Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

Students can use Class 5 Math Solution Odia Medium and Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର to check their answers after solving exercises.

5th Class Maths Chapter 6 Question Answer Odia Medium

Class 5 Maths Chapter 6 Odia Medium

ଆସ ଚିନ୍ତା କରିବା

Question 1.
ଦିଆଯାଇଥ‌ିବା ଆକୃତିଗୁଡିକ ୧ ରୁ ୨୪ ମଧ୍ଯରେ ସଂଖ୍ୟାକୁ ବୁଝାଏ । ସମାନ ଆକୃତି ସମସ୍ତ ସମସ୍ୟାରେ ସମାନ ସଂଖ୍ୟାକୁ ସୂଚିତ କରେ । ସମସ୍ତ ଆକୃତିରେ ଲୁଚି ରହିଥ‌ିବା ସଂଖ୍ୟାଗୁଡିକୁ ଖୋଜ । (ପ୍ରଶ୍ନ ସହ ଉତ୍ତର)

Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 2

Question 2.
୧୦୦ ପାଖାପାଖୁ ଏକ ଗୁଣଫଳ ପାଇବା ପାଇଁ ଅଙ୍କ ୨, ୫ ଓ ୩ କୁ ଉପଯୁକ୍ତ ସ୍ଥାନରେ ରଖ । ତୁମର ଯୁକ୍ତିକୁ ଶ୍ରେଣୀରେ ଉପସ୍ଥାପନ କର ।

Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 4
୫୩ × ୨ = ୧୦୬, ଯାହା ୧୦୦ର ନିକଟବର୍ତ୍ତୀ ।

Question 3.
ଗୋଟିଏ କ୍ଷୀର ଦୋକାନରେ ଘୋଳ ଦହିର ପ୍ୟାକେଟ୍ ନିମ୍ନ ପ୍ରକାରରେ ରଖାଯାଇଛି । ପ୍ରତ୍ୟେକ ଥାକରେ କେତେ ପ୍ୟାକେଟ ଅଛି ଦେଖ । ତୁମ ପାଇଁ ଗୋଟିଏ ଉଦାହରଣ ଦିଆଯାଇଛି ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 5
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 6
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 7
(i) ୧୫ × ୪ = ୬୦
(ii) ୧୦ × ୬ = ୬୦
(iii) ୧୨ × ୫ = ୬୦
ଅନ୍ୟ ପ୍ରକାରରେ ସଜୀକରଣ ହୋଇପାରିବ

Question 4.
ମୁଁ କେଉଁ ସଂଖ୍ୟା
ମୁଁ ଦୁଇଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟା ଅଟେ ।
ନିମ୍ନଲିଖତ ସୂଚନା ସାହାଯ୍ୟରେ ମୋତେ ଖୋଜ ।
(କ) ମୁଁ ୮ ଠାରୁ ବଡ଼ ।
(ଖ) ମୁଁ ୪ର ଗୁଣିତକ ନୁହେଁ ।
(ଗ) ମୁଁ ୯ ର ଗୁଣିତକ ।
(ଘ) ମୁଁ ଏକ ଅଯୁଗ୍ମ ସଂଖ୍ୟା ।
(ଙ) ମୁଁ ୧୧ ର ଗୁଣିତଳ ନୁହେଁ ।
(ଚ) ମୁଁ ୫୦ ଠାରୁ ସାନ ।
(ଛ) ମୋର ଏକକ ଘରର ଅଙ୍କ ଓ ଦଶକ ଘରର ଅଙ୍କ ମଧ୍ୟରେ ପାର୍ଥକ୍ୟ ୧ ଅଟେ ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 9
Solution:
ମୁଁ ହେଉଛି = ୪୫ ସୂଚନା : (କ) ଓ (ଙ) ମୋତେ ସାହାଯ୍ୟ କଲା ନାହିଁ ।

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

Question 5.
ନିଜ ପାଇଁ ସଂଖ୍ୟା ତିଆରି କର ।
ଦତ୍ତ ସଂଖ୍ୟା ମଧ୍ୟରୁ ଯେ କୌଣସି ଦୁଇଟି ସଂଖ୍ୟା ଓ ଗୋଟିଏ ଗାଣିତିକି ପ୍ରକ୍ରିୟାକୁ ବାଛ । ୦ ରୁ ୨୦ ମଧ୍ଯରେ ସମସ୍ତ ସଂଖ୍ୟା ଗଠନ କରିବାକୁ ଚେଷ୍ଟାକର । ଉଦାହରଣ ସ୍ୱରୂପ ୨କୁ ୪ -୨ ଭାବରେ ଗଠନ କରାଯାଇପାରିବ । ତୁମେ ଆଉ ସବୁ ସଂଖ୍ୟା କରିପାରିବ କି ? ତୁମେ କେଉଁ ସବୁ ସଂଖ୍ୟା ଗଠନ କରି ପାରିଲ ନାହିଁ ? ତିନୋଟି ସଂଖ୍ୟା ବ୍ୟବହାର କରି ଏହି ସଂଖ୍ୟାଗୁଡିକୁ ଗଠନ କରିବା ସମ୍ଭବ ହେବ କି ? ଆବଶ୍ୟକ ସ୍ଥଳେ, ତୁମେ ଦୁଇଟି ଗାଣିତିକ ପ୍ରକ୍ରିୟାର ବ୍ୟବହାର କରିପାରିବ । ୦ ରୁ ୨୦ ମଧ୍ଯରେ କେଉଁ ସବୁ ସଂଖ୍ୟାକୁ ତୁମେ ଏକାଧ‌ିକ ଉପାୟରେ ପାଇପାରିବ ?
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 10
Solution:

ସଂଖ୍ୟା (ସଂଖ୍ୟା ଗଠନ ପ୍ରକ୍ରିୟା)
୧ ୫ – ୪
୨ ୫ – ୩
୩ ୫ – ୨
୪ ୧୦୦ ÷ ୨୫
୫ ୩ + ୨
୬ ୪ + ୨
୭ ୪ + ୩
୮ ୧୦ – ୨
୯ ୧୨ – ୩
୧୦ ୧୦୦ ÷ ୧୦
୧୧ ୩୬ – ୨୫
୧୨ ୧୦ + ୨
୧୩ ୧୦ + ୩
୧୪ ୧୨ + ୨
୧୫ ୧୦ + ୫
୧୬ ୧୨ + ୪
୧୭ ୧୨ + ୫
୧୮ ୩୬ ÷ ୨
୨୦ ୧୦× ୨

ସଂଖ୍ୟା ୦ ଓ ୧୯ ଏହି ସୂତ୍ରରେ ଗଠନ କରି ହୋଇପାରିବ ନାହିଁ । ହଁ, ଏହା ତିନୋଟି ସଂଖ୍ୟା ଓ ୨ଟି ପ୍ରକ୍ରିୟା ଦେଇ ଗଠନ କରିହେବ ।
୦ = ୩ + ୨ – ୫ ୧୯ = ୨୫ – ୧୦ + ୪
୦, ୧, ୨, ୩, ୭, ୯ ଓ ୧୧ ସଂଖ୍ୟାଗୁଡ଼ିକୁ ଗୋଟିଏରୁ ଅଧ‌ିକ ଉପାୟରେ ଗଠନ କରିହେବ ।
ଯଥା- ୫ – ୪ = ୧ ୩ – ୨ = ୧ ୪ – ୩ = ୧ ।

ଗୁଣନରେ ସଂଖ୍ୟାଗୁଡ଼ିକର କ୍ରମ ।

Page No. (୭୨)

Question 1.
ନିହାର ରଞ୍ଜନ ବେହେରା ଏକ କ୍ଷୀର ପ୍ରକ୍ରିୟାକରଣ କେନ୍ଦ୍ର ଚଳାନ୍ତି । ସେ ନିମ୍ନଲିଖତ ଉପାୟରେ ଘୋଳଦହି ପ୍ୟାକେଟଗୁଡିକୁ ସଜାଡି ରଖୁଛନ୍ତି । ପ୍ରତ୍ୟେକ ସ୍ଥଳରେ ପ୍ୟାକେଟ ସଂଖ୍ୟା କେତେ କୁହ । ତୁମେ କେଉଁ ପ୍ରକାରର ସଂରଚନା ଲକ୍ଷ୍ୟ କରୁଛ ? ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 11
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 12
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 13
ଆମେ ଲକ୍ଷ୍ୟ କଲେ ପ୍ରତ୍ୟେକ କ୍ଷେତ୍ରରେ ଦଳସଂଖ୍ୟା ଓ ଦଳର ଆକାରକୁ ଅଦଳବଦଳ କରାଯାଇଛି, କିନ୍ତୁ ସମୁଦାୟ ଘୋଳଦହି ପ୍ୟାକେଟ୍ ସଂଖ୍ୟା (ଅର୍ଥାତ୍ ଗୁଣଫଳ) ସମାନ ଅଛି ।

ଆମେ ଜାଣିଲେ : ଦୁଇଟି ସଂଖ୍ୟାକୁ ଯେଉଁ କ୍ରମରେ ଗୁଣନ କଲେ ଅର୍ଥାତ୍ କ୍ରମ ବଦଳାଇ ଗୁଣନ କଲେ ଗୁଣଫଳ ସର୍ବଦା ସମାନ ରହିବ ।
∴ m × n = n × m
ଏହାକୁ ଗୁଣନର କ୍ରମବିନିମୟୀ ନିୟମ କୁହାଯାଏ ।
୯ × 0 = ? ଓ 0 × ୯ = ?
Solution:
ଶୂନ (୦)

୧୦ ଓ ୧୦୦ ଦ୍ଵାରା ଗୁଣନରେ ସଂରଚନା

Page No. (୭୨ to ୭୪)

Question 1.
ଆସ ୧୦ ଓ ୧୦୦ ଦ୍ଵାରା ଗୁଣନର ଅଭ୍ୟାସ କରିବା । (ପ୍ରଶ୍ନ ସହ ଉତ୍ତର)
(କ) ୪ × ୧୦ = ___________________
(ଖ) ୨୦ × ୧୦ = ___________________
(ଗ) ୧୦ × ୪୦ = ___________________
(ଘ) ୧୦ × ୧୦ = ୧୦୦
(ଙ) ୨୦ × ୫୦ = ___________________
(ଚ) ୮୦ × ୧୦ = ___________________
(ଛ) ୩ × ୧୦୦ = ୧୦୦ × ୩ = ୩୦୦
(ଜ) ୮ × ୧୦୦ = ___________________= ___________________
(ଖ) ୧୦ × ୧୦୦ = ___________________= ___________________
Solution:
(କ) ୪ × ୧୦ = ୪୦
(ଖ) ୨୦ × ୧୦ = ୨୦୦
(ଗ) ୧୦ × ୪୦ = ୪୦୦
(ଘ) ୧୦ × ୧୦ = ୧୦୦
(ଙ) ୨୦ × ୫୦ = ୧୦୦୦
(ଚ) ୮୦ × ୧୦ = ୮୦୦
(ଛ) ୩ × ୧୦୦ = ୧୦୦ × ୩ = ୩୦୦
(ଜ) ୮ × ୧୦୦ = ୧୦୦ × ୮ = ୮୦୦
(ଖ) ୧୦ × ୧୦୦ = ୧୦୦ × ୧୦ = ୧୦୦୦

Question 2.
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । ତଳେ ଥ‌ିବା ସାରଣୀ ପୂରଣ କର ଏବଂ ସଂରଚନାକୁ ବର୍ଣ୍ଣନା କର । ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 14
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 15
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 16
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 17

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଗୁଣନ କରିବାର ଅନେକ ଉପାୟ

Page No. (୭୪)

Question 1.
ତୁମେ କ’ଣ ଭାବୁଛ, ଯେ ସେଗୁଡିକ ସବୁ ଠିକ୍ ? ତୁମେ ଏପରି କାହିଁକି ଭାବୁଛ ?
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 18
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 19

ଦୁଇଗୁଣ ଏବଂ ଅଧା କରିବା

Page No. (୭୫ to ୭୬)

Question 1.
ଘୋଳ ଦହି ପ୍ୟାକେଟ୍ ଗୁଡିକୁ ନିମ୍ନଲିଖତ ଉପାୟରେ ସଜାଯାଇଛି । ଆସ ମୋଟ ପ୍ୟାକେଟ୍ ସଂଖ୍ୟା ହିସାବ କରିବା ପାଇଁ କିଛି ଉପାୟ ଖୋଜିବା । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 20
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 21

(ଗ) ପୂର୍ବ ସମସ୍ୟା ଗୁଡିକ ପରି ନିମ୍ନଲିଖ୍ ସମସ୍ୟା ଗୁଡିକର ସମାଧାନ କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 22
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 23

କୌଣସି ସଂଖ୍ୟାକୁ ୫ ଓ ୨୫ ଭଳି ସଂଖ୍ୟା ସହିତ ଗୁଣନ କଲାବେଳେ, ଏହି ଅଧା ଓ ଦୁଇଗୁଣ କରିବା କୌଶଳଟି ଭଲ କାମ କରେ । କାହିଁକି ଆଲୋଚନା କର।
Solution:
ଗୋଟିଏ ସଂଖ୍ୟାକୁ ୫ ଓ ୨୫ ଦ୍ଵାରା ଗୁଣନ କରିବା କଷ୍ଟକର ହୋଇପାରେ, କିନ୍ତୁ ଅଧା ଏବଂ ଦୁଇଗୁଣ କୌଶଳ ଏହାକୁ ବହୁତ ସହଜ କରିଥାଏ କାରଣ ସେଗୁଡ଼ିକ ସହଜରେ ଦଶର ଘାତରେ ପରିବର୍ତ୍ତନ ହୋଇଥାଏ ଓ ଗୁଣନ ପ୍ରକ୍ରିୟାକୁ ସରଳ କରିଥାଏ । ୫ ଦ୍ଵାରା ଗୁଣନ କରିବା ପରିବର୍ତ୍ତେ, ଆମେ ଏହାକୁ ୧୦ ଦ୍ଵାରା ଗୁଣନ ଏବଂ ତା’ପରେ ୨ ଦ୍ଵାରା ଭାଗ କରିବା ଭାବେ ଭାବିପାରିବା । ସେହିପରି ୨୫ = \(\frac{୧୦୦}{୪}\) ହୋଇଥ‌ିବାରୁ ଆମେ ଗୋଟିଏ ସଂଖ୍ୟାକୁ ୧୦୦ ଦ୍ଵାରା ଗୁଣନ କରିପାରିବା ଏବଂ ତା’ପରେ ୨୫ ଦ୍ଵାରା ଗୁଣନ ପାଇଁ ଫଳାଫଳକୁ ୪ ଦ୍ଵାରା ଭାଗ କରିପାରିବା ।

(ଘ) ଗୁଣକ କିମ୍ବା ଗୁଣ୍ୟକୁ ଅଧା ଓ ଦୁଇଗୁଣ କରି ଗୁଣଫଳ ନିର୍ଣ୍ଣୟ କର ।
(୧) ୫ × ୧୮
(୨) ୫୦ × ୨୮
(୩) ୧୫ × ୨୨
(୪) ୨୫ × ୧୨
(୫) ୧୨ × ୪୫
(୬) ୧୬ × ୪୫
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 24

ନିକଟତମ ଗୁଣିତକ

Page No. (୭୬ to ୭୭)

(କ) ୪ × ୧୯
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 25

(ଖ) ୧୪ × ୨୧
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 26

(ଗ) ୫ଟି ସମସ୍ୟାର ଉଦାହରଣ ଦିଅ ଯେଉଁଠାରେ ତୁମେ ନିକଟତମ ଗୁଣିତକ ବ୍ୟବହାର କରି ସହଜରେ ଗୁଣଫଳ ପାଇପାରିବ ।
Solution:
(୧) ୨୯ × ୭ = (୩୦ – ୧) × ୭ = ୩୦ × ୭ – ୭ × ୧ = ୨୧୦ – ୭ = ୨୦୩
(୨) ୪୮ × ୬ = (୫୦ – ୨) × ୬ = ୫୦ × ୬ – ୨ × ୬ = ୩୦୦ – ୧୨ = ୨୮୮
(୩) ୯୯ × ୮ = (୧୦୦ – ୧) × ୮ = ୧୦୦ × ୮- ୧ × ୮ = ୮୦୦ – ୮ = ୭୯୨
(୪) ୧୫ × ୧୧ = ୧୫ × (୧୦ + ୧) = ୧୫ × ୧୦ + ୧୫ × ୧ = ୧୫୦ + ୧୫ = ୧୬୫
(୫) ୨୦୫ × ୪ = (୨୦୦ + ୫) × ୪ = ୨୦୦ × ୪ + ୫ × ୪ = ୮୦୦ + ୨୦ = ୮୨୦

(ଘ) ସରଳ ଉପାୟ ପ୍ରୟୋଗ କରି ନିମ୍ନଲିଖ ପ୍ରଶ୍ନଗୁଡିକର ଉତ୍ତର ଦିଅ । ତୁମର ଚିନ୍ତାଧାରାକୁ ଶ୍ରେଣୀରେ ଆଲୋଚନା କର ।
(୧) ୭ × ୫୨
(୨) ୧୨ × ୨୮
(୩) ୭୫ × ୩୧
(୪) ୯୯ × ୧୫
(୫) ୮ × ୨୫
(୬) ୨୨ × ୪୨
Solution:
(୧) ୭ × ୫୨ = ୭ × (୫୦ + ୨) = ୭ × ୫୦ + ୭ × ୨ = ୩୫୦ + ୧୪ = ୩୬୪
(୨) ୧୨ × ୨୮ = ୧୨ × (୩୦ – ୨) = ୧୨ × ୩୦ – ୧୨ × ୨ = ୩୬୦ – ୨୪ = ୩୩୬
(୩) ୭୫ × ୩୧ = ୭୫ × (୩୦ + ୧) = ୭୫ × ୩୦ + ୭୫ × ୧ = ୨୨୫୦ + ୭୫ = ୨୩୨୫
(୪) ୯୯ × ୧୫ = (୧୦୦ – ୧) × ୧୫ = ୧୦୦ × ୧୫ – ୧ × ୧୫ = ୧୫୦୦ – ୧୫ = ୧୪୮୫
(୫) ୮ × ୨୫ = (୧୦ – ୨) × ୨୫ = ୧୦ × ୨୫ – ୨ × ୨୫ = ୨୫୦ – ୫୦ = ୨୦୦
(୬) ୨୨ × ୪୨ = ୨୨ (୪୦ + ୨) = ୨୨ × ୪୦ + ୨୨ × ୨ = ୮୮୦ + ୪୪ = ୯୨୪

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଆସ ସମାଧାନ କରିବା

Question 1.
ସରଳ ଉପାୟ ପ୍ରୟୋଗ କରି ନିମ୍ନଲିଖ ପ୍ରଶ୍ନଗୁଡିକର ଉତ୍ତର ଦିଅ । ତୁମର ଚିନ୍ତାଧାରାକୁ ଶ୍ରେଣୀରେ ଆଲୋଚନା କର । ଗୋଟିଏ ବିଦ୍ୟାଳୟରେ ୩୫ ଧାଡ଼ି ବିଶିଷ୍ଟ ଗୋଟିଏ ସଭାଗୃହ ଅଛି । ପ୍ରତି ଧାଡିରେ ୪୨ଟି ଆସନ ଅଛି । ସଭାଗୃହରେ କେତେଜଣ ଲୋକ ବସିପାରିବେ ?
Solution:
ସଭାଗୃହରେ ଥ‌ିବା ଧାଡ଼ି ସଂଖ୍ୟା = ୩୫
ପ୍ରତି ଧାଡ଼ିରେ ଥ‌ିବା ଆସନ ସଂଖ୍ୟା = ୪୨
∴ ସଭାଗୃହରେ ବସିପାରୁଥିବା ଲୋକସଂଖ୍ୟା = ୩୫ × ୪୨
= ୩୫ × (୪୦ + ୨) = ୩୫ × ୪୦ + ୩୫ × ୨ (ବଣ୍ଟନ ନିୟମ)
= ୧୪୦୦ + ୭୦ = ୧୪୭୦ ଜଣ ।

Question 2.
ପ୍ରିୟା ପ୍ରତିଦିନ ୪ କିଲୋମିଟର ଦୌଡିଥାଏ । ସେ ୩୧ ଦିନରେ କେତେ କିଲୋମିଟର ଦୌଡ଼ିବ ?
Solution:
ପ୍ରିୟା ପ୍ରତିଦିନ ଦୌଡ଼େ = ୪ କିଲୋମିଟର
୩୧ ଦିନରେ ସେ ଦୌଡ଼ିବ = (୪ × ୩୧) କିଲୋମିଟର
= ୪ × (୩୦ + ୧) = ୪ × ୩୦ + ୪ × ୧
= ୧୨୦ + ୪ = ୧୨୪ କିଲୋମିଟର ।

Question 3.
ଗୋଟିଏ ବିଦ୍ୟାଳୟକୁ ୩୬ଟି ବହି ବାକୁ ମିଳିଛି । ପ୍ରତି ବାକ୍ସରେ ୪୮ ଖଣ୍ଡ ବହି ଅଛି । ତେବେ ବାକ୍ସ ଗୁଡିକରୁ ବିଦ୍ୟାଳୟକୁ ମୋଟ କେତେଖଣ୍ଡ ବହି ମିଳିଲା ?
Solution:
ବିଦ୍ୟାଳୟକୁ ମିଳିଥିବା ମୋଟ୍ ବାକ୍ସ ସଂଖ୍ୟା = ୩୬ଟି
ପ୍ରତି ବାକ୍ସରେ ଥ‌ିବା ବହିସଂଖ୍ୟା = ୪୮ ଖଣ୍ଡ
∴ ମୋଟ ବହିସଂଖ୍ୟା = ୩୬ × ୪୮ = ୩୬ × (୫୦ – ୨)
= ୩୬ × ୫୦ – ୩୬ × ୨ = ୧୮୦୦ – ୭୨ = ୧୭୨୮ ଖଣ୍ଡ ।

Question 4.
ସରୋଜିନୀ ୪ ଖଣ୍ଡ ପୋଷାକ ତିଆରି କରିବା ପାଇଁ ୧୬ ମିଟର କପଡ଼ା ଆବଶ୍ୟକ କରନ୍ତି । ୮ ଖଣ୍ଡ ପୋଷାକ ତିଆରି କରିବା ପାଇଁ ତାଙ୍କ ପାଇଁ କେତେ ମିଟରର କପଡ଼ା ଆବଶ୍ୟକ ହେବ ?
Solution:
୪ ଖଣ୍ଡ ପୋଷାକ ତିଆରି ପାଇଁ କପଡ଼ା ଦରକାର = ୧୬ ମିଟର
୮ ଖଣ୍ଡ ପୋଷାକ ତିଆରି ପାଇଁ କପଡ଼ା ଦରକାର = (୧୬ × ୨) ମିଟର = ୩୨ ମିଟର ।

Question 5.
ନିହାରଙ୍କ ଗୋଶାଳାରେ ୨୯ ଟି ଗାଈଅଛି । ପ୍ରତ୍ୟେକ ଗାଈ ପ୍ରତିଦିନ ୫ ଲିଟର କ୍ଷୀର ଦିଏ । ତେବେ ପ୍ରତ୍ୟେକ ଦିନ ମୋଟ କେତେ ଲିଟର କ୍ଷୀର ଉତ୍ପାଦନ ହୁଏ?
Solution:
ଗୋଶାଳାରେ ଥ‌ିବା ଗାଈ ସଂଖ୍ୟା = ୨୯ଟି
ପ୍ରତି ଗାଈ ଦୈନିକ ଦେଉଥ‌ିବା କ୍ଷୀର ପରିମାଣ = ୫ ଲିଟର
∴ ପ୍ରତିଦିନ କ୍ଷୀର ଉତ୍ପାଦନ ହୁଏ = (୨୯ × ୫) ଲିଟର = (୩୦ – ୧) × ୫
= ୩୦ × ୫ – ୧ × ୫ = ୧୫୦ – ୫ = ୧୪୫ ଲିଟର ।

Question 6.
କେଦାରଙ୍କ ଗୋଶାଳାରେ ୨୯୭ ଟି ଗାଈ ଅଛନ୍ତି । ଗୋଟିଏ ଗାଈ ପାଇଁ ପ୍ରତ୍ୟେକଦିନ ୧୮ କିଲୋଗ୍ରାମର ଗୋଖାଦ୍ୟ ଆବଶ୍ୟକ ହୁଏ । ତେବେ ପ୍ରତିଦିନ ଗୋଶାଳା ନିମନ୍ତେ କେତେ କିଲୋଗ୍ରାମର ଗୋଖାଦ୍ୟ ଆବଶ୍ୟକ ହେବ ?
Solution:
୧ଟି ଗାଈ ପାଇଁ ପ୍ରତିଦିନ ଗୋଖାଦ୍ୟ ଦରକାର = ୧୮ କି.ଗ୍ରା.
୨୯୭ଟି ଗାଈ ପାଇଁ ଗୋଖାଦ୍ୟ ଦରକାର = ୧୮ × ୨୯୭
= ୧୮ × (୩୦୦ – ୩) = ୧୮ × ୩୦୦ – ୧୮ × ୩ (ବଣ୍ଟନ ନିୟମ)
= ୫୪୦୦ – ୫୪ = ୫୩୪୬ କି.ଗ୍ରା.
∴ ପ୍ରତିଦିନ ଗୋଶାଳା ନିମନ୍ତେ ୫୩୪୬ କି.ଗ୍ରା. ଗୋଖାଦ୍ୟ ଆବଶ୍ୟକ ।

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଆବର୍ଜନା ଏବଂ ଜୈବିକ ଖତ

Page No. (୭୭ to ୭୮)

Question 1.
୪ ଜଣ ବିଶିଷ୍ଟ ଗୋଟିଏ ପରିବାରର ରୋଷେଇ ଘରୁ ପ୍ରାୟ ୩୫ କିଲୋଗ୍ରାମର ଆବର୍ଜନା ସୃଷ୍ଟି ହୁଏ । ସେହି ପରିବାରରୁ ଗୋଟିଏ ବର୍ଷରେ କେତେ ପରିମାଣରେ ଆବର୍ଜନା ସୃଷ୍ଟି ହେବ ?
ପରିବାରର ଏକ ବର୍ଷରେ ………………………. କି.ଗ୍ରା. ଆବର୍ଜନା ସୃଷ୍ଟି ହେବ ।
Solution:
୧ ମାସରେ ରୋଷେଇ ଘରର ଆବର୍ଜନାର ପରିମାଣ ୩୫ କି.ଗ୍ରା.
୧୨ ମାସରେ ରୋଷେଇ ଘରର ଆବର୍ଜନାର ପରିମାଣ ୧୨ × ୩୫ କି.ଗ୍ରା. ଅଟେ ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 27
ମୀରା ଓ ମଣ୍ଡୁ ଏହାକୁ ନିମ୍ନଲିଖୁତ ଉପାୟରେ ସମାଧାନ କରିବା ପାଇଁ ଚେଷ୍ଟା କଲେ ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 28
ପରିବାରର ଏକ ବର୍ଷରେ ୪୨୦ କି.ଗ୍ରା. ଆବର୍ଜନା ସୃଷ୍ଟି ହେବ ।

Question 2.
ଏହି ପରିବାର ନିୟମିତ ଭାବରେ ସଂଗୃହୀତ ଆବର୍ଜନାକୁ ଜୈବିକ ଖତ କରନ୍ତି । ସେମାନଙ୍କୁ ପ୍ରତିବର୍ଷ ପ୍ରାୟ ୧୫୦ କି.ଗ୍ରାର ଜୈବିକ ଖତ ମିଳିଥାଏ, ଯାହାକୁ ତାଙ୍କ ବଗିଚାରେ ଉପଯୋଗ କରନ୍ତି । ବଜାରରେ ୧ କି.ଗ୍ରା. ଜୈବିକ ଖତକୁ ପ୍ରାୟ ଟ.୨୪ରେ ବିକ୍ରି ହୁଏ । ନିଜର ଜୈବିକ ଖତ ତିଆରି କରି ସେମାନେ ଗୋଟିଏ ବର୍ଷରେ କେତେ ଟଙ୍କା ସଞ୍ଚୟ କରିଛନ୍ତି ?
Solution:
୧ କି.ଗ୍ରା. ଜୈବିକ ଖତ ପାଇଁ ଟ.୨୪ ସଞ୍ଚୟ ହୁଏ ।
୧୫୦ କି.ଗ୍ରା. ଜୈବିକ ଖତ ପାଇଁ ସଞ୍ଚୟ ହେବ ଟ. ୨୪ × ୫୦
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 29

ଆସ ଗୁଣନ କରିବା

Page No. (୭୯ to ୮୦)

Question 1.
(କ)୩୨ × ୮
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 30
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 31

(ଖ) ୬୯× ୪୫ (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 32
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 33

ଆସ ନିଜେ କରିବା

Question 1.
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 34
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 35

Question 2.
ମୀରା ପରି ନିମ୍ନଲିଖତ ସମସ୍ୟାଗୁଡିକର ସମଧାନ କର ।
(କ) ୯୪ × ୫
(ଖ) ୪୯ × ୪୬
(ଗ) ୩୭ × ୫୩
(ଘ) ୨୮× ୭୯
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 36

Question 3.
ମଣ୍ଟୁ ପରି ନିମ୍ନଲିଖତ ସମସ୍ୟା ଗୁଡ଼ିକର ସମାଧାନ କର ।
(କ) ୮୬ × ୩
(ଖ) ୭୨ × ୭
(ଗ) ୯୪ × ୩୬
(ଘ) ୬୬ × ୨୨
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 37

Question 4.
ନିମ୍ନଲିଖତ ସମସ୍ୟାର ସମାଧାନ କର ।
(କ) ଗୋଟିଏ ସିନେମା ହଲରେ ୮ଟି ଧାଡିର ଚୌକି ଅଛି, ଏବଂ ପ୍ରତ୍ୟେକ ଧାଡିରେ ୧୨ଟି ଚୌକି ଅଛି । ଯଦି ଅଧା ଚୌକି ପୂରଣ ହୋଇଥାଏ, ତେବେ କେତେ ଜଣ ସିନେମା ଦେଖୁଛନ୍ତି ? ଯଦି ଆଉ ୩ଟି ଧାଡି ପୁରଣ ହୁଏ, ତେବେ ମୋଟ କେତେ ଜଣ ଲୋକ ହେବେ ?
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 38
Solution:
ସିନେମା ହଲ୍‌ରେ ଥିବା ଧାଡ଼ି ସଂଖ୍ୟା = ୮
ପ୍ରତି ଧାଡ଼ିରେ ଥ‌ିବା ଚୌକି ସଂଖ୍ୟା = ୧୨
ତେଣୁ ମୋଟ୍ ଚୌକି ସଂଖ୍ୟା = ୧୨ × ୮ = ୯୬
ସିନେମା ହଲ୍‌ରେ ଅଧା ଚୌକି ପୂରଣ ହୋଇଥାଏ
∴ ସିନେମା ଦେଖୁଥ‌ିବା ଲୋକମାନଙ୍କ ସଂଖ୍ୟା = ୯୬ + ୨ = ୪୮ଜଣ
ଯଦି ଆଉ 3ଟି ଧାଡ଼ି ପୂରଣ ହୁଏ, ତେବେ ଅଧିକ ଲୋକ ହେବେ = ୧୨ × ୩ = ୩୬ଜଣ
∴ ସିନେମା ହଲ୍‌ରେ ମୋଟ୍ ଲୋକସଂଖ୍ୟା ହେବ = ୪୮ + ୩୬ = ୮୪ଜଣ ।

(ଖ) ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ଯରେ ଏକ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଦୁଇଟି ଇନିଂସ୍‌ରେ ଚବିଶଟି ୪ (ଚୌକା) ଏବଂ ଅଠରଟି ୬ (ଛକା) ମାରିଥିଲେ । ପ୍ରତ୍ୟେକ ୪ ଓ ୬ ରେ କେତେ ରନ୍ ହୋଇଥିଲା ? ୱିକେଟ୍ ମଧ୍ଯରେ ଦୌଡି ୨୩୪ ରନ୍ ହୋଇଥିଲା । ଯଦି ୨୩ ରନ୍ ଅତିରିକ୍ତ ଥିଲା, ତେବେ ଦୁଇଟି ଇନିଂସ୍‌ରେ ଭାରତୀୟ ଦଳ କେତେ ରନ୍ କରିଥିଲେ ?
Solution:
ଭାରତୀୟ ଦଳ କରିଥିବା ରନ୍ = ୪ × ୨୪ = ୯୬ ରନ୍
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 39
ପ୍ରତ୍ୟେକ ୪ ଓ ୬ରେ କରିଥିବା ରନ୍ = ୯୬ + ୧୦୮ = ୨୦୪ ରନ୍
∴ ଭାରତୀୟ ଦଳ ଉଭୟ ପାଳିରେ ମୋଟ୍ ୪୬୧ ରନ୍ କରିଛନ୍ତି ଏବଂ ୪ ଓ ୬ରେ ୨୦୪ ରନ୍ କରିଥିଲେ ।

(ଗ) ମୀତା ଓ ଶୁଭମ୍ ବୈଦ୍ୟୁତିକ ଦୋକାନରୁ ୧୫ଟି ବଲ୍‌ବ ଏବଂ ୧୨ଟି ଟିୟୁବ୍ ଲାଇଟ୍ କିଣିଲେ, ପ୍ରତ୍ୟେକ ବଲ୍‌ବର ମୂଲ୍ୟ ଟ. ୨୫ ଏବଂ ପ୍ରତ୍ୟେକ ଟିୟୁବ୍ ଲାଇଟ୍‌ର ମୂଲ୍ୟ ଟ.୩୪ । ମୀତା ଦୋକାନୀକୁ କେତେ ଟଙ୍କା ଦେବ ?
Solution:
ମୀତା ୧୫ଟି ବଲ୍‌ବ ଓ ୧୨ଟି ଟିୟୁବ୍ ଲାଇଟ୍ କିଣିଲେ ।
୧ଟି ବଲ୍‌ବର ଦାମ୍ = ଟ. ୨୫
୧୫ଟି ବଲ୍‌ବର ଦାମ୍ = ଟ.(୨୫ x ୧୫) = ଟ.୩୭୫
୧ଟି ଟିୟୁବ୍ ଲାଇଟ୍‌ର ଦାମ୍ = ଟ୩୪
୧୨ଟି ଟିୟୁବ୍ ଲାଇଟ୍‌ର ଦାମ୍ = ଟ.୩୪ × ୧୨ = ଟ.୪୦୮
ମୋଟ୍ ଦାମ୍ = ଟ. (୩୭୫ + ୪୦୮) = ଟ.୭୮୩
∴ ଦୋକାନୀଙ୍କୁ ଟ.୭୮୩ ଦେବ ।

(ଘ) ଜଣେ ଦୋକାନୀ ୨୮ ବସ୍ତା ଚାଉଳ ବିକ୍ରି କଲେ । ପ୍ରତ୍ୟେକ ବସ୍ତାର ମୂଲ୍ୟ ଟ.୩୫୦ ଅଟେ । ତେବେ ସେ ସମସ୍ତ ଚାଉଳ ବସ୍ତା ବିକ୍ରୟ କରି କେତେ ଟଙ୍କା ପାଇଲେ ?
Solution:
ଦୋକାନୀ ୨୮ ବସ୍ତା ଚାଉଳ ବିକିଲେ ।
୧ଟି ଚାଉଳ ବସ୍ତାର ଦାମ୍ = ଟ.୩୫୦
୨୮ଟି ଚାଉଳ ବସ୍ତାର ଦାମ୍ = ଟ.(୩୫୦ + ୨୮) = ଟ.୯୮୦୦
∴ ଦୋକାନୀ ଚାଉଳ ବିକାରୁ ୯୮୦୦ ଟଙ୍କା ପାଇଲେ ।

(ଙ) ଏକ ବିଦ୍ୟାଳୟ ପାଠାଗାରରେ ୮୬ଟି ଥାକ ଅଛି ଏବଂ ପ୍ରତ୍ୟେକ ଥାକରେ ୧୬୨ ଟି ବହି ଅଛି । ପାଠାଗାରରେ ଥ‌ିବା ବହି ସଂଖ୍ୟା କେତେ ?
Solution:
ପାଠାଗାରରେ ଥ‌ିବା ଥାକ ସଂଖ୍ୟା = ୮୬
ପ୍ରତି ଥାକରେ ଥ‌ିବା ବହି ସଂଖ୍ୟା = ୧୬୨ ଖଣ୍ଡ
ତେବେ ମୋଟ୍ ବହି = ୧୬୨ × ୮୬ = ୧୩,୯୩୨ ଖଣ୍ଡ
∴ ପାଠାଗାରରେ ମୋଟ୍ ୧୩,୯୩୨ଖଣ୍ଡ ବହି ଅଛି ।

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଦୁଗ୍ଧ ସମବାୟ କେନ୍ଦ୍ର 

Page No. (୮୧ to ୮୪)

Question 1.
ଏକ ଛୋଟ ସହରରେ ଥ‌ିବା ଏକ ଦୁଗ୍ଧ ସମବାୟ ସମିତି ୨୬୮ ଜଣ ଗ୍ରାମବାସୀଠାରୁ କ୍ଷୀର ସଂଗ୍ରହ କରେ । ପ୍ରତ୍ୟେକ ଗ୍ରାମବାସୀଙ୍କର ଅତିକମ୍‌ରେ ୪ଟି କ୍ଷୀର ଦେଉଥ‌ିବା ଗାଈ ଅଛି । ଦୁଗ୍ଧ ସମବାୟ କେନ୍ଦ୍ରକୁ ସର୍ବନିମ୍ନ କେତୋଟି ଗାଈର କ୍ଷୀର ମିଳୁଛି ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 40
Solution:
ଜଣେ ଗ୍ରାମବାସୀର ଅତିକମ୍‌ରେ ୪ଟି କ୍ଷୀର ଦେଉଥ‌ିବା ଗାଈ ଅଛି ।
୨୬୮ ଜଣ ଗ୍ରାମବାସୀଙ୍କର ଅତିକମ୍‌ରେ ୨୬୮ × ୪ଟି ଗାଈ ଥିବା ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 41
ଏହି ଦୁଗ୍ଧ ସମବାୟ ସମିତିକୁ ଅତିକମ୍‌ରେ ୧.୦୭୨ଟି ଗାଈଙ୍କର କ୍ଷୀର ମିଳେ ।

Question 2.
ଗ୍ରାମର ଲୋକମାନେ ବିଭିନ୍ନ ପ୍ରଜାତିର ଗାଈ ପାଳନ କରନ୍ତି । ଅଧୁକ କ୍ଷୀର ଉତ୍ପାଦନ କ୍ଷମତା ଥ‌ିବା ଗିର୍ ଗୁଜୁରାଟର ଏକ ଗାଈ ପ୍ରଜାତି, ଗୋଟିଏ ଗ୍ରାମର ଲୋକଙ୍କ ପାଖରେ ୪୫୩ଟି ଗିର୍ ଗାଈ ଅଛନ୍ତି । ପ୍ରତ୍ୟେକ ଗାଈ ଦିନକୁ ୧୩ ଲିଟର କ୍ଷୀର ଦିଏ । ଦୁଗ୍‌ଧ ସମବାୟ କେନ୍ଦ୍ର ଗିର୍ ଗାଈମାନଙ୍କଠାରୁ ପ୍ରତ୍ୟେକ ଦିନ କେତେ ଲିଟର କ୍ଷୀର ସଂଗ୍ରହ କରିବ ?
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 42
Solution:
ଗୋଟିଏ ଗିର୍ ଗାଈ ୧୩ ଲିଟର କ୍ଷୀର ଦିଏ ।
୪୫୩ଟି ଗାଈ ୪୫୩ × ୧୩ ଲିଟର କ୍ଷୀର ଦେବେ ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 43
ମିଲି ବାପାଙ୍କର ପଦ୍ଧତି
ଏହି ଦୁଗ୍‌ଧ ସମବାୟ କେନ୍ଦ୍ର ପ୍ରତ୍ୟେକ ଦିନ ଗିର୍ ପ୍ରଜାତିର ଗାଈଠାରୁ ୫୮୮୯ ଲିଟର କ୍ଷୀର ସଂଗ୍ରହ କରେ ।

Question 3.
ଦୁଗ୍ଧ ସମବାୟ ସମିତି ଟ.୫୭୪ରେ ୧ କିଲୋଗ୍ରାମ୍ ଗାଈ ଘିଅ ବିକ୍ରି କରେ । ଏହି ସମବାୟ ସମିତି ଗୋଟିଏ ମାସରେ ପ୍ରାୟ ୧୨୫ କିଲୋଗ୍ରାମ୍ ଘିଅ ଉତ୍ପାଦନ କରିପାରେ । ସେମାନେ ଗୋଟିଏ ମାସରେ ଘିଅ ବିକ୍ରି କରି କେତେ ଟଙ୍କା ରୋଜଗାର କରିବେ ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 44
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 45
ସମବାୟ ସମିତି ଗାଈ ଘିଅ ବିକ୍ରିକରି ଟ.୭୧,୭୫୦ ରୋଜଗାର କରିବେ ।

ଆସ ସମାଧାନ କରିବା

Question 1.
ମୀରା ପରି ନିମ୍ନଲିଖତ ଗୁଣନ ଗୁଡିକର ସମାଧାନ କର ।
(କ) ୫୪୮ × ୬
(ଖ) ୬୮୨ × ୩
(ଗ) ୩୨୪ × ୧୮
(ଘ) ୫୦୭ × ୨୩
(ଙ) ୧୯୦ × ୬୫
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 46
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 47

Question 2.
ମଣ୍ଟୁ ପରି ନିମ୍ନଲିଖୂତ ଗୁଣନ ଗୁଡିକର ସମାଧାନ କର ।
(କ) ୧୨୩ × ୮୪
(ଖ) ୩୬୮ × ୩୨
(ଗ) ୧୫୯ × ୩୨୪
(ଘ) ୨୩୯ × ୪୦୧
(ଙ) ୫୯୨ × ୫
(ଚ) ୧୦୧ × ୨୨
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 48
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 49

Question 3.
ମିଲିର ବାପାଙ୍କ ପଦ୍ଧତି ଅନୁସାରେ କିଛି ପ୍ରଶ୍ନର ସମାଧାନ କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 50
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 51

Question 4.
ବର୍ତ୍ତମାନ ମିଲିର ବାପାଙ୍କ ପଦ୍ଧତି ବ୍ୟବହାର କରି ନିମ୍ନ ପ୍ରଶ୍ନଗୁଡ଼ିକର ସମାଧାନ କର । (ପ୍ରଶ୍ନ ସହ ଉତ୍ତର)
(କ) ୮୦୭ × ୫
(ଖ) ୧୪୩ × ୨୮
(ଗ) ୩୦୯ × ୯
(ଘ) ୪୫୦ × ୩୮
(ଙ) ୫୮୪ × ୨୩
(ଚ) ୩୦୨ × ୧୩
(ଛ) ୬୦୪ × ୫୪
(ଜ) ୧୧୨ × ୨୩
(ଖ) ୨୩୭ × ୧୯
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 52

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଦେଖ, ଦେଖ

Page No. (୮୫ to ୮୮)

Question 1.
ନିମ୍ନଲିଖତ ପିଲାମାନଙ୍କର ଗୁଣନ ଠିକ୍ ଅଛି କି ନାହିଁ ଦେଖ । ଯଦି ଠିକ୍, ତେବେ କାହିଁକି ଠିକ୍ ବୁଝାଅ । ଯଦି ଠିକ୍ ନୁହେଁ, ତେବେ ଭୁଲ ଚିହ୍ନଟ କରି ସଂଶୋଧନ କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 53
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 54
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 55

ଆସ ସମାଧାନ କରିବା

Question 1.
ଗୁଣନ କରି ପ୍ରତ୍ୟେକ କୋଠରୀର ଉପରେ ଦିଆଯାଇଥ‌ିବା ଉତ୍ତର ସହିତ ସମାନ ଉତ୍ତର ଥ‌ିବା ସମସ୍ୟା ଗୁଡିକୁ ଚିହ୍ନଟ କର ।
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 56
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 57

Question 2.
ତଳ ଲିଖ୍ତ ସମସ୍ୟା ଗୁଡିକୁ ସହଜ ଉପାୟରେ ସମାଧାନ କର ।
(କ) ୧୬ × ୨୫
(ଖ) ୧୨ × ୧୨୫
(ଗ) ୨୪ × ୨୫୦
(ଘ) ୩୬ × ୨୫
(ଙ) ୨୮ × ୭୫
(ଚ) ୩୦୦ × ୧୫
(ଛ) ୫୦ × ୭୮
(ଜ) ୧୯୯ × ୬୩
(ଝ) ୧୨୮ × ୩୫
Solution:
(କ) ୧୬ × ୨୫ = (୧୦ + ୬) × ୨୫ = ୧୦ × ୨୫ + ୬ × ୨୫ = ୨୫୦ + ୧୫୦ = ୪୦୦

(ଖ) ୧୨ × ୧୨୫ = (୧୦ + ୨) × ୧୨୫ = ୧୦ × ୧୨୫ + ୨ × ୧୨୫ = ୧୨୫୦ + ୨୫୦ = ୧୫୦୦

(ଗ) ୨୪ × ୨୫୦ = (୨୦ + ୪) × ୨୫୦ = ୨୦ × ୨୫୦ + ୪ × ୨୫୦ = ୫୦୦୦ + ୧୦୦୦ = ୬୦୦୦

(ଘ) ୩୬ × ୨୫ = (୩୦ + ୬) × ୨୫ = ୩୦ × ୨୫ + ୬ × ୨୫ = ୭୫୦ + ୧୫୦ = ୯୦୦

(ଙ) ୨୮ × ୭୫ = (୩୦ – ୨) × ୭୫ = ୩୦ × ୭୫ – ୨ × ୭୫ = ୨୨୫୦ – ୧୫୦ = ୨୧୦୦

(ଚ) ୩୦୦ × ୧୫ = ୩୦୦ × (୧୦ +୫) = ୩୦୦ × ୧୦ + ୩୦୦ × ୫ = ୩୦୦୦ + ୧୫୦୦ = ୪୫୦୦

(ଛ) ୫୦ × ୭୮ = ୫୦ × (୮୦ – ୨) = ୫୦ × ୮୦ – ୫୦ × ୨ = ୪୦୦୦ – ୧୦୦ = ୩୯୦୦

(ଜ) ୧୯୯ × ୬୩ = (୨୦୦ – ୧) × ୬୩ = ୨୦୦ × ୬୩ – ୧ × ୬୩ = ୧୨,୬୦୦ – ୬୩ = ୧୨,୫୩୭

(ଝ) ୧୨୮ × ୩୫ = ୧୨୮ × (୩୦ + ୫) = ୧୨୮ × ୩୦ + ୧୨୮ × ୫ = ୩୮୪୦ + ୬୦୦ = ୪୪୮୦

Question 3.
ଆଉ ୫ଟିର ଉଦାହରଣ ଦିଅ, ଯାହାର ଗୁଣଫଳ ତୁମେ ସହଜରେ ପାଇପାରିବ ।
Solution:
ଉଦାହରଣ- (i) ୩୪ × ୬୦ (ii) ୪୫ × ୮୨ (iii) ୩୫୦ × ୪୨ (iv) ୨୯୮ × ୫୫ (v) ୧୦୪ × ୯୦

ଗୁଣଫଳ (i) ୩୪ × ୬୦ = (୩୦ + ୪) × ୬୦ = ୩୦ × ୬୦ + ୪ × ୬୦ = ୧୮୦୦ + ୨୪୦ = ୨୦୪୦
(ii) ୪୫ × ୮୨ = ୪୫ × (୮୦ + ୨) = ୪୫ × ୮୦ + ୪୫ × ୨ = ୩୬୦୦ + ୯୦ = ୩୬୯୦
(iii) ୩୫୦ × ୪୨ = ୩୫୦ × (୪୦ + ୨) = ୩୫୦ × ୪୦ + ୩୫୦ × ୨ = ୧୪,୦୦୦ + ୭୦୦ = ୧୪,୭୦୦
(iv) ୨୯୮ × ୫୫ = (୩୦୦ – ୨) × ୫୫ = ୩୦୦ × ୫୫ – ୨ × ୫୫ = ୧୬,୫୦୦ – ୧୧୦ = ୧୬,୩୯୦
(v) ୧୦୪ × ୯୦ = (୧୦୦ + ୪) × ୯୦ = ୧୦୦ × ୯୦ + ୪ × ୯୦ = ୯,୦୦୦ + ୩୬୦ = ୯,୩୬୦

Question 4.
ଦତ୍ତ ସୂଚନା ଆଧାରରେ ନିମ୍ନଲିଖତ ପ୍ରଶ୍ନଗୁଡିକର ଉତ୍ତର ଦିଅ ।
(କ) ୧୭ × ୨୩ = ୩୯୧
(ଖ) ୧୭ × ୨୪ = __________________
(ଗ) ୧୭ × ୨୨ = __________________
(ଘ) ୧୬ × ୨୩ = __________________
(ଙ) ୮ × ୯ = ୭୨
(ଚ) ୧୮ × ୯ = __________________
(ଛ) ୨୮ × ୯ = __________________
(ଜ) ୧୦୮ × ୯ = __________________
(ଖ) ୧୮ × ୨୩ = __________________
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 58
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 59
(ଗ) ୧୭ × ୨୨ = ୧୭ × (୨୩ – ୧) = ୧୭ × ୨୩ – ୧୭ × ୧ = ୩୯୧ – ୧୭ = ୩୭୪

(ଘ) ୧୬ × ୨୩ = (୧୭ – ୧) × ୨୩ = ୧୭ × ୨୩ – ୧ × ୨୩ = ୩୯୧ – ୨୩ = ୩୬୮

(ଙ) ୮× ୯ = ୭୨

(ଚ) ୧୮ × ୯ = (୧୦ + ୮) × ୯ = ୧୦ × ୯ + ୮ × ୯ = ୯୦ + ୭୨ = ୧୬୨

(ଛ) ୨୮ × ୯ = (୨୦ + ୮) × ୯ = ୨୦ × ୯ + ୮ × ୯ = ୧୮୦ + ୭୨ = ୨୫୨

(ଜ) ୧୦୮ × ୯ = (୧୦୦ + ୮) × ୯ = ୧୦୦ × ୯ + ୮ × ୯ = ୯୦୦ + ୭୨ = ୯୭୨

(ଝ) ୧୮ × ୨୩ = (୧୭ + ୧) × ୨୩ = ୧୭ × ୨୩ + ୧ × ୨୩ = ୩୯୧ + ୨୩ = ୪୦୧
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 60
୧୮ × ୨୩ -୧୭ କିମ୍ବା ୨୩ରେ କେତେ ମିଶାଇଲେ ୧୮ × ୨୩ ପାଇବା ?

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

ଆସ ଚିନ୍ତା କରିବା

Question 1.
ନିମ୍ନଲିଖତ ପ୍ରତ୍ୟେକ ସ୍ଥଳରେ ରଙ୍ଗୀନ କୋଠରୀ ଗୁଡିକର ସମ୍ଭାବ୍ୟ ମୂଲ୍ୟ ଖୋଜ । ସମାନ ରଙ୍ଗ, ଗୋଟିଏ ସମସ୍ୟାରେ ସମାନ ସଂଖ୍ୟାକୁ ସୂଚିତ କରେ । କିଛି ସମସ୍ୟାର ଗୋଟିଏରୁ ଅଧ୍ବକ ଉତ୍ତର ହୋଇପାରେ । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 61
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 62
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 63

Question 2.
ବାମ ପାର୍ଶ୍ଵରେ ଥ‌ିବା ସଂଖ୍ୟାମାନଙ୍କୁ ଗୁଣନ କରି ଗୁଣଫଳ ସହିତ ଡାହାଣ ପାର୍ଶ୍ବରେ ଥ‌ିବା ସଂଖ୍ୟା ସହିତ ମେଳ କର ।

୨୫ × ୩୧ ୨,୬୦୦
୧୩୨ × ୧୯ ୧୨,୫୦୦
୧୦୧ × ୧୧ ୩୦୦
୨୪୮ × ୪୯ ୭୫୦
୧୨ × ୨୫ ୧,୦୦୦

କେମିତି ତୁମେ ହିସାବ କଲ ଆଲୋଚନା କର ।
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 64
ଜାଣିରଖ : ଗୁଣନ କରିବା ସମୟରେ ନିମ୍ନ କ୍ରମରେ ଗୁଣନ କରିବା :

  • ସଂଖ୍ୟା ଦୁଇଟିକୁ (ଗୁଣ୍ୟ ଓ ଗୁଣକ) ସ୍ଥାନୀୟ ମାନ ଅନୁସାରେ ତଳକୁତଳ ସଜାଇ ରଖ । ଏକକ ଘରୁ ଗୁଣନ ଆରମ୍ଭ କର ।
  • ଏକକ ଅଙ୍କ ଦ୍ଵୟର ଗୁଣଫଳ ଏକ ଅଙ୍କରୁ ଅଧିକ ହେଲେ ଦଶକ ଅଙ୍କକୁ ଦଶକ ଘରକୁ ନିଅ ।
  • ତା’ପରେ ଦଶକ ଘରର ଗୁଣନ କାମ ଆରମ୍ଭ କରି ଦଶକ ଘରେ ଲେଖ । (ଏକକ ଘରୁ ଆସିଥିବା ଅଙ୍କକୁ ଯୋଗକରି)
  • ଦଶକ ଘରର ଗୁଣଫଳ ଏକ ଦଶରୁ ଅଧିକ ହୋଇଥିଲେ ବାମପଟ ଅଙ୍କକୁ ଶତକ ଘରେ ନେଇ ରଖ ।
  • ଏହିପରି ଗୁଣନ କାମ କଲାପରେ, ପ୍ରତ୍ୟେକ ଅଙ୍କକୁ ଗୁଣନ କରି ପାଇଥିବା ଗୁଣଫଳ ସବୁକୁ ମିଶାଇ ଦିଅ ।
  • ଏକକ, ଦଶକ ଓ ଶତକ ଘରର ଗୁଣନ କାମ ସାରି ସ୍ଥାନୀୟମାନ ଅନୁସାରେ ସଜାଇ ରଖ ।

ରାଜାଙ୍କ ପୁରସ୍କାର

Page No. (୮୮ to ୫୮)

ଦିନେ ଜଣେ ରାଜା ତାଙ୍କର ତିନିଜଣ ସବୁଠାରୁ ପ୍ରତିଭାବାନ ମନ୍ତ୍ରୀଙ୍କୁ ପୁରସ୍କୃତ କରିବାକୁ ନିଷ୍ପଭି ନେଲେ । ରାଜା ସେମାନଙ୍କୁ ତାଙ୍କ ଦରବାରକୁ ଡାକି କହିଲେ, “ତୁମେ ସମସ୍ତେ ବହୁତ ନିଷ୍ଠାର ସହିତ ମୋ ସାମ୍ରାଜ୍ୟର ସେବା କରିଛ । ପୁରସ୍କାର ସ୍ଵରୂପ, ମୁଁ ତୁମକୁ ତିନିପ୍ରକାର ପସନ୍ଦର ସୁନା ଦେଉଛି ।”

ଚିନ୍ତା କରି ବାଛ

ପ୍ରଥମ ପସନ୍ଦ : ୫ଟି ସ୍ଵର୍ଷ ମୁଦ୍ରାନିଅ, ଏବଂ ୭ ଦିନ ପର୍ଯ୍ୟନ୍ତ ଏହି ସ୍ଵର୍ଣ୍ଣମୁଦ୍ରା ସଂଖ୍ୟାକୁ ପ୍ରତ୍ୟେକ ଦିନ ଦୁଇଗୁଣ କର ।
ଦ୍ଵିତୀୟ ପସନ୍ଦ : ୩ଟି ସ୍ଵର୍ଣ୍ଣ ମୁଦ୍ରା ନିଅ ଏବଂ ୭ ଦିନ ପର୍ଯ୍ୟନ୍ତ ଏହି ସ୍ଵର୍ଣ୍ଣମୁଦ୍ରା ସଂଖ୍ୟାକୁ ପ୍ରତ୍ୟେକ ଦିନ ତିନିଗୁଣ କର ।
ତୃତୀୟ ପସନ୍ଦ : ୧ଟି ସ୍ଵର୍ଣ୍ଣ ମୁଦ୍ରା ନିଅ ଏବଂ ୭ ଦିନ ପର୍ଯ୍ୟନ୍ତ ଏହି ସ୍ଵର୍ଣ୍ଣମୁଦ୍ରା ସଂଖ୍ୟାକୁ ପ୍ରତ୍ୟେକ ଦିନ ପାଞ୍ଚଗୁଣ କର ।
ପ୍ରଥମ ମନ୍ତ୍ରୀ : ମୁଁ ୫ଟି ସ୍ବର୍ଣ୍ଣ ମୁଦ୍ରା ନେବି ଓ ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହାକୁ ଦୁଇଗୁଣ କରିବି ।
ଦ୍ଵିତୀୟ ମନ୍ତ୍ରୀ : ମୁଁ ୩ଟି ସ୍ଵର୍ଣ୍ଣମୁଦ୍ରା ନେବି ଓ ୭ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହାକୁ ୩ ଗୁଣ କରିବି ।
ତୃତୀୟ ମନ୍ତ୍ରୀ : ମୁଁ ୧ଟି ସ୍ଵର୍ଣ୍ଣମୁଦ୍ରା ନେବି ଓ ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହାକୁ ପାଞ୍ଚଗୁଣ କରିବି ।

Question 1.
ରାଜା ପ୍ରଥମ ମନ୍ତ୍ରୀଙ୍କୁ ୫ଟି, ଦ୍ଵିତୀୟ ମନ୍ତ୍ରୀଙ୍କୁ ୩ଟି ଓ ତୃତୀୟମନ୍ତ୍ରୀଙ୍କୁ ୧ଟି ସ୍ବର୍ଣ୍ଣମୁଦ୍ରା ଦେଲେ । ଏହି ପସନ୍ଦ ଗୁଡିକ ମଧ୍ୟରୁ ତୁମେ କେଉଁଟି ବାଛିବ ?
ଗୋଟିଏ ସପ୍ତାହ ପରେ ୩ଜଣ ମନ୍ତ୍ରୀ ସୁନାମୁଦ୍ରାର ଶେଷ ପରିମାଣ ଦେଖୁ ଆଶ୍ଚର୍ଯ୍ୟ ହୋଇଗଲେ କିଏ ସବୁଠାରୁ ଅଧିକ ସୁନାମୁଦ୍ରା ପାଇଥବ ଅନୁମାନ କର ? ପ୍ରତ୍ୟେକ ମନ୍ତ୍ରୀ କେତେ ସୁନାମୁଦ୍ରା ପାଇଲେ, ହିସାବ କର ।
Solution:
ମୋର ପସନ୍ଦ : ପୁରସ୍କାର – ୩
୧ମ ମନ୍ତ୍ରୀ ସ୍ୱର୍ଣ୍ଣମୁଦ୍ରା ପାଇଲେ = ୫ × ୧୨୮ = ୬୪୦ଟି ସୁନାମୁଦ୍ରା ।
୨ୟ ମନ୍ତ୍ରୀ ପାଇଲେ = ୩ × ୨୧୮୭ = ୬୫୬୧ଟି ସୁନାମୁଦ୍ରା ।
୩ୟ ମନ୍ତ୍ରୀ ପାଇଲେ = ୧× ୭୮,୧୨୫ = ୭୮,୧୨୫ଟି ସୁନାମୁଦ୍ରା ।

ଗୁଣନର ସଂରଚନା

Question 1.
୧୮ ନିମ୍ନଲିଖତ ପ୍ରତ୍ୟେକସ୍ଥଳରେ ଗୁଣକ, ଗୁଣ୍ୟ ଓ ଗୁଣଫଳ କିପରି ପରିବର୍ତ୍ତିତ ହେଉଅଛି, ଲକ୍ଷ୍ୟକର । ନୂତନ ଗୁଣଫଳର ମୂଳ ଗୁଣଫଳ ସହିତ ସଂପର୍କ କ’ଣ ? (କ) କୁ ସମ୍ପୂର୍ଣଭାବେ ସମାଧାନ କରି ଅନ୍ୟଗୁଡିକର ଉତ୍ତରକୁ ପୂର୍ବାନୁମାନ କର ।
(କ) ୧୬ × ୪୪ = ୭୦୪
(୧) ୮ × ୮୮ = ୭୦୪
(୨) ୮ × ୨୨ = ୧୭୬
(୩) ୧୬ × ୨୨ = …………………….
(୪) ୩୨ × ୪୪ = ……………………
Solution:
(୩) ୧୬ × ୨୨ = ୧୬ × \(\frac{୪୪}{୨}\) = \(\frac{୧}{୨}\) × (୧୬ × ୪୪) =\(\frac{୧}{୨}\) × ୭୦୪ = ୩୫୨

(୪) ୩୨ × ୪୪ = ୨ × (୧୬ × ୪୪) = ୨ × ୭୦୪ = ୧୪୦୮

(ଖ) ୧୨ × ୩୨ = ୩୮୪
(୧) ୬ × ୧୬ = …………………
(୨) ୨୪ × ୧୬ = …………………
(୩) ୨୪ × ୬୪ = …………………..
(୪) ୧୨ × ୧୬ = …………………….
Solution:
(୧) ୬ × ୧୬ = (\(\frac{୧}{୨}\) × ୧୨) × (\(\frac{୧}{୨}\) × ୩୨) = \(\frac{୧}{୪}\) × (୧୨ × ୩୨) = \(\frac{୧}{୪}\) × ୩୮୪ = ୯୬

(୨) ୨୪ × ୧୬ = ୩୮୪

(୩) ୨୪ × ୬୪ = ୨ × ୧୨ + ୨ × ୩୨ = ୪ × (୧୨ × ୩୨) = ୪ × ୩୮୪ = ୧୫୩୬

(୪) ୧୨ × ୧୬ = ୧୨ × \(\frac{୩୨}{୨}\) = \(\frac{୧}{୨}\) × (୧୨ × ୩୨) = \(\frac{୧}{୨}\) × ୩୮୪ = ୧୯୨

Question 2.
ଦିଆଯାଇଥ‌ିବା ସଂରଚନା ଗୁଡିକୁ ଦେଖ୍ ଶୂନ୍ୟସ୍ଥାନ ପୂରଣ କର। (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 65
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 66

Question 3.
ଏଠାରେ କିଛି ସଂଖ୍ୟା ଦିଆଯାଇଛି । ଚତୁର୍ଥ ଶ୍ରେଣୀର ସଂଖ୍ୟା ଯୋଡ଼ା କଥା ମନେ ରଖୁଛ କି ? ସ୍ତମ୍ଭରେ ଥିବା ଦୁଇଟି କ୍ରମିକ ସଂଖ୍ୟାକୁ ନେଇ ସଂଖ୍ୟା ଯୋଡ ଗଠନ ହୁଏ । କେଉଁ ସଂଖ୍ୟା ଯୋଡ଼ାର ଗୁଣଫଳ ସବୁଠାରୁ କମ୍ ବା ବେଶୀ, ତୁମେ ଚିହ୍ନିପାରିବ କି ? ଏଥିପାଇଁ ତୁମେ ପ୍ରତ୍ୟେକ ସଂଖ୍ୟା ଯୋଡାର ଗୁଣଫଳ ନିର୍ଣ୍ଣୟ କରିବ କିମ୍ବା ସଂଖ୍ୟା ଗୁଡିକୁ ଦେଖ ଜାଣିପାରିବ ।
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 67
କ୍ଷୁଦ୍ରତମ ଗୁଣଫଳ = ୧୧ × ୧୪ = ୧୫୪
ବୃହତ୍ତମ ଗୁଣଫଳ = ୭୫ × ୩୫ = ୨,୬୨୫
∴ ୧୧ ଓ ୧୪ର ଗୁଣଫଳ ସବୁଠାରୁ କମ୍ ଏବଂ ୭୫ ଓ ୩୫ର ଗୁଣଫଳ ସବୁଠାରୁ ବେଶୀ ।

ଆସ ସମାଧାନ କରିବା

Question 1.
ମାଳା ଏକ ପୁସ୍ତକ ପ୍ରଦର୍ଶନୀକୁ ଯାଇ ୧୮ଟି ବହି କିଣିଲା । ଦୋକାନରେ ଟ.୧୫୦ରେ ୩ଟି ବହି ବିକ୍ରି ହେଉଥିଲା । ବହି କିଣିବା ପରେ ମଧ୍ୟ ତା ପାଖରେ ଟ. ୨୦ ବଳକା ରହିଲା । ମାଳା କେତେ ଟଙ୍କା ନେଇ ଯାଇଥିଲା ?
Solution:
୩ଟି ପୁସ୍ତକର ଦାମ୍ = ଟ୧୫୦
୧ଟି ପୁସ୍ତକର ଦାମ୍ = ଟ.(୧୫୦ ÷ ୩) = ଟ.୫୦
୧୮ଟି ପୁସ୍ତକର ଦାମ୍ = ଟ. (୫୦ × ୧୮) = ଟ.୯୦୦
ମାଳା ପାଖରେ ବଳକା ଥିବା ଟଙ୍କା = ଟ.୨୦
∴ ପ୍ରଥମେ ମାଳା ପାଖରେ ଟ.୯୦୦ + ଟ.୨୦ = ଟ.୯ ୨୦ ଥିଲା ଅର୍ଥାତ୍ ମାଳା ଟ. ୯୨୦ ନେଇ ଯାଇଥିଲା ।

Question 2.
ପଞ୍ଚମ ଶ୍ରେଣୀ ଗ୍ରାମ୍ୟ କ୍ରୀଡା ସଂଘ ଦ୍ୱାରା ଗୋଟିଏ ମହିଳା ଫୁଟ୍ବଲ୍‌ ପ୍ରତିଯୋଗିତାର ଆୟୋଜନ କରାଗଲା । ସଂଘର ଆୟ ପାଇଁ ଟିକେଟ୍ ବିକ୍ରି କରେ ଓ ଅଂଶଗ୍ରହଣକାରୀ ଦଳଙ୍କ ଠାରୁ ଦେୟ ସଂଗ୍ରହ କରେ । ସଂଘ ପ୍ରତି ଟିକେଟକୁ ଟ. ୧୧୫ ହାରରେ ୫୭ଟି ଟିକେଟ୍ ବିକ୍ରୀ କଲେ । ପ୍ରତିଯୋଗିତାରେ ୩ଟି ଦଳ ଭାଗ ନେଇଥିଲେ ଓ ପ୍ରତ୍ୟେକ ଦଳ ଟ.୧୫୯୯ ଦେୟ ଭାବେ ଦେଲେ । ଦଳ ଗୁଡିକ ଫୁଟବଲ୍ ପଡିଆ ଭଡା ବାବଦ ଟ. ୧୭୫୦ ଏବଂ ଖାଦ୍ୟ ଓ ପାଣି ବାବଦକୁ ଟ.୧, ୧୨୯ ଖର୍ଚ୍ଚ କଲେ ।

(କ) ଟିକେଟ ବିକ୍ରି ଓ ଅଂଶଗ୍ରହଣ ଦେୟ ବାବଦକୁ ସଂଘ ମୋଟ କେତେ ଟଙ୍କା ସଂଗ୍ରହ କଲେ ?
Solution:
ଦତ୍ତ ଅଛି, ପ୍ରତି ଟିକେଟ୍‌ର ମୂଲ୍ୟ = ଟ.୧୧୫ ବିକ୍ରି ଟିକେଟ୍ ସଂଖ୍ୟା = ୫୭ଟି
ଭାଗ ନେଇଥ‌ିବା ଦଳ ସଂଖ୍ୟା = ୩
ପ୍ରତି ଦଳ ଦେଇଥ‌ିବା ଅଂଶଗ୍ରହଣ ଦେୟ = ଟ.୧,୫୯୯
ପଡ଼ିଆ ଭଡ଼ା = ଟ.୧,୭୫୦
ଖାଦ୍ୟ ଓ ପାଣି ଖର୍ଚ୍ଚ = ଟ.୧,୧୨୯
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 68

(ଖ) ପଡ଼ିଆର ଭଡା, ଖାଦ୍ୟ ଏବଂ ପାଣି ପାଇଁ ମୋଟ ଖର୍ଚ୍ଚ କେତେ ଥିଲା ?
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 69

Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର

Question 3.
ମିନତୀ ସହରର ସର୍ବସାଧାରଣ ପଡ଼ିଆରେ ଗଣତନ୍ତ୍ର ଦିବସର ପାଳନ ଦେଖୁଛି । ତା ଆଗରେ ୧୨ ଧାଡ଼ି ଏବଂ ପଛରେ ୧୭ଟି ଧାଡିରେ ଛାତ୍ରଛାତ୍ରୀମାନେ ବସିଛନ୍ତି । ତା’ର ଡାହାଣ ପଟରେ ୧୮ ଜଣ ଛାତ୍ର ଏବଂ ବାମପଟରେ ୨୨ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
(କ) ମୋଟ କେତେ ଧାଡ଼ିରେ ଛାତ୍ରଛାତ୍ରୀ ବସିଛନ୍ତି ?
(ଖ) ମିନତୀର ଧାଡ଼ିରେ କେତେ ଜଣ ଛାତ୍ରଛାତ୍ରୀ ଅଛନ୍ତି ?
(ଗ) ପଡ଼ିଆରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା କେତେ ?
Solution:
(କ) ମୋଟ୍‌ରେ ଛାତ୍ରଛାତ୍ରୀଙ୍କ ଧାଡ଼ି ସଂଖ୍ୟା = ୧୨ + ୧୭ + ୧ = ୩୦ ଧାଡ଼ି
(ଖ) ମିନତୀର ଧାଡ଼ିରେ ଥ‌ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା = ୧୮ + ୨୨ + ୧ = ୪୧ ଜଣ
(ଗ) ପ୍ରତି ଧାଡ଼ିରେ ବସିଥ‌ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା = ୪୧
∴ ୩୦ ଧାଡ଼ିରେ ବସିଥ‌ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା = ୪୧ × ୩୦ = ୧୨୩୦ ଜଣ ।

Question 4.
ଗୁଣନ କର
(କ) ୬୭ × ୭୮
(ଖ) ୩୪ × ୫୬
(ଗ) ୪୫ × ୨୬୩
(ଘ) ୮୬ × ୫୪୨
(ଙ) ୪୩୨ × ୧୦୭
(ଚ) ୩୧୦ x ୧୨୦
(ଛ) ଯଦି ୬୭ × ୬୭ = ୪୪୮୯ ହୁଏ, ତେବେ ଗୁଣନ ନ କରି ୬୭ × ୬୮ କେତେ ହେବ କୁହ ।
Solution:
Class 5 Maths Chapter 6 Question Answer Odia Medium ଦୁଗ୍ଧ ଉତ୍ପାଦନ କେନ୍ଦ୍ର 70

(ଛ) ଯଦି ୬୭ × ୬୭ = ୪୪୮୯ ହୁଏ, ତେବେ ଗୁଣନ ନକରି ୬୭ × ୬୮ର ମାନ ନିର୍ଣ୍ଣୟ କର ।
Solution:
୬୭ × ୬୮ = ୬୭ × (୬୭ + ୧) = ୬୭ × ୬୭ + ୬୭ = ୪୪୮୯ + ୬୭ = ୪୫୫୬

Question 5.
ଯଦି ୯୯ × ୧୦୦ = ୯୯୦୦ ହୁଏ, ତେବେ ଗୁଣନ ନ କରି ୯୯ × ୯୯ କେତେ ହେବ କୁହ ।
Solution:
୯୯ × ୯୯ = ୯୯ × (୧୦୦ – ୧) = ୯୯ × ୧୦୦ – ୯୯ × ୧
= ୯୯୦୦ – ୯୯ = ୯୮୦୧ ।