Odisha State Board CHSE Odisha Class 12 Logic Solutions Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି Objective Questions.
CHSE Odisha Class 12 Logic Unit 2 Objective Questions in Odia Medium
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ଆରିଷ୍ଟଲ୍ ମୌଳିକ ନିୟମ ଅନୁଯାୟୀ କେଉଁ ସଂସ୍ଥାନଟି ନିଘୋଷ ସଂସ୍ଥାନ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ
2. ‘ସାମେଷ୍ଟ୍ରେସ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
3. ‘ସେସାରୋ’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧନ୍ୟାୟ ରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
4. ‘ବାରୋକୋ’ (ଫାକ୍କୋ) ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
5. ‘ଫେଷ୍ଟିନୋ’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
6. ‘ଡିସାମିସ୍’ ସାକ୍ଷାତ୍ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂମାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
7. ‘ଡାଟିସି’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
8. ‘ଡିସାମିସ୍’ ସାକ୍ଷାତ୍ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂମାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
9. ‘ଫେଲାପ୍ଟୋନ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
10. ‘ଫେରିସୋନ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
11. ବୋକାର୍ଡ଼ (ଡାକ୍ମୋସ୍କ)କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
12. ‘ବ୍ରାମାଣ୍ଟିପ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧନ୍ୟାୟ ରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(କ) ବାର୍ବାରା
13. ‘ସାମେନେସ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
14. ‘ଫେସାପୋ’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ।
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
15. ‘ଫ୍ରେସିସୋନ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
16. ‘ଡିମାରିସ୍’କୁ ସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
17. ‘ସାମେଷ୍ଟ୍ରେସ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
18. ‘ସେସାରେ’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
19. ‘ଫେଷ୍ଟିନୋ’କୁ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
20. ‘ବାରୋକୋ’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(କ) ବାର୍ବାରା
21. ‘ଡାରାପ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
22. ‘ଡିସାମିସ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
23. ‘ଡାଟିସି’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଘ) ଫେରିଓ
24. ‘ଫେଲାପ୍ଟୋନ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(କ) ବାର୍ବାରା
25. ‘ବୋକା’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(କ) ବାର୍ବାରା
26. ‘ଫେରିସୋନ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
27. ‘ବ୍ରାମାଣ୍ଟିପ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
28. ‘ସାମେନେସ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ
29. ‘ଡିମାରିସ୍’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଖ) ସେଲାରେଣ୍ଟ୍
30. ‘ଫେସାପୋ’କୁ ଅସାକ୍ଷାତ୍ ରୂପାନ୍ତରୀକରଣରେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(କ) ବାର୍ବାରା
31. ‘ଫ୍ରେସିସୋନ୍’କୁ ଅସାକ୍ଷାତ୍ ରୂପାନ୍ତରୀକରିଗଲେ କେଉଁ ସିଦ୍ଧ ନ୍ୟାୟରୂପକୁ ରୂପାନ୍ତରିତ କରିହୁଏ ?
(କ) ବାର୍ବାରା
(ଖ) ସେଲାରେଣ୍ଟ୍
(ଗ) ଡାରିଇ
(ଘ) ଫେରିଓ
Answer:
(ଗ) ଡାରିଇ ବା (ଖ) ସେଲାରେଣ୍ଟ୍
32. ଯେଉଁ ତ୍ରିପଦୀଯୁକ୍ତିର ଅବୟବଗୁଡ଼ିକ ଗୋଟିଏ ପ୍ରକାରର ତର୍କବାକ୍ୟ ଅର୍ଥାତ୍ ତିନୋଟିଯାକ ତର୍କବାକ୍ୟ ନିରପେକ୍ଷ ଅଥବା ପ୍ରାକଳ୍ପିକ ଅଥବା ବୈକଳ୍ପିକ, ତାହାକୁ କେଉଁ ଯୁକ୍ତି କୁହାଯାଏ ?
(କ) ମିଶ୍ର
(ଖ) ଅବିମିଶ୍ର
(ଗ) ପ୍ରାକଳ୍ପିକ
(ଘ) କୌଣସିଟି ନୁହେଁ
Answer:
(ଖ) ଅବିମିଶ୍ର
33. ଯେଉଁ ତ୍ରିପଦୀଯୁକ୍ତିର ଅବୟବ ତ୍ରୟରେ ଏକାଧିକ ପ୍ରକାରର ତର୍କବାକ୍ୟ ବ୍ୟବହୃତ ହୋଇଥାଏ, ତାହାକୁ କେଉଁ ଯୁକ୍ତି କୁହାଯାଏ ?
(କ) ଅବିମିଶ୍ର
(ଖ) ମିଶ୍ର
(ଗ) ପ୍ରାକଳ୍ପିକ
(ଘ) ନିରପେକ୍ଷ
Answer:
(ଖ) ମିଶ୍ର
34. ମିଶ୍ର ତ୍ରିପଦୀଯୁକ୍ତି କେତେ ପ୍ରକାରର ଅଟେ ?
(କ) ୩
(ଖ) ୪
(ଗ) ୫
(ଘ) ୬
Answer:
(ଖ) ୪
35. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧ୍ୟାବୟବ ବା ପ୍ରଧାନ ହେତୁବାକ୍ୟ ପ୍ରାକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଓ ସିଦ୍ଧାନ୍ତ ମଧ୍ୟ ନିରପେକ୍ଷ ଅଟେ, ତାହାକୁ କେଉଁ ମିଶ୍ର ତ୍ରିପଦୀଯୁକ୍ତି କୁହାଯାଏ ?
(କ) ବୈକଳ୍ପିକ-ନିରପେକ୍ଷ
(ଖ) ବିଯୋଜକ-ନିରପେକ୍ଷ
(ଗ) ଦ୍ବିଶୃଙ୍ଗକ
(ଘ) ପ୍ରାକଳ୍ପିକ-ନିରପେକ୍ଷ
Answer:
(ଘ) ପ୍ରାକଳ୍ପିକ-ନିରପେକ୍ଷ
36. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ସାଧାବୟବ ବା ପ୍ରଧାନ ହେତୁବାକ୍ୟ କି ପ୍ରକାର ତର୍କବାକ୍ୟ ଅଟେ ?
(କ) ବୈକଳ୍ପିକ
(ଖ) ନିରପେକ୍ଷ
(ଗ) ବିଯୋଜକ
(ଘ) ପ୍ରାକଳ୍ପିକ
Answer:
(ଘ) ପ୍ରାକଳ୍ପିକ
37. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ପକ୍ଷାବୟବ ବା ଅପ୍ରଧାନ ହେତୁବାକ୍ୟ କି ପ୍ରକାରର ତର୍କବାକ୍ୟ ଅଟେ ?
(କ) ବୈକଳ୍ପିକ
(ଖ) ପ୍ରାକଳ୍ପିକ
(ଗ) ନିରପେକ୍ଷ
(ଘ) କୌଣସିଟି ନୁହେଁ
Answer:
(ଗ) ନିରପେକ୍ଷ
38. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ସିଦ୍ଧାନ୍ତ କି ପ୍ରକାରର ତର୍କବାକ୍ୟ ଅଟେ ?
(କ) ନିରପେକ୍ଷ
(ଖ) ପ୍ରାକଳ୍ପିକ
(ଗ) ବୈକଳ୍ପିକ
(ଘ) ବିଯୋଜକ
Answer:
(କ) ନିରପେକ୍ଷ
39. ମିଶ୍ର ପ୍ରାକଵିକ-ନିରପେକ୍ଷ ଯୁକ୍ତିର ୧ମ ନିୟମ ଅନୁଯାୟୀ ପକ୍ଷାବୟବରେ ପୂର୍ବଗକୁ ସ୍ଵୀକାର କଲେ ସିଦ୍ଧାନ୍ତରେ ଅନୁଗକୁ ସ୍ୱୀକାର କରିହୁଏ । ମାତ୍ର ଏହାର ବିପରୀତ ସମ୍ଭବ ନୁହେଁ । କିନ୍ତୁ ପକ୍ଷାବୟବର ସାଧାବୟବର ଅନୁଗକୁ ସ୍ଵୀକାର କରି ସିଦ୍ଧାନ୍ତରେ ପୂର୍ବଗକୁ ସ୍ଵୀକାର କରିବା ଯୁକ୍ତିସଙ୍ଗତ ନୁହେଁ । ମାତ୍ର ଏହି ନିୟମକୁ ଲଙ୍ଘନ କଲେ କେଉଁ ଦୋଷ ଜାତ ହୁଏ ?
(କ) ଅନୁଗ ସ୍ଵୀକୃତିଭିତ୍ତିକ ଦୋଷ
(ଖ) ପୂର୍ବଗାସ୍ଵୀକୃତି ଭିତ୍ତିକ ଦୋଷ
(ଗ) ଅସ୍ଵୀକରଣେ ଅସ୍ଵୀକରଣ ଦୋଷ
(ଘ) କୌଣସିଟି ନୁହେଁ
Answer:
(କ) ଅନୁଗ ସ୍ଵୀକୃତିଭିତ୍ତିକ ଦୋଷ
40. ଯଦି ପ୍ରଧାନ ହେତୁବାକ୍ୟର ଅନୁଗକୁ ଅପ୍ରଧାନ ହେତୁବାକ୍ୟରେ ଅସ୍ବୀକାର କରାଯାଏ ତେବେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ; କିନ୍ତୁ ଏହାର ବିପରୀତ ବିଧାନ ଗ୍ରହଣୀୟ ନୁହେଁ । ଏହି ନିୟମକୁ ଲଙ୍ଘନ
କଲେ କିପ୍ରକାର ଦୋଷ ଜାତ ହୁଏ ?
(କ) ଅନୁଗାସ୍ଵୀକୃତିଭିରିକ ଦୋଷ
(ଖ) ପୂର୍ବଗାସ୍ଵୀକୃତିଭିତ୍ତିକ ଦୋଷ
(ଗ) ପଦଜନିତ ଦୋଷ
(ଘ) ସମସ୍ତ ଉତ୍ତର ଯଥାର୍ଥ ଅଟେ ।
Answer:
(ଖ) ପୂର୍ବଗାସ୍ଵୀକୃତିଭିତ୍ତିକ ଦୋଷ
41. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ବୈକଳ୍ପିକ ଓ ଅପର ହେତୁବାକ୍ୟଟି ନିରପେକ୍ଷ, ତାହାକୁ କ’ଣ କୁହାଯାଏ ?
(କ) ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି
(ଖ) ବୈକଳ୍ପିକ-ନିରପେକ୍ଷ ଯୁକ୍ତି
(ଗ) ବିଯୋଜକ-ନିରପେକ୍ଷ ଯୁକ୍ତ
(ଘ) ନିରପେକ୍ଷ ଯୁକ୍ତି
Answer:
(ଖ) ବୈକଳ୍ପିକ-ନିରପେକ୍ଷ ଯୁକ୍ତି
42. ମିଶ୍ର ବୈକଳ୍ପିକ -ନିରପେକ୍ଷ ଯୁକ୍ତିର ପ୍ରଧାନ ହେତୁବାକ୍ୟ କ’ଣ ହୋଇଥାଏ ?
(କ) ନିରପେକ୍ଷ
(ଖ) ବିଯୋଜକ
(ଗ) ବୈକଳ୍ପିକ
(ଘ) ସମସ୍ତ ପ୍ରକାର
Answer:
(ଗ) ବୈକଳ୍ପିକ
43. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତିର ଅପ୍ରଧାନ ହେତୁବାକ୍ୟ କ’ଣ ହୋଇଥାଏ ?
(କ) ବିଯୋଜକ
(ଖ) ବୈକଳ୍ପିକ
(ଗ) ନିରପେକ୍ଷ
(ଘ) ସମସ୍ତ ପ୍ରକାର
Answer:
(ଗ) ନିରପେକ୍ଷ
44. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ପ୍ରଧାନ ହେତୁବାକ୍ୟ ବିଯୋଜକ ତର୍କବାକ୍ୟ, ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ମଧ୍ୟ ନିରପେକ୍ଷ ତର୍କବାକ୍ୟ ଅଟେ, ତାହାକୁ କି ପ୍ରକାର ଯୁକ୍ତି କୁହାଯାଏ ?
(କ) ପ୍ରାକଳ୍ପିକ-ନିରପେକ୍ଷ
(ଖ) ବୈକଳ୍ପିକ-ନିରପେକ୍ଷ
(ଗ) ବିଯୋଜକ-ନିରପେକ୍ଷ
(ଘ) ନିରପେକ୍ଷ
Answer:
(ଗ) ବିଯୋଜକ-ନିରପେକ୍ଷ
45. ଯଦି କ ଖ ହୁଏ, ଗ ଘ ହୁଏ ।
କ ଖ ହୁଏ ।
________________________________
∴ ଗ ଘ ହୁଏ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ପ୍ରାକଳ୍ପିକ-ନିରପେକ୍ଷ
(ଖ) ବୈକଳ୍ପିକ-ନିରପେକ୍ଷ
(ଗ) ବିଯୋଜକ-ନିରପେକ୍ଷ
(ଘ) କୌଣସିଟି ନୁହେଁ
Answer:
(କ) ପ୍ରାକଳ୍ପିକ-ନିରପେକ୍ଷ
46. ‘କ’ ହୁଏତ ଖ କିମ୍ବା ଗ ।
କ ଖ ନୁହେଁ ।
___________________________
∴ କ ଗ ଅଟେ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ପ୍ରାକଳ୍ପିକ-ନିରପେକ୍ଷ
(ଖ) ବୈକଳ୍ପିକ-ନିରପେକ୍ଷ
(ଗ) ବିଯୋଜକ-ନିରପେକ୍ଷ
(ଘ) କୌଣସିଟି ନୁହେଁ
Answer:
(ଖ) ବୈକଳ୍ପିକ-ନିରପେକ୍ଷ
47. ‘କ’ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
_________________________________
∴ କ ଗ ନୁହେଁ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ପ୍ରାକଳ୍ପିକ-ନିରପେକ୍ଷ
(ଖ) ବୈକଳ୍ପିକ-ନିରପେକ୍ଷ
(ଗ) ବିଯୋଜକ-ନିରପେକ୍ଷ
(ଘ) ନିରପେକ୍ଷ
Answer:
(ଖ) ବୈକଳ୍ପିକ-ନିରପେକ୍ଷ
48. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି ଓ ଅପର ହେତୁବାକ୍ୟଟି ଗୋଟିଏ ବୈକଳ୍ପିକ ତର୍କବାକ୍ୟ, ତାହାକୁ କିପ୍ରକାର ଯୁକ୍ତି କୁହାଯାଏ ?
(କ) ପ୍ରାକଳ୍ପିକ-ନିରପେକ୍ଷ
(ଖ) ବୈକଳ୍ପିକ-ନିରପେକ୍ଷ
(ଗ) ବିଯୋଜକ-ନିରପେକ୍ଷ
(ଘ) କୂଟନ୍ୟାୟ
Answer:
(ଘ) କୂଟନ୍ୟାୟ
49. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟ ଦୁଇଟି କି ପ୍ରକାର ତର୍କବାକ୍ୟର ସମଷ୍ଟି ଅଟେ ?
(କ) ପ୍ରାକଳ୍ପିକ
(ଖ) ବୈକଳ୍ପିକ
(ଗ) ବିଯୋଜକ
(ଘ) ନିରପେକ୍ଷ
Answer:
(କ) ପ୍ରାକଳ୍ପିକ
50. ବିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟଟି ଯଥାର୍ଥରେ କି ପ୍ରକାର ତର୍କବାକ୍ୟ ଅଟେ ?
(କ) ସରଳ
(ଖ) ଜବିଳ
(ଗ) ଯୌଗିକ
(ଘ) ସଦର୍ଥକ
Answer:
(ଗ) ଯୌଗିକ
51. ବିଶୃଙ୍ଗକ ଯୁକ୍ତିର ଅପ୍ରଧାନ ହେତୁବାକ୍ୟଟି କି ପ୍ରକାର ତର୍କବାକ୍ୟ ଅଟେ ?
(କ) ପ୍ରାକଳ୍ପିକ
(ଖ) ବୈକଳ୍ପିକ
(ଗ) ନିରପେକ୍ଷ
(ଘ) ବିଯୋଜକ
Answer:
(ଖ) ବୈକଳ୍ପିକ
52. ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ କି ପ୍ରକାର ତର୍କବାକ୍ୟ ଅଟେ ?
(କ) ପ୍ରାକଳ୍ପିକ କିମ୍ବା ନିରପେକ୍ଷ
(ଖ) ବୈକଳ୍ପିକ କିମ୍ବା ନିରପେକ୍ଷ
(ଗ) ବିଯୋଜକ କିମ୍ବା ନିରପେକ୍ଷ
(ଘ) କୌଣସିଟି ନୁହେଁ
Answer:
(ଖ) ବୈକଳ୍ପିକ କିମ୍ବା ନିରପେକ୍ଷ
53. ବିଶୃଙ୍ଗକ ଯୁକ୍ତିକୁ ପ୍ରକାରଭେଦ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୨
(ଖ) ୩
(ଗ) ୪
(ଘ) ୫
Answer:
(ଗ) ୪
54. ସ୍ଵୀକୃତିମୂଳକ ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
(କ) ଭାବାତ୍ମକ
(ଖ) ନିଷେଧାତ୍ମକ
(ଗ) ସରଳ
(ଘ) ଜବିଳ
Answer:
(କ) ଭାବାତ୍ମକ
55. ଅସ୍ଵୀକୃତିମୂଳକ ଦ୍ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
(କ) ଭାବାତ୍ମକ
(ଖ) ନିଷେଧାତ୍ମକ
(ଗ) ସରଳ
(ଘ) ଜବିଳ
Answer:
(ଖ) ନିଷେଧାତ୍ମକ
56. ନିରପେକ୍ଷ ସିଦ୍ଧାନ୍ତଯୁକ୍ତ ଦ୍ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
(କ) ସରଳ
(ଖ) ଜବିଳ
(ଗ) ଭାବାତ୍ମକ
(ଘ) ନିଷେଧାତ୍ମକ
Answer:
(କ) ସରଳ
57. ବୈକଳ୍ପିକ ସିଦ୍ଧାନ୍ତଯୁକ୍ତ ଦ୍ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
(କ) ସରଳ
(ଖ) ଜବିଳ
(ଗ) ଭାବାତ୍ମକ
(ଘ) ନିଷେଧାତ୍ମକ
Answer:
(ଖ) ଜବିଳ
58. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ଅଥବା ଚ ଛ ।
__________________
∴ ଗ ଘ ଅଟେ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ସରଳ ଭାବାତ୍ମକ
(ଖ) ସରଳ ନିଷେଧାତ୍ମକ
(ଗ) ଜଟିଳ ଭାବାତ୍ମକ
(ଘ) ଜଟିଳ ନିଷେଧାତ୍ମକ
Answer:
(କ) ସରଳ ଭାବାତ୍ମକ
59. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି କ ଖ ହୁଏ, ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
_________________________________
∴ କ ଖ ନୁହେଁ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ସରଳ ଭାବାତ୍ମକ
(ଖ) ସରଳ ନିଷେଧାତ୍ମକ
(ଗ) ଜଟିଳ ଭାବାତ୍ମକ
(ଘ) ଜଟିଳ ନିଷେଧାତ୍ମକ
Answer:
(ଖ) ସରଳ ନିଷେଧାତ୍ମକ
60. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ , ତେବେ ଜ ଝ ହୁଏ ।
ହୁଏତ କ ଖ ଅଥବା ଚ ଛ ।
_____________________________
∴ ହୁଏତ ଗ ଘ ଅଥବା ଜ ଝ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ସରଳ ଭାବାତ୍ମକ
(ଖ) ସରଳ ନିଷେଧାତ୍ମକ
(ଗ) ଜଟିଳ ଭାବାତ୍ମକ
(ଘ) ଜଟିଳ ନିଷେଧାତ୍ମକ
Answer:
(ଗ) ଜଟିଳ ଭାବାତ୍ମକ
61. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ, ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
________________________________
∴ ହୁଏତ କ ଖ ନୁହେଁ ଅଥବା ଚ ଛ ନୁହେଁ ।
ଏହା କି ପ୍ରକାର ଯୁକ୍ତି ଅଟେ ?
(କ) ସରଳ ଭାବାତ୍ମକ
(ଖ) ସରଳ ନିଷେଧାତ୍ମକ
(ଗ) ଜଟିଳ ଭାବାତ୍ମକ
(ଘ) ଜଟିଳ ନିଷେଧାତ୍ମକ
Answer:
(ଘ) ଜଟିଳ ନିଷେଧାତ୍ମକ
62. କେବଳ କେଉଁ ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧ ଯୁକ୍ତି ସମ୍ଭବ ଅଟେ ?
(କ) ସରଳ ଭାବାତ୍ମକ
(ଖ) ସରଳ ନିଷେଧାତ୍ମକ
(ଗ) ଜଟିଳ ଭାବାତ୍ମକ
(ଘ) ଜଟିଳ ନିଷେଧାତ୍ମକ
Answer:
(ଗ) ଜଟିଳ ଭାବାତ୍ମକ
B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. ସାମେଷ୍ଟ୍ରେସ୍ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
2. ସେସାରେର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
3. ବାରୋକୋ (ଫାକ୍କୋ)ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ।
Answer:
ଫେରିଓ
4. ଫେଷ୍ଟିନୋର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
5. ‘ଡାରାପ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
6. ‘ଡାଟିସି’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
7. ‘ଡିସାମିସ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
8. ‘ଫେଲାପ୍ଟୋନ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
9. ‘ଫେରିସୋନ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
10. ‘ବୋକାଡ଼ୋ’ (ଡୋକ୍ସାମୋପ୍ସ୍)ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
11. ‘ବ୍ରାମାଣ୍ଟିପ୍’ର ସାକ୍ଷାତ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ବାର୍ବାରା
12. ‘ସାମେନେସ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
13. ‘ଫେସାପୋ’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
14. ‘ଫ୍ରେସିସୋନ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
15. ‘ଡିମାରିସ୍’ର ସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
16. ‘ସାମେଷ୍ଟ୍ରେସ୍’ ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
17. ‘ସେସାରେ’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
18. ‘ଫେଷ୍ଟିନୋ’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
19. ‘ବାରୋକୋ’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ବାର୍ବାରା
20. ‘ଡାରାପ୍’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
21. ‘ଡିସାମିସ୍’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
22. ‘ଡାଟିସି’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଫେରିଓ
23. ‘ଫେଲାପ୍ଟୋନ୍’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ବାର୍ବାରା
24. ବୋକାଡ଼ୋର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ବାର୍ବାରା
25. ‘ଫେରିସୋନ’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
26. ବ୍ରାମାଣ୍ଟିପ୍ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ସେଲାରେଣ୍ଟ
27. ସାମେନେସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ
28. ‘ଡିମାରିସ୍’ର ଅସାକ୍ଷାତ୍ ରୂପାନ୍ତରୀକରଣ କଣ ଅଟେ ।
Answer:
ସେଲାରେଣ୍ଟ
29. ‘ଫେସାପୋ’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ବାର୍ବାରା
30. ‘ଫ୍ରେସିସୋନ୍’ର ଅସାକ୍ଷାତ୍ ରୂପାନ୍ତରୀକରଣ କ’ଣ ଅଟେ ?
Answer:
ଡାରିଇ କିମ୍ବା ସେଲାମେଣ୍ଟ
31. କେଉଁ ତ୍ରିପଦୀଯୁକ୍ତିରେ ଅବୟବଗୁଡ଼ିକ ଗୋଟିଏ ପ୍ରକାରର ତର୍କବାକ୍ୟ ଅର୍ଥାତ୍ ତିନୋଟିଯାକ ତର୍କବାକ୍ୟ ନିରପେକ୍ଷ ଅଥବା ପ୍ରାକଳ୍ପିକ ଅଥବା ବୈକଳ୍ପିକ ଅଟେ ?
Answer:
ଅବିମିଶ୍ର
32. କେଉଁ ତ୍ରିପଦୀଯୁକ୍ତିର ଅବୟବ ତ୍ରୟରେ ଏକାଧ୍ଵ ପ୍ରକାରର ତର୍କବାକ୍ୟ ବ୍ୟବହୃତ ହୋଇଥାଏ ?
Answer:
ମିଶ୍ର
33. ଯେଉଁ ତ୍ରିପଦୀଯୁକ୍ତିରେ ସାଧାବୟବ ଅଥବା ପ୍ରଧାନ ହେତୁବାକ୍ୟ ପ୍ରାକଳ୍ପିକ, ପକ୍ଷାବୟବ ଅଥବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ ତାହାକୁ କ’ଣ କୁହାଯାଏ ?
Answer:
ମିଶ୍ର ପ୍ରାକଵିକ-ନିରପେକ୍ଷ ଯୁକ୍ତି
34. ସ୍ଵୀକାରଭିଭିକ ପ୍ରାକଳ୍ପିକ ଯୁକ୍ତିଗୁଡ଼ିକୁ କ’ଣ କୁହାଯାଏ ?
Answer:
ଭାବାତ୍ମକ
35. ସ୍ବୀକାରଭିଭିକ ପ୍ରାକଳ୍ପିକ ଯୁକ୍ତିଗୁଡ଼ିକୁ କ’ଣ କୁହାଯାଏ ?
Answer:
ନିଷେଧାତ୍ମକ
36. କେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ବୈକଳ୍ପିକ ଓ ଅପର ହେତୁବାକ୍ୟଟି ନିରପେକ୍ଷ ଅଟେ ?
Answer:
ବୈକଳ୍ପିକ-ନିରପେକ୍ଷ ଯୁକ୍ତି
37. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ବିଯୋଜକ ଓ ଅପର ହେତୁବାକ୍ୟଟି ନିରପେକ୍ଷ ତାହାକୁ କ’ଣ କୁହାଯାଏ ?
Answer:
ବିଯୋଜକ-ନିରପେକ୍ଷ ଯୁକ୍ତ
38. କେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି, ଅପର ହେତୁବାକ୍ୟଟି ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ଗୋଟିଏ ନିରପେକ୍ଷ ବା ବୈକଳ୍ପିକ ତର୍କବାକ୍ୟ ଅଟେ ?
Answer:
ଦ୍ବିଶୃଙ୍ଗକ ଯୁକ୍ତି ବା କୂଟ ନ୍ୟାୟ
39. ନିରପେକ୍ଷ ସିଦ୍ଧାନ୍ତଯୁକ୍ତ ଦ୍ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
Answer:
ସରଳ
40. ବୈକଳ୍ପିକ ସିଦ୍ଧାନ୍ତଯୁକ୍ତ ଦ୍ବିଶୃଙ୍ଗକ ଯୁକ୍ତିକୁ କ’ଣ କୁହାଯାଏ ?
Answer:
ଜବିଳ
41. ଦ୍ବିଶୃଙ୍ଗକ ଯୁକ୍ତିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
୪
42. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ଅଥବା ଚ ଛ ।
___________________________________
∴ ଗ ଘ ହୁଏ ।
ଏହା କି ପ୍ରକାର କୂଟନ୍ୟାୟ ଅଟେ ?
Answer:
ସରଳ ଭାବାତ୍ମକ
43. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି କ ଖ ହୁଏ, ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
________________________________
∴ କ ଖ ନୁହେଁ ।
ଏହା କି ପ୍ରକାର କୂଟନ୍ୟାୟ ଅଟେ ?
Answer:
ସରଳ ନିଷେଧାତ୍ମାକ
44. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ, ତେବେ ଜ ଝ ହୁଏ ।
ହୁଏତ କ ଖ ଅଥବା ଚ ଛ ।
______________________________
∴ ହୁଏତ ଗ ଘ ଅଥବା ଜ ଝ ଅଟେ ।
ଏହା କି ପ୍ରକାର କୂଟନ୍ୟାୟ ଅଟେ ?
Answer:
ଜବିଳ ଭାବାତ୍ମକ
45. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଯଦି ଚ ଛ ହୁଏ, ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
____________________________________
∴ ହୁଏତ କ ଖ ନୁହେଁ ଅଥବା ଚ ଛ ନୁହେଁ ।
ଏହା କି ପ୍ରକାର କୂଟନ୍ୟାୟ ଅଟେ ?
Answer:
ଜବିଳ ନିଷେଧାତ୍ମାକ
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ‘ସାମେଷ୍ଟ୍ରେସ୍’ର ସାକ୍ଷାତ୍ ରୂପାନ୍ତରୀକରଣ ‘ଡାରିଇ’ ଅଟେ । (ଭୁଲ୍)
Answer:
‘ସାମେଷ୍ଟ୍ରେସ୍’ର ସାକ୍ଷାତ୍ ରୂପାନ୍ତରୀକରଣ ‘ସେଲାରେଣ୍ଟ ଅଟେ । (ଠିକ୍)
2. ‘ସେସାରେ’ର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
‘ସେସାରେ’ର ସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଠିକ୍)
3. ‘ବାରୋକୋ’ର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
‘ବାରୋକୋ’ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
4. ଫେଷ୍ଟିନୋର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଛ ଅଟେ । (ଭୁଲ୍)
Answer:
ଫେଷ୍ଟିନୋର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
5. ‘ଡାରାପ୍’ର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଡାରାପ୍ର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
6. ଡାଟିସିର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଡାଟିସିର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
7. ଡିସାମିସ୍ରର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଡିସାମିସ୍ର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
8. ଫେଲାପ୍ଟୋନ୍ର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଫେଲାପ୍ଟୋନ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
9. ଫେରିସୋନ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେଷ୍ଟିନୋ ଅଟେ । (ଭୁଲ୍)
Answer:
ଫେରିସୋନ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
10. ବୋକାଡ଼ୋର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଦୋକାଡ଼ୋର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
11. ବ୍ରାମାଣ୍ଟିସ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ବ୍ରାମାଣ୍ଟିପ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
12. ସାମେନେସ୍ର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଭୁଲ୍)
Answer:
ସାମେନେସ୍ର ସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ ଅଟେ । (ଠିକ୍)
13. ଫେସାପୋର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଭୁଲ୍)
Answer:
ଫେସାପୋର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
14. ଫ୍ରେସିସୋର ସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଫ୍ରେସିସୋର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
15. ଡିମାରିସ୍ର ସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଡିମାରିସ୍ର ସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
16. ସାମେଷ୍ଟ୍ରେସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଭୁଲ୍)
Answer:
ସାମେଷ୍ଟ୍ରେସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
17. ସେସାରେର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ସେସାରେର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
18. ଫେଷ୍ଟିନୋର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଫେଷ୍ଟିନୋର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ ଅଟେ । (ଠିକ୍)
19. ବାରୋକୋର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଭୁଲ୍)
Answer:
ବାରୋକୋର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଠିକ୍)
20. ଡାରାପ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଭୁଲ୍)
Answer:
ଡାରାପ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଠିକ୍)
21. ଡିସାମିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଡିସାମିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ ଅଟେ । (ଠିକ୍)
22. ଡାଟିସିର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଡାଟିସିର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଠିକ୍)
23. ଫେଲାପ୍ଟୋନ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଭୁଲ୍)
Answer:
ଫେଲାପ୍ଟୋନ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଠିକ୍)
24. ବୋକାର୍ଡ଼ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଭୁଲ୍)
Answer:
ବୋକାଡ଼ୋର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଠିକ୍)
25. ଫେରିସୋର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଫେରିସୋର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
26. ବ୍ରାମାଣ୍ଟିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ବ୍ରାମାଣ୍ଟିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଠିକ୍)
27. ସାମେନେସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ ଅଟେ । (ଭୁଲ୍)
Answer:
ସାମେନେସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ ଅଟେ । (ଠିକ୍)
28. ଡିମାରିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ବାର୍ବାରା ଅଟେ । (ଭୁଲ୍)
Answer:
ଡିମାରିସ୍ର ଅସାକ୍ଷାତ୍ ରୂପାନ୍ତରୀକରଣ ସେଲାରେଣ୍ଟ୍ ଅଟେ । (ଠିକ୍)
29. ଫେସାପୋର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଫ୍ରେସିସୋର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
30. ଫ୍ରେସିସୋର ଅସାକ୍ଷାତ୍ ରୂପାନ୍ତରୀକରଣ ଫେରିଓ ଅଟେ । (ଭୁଲ୍)
Answer:
ଫ୍ରେସିସୋର ଅସାକ୍ଷାତ୍ ରୂପାନ୍ତରୀକରଣ ଡାରିଇ କିମ୍ବା ସେଲାରେଣ୍ଟ୍ ଅଟେ । (ଠିକ୍)
31. ଯେଉଁ ତ୍ରିପଦୀଯୁକ୍ତିର ସାଧାବୟବ ଅଥବା ପ୍ରଧାନ ହେତୁବାକ୍ୟ ପ୍ରାକଳ୍ପିକ, ପକ୍ଷାବୟବ ଅଥବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ । (ଭୁଲ୍)
Answer:
ଯେଉଁ ତ୍ରିପଦୀଯୁକ୍ତିର ସାଧାବୟବ ଅଥବା ପ୍ରଧାନ ହେତୁବାକ୍ୟ ପ୍ରାକଳ୍ପିକ, ପକ୍ଷାବୟବ ଅଥବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ । (ଠିକ୍)
32. ପକ୍ଷାବୟବରେ ପୂର୍ବଗକୁ ସ୍ଵୀକାର କଲେ, ସିଦ୍ଧାନ୍ତରେ ଅନୁଗକୁ ଅସ୍ବୀକାର କରାଯାଏ; କିନ୍ତୁ ଏହାର ବିପରୀତ ବିଧାନ ଠିକ୍ ନୁହେଁ । (ଭୁଲ୍)
Answer:
ପକ୍ଷାବୟବରେ ପୂର୍ବଗକୁ ସ୍ୱୀକାର କଲେ ସିଦ୍ଧାନ୍ତରେ ଅନୁଗକୁ ସ୍ବୀକାର କରାଯାଏ; କିନ୍ତୁ ଏହାର ବିପରୀତ ବିଧାନ ଠିକ୍ ନୁହେଁ । (ଠିକ୍)
33. ପକ୍ଷାବୟବରେ ଅନୁଗକୁ ସ୍ୱୀକାର କଲେ ସିଦ୍ଧାନ୍ତରେ ପୂର୍ବଗକୁ ଅସ୍ବୀକାର କରାଯାଏ; କିନ୍ତୁ ଏହାର ବିପରୀତ ବିଧାନ ଠିକ୍ ନୁହେଁ । (ଭୁଲ୍)
Answer:
ପକ୍ଷାବୟବରେ ଅନୁଗକୁ ଅସ୍ବୀକାର କଲେ ସିଦ୍ଧାନ୍ତରେ ପୂର୍ବଗକୁ ଅସ୍ଵୀକାର କରାଯାଏ; କିନ୍ତୁ ଏହାର ବିପରୀତ ବିଧାନ ଠିକ୍ ନୁହେଁ । (ଠିକ୍)
34. ସ୍ଵୀକାରଭିଭିକ ଯୁକ୍ତିକୁ ନିଷେଧାତ୍ମକ ଯୁକ୍ତି କୁହାଯାଏ । (ଭୁଲ୍)
Answer:
ସ୍ଵୀକାରଭିତ୍ତିକ ଯୁକ୍ତିକୁ ଭାବାତ୍ମକ ଯୁକ୍ତି କୁହାଯାଏ । (ଠିକ୍)
35. ଅସ୍ଵୀକାରଭିଭିକ ଯୁକ୍ତିକୁ ଭାବାତ୍ମକ ଯୁକ୍ତି କୁହାଯାଏ । (ଭୁଲ୍)
Answer:
ଅସ୍ଵୀକାରଭିଭିକ ଯୁକ୍ତିକୁ ନିଷେଧାତ୍ମକ ଯୁକ୍ତି କୁହାଯାଏ । (ଠିକ୍)
36. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ଅଟେ ।
______________________________
∴ ଗ ଘ ଅଟେ ।
ଏହା ନିଷେଧାତ୍ମକ ପ୍ରାକନ୍ଧିକ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ଅଟେ ।
__________________________________
∴ ଗ ଘ ଅଟେ ।
ଏହା ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
37. ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ନୁହେଁ ।
___________________________________
∴ କ ଖ ନୁହେଁ ।
ଏହା ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ନୁହେଁ ।
_________________________________
∴ କ ଖ ନୁହେଁ ।
ଏହା ନିଷେଧାତ୍ମକ ପ୍ରାକନ୍ଧିକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
38. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ବା ପ୍ରଧାନ ହେତୁବାକ୍ୟ ବୈକଳ୍ପିକ, ପକ୍ଷାଦୟବ ବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ । (ଭୁଲ୍)
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ବା ପ୍ରଧାନ ହେତୁବାକ୍ୟ ବୈକଳ୍ପିକ, ପକ୍ଷାବୟବ ବା ପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ । (ଠିକ୍)
39. ପ୍ରଧାନ ହେତୁବାକ୍ୟର ଗୋଟିଏ ବିକଳ୍ପକୁ ଅପ୍ରଧାନ ହେତୁବାକ୍ୟରେ ସ୍ୱୀକାର କଲେ, ଅନ୍ୟ ବିକଳ୍ପଟିକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ । ଏହାର ବିପରୀତ ରୀତି ଗ୍ରହଣୀୟ ଅଟେ । (ଭୁଲ୍)
Answer:
ପ୍ରଧାନ ହେତୁବାକ୍ୟର ଗୋଟିଏ ବିକଳ୍ପକୁ ଅପ୍ରଧାନ ହେତୁବାକ୍ୟରେ ଅସ୍ବୀକାର କଲେ, ଅନ୍ୟ ବିକଳ୍ପଟିକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ । ଏହାର ବିପରୀତ ରୀତି ଗ୍ରହଣୀୟ ନୁହେଁ । (ଠିକ୍)
40. କ ଉଭୟ ଖ ଓ ଗ ନୁହେଁ ।
କ ଖ ଅଟେ ।
___________________________
∴ କ ଗ ନୁହେଁ
ଏହା ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
କ ଉଭୟ ଖ ଓ ଗ ନୁହେଁ ।
କ ଖ ଅଟେ ।
_________________________
∴ କ ଗ ନୁହେଁ ।
ଏହା ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
41. ପ୍ରଧାନ ହେତୁବାକ୍ୟର ଗୋଟିଏ ବିକଳ୍ପକୁ ଅପ୍ରଧାନ ହେତୁବାକ୍ୟରେ ଅସ୍ବୀକାର କଲେ ଅନ୍ୟଟିକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ । (ଭୁଲ୍)
Answer:
ପ୍ରଧାନ ହେତୁବାକ୍ୟର ଗୋଟିଏ ବିକଳ୍ପକୁ ଅପ୍ରଧାନ ହେତୁବାକ୍ୟରେ ସ୍ଵୀକାର କଲେ ଅନ୍ୟଟିକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ । (ଠିକ୍)
42. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ପ୍ରଧାନ ହେତୁବାକ୍ୟ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି, ଅପ୍ରଧାନ ହେତୁବାକ୍ୟ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ଏକ ନିରପେକ୍ଷ ଅଥବା ବୈକଳ୍ପିକ ତର୍କବାକ୍ୟ, ତାହାକୁ ପ୍ରାକଵିକ-ନିରପେକ୍ଷ ଯୁକ୍ତି କୁହାଯାଏ । (ଭୁଲ୍)
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ପ୍ରଧାନ ହେତୁବାକ୍ୟ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି, ଅପ୍ରଧାନ ହେତୁବାକ୍ୟ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ଏକ ନିରପେକ୍ଷ ଅଥବା ବୈକଳ୍ପିକ ତର୍କବାକ୍ୟ, ତାହାକୁ ଦ୍ବିଶୃଙ୍ଗକ ଯୁକ୍ତି କୁହାଯାଏ । (ଠିକ୍)
43. ଦ୍ବିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟଟି ଦୁଇଟି ବୈକଳ୍ପିକ ତର୍କବାକ୍ୟର ସମଷ୍ଟି ଅଟେ । (ଭୁଲ୍)
Answer:
ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟଟି ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି ଅଟେ । (ଠିକ୍)
44. ବିଶୃଙ୍ଗକ ଯୁକ୍ତିର ଅପ୍ରଧାନ ହେତୁବାକ୍ୟଟି ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟ ଅଟେ । (ଭୁଲ୍)
Answer:
ଦ୍ବିଶୃଙ୍ଗକ ଯୁକ୍ତିର ଅପ୍ରଧାନ ହେତୁବାକ୍ୟଟି ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଅଟେ । (ଠିକ୍)
45. ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ କେବଳ ନିରପେକ୍ଷ ତର୍କବାକ୍ୟ ଅଟେ । (ଭୁଲ୍)
Answer:
ଦ୍ଵିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ନିରପେକ୍ଷ ଅଥବା ବୈକଳ୍ପିକ ଅଟେ । (ଠିକ୍)
46. ଦ୍ବିଶୃଙ୍ଗକ ଯୁକ୍ତିର ନିୟମାବଳୀ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତିର ନିୟମାବଳୀଦ୍ଵାରା ନିୟନ୍ତ୍ରିତ । (ଭୁଲ୍)
Answer:
ଦ୍ବିଶୃଙ୍ଗକ ଯୁକ୍ତିର ନିୟମାବଳୀ ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତିର ନିୟମାବଳୀଦ୍ଵାରା ନିୟନ୍ତ୍ରିତ । (ଠିକ୍)
47. ଦ୍ବିଶୃଙ୍ଗକ ଯୁକ୍ତିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଏ । (ଭୁଲ୍)
Answer:
ଦ୍ବିଶୃଙ୍ଗକ ଯୁକ୍ତିକୁ ଚାରି ଭାଗରେ ବିଭକ୍ତ କରାଯାଏ । (ଠିକ୍)
48. ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
_________________________________
∴ ଗ ଘ ହୁଏ ।
ଏହା ସରଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
_________________________________
∴ ଗ ଘ ହୁଏ ।
ଏହା ଏକ ସରଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
49. ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ, ତେବେ ଜ ଝ ହୁଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
_________________________________
∴ ହୁଏତ ଗ ଘ ହୁଏ ଅଥବା ଜ ଝ ହୁଏ ।
ଏହା ଏକ ଜଟିଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ ତେବେ ଜ ଝ ହୁଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
________________________________
∴ ହୁଏତ ଗ ଘ ହୁଏ ଅଥବା ଜ ଝ ହୁଏ ।
ଏହା ଏକ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
50. ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ଚ ଛ ହୁଏ ।
ଗ ଘ ନୁହେଁ ଅଥବା ଚ ଛ ନୁହେଁ ।
_____________________________
∴ କ ଖ ନୁହେଁ ।
ଏହା ସରଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ ତେବେ ଚ ଛ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଚ ଛ ନୁହେଁ ।
_______________________________
∴ କ ଖ ନୁହେଁ ।
ଏହା ସରଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
51. ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ, ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
___________________________________
∴ ହୁଏତ କ ଖ ନୁହେଁ ଅଥବା ଚ ଛ ନୁହେଁ ।
ଏହା ଜଟିଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଭୁଲ୍)
Answer:
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ଚ ଛ ହୁଏ ତେବେ ଜ ଝ ହୁଏ ।
ହୁଏତ ଗ ଘ ନୁହେଁ ଅଥବା ଜ ଝ ନୁହେଁ ।
_______________________________________
∴ ହୁଏତ କ ଖ ନୁହେଁ ଅଥବା ଚ ଛ ନୁହେଁ ।
ଏହା ଜଟିଳ ନିଷେଧାତ୍ମକ ଦୃଶୃଙ୍ଗକ ଯୁକ୍ତିର ଉଦାହରଣ ଅଟେ । (ଠିକ୍)
D. ଶୂନ୍ୟସ୍ଥାନ ପୂରଣ କର ।
1. ‘ଫେଲଶଫ୍ଟୋନ୍’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ଫେରିଓ
2. ତ୍ରିପଦୀଯୁକ୍ତିରେ ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିଘୋଷ ସଂସ୍ଥାନର ଗୋଟିଏ ପ୍ରାମାଣିକ ନ୍ୟାୟରୂପ ଗଠନ ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ପରୋକ୍ଷ ରୂପାନ୍ତରୀକରଣ
3. ତ୍ରିପଦୀଯୁକ୍ତିର ସାକ୍ଷାତ୍ ରୂପାନ୍ତରୀକରଣରେ ନ୍ୟାୟରୂପରେ ‘ମ’ ଥିଲେ ___________ ହୁଏ ।
Answer:
ହେତୁବାକ୍ୟଦ୍ୱୟର ପରସ୍ପର ସ୍ଥାନ ପରିବର୍ତ୍ତନ
4. ତ୍ରିପଦୀଯୁକ୍ତିରେ ଦ୍ଵିତୀୟ ବର୍ଷ ପରେ ‘ପ୍’ଥିଲେ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ___________ ହୁଏ ।
Answer:
ଅସରଳ ସମବର୍ତ୍ତନ
5. ତ୍ରିପଦୀଯୁକ୍ତିରେ ନାମର ଅନ୍ତରସ୍ଥ ବର୍ଷ ପରେ ‘କ୍’ ଥିଲେ ନ୍ୟାୟରୂପଟି ___________ ର ସୂଚନା ଦିଏ ।
Answer:
ତତ୍ପୂର୍ବବର୍ଭୀ ତର୍କବାକ୍ୟର ବ୍ୟାବର୍ଭନ
6. ‘ଡିମାରିସ୍’କୁ ପ୍ରଥମ ସଂସ୍ଥାନର ___________ ରେ ପ୍ରତ୍ୟକ୍ଷରୁପେ ରୂପାନ୍ତରୀକରଣ କରାଯାଇପାରେ ।
Answer:
ଡାରିଇ
7. ସାମେଷ୍ଟ୍ରେସ୍’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ସେଲାରେଣ୍ଟ୍
8. ‘ସେସାରେ’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ସେଲାରେଣ୍ଟ୍
9. ‘ଡାରାପ୍ଟି’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ଡାରିଇ
10. ‘ଫେସାପୋ’ ସାକ୍ଷାତ୍ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ଫେରିଓ
11. ‘ବ୍ରାମାଣ୍ଟିପ୍’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ବାର୍ବାରା
12. ‘ବାରୋକୋ’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର ___________ ହୁଏ ।
Answer:
ଫେରିଓ
13. ବୋକାର୍ଡୋ ପ୍ରତ୍ୟକ୍ଷରୂପେ ପ୍ରଥମ ସଂସ୍ଥାନର ___________ କୁ ରୂପାନ୍ତରିତ ହୁଏ ।
Answer:
ଡାରିଇ
14. ତ୍ରିପଦୀଯୁକ୍ତିରେ କେବଳ ___________ ନ୍ୟାୟରୂପରେ ସିଦ୍ଧାନ୍ତ ‘ଆ’ ତର୍କବାକ୍ୟ ହୁଏ ।
Answer:
ବାର୍ବାରା
15. ଚତୁର୍ଥ ସଂସ୍ଥାନର କୌଣସି ହେତୁବାକ୍ୟ ___________ ହେବା ସମ୍ଭବପର ନୁହେଁ ।
Answer:
ଓ-ତର୍କବାକ୍ୟ
16. ସାପଦ ହେତୁବାକ୍ୟରେ ବିଧେୟ ହେଲେ, ପକ୍ଷାବୟବ ___________ ହୁଏ ।
Answer:
ସଦର୍ଥକ
17. ଆରିଷ୍ଟଟଲ୍ଙ୍କର ମୌଳିକ ସୂତ୍ର ଅନୁଯାୟୀ ___________ ସଂସ୍ଥାନ ହିଁ କେବଳ ବୈଧ ସଂସ୍ଥାନ ଅଟେ ।
Answer:
ପ୍ରଥମ
18. ପ୍ରଥମ ନ୍ୟାୟ ସଂସ୍ଥାନରେ ସାଧାବୟବ ସର୍ବଦା ___________ ତର୍କବାକ୍ୟ ଅଟେ ।
Answer:
ସାମାନ୍ୟ
19. ତ୍ରିପଦୀଯୁକ୍ତିରେ ସିଦ୍ଧାନ୍ତ ___________ ତର୍କବାକ୍ୟ ହେଲେ ହେତୁପଦ ଥରେ ମାତ୍ର ବ୍ୟାପ୍ୟ ହୁଏ ।
Answer:
ସାମାନ୍ୟ
20. ଦ୍ବିତୀୟ ସଂସ୍ଥାନରେ ସିଦ୍ଧାନ୍ତ ସର୍ବଦା ___________ ତର୍କବାକ୍ୟ ହୁଏ ।
Answer:
ନଞର୍ଥକ
21. ପ୍ରଥମ ସଂସ୍ଥାନରେ କୌଣସି ହେତୁବାକ୍ୟ ___________ ହେବା ସମ୍ଭବପର ନୁହେଁ ।
Answer:
ଓ-ତର୍କବାକ୍ୟ
22. ___________ ସଂସ୍ଥାନରେ ପକ୍ଷାବୟବ ସଦର୍ଥକ ହେଲେ ସିଦ୍ଧାନ୍ତ ବିଶେଷ ତର୍କବାକ୍ୟ ହୁଏ ।
Answer:
ଚତୁର୍ଥ
23. ପ୍ରଥମ ସଂସ୍ଥାନରେ ସାଧାବୟବ ___________ ହୁଏ ଏବଂ ପକ୍ଷାବୟବ ___________ ହୁଏ ।
Answer:
ସାମାନ୍ୟ, ସଦର୍ଥକ
24. ତର୍କବାକ୍ୟମାନଙ୍କର ପ୍ରକାରଭେଦ ଦୃଷ୍ଟିରୁ ତ୍ରିପଦୀଯୁକ୍ତିମାନଙ୍କୁ ___________ ଓ ___________ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଏ ।
Answer:
ମିଶ୍ରିତ, ଅବିମିଶ୍ର
25. ଯେଉଁ ତ୍ରିପଦୀଯୁକ୍ତିର ଅବୟବଗୁଡ଼ିକ ଗୋଟିଏ ପ୍ରକାରର ତର୍କବାକ୍ୟ ଅର୍ଥାତ୍ ତିନୋଟିଯାକ ତର୍କବାକ୍ୟ ନିରପେକ୍ଷ ଅଥବା ପ୍ରାକଳ୍ପିକ ଅଥବା ବୈକଳ୍ପିକ ତାହାକୁ ___________ ତ୍ରିପଦୀଯୁକ୍ତି କୁହାଯାଏ ।
Answer:
ଅବିମିଶ୍ର
26. ଯେଉଁ ତ୍ରିପଦୀଯୁକ୍ତିର ଅବୟବ ତ୍ରୟରେ ଏକାଧ୍ଵକ ପ୍ରକାରର ତର୍କବାକ୍ୟ ବ୍ୟବହୃତ ହୋଇଥାଏ ତାହାକୁ ___________ ତ୍ରିପଦୀଯୁକ୍ତି କୁହାଯାଏ ।
Answer:
ମିଶ୍ର
27. ଯେଉଁ ତ୍ରିପଦୀଯୁକ୍ତିର ସାଧାବୟବ ଅଥବା ପ୍ରଧାନ ହେତୁବାକ୍ୟ ପ୍ରାକଳ୍ପିକ, ପକ୍ଷାବୟବ ଅଥବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ___________ ଯୁକ୍ତି କୁହାଯାଏ ।
Answer:
ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ
28. ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ସାଧାବୟବ ___________ ବାକ୍ୟ ହୋଇଥାଏ ।
Answer:
ପ୍ରାକନ୍ଦିକ
29. ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ପକ୍ଷାବୟବ ___________ ବାକ୍ୟ ହୋଇଥାଏ ।
Answer:
ନିରପେକ୍ଷ
30. ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ସିଦ୍ଧାନ୍ତ ___________ ହୋଇଥାଏ ।
Answer:
ନିରପେକ୍ଷ
31. ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ ଅନୁଗକୁ ସିଦ୍ଧାନ୍ତରେ ସ୍ବୀକାର କରିବା ସମ୍ଭବ ହୋଇଥାଏ । ଏହି ପ୍ରକାର ପ୍ରଣାଳୀକୁ ___________ କୁହାଯାଏ ।
Answer:
ସ୍ବୀକରଣେ ସ୍ଵୀକରଣ
32. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ଅନୁଗକୁ ଅସ୍ବୀକାର କଲେ ପୂର୍ବଗକୁ ଅସ୍ବୀକାର କରିବା ନ୍ୟାୟସଙ୍ଗତ ଅଟେ । ଏହି ପ୍ରକାର ପ୍ରଣାଳୀକୁ ___________ କୁହାଯାଏ ।
Answer:
ଅସ୍ଵୀକରଣେ ଅସ୍ଵୀକରଣ
33. ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ଅନୁଗକୁ ପକ୍ଷାବୟବରେ ସ୍ଵୀକାର କରି ପୂର୍ବଗକୁ ସିଦ୍ଧାନ୍ତରେ ସ୍ଵୀକାର କଲେ ___________ ଦୋଷ ଜାତ ହୁଏ ।
Answer:
ଅନୁଗ ସ୍ଵୀକୃତିଭିଭିକ
34. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ପକ୍ଷାବୟବରେ ପୂର୍ବଗକୁ ଅସ୍ବୀକାର କରି ଅନୁଗକୁ ସିଦ୍ଧାନ୍ତରେ ଅସ୍ବୀକାର କଲେ ___________ ଦୋଷ ଜାତ ହୋଇଥାଏ ।
Answer:
ପୂର୍ବଗ ଅସ୍ବୀକୃତି
35. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ବା ପ୍ରଧାନ ହେତୁବାକ୍ୟ ବୈକଳ୍ପିକ, ପକ୍ଷାବୟବ ବା ଅପ୍ରଧାନ ହେତୁବାକ୍ୟ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ___________ କୁହାଯାଏ ।
Answer:
ମିଶ୍ର ବୈକଳ୍ପିକ -ନିରପେକ୍ଷ ଯୁକ୍ତି
36. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ବିଯୋଜକ ଓ ଅପର ହେତୁବାକ୍ୟଟି ନିରପେକ୍ଷ, ତାହାକୁ ___________ କୁହାଯାଏ ।
Answer:
ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି
37. ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତିର ପ୍ରଧାନ ହେତୁବାକ୍ୟଟି ___________ ଅଟେ ।
Answer:
ବିଯୋଜକ
38. ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ଗୋଟିଏ ହେତୁବାକ୍ୟ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି ଓ ଅପର ହେତୁବାକ୍ୟଟି ଗୋଟିଏ ବୈକଳ୍ପିକ ତର୍କବାକ୍ୟ ତାହାକୁ ___________ ଯୁକ୍ତି କୁହାଯାଏ ।
Answer:
ଦ୍ବିଶୃଙ୍ଗକ
40. ଦ୍ବିଶୃଙ୍ଗକ ଯୁକ୍ତିର ପ୍ରଧାନ ହେତୁବାକ୍ୟଟି ଦୁଇଟି ___________ ତର୍କବାକ୍ୟର ସମଷ୍ଟି ଅଟେ ।
Answer:
ପ୍ରାକଳ୍ପିକ
41. ଦ୍ଵିଶୃଙ୍ଗକ ଯୁକ୍ତିର ଅପ୍ରଧାନ ହେତୁବାକ୍ୟଟି ___________ ଅଟେ ।
Answer:
ବୈକଳ୍ପିକ
42. ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ___________ ବା ___________ ଅଟେ ।
Answer:
ବୈକଳ୍ପିକ, ନିରପେକ୍ଷ
43. କେବଳ ___________ ଯୁକ୍ତିକୁ ପ୍ରତିରୋଧ କରାଯାଇ ପାରିବ ।
Answer:
ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ