CHSE Odisha Class 12 Logic Unit 1 Objective Questions in Odia Medium

Odisha State Board CHSE Odisha Class 12 Logic Solutions Unit 1 ଅନୁମାନ – ଅନୁମାନର ପ୍ରକାରଭେଦ – ଅବ୍ୟବହିତ ଓ ବ୍ୟବହିତ Objective Questions.

CHSE Odisha Class 12 Logic Unit 1 Objective Questions in Odia Medium

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର 
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଗୋଟିଏ ହେତୁବାକ୍ୟରୁ ଯେତେବେଳେ ସିଦ୍ଧାନ୍ତ ନିଃସୃତ କରାଯାଏ, ତାହାକୁ କେଉଁ ଅନୁମାନ କୁହାଯାଏ ?
(କ) ଅବ୍ୟବହିତ
(ଖ) ବ୍ୟବହିତ
(ଗ) ମିଶ୍ର
(ଘ) ଦ୍ବିଶୃଙ୍ଗକ
Answer:
(କ) ଅବ୍ୟବହିତ

2. ଦୁଇଟି ହେତୁବାକ୍ୟରୁ ଯେତେବେଳେ ସିଦ୍ଧାନ୍ତ ନିଃସୃତ କରାଯାଏ, ତାହାକୁ କେଉଁ ଅନୁମାନ କୁହାଯାଏ ? (କ) ଅବ୍ୟବହିତ
(ଖ) ବ୍ୟବହିତ
(ଗ) ପ୍ରତ୍ୟକ୍ଷ
(ଘ) ପରୋକ୍ଷ
Answer:
(ଖ) ବ୍ୟବହିତ

3. ସମବର୍ତ୍ତନରେ ହେତୁବାକ୍ୟକୁ କ’ଣ କୁହାଯାଏ ?
(କ) ସମବର୍ତ୍ତନୀୟ
(ଖ) ସମବତ୍ତିତ
(ଗ) ବ୍ୟାବର୍ତ୍ତନୀୟ
(ଘ) ବ୍ୟାବର୍ତ୍ତିତ
Answer:
(କ) ସମବର୍ତ୍ତନୀୟ

4. ସମବର୍ତ୍ତନରେ ସିଦ୍ଧାନ୍ତକୁ କ’ଣ କୁହାଯାଏ ?
(କ) ବ୍ୟାବର୍ତ୍ତନୀୟ
(ଖ) ସମବତ୍ତିତ
(ଗ) ବ୍ୟାବର୍ତ୍ତନୀୟ
(ଘ) ବ୍ୟାବର୍ତ୍ତିତ
Answer:
(ଘ) ବ୍ୟାବର୍ତ୍ତିତ

CHSE Odisha Class 12 Logic Unit 1 Objective Questions in Odia Medium

5. ବ୍ୟାବର୍ତ୍ତନର ହେତୁବାକ୍ୟକୁ କ’ଣ କୁହାଯାଏ ?
(କ) ସମବର୍ତ୍ତନୀୟ
(ଖ) ସମବତ୍ତିତ
(ଗ) ବ୍ୟାବର୍ତ୍ତନୀୟ
(ଘ) ବ୍ୟାବର୍ତ୍ତିତ
Answer:
(କ) ସମବର୍ତ୍ତନୀୟ

6. ବ୍ୟାବର୍ତ୍ତନର ସିଦ୍ଧାନ୍ତକୁ କ’ଣ କୁହାଯାଏ ?
(କ) ସମବର୍ତ୍ତନୀୟ
(ଖ) ସମବତ୍ତିତ
(ଗ) ବ୍ୟାବର୍ତ୍ତନୀୟ
(ଘ) ବ୍ୟାବର୍ତ୍ତିତ
Answer:
(ଘ) ବ୍ୟାବର୍ତ୍ତିତ

7. ‘ଆ’ ତର୍କବାକ୍ୟର ସମବର୍ତ୍ତିତ ରୂପ କ’ଣ ହୁଏ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଗ) ଇ

8. ‘ଏ’ ତର୍କବାକ୍ୟର ସମବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଖ) ଏ

9. ‘ଇ’ ତର୍କବାକ୍ୟର ସମବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଗ) ଇ

10. ‘ଓ’ ତର୍କବାକ୍ୟର ସମବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) କୌଣସିଟି ହୁଏ ନାହିଁ
Answer:
(ଘ) କୌଣସିଟି ହୁଏ ନାହିଁ

11. ‘ଆ’ ର ବ୍ୟାବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଖ) ଏ

12. ‘ଏ’ ତର୍କବାକ୍ୟର ବ୍ୟାବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(କ) ଆ

13. ‘ଇ’ ତର୍କବାକ୍ୟର ବ୍ୟାବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଘ) ଓ

14. ‘ଓ’ ତର୍କବାକ୍ୟର ବ୍ୟାବର୍ତ୍ତିତ ରୂପ କ’ଣ ଅଟେ ?
(କ) ଆ
(ଖ) ଏ
(ଗ) ଇ
(ଘ) ଓ
Answer:
(ଗ) ଇ

CHSE Odisha Class 12 Logic Unit 1 Objective Questions in Odia Medium

15. ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଏବଂ ସମବର୍ଗିତ ମଧ୍ଯରେ ପରିମାଣଗତ ପ୍ରଭେଦ ନଥାଏ, ତାହାକୁ କ’ଣ କୁହାଯାଏ ?
(କ) ସରଳ ସମବର୍ତ୍ତନ
(ଖ) ଅସରଳ ସମବର୍ତ୍ତନ
(ଗ) ବ୍ୟାବର୍ତ୍ତନ
(ଘ) ବସ୍ତୁଗତ
Answer:
(କ) ସରଳ ସମବର୍ତ୍ତନ

16. ଯେଉଁ ସମବର୍ତ୍ତନରେ ସମବର୍ଣନୀୟ ଓ ସମବର୍ଗିତ ମଧ୍ଯରେ ପରିମାଣଗତ ପ୍ରଭେଦ ଥାଏ ତାହାକୁ କ’ଣ
କୁହାଯାଏ ?
(କ) ସରଳ ସମବର୍ତ୍ତନ
(ଖ) ଅସରଳ ସମବର୍ତ୍ତନ
(ଗ) ବସ୍ତୁଗତ ବ୍ୟାବର୍ତ୍ତନ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(ଖ) ଅସରଳ ସମବର୍ତ୍ତନ

17. କେଉଁ ତର୍କଶାସ୍ତ୍ରବିଦ୍ ବସ୍ତୁଗତ ବ୍ୟାବର୍ତ୍ତନର ନାମକରଣ କରିଥିଲେ ?
(କ) ଜେ. ଏମ୍. ମିଲ୍
(ଖ) ଡ. ବେନ୍
(ଗ) ଆରିଷ୍ଟଟଲ୍
(ଘ) ଜେଭନ
Answer:
(ଖ) ଡ. ବେନ୍

18. ଗୋଟିଏ ଉଦ୍ଦେଶ୍ୟର ଗୋଟିଏ ବିଧେୟ ସହିତ ବାସ୍ତବ ସମ୍ବନ୍ଧର ଜ୍ଞାନରୁ ଉଦ୍ଦେଶ୍ୟର ବିପରୀତ ପଦ ସହିତ ବିଧେୟର ବିପରୀତ ବା ବିରୁଦ୍ଧ ପଦର ସମ୍ବନ୍ଧକୁ କ’ଣ କୁହାଯାଏ ?
(କ) ବସ୍ତୁଗତ ବ୍ୟାବର୍ତ୍ତନ
(ଖ) ସରଳ ସମବର୍ତ୍ତନ
(ଗ) ଅସରଳ ସମବର୍ତ୍ତନ
(ଘ) କୌଣସିଟି ଠିକ୍ ନୁହେଁ
Answer:
(କ) ବସ୍ତୁଗତ ବ୍ୟାବର୍ତ୍ତନ

19. ବ୍ୟାବର୍ତ୍ତନୀୟ – ଦିନଗୁଡ଼ିକ ଗରମ ।
ବ୍ୟାବର୍ତ୍ତିତ– ରାତିଗୁଡ଼ିକ ଥଣ୍ଡା ।
ଏହା କେଉଁ ଅନୁମାନର ଉଦାହରଣ ଅଟେ ?
(କ) ସମବତ୍ତିତ
(ଖ) ବ୍ୟାବର୍ତ୍ତନ
(ଗ) ବସ୍ତୁଗତ ବ୍ୟାବର୍ତ୍ତନ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(ଗ) ବସ୍ତୁଗତ ବ୍ୟାବର୍ତ୍ତନ

20. ତ୍ରିପଦୀଯୁକ୍ତି କେଉଁ ଅନୁମାନର ଅନ୍ତର୍ଭୁକ୍ତ ?
(କ) ବ୍ୟବହିତ
(ଖ) ଅବ୍ୟବହିତ
(ଗ) ସମବତ୍ତିତ
(ଘ) ବ୍ୟାବର୍ତ୍ତିତ
Answer:
(କ) ବ୍ୟବହିତ

21. ଗୋଟିଏ ତ୍ରିପଦୀଯୁକ୍ତି କେତୋଟି ପଦଦ୍ୱାରା ଗଠିତ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(କ) ୩

22. ଗୋଟିଏ ତ୍ରିପଦୀଯୁକ୍ତିରେ କେତୋଟି ତର୍କବାକ୍ୟ ରହିଥାଏ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(କ) ୩

CHSE Odisha Class 12 Logic Unit 1 Objective Questions in Odia Medium

23. ତ୍ରିପଦୀଯୁକ୍ତିରେ କେତୋଟି ହେତୁବାକ୍ୟ ରହିଥାଏ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(ଘ) ୨

24. ଗୋଟିଏ ଅବ୍ୟବହିତ ଅନୁମାନରେ କେତୋଟି ତର୍କବାକ୍ୟ ଥାଏ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(ଘ) ୨

25. ଗୋଟିଏ ଅବ୍ୟବହିତ ଅନୁମାନରେ କେତୋଟି ହେତୁବାକ୍ୟ ଥାଏ ?
(କ) ୧
(ଖ) ୪
(ଗ) ୫
(ଘ) ୨
Answer:
(କ) ୧

26. ଗୋଟିଏ ବ୍ୟବହିତ ଅନୁମାନରେ କେତୋଟି ତର୍କବାକ୍ୟ ଥାଏ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(କ) ୩

27. ଗୋଟିଏ ବ୍ୟବହିତ ଅନୁମାନରେ କେତୋଟି ହେତୁବାକ୍ୟ ଥାଏ ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(ଘ) ୨

28. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ବିଧେୟ ପଦକୁ କ’ଣ କୁହାଯାଏ ?
(କ) ସାଧ୍ଯପଦ
(ଖ) ପକ୍ଷପଦ
(ଗ) ହେତୁ ବା ମଧ୍ୟମ ପଦ
(ଘ) କୌଣସିଟି ଠିକ୍ ନୁହେଁ
Answer:
(କ) ସାଧ୍ଯପଦ

29. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ଉଦ୍ଦେଶ୍ୟ ପଦକୁ କ’ଣ କୁହାଯାଏ ?
(କ) ସାଧ୍ୟପଦ
(ଖ) ପକ୍ଷପଦ
(ଗ) ହେତୁ ବା ମଧ୍ୟମ ପଦ
(ଘ) କୌଣସିଟି ଠିକ୍ ନୁହେଁ
Answer:
(ଖ) ପକ୍ଷପଦ

CHSE Odisha Class 12 Logic Unit 1 Objective Questions in Odia Medium

30. ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ ମାତ୍ର ସିଦ୍ଧାନ୍ତରେ ନଥାଏ, ତାହାକୁ କେଉଁ ପଦ କୁହାଯାଏ ?
(କ) ସାଧ୍ୟପଦ
(ଖ) ପକ୍ଷପଦ
(ଗ) ହେତୁ ବା ମଧ୍ୟମ ପଦ
(ଘ) କୌଣସିଟି ଠିକ୍ ନୁହେଁ
Answer:
(ଗ) ହେତୁ ବା ମଧ୍ୟମ ପଦ

31. ଯେଉଁ ହେତୁବାକ୍ୟରେ ସାଧ୍ଯ ପଦ ଥାଏ, ତାହାକୁ କେଉଁ ହେତୁବାକ୍ୟ କୁହାଯାଏ ?
(କ) ସାଧ୍ୟାବୟବ
(ଖ) ପକ୍ଷାବୟବ
(ଗ) ସିଦ୍ଧାନ୍ତ
(ଘ) ସବୁଗୁଡ଼ିକ ଠିକ୍
Answer:
(କ) ସାଧ୍ୟାବୟବ

32. ଯେଉଁ ହେତୁବାକ୍ୟରେ ପକ୍ଷପଦ ଥାଏ, ତାହାକୁ କେଉଁ ହେତୁବାକ୍ୟ କୁହାଯାଏ ?
(କ) ସାଧ୍ୟାବୟବ
(ଖ) ପକ୍ଷାବୟବ
(ଗ) ସିଦ୍ଧାନ୍ତ
(ଘ) ସବୁଗୁଡ଼ିକ ଠିକ୍
Answer:
(ଖ) ପକ୍ଷାବୟବ

33. ନ୍ୟାୟ ସଂସ୍ଥାନକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୩
(ଖ) ୪
(ଗ) ୫
(ଘ) ୨
Answer:
(ଖ) ୪

34. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଏବଂ ପକ୍ଷାବୟବରେ ବିଧେୟ ରୂପେ ଅବସ୍ଥାନ
କରେ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

35. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ସାଧାବୟବ ଓ ପକ୍ଷାବୟବରେ ବିଧେୟରୂପେ ଅବସ୍ଥାନ କରେ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

36. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ସାଧାବୟବ ଓ ପକ୍ଷାବୟବରେ ଉଦ୍ଦେଶ୍ୟ ରୂପେ ଅବସ୍ଥାନ କରେ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

37. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ବିଧେୟ ଏବଂ ପକ୍ଷାବୟବରେ ଉଦ୍ଦେଶ୍ୟ ରୂପେ ଅବସ୍ଥାନ କଲେ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

38. CHSE Odisha Class 12 Logic Unit 1 Objective Questions in Odia Medium
ଏହି ଚିତ୍ରଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

CHSE Odisha Class 12 Logic Unit 1 Objective Questions in Odia Medium

39. CHSE Odisha Class 12 Logic Unit 1 Objective Questions in Odia Medium 1
ଏହି ଚିତ୍ରଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଖ) ୨ୟ

40. CHSE Odisha Class 12 Logic Unit 1 Objective Questions in Odia Medium 2
ଏହି ଚିତ୍ରଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

41. CHSE Odisha Class 12 Logic Unit 1 Objective Questions in Odia Medium 3
ଏହି ଚିତ୍ରଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

42. ତ୍ରିପଦୀଯୁକ୍ତିରେ କେତୋଟି ସବଳ ସିଦ୍ଧ ନ୍ୟାୟରୂପ ଅଛି ?
(କ) ୧୬
(ଖ) ୧୭
(ଗ) ୧୮
(ଘ) ୧୯
Answer:
(ଘ) ୧୯

43. ତ୍ରିପଦୀଯୁକ୍ତିରେ କେତୋଟି ଦୁର୍ବଳ ନ୍ୟାୟରୂପ ଅଛି ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(ଖ) ୫

44. କେଉଁ ନ୍ୟାୟ ସଂସ୍ଥାନରେ ଦୁର୍ବଳ ନ୍ୟାୟରୂପ ନଥାଏ ?
(କ) ୧ମ ସଂସ୍ଥାନ
(ଖ) ୨ୟ ସଂସ୍ଥାନ
(ଗ) ୩ୟ ସଂସ୍ଥାନ
(ଘ) ୪ର୍ଥ ସଂସ୍ଥାନ
Answer:
(କ) ୩ୟ ସଂସ୍ଥାନ

45. ତ୍ରିପଦୀଯୁକ୍ତିର ହେତୁବାକ୍ୟ ଅଥବା ତାହାର ହେତୁବାକ୍ୟ ଏବଂ ସିଦ୍ଧାନ୍ତର ଗୁଣ ଓ ବ୍ୟାପକତା ଦୃଷ୍ଟିରୁ ଯେଉଁ
ବିଶିଷ୍ଟ ଆକାର ନିର୍ଣ୍ଣୀତ ହୁଏ, ତାହାକୁ କ’ଣ କୁହାଯାଏ ?
(କ) ନ୍ୟାୟ ସଂସ୍ଥାନ
(ଖ) ନ୍ଯାୟରୂପ
(ଗ) ତ୍ରିପଦୀଯୁକ୍ତି
(ଘ) ରୁପାନୂରାକରଶ
Answer:
(ଖ) ନ୍ଯାୟରୂପ

46. ତ୍ରିପଦୀଯୁକ୍ତିରେ କେତୋଟି ସାଧାରଣ ନିୟମ ଅଛି ?
(କ) ୧୦
(ଖ) ୧୧
(ଗ) ୧୨
(ଘ) ୧୩
Answer:
(କ) ୧୦

47. ‘ବାର୍ବାରା’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

48. ‘ସେଲାରେଣ୍ଟ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

CHSE Odisha Class 12 Logic Unit 1 Objective Questions in Odia Medium

49. ‘ଡାରିଇ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

50. ‘ଫେରିଓ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(କ) ୧ମ

51. ‘ସାମେଷ୍ଟ୍ରେସ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଖ) ୨ୟ

52. ‘ସେସାରେ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଖ) ୨ୟ

53. ‘ବାରୋକୋ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଖ) ୨ୟ

54. ‘ଫେଷ୍ଟିନୋ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
Answer:
(ଖ) ୨ୟ

55. ‘ଡାରାପ୍‌’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

56. ‘ଡାଟିସି’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

57. ‘ଜିସାମିସ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

58. ‘ଫେଲାପ୍ଟୋନ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

CHSE Odisha Class 12 Logic Unit 1 Objective Questions in Odia Medium

59. ‘ଫେରିସୋନ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

60. ‘ବୋକାର୍ଡ଼’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଗ) ୩ୟ

61. ‘ବ୍ରାମାଣ୍ଟିପ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

62. ‘ସାମେନେସ୍’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

63. ‘ଫେସାପୋ’ ନ୍ୟାୟରୂପଟି କେଉଁ ସଂସ୍ଥାନର ଅନ୍ତର୍ଭୁକ୍ତ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

64. ‘ଫ୍ରେସିସୋନ୍’ କେଉଁ ନ୍ୟାୟ ସଂସ୍ଥାନର ଏକ ବୈଧ ନ୍ୟାୟରୂପ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

65. ଡିମାରିସ୍’ କେଉଁ ନ୍ୟାୟ ସଂସ୍ଥାନର ଏକ ବୈଧ ନ୍ୟାୟରୂପ ଅଟେ ?
(କ) ୧ମ
(ଖ) ୨ୟ
(ଗ) ୩ୟ
(ଘ) ୪ର୍ଥ
Answer:
(ଘ) ୪ର୍ଥ

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ଗୋଟିଏ ହେତୁବାକ୍ୟରୁ ନିଷ୍ପନ୍ନ ସିଦ୍ଧାନ୍ତକୁ କେଉଁ ଅନୁମାନ କୁହାଯାଏ ?
Answer:
ଅବ୍ୟବହିତ ଅନୁମାନ

2. ଦୁଇଟି ହେତୁବାକ୍ୟରୁ ନିଷ୍ପନ ସିଦ୍ଧାନ୍ତକୁ କେଉଁ ଅନୁମାନ କୁହାଯାଏ ?
Answer:
ବ୍ୟବହିତ ଅନୁମାନ

3.ସମବର୍ତ୍ତନର ହେତୁବାକ୍ୟକୁ କ’ଣ କୁହାଯାଏ ?
Answer:
ସମବର୍ତ୍ତନ।ୟ

4. ସମବର୍ତ୍ତନର ସିଦ୍ଧାନ୍ତକୁ କ’ଣ କୁହାଯାଏ ?
Answer:
ସମବର୍ତ୍ତତ

5. ବ୍ୟାବର୍ତ୍ତନର ହେତୁବାକ୍ୟରୁ କ’ଣ କୁହାଯାଏ ?
Answer:
ବ୍ୟାବର୍ତ୍ତନ।ୟ

6. ବ୍ୟାବର୍ତ୍ତନର ସିଦ୍ଧାନ୍ତକୁ କ’ଣ କୁହାଯାଏ ?
Answer:
ବ୍ୟାବର୍ତ୍ତତ

7. କେଉଁ ତର୍କବାକ୍ୟର ସମବର୍ତ୍ତନ ରୂପ ସମ୍ଭବ ନୁହେଁ ?
Answer:
‘ଓ’ ତର୍କବାକ୍ୟ

CHSE Odisha Class 12 Logic Unit 1 Objective Questions in Odia Medium

8. ଯେଉଁ ସମବର୍ତ୍ତନରେ ସମବର୍ଣନୀୟ ଏବଂ ସମବର୍ଣିତ ମଧ୍ଯରେ ପରିମାଣଗତ ପ୍ରଭେଦ ନ ଥାଏ, ତାହାକୁ କେଉଁ ସମବର୍ତ୍ତନ କୁହାଯାଏ ?
Answer:
ସରଳ ସମବର୍ତ୍ତନ

9. ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ଥାଏ, ତାହାକୁ କେଉଁ ସମବର୍ତ୍ତନ କୁହାଯାଏ ?
Answer:
ଅସରଳ ସମବର୍ତ୍ତନ

10. ବସ୍ତୁଗତ ବ୍ୟାବର୍ତ୍ତନର ନାମକରଣ କିଏ କରିଥିଲେ ?
Answer:
ଡ. ବେନ୍

11. ତ୍ରିପଦୀଯୁକ୍ତି ଏକ କି ପ୍ରକାର ଅବରୋହାନୁମାନ ଅଟେ ?
Answer:
ବ୍ୟବହିତ

12. ଅବ୍ୟବହିତ ଅବରୋହାନୁମାନ କେତୋଟି ତର୍କବାକ୍ୟଦ୍ଵାରା ଗଠିତ ?
Answer:
୨ଟି

13. ବ୍ୟବହିତ ଅବରୋହାନୁମାନ କେତୋଟି ତର୍କବାକ୍ୟଦ୍ୱାରା ଗଠିତ ?
Answer:
୩ଟି

14. ଅବ୍ୟବହିତ ଅବରୋହାନୁମାନ କେତୋଟି ହେତୁବାକ୍ୟଦ୍ୱାରା ଗଠିତ ?
Answer:
୧ଟି

15. ବ୍ୟବହିତ ଅବରୋହାନୁମାନ କେତୋଟି ହେତୁବାକ୍ୟଦ୍ଵାରା ଗଠିତ ?
Answer:
୨ଟି

16. ତ୍ରିପଦୀଯୁକ୍ତି କେଉଁ ପ୍ରକାର ସତ୍ୟତା ପ୍ରତିପାଦନ କରେ ?
Answer:
ଆକାରଗତ

17. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ବିଧେୟ ପଦକୁ କେଉଁ ପଦ କୁହାଯାଏ ?
Answer:
ସାଧ୍ୟପଦ

18. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ଉଦ୍ଦେଶ୍ୟ ପଦକୁ କେଉଁ ପଦ କୁହାଯାଏ ?
Answer:
ପକ୍ଷପଦ

19. ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ ମାତ୍ର ସିଦ୍ଧାନ୍ତରେ ନଥାଏ, ତାହାକୁ କେଉଁ ପଦ କୁହାଯାଏ ?
Answer:
ମଧ୍ୟପଦ ବା ହେତୁପଦ

20. ଯେଉଁ ହେତୁବାକ୍ୟରେ ସାଧ୍ୟପଦ ଥାଏ, ତାହାକୁ କ’ଣ କୁହାଯାଏ ?
Answer:
ସାଧ୍ୟ।ବୟବ

21. ତ୍ରିପଦୀଯୁକ୍ତିର ଯେଉଁ ହେତୁବାକ୍ୟରେ ପକ୍ଷପଦ ଥାଏ, ତାହାକୁ କ’ଣ କୁହାଯାଏ ?
Answer:
ପକ୍ଷ।ବୟବ

22. ହେତୁପଦର ସାଧାବୟବ ଓ ପକ୍ଷାବୟବରେ ଅବସ୍ଥାନ ଦୃଷ୍ଟିରୁ ତ୍ରିପଦୀଯୁକ୍ତିର ଯେଉଁ ବିଶିଷ୍ଟ ଆକାର ନିଶ୍ଚିତ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ନ୍ୟାୟ ସଂସ୍ଥାନ

CHSE Odisha Class 12 Logic Unit 1 Objective Questions in Odia Medium

23. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଏବଂ ପକ୍ଷାବୟବରେ ବିଧେୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
Answer:
୧ମ ସଂସ୍ଥାନ

24. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
Answer:
ଦ୍ବିତୀୟ ସଂସ୍ଥାନ

25. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
Answer:
ତୃତୀୟ ସଂସ୍ଥାନ

26. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ବିଧେୟ ଏବଂ ପକ୍ଷାବୟବରେ ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ କେଉଁ ସଂସ୍ଥାନ କୁହାଯାଏ ?
Answer:
ଚତୁର୍ଥ ସଂସ୍ଥାନ

27. ତ୍ରିପଦୀଯୁକ୍ତିର ହେତୁବାକ୍ୟ ଅଥବା ତାହାର ହେତୁବାକ୍ୟ ଏବଂ ସିଦ୍ଧାନ୍ତର ଗୁଣ ଓ ବ୍ୟାପକତା ଦୃଷ୍ଟିରୁ ଯେଉଁ ବିଶିଷ୍ଟ ଆକାର ନିଶ୍ଚିତ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ନ୍ୟାୟରୂପ

28. ତ୍ରିପଦୀଯୁକ୍ତିରେ ଯଦି ହେତୁପଦ ଉଭୟ ହେତୁବାକ୍ୟରେ ଥରେ ମାତ୍ର ବ୍ୟାପ୍ୟ ହୋଇନଥାଏ ତାହାକୁ କେଉଁ ତର୍କଦୋଷ କୁହାଯାଏ ?
Answer:
ଅବ୍ଯାପ୍ୟ ହେତୁ ଦୋଷ ବା ଅବ୍ୟାପ୍ୟ ମଧ୍ୟପଦ ଦୋଷ

29. କୌଣସି ତ୍ରିପଦୀଯୁକ୍ତିରେ ଯଦି ପକ୍ଷପଦ ପକ୍ଷାବୟବରେ ଅବ୍ୟାପୀ ଅଥଚ ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ଅବୈଧସାଧ୍ୟତା ଦୋଷ

30. କୌଣସି ତ୍ରିପଦୀଯୁକ୍ତିରେ ଯଦି ସାଧୂପଦ ସାଧାବୟବରେ ଅବ୍ୟାପ୍ୟ ମାତ୍ର ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ଅବୈଧସାଧ୍ୟତା ଦୋଷ

31. ତ୍ରିପଦୀଯୁକ୍ତିରେ ଉଭୟ ହେତୁବାକ୍ୟ ନଞର୍ଥକ ଥିଲେ ତାହାକୁ କେଉଁ ତର୍କଦୋଷ କୁହାଯାଏ ?
Answer:
ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ

32. ତ୍ରିପଦୀଯୁକ୍ତିରେ ଉଭୟ ହେତୁବାକ୍ୟ ବିଶେଷ ହୋଇଥିଲେ ତାକୁ କେଉଁ ତର୍କଦୋଷ କୁହାଯାଏ ?
Answer:
ଉଭୟ ବିଶେଷ ହେତୁବାକ୍ୟ ଦୋଷ

33. କେଉଁ ସଂସ୍ଥାନକୁ ନିଘୋଷ ସଂସ୍ଥାନ କୁହାଯାଏ ?
Answer:
ପ୍ରଥମ ସଂସ୍ଥାନ

CHSE Odisha Class 12 Logic Unit 1 Objective Questions in Odia Medium

34. କିଏ ପ୍ରଥମ ସଂସ୍ଥାନକୁ ନିଘୋଷ ସଂସ୍ଥାନ ବୋଲି ଆଖ୍ୟା ଦେଇଛନ୍ତି ?
Answer:
ଆରିଷ୍ଟଟଲ୍

35. ସଂସ୍ଥାନ କେତେ ପ୍ରକାରର ଅଟେ ?
Answer:
୪ ପ୍ରକାର

36. କେତୋଟି ସବଳ ସିଦ୍ଧ ନ୍ୟାୟରୂପ ଅଛି ?
Answer:
୧୯ଟି

37. କେତୋଟି ଦୁର୍ବଳ ସିଦ୍ଧ ନ୍ୟାୟରୂପ ଅଛି ?
Answer:
୫ଟି

38. ପ୍ରଥମ ନ୍ୟାୟ ସଂସ୍ଥାନର ସିଦ୍ଧ ନ୍ୟାୟରୂପ ସଂଖ୍ୟା କେତେ ?
Answer:

39. ଦ୍ଵିତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ନ୍ୟାୟରୂପ ସଂଖ୍ୟା କେତେ ?
Answer:

40. ତୃତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ନ୍ୟାୟରୂପ ସଂଖ୍ୟା କେତେ ?
Answer:

41. ଚତୁର୍ଥ ନ୍ୟାୟ ସଂସ୍ଥାନର ସିଦ୍ଧ ନ୍ୟାୟରୂପ ସଂଖ୍ୟା କେତେ ?
Answer:

42. ‘ବାରୋକୋ’ କେଉଁ ନ୍ୟାୟ ସଂସ୍ଥାନର ଏକ ସିଦ୍ଧ ନ୍ୟାୟରୂପ ଅଟେ ?
Answer:
ଦ୍ଵିତୀୟ

43. ‘ବୋକାଡ଼ୋ’ କେଉଁ ନ୍ୟାୟ ସଂସ୍ଥାନର ଏକ ସିଦ୍ଧ ନ୍ୟାୟରୂପ ଅଟେ ?
Answer:
ତୃତୀୟ

44. ‘ବ୍ରାମଣ୍ଡିପ୍’ କେଉଁ ନ୍ୟାୟ ସଂସ୍ଥାନର ଏକ ସିଦ୍ଧ ନ୍ୟାୟରୂପ ଅଟେ ?
Answer:
ଚତୁର୍ଥ

45. ‘ସାମେଷ୍ଟ୍ରେସ୍’ କେଉଁ ନ୍ୟାୟ ସଂସ୍ଥାନର ଏକ ସିଦ୍ଧ ନ୍ୟାୟରୂପ ଅଟେ ?
Answer:
ଦ୍ଵିତୀୟ

46. ‘ସେଲାରେଣ୍ଟ’ କେଉଁ ନ୍ୟାୟ ସଂସ୍ଥାନର ଏକ ସିଦ୍ଧ ନ୍ୟାୟରୂପ ଅଟେ ?
Answer:
ପ୍ରଥମ

47. କେଉଁ ନ୍ୟାୟ ସଂସ୍ଥାନର ଦୁର୍ବଳ ନ୍ୟାୟରୂପ ନ ଥାଏ ?
Answer:
ତୃତୀୟ

CHSE Odisha Class 12 Logic Unit 1 Objective Questions in Odia Medium

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1.ଯେଉଁ ଅନୁମାନରେ ଗୋଟିଏ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୁଏ, ତାହାକୁ ବ୍ୟବହିତ ଅନୁମାନ କୁହାଯାଏ । (ଭୁଲ୍)
Answer:
ଯେଉଁ ଅନୁମାନରେ ଗୋଟିଏ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୁଏ, ତାହାକୁ ଅବ୍ୟବହିତ ଅନୁମାନ କୁହାଯାଏ । (ଠିକ୍)

2. ଯେଉଁ ଯୁକ୍ତିରେ ଏକାତ୍ମକ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ, ତାହାକୁ ଅବ୍ୟବହିତ ଅନୁମାନ କୁହାଯାଏ । (ଭୁଲ୍)
Answer:
ଯେଉଁ ଯୁକ୍ତିରେ ଏକାଧ୍ଵ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ, ତାହାକୁ ବ୍ୟବହିତ ଅନୁମାନ କୁହାଯାଏ । (ଠିକ୍)

3. ସମବର୍ତ୍ତନର ହେତୁବାକ୍ୟକୁ ସମବର୍ତ୍ତିତ କୁହାଯାଏ । (ଭୁଲ୍)
Answer:
ସମବର୍ତ୍ତନର ହେତୁବାକ୍ୟକୁ ସମବର୍ତ୍ତିନୀୟ କୁହାଯାଏ । (ଠିକ୍)

4. ସମବର୍ତ୍ତନର ସିଦ୍ଧାନ୍ତକୁ ସମବର୍ତ୍ତନୀୟ କୁହାଯାଏ ।(ଭୁଲ୍)
Answer:
ସମବର୍ତ୍ତନର ସିଦ୍ଧାନ୍ତକୁ ସମବର୍ଜିତ କୁହାଯାଏ । (ଠିକ୍)

5. ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ତ୍ତିତର ଉଦ୍ଦେଶ୍ୟ ହୁଏ । (ଭୁଲ୍)
Answer:
ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ତ୍ତିତର ବିଧେୟ ହୁଏ । (ଠିକ୍)

6. ସମବର୍ତ୍ତନୀୟର ବିଧେୟ ସମବର୍ଷିତର ବିଧେୟ ହୁଏ । (ଭୁଲ୍)
Answer:
ସମବର୍ତ୍ତନୀୟର ବିଧେୟ ସମବର୍ଭିତର ଉଦ୍ଦେଶ୍ୟ ହୁଏ । (ଠିକ୍)

7. ସମବର୍ତ୍ତନୀୟ ଓ ସମବର୍ଷିତର ଗୁଣ ସମାନ ରହେ ନାହିଁ । (ଭୁଲ୍)
Answer:
ସମବର୍ତ୍ତନୀୟ ଓ ସମବର୍ଷିତର ଗୁଣ ସମାନ ରହେ । (ଠିକ୍)

8. ଯେଉଁ ପଦ ସମବର୍ତ୍ତନୀୟରେ ବ୍ୟାପ୍ୟ, ତାହା ସମବର୍ଭିତରେ ବ୍ୟାପ୍ୟ ହୁଏ । (ଭୁଲ୍)
Answer:
ଯେଉଁ ପଦ ସମବର୍ତ୍ତନୀୟରେ ଅବ୍ୟାପ୍ୟ, ତାହା ସମବର୍ଭିତରେ ବ୍ୟାପ୍ୟ ହୁଏ ନାହିଁ । (ଠିକ୍)

9. ‘ଆ’ର ସମବର୍ତ୍ତିତ ‘ଏ’ ହୁଏ । (ଭୁଲ୍)
Answer:
‘ଆ’ର ସମବର୍ତ୍ତିତ ‘ଇ’ ହୁଏ । (ଠିକ୍)

10. ‘ଇ’ର ସମବର୍ଜିତ ‘ଆ’ ହୁଏ । (ଭୁଲ୍)
Answer:
‘ଇ’ର ସମବର୍ତ୍ତିତ ‘ଇ’ ହୁଏ । (ଠିକ୍)

11. ‘ଏ’ର ସମବର୍ତ୍ତିତ ‘ଆ’ ହୁଏ । (ଭୁଲ୍)
Answer:
‘ଏ’ର ସମବର୍ତ୍ତିତ ‘ଏ’ ହୁଏ । (ଠିକ୍)

12. ‘ଓ’ର ସମବର୍ଷିତ ‘ଏ’ ହୁଏ । (ଭୁଲ୍)
Answer:
‘ଓ’ର ସମବର୍ତ୍ତନ ହୁଏ ନାହିଁ । (ଠିକ୍)

CHSE Odisha Class 12 Logic Unit 1 Objective Questions in Odia Medium

13. ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଓ’ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ଥାଏ, ତାହାକୁ ସରଳ ସମବର୍ତ୍ତନ କୁହାଯାଏ । (ଭୁଲ୍)
Answer:
ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ନଥାଏ, ତାହାକୁ ସରଳ ସମବର୍ତ୍ତନ କୁହାଯାଏ । (ଠିକ୍)

14. ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ନ ଥାଏ, ତାହାକୁ ଅସରଳ ସମବର୍ତ୍ତନ କୁହାଯାଏ । (ଭୁଲ୍)
Answer:
ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ଥାଏ, ତାହାକୁ ଅସରଳ ସମବର୍ତ୍ତନ କୁହାଯାଏ । (ଠିକ୍)

15. ବ୍ୟାବର୍ତ୍ତନର ହେତୁବାକ୍ୟକୁ ବ୍ୟାବର୍ଜିତ କୁହାଯାଏ । (ଭୁଲ୍)
Answer:
ବ୍ୟାବର୍ତ୍ତନର ହେତୁବାକ୍ୟକୁ ବ୍ୟାବର୍ତ୍ତନୀୟ କୁହାଯାଏ । (ଠିକ୍)

16. ବ୍ୟାବର୍ତ୍ତନର ସିଦ୍ଧାନ୍ତକୁ ବ୍ୟାବର୍ତ୍ତନୀୟ କୁହାଯାଏ । (ଭୁଲ୍)
Answer:
ବ୍ୟାବର୍ତ୍ତନର ସିଦ୍ଧାନ୍ତକୁ ବ୍ୟାବର୍ତ୍ତତ କୁହାଯାଏ । (ଠିକ୍)

17. ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ବ୍ୟାବର୍ଭିତରେ ବିଧେୟ ହୁଏ । (ଭୁଲ୍)
Answer:
ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ବ୍ୟବଭିତରେ ଉଦ୍ଦେଶ୍ୟ ହୁଏ । (ଠିକ୍)

18. ବ୍ୟାବର୍ତ୍ତନୀୟର ବିଧେୟର ବିରୁଦ୍ଧ ପଦ ବ୍ୟାବର୍ଭିତରେ ଉଦ୍ଦେଶ୍ୟ ହୁଏ । (ଭୁଲ୍)
Answer:
ବ୍ୟାବର୍ତ୍ତନୀୟର ବିଧେୟର ବିରୁଦ୍ଧ ପଦ ବ୍ୟାବର୍ଭିତରେ ବିଧେୟ ହୁଏ । (ଠିକ୍)

19. ବ୍ୟାବର୍ଜିତର ଗୁଣ ବ୍ୟାବର୍ତ୍ତନୀୟର ଗୁଣ ସମାନ ରହେ । (ଭୁଲ୍)
Answer:
ବ୍ୟାବର୍ଜିତର ଗୁଣ ବ୍ୟାବର୍ତ୍ତନୀୟର ଗୁଣର ବିପରୀତ ହୁଏ । (ଠିକ୍)

20. ଯେଉଁ ପଦ ବ୍ୟାବର୍ତ୍ତନୀୟରେ ଅବ୍ୟାପ୍ୟ, ତାହା ବ୍ୟାବର୍ଜିତରେ ବ୍ୟାପ୍ୟ ହୁଏ । (ଭୁଲ୍)
Answer:
ଯେଉଁ ପଦ ବ୍ୟାବର୍ତ୍ତନୀୟରେ ଅବ୍ୟାପ୍ୟ, ତାହା ବ୍ୟାବର୍ଭିତରେ ବ୍ୟାପ୍ୟ ହୁଏ ନାହିଁ । (ଠିକ୍)

21. ‘ଆ’ର ବ୍ୟାବର୍ତ୍ତିତ ‘ଆ’ ହୁଏ । (ଭୁଲ୍)
Answer:
‘ଆ’ର ବ୍ୟାବର୍ତ୍ତିତ ‘ଏ’ ହୁଏ । (ଠିକ୍)

22. ‘ଇ’ର ବ୍ୟାବର୍ତ୍ତିତ ‘ଇ’ ହୁଏ । (ଭୁଲ୍)
Answer:
‘ଇ’ର ବ୍ୟାବର୍ତ୍ତିତ ‘ଓ’ ହୁଏ । (ଠିକ୍)

23. ‘ଏ’ର ବ୍ୟାବର୍ଜିତ ‘ଏ’ ହୁଏ । (ଭୁଲ୍)
Answer:
‘ଏ’ର ବ୍ୟାବର୍ତ୍ତିତ ‘ଆ’ ହୁଏ । (ଠିକ୍)

24. ‘ଓ’ର ବ୍ୟାବର୍ତ୍ତିତ ‘ଓ’ ହୁଏ । (ଭୁଲ୍)
Answer:
‘ଓ’ର ବ୍ୟାବର୍ତ୍ତିତ ‘ଇ’ ହୁଏ । (ଠିକ୍)

CHSE Odisha Class 12 Logic Unit 1 Objective Questions in Odia Medium

25. ଆରିଷ୍ଟଟଲ୍ ବସ୍ତୁଗତ ବ୍ୟାବର୍ତ୍ତନରେ ନାମକରଣ କରିଛନ୍ତି । (ଭୁଲ୍)
Answer:
ଡ. ବେନ୍ ବସ୍ତୁଗତ ବ୍ୟାବର୍ତ୍ତନର ନାମକରଣ କରିଛନ୍ତି । (ଠିକ୍)

26. ତ୍ରିପଦୀଯୁକ୍ତ ଅବ୍ୟବହିତ ଅବରୋହନୁମାନ ସହ ସମ୍ପୃକ୍ତ । (ଭୁଲ୍)
Answer:
ତ୍ରିପଦୀଯୁକ୍ତି ବ୍ୟବହିତ ଅବରୋହାନୁମାନ ସହ ସମ୍ପୃକ୍ତ । (ଠିକ୍)

27. ତ୍ରିପଦୀଯୁକ୍ତ ବସ୍ତୁଗତ ସତ୍ୟତା ପ୍ରତିପାଦନ କରେ । (ଭୁଲ୍)
Answer:
ତ୍ରିପଦୀଯୁକ୍ତି ଆକାରଗତ ସତ୍ୟତା ପ୍ରତିପାଦନ କରେ । (ଠିକ୍)

28. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ବିଧେୟ ପଦକୁ ପକ୍ଷପଦ କୁହାଯାଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ବିଧେୟ ପଦକୁ ସାଧ୍ୟପଦ କୁହାଯାଏ । (ଠିକ୍)

29. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ଉଦ୍ଦେଶ୍ୟ ପଦକୁ ସାଧ୍ୟପଦ କୁହାଯାଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ଉଦ୍ଦେଶ୍ୟ ପଦକୁ ପକ୍ଷପଦ କୁହାଯାଏ । (ଠିକ୍)

30. ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ, ତାହାକୁ ପକ୍ଷପଦ କୁହାଯାଏ । (ଭୁଲ୍)
Answer:
ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ, ତାହାକୁ ମଧ୍ୟପଦ କୁହାଯାଏ । (ଠିକ୍)

31. ଯେଉଁ ହେତୁବାକ୍ୟରେ ସାଧ୍ୟପଦ ଥାଏ, ତାହାକୁ ପକ୍ଷାବୟବ କୁହାଯାଏ । (ଭୁଲ୍)
Answer:
ଯେଉଁ ହେତୁବାକ୍ୟରେ ସାଧପଦ ଥାଏ, ତାହାକୁ ସାଧାବୟବ କୁହାଯାଏ । (ଠିକ୍)

32. ଯେଉଁ ହେତୁବାକ୍ୟରେ ପକ୍ଷପଦ ଥାଏ, ତାହାକୁ ସାଧାବୟବ କୁହାଯାଏ । (ଭୁଲ୍)
Answer:
ଯେଉଁ ହେତୁବାକ୍ୟରେ ପକ୍ଷପଦ ଥାଏ, ତାହାକୁ ପକ୍ଷାବୟବ କୁହାଯାଏ । (ଠିକ୍)

33. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ବିତୀୟ ସଂସ୍ଥାନ କହନ୍ତି । (ଭୁଲ୍)
Answer:
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ପ୍ରଥମ ସଂସ୍ଥାନ କହନ୍ତି । (ଠିକ୍)

34. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଚତୁର୍ଥ ସଂସ୍ଥାନ କହନ୍ତି । (ଭୁଲ୍)
Answer:
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ୱିତୀୟ ସଂସ୍ଥାନ କହନ୍ତି । (ଠିକ୍)

CHSE Odisha Class 12 Logic Unit 1 Objective Questions in Odia Medium

35. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ବିତୀୟ ସଂସ୍ଥାନ କୁହାଯାଏ । (ଭୁଲ୍)
Answer:
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ ତୃତୀୟ ସଂସ୍ଥାନ କୁହାଯାଏ । (ଠିକ୍)

36. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ବିଧେୟ ଏବଂ ପକ୍ଷାବୟବର ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ । (ଭୁଲ୍)
Answer:
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ବିଧେୟ ଏବଂ ପକ୍ଷାବୟବର ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଚତୁର୍ଥ ସଂସ୍ଥାନ କୁହାଯାଏ । (ଠିକ୍)

37. ଆରିଷ୍ଟଟଲ୍‌ଙ୍କ ସର୍ବାସ୍ତିନାସ୍ତି ସୂତ୍ର ଅନୁଯାୟୀ ଚତୁର୍ଥ ସଂସ୍ଥାନଟି ନିଘୋଷ ସଂସ୍ଥାନ ଅଟେ । (ଭୁଲ୍)
Answer:
ଆରିଷ୍ଟଟଲ୍‌ଙ୍କ ସର୍ବାସ୍ତିନାସ୍ତି ସୂତ୍ର ଅନୁଯାୟୀ ପ୍ରଥମ ସଂସ୍ଥାନଟି ନିଘୋଷ ସଂସ୍ଥାନ ଅଟେ । (ଠିକ୍)

38. ‘ବାର୍ବାରା’ ଦ୍ୱିତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଭୁଲ୍)
Answer:
‘ବାର୍ବାରା’ ପ୍ରଥମ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଠିକ୍)

39. ‘ବାରୋକୋ’ ତୃତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଭୁଲ୍)
Answer:
‘ବାରୋକୋ’ ଦ୍ୱିତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଠିକ୍)

40. ‘ବୋକାଡ଼ୋ’ ଚତୁର୍ଥ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଭୁଲ୍)
Answer:
‘ବୋକାର୍ଡୋ’ ତୃତୀୟ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଠିକ୍)

41. ‘ବ୍ରାମାଣ୍ଟିପ୍’ ପ୍ରଥମ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଭୁଲ୍)
Answer:
‘ବ୍ରାମାଣ୍ଟିପ୍’ ଚତୁର୍ଥ ନ୍ୟାୟ ସଂସ୍ଥାନର ସିଦ୍ଧ ‘ନ୍ୟାୟରୂପ’ ଅଟେ । (ଠିକ୍)

D. ଶୂନ୍ୟସ୍ଥାନ ପୂରଣ କର ।

1. ସମବର୍ତ୍ତନରେ ଦତ୍ତ ହେତୁବଚନକୁ ______ କହନ୍ତି ।
Answer:
ସମବର୍ତ୍ତନୀୟ

2. ସମବର୍ତ୍ତନରେ ସିଦ୍ଧାନ୍ତକୁ _______ କହନ୍ତି ।
Answer:
ସମବର୍ତ୍ତତ

3. ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ଗିତ ମଧ୍ଯରେ ଓ _________ ସମାନ ରହେ ।
Answer:
ଗୁଣ

4. ‘ଆ’ ତର୍କବଚନର ସମବର୍ଷିତ ___________ ଅଟେ ।
Answer:

5. ‘ଏ’ ତର୍କବଚନର ସମ୍ଭବର୍ଷିତ _________ ଅଟେ ।
Answer:

CHSE Odisha Class 12 Logic Unit 1 Objective Questions in Odia Medium

6. ‘ଇ’ ତର୍କବଚନର ସମ୍ଭବର୍ଷିତ _________ ଅଟେ ।
Answer:

7. ________ ତର୍କବଚନର ସମବର୍ତ୍ତିତ ରୂପ ନଥାଏ ।
Answer:

8. ବ୍ୟାବର୍ତ୍ତନରେ ହେତୁବଚନକୁ ______ କହନ୍ତି ।
Answer:
ବ୍ୟାବର୍ତ୍ତନୀୟ

9. ବ୍ୟାବର୍ତ୍ତନରେ ସିଦ୍ଧାନ୍ତକୁ ______ କହନ୍ତି ।
Answer:
ବ୍ୟାବର୍ତ୍ତତ

10. ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ତ୍ତିତ ମଧ୍ୟରେ _________ ଅସମାନ ବା ବିପରୀତ ହୁଏ ।
Answer:
ଗୁଣ

11. ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ତ୍ତିତ ମଧ୍ୟରେ _________ ସମାନ ହୁଏ ।
Answer:
ପରିମାଶ

12. ‘ଆ’ ତର୍କବଚନର ବ୍ୟାବର୍ଜିତ ________ ଅଟେ ।
Answer:

13. ‘ଇ’ ତର୍କବଚନର ବ୍ୟାବର୍ଜିତ ________ ଅଟେ ।
Answer:

14. ‘ଏ’ ତର୍କବଚନର ବ୍ୟାବର୍ତ୍ତିତ _________ ଅଟେ ।
Answer:

15. ‘ଓ’ ତର୍କବଚନର ବ୍ୟାବର୍ତ୍ତିତ _________ ଅଟେ ।
Answer:

16. ଯେଉଁ ସମବର୍ତ୍ତନର ସମବର୍ଣନୀୟ ଏବଂ ସମବର୍ଷିତ ମଧ୍ଯରେ ପରିମାଣଗତ ପ୍ରଭେଦ ନଥାଏ, ତାହାକୁ ________ କୁହାଯାଏ ।
Answer:
ସମବର୍ତ୍ତନ

17. ଯେଉଁ ସମବର୍ତ୍ତନର ସମବର୍ଣନୀୟ ଓ ସମବର୍ଷିତ ମଧ୍ଯରେ ପରିମାଣଗତ ପ୍ରଭେଦ ନଥାଏ, ତାହାକୁ ________ କୁହାଯାଏ ।
Answer:
ସମବର୍ତ୍ତନ

18. ତର୍କଶାସ୍ତ୍ରବିଦ୍ ________ ବସ୍ତୁଗତ ବ୍ୟାବର୍ତ୍ତନର ନାମକରଣ କରିଛନ୍ତି ।
Answer:
ଡ. ବେନ୍

19. ଯେଉଁ ଅନୁମାନରେ ଗୋଟିଏ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୁଏ, ତାହାକୁ ______ କହନ୍ତି ।
Answer:
ଅବ୍ୟବହିତ ଅନୁମାନ

20. ଯେଉଁ ଯୁକ୍ତିରେ ଦୁଇଟି ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ, ତାହାକୁ ________ କହନ୍ତି ।
Answer:
ବ୍ୟବହିତ ଅନୁମାନ

21. ଯେଉଁ ଯୁକ୍ତିରେ ଦୁଇଟି ହେତୁବଚନର ମିଳିତ ସମର୍ଥନରେ ଗୋଟିଏ ସିଦ୍ଧାନ୍ତ ପ୍ରତିପାଦିତ ହୁଏ, ତାହାକୁ ______ କହନ୍ତି ।
Answer:
ତ୍ରିପଦୀଯୁକ୍ତି

CHSE Odisha Class 12 Logic Unit 1 Objective Questions in Odia Medium

22. ତ୍ରିପଦୀଯୁକ୍ତି ଗୋଟିଏ __________ ଅବରୋହାନୁମାନ ।
Answer:
ବ୍ୟବହିତ

23. ତ୍ରିପଦୀଯୁକ୍ତିରେ ________ ଟି ପଦ ଥାଏ ।
Answer:

24. ତ୍ରିପଦୀଯୁକ୍ତିରେ _________ ଟି ତର୍କବାକ୍ୟ ରହିଥାଏ ।
Answer:

25. ତ୍ରିପଦୀଯୁକ୍ତିରେ _________ ଟି ହେତୁବାକ୍ୟ ରହିଥାଏ ।
Answer:

26. ତ୍ରିପଦୀ ଯୁକ୍ତି __________ ସତ୍ୟତା ପ୍ରତିପାଦନ କରେ ।
Answer:
ଆକାରଗତ

27. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ବିଧେୟ ପଦକୁ _________ କହନ୍ତି ।
Answer:
ସାଧ୍ୟ ବା ପ୍ରଧାନ ପଦ

28. ତ୍ରିପଦୀଯୁକ୍ତିର ସିଦ୍ଧାନ୍ତର ଉଦ୍ଦେଶ୍ୟ ପଦକୁ _________ କହନ୍ତି ।
Answer:
ପକ୍ଷ ବା ଅପ୍ରଧାନ ପଦ

29. ତ୍ରିପଦୀଯୁକ୍ତିରେ ଯେଉଁ ପଦ ଉଭୟ ହେତୁବାକ୍ୟରେ ଥାଏ ମାତ୍ର ସିଦ୍ଧାନ୍ତରେ ନଥାଏ, ତାହାକୁ _______ ପଦ କୁହାଯାଏ ।
Answer:
ହେତୁ ବା ମଧ୍ଯମ

30. ତ୍ରିପଦୀଯୁକ୍ତିର ଯେଉଁ ହେତୁବାକ୍ୟରେ ସାଧପଦ ଥାଏ, ତାହାକୁ ________ କହନ୍ତି ।
Answer:
ସାଧାବୟବ

31. ତ୍ରିପଦୀଯୁକ୍ତିର ଯେଉଁ ହେତୁବାକ୍ୟରେ ପକ୍ଷପଦ ଥାଏ, ତାହାକୁ ________ କହନ୍ତି ।
Answer:
ପକ୍ଷାବୟବ

32. ହେତୁପଦର ସାଧାବୟବ ଓ ପକ୍ଷାବୟବରେ ଅବସ୍ଥାନ ଦୃଷ୍ଟିରୁ ତ୍ରିପଦୀଯୁକ୍ତି ବା ନ୍ୟାୟର ଯେଉଁ ବିଶିଷ୍ଟ ଆକାର ନିଶ୍ଚିତ ହୁଏ, ତାହାକୁ ________ କୁହାଯାଏ ।
Answer:
ନ୍ୟାୟ ସଂସ୍ଥାନ

33. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ________ କୁହାଯାଏ ।
Answer:
ପ୍ରଥମ ସଂସ୍ଥାନ

CHSE Odisha Class 12 Logic Unit 1 Objective Questions in Odia Medium

34. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ _______ କୁହାଯାଏ ।
Answer:
ଦ୍ବିତୀୟ ସଂସ୍ଥାନ

35. ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ________ କୁହାଯାଏ ।
Answer:
ଦ୍ବତୀୟ ସଂସ୍ଥାନ

36. ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ବିଧେୟ ଏବଂ ପକ୍ଷାବୟବର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ________ କୁହାଯାଏ ।
Answer:
ଚତୁର୍ଥ ସଂସ୍ଥାନ

37. ତ୍ରିପଦୀଯୁକ୍ତିର ହେତୁବାକ୍ୟ ଅଥବା ତାହାର ହେତୁବାକ୍ୟ ଏବଂ ସିଦ୍ଧାନ୍ତର ଗୁଣ ଓ ବ୍ୟାପକତା ଦୃଷ୍ଟିରୁ ଯେଉଁ ବିଶିଷ୍ଟ ଆକାର ନିର୍ଣ୍ଣୀତ ହୁଏ, ତାହାକୁ _______ କୁହାଯାଏ ।
Answer:
ନ୍ୟାୟରୂପ ବା ନ୍ୟାୟମୂର୍ତ୍ତି

38. ଚାରିଗୋଟି ପଦବିଶିଷ୍ଟ କୌଣସି ଯୁକ୍ତିକୁ ତ୍ରିପଦୀଯୁକ୍ତି ବୋଲି ଗ୍ରହଣ କଲେ ________ ଦୋଷ ଜାତ ହୋଇଥାଏ ।
Answer:
ଚତୁଷ୍ପଦା

39. ଯେଉଁ ତ୍ରିପଦୀଯୁକ୍ତିରେ ପକ୍ଷପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟି ________ ଦୋଷଦୃଷୄ ବୋଲି କୁହାଯାଏ ।
Answer:
ବ୍ୟର୍ଥକ ପକ୍ଷ

40. ଯେଉଁ ତ୍ରିପଦୀଯୁକ୍ତିରେ ସାଧପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟି ________ ଦୋଷଦୃଷୄ ବୋଲି କୁହାଯାଏ ।
ବ୍ୟର୍ଥକ ପକ୍ଷ
Answer:

41. ଯେଉଁ ତ୍ରିପଦୀଯୁକ୍ତିରେ ହେତୁପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟି ଦ୍ବିର୍ଥକ ________ ଦୋଷଦୃଷୄ ବୋଲି କୁହାଯାଏ ।
Answer:
ବ୍ୟର୍ଥକ ହେତୁ

42. ତୃତୀୟ ସଂସ୍ଥାନରେ ପକ୍ଷାବୟବ ନିଶ୍ଚୟ _______ ତର୍କବାକ୍ୟ ହେବ ।
Answer:
ସତର୍ଥକ

43. ତ୍ରିପଦୀଯୁକ୍ତିର ________ ନ୍ୟାୟ ସଂସ୍ଥାନକୁ ନିଘୋଷ ସଂସ୍ଥାନ କୁହାଯାଏ ।
Answer:
ପ୍ରଥମ

44. ଯଦି ତ୍ରିପଦୀଯୁକ୍ତିର କୌଣସି ହେତୁବାକ୍ୟ ନଞର୍ଥକ ହୁଏ, ତେବେ ସିଦ୍ଧାନ୍ତଟି ________ ହେବ ।
Answer:
ନଞର୍ଥକ ତର୍କବାକ୍ୟ

45. ତ୍ରିପଦୀଯୁକ୍ତିର ଅନ୍ତତଃ ଗୋଟିଏ ହେତୁବାକ୍ୟ ସଦର୍ଥକ ହେବା ଉଚିତ । ଉଭୟ ହେତୁବାକ୍ୟ ନଞର୍ଥକ ହୋଇଥିଲେ ଯେଉଁ ଦୋଷ ଜାତ ହୁଏ, ତାହାକୁ _______ ଦୋଷ କୁହାଯାଏ ।
Answer:
ଉଭୟ ନଞର୍ଥକ ହେତୁବାକ୍ୟ

CHSE Odisha Class 12 Logic Unit 1 Objective Questions in Odia Medium

46. ତ୍ରିପଦୀଯୁକ୍ତିର ଅନ୍ତତଃ ଗୋଟିଏ ହେତୁବାକ୍ୟ ସାମାନ୍ୟ ହେବା ଉଚିତ । ଉଭୟ ହେତୁବାକ୍ୟ ବିଶେଷ ତର୍କବାକ୍ୟ ହୋଇଥିଲେ ଯେଉଁ ଦୋଷ ଜାତ ହୁଏ, ତାହାକୁ _______ ଦୋଷ କୁହାଯାଏ ।
Answer:
ଉଭୟ ବିଶେଷ ହେତୁବାକ୍ୟ

47. ତ୍ରିପଦୀଯୁକ୍ତିରେ ଯଦି ପକ୍ଷପଦ ହେତୁବାକ୍ୟରେ ଅବ୍ୟାପ୍ୟ ରହି ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ, ତେବେ ଯେଉଁ ତର୍କଦୋଷ ଜାତ ହୁଏ, ତାହାକୁ _______ ଦୋଷ କୁହାଯାଏ ।
Answer:
ଅବୈଧ ଯକ୍ଷତା

48. ତ୍ରିପଦୀଯୁକ୍ତିରେ ଯଦି ସାଧପଦ ହେତୁବାକ୍ୟରେ ଅବ୍ୟାପ୍ୟ ରହି ସିଦ୍ଧାନ୍ତରେ ବ୍ଯାପ୍ୟ ହୁଏ, ଯେଉଁ ତର୍କଦୋଷ ଜାତ ହୁଏ _______ ଦୋଷ କୁହାଯାଏ ।
Answer:
ଅବୈଧ ସାଧ୍ୟତା

49. ‘ଫେଲାପ୍‌ଟୋନ୍’ ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ପ୍ରଥମ ସଂସ୍ଥାନର_______ ହୁଏ ।
Answer:
ଫେରିଓ

50. ତ୍ରିପଦୀଯୁକ୍ତିର ୧୦ମ ନିୟମ ଅନୁଯାୟୀ ସାଧାବୟବ ହେଲେ କୌଣସି ସିଦ୍ଧାନ୍ତ ମିଳେ ନାହିଁ ।
Answer:
ବିଶେଷ, ନଞର୍ଥକ ତର୍କବାକ୍ୟ

51. ମଧ୍ୟମ ପଦ ଅବସ୍ଥିତି ଅନୁଯାୟୀ ‘ଫେରିଓ’ __________ ସଂସ୍ଥାନର ଏକ ବୈଧ ନ୍ୟାୟରୂପ ଅଟେ ।
Answer:
ପ୍ରଥମ

52. ହେତୁପଦର ଅବସ୍ଥିତି ଦୃଷ୍ଟିରୁ ‘ବାରୋକୋ’ _______ ସଂସ୍ଥାନର ଏକ ବୈଧ ନ୍ୟାୟରୂପ ଅଟେ ।
Answer:
ଦ୍ବିତୀୟ

Leave a Comment