Odisha State Board BSE Odisha Class 10 Sanskrit Grammar Book Solutions Chapter 5 ଣିଜନ୍ତ Textbook Exercise Questions and Answers.
BSE Odisha Class 10 Sanskrit Grammar Solutions Chapter 5 ଣିଜନ୍ତ
(ପ୍ରେରଣାର୍ଥକ କ୍ରିୟାପଦ)
ପ୍ରେରଣ ବା ପ୍ରବର୍ତାଇବା ଅର୍ଥରେ ଧାତୁରୁ ଉତ୍ତର ‘ ଶିଚ୍’ ପ୍ରତ୍ୟୟ ଲାଗେ। ‘ ଣିଚ୍ ପ୍ରତ୍ୟୟ ଲାଗିଥୁବା ଧାତୂକୁ ଶିଜନ୍ତ (ଣିଚ୍ + ଅନ୍ତ) ଧାତୂ କୁହାଯାଏ । ପଠନ୍ତଂ ପ୍ରେରୟତି = ପାଠୟତି ହୁଏ, ଏହା ପଢ଼ିବା ଲୋକକୁ ପ୍ରବର୍ଭାଉଥ୍ବା । ଅର୍ଥକୁ ବୁଝାଏ । ଏହା ପଢ଼ିବାକୁ ପ୍ରବର୍ତାଉଛି ଅର୍ଥାତ୍ ପଠିତୁଂ ପ୍ରେୟତି- ଏହି ଅର୍ଥକୁ ବୁଝାଇଥାଏ । ଲକ୍ଷ୍ୟ କର-
ପଠ୍ + ଅ(ଶପ୍) = ତିପ୍ = ପଠତି/ (ପଢୁଛି )
ଛାତ୍ରଃ ପଠତି = ଛାତ୍ର ପଢ଼େ / ପଢ଼ୁଛି ।
ପଠ୍ + ଣିଚ୍ + ଅ(ଶପ୍) + ତିପ୍ = ପାଠୟତି । (ପଢ଼ାଉଛି)
ଶିକ୍ଷକଃ ଛାତ୍ରାନ୍ ପାଠୟତି = ଶିକ୍ଷକ ଛାତ୍ରମାନଙ୍କୁ ପଢ଼ାଉଛନ୍ତି ।
ଏହିପରି ଗମ୍ + ଅ(ଶପ୍) + ତିପ୍ = ଗଛତି । (ଯାଉଛି)
ବାଳକଃ ଗଚ୍ଛତି = ପିଲାଟି ଯାଉଛି ।
ଗମ୍ + ଣିଚ୍ + ଅ(ଶପ୍) + ତିପ୍ = ଗମୟତି । (ପଠାଉଛି)
ପିତା ରାମଂ ଗମୟତି = ବାପା ରାମକୁ ଯିବାକୁ ପଠାଉଛନ୍ତି ।
ଏଠାରେ ‘ ପଠତି” ଏବଂ ‘ ଗଚ୍ଛତି” ଦୂଇଟି ସାଧାରଣ କ୍ରିୟା, ‘ଛାତ୍ରଃ” ଏବଂ “ରାମଃ” କର୍ତାରୂପେ ଏହାକୁ ପରିଚାଳନା କରୁଛନ୍ତି । ମାତ୍ର ଂପାଠୟତି” ଏବଂ ‘ ଗମୟତି” ଦୁଇଟି ପ୍ରେରଣାର୍ଥକ କ୍ରିୟା, କାରଣ ‘ ଶିକ୍ଷକଃ’ ଏବଂ “ପିତା” ନିଜେ ପଠନ ବା ଗମନ କରୁନାହାଁନ୍ତି, କିନ୍ତୁ ପଠନ ବା ଗମନ କରିବା ପାଇଁ ଯଥାକ୍ରମେ ଛାତ୍ର (ଛାତ୍ରମ୍) ଏବଂ ରାମ (ରାମମ୍)କୁ ପ୍ରେରିତ କରୁଛନ୍ତି । “ ଶିକ୍ଷକ” ପାଠୟତି କ୍ରିୟାପଦ ଓ “ପିତା” ଗମୟତି କ୍ରିୟାପଦକୁ ପରିଚାଳିତ କରୁଥ୍ବାରୁ ଉଭୟ ହେତୁମାନ୍ ପ୍ରୟୋଜକ କର୍ତା ଅଟନ୍ତି ଏବଂ ଛାତ୍ର ଓ ରାମ ପଦଦୂଇଟି ପ୍ରୟୋଜ୍ୟ କର୍ଭା ଅଟନ୍ତି। ଏଠାରେ ପ୍ରୟୋଜ୍ୟଠାରେ ଦ୍ଵିତୀୟା ବିଭକ୍ତି “ ଛାତ୍ରମ୍ ଏବଂ “ରାମମ୍’ ହୋଇଛି । ଅନ୍ୟ କେତେକ ଉଦାହରଣକୁ ଲକ୍ଷ୍ୟ କର-
ନୀ + ଅ(ଶପ୍) + ତିପ୍ = ନୟତି । (ନେଉଛି)
ବାଳକଃ ଜଳଂ ନୟତି = ପିଲା ପାଣି ନେଉଛି ।
ନୀ + ଣିଚ୍ + ଅ(ଶପ୍) + ତିପ୍ = ନାୟୟତି । (ନିଆଯାଉଛି)
ପିତା ବାଳକେନ ଜଳଂ ନାୟୟତି ବାପା ପିଲାଦ୍ଵାରା ପାଣି ନିଆଉଛନ୍ତି ।
କୃ + ଶପ୍ + ତିପ୍ = କରୋତି । (କରୁଛି)
ସପର୍ଣ୍ଣକାରଃ ହାରଂ କରୋତି = ସୁନାରି ହାର କରୁଛି ।
କୃ + ଣିଚ୍ + ଅ (ଶପ୍) + ତିପ୍ = କାରୟତି । (କରାଉଛି)
ମାତା ସର୍ଣ୍ଵପକାରେଣ ହାରଂ କାରୟତି = ମାଆ ସୁନାରିଦ୍ଵାରା ହାର କରାଉଛନ୍ତି ।
ଏଠାରେ ‘ନୟତି” ଏବଂ “କରୋତି” ପଦଦୁୂଇଟି ସାଧାରଣ କ୍ରିୟାପଦ, ତଥା “ ନାୟୟତି? ଏବଂ “ କାରୟତି” ପଦଦୁଇଟି ପ୍ରେରଣାର୍ଥକ ବା ଣିଜନ୍ତ କ୍ରିୟାପଦ ଅଟନ୍ତି । “ ପିତା’ ଏବଂ “ମାତା” ପ୍ରୟୋଜକ କର୍ତା ଓ ‘ସର୍ଣ୍ଣକାର’ ଏବଂ “ ବାଳକ? ପ୍ରୟୋଜ୍ୟ କର୍ତା ଅଟନ୍ତି। ଏଠାରେ ପ୍ରୟୋଜ୍ୟ କର୍ତାଠାରେ ‘ସର୍ଣ୍ଣକାରେଣ’ ଏବଂ ବାଳକେନ” ହୋଇ ତୃତୀୟା ବିଭକ୍ତିରେ ପ୍ରୟୋଗ ହୋଇଛି ।
ମନେରଖ:
(i) ପ୍ରେରଣାର୍ଥକ କ୍ରିୟାପଦ ଗଠନପାଇଁ ଧାତୁପରେ ‘ଣିଚ୍’ ଲାଗେ ଏବଂ ସେଥୁରୁ ଇଂ ଅବଶିଷ୍ ରୁହେ (ଗମି, ପାଠି, କାରି ଓ ନାୟି) ଇତ୍ୟାଦି । ‘ଣିଚ୍’ ପ୍ରତ୍ୟୟ ଲାଗିଲେ ଧାତୁର ଅନ୍ତ୍ୟସର ଓ ଉପାଧାର ବୃଦ୍ଧି ( କାରୟତି) ବା ଗୁଣ (ରୋଦୟତି) ହୁଏ ।
(ii) “ଣିଜନ୍ତ” ଧାତୁ ପ୍ରାୟ ଉଭୟପଦୀ (ପାଠୟତି/ ପାଠୟତେ) ହୋଇଥାଏ, ମାତ୍ର ପରସ୍ମୈପଦୀର ବହୁଳ ବ୍ୟବହାର ଦେଖାଯାଏ ଣିଜନ୍ତ ଧାତୁର ଚୁରାଦିଗଣୀୟ ଧାତୁପରି ରୂପ ହୁଏ | ଯଥା- ପାଠୟତି, ପାଠୟେତ, ପାଠୟତୂ, ଅପାଠୟତ୍ ଓ ପାଠୟିଷ୍ୟତି ଆଦି ।
(iii) ପ୍ରୟୋଜ୍ୟ କର୍ଭାଠାରେ ଅର୍ଥ ଅନୁସାରେ ଦ୍ଵିତୀୟ କିମ୍ବା ତୃତୀୟା ବିଭକ୍ତି ହୁଏ। ମାତା ପୁତ୍ରମ୍ ଅନ୍ନଂ ଭୋଜୟତି । (ମାଆ ପୁଅକୁ ଭାତ ଖୁଆଉଛି ।) ମାତା ପୁତ୍ରେଣ୍ର ଜଳଂ ନାୟୟତି । (ମଆ ପୁଅଦ୍ଵାରା ପାଣି ନିଆଉଛି ।)
(iv) ପ୍ରୟୋଜକ କର୍ତା ଅନୁସାରେ ଣିଜନ୍ତ କ୍ରିୟାର ପ୍ରୟୋଗ ହୁଏ ।
କେତେକ ଧାତୁର ଣିଜନ୍ତରେ ଲଟ୍ଲକାର ପ୍ରଥମ ପୁରୁଷ ଏକବଚନରେ ପରସ୍ମୈପଦୀ ରୂପ ନିମ୍ନରେ ପ୍ରଦତ୍ତ ହେଉଛି, ଜକ୍ଦଶ କଳ-
ମୂଳଧାତୁ | ଅଣିଜନ୍ତ ରୂପୀ | ଅର୍ଥ | ଣିଜନ୍ତ ଧାତୂ | ଲଟ୍ ପ୍ରଥମ ପୁରୁଷ ଏକବଚନରେ ରୂପ |
ଅର୍ଥ |
ପଠ୍ (ପଢ଼ିବା) | ପଠତି | ପଢ଼ୁଛି | ପାଠି | ପାଠୟତି | ପଢ଼ାଉଛି |
ଗମ୍ (ଯିବା) | ଗଚ୍ଛତି | ଯାଉଛି | ଗମି | ଗମୟତି | ପଠାଇଛି |
ଦୃଶ୍ (ଦେଖ୍ବା) | ପଶ୍ୟତି | ଦେଖୁଛି | ଦର୍ଶି | ଦର୍ଶୟତି | ଦେଖାଇଛି |
ଭୂ (ହେବା) | ଭବତି | ହେଉଛି | ଭାବି | ଭାବୟତି | ହେବାକୁ ପ୍ରେରିତ କରୁଛି |
ଅସ୍ (ହେବା) | ଅସ୍ତି | ଅଛି | ଭାବି | ଭାବୟତି | ହେବାକ ପ୍ରେରିତ କରୁଛି |
କୃ (କରିବା) | କରୋତି | କରୁଛି | କାରି | କାରୟତି | କରାଉଛି |
ହସ୍ (ହସିବା) | ହସତି | ହସୁଛି | ହାସି | ହାସୟତି | ହଲାଉଛି |
କଡ଼୍ (ଖେଳିବା) | କ୍ରୀଡ଼ତି | ଖେଳୁଛି | କ୍ରୀଡ଼ି | କ୍ରୀଡ଼ୟତି | ଖେଳାଉଛି |
ଖେଳ୍ (ଖେଳିବା) | ଖେଳତି | ଖେଳୁଛି | ଖେଳି | ଖେଳୟତି | ଖେଳାଉଛି |
ଭ୍ରମ୍ (ବୁଲିବା) | ଭ୍ରମତି | ବୁଲୁଛି | ଭ୍ରାମି | ଭ୍ରାମୟତି | ବୁଲାଉଛି |
ଗ୍ରହ୍ (ଗ୍ରହଣ କରିବା) | ଗୃହ୍ନାତି | ଗ୍ରହଣ କରୁଛି | ଗ୍ରାହି | ଗ୍ରାହୟତି | ଗ୍ରହଣ କରାଉଛି |
ହନ୍ (ହତ୍ୟାକରିବା) | ହନ୍ତି | ମାରୁଛି | ଘାତି | ଘାତୟତି | ମାରିବାକୁ ପ୍ରେରଣା ଦେଉଛି |
ମୃ (ମରିବା) | ମ୍ରିୟତେ | ମରୁଛି | ମାରି | ମାରୟତି | ମାରିବାକୁ ପ୍ରେରଣା ଦେଉଛି |
ତପ୍ (ତପସ୍ୟା କରିବା) | ତପତି | ଉତ୍ତାପ ଦେଉଛି | ତାପି | ତାପୟତି | ତତାଉଛି |
ଜପ୍ (ଜପକରିବା) | ଜପତି | ଜପୁଛି | ଜାପି | ଜାପୟତି | ଜପକରିବାକୁ ପ୍ରେରଣା ଦେଉଛି |
ପ୍ରଛ୍ (ପଚାରିବା) | ପୂଚ୍ଛତି | ପଚାରୁଛି | ପ୍ରଛି | ପ୍ରଚ୍ଛୟତି | ପଚାରିବାକୁ ପ୍ରେରଣା ଦେଉଛି |
ଲିଖ୍ (ଲେଖ୍ବା) | ଲିଖତି | ଲେଖୁଛି | ଲେଖୁ | ଲେଖୟତି | ଲେଖାଇଛି |
ଶ୍ରୁ (ଶୁଣିବା) | ଶୃଣୋତି | ଶୁଣୁଛି | ଶ୍ରାବି | ଶ୍ରାବୟତି | ଶୁଣାଉଛି |
ମୁଚ୍ (ମୁକ୍ାାକରିବା) | ମୁଞ୍ଚତି | ମୋଚନକରୁଛି | ମୋଚି | ମୋଚୟତି | ଛାଡ଼ିବାକୁ ପ୍ରେରଣା ଦେଉଛି |
ଚି (ତୋଳିବା) | ଚିନୋତି | ତୋଳୁଛି | ଚାୟି | ଚାୟୟତି | ତୋଳାଉଛି |
ଖାଦ୍ (ଖାଇବା ) | ଖାଦତି | ଖାଉଛି | ଖାଦି | ଖାଦୟତି | ଖୁଆଉଛି |
ଚଳ୍ (ଚାଲିବା) | ଚଳତି | ଚାଲୁଛି | ଚାଳି | ଚାଳୟତି | ଚଳାଉଛି |
ପଚ୍ (ରାନ୍ଧିବା) | ପଚତି | ପାକରୁଛି | ପାଚି | ପାଚୟତି | ରନ୍ଧାଉଛି |
ବୁଧ୍ (ବୁଝିବା) | ବୋଧତି | ବୁଝୁଛି | ବୋଧୁ | ବୋଧୟତି | ବୁଝାଉଛି |
ନୀ (ନେବା) | ନୟତି | ନେଉଛି | ନାୟି | ନାୟୟତି | ନିଆଉଛି |
ପା (ପିଇବା) | ପିବତି | ପିଉଛି | ପାୟି | ପାୟୟତି | ପିଆଉଛି |
ସୃ (ମନେରଖ୍ବା) | ସ୍ମରତି | ସ୍ମରଣ କରୁଛି | ସ୍ମାରି | ସ୍ମାରୟତି | ମନେ ପକାଉଛି |
ଲଭ୍ (ପାଇବା) | ଲଭତେ | ଲାଭକରୁଛି | ଲମ୍ଭି | ଲମ୍ଭୟତି | ଲାଭ କରାଉଛି |
ଶୀ (ଶୋଇବା) | ଶେତେ | ଶୋଇଛି | ଶାୟି | ଶାୟୟତି | ଶୁଆଉଛି |
ଜନ୍ (ଜନୁକରିବା) | ଜାୟତେ | ଜନ୍ମହେଉଛି | ଜନି | ଜନୟତି | ଜନ୍ମ କରାଉଛି |
ବ୍ଯଥ୍ (କଷ୍ଠଦେବ ) | ବ୍ୟଥତେ | ପୀଡ଼ାହେଉଛି | ବ୍ୟଥୁ | ବ୍ୟଥୟତି | କଷ୍ଟ ଦିଆଉଛି |
ରୁଦ୍ (କାନ୍ଦିବା) | ରୋଦିତି | କାନ୍ଦୁଛି | ରୋଦି | ରୋଦୟତି | କନ୍ଦାଉଛି |
ନୃତ୍ (ନାଚିବା) | ନୃତ୍ୟତି | ନାଚୁଛି | ନର୍ଭି | ନର୍ତୟତି | ନଚାଉଛି |
ବିଦ୍ (ଜାଣିବା) | ବେଭି | ଜାଣୁଛି | ବେଦି | ବେଦୟତି | ଜଣାଉଛି |
ହ୍ଵେ (ଡାକିବା) | ହ୍ବୟତେ | ଡାକୁଛି | ହ୍ଵାୟି | ହ୍ବାୟୟତି | ଡକାଉଛି |
ବେ (ବୁଣିବା) | ବୟତି | ବୁଣୁଛି | ବାୟି | ବାୟୟତି | ବୁଣାଉଛି |
ଅଦ୍ (ଖାଇବା) | ଅଭି | ଖାଉଛି | ଆଦି | ଆଦୟତି | ଖୁଆଉଛି |
କ୍ରନ୍ଦ୍ (କାନ୍ଦିବା) | କ୍ରନ୍ଦତି | କାନ୍ଦୁଛି | କ୍ରନ୍ଦି | କ୍ରନ୍ଦୟତି | କନ୍ଦାଉଛି |
ନଶ୍ (ନଷକରିବା) | ନଶ୍ଯତି | ନଷ୍ଟହେଉଛି | ନାଶି | ନାଶୟତି | ନଷ୍ଟ କରାଉଛି |
ବିଶ୍ (ପ୍ରବେଶକରିବା) | ବିଶତି | ପ୍ରବେଶକରୁଛି | ବେଶି | ବେଶୟତି | ପ୍ରବେଶ କରାଉଛି |
ଭିଦ୍ (ଭେଦକରିବା) | ଭିନଭି | ଭେଦକରୁଛି | ଭେଦି | ଭେଦୟତି | ଭେଦ କରାଉଛି |
ଛିଦ୍ (ଛିଣାଇବା) | ଛିନଭି | ଛେଦନକରୁଛି | ଛେଦି | ଛେଦୟତି | ଛେଦନ କରାଉଛି |
ଭୁଜ୍ (ଭୋଗକରିବା) | ଭୁଡ୍କ୍ତେ | ଖାଉଛି | ଭୋଜି | ଭୋଜୟତି | ଖୁଆଉଛି |
ବହ୍ (ବୋହିବା ) | ବହତି | ବହନକରୁଛି | ବାହି | ବାହୟତି | ବୁହାଉଛି |
ହୃ (ହରଣ କରିବା) | ହରତି | ହରଣକରୁଛି | ହାରି | ହାରୟତି | ହରଣ କରାଉଛି |
ତୃ (ପାରିହେବା ) | ତରତି | ତରଣକୁରଛି | ତାରି | ତାରୟତି | ପାରି କରାଉଛି |
ତ୍ଯଜ୍ (ତ୍ୟାଗ କରିବା) | ତ୍ଯଜତି | ତ୍ଯାଗକରୁଛି | ତ୍ୟାଜି | ତ୍ୟାଜୟତି | ତ୍ୟାଗ କରାଉଛି |
ରୁହ୍ (ଚଢ଼ିବା) | ରୋହତି | ଆରୋହଣକରୁଛି | ରୋହି | ରୋହୟତି | ଚଢ଼ାଇଛି |
ରୂହ୍ (ଗଜେଇବା ) | ରୋହତେ | ଗଜାଉଛି | ରୋପି | ରୋପୟତି | ଲଗାଇଛି |
ଚର ବଚ୍ (କହିବା) | ବ୍ରବୀତିଅବ୍ରୁତୋ / ବକ୍ତି | କହୁଛି | ବାଚି | ବାଚୟତି | କୁହଇଛି |
ମନେରଖ: ଉପର୍ଯୁକ୍ତ ଧାତୁଗୁଡ଼ିକର “ ଣିଚ୍” ପ୍ରତ୍ୟୟସ୍ତ ‘ଇ”ର ଗୁଣ ହୋଇ “ଅୟ୍’ରେ ରୂପାନ୍ତର ଘଟିଛି । ଅନ୍ୟ କେତେକ ଧାତୁର ଣିଜନ୍ତ ରୂପରେ ସାମାନ୍ୟ ପରିବର୍ତନ (‘ପୁକ୍’ର ଆଗମ) ହୋଇଥାଏ ।
ଲକ୍ଷ୍ୟ କର-
ମୂଳଧାତୁ | ଅଣିଜନ୍ତ ରୂପ | ଅର୍ଥ | ଶିଜନ୍ତ ରୂପ | ଲଟ୍ ପ୍ରଥମ ପୂରୁଷ ଏକବଚନରେ ରୂପ |
ଅର୍ଥ |
ସ୍ତା (ରହିବା) | ତିଷ୍ଠତି | ରହୁଛି | ସ୍ଥରାପି | ସ୍ଥାପୟତି | ରଖୁଛି |
ଦା (ଦେବା) | ଦଦାତି | ଦେଉଛି | ଦାପି | ଦାପୟତି | ଦିଆଉଛି |
ଯା (ଯିବା) | ଯାତି | ଯାଉଛି | ଯାପି | ଯାପୟତି | ଯିବାକୁ ପ୍ରେରଣା ଦେଉଛି |
ଞ (ଜାଣିବା) | ଜାନାତି | ଜାଣୁଛି | ଜ୍ଞାପି | ଜ୍ଞାପୟତି/ ଜଞ୍ଞପୟତି | ବତାଉଛି |
ଧା (ଧାରଣକରିବା) | ସ୍ବାତି | ଗାଧୋଉଛି | ସ୍ନାପି | ସ୍ନାପୟତିୟ/ସ୍ବପୟତି | ଗାଧୋଇ ଦେଉଛି |
ମା (ମାନନିର୍ଵଧୀାରଣ କରିବା) | ମାତି | ମାନନିର୍ଦାରଣ କରୁଛି | ମାପି | ମାପୟତି | ମପାଉଛି |
କୀ (କିଣିବା) | କ୍ରୀଣାତି | କିଣୁଛି | କ୍ରାପି | କ୍ରାପୟତି | କିଣାଉଛି |
କେତେକ ଉପସର୍ଗଯୁକ୍ତ ଧାତୁର ଣିଜନ୍ତ ରୂପକୁ ଲକ୍ଷ୍ୟକର-
ଭପସର୍ଗଯୁକ୍ତ ଧାତୁ | ଅଣିଜନ୍ତ ରୂପ | ଅର୍ଥ | ଶିଜନ୍ତ ରୂପ | ଲଟ୍ ପ୍ରଥମପୂରୂଷ ଏକ ବଚନରେ ରୂପ |
ଅର୍ଥ |
ଆ-ଗମ୍ (ଆସିବା) | ଆଗଛବତି | ଆସୁଛି | ଆଗାମି | ଆଗମୟତି | ଅଣାଉଛି |
ପରି-ଧା (ପରିଧ୍ୟାନ କରିବା) | ପରିଦଧାତି | ପିନ୍ଧୁଛି | ପରିଧାପି | ପରିଧାପୟତି | ପିନ୍ଧାଉଛି |
ଅଧଂ-ଇ (ପଢ଼ିବା) | ଅଧ୍ୟେତି | ପଢ଼ୁଛି | ଅଧ୍ଯାପି | ଅଧ୍ଯାପୟତି | ପଢ଼ାଉଛି |
ପ୍ର-ଆପ୍ ( ପାଇବା ) | ପ୍ରାପ୍ନୋତି | ପାଉଛି | ପ୍ରାପି | ପ୍ରାପୟତି | ପହଁଞ୍ଚାଉଛି |
ସମ୍-ଗ୍ରହ୍ (ସଂଗ୍ରହ କରିବା) | ସଂଗୃହ୍ମାତି | ସଂଗ୍ରହକରୁଛି | ସଂଗ୍ରାହି | ସଂଗ୍ରାହୟତି | ସଂଗ୍ରହ କରାଉଛି |
ଣିଜନ୍ତ ଧାତୁର ଆତ୍ମନେପଦୀ ରୂପ ସେବ୍ ଧାତୁପରି ହୋଇଥାଏ । ଯଥା- ପାଠୟତେ, ପାଠୟେତ, ପାଠୟତାମ୍, ଅପାଠୟତ, ପାଠୟିଷ୍ୟତେ ଇତ୍ୟାଦି ।
କେତେକ ଧାତୁର ଣିଜନ୍ତରେ ଅର୍ଥଗତ ପରିବର୍ଭନ ସହିତ ବିକଳ୍ପରୂପେ ମଧ୍ଯ ହୋଇଥାଏ। ନିମ୍ନସ୍ଫ ଉଦାହରଣଗୁଡ଼ିକୁ ଲକ୍ଷ ଜଳ-
(i) ଚଳ ଧାତୁ ଣିଜନ୍ତରେ ଉଭୟ ଚଳି ଓ ଚାଳି ହୋଇଥାଏ ।
(ii) ପବନଃ ଲତାଂ ଚଳୟତି – ପବନ ଲତାକୁ ହଲାଉଛି ।
(iii) ମୁଖ୍ୟମନ୍ତ୍ରୀ ରାଜ୍ୟଂ ଚାଳୟତି – ମୁଖ୍ୟମନ୍ତ୍ରୀ ରାଜ୍ୟ ଚଳାଉଛନ୍ତି ।
(iv) ଅଶ୍ଵପାଳଃ ଅଶ୍ଵଂ ଚାଳୟତି – ଅଶ୍ଵପାଳକ ଅଶ୍ଵକୁ ଚଳାଉଛି ।
(v) ଏହିପରି- ସର୍ପଃ ଜନାନ୍ ଭୀଷୟତେ । ସାପ ଲୋକଙ୍କୁ ଡରାଉଛି ।
ମାତା କୁଞ୍ଚୁକୟା ବାଳଂ ଭାୟୟତି – ମା” ଚାବି ଦେଖାଇ ପିଲାଙ୍କୁ ଡରାଉଛନ୍ତି । ( କୁଞ୍କା- ସାପପରି ଏକ ବିଷହୀନ ଜଳଜୀବ)
ମନେରଖ: “ଚାବି” ଏବଂ “କୋଚିଆ କର୍ତା ନିଜେ ଭୟର କାରଣ ହେଲେ ଣିଜନ୍ତରେ “ଭୀଷୟତେ” ରୂପ ହୁଏ, ମାତ୍ର କର୍ତା ରା ଅନ୍ୟଦ୍ଵାରା ଭୟଜାତ କରାଇଲେ “ ଭାୟୟତି” ରୂପ ହୁଏ ।
(i) ସନ୍ନ୍ୟାସୀ ତପଃ ସେଧୟତି – ସନ୍ନ୍ୟାସୀ ତପଃ ସାଧନ କରୁଛନ୍ତି ।
(ii) ପାଚକଃ ଅନ୍ନଂ ସାଧୟତି – ରୋଷେୟା ଭାତ ରାନ୍ଧୁଛି ।
ମନେରଖ: ପରଲୋକ ପାଇଁ କର୍ମସାଧନ ହେଲେ ‘ସିଧ୍’ ଧାତୁର ଣିଜନ୍ତରେ *ସେଧୟତି” ଓ ଇହଲୋକପାଇଁ କର୍ମସାଧନରେ ସାଧୟତି ରୂପ ହୁଏ ।
ଲକ୍ଷ ଜଳ-
(i) ବ୍ୟାଧଃ ମୃଗାନ୍ ରଜୟତି – ଶିକାରୀ ମୃଗମାନଙ୍କୁ ମାରୁଛି ।
(ii) ରଜକଃ ବସ୍ତ୍ରଂ ରଞ୍ଜୟତି – ଧୋବା ଲୁଗା ରଙ୍ଗ କରୁଛି ।
(iii) ଗାୟକଃ ଜନାନ୍ ରଞ୍ଜୟତି – ଗାୟକ ଲୋକଙ୍କ ମନୋରଞ୍ଜନ କରୁଛି ।
ମନେରଖ: ଶିକାର କରିବା ଅର୍ଥରେ ରନ୍ଜ୍ ଧାତୁର ଣିଜନ୍ତରେ ରଜୟତି ଓ ରଙ୍ଗ କରିବା ତଥା ମନୋରଞ୍ଜନ କରିବା ଅର୍ଥରେ ରଞ୍ଜୟତି ରୂପ ହୋଇଥାଏ ।
(i) ଏୀନ୍ଦ୍ରଜାଲିକଃ ଜନାନ୍ ବିସ୍ମାପୟତେ ।
ଯାଦୁକର ଲୋକଙ୍କୁ ବିସ୍ମିତ କରୁଛି ।
(ii) ଏୀନ୍ଦ୍ରଜାଲିକଃ ପୁତ୍ତଳିକୟା ଜନାନ୍ ବିସ୍ମାୟୟତି ।
ଯାଦୁକର କଣ୍ଢେଇଦ୍ଵାରା ଲୋକଙ୍କୁ ବିସ୍ମିତ କରୁଛି ।
ମନେରଖ: କର୍ତା ନିଜେ ବିସ୍ମୟର କାରଣ ହେଲେ ବି-ସ୍ମି ଧାତୁର ଣିଜନ୍ତରେ “ ବିସ୍ମାପୟତେ” ରୂପ ହୁଏ, କିନ୍ତୁ ଅନ୍ୟ ଦ୍ବାରା ବିସ୍କ୍ୟ ଜାତ କରାଇଲେ ‘ବିସ୍ମାୟୟତି’ ରୂପ ହୁଏ । ଏହିପରି-
(i) ବାଳକଃ ଗୀତଂ ନିଶମୟତି – ବାଳକ ଗୀତ ଶୁଣୁଛି ।
(ii) ବାଳିକା ଚନ୍ଦ୍ର ନିଶାମୟତି – ବାଳିକା ଚନ୍ଦ୍ରକୁ ଦେଖୁଛି ।
ମନେରଖ: ଶୁଣିବା ଅର୍ଥରେ ନି – ଶମ୍ ଧାତୁର ଣିଜନ୍ତରେ ନିଶମୟତି ଓ ଦେଖ୍ବା ଅର୍ଥରେ ‘ନିଶାମୟତି’ ରୂପ ହୁଏ । ଏହା ଣିଜନ୍ତ ଅନ୍ତର୍ଗତ ହୋଇଥୁଲେ ମଧ୍ଯ ଚୂରାଦିଗଣୀୟ ଧାତୁପରି ସାଧାରଣ କ୍ରିୟାରୂପେ ବ୍ୟବହୃତ ହୋଇଥାନ୍ତି ।
କେତେକ ସାଧାରଣ ପ୍ରଚଳିତ ଧାତୁର ବିଭିନ୍ନ ଲକାରେ ପରସ୍ମୈପଦୀ ଣିଜନ୍ତ ରୂପ ନିମ୍ନରେ ଦିଆଗଲା।-
ଧାତୂ | ଲଟ୍ | ଲଙ୍ | ବିଧଲିଙ୍ | ଲୋଟ୍ | ଲୁଟ୍ |
ପଠ୍ (ପଢ଼ିବା) | ପାଠୟତି | ଅପାଠୟତ୍ | ପାଠୟେତ୍ | ପାଠୟତୁ | ପାଠୟିଷ୍ୟତି |
ଗମ୍ (ଯିବା) | ଗମୟତି | ଅଗମୟତ୍ | ଗମୟେତ୍ | ଗମୟତୁ | ଗମୟିଷ୍ୟତି |
ଦୃଶ୍ (ଦେଖ୍ବା) | ଦର୍ଶୟତି | ଅଦର୍ଶୟତ୍ | ଦର୍ଶୟେତ୍ | ଦର୍ଶୟତୁ | ଦର୍ଶୟିଷ୍ୟତି |
ପା (ପିଇବା) | ପାୟୟତି | ଅପାୟୟତ୍ | ପାୟୟେତ୍ | ପାୟୟତୁ | ପାୟୟିଷ୍ୟତି |
ସ୍ଥା (ରହିବା) | ସ୍ଥାପୟତି | ଅସ୍ତ୍ରାପୟତ୍ | ସ୍ଥାପୟେତ୍ | ସ୍ତ୍ରାପୟତୁ | ସ୍ଥାପୟିଷ୍ୟତି |
ନୀ (ନେବା) | ନାୟୟତି | ଅନାୟୟତ୍ | ନାୟୟେତ୍ | ନାୟୟତୁ | ନାୟୟିଷ୍ୟତି |
ଭୂ (ହେବା) | ଭାବୟତି | ଅଭାବୟତ୍ | ଭାବୟେତ୍ | ଭାବୟତୁ | ଭାବୟିଷ୍ୟତି |
କୃ (କରିବା) | କାରୟତି | ଅକାରୟତ୍ | କାରୟେତ୍ | କାରୟତୁ | କାରୟିଷ୍ୟତି |
ଦା (ଦେବା) | ଦାପୟତି | ଅଦାପୟତ୍ | ଦାପୟେତ୍ | ଦାପୟତୁ | ଦାପୟିଷ୍ୟତି |
ଜ୍ଞା (ଜାଣିବା) | ଜ୍ଞାପୟତି | ଅଜ୍ଞାପୟତ୍ | ଜ୍ଞାପୟେତ୍ | ଜ୍ଞାପୟତୁ | ଜ୍ଞାପୟିଷ୍ୟତି |
ଶ୍ରୁ(ଶୁଣିବା) | ଶ୍ରାବୟତି | ଅଶ୍ରାବୟତ୍ | ଶ୍ରାବୟେତ୍ | ଶ୍ରାବୟତୁ | ଶ୍ରାବୟିଷ୍ୟତି |
(ହନ୍୍ହତ୍ୟା କରିବା) | ଘାତୟତି | ଅଘାତୟତ୍ | ଘାତୟେତ୍ | ଘାତୟତୁ | ଘାତୟିଷ୍ୟତି |
ଗ୍ରହ୍ (ଗ୍ରହଣ କରିବା) | ଗ୍ରାହୟତି | ଅଗ୍ରାହୟତ୍ | ଗ୍ରାହୟେତ୍ | ଗ୍ରାହୟତୁ | ଗ୍ରାହୟିଷ୍ୟତି |
ପ୍ରୀ (ପ୍ରୀତହେବା) | ପ୍ରୀଣୟତି | ଅପ୍ରୀଣୟତ୍ | ପ୍ରୀଣୟେତ୍ | ପ୍ରୀଣୟତୁ | ପ୍ରୀଣୟିଷ୍ୟତି |
ପତ୍ (ପଡ଼ିବା) | ପାତୟତି | ଅପାତୟତ୍ | ପାତୟେତ୍ | ପାତୟତୁ | ପାତୟିଷ୍ୟତି |
ଲଭ୍ (ପାଇବା) | ଲମ୍ଭୟତି | ଅଲମ୍ଭୟତ୍ | ଲମ୍ଭୟତ୍ | ଲମ୍ଭୟତୁ | ଲମ୍ଭୟିଷ୍ୟତି |
ଶୀ (ଶୋଇବା ) | ଶାୟୟତି | ଅଶାୟୟତ୍ | ଶାୟୟେତ୍ | ଶାୟୟତୁ | ଶାୟୟିଷ୍ୟତି |
ଭୁଜ୍ (ଭୋଗକରିବା) | ଭୋଜୟତି | ଅଭୋଜୟତ୍ | ଭୋଜୟେତ୍ | ଭୋଜୟତୁ | ଭୋଜୟିଷ୍ଯତି |
ଅଭ୍ୟାସ:
୧। ସଂସ୍କୃତଭାଷୟା ଅନୁବାଦଂ କୂରୂତ। (ସଂସ୍କୃତ ଭାଷାରେ ଅନୁବାଦ କର)
(କ) ମାଆ ଝିଅକୁ ଶେଯରେ ଶୁଆଉଛନ୍ତି।
Answer:
ମାତା କନ୍ୟାଂ ଶଯ୍ୟାୟାଂ ଶାୟୟତି ।
(ଖ) ବାପା ପୁଅକୁ ଚନ୍ଦ୍ର ଦେଖାଇବେ ।
Answer:
ପିତା ପୁତ୍ରଂ ଚନ୍ଦ୍ରଂ ଦର୍ଶୟିଷ୍ୟତି ।
(ଗ) ମୁଁ ତୁମଦ୍ଵାରା ଫୁଲଗୁଡ଼ିକ ତୋଳାଇବି ।
Answer:
ଅହଂ ତ୍ଵୟା ପୁଷ୍ପାଣି ଚାୟୟିଷ୍ୟାମି ।
(ଘ) ରମା ସୀମାକୁ ନିଦରୁ ଉଠାଉଛି।
Answer:
ରମା ସୀମାଂ ନିଦ୍ରାୟାଃ ଉତ୍ଥାପୟତି ।
(ଙ) ମାମୁ ଆମକୁ ଗପ ଶୁଣାଇଲେ।
Answer:
ମାତୁଳଃ ଅସ୍ମାନ୍ ଆଖ୍ୟାନମ୍ ଅଶ୍ରାବୟତ୍ ।
(ଚ) ସେମାନେ ତୁମକୁ କାହିଁକି ଡକାଇଛନ୍ତି ?
Answer:
ତେ ତ୍ଵାଂ କଥମ୍ ଆହ୍ଵୟନ୍ତି ?
(ଛ) ବାପା ରାମଦ୍ବଵାରା ବହି ଗୁଡ଼ିକୁ ରଖାଉଛନ୍ତି।
Answer:
ପିତା ରାମେଣ ପୁସ୍ତାକାନି ସ୍ଥ୍ରାପୟତି ।
(ଜ) ଗୁରୁମା ତୁମୂକୁ ସାହିତ୍ୟ ପଢ଼ାଇବା ଉଚିତ ।
Answer:
ଶିକ୍ଷିକା ତ୍ବାଂ ସାହିତ୍ୟଂ ପାଠୟେତ୍ ।
(ଝ) ତୁମକୁ କିଏ ଲୁଗା ପିନ୍ଧାଇଛି ?
Answer:
ତ୍ଵାଂ କଃ ବସ୍ତ୍ରଂ ପରିଧାପୟତି ।
(ଞ) ଆଭ ନାତୁଣୀକୁ ଗାଧୋଇଦେବେ।
Answer:
ମାତାମହୀ ନପ୍ତୀଂ ସ୍ବାପୟିଷ୍ୟତି ।
(ଟ) ଶିକ୍ଷକ ଛାତ୍ରମାନଙ୍କଦ୍ଵାରା ଉତ୍ତର କରାଉଛନ୍ତି ।
Answer:
ଶିକ୍ଷାକଃ ଛାତ୍ରୈଃ ଉତ୍ତରଂ କାରୟତି ।
(ଠ) ନରଉ୍ତ୍ରକ ଲୋକମାନଙ୍କ ମନୋରଞ୍ଜନ କରୁଛି।
Answer:
ନର୍ତକଃ ଲୋକାନ୍ ରଞ୍ଜୟତି ।
(ଡ) ସରକାର ଜନତାଙ୍କୁ ନିବେଦନ କରୁଛନ୍ତି।
Answer:
ସର୍ବକାରଃ ଜନେଭ୍ୟଃ ନିବେଦୟତି ।
(ଢ) ଗୋବିନ୍ଦ ମୂଲିଆଦ୍ଵାରା ଜିନିଷପତ୍ର ବୃହାଇଲେ।
Answer:
ଗୋବିନ୍ଦଃ ସେବକେନ ବସ୍ତୂନି ବାହୟତିସ୍ମ ।
(ଣ) ବଡ଼ଭଉଣୀ ସାନଭାଇକୁ ନିୟମସବୁ ବୁଝାଇଦେବା ଉଚିତ।
Answer:
ଅଗ୍ରଜା ଅନୁଜାୟ ନିୟମାନ୍ ବୋଧୟେତ୍ ।
୨। ଅଧୋଲିଖ୍ତପଦାନି ବ୍ଯବହୃତ୍ୟ ସଂସ୍କୃତେନ ବାକ୍ଯରଚନଂ କୁରୁତ। (ଅଧାଲିଖତ ପଦଗୁଡ଼ିକ ବ୍ୟବହାର କରି ସଂସ୍କୃତରେ ବାକ୍ଯରଚନା କର।)
ଅଧ୍ଯାପୟତି, ଭୀଷୟତେ, ରଜୟତି, ଦାପୟାମି, ଶ୍ରାବୟସି, ଅଜ୍ଞାପୟତ୍, କରନ୍ଦୟେତ୍, ଜାଗରୟତି, ଘାତୟତୁ, ଅରୋଦୟତ୍ ।
Answer:
ଅଧ୍ଯାପୟତି = ଅଧ୍ୟାପୟତି ଅଧ୍ୟାପକଃ ।
ଭୀଷୟତେ = ସର୍ପଃ ଜନାନ୍ ଭୀଷୟତେ ।
ରଜୟତି = ରାଜା ବନେ ମୃଗାନ୍ ରଜୟତି ।
ଦାପୟାମି = ଅହଂ ତୁଭ୍ୟଂ ଧନଂ ଦାପୟାମି ।
ଶ୍ରାବୟସି = ତ୍ବଂ କିଂ ଶ୍ରାବୟସି ।
ଅଜ୍ଞାପୟତ୍ = ପ୍ରଧାନ ଶିକ୍ଷାକଃ ମାମ୍ ଅଜ୍ଞାପୟତ୍ ।
କ୍ରନ୍ଦୟେତ୍ = ସଃ ଶିଶୁଂ କନ୍ଦ୍ରୟେତ୍ ।
ଜାଗରୟତି = ମାତା ପୁତ୍ରଂ ଜାଗରୟତି ।
ଘାତୟତୁ = ବ୍ୟାଧଃ ମୃଗାନ୍ ନ ଘାତୟତୁ ।
ଅରୋଦୟତ୍ = ଅସୌ ମାମ୍ ଅରୋଦୟତ୍ ।
୩। ସ୍ତମ୍ଭମେଳନଂ କୁରୁ। (ସ୍ତମ୍ଭମେଳନ କର ।)
‘କ’ ସୃମୃଃ | ‘ଖ’ ସୃମୃଃ |
ଗୃହ୍ମନ୍ତଂ ପ୍ରେରୟ | ଘ୍ରାପୟନ୍ତି |
ଲଭମାନଂ ପ୍ରେରୟମି | ଅଦର୍ଶୟତ୍ |
ରୁଦନ୍ତଂ ପ୍ରେରୟସି | ଗାପୟତୁ |
ସ୍ନାନ୍ତଂ ପ୍ରେରୟେତ୍ | ଗ୍ରାହୟ |
ପଶ୍ୟନ୍ତଂ ପ୍ରୈରୟତ୍ | ରମୟିଷ୍ୟାମି |
କୁର୍ବନ୍ତଂ ପ୍ରେରୟିଷ୍ୟନ୍ତି | ଲମ୍ଭୟାମି |
ଗାୟନ୍ତଂ ପ୍ରେରୟତୁ | ଚାରୟସି |
ଚରନ୍ତଂ ପ୍ରେରୟସି | ରୋଦୟସି |
ରମନ୍ତଂ ପ୍ରେରୟିଷ୍ୟାମି | ସ୍ନାପୟେତ୍ |
ଜିଘ୍ରନ୍ତ ପ୍ରେରୟନ୍ତି | କାରୟିଷ୍ୟନ୍ତି |
Answer:
‘କ’ ସୃମୃଃ | ‘ଖ’ ସୃମୃଃ |
ଗୃହ୍ମନ୍ତଂ ପ୍ରେରୟ | ଗ୍ରାହୟ |
ଲଭମାନଂ ପ୍ରେରୟମି | ଲମ୍ଭୟାମି |
ରୁଦନ୍ତଂ ପ୍ରେରୟସି | ରୋଦୟସି |
ସ୍ନାନ୍ତଂ ପ୍ରେରୟେତ୍ | ସ୍ନାପୟେତ୍ |
ପଶ୍ୟନ୍ତଂ ପ୍ରୈରୟତ୍ | ଅଦର୍ଶୟତ୍ |
କୁର୍ବନ୍ତଂ ପ୍ରେରୟିଷ୍ୟନ୍ତି | କାରୟିଷ୍ୟନ୍ତି |
ଗାୟନ୍ତଂ ପ୍ରେରୟତୁ | ଗାପୟତୁ |
ଚରନ୍ତଂ ପ୍ରେରୟସି | ଚାରୟସି |
ରମନ୍ତଂ ପ୍ରେରୟିଷ୍ୟାମି | ରମୟିଷ୍ୟାମି |
ଜିଘ୍ରନ୍ତ ପ୍ରେରୟନ୍ତି | ଘ୍ରାପୟନ୍ତି |
୪। ସଂଶୋଧନଂ କୁରୁତ। (ସଂଶୋଧନ କର ।)
(କ) ରଜକଃ ବସ୍ତ୍ରାଣି ରଞ୍ଜୟତି ।
Answer:
ରଜକଃ ବସ୍ତ୍ରାଣି ରଞ୍ଜୟତି ।
(ଖ) ବୀରଃ ଖଡ୍ଗେନ ଶତ୍ରୁନ୍ ଭାୟୟତି ।
Answer:
ବୀରଃ ଖଡ୍ଗନ ଶତ୍ରୁନ୍ ଭାୟୟତି।
(ଗ) ଗୁରୁଃ ଶିଷ୍ୟାନ୍ ବ୍ୟାକରଣମ୍ ଅଧ୍ଯାପୟତି ।
Answer:
ଗୁରୁ ଶିଷ୍ୟାନ୍ ବ୍ୟାକରଣମ୍ ଅଧ୍ୟାପୟତି ।
(ଘ) ନେତା ହସ୍ତଂ ଚଳୟତି ।
Answer:
ନେତା ହସ୍ତୀ ଚଳୟତି।
(ଙ) ତ୍ବଂ କେନ ଖାତିକାମ୍ ଅକ୍ରାପୟଃ ।
Answer:
ଙ କେନ ଖାତିକାମ୍ ଅକ୍ରାପୟଃ ।
(ଚ) ଶିଶ୍ୁଃ ସଂଖ୍ୟାଃ ଗଣୟ ।
Answer:
ଶିଶ୍ୁଃ ସଂଖ୍ୟାଃ ଗଣୟତୁ ।
(ଛ) ଗୃହସ୍ପଃ ଶ୍ରମିକୈଃ କାଷ୍ଠାନି ଛେଦୟତି ।
Answer:
ଗୃହସ୍ଥ ଶ୍ରମିକଃ କାଷ୍ଠାନି ଛେଦୟତି।
(ଜ) ତ୍ବଂ ମାଂ କଥଂ ହାସୟସି ?
Answer:
ବଂ ମାଂ କଣଂ ହାସୟସି ?
(ଝ) ଗାୟକଃ ଛାତ୍ର ଗାପୟତୁ ।
Answer:
ଗାୟକଃ ଛାତ୍ରେଣ ଗାପୟତୁ ।
(ଞ) ଜନାଃ ମାର୍ଗେ ଦୁର୍ଘଟନାଂ ଘଟୟନ୍ତି ।
Answer:
ଜନଃ ମାର୍ଗେ ଦୁର୍ଘଟନାଂ ଘଟୟନ୍ତି।
୫। ଣିଜନ୍ତରୂପାଣି ଲିଖତ। (ଣିଜନ୍ତରୂପ ଲେଖ)।
ଯଥା – ପଠତି = ପାଠୟତି
Answer:
ଜାୟନ୍ତେ, ଲଭତେ, ଶେରତେ), ଗୃହାାତି, ଅହନ୍, ପତ ତୂ, ପୂଜ୍ରାମଃ, ଜୟନ୍ତି, ଜାନାସି, ପଠେୟୁଃ ଜନୟନ୍ତି, ଲମ୍ଭୟତି, ଶାୟୟନ୍ତି, ଗ୍ରାହୟତି, ଅଘାତୟତ୍, ପାତୟତୁ, ପ୍ରଚ୍ଛୟାମଃ, ଜାୟୟତି, ଜ୍ଞାପୟସି, ପାଠୟେୟଃୁ ।
୬। ନିର୍ଦ୍ଦେଶାନୁସାରେଣ ଣିଜନ୍ତରୂପାଣି ଲିଖତ। (ନିର୍ଦ୍ଦେଶ ଅନୁସାରେ ଣିଜନ୍ତ ରୂପ ଲେଖ।) ।
କୃ – ବିଧୂଲିଙ୍ରି ଉତ୍ତମ ପୁରୁଷୈକବଚନେ।
Answer:
କାରୟେୟମ୍
ସ୍ପଟ – ଲୋଟି ମଧ୍ଯମପୂରୂଷ ବହୁବଚନେ।
Answer:
ସ୍ଥାପୟତ
କ୍ରୀ – ଲଢି ପ୍ରଥମପୂରୂଷ ବହୁବଚନେ।
Answer:
ଆକ୍ରାପୟନ୍
ଗୈ – ଲଟି ପ୍ରଥମପୁରୂଷ ବହୁବଚନେ ।
Answer:
ଗାପୟନ୍ତି
ଗ୍ରହ୍ – ଲୃଟି ଉତ୍ତମପୁରୂଷ ଦ୍ବିବଚନେ
Answer:
ଗ୍ରାହୟିଷ୍ୟାବଃ
ଛିଦ୍ – ଲୂଟି ଉତ୍ତମପୁରୁଷୈକବଚନେ।
Answer:
ଛେଦୟିଷ୍ୟତି
ଭୂଜ୍ – ଲୋଟି ପ୍ରଥମପୁରୁଷ ବହୁବଚନ ।
Answer:
ଭୋଜୟନ୍ତି।
୭ । ଅର୍ଥଭେଦଂ କୁରୁତ। (ଅର୍ଥଭେଦ କର।)
ରଜୟତି – ରଞ୍ଜୟତି, ଭୀଷୟତେ – ଭାୟୟତି, ନିଶମୟତି – ନିଶାମୟତ, ସାଧୟତି – ସେଧୟତେ, ଚଳୟତି – ଚ଼ାଳୟତ ।
Answer:
ରଜୟତି – ଶିକାର କରୁଛି ।
ରଞ୍ଜୟତି – ରଙ୍ଗାଉଛି ।
ଭୀଷୟତେ – ନିଜେ ଭୟର କାରଣ ।
ଭାୟୟତି – ଅନ୍ୟଦ୍ଵାରା ଡରାଉଛି ।
ନିଶମୟତି – ଶୁଣୁଛି ।
ନିଶାମୟତି – ଦେଖୁଛି
ସାଧୟତି – ଇହଲୋକ ପାଇଁ ।
ସେଧୟତେ – ପରଲୋକ ପାଇଁ ସାଧନ କରୁଛି ।
ଚଳୟତି – ହଲାଉଛି ।
ଚ଼ାଳୟତି – ଚଳାଉଛି
୮। ବନ୍ଧନୀମଧ୍ଯାତ୍ ଶୁଦ୍ଧମ୍ ଉତ୍ତରଂ ନିରୂପୟତ। ବନ୍ଧନୀମଧ୍ଯରୁ ଶୁଦ୍ଧ ଉତ୍ତର ନିରୂପଣ କର।)
ଦଦତଂ ପ୍ରେରୟତି – (ଦଦୟତି, ଦାନୟତି, ଦାପୟତି)
Answer:
ଦାପୟତି
ଗଚ୍ଛନ୍ତଂ ପ୍ରେରୟ – (ଗଚ୍ଛୟ, ଗାମୟ, ଗମୟ)
Answer:
ଗମୟ
କୁର୍ବନ୍ତଂ ପ୍ରେରୟସି – (କରୋଷି, କାରୟସି, କର୍ରୟସି)
Answer:
କାରୟସି
କ୍ରୀଣନ୍ତଂ ପ୍ରୈରୟତ୍ – (ଅକ୍ରାପୟତ୍, କ୍ରାପୟତି, କ୍ରେତୟତି)
Answer:
ଅକ୍ରାପୟତ୍
ପଠନ୍ତଂ ପ୍ରେରୟାମି – (ପଠୟାମି, ପାଠୟାମି, ପାଠାୟମି)
Answer:
ପାଠୟାମି
ପଶ୍ୟନ୍ତଂ ପ୍ରେରୟେତ୍ – (ଦର୍ଶୟତି, ଦର୍ଶୟେତ୍, ପଶେୟତ୍)
Answer:
ଦର୍ଶୟେତ୍
ଶୃଣ୍ଞନ୍ତଂ ପ୍ରେରୟିଷ୍ୟାମି – (ଶ୍ରାବୟାମି, ଶ୍ରାବୟମି, ଶ୍ରାବୟିଷ୍ଯାମି)
Answer:
ଶ୍ରାବୟିଷ୍ଯାମି