CHSE Odisha Class 12 Logic Book Solutions (+2 2nd Year)

CHSE Odisha 12th Class Logic Book Solutions (+ 2 2nd Year)

CHSE Odisha 12th Class Logic Book Solutions in English Medium

CHSE Odisha 12th Class Logic Book Solutions in Odia Medium

Unit 1 ଅନୁମାନ – ଅନୁମାନର ପ୍ରକାରଭେଦ – ଅବ୍ୟବହିତ ଓ ବ୍ୟବହିତ

Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି

Unit 3 ତର୍କଦୋଷ ଓ ପ୍ରତୀକାତ୍ମକ ତର୍କଶାସ୍ତ୍ର

Unit 4 ମିଲ୍‌ଙ୍କ ପରୀକ୍ଷଣ ପଦ୍ଧତି, ବୈଜ୍ଞାନିକ ବ୍ୟାଖ୍ୟାନ

Unit 5 ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ ଓ କର୍ମବାଦ

CHSE Odisha Class 12 Logic Syllabus (+2 2nd Year) in English

Unit 1
The Theory of Inference: Classification of Inference, Conversion, Obversion, Categorical Syllogism: Structure, Figure, Moods. Rules of syllogism, Determination of valid Moods.

Unit 2
Special rules of Figures, Aristotle’s Dictum, Direct and Indirect Reduction.
Mixed Syllogism: Different forms – Hypothetical categorical, Alternative Categorical, Disjunctive Categorical, Dilemma: Forms, Refutation, Rebuttal of Dilemma.

Unit 3
Fallacy: Deductive Fallacy, Semi-logical Fallacies, Inductive Fallacies: Fallacy of Illicit Generalisation, False Analogy, Ignoratio Elenchi. Propositional Logic: Symbolic Logic and its Characteristics, Propositional Variables, Logical Constants, Propositional Connectives, Truth Functions, Construction of Truth Tables, Testing Validity by direct Truth Table Method.

Unit 4
Methods of Experimental Enquiry: Mill’s Five Experimental Methods.
Scientific Explanation: Nature of Scientific Explanation.

Unit 5
Nyaya Theory of Knowledge :Perception and Inference: Vyapti and its ascertainments.
Doctrine of karma: Niskama Karma of Bhagavad Gita, Gandian Concept of Non Violence.

CHSE Odisha Class 12 Logic Book Syllabus (+2 2nd Year)

Unit 1 ଅନୁମାନ – ଅନୁମାନର ପ୍ରକାରଭେଦ – ଅବ୍ୟବହିତ ଓ ବ୍ୟବହିତ
ଅନୁମାନ – ଅନୁମାନର ପ୍ରକାରଭେଦ – ଅବ୍ୟବହିତ ଓ ବ୍ୟବହିତ ଅନୁମାନ – ଅବ୍ୟବହିତ ଅନୁମାନ – ସମବର୍ତ୍ତନ, ବ୍ୟାବର୍ତ୍ତନ; ବ୍ୟବହିତ ଅନୁମାନ– ତ୍ରିପଦୀଯୁକ୍ତି, ଏହାର ଅବୟବାବଳୀ, ନ୍ୟାୟ-ସଂସ୍ଥାନ, ନ୍ୟାୟରୂପ, ତ୍ରିପଦୀଯୁକ୍ତିର ସାଧାରଣ ନିୟମାବଳୀ, ନ୍ୟାୟରୂପ-ମାନଙ୍କର ନିର୍ଦ୍ଧାରଣ ପ୍ରକ୍ରିୟା ।

Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି
ପ୍ରତ୍ୟେକ ସଂସ୍ଥାନର ସ୍ବତନ୍ତ୍ର ନିୟମାବଳୀ, ଆରିଷ୍ଟୋଟଲଙ୍କ ମୌଳିକ ସୂତ୍ର, ସାକ୍ଷାତ୍ ଓ ଅସାକ୍ଷାତ୍ ରୂପାନ୍ତରୀକରଣ ।
ମିଶ୍ର ତ୍ରିପଦୀଯୁକ୍ତି – ବିଭିନ୍ନ ପ୍ରକାର : ପ୍ରାକଳ୍ପିକ ନିରପେକ୍ଷ, ବିଯୋଜକ – ନିରପେକ୍ଷ, ବୈକଳ୍ପିକ — ନିରପେକ୍ଷ, ଦ୍ବିଶୃଙ୍ଗକ ନ୍ୟାୟ, ଦ୍ବିଶୃଙ୍ଗକ ଯୁକ୍ତିର ପ୍ରକାରଭେଦ, ଦ୍ବି ଶୃଙ୍ଗକ ଯୁକ୍ତିର ଆକାରଗତ ବୈଧତା, ବସ୍ତୁଗତ ସତ୍ୟାସତ୍ୟ ବିଚାର, ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧ ।

Unit 3 ତର୍କଦୋଷ ଓ ପ୍ରତୀକାତ୍ମକ ତର୍କଶାସ୍ତ୍ର
ତର୍କଦୋଷ – ଅବରୋହୀ ତର୍କଦୋଷ, ଅବରୋହୀ – ଅନୁମାନ ସମ୍ପର୍କୀୟ ତର୍କଦୋଷ, ଆପାତଃ ତର୍କଦୋଷ । ଆରୋହୀ ତର୍କଦୋଷ – ଅବୈଧ ସାମାନ୍ୟକରଣ ତର୍କଦୋଷ, ଦୁଷ୍ଟ ଉପମା କିମ୍ବା ଦୁର୍ବଳ ଉପମା ତର୍କଦୋଷ, ବଳକା ତର୍କଦୋଷ, ଅବାନ୍ତର ପ୍ରସଙ୍ଗ ଦୋଷ ।
ପ୍ରତୀକାମୂକ ତର୍କଶାସ୍ତ୍ର ଏବଂ ଏହାର ବୈଶିଷ୍ଟ୍ୟ- ତର୍କବାକ୍ୟମୂଳକ ଚଳ- ତର୍କଶାସ୍ତ୍ରୀୟ ସ୍ଥିରାଙ୍କ- ସତ୍ୟଫଳନ – ସତ୍ୟସାରଣୀ- ସତ୍ୟ ସାରଣୀ ପଦ୍ଧତି । ସାକ୍ଷାତ୍ ସତ୍ୟସାରଣୀ ପଦ୍ଧତି ସାହାଯ୍ୟରେ ବୈଧତା ପରୀକ୍ଷା ।
ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର- ବିରୁଦ୍ଧ ତର୍କବାକ୍ୟମୂଳକ ସୂତ୍ର- ଆପାତିତ ତର୍କବାକ୍ୟମୂଳକ ସୂତ୍ର । ବିଭିନ୍ନ ଉଦାହରଣମାନଙ୍କର ସାକ୍ଷାତ୍ ସତ୍ୟ ସାରଣୀ ପଦ୍ଧତି ସାହାଯ୍ୟରେ ବୈଧତା ପରୀକ୍ଷା ।

Unit 4 ମିଲ୍ଲଙ୍କ ପରୀକ୍ଷଣ ପଦ୍ଧତି, ବୈଜ୍ଞାନିକ ବ୍ୟାଖ୍ୟାନ
ମିଲ୍‌ଙ୍କ ପରୀକ୍ଷଣ ପଦ୍ଧତି—ମିଲ୍‌ଙ୍କ ପାଞ୍ଚଟି ପରୀକ୍ଷଣ ପଦ୍ଧତି— (୧) ଅନ୍ବୟ ପଦ୍ଧତି, (୨) ବ୍ୟତିରେକ ପଦ୍ଧତି, (୩) ସଂଯୁକ୍ତ ପଦ୍ଧତି, (୪) ସହଚାରୀ ପରିବର୍ତ୍ତନ ପଦ୍ଧତି, (୫) ପରିଶେଷ ପଦ୍ଧତି ।
ବୈଜ୍ଞାନିକ ବ୍ୟାଖ୍ୟାନ– ବୈଜ୍ଞାନିକ ବ୍ୟାଖ୍ୟାନର ଲକ୍ଷଣ ।

Unit 5 ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ ଓ କର୍ମବାଦ
ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ – ପ୍ରତ୍ୟକ୍ଷ ଓ ଅନୁମାନ, ବ୍ୟାପ୍ତି ଓ ଏହାର ନିର୍ଦ୍ଧାରଣ ପ୍ରକ୍ରିୟା
କର୍ମବାଦ – ଭଗବତ୍ ଗୀତାର ନିଷ୍କାମ କର୍ମ, ଗାନ୍ଧିଜୀଙ୍କ ଅହିଂସାବାଦ

CHSE Odisha Class 12 Text Book Solutions

Leave a Comment