For effective revision, students can use BSE Odisha Class 4 English Solutions Chapter 4 This is My Town Answer to practice textbook exercises.
Class 4 English This is My Town Question Answer
Class 4 English Chapter 4 Question Answer Odia Medium
Pre-reading
ପଠନ ପୂର୍ବରୁ
Match the pictures with the words.
ଶବ୍ଦଗୁଡ଼ିକ ସହିତ ଚିତ୍ରଗୁଡ଼ିକୁ ମିଳାଅ ।

Answer:

Answer the following questions.
(ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।) ଖ
Question 1.
Where do you live in a town or in a village ?
ତୁମେ କେଉଁଠାରେ ବାସ କର – ଗୋଟିଏ ସହରରେ ନା ଗୋଟିଏ ଗାଁରେ ?
Answer:
I live in a town.
![]()
Question 2.
If you live in a town, what is the name of your town?
ଯଦି ତୁମେ ଗୋଟିଏ ସହରରେ ବାସ କର, ତେବେ ତୁମ ସହରର ନାମ କ’ଣ ?
Answer:
I live in Dhenkanal town.
Question 3.
If you live in a village, what is the name of your nearest town?
ଯଦି ତୁମେ ଗୋଟିଏ ଗାଁରେ ବାସ କର, ତେବେ ତୁମର ନିକଟତମ ସହରର ନାମ କ’ଣ ?
Answer:
I live in a town. The name of my nearest town is Kamakhya Nagar.
Question 4.
Look at the picture of the town again. What do you see in the picture ?
ସହରର ଚିତ୍ରଟିକୁ ପୁଣି ଥରେ ଦେଖ । ତୁମେ ଚିତ୍ରରେ କ’ଣ ଦେଖୁଛ ?
We live in towns. We live in cities. We live in villages. Wherever we are, home is sweet. Let us read the poem, ‘This is My Town’ and know how much the poet loves his hometown.
(ଉଇ ଲିଭ୍ ଇନ୍ ଟାଉନ୍ସ, ଉଇ ଲିଭ୍ ଇନ୍ ସିଟିଜ୍, ଉଇ ଲିଭ୍ ଇନ୍ ଭିଲେଜେସ୍. ହେର୍-ଏଭର୍ ଉଇ ଆର୍, ହୋମ୍ ଇଜ୍ ସୁଇଟ୍. ଲେଟ୍ ଅସ୍ ରିଡ୍ ଦ ପୋଏମ୍, ‘ଦିସ୍ ଇଜ୍ ମାଇ ଟାଉନ୍’ ଆଣ୍ଟ୍ ନୋ ହାଓ ମଚ୍ ଦ ପୋଏଟ୍ ଲଭସ୍ ହିଜ୍ ହୋମ୍ ଟାଉନ୍.)
Answer:
In the picture of the town, I see a hospital, bus depot, post office, movie theatre, and restaurant. I also see a dentist’s clinic, cafe, sports center, bank, school, fire station, and police station. There is a library, supermarket, fruit and vegetable shop, and a park with trees as well. Apart from these, there are some vehicles on the streets, people, children, and pets.
ଆମେମାନେ ସହରରେ ବାସ କରୁ । ଆମେମାନେ ନଗରରେ ବାସ କରୁ । ଆମେମାନେ ଗାଁରେ ବାସ କରୁ । ଆମେ ଯେଉଁଠି ବି ଥାଉ ନା କାହିଁକି, ଆମ ଘର ଆମ ପାଇଁ ସବୁଠାରୁ ସୁନ୍ଦର । ଆସ “This is My Town” କବିତାଟି ପଢ଼ିବା ଏବଂ ଜାଣିବା ଯେ କବି ନିଜ ସହରକୁ କେତେ ଭଲ ପାଆନ୍ତି ।
Answer the following questions.
(ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।)
Choose the correct answer. (ସଠିକ୍ ଉତ୍ତରଟି ବାଛ ।)
Question 1.
The poem is about
(a) my village (ମୋ ଗାଁ)
(b) my country (ମୋ ଦେଶ)
(c) my town (ମୋ ସହର)
(d) my house (ମୋ ଘର)
Answer:
(c) my town (ମୋ ସହର)
Question 2.
Where are the rooms?
(a) in my street (ମୋ ରାସ୍ତାରେ)
(b) in my house (ମୋ ଘରେ)
(c) in my town (ମୋ ସହରରେ)
(d) in my village (ମୋ ଗାଁରେ)
Answer:
(b) in my house (ମୋ ଘରେ)
![]()
Question 3.
What is on the bed?
(a) a basket (ଗୋଟିଏ ଟୋକେଇ)
(b) a house (ଗୋଟିଏ ଘର)
(c) a flower (ଗୋଟିଏ ଫୁଲ)
(d) a book (ଗୋଟିଏ ବହି) ଅଛି ।)
Answer:
(a) a basket (ଗୋଟିଏ ଟୋକେଇ)
Question 4.
There are ……….. in the basket.
(a) some fruits (କିଛି ଫଳ)
(b) some flowers (କିଛି ଫୁଲ)
(c) some vegetables (କିଛି ପନିପରିବା)
(d) some toys (କିଛି ଖେଳଣା)
Answer:
(b) some flowers (କିଛି ଫୁଲ)
Question 5.
Where are the streets?
(a) in my house (ମୋ ଘରେ)
(b) in my village (ମୋ ଗାଁରେ)
(c) my town (ମୋ ସହର)
(d) in the forest (ଜଙ୍ଗଲରେ)
Answer:
(c) my town (ମୋ ସହର)
Post-reading – ପଠନ ପରେ
A. Visual Memory Development Technique (VMDT)
(ଦୃଶ୍ୟ ସାହାଯ୍ୟରେ ସ୍ମୃତି ଶକ୍ତି ବିକାଶ କରିବାର ଉପାୟ)
କବିତାଟିକୁ ଭଲ ଭାବରେ ଦେଖ । ଏବେ ତୁମର ଆଖ୍ ବନ୍ଦ କର ଏବଂ ଯଥାକ୍ରମେ ନିମ୍ନୋକ୍ତ ଭାଗଗୁଡ଼ିକ ଉପରେ ତୁମର ଆଙ୍ଗୁଠି ରଖ ।
Whole : (ସହରର ଚିତ୍ର ଉପରେ)
My town has a nice setting. (ମୋ ସହରର ପରିବେଶ ବହୁତ ସୁନ୍ଦର ।)
Part : (ନିମ୍ନୋକ୍ତ ଶବ୍ଦ ଗୁଡ଼ିକ ଉପରେ ଯଥାକ୍ରମେ ନିଜର ଆଙ୍ଗୁଠି ରଖ ।)
Town, houses, rooms, basket, flowers
ସହର, ଘରଗୁଡ଼ିକ, କୋଠରୀଗୁଡ଼ିକ, ଟୋକେଇ, ଫୁଲଗୁଡ଼ିକ
B. Let us Listen and Speak
(ଚାଲ ଶୁଣିବା ଏବଂ କହିବା)
1. Your teacher will say one word from each column.
(ତୁମର ଶିକ୍ଷକ ପ୍ରତ୍ୟେକ ସ୍ତମ୍ଭରୁ ଗୋଟିଏ ଶବ୍ଦ କହିବେ ।)

2. Listen to your teacher and repeat the words after him/her.
ତୁମ ଶିକ୍ଷକ/ଶିକ୍ଷୟତ୍ରୀ କହୁଥିବା ଶବ୍ଦ ଗୁଡ଼ିକୁ ଶୁଣ ଏବଂ ତାଙ୍କ ପଛରେ ଶବ୍ଦ ଗୁଡ଼ିକର ସଠିକ୍ ଭାବରେ ପୁନରାବୃଭି କର ।
![]()
C. Let us read (ଆସ ପଢ଼ିବା)
1. Read the following lines of the poem. They are not in correct order. Write the correct serial number of the line in the box to arrange them as they appear in the poem.
କବିତାର ନିମ୍ନଲିଖ୍ ଧାଡ଼ିଗୁଡ଼ିକ ପଢ଼ । ସେଗୁଡ଼ିକ ସଠିକ୍ କ୍ରମରେ ନାହିଁ । କବିତାରେ ଥିବା କ୍ରମ ଅନୁଯାୟୀ ସଜାଇବା ପାଇଁ ବାକ୍ସରେ ସଠିକ୍ କ୍ରମିକ ସଂଖ୍ୟା ଲେଖ ।
in my street (ମୋ ରାସ୍ତାରେ) (3)
there are rooms (କୋଠରୀ ଗୁଡ଼ିକ ଅଛି) (6)
there are streets (ରାସ୍ତା ଗୁଡ଼ିକ ଅଛି) (2)
there are houses (ଘର ଗୁଡ଼ିକ ଅଛି) (4)
in my town (ମୋ ସହରରେ) (1)
in my house (ମୋ ଘରେ) (5)
2. Read the poem again. କବିତାଟି ଆଉଥରେ ପଢ଼ । (ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।)
a. How many times is the letter ‘e’ used in the poem ? Count them and write their number….
କବିତାରେ ‘e’ ଅକ୍ଷରଟି କେତେଥର ବ୍ୟବହାର କରାଯାଇଛି ? ସେଗୁଡ଼ିକୁ ଗଣ ଏବଂ ସେମାନଙ୍କର ସଂଖ୍ୟା ଲେଖ….
Answer:
(a) 46
b. How many times is the letter ‘u’ is used in the poem ? Count them and write their number
କବିତାରେ ‘u’ ଅକ୍ଷରଟି କେତେଥର ବ୍ୟବହାର କରାଯାଇଛି ? ସେଗୁଡ଼ିକୁ ଗଣ ଏବଂ ସେମାନଙ୍କର ସଂଖ୍ୟା ଲେଖ
Answer:
(b) 4
c. Which letter (between ‘e’ and ‘u’) do you see more in number ? write your answer here
(‘e’ ଏବଂ ‘u’ ମଧ୍ୟରୁ) କେଉଁ ଅକ୍ଷରଟି ତୁମେ ଅଧିକ ସଂଖ୍ୟାରେ ଦେଖୁଛ ? ତୁମର ଉତ୍ତର ଏଠାରେ ଲେଖ
Answer:
(c) e
![]()
3. Read the words below each picture.
(ପ୍ରତ୍ୟେକ ଚିତ୍ର ତଳେ ଥିବା ଶବ୍ଦଗୁଡ଼ିକ ପଢ଼ ।)

(ଏଠାରେ ଥିବା ଶବ୍ଦଗୁଡ଼ିକରେ, ଆମେମାନେ “e” ଅକ୍ଷରକୁ ବିଭିନ୍ନ ସ୍ଥାନରେ ବ୍ୟବହୃତ ହେବାର ଦେଖୁଛେ । ଏହା ଏକ “vowel” ଅଟେ । ପ୍ରତ୍ୟେକ ଶବ୍ଦକୁ ବଡ଼ ପାଟିରେ ପଢ଼ ଏବଂ ସେସବୁରେ “ଵ” ର ଉଚ୍ଚାରଣ ଉପରେ ଧ୍ୟାନ ଦିଅ ।)
D. Let us write
(ଆସ ଲେଖ୍)
Question 1.
Make words with the sets of letters given in the circles below. Then make a sentence using that word.

Answer:

Question 2.
Write your name and home address.
ତୁମର ନାମ ଏବଂ ଘର ଠିକଣା ଲେଖ ।

Answer:

Question 3.
Write ‘sh’ to fill in the blanks.
ଶୂନ୍ୟସ୍ଥାନ ପୁରଣ କରିବା ପାଇଁ “sh” ଲେଖ (ଲଗାଅ) ।
Answer:
The sun is shining now. (shining)
I am wearing a T-Shirt and shorts. (ମୁଁ ଏକ ଟି-ସାର୍ଟ ଏବଂ ହାଫ୍ ପ୍ୟାଣ୍ଟ ପିନ୍ଧିଛି । (shorts)
My father is wearing a new shirt. (ମୋ ବାପା ଗୋଟିଏ ନୂଆ ସାର୍ଟ ପିନ୍ଧିଛନ୍ତି । (shirt)
My grantfather is washing his shawl. (ମୋ ଜେଜେବାପା ତାଙ୍କ ଶାଲ୍ ଧୋଉଛନ୍ତି । (shawl)
My uncle is polishing his shoes. (ମୋ ମାମୁଁ/କାକା ତାଙ୍କ ଜୋତା ପଲିସ୍ କରୁଛନ୍ତି । (shoes)
![]()
Question 4.
Look at the following words. (ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ଦେଖ ।)
room (କୋଠରୀ) — rooms (କୋଠରୀଗୁଡ଼ିକ) ପା
flower (ଫୁଲ) — flowers (ଫୁଲଗୁଡ଼ିକ)
We add ‘s’ for more than one thing.singt
These are called plural words.
Answer:
ଆମେ ଗୋଟିଏରୁ ଅଧିକ ଜିନିଷକୁ ଦର୍ଶାଇବା ପାଇଁ ଶବ୍ଦରେ “s” ଯୋଗ କରୁ ।
ଏଗୁଡ଼ିକୁ “plural words” (ବହୁବଚନ) ବୋଲି କୁହାଯାଏ ।
(a) Write the plural of the given words by adding ‘s’
“s” ଯୋଗ କରି ନିମ୍ନୋକ୍ତ ଶବ୍ଦଗୁଡ଼ିକର ବହୁବଚନ ଲେଖ ।
cat (ବିଲେଇ) — ……………………..
cup (କପ୍) — ……………………..
doll (କଣ୍ଢେଇ) — ……………………..
shop (ଦୋକାନ) — ……………………..
street (ରାସ୍ତା) — ……………………..
toy (ଖେଳଣା) — ……………………..
Answer:
cats, cups, dolls, shops, streets, toys
(b) For some words we add ‘es’ to make a plural word.
Write the plural of the given words by adding ‘es’
କିଛି ଶବ୍ଦର ବହୁବଚନ କରିବା ପାଇଁ ଆମେ “es” ଯୋଗ କରୁ ।
“es” ଯୋଗ କରି ନିମ୍ନୋକ୍ତ ଶବ୍ଦଗୁଡ଼ିକର ବହୁବଚନ ଲେଖ ।
box (ବାକ୍ସ) — ……………………..
class (ଶ୍ରେଣୀ) — ……………………..
mango (ଆମ୍ବ) — ……………………..
brush (ବ୍ରସ୍) — ……………………..
bench (ବେଞ୍ଚ) — ……………………..
Answer:
boxes, classes, mangoes, brushes,
(c) The ball is round. (ବଲଟି ଗୋଲାକାର ଅଟେ ।)
The tables are brown. (ଟେବୁଲଗୁଡ଼ିକ ବାଦାମୀ ରଙ୍ଗର ଅଟେ ।)

Fill in the blanks with ‘is’ or ‘are’. “is” କିମ୍ବା “are” ର ପ୍ରୟୋଗ କରି ଶୁନ୍ୟସ୍ଥାନ ପୁରଣ କର ।
(ମନେରଖ : ଏକବଚନ ପାଇଁ “is” ଏବଂ ବହୁବଚନ ପାଇଁ “are” ର ପ୍ରୟୋଗ ହୁଏ ।) and a cland

Answer:
1. are, 2. is, 3. are, 4. is, 5. are, 6. is, 7. are, 8. is
E. Mental Talk
((ମାନସିକ କଥନ)
Home, home, sweet home
elprul bil erelemins even
![]()
F. Let us do
(ଆସ କରିବା)
1. Look at the two pictures given below. Can you spot the diffenences?
ତଳେ ଦିଆଯାଇଥବା ଚିତ୍ର ଦୁଇଟିକୁ ଦେଖ । (ତୁମେ ସେ ଦୁଇଟି ମଧ୍ୟରେ) ପାର୍ଥକ୍ୟଗୁଡ଼ିକୁ ଚିହ୍ନି ପାରିବକି ?

Answer:
Yes, I can spot the differences.
There are six differences in the two pictures.
- The curtains in the first picture are closed, but they are open in the second one.
- There are two pillows on the bed in the first picture, but they are missing in the second one.
- The edges of the bed are circular in the first picture, but they are square in the second.
- The flower baskets in the pictures have different designs.
- There are five flowers in the basket in the first picture, but there are only four in the second.
- The doorknobs have different designs in both pictures.
Question 2.
Draw the picture of a house. (ଏକ ଘରର ଚିତ୍ର ଆଙ୍କ ।)

This is My Town Class 4 Summary
While-reading- ପଠନ ସମୟରେ

This is my town. (ଦିସ୍ ଇଜ୍ ମାଇ ଟାଉନ୍.) ଏହା ମୋର ସହର ଅଟେ ।
In my town, (ଇନ୍ ମାଇ ଟାଉନ୍,) ମୋ ସହରରେ,
There are streets. (ଦେଆର୍ ଆର୍ ଷ୍ଟ୍ରିଟସ୍) ରାସ୍ତାମାନ ଅଛି ।
In my street, (ଇନ୍ ମାଇ ଷ୍ଟ୍ରିଟ୍,) ମୋ ରାସ୍ତାରେ,
there are houses. (ଦେଆର୍ ଆର୍ ହାଉସେସ୍) ଘରଗୁଡ଼ିଏ ଅଛି ।
In my house, (ଇନ୍ ମାଇ ହାଉସ୍) ମୋ ଘର ଭିତରେ,
there are rooms. (ଦେଆର୍ ଆର୍ ରୁମ୍.) କୋଠରୀ ସବୁ ଅଛି ।
In my room, (ଇନ୍ ମାଇ ରୁମ୍,) ମୋ କୋଠରୀ ଭିତରେ,
there is a bed. (ଦେଆର୍ ଇଜ୍ ଏ ବେଡ୍.) ଗୋଟିଏ ଖଟ ଅଛି ।
On the bed, (ଅନ୍ ଦ ବେଡ୍,) ଖଟଟି ଉପରେ,
there is a basket. (ଦେଆର୍ ଇଜ୍ ଏ ବାସ୍କେଟ୍.) ଗୋଟିଏ ଟୋକେଇ/ଝୁଡ଼ି ଅଛି ।
In the basket, (ଇନ୍ ଦ ବାସ୍କେଟ୍,) ଝୁଡ଼ିଟି ଭିତରେ,
there are some flowers.(ଦେଆର୍ ଆର୍ ସମ୍ ଫ୍ଲାୱାର୍ସ.) କିଛି ଫୁଲ ଅଛି ।
Flowers in a basket. (ଫ୍ଲାୱାର୍ସ ଇନ୍ ଏ ବାସ୍କେଟ୍.) ଗୋଟିଏ ଝୁଡ଼ିରେ ଫୁଲ ।
Basket on the bed. ବାସ୍କେଟ୍ ଅନ୍ ଦ ବେଡ୍.) ଝୁଡ଼ି ଖଟଟି ଉପରେ ।
Bed in the room. (ବେଡ୍ ଇନ୍ ଦ ରୁମ୍.) ଖଟ କୋଠରୀଟି ଭିତରେ ।
Room in the house. (ରୁମ୍ ଇନ୍ ଦ ହାଉସ୍.) କୋଠରୀ ଘରଟି ଭିତରେ ।
House in the street. (ହାଉସ୍ ଇନ୍ ଦ ଷ୍ଟ୍ରିଟ୍.) ଘର ରାସ୍ତାଟିରେ ।
Street in the town. (ଷ୍ଟ୍ରିଟ୍ ଇନ୍ ଦ ଟାଉନ୍.) ରାସ୍ତା ସହରଟି ଭିତରେ ।
This is My Town Summary in English
The poem is like a camera slowly zooming in on a town. At first, the poet introduces the town and then gradually focuses on smaller and more specific places. He moves through the streets and houses until he reaches a particular house. Then he goes into one particular room. There he shows us a bed, and finally a basket of flowers placed on that bed. After showing the flowers, the poet begins to move backward, step-by-step, until we can see the whole town again. This chain poem shows us how every tiny detail is connected to the bigger picture.
![]()
This is My Town Summary in Odia
ଏହା ଏକ ଶୃଙ୍ଖଳା କବିତା (Chain Poem) । ଏଠାରେ ପ୍ରତି ଧାଡ଼ିରେ କିଛି ନୂଆ ଜିନିଷ ଯୋଡ଼ି ହୋଇ ହୋଇ ଯାଉଛି ଏବଂ କବିତାଟି ଆଗେଇ ଚାଲୁଛି । କବି ପ୍ରଥମେ, ତାଙ୍କ ସହରର ଚିତ୍ର ଦେଖାଉଛନ୍ତି । ତା’ପରେ କୌଣସି ଚିତ୍ର ଉପରେ କ୍ୟାମେରା “ଜୁମ୍” କଲା ଭଳି, କବି ଧୀରେ ଧୀରେ ସହରର ବିଭନ୍ନ ସ୍ଥାନ ଗୁଡ଼ିକ ଆଡ଼କୁ ଗତି କରୁଛନ୍ତି । ସେ ସହରର ଅନେକ ରାସ୍ତା ଏବଂ ଘରଗୁଡ଼ିକ ଦେଇ ଏକ ନିର୍ଦ୍ଦିଷ୍ଟ ଘର ପାଖରେ ପହଞ୍ଚୁଛନ୍ତି । ସେଠାରେ ସେ ଏକ ନିର୍ଦ୍ଦିଷ୍ଟ କୋଠାରୀ ଭିତରକୁ ଯାଉଛନ୍ତି । ସେହି କୋଠାରୀ ଭିତରେ, ସେ ଆମକୁ ଏକ ଖଟ ଏବଂ ଶେଷରେ ସେହି ଖଟ ଉପରେ ରଖାଯାଇଥିବା ଏକ ଝୁଡ଼ି ମଧ୍ୟରେ ଥିବା କିଛି ଫୁଲ ଦେଖାଉଛନ୍ତି । ତା’ପରେ କବି ପୁଣିଥରେ ଫୁଲରୁ ଆରମ୍ଭ କରି ଧୂରେ ଧୂରେ ପଛକୁ ଫେରିଛନ୍ତି ଏବଂ ଆମକୁ ସମ୍ପୁର୍ଣ୍ଣ ସହରଟିର ଚିତ୍ର ପୁଣିଥରେ ଦେଖାଇ କବିତାଟିକୁ ଶେଷ କରିଛନ୍ତି ।
This is My Town Class 4 Extract Based Questions
Question 1.
What is the poem about?
Answer:
The poem is about the poet’s town.
Question 2.
What are there in the town ?
Answer:
There are streets in the town.
Question 3.
Where are the rooms ?
Answer:
The rooms are there in the house.
Question 4.
Where are the houses ?
Answer:
The houses are in the poet’s street.
Question 5.
What is/are there in the basket ?
Answer:
There are some flowers in the basket.
Question 6.
Where is the bed ?
Answer:
Answer: The bed is in the poet’s room.
Question 7.
What is there on the bed ?
Answer:
There is a basket on the bed.
Question 8.
Where is the room ?
Answer:
The room is in the house.
Question 9.
Where is the street ?
Answer:
The street is in the town.
![]()
Question 10.
How many streets are there in the poet’s town?
Answer:
There are many streets in the poet’s town.
A. Grammar:
Make plurals :
- Boy-Boys
- Girl – Girls
- Town-Towns
- Village – Villages
- Street – Streets
- House – Houses
- Wall – Walls
- Key-Keys
- Door-Doors
- Window – Windows
- Bottle – Bottles
- Friend – Friends
- Monkey – Monkeys
- Bush – Bushes
- River – Rivers
- Mountain – Mountains
- School – Schools
- Shoe-Shoes
- Bus – Buses
- Cloth – Clothes
B. Fill in the blanks using “is” or “are”.
1. My town ………… very big.
Answer: is
2. The house ………… on the corner of the street.
Answer: is
3. The monkeys ………… jumping on the trees.
Answer: are
4. A cow ………… standing in the field.
Answer: is
5. This book ………… full of pictures.
Answer: is
6. These mountains ………… covered in snow.
Answer: are
![]()
7. The people in the town ………… very friendly.
Answer: are
8. These men ………… building a new school.
Answer: are
9. There ………… a big tree in the garden.
Answer: is
10. The stars ………… twinkling in the sky.
Answer: are
11. An apple ………… a healthy snack.
Answer: is
12. The cookies ………… delicious.
Answer: are
13. Milk ………… good for us.
Answer: is
14. These grapes ………… very sour!
Answer: are
15. There ………… many branches on that tree.
Answer: are