BSE Odisha 9th Class Sanskrit Grammar Book Solutions Download Pdf

BSE Odisha Class 9 Sanskrit Grammar Book Solutions Pdf Download

BSE Odisha 9th Class Sanskrit Learn and Practise Grammar Book Solutions Download Pdf | 9th Class Sanskrit Grammar Question Answers Odia Medium

BSE Odisha 9th Class Sanskrit Grammar Book Distribution of Marks

Latest/Revised Pattern of Evaluation & Distribution of Marks for the Current Academic Session & Onwards as Prescribed by BSE, Odisha [Third Language Sanskrit (TLS)]

Part-I (Objective)
1. ପ୍ରଦତ୍ତ ଅନୁଚ୍ଛେଦକୁ ଆଧାର କରି ୪ ଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ଶୁଦ୍ଧ ଉତ୍ତର ନିର୍ଣ୍ଣୟ କରିବାପାଇଁ ୫ଟି ପ୍ରଶ୍ନ ପଚରାଯିବ। (1 × 5 = 5)
2. ଗଦ୍ୟ ବିଭାଗରୁ ସକାରଣ ବିଭକ୍ତି ନିରୂପଣ ପାଇଁ ରେଖାଙ୍କିତ ୫ଟି ପଦସ୍ଥଳିରେ ଉତ୍ତର ନିରୂପଣ କରାଯିବ। (1 × 5 = 5)
3. ଗଦ୍ୟ ବିଭାଗରୁ ୫ଟିର ସନ୍ଧିବିଧାନ ପାଇଁ ପ୍ରଶ୍ନ ଦିଆଯିବ। (1 × 5 = 5)
4. ପଦ୍ୟ ବିଭାଗରୁ ୫ଟିର ସନ୍ଧିବିଚ୍ଛେଦ ପାଇଁ ପ୍ରଶ୍ନ ଦିଆଯିବ। (1 × 5 = 5)
5. ବ୍ୟାକରଣ ପୁସ୍ତକରୁ ୫ଟିର ଶବ୍ଦରୂପଗତ ପ୍ରଶ୍ନ ଦିଆଯିବ। (1 × 5 = 5)
6. ବ୍ୟାକରଣ ପୁସ୍ତକରୁ ୫ଟିର ଧାତୁରୂପଗତ ପ୍ରଶ୍ନ ଦିଆଯିବ। (1 × 5 = 5)
7. ବ୍ୟାକରଣ ପୁସ୍ତକର ‘ପଦପ୍ରକାରଣ’ରେ ଥ‌ିବା ‘ଅବ୍ୟୟ ପଦ’ ଓ ‘କାରକ – ବିଭକ୍ତି’ ଆଧାରରେ ୫ଟି ପଦ ପ୍ରୟୋଗ କରି ୫ଟି ପୃଥକ୍ ବାକ୍ୟ ରଚନା କରିବାପାଇଁ ପ୍ରଶ୍ନ ଦିଆଯିବ। (1 × 5 = 5)
8. ‘ଣ’ତ୍ବ ବିଧ, ‘ଷ’ତ୍ବ ବିଧ୍ ଓ କାରକ-ବିଭକ୍ତିରୁ ଅଶୁଦ୍ଧି ସଂଶୋଧନ ପାଇଁ ୫ଟି ବାକ୍ୟ ଦିଆଯିବ। ପ୍ରତି ବାକ୍ୟରେ ଗୋଟିଏ ଅଶୁଦ୍ଧ-ସ୍ଥଳ ରହିବ। ରେଖାଙ୍କିତ ସ୍ଥଳରେ ସଂଶୋଧନ କରାଯିବ। (1 × 5 = 5)
9. ଗଦ୍ୟ ବିଭାଗରୁ ୫ଟି ବାକ୍ୟରୁ ୫ଟି ରେଖାଙ୍କିତ ପଦର ଅର୍ଥ ପ୍ରକାଶନ ପାଇଁ ପ୍ରଶ୍ନ ଦିଆଯିବ। ଯଥା – ପିତାମହୀ ପୂର୍ବବତ୍ ଶନଃ ଉପବିଶତି। ଉତ୍ତର – ପିତାଙ୍କର ମାତା (1 × 5 = 5)
10. ଗଦ୍ୟ ବିଭାଗରୁ ୫ଟି ବାକ୍ୟ ଦିଆଯିବ। ରେଖାଙ୍କିତ ପଦକୁ ଦୃଷ୍ଟିରେ ରଖୁ ପ୍ରଶ୍ନ ନିର୍ମାଣ କରାଯିବ।
ଉଦାହରଣ – ତତଃ ମଣ୍ଡୁକଃ ଅବଦତ୍। ଉତ୍ତର – ତତଃ କଃ ଅବଦତ୍? (1 × 5 = 5)
Total = 50 Marks

Part-II (Subjective)
1. ଗଦ୍ୟ ବିଭାଗରୁ ୩ଟି ବାକ୍ୟରେ ୨ଟିର ଉତ୍ତର ଦେବାକୁ ପ୍ରଶ୍ନ ଦିଆଯିବ। ‘କ’ ଓ ‘ଖ’ରୁ ବିକଳ୍ପ ପ୍ରଶ୍ନ ଦିଆଯିବ। (2 × 5 = 10)
2. ପଦ୍ୟ ବିଭାଗରୁ ୩ଟି ବାକ୍ୟରେ ୨ଟିର ଉତ୍ତର ଦେବାକୁ ପ୍ରଶ୍ନ ଦିଆଯିବ। ‘କ’ ଓ ‘ଖ’ରୁ ବିକଳ୍ପ ପ୍ରଶ୍ନ ଦିଆଯିବ। (2 × 5 = 10)
3. ଗଦ୍ୟ ବିଭାଗରୁ ୫ଟିର ସଂକ୍ଷିପ୍ତ ଉତ୍ତର ଦେବାକୁ ପ୍ରଶ୍ନ ଦିଆଯିବ। (2 × 5 = 10)
4. ପଦ୍ୟ ବିଭାଗରୁ ୫ଟିର ସଂକ୍ଷିପ୍ତ ଉତ୍ତର ଦେବାକୁ ପ୍ରଶ୍ନ ଦିଆଯିବ। (2 × 5 = 10)
5. ମାତୃଭାଷାରୁ ୮ଟି ବାକ୍ୟରୁ ୫ଟି ବାକ୍ୟର ସଂସ୍କୃତରେ ଅନୁବାଦ କରିବାକୁ ଦିଆଯିବ (2 × 5 = 10)
Total = 50 Marks

Leave a Comment