The Smart Monkey Class 4 Question Answer English Pallavi Chapter 5

For effective revision, students can use BSE Odisha Class 4 English Solutions Chapter 5 The Smart Monkey Answer to practice textbook exercises.

Class 4 English The Smart Monkey Question Answer

Class 4 English Chapter 5 Question Answer Odia Medium

Look at the pictures.
(ଲୁକ୍ ଆଟ୍ ଦ ପିକ୍ଚର୍ସ୍.) ଚିତ୍ରଗୁଡ଼ିକୁ ଦେଖ ।

The Smart Monkey Class 4 Question Answer English Pallavi Chapter 5 1

Now say, (ନାଓ ସେ,) ଏବେ କୁହ,

1. What difference do you find between the pictures?
(ହାଟ୍ ଡିଫରେନ୍ସ ଡୁ ୟୁ ଫାଇଲ୍‌ ବିଟ୍ରିନ୍ ଦ ପିକ୍ଚର୍ସ୍ ?) ଚିତ୍ରଗୁଡ଼ିକ ମଧ୍ୟରେ ତୁମେ କ’ଣ ପାର୍ଥକ୍ୟ ପାଉଛ ?
Answer:
Out of the two pictures, one is about polluting the environment and the other is about keeping it clean.)

The Smart Monkey Class 4 Question Answer English Pallavi Chapter 5

2. Which picture shows the good practice?
(ହୁଇଚ୍ ପିକ୍ଟର୍ ଶୋଜ୍ ଦ ଗୁଡ୍ ପ୍ରାକ୍ଟିସ୍ ?) କେଉଁ ଚିତ୍ରଟି ଭଲ ଅଭ୍ୟାସକୁ ଦେଖାଉଛି ?
Answer:
The second picture shows the good practice.)

3. Why should we use dustbin?
(ହାଇ ଶୁଡ୍ ୱି ୟୁଜ୍ ଡଷ୍ଟବିନ୍ ?) ଆମେ କାହିଁକି ଡଷ୍ଟବିନ୍ ବ୍ୟବହାର କରିବା ଉଚିତ ?
Answer:
Throwing waste in the open will pollute our environment. This will lead to air and water pollution. Open waste will attract flies, mosquitoes, and rats who carry many diseases. Our surroundings would become ugly and smelly. We would fall ill if we lived in such an environment. So, we should use a dustbin. This is the first step to keep our surroundings clean.) Here is a lesson about keeping our places neat and clean. Let’s read it and know how.
(ହିୟର୍ ଇଜ୍ ଏ ଲେସନ୍ ଆବାଉଟ୍ କିପିଙ୍ଗ୍ ଆୱାର୍ ପ୍ଲେସେସ୍ ନିଟ୍ ଆଣ୍ଡ କ୍ଲିନ୍. ଲେଟସ୍ ରିଡ୍ ଇଟ୍ ଆଣ୍ଡ ନୋ ହାଓ.) ଏଠାରେ ଆମର (ଆଖପାଖର) ସ୍ଥାନଗୁଡ଼ିକୁ ସଫା ଏବଂ ସୁନ୍ଦର ରଖୁବା ବିଷୟରେ ଏକ ଶିକ୍ଷା ଦିଆଯାଇଛି । ଆସ ଏହାକୁ ପଢ଼ିବା ଏବଂ ଜାଣିବା କିପରି (ଆମେ ଆମର ପରିବେଶକୁ ସଫା ରଖୁବା ଉଚିତ୍) ।

Answer the following questions.
(ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।)

Question 1.
Where did Anju and Farida go to ?
ଅଞ୍ଜୁ ଓ ଫରିଦା କେଉଁଠାକୁ ଯାଇଥିଲେ ?
Answer:
Anju and Farida went to the market.

Question 2.
What did Anju buy at first in the market?
ବଜାରରେ ଅଞ୍ଜୁ ପ୍ରଥମେ କ’ଣ କିଣିଲା ?
Answer:
At first, Anju bought a bag in the market.

Question 3.
What did Farida buy at first in the market?
ବଜାରରେ ଫରିଦା ପ୍ରଥମେ କ’ଣ କିଣିଲା ?
Answer:
In the market, Farida bought a water bottle first.

Question 4.
What did they buy together?
ସେମାନେ ମିଶିକରି କ’ଣ କିଣିଲେ ?
Answer:
They bought a packet of groundnuts and a bottle of juice together.

The Smart Monkey Class 4 Question Answer English Pallavi Chapter 5

Question 5.
Where did they sit to rest ?
ସେମାନେ ବିଶ୍ରାମ ନେବାପାଇଁ କେଉଁଠି ବସିଲେ ?
Answer:
They sat on a bench under a tree to rest.

Question 6.
Who was there on the branch of the tree?
ଗଛ ଡାଳରେ କିଏ ଥୁଲା ?
Answer:
A monkey was there on the branch of the tree.

Question 7.
What did the monkey do with the banana peel ?
ମାଙ୍କଡ଼ଟି କଦଳୀ ଚୋପାକୁ ନେଇ କ’ଣ କଲା ?
Answer:
The monkey climbed down the tree and threw the peel into the nearby dustbin.

Post-reading –
ପଠନ ପରେ

A. Visual Memory Development Technique (VMDT)

(ଦୃଶ୍ୟ ସାହାଯ୍ୟରେ ସ୍ମୃତି ଶକ୍ତି ବିକାଶ କରିବାର ଉପାୟ)
କାହାଣୀଟିକୁ ଭଲ ଭାବରେ ଦେଖ । ଏବେ ତୁମର ଆଖ୍ ବନ୍ଦ କର ଏବଂ ଯଥାକ୍ରମେ ନିମ୍ନୋକ୍ତ ଭାଗଗୁଡ଼ିକ ଉପରେ ତୁମର ତର୍ଜନୀ ଆଙ୍ଗୁଠି ରଖ ।

(I) Whole:
Farida and Anju felt ashamed. (ଫରିଦା ଏବଂ ଅଞ୍ଜୁ ଲଜ୍ଜିତ ହେଲେ ।)
Answer:
Whole: (ଯେଉଁ ସ୍ଥାନରେ ନିମ୍ନୋକ୍ତ ଭାଗଟି ଏବଂ ଚିତ୍ର ଅଛି, ତାହା ଉପରେ ନିଜର ଆଙ୍ଗୁଠି ରଖ ।)
Farida and Anju felt ashamed.

(II) Part:
packet of groundnuts, a bottle of juice, a dustbin nearby, empty bottle (ଚିନାବାଦାମ ପ୍ୟାକେଟ୍, ଏକ ବୋତଲ ଜୁସ୍, ପାଖରେ ଥ‌ିବା ଏକ ଅଳିଆଦାନି, ଖାଲି ବୋତଲ ।)
Answer:
Part: (ନିମ୍ନୋକ୍ତ ଶବ୍ଦ ଗୁଡ଼ିକ ଉପରେ ଯଥାକ୍ରମେ ନିଜର ଆଙ୍ଗୁଠି ରଖ ।)
packet of groundnuts, a bottle of juice, a dustbin nearby, empty bottle

B. Let us Listen and Speak
(ଚାଲ ଶୁଣିବା ଏବଂ କହିବା)

1. Close your eyes. Listen to your teacher and say the following words after him/her.
ନିଜର ଆଖ୍ ବନ୍ଦ କର । ତୁମର ଶିକ୍ଷକ/ଶିକ୍ଷୟତ୍ରୀଙ୍କ କଥା ଶୁଣ ଏବଂ ତାଙ୍କ ପଛେ ପଛେ ନିମ୍ନୋକ୍ତ ଶବ୍ଦଗୁଡ଼ିକୁ କୁହ ।
The Smart Monkey Class 4 Question Answer English Pallavi Chapter 5 7
(ଏଠାରେ ଥ‌ିବା ଶବ୍ଦଗୁଡ଼ିକରେ ୨ଟି କିମ୍ବା ୩ଟି syllable ଅଛି । ଶବ୍ଦଗୁଡ଼ିକୁ କହିବା ସମୟରେ ପ୍ରତି syllable ର ଉଚ୍ଚାରଣ ଉପରେ ଧ୍ୟାନ ଦିଅ ।)
Say your name, clapping for each syallable of the name. How many times did you clap?
ତୁମର ନାମରେ ଥ‌ିବା ପ୍ରତି syllable ପାଇଁ ତାଳିମାରି, ନିଜର ନାମ କୁହ । ତୁମେ କେତେଥର ତାଳି ମାରିଲ ?

2. Sudha tells about herself to the class.
ସୁଧା ତା’ ବିଷୟରେ ଶ୍ରେଣୀକୁ (ଶ୍ରେଣୀରେ ତା’ର ସହପାଠୀ ମାନଙ୍କୁ) କହୁଛି ।
I’m Sudha. (ମୁଁ ସୁଧା ଅଟେ ।)
I’m from Bhawanipatna.(ମୁଁ ଭବାନୀପାଟଣାରୁ ଆସିଛି ।)
Mr. Raghunath Mahapatra is my father. (ଶ୍ରୀ ରଘୁନାଥ ମହାପାତ୍ର ମୋର ବାପା ଅଟନ୍ତି ।)
Mrs. Sabita Mahapatra is my mother. (ଶ୍ରୀମତୀ ସବିତା ମହାପାତ୍ର ମୋର ମାଆ ଅଟନ୍ତି ।)
I’m in class IV (ମୁଁ ଚତୁର୍ଥ ଶ୍ରେଣୀରେ ପଢ଼େ ।)
I like Kho-Kho. (ମୁଁ ଖୋ-ଖୋ ଖେଳିବାକୁ ଭଲପାଏ ।)
I’d like to be a soldier. (ମୁଁ ଜଣେ ସୈନିକ ହେବାକୁ ଚାହେଁ ।)
Now tell about yourself like Sudha.
ଏବେ ସୁଧା ଭଳି ତୁମ ବିଷୟରେ କୁହ ।
You may start like-
ତୁମେ ଏହିଭଳି ଆରମ୍ଭ କରିପାର –

The Smart Monkey Class 4 Question Answer English Pallavi Chapter 5

I’m …….. (ମୁଁ ….)
I’m from………… (ମୁଁ ରୁ ଆସିଛି ।)
Mr. ……….. is my father. (ଶ୍ରୀଯୁକ୍ତ…… ମୋର ବାପା ଅଟନ୍ତି ।)
Mrs. is my mother. (ଶ୍ରୀମତୀ ମୋର ମାଆ ଅଟନ୍ତି ।)
I’m in class…….. (ମୁଁ ଶ୍ରେଣୀରେ ପଢ଼େ ।)
l like……………. (ମୁଁ …… ଭଲପାଏ ।)
I’d like to be a………… (ମୁଁ ଜଣେ ହେବାକୁ ଚାହେଁ ।)
Answer:
I’m Sony.
I’m from Balasore.
Mr. Bijay Ketan Pradhan is my father.
Mrs. Janaki Pradhan is my mother.
I’m in class IV.
I like football.
I’d like to be a doctor.

3. Answer the following questions
(ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।)

Question 1.
Have you seen people throwing packets or bottles in the park or on the road? Talk about it.
ତୁମେ ଲୋକମାନଙ୍କୁ ପାର୍କରେ କିମ୍ବା ରାମ ରାସ୍ତାରେ ପ୍ୟାକେଟ୍ ବା ବୋତଲ ବା ବୋତଲ ଫିଙ୍ଗିବାର ଦେଖୁଛ କି ? ଏହା ବିଷୟରେ ଆଲୋଚନା କର ।
Answer:
Yes, I have seen people throwing packets and bottles in the park and on the road. When I go to the park with my parents, I see many people eating snacks and drinking juices inside. I have seen many plastic wrappers, chips packets, ice-cream sticks, waste papers, and juice bottles thrown on the ground. I have also seen waste thrown on the road in the open. They not only look ugly but also harm our environment. So, we should never throw our waste on the ground carelessly. We should always use a dustbin.

Question 2.
After having biscuits, what do you do with the wrapper ?
(ବିସ୍କୁଟ୍ ଖାଇବା ପରେ, ତୁମେ ତାର ଜରି (wrapper) କୁ କ’ଣ କର ?)
Answer:
After having biscuits, I throw the wrapper into the dustbin.

Question 3.
Imagine you are sitting under a tree. What do you see on the tree?
(କଳ୍ପନା କର ତୁମେ ଗୋଟିଏ ଗଛ ତଳେ ବସିଛ । ଗଛ ଉପରେ ତୁମେ କ’ଣ ଦେଖୁଛ ?)
Answer:
When I sit under a tree, I see its branches, the green leaves, flowers, fruits and the squirrels climbing up and down the tree. I also see the bird nests and the small birds playing on the branches.

Question 4.
Is there a dustbin in your school?
(ତୁମ ବିଦ୍ୟାଳୟରେ ଅଳିଆଦାନି ଅଛି କି ?)
Answer:
Yes, there is a dustbin in our school.

Question 5.
What do you put into it?
ତୁମେ ସେଥ‌ିରେ କ’ଣ ପକାଅ ?
Answer:
I put the things I want to throw away into the dustbin.

C. Let us read
(ଆସ ପଢ଼ିବା)

Read the following sentences and say whether they are True or False.
(ନିମ୍ନୋକ୍ତ ବାକ୍ୟଗୁଡ଼ିକୁ ପଢ଼ ଏବଂ ସେଗୁଡ଼ିକ ସତ୍ୟ ନା ମିଥ୍ୟା କୁହ ।)

a. One day Anju and Farida went to the market. — True
(ଦିନେ ଅଞ୍ଜୁ ଏବଂ ଫରିଦା ବଜାରକୁ ଯାଇଥିଲେ ।)

b. Anju bought a water bottle. — False
(ଅଞ୍ଜୁ ଗୋଟିଏ ପାଣି ବୋତଲ କିଣିଲା ।)

c. They sat on a table under a tree to rest. — False
(ବିଶ୍ରାମ ନେବା ପାଇଁ ସେମାନେ ଗଛ ତଳେ ଗୋଟିଏ ଟେବୁଲ୍ ଉପରେ ବସିଲେ ।)

d. The monkey had an apple. — False
(ମାଙ୍କଡ଼ ପାଖରେ ଗୋଟିଏ ସେଓ ଥିଲା ।)

The Smart Monkey Class 4 Question Answer English Pallavi Chapter 5

e. Farida and Anju took out the groundnuts and started eating. — True
(ଫରିଦା ଏବଂ ଅଞ୍ଜୁ ଚିନାବାଦାମ ବାହାର କରି ଖାଇବା ଆରମ୍ଭ କଲେ ।)

f. The monkey peeled the banana and ate it. — True
(ମାଙ୍କଡ଼ଟି କଦଳୀ ଚୋପା ଛଡ଼ାଇ ତାକୁ ଖାଇଲା ।)

g. The monkey threw the banana peel into the dustbin. — False
(ମାଙ୍କଡ଼ଟି କଦଳୀ ଚୋପାକୁ ଅଳିଆଦାନିରେ ପକାଇଦେଲା ।)

h. Farida and Anju saw this and felt happy. — True
(ଫରିଦା ଏବଂ ଅଞ୍ଜୁ ଏହା ଦେଖ୍ ଖୁସି ହେଲେ ।)

i. The monkey was very smart. — True
(ମାଙ୍କଡ଼ଟି ବହୁତ ଚତୁର ଥିଲା ।)

j. We should always use dustbins. — True
(ଆମେ ସବୁବେଳେ ଅଳିଆଦାନି ବ୍ୟବହାର କରିବା ଉଚିତ୍ ।)

Question 2.
Look at the pictures. Read words below each picture.
ଚିତ୍ରଗୁଡ଼ିକୁ ଦେଖ । ପ୍ରତ୍ୟେକ ଚିତ୍ର ତଳେ ଥ‌ିବା ଶବ୍ଦଗୁଡ଼ିକୁ ପଢ଼ ।
The Smart Monkey Class 4 Question Answer English Pallavi Chapter 5 8

(ଏଠାରେ ଥ‌ିବା ଶବ୍ଦଗୁଡ଼ିକରେ, ଆମେମାନେ “i” vowel କୁ ବିଭିନ୍ନ ସ୍ଥାନରେ ବ୍ୟବହୃତ ହେବାର ଦେଖୁଛେ । ପ୍ରତ୍ୟେକ ଶବ୍ଦକୁ ବଡ଼ ପାଟିରେ ପଢ଼ ଏବଂ ସେସବୁରେ “।” ର ଉଚ୍ଚାରଣ ଉପରେ ଧ୍ୟାନ ଦିଅ ।)

3. Look at the pictures and say their names.
(ଚିତ୍ରଗୁଡ଼ିକୁ ଦେଖ ଏବଂ ସେମାନଙ୍କର ନାମ କୁହ ।)
The Smart Monkey Class 4 Question Answer English Pallavi Chapter 5 9

4. ଆସ ‘I” ପାଇଁ ଗୋଟିଏ ଗୀତ ଗାଇବା ।
(ତୁମର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅନୁକରଣ କରି ଗୀତଟି ଗାଅ ।)
I is both a letter and a word (clap clap clap)
I’ ଉଭୟ ଏକ ଅକ୍ଷର ଏବଂ ଏକ ଶବ୍ଦ ଅଟେ (ତାଳି ତାଳି ତାଳି)
I is both a letter and a word (clap clap clap)
I’ ଉଭୟ ଏକ ଅକ୍ଷର ଏବଂ ଏକ ଶବ୍ଦ ଅଟେ (ତାଳି ତାଳି ତାଳି)
Even though they look the same
ଯଦିଓ ସେମାନେ ଦେଖ‌ିବାକୁ ଏକାପରି
You use I and not your name
ତୁମେ ନିଜ ନାମ ବଦଳରେ ‘I’ ବ୍ୟବହାର କର
I is both a letter and a word. (clap clap clap)
‘I’ ଉଭୟ ଏକ ଅକ୍ଷର ଏବଂ ଏକ ଶବ୍ଦ ଅଟେ। (ତାଳି ତାଳି ତାଳି)

D. Let us write
(ଆସ ଲେଖୁବା)

1. Encircle the correct word : (ସଠିକ୍ ଶବ୍ଦଟିକୁ ଗୋଲ୍ ବୁଲାଅ ।)
(ପ୍ରତି ଧାଡ଼ିରେ ଚାରୋଟି ଶବ୍ଦ ଅଛି । ସେଥ୍ମଧ୍ୟରୁ ଗୋଟିଏର ବନାନ ଠିକ୍ ଅଛି । ପ୍ରତି ଧାଡ଼ିରେ ଠିକ୍ ଶବ୍ଦଟିକୁ ଖୋଜି ଗୋଲ୍ ବୁଲାଅ ।)
The Smart Monkey Class 4 Question Answer English Pallavi Chapter 5 10

2. Fill in the blanks choosing the correct words in the box below.
ନିମ୍ନୋକ୍ତ ବାକ୍ସ ମଧ୍ଯରୁ ଠିକ୍ ଶବ୍ଦଗୁଡ଼ିକୁ ବାଛି ଶୂନ୍ୟସ୍ଥାନ ପୁରଣ କର ।
The Smart Monkey Class 4 Question Answer English Pallavi Chapter 5 11

(a) Farida and Anju sat on a ……….. under the ………… tree to rest.
ବିଶ୍ରାମ ନେବା ପାଇଁ ଫରିଦା ଏବଂ ଅଞ୍ଜୁ ଗୋଟିଏ ………….. ତଳେ ଥ‌ିବା ……….. ଉପରେ ବସିଲେ ।
Answer: bench

(b) There was a monkey sitting on the ……….. of the tree.
ଗଛର ……………………. ଉପରେ ଗୋଟିଏ ମାଙ୍କଡ଼ ବସିଥିଲା
Answer: branch

(c) The two girls had a packet of …………. and a bottle of juice.
ଦୁଇ ଝିଅଙ୍କ ପାଖରେ ଗୋଟିଏ ପ୍ୟାକେଟ୍ …………… ଏବଂ ଏକ ବୋତଲ ଜୁସ୍ ଥିଲା ।
Answer: groundnuts

The Smart Monkey Class 4 Question Answer English Pallavi Chapter 5

(d) The monkey threw the banana peel into the ……………
ମାଙ୍କଡ଼ଟି କଦଳୀ ଚୋପାକୁ …………. ରେ ପକାଇଦେଲା ।
Answer: dustbin

(e) Anju and Farida went to the …………….
ଅଞ୍ଜୁ ଏବଂ ଫରିଦା ………… କୁ ଗଲେ ।
Answer: market

3. Write what do you do to keep your home and classroom clean. Use the words given in the box.
(ତୁମେ ତୁମର ଘର ଏବଂ ଶ୍ରେଣୀଗୃହ ସଫା ରଖୁବାକୁ କ’ଣ କର ଲେଖ । ବାକ୍ସରେ ଦିଆଯାଇଥିବା ଶବ୍ଦଗୁଡ଼ିକର ପ୍ରୟୋଗ କର ।)
The Smart Monkey Class 4 Question Answer English Pallavi Chapter 5 12

1. Sweep the ………….
(…………ଓଳାଅ ।)
Answer: house

2. Throw the wastage into the ………………
(ବର୍ଜ୍ୟବସ୍ତୁକୁ …………. ରେ ପକାଅ ।)
Answer: dustbin

3. Keep things in proper ……………..
(ଜିନିଷଗୁଡ଼ିକୁ ସଠିକ୍ …………………ରେ ରଖ ।)
Answer: place

4. Work together with your friends to keep your ………….. clean.
(ତୁମର ………………..କୁ ସଫା ରଖୁବା ପାଇଁ ସାଙ୍ଗମାନଙ୍କ ସହିତ ମିଶି କାମ କର ।)
Answer: school

5. Help your…………….. to keep your home neat and clean.
ତୁମ ଘରକୁ ସଫା ଓ ପରିଷ୍କାର ରଖୁବାରେ ନିଜର ଙ୍କୁ ସାହାଯ୍ୟ କର ।
Answer: mother

E. Mental Talk
(ମାନସିକ କଥନ)

“Use dustbin, keep the surroundings clean.”
(ଅଳିଆଦାନି ବ୍ୟବହାର କର, ଚାରିପାଖକୁ ସଫା ରଖ ।)
The Smart Monkey Class 4 Question Answer English Pallavi Chapter 5 13

F. Let us do
(ଆସ କରିବା)

Have you ever been to a nearby shop with your family members? Draw or paste pictures of some of the things you liked in the shop, in the box given below.
ତୁମେ କେବେ ତୁମର ପରିବାରର ସଦସ୍ୟମାନଙ୍କ ସହିତ ପାଖ (ତୁମ ଘର ପାଖାପାଖ୍ ଥିବା) ଏକ ଦୋକାନକୁ ଯାଇଛ କି ? ତୁମକୁ ସେହି ଦୋକାନରେ ଭଲ ଲାଗିଥ୍‌ କିଛି ଜିନିଷର ଚିତ୍ର ତଳେ ଦିଆଯାଇଥ‌ିବା ବାକ୍ସରେ ଆଙ୍କ କିମ୍ବା ଅଠାରେ ଲଗାଅ ।
The Smart Monkey Class 4 Question Answer English Pallavi Chapter 5 14

The Smart Monkey Class 4 Summary

While-reading-
ପଠନ ସମୟରେ

One day Anju and Farida went to the market. Anju bought a bag and Farida bought a water bottle. Later, they went to a shop and bought a packet of groundnuts and a bottle of juice.

(ୱାନ୍ ଡେ ଅଞ୍ଜୁ ଆଣ୍ଡ୍ ଫରିଦା ସେଣ୍ଟ୍ ଟୁ ଦ ମାର୍କେଟ୍, ଅଞ୍ଜୁ ବଟ୍ ଏ ବ୍ୟାଗ୍ ଆଣ୍ଡ୍ ଫରିଦା ବଟ୍ ଏ ୱାଟର୍ ବଟଲ୍. (ଲେଟର୍, ଦେ ୱେଣ୍ଟ୍ ଟୁ ଏ ଶପ୍ ଆଣ୍ଡ୍ ବଟ୍ ଏ ପ୍ୟାକେଟ୍ ଅଫ୍ ଗ୍ରାଉଣ୍ଡନଟସ୍ ଆଣ୍ଡ୍ ଏ ବଟଲ୍ ଅଫ୍ ଜୁସ୍.)
The Smart Monkey Class 4 Question Answer English Pallavi Chapter 5 3

ଅନୁବାଦ : ଦିନେ ଅଞ୍ଜୁ ଏବଂ ଫରିଦା ବଜାରକୁ ଗଲେ । ଅଞ୍ଜୁ ଗୋଟିଏ କିଣିଲା ଏବଂ ଫରିଦା ଗୋଟିଏ ପାଣି ବୋତଲ କିଣିଲା । ପରେ, ସେମାନେ ଏକ ଦୋକାନକୁ ଗଲେ ଏବଂ
ଗୋଟିଏ ଚିନାବାଦାମ ପ୍ୟାକେଟ୍ ଓ ଏକ ଜୁସ୍ (ରସ/ପାନୀୟ) ବୋତଲ କିଣିଲେ ।

The Smart Monkey Class 4 Question Answer English Pallavi Chapter 5

They felt tired. They sat on a bench under a tree to rest. There was a monkey on the branch of the tree above them.

(ଦେ ଫେଲ୍ଟ ଟାୟାର୍ଡ, ଦେ ସାଟ୍ ଅନ୍ ଏ ବେଞ୍ଚ୍ ଅଣ୍ଡର୍ ଏ ଟ୍ରି ଟୁ ରେଷ୍ଟ୍. ଦେଆର୍ ୱାଜ୍ ଏ ମଙ୍କି ଅନ୍ ଦ ବ୍ରାଞ୍ଚ ଅଫ୍ ଦ ଟ୍ରି ଏବଭ୍ ଦେମ୍.)

ଅନୁବାଦ : ସେମାନେ କ୍ଳାନ୍ତ ଅନୁଭବ କଲେ । ବିଶ୍ରାମ ନେବା ପାଇଁ ସେମାନେ ଗୋଟିଏ ଗଛ ତଳେ ଏକ ବେଞ୍ଚ୍ ଉପରେ ବସିଲେ । ସେମାନଙ୍କ ଉପରେ ଥ‌ିବା ଗଛର ଡାଳରେ ଗୋଟିଏ ମାଙ୍କଡ଼ ବସିଥିଲା ।
The Smart Monkey Class 4 Question Answer English Pallavi Chapter 5 4

Farida and Anju did not see the monkey. They took out their food from the bag and began to eat. The monkey had a banana. He peeled the banana and ate it. Farida and Anju took out the groundnuts and started eating. They threw the packet down. Then they drank the juice and threw down the bottle.

(ଫରିଦା ଆଣ୍ଡ୍ ଅଞ୍ଜୁ ଡିଡ୍ ନଟ୍ ସି ଦ ମଙ୍କି. ଦେ ଟୁକ୍ ଆଉଟ୍ ଦେୟାର୍ ଫୁଡ୍ ଫ୍ରମ୍ ଦ ବ୍ୟାଗ୍ ଆଣ୍ଡ୍ ବିଗାନ୍ ଟୁ ଇଟ୍. ଦ ମଙ୍କି ହ୍ୟାଡ୍ ଏ ବନାନା, ହି ପିଲ୍ମ ଦ ବନାନା ଆଣ୍ଡ୍ ଏଟ୍ ଇଟ୍. ଫରିଦା ଆଣ୍ଡ୍ ଅଞ୍ଜୁ ଟୁକ୍ ଆଉଟ୍ ଦ ଗ୍ରାଉଣ୍ଡନଟସ୍ ଆଣ୍ଡ୍ ଷ୍ଟାର୍ଟେଡ୍ ଇଟିଙ୍ଗ୍. ଦେ ଥ୍ରିଉ ଦ ପ୍ୟାକେଟ୍ ଡାଉନ୍. ଦେନ୍ ଦେ ଡ୍ରାଙ୍କ୍ ଦ ଜୁସ୍ ଆଣ୍ଡ୍ ଥ୍ରିଉ ଡାଉନ୍ ଦି ବଟଲ୍.)

ଅନୁବାଦ : ଫରିଦା ଏବଂ ଅଞ୍ଜୁ ମାଙ୍କଡ଼ଟିକୁ ଦେଖ୍ ନଥିଲେ । ସେମାନେ ତାଙ୍କ ବ୍ୟାଗ୍ ରୁ ଖାଦ୍ୟ ବାହାର କଲେ ଏବଂ ଖାଇବାକୁ ଲାଗିଲେ (ଖାଇବାକୁ ଆରମ୍ଭ କଲେ) । ମାଙ୍କଡ଼ଟି ପାଖରେ ଗୋଟିଏ କଦଳୀ ଥିଲା । ସେ କଦଳୀ ଚୋପା ଛଡ଼ାଇଲା ନ ଏବଂ ତାହାକୁ ଖାଇଲା । ଫରିଦା ଏବଂ ଅଞ୍ଜ ଚିନାବାଦାମ ବାହାର କଲେ ଏବଂ ଖାଇବାକୁ ଲାଗିଲେ । ସେମାନେ (ଖାଲି) ପ୍ୟାକେଟ୍.ଟିକୁ ତଳେ ଫୋପାଡ଼ି ଦେଲେ । ତା’ପରେ ସେମାନେ ଜୁସ୍ ପିଇଲେ ଏବଂ ବୋତଲଟିକୁ ତଳେ ଫୋପାଡ଼ି ଦେଲେ ।
The Smart Monkey Class 4 Question Answer English Pallavi Chapter 5 5

Just then, the monkey climbed down the tree with the banana peel. There was a dustbin nearby. The monkey threw the banana peel into the dustbin.

(ଜଷ୍ଟ ଦେନ୍, ଦ ମଙ୍କି କ୍ଲାଇମୁଡ୍ ଡାଉନ୍ ଦ ଟ୍ରି ୱିଥ୍ ଦ ବନାନା ପିଲ୍. ଦେଆର୍ ୱାଜ୍ ଏ ଡଷ୍ଟବିନ୍ ନିୟରବାଇ, ଦ ମଙ୍କି ଥ୍ରିଉ ଦ ବନାନା ପିଲ୍ ଇନଟୁ ଦ ଡଷ୍ଟବିନ୍.)

ଅନୁବାଦ : ଠିକ୍ ସେତିକି ବେଳେ, ମାଙ୍କଡ଼ଟି କଦଳୀ ଚୋପା ଧରି ଗଛରୁ ତଳକୁ ଓହ୍ଲାଇଲା । ପାଖରେ ଗୋଟିଏ ଅଳିଆ କୁଣ୍ଡ (ଡଷ୍ଟୁ.ବିନ୍) ଥିଲା । ମାଙ୍କଡ଼ଟି କଦଳୀ ଚୋପାକୁ ଅଳିଆ କୁଣ୍ଡ ଭିତରକୁ ଫୋପାଡ଼ିଲା ।
The Smart Monkey Class 4 Question Answer English Pallavi Chapter 5 6
Farida and Anju saw this and felt ashamed. They picked up the packet and the empty bottle and threw them into the dustbin.
(ଫରିଦା ଆଣ୍ଡ୍ ଅଞ୍ଜୁ ସ ଦିସ୍ ଆଣ୍ଡ୍ ଫେଲ୍ଟ ଆଶେସ୍ଟ ଦେ ପିକ୍‌ ଅପ୍ ଦ ପ୍ୟାକେଟ୍ ଆଣ୍ଡ୍ ଦ ଏମ୍ପଟି ବଟଲ୍ ଆଣ୍ଡ୍ ଥ୍ରିଉ ଦେମ୍ ଇନଟୁ ଦ ଡଷ୍ଟବିନ୍.)
ଅନୁବାଦ : ଫରିଦା ଏବଂ ଅଞ୍ଜୁ ଏହା ଦେଖ‌ିଲେ ଏବଂ ଲଜ୍ଜିତ ଅନୁଭବ କଲେ । ସେମାନେ ସେହି ପ୍ୟାକେଟ୍ ଏବଂ ଖାଲି ବୋତଲଟିକୁ ଉଠାଇଲେ ଏବଂ ସେଗୁଡ଼ିକୁ ଅଳିଆ କୁଣ୍ଡ ଭିତରେ ଫୋପାଡ଼ିଲେ ।

The Smart Monkey Summary in English

This beautiful story teaches us an important lesson about keeping our surroundings clean. It tells us about two friends Anju and Farida, who unknowingly (2161668) pollute* the environment. However, a clever monkey teaches them a good lesson.

One day, Anju and Farida went shopping. In the market, they bought a packet of groundnuts and a bottle of juice. When they felt tired, they sat on a bench under a tree. They started eating their food and drinking the juice there. When they were done, they threw their empty packet and bottle on the ground.

A monkey was sitting on a branch of that tree. He was eating a banana and watching the two friends. When he finished eating, he climbed down the tree and threw the banana peel into the dustbin nearby. Anju and Farida saw the monkey’s actions and felt ashamed. They had learnt their lesson. Finally, they picked up their waste and threw it into the dustbin.
(*pollute (a) – make the environment (air/water) dirty-gao anal)

The Smart Monkey Summary in Odia

ଏହି ଗପଟି ଆମ ପରିବେଶକୁ ସୁନ୍ଦର ଏବଂ ନିର୍ମଳ ରଖୁବା ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଉଛି । ଏହା ଅଞ୍ଜୁ ଏବଂ ଫରିଦା ନାମକ ଦୁଇ ବନ୍ଧୁଙ୍କ ବିଷୟରେ, ଯେଉଁମାନେ ଅଜାଣତରେ ପରିବେଶକୁ ପ୍ରଦୂଷିତ କରୁଛନ୍ତି । କିନ୍ତୁ, ଜଣେ ଚତୁର ମାଙ୍କଡ଼ ସେମାନଙ୍କୁ ପରିବେଶର ସୁରକ୍ଷା ବିଷୟରେ ଏକ ଉତ୍ତମ ଶିକ୍ଷା ଦେଉଛି ।

ଦିନେ ଅଞ୍ଜୁ ଏବଂ ଫରିଦା ବଜାରକୁ କିଣାକିଣି କରିବାକୁ ଯାଇଥିଲେ । ସେମାନେ ବଜାରରୁ ଏକ ଚିନାବାଦାମ ପ୍ୟାକେଟ୍ ଏବଂ ଗୋଟିଏ ଜୁସ୍ ବୋତଲ କିଣିଲେ । ଯେତେବେଳେ ସେମାନେ ଥକିଗଲେ, ସେମାନେ ଏକ ଗଛ ତଳେ ଥ‌ିବା ବେଞ୍ଚରେ ବସିଲେ । ସେଠାରେ ସେମାନେ ଖୁସିରେ ତାଙ୍କ ଖାଦ୍ୟ ଖାଇବା ଏବଂ ଜୁସ୍ ପିଇବା ଆରମ୍ଭ କଲେ । ସବୁ ସାରିବା ପରେ, ସେମାନେ ସେହି ଖାଲି ପ୍ୟାକେଟ୍ ଏବଂ ବୋତଲକୁ ତଳେ ଫୋପାଡ଼ି ଦେଲେ ।

The Smart Monkey Class 4 Question Answer English Pallavi Chapter 5

ସେହି ଗଛର ଏକ ଡାଳରେ ଗୋଟିଏ ମାଙ୍କଡ଼ ବସିଥିଲା । ସେ କଦଳୀ ଖାଉଥିଲା ଏବଂ ସେହି ଦୁଇ ବନ୍ଧୁଙ୍କ କାରବାର ଦେଖୁଥିଲା । ଖାଇସାରିବା ପରେ, ମାଙ୍କଡ଼ଟି ଗଛରୁ ତଳକୁ ଓହ୍ଲାଇଲା ଏବଂ କଦଳୀ ଚୋପାଟିକୁ ପାଖରେ ଥ‌ିବା ଅଳିଆ କୁଣ୍ଡ ଭିତରେ ଫୋପାଡ଼ି ଦେଲା । ଅଞ୍ଜୁ ଏବଂ ଫରିଦା ମାଙ୍କଡ଼ର ଏହି କାର୍ଯ୍ୟ ଦେଖ‌ିଲେ ଏବଂ ଲଜିତ ଅନୁଭବ କଲେ । ସେମାନେ ସେମାନଙ୍କର ଶିକ୍ଷା ପାଇସାରିଥିଲେ । ଶେଷରେ, ସେମାନେ ନିଜର ଅଳିଆ ସବୁକୁ ଉଠାଇ, ଅଳିଆ କୁଣ୍ଡ ଭିତରେ ଫୋପାଡ଼ିଲେ ।

Notes and Glossary:

The Smart Monkey Class 4 Question Answer English Pallavi Chapter 5 2

The Smart Monkey Class 4 Extract Based Questions

Question 1.
Did Anju and Farida see the monkey sitting on the branch?
Answer:
No, Anju and Farida did not see the monkey sitting on the branch.

Question 2.
What did Anju and Farida do under the tree?
Answer:
Anju and Farida sat on a bench under the tree and began eating. They ate their food and drank juice.

Question 3.
What did Anju and Farida eat?
Answer:
Anju and Farida ate groundnuts.

Question 4.
What did Anju and Farida drink?
Answer:
Anju and Farida drank juice.

Question 5.
What did Anju and Farida do with the empty packet and the empty bottle?
Answer:
Anju and Farida threw the empty packet and the empty bottle on the ground.

Question 6.
Why did Anju and Farida feel ashamed?
Answer:
Anju and Farida threw their waste on the ground. But the monkey threw his waste into the dustbin. When Anju and Farida saw this, they felt ashamed of their behavior.

Question 7.
What did Anju and Farida do in the end?
Answer:
Anju and Farida realized their mistake in the end. They picked up the empty groundnut packet and juice bottle they had thrown on the ground and threw them into the dustbin.

The Smart Monkey Class 4 MCQ

Question 1.
Anju and Farida went to ………….
(a) shopping
(b) school
(c) the market
(d) a park
Answer:
(c) the market

Question 2.
Anju bought a ………….
(a) bag
(b) water bottle
(c) packet of groundnuts
(d) bottle of juice
Answer:
(a) bag

The Smart Monkey Class 4 Question Answer English Pallavi Chapter 5

Question 3.
Farida bought a ………….
(a) bag
(b) water bottle
(c) packet of groundnuts
(d) bottle of juice
Answer:
(b) water bottle

Question 4.
Anju and Farida rested ………….
(a) in the market
(b) in the park
(c) under a tree
(d) in a grove
Answer:
(c) under a tree

Question 5.
Anju and Farida sat on ………….
(a) chairs
(b) a wall
(c) a bench
(d) grass
Answer:
(c) a bench

Question 6.
The monkey was ………….
(a) on a branch of the tree
(b) on the bench
(c) playing in the park
(d) swinging from a branch
Answer:
(a) on a branch of the tree

Question 7.
Anju and Farida began ………… under the tree.
(a) chatting
(b) resting
(c) eating
(d) playing
Answer:
(c) eating

Question 8.
The monkey was eating ………….
(a) peanuts
(b) a banana
(c) an apple
(d) an orange
Answer:
(b) a banana

Question 9.
………… threw his/her/their waste on the ground.
(a) The monkey
(b) Anju
(c) Farida
(d) Anju and Farida
Answer:
(d) Anju and Farida

Question 10.
………… threw the banana peel in the dustbin.
(a) The monkey
(b) Anju
(c) Farida
(d) No one
Answer:
(a) The monkey