CHSE Odisha Class 12 Sanskrit Grammar ବିଭିନ୍ନ ପରୀକ୍ଷାରେ ପଡ଼ିଥିବା ବାକ୍ୟମାନଙ୍କର ସଂସ୍କୃତାନୁବାଦ

Odisha State Board CHSE Odisha Class 12 Sanskrit Solutions Grammar ବିଭିନ୍ନ ପରୀକ୍ଷାରେ ପଡ଼ିଥିବା ବାକ୍ୟମାନଙ୍କର ସଂସ୍କୃତାନୁବାଦ Textbook Exercise Questions and Answers.

CHSE Odisha Class 12 Sanskrit Grammar ବିଭିନ୍ନ ପରୀକ୍ଷାରେ ପଡ଼ିଥିବା ବାକ୍ୟମାନଙ୍କର ସଂସ୍କୃତାନୁବାଦ Question Answer

1. पत्यानां (5) वाक्यानां संस्कृतेन अनुवादं कुरुत :

(क) In what region does the sun set?
କେଉଁ ଦିଗରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ?

(ख) I saved you from that danger.
ମୁଁ ତୁମକୁ ସେହି ବିପଦରୁ ରକ୍ଷା କଲି ।

(ग) Three boys have gone to the festival.
ତିନିଜଣ ବାଳକ ମେଳାକୁ ଗଲେ ।

(घ) He cut the tree with an axe.
ସେ କୁରାଢ଼ିରେ ଗଛଟିକୁ ହାଣିଲା ।

(ङ) Hari got angry with the servant.
ହରି ଚାକର ଉପରେ ରାଗିଲା ।

(च) The girl is singing sweet song.
ଝିଅଟି ମଧୁର ଗୀତ ଗାଉଛି ।

(छ) The disciple shows respect to the preceptor.
ଶିଷ୍ୟ ଗୁରୁଙ୍କୁ ସମ୍ମାନ ଜଣାଉଛି ।

(ज) This is the biggest tree in the garden.
ବଗିଚାରେ ଏହା ସବୁଠାରୁ ବଡ଼ ଗଛ ।
उत्तर:
(क) କସ୍ୟା ଦିଶି ସୂର୍ଯ୍ୟ ଅସ୍ତଂ ଭବତି ?
(ख) ଅହଂ ତାଂ ତସ୍ୟା ବିପଦଃ ଅରକ୍ଷମ୍ ।
(ग) ତ୍ରୟଂ ବାଳକା ମେଳାସ୍ଥଳମ୍ ଅଗଚ୍ଛନ୍ ।
(घ) ଡଃ କୁଠାରେଣ ବୃକ୍ଷମ୍ ଅଛିନ୍ନତ୍ ।
(ङ) ହରି ଭୂତ୍ୟାୟ ଅକୁତ୍ ।
(च) ବାଳିକା ମଧୁରଂ ଗୀତଂ ଗାୟତି ।
(छ) ଶିଷ୍ୟ ଗୁରବେ ସମ୍ମାନଂ ଜ୍ଞାପୟତି ।
(ज) ଉଦ୍ୟାନେ ଅୟଂ ସର୍ବବୃହତ୍ ବୃକ୍ଷ ।

CHSE Odisha Class 12 Sanskrit Grammar ବିଭିନ୍ନ ପରୀକ୍ଷାରେ ପଡ଼ିଥିବା ବାକ୍ୟମାନଙ୍କର ସଂସ୍କୃତାନୁବାଦ

2. संस्कृतेन पञ्चानां (5) अनुवादं कुरुत |

(a) Time waits for none.
ସମୟ କାହାକୁ ଅପେକ୍ଷା କରେ ନାହିଁ ।

(b) He who makes best use of time, prospers.
ଯିଏ ସମୟର ସର୍ବୋତ୍କୃଷ୍ଟ ଉପଯୋଗ କରେ, ସେ ଉନ୍ନତି କରେ ।

(c) But those who waste their time in vain, suffer from poverty and starvation.
କିନ୍ତୁ ଯେଉଁମାନେ ବୃଥାରେ ସମୟ ନଷ୍ଟ କରନ୍ତି, ସେମାନେ ଅନାହାର ତଥା ଦାରିଦ୍ର୍ୟରେ ସଢ଼ିଥା’ନ୍ତି ।

(d) Procrastination is a great foe of human life.
ଦୀର୍ଘସୂତ୍ରତା ମଣିଷ ଜୀବନର ବଡ଼ ଶତ୍ରୁ ।

(e) Hence we should attend to our duties and responsibilities in time.
ତେଣୁ ଆମେ ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଠିକ୍ ସମୟରେ କରିବା ଉଚିତ ।

(f) Some people are very lazy.
କିଛି ଲୋକ ଭାରି ଅଳସୁଆ ।

(g) They never work in time.
ସେମାନେ କେବେ ଠିକ୍ ସମୟରେ କାମ କରନ୍ତି ନାହିଁ ।

(h) So they suffer a lot in life.
ତେଣୁ ସେମାନେ ଜୀବନରେ ବେଶି ଦୁଃଖ ପାଆନ୍ତି ।
उत्तर:
(a) ସମୟ କସ୍ମି ନ ଅପେକ୍ଷ୍ୟତେ ।
(b) ଯଃ ସମୟସ୍ୟ ସର୍ବୋତ୍କୃଷ୍ଟମ୍ ଉପଯୋଗ କରୋତି, ଡଃ ଉନ୍ନତଂ କରୋତି ।
(c) ଅପିତୁ, ଯେ ବୃଥା ସମୟଂ ନଶ୍ୟନ୍ତ, ତେ ଅନାହାରେଣ ଦାରିଦ୍ର୍ୟନ ଚ ପୀଡ଼ିତା ଭବନ୍ତି ।
(d) ଦୀର୍ଘସୂତ୍ରତା ମାନବଜୀବନସ୍ୟ ମହତ୍ ଶତ୍ରୁ ।
(e) ତତଃ ବୟମ୍ ଅସ୍ମାକଂ କର୍ତ୍ତବ୍ୟ ଦାୟିତ୍ୱ ଚ ସମୁଚିତସମୟେନ କୁର୍ଯ୍ୟାମ୍ ।
(f) କେଚିତ୍ ଜନଃ ଅତୀବ ଆଳସ୍ୟପରାୟଣ ।
(g) ତେ କଦାପି ସମୁଚିତସମୟେନ କାର୍ଯ୍ୟ ନ କୁର୍ବନ୍ତି ।
(h) ତତଃ ତେ ଜୀବନେ ଅଧିକଂ ଦୁଃଖୀ ପ୍ରାପ୍ଲା ବନ୍ତି ।

3. संस्कृतभाषया पञ्चानां (5) वाक्यानाम् अनुवादं कुरुत :

(a) At daybreak, the sun slowly rises in the East.
ସିନ୍ଦୂରା ଫାଟିଲେ ସୂର୍ଯ୍ୟ ଆସ୍ତେ ଆସ୍ତେ ପୂର୍ବଦିଗରେ ଉଦୟ ହୁଅନ୍ତି ।

(b) The peacock dances at the sight of the cloud in the sky.
ଆକାଶରେ ମେଘ ଦେଖ‌ିଲେ ମୟୂର ନାଚେ ।

(c) Gopabandhu was born in the village called ‘Suando’.
ଗୋପବନ୍ଧୁ ‘ସୁଆଣ୍ଡୋ’ ଗ୍ରାମରେ ଜନ୍ମଲାଭ କରିଥିଲେ ।

(d) He saw me from the top of the building.
ସେ ମୋତେ କୋଠା ଉପରୁ ଦେଖୁ ।

(e) Morning walk is conducive to health.
ପ୍ରାତଃଭ୍ରମଣ ସ୍ବାସ୍ଥ୍ୟ ପକ୍ଷେ ହିତକର ।

(f) Nothing on the earth lasts for ever.
ପୃଥ‌ିବୀରେ କୌଣସି ବସ୍ତୁ ଚିରକାଳ ରହେ ନାହିଁ ।

(g) Next year All-India Oriental Conference will be held at Nagpur.
ଆସନ୍ତା ବର୍ଷ ପ୍ରାଚ୍ୟବିଦ୍ୟା ସମ୍ମଳନ ନାଗପୁରରେ ଅନୁଷ୍ଠିତ ହେବ ।

(h) It is our prime duty to preserve and promote the environment.
ପରିବେଶର ସୁରକ୍ଷା ଓ ଉନ୍ନତିବିଧାନ ଆମର ପରମ କର୍ତ୍ତବ୍ୟ ।
उत्तर
(a) ସମାରବ୍‌ ଦିବସେ ସୂର୍ଯ୍ୟ ଶନଃ ଶନଃ ପୂର୍ବସ୍ୟା ଦିଶି ଉଦେତି ।
(b) ଆକାଶେ ମେଘଂ ପଶ୍ୟତି | ମେଘେ ଦୃଷ୍ଟେ ମୟୂରଃ ନୃତ୍ୟତି ।
(c) ଗୋପବନ୍ଧୁ ସୁଆଣ୍ଡୋ ଗ୍ରାମେ ଜନ୍ମଲାଭାଂ କୃତବାନ୍ ।
(d) ସ୍ଵଂ ମାଂ ପ୍ରାସାଦାତ୍ ଅପଶ୍ୟତ୍ ।
(e) ପ୍ରାତଃ ଭ୍ରମଣଂ ସ୍ଵାସ୍ଥାୟ ହିତକରମ୍ ।
(f) ପୃଥ‌ିବ୍ୟା କିଞ୍ଚିତ୍ ବସ୍ତୁ ଚିରକାଳଂ ନ ତିଷ୍ଠତି ।
(g) ଆଗାମୀ ସମ୍ବତ୍ସରେ ପ୍ରାଚ୍ୟବିଦ୍ୟା ସମ୍ମଳନଂ ନାଗପୁରେ ଅନୁଷ୍ଠିତଂ ଭବିଷ୍ୟତି ।
(h) ପରିବେଶସ୍ୟ ସୁରକ୍ଷା ଉନ୍ନତିବିଧାନଂ ଚ ଅସ୍ଵାକଂ ପର୍‌ମକର୍ତ୍ତବ୍ୟମ୍ ।

CHSE Odisha Class 12 Sanskrit Grammar ବିଭିନ୍ନ ପରୀକ୍ଷାରେ ପଡ଼ିଥିବା ବାକ୍ୟମାନଙ୍କର ସଂସ୍କୃତାନୁବାଦ

4. केषाञ्चित् पंञ्चानां (5) वाक्यानां संस्कृतभाषया अनुवादं कुरुत |

(a) We sat in the shade of a tree.
ଆମେ ଗଛ ଛାଇରେ ବସିଲୁ ।
(b) Rama obeys the commands of his father.
ରାମ ବାପାଙ୍କ ଆଜ୍ଞାକୁ ମାନେ ।

(c) The children were not happy without their mother.
ମା’ ବିନା ଛୁଆମାନେ ସୁଖୀ ହେଉ ନଥିଲେ ।

(d) Sushil did not come to school yesterday.
ସୁଶୀଳ କାଲି ସ୍କୁଲକୁ ଆସି ନଥୁଲା ।

(e) The girl wishes to write a letter.
ଝିଅଟି ଚିଠି ଲେଖୁବାକୁ ଇଚ୍ଛା କରୁଛି ।

(f) Everyone should discharge his own duty.
ସମସ୍ତେ ନିଜ କର୍ତ୍ତବ୍ୟ କରିବା ଉଚିତ ।

(g) The sound is coming from this direction.
ଏହି ଦିଗରୁ ଶବ୍ଦ ଆସୁଛି ।

(h) We know the power of penance.
ଆମେ ତପସ୍ୟାର ଶକ୍ତି ଜାଣୁ ।
उत्तर:
(a) ବରଂ ବୃକ୍ଷଛାୟାୟାମ୍ ଉପବିଷ୍ଟବନ୍ତଃ ।
(b) ରାମଃ ପିତୁଃ ଆଦେଶଂ ମାନୟତି ।
(c) ମାତ୍ରା ବିନା ଶିଶୟଃ ସୁଖୁନଃ ନ ଅଭିବନ୍ ।
(d) ସୁଶୀତଃ ହାଃ ବିଦ୍ୟାଳୟଂ ନ ଆଗତବାନ୍ ।
(e) ବାଳିକା ପତ୍ର ଲିଖମ୍ ଇଚ୍ଛତି ।
(f) ସର୍ବେ ସ୍ଵକର୍ତ୍ତବ୍ୟ କରଣୀୟମ୍ ।
(g) ଆସ୍ୟା ଦିଶଃ ଶବ୍ଦ ଆଗଚ୍ଛତି ।
(h) ବୟଂ ତପସ୍ୟାୟଃ ଶକ୍ତି ଜାନୀମଃ ।

5. पंञ्चानां (5) वाक्यानां संस्कृतभाषया अनुवादं कुरुत |
(i) ଭୁବନେଶ୍ଵର ମନ୍ଦିରମାଳିନୀ ନଗରୀ ଅଟେ ।
(ii) ଭଦ୍ରକ ଓ ବାରିପଦା ମଧ୍ଯରେ ବାଲେଶ୍ଵର ।
(iii) ବାରାଣସୀ ପ୍ରାଚ୍ୟବିଦ୍ୟାର ପୀଠ ଥିଲା ।
(iv) କିଏ ଆମେରିକା ଯିବ, କୁହ ।
(v) ହରିଣ ସବୁବେଳେ ବାଘକୁ ଡରେ ।
(vi) ଛାତ୍ର ଶ୍ରେଣୀଗୃହରେ ବସିବା ଉଚିତ ।
(vii) ମନୋରଞ୍ଜନକୁ ଏକ ବସ୍ତ୍ର ଦିଅ ।
उत्तर:
(i) ଭୁବନେଶ୍ଵରଂ ମନ୍ଦିରମାଳିନୀ ନଗରୀ ଭବତି ।
(ii) ଭଦ୍ରକଂ ବାରିପଦା ଚ ଅନ୍ତରା ବାଲେଶ୍ଵରମ୍
(iii) ବାରାଣସୀ ପ୍ରାଚ୍ୟବିଦ୍ୟାୟା ପୀଠମ୍ ଆସୀତ୍ ।
(iv) କଃ ଆମେରିକାଂ ଗମିଷ୍ୟତି, ବଦ ?
(v) ମୃଶଃ ସଦା ବ୍ୟାଘ୍ରାତ୍ ବିଭେତି ।
(vi) ଛାତ୍ର ଶ୍ରେଣୀଗୃହେ ଉପବିଶେତ୍ ।
(vi) ମନୋରଞ୍ଜନାୟ ଏବଂ ବରଂ ଦେହି ।

6. पंञ्चानां (5) वाक्यानां संस्कृतभाषया अनुवादं कुरुत |
(i) ସେ ଆଜି କଟକ ଯିବ ।
(ii) ମୁଁ କଲେଜ ହତାରେ ମଧୁକୁ ବୁଲୁଥିବାର ଦେଖିଲି ।
(iii) ଏହି ପ୍ରସ୍ତାବ ସହିତ ମୁଁ ଏକମତ ଅଟେ ।
(iv) ମୁଁ ଚନ୍ଦ୍ର ଦେଖିବାକୁ ଇଚ୍ଛା କରୁଛି ।
(v) ଭଗବାନ୍‌ ଆପଣଙ୍କର ମଙ୍ଗଳ କରନ୍ତୁ ।
(vi) ସତ୍ୟ ଏବଂ ସରଳତା ମହାନ୍ ଗୁଣ ।
(vii) ଏହି ଲୋକଟି ଜଣେ ସାଧୁ ହୋଇଥିବେ ।
उत्तर:
(i) ଡଃ ଅଦ୍ୟ କଟକଂ ଗମିଷ୍ୟତି ।
(ii) ଅହଂ ମହାବିଦ୍ୟାଳୟପ୍ରାଙ୍ଗଣେ ଭ୍ରମରଂ ମଧୁମ୍ ଅପଶ୍ୟମ୍ ।
(iii) ଅନେନ ପ୍ରସ୍ତାବେନ ସହ ଅହମ୍ ଏକମତଂ ଭବାମି ।
(iv) ଅହଂ ଚନ୍ଦ୍ର ଦ୍ରଷ୍ଟୁମ୍ ଇଚ୍ଛାମି ।
(v) ଭଗବାନ୍ ଭବତଃ ମଙ୍ଗଳଂ କରୋତୁ ।
(vi) ସତ୍ୟ ସରଳତା ଚ ମହାନ୍ ଗୁନଃ ।
(vi) ଅୟଂ ଜନଃ ଏକଃ ସାଧୁ ଭବେତ୍ ।

7. पंञ्चानां (5) वाक्यानां संस्कृतभाषया अनुवादं कुरुत |
(i) ଫମ୍ପା ମାଠିଆର ଶବ୍ଦ ବେଶି ।
(ii) କାଲି ମୁଁ ଫୁଟବଲ ମ୍ୟାଚ୍ ଦେଖୁଥୁଲି ।
(iii) ସକାଳେ ଘାସ ଗାଲିଚାରେ ବୁଲିବା ଉଚିତ ।
(iv) ଏବର୍ଷ ବାତ୍ୟା କ୍ଷତି ଘଟାଇଲା ।
(v) ବାପା ମୋ ପାଇଁ କମ୍ପ୍ୟୁଟର କିଣିଲେ ।
(vi) ବିପଦରେ ଆତ୍ମରକ୍ଷା ସର୍ବପ୍ରଥମେ କରିବ ।
(vii) ନିଜର ପଡ଼ୋଶୀକୁ ଭଲ ପାଅ ।
उत्तर:
(i) ଅର୍ଧା ଘଟୋ ଘୋଷମୁପେତି ନୂନମ୍ ।
(ii) ହଂ ଅହଂ ପାଦକନ୍ଦୁକ ପ୍ରତିଯୋଗିତାମ୍ ଅପଶ୍ୟମ୍ ।
(iii) ପ୍ରାତଃ ତୃଣାସ୍ତରେଣ ଭ୍ରମେତ୍ ।
(iv) ଐଷମଃ ବାତ୍ୟା କ୍ଷୟମ୍ ଅଘଟୟତ୍ ।
(v) ପିତା ମଦପିଂ ସଂଗଣକଯନ୍ତ୍ରମ୍ ଅକ୍ରୀଣତ୍ ।
(vi) ବିପଦି ଆତ୍ମରକ୍ଷଣଂ ସର୍ବାଦୌ କରିଷ୍ଯସି ।
(vii) ସ୍ବସ୍ୟ ପ୍ରତିବେଶିନେ ଗୃହୟ ।

8. पंञ्चानां (5) वाक्यानां संस्कृतभाषया अनुवादं कुरुत |
(i) ପରୋପକାର ଆତ୍ମସନ୍ତୋଷ ପ୍ରଦାନ କରେ ।
(ii) ମୋ ଭାଇ ତୁମ ପାଇଁ କ’ଣ ଆଣିବେ ?
(iii) ସିଂହ ପଶୁମାନଙ୍କର ରାଜା ବୋଲି ବିଦିତ ।
(iv) ମାଆ ଏବଂ ମାତୃଭୂମିଠାରୁ କେହି ବଡ଼ ନୁହେଁ ।
(v) ଅଜଣା ଲୋକକୁ ବିଶ୍ୱାସ କରିବା ଅନୁଚିତ ।
(vi) ଦେବତା ଏବଂ ଅସୁର କୃଷ୍ଣଙ୍କର କୃପାଲାଭ କଲେ ।
(vii) ଉତ୍ତମ ପୁସ୍ତକ ପଠନ ସମସ୍ତଙ୍କ ପାଇଁ ହିତକର ।
उत्तर:
(i) ପରୋପକାରଃ ଆତ୍ମସନ୍ତୋଷ ପ୍ରଦଦାତି ।
(ii) ମମ ଭ୍ରାତା ତନ୍ତ୍ର କୃତେ କିମ୍ ଅନେଶ୍ୟତି ?
(iii) ସିଂହଃ ପଶୁନାଂ ରାଜା ଇତି ବିଦିତଃ ।
(iv) ଜନନୀ ଜନ୍ମଭୂମିଶ୍ଚ କୋଽପି ଗରୀୟସୀ ।
(v) ଅଜ୍ଞଜନେ ନ ବିଶ୍ୱସେତ୍ ।
(vi) ଦେବା ଅସୁରା ଚ କୃଷ୍ଣସ୍ୟ କୃପାମ୍ ଅଲଭନ୍ତ ।
(vii) ଉତ୍ତମପୁସ୍ତକସ୍ୟ ପଠନଂ ସର୍ବେଭ୍ୟ ହିତକରମ୍ ।

Leave a Comment