BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

Odisha State Board BSE Odisha Class 10 Sanskrit Grammar Book Solutions Chapter 12 ଅନୁବାଦନିୟମାବଳୀ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

ଅଡୁବାଦଳିୟଥାବଳୀ
୧ । ପ୍ରଥମେ ବାକ୍ୟକୁ ପଢ଼ି କର୍ତା, କ୍ରିୟା ଏବଂ ଅନ୍ୟାନ୍ୟ ବିଭକ୍ତିକୁ ଚିହ୍ନିବା ଦରକାର।
୨ । ପୁରୁଷ ବଚନ ଅନୁସାରେ କ୍ରିୟାପଦ ବ୍ୟବହାର କରାଯିବ ।
୩ । ବିଶେଷ୍ୟ ପଦର ଲିଙ୍ଗ ବିଭକ୍ତି ବଚନ ଅନୁସାରେ ବିଶେଷଣ ପଦ ବ୍ୟବହାର କରିବ ।
୪ । ବାକ୍ୟରେ କେଉଁ ଶବ୍ଦ ବା ଧାତୁ ଯୋଗେ କେଉଁଠାରେ କେଉଁ ବିଭକ୍ତି ହୁଏ ସ୍ଥିର ରହିବ ।
(ଯଥା- ବିନା, ପତି, ଅନୁଯୋଗେ ୨ୟା; ଦାନ, ଧାର ଯୋଗେ ୪ର୍ଥୀ)
୫ । ଯୁଷ୍ମଦ୍‌, ଅସ୍କଦ୍‌ ଶବ୍ଦର, ୨ୟା, ୪ର୍ଥୀ ଓ ୬ଷ୍ଠ ବିଭଳ୍ତିରେ ବିକଳ୍ପ ରୂପ ବାକ୍ୟରେ ଆରମ୍ଭରେ ଏବଂ ସମ୍ବୋଧନ ପଦ ପରେ ରହେ ନାହିଁ ।
(ଯଥା – ତ୍ସ, ବାମ୍‌, ବଃ, ତେ, ମା, ନୌ, ନଃ, ମେ)
୬ । ପାତ୍ର, ସ୍ଫରାନ/ ପ୍ରମାଣ, ଭାଜନ, ଭୂଷଣ, ନିଦାନ, କାରଣ, ଆସ୍ନଦ ପ୍ରଭୂତି ଶବ୍ଦ ବିଶେଷଣ ରୂପେ ବ୍ୟବହୃତ ହେଲେ ମଧ୍ଯ ସେମାନଙ୍କର ଲିଙ୍ଗରେ କୌଣସି ପରିବର୍ତନ ହୁଏ ନାହିଁ । ଏସବୁ ଅଜହଲ୍ଲିଙ୍ଗ। ନଫୁଂସକ ଏକବଚନ ରୂପେ ଏମାନଙ୍କର ପ୍ରୟୋଗ ହୁଏ ।
୭ । ଓଡ଼ିଆ ଭାଷାରେ ପ୍ରଚଳିତ ସରଳ ସାଧୁଶବ୍ଦ ( ତତ୍‌ସମଶବ୍ଦ) କୁ ସଂସ୍କୃତ ଅନୁବାଦରେ ଅଗ୍ରାଧ୍କାର ଦେବା ଉଚିତ ।
ଅପ୍ରଚଳିତ, କଷ୍ଟ, ଦୁର୍ବୋଷ ଶବ୍ଦ ପ୍ରୟୋଗ ଯଥ!ସମାବ କମ୍‌ ହେବା ଦରକାର ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

ସଂସ୍କୃତାନୁବାଦ ଅଭ୍ୟାସ
୧ । ପିଲାମାନେ ସତ କୁହନ୍ତି ।
Answer:
ବାଳକାଃ ସତା ବଦନ୍ତି

୨ । ସେଠାରେ ବହୁତ ଫୁଲଗଛ ଅଛି ।
Answer:
ତତ୍ର ବହବଃ ପୁଷ୍ପବୃକ୍ଷାଃ ସନ୍ତି ।

୩ । ମୁନିମାନେ ଆଶ୍ରମରେ ଅଛନ୍ତି ।
Answer:
ମୁନୟଃ ଆଶ୍ରମେ ସନ୍ତି ।

୪ । ହରିର ସାନ ଭାଇ ଦଶମ ଶ୍ରେଣୀରେ ପଢ଼ୁଛି ।
Answer:
ହରେଃ ଅନୁଜଃ ଦଶମବର୍ଗେ ପଠତି ।

୫ । ମୃଗଗୁଡ଼ିକ ଏଣେତେଣେ ବୁଲୁଛନ୍ତି।
Answer:
ମୃଗାଃ ଇତସ୍ତତଃ ଭ୍ରମନ୍ତି ।

୬ । ହରିଶ୍ଚନ୍ଦ୍ର ବୋଲି ଜଣେ ରାଜା ଥିଲେ ।
Answer:
ହରିଶ୍ଚନ୍ଦୁଃ ଇତି ଏକଃ ରାଜା ଆସୀତ୍‌ ।

୭ । ଆପଣମାନଙ୍କ ଘର କେଉଁଠି ?
Answer:
ଭବତାଂ ଗୃହଂ କୁତ୍ର ?

୮ । ସ୍କୁଲ ଲାଇବ୍ରେରୀରେ ପିଲାମାନେ ପଢ଼ନ୍ତି ।
Answer:
ବିଦ୍ୟାଳୟସ୍ଯ ପାଠାଗାରେ ବାଳକାଃ ପଠନ୍ତି ।

୯ । ତୁମେ କାଲି କୁଆଡ଼େ ଯିବ ?
Answer:
ତ୍ସଂ ଶ୍ବଃ କୁତ୍ର ଗମିଷ୍ଯସି ?

୧୦ । ମୁଁ କାଲି ଗାଁକୁ ଯାଇଥଲି ।
Answer:
ଅହଂ ହ୍ୟଃ ଗ୍ରାମଂ ଗତବାନ୍‌/ ଗତବତୀ ଅଗଚ୍ଛମ୍‌ ।

୧୧ । କାଲି କାମ ଆଜି କର।
Answer:
ଶ୍ଵଃ କାର୍ଯ୍ୟମ୍‌ ଅଦ୍ୟ କୁରୁ ।

୧୨ । ଝିଅଟି କାହାଣୀ ପଢ଼ୁଛି ।
Answer:
ବାଳିକା ଆଖ୍ୟାନଂ ପଠତି ।

୧୩ । ଓଡ଼ିଶାର ଲୋକ ମାନେ ଭାତ ଖାଆନ୍ତି ।
Answer:
ଉତକୁଳୀୟାଃ ଓଦନଂ ଖାଦନ୍ତି ।

୧୪ । ନେତାମାନେ ବର୍ଭମାନ ଗାଁକୁ ବୁଲିବେ ।
Answer:
ନେତାରଃ ଅଧୁନା ପ୍ରତିଗ୍ରାମଂ ଭ୍ରମିଷ୍ୟନ୍ତି ।

୧୫ । ମନ୍ଦିର ଚାରିପଟେ ଉଦ୍ୟାନ ଅଛି ।
Answer:
ମନ୍ଦିଗଂ ପରିତଃ ଉଦ୍ୟାନମ୍‌ ଅସ୍ତି ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୧୬ । ଗାଁ ପାଖରେ ନଦୀ ବହୁଛି ।
Answer:
ଗ୍ରାମଂ ନିକଷା ନଦୀ ବହତି ।

୧୭ । ପିଲାଟି ଶେଯରେ ଶୋଇଛି ।
Answer:
ବାଳକଃ ଶଯ୍ୟାମ୍‌ ଅଧ୍ଶେତେ ।

୧୮ । ଉଲ୍ତମାନେ ସକାଳେ ସନ୍ଧ୍ୟାରେ ମନ୍ଦିର ଯାଆନ୍ତି ।
Answer:
ଭକ୍ତାଃ ପ୍ରାତଃ ସାୟଂ ଚ ମନ୍ଦିରଂ ଗଚ୍ଛନ୍ତି ।

୧୯ । ବୁଢ଼ା ଲୋକଟି ଏହି ଘରେ ରହୁଛି ।
Answer:
ବୁଦ୍ଧଃ ଅସ୍ମିନ୍‌ ଗୃହେ ତିଷ୍ଠତି ।

୨୦ । ଗରିବ ଲୋକଟି ଘରେ ଉପବାସରେ ଅଛି ।
Answer:
ଦରିଦ୍ରଃ ଗୃହେ ଉପବସତି ।

୨୧ । ମା’ ପଛରେ ପିଲାମାନେ ଧାଉଁଥୁଲେ ।
Answer:
ମାତରମ୍‌ ଅନୁ ଶିଶବଃ ଧାବନ୍ତି ସ୍ମ ।

୨୨ । ଗଛର ତଳକୁ ତଳ ଫୁଲଗୁଡ଼ିଏ ଫୁଟିଛି ।
Answer:
ବୃକ୍ଷମ୍‌ ଅଧୋ୍ଷଃ ପୁଷ୍ପାଣି ବିକସନ୍ତି ।

୨୩ । ଗାଁର ସବୁଆଡ଼େ ଅଶାନ୍ତି ଦେଖାଦେଇଛି ।
Answer:
ଗ୍ରାମଂ ସର୍ବତଃ ଅଶାନ୍ତିଃ ଦୃଶ୍ୟତେ ।

୨୪ । ନିଜ ଦେଶରେ ରାଜା ପୂଜା ପାଏ ।
Answer:
ସଦେଶେ ପୂଜ୍ୟତେ ରାଜା ।

୨୫ । ବିଦ୍ଵାନ୍‌ ସବୁଠି ପୂଜା ପାଏ ।
Answer:
ବିଦ୍ବାନ୍‌ ସର୍ବତ୍ର ପୂଜ୍ୟତେ ।

୨୬ । ଦେଶର ସବୁଆଡ଼େ ବର୍ତମାନ ବର୍ଷା ନାହିଁ ।
Answer:
ଦେଶଂ ସର୍ବତଃ ଅଧୁନା ବୃଷ୍ଟିଃ ନାସ୍ତି ।

୨୭ । ମୋ ପଛରେ ତୁମେ ଆସ ।
Answer:
ମାମ୍‌ ଅନୁ ତ୍ଵମ୍‌ ଆଗଚ୍ଛ ।

୨୮ । ରୋଗୀଟି ବିଛଣାରେ ଶୋଇଛି ।
Answer:
ରୋଗୀ / ଆତୁରଃ / ରୁଗ୍ଣଃ କଟେ ଶେତେ ।

୨୯ । ମୁଁ ସନ୍ଧ୍ୟା ବେଳେ ସେଠାକୁ ଯାଇଥୁଲି ।
Answer:
ଅହଂ ସାୟଂ କାଳେ ତତ୍ର ଗତବାନ୍‌ / ଗତବତୀ / ଗଢ୍ଛାମି ସ୍ମ ।

୩୦ । ଗୁରୂନିନ୍ଦକକୁ ଧକ୍‌ ।
Answer:
ଗୁରୁନିନ୍ଦକଂ ଧୂକ୍‌ ।

୩୧ । ଆମେ ଏ ବର୍ଷ ପୁରୀ ଯିବୁ ।
Answer:
ବୟମ୍‌ ଏଷମଃ ପୁରୀଂ ଗମିଷ୍ଯାମଃ ।

୩୨ । ତୁମେ କାଲି କୁଆଡ଼େ ଯାଇଥୁଲ ?
Answer:
ତ୍ବଂ ହ୍ଯଃ କୁତ୍ର ଅଗଚ୍ଛଃ ଗତବାନ୍‌ ?

୩୩ । ଖେଳ ପଡ଼ିଆ ମଝିରେ ସେମାନେ ଖେଳୁଥଲେ ।
Answer:
କ୍ରୀଡ଼ାଙ୍ଗନମ୍‌ ଅନ୍ତରା ତେ କ୍ରୀଡ଼ନ୍ତି ସ୍ମ ।

୩୪ । ପତ୍ରଗୁଡ଼ିକ ଗଛରୁ ଝଡ଼ୁଛି ।
Answer:
ପତ୍ରାଣି ବୃକ୍ଷାତ୍‌ ପତନ୍ତି ।

୩୫ । ପରିବେଶ ହିଁ ଜୀବନ ।
Answer:
ପରିବେଶୋ ହି ଜୀବନମ୍‌ ।

୩୬ । ବୃକ୍ଷ ଆମର ବନ୍ଧୁ ।
Answer:
ବୃକ୍ଷଃ ଅସ୍ନାକଂ ବନ୍ଧୁଃ ।

୩୭ । ଏବେ ମୋ ବାପା ଦିଲ୍ଲୀରେ ରହୁଛନ୍ତି ।
Answer:
ଅଧୁନା ମମ ପିତା ଦିଲ୍ଲ୍ୟାଂ ତିଷ୍ଠତି ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୩୮ । ଘୋଡ଼ାଟି ଜୋର୍‌ରେ ଧାଉଁଛି।
Answer:
ଅଶ୍ଵଃ ତୁରଙ୍ଗୁଃ/ ହୟଃ ବେଗେନ ଧାବତି ।

୩୯ । ହାତୀ ଧୀରେ ଧୀରେ ଚାଲେ ।
Answer:
ଗଜଃ ମନ୍ଦଂ ମନ୍ଦଂ ଗଚତି ।

୪୦ । ସେମାନେ ମାସେ ହେଲା ଭାଗବତ ପଢ଼ୁଛନ୍ତି ।
Answer:
ତେ ମାସଂ ଭାଗବତଂ ପଠନ୍ତି ।

୪୧ । ବୁଢ଼ା ବାପାଙ୍କ ସହିତ ନାତିମାନେ ଗାଁକୁ ଯିବେ ।
Answer:
ପିତାମହେନ ସାକଂ ନପ୍ତାରଃ ଗ୍ରାମଂ ଗମିଷ୍ୟନ୍ତି ।

୪୨ । ଅଜାଙ୍କ ସହ ମୁଁ ଢେଙ୍କାନାଳ ଯାଇଥୁଲି ।
Answer:
ମାତାମହେନ ସାକମ୍‌ ଅହଂ ଢ଼େଙ୍କାନାଳମ୍‌ ଅଗଚ୍ଛମ୍‌ ।

୪୩ । ମୋ ବଡ଼ବାପା କଟକରେ ରହୁଛନ୍ତି ।
Answer:
ମମ ଜ୍ୟେଷଠତାତଃ କଟକେ ତିଷ୍ଠତି ।

୪୪ । ମୋ କକା ଗାଁ ସ୍କୁଲରେ ଶିକ୍ଷକ ଅଛନ୍ତି ।
Answer:
ମମ ପିତୃବ୍ୟଃ/ ଖୁଲ୍ତାତଃ ଗ୍ରାମବିଦ୍ୟାଳୟେ ଶିକ୍ଷକଃ ଅନ୍ତି ।

୪୫ । ତୁମ ମାମୁ ଏବେ କେଉଁଠି ଅଛନ୍ତି ?
Answer:
ତବ-ମାତୁଳଃ ଅଧୁନା କୁତ୍ର ଅସ୍ତି ?

୪୬ । ଶିବଦତ୍ତର ସାନ ଭଉଣୀ ନନ୍ଦନକାନରେ ବୁଲୁଛି ।
Answer:
ଶିବଦତ୍ତସ୍ଯ ଅନୁଜା ନନ୍ଦନକାନନେ ଭ୍ରମତି ।

୪୭ । ତାଂର ବଡ଼ ଭଉଣୀ ଆଜି ଏଠାକୁ ଆସିପାରେ ।
Answer:
ତସ୍ୟ ଅଗ୍ରଜା ଅଦ୍ୟ ଅତ୍ର ଆଗଚ୍ଛେତ୍‌ ।

୪୮ । ଆଖୁର ପ୍ରକୃତି ମିଠା ।
Answer:
ଇକ୍ଷୁଃ/ ଇକ୍ଷୁକାଣ୍ଡଃ ପ୍ରକୃତ୍ୟା ମଧୁରଃ ।

୪୯ । ବନବାସୀମାନେ ସଭାବରେ ସରଳ ।
Answer:
ବନବାସିନଃ ସଭାବେନ ସରଳାଃ ।

୫୦ । ମୋ ମା” ଦେବତା ଅଟେ ।
Answer:
ମମ ମାତା ଦେବତା ଭବତି।

୫୧ । ସେ ଆମକୁ ଖାଇବାକୁ ଦିଏ ।
Answer:
ସା ଅସ୍ମଭ୍ୟଂ ଖାଦ୍ୟଂ ଦଦାତି ।

୫୨ । ସେ ଜାତିରେ ବ୍ରାହ୍ମଣ ଅଟେ ।
Answer:
ସଃ ଜାତ୍ୟା ବ୍ରାହ୍ମଣଃ ଭବତି ।

୫୩ । ଲୋକଟିର ନାମ ଦେବୀପ୍ରସନ୍ନ ଅଟେ ।
Answer:
ଜନଃ ନାମ୍ନା ଦେବୀପ୍ରସନ୍ନ ଭବତି ।

୫୪ । ମୁଁ ଗୋତ୍ରରେ ଭରଦ୍ଵାଜ ।
Answer:
ଅହଂ ଗୋତ୍ରେଣ ଭରଦ୍ଧାଜଃ ।

୫୫ । ସେମାନେ ଯତ୍ନରେ ଲେଖୁବା ଉଚିତ ।
Answer:
ତେ ଯତ୍ନେନ ଲିଖେୟୁଃ ।

୫୬ । ପାଞ୍ଚ ଟଙ୍କାରେ କଲମଟି କିଣିଲି ।
Answer:
ପଞ୍ଚଭିଃ ମୁଦ୍ରାଭିଃ କଲମଂ କ୍ରୀତବାନ୍‌ ।

୫୭ । ତୁମେ ଦଶଟଙ୍କାରେ ଖଣ୍ଡିଏ ବହି ଆଣ ।
Answer:
ତଂ ଦଶଭିଃ ମୁଦ୍ରାଭିଃ ପୁସ୍ତକମ୍‌ ଆନୟ ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୫୮ । ଗ୍ରାମବାସୀମାନେ ସଭାବରେ ଦୟାଳୁ ।
Answer:
ର୍ରାମବାସିନଃ ସଭାବେନ ଦୟାଳବଃ ।

୫୯ । ମୂର୍ଖର ପାଠ କ’ ଣ ଦରକାର ।
Answer:
ମୂର୍ଖସ୍ଯ ପାଠେନ କିମ୍‌/ କଃ ଅର୍ଥଃ ?

୬୦ । ଧନୀ ଲୋକର ଟଙ୍କା କ’ଣ ଦରକାର ?
Answer:
ଧନିକସ୍ଯ ଧନେନ/ ରୂପ୍ଯକେଣ କିମ୍‌ ?

୬୧ । ଲୋକଟି ଶୀତରେ ଥରୁଥ୍ଲା ।
Answer:
ଜନଃ ଶୀତାତ୍‌/ ଶୀତେନ କମ୍ତେ ସ୍ପ ।

୬୨ । ପିଲାଟି ଶୀତରେ ଥରୁଛି ।
Answer:
ବାଳକଃ ଶୀତେନ/ ଶୀତାତ୍‌ କମ୍ପତେ ।

୬୩ । ଆଭ୍‌ ମାସକରେ ଭାଗବତ ପଢ଼ିଲେ ।
Answer:
ମାତାମହୀ ମାସେନ ଭାଗବତମ୍‌ ଅପଠତ୍‌ ।

୬୪ । ଏହିବାଟେ ସେମାନେ ଯାଆନ୍ତି ।
Answer:
ଅନେନ ମାର୍ଗେଣ ତେ ଗହନ ।

୬୫ । ମୁଁ ଜାତୀୟତାରେ ଭାରତୀୟ ।
Answer:
ଅହଂ ଜାତ୍ୟା ଭାରତୀୟଃ ।

୬୬ । ମୋ ମାମୁ ଏବେ ଆସିଥୁଲେ ।
Answer:
ମମ ମାତୁଳଃ ଅଧୁନା ଆଗଛୁଛତ୍‌ ।

୬୭ । ତୁମେ କେଉଁବାଟେ ଯାଉଛ ।
Answer:
ତଂ କେନ ମାର୍ଗେଣ ଗଚ୍ଛସି ?

୬୮ । ସେହିବାଟେ ଆପଣ ଯାଆନ୍ତୁ ।
Answer:
ତେନ ମାର୍ଗେଣ ଭବାନ୍‌ ଗଢ୍ଛତୁ ।

୬୯ । ଗରିବ ଲୋକ ଦୁଃଖରେ ଥାଏ ।
Answer:
ଦରିଦ୍ରଃ ଦୁଃଖେନ ତିଷ୍ଠତି ।

୭୦ । ମୁଁ ସମୁଖରେ ଅଛି ।
Answer:
ଅହଂ ସୁଖେନ/ ସୁଖମ ଅସ୍ଥି ।

୭୧ । ପିଲାମାନେ କ୍ରମରେ ଯାଆନ୍ତି ।
Answer:
ବାଳକାଃ କ୍ରମେଣ ଗଛନ୍ତି ।

୭୨ । ପିମ୍ପୁଡ଼ିମାନେ ଧାଡ଼ିରେ ଯାଆନ୍ତି ।
Answer:
ପିପୀଲିକାଃ ଫକ୍ତ୍ଯା/ ପଙ୍କ୍ତ୍ୟଯା ଗଚ୍ଛନ୍ତି ।

୭୩ । ମୁଁ ହାତରେ ଖାଏ ।
Answer:
ଅହଂ ହସ୍ତେନ ଖାଦାମି ।

୭୪ । ବଡ଼ ଭାଇ ସାଙ୍ଗରେ ସାନଭାଇ ପାଠ ପଢ଼େ ।
Answer:
ଅଗ୍ରଜେନ ସହ ଅନୁଜଃ ପାଠଂ ପଠତି ।

୭୫ । ବର୍ଷକରେ ମାମୁ ଏଠାକୁ ଆସନ୍ତି ।
Answer:
ବର୍ଷେଣ ମାତୁଳଃ ଅତ୍ର ଆଗଚ୍ଛତି ।

୭୬ । ତୁମେ କଂଣ ଜାଣିଛ ?
Answer:
ତ୍ବଂ କିଂ ଜାନାସି ?

୭୭ । ଘରେ ଚାଭଳ ନାହିଁ ।
Answer:
ଗୃହେ ତଣୁଳଃ ନାସ୍ତି ।

୭୮ । ବାପା ଘରେ ନାହାଁନ୍ତି ।
Answer:
ପିତା ଗୃହେ ନାସ୍ତି ।

୭୯ । ଗଣେଶ ଶିବଙ୍କ ପୁଅ ।
Answer:
ଗଣେଶଃ ଶିବସ୍ ପୁତ୍ଃ ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୮୦ । ମା” ମୋ ଉପରେ ରାଗିଛନ୍ତି ।
Answer:
ମାତା ମହାଂ କରୁଧ୍ପତି ।

୮୧ । ମୋ ବାପା ସଭାବରେ ସରଳ ।
Answer:
ମମ ପିତା ସଭାବେନ ସରଳଃ ।

୮୨ । ପ୍ରଧାନଶିକ୍ଷକ ତୁମକୁ ପୂରସ୍କାର ଦେବେ ।
Answer:
ପ୍ରଧାନଶିକ୍ଷକଃ ତୁଭ୍ୟଂ ପୁରସ୍କାରଂ ଦାସ୍ୟତି ।

୮୩ । ଭିକାରିକୁ ସମସ୍ତେ ଭିକ ଦିଅନ୍ତି ।
Answer:
ଭିକ୍ଷୁକାୟ ସର୍ବେ ଭିକ୍ଷାଂ ଦଦତି ।

୮୪ । ଶିକ୍ଷକ ମୋତେ ପୁରସ୍କାର ଦେବେ ।
Answer:
ଶିକ୍ଷକଃ ମହ୍ଯଂ ପୁରସ୍କାରଂ ଦାସ୍ୟତି ।

୮୫ । ଛୋଟପିଲାକଥା ସମସ୍ତଙ୍କୁ ଭଲ ଲାଗେ ।
Answer:
ଶିଶୁବାକ୍ଯଂ ସର୍ବେଭ୍ୟଃ ରୋଚତେ ।

୮୬ । ବାପା ଯାହା କୁହନ୍ତି ତାହା କରନ୍ତି ।
Answer:
ପିତା ଯତ୍‌ ବଦତି ତତ୍‌ କରୋତି ।

୮୭ । ତୁମେ କାହାଠାରୁ ଧାର କରିଛ ?
Answer:
ତ୍ବଂ କସ୍ମୈ ଧାରୟସି ?

୮୮ । ମୁଁ କାହାରିଠାରୁ ଧାର କରୁ ନାହିଁ ।
Answer:
ଅହଂ କସ୍ପୈ ନ ଧାରୟାମି ।

୮୯ । ସେ ମୋଠାରୁ ଧାର କରିଛି ।
Answer:
ସଃ ମହ୍ଯଂ ଧାରୟତି ।

୯୦ । ଗୋବିନ୍ଦ ମୋତେ ଭର୍ଷ୍ୟା କରେ ।
Answer:
ଗୋବିନ୍ଦଃ ମହ୍ୟମ୍‌ ଭର୍ଷ୍ଯତି ।

୯୧ । ମୁଁ ତୁମକୁ ଭର୍ଷା କରୁନାହିଁ ।
Answer:
ଅହଂ ତୁଭ” ନ ଭର୍ଷ୍ଯାମି ।

୯୨ । ସେମାନଙ୍କୁ ଦହି ଭଲ ଲାଗେ ।
Answer:
ତେଭ୍ଯଃ ଦଧୂ ରୋଚତେ ।

୯୩ । କୃଷ୍ଣକଥା ଅତି ମଧୁର ।
Answer:
କୃଷ୍କଥା ନିତରାଂ ମଧୁରା ।

୯୪ । ବସନ୍ତରେ କୋଇଲି ରାବେ ।
Answer:
ବସନ୍ତେ କୋକିଳଃ କୂଜତି ।

୯୫ । ତୁମକୁ ମୁଁ ପ୍ରଣାମ କରୁଛି ।
Answer:
ଅହଂ ତ୍ବାଂ ନମାମି/ ନମସ୍କରୋମି ।

୯୬ । ମୋତେ ପଇଡ଼ପାଣି ଭଲ ଲାଗେ ।
Answer:
ମହ୍ଯଂ ନାରୀକେଳଜଳଂ ସଦତେ ।

୯୭ । ଲତାରୁ ଫୁଲଗୁଡ଼ିକୁ ଆଣ ।
Answer:
ଲତାୟାଃ ପୁଷାାଣି ଆନୟ ।

୯୮ । ଲତାରେ ଫୁଲଗୁଡ଼ିକ ଶୋଭା ପାଉଛି ।
Answer:
ଲତାୟାଂ ପୁଷ୍ପାଣି ଶୋଭନ୍ତେ ।

୯୯ । ଚାରିଜଣ ଝିଅ ସେଠାରେ ଖେଳୁଥ୍ଲେ ।
Answer:
ଚତସ୍ସଃ ବାଳିକାଃ ତତ୍ର ଅଖେଳନ୍‌ ।

୧୦୦ । ଦଶରଥଙ୍କର ତିନି ରାଣୀ ଥୁଲେ ।
Answer:
ଦଶରଥସ୍ୟ ତିସ୍ତଃ ରାଜ୍ଞ୍ୟଃ ଆସନ୍‌ ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୧୦୧ । ତାଙ୍କର ଚାରି ପୁଅ ଥୂଲେ ।
Answer:
ତସ୍ୟ ଚତ୍ଵାରଃ ପୁତ୍ରାଃ ଆସନ୍‌ ।

୧୦୨ । ସେ ମୋତେ କାହିଁକି ଡରୁଛି ।
Answer:
ସଃ ମତ୍‌ କଥଂ ବିଭେତି ?

୧୦୩ । ତୁମେ ମୋତେ ଡରୁଛ କି ?
Answer:
ତ୍ବଂ ମତ୍‌ ବିଭେଷି କିମ୍‌ ?

୧୦୪ । ମୁଁ ତୁମୁକ ଡରୁ ନାହିଁ ।
Answer:
ଅହଂ ତ୍ଵତ୍‌ ନ ବିଭେମି ।

୧୦୫ । ସେମାନେ ବାଘକୁ ଡରନ୍ତି ।
Answer:
ତେ ବ୍ୟାଘ୍ରାତ୍‌ ବିଭ୍ୟତି ।

୧୦୬ । ମାଆକୁ କୃଷ୍ଣ ଲୁଚନ୍ତି ।
Answer:
ମାତୁଃ ନିଲୀୟତେ କୃଷ୍ଃ ।

୧୦୭ । ପିଲାଟି ତୁମକୁ ଲୁଚୁଛି ।
Answer:
ଶିଶୁଃ ତ୍ଵତ୍‌ ନିଲୀୟତେ ।

୧୦୮ । ତୂମେ ମୋତେ କାହିଁକି ଲୁଚୁଛ ?
Answer:
ତ୍ଵଂ ମତ୍‌ କଥଂ ନିଲୀୟସେ ?

୧୦୯ । ଗାଁ ବାହାରେ ମଶାଣି ଅଛି ।
Answer:
ଗ୍ରାମାତ୍‌ ବହିଃ ଶ୍ମଶାନମ୍‌ ଅସ୍ତି ।

୧୧୦ । ସ୍କୁଲ ବାହାରେ ପଡ଼ିଆ ଅଛି ।
Answer:
ବିଦ୍ୟାଳୟାତ୍‌ ବହିଃ ପ୍ରାନ୍ତରମ୍‌ ଅସ୍ତି ।

୧୧୧ । ସେମାନେ କାହାରିକୁ ଡରୁନାହାନ୍ତି ।
Answer:
ତେ କସ୍ମାତ୍‌ ନ ବିଭ୍ୟତି ।

୧୧୨ । ମୋତେ ସେମାନେ ଘୃଣା କରୁଛନ୍ତି ।
Answer:
ତେ ମତ୍‌ ଜୁଗୁପ୍‌ସନ୍ତେ ।

୧୧୩ । ତୂମେ କାହାକୁ ଘୃଣା କରୁଛ ?
Answer:
ତ୍ବଂ କସ୍ମାତ୍‌ ଜୁଗୁପ୍ସସେ ?

୧୧୪ । ପିଲାମାନେ ଖେଳରୁ ନିବୃତ୍ତ ହେଉ ନାହାଁନ୍ତି ।
Answer:
ବାଳାଃ କ୍ରୀଡ଼ନାତ୍‌ ନ ବିରମନ୍ତି ।

୧୧୫ । ପଢ଼ିବା ପରେ ଭୋଜନ କର ।
Answer:
ପଠନାତ୍‌ ପରଂ ଭୋଜନ କୁରୁ ।

୧୧୬ । ମୁଁ ପିଲାଦିନୁ ଆମିଷ ଖାଏ ନାହିଁ ।
Answer:
ବାଲ୍ଯାତ୍‌ ଅହଂ ନିରାମିଷାଶୀ ।

୧୧୭ । ଆଜିଠାରୁ ସତ କୁହ ।
Answer:
ଅଦ୍ୟ ଆରଭ୍ୟ ସତ୍ୟଂ ବଦ ।

୧୧୮ । କାଲି ଠାରୁ ଏଠାରେ ପ୍ରଶିକ୍ଷଣ ହେବ ।
Answer:
ଶ୍ବଃ ଆରଭ୍ୟ ଅତ୍ର ପ୍ରଶିକ୍ଷଣଂ ଭବିଷ୍ୟତି ।

୧୧୯ । ଦେଶର ଉତ୍ତର ପଟେ କଂଣ ଅଛି ?
Answer:
ଦେଶସ୍ଯ ଉତ୍ତରେଣ କିମ୍‌ ଅସ୍ତି ?

୧୨୦ । ଗାଁର ଦକ୍ଷିଣ ପଟେ ମନ୍ଦିର ଅଛି ।
Answer:
ଗ୍ରାମସ୍ୟ ଦକ୍ଷିଣାତ୍‌ ମନ୍ଦିରମ୍‌ ଅସ୍ତି ।

୧୨୧ । ଘର ବାହାରେ ପିଲାମାନେ ଖେଳିବେ ।
Answer:
ଗୃହାତ୍‌ ବହିଃ ବାଳକାଃ କ୍ରୀଡ଼ିଷ୍ୟନ୍ତି ।

୧୨୨ । ଗାଁ ପାଖରେ ସ୍କୁଲ ଅଛି ।
Answer:
ଗ୍ରାମାତ୍‌ ଆରାତ୍‌ ବିଦ୍ୟାଳୟଃ ଅସ୍ତି ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୧୨୩ । ଲୋକଟି ବିପଦରୁ ମୁକୁଳିଲା ।
Answer:
ଜନଃ ବିପଦଃ ମୁକ୍ତଃ ।

୧୨୪ । କିଏ ସ୍କୁଲ ଯିବ ଆସୁ ।
Answer:
କଃ ବିଦ୍ୟାଳୟଂ ଗମିଷ୍ୟତି ଆଗଚ୍ଛତୁ ।

୧୨୫ । ସେ ତୁମେ ଓ ମୁଁ ନାଟକ ଦେଖୁବା ।
Answer:
ସଃ ତ୍ଵମ୍‌ ଅହଂ ଚ ନାଟକଂ ଦ୍ରକ୍ଷ୍ୟାମଃ ।

୧୨୬ । ତୁମ ବିନା ଦୁଃଖରୁ କିଏ ରକ୍ଷା କରିବ ?
Answer:
ତ୍ବାଂ ବିନା ଦୁଃଖାତ୍‌ କଃ ରକ୍ଷିଷ୍ୟତି ?

୧୨୭ । ଦିନକୁ ତିନିଥର ଆମେ ଖାଉ ।
Answer:
ଦିବସସ୍ୟ ତ୍ରିଃ ବୟଂ ଖାଦାମଃ ।

୧୨୮ । ଦିନକୁ ଦୂଇଥର ବାପା ମନ୍ଦିର ଯାଆନ୍ତି ।
Answer:
ଦିବସସ୍ୟ ଦ୍ବିଃ ପିତା ମନ୍ଦିରଂ ଯାତି ।

୧୨୯ । ମାସକୁ ସାତଥର ମାନସ ଏଠାକୁଆସେ ।
Answer:
ମାନସଃ ମାସସ୍ୟ ସପ୍ତକୃତ୍ବଃ ଅତ୍ର ଆଗଚ୍ଛତି ।

୧୩୦ । ଶିକ୍ଷକ ମାସକୁ ତିନିଥର ଗାଁକୁ ଯାଆନ୍ତି ।
Answer:
ଶିକ୍ଷକଃ ମାସସ୍ୟ ତ୍ରିଃ ଗ୍ରାମ ଗଚଛତି ।

୧୩୧ । ପ୍ରଭୁଦତ୍ତ ମାଂକୁ ମନେ ପକାଉଛି ।
Answer:
ପ୍ରଭୁଦ୍ଃ ମାତୁଃ ସ୍ମରତି ।

୧୩୨ । ଆପଣମାନେ ଦୟା କରି ସଭାସ୍ମଳକୁ ଆସନ୍ତୁ ।
Answer:
ଭବନ୍ତଃ କୃପୟା ସଭାସ୍ଥ୍ଳମ୍‌ ଆଗଚ୍ଛନ୍ତୁ ।

୧୩୩ । ଛାତ୍ରମାନେ ନମ୍ର ହୁଅନ୍ତୁ ।
Answer:
ଛାତ୍ରାଃ ନମ୍ରାଃ ଭବନ୍ତୁ ।

୧୩୪ । ଗାଁର ଚାରିଆଡ଼େ ଦୀପ ଜଳୁଛି ।
Answer:
ଗ୍ରାମଂ ସର୍ବତଃ ଦୀପାଃ ଜ୍ଵଳନ୍ତି ।

୧୩୫ । ତୁମେ କାହିଁକି ମିଛ କହୁଛ ?
Answer:
ତୁଂ କଥଂ ମିଥ୍ୟା ବଦସି ?

୧୩୬ । ହେ ଭାଇ ! ତୁମର ମଙ୍ଗଳ ହେଉ।
Answer:
ଭୋ ଭ୍ରାତଃ ! ତବ ମଙ୍ଗଳଂ ଭବତୁ ।

୧୩୭ । ଭୋକିଲା ଲୋକକୁ ଖାଇବାକୁ ଦିଅ ।
Answer:
କ୍ଷୁଧାଉଁଁୟ ଖାଦ୍ଯଂ ଦେହି ।

୧୩୮। ଗଛ ତଳେ ଗାଭଟି ଶୋଇଛି ।
Answer:
ବୃକ୍ଷସ୍ୟ ଅଧଃ ଗୌଃ ଶେତେ ।

୧୩୯ । ପିଲାମାନେ ଦିନରେ ପାଞ୍ଚଥର ଦୁଧ ପିଅନ୍ତି ।
Answer:
ବାଳକାଃ ଦିବସସ୍ୟ ପଞ୍ଚକୃତ୍ଵଃ ଦୁଗ୍ଂ ପିବନ୍ତି ।

୧୪୦ । ମୁଁ ତୁମକୁ ଭଲ ଭାବେ ଜାଣେ ।
Answer:
ଅହଂ ତ୍ଵାଂ ସମ୍ୟକ୍‌ ଜାନାମି ।

୧୪୧। ରାସ୍ତାର ଦୁଇପଟେ ଗଛଗୁଡ଼ିଏ ଅଛି।
Answer:
ମାର୍ଗମ୍‌ ଉଭୟତଃ ବୃକ୍ଷାଃ ସନି ।

୧୪୨ । ସୂର୍ଯ୍ୟ ଉଇଁଲେ ପଦ୍ମ ଫୁଟେ ।
Answer:
ସୂର୍ଯ୍ୟେ ଉଦିତେ ପଦ୍ମଂ ବିକସତି ।

୧୪୩ ମୁଁ ଚାହୁଁ ଚାହୁଁ କାଉ ପିଠା ନେଇଗଲା ।
Answer:
ମମ ପଶ୍ୟତଃ/ ମୟି ପଶ୍ଯତି କାକଃ ପିଷ୍ଠକମ୍‌ ଅନୟତ୍‌ ।

୧୪୪ । ଅନ୍ଧଟିର ହାତଧରି ମୁଁ ଆଣିଲି ।
Answer:
ଅନ୍ଧଂ କରେ ଧୃତ୍ବା ଅହମ୍‌ ଆନୟମ୍‌ ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୧୪୫ । ମୋ ଉପରେ ତୁମେ କାହିଁକି ବିରକ୍ତ ?
Answer:
ତୁଂ କଥଂ ମୟି ବିରକ୍ତଃ ?

୧୪୬ । ସାନ ଭାଇକୁ ସ୍ନେହ କର ।
Answer:
ଅନୁଜେ ତ୍ବଂ ସ୍ଵେହଂ କୁରୁ ।

୧୪୭ । ମା’ ମୋତେ ଭଲ ପାଏ ।
Answer:
ମାତା ମଯି ସ୍ବିହ୍ୟତି ।

୧୪୮ । ତିନି ଭୁବନରେ ତୁମେ ରାଜା ହେବାକୁ ଯୋଗ୍ୟ ।
Answer:
ତ୍ରିଭୁବନସ୍ୟ ପ୍ରଭୁତ୍ଵଂ ତ୍ଵୟି ଯୁଜ୍ୟତେ ।

୧୪୯ । ପ୍ରାଣୀମାନଙ୍କ ମଧ୍ଯରେ ମନୁଷ୍ୟ ଶ୍ରେଷ୍ଠ ।
Answer:
ପ୍ରାଣିଷୁ ମନୁଷ୍ଯଃ ଶ୍ରେଷ୍ଠଃ ।

୧୫୦ । ଗୁରୁଜନମାନଙ୍କୁ ଭଳ୍ତି କର ।
Answer:
ଗୁରୁଜନେଷୁ ଭକ୍ତିଂ କୁରୁ ।

୧୫୧ । ଜୟଦେବଙ୍କର ଜଗନ୍ନାଥଙ୍କଠାରେ ଭକ୍ତି ଥୁଲା ।
Answer:
ଜୟଦେବସ୍ୟ ଜଗନ୍ନାଥେ ଭକ୍ତିଃ ଆସୀତ୍‌ ।

୧୫୨ । ନନ୍ଦିକାର ମୋ ଠାରେ ବିଶ୍ବାସ ନଥୁଲା ।
Answer:
ନନ୍ଦିକାୟାଃ ମୟି ବିଶ୍ଵାସଃ ନାସୀତ୍‌ ।

୧୫୩ । ମା’ ପିଲାମାନଙ୍କୁ ସ୍ବେହ କରେ ।
Answer:
ମାତା ସନ୍ତାନେଷୁ ସ୍ବିହ୍ୟତି ।

୧୫୪ । ବାପା ପୁଅକୁ ବିଶ୍ଵାସ କରନ୍ତି ।
Answer:
ପିତା ପୁତ୍ରେ ବିଶ୍ଵସିତି ।

BSE Odisha 10th Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ

୧୫୫ । ତୁମେ ମୋତେ ବିଶ୍ଵାସ କରୁନାହଁ ।
Answer:
ତଂ ମୟି ନ ବିଶ୍ବସିଷି ।

୧୫୬ । ସେମାନଙ୍କର ମୋ ଉପରେ ସ୍ନେହ ଅଛି ।
Answer:
ତେଷାଂ ମୟି ସ୍ନେହଃ ଅସ୍ତି ।

୧୫୭ । ହେ ଅଚ୍ୟୁତ ମୋତେ ରକ୍ଷା କର ।
Answer:
ହେ ଅଚ୍ୟୁତ ! ମାଂ ରକ୍ଷ ତ୍ରାହି ଅଚ୍ୟୁତ ।

୧୫୮ । ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ।
Answer:
ସର୍ବେ ପଠନ୍ତୁ ସମୃତ୍ଧାଃ ସନ୍ତୁ ।

ସାଧାରଣତଃ ସଂସ୍କୃତ ଭାଷାରେ ଲେଖ୍‌ବା ସମୟରେ ବିଭିନ୍ନ ଶବ୍ଦରୂପ, ଧାତୁରୂପକୁ ଶୁଦ୍ଧଭାବରେ ଲେଖ୍‌ବା ଆବଶ୍ୟକ । ଅନେକ ସମୟରେ କାରକ ବିଭକ୍ତି ଓ ବିଶେଷଣର ଭ୍ରମାତ୍ମକ ପ୍ରୟୋଗ ଯୋଗୁଁ ବାକ୍ୟ ଅଶୁଦ୍ଧ ହୋଇଥାଏ । ତେଣୁ କେତେକ ସାଧାରଣ ଭ୍ରମ ହେଉଥୁବା ବାକ୍ୟଗୁଡ଼ିକର ଆଦର୍ଶ ସଂଶୋଧନ ଅଭ୍ୟାସ କରିବା ପାଇଁ ପ୍ରଦତ୍ତ ହୋଇଛି ।

Leave a Comment