BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

Odisha State Board BSE Odisha Class 10 Sanskrit Grammar Book Solutions Chapter 5 ଣିଜନ୍ତ Textbook Exercise Questions and Answers.

BSE Odisha Class 10 Sanskrit Grammar Solutions Chapter 5 ଣିଜନ୍ତ

(ପ୍ରେରଣାର୍ଥକ କ୍ରିୟାପଦ)

ପ୍ରେରଣ ବା ପ୍ରବର୍ତାଇବା ଅର୍ଥରେ ଧାତୁରୁ ଉତ୍ତର ‘ ଶିଚ୍‌’ ପ୍ରତ୍ୟୟ ଲାଗେ। ‘ ଣିଚ୍‌ ପ୍ରତ୍ୟୟ ଲାଗିଥୁବା ଧାତୂକୁ ଶିଜନ୍ତ (ଣିଚ୍‌ + ଅନ୍ତ) ଧାତୂ କୁହାଯାଏ । ପଠନ୍ତଂ ପ୍ରେରୟତି = ପାଠୟତି ହୁଏ, ଏହା ପଢ଼ିବା ଲୋକକୁ ପ୍ରବର୍ଭାଉଥ୍ବା । ଅର୍ଥକୁ ବୁଝାଏ । ଏହା ପଢ଼ିବାକୁ ପ୍ରବର୍ତାଉଛି ଅର୍ଥାତ୍‌ ପଠିତୁଂ ପ୍ରେୟତି- ଏହି ଅର୍ଥକୁ ବୁଝାଇଥାଏ । ଲକ୍ଷ୍ୟ କର-

ପଠ୍‌ + ଅ(ଶପ୍‌) = ତିପ୍‌ = ପଠତି/ (ପଢୁଛି )
ଛାତ୍ରଃ ପଠତି = ଛାତ୍ର ପଢ଼େ / ପଢ଼ୁଛି ।
ପଠ୍‌ + ଣିଚ୍‌ + ଅ(ଶପ୍‌) + ତିପ୍‌ = ପାଠୟତି । (ପଢ଼ାଉଛି)
ଶିକ୍ଷକଃ ଛାତ୍ରାନ୍‌ ପାଠୟତି = ଶିକ୍ଷକ ଛାତ୍ରମାନଙ୍କୁ ପଢ଼ାଉଛନ୍ତି ।
ଏହିପରି ଗମ୍‌ + ଅ(ଶପ୍‌) + ତିପ୍‌ = ଗଛତି । (ଯାଉଛି)

ବାଳକଃ ଗଚ୍ଛତି = ପିଲାଟି ଯାଉଛି ।
ଗମ୍‌ + ଣିଚ୍‌ + ଅ(ଶପ୍‌) + ତିପ୍‌ = ଗମୟତି । (ପଠାଉଛି)
ପିତା ରାମଂ ଗମୟତି = ବାପା ରାମକୁ ଯିବାକୁ ପଠାଉଛନ୍ତି ।

ଏଠାରେ ‘ ପଠତି” ଏବଂ ‘ ଗଚ୍ଛତି” ଦୂଇଟି ସାଧାରଣ କ୍ରିୟା, ‘ଛାତ୍ରଃ” ଏବଂ “ରାମଃ” କର୍ତାରୂପେ ଏହାକୁ ପରିଚାଳନା କରୁଛନ୍ତି । ମାତ୍ର ଂପାଠୟତି” ଏବଂ ‘ ଗମୟତି” ଦୁଇଟି ପ୍ରେରଣାର୍ଥକ କ୍ରିୟା, କାରଣ ‘ ଶିକ୍ଷକଃ’ ଏବଂ “ପିତା” ନିଜେ ପଠନ ବା ଗମନ କରୁନାହାଁନ୍ତି, କିନ୍ତୁ ପଠନ ବା ଗମନ କରିବା ପାଇଁ ଯଥାକ୍ରମେ ଛାତ୍ର (ଛାତ୍ରମ୍‌) ଏବଂ ରାମ (ରାମମ୍‌)କୁ ପ୍ରେରିତ କରୁଛନ୍ତି । “ ଶିକ୍ଷକ” ପାଠୟତି କ୍ରିୟାପଦ ଓ “ପିତା” ଗମୟତି କ୍ରିୟାପଦକୁ ପରିଚାଳିତ କରୁଥ୍‌ବାରୁ ଉଭୟ ହେତୁମାନ୍‌ ପ୍ରୟୋଜକ କର୍ତା ଅଟନ୍ତି ଏବଂ ଛାତ୍ର ଓ ରାମ ପଦଦୂଇଟି ପ୍ରୟୋଜ୍ୟ କର୍ଭା ଅଟନ୍ତି। ଏଠାରେ ପ୍ରୟୋଜ୍ୟଠାରେ ଦ୍ଵିତୀୟା ବିଭକ୍ତି “ ଛାତ୍ରମ୍‌ ଏବଂ “ରାମମ୍‌’ ହୋଇଛି । ଅନ୍ୟ କେତେକ ଉଦାହରଣକୁ ଲକ୍ଷ୍ୟ କର-

ନୀ + ଅ(ଶପ୍‌) + ତିପ୍‌ = ନୟତି । (ନେଉଛି)
ବାଳକଃ ଜଳଂ ନୟତି = ପିଲା ପାଣି ନେଉଛି ।
ନୀ + ଣିଚ୍‌ + ଅ(ଶପ୍‌) + ତିପ୍‌ = ନାୟୟତି । (ନିଆଯାଉଛି)
ପିତା ବାଳକେନ ଜଳଂ ନାୟୟତି ବାପା ପିଲାଦ୍ଵାରା ପାଣି ନିଆଉଛନ୍ତି ।
କୃ + ଶପ୍‌ + ତିପ୍‌ = କରୋତି । (କରୁଛି)
ସପର୍ଣ୍ଣକାରଃ ହାରଂ କରୋତି = ସୁନାରି ହାର କରୁଛି ।
କୃ + ଣିଚ୍‌ + ଅ (ଶପ୍‌) + ତିପ୍‌ = କାରୟତି । (କରାଉଛି)
ମାତା ସର୍ଣ୍ଵପକାରେଣ ହାରଂ କାରୟତି = ମାଆ ସୁନାରିଦ୍ଵାରା ହାର କରାଉଛନ୍ତି ।

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

ଏଠାରେ ‘ନୟତି” ଏବଂ “କରୋତି” ପଦଦୁୂଇଟି ସାଧାରଣ କ୍ରିୟାପଦ, ତଥା “ ନାୟୟତି? ଏବଂ “ କାରୟତି” ପଦଦୁଇଟି ପ୍ରେରଣାର୍ଥକ ବା ଣିଜନ୍ତ କ୍ରିୟାପଦ ଅଟନ୍ତି । “ ପିତା’ ଏବଂ “ମାତା” ପ୍ରୟୋଜକ କର୍ତା ଓ ‘ସର୍ଣ୍ଣକାର’ ଏବଂ “ ବାଳକ? ପ୍ରୟୋଜ୍ୟ କର୍ତା ଅଟନ୍ତି। ଏଠାରେ ପ୍ରୟୋଜ୍ୟ କର୍ତାଠାରେ ‘ସର୍ଣ୍ଣକାରେଣ’ ଏବଂ ବାଳକେନ” ହୋଇ ତୃତୀୟା ବିଭକ୍ତିରେ ପ୍ରୟୋଗ ହୋଇଛି ।

ମନେରଖ:
(i) ପ୍ରେରଣାର୍ଥକ କ୍ରିୟାପଦ ଗଠନପାଇଁ ଧାତୁପରେ ‘ଣିଚ୍‌’ ଲାଗେ ଏବଂ ସେଥୁରୁ ଇଂ ଅବଶିଷ୍ ରୁହେ (ଗମି, ପାଠି, କାରି ଓ ନାୟି) ଇତ୍ୟାଦି । ‘ଣିଚ୍‌’ ପ୍ରତ୍ୟୟ ଲାଗିଲେ ଧାତୁର ଅନ୍ତ୍ୟସର ଓ ଉପାଧାର ବୃଦ୍ଧି ( କାରୟତି) ବା ଗୁଣ (ରୋଦୟତି) ହୁଏ ।
(ii) “ଣିଜନ୍ତ” ଧାତୁ ପ୍ରାୟ ଉଭୟପଦୀ (ପାଠୟତି/ ପାଠୟତେ) ହୋଇଥାଏ, ମାତ୍ର ପରସ୍ମୈପଦୀର ବହୁଳ ବ୍ୟବହାର ଦେଖାଯାଏ ଣିଜନ୍ତ ଧାତୁର ଚୁରାଦିଗଣୀୟ ଧାତୁପରି ରୂପ ହୁଏ | ଯଥା- ପାଠୟତି, ପାଠୟେତ, ପାଠୟତୂ, ଅପାଠୟତ୍‌ ଓ ପାଠୟିଷ୍ୟତି ଆଦି ।
(iii) ପ୍ରୟୋଜ୍ୟ କର୍ଭାଠାରେ ଅର୍ଥ ଅନୁସାରେ ଦ୍ଵିତୀୟ କିମ୍ବା ତୃତୀୟା ବିଭକ୍ତି ହୁଏ। ମାତା ପୁତ୍ରମ୍‌ ଅନ୍ନଂ ଭୋଜୟତି । (ମାଆ ପୁଅକୁ ଭାତ ଖୁଆଉଛି ।) ମାତା ପୁତ୍ରେଣ୍ର ଜଳଂ ନାୟୟତି । (ମଆ ପୁଅଦ୍ଵାରା ପାଣି ନିଆଉଛି ।)
(iv) ପ୍ରୟୋଜକ କର୍ତା ଅନୁସାରେ ଣିଜନ୍ତ କ୍ରିୟାର ପ୍ରୟୋଗ ହୁଏ ।

କେତେକ ଧାତୁର ଣିଜନ୍ତରେ ଲଟ୍‌ଲକାର ପ୍ରଥମ ପୁରୁଷ ଏକବଚନରେ ପରସ୍ମୈପଦୀ ରୂପ ନିମ୍ନରେ ପ୍ରଦତ୍ତ ହେଉଛି, ଜକ୍ଦଶ କଳ-

ମୂଳଧାତୁ ଅଣିଜନ୍ତ ରୂପୀ ଅର୍ଥ ଣିଜନ୍ତ ଧାତୂ ଲଟ୍‌ ପ୍ରଥମ ପୁରୁଷ
ଏକବଚନରେ ରୂପ
ଅର୍ଥ
ପଠ୍‌ (ପଢ଼ିବା) ପଠତି ପଢ଼ୁଛି ପାଠି ପାଠୟତି ପଢ଼ାଉଛି
ଗମ୍‌ (ଯିବା) ଗଚ୍ଛତି ଯାଉଛି ଗମି ଗମୟତି ପଠାଇଛି
ଦୃଶ୍‌ (ଦେଖ୍ବା) ପଶ୍ୟତି ଦେଖୁଛି ଦର୍ଶି ଦର୍ଶୟତି ଦେଖାଇଛି
ଭୂ (ହେବା) ଭବତି ହେଉଛି ଭାବି ଭାବୟତି ହେବାକୁ
ପ୍ରେରିତ କରୁଛି
ଅସ୍‌ (ହେବା) ଅସ୍ତି ଅଛି ଭାବି ଭାବୟତି ହେବାକ
ପ୍ରେରିତ କରୁଛି
କୃ (କରିବା) କରୋତି କରୁଛି କାରି କାରୟତି କରାଉଛି
ହସ୍‌ (ହସିବା) ହସତି ହସୁଛି ହାସି ହାସୟତି ହଲାଉଛି
କଡ଼୍‌ (ଖେଳିବା) କ୍ରୀଡ଼ତି ଖେଳୁଛି କ୍ରୀଡ଼ି କ୍ରୀଡ଼ୟତି ଖେଳାଉଛି
ଖେଳ୍‌ (ଖେଳିବା) ଖେଳତି ଖେଳୁଛି ଖେଳି ଖେଳୟତି ଖେଳାଉଛି
ଭ୍ରମ୍‌ (ବୁଲିବା) ଭ୍ରମତି ବୁଲୁଛି ଭ୍ରାମି ଭ୍ରାମୟତି ବୁଲାଉଛି
ଗ୍ରହ୍‌ (ଗ୍ରହଣ କରିବା) ଗୃହ୍ନାତି ଗ୍ରହଣ କରୁଛି ଗ୍ରାହି ଗ୍ରାହୟତି ଗ୍ରହଣ କରାଉଛି
ହନ୍‌ (ହତ୍ୟାକରିବା) ହନ୍ତି ମାରୁଛି ଘାତି ଘାତୟତି ମାରିବାକୁ ପ୍ରେରଣା
ଦେଉଛି
ମୃ (ମରିବା) ମ୍ରିୟତେ ମରୁଛି ମାରି ମାରୟତି ମାରିବାକୁ ପ୍ରେରଣା ଦେଉଛି
ତପ୍‌ (ତପସ୍ୟା କରିବା) ତପତି ଉତ୍ତାପ ଦେଉଛି ତାପି ତାପୟତି ତତାଉଛି
ଜପ୍‌ (ଜପକରିବା) ଜପତି ଜପୁଛି ଜାପି ଜାପୟତି ଜପକରିବାକୁ
ପ୍ରେରଣା ଦେଉଛି
ପ୍ରଛ୍ (ପଚାରିବା) ପୂଚ୍ଛତି ପଚାରୁଛି ପ୍ରଛି ପ୍ରଚ୍ଛୟତି ପଚାରିବାକୁ
ପ୍ରେରଣା ଦେଉଛି
ଲିଖ୍‌ (ଲେଖ୍ବା) ଲିଖତି ଲେଖୁଛି ଲେଖୁ ଲେଖୟତି ଲେଖାଇଛି
ଶ୍ରୁ (ଶୁଣିବା) ଶୃଣୋତି ଶୁଣୁଛି ଶ୍ରାବି ଶ୍ରାବୟତି ଶୁଣାଉଛି
ମୁଚ୍‌ (ମୁକ୍ାାକରିବା) ମୁଞ୍ଚତି ମୋଚନକରୁଛି ମୋଚି ମୋଚୟତି ଛାଡ଼ିବାକୁ ପ୍ରେରଣା ଦେଉଛି
ଚି (ତୋଳିବା) ଚିନୋତି ତୋଳୁଛି ଚାୟି ଚାୟୟତି ତୋଳାଉଛି
ଖାଦ୍‌ (ଖାଇବା ) ଖାଦତି ଖାଉଛି ଖାଦି ଖାଦୟତି ଖୁଆଉଛି
ଚଳ୍‌ (ଚାଲିବା) ଚଳତି ଚାଲୁଛି ଚାଳି ଚାଳୟତି ଚଳାଉଛି
ପଚ୍‌ (ରାନ୍ଧିବା) ପଚତି ପାକରୁଛି ପାଚି ପାଚୟତି ରନ୍ଧାଉଛି
ବୁଧ୍‌ (ବୁଝିବା) ବୋଧତି ବୁଝୁଛି ବୋଧୁ ବୋଧୟତି ବୁଝାଉଛି
ନୀ (ନେବା) ନୟତି ନେଉଛି ନାୟି ନାୟୟତି ନିଆଉଛି
ପା (ପିଇବା) ପିବତି ପିଉଛି ପାୟି ପାୟୟତି ପିଆଉଛି
ସୃ (ମନେରଖ୍ବା) ସ୍ମରତି ସ୍ମରଣ କରୁଛି ସ୍ମାରି ସ୍ମାରୟତି ମନେ ପକାଉଛି
ଲଭ୍‌ (ପାଇବା) ଲଭତେ ଲାଭକରୁଛି ଲମ୍ଭି ଲମ୍ଭୟତି ଲାଭ କରାଉଛି
ଶୀ (ଶୋଇବା) ଶେତେ ଶୋଇଛି ଶାୟି ଶାୟୟତି ଶୁଆଉଛି
ଜନ୍‌ (ଜନୁକରିବା) ଜାୟତେ ଜନ୍ମହେଉଛି ଜନି ଜନୟତି ଜନ୍ମ କରାଉଛି
ବ୍ଯଥ୍‌ (କଷ୍ଠଦେବ ) ବ୍ୟଥତେ ପୀଡ଼ାହେଉଛି ବ୍ୟଥୁ ବ୍ୟଥୟତି କଷ୍ଟ ଦିଆଉଛି
ରୁଦ୍‌ (କାନ୍ଦିବା) ରୋଦିତି କାନ୍ଦୁଛି ରୋଦି ରୋଦୟତି କନ୍ଦାଉଛି
ନୃତ୍‌ (ନାଚିବା) ନୃତ୍ୟତି ନାଚୁଛି ନର୍ଭି ନର୍ତୟତି ନଚାଉଛି
ବିଦ୍‌ (ଜାଣିବା) ବେଭି ଜାଣୁଛି ବେଦି ବେଦୟତି ଜଣାଉଛି
ହ୍ଵେ (ଡାକିବା) ହ୍ବୟତେ ଡାକୁଛି ହ୍ଵାୟି ହ୍ବାୟୟତି ଡକାଉଛି
ବେ (ବୁଣିବା) ବୟତି ବୁଣୁଛି ବାୟି ବାୟୟତି ବୁଣାଉଛି
ଅଦ୍‌ (ଖାଇବା) ଅଭି ଖାଉଛି ଆଦି ଆଦୟତି ଖୁଆଉଛି
କ୍ରନ୍ଦ୍‌ (କାନ୍ଦିବା) କ୍ରନ୍ଦତି କାନ୍ଦୁଛି କ୍ରନ୍ଦି କ୍ରନ୍ଦୟତି କନ୍ଦାଉଛି
ନଶ୍‌ (ନଷକରିବା) ନଶ୍ଯତି ନଷ୍ଟହେଉଛି ନାଶି ନାଶୟତି ନଷ୍ଟ କରାଉଛି
ବିଶ୍‌ (ପ୍ରବେଶକରିବା) ବିଶତି ପ୍ରବେଶକରୁଛି ବେଶି ବେଶୟତି ପ୍ରବେଶ କରାଉଛି
ଭିଦ୍‌ (ଭେଦକରିବା) ଭିନଭି ଭେଦକରୁଛି ଭେଦି ଭେଦୟତି ଭେଦ କରାଉଛି
ଛିଦ୍‌ (ଛିଣାଇବା) ଛିନଭି ଛେଦନକରୁଛି ଛେଦି ଛେଦୟତି ଛେଦନ କରାଉଛି
ଭୁଜ୍‌ (ଭୋଗକରିବା) ଭୁଡ୍‌କ୍ତେ ଖାଉଛି ଭୋଜି ଭୋଜୟତି ଖୁଆଉଛି
ବହ୍‌ (ବୋହିବା ) ବହତି ବହନକରୁଛି ବାହି ବାହୟତି ବୁହାଉଛି
ହୃ (ହରଣ କରିବା) ହରତି ହରଣକରୁଛି ହାରି ହାରୟତି ହରଣ କରାଉଛି
ତୃ (ପାରିହେବା ) ତରତି ତରଣକୁରଛି ତାରି ତାରୟତି ପାରି କରାଉଛି
ତ୍ଯଜ୍‌ (ତ୍ୟାଗ କରିବା) ତ୍ଯଜତି ତ୍ଯାଗକରୁଛି ତ୍ୟାଜି ତ୍ୟାଜୟତି ତ୍ୟାଗ କରାଉଛି
ରୁହ୍‌ (ଚଢ଼ିବା) ରୋହତି ଆରୋହଣକରୁଛି ରୋହି ରୋହୟତି ଚଢ଼ାଇଛି
ରୂହ୍‌ (ଗଜେଇବା ) ରୋହତେ ଗଜାଉଛି ରୋପି ରୋପୟତି ଲଗାଇଛି
ଚର ବଚ୍‌ (କହିବା) ବ୍ରବୀତିଅବ୍ରୁତୋ / ବକ୍ତି କହୁଛି ବାଚି ବାଚୟତି କୁହଇଛି

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

ମନେରଖ: ଉପର୍ଯୁକ୍ତ ଧାତୁଗୁଡ଼ିକର “ ଣିଚ୍‌” ପ୍ରତ୍ୟୟସ୍ତ ‘ଇ”ର ଗୁଣ ହୋଇ “ଅୟ୍‌’ରେ ରୂପାନ୍ତର ଘଟିଛି । ଅନ୍ୟ କେତେକ ଧାତୁର ଣିଜନ୍ତ ରୂପରେ ସାମାନ୍ୟ ପରିବର୍ତନ (‘ପୁକ୍‌’ର ଆଗମ) ହୋଇଥାଏ ।
ଲକ୍ଷ୍ୟ କର-

ମୂଳଧାତୁ ଅଣିଜନ୍ତ ରୂପ ଅର୍ଥ ଶିଜନ୍ତ ରୂପ ଲଟ୍‌ ପ୍ରଥମ ପୂରୁଷ
ଏକବଚନରେ ରୂପ
ଅର୍ଥ
ସ୍ତା (ରହିବା) ତିଷ୍ଠତି ରହୁଛି ସ୍ଥରାପି ସ୍ଥାପୟତି ରଖୁଛି
ଦା (ଦେବା) ଦଦାତି ଦେଉଛି ଦାପି ଦାପୟତି ଦିଆଉଛି
ଯା (ଯିବା) ଯାତି ଯାଉଛି ଯାପି ଯାପୟତି ଯିବାକୁ ପ୍ରେରଣା
ଦେଉଛି
ଞ (ଜାଣିବା) ଜାନାତି ଜାଣୁଛି ଜ୍ଞାପି ଜ୍ଞାପୟତି/ ଜଞ୍ଞପୟତି ବତାଉଛି
ଧା (ଧାରଣକରିବା) ସ୍ବାତି ଗାଧୋଉଛି ସ୍ନାପି ସ୍ନାପୟତିୟ/ସ୍ବପୟତି ଗାଧୋଇ ଦେଉଛି
ମା (ମାନନିର୍ଵଧୀାରଣ କରିବା) ମାତି ମାନନିର୍ଦାରଣ କରୁଛି ମାପି ମାପୟତି ମପାଉଛି
କୀ (କିଣିବା) କ୍ରୀଣାତି କିଣୁଛି କ୍ରାପି କ୍ରାପୟତି କିଣାଉଛି

କେତେକ ଉପସର୍ଗଯୁକ୍ତ ଧାତୁର ଣିଜନ୍ତ ରୂପକୁ ଲକ୍ଷ୍ୟକର-

ଭପସର୍ଗଯୁକ୍ତ ଧାତୁ ଅଣିଜନ୍ତ ରୂପ ଅର୍ଥ ଶିଜନ୍ତ ରୂପ ଲଟ୍‌ ପ୍ରଥମପୂରୂଷ
ଏକ ବଚନରେ ରୂପ
ଅର୍ଥ
ଆ-ଗମ୍‌ (ଆସିବା) ଆଗଛବତି ଆସୁଛି ଆଗାମି ଆଗମୟତି ଅଣାଉଛି
ପରି-ଧା (ପରିଧ୍ୟାନ କରିବା) ପରିଦଧାତି ପିନ୍ଧୁଛି ପରିଧାପି ପରିଧାପୟତି ପିନ୍ଧାଉଛି
ଅଧଂ-ଇ (ପଢ଼ିବା) ଅଧ୍ୟେତି ପଢ଼ୁଛି ଅଧ୍ଯାପି ଅଧ୍ଯାପୟତି ପଢ଼ାଉଛି
ପ୍ର-ଆପ୍‌ ( ପାଇବା ) ପ୍ରାପ୍ନୋତି ପାଉଛି ପ୍ରାପି ପ୍ରାପୟତି ପହଁଞ୍ଚାଉଛି
ସମ୍‌-ଗ୍ରହ୍‌ (ସଂଗ୍ରହ କରିବା) ସଂଗୃହ୍ମାତି ସଂଗ୍ରହକରୁଛି ସଂଗ୍ରାହି ସଂଗ୍ରାହୟତି ସଂଗ୍ରହ କରାଉଛି

ଣିଜନ୍ତ ଧାତୁର ଆତ୍ମନେପଦୀ ରୂପ ସେବ୍‌ ଧାତୁପରି ହୋଇଥାଏ । ଯଥା- ପାଠୟତେ, ପାଠୟେତ, ପାଠୟତାମ୍‌, ଅପାଠୟତ, ପାଠୟିଷ୍ୟତେ ଇତ୍ୟାଦି ।

କେତେକ ଧାତୁର ଣିଜନ୍ତରେ ଅର୍ଥଗତ ପରିବର୍ଭନ ସହିତ ବିକଳ୍ପରୂପେ ମଧ୍ଯ ହୋଇଥାଏ। ନିମ୍ନସ୍ଫ ଉଦାହରଣଗୁଡ଼ିକୁ ଲକ୍ଷ ଜଳ-
(i) ଚଳ ଧାତୁ ଣିଜନ୍ତରେ ଉଭୟ ଚଳି ଓ ଚାଳି ହୋଇଥାଏ ।
(ii) ପବନଃ ଲତାଂ ଚଳୟତି – ପବନ ଲତାକୁ ହଲାଉଛି ।
(iii) ମୁଖ୍ୟମନ୍ତ୍ରୀ ରାଜ୍ୟଂ ଚାଳୟତି – ମୁଖ୍ୟମନ୍ତ୍ରୀ ରାଜ୍ୟ ଚଳାଉଛନ୍ତି ।
(iv) ଅଶ୍ଵପାଳଃ ଅଶ୍ଵଂ ଚାଳୟତି – ଅଶ୍ଵପାଳକ ଅଶ୍ଵକୁ ଚଳାଉଛି ।
(v) ଏହିପରି- ସର୍ପଃ ଜନାନ୍‌ ଭୀଷୟତେ । ସାପ ଲୋକଙ୍କୁ ଡରାଉଛି ।
ମାତା କୁଞ୍ଚୁକୟା ବାଳଂ ଭାୟୟତି – ମା” ଚାବି ଦେଖାଇ ପିଲାଙ୍କୁ ଡରାଉଛନ୍ତି । ( କୁଞ୍କା- ସାପପରି ଏକ ବିଷହୀନ ଜଳଜୀବ)

ମନେରଖ: “ଚାବି” ଏବଂ “କୋଚିଆ କର୍ତା ନିଜେ ଭୟର କାରଣ ହେଲେ ଣିଜନ୍ତରେ “ଭୀଷୟତେ” ରୂପ ହୁଏ, ମାତ୍ର କର୍ତା ରା ଅନ୍ୟଦ୍ଵାରା ଭୟଜାତ କରାଇଲେ “ ଭାୟୟତି” ରୂପ ହୁଏ ।
(i) ସନ୍ନ୍ୟାସୀ ତପଃ ସେଧୟତି – ସନ୍ନ୍ୟାସୀ ତପଃ ସାଧନ କରୁଛନ୍ତି ।
(ii) ପାଚକଃ ଅନ୍ନଂ ସାଧୟତି – ରୋଷେୟା ଭାତ ରାନ୍ଧୁଛି ।

ମନେରଖ: ପରଲୋକ ପାଇଁ କର୍ମସାଧନ ହେଲେ ‘ସିଧ୍‌’ ଧାତୁର ଣିଜନ୍ତରେ *ସେଧୟତି” ଓ ଇହଲୋକପାଇଁ କର୍ମସାଧନରେ ସାଧୟତି ରୂପ ହୁଏ ।
ଲକ୍ଷ ଜଳ-
(i) ବ୍ୟାଧଃ ମୃଗାନ୍‌ ରଜୟତି – ଶିକାରୀ ମୃଗମାନଙ୍କୁ ମାରୁଛି ।
(ii) ରଜକଃ ବସ୍ତ୍ରଂ ରଞ୍ଜୟତି – ଧୋବା ଲୁଗା ରଙ୍ଗ କରୁଛି ।
(iii) ଗାୟକଃ ଜନାନ୍‌ ରଞ୍ଜୟତି – ଗାୟକ ଲୋକଙ୍କ ମନୋରଞ୍ଜନ କରୁଛି ।

ମନେରଖ: ଶିକାର କରିବା ଅର୍ଥରେ ରନ୍‌ଜ୍‌ ଧାତୁର ଣିଜନ୍ତରେ ରଜୟତି ଓ ରଙ୍ଗ କରିବା ତଥା ମନୋରଞ୍ଜନ କରିବା ଅର୍ଥରେ ରଞ୍ଜୟତି ରୂପ ହୋଇଥାଏ ।
(i) ଏୀନ୍ଦ୍ରଜାଲିକଃ ଜନାନ୍‌ ବିସ୍ମାପୟତେ ।
ଯାଦୁକର ଲୋକଙ୍କୁ ବିସ୍ମିତ କରୁଛି ।
(ii) ଏୀନ୍ଦ୍ରଜାଲିକଃ ପୁତ୍ତଳିକୟା ଜନାନ୍‌ ବିସ୍ମାୟୟତି ।
ଯାଦୁକର କଣ୍ଢେଇଦ୍ଵାରା ଲୋକଙ୍କୁ ବିସ୍ମିତ କରୁଛି ।

ମନେରଖ: କର୍ତା ନିଜେ ବିସ୍ମୟର କାରଣ ହେଲେ ବି-ସ୍ମି ଧାତୁର ଣିଜନ୍ତରେ “ ବିସ୍ମାପୟତେ” ରୂପ ହୁଏ, କିନ୍ତୁ ଅନ୍ୟ ଦ୍ବାରା ବିସ୍କ୍‌ୟ ଜାତ କରାଇଲେ ‘ବିସ୍ମାୟୟତି’ ରୂପ ହୁଏ । ଏହିପରି-
(i) ବାଳକଃ ଗୀତଂ ନିଶମୟତି – ବାଳକ ଗୀତ ଶୁଣୁଛି ।
(ii) ବାଳିକା ଚନ୍ଦ୍ର ନିଶାମୟତି – ବାଳିକା ଚନ୍ଦ୍ରକୁ ଦେଖୁଛି ।

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

ମନେରଖ: ଶୁଣିବା ଅର୍ଥରେ ନି – ଶମ୍‌ ଧାତୁର ଣିଜନ୍ତରେ ନିଶମୟତି ଓ ଦେଖ୍ବା ଅର୍ଥରେ ‘ନିଶାମୟତି’ ରୂପ ହୁଏ । ଏହା ଣିଜନ୍ତ ଅନ୍ତର୍ଗତ ହୋଇଥୁଲେ ମଧ୍ଯ ଚୂରାଦିଗଣୀୟ ଧାତୁପରି ସାଧାରଣ କ୍ରିୟାରୂପେ ବ୍ୟବହୃତ ହୋଇଥାନ୍ତି ।

କେତେକ ସାଧାରଣ ପ୍ରଚଳିତ ଧାତୁର ବିଭିନ୍ନ ଲକାରେ ପରସ୍ମୈପଦୀ ଣିଜନ୍ତ ରୂପ ନିମ୍ନରେ ଦିଆଗଲା।-

ଧାତୂ ଲଟ୍‌ ଲଙ୍‌ ବିଧଲିଙ୍ ଲୋଟ୍‌ ଲୁଟ୍‌
ପଠ୍‌ (ପଢ଼ିବା) ପାଠୟତି ଅପାଠୟତ୍‌ ପାଠୟେତ୍‌ ପାଠୟତୁ ପାଠୟିଷ୍ୟତି
ଗମ୍‌ (ଯିବା) ଗମୟତି ଅଗମୟତ୍‌ ଗମୟେତ୍‌ ଗମୟତୁ ଗମୟିଷ୍ୟତି
ଦୃଶ୍‌ (ଦେଖ୍ବା) ଦର୍ଶୟତି ଅଦର୍ଶୟତ୍ ଦର୍ଶୟେତ୍‌ ଦର୍ଶୟତୁ ଦର୍ଶୟିଷ୍ୟତି
ପା (ପିଇବା) ପାୟୟତି ଅପାୟୟତ୍‌ ପାୟୟେତ୍‌ ପାୟୟତୁ ପାୟୟିଷ୍ୟତି
ସ୍ଥା (ରହିବା) ସ୍ଥାପୟତି ଅସ୍ତ୍ରାପୟତ୍‌ ସ୍ଥାପୟେତ୍‌ ସ୍ତ୍ରାପୟତୁ ସ୍ଥାପୟିଷ୍ୟତି
ନୀ (ନେବା) ନାୟୟତି ଅନାୟୟତ୍ ନାୟୟେତ୍‌ ନାୟୟତୁ ନାୟୟିଷ୍ୟତି
ଭୂ (ହେବା) ଭାବୟତି ଅଭାବୟତ୍‌ ଭାବୟେତ୍‌ ଭାବୟତୁ ଭାବୟିଷ୍ୟତି
କୃ (କରିବା) କାରୟତି ଅକାରୟତ୍‌ କାରୟେତ୍‌ କାରୟତୁ କାରୟିଷ୍ୟତି
ଦା (ଦେବା) ଦାପୟତି ଅଦାପୟତ୍‌ ଦାପୟେତ୍‌ ଦାପୟତୁ ଦାପୟିଷ୍ୟତି
ଜ୍ଞା (ଜାଣିବା) ଜ୍ଞାପୟତି ଅଜ୍ଞାପୟତ୍‌ ଜ୍ଞାପୟେତ୍‌ ଜ୍ଞାପୟତୁ ଜ୍ଞାପୟିଷ୍ୟତି
ଶ୍ରୁ(ଶୁଣିବା) ଶ୍ରାବୟତି ଅଶ୍ରାବୟତ୍‌ ଶ୍ରାବୟେତ୍‌ ଶ୍ରାବୟତୁ ଶ୍ରାବୟିଷ୍ୟତି
(ହନ୍‌୍‌ହତ୍ୟା କରିବା) ଘାତୟତି ଅଘାତୟତ୍‌ ଘାତୟେତ୍‌ ଘାତୟତୁ ଘାତୟିଷ୍ୟତି
ଗ୍ରହ୍‌ (ଗ୍ରହଣ କରିବା) ଗ୍ରାହୟତି ଅଗ୍ରାହୟତ୍‌ ଗ୍ରାହୟେତ୍ ଗ୍ରାହୟତୁ ଗ୍ରାହୟିଷ୍ୟତି
ପ୍ରୀ (ପ୍ରୀତହେବା) ପ୍ରୀଣୟତି ଅପ୍ରୀଣୟତ୍‌ ପ୍ରୀଣୟେତ୍‌ ପ୍ରୀଣୟତୁ ପ୍ରୀଣୟିଷ୍ୟତି
ପତ୍‌ (ପଡ଼ିବା) ପାତୟତି ଅପାତୟତ୍‌ ପାତୟେତ୍‌ ପାତୟତୁ ପାତୟିଷ୍ୟତି
‌ଲଭ୍‌ (ପାଇବା) ଲମ୍ଭୟତି ଅଲମ୍ଭୟତ୍‌ ଲମ୍ଭୟତ୍‌ ଲମ୍ଭୟତୁ ଲମ୍ଭୟିଷ୍ୟତି
ଶୀ (ଶୋଇବା ) ଶାୟୟତି ଅଶାୟୟତ୍‌ ଶାୟୟେତ୍‌ ଶାୟୟତୁ ଶାୟୟିଷ୍ୟତି
ଭୁଜ୍‌ (ଭୋଗକରିବା) ଭୋଜୟତି ଅଭୋଜୟତ୍‌ ଭୋଜୟେତ୍ ଭୋଜୟତୁ ଭୋଜୟିଷ୍ଯତି

ଅଭ୍ୟାସ:

୧। ସଂସ୍କୃତଭାଷୟା ଅନୁବାଦଂ କୂରୂତ। (ସଂସ୍କୃତ ଭାଷାରେ ଅନୁବାଦ କର)
(କ) ମାଆ ଝିଅକୁ ଶେଯରେ ଶୁଆଉଛନ୍ତି।
Answer:
ମାତା କନ୍ୟାଂ ଶଯ୍ୟାୟାଂ ଶାୟୟତି ।

(ଖ) ବାପା ପୁଅକୁ ଚନ୍ଦ୍ର ଦେଖାଇବେ ।
Answer:
ପିତା ପୁତ୍ରଂ ଚନ୍ଦ୍ରଂ ଦର୍ଶୟିଷ୍ୟତି ।

(ଗ) ମୁଁ ତୁମଦ୍ଵାରା ଫୁଲଗୁଡ଼ିକ ତୋଳାଇବି ।
Answer:
ଅହଂ ତ୍ଵୟା ପୁଷ୍ପାଣି ଚାୟୟିଷ୍ୟାମି ।

(ଘ) ରମା ସୀମାକୁ ନିଦରୁ ଉଠାଉଛି।
Answer:
ରମା ସୀମାଂ ନିଦ୍ରାୟାଃ ଉତ୍‌ଥାପୟତି ।

(ଙ) ମାମୁ ଆମକୁ ଗପ ଶୁଣାଇଲେ।
Answer:
ମାତୁଳଃ ଅସ୍ମାନ୍‌ ଆଖ୍ୟାନମ୍‌ ଅଶ୍ରାବୟତ୍‌ ।

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

(ଚ) ସେମାନେ ତୁମକୁ କାହିଁକି ଡକାଇଛନ୍ତି ?
Answer:
ତେ ତ୍ଵାଂ କଥମ୍‌ ଆହ୍ଵୟନ୍ତି ?

(ଛ) ବାପା ରାମଦ୍ବଵାରା ବହି ଗୁଡ଼ିକୁ ରଖାଉଛନ୍ତି।
Answer:
ପିତା ରାମେଣ ପୁସ୍ତାକାନି ସ୍ଥ୍ରାପୟତି ।

(ଜ) ଗୁରୁମା ତୁମୂକୁ ସାହିତ୍ୟ ପଢ଼ାଇବା ଉଚିତ ।
Answer:
ଶିକ୍ଷିକା ତ୍ବାଂ ସାହିତ୍ୟଂ ପାଠୟେତ୍‌ ।

(ଝ) ତୁମକୁ କିଏ ଲୁଗା ପିନ୍ଧାଇଛି ?
Answer:
ତ୍ଵାଂ କଃ ବସ୍ତ୍ରଂ ପରିଧାପୟତି ।

(ଞ) ଆଭ ନାତୁଣୀକୁ ଗାଧୋଇଦେବେ।
Answer:
ମାତାମହୀ ନପ୍ତୀଂ ସ୍ବାପୟିଷ୍ୟତି ।

(ଟ) ଶିକ୍ଷକ ଛାତ୍ରମାନଙ୍କଦ୍ଵାରା ଉତ୍ତର କରାଉଛନ୍ତି ।
Answer:
ଶିକ୍ଷାକଃ ଛାତ୍ରୈଃ ଉତ୍ତରଂ କାରୟତି ।

(ଠ) ନରଉ୍ତ୍ରକ ଲୋକମାନଙ୍କ ମନୋରଞ୍ଜନ କରୁଛି।
Answer:
ନର୍ତକଃ ଲୋକାନ୍‌ ରଞ୍ଜୟତି ।

(ଡ) ସରକାର ଜନତାଙ୍କୁ ନିବେଦନ କରୁଛନ୍ତି।
Answer:
ସର୍ବକାରଃ ଜନେଭ୍ୟଃ ନିବେଦୟତି ।

(ଢ) ଗୋବିନ୍ଦ ମୂଲିଆଦ୍ଵାରା ଜିନିଷପତ୍ର ବୃହାଇଲେ।
Answer:
ଗୋବିନ୍ଦଃ ସେବକେନ ବସ୍ତୂନି ବାହୟତିସ୍ମ ।

(ଣ) ବଡ଼ଭଉଣୀ ସାନଭାଇକୁ ନିୟମସବୁ ବୁଝାଇଦେବା ଉଚିତ।
Answer:
ଅଗ୍ରଜା ଅନୁଜାୟ ନିୟମାନ୍‌ ବୋଧୟେତ୍‌ ।

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

୨। ଅଧୋଲିଖ୍‌ତପଦାନି ବ୍ଯବହୃତ୍ୟ ସଂସ୍କୃତେନ ବାକ୍ଯରଚନଂ କୁରୁତ। (ଅଧାଲିଖତ ପଦଗୁଡ଼ିକ ବ୍ୟବହାର କରି ସଂସ୍କୃତରେ ବାକ୍ଯରଚନା କର।)
ଅଧ୍ଯାପୟତି, ଭୀଷୟତେ, ରଜୟତି, ଦାପୟାମି, ଶ୍ରାବୟସି, ଅଜ୍ଞାପୟତ୍‌, କରନ୍ଦୟେତ୍‌, ଜାଗରୟତି, ଘାତୟତୁ, ଅରୋଦୟତ୍‌ ।
Answer:
ଅଧ୍ଯାପୟତି = ଅଧ୍ୟାପୟତି ଅଧ୍ୟାପକଃ ।
ଭୀଷୟତେ = ସର୍ପଃ ଜନାନ୍‌ ଭୀଷୟତେ ।
ରଜୟତି    = ରାଜା ବନେ ମୃଗାନ୍‌ ରଜୟତି ।
ଦାପୟାମି  = ଅହଂ ତୁଭ୍ୟଂ ଧନଂ ଦାପୟାମି ।
ଶ୍ରାବୟସି   = ତ୍ବଂ କିଂ ଶ୍ରାବୟସି ।
ଅଜ୍ଞାପୟତ୍‌ = ପ୍ରଧାନ ଶିକ୍ଷାକଃ ମାମ୍‌ ଅଜ୍ଞାପୟତ୍‌ ।
କ୍ରନ୍ଦୟେତ୍‌  = ସଃ ଶିଶୁଂ କନ୍ଦ୍ରୟେତ୍‌ ।
ଜାଗରୟତି = ମାତା ପୁତ୍ରଂ ଜାଗରୟତି ।
ଘାତୟତୁ    = ବ୍ୟାଧଃ ମୃଗାନ୍‌ ନ ଘାତୟତୁ ।
ଅରୋଦୟତ୍‌ = ଅସୌ ମାମ୍‌ ଅରୋଦୟତ୍‌ ।

୩। ସ୍ତମ୍ଭମେଳନଂ କୁରୁ। (ସ୍ତମ୍ଭମେଳନ କର ।)

‘କ’ ସୃମୃଃ ‘ଖ’ ସୃମୃଃ
ଗୃହ୍ମନ୍ତଂ ପ୍ରେରୟ ଘ୍ରାପୟନ୍ତି
ଲଭମାନଂ ପ୍ରେରୟମି ଅଦର୍ଶୟତ୍‌
ରୁଦନ୍ତଂ ପ୍ରେରୟସି ଗାପୟତୁ
ସ୍ନାନ୍ତଂ ପ୍ରେରୟେତ୍‌ ଗ୍ରାହୟ
ପଶ୍ୟନ୍ତଂ ପ୍ରୈରୟତ୍‌ ରମୟିଷ୍ୟାମି
କୁର୍ବନ୍ତଂ ପ୍ରେରୟିଷ୍ୟନ୍ତି ଲମ୍ଭୟାମି
ଗାୟନ୍ତଂ ପ୍ରେରୟତୁ ଚାରୟସି
ଚରନ୍ତଂ ପ୍ରେରୟସି ରୋଦୟସି
ରମନ୍ତଂ ପ୍ରେରୟିଷ୍ୟାମି ସ୍ନାପୟେତ୍‌
ଜିଘ୍ରନ୍ତ ପ୍ରେରୟନ୍ତି କାରୟିଷ୍ୟନ୍ତି

Answer:

‘କ’ ସୃମୃଃ ‘ଖ’ ସୃମୃଃ
ଗୃହ୍ମନ୍ତଂ ପ୍ରେରୟ ଗ୍ରାହୟ
ଲଭମାନଂ ପ୍ରେରୟମି ଲମ୍ଭୟାମି
ରୁଦନ୍ତଂ ପ୍ରେରୟସି ରୋଦୟସି
ସ୍ନାନ୍ତଂ ପ୍ରେରୟେତ୍‌ ସ୍ନାପୟେତ୍‌
ପଶ୍ୟନ୍ତଂ ପ୍ରୈରୟତ୍‌ ଅଦର୍ଶୟତ୍‌
କୁର୍ବନ୍ତଂ ପ୍ରେରୟିଷ୍ୟନ୍ତି କାରୟିଷ୍ୟନ୍ତି
ଗାୟନ୍ତଂ ପ୍ରେରୟତୁ ଗାପୟତୁ
ଚରନ୍ତଂ ପ୍ରେରୟସି ଚାରୟସି
ରମନ୍ତଂ ପ୍ରେରୟିଷ୍ୟାମି ରମୟିଷ୍ୟାମି
ଜିଘ୍ରନ୍ତ ପ୍ରେରୟନ୍ତି ଘ୍ରାପୟନ୍ତି

୪। ସଂଶୋଧନଂ କୁରୁତ। (ସଂଶୋଧନ କର ।)
(କ) ରଜକଃ ବସ୍ତ୍ରାଣି ରଞ୍ଜୟତି ।
Answer:
ରଜକଃ ବସ୍ତ୍ରାଣି ରଞ୍ଜୟତି ।

(ଖ) ବୀରଃ ଖଡ୍ଗେନ ଶତ୍ରୁନ୍‌ ଭାୟୟତି ।
Answer:
ବୀରଃ ଖଡ୍ଗନ ଶତ୍ରୁନ୍ ଭାୟୟତି।

(ଗ) ଗୁରୁଃ ଶିଷ୍ୟାନ୍‌ ବ୍ୟାକରଣମ୍‌ ଅଧ୍ଯାପୟତି ।
Answer:
ଗୁରୁ ଶିଷ୍ୟାନ୍ ବ୍ୟାକରଣମ୍ ଅଧ୍ୟାପୟତି ।

(ଘ) ନେତା ହସ୍ତଂ ଚଳୟତି ।
Answer:
ନେତା ହସ୍ତୀ ଚଳୟତି।

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

(ଙ) ତ୍ବଂ କେନ ଖାତିକାମ୍‌ ଅକ୍ରାପୟଃ ।
Answer:
ଙ କେନ ଖାତିକାମ୍ ଅକ୍ରାପୟଃ ।

(ଚ) ଶିଶ୍ୁଃ ସଂଖ୍ୟାଃ ଗଣୟ ।
Answer:
ଶିଶ୍ୁଃ ସଂଖ୍ୟାଃ ଗଣୟତୁ ।

(ଛ) ଗୃହସ୍ପଃ ଶ୍ରମିକୈଃ କାଷ୍ଠାନି ଛେଦୟତି ।
Answer:
ଗୃହସ୍ଥ ଶ୍ରମିକଃ କାଷ୍ଠାନି ଛେଦୟତି।

(ଜ) ତ୍ବଂ ମାଂ କଥଂ ହାସୟସି ?
Answer:
ବଂ ମାଂ କଣଂ ହାସୟସି ?

(ଝ) ଗାୟକଃ ଛାତ୍ର ଗାପୟତୁ ।
Answer:
ଗାୟକଃ ଛାତ୍ରେଣ ଗାପୟତୁ ।

(ଞ) ଜନାଃ ମାର୍ଗେ ଦୁର୍ଘଟନାଂ ଘଟୟନ୍ତି ।
Answer:
ଜନଃ ମାର୍ଗେ ଦୁର୍ଘଟନାଂ ଘଟୟନ୍ତି।

୫। ଣିଜନ୍ତରୂପାଣି ଲିଖତ। (ଣିଜନ୍ତରୂପ ଲେଖ)।
ଯଥା – ପଠତି = ପାଠୟତି
Answer:
ଜାୟନ୍ତେ, ଲଭତେ, ଶେରତେ), ଗୃହାାତି, ଅହନ୍‌, ପତ ତୂ, ପୂଜ୍ରାମଃ, ଜୟନ୍ତି, ଜାନାସି, ପଠେୟୁଃ ଜନୟନ୍ତି, ଲମ୍ଭୟତି, ଶାୟୟନ୍ତି, ଗ୍ରାହୟତି, ଅଘାତୟତ୍‌, ପାତୟତୁ, ପ୍ରଚ୍ଛୟାମଃ, ଜାୟୟତି, ଜ୍ଞାପୟସି, ପାଠୟେୟଃୁ ।

୬। ନିର୍ଦ୍ଦେଶାନୁସାରେଣ ଣିଜନ୍ତରୂପାଣି ଲିଖତ। (ନିର୍ଦ୍ଦେଶ ଅନୁସାରେ ଣିଜନ୍ତ ରୂପ ଲେଖ।) ।
କୃ – ବିଧୂଲିଙ୍ରି ଉତ୍ତମ ପୁରୁଷୈକବଚନେ।
Answer:
କାରୟେୟମ୍‌

ସ୍ପଟ – ଲୋଟି ମଧ୍ଯମପୂରୂଷ ବହୁବଚନେ।
Answer:
ସ୍ଥାପୟତ

କ୍ରୀ – ଲଢି ପ୍ରଥମପୂରୂଷ ବହୁବଚନେ।
Answer:
ଆକ୍ରାପୟନ୍‌

ଗୈ – ଲଟି ପ୍ରଥମପୁରୂଷ ବହୁବଚନେ ।
Answer:
ଗାପୟନ୍ତି

ଗ୍ରହ୍‌ – ଲୃଟି ଉତ୍ତମପୁରୂଷ ଦ୍ବିବଚନେ
Answer:
ଗ୍ରାହୟିଷ୍ୟାବଃ

ଛିଦ୍‌ – ଲୂଟି ଉତ୍ତମପୁରୁଷୈକବଚନେ।
Answer:
ଛେଦୟିଷ୍ୟତି

ଭୂଜ୍‌ – ଲୋଟି ପ୍ରଥମପୁରୁଷ ବହୁବଚନ ।
Answer:
ଭୋଜୟନ୍ତି।

୭ । ଅର୍ଥଭେଦଂ କୁରୁତ। (ଅର୍ଥଭେଦ କର।)
ରଜୟତି – ରଞ୍ଜୟତି, ଭୀଷୟତେ – ଭାୟୟତି, ନିଶମୟତି – ନିଶାମୟତ, ସାଧୟତି – ସେଧୟତେ, ଚଳୟତି – ଚ଼ାଳୟତ ।
Answer:
ରଜୟତି – ଶିକାର କରୁଛି ।
ରଞ୍ଜୟତି – ରଙ୍ଗାଉଛି ।
ଭୀଷୟତେ – ନିଜେ ଭୟର କାରଣ ।
ଭାୟୟତି – ଅନ୍ୟଦ୍ଵାରା ଡରାଉଛି ।
ନିଶମୟତି – ଶୁଣୁଛି ।
ନିଶାମୟତି – ଦେଖୁଛି
ସାଧୟତି – ଇହଲୋକ ପାଇଁ ।
ସେଧୟତେ – ପରଲୋକ ପାଇଁ ସାଧନ କରୁଛି ।
ଚଳୟତି – ହଲାଉଛି ।
ଚ଼ାଳୟତି – ଚଳାଉଛି

BSE Odisha 10th Class Sanskrit Grammar Solutions Chapter 5 ଣିଜନ୍ତ

୮। ବନ୍ଧନୀମଧ୍ଯାତ୍‌ ଶୁଦ୍ଧମ୍‌ ଉତ୍ତରଂ ନିରୂପୟତ। ବନ୍ଧନୀମଧ୍ଯରୁ ଶୁଦ୍ଧ ଉତ୍ତର ନିରୂପଣ କର।)
ଦଦତଂ ପ୍ରେରୟତି – (ଦଦୟତି, ଦାନୟତି, ଦାପୟତି)
Answer:
ଦାପୟତି

ଗଚ୍ଛନ୍ତଂ ପ୍ରେରୟ – (ଗଚ୍ଛୟ, ଗାମୟ, ଗମୟ)
Answer:
ଗମୟ

କୁର୍ବନ୍ତଂ ପ୍ରେରୟସି – (କରୋଷି, କାରୟସି, କର୍ରୟସି)
Answer:
କାରୟସି

କ୍ରୀଣନ୍ତଂ ପ୍ରୈରୟତ୍‌ – (ଅକ୍ରାପୟତ୍‌, କ୍ରାପୟତି, କ୍ରେତୟତି)
Answer:
ଅକ୍ରାପୟତ୍‌

ପଠନ୍ତଂ ପ୍ରେରୟାମି – (ପଠୟାମି, ପାଠୟାମି, ପାଠାୟମି)
Answer:
ପାଠୟାମି

ପଶ୍ୟନ୍ତଂ ପ୍ରେରୟେତ୍‌ – (ଦର୍ଶୟତି, ଦର୍ଶୟେତ୍‌, ପଶେୟତ୍‌)
Answer:
ଦର୍ଶୟେତ୍‌

ଶୃଣ୍ଞନ୍ତଂ ପ୍ରେରୟିଷ୍ୟାମି – (ଶ୍ରାବୟାମି, ଶ୍ରାବୟମି, ଶ୍ରାବୟିଷ୍ଯାମି)
Answer:
ଶ୍ରାବୟିଷ୍ଯାମି

Leave a Comment