CHSE Odisha Class 12 Logic Unit 4 Objective Questions in Odia Medium

Odisha State Board CHSE Odisha Class 12 Logic Solutions Unit 4 ମିଲ୍‌ଙ୍କ ପରୀକ୍ଷଣ ପଦ୍ଧତି, ବୈଜ୍ଞାନିକ ବ୍ୟାଖ୍ୟାନ Objective Questions.

CHSE Odisha Class 12 Logic Unit 4 Objective Questions in Odia Medium

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ତର୍କଶାସ୍ତ୍ରବିଦ୍ ପରୀକ୍ଷଣମୂଳକ ପଦ୍ଧତିର ନାମକରଣ କରିଛନ୍ତି ?
(କ) ମିଲ୍
(ଖ) ଆରିଷ୍ଟଲ୍
(ଗ) ଡ. ବେନ୍
(ଘ) ପ୍ଲାଟୋ
Answer:
(କ ) ମିଲ୍

2. ପରୀକ୍ଷଣମୂଳକ ପଦ୍ଧତି କେତେ ପ୍ରକାରର ଅଟେ ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(ଖ) ୫

3. ନିରସନ ନିୟମ କେତେ ପ୍ରକାରର ଅଟେ ?
(କ) ୨
(ଖ) ୩
(ଗ) ୪
(ଘ) ୫
Answer:
(ଖ) ୩

4. କେଉଁ ତର୍କଶାସ୍ତ୍ରବିଦ୍ ପରିଶେଷ ପଦ୍ଧତି ପାଇଁ ଏକ ସ୍ବତନ୍ତ୍ର ନିରସନ ନିୟମ ପ୍ରଣୟନ କରିଛନ୍ତି ?
(କ) ମିଲ୍
(ଖ) ଆରିଷ୍ଟଟଲ୍
(ଗ) ଯୋସେଫ୍
(ଘ) କେହି ନୁହଁନ୍ତି
Answer:
(ଗ) ଯୋସେଫ୍

CHSE Odisha Class 12 Logic Unit 4 Objective Questions in Odia Medium

5. କେଉଁ ପରୀକ୍ଷଣ ପଦ୍ଧତିକୁ ଏକଧା ଅନ୍ବୟ ପଦ୍ଧତି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

6. କେଉଁ ପରୀକ୍ଷଣ ପଦ୍ଧତି ମୁଖ୍ୟତଃ ଏକ ପର୍ଯ୍ୟବେକ୍ଷଣ ପଦ୍ଧତି ଅଟେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

7. କେଉଁ ପରୀକ୍ଷଣ ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ଅଟେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ ) ଅନ୍ବୟ ପଦ୍ଧତି

8. କେଉଁ ପଦ୍ଧତିର ସିଦ୍ଧାନ୍ତ ସର୍ବଦା ସମ୍ଭବପର ଅଟେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

9. କେଉଁ ତର୍କଶାସ୍ତ୍ରବିଦ୍ ପୂର୍ବବର୍ତ୍ତୀ ଏବଂ ଅନୁବର୍ତୀ ପରିସ୍ଥିତିଗୁଡ଼ିକ କେବଳ ସମ୍ଭବପର ଭାବରେ କାର୍ଯ୍ୟ-କାରଣ ସୂତ୍ରରେ ସମ୍ବନ୍ଧିତ ବୋଲି ମତପୋଷଣ କରିଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) କାର୍ପେଥ୍ ରୀଡ୍
(ଘ) ଆରିଷ୍ଟଟଲ୍
Answer:
(ଗ ) କାର୍ପେଥ୍ ରୀଡ୍

10. କେଉଁ ପଦ୍ଧତିର ପରିସର ବ୍ୟାପକତର ଅଟେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

11. କେଉଁ ପଦ୍ଧତିରେ ବହୁତ ଉଦାହରଣର ଆବଶ୍ୟକ ହୋଇଥାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

12. କେଉଁ ପଦ୍ଧତି ବହୁ କାରଣତାବାଦ କ୍ଷେତ୍ରରେ ବିଫଳ ହୁଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

13. କେଉଁ ପଦ୍ଧତିରେ ଅନବେକ୍ଷଣ ଦୋଷର ଆଶଙ୍କା ରହିଛି ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

CHSE Odisha Class 12 Logic Unit 4 Objective Questions in Odia Medium

14. କେଉଁ ପଦ୍ଧତି କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ବିଫଳ ହୁଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତ
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(କ) ଅନ୍ବୟ ପଦ୍ଧତି

15. କେଉଁ ପଦ୍ଧତିରେ କେବଳ ଦୁଇଟି ମାତ୍ର ଦୃଷ୍ଟାନ୍ତର ଆବଶ୍ୟକତା ହୋଇଥାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତ
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

16. କେଉଁ ପଦ୍ଧତିକୁ ମଧ୍ୟ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

17. କେଉଁ ତର୍କଶାସ୍ତ୍ରବିଦ୍ ଦ୍ଵୟ ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି ବୋଲି ନାମକରଣ କରିଛନ୍ତି ?
(କ) ମେଲୋନ୍‌ ଏବଂ କଫେ
(ଗ) ପ୍ଲାଟୋ ଏବଂ ଆରିଷ୍ଟଟଲ୍
(ଖ) ମିଲ୍ ଏବଂ ଆରିଷ୍ଟଟଲ୍
(ଘ) ମିଲ୍ ଏବଂ ବେନ୍‌
Answer:
(କ) ମେଲୋନ୍ ଏବଂ କଫେ

18. କେଉଁ ପଦ୍ଧତିକୁ ଗୋଟିଏ ପରୀକ୍ଷଣ ପଦ୍ଧତି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

19. କେଉଁ ପଦ୍ଧତିକୁ ଗୋଟିଏ ପ୍ରାମାଣିକ ପଦ୍ଧତି କୁହାଯାଏ ?
(କ) ବ୍ୟତିରେକ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତ
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

20. କେଉଁ ପଦ୍ଧତିର ପରିଣାମ ନିଶ୍ଚିତ ଅଟେ ?
(କ) ବ୍ୟତିରେକ ପଦ୍ଧତି
(ଖ) ସଂଯୁକ୍ତ ପଦ୍ଧତି
(ଗ) ପରିଶେଷ ପଦ୍ଧତି
(ଘ) ଅନ୍ବୟ ପଦ୍ଧତି
Answer:
(କ) ବ୍ୟତିରେକ ପଦ୍ଧତି

21. କେଉଁ ପଦ୍ଧତିରେ କାକତାଳୀୟ ଦୋଷର ସମ୍ଭାବନା ରହିଛି ?
(କ) ଅନ୍ବୟ ପଦ୍ଧତି
(ଖ ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

22. କେଉଁ ପଦ୍ଧତି କାରଣ ଏବଂ ଉପକାରଣ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ?
(କ) ଅନ୍ବୟ ପଦ୍ଧତି
(ଖ) ସଂଯୁକ୍ତ ପଦ୍ଧତି
(ଗ) ବ୍ୟତିରେକ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଗ) ବ୍ୟତିରେକ ପଦ୍ଧତି

CHSE Odisha Class 12 Logic Unit 4 Objective Questions in Odia Medium

23. କେଉଁ ପଦ୍ଧତିଦ୍ୱାରା ଆମେ କାର୍ଯ୍ୟରୁ କାରଣକୁ ଗତି କରିପାରିବା ନାହିଁ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

24. କେଉଁ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ ) ବ୍ୟତିରେକ ପଦ୍ଧତି

25. କେଉଁ ପଦ୍ଧତିର ପରିସର ସୀମିତ ଅଟେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ପରିଶେଷ ପଦ୍ଧତି
(ଘ) ସହଚାରୀ ପରିବର୍ତ୍ତନ ପଦ୍ଧତି
Answer:
(ଖ) ବ୍ୟତିରେକ ପଦ୍ଧତି

26. କେଉଁ ପଦ୍ଧତିକୁ ଗୋଟିଏ ଦ୍ଵିଧାନ୍ବୟ ପଦ୍ଧତି ବୋଲି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଗ) ସଂଯୁକ୍ତ ପଦ୍ଧତି

27. କେଉଁ ପଦ୍ଧତିକୁ ଗୋଟିଏ ପ୍ରାମାଣିକ ପଦ୍ଧତି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତ
(ଗ) ପରିଶେଷ ପଦ୍ଧତି
(ଘ) ସଂଯୁକ୍ତ ପଦ୍ଧତି
Answer:
(ଘ) ସଂଯୁକ୍ତ ପଦ୍ଧତି

28. କେଉଁ ପଦ୍ଧତିର ସିଦ୍ଧାନ୍ତ ଉଭୟ ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତରୁ ଉଦ୍ଧୃତ ହୁଏ ?
(କ) ଅନ୍ବୟ ପଦ୍ଧତି
(ଖ) ସଂଯୁକ୍ତ ପଦ୍ଧତି
(ଗ) ବ୍ୟତିରେକ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ ) ସଂଯୁକ୍ତ ପଦ୍ଧତି

29. କେଉଁ ପଦ୍ଧତି ହେଉଛି ଅନ୍ଵୟ ପଦ୍ଧତି କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ?
(କ) ଅନ୍ବୟ ପଦ୍ଧତି
(ଖ) ସଂଯୁକ୍ତ ପଦ୍ଧତି
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି

30. କେଉଁ ପଦ୍ଧତି କାରଣିକତା ପରିମାଣତଃ ଲକ୍ଷଣ ଉପରେ ଆଧାରିତ ?
(କ) ବ୍ୟତିରେକ ପଦ୍ଧତି
(ଖ) ସହଚାରୀ ପରିବର୍ତ୍ତନ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଖ) ସହଚାରୀ ପରିବର୍ତ୍ତନ ପଦ୍ଧତି

31. କେଉଁ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରଯୋଜ୍ୟ ହୋଇପାରେ ?
(କ) ବ୍ୟତିରେକ ପଦ୍ଧତି
(ଖ) ସଂଯୁକ୍ତ ପଦ୍ଧତି
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି

32. କେଉଁ ପଦ୍ଧତିକୁ ପରିସଂଖ୍ୟାନ ପଦ୍ଧତି ବା ରେଖାଚିତ୍ର ପଦ୍ଧତି କୁହାଯାଏ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଗ) ସହଚାରୀ ପରିବର୍ତ୍ତନ ପଦ୍ଧତି

33. କେଉଁ ପଦ୍ଧତିକୁ ଗୋଟିଏ ଅବରୋହ ପଦ୍ଧତି କୁହାଯାଏ ?
(କ) ସଂଯୁକ୍ତ ପଦ୍ଧତି
(ଖ) ପରିଶେଷ ପଦ୍ଧତି
(ଗ) ଅନ୍ବୟ ପଦ୍ଧତି
(ଘ) ବ୍ୟତିରେକ ପଦ୍ଧତି
Answer:
(ଖ ) ପରିଶେଷ ପଦ୍ଧତି

CHSE Odisha Class 12 Logic Unit 4 Objective Questions in Odia Medium

34. କେଉଁ ପଦ୍ଧତି ସଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ?
(କ) ଅନ୍ବୟ ପଦ୍ଧତି
(ଖ) ବ୍ୟତିରେକ ପଦ୍ଧତି
(ଗ) ସଂଯୁକ୍ତ ପଦ୍ଧତି
(ଘ) ପରିଶେଷ ପଦ୍ଧତି
Answer:
(ଘ) ପରିଶେଷ ପଦ୍ଧତି

35. ବିଜ୍ଞାନସମ୍ମତ ନିୟମାନୁସାରେ କୌଣସି ଘଟଣାର ବ୍ୟାଖ୍ୟାକରଣକୁ କ’ଣ କୁହାଯାଏ ?
(କ) ଲୌକିକ ବ୍ୟାଖ୍ୟାନ
(ଖ) ଅଲୌକିକ ବ୍ୟାଖ୍ୟାନ
(ଗ) ବୈଜ୍ଞାନିକ ବ୍ୟାଖ୍ୟାନ
(ଘ) କୌଣସିଟି ନୁହେଁ
Answer:’
(ଗ ) ବୈଜ୍ଞାନିକ ବ୍ୟାଖ୍ୟାନ

36. କୌଣସି ଘଟଣାକୁ ପୂଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରି ଦେଖୁବାକୁ କ’ଣ କୁହାଯାଏ ?
(କ) ବିଶ୍ଳେଷଣ
(ଖ) ସଂଯୁକ୍ତକରଣ
(ଗ) ଅନ୍ତର୍ଗତକରଣ
(ଘ) ବ୍ୟାଖ୍ୟାନ
Answer:
(କ) ବିଶ୍ଳେଷଣ

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. କେଉଁ ତର୍କଶାସ୍ତ୍ରବିଦ୍ ପରୀକ୍ଷଣ ପଦ୍ଧତି ବିଷୟରେ ସୂଚନା ଦେଇଛନ୍ତି ?
Answer:
ମିଲ୍

2. ପରୀକ୍ଷଣ ପଦ୍ଧତିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

3. ନିରସନ ନିୟମ କେତେ ପ୍ରକାର ଅଟେ ?
Answer:

4. ଅନ୍ବୟ ପଦ୍ଧତି କେଉଁ ନିରସନ ନିୟମ ଉପରେ ପର୍ଯ୍ୟବସିତ ?
Answer:
୧ମ

5. ବ୍ୟତିରେକ ପଦ୍ଧତି କେଉଁ ନିରସନ ନିୟମ ଉପରେ ପର୍ଯ୍ୟବସିତ ?
Answer:
୨ୟ

6. ସହଚାରୀ ପରିବର୍ତ୍ତନ ପଦ୍ଧତି କେଉଁ ନିରସନ ନିୟମ ଉପରେ ପର୍ଯ୍ୟବସିତ ?
Answer:
୩ୟ

7. ଅନ୍ବୟ ପଦ୍ଧତିକୁ କେଉଁ ଅନ୍ବୟ ପଦ୍ଧତି ବୋଲି କୁହାଯାଏ ?
Answer:
ଏକଧା

8. ଅନ୍ବୟ ପଦ୍ଧତି କେଉଁ ପଦ୍ଧତି ଉପରେ ପର୍ଯ୍ୟବସିତ ?
Answer:
ପର୍ପ୍ୟବେକ୍ଷଶ

9. ଅନ୍ବୟ ପଦ୍ଧତି କେଉଁ କ୍ଷେତ୍ରରେ ପ୍ରୟୋଗରେ ବିଫଳ ହୁଏ ?
Answer:
ବହୁକାରଣତାବାଦ

10. ଅନ୍ବୟ ପଦ୍ଧତିରେ କେଉଁ ପର୍ଯ୍ୟବେକ୍ଷଣ ଦୋଷର ଭ୍ରମ ହେବାର ଆଶଙ୍କା ରହିଛି ?
Answer:
ଅନବେକ୍ଷଣ ଦୋଷ

11. ଅନ୍ବୟ ପଦ୍ଧତିର ସିଦ୍ଧାନ୍ତ ସର୍ବଦା କ’ଣ ହୋଇଥାଏ ?
Answer:
ସମୃ‍।ବନାମୁଳକ

CHSE Odisha Class 12 Logic Unit 4 Objective Questions in Odia Medium

12. କେଉଁ ତର୍କଶାସ୍ତ୍ରବିଦ୍ ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି ବୋଲି କହିଛନ୍ତି ?
Answer:
ମେଲୋନ୍ ଏବଂ କଫେ

13. ବ୍ୟତିରେକ ପଦ୍ଧତି ଗୋଟିଏ କେଉଁପ୍ରକାର ପଦ୍ଧତି ଅଟେ ?
Answer:
ପରିଶେଷ ପଦ୍ଧତି

14. ବ୍ୟତିରେକ ପଦ୍ଧତିରେ କେଉଁ ଦୋଷ ଜାତ ହେବାର ସମ୍ଭାବନା ରହିଛି ?
Answer:
କାକତାଳୀୟ ଦୋଷ

15. କେଉଁ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ ?
Answer:
ବ୍ୟତିରେକ ପଦ୍ଧତି

16. କେଉଁ ପଦ୍ଧତିର ପରିସର ସୀମିତ ଅଟେ ?
Answer:
ବ୍ୟତିରେକ ପଦ୍ଧତି

17. କେଉଁ ପଦ୍ଧତିକୁ ଦ୍ଵିଧାନ୍ବୟ ପଦ୍ଧତି ବୋଲି କୁହାଯାଏ ?
Answer:
ସଂଯୁକ୍ତ ପଦ୍ଧତି

18. କେଉଁ ପଦ୍ଧତି ଅନ୍ବୟ ପଦ୍ଧତି କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ?
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି

19. କେଉଁ ପଦ୍ଧତି ପରିମାଣତଃ ଲକ୍ଷଣ ଉପରେ ଆଧାରିତ ?
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି

20. କେଉଁ ପଦ୍ଧତି ବିଜ୍ଞାନସମ୍ମତ ଅଟେ ?
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି

21. କେଉଁ ପଦ୍ଧତିକୁ ଗୋଟିଏ ଆବିଷ୍କାର ପଦ୍ଧତି କୁହାଯାଏ ?
Answer:
ପରିଶେଷ ପଦ୍ଧତି

22. କେଉଁ ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ଗୋଟିଏ ବିଶେଷ ପ୍ରକାରଭେଦ କୁହାଯାଏ ?
Answer:
ପରିଶେଷ ପଦ୍ଧତି

23. ପରିଶେଷ ପଦ୍ଧତିକୁ ଗୋଟିଏ କେଉଁ ପଦ୍ଧତି କୁହାଯାଏ ?
ଅବରୋହ

24. କେଉଁ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ପରିଶେଷ ପଦ୍ଧତିର ପ୍ରୟୋଗ ହୋଇଥାଏ ?
Answer:
ସଜାତୀୟ କାର୍ଯ୍ୟ ସମ୍ମିଶ୍ରଣ

25. ବିଜ୍ଞାନସମ୍ମତ ନିୟମାନୁସାରେ କୌଣସି ଘଟଣାର ବ୍ୟାଖ୍ୟାକରଣକୁ କ’ଣ କୁହାଯାଏ ?
Answer:
ବୈଜ୍ଞାନିକ ବ୍ୟାଖ୍ୟାନ

26. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ‘ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାବଳୀ ସହିତ ସମ୍ପୃକ୍ତ ନିୟମର ଆବିଷ୍କାର, ନିଃସରଣ ଓ ଏକୀକରଣ କରିଥାଏ ?
Answer:
କାର୍ପେଥ୍ ରୀଡ୍

27. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତାନୁସାରେ ବୈଜ୍ଞାନିକ ବ୍ୟାଖ୍ୟାନ ତିନି ପ୍ରକାର ଅଟେ ?
Answer:
ମିଲ୍ ଓ କାର୍ପେଥ୍ ରୀଡ୍

28. ସଂଯୋଗକାରୀ ବସ୍ତୁଗୁଡ଼ିକର ସ୍ଵରୂପ ଓ କାର୍ଯ୍ୟକୁ ଜାଣିବାପାଇଁ ଉଦ୍ଦିଷ୍ଟ ବ୍ୟାଖ୍ୟାନକୁ କ’ଣ କୁହାଯାଏ ?
Answer:
ସଂଯୁକ୍ତକରଣ

29. କୌଣସି ଏକ ନିୟମକୁ ତାହାର ଉଚ୍ଚତର ନିୟମର ଅନ୍ତର୍ଗତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
‍Answer:
ଅନ୍ତର୍ଗତକରଣ

30. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବୈଜ୍ଞାନିକ ବ୍ୟାଖ୍ୟାନ ଚାରିପ୍ରକାରର ଅଟେ ?
Answer:
ନାଗେଲ୍

CHSE Odisha Class 12 Logic Unit 4 Objective Questions in Odia Medium

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଆରିଷ୍ଟଟଲ୍ ପରୀକ୍ଷଣ ପଦ୍ଧତି ବିଷୟରେ ସୂଚନା ଦେଇଛନ୍ତି । (ଭୁଲ୍)
Answer:
ମିଲ୍ ପରୀକ୍ଷଣ ପଦ୍ଧତି ବିଷୟରେ ସୂଚନା ଦେଇଛନ୍ତି । (ଠିକ୍)

2. ପରୀକ୍ଷଣ ପଦ୍ଧତିକୁ ୬ ଭାଗରେ ବିଭକ୍ତ କରାଯାଇଛି । (ଭୁଲ୍)
Answer:
ପରୀକ୍ଷଣ ପଦ୍ଧତିକୁ ୫ ଭାଗରେ ବିଭକ୍ତ କରାଯାଇଛି । (ଠିକ୍)

3. ନିରସନ ନିୟମ ୨ ପ୍ରକାର ଅଟେ । (ଭୁଲ୍)
Answer:
ନିରସନ ନିୟମ ୩ ପ୍ରକାର ଅଟେ । (ଠିକ୍)

4. ବ୍ୟତିରେକ ପଦ୍ଧତି ୧ମ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
ବ୍ୟତିରେକ ପଦ୍ଧତି ୨ୟ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଠିକ୍)

5. ଅନ୍ବୟ ପଦ୍ଧତି ୨ୟ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
ଅନ୍ବୟ ପଦ୍ଧତି ୧ମ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଠିକ୍)

6. ସହଚାରୀ ପରିବର୍ତ୍ତନ ପଦ୍ଧତି ୧ମ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି ୩ୟ ନିରସନ ନିୟମ ଉପରେ ପ୍ରତିଷ୍ଠିତ । (ଠିକ୍)

7. ବ୍ୟତିରେକ ପଦ୍ଧତି ପର୍ଯ୍ୟବେକ୍ଷଣ ପଦ୍ଧତି ଉପରେ ପର୍ଯ୍ୟବସିତ । (ଭୁଲ୍)
Answer:
ଅନ୍ବୟ ପଦ୍ଧତି ପର୍ଯ୍ୟବେକ୍ଷଣ ପଦ୍ଧତି ଉପରେ ପର୍ଯ୍ୟବସିତ । (ଠିକ୍)

8. ଅନ୍ବୟ ପଦ୍ଧତି ବହୁକାରଣତାବାଦ କ୍ଷେତ୍ରରେ ପ୍ରୟୋଗ ହୁଏ । (ଭୁଲ୍)
Answer:
ଅନ୍ବୟ ପଦ୍ଧତି ବହୁକାରଣତାବାଦ କ୍ଷେତ୍ରରେ ପ୍ରୟୋଗ ହୁଏ ନାହିଁ । (ଠିକ୍)

9. ଅନ୍ବୟ ପଦ୍ଧତିରେ ଦୂରବେକ୍ଷଣ ଦୋଷର ଭ୍ରମ ହେବାର ଆଶଙ୍କା ଥାଏ । (ଭୁଲ୍)
Answer:
ଅନ୍ବୟ ପଦ୍ଧତିରେ ଅନବେକ୍ଷଣ ଦୋଷର ଭ୍ରମ ହେବାର ଆଶଙ୍କା ଥାଏ । (ଠିକ୍)

10. ବ୍ୟତିରେକ ପଦ୍ଧତିର ସିଦ୍ଧାନ୍ତ ସର୍ବଦା ସମ୍ଭାବନାମୂଳକ ହୋଇଥାଏ । (ଭୁଲ୍)
Answer:
ଅନ୍ବୟ ପଦ୍ଧତିର ସିଦ୍ଧାନ୍ତ ସର୍ବଦା ସମ୍ଭାବନାମୂଳକ ହୋଇଥାଏ । (ଠିକ୍)

11. ବ୍ୟତିରେକ ପଦ୍ଧତି ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ଅଟେ । (ଭୁଲ୍)
Answer:
ବ୍ୟତିରେକ ପଦ୍ଧତି ଗୋଟିଏ ପରୀକ୍ଷଣ ପଦ୍ଧତି ଅଟେ । (ଠିକ୍)

12. ଅନ୍ବୟ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ । (ଭୁଲ୍)
Answer:
ବ୍ୟତିରେକ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ । (ଠିକ୍)

13. ଅନ୍ବୟ ପଦ୍ଧତିର ପରିସର ସୀମିତ ଅଟେ । (ଭୁଲ୍)
Answer:
ବ୍ୟତିରେକ ପଦ୍ଧତିର ପରିସର ସୀମିତ ଅଟେ । (ଠିକ୍)

14. ପରିଶେଷ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ କରିହୁଏ । (ଭୁଲ୍)
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ କରିହୁଏ । (ଠିକ୍)

15. ପରିଶେଷ ପଦ୍ଧତିକୁ ଦ୍ୱିଧାନ୍ବୟ ପଦ୍ଧତି ବୋଲି କୁହାଯାଏ । (ଭୁଲ୍)
Answer:
ସଂଯୁକ୍ତ ପଦ୍ଧତିକୁ ଦ୍ବିଧାନ୍ବୟ ପଦ୍ଧତି ବୋଲି କୁହାଯାଏ । (ଠିକ୍)

16. ସଂଯୁକ୍ତ ପଦ୍ଧତି ପରିମାଣତଃ ଲକ୍ଷଣ ଉପରେ ଆଧାରିତ । (ଭୁଲ୍)
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତି ପରିମାଣତଃ ଲକ୍ଷଣ ଉପରେ ଆଧାରିତ । (ଠିକ୍)

CHSE Odisha Class 12 Logic Unit 4 Objective Questions in Odia Medium

17. ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ଗୋଟିଏ ଅବରୋହ ପଦ୍ଧତି କୁହାଯାଏ । (ଭୁଲ୍)
Answer:
ପରିଶେଷ ପଦ୍ଧତିକୁ ଗୋଟିଏ ଅବରୋହ ପଦ୍ଧତି କୁହାଯାଏ । (ଠିକ୍)

18. ବିଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ପରିଶେଷ ପଦ୍ଧତିର ପ୍ରୟୋଗ ହୋଇଥାଏ । (ଭୁଲ୍)
Answer:
ସଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ପରିଶେଷ ପଦ୍ଧତିର ପ୍ରୟୋଗ ହୋଇଥାଏ । (ଠିକ୍)

19. ଅନ୍ବୟ ପଦ୍ଧତିକୁ ପରିସଂଖ୍ୟାନ ପଦ୍ଧତି ବା ରେଖାଚିତ୍ର ପଦ୍ଧତି କୁହାଯାଏ । (ଭୁଲ୍)
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ପରିସଂଖ୍ୟାନ ପଦ୍ଧତି ବା ରେଖାଚିତ୍ର ପଦ୍ଧତି କୁହାଯାଏ । (ଠିକ୍)

20. ଅନ୍ବୟ ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ଗୋଟିଏ ବିଶେଷ ପ୍ରକାରଭେଦ କୁହାଯାଏ । (ଭୁଲ୍)
Answer:
ପରିଶେଷ ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ଗୋଟିଏ ବିଶେଷ ପ୍ରକାରଭେଦ କୁହାଯାଏ । (ଠିକ୍)

21. ମିଲ୍ ବୈଜ୍ଞାନିକ ବ୍ୟାଖ୍ୟାନ ଚାରି ପ୍ରକାରର ଅଟେ ବୋଲି ମତପୋଷଣ କରିଛନ୍ତି । (ଭୁଲ୍)
Answer:
ନାଗେଲ୍ ବୈଜ୍ଞାନିକ ବ୍ୟାଖ୍ୟାନ ଚାରି ପ୍ରକାରର ଅଟେ ବୋଲି ମତପୋଷଣ କରିଛନ୍ତି । (ଠିକ୍)

22. ଆରିଷ୍ଟଟଲ୍‌ଙ୍କ ମତରେ, ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାବଳୀ ସହିତ ସମ୍ପୃକ୍ତ ନିୟମର ଆବିଷ୍କାର, ନିଃସରଣ ଓ ଏକୀକରଣ କରିଥାଏ । (ଭୁଲ୍)
Answer:
କାର୍ପେଥ୍ ରୀଡ଼ଙ୍କ ମତରେ, ‘ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାବଳୀ ସହିତ ସମ୍ପୃକ୍ତ ନିୟମର ଆବିଷ୍କାର, ନିଃସରଣ ଓ ଏକୀକରଣ କରିଥାଏ । (ଠିକ୍)

D. ଶୂନ୍ୟସ୍ଥାନ ପୂରଣ କର ।

1. __________ ତର୍କଶାସ୍ତ୍ରବିଦ୍ ପାଞ୍ଚ ପ୍ରକାର ପରୀକ୍ଷଣ ପଦ୍ଧତି ଉପରେ ମତ ପ୍ରଦାନ କରିଛନ୍ତି ।
Answer:
ମିଲ

2. ମିଲଙ୍କ ପରୀକ୍ଷଣ ପଦ୍ଧତିକୁ ________ ଭାଗରେ ବିଭକ୍ତ କରାଯାଇଛି ।
Answer:

3. ନିରସନ ନିୟମ _________ ପ୍ରକାରର ଅଟେ ।
Answer:

4. _________ ତର୍କଶାସ୍ତ୍ରବିଦ୍ ପରିଶେଷ ପଦ୍ଧତି ପାଇଁ ଏକ ସ୍ବତନ୍ତ୍ର ନିରସନ ନିୟମ ପ୍ରଣୟନ କରିଛନ୍ତି ।
Answer:
ଯୋସେଫ୍

5. ________ ପଦ୍ଧତିକୁ ଏକଧା ଅନ୍ବୟ ପଦ୍ଧତି କୁହାଯାଏ ।
Answer:
ଅନ୍ବୟ

6. ଅନ୍ବୟ ପଦ୍ଧତି ଗୋଟିଏ ________ ପଦ୍ଧତି ଅଟେ ।
Answer:
ପର୍ପ୍ୟବେକ୍ଷଶ

7. ________ ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ଅଟେ ।
Answer:
ଅନ୍ବୟ

8. ଅନ୍ବୟ ପଦ୍ଧତିର ସିଦ୍ଧାନ୍ତ ସର୍ବଦା _________ ଅଟେ ।
Answer:
ସମୃ‍।ବନାମୁଳକ

CHSE Odisha Class 12 Logic Unit 4 Objective Questions in Odia Medium

9. ଅନ୍ବୟ ପଦ୍ଧତି __________ କ୍ଷେତ୍ରରେ ବିଫଳ ହୁଏ ।
Answer:
ବହୁକାରଣତାବାଦ

10. ଅନ୍ବୟ ପଦ୍ଧତିରେ _________ ଦୋଷର ଆଶଙ୍କା ରହିଛି ।
Answer:
ଅନବେକ୍ଷଶ

11. ଅନ୍ବୟ ପଦ୍ଧତି __________ ଏବଂ _______ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ।
Answer:
କାରଣ, ଉପକାରଣ

12. ________ ପଦ୍ଧତି କାରଣ ଏବଂ ସହକାର୍ଯ୍ୟ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ।
Answer:
ଅନ୍ବୟ

13. ଅନ୍ବୟ ପଦ୍ଧତିର ସିଦ୍ଧାନ୍ତ କେବଳ ________ ଅଟେ ।
Answer:
ସମୃ‍।ବନାମୁଳକ

14. ________ ପଦ୍ଧତିରେ ଦୁଇଟି ଦୃଷ୍ଟାନ୍ତର ଆବଶ୍ୟକତା ରହିଥାଏ ।
Answer:
ବ୍ୟତିରେକ

15. ______ ପଦ୍ଧତିକୁ ମଧ୍ୟ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ ।
Answer:
ବ୍ୟତିରେକ

16. ବ୍ୟତିରେକ ପଦ୍ଧତି ଏକ _________ ପଦ୍ଧତି ଅଟେ ।
Answer:
ପରାକ୍ଷଶ

17. ________ ପଦ୍ଧତି ଗୋଟିଏ ପ୍ରମାଣିକ ପଦ୍ଧତି ଅଟେ ।
Answer:
ବ୍ୟତିରେକ

18. ବ୍ୟତିରେକ ପଦ୍ଧତିର ପରିଣାମ ________ ଅଟେ ।
Answer:
ନିଣୂିତ

19. _________ ପଦ୍ଧତିରେ କାକତାଳୀୟ ଦୋଷ ଜାତ ହେବାର ସମ୍ଭାବନା ରହିଛି ।
Answer:
ବ୍ୟତିରେକ

20. ବ୍ୟତିରେକ ପଦ୍ଧତି __________ ଏବଂ _______ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ।
Answer:
କାରଣ, ଉପକାରଣ

21. ବ୍ୟତିରେକ ପଦ୍ଧତି _________ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ ।
Answer:
ନିୟତ

22. ବ୍ୟତିରେକ ପଦ୍ଧତିର ପରିସର _________ ଅଟେ ।
Answer:
ସାମିତ

CHSE Odisha Class 12 Logic Unit 4 Objective Questions in Odia Medium

23. _________ ପଦ୍ଧତି ଗୋଟିଏ ଦ୍ଵିଧାନ୍ବୟ ପଦ୍ଧତି ଅଟେ ।
Answer:
ସଂଯୁକ୍ତ

24. ତର୍କଶାସ୍ତ୍ରବିଦ୍ __________ ସଂଯୁକ୍ତ ପଦ୍ଧତିକୁ ପରୋକ୍ଷ ବ୍ୟତିରେକ ପଦ୍ଧତି ବୋଲି କହିଛନ୍ତି ।
Answer:
ମିଲ୍

25. _________ ପଦ୍ଧତି ମଧ୍ଯ ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ଅଟେ ।
Answer:
ସଂଯୁକ୍ତ

26. ________ ପଦ୍ଧତି ଗୋଟିଏ ପ୍ରାମାଣିକ ପଦ୍ଧତି ଅଟେ ।
Answer:
ସଂଯୁକ୍ତ

27. ସଂଯୁକ୍ତ ପଦ୍ଧତି __________ ଏବଂ _______ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ।
Answer:
କାରଣ, ସହକାର୍ଯ୍ୟ

28. ________ ପଦ୍ଧତି କାରଣ ଏବଂ ସହାବସ୍ଥାନ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ।
Answer:
ସଂଯୁକ୍ତ

29. _______ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ବିଫଳ ହୋଇଥାଏ ।
Answer:
ସଂଯୁକ୍ତ

30. _______ ପଦ୍ଧତି ଅନ୍ଵୟ କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ।
Answer:
ସହଚାରୀ ପରିବର୍ତ୍ତନ

31. ________ ପଦ୍ଧତି କାରଣିକତାର ପରିମାଣତ୍ଵ ଲକ୍ଷଣ ଉପରେ ଆଧାରିତ ।
Answer:
ସହଚାରୀ ପରିବର୍ତ୍ତନ

32. ________ ପଦ୍ଧତି ମଧ୍ଯ ଗୋଟିଏ ଆବିଷ୍କାର ପଦ୍ଧତି ଅଟେ ।
Answer:
ସହଚାରୀ ପରିବର୍ତ୍ତନ

33. ________ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ ।
Answer:
ସହଚାରୀ ପରିବର୍ତ୍ତନ

34. ________ ପଦ୍ଧତି ଏକ ବିଜ୍ଞାନସମ୍ମତ ଅଟେ ।
Answer:
ସହଚାରୀ ପରିବର୍ତ୍ତନ

35. ସହଚାରୀ ପରିବର୍ତ୍ତନ ପଦ୍ଧତି _________ ପରିବର୍ତ୍ତନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ ନାହିଁ ।
Answer:
ଗୁଶଗତ

36. _________ ପଦ୍ଧତିକୁ ଗୋଟିଏ ଆବିଷ୍କାର ପଦ୍ଧତି ବୋଲି କୁହାଯାଏ ।
Answer:
ପରିଶେଷ

37. _________ ପଦ୍ଧତି ଗୋଟିଏ ଅବରୋହ ପଦ୍ଧତି ଅଟେ ।
Answer:
ପରିଶେଷ

CHSE Odisha Class 12 Logic Unit 4 Objective Questions in Odia Medium

38. _______ ପଦ୍ଧତିକୁ ଏକ ପରିସଂଖ୍ୟାନ ପଦ୍ଧତି ବୋଲି କୁହାଯାଏ ।
Answer:
ସହଚାରୀ ପରିବର୍ତ୍ତନ

39. ବିଜ୍ଞାନସମ୍ମତ ନିୟମାନୁସାରେ କୌଣସି ଘଟଣାର ବ୍ୟାଖ୍ୟାକରଣକୁ _________ ବ୍ୟାଖ୍ୟାନ କୁହାଯାଏ ।
Answer:
ବୈଜ୍ଞାନିକ

40. ବୈଜ୍ଞାନିକ ବ୍ୟାଖ୍ୟାନ __________ ସହିତ ସମ୍ବନ୍ଧିତ ।
Answer:
ପ୍ରକଜ୍ଘ

Leave a Comment