Class 4 Maths Chapter 4 Question Answer Odia Medium ହଜାରର ପରିଚୟ

Students can use Class 4 Math Solution Odia Medium and Class 4 Maths Chapter 4 Question Answer Odia Medium ହଜାରର ପରିଚୟ to check their answers after solving exercises.

4th Class Maths Chapter 4 Question Answer Odia Medium

Class 4 Maths Chapter 4 Odia Medium

Page No. (୩୯ to ୪୪)

ଦୁର୍ଗାପୂଜା ସମୟରେ ଦୁଇ ଜଣ ସାଙ୍ଗ ଶୁଭମ୍ ଓ ସୋନାଲି ଦୁର୍ଗା ମଣ୍ଡପ ନିକଟରେ ଏକ ଭୋଜିର ବ୍ୟବସ୍ଥା କଲେ । ସେ ଦୁହେଁ ଭାବିଥିଲେ ଯେ, ଏହି ଭୋଜି ପ୍ରାୟ ୧୦୦୦ (ଏକ ହଜାର) ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯିବ । ଏହି ଭୋଜିର ସୁପରିଚାଳନା ପାଇଁ ୫୫ (ପଞ୍ଚାବନ) ଜଣ ସ୍ଵେଚ୍ଛାସେବୀ ରହିବେ ବୋଲି ସ୍ଥିର କଲେ । ଭକ୍ତ ଭୋଜି କରିବା ପାଇଁ ଶୁଭମ୍ ଓ ସୋନାଲି ଦୁହେଁ କିଛି ଦାନ ଗ୍ରହଣ କରିଥିଲେ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 1

Question 1.
ନିମ୍ନଲିଖତ ସାରଣୀରେ ଦାନର ପରିମାଣ ଦର୍ଶାଯାଇଛି । ପ୍ରତ୍ୟେକକୁ ସଂଖ୍ୟାରେ ପରିପ୍ରକାଶ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 2
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 3
ଶିକ୍ଷକଙ୍କ ପାଇଁ ସୂଚନା : ଦୁଇ ଅଙ୍କ ଓ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଭିନ୍ନଭିନ୍ନ ଚିତ୍ରିତ ଉପସ୍ଥାପନାର କୌଶଳ ଶିକ୍ଷାର୍ଥୀମାନେ ଏହି କାର୍ଯ୍ୟହାରା ହାସଲ କରିବେ ଓ ଶିକ୍ଷକ ଏଭଳି କେତେକ ନୂତନ କାର୍ଯ୍ୟ ଦେଇ ଦକ୍ଷତାର ବିକାଶ କରିବେ ।

Question 2.
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 4
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 5

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

Question 3.
ଶୁଭମ୍ ଓ ସୋନାଲି ସେ ଦିନ ସାର୍ବଜନୀନ ଭୋଜିରେ ଭିନ୍ନଭିନ୍ନ ସମୟରେ ଯୋଗ ଦେଇଥିବା ଲୋକ ସଂଖ୍ୟାଙ୍କୁ ଲିପିବଦ୍ଧ କରୁଥିଲେ । ନିମ୍ନ ସାରଣୀରେ ପ୍ରତି ଅଧାଘଣ୍ଟା ଅବଧୂରେ ଖାଉଥିବା ଲୋକ ସଂଖ୍ୟାକୁ ଶତ – ଦଶ – ଏକ ବ୍ଲକଗୁଡ଼ିକର ଚିତ୍ର କରି ଦର୍ଶାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 6
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 7
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 8

Question 4.
ଭୋଜିକୁ ସବୁଠାରୁ ଅଧିକ ଲୋକ କେଉଁ ସମୟ ଅବଧିରେ ଆସିଥିଲେ ?
____________________________________________________
Solution:
୧.୩୦ ରୁ ୨.୦୦ ଘଣ୍ଟା (୫୦୮ ଜଣ)

Question 5.
ଭୋଜିକୁ ସବୁଠାରୁ କମ୍ ଲୋକ କେଉଁ ସମୟ ଅବଧ୍ୟରେ ଆସିଥିଲେ ?
___________________________________________________
Solution:
୧୨.୦୦ ରୁ ୧୨.୩୦ ଘଣ୍ଟା (୫୨ ଜଣ)

ଆସ ସମାଧାନ କରିବା

Question 1.
(କ) ୩ ଓ ୭ ଅଙ୍କକୁ ବ୍ୟବହାର କରି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ନିମ୍ନ କୋଠରି (ବାକ୍ସ) ଗୁଡ଼ିକରେ ସଂଖ୍ୟାକୁ ଲେଖ । କ୍ଷୁଦ୍ରତମ ସଂଖ୍ୟା ଚାରିପଟେ ଗୋଲ ବୁଲାଅ ଏବଂ ବୃହତ୍ତମ ସଂଖ୍ୟାରେ ଛକି ଚିହ୍ନ ଦିଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 9
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 10

(ଖ) ୩, ୫, ୦, ୮ ଅଙ୍କଗୁଡ଼ିକୁ ବ୍ୟବହାର କରି ତିନି ଅଙ୍କ ବିଶିଷ୍ଟ ଛଅଟି ସଂଖ୍ୟା ତିଆରି କର, ଯେପରିକି ପ୍ରତ୍ୟେକ ସଂଖ୍ୟା ୫୫୦ ଠାରୁ ସାନ ହେବ । ତୁମେ ଗୋଟିଏ ସଂଖ୍ୟାରେ ଅଙ୍କ ଗୁଡିକୁ ଏକାଧ୍ଵକ ଥର ବ୍ୟବହାର କରିପାରିବ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 11
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 12

(ଗ) ୧ (ଖ)ର ତୁମେ ତିଆରି କରିଥିବା ସଂଖ୍ୟା ଗୁଡିକୁ ନିମ୍ନ ସଂଖ୍ୟାରେଖାରେ ସୂଚିତ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 13
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 14

Question 2.
ଠିକ୍ ସଂଖ୍ୟାଗୁଡ଼ିକ ଲେଖୁ ଶୂନ୍ୟସ୍ଥାନ ପୂରଣ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 15
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 16
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 17
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 18
ଆମେ ତୃତୀୟ ଶ୍ରେଣୀରେ ସଂଖ୍ୟା ସମ୍ପର୍କରେ ପଢ଼ିଥିଲେ । ଏହା ଭାରତୀୟ ସଂଖ୍ୟା ଲିଖନର ଏକ ବ୍ୟବସ୍ଥା ଅଟେ । ଏହି ସଂଖ୍ୟା ଲିଖନ ଯୋଗୁ ଆମେ ବିଦ୍ୟାଳୟରେ ସଂଖ୍ୟା ଲେଖିବା, ଯୋଗ ଓ ବିୟୋଗ କରିବା କାର୍ଯ୍ୟ ସହଜ ହୋଇଛି । ଏହି ସଂଖ୍ୟା ବ୍ୟବସ୍ଥା ପ୍ରାୟ ୨୦୦୦ ବର୍ଷ ପୂର୍ବେ ଭାରତରେ ଆବିଷ୍କାର କରାଯାଇଥିଲା ଓ ବର୍ତ୍ତମାନ ଏହା ସାରା ବିଶ୍ବରେ ବ୍ୟବହୃତ ହେଉଛି । ଏହି ବ୍ୟବସ୍ଥା | ଏପରି ତିଆରି କରାଯାଇଛି ଯେ, ଆମେ ମାତ୍ର ଦଶଟି ସୂଚକ ୦,୧,୨,୩, ୪,୫,୬,୭,୮ ଓ ୯କୁ ବ୍ୟବହାର କରି ଯେ କୌଣସି ସଂଖ୍ୟା ଲେଖୁପାରିବା, ତାହା ଯେତେ ବଡ ହେଉ ନା କାହିଁକି ।

ଏ ପର୍ଯ୍ୟନ୍ତ ଆମେ ୧ ରୁ ୯୯୯ ପର୍ଯ୍ୟନ୍ତ ସଂଖ୍ୟା ଲେଖୁବା ଶିଖୁଛୁ । ବର୍ତମାନ ଆମେ ୧୦୦୦ (ଏକ ହଜାର) ବା ତା’ଠାରୁ ବଡ଼ ସଂଖ୍ୟା ଲେଖୁ ଶିଖୁବା ।

ତୁମେ ମନେ ପକାଅ ଯେ, ଶୁଭମ୍ ଓ ସୋନାଲି ଭୋଜିକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଅନୁଧ୍ୟାନ କରିଥିଲେ । ଆସ ଦେଖ‌ିବା, ସେମାନେ ଏହି କାର୍ଯ୍ୟ କିପରି କରିଥିଲେ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 19
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 20

କେତେ ଜଣ ଲୋକ ଭୋଜି ଖାଇବାକୁ ଆସିଥିଲେ ? _____________________
ଠିକ୍ ସଂଖ୍ୟାଗୁଡ଼ିକ ନେଇ ଶୂନ୍ୟସ୍ଥାନ ପୂରଣ କର ।
Solution:
୧୦୩୨

Class 4 Maths Chapter 4 Question Answer Odia Medium ହଜାରର ପରିଚୟ 21
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 22
ଶିକ୍ଷକଙ୍କ ପାଇଁ ସୂଚନା । ୧୦୦୦ (ଏକ ହଜାର) ଓ ଏହାଠାରୁ ବଡ଼ ସଂଖ୍ୟାକୁ କିପରି ଲେଖାଯାଇଅଛି, ତାହା ପିଲାମାନେ ଲକ୍ଷ୍ୟ କରିବେ ।

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

Question 3.
ତଳେ ଦିଆଯାଇଥ‌ିବା ପରିସ୍ଥିତି ଗୁଡ଼ିକ ପାଇଁ ମଝିରେ ଥିବା ଯେଉଁ ସଂଖ୍ୟା ପରିସରଟି ଠିକ୍, ତାକୁ ଚିହ୍ନଟ କର। ତୁମେ ଏହି ଚିହ୍ନଟ କରିବାର କାରଣକୁ ସାଙ୍ଗମାନଙ୍କ ସହ ଆଲୋଚନା କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 23
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 24

ତୁମ ଆଖପାଖରେ ଦେଖୁଥ‌ିବା ଜିନିଷକୁ ଚିହ୍ନଟକର, ଯାହାର ସଂଖ୍ୟା ୧୦୦୦ ବା ତା’ଠାରୁ ଅଧିକ ।
________________________________________________________________________
________________________________________________________________________
________________________________________________________________________
________________________________________________________________________
Solution:
୧। ଆକାଶରେ ଥ‌ିବା ତାରା ସଂଖ୍ୟା ।
୨। ଗୋଟିଏ ସହରରେ ଥିବା ଲୋକସଂଖ୍ୟା ।
୩। ଗୋଟିଏ ସହରରେ ଥ‌ିବା ଲୋକଙ୍କ ମୁଣ୍ଡ ସଂଖ୍ୟା ।
୪। ଗୋଟିଏ ସହରରେ ଥିବା ଘର ସଂଖ୍ୟା ।
୫ । ପୁସ୍ତକରେ ଥ‌ିବା ଶବ୍ଦ ସଂଖ୍ୟା ।

ଏକ ହଜାର (୧୦୦୦)

Page No. (୪୬)

Question 1.
ତୁମେ ଦେଖୁଛ କିପରି ଏକ (୧), ଦଶ (୧୦) ଓ ଶହ (୧୦୦) ପାଇଁ ଦଶ ଆଧାର ବିଶିଷ୍ଟ ବ୍ଳକ ନିଆଯାଇଛି ।
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 25

Question 2.
ବର୍ତ୍ତମାନ ଆସ ଦଶ ଆଧାର ବ୍ଲକକୁ ବ୍ୟବହାର କରି ଏକ ହଜାର (୧୦୦୦) ଶିଖୁବା ।
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 26
ଶିକ୍ଷକଙ୍କ ପାଇଁ ସୂଚନା : ଶିକ୍ଷାର୍ଥୀମାନଙ୍କୁ ୧, ୧୦ ଓ ୧୦୦କୁ ଦଶ ଆଧାର ବ୍ଲକରେ ଗ୍ରୁପ ଓ ପୁନର୍ଗଠନ କରିବାର ଅଭିଜ୍ଞତା ଦିଅନ୍ତୁ । ପରବର୍ତ୍ତୀ ପୃଷ୍ଠାଗୁଡ଼ିକରେ ଧୀମାନଙ୍କୁ ନିୟୋଜିତ କରିବା ପାଇଁ କାର୍ଯ୍ୟଗୁଡ଼ିକର କିଛି ଉଦାହରଣ ଅଛି । କୋଲଟାନ୍ ପାଲ ଡାଏନ୍‌ସ୍ ଜଣେ ହଙ୍ଗେରୀ ଗଣିତଜ୍ଞ ତଥା ଶିକ୍ଷାବିତ୍ ଯିଏ ଡାଇନସ୍ ବ୍ଲକ୍ ପ୍ରସ୍ତୁତ କରିଥିଲେ । ଏହି ବ୍ଲକଗୁଡ଼ିକ ବିଭିନ୍ନ ସାଂଖ୍ୟକ ମୂଲ୍ୟକୁ ସୂଚାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ସଂଖ୍ୟା ଲେଖୁବା ଓ ସଂଖ୍ୟାକୁ ନେଇ ଗାଣିତିକ କାର୍ଯ୍ୟ କରିବା ପାଇଁ ଭାରତୀୟ ଦଶ ଆଧାର ବିଶିଷ୍ଟ ସଂଖ୍ୟା ପ୍ରଣାଳୀର ଧାରଣାକୁ ବୁଝିବାରେ ସାହାଯ୍ୟ କରେ ।

ଆସ, ଆମେ ଏକ ହଜାରକୁ ଭାଙ୍ଗିବା

Page No. (୪୭)

Question 1.
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 27
(କ) ତୁମେ ୯୦୦ ପାଖରେ ଅଛ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ? _________________
୯୦୦ + _________________ = ୧୦୦୦

(ଖ) ୮୦୦ ରେ ଚିହ୍ନ ଦିଅ । ଆଉ କେତେ ଅଧ‌ିକ ହେଲେ ୧୦୦୦ ହେବ ? _________________
୮୦୦ + _________________ = ୧୦୦୦

(ଗ) ୮୫୦ରେ ଚିହ୍ନ ଦିଅ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ? _________________
୮୫୦ + _________________ = ୧୦୦୦

(ଘ) ୭୬୦ରେ ଚିହ୍ନ ଦିଅ । ଆଉ କେତେ ଅଧ‌ିକ ହେଲେ ୧୦୦୦ ହେବ ? _________________
୭୬୦ + _________________ = ୧୦୦୦

(ଙ) ୪୦୦ ରେ ଚିହ୍ନ ଦିଅ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ?
୧୦୦୦ – _________________ = ୪୦୦

(ଚ) ତଳେ ଦିଆଯାଇଥ‌ିବା ଯୋଗ ଉକ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ କର, ଯେପରି ପ୍ରତ୍ୟେକ କ୍ଷେତ୍ରରେ ଯୋଗଫଳ ୧୦୦୦ ମିଳିବ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 28
Solution:
(କ) ତୁମେ ୯୦୦ ପାଖରେ ଅଛ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ?
୯୦୦ + ୧୦୦ = ୧୦୦୦

(ଖ) ୮୦୦ ରେ ଚିହ୍ନ ଦିଅ । ଆଉ କେତେ ଅଧ‌ିକ ହେଲେ ୧୦୦୦ ହେବ ?
୮୦୦ + ୨୦୦ = ୧୦୦୦

(ଗ) ୮୫୦ରେ ଚିହ୍ନ ଦିଅ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ?
୮୫୦ + ୧୫୦ = ୧୦୦୦

(ଘ) ୭୬୦ରେ ଚିହ୍ନ ଦିଅ । ଆଉ କେତେ ଅଧ‌ିକ ହେଲେ ୧୦୦୦ ହେବ ?
୭୬୦ + ୨୪୦ = ୧୦୦୦

(ଖ) ୪୦୦ ରେ ଚିହ୍ନ ଦିଅ । ଆଉ କେତେ ଅଧିକ ହେଲେ ୧୦୦୦ ହେବ ?
୧୦୦୦ – ୬୦୦ = ୪୦୦

(ଚ) Class 4 Maths Chapter 4 Question Answer Odia Medium ହଜାରର ପରିଚୟ 29
୭୭୫ + ୨୨୫ = ୧୦୦୦
୯୮୦ + ୨୦ = ୧୦୦୦
୫୦୦ + ୫୦୦ = ୧୦୦୦
୭୦୦ + ୩୦୦ = ୧୦୦୦
୮୩୦ + ୧୭୦ = ୧୦୦୦
୬୭୦ + ୩୩୦ = ୧୦୦୦
୪୯୬ + ୫୦୩ = ୧୦୦୦
୮୯୫ + ୧୦୫ = ୧୦୦୦

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

ସମୂହୀକରଣ ଓ ପୁନଃ ସମୁଦ୍ରୀକରଣ

Page No. (୪୮ to ୫୦)

Question 1.
ନିମ୍ନରେ ଥ‌ିବା ଚିତ୍ରଗୁଡ଼ିକୁ ଦେଖ । ଯଥାସମ୍ଭବ ୧୦ ଏକ କିମ୍ବା ୧୦ ଦଶ (ବା ୧୦୦) ବିଶିଷ୍ଟ ଦଳ ଦଳ କରି ଚାରିପଟେ ଗୋଲ କର । ପ୍ରତ୍ୟେକ ଚିତ୍ର ତଳେ ମୋଟ ସଂଖ୍ୟା ଲେଖ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 30
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 31

Question 2.
ନିମ୍ନଲିଖତ ପ୍ରତ୍ୟେକ ଚିତ୍ରରେ ଆବଶ୍ୟକତା ଅନୁଯାୟୀ ଦଶଟି ଏକ, ଦଶଟି ଦଶ ଓ ଦଶଟି ଶହରେ ଗୋଲ ଦିଅ । ଖାଲି କୋଠରି ପୂରଣ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 32
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 33
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 34
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 35
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 36

ଆସ ସମାଧାନ କରିବା

Question 1.
ନିମ୍ନଲିଖତ ସଂଖ୍ୟାଗୁଡିକୁ ଲକ୍ଷ୍ୟକର ଓ ତୁମଖାତାରେ ଲେଖ । ଆବଶ୍ୟକ ସ୍ଥଳରେ ଦିଆଯାଇଥ‌ିବା ଚିତ୍ର ଅଙ୍କନ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 37
(କ) ୪୫ ଏକ
(ଖ) ୩୯ ଏକ
(ଗ) ୩୫ ଦଶ
(ଘ) ୮୬ ଦଶ
(ଙ) ୧୦ ଦଶ ଓ ୧ ଏକ
(ଚ) ୧୫ ଦଶ ଓ ୨୩ ଏକ
(ଛ) ୩୪ ଦଶ ଓ ୧୨ ଏକ
(ଜ) ୧୯ ଦଶ ଓ ୧୦ ଏକ
(ଖ) ୨ ଶହ, ୧୩ ଦଶ ଓ ୭ ଏକ
Solution:
(କ) ୪୫ ଏକ = ୪ ଦଶ + ୫ ଏକ = ୪ + ୫ = ୪୫

(ଖ) ୩୯ ଏକ = ୩ ଦଶ + ୯ ଏକ = ୩୦ + ୯ = ୩୯

(ଗ) ୩୫ ଦଶ = ୩୫୦ = ୩ ଶହ + ୫ ଦଶ + ୦ ଏକ = ୩୦୦ + ୫୦ + ୦

(ଘ) ୮୬ ଦଶ = ୮୬୦ = ୮ ଶହ + ୬ ଦଶ + ୦ ଏକ = ୮୦୦ + ୬୦ + ୦

(ଙ) ୧୦ ଦଶ ଓ ୧ ଏକ = ୧୦୧ = ୧ ଶହ + ୦ ଦଶ + ୧ ଏକ = ୧୦୦ + ୦ + ୧

(ଚ) ୧୫ ଦଶ ଓ ୨୩ ଏକ =୧୭୩ = ୧ ଶହ + ୭ ଦଶ + ୩ ଏକ = ୧୦୦ + ୭୦ + ୩

(ଛ) ୩୪ ଦଶ ଓ ୧୨ ଏକ = ୩୫୨ = ୩ ଶହ + ୫ ଦଶ + ୨ ଏକ = ୩୦୦ + ୫୦ + ୨

(ଜ) ୧୯ ଦଶ ଓ ୧୦ ଏକ = ୨୦୦ = ୨ ଶହ + ୦ ଦଶ + ୦ ଏକ = ୨୦୦ + ୦ + ୦

(ଖ) ୨ ଶହ, ୧୩ ଦଶ ଓ ୭ ଏକ = ୩୩୭ = ୩ ଶହ + ୩ ଦଶ + ୭ ଏକ = ୩୦୦ + ୩୦ + ୭

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

ଏକ ହଜାର (୧୦୦୦) ପରର ସଂଖ୍ୟା

Page No. (୫୧ to ୫୪)

Class 4 Maths Chapter 4 Question Answer Odia Medium ହଜାରର ପରିଚୟ 38
ଆମେ ଡାଏନ୍‌ସ୍ ବ୍ଲକ ବଦଳରେ ସଂଖ୍ୟା କାର୍ଡ଼ ବ୍ୟବହାର କରିପାରିବା ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 39
୧ ହଜାର + ୦ ଶହ + ୦ ଦଶ + ୧ ଏକ = ୧୦୦୧

Question 1.
ନିମ୍ନ ସାରଣୀକୁ ଦେଖ ଓ ଶୂନ୍ୟସ୍ଥାନ ପୂରଣ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 40Class 4 Maths Chapter 4 Question Answer Odia Medium ହଜାରର ପରିଚୟ 41
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 42
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 43
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 44

Question 2.
ସଂଖ୍ୟାଗୁଡ଼ିକୁ କକ୍ରମ / ଅଧଃକ୍ରମରେ ଲେଖା ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 45
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 46
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 47

ଆସ ଖେଳିବା

ସ୍ଥାନୀୟ ମାନ ସିଡ଼ି ତିଆରି କରିବା । ସଂଖ୍ୟାକୁ ସୂଚନା ଅନୁସାରେ ବଢ଼ାଅ ବା କମାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 48
(କ) ୧୮୯୫ – ସଂଖ୍ୟାକୁ ୧ ବଢ଼ାଅ ।
(ଖ) ୨୭୮୫ – ସଂଖ୍ୟାକୁ ୧୦ ବଢ଼ାଅ ।
(ଗ) ୩୩୬୯ – ସଂଖ୍ୟାକୁ ୨ କମାଅ ।
(ଘ) ୫୬୪୮ – ସଂଖ୍ୟାକୁ ୧୦ କମାଅ ।
(ଙ) ୬୪୮୭ – ସଂଖ୍ୟାକୁ ୨୦ ବଢ଼ାଅ ।
Solution:
(କ) ୧୮୯୫ – ସଂଖ୍ୟାକୁ ୧ ବଢ଼ାଅ । – ୧୮୯୬
(ଖ) ୨୭୮୫ – ସଂଖ୍ୟାକୁ ୧୦ ବଢ଼ାଅ । – ୨୭୯୫
(ଗ) ୩୩୬୯ – ସଂଖ୍ୟାକୁ ୨ କମାଅ । – ୩୩୬୭
(ଘ) ୫୬୪୮ – ସଂଖ୍ୟାକୁ ୧୦ କମାଅ । – ୫୬୩୮
(ଙ) ୬୪୮୭ – ସଂଖ୍ୟାକୁ ୨୦ ବଢ଼ାଅ । – ୬୫୦୭

ଆସ ଚିନ୍ତା କରିବା

Question 1.
ରାମ ୭ ହଜାର ୦ ଶହ ୨ ଦଶ ୪ ଏକକୁ ୭୨୪ ଲେଖିଲା ।
ଏହା ଠିକ୍ କି ? _________________
ଠିକ୍ ଉତ୍ତରଟି ଲେଖ _______________
Solution:
ନା, ଏହା ଭୁଲ୍ ।
୭୦୨୪ ।

Question 2.
ଲିମା ୫ ହଜାର ୬ ଶହ ୦ ଦଶ ୩ ଏକକୁ ୫୬୩ ଲେଖିଲା । ଏହା ଠିକ୍ କି ? ______________ ।
ଠିକ୍ ସଂଖ୍ୟାଟି ଲେଖ _______________ ।
Solution:
ନା, ଏହା ଭୁଲ୍ ।
୫୬୦୩ ।

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

ସଂଖ୍ୟାରେଖା

Page No. (୫୫ to ୫୭)

Question 1.
ନିମ୍ନରେ ଦିଆଯାଇଥ‌ିବା କେଉଁ ସଂଖ୍ୟା ଗୁଡିକ ୨୨୨୬ ଓ ୩୨୨୬ ମଧ୍ଯରେ ଅଛନ୍ତି ? ଠିକ୍ ଉତ୍ତରଗୁଡିକରେ ଗୋଲ ବୁଲାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 49
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 50

Question 2.
ସୂଚନା ଅନୁଯାୟୀ ଉତ୍ତର ଲେଖ ।
(କ) ନିମ୍ନ ସଂଖ୍ୟାରେଖାରେ ୧୦୦୧ ଓ ୧୦୩୮ ସଂଖ୍ୟାକୁ ଚିହ୍ନିତ କରାଯାଇଛି । ସେହି ସଂଖ୍ୟାରେଖାରେ ୧୦୪୩, ୧୦୬୯ ଓ ୧୦୮୪ କୁ ସୂଚାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 51
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 52

(ଖ) ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କର ।
୨୦୨୫, ୨୦୮୦, ୨୧୭୫, ୨୨୪୫, ୨୨୯୫, ୨୩୧୦, ୨୩୯୦, ୨୪୩୦, ୨୪୬୦
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 53
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 54

(ଗ) ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କର ।
୫୫୧୨, ୫୫୪୮, ୫୫୯୦, ୫୬୩୬, ୫୬୭୩, ୫୬୯୫
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 55
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 56

(ଘ) ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡିକୁ ସଂଖ୍ୟାରେଖାରେ ଚିହ୍ନିତ କର ।
୮୬୭୯, ୮୯୯୦, ୮୯୨୩, ୮୭୬୩
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 57
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 58

ଆସ ଖେଳିବା

Question 1.
ବିଭିନ୍ନ ସଂଖ୍ୟା ତିଆରି କରିବାକୁ ତୀର କାର୍ଡ଼ ବ୍ୟବହାର କର (ବହିର ଶେଷରେ ଦିଆଯାଇଛି) । ତୀର ବ୍ୟବହାର କରି ନିମ୍ନଭଳି ସଂଖ୍ୟା ଗଠନ କର । ସଂଖ୍ୟାକୁ ଉଚ୍ଚ ସ୍ବରରେ ପଢ଼ ଏବଂ ବିସ୍ତାରିତ ରୂପରେ ଲେଖ ।
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 59
୩୦୦୦, ୪୦୦, ୫୦ ଓ ୨ ତୀର କାର୍ଡ଼କୁ ନେଇ ୩୪୫୨ ତିଆରି କରାଯାଇଛି ।
୩୪୫୨ର ବିସ୍ତାରିତ ରୂପ = ୩୦୦୦ + ୪୦୦ + ୫୦ + ୨।
୩୪୫୨ର ସଂଖ୍ୟା ନାମ ହେଉଛି ତିନି ହଜାର ଚାରି ଶହ ବାଉନ ।

Question 2.
୪୦୮୫ ସଂଖ୍ୟା ପାଇଁ କେଉଁ ତୀର କାର୍ଡ଼ ଆବଶ୍ୟକ ? ଏହି ସଂଖ୍ୟାର ବିସ୍ତାରିତ ରୂପ ଓ ସଂଖ୍ୟା ନାମ ଲେଖ ।
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 60
୪୦୮୫ର ବିସ୍ତାରିତ ରୂପ = ୪୦୦୦ + ୦ + ୮୦ + ୫
୪୦୮୫ର ସଂଖ୍ୟା ନାମ = ଚାରି ହଜାର ପଞ୍ଚାଅଶୀ

Question 3.
ମୋତେ ଖୋଜ ! ସଂଖ୍ୟାଗୁଡ଼ିକୁ ଉଚ୍ଚ ସ୍ୱରରେ ପଢ଼, ଗ୍ରୀକ୍ ମଧ୍ଯରେ ସଂଖ୍ୟାକୁ ସୂଚାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 61
୧। ସଂଖ୍ୟା ୩୭୮୨
୨। ଦୁଇ ହଜାର ପାଞ୍ଚ ଶହ ଛଅସ୍ତରୀ ।
୩। ଗୋଟିଏ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହାର ପ୍ରତ୍ୟେକ ଅଙ୍କ ସମାନ ।
୪। ଏହି ଗ୍ରୀଡ୍‌ରେ ଥ‌ିବା ଚାରି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖ ।
୫। ଏହି ଗ୍ରୀଡ୍‌ରେ ଥ‌ିବା ଚାରି ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା
୬। ଗୋଟିଏ ସଂଖ୍ୟା ଯାହା କି ୫୦୦୦ଠାରୁ ବଡ଼ ଓ ୫୨୦୦ ଠାରୁ ସାନ ।
୭। ୫୬୦୦ ଓ ୬୩୦୦ର ମଧ୍ୟବର୍ତ୍ତୀ’ଗୋଟିଏ ସଂଖ୍ୟା ଲେଖ ।
୮। ଗୋଟିଏ ୪ ଅଙ୍କ ବିଶିଷ୍ଟ ସଂଖ୍ୟା ପାଇପାରିବା ଯାହାର ସମସ୍ତ ଅଙ୍କ ଲୁଡୁ ଗୋଟିରେ ଥାଏ ।
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 62
୧। ସଂଖ୍ୟା ୩୭୮୨ ।
୨। ଦୁଇ ହଜାର ପାଞ୍ଚ ଶହ ଛଅସ୍ତରୀ । – ୨୫୭୬
୩। ଗୋଟିଏ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହାର ପ୍ରତ୍ୟେକ ଅଙ୍କ ସମାନ । – ୨୨୨୨
୪। ଏହି ଗ୍ରୀଡ୍‌ରେ ଥ‌ିବା ଚାରି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖ । – ୧୦୦୮
୫। ଏହି ଗ୍ରୀଡ୍‌ରେ ଥ‌ିବା ଚାରି ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା – ୯୬୭୨
୬। ଗୋଟିଏ ସଂଖ୍ୟା ଯାହା କି ୫୦୦୦ଠାରୁ ବଡ଼ ଓ ୫୨୦୦ ଠାରୁ ସାନ । – ୫୦୧୦
୭। ୫୬୦୦ ଓ ୬୩୦୦ର ମଧ୍ୟବର୍ତ୍ତୀ’ଗୋଟିଏ ସଂଖ୍ୟା ଲେଖ । – ୬୧୯୨
୮। ଗୋଟିଏ ୪ ଅଙ୍କ ବିଶିଷ୍ଟ ସଂଖ୍ୟା ପାଇପାରିବା ଯାହାର ସମସ୍ତ ଅଙ୍କ ଲୁଡୁ ଗୋଟିରେ ଥାଏ । – ୧୨୩୪

ଶିକ୍ଷକଙ୍କ ପାଇଁ ସୂଚନା : ଏହା ନିଶ୍ଚିତ କରନ୍ତୁ ଯେ, ପିଲାମାନେ ଉପଯୁକ୍ତ କାର୍ଡ ବ୍ୟବହାର କରୁଛନ୍ତି ଓ ସେମାନଙ୍କର ତୀର ପଟ ମୁଣ୍ଡଗୁଡିକ ଗୋଟିକ ଉପରେ ଗୋଟିଏ ସଜାଡିଛନ୍ତି । ସେମାନେ କୌଣସି ଅଙ୍କକୁ ଉଠାଇ ପାରିବେ ନାହିଁ । ହଜାର ଶବ୍ଦ ଦଶ ଓ ଏକକୁ ନେଇ ସଂଖ୍ୟା ଗଠନ କରିବେ । ଭାରତୀୟ ସଂଖ୍ୟା ଲିଖନ ବ୍ୟବସ୍ଥାରେ ‘୦’ ଏକ ସ୍ଥାନ ଧାରକ ବୋଲି ଶିକ୍ଷକ ସୂଚିତ କରିବେ ।

ଆସ ସମାଧାନ କରିବା

Question 1.
ସଂଖ୍ୟାଗୁଡ଼ିକ ଚିହ୍ନି ଟେବୁଲରେ ଲେଖିବା ପାଇଁ ୧ ଏକ, ୧ ଦଶ, ୧ ଶହ ଓ ୧ ହଜାରର ସଂଖ୍ୟା କାର୍ଡ଼ ବ୍ୟବହାର କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 63
(କ) ୬ ଦଶ ଓ ୨୨ ଏକ
(ଖ) ୪ ଦଶ ଓ ୧୨ ଏକ
(ଗ) ୩ ଶହ, ୧୪ ଦଶ ଓ ୮ ଏକ
(ଘ) ୧୨ ଶହ, ୧୮ ଦଶ ଓ ୨ ଏକ
(ଙ) ୧ ହଜାର, ୫ ଶହ, ୧୦ ଦଶ ଓ ୧୭ ଏକ
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 64
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 65
ଶିକ୍ଷକଙ୍କ ପାଇଁ ସୂଚନା: ୧. ଯେ କୌଣସି ସଂଖ୍ୟା ଲେଖୁବା ପାଇଁ କେବଳ ଦଶଟି ଅଙ୍କ ୦-୯ ବ୍ୟବହାର ହେଉଛି ବୋଲି ପିଲାମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତୁ । ପଢ଼ିବା ଏବଂ ଲେଖିବା ସମୟରେ ଉପଯୁକ୍ତ କ୍ରମ କିପରି ଅନୁସରଣ ହେଉଛି, ଯେପରି – ପ୍ରଥମେ ହଜାର, ତା’ପରେ ଶହ, ତା’ପରେ ଦଶ ଏବଂ ଶେଷରେ ଏକ । (୨ କ ଓ ୨ ଖ) ଏଭଳି ଅଭ୍ୟାସ କାର୍ଯ୍ୟଦ୍ବାରା ଛାତ୍ରଛାତ୍ରୀମାନେ ଏକକର ଗୁରୁତ୍ଵକୁ ବୁଝିବେ । ୨ ଶହ ସର୍ବଦା ୨ ଠାରୁ ଅଧିକ କିମ୍ବା ୨ ଶହ, ୯ ଏକ ଠାରୁ ଅଧିକ।

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

ସଂଖ୍ୟାଗୁଡ଼ିକର ତୁଳନା

Page No. (୫୮ to ୬୧)

Question 1.
ଶୁଭମ୍ ଓ ସୋନାଲି ଦୁର୍ଗାପୂଜା ଭୋଜିର ଭିନ୍ନ ଭିନ୍ନ ଦିନରେ ବ୍ୟବହୃତ ହେଉଥ‌ିବା ପ୍ଲେଟ୍ ସଂଖ୍ୟାର ହିସାବ ଲେଖୁଥାନ୍ତି । ଅଧିକ ସଂଖ୍ୟକ ପ୍ଲେଟ୍ ବ୍ୟବହାର ହୋଇଥ‌ିବା ଦିନ ହିସାବ କରି < ଏବଂ > ଚିହ୍ନ ବ୍ୟବହାର କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 66
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 67

Question 2.
< ଏବଂ > ଚିହ୍ନକୁ ବ୍ୟବହାର କରି ସଂଖ୍ୟା ଦୁଇଟି ମଧ୍ୟରେ ତୁଳନା କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 68
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 69

Question 3.
କାହିଁକି ୩୧୦୨, ୩୦୧୨ଠାରୁ ବଡ଼ ?
କିପରି ଗୋଟିଏ ସଂଖ୍ୟା ଅନ୍ୟ ଏକ ସଂଖ୍ୟାଠାରୁ ବୃହତ୍ତର ବର୍ଣ୍ଣନା କର । ଦୁଇଟି ସଂଖ୍ୟା ମଧ୍ୟରେ ତୁଳନା କରିବାବେଳେ ପ୍ରଥମେ କେଉଁ ସ୍ଥାନର ମାନକୁ (ହଜାର, ଶତକ, ଦର୍ଶକ ଓ ଏକକ) ତୁଳନା କରିବା ଆବଶ୍ୟକ ।
Solution:
୩୦୧୨ ଅପେକ୍ଷା ୩୧୦୨ ବଡ଼ କାରଣ ଉଭୟ ସଂଖ୍ୟାର ହଜାର ସ୍ଥାନ ସମାନ ଅଟେ ଏବଂ ଶତକ ସ୍ଥାନ ୦ ଅପେକ୍ଷା ୧ ବଡ଼ । ତେଣୁ ୩୧୦୨ ଟି ବଡ଼ ଅଟେ।

ଆସ ସମାଧାନ କରିବା

Question 1.
ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ < ଓ > ଚିହ୍ନ ବ୍ୟବହାର କରି ତୁଳନା କର । ଯଦି ଆବଶ୍ୟକ ହୁଏ, ତେବେ ହଜାର, ଶତକ, ଦଶକ ଓ ଏକକର ସାରଣୀ ତିଆରି କର । ଶ୍ରେଣୀରେ ତୁମ ଭାବନାକୁ ଅନ୍ୟ ମାନଙ୍କ ସହ ବିନିମୟ କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 70
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 71

Question 2.
ନିମ୍ନରେ ଦିଆଯାଇଥ‌ିବା ଜିନିଷ ଗୁଡ଼ିକର ଦାମ୍‌କୁ ସାନରୁ ବଡ଼ କ୍ରମେ ସଜାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 72
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 73

Question 3.
ନିମ୍ନଲିଖ ଆର୍ନ୍ତଜାତିକ ମହିଳା କ୍ରିକେଟରମାନେ ୨୦୦ଟି ଏକ ଦିବସୀୟ ମ୍ୟାଚ୍ ଖେଳିଛନ୍ତି । ନିମ୍ନ ତାଲିକାରେ ସେମାନଙ୍କର ସଂଗୃହୀତ ରକୁ ଦର୍ଶାଯାଇଛି । (ସାନରୁ ବଡ଼ କ୍ରମରେ ସେମାନଙ୍କ ଦ୍ଵାରା ସଂଗୃହୀତ ହୋଇଥିବା ରନକୁ ସଜାଡ଼ି ଲେଖ) ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 74
Solution:

ନାମ ରନ୍
ସ୍ମୃତି ମାନ୍ଧାନା ୪୪୭୩
ଦିପ୍ତି ଶର୍ମା ୨୩୦୦
ହରମନ ପ୍ରୀତ୍ କୈାର ୩୯୪୩
ଝୁଲନ ଗୋସ୍ଵାମୀ ୧୨୨୮
ମିତାଲୀ ରାଜ ୭୮୦୫
ସାନରୁ ବଡ଼ କ୍ରମରେ ସଂଗୃହୀତ ରନ ଯଥାକ୍ରମେ : ୧୨୨୮, ୨୩୦୦, ୩୯୪୩, ୪୪୭୩ ଓ ୭୮୦୫

 

Question 4.
ନିମ୍ନରେ ଦିଆଯାଇଥ‌ିବା ବିଭିନ୍ନ ପାହାଡ଼ର ଉଚ୍ଚତାକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 75
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 76

Question 5.
<, =,> ଚିହ୍ନଗୁଡ଼ିକୁ ବ୍ୟବହାର କରି ତୁଳନା କର ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 77
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 78

Question 6.
ଖାଲିସ୍ଥାନଗୁଡ଼ିକରେ ୦ ରୁ ୯ ମଧ୍ୟରୁ ଗୋଟିଏ ଅଙ୍କ ଲେଖ ଯେପରି ସଂଖ୍ୟାଗୁଡ଼ିକ ନିମ୍ନ ସର୍ଭ ପୂରଣ କରିବେ ।
(କ) ୭___ ___୩ < ୭୬୮___
(ଖ) ୮୫୩___ < ୮___ ୩___
(ଗ) ___୨___୧< ୫___୨___
Solution:
(କ) ୭୬ ୮୩ > ୭୬୮୯
(ଖ) ୮୫୩ ୪ < ୮୬ ୩ ୪
(ଗ) ୪୨୦ ୧< ୫୩୨୧

ତୁମ ପାଇଁ ଏକ ଆହ୍ବାନ ମୂଳକ କାର୍ଯ୍ୟ
Question 1.
୭୦୦ ଓ ୮୦୦ ମଧ୍ଯରେ (୭୦୦ ଓ ୮୦୦କୁ ବାଦ ଦେଇ) ୯୯ଟି ସଂଖ୍ୟା ଅଛି । ସେହିପରି ୭୦୦୦ରୁ ୮୦୦୦ ମଧ୍ଯରେ (୭୦୦୦ ଓ ୮୦୦୦କୁ ବାଦ ଦେଇ) କେତୋଟି ସଂଖ୍ୟା ଅଛି ? ଠିକ୍ ଉତ୍ତରରେ ଗୋଲ ବୁଲାଅ ।
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 79
Solution:
Class 4 Maths Chapter 4 Question Answer Odia Medium ହଜାରର ପରିଚୟ 80

Class 4 Maths Chapter 4 Question Answer Odia Medium ହଜାରର ପରିଚୟ

ଆସ ଖୋଜିବା

Question 1.
୩, ୪ ଓ ୭ କୁ ବ୍ୟବହାର କରି ଯେତେ ସମ୍ଭବ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । (ଅଙ୍କ’ ଗୁଡିକର ପୁନରାବୃତ୍ତି ନ କରି) । ଏଥ‌ିରେ ୨୪ଟି ଭିନ୍ନ ଭିନ୍ନ ସଂଖ୍ୟା ସମ୍ଭବ । ତୁମେ ଯେତେ ପାରୁଛ ସେତେ ସଂଖ୍ୟା ତିଆରି କରି ସେଗୁଡିକୁ ତୁମ ଖାତାରେ ବଡରୁ ସାନ କ୍ରମରେ (ଅଧଃ କ୍ରମରେ) ସଜାଅ ।
Solution:
୨,୩, ୪ ଓ ୭ କୁ ବ୍ୟବହାର କରି ଚାରିଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା;
୨୩୪୭, ୨୩୭୪, ୨୪୩୭, ୨୪୭୩, ୩୪୭୨, ୩୪୨୭, ୩୨୪୭, ୩୨୭୪, ୪୭୨୩, ୪୭୩୨, ୪୨୩୭, ୪୨୭୩, ୪୩୨୭, ୪୩୭୨, ୨୭୩୪, ୨୭୪୩, ୭୪୨୩, ୭୪୩୨, ୭୩୨୪, ୭୩୪୨, ୭୨୩୪, ୭୨୪୩, ୨୭୩୪, ୨୭୪୩ ।
∴ ବଡ଼ରୁ ସାନ କ୍ରମରେ ସଂଖ୍ୟା ଗୁଡ଼ିକ ହେଲା;
୭୪୩୨, ୭୪୨୩, ୭୩୪୨, ୭୩୨୪, ୭୨୪୩, ୭୨୩୪, ୪୭୩୨, ୪୭୨୩, ୪୩୭୨, ୪୩୨୭, ୪୨୭୩, ୪୨୩୭, ୩୭୪୨, ୩୭୨୪, ୩୪୭୨, ୩୪୨୭, ୩୨୭୪, ୩୨୪୭, ୨୭୪୩, ୨୭୩୪, ୨୪୭୩, ୨୪୩୭, ୨୩୭୪, ୨୩୪୭ ।

Question 2.
ତୁମ ସାଙ୍ଗ ତିଆରି କରିଥିବା ସଂଖ୍ୟା ସହ ତୁମର ତାଲିକାକୁ ତୁଳନା କର । ତୁମେ ଲେଖୁ ନଥ‌ିବା ଅନ୍ୟ କେଉଁ ସଂଖ୍ୟା ତୁମ ସାଙ୍ଗ ଲେଖୁଛନ୍ତି । ଏହା ଲକ୍ଷ୍ୟ କର ଯେ, ତୁମେ ସମସ୍ତେ ମିଶି ୨୪ଟି ସଂଖ୍ୟା ତିଆରି କରି ପାରିବ । ତୁମେ କିପରି ଜାଣିଲ ଯେ ତୁମେ ସର୍ବାଧ‌ିକ ଏତିକି ସଂଖ୍ୟକ ସଂଖ୍ୟା ପାଇବ ?
Solution:
ମୁଁ ସର୍ବାଧ‌ିକ ୨୪ଟି ଭିନ୍ନ ଭିନ୍ନ ସଂଖ୍ୟା ପାଇଲି । କାରଣ ୪ଟି ଭିନ୍ନ ଭିନ୍ନ ଅଙ୍କକୁ ବ୍ୟବହାର କରି ଚାରିଅଙ୍କ ବିଶିଷ୍ଟ ସଂଖ୍ୟା ଗଠନ କରିବାକୁ ହେଲେ ୪ × ୬ = ୨୪ ଟି ସଂଖ୍ୟା ମିଳିବ । (ଯେପରି ପ୍ରତ୍ୟେକ ଅଙ୍କକୁ ନେଇ ୬ଟି ସଂଖ୍ୟା ଗଠନ ହୋଇଛି ।)