CHSE Odisha Class 12 Political Science Chapter 10 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Objective Questions.

CHSE Odisha 12th Class Political Science Chapter 10 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାକୃତିକ ସମ୍ପଦ ନୁହେଁ ?
(i) ବାୟୁ
(ii) ବଣଜଙ୍ଗଲ
(iii) ବନ୍ଯଜନ୍ତୁ
(iv) କୋଠାବାଡ଼ି
Answer:
(iv) କୋଠାବାଡ଼ି

୨ । ନିମ୍ନୋକ୍ତ ମଧ୍ୟରୁ କେଉଁଠି ନବୀକରଣଯୋଗ୍ୟ ସମ୍ପଦ ନୁହେଁ ?
(i) ସୌରଶକ୍ତି
(ii) ଜଳ
(iii) କୋଇଲା
(iv) ମୃଭିକା
Answer:
(iii) କୋଇଲା

୩ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ନବୀକରଣ ଅଯୋଗ୍ୟ ସମ୍ପଦ ନୁହେଁ ?
(i) କୋଇଲା
(ii) ପେଟ୍ରୋଲିୟମ୍
(iii) ଲୁହା
(iv) ଜଳ
Answer:
(iv) ଜଳ

୪ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ନାହିଁ ।
(i) ହିମସ୍ରୋତ
(ii) ବରଫର ଆବରଣ
(iii) କଳକାରଖାନା
(iv) ସାମୁଦ୍ରିକ ବରଫ
Answer:
(ii) କଳକାରଖାନା

୫ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶ୍ବ ତାପମାତ୍ରା ବୃଦ୍ଧିର କାରଣ ନୁହେଁ ?
(i) ସବୁଜ ଗୃହରେ
(ii) ସାମୁଦ୍ରିକ ବରଫ
(iii) ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି
(iv) ଯାନବାହାନ ବୃଦ୍ଧି
Answer:
(ii) ସାମୁଦ୍ରିକ ବରଫ

CHSE Odisha Class 12 Political Science Chapter 10 Objective Questions in Odia Medium

୬ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ସବୁଜଗୃହ ଗ୍ୟାସ ନୁହେଁ ?
(i) ଅମ୍ଳଜାନ
(ii) ଅଙ୍ଗାରକାମ୍ଳ
(iii) ହାଇଡ୍ରୋଫ୍ଲୋରୋ କାର୍ବନ
(iv) ମିଥେନ୍
Answer:
(i) ଅମ୍ଳଜାନ

୭ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନର କାରଣ ଅଟେ ?
(i) ବିଶ୍ଵ ଉଷ୍ଣତା ବୃଦ୍ଧି
(ii) ହିମସ୍ରୋତ
(iii) ସାମୁଦ୍ରିକ ବରଫ
(iv) ବରଫର ଆବରଣ
Answer:
(i) ବିଶ୍ଵ ଉଷ୍ଣତା ବୃଦ୍ଧି

୮ । ନିମ୍ନୋକ୍ତ ମଧ୍ଯରୁ କେଉଁଟି ବିଶ୍ବ ତାପମାତ୍ରା ବୃଦ୍ଧିର କାରଣ ଅଟେ ?
(i) ସବୁଜଗୃହ ପ୍ରଭାବ
(ii) ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି
(iii) ଜଙ୍ଗଲକ୍ଷୟ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୯ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ଅଟେ ?
(i) ଜଳବାୟୁର ପରିବର୍ତ୍ତନ
(ii) ମେରୁ ଅଞ୍ଚଳରେ ବରଫ ତରଳିବା
(iii) ସମୁଦ୍ର ପତ୍ତନ ବୃଦ୍ଧି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୧୦ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନର ପ୍ରଭାବ ?
(i) ଜୈବ ବିବିଧତା ପ୍ରତି ବିପଦ
(ii) ମେରୁ ଅଞ୍ଚଳରେ ବରଫ ତରଳିବା
(iii) ଫସଲହାନୀ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୧୧ । କେଉଁ ମସିହାରେ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ପରିଷଦ ଗଠିତ ହୋଇଥିଲା ?
(i) ୧୯୪୫
(ii) ୧୯୪୮
(iii) ୧୯୫୦
(iv) ୧୯୫୨
Answer:
(ii) ୧୯୪୮

୧୨ । କେଉଁ ମସିହାରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସଦୁପଯୋଗ ପାଇଁ ମିଳିତ ଜାତିସଂଘ ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(i) ୧୯୪୮
(i) ୧୯୪୯
(ii) ୧୯୫୦
(iv) ୧୯୫୨
Answer:
(ii) ୧୯୪୯

୧୩। କେଉଁ ମସିହାରେ ମଧ୍ୟ ଷ୍ଟକ୍‌ହୋମ୍‌ଠାରେ ମାନବ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(i) ୧୯୫୨
(ii) ୧୯୬୪
(iii) ୧୯୭୨
(iv) ୧୯୭୫
Answer:
(iii) ୧୯୭୨

୧୪ । କେଉଁ ମସିହାରେ ଓଜୋନ ସ୍ତରର ସୁରକ୍ଷା ସମ୍ପର୍କରେ ଭିଏନା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?
(i) ୧୯୭୨
(ii) ୧୯୮୫
(iii) ୧୯୮୭
(iv) ୧୯୯୨
Answer:
(ii) ୧୯୮୫

CHSE Odisha Class 12 Political Science Chapter 10 Objective Questions in Odia Medium

୧୫ । ମଣ୍ଟିଲ ରାଜିନାମା କେବେ ସାକ୍ଷରିତ ହୋଇଥିଲା ?
(i) ୧୯୮୦
(ii) ୧୯୮୫
(iii) ୧୯୮୭
(iv) ୧୯୯୦
Answer:
(iii) ୧୯୮୭

୧୬୮ ‘ଧରିତ୍ରୀ ସମ୍ମିଳନୀ-୧୯୯୨’ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(i) ଷ୍ଟକ୍‌ ହୋମ୍
(ii) ପ୍ୟାରିସ୍
(iii) ଭିଏନା
(iv) ରିଓଡ଼ି ଜେନେରୋ
Answer:
(iv) ରିଓଡ଼ି ଜେନେରୋ

୧୭ । କେଉଁ ମସିହାରୁ ଭାରତରେ ଜାତୀୟ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି ?
(i) ୧୯୮୬
(ii) ୧୯୮୮
(iii) ୧୯୯୨
(iv) ୨୦୦୫
Answer:
(i) ୧୯୮୬

B. ଶୂନ୍ୟସ୍ଥାନ ପୂରଣ କର ।

୧। ପ୍ରକୃତି ଦ୍ଵାରା ପ୍ରଦତ୍ତ ମନୁଷ୍ୟର ଦୈନନ୍ଦିନ ବ୍ୟବହାର ଉପଯୋଗୀ ଜିନିଷକୁ _______________ ସମ୍ପଦ କୁହାଯାଏ ।
Answer:
ପ୍ରାକୃତିକ

୨ । ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସଂପୂର୍ଣ୍ଣ ବିଲୟ ହୋଇନଥାଏ, ତାହାକୁ ____________ ପ୍ରାକୃତିକ ସମ୍ପଦ କୁହାଯାଏ ।
Answer:
ନବୀକରଣଯୋଗ୍ୟ ଓ ଅସରନ୍ତି

୩ । ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାର ଦ୍ବାରା ତାହାର ସମାପ୍ତି ବା ବିଲୟ ହୋଇଥାଏ, ତାହାକୁ _________________ ପ୍ରାକୃତିକ ସଂପଦ କୁହାଯାଏ ।
Answer:
ସରନ୍ତି ବା ନବୀକରଣ ଅଯୋଗ୍ୟ

୪ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ______________ କୁହାଯାଏ ।
Answer:
ପାଶିପାଗ

୫ । କୌଣସି ଅଞ୍ଚଳର ୨୦ ବର୍ଷର ପାଣିପାଗର ହାରାହାରି ଅବସ୍ଥାକୁ ________________ କୁହାଯାଏ ।
Answer:
ଜଳବାୟୁ

CHSE Odisha Class 12 Political Science Chapter 10 Objective Questions in Odia Medium

୬ । ପୃଥ‌ିବୀପୃଷ୍ଠରେ ହାରାହାରି ତାପମାତ୍ରାର ଅଭିବୃଦ୍ଧିକୁ _____________ କୁହାଯାଏ ।
Answer:
ବିଶ୍ବ ତାପାୟନ ବା ଗ୍ଲୋବାଲ୍ ୱାର୍ମି

୭ । ବିଶ୍ବ ତାପାୟନ ଯୋଗୁଁ ମୁଖ୍ୟତଃ ________________ ରେ ପରିବର୍ତ୍ତନ ହେଇଅଛି ।
Answer:
ଜଳବାୟୁ ବା ଋତୁଚକ୍ର

୮ | ______________ ଗୃହର ପ୍ରଭାବ ମୁଖ୍ୟତଃ ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ।
Answer:
ସବୁଜ

୯ । ମୁଖ୍ୟତଃ _______________ ବାଷ୍ପର ସବୁଜଗୃହ ଉପରେ ଅଧିକ ପ୍ରଭାବ ରହିଅଛି |
Answer:
ଅଙ୍ଗାରକାମ୍ଳ

୧୦ । ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ______________ ମାନବକୃତ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ବ ସ୍ତରରେ ସଚେତନତା ସୃଷ୍ଟିପାଇଁ ନୋବେଲ ପୁରସ୍କାର ପାଇଥିଲେ ।
Answer:
ଶ୍ରା ଅଲଗୋରେ

୧୧ । ମିଳିତ ଜାତିସଂଘର ଅନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ ବିଶାରଦ ଗୋଷ୍ଠୀଙ୍କ (IPCC) _____________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୮୮

୧୨। IPCC ତା’ର ପ୍ରଥମ ରିପୋର୍ଟ ________________ ମସିହାରେ ପ୍ରକାଶିତ କରିଥିଲେ ।
Answer:
୧୯୯୦

୧୩ । ୧୯୭୨ ମସିହା ଜୁନ୍ ମାସରେ _________________ ଠାରେ ଅନୁଷ୍ଠିତ ମାନବ ପରିବେଶ ସମ୍ମିଳନୀକୁ ଆମ ପରିବେଶର ‘ମାଗୁଁକାର୍ଟ’ କୁହାଯାଏ ।
Answer:
ଷ୍ଟକ୍‌ହୋମ୍

୧୪ । ୧୯୯୨ ମସିହାରେ ଧରିତ୍ରୀ ସମ୍ମିଳନୀ ________________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବ୍ରାଜିଲ୍ ରାଜଧାନୀ ରିଓ ଡି ଜେନେରୋ

୧୫ । ________________ ମସିହାରେ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ପରିଷଦ ଗଠିତ ହୋଇଥିଲା ।
Answer:
୧୯୪୮

୧୬ | ________________ ମସିହାରେ ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ଗଠିତ ହୋଇଥିଲା ।
Answer:
୧୯୬୧

CHSE Odisha Class 12 Political Science Chapter 10 Objective Questions in Odia Medium

୧୭ । ମନୁଷ୍ୟ ଏବଂ ଜୈବମଣ୍ଡଳ ଗବେଷଣା ପ୍ରକଳ୍ପ _______________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୭୧

୧୮ । _______________ ମସିହା ଡିସେମ୍ବର ମାସର ୨୧ ତାରିଖରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଜଳବାୟୁ ସନ୍ଧି ସ୍ବାକ୍ଷରିତ ହେଲା ।
Answer:
୧୯୯୩

୧୯ । ବିଶ୍ବ ତାପାୟନ ଓ ତଦ୍ଵନିତ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ୨୦୦୯ ମସିହାରେ _______________ ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
କୋପେନ୍ ହାଗେନ୍

୨୦ । ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ________________ ଗ୍ୟାସ ମୁଖ୍ୟତଃ ଦାୟୀ ।
Answer:
ଅଙ୍ଗାରକାମ୍ଳ

୨୧। ______________ ହେଉଛି ପ୍ରାକୃତିକ ସବୁଜ ଘର ।
Answer:
ପୃଥ୍ ବା

୨୨। ______________ ବାଷ୍ପ ଆକାରରେ ଥାଇ ମଧ୍ୟ ପୃଥ‌ିବୀକୁ ଭଷ୍ମ ରଖୁଥାଏ ।
Answer:
ଅଙ୍ଗାରକାମ୍ଳ

C. ଭ୍ରମ ସଂଶୋଧନ କର ।

୧। ଅମ୍ଳଜାନ ମୁଖ୍ୟ ସବୁଜଗୃହ ପ୍ରଭାବ ସୃଷ୍ଟିକାରୀ ବାଷ୍ପ ।
Answer:
ଅଙ୍ଗାରକାମ୍ଳ ମୁଖ୍ୟ ସବୁଜଗୃହ ପ୍ରଭାବ ସୃଷ୍ଟିକାରୀ ବାଷ୍ପ ।

୨। ଚନ୍ଦ୍ର ହେଉଛି ପ୍ରାକୃତିକ ସବୁଜ ଗୃହ ।
Answer:
ପୃଥ‌ିବୀ ହେଉଛି ପ୍ରାକୃତିକ ସବୁଜ ଗୃହ ।

୩ । ବାୟୁ ପ୍ରାକୃତିକ ସମ୍ପଦ ନୁହେଁ ।
Answer:
କୋଠାବାଡ଼ି ପ୍ରାକୃତିକ ସମ୍ପଦ ନୁହେଁ ।

CHSE Odisha Class 12 Political Science Chapter 10 Objective Questions in Odia Medium

୪ । ସୌରଶକ୍ତି ନବୀକରଣଯୋଗ୍ୟ ସମ୍ପଦ ନୁହେଁ ।
Answer:
କୋଇଲା ନବୀକରଣଯୋଗ୍ୟ ସମ୍ପଦ ନୁହେଁ ।

୫ । କୋଇଲା ନବୀକରଣ ଅଯୋଗ୍ୟ ସମ୍ପଦ ନୁହେଁ ?
Answer:
ଜଳ ନବୀକରଣ ଅଯୋଗ୍ୟ ସମ୍ପଦ ନୁହେଁ ।

୬ । କଳକାରଖାନା ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ନାହିଁ ।-
Answer:
ହିମସ୍ରୋତ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ।

୭ । ସାମୁଦ୍ରିକ ବରଫ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ।
Answer:
ସାମୁଦ୍ରିକ ବରଫ କଳକାରଖାନା ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ନାହିଁ ।

୮ । ସବୁଜଗୃହରେ ଅମ୍ଳଜାନ ଗ୍ୟାସ ଅଛି ।
Answer:
ସବୁଜ ଗୃହରେ ଅମ୍ଳଜାନ ଗ୍ୟାସ ନାହିଁ ।

୯। ହିମସ୍ରୋତ ଜଳବାୟୁ ପରିବର୍ତ୍ତନର କାରଣ ଅଟେ ।
Answer:
ବିଶ୍ବ ଉଷ୍ଣତା ବୃଦ୍ଧି ଜଳବାୟୁ ପରିବର୍ତ୍ତନର କାରଣ ଅଟେ ।

୧୦ । ଯବକ୍ଷାରଜାନ ଚକ୍ର ବିଶ୍ବ ତାପମାତ୍ରା ବୃଦ୍ଧିର କାରଣ ଅଟେ ।
Answer:
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧିର କାରଣ ଅଟେ ।

୧୧ । ୧୯୫୦ ମସିହାରେ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ପରିଷଦ ଗଠିତ ହୋଇଥିଲା ?
Answer:
୧୯୪୮ ମସିହାରେ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ପରିଷଦ ଗଠିତ ହୋଇଥିଲା ।

୧୨ । ୧୯୫୦ ମସିହାରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସଦୁପଯୋଗ ପାଇଁ ମିଳିତ ଜାତିସଂଘ ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
୧୯୪୯ ମସିହାରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସଦୁପଯୋଗ ପାଇଁ ମିଳିତ ଜାତିସଂଘ ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୧୩ । ୧୯୫୨ ମସିହା ଜୁନ୍ ମାସ ୫ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ଷ୍ଟକ୍‌ହୋମ୍‌ଠାରେ ମାନବ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୨ ମସିହା ଜୁନ୍ ମାସ ୫ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ଷ୍ଟକ୍‌ହୋମ୍‌ରେ ମାନବ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୧୪ । ୧୯୮୭ ମସିହାରେ ଓଜୋନ ସ୍ତରର ସୁରକ୍ଷା ସମ୍ପର୍କରେ ଭିଏନା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୮୫ ମସିହାରେ ଓଜୋନ ସ୍ତରର ସୁରକ୍ଷା ସମ୍ପର୍କରେ ଭିଏନା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 10 Objective Questions in Odia Medium

୧୫ । ମଣ୍ଡିଲ ରାଜିନାମା ୧୯୮୦ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
ମଣ୍ଟ୍ରିଲ ରାଜିନାମା ୧୯୮୭ ମସିହାରେ ସାକ୍ଷରିତ ହୋଇଥିଲା ।

୧୬ । ‘ଧରିତ୍ରୀ ସମ୍ମିଳନୀ – ୧୯୯୨୬ ପ୍ୟାରିସ୍ଠାରେ ଅନୁଷ୍ଠିତ ହୋଇଥିଲା ।-
Answer:
‘ଧରିତ୍ରୀ ସମ୍ମିଳନୀ – ୧୯୯୨’ ରିଓଡ଼ି ଜେନେରୋଠାରେ ଅନୁଷ୍ଠିତ ହୋଇଥିଲା ।

୧୭ । ୧୯୯୨ ମସିହାରୁ ଭାରତରେ ଜାତୀୟ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି ।
Answer:
୧୯୮୬ ମସିହାରୁ ଭାରତରେ ଜାତୀୟ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି ।

D. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧। ପ୍ରକୃତି ଦ୍ୱାରା ପ୍ରଦତ୍ତ ମନୁଷ୍ୟର ଦୈନନ୍ଦିନ ବ୍ୟବହାର ଉପଯୋଗୀ ଜିନିଷକୁ କେଉଁ ସମ୍ପଦ କୁହାଯାଏ ?
Answer:
ପ୍ରାକୃତିକ

୨ । ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ କେଉଁ ପ୍ରାକୃତିକ ସମ୍ପଦ କୁହାଯାଏ ?
Answer:
ନବାକରଶଯୋଗ୍ୟ ଓ ଅସରଛି ।

୩ । ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାର ଦ୍ବାରା ତାହାର ସମାପ୍ତି ବା ବିଲୟ ହୋଇଥାଏ, ତାହାକୁ କେଉଁ ପ୍ରାକୃତିକ ସଂପଦ କୁହାଯାଏ ।
Answer:
ସରନ୍ତି ବା ନବୀକରଣ ଅଯୋଗ୍ୟ

୪ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଘଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ କ’ଣ କୁହାଯାଏ ?
Answer:
ପାଣିପାଗ

୫। କୌଣସି ଅଞ୍ଚଳର ୨୦ ବର୍ଷର ପାଣିପାଗର ହାରାହାରି ଅବସ୍ଥାକୁ କ’ଣ କୁହାଯାଏ ?
Answer:
ଜଳବାୟୁ

CHSE Odisha Class 12 Political Science Chapter 10 Objective Questions in Odia Medium

୬ । ପୃଥ‌ିବୀପୃଷ୍ଠରେ ହାରାହାରି ତାପମାତ୍ରାରେ ଅଭିବୃଦ୍ଧିକୁ କ’ଣ କୁହାଯାଏ ?
Answer:
ବିଶ୍ବ ତାପାୟନ ବା ଗ୍ଲୋବାଲ୍ ୱାମିଂ

୭। ବିଶ୍ବ ତାପାୟନ ଯୋଗୁଁ ମୁଖ୍ୟତଃ କେଉଁଥିରେ ପରିବର୍ତ୍ତନ ହେଉଅଛି ?
Answer:
ଜଳବାୟୁ ବା ଋତୁଚକ୍ର

୮ । କେଉଁ ଗୃହର ପ୍ରଭାବ ମୁଖ୍ୟତଃ ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ?
Answer:
ସବୁଜ

୯ । ମୁଖ୍ୟତଃ କେଉଁ ବାଷ୍ପର ସବୁଜଗୃହ ଉପରେ ଅଧିକ ପ୍ରଭାବ ରହିଅଛି ?
Answer:
ଅଙ୍ଗାରକାମ୍ଳ

୧୦ । ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି କିଏ ମାନବକୃତ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ବ ସ୍ତରରେ ସଚେତନତା ସୃଷ୍ଟି ପାଇଁ ନୋବେଲ ପୁରସ୍କାର ପାଇଥିଲେ ?

ଶ୍ରୀ ଅଲଗୋରେ

୧୧ । ମିଳିତ ଜାତିସଂଘର ଆନ୍ତଃ ସରକାରୀ ଜଳବାୟୁ ପରିବର୍ତ୍ତନ ବିଶାରଦ ଗୋଷ୍ଠୀଙ୍କ (IPCC) କେଉଁ ମସିହାରେ ଗଠିତ ହୋଇଥିଲା ?
Answer:
୧୯୮୮

୧୨ । IPCC ତା’ର ପ୍ରଥମ ରିପୋର୍ଟ କେଉଁ ମସିହାରେ ପ୍ରକାଶିତ କରିଥିଲେ ?
Answer:
୧୯୯୦

୧୩ । ୧୯୭୨ ମସିହା ଜୁନ୍ ମାସରେ କେଉଁଠାରେ ଅନୁଷ୍ଠିତ ମାନବ ପରିବେଶ ସମ୍ମିଳନୀକୁ ଆମ ପରିବେଶର ‘ମାର୍ତ୍ତାକାର୍ଟା” କୁହାଯାଏ ?
Answer:
ଷ୍ଟକ୍‌ହୋମ୍

୧୪ । ୧୯୯୨ ମସିହାରେ ଧରିତ୍ରୀ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ବ୍ରାଜିଲ ରାଜଧାନୀ ରିଓ ଡି ଜେନେରୋ

୧୫ । କେଉଁ ମସିହାରେ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ପରିଷଦ ଗଠିତ ହୋଇଥିଲା ?
Answer:
୧୯୪୮

୧୬ । କେଉଁ ମସିହାରେ ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ଗଠିତ ହୋଇଥିଲା ?
Answer:
୧୯୬୧

୧୭ । ମନୁଷ୍ୟ ଏବଂ ଜୈବମଣ୍ଡଳ ଗବେଷଣା ପ୍ରକଳ୍ପ କେଉଁ ମସିହାରେ ଗଠିତ ହୋଇଥିଲା ?
Answer:
୧୯୭୧

୧୮ । କେଉଁ ମସିହା ଡିସେମ୍ବର ମାସର ୨୧ ତାରିଖରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଜଳବାୟୁ ସନ୍ଧି ସ୍ବାକ୍ଷରିତ ହେଲା ?
Answer:
୧୯୯୩

CHSE Odisha Class 12 Political Science Chapter 10 Objective Questions in Odia Medium

୧୯ । ବିଶ୍ବ ତାପାୟନ ଓ ତଦ୍ଵଜନିତ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ୨୦୦୯ ମସିହାରେ କେଉଁଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
କୋପେନ୍ ହାଗେନ୍

୨୦ । ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପାଇଁ କେଉଁ ଗ୍ୟାସ୍ ମୁଖ୍ୟତଃ ଦାୟୀ ?
Answer:
ଅଙ୍ଗାରକାମ୍ଳ

୨୧ । କିଏ ହେଉଛି ପ୍ରାକୃତିକ ସବୁଜ ଘର ?
Answer:
ସବୁଜ

୨୨ । କେଉଁ ଗ୍ୟାସ୍ ବାଷ୍ପ ଆକାରରେ ଥାଇ ମଧ୍ଯ ପୃଥ‌ିବୀକୁ ଭଷ୍ଠ ରଖୁଥାଏ ?
Answer:
ଅଙ୍ଗାରକାମ୍ଳ

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ପ୍ରାକୃତିକ ସମ୍ପଦ କ’ଣ ?
Answer:
ପ୍ରକୃତିଦ୍ୱାରା ପ୍ରଦତ୍ତ ମନୁଷ୍ୟର ଦୈନନ୍ଦିନ ବ୍ୟବହାର ଉପଯୋଗୀ ଜିନିଷକୁ ପ୍ରାକୃତିକ ସମ୍ପଦ କୁହାଯାଏ ।

୨ । ନବୀକରଣଯୋଗ୍ୟ ବା ଅସରନ୍ତି ପ୍ରାକୃତିକ ସମ୍ପଦ କାହାକୁ କହନ୍ତି ?
Answer:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଳୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ଓ ଅସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ ।

୩ । ସରନ୍ତି ବା ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କ’ଣ ?
Answer:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ବାରା ତାହାର ସମାପ୍ତି ବା ବିଲୟ ହୋଇଥାଏ, ତାହାକୁ ସରନ୍ତି ବା ନବୀକରଣ ଅଯୋଗ୍ୟ ପ୍ରାକୃତିକ ସଂପଦ କୁହାଯାଏ ।

୪ । ପାଣିପାଗ (Weather) କହିଲେ କ’ଣ ବୁଝ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ କୁହାଯାଏ ।

୫ । ଜଳବାୟୁ କହିଲେ କ’ଣ ବୁଝ ?
Answer:
କୌଣସି ଅଞ୍ଚଳର ୨୦ ବର୍ଷର ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।

୬ । ବିଶ୍ୱ ତାପାୟନ ବା ବିଶ୍ଵ ଭଷ୍ମତା ବୃଦ୍ଧି (Global Warming) କାହାକୁ କୁହନ୍ତି ?
Answer:
ପୃଥ‌ିବୀପୃଷ୍ଠରେ ହାରାହାରି ତାପମାତ୍ରାର ଅଭିବୃଦ୍ଧିକୁ ବିଶ୍ବ ତାପାୟନ ବା ଗ୍ଲୋବାଲ୍ ୱିମିଂ କୁହାଯାଏ ।

CHSE Odisha Class 12 Political Science Chapter 10 Objective Questions in Odia Medium

୭। ସବୁଜ ଗୃହ (Green House) କାହାକୁ କହନ୍ତି ?
Answer:
ସବୁଜ ଗୃହ ଏକ କାଚନିର୍ମିତ ଘର, ଯେଉଁଠାରେ ସାଧାରଣତଃ ଉଭିଦମାନ ଲଗାଯାଇ ପରୀକ୍ଷା କରାଯାଇଥାଏ । ପୃଥିବୀକୁ ଏକ ପ୍ରାକୃତିକ ସବୁଜ ଗୃହ କୁହାଯାଏ ।

୮ । ଧରିତ୍ରୀ ସମ୍ମିଳନୀ – ୧୯୯୨ କେଉଁଠାରେ ହୋଇଥିଲା ?
Answer:
ଧରିତ୍ରୀ ସମ୍ମିଳନୀ ୧୯୯୨ ରିଓଡ଼ି ଜେନେରୋଠାରେ ଅନୁଷ୍ଠିତ ହୋଇଥିଲା ।

୯। I.P.C.C. ର ପୂରାନାମ କ’ଣ ?
Answer:
I.P.C.C.ପୂରାନାମ ହେଡଛି Intergovernmental Panal on Climate Change ସରକାରୀ ଜଳବାୟୁ ପରିବର୍ତ୍ତନ ବିଶାରଦଗୋଷ୍ଠୀ ।

୧୦ । ସମୁଦ୍ର ପତ୍ତନ ବୃଦ୍ଧିର ମୁଖ୍ୟ କାରଣ କ’ଣ ?
Answer:
ସମୁଦ୍ର ପତ୍ତନ ବୃଦ୍ଧିର ମୁଖ୍ୟ କାରଣ ହେଉଛି ବିଶ୍ବ ତାପାୟନ ଯୋଗୁଁ ମେରୁଅଞ୍ଚଳରେ ବରଫ ତରଳିବା ।

Leave a Comment