଇଥାଏ ।

ଅନୁବାଦ – ଧୀରେ ଧୀରେ ଉତ୍ତର ଦିଗକୁ ଯାଉ ଯାଉ ସୂର୍ଯ୍ୟ ପ୍ରକୃଷ୍ଟ ତାପକୁ ପ୍ରକାଶିତ କରୁଛନ୍ତି । ସୂର୍ଯ୍ୟପତ୍ନୀ ଛାୟା ସୂର୍ଯ୍ୟଙ୍କର ପ୍ରଭାବଦ୍ଵାରା ସନ୍ତୁଷ୍ଟ ହୋଇ ଆଶ୍ରିତମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ଶ୍ରୀସୁନ୍ଦରରାଜମହୋଦୟଃ ବିରଚିତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତୀ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ଥିନ୍ ଶ୍ଳୋକେ ବସନ୍ତକାଳେ ସୂର୍ଯ୍ୟସ୍ୟ ଉତ୍ତରାୟଣଗତଃ ବିଷୟଂ ବର୍ଣ୍ଣିତମ୍ ।

କ୍ରମଶଃ ଶୀତଃ ବ୍ୟପେତି, ଧରାପୃଷ୍ଠ ବସନ୍ତସ୍ୟ ଆଗମନଂ ଭବତି । ସୂର୍ଯ୍ୟ ପୂର୍ବଦିଶି ଭବେତି ପ୍ରାଚୀ ଅସ୍ତଂ ଯାତି ଚ। ସୂର୍ଯ୍ୟ ଶନଃ ଉତ୍ତରଦିଶଂ ଗଚ୍ଛନ୍ ପ୍ରକୃଷ୍ଟତାପଂ ପ୍ରକାଶୟତି । ଦୈବୀ ପତ୍ନୀ ଛାୟା ସ୍ଵକାନ୍ତସ୍ୟ ସୂର୍ଯ୍ୟସ୍ୟ ପ୍ରଭାବବୃଦ୍ଧି ସନ୍ତୁଷ୍ଟା ସତୀ ତଦାଶ୍ରିତେଭ୍ୟ ପ୍ରାଣିଜ୍ୟ ଆନନ୍ଦ ପ୍ରଦଦାତି । ବସନ୍ତସ୍ୟ ଆଦ୍ୟାବସ୍ଥା ଇଦୃଶୀ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଉଦ୍ଧୃତ ଶ୍ଳୋକଟି ପଠିତ ସଂସ୍କୃତପ୍ରଭା ପୁସ୍ତକସ୍ଥ ଶ୍ରୀ ସୁନ୍ଦରରାଜ ମହୋଦୟ ବିରଚିତ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ଛାୟା କିପରି ଆଶ୍ରିତମାନଙ୍କୁ ସୁଖପ୍ରଦାନ କରିଛନ୍ତି ତାହା ବର୍ଣ୍ଣିତ ହୋଇଛି ।

କ୍ରମଶଃ ଶୀତର ଅବସାନ ହୋଇଛି ଓ ଧରାପୃଷ୍ଠରେ ବସନ୍ତର ଆଗମନ ହୋଇଛି । ସୂର୍ଯ୍ୟଙ୍କର ଉଦୟ ପୂର୍ବ ଦିଗରେ ହୋଇ ପଶ୍ଚିମରେ ଅସ୍ତ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ଧୀରେ ଧୀରେ ଉତ୍ତରାଭିମୁଖୀ ହୋଇ ପ୍ରଚଣ୍ଡ ତାପ ପ୍ରକଟିତ କରୁଅଛନ୍ତି । ଏହି ପ୍ରଚଣ୍ଡ ଉତ୍ତାପ ବେଳାରେ ସୂର୍ଯ୍ୟଙ୍କର ପତ୍ନୀ ଛାୟା ସୂର୍ଯ୍ୟଙ୍କର ପ୍ରଭାବ ବୃଦ୍ଧିରେ ସନ୍ତୁଷ୍ଟା ହୋଇ ଆଶ୍ରିତମାନଙ୍କୁ ସୁଖ ବା ଆନନ୍ଦ ପ୍ରଦାନ କରୁଅଛନ୍ତି । ଏଭଳି ସମୟ ହିଁ କେବଳ ବସନ୍ତର ସମୟ ଅଟେ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଶନୈରୁଦୀଚୀମଭିହିଣ୍ଡମାନଃ = ଶନିଃ + ଉଦୀଚୀମ୍ + ଅଭିହିଣ୍ଡମାନଃ । ପ୍ରତାପମକଃ = ପ୍ରତାପମ୍ + ଅର୍କ । ପ୍ରତାପାଧ୍ଗମେନ 1 ପ୍ରତାପ + ଅଷ୍ଟମେନ । ଛାୟାଽପି = ଛାୟା + ଅପି । ସୁଖମାଶ୍ରିତାନାମ୍ = ସୁଖମ୍ + ଆଶ୍ରିତାନାମ୍ ।

ସମାସ – ପ୍ରତାପାଧ୍ଵମେନ = ପ୍ରତାପସ୍ୟ ଅଧ୍ଵମଃ, ତେନ (୬୩ ତତ୍) ।

ସକାରଣବିଭକ୍ତି – ଅକଃ = କଉଁରି ୧ମା । ପ୍ରତାପମ୍ = କର୍ମଣି ୨ୟା । ଭର୍ଦ୍ଧ୍ୱ = ସମ୍ବନ୍ଧ ୬ଷ୍ଠୀ । ପ୍ରତାପାଧ୍ଵମେନ = କରଣେ ୩ୟା । ଆଶ୍ରିତାନାମ୍ = ସମ୍ବନ୍ଧ ୬ଷ୍ଠୀ ।

ପ୍ରକୃତିପ୍ରତ୍ୟୟ – ଅଭିହିଣ୍ଡମାନଃ = ଅଭି + ହିଣ୍ଡ୍ + ଶାନଚ୍ । ତୁଷ୍ଟା = ତୁଷ୍ + କ୍ତ + ଟାପ୍ । ଦତ୍ତେ = ଦା + କ୍ତ ।

ଶ୍ଳୋକ – ୩

नवाम्बुसिक्ता इव भान्ति वृक्षाः
नवैर्नवैरङ्कुरितैः प्रवालैः ।
उपोषिताः पारणयेव तृप्ता:
नदन्ति नन्दन्ति च तैर्विहङ्गाः ॥ ३ ॥

ନବାୟୁସିକ୍ତା ଇବ ଭାନ୍ତି ବୃକ୍ଷାଃ
ନବୈର୍ନବୈରଙ୍କୁରିତଃ ପ୍ରବାଳେଃ ।
ଉପୋଷିତଃ ପାରଣୟେବ ତୃପ୍ତାଃ
ନଦନ୍ତି ନନ୍ଦନ୍ତି ଚ ତୈର୍ବିହଙ୍ଗାଃ ॥ ୩ ॥

ଅନ୍ବୟ – ବୃକ୍ଷ ନମଃ ନମଃ ଅଙ୍କୁରିତଃ ପ୍ରବାହଃ ନବାୟୁସିକ୍ତା ଇବ ଭାନ୍ତି, ଉପୋଷିତଃ ପାରଣୟା ତୃପ୍ତା ଇବ, ତୈଃ ବିହଙ୍ଗା ତୃପ୍ତା ନଦନ୍ତି ନନ୍ଦନ୍ତି ଚ ।

ଶବ୍ଦାର୍ଥ – ନମଃ = ନୂତନ । ପ୍ରବାହୈ = ପତ୍ରଦ୍ୱାରା । ନବାୟୁସିକ୍ତା = ନୂତନ ଜଳଯୁକ୍ତା । ନଦନ୍ତି = କୂଜନ କରନ୍ତି । ନନ୍ଦନ୍ତି = ଆନନ୍ଦିତ ହୁଅନ୍ତି । ଉପୋଷିତଃ = ଉପବାସ କରିଥିବା । ପାରଣୟା = ବ୍ରତାନ୍ତ ଭୋଜନଦ୍ୱାରା ।

ଅନୁବାଦ – ବୃକ୍ଷମାନେ ନୂତନ ନୂତନ ଅଙ୍କୁର ପଲ୍ଲବଦ୍ୱାରା ନବଜଳଯୁକ୍ତ ହୋଇଥିବା ଭଳି ଶୋଭିତ ହେଉଛନ୍ତି । ଯେପରି ଉପବାସ କରିଥିବା ଲୋକ ବ୍ରତାନ୍ତ ଭୋଜନଦ୍ଵାରା ତୃପ୍ତ ହୋଇଥାଏ, ସେହିପରି ପକ୍ଷୀମାନେ ନୂତନ କିଶଳୟ ଭକ୍ଷଣଦ୍ଵାରା ତୃପ୍ତ ତଥା ଆନନ୍ଦିତ ହୋଇ କୂଜନ କରୁଛନ୍ତି ।

ସଂସ୍କୃତ ବ୍ୟାଖ୍ୟା – ଶଂସିତଃ ଶ୍ଳୋକଃ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ମହାମହିମପଣ୍ଡିତପ୍ରବରଃ ଆଧୁନିକ ସଂସ୍କୃତସ୍ୟ କର୍ଣ୍ଣଧାରଃ ବିଦ୍ୱାନ୍ ଶ୍ରୀଶ୍ରୀ ସୁନ୍ଦରରାଜଃ କୃତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ପିନ୍ ଶ୍ଳୋକେ ବସନ୍ତସ୍ୟ ପ୍ରାକୃତିକୀ ରମଣୀୟ ଶୋଭା ବର୍ଣ୍ଣିତମ୍ ।

ଧରାପୃଷ୍ଠ ବସନ୍ତସ୍ୟ ଆଗମନଂ ପ୍ରକୃତଃ ଅପରୂପସୌନ୍ଦର୍ଯ୍ୟ ପ୍ରକଟି କରୋତି । ପ୍ରକୃତିଃ ଅସ୍ଥିନ୍ କାଳେ ସୌନ୍ଦର୍ଯ୍ୟମୟୀ ଲ୍ୟସ୍ୟରୂପିଣୀ ଚ ଭବତି । ନବପଲ୍ଲବୌ ପାଦପା ନବଜଲିଂ ଆର୍ଦ୍ର ଇବ ରାଜନ୍ତେ । କୃତୋପବାସା ଜନଃ ଯଥା ବ୍ରତାନ୍ତଭୋଜନେନ ତୃପ୍ତା ଭବନ୍ତ ତଥୈବ ପକ୍ଷିତଃ କିସଳୟାନାଂ ଭକ୍ଷଣେନ ତୃପ୍ତିମ୍ ଆସାଦ୍ୟ କୂଜନ୍ତ ଆନନ୍ଦିତ ଭବନ୍ତି ଚ। ବସନ୍ତସ୍ୟ ପ୍ରାକୃତିକ ଶୋଭା ଅତୀବ ରମଣୀୟ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ମହାମହିମ ପଣ୍ଡିତପ୍ରବର ଆଧୁନିକ ସଂସ୍କୃତର କର୍ଣ୍ଣଧାର ବିଦ୍ବାନ୍ ଶ୍ରୀ ଶ୍ରୀ ସୁନ୍ଦରରାଜ ମହୋଦୟଙ୍କ ବିରଚିତ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତୀ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତର ପ୍ରାକୃତିକ ପରିବେଶ ଅତି ମନୋହର ତଥା ଭାବବ୍ୟଞ୍ଜକ ହେବା ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।

ବସନ୍ତର ଆଗମନରେ ପ୍ରକୃତିର ଶୋଭା ଅତୀବ ରମଣୀୟ ହୋଇଛି । ବୃକ୍ଷମାନଙ୍କରେ ନବପଲ୍ଲବ ଅଙ୍କୁରିତ ହୋଇଛି । କୂଜନ କରୁଛନ୍ତି । ସତେ ଅବା ବ୍ରତାଚାରୀ ଉପବାସରେ ରହିବା ପରେ ବ୍ରତାନ୍ତଭୋଜନ ଗ୍ରହଣ କରି ତୃପ୍ତ ତଥା ଆନନ୍ଦିତ ହୋଇଥାଏ । କବିଙ୍କର ଏତାଦୃଶ ଦୃଷ୍ଟାନ୍ତ ଅତୀବ ମନୋଜ୍ଞ ହୋଇଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ନବାୟୁସିକ୍ତା = ନବ + ଅମ୍ବୁସିକ୍ତା । ନବୈର୍ନବୈରଙ୍କୁରିତିଃ = ନମଃ + ନମଃ + ଅଙ୍କୁରିତଃ । = ପାରଣୟା + ଇବ । ତୈର୍ବିହଙ୍ଗା = ତିଃ + ବିହଙ୍ଗାଃ ।

ସମାସ – ନବାୟୁସିକ୍ତା = ନବଅମ୍ବୁଭଃ ସିକ୍ତା (୩ୟା ତତ୍) ।

ସକାରଣବିଭକ୍ତି – ବୃକ୍ଷଃ = କର୍ଭରି ୧ମା । ଅଙ୍କୁରିତଃ, ପ୍ରବାହଃ = କରଣେ ୩ୟା । ତିଃ = କରଣେ ୩ୟା = ପାରଣୟା = କରଣେ ୩ୟା ।

ପ୍ରକୃତିପ୍ରତ୍ୟୟ – ସିକ୍ତାଃ = ସିଚ୍ + କ୍ତ । ତୃପ୍ତି = ତୃପ୍ + କ୍ତ ।

ଶ୍ଳୋକ – ୪

उदेति रागतिरुपल्लवाग्रे
उदेति रागः कलकण्ठकण्ठे ।
उदेति रागो वनिताधरौष्ठे
उदेति रागो हृदयेषु यूनाम् ॥ ४ ॥

ଉଦେତି ରାଗସ୍ତ୍ରରୁପଲ୍ଲବାଗ୍ରେ
ଉଦେତି ରାଗଃ କଳକଣ୍ଠକଣ୍ଠେ ।
ଉଦେତି ରାଗେ। ବନିତାଧରୌଷେ
ଉଦେତି ରାଗୋ ହୃଦୟେଷୁ ୟୁନାମ୍ ॥ ୪ ॥

ଅନ୍ୱୟ – ତରୁପଲ୍ଲବାଗ୍ରେ ରାଗ ଉଦ୍ୟୋତି । କଳକଣ୍ଠକଣ୍ଠେ ରାଗ ଉଦ୍ୟୋତି । ବନିତାଧରୌଷେ ରାଗ ଉଦ୍‌ତି । ଯୂନାଂ ହୃଦୟେଷୁ ରାଗ ଉଦେତି ।

ଶବ୍ଦାର୍ଥ – ତରୁପଲ୍ଲବାଗ୍ରେ = ବୃକ୍ଷର କିଶଳୟ ଅଗ୍ରଭାଗରେ । ରାଗଃ = ରକ୍ତିମା/ସଂଗୀତର ତାନ / ଲାକ୍ଷାରସ / ପ୍ରୀତି । କଳକଣ୍ଠ = କୋକିଳ ।

ଅନୁବାଦ – ବୃକ୍ଷକିଶଳୟାଗ୍ରଭାଗରେ ରକ୍ତିମା ଆବିର୍ଭୂତ ହୋଇଛି । କୋକିଳର କଣ୍ଠରେ ସଂଗୀତର ତାନ ସୃଷ୍ଟି ହୋଇଛି । ରମଣୀର ଅଧରୋଷ୍ଠରେ ଲାକ୍ଷାରସ ରଞ୍ଜିତ ହୋଇଅଛି । ତରୁଣମାନଙ୍କର ହୃଦୟରେ ରତି ବା ପ୍ରୀତି ଉତ୍ପନ୍ନ ହୋଇଅଛି ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ଆଧୁନିକ ସଂସ୍କୃତକବି ଶ୍ରୀଶ୍ରୀ ସୁନ୍ଦରରାଜଃ କୃତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅସ୍ଥିନ୍ ଶ୍ଳୋକେ ବସନ୍ତକାଳେ କୁତ୍ର କୁତ୍ର କିଂ କିଂ ଭାବଂ ପରିଲକ୍ଷିତଂ ଭବତି ତଦେବ ବର୍ଣ୍ଣିତମ୍ ।

ଧରାପୃଷ୍ଠ ବସନ୍ତସ୍ୟ ଆଗମନଂ ଭବତି । ପ୍ରାକୃତିକପରିବେଶଃ ସୌନ୍ଦର୍ଯ୍ୟଣ ଅପରୂପ ଧାରୟତି । ଯଦା ବସନ୍ତଃ ଆଗଚ୍ଛତି ତଦା ବୃକ୍ଷାମାଂ କିସଳୟାଗ୍ରଭାଗେ ରକ୍ତିମା ଆବିର୍ଭବତି । କୋକିଳକଣ୍ଠେ ପଞ୍ଚମତାନଃ ନିଃସରତି । ରମଣୀନାମ୍ ଅଧରେ ଓଷ୍ଠ ଚ ଲାକ୍ଷାରାଗସ୍ୟ ସମୁଦୟଂ ଜାୟତେ । ତରୁଣାନାଂ ହୃଦୟେଷୁ ଅନୁରାଗୀ ପ୍ରୀତିଃ ବା ସମୁଦେତି । ବସନ୍ତକାଳେ ଏତାଦୃଶଃ ବିକାରଃ ପରିଲକ୍ଷ୍ୟତେ ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ଆଧୁନିକ ସଂସ୍କୃତ କବିବର ଶ୍ରୀ ଶ୍ରୀ ସୁନ୍ଦରରାଜ କୃତ କବିତା ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳରେ କେଉଁଠାରେ କ’ଣ ଉତ୍ପନ୍ନ ହୁଏ ତାହା ବର୍ଣ୍ଣିତ ହୋଇଅଛି ।

ବସନ୍ତର ଆଗମନରେ ସବୁକିଛି ନୂତନରୂପ ଧାରଣ କରେ । ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟରେ ଭରିଯାଏ । ବୃକ୍ଷ କିଶଳୟର ଅଗ୍ରଭାଗ ରକ୍ତିମା ବା ଲାଲ୍ ବର୍ଷକୁ ଧାରଣ କରେ । କୋକିଳର କଣ୍ଠରେ କୁହୁତାନ ଧ୍ଵନି ଗୁଞ୍ଜରିତ ହୁଏ । ରମଣୀମାନେ ବିବିଧ ଲାକ୍ଷାରସଦ୍ବାରା ନିଜର ଅଧରୋଷ୍ଠକୁ ରଞ୍ଜିତ କରିଥା’ନ୍ତି । ବସନ୍ତର ମୃଦୁମଳୟ ସ୍ପର୍ଶରେ ଯୁବକମାନଙ୍କଠାରେ କାମ ବା ମାଦକତା ଭରିଯାଏ । ସେମାନଙ୍କର ହୃଦୟ ପ୍ରୀତି ତଥା ପ୍ରେମର ପ୍ରବାହରେ ଚଳଚଞ୍ଚଳାୟିତ ହୁଏ । ଏସବୁ ପରିବର୍ଜନ କେବଳ ସେଇ ବସନ୍ତ ପାଇଁ ହିଁ ହୋଇଥାଏ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ରାଗସ୍ତରୁପଲ୍ଲବାଗ୍ରେ = ରାତଃ + ତରୁପଲ୍ଲବ + ଅଗ୍ରେ । ବନିତାଧରୌଷେ = ବନିତା + ଅଧର + ଓଷ୍ଠ ।

ସମାସ – ତରୁପଲ୍ଲବାଗ୍ରେ = ତରୁଣା ପଲ୍ଲବାଃ, ତେଷା ଅଗ୍ର, ତସ୍ମିନ୍ (୬୩ ତତ୍) । କଳକଣ୍ଠକଣ୍ଠ = କଳଂ କଣ୍ଠେ ଯସ୍ୟ ଡଃ (ବହୁବ୍ରୀହିଃ), ତସ୍ୟ କଣ୍ଠେ (୬ଷ୍ଠ ତତ୍) । ବନିତାଧରୌଷେ = ଅଧରଂ ଚ ଓବଂ ଚ, ତସ୍ମିନ୍ (ଦ୍ବଦୁଃ), ବନିତାୟା ଅଧରୌଷ୍ଠ, ତସ୍ମିନ୍ (୬ଷ୍ଠ ତତ୍) ।

ସକାରଣବିଭକ୍ତି – ତରୁପଲ୍ଲବ।ଗ୍ରେ = ଅଧିକରଣେ ୭ମୀ । କଳକଣ୍ଠକଣ୍ଠ, ହୃଦୟେଷୁ = ଅଧୂକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ରାଗଃ = ରଞ୍ଜ୍ + ଘଞ୍ଚ୍ ।

ଶ୍ଳୋକ – ୫

उद्यानभूमौ तरवो लताश्च
विभिन्नवर्णानि विकासयन्ति ।
पूष्याणि येनाखिलमेव विश्वं
विभाति वर्णालिखितैकचित्रम् ॥ ५ ॥

ଉଦ୍ୟାନଭୂମୌ ତରବୋ ଲତାଶ୍ଚ
ବିଭିନ୍ନବର୍ଣ୍ଣାନି ବିକାସୟନ୍ତି ।
ପୁଷ୍ପ।ଣି ଯେନ।ଖ୍ଳଳମେବ ବିଶ୍ୱଂ
ବିଭାତି ବର୍ଣ୍ଣାଲିଖୂକଚିତ୍ରମ୍ ॥ ୫ ॥

ଅନ୍ବୟ – ଉଦ୍ୟାନଭୂମୌ ତରବାଃ ଲତଃ ଚ ବିଭିନ୍ନବର୍ଣ୍ଣାନି ପୁଷ୍ପାଣି ବିକାସୟନ୍ତି । ଯେନ ଅଖ୍ୟ ବିଶ୍ବମ୍ ଏବ

ଶବ୍ଦାର୍ଥ – ଉଦ୍ୟାନଭୂମୌ = ଫୁଲବଗିଚାରେ । ତରବ = ବୃକ୍ଷମାନେ । ବିକାସୟତ୍ତି = ପ୍ରସ୍ଫୁଟନ କରାନ୍ତି । ଅଖୁମ୍ = ସମସ୍ତ । ଆଲିଖମ୍ = ଅଙ୍କିତ ।

ଅନୁବାଦ – ପୁଷ୍ପାଦ୍ୟାନରେ ବୃକ୍ଷ ଓ ଲତାମାନେ ବିଭିନ୍ନ ବର୍ଣ୍ଣର ପୁଷ୍ପମାନ ପ୍ରସ୍ଫୁଟନ କରନ୍ତି, ଯଦ୍ବାରା ସକଳ ବିଶ୍ବ ବା ସବୁସ୍ଥାନ ହିଁ ବିଭିନ୍ନ ରଙ୍ଗରେ ଅଙ୍କିତ ଚିତ୍ର ପରି ଦେଖାଯାଉଛି ।

ସଂସ୍କୃତ ବ୍ୟାଖ୍ୟା – ଶଂସିତଃ ଶ୍ଳୋକ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ସଂସ୍କୃତବାଙ୍ମୟସ୍ୟ ସୁପ୍ରସିଦ୍ଧିକବି ଶ୍ରୀଶ୍ରୀ ସୁନ୍ଦରରାଜଃ ବିରଚିତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅସ୍ଥିନ୍ ଶ୍ଳୋକେ ବସନ୍ତକାଳେ ପୁଷେ ଅଙ୍କିତ ଚିତ୍ରସ୍ୟ ରମଣୀୟଂ ଦୃଶ୍ୟ ବର୍ଣ୍ଣିତମ୍ ।

ବସନ୍ତସ୍ୟ ଆଗମନେ ପୁଷ୍ପବାଟିକାୟାଂ ବୃକ୍ଷେଷୁ ଲତାସୁ ଚ ବିବିଧାନି ବର୍ଣ୍ଣାନି ପୁଷ୍ପାନି କୁସୁମାନି ବା ପ୍ରସ୍ଫୁଟିତାନି ଭବନ୍ତି । ଚତୁର୍ଦିଗ ସୁଗନ୍ଧସ୍ୟ ମହକଂ ବିସ୍ତାରିତଃ ଭବତି । ପୁଷ୍ପାନାଂ ବିକାସେନ ସକଳଂ ବିଶ୍ଵ ବିବିଧରଙ୍ଗି କୁସୁମୈ ବିଭିନ୍ନବୟଃ ଅଙ୍କିତମ୍ ଏବଂ ଚିତ୍ରମ୍ ଇବ ଦୃଶ୍ୟତେ । କବେ ମନୋଜ୍ଞା ପରିକଳ୍ପନା ବସନ୍ତସ୍ୟ ବାସମ୍ ଅଧୂକଂ ମନୋମୁଗ୍ଧକରଂ କରୋତି ।

ଓଡ଼ିଆ ବ୍ୟାଖ୍ୟା – ସଂସ୍କୃତ ବାଙ୍ମୟର ସୁପ୍ରସିଦ୍ଧ କବି ଶ୍ରୀ ଶ୍ରୀ ସୁନ୍ଦରରାଜ ମହୋଦୟ ବିରଚିତ କବିତା ସଂକଳନ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଏହି ଶ୍ଳୋକଟି ଆନୀତ । ଏଠାରେ ବସନ୍ତ ଋତୁରେ ପୁଷ୍ପଦ୍ଵାରା ଅଙ୍କିତ ଚିତ୍ରର ରମଣୀୟ ଦୃଶ୍ୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।

ବସନ୍ତର ଆଗମନରେ ପୁଷ୍ପବାଟିକାରେ ବୃକ୍ଷ ତଥା ଲତାମାନଙ୍କରେ ନାନା ଜାତିର, ନାନା ରଙ୍ଗର ଫୁଲମାନ ଫୁଟିଥାଏ । ଚାରିଆଡ଼େ ସୁବାସର ମହକ ଖେଳିଯାଏ । ଆଉ ଏହି ନାନା ରଙ୍ଗର ଫୁଲରେ ସମଗ୍ର ବିଶ୍ବ ଚିତ୍ରିତ ହେବାପରି ପ୍ରତୀତ ହୁଏ । ସତେ ଅବା ରଙ୍ଗତୁଳୀରେ’ ଚିତ୍ରକର ଏକ ଚିତ୍ର ଅଙ୍କନ କରିଛି । ନାନା ବର୍ଣ୍ଣର ପୁଷ୍ପର ଶୋଭା ଚିତ୍ରପ୍ରତିମ ଅନୁଭୂତ ହେଉଛି । କବିଙ୍କର ଏତାଦୃଶ ମନୋରମ ପରିକଳ୍ପନା ବସନ୍ତର ବାସକୁ ଅଧ‌ିକ ମନୋମୁଗ୍ଧକର କରିପାରିଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଲତାଶୃ = ଲତାଃ + ଚ । ଯେନାଞ୍ଛଳମେବ = ଯେନ + ଅଞ୍ଜୁଳମ୍ + ଏବ । ବର୍ଣ୍ଣାଲିସ୍‌କଚିତ୍ରମ୍ = ବର୍ଣ୍ଣ + ଆଲିଖ + ଏକଚିତ୍ରମ୍ ।

ସମାସ – ଉଦ୍ୟାନଭୂମୌ = ଉଦ୍ୟାନସ୍ୟା ଭୂମି, ତସ୍ୟାମ୍ (୬ଷ୍ଠ ତତ୍) । ବର୍ଣ୍ଣାଲିଗ୍‌କଚିତ୍ରମ୍ = ବର୍ଷେ ଆଲିଖୁମ୍ (୩ୟା ତତ୍), ଏବଂ ଚିତ୍ର ଯସ୍ୟ ତମ୍ (ବହୁବ୍ରୀହିଃ) ।

ସକାରଣବିଭକ୍ତି – ଉଦ୍ୟାନଭୂମୌ = ଅଧ୍ଵରଣେ ୭ମୀ । ତରବ, ଲତାଃ = କଉଁରି ୧ ମା । ଯେନ = କରଣେ ୩ୟା । ଅଖ୍ୟ, ବିଶ୍ବମ୍ = ଅବ୍ୟୟ ଯୋଗେ ୧ମା ।

ପ୍ରକୃତି ପ୍ରତ୍ୟୟ – ଆଲିଖମ୍ = ଆ + ଲିଖ୍ + କ୍ତ ।

ଶ୍ଳୋକ – ୬

चूतद्रुमेभ्यः कुसुमानि मद्यं
क्षरन्ति निष्पादितसौरभाणि ।
पिपासवो यत् परितो भ्रमन्ति
पिपीलिका ऊर्ध्वमधश्च रक्ताः ॥ ६ ॥

ବୂତଦ୍ରୁମେଭ୍ୟଃ କୁସୁମାନି ମଦ୍ୟଂ
କ୍ଷରନ୍ତି ନିଷ୍ପାଦିତସୌରଭାଣି ।
ପିପାସବୋ ଯତ୍ ପରିତୋ ଭ୍ରମନ୍ତ
ପିପୀଲିକା ଊର୍ଷ୍ଟମଧଶ୍ଚ ରକ୍ତା ॥ ୬ ॥

CHSE Odisha Class 11 Sanskrit Solutions Poem 3 वसन्तः

ଅନ୍ବୟ – ଚୂତଦ୍ରୁମେଭ୍ୟ ନିଷ୍ପାଦିତସୌରଭାଣି କୁସୁମାନି ମଦ୍ୟ କ୍ଷରନ୍ତି । ଯତ୍ ପିପାସବ ପିଫାଲିକା ରକ୍ତା ଊର୍ଦ୍ଧ୍ୱମ୍ ଅଧଃ ପରିତଃ ଚ ଭ୍ରମନ୍ତି ।

ଶବ୍ଦାର୍ଥ – ଚୂତଦ୍ରୁମେଭ୍ୟ = ଆମ୍ବଗଛରୁ । ସୌରଭାଣି = ସୁଗନ୍ଧିତ । କୁସୁମାନି = ପୁଷ୍ପମାନ । ମଦ୍ୟମ୍ = ମଧୁ । ପିପାସବଃ = ପିଇବାକୁ ଇଚ୍ଛା କରି । ପିପୀଲିକାଃ = ପିମ୍ପୁଡ଼ିମାନେ । ରକ୍ତାଃ = ଅନୁରକ୍ତ ହୋଇ । ପରିତଃ = ଚାରିଆଡ଼େ ।

ଅନୁବାଦ – ଆମ୍ବଗଛରୁ ନିଷ୍ପନ୍ନ ସୁଗନ୍ଧିତ କୁସୁମମାନ ମଧୁ କ୍ଷରଣ କରନ୍ତି, ଯାହାକୁ କି ପିଇବାକୁ ଇଚ୍ଛାକରି ପିମ୍ପୁଡ଼ିମାନେ ଅନୁରକ୍ତ ହୋଇ ଉପରକୁ, ତଳକୁ ଓ ଚାରିଆଡ଼େ ବୁଲୁଛନ୍ତି ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ସାଂପ୍ରତିକ ଯୁଗସ୍ୟ ସଂସ୍କୃତଜ୍ଞ କବି ଶ୍ରୀଶ୍ରୀ ସୁନ୍ଦରରାଜଃ କୃତଃ ଋତୁମଞ୍ଜରୀ କବିତାୟା ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ବସନ୍ତକାଳେ ଆମ୍ରବୃ କ୍ଷାମାଂ କୀଦୃଶୀ ଭବତି ତଦେବ ବର୍ଣ୍ଣିତମ୍ ।

ବସନ୍ତଃ ମଧୁମାସ-ଇତି ଉଚ୍ୟତେ । ଅସ୍ଥିନ୍ କାଳେ ଆମ୍ରବୃକ୍ଷେ ବକୁଳ ଦୃଶ୍ୟତେ । ବସନ୍ତାଗମେ ଆମ୍ରବୃକ୍ଷେଭ୍ୟ ସିଦ୍ଧଗନ୍ଧାନି ପୁଷ୍ପାଣି ମଧୁ କ୍ଷରନ୍ତି । ଯତ୍ ମଧୁ ପାତୁମ୍ ଇଚ୍ଛନ୍ତଃ ରକ୍ତା ପିପୀଲିକା ବୃକ୍ଷାଣାମ୍ ଅଧଃ ଊର୍ଦ୍ଧ୍ୱ ପରିତଃ ଚ ସାଗ୍ରହଂ ଭ୍ରମନ୍ତ ବସନ୍ତସ୍ୟ ଏତାଦୃଶୀ ଶୋଭା ଅତୀବ ରମଣୀୟା ଭବତି । କବେ ବର୍ଣ୍ଣନମ୍ ଅତୀବ ହୃଦୟସ୍ପର୍ଶୀ ମାର୍ମିକ ଚ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ସାଂପ୍ରତିକ ଯୁଗର ସଂସ୍କୃତଜ୍ଞ କବି ଶ୍ରୀ ଶ୍ରୀ ସୁନ୍ଦରରାଜ କୃତ କବିତା ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ଆମ୍ବଗଛର ମଧୁପାନ କରିବାକୁ ପିମ୍ପୁଡ଼ିମାନେ କିପରି ଇତସ୍ତତଃ ଭ୍ରମଣ କରୁଛନ୍ତି ତାହା ବର୍ଣ୍ଣନା କରାଯାଇଅଛି ।

ବସନ୍ତକୁ ମଧୁମାସ ବୋଲି କୁହାଯାଏ । ଏହି ସମୟରେ ଆମ୍ବଗଛରେ ବଉଳ ଦେଖାଯାଏ । ସେହି ଆମ୍ବବଉଳରୁ ସୁଗନ୍ଧିତ ମଧୁ ଝରେ । ସେ ମଧୁକୁ ପାନ କରିବାକୁ ଅନୁରକ୍ତ ପିମ୍ପୁଡ଼ିମାନେ କେତେବେଳେ ଉପରକୁ, କେତେବେଳେ ତଳକୁ ତ ପୁଣି କେବେ ଗଛର ଚାରିପାଖରେ ଧାଡ଼ିଧାଡ଼ି ହୋଇ ବୁଲୁଥା’ନ୍ତି । ଆମ୍ବଗଛର ଚତୁଃପାର୍ଶ୍ଵରେ ପିମ୍ପୁଡ଼ିମାନଙ୍କର ଏତାଦୃଶ ଦୃଶ୍ୟ ଅତୀବ ରମଣୀୟ ଦେଖାଯାଇଥାଏ । କବିଙ୍କର ବସନ୍ତର ନିଚ୍ଛକ ଅନୁଭବ ପ୍ରସଙ୍ଗକୁ ଅତୀବ ମାର୍ମିକ ତଥା ହୃଦୟସ୍ପର୍ଶୀ କରିପାରିଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଊର୍ଦ୍ଧ୍ଵମଧଶ୍ଚ = ଊର୍ଦ୍ଧ୍ୱମ୍ + ଅଧଃ + ଚ ।

ସମାସ – ଚୂତଦ୍ରୁମେଭ୍ୟ = ଚୂତସ୍ୟ ଦ୍ରୁମଃ, ତେଭିଂ (୬ଷ୍ଠ ତତ୍) । ଉର୍ଦୁମଧଃ = ଊର୍ଦ୍ଧ୍ୱମ୍‌ ଅଧଃ (କର୍ମଧାରୟଃ) ।

ସକାରଣବିଭକ୍ତି – ଚୂତଦ୍ରୁମେଭ୍ୟଃ = ଅପାଦାନେ ୫ମୀ । କୁସୁମାନି = କଉଁରି ୧ ମା । ମଦ୍ୟମ୍ = କର୍ମଣି ୨ୟା । ପିପାସନଃ, ପିପୀଲିକା = କଉଁରି ୧ମା ।

ପ୍ରକୃତିପ୍ରତ୍ୟୟ – ନିଷ୍ପାଦିତଃ = ନିଃ + ପଦ୍ + ଣିଚ୍ + କ୍ତ ।

ଶ୍ଳୋକ – ୭

रसालवृक्षोपवनेषु मत्तः
उञ्चयन् पञ्चमञ्चितेन ।
पुंस्कोकिलः कस्य हरेन्न चित्तं
जनस्य गीतेन रतिप्रियस्य ॥ ७ ॥

ରସାଳବୃକ୍ଷାପବନେଶ୍ରୁ ମତଃ
ଉଦଞ୍ଚୟନ୍ ପଞ୍ଚମଞ୍ଚେନ ।
ପୁଂସ୍କୋକିଳ କସ୍ୟ ହରେନ୍ନ ଚିରଂ
ଜନସ୍ୟ ଗୀତେନ ରତିପ୍ରିୟସ୍ୟ ॥ ୭ ॥

ଅନ୍ୱୟ – ରସାଳବୃକ୍ଷାପବନେଷୁ ମଭଃ ଅଞ୍ଚେନ ଗୀତେନ ପଞ୍ଚମମ୍ ଉଦଞ୍ଚୟନ୍ ପୁଂସ୍କୋକିଳ କସ୍ୟ ରତିପ୍ରିୟସ୍ୟ ଜନସ୍ୟ ଚିତ୍ତ ନ ହରେତ୍ ?

ଶବ୍ଦାର୍ଥ – ରସାଳବୃକ୍ଷ = ଆମ୍ରବୃକ୍ଷ । ମରଃ = ଉନ୍ମତ୍ତ । ଅଞ୍ଚେନ = ସ୍ୱମଧୁର ସ୍ଵରଦ୍ଵାରା । ପଞ୍ଚମମ୍ = ପଞ୍ଚମସ୍ୱରକୁ । ରତିପ୍ରିୟସ୍ୟ = କାମୀଜନର । ଚିତ୍ତମ୍ = ମନକୁ ।

ଅନୁବାଦ – ଆମ୍ବଗଛର ଉପବନମାନଙ୍କରେ ଉନ୍ମଉ ଆଞ୍ଚ୍ତେନ = ସ୍ଵମଧୁର ସ୍ଵର ଦ୍ଵାରା ପଞ୍ଚମମ୍ ପଞ୍ଚମସ୍ୱରକୁ କାମୀଜନର ମନକୁ ହର୍ଣ କରି ନ ପାରେ ? (ସମସ୍ତଙ୍କର ମନକୁ ହରଣ କରିଥାଏ ।)

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ପଣ୍ଡିତପ୍ରବରଃ କବି ଶ୍ରୀ ଶ୍ରୀ ସୁନ୍ଦରରାଜଃ କୃତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ଥିନ୍ ଶ୍ଳୋକେ ବସନ୍ତକାଳେ ଉପବନସ୍ୟ ଶୋଭା କୀଦୃଶୀ ଭବତି ତଦେବ ବର୍ଣ୍ଣିତମ୍ ।

ବସନ୍ତର୍ଥେ ଆଗ୍ରୋପବନେଷୁ ଶାଖାନ୍ତରାଳେ ଉପବିଶ୍ୟ ମରଃ କୋକିନଃ ସୁଲଳିତେନ ଗୀତସ୍ଵରେଣ ପଞ୍ଚମଂ ତାନଂ କୁର୍ବନ୍ କସ୍ୟ ରସିକସ୍ୟ ମନଃ ନ ହରତି ? ସର୍ବେଷା ଚିତ୍ତହରଣଂ କରୋତି ଇତି ରାବଂ । ଅତଃ ବସନ୍ତସ୍ୟ ପ୍ରଭାବେଣି କେବଳଂ ନ ପ୍ରକୃତିଃ ପରନ୍ତୁ ପ୍ରାଣିନଃ ପ୍ରଭାବିତା ଦୃଶ୍ୟନ୍ତେ । ବସନ୍ତକାଳେ କୋକିଳସ୍ୟ କୁହୁତାନଂ ସର୍ବେରାଂ ହୃଦୟେଷୁ କାମଭାବଂ ଜାଗରିତଂ କରୋତି । କବେ ବର୍ଣ୍ଣନମ୍ ଅତୀବ ସ୍ପୃହଣୀୟଂ ଗ୍ରହଣୀୟଂ ଚ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ପଣ୍ଡିତପ୍ରବର କବି ଶ୍ରୀ ଶ୍ରୀ ସୁନ୍ଦରରାଜ କୃତ କବିତା ସଂକଳନ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳରେ ମଦମତ୍ତ କୋକିଳର କୁହୁତାନ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।

ବସନ୍ତର ଧରାପୃଷ୍ଠରେ ଆଗମନ ମାତ୍ରକେ ଶିହରିଯାଏ ବନ ଉପବନର ପ୍ରାକୃତିକ ଶୋଭା । ରସାଳ ଆମ୍ର ଆମ୍ରରସକୁ ଭକ୍ଷଣ କରି କୋଇଲିର କଣ୍ଠ ହୁଏ ସୁମଧୁର । ଆମ୍ବର ରସ ଯେତିକି ମଧୁର ତା’ଠାରୁ ଅଧ୍ଵ ମଧୁର ପୁରୁଷ କୋକିଳର ସ୍ୱର। ସତେ ଅବା ସଙ୍ଗୀତର ସାଧନା କରେ ସେ । ସୁମଧୁର ସଙ୍ଗୀତର ପଞ୍ଚମ ସ୍ୱରକୁ କଣ୍ଠରେ ଧାରଣ କରି କୁହୁତାନ କରେ କୋକିଳ ଆଉ ଏହି ସ୍ବନ ଶ୍ରବଣରେ କେଉଁ କାମୀଜନର ଅବା ମନ ବିହ୍ବଳିତ ନ ହୁଏ । ସମସ୍ତଙ୍କର ମନ ଆନନ୍ଦରେ ବିଭୋର ହୋଇଯାଏ । ସତରେ ବସନ୍ତରେ କୋକିଳର କୁହୁତାନ କବିବରଙ୍କୁ ଯେପରି ଆକୃଷ୍ଟ କରିଛି ତାହା ବେଶ୍ ହୃଦୟସ୍ପର୍ଶୀ

ବ୍ୟାକରଣ:

ସନ୍ଧିବିଚ୍ଛେଦ – ରସାଳବୃକ୍ଷାପବନେଷୁ = ରସାଳବୃକ୍ଷ + ଉପବନେଷୁ । ଉଦଞ୍ଚୟନ୍ = ଉତ୍ + ଅଞ୍ଚୟନ୍ । ପଞ୍ଚମମଞ୍ଚେନ = ପଞ୍ଚମମ୍ + ଅଞ୍ଚନ । ହରେଜ = ହରେତ୍ + ନ ।

ସମାସ – ରସାଳବୃକ୍ଷାପବନେଷୁ = ରସାନଃ ବୃକ୍ଷ (କର୍ମଧାରୟ), ବନସ୍ୟ ସମୀପମ୍ (ଅବ୍ୟୟୀଭାବ), ରସାଳ ବୃକ୍ଷଣାମ୍ ଉପବନମ୍, ତେଷୁ (୬ଷ୍ଠୀ ତତ୍) । ରତିପ୍ରିୟସ୍ୟ = ରତିଃ ପ୍ରିୟ ଯସ୍ୟ, ତସ୍ୟ (ବହୁବ୍ରୀହିଃ) ।

ସକାରଣବିଭକ୍ତି – ରସାଳବୃଷୋପବନେଷୁ = ଅର୍ଧରଣେ ୭ମୀ । ଅଞ୍ଚେନ, ଗୀତେନ = କରଣେ ୩ୟା । କସ୍ୟ, ସମ୍ବନ୍ଧ ୬ଷ୍ଠୀ । ଚିତ୍ତମ୍ = କର୍ମଣି ୨ୟା

ପ୍ରକୃତିପ୍ରତ୍ୟୟ – ମଶଃ = ମନ୍ + କ୍ତ । ଉଦଞ୍ଚୟନ୍ = ଉତ୍ + ଅଞ୍ଚ୍ + ଶତୃ ।

ଶ୍ଳୋକ – ୮

सन्तोषकामेन परस्परेण
समेषा सायमितो जनेन
संगीतनाट्येषु कृतक्षणेन
सत्याभिधाना: क्षण्णदा: क्रियन्ते ॥ ८॥

ସନ୍ତୋଷକାମେନ ପରସ୍ପରେଣ
ସମେୟୁଷା ସାୟମିତୋ ଜନେନ ।
ସଂଗୀତନାଟ୍ୟଶ୍ରୁ କୃତକ୍ଷଣେନ
ସତ୍ୟାଭିଧାନଃ କ୍ଷଣଦଃ କ୍ରିୟନ୍ତେ ॥ ୮॥

ଶବ୍ଦାର୍ଥ – ସାୟମ୍ = ସନ୍ଧ୍ୟାକାଳରେ । ସମୟୁଷା = ସମ୍ମିଳିତ ହୋଇ। ସଙ୍ଗୀତ ନାଟୋଷୁ ନୃତ୍ୟଗୀତବାଦ୍ୟନାଟ୍ୟାଦିରେ । କୃତକ୍ଷଣେନ = ଆନନ୍ଦିତ ହୋଇ । କ୍ଷଣଦା = ରାତ୍ରି । ସତ୍ୟାଭିଧାନଃ = ଯଥାର୍ଥ ନାମରେ ।

ଅନୁବାଦ – ସନ୍ଧ୍ୟାକାଳରେ ସନ୍ତୋଷକାମୀ ଜନମାନଙ୍କର ଏଠାରେ ପରସ୍ପର ସମ୍ମିଳିତ ହୋଇ ନୃତ୍ୟବାଦ୍ୟ, ଗୀତନାଟକାଦିରେ ମନକୁ ଆନନ୍ଦିତ କରାଇ ରାତ୍ରି ନିଜର ନାମକୁ ଯଥାର୍ଥ କରିଅଛି ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ସଂସ୍କୃତସ୍ୟ ସୁପ୍ରସିଦ୍ଧ ବିଦ୍ୱାନ୍ କବି ଶ୍ରୀ ଶ୍ରୀ ସୁନ୍ଦରରାଜଃ କୃତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅତୀ ଅସ୍ମିନ୍ ଶ୍ଳୋକେ ବସନ୍ତକାଳସ୍ୟ ଉତ୍ସବମୁଖରରାତ୍ରି ପ୍ରସଙ୍ଗେ ବର୍ଣ୍ଣିତମ୍ ।

‘‘ଉତ୍ସବପ୍ରିୟା ଖକୁ ମାନବାଃ’’ । ଜନଃ ଦିବସଂ କାର୍ଯ୍ୟ କୁର୍ବନ୍ତଃ ସାୟଂକାଳେ ଶ୍ରମଲାଘବାର୍ଥୀ ନୃତ୍ୟ-ବାଦ୍ୟ-ଗୀତ- ନାଟ୍ୟଷୁ ନିମଜ୍ଜିତଃ ଭବନ୍ତି । ବସନ୍ତସନ୍ଧ୍ୟାୟ ଦୃଶ୍ୟମ୍ ଅତୀବ ମନୋରମିଂ ଭବତି । ସନ୍ଧ୍ୟାକାଳେ ସୂର୍ଯ୍ୟ ଅସ୍ତାଚଳଂ ଗତେ ବିନୋଦମ୍ ଅଭିଳଷତଃ ଜନା ପରସ୍ପରଂ ମିଳିତ୍ୱ ନୃତ୍ୟଗୀତବାଦ୍ୟନାଟ୍ୟଶୁ ଆନନ୍ଦ ପ୍ରାପ୍ୟ ରାତ୍ରେ ‘କ୍ଷଣଦା’ ଇତି ନାମ ଯଥାର୍ଥୀ କୁର୍ବନ୍ତି । ରାତ୍ରେ ଅପରଂ ନାମ କ୍ଷଣଦା ଅର୍ଥାତ୍ କ୍ଷଣମ୍ ଆମୋଦଂ ଦଦାତି ଇତି କ୍ଷଣଦା । ବସ୍ତୁତଃ କବେ ଏତାଦୃଶଂ ବର୍ଣ୍ଣନମ୍ ଅତୀବ ଭାବୋଦ୍ଦୀପକଃ ଭବତି ।

ଓଡ଼ିଆ ବ୍ୟାଖ୍ୟା – ପ୍ରୋକ୍ତ ଶ୍ଳୋକଟି ସଂସ୍କୃତର ସୁପ୍ରସିଦ୍ଧ ବିଦ୍ୱାନ୍ ତଥା କବି ଶ୍ରୀ ଶ୍ରୀ ସୁନ୍ଦରରାଜ କୃତ କବିତା ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳର ଉତ୍ସବମୁଖର ରାତ୍ରିର ବର୍ଣ୍ଣନା କରାଯାଇଅଛି ।

‘‘ଉତ୍ସବପ୍ରିୟା ଖଳୁ ମାନବା’ ଅର୍ଥାତ୍ ମନୁଷ୍ୟମାନେ ଅତ୍ୟନ୍ତ ଉତ୍ସବପ୍ରିୟ । ସାରାଦିନ ପରିଶ୍ରମ କରି ନିଜର ଶ୍ରମଲାଘବ ନିମନ୍ତେ ସନ୍ଧ୍ୟାକାଳରେ ନୃତ୍ୟ, ବାଦ୍ୟ, ଗୀତ ଓ ନାଟ ଆଦିରେ ନିମଜ୍ଜିତ ହୁଅନ୍ତି । ଏଣୁ ସନ୍ଧ୍ୟାସମୟରେ ସନ୍ତୋଷକାମୀ ଜନମାନେ ପରସ୍ପର ସମ୍ମିଳିତ ହୋଇ ନାଟମଣ୍ଡପରେ, ଆଖଡ଼ାଶାଳରେ ନାଚଗୀତରେ ମଜ୍ଜିଯା’ନ୍ତି । ଏହିପରି ଆନନ୍ଦପ୍ରଦାୟିନୀ ରାତ୍ରି କ୍ରମେ କ୍ଷଣଦା ନାମର ଯଥାର୍ଥତାକୁ ବହନ କରେ I ରାତ୍ରିର ଉତ୍ସବଦାୟିନୀ ନାମହିଁ ଯଥାର୍ଥ ହୁଏ । ଯେ ପ୍ରକାର କବି ଏ ପ୍ରସଙ୍ଗକୁ ବର୍ଣ୍ଣନା କରିଛନ୍ତି ତାହା ବେଶ୍ ମନୋଜ୍ଞ ହୋଇପାରିଛି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ସାୟମିତୋ = ସାୟମ୍ + ଇତଃ । ସତ୍ୟାଭିଧାନଃ ସତ୍ୟ + ଅଭିଧାନଃ ।

ସମାସ – ସନ୍ତୋଷକାମେନ = ସନ୍ତୋଷ କାମୟତେ ଇତି, ତେନ (ଉପପଦ ତତ୍) । କୃତକ୍ଷଣେନ = କୃତଃ କ୍ଷତଃ, ତେନ (କର୍ମଧାରୟଃ) । ସଂଗୀତନାଟ୍ୟଶ୍ରୁ = ସଗୀତଂ ଚ ନାଟ୍ୟ ଚ ତେଷୁ (ଦ୍ବନ୍ଦ୍ବ) । ସତ୍ୟାଭିଧାନଃ ଯସ୍ୟା ସା (ବହୁବ୍ରୀହିଃ) । କ୍ଷଣଦା = କ୍ଷଣଂ ଦଦାତି ଇତି (ଉପପଦ ତତ୍) ।

ସକାରଣବିଭକ୍ତି – ସନ୍ତୋଷକାମେନ, ପରସ୍ପରେଣ = କରଣେ ୩ୟା । ସଂଗୀତନାଟ୍ୟଷୁ = ଅଧିକରଣେ ୭ମୀ । କୃତକ୍ଷଣେନ, ଜନେନ = ଅନୁସ୍ତେ କର୍ଭରି ୩ୟା । କ୍ଷଣଦା, ସତ୍ୟାଭିଧାନଃ = ଉକ୍ତ କର୍ମଣି ୧ମା ।

ପ୍ରକୃତି ପ୍ରତ୍ୟୟ – କୃତ = କୃ + କ୍ତ । ସତ୍ୟ = ସତ୍ + ଯତ୍ । ସଂଗୀତ = ସମ୍ + ଗୀ + କ୍ତ ।

CHSE Odisha Class 11 Sanskrit Solutions Poem 3 वसन्तः

ଶ୍ଳୋକ – ୯

प्रदर्शिनी: प्रीतिकरीस्सुमाना-
मायोजितास्सम्प्रति तत्र तत्र ।
विलोकायन्तो युववालवृद्धाः
पौराः परां निर्वृतिमाप्नुवन्ति ॥ ९ ॥

ପ୍ରଦର୍ଶିନୀ ପ୍ରୀତିକରୀସ୍‌ମାନା –
ମାୟୋଜିତାସସଂପ୍ରତି ତତ୍ର ତତ୍ର ।
ବିଲୋକୟନ୍ତେ। ଯୁବବାଳବୃଦ୍ଧାଃ
ପୌରଃ ପରାଂ ନିର୍ବୃତିମାପୁବନ୍ତି ॥ ୯ ॥

ଅନ୍ୱୟ – ସଂପ୍ରତି ତତ୍ର ତତ୍ର ସୁମାନାମ୍ ଆୟୋଜିତା ପ୍ରୀତିକରୀ ପ୍ରଦର୍ଶିନୀ ବିଲୋକୟତଃ ଯୁବବାଳବୃଦ୍ଧା ପୌରଃ ପରମ୍ ନିର୍ବୃତିମ୍ ଆପ୍ଳାବନ୍ତି ।

ଶବ୍ଦାର୍ଥ – ସଂପ୍ରତି = ବର୍ତ୍ତମାନ । ସୁମାନାମ୍ = କୁସୁମ ବା ପୁଷ୍ପମାନଙ୍କର । ପ୍ରୀତିକରୀ = ଆନନ୍ଦକାରୀ । ପୌରା ପୁରଜନମାନେ । ପରାମ୍ = ପରମ । ନିର୍ବୃତିମ୍ = ଆନନ୍ଦକୁ ।
ଆୟୁବନ୍ତି = ପାଆନ୍ତି ।

ଅନୁବାଦ – ବର୍ତ୍ତମାନ (ବସନ୍ତକାଳରେ) ଏଠି ସେଠି ଆୟୋଜିତ ମନୋହାରୀ ପୁଷ୍ପପ୍ରଦର୍ଶନୀକୁ ଦେଖ୍ ଯୁବକ, ଶିଶୁ, ବୃଦ୍ଧ ନଗରଜନମାନେ ପରମ ଆନନ୍ଦ ପାଇଥା’ନ୍ତି ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ସଂସ୍କୃତଜ୍ଞ ବିଦ୍ୱାନ୍ କବି ଶ୍ରୀ ଶ୍ରୀ ସୁନ୍ଦରରାଜଃ ବିରଚିତଃ ଋତୁମଞ୍ଜରୀ କବିତାୟା ସଂଗୃହୀତଃ ‘ବସନ୍ତ’ ପଦ୍ୟାତ୍ ଆନୀତଃ । ଅସ୍ଥିନ୍ ଶ୍ଳୋକେ ବସନ୍ତର୍ତୀ ଅନୁଷ୍ଠିତଃ ପୁଷ୍ପପ୍ରଦର୍ଶନୀ ବିଷୟଂ ବର୍ଣ୍ଣିତମ୍ ।

ବସନ୍ତସ୍ୟ ଆଗମନେ ଧରିତ୍ରୀ ଶୋଭାମୟୀ ଭବତି । ସର୍ବତ୍ରୈବ ପୁଷ୍ପାନାଂ ସମୃଦ୍ଧି ଭବତି । ବିଭିନ୍ନେଷୁ ସ୍ଥଳେଷୁ ପୁଷ୍ପପ୍ରଦର୍ଶନୀ ନଗରବାସିନଃ ପରମମ୍ ଆନନ୍ଦ ଲଭନ୍ତେ । ପୁଷ୍ପଶୋଭାସମ୍ଭାରଃ ପରମପ୍ରୀତଃ ସନ୍ତଃ ପ୍ରକୃତ ସ୍ୱକୀୟଂ କୃତଜ୍ଞତାଂ ଜ୍ଞାପୟନ୍ତି । ଏତଦ୍ଵପ୍ରଦର୍ଶନୀ ଦୃଷ୍ଟା ମନସି ପୁଷ୍ପବୃକ୍ଷରୋପଣାର୍ଥମ୍ ଇଚ୍ଛା ଜାୟତେ I କବେ ଦୃଷ୍ଟିଭଙ୍ଗୀ ଅନନ୍ୟ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଉଦ୍ଧୃତ ଶ୍ଳୋକଟି ସଂସ୍କୃତଜ୍ଞ ବିଦ୍ୱାନ୍ କବି ଶ୍ରୀ ଶ୍ରୀ ସୁନ୍ଦରରାଜ ବିରଚିତ କବିତା ସଂକଳନ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳରେ ଅନୁଷ୍ଠିତ ପୁଷ୍ପପ୍ରଦର୍ଶନୀ ବିଷୟ ବର୍ଣ୍ଣିତ ହୋଇଅଛି ।

ବସନ୍ତର ଆଗମନରେ ଧରିତ୍ରୀ ହୁଏ ଶୋଭାବତୀ । ଚାରିଆଡେ ପ୍ରସ୍ଫୁଟିତ ହୁଏ ନାନାଜାତିର, ନାନାରଙ୍ଗର ପୁଷ୍ପସମ୍ଭାର । ଏସବୁକୁ ନେଇ ଅନୁଷ୍ଠିତ ହୁଏ ସୁନ୍ଦର ପ୍ରଦର୍ଶନୀମାନ ଯାହାକୁ ଦେଖୁ ଦର୍ଶକ ହୁଏ ବିମୋହିତ । ଏ ପ୍ରଥା ଆଜି ମଧ୍ୟ ବିଭିନ୍ନ ଯତ୍ନନେବାର ଆକାଂକ୍ଷା । କବିଙ୍କର ଦୃଷ୍ଟିଭଙ୍ଗୀ ସତରେ ଅନନ୍ୟ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରୀତିକରୀସ୍‌ମାନାମାୟୋଜିତାସ୍‌ମ୍ପ୍ରତ = ପ୍ରୀତିକରୀ + ସୁମାନାମ୍ + ଆୟୋଜିତାଃ + ସଂପ୍ରତି । ନିତିମାପ୍ରୁବନ୍ତ = ନିବୃତିମ୍ + ଆୟୁବନ୍ତି ।

ସମାସ – ପ୍ରୀତିକରୀ = ପ୍ରୀତଂ କରୋତି ଇତି (ଉପପଦ ତତ୍) । ଯୁବବାଳବୃଦ୍ଧା = ଯୁନଃ ଚ ବାଳ ଚ ବୃଦ୍ଧ ଚ (ଦ୍ବଦୁଃ) ।

ସକାରଣବିଭକ୍ତି – ସୁମାନାମ୍ = ସମ୍ବନ୍ଧ ୬ଷ୍ଠୀ । ପୌରା କଉଁରି ୧ ମା । ନିତିମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ପ୍ରୀତିଃ = ପ୍ରୀଣ୍ + ସ୍କ୍ରିନ୍ । ନିର୍ବୃତି = ନି + ବୃତ୍ + ଭିନ୍ ।

ଶ୍ଳୋକ – ୧୦

दोलोत्सवे विरचयन्ति समर्च्य कृष्णं
नृत्यन्ति संप्रति जना अथ पूर्णिमायाम् ।
होलीदिने विविधवर्णविभिन्न चूर्णै-
लिम्पन्ति बर्ष्मणि मिथः परिरभ्य दोर्भ्याम् ॥ १० ॥

ଦୋଳୋତ୍ସବେ ବିରଚୟନ୍ତ ସମର୍ଥ୍ୟ କୃଷ୍ଣ
ନୃତ୍ୟନ୍ତ ସଂପ୍ରତି ଜନା ଅଥ ପୂର୍ଣ୍ଣିମାୟାମ୍ ।
ହୋଲୀଦିନେ ବିବିଧବର୍ଣ୍ଣିବିଭିନ୍ନ ଚୂର୍ଣ୍ଣିଃ
ଲିମ୍ପତ୍ତି ବର୍ଷଣି ମିଥ ପରିରଭ୍ୟ ଦୋର୍ଜ୍ୟମ୍ ॥ ୧୦ ॥

ଅନ୍ବୟ – ପୂର୍ଣ୍ଣିମାୟାଂ ସଂପ୍ରତି ଦୋଳୋତ୍ସବେ କୃଷ୍ଣ ବିରଚୟନ୍ତି । ଅଥ ସମର୍ଥ୍ୟ ଜନଃ ନୃତ୍ୟନ୍ତି । ହୋଲୀଦିନେ ମିଶଃ ଦୋର୍ଜ୍ୟ ପରିରଭ୍ୟ ବିବିଧବର୍ତ୍ତେ ବିଭିନ୍ନଚୂ ବର୍ଷଣି ଲିମ୍ପନ୍ତି ।

ଶବ୍ଦାର୍ଥ – ସଂପ୍ରତି = ବର୍ତ୍ତମାନ । ସମର୍ଥ୍ୟ = ସମ୍ୟକ୍ ପୂଜନ କରି । ମିଥା = ପରସ୍ପର । ଦୋ = ବାହୁଦ୍ୱାରା । କୋଳାକୋଳି ହୋଇ । ବର୍ଷଣି = ଶରୀରରେ । ଲିମ୍ପନ୍ତି = ଲେପନ କରନ୍ତି ।

ସଂସ୍କୃତ ବ୍ୟାଖ୍ୟା – ଶଂସିତଃ ଶ୍ଳୋକଃ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ମହାନ୍ ସଂସ୍କୃତବିଦ୍ୱାନ୍ ଶ୍ରୀ ଶ୍ରୀ ସୁନ୍ଦରରାଜଃ ବିରଚିତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ଥିନ୍ ଶ୍ଳୋକେ ବସନ୍ତକାଳେ ଦୋଳୋତ୍ସବସ୍ୟ ବର୍ଣ୍ଣନଂ ଭବଢି ।

ବସନ୍ତକାଳେ ନ କେବଳଂ ପ୍ରାକୃତିକୀ ଶୋଭା ଅପିତୁ ସାଂସ୍କୃତିକୋତ୍ସବଂ ପରିପାଳଂତେ । ବସନ୍ତେ ଦୋଳୋତ୍ସତଃ ଅନୁଷ୍ଠିତ୍ୟେ ଦୋଳପୂର୍ଣ୍ଣିମାୟାଂ ଜନଃ କୃଷ୍ଣ ନାନା ବସ୍ତ୍ରାଦିଭିଂ ବିରଚୟନ୍ତି । ତଦନନ୍ତରଂ ତଂ ସମର୍ତ୍ତ୍ୟ ବିମାନୋପରି ସଂସ୍ଥାମ୍ୟ ନୃତ୍ୟନ୍ତ । କୃଷ୍ଣାନୁରାଗ ସର୍ବତ୍ର ବ୍ୟାୟୋତି । ଅତଃ ହୋଲୀଦିନେ ବାହୁଦ୍ଵୟେନ ଜନଃ ପରସ୍କରମ୍ ଆଲିଙ୍ଗା ନାନା ବହିଃ ଚୂର୍ଣ୍ଣେ ଦେହେ ଲିମ୍ଫନ୍ତି । ଅସ୍ମାକଂ ଦେଶ/ହୋଲୀଉତ୍ସବାଃ ରଙ୍ଗସ୍ୟ ଉତ୍ସବ ଏକତା ମୈତ୍ରା ଚ ଉତ୍ସବାଃ ରୂପେଣ ପରିପାଲ୍ୟତେ । ସଂସ୍କୃତୌ ଅପି ବସନ୍ତସ୍ୟ ଶୋଭା ପରଲକ୍ଷିତଂ ଭବତି ।

ଓଡ଼ିଆ ବ୍ୟାଖ୍ୟା – ଶଂସିତ ଶ୍ଳୋକଟି ମହାନ୍ ସଂସ୍କୃତ ବିଦ୍ୱାନ୍ ଶ୍ରୀ ଶ୍ରୀ ସୁନ୍ଦରରାଜ ବିରଚିତ କବିତା ସଂକଳନ ଋତୁମଞ୍ଜରୀରୁ ସଂଗୃହୀତ ‘ବସନ୍ତଃ’ ପଦ୍ୟରୁ ଆନୀତ । ଏଠାରେ ବସନ୍ତକାଳରେ ଦୋଳୋତ୍ସବର ବର୍ଣ୍ଣନା କରାଯାଇଅଛି ।

ମାନବ ଜୀବନରେ ବିବିଧ ସାଂସ୍କୃତିକ ଉତ୍ସବମାନ ପାଳନ କରାଯାଇଥାଏ । ତନ୍ମଧ୍ୟରୁ ହୋଲିକୋତ୍ସବ ଅନ୍ୟତମ । ଏହା ପୂର୍ଣ୍ଣିମା ତିଥିରେ ଦୋଳୋତ୍ସବ ପାଳନ କରାଯାଏ । ଏହି ଉତ୍ସବରେ କୃଷ୍ଣଙ୍କର ପୂଜା ଓ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ । ଲୋକମାନଙ୍କୁ ମଧ୍ଯ କୃଷ୍ଣ ବେଶରେ ସଜାଇ ଦିଆଯାଏ । ଲୋକେ କୃଷ୍ଣଙ୍କର ପୂଜାର୍ଚ୍ଚନା କରି ନାଚଗୀତ କରନ୍ତି । ହୋଲିଉତ୍ସବ ପାଳନ ନିମନ୍ତେ ପରସ୍ପର ସମ୍ମିଳିତ ହୋଇ ହାତରେ ହାତ ଛନ୍ଦି କୋଳାକୋଳି ହୋଇ ବିଭିନ୍ନ ରଙ୍ଗ ଓ ଅବିରକୁ ନିଜ ଶରୀରରେ ବିଲେପନ କରନ୍ତି । ଏହା ରଙ୍ଗର ଉତ୍ସବ ତଥା ଏକତା ଓ ମୈତ୍ରୀର ଉତ୍ସବରୂପେ ପରିପାଳିତ ହୁଏ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଦୋଳୋତ୍ସବେ = ଦୋଳ + ଉତ୍ସବେ । ବିବିଧବର୍ଷବିଭିନ୍ନଚୂର୍ଣ୍ଣେର୍ଲିମ୍ପତ୍ତି = ବିବିଧବର୍ଣ୍ଣବିଭିନ୍ନଚୂଷ୍ଠି + ଲିମ୍ପନ୍ତି ।

ସମାସ – ଦୋଳୋତ୍ସବେ = ଦୋଳାୟଃ ଉତ୍ସବାଃ, ତସ୍ମିନ୍ (୬ଷ୍ଠୀ ତତ୍) । ହୋଲୀଦିନେ = ହୋଲ୍ୟା ଦିନଂ, ୬ଷ୍ଠୀ ତତ୍) ।

ସକାରଣବିଭକ୍ତି – ପୂର୍ଣ୍ଣିମାୟାମ୍ = ଅଧିକରଣେ ୭ମୀ । ଦୋଳୋତ୍ସବେ = ଅଧିକରଣେ ୭ମୀ। କୃଷ୍ଣମ୍ = କର୍ମଣି = ୨ୟା । ବିବିଧବୟଃ, ବିଭିନ୍ନରୂ = କରଣେ ୩ୟା । ବର୍ଷଣି = ଅଧୂକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ସମର୍ଥ୍ୟ = ସମ୍ + ଅର୍ଥ + ଲ୍ୟାପ୍ । ପରିରଭ୍ୟ = ପରି + ରଭ୍ + ଲ୍ୟାପ୍ ।

ଶ୍ଳୋକ – ୧୧

संजाता: स्मरविवशा: स्त्रिय: पुमांस:
द्विपदश्च प्रणयभराश्चतुष्पदश्च ।
विश्वस्मिन् विकचसुमैरनेकवर्णे
नन्दन्ति प्रबलमदा वसन्तकाले ॥ ११ ॥

ସଂଜାତଃ ସ୍ମରବିବଶଃ ପ୍ରିୟଃ ପୁମାଂଧଃ
ଦ୍ବିପଦଶ୍ଚ ପ୍ରଣୟଭରାଶ୍ଚତୁଷ୍ପଦଶ୍ଚ ।
ବିଶ୍ଵସ୍ମିନ୍ ବିକଚସୁମେରନେକବର୍ଷେ
ନନ୍ଦନ୍ତି ପ୍ରବଳମଦା ବସନ୍ତକାଳେ ।। ୧୧ ।।

ଅନ୍ୱୟ – ପ୍ରିୟଃ ପୁମାଂଧଃ ତଂ ସ୍ମରବିବଶଃ ସଂଜାତା । ଦ୍ବିପଦଃ ଚ ଚତୁଷ୍ପଦଃ ଚ ପ୍ରଣୟଭରା (ସଂଜାତାଃ) । ବସନ୍ତକାଳେ

ଶବ୍ଦାର୍ଥ – ପ୍ରିୟ = ସ୍ତ୍ରୀମାନେ । ପୁମାଂନଃ = ପୁରୁଷମାନେ । ସ୍ମରବିବଶଃ = କାମବିବଶ । ଦ୍ବିପଦଃ = ଦୁଇପାଦ ଥ‌ିବା ପ୍ରାଣୀ, ମନୁଷ୍ୟ, ପକ୍ଷୀ ଆଦି । ଚତୁଷ୍ପଦଃ ଚାରିପାଦ ଥ‌ିବା ପ୍ରାଣୀ, ବ୍ୟାଘ୍ର, ମୃଗାଦି । ବିକଚ = ପ୍ରସ୍ଫୁଟିତ । ସୁମିଂ କୁସୁମଦ୍ୱାରା । ନନ୍ଦନ୍ତି = ଆନନ୍ଦିତ ହୁଅନ୍ତି ।

ଅନୁବାଦ – ସ୍ତ୍ରୀ ଓ ପୁରୁଷମାନେ କାମବିହ୍ବଳ ହୋଇଯା’ନ୍ତି । ଦୁଇପାଦ ଥ ଓ ଚାରିପାଦ ଥ‌ିବା ପ୍ରାଣୀମାନେ ଆନନ୍ଦପୂର୍ଣ୍ଣ ହୁଅନ୍ତି । ବସନ୍ତକାଳର ପ୍ରବଳ ମାଦକତାରେ ଏହି ବିଶ୍ବ ବିବିଧବର୍ଣ୍ଣର ପ୍ରସ୍ଫୁଟିତ ପୁଷ୍ପସଂଭାରଦ୍ଵାରା ଆନନ୍ଦକର ହୋଇଥାଏ ।

ସଂସ୍କୃତ ବ୍ୟାଖ୍ୟା – ଶ୍ଳୋକୋଽୟଂ ପଠିତଃ ସଂସ୍କୃତପ୍ରଭା ପୁସ୍ତକସ୍ଥ ମହାପଣ୍ଡିତଃ କବି ଶ୍ରୀ ଶ୍ରୀ ସୁନ୍ଦରରାଜଃ ବିରଚିତଃ ଋତୁମଞ୍ଜରୀ କବିତାୟାଂ ସଂଗୃହୀତଃ ‘ବସନ୍ତଃ’ ପଦ୍ୟାତ୍ ଆନୀତଃ । ଅତ୍ର ଅସ୍ଥିନ୍ ଶ୍ଳୋକେ ବସନ୍ତକାଳସ୍ୟ ମହରଂ ବର୍ଣ୍ଣିତମ୍ ।

ବସନ୍ତକାଳେ ପ୍ରାଣିନାଂ ଚିତ୍ତବିକାରଂ କଣଂ ଭବତଂ ତଦେବ ବର୍ଣ୍ଣିତମ୍ । କବିଂ କଥୟତି ଯତ୍ ଯଦା ଧରାତଳେ ବସନ୍ତସ୍ୟ ସମାଗମଃ ଭବତି ତଦା ପ୍ରିୟଃ ପୁରୁଷା ଚ କାମେନ ବଶୀଭୂତା ଭବନ୍ତି । ଦ୍ବିପଦଃ ଚତୁଷ୍ପଦଃ ପ୍ରାଣିନଃ ଅପି ସକଳେ ଜଗତି ଅନେକ ବର୍ଣ୍ଣାନାଂ ପୁଷ୍ପାନାଂ ବିକସନାତ୍ ଅତିପ୍ରମତ୍ତା ପ୍ରାଣିନଃ ଆନନ୍ଦନ ବିହ୍ଵଳଃ ଭବନ୍ତି । ଅତଃ ସୋଽୟଂ ଉଚ୍ଚୈଃ ଯଥା – ‘ଋତୁନାଂ କୁସୁମାକରଃ’ ଇତି ।

ଓଡ଼ିଆ ବ୍ୟାଖ୍ୟା – ଉକ୍ତ ଶ୍ଳୋକଟି ପଠିତ ସଂସ୍କୃତପ୍ରଭା ପୁସ୍ତକର ପଦ୍ୟଭାଗସ୍ଥ ‘ବସନ୍ତଃ’ ପଦ୍ୟରୁ ଆସିଅଛି । ଏହାର ରଚୟିତା କବି ଶ୍ରୀ ଶ୍ରୀ ସୁନ୍ଦରରାଜ ଏଠାରେ ବସନ୍ତଋତୁର ମହାନତା ବିଷୟ ଉଲ୍ଲେଖ କରିଛନ୍ତି ।

ଭଗବାନ୍ ଯଥାର୍ଥରେ ଗୀତାରେ କହିଛନ୍ତି ଯେ – ‘ହେ ଅର୍ଜୁନ, ମୁଁ ହେଉଛି ଶ୍ରେଷ୍ଠ, ଆଉ ଋତୁମାନଙ୍କ ମଧ୍ୟରେ ମୁଁ ବସନ୍ତ ଋତୁ ଅର୍ଥାତ୍ ଋତୁନାଂ କୁସୁମାକରଃ ।’’ ସତରେ ଧରାପୃଷ୍ଠରେ ବସନ୍ତର ଆଗମନରେ ଚତୁର୍ଦ୍ଦିଗ ମହକିଯାଏ । ନବପଲ୍ଲବ ଓ ପୁଷ୍ପଦ୍ବାରା ପ୍ରାକୃତିକ ପରିବେଶ ବିମଣ୍ଡିତ ହୁଏ । ପୁରୁଷ ଓ ସ୍ତ୍ରୀଲୋକମାନେ ବସନ୍ତକାଳରେ କାମବିହ୍ଵଳ ହୋଇ ବିବିଧ ଭାବନାରେ ନିମଗ୍ନ ହୁଅନ୍ତି । ଦୁଇପାଦ ଓ ଚାରିପାଦ ଥ‌ିବା ପ୍ରାଣୀମାନେ ସ୍ନେହ ଓ ପ୍ରେମରେ ପରିପୂର୍ଣ୍ଣ ହୋଇଯାଆନ୍ତି । ବସନ୍ତକାଳରେ ପୃଥ‌ିବୀର ନାନାବର୍ଣ୍ଣର ପୁଷ୍ପମାନ ବିକଶିତ ହୋଇ ସମସ୍ତଙ୍କୁ ଆନନ୍ଦିତ କରିଥା’ନ୍ତି ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଦ୍ବିପଦଶ୍ଚ = ଦ୍ବିପଦଃ + ଚ । ପ୍ରଣୟଭରାଶ୍ଚତୁଷ୍ପଦଶ୍ଚ = ପ୍ରଣୟଭରା + ଚତୁଃ + ପଦଃ + ଚ । ବିକଚସୁମେରନେକବର୍ଷେ = ବିକଚସୁମଃ + ଅନେକବର୍ଷେ ।

ସମାସ – ସ୍ମରବିବଶଃ = ସ୍ମରେଣ ବିବଶଃ (୩ୟା ତତ୍) । ପ୍ରଣୟଭରା = ପ୍ରଣୟେ ଭରା (୭ମୀ ତତ୍) । ପ୍ରବଳମଦା = ପ୍ରବଳା ମହାଃ (କର୍ମଧାରୟ) । ଅନେକବର୍ଷେ = ନ ଏକ (ନୡ ତତ୍) ଅନେକା ବର୍ଚ୍ଛା, ତସ୍ମି (କର୍ମଧାରୟ) । ବିକବସୁମୈ = ବିକଚାନି ସୁମାନି ତୋ (କର୍ମଧାରୟ) ।

ସକାରଣବିଭକ୍ତି – ବସନ୍ତକାଳେ = ଅଧ୍ଵରଣେ ୭ମୀ । ଅନେକବ, ବିକଚସୁମୈ = କରଣେ ୩ୟା ।

ପ୍ରକୃତିପ୍ରତ୍ୟୟ – ନନ୍ଦନ୍ତି = ନନ୍ଦ୍ + ଝି ।

Leave a Comment