Students can use Class 4 Math Book Odia Medium Solutions and Class 4 Maths Chapter 13 Question Answer Odia Medium ପରିବହନ ସଂଗ୍ରହାଳୟ to check their answers after solving exercises.
4th Class Maths Chapter 13 Question Answer Odia Medium
Class 4 Maths Chapter 13 Odia Medium
ରହସ୍ଯ ମାଟ୍ରିକ୍
Page No. (୧୮୪)
Question 1.
ହଳଦିଆ ରଙ୍ଗର କୋଠରିରେ ଏପରି ଏକ-ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ (ଗୁଣ୍ୟ ଓ ଗୁଣକ) ଯେପରି-କି ଗୁଣଫଳଟି ଧଳା କୋଠରିରେ ପାଇବ । ସେହିପରି ଅବଶିଷ୍ଟ ଧଳା କୋଠରିଗୁଡ଼ିକୁ ଉପଯୁକ୍ତ ଗୁଣଫଳ ଲେଖୁ ପୂରଣ କର ।

Solution:

Question 2.
ପ୍ରତ୍ୟେକ ଧାଡ଼ିର ସଂଖ୍ୟା ଦୁଇଟିର ଗୁଣଫଳ କମଳା ରଙ୍ଗର କୋଠରିରେ ଦିଆଯାଇଛି । ପ୍ରତ୍ୟେକ ସ୍ତମ୍ଭର ସଂଖ୍ୟା ଦୁଇଟିର ଗୁଣଫଳ ନୀଳ କୋଠରିରେ ଦିଆଯାଇଛି । ଖାଲି କୋଠରିରେ ଉପଯୁକ୍ତ ଅଙ୍କ ଲେଖା ପୂରଣ କର ।

Solution:

![]()
ଦଶ ଗୁଣ
Page No. (୧୮୪ to ୧୮୫)
Question 1.
ବାମପଟରେ ଥିବା ପ୍ରଶ୍ନକୁ ଦକ୍ଷିଣ ପଟର ଚିତ୍ର ସହିତ ଯୋଡ଼ି ଖାଲି ସ୍ଥାନ ପୂରଣ କର ।


Solution:

ସାରଣୀ ପ୍ରସ୍ତୁତି
Page No. (୧୮୫ to ୧୮୭)

ଏହି ଚିତ୍ରରେ କେତୋଟି ରଙ୍ଗିନ ବାଲିଗରଡ଼ା ଅଛି ? ____________________
Solution:
୧୫ × ୫ = ୭୫
ଏହା ୫ × ୧୫ର ଏକ ସଜ୍ଜୀକରଣ । ଏହି ଗୁଣନକ୍ରିୟାକୁ ସହଜ କରିବା ପାଇଁ ଉପର ସଜାଇବା ପ୍ରକ୍ରିୟାକୁ ଭାଙ୍ଗି ଏଭଳି କରାଯାଇପାରେ ।

Solution:
୫ × ୧୫ = ୫ × ୧୦ + ୫ × ୫
= ୫୦ + ୨୫ = ୭୫
ତୃତୀୟ ଶ୍ରେଣୀରେ ପଢ଼ାଯାଇଥିବା ଗୁଣନଖନ୍ଦାକୁ ମନେ ପକାଅ । ବର୍ତ୍ତମାନ ୧୫ର ଗୁଣନ ଖନ୍ଦା ତିଆରି କର । ପୂର୍ବ ପୃଷ୍ଠାରେ ଦିଆଯାଇଥିବା ପରି ସହଜ ଗଣନ ପାଇଁ ନିମ୍ନ ସଜ୍ଜୀକରଣ ସ୍ତମ୍ଭକୁ ୧୦ ଓ ୫ରେ ଭାଙ୍ଗି ଉତ୍ତର ନିର୍ଣ୍ଣୟ କରି ପାରିବ ।

Solution:


Solution:
ଏହି ସଜୀକରଣରେ ଆମେ କିପରି ୧୫ × ୧, ୧୫ × ୨, ୧୫ × ୩, ପାଇବା ।
Question 1.
ଏହି ସାରଣୀରେ କେଉଁ ସଂରଚନା ଦେଖୁଛ ?
Solution:
ଏହି ସାରଣୀରେ ଆମେ ୧୫ର ଗୁଣନ ଖନ୍ଦା ଦେଖୁଲୁ ।
Question 2.
୧୫ର ଗୁଣନଖନ୍ଦା ସହିତ ୫ର ଗୁଣନଖନ୍ଦାକୁ ତୁଳନା କର । କେଉଁ ସମାନତା ଓ ପାର୍ଥକ୍ୟ ତୁମେ ଦେଖୁଛ ?

Solution:

Question 3.
୧୫ର ଗୁଣନଖନ୍ଦା ଅନୁଯାୟୀ ୧୧୦ରୁ ୨୦ ପର୍ଯ୍ୟନ୍ତ ଗୁଣନଖନ୍ଦା ତିଆରି କର ।
Solution:
୧୧ ର ଗୁଣନଖନ୍ଦା
୧୧ × ୧ = ୧୧
୧୧ × ୨ = ୨୨
୧୧ × ୩ = ୩୩
୧୧ × ୪ = ୪୪
୧୧ × ୫ = ୫୫
୧୧ × ୬ = ୬୬
୧୧ × ୭ = ୭୭
୧୧ × ୮ = ୮୮
୧୧ × ୯ = ୯୯
୧୧ × ୧୦ = ୧୧୦
ଏହି ପରି ୧୨ ଠାରୁ ୨୦ ପର୍ଯ୍ୟନ୍ତ ଗୁଣନଖନ୍ଦା ରହିବ (ନିଜେ କର)
Question 4.
ତୁମେ ଯେପରି ୫ର ଗୁଣନଖନ୍ଦା ସହିତ ୧୫ର ଗୁଣନଖନ୍ଦାକୁ ତୁଳନା କଲ, ଠିକ୍ ସେହିପରି ୧ ସହ ୧୧, ୨ ସହ ୧୨ (କ୍ରମଶଃ….) ଗୁଣନ ଖନ୍ଦାଗୁଡ଼ିକୁ ତୁଳନା କର । ତୁମ ଅନୁଭୂତି ଅନ୍ୟମାନଙ୍କ ସହ ଆଲୋଚନା କର ।
Solution:
୧ ସହ ୧୧ର ଗୁଣନଖନ୍ଦା ତୁଳନା –


![]()
ସମାନ ଦଳରେ ଭାଗ କରି ସାରଣୀ ପ୍ରସ୍ତୁତ କରିବା
Page No. (୧୮୭ to ୧୮୮)
Question 1.
ଏଠାରେ କେତେକ ଚକକୁ ସଜାଯାଇଛି । ସମୁଦାୟ ଚକଗୁଡ଼ିକୁ ଗଣିବା ପାଇଁ ସରୋଜ ସେଗୁଡ଼ିକୁ ଦୁଇଟି ସମାନ ଦଳରେ ଭାଗ କଲା ।

Solution:

ସେହିଭଳି ୬ × ୧୪ ପାଇବା ପାଇଁ ଏହାକୁ ଦୁଇ ଭାଗ କରାଯାଇପାରିବ ।
Question 2.

Solution:
୬ × ୭ = ୪୨, ୪୨ × ୨ = ୮୪, କାରଣ ୧୪ ହେଉଛି ୭ ର ୨ ଗୁଣ ।
ତେଣୁ ୬ କୁ ୧୪ ସହ ଗୁଣିଲେ ଯେଉଁ ଫଳ ମିଳିବ, ତାହା ୬ କୁ ୭ ସହ ଗୁଣି ମିଳୁଥୁବା ଫଳର ଦୁଇଗୁଣ ହେବ ।

Solution:

Question 3.
ଆମେ ୩ × ୧୪ ଏବଂ ୬ × ୧୪ କୁ ଭାଗ ଭାଗ କରି ଏବଂ ଦୁଇ ଗୁଣ କରି ହିସାବ କରିବା ଶିଖୁଲେ । ଏହି ପଦ୍ଧତିରେ ୧୪ର ଗୁଣନଖନ୍ଦା ପ୍ରସ୍ତୁତ କରିପାରିବା କି ? ଚେଷ୍ଟା କର !
Solution:
ହଁ, ୧୪ର ଗୁଣନଖନ୍ଦା ପ୍ରସ୍ତୁତ କରିହେବ । ଗୁଣନ ଖନ୍ଦା (୧୪)


Question 4.
ଅନ୍ୟ କେଉଁ ଗୁଣନଖନ୍ଦାକୁ ଏହି ପ୍ରଣାଳୀରେ ଗଠନ କରିପାରିବ ? ଉଦାହରଣ ଦିଅ ।
Solution:
୫ × ୧୬ = ୫ × ୮ + ୫ × ୮ = ୪୦ + ୪୦ = ୪୦ର ଦୁଇଗୁଣ = ୮୦
୧୦ର ଗୁଣିତକ
Page No. (୧୮୮ to )
Question 1.

୧୪ × ୧୦ = ୧୪ ଦଶ
= ୧୦ ଦଶ + ୪ ଦଶ
= ୧୦୦ + ୪୦
= ୧୪୦
ଶୂନ୍ୟସ୍ଥାନ ପୂରଣ କର ।
(କ) ୧୫ × ୧୦ = ___________________ ଦଶ = ___________________
(ଖ) ୧୯ × ୧୦ = ___________________ ଦଶ = ___________________
(ଗ) ୧୬ × ୧୦ = ___________________ ଦଶ = ___________________
(ଘ) ୨ ୦ × ୧୦ = ___________________ ଦଶ = ___________________
୧୦ × ୧୦ = ___________________ ଦଶ = ___________________
୧୦ × ୧୦ର ଦୁଇଗୁଣ = ___________________ ଦଶ = ___________________
Solution:
(କ) ୧୫ × ୧୦ = ୧୫ ଦଶ = ୧୫୦
(ଖ) ୧୯ × ୧୦ = ୧୯ ଦଶ = ୧୯୦
(ଗ) ୧୬ × ୧୦ = ୧୬ ଦଶ = ୧୬୦
(ଘ) ୨ ୦ × ୧୦ = ୨୦ ଦଶ = ୨୦୦
୧୦ × ୧୦ = ୧୦୦
୧୦ × ୧୦ର ଦୁଇଗୁଣ = ୨୦୦
୧୦ର ଅନେକ ଦଳା ଗୁଣ ନେଲେ କ’ଣ ହୁଏ ଶ୍ରେଣୀରେ ଆଲୋଚନା କର ।
ଶିକ୍ଷକଙ୍କ ପାଇଁ ସୂଚନା : ୧୦ ବା ୧୦ର ଗୁଣିତକ ସହ ଗୁଣନ କ୍ରିୟା ବୁଝିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦିଅନ୍ତୁ । ଏ ସଂପର୍କରେ ଭାବିବା ନିମନ୍ତେ ଦଶଗୁଣ ବା ଦଶର ଗୁଣିତକ ଏକ ବ୍ୟବହାରଯୋଗ୍ୟ ପନ୍ଥା ।
ଉଦାହରଣ: ୧୬ × ୧୦ = ୧୬ ଦଶ = ୧୬୦
୧୬ × ୨୦ = ୧୬ × ୨ ଦଶ = ୩୨ ଦଶ = ୩୨୦
![]()
ଚିନ୍ତା କରି ଏଗୁଡ଼ିକୁ ସମାଧାନ କର
Question 1.
୩୦ × ୧୦ = _______________
୪୦ × ୧୦ = _______________
୭୦ × ୧୦ = _______________
୫୦ × ୧୦ = _______________
୬୦ × ୧୦ = _______________
୮୦ × ୧୦ = _______________
Solution:
୩୦ × ୧୦ = ୩୦୦
୪୦ × ୧୦ = ୪୦୦
୭୦ × ୧୦ = ୭୦୦
୫୦ × ୧୦ = ୫୦୦
୬୦ × ୧୦ = ୬୦୦
୮୦ × ୧୦ = ୮୦୦
Question 2.
ଗୋଟିଏ ବଡ଼ କାରରେ ୧୦ ଜଣ ଯାତ୍ରୀ ଗଲେ ୨୬ଟି ବଡ଼ କାରରେ ୨୬ × ୧୦ = _____________ ଯାତ୍ରୀ ଯିବେ ।
Solution:
ଗୋଟିଏ ବଡ଼ କାରରେ ୧୦ ଜଣ ଯାତ୍ରୀ ଗଲେ ୨୬ଟି ବଡ଼ କାରରେ ୨୬ × ୧୦ = ୨୬୦ ଯାତ୍ରୀ ଯିବେ ।
୨୬ × ୧୦ = ୨୬ ଦଶ = ୨୦ ଦଶ + ୬ ଦଶ = ୨୦୦ + ୬୦ = ୨୬୦
Question 3.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । ତୁମ ଅନୁଭୂତିକୁ ସହପାଠୀମାନଙ୍କ ସହ ଆଲୋଚନା କର ।
(କ) ୨୧ × ୧୦ = __________________
(ଖ) ୪୨ × ୧୦ = __________________
(ଗ) ୬୫ × ୧୦ = __________________
(ଘ) ୩୮ × ୧୦ = __________________
(ଙ) ୫୩ × ୧୦ = __________________
(ଚ) ୮୭ × ୧୦ = __________________
Solution:
(କ) ୨୧ × ୧୦ = ୨୧୦
(ଖ) ୪୨ × ୧୦ = ୪୨୦
(ଗ) ୬୫ × ୧୦ = ୬୫୦
(ଘ) ୩୮ × ୧୦ = ୩୮୦
(ଙ) ୫୩ × ୧୦ = ୫୩୦
(ଚ) ୮୭ × ୧୦ = ୮୭୦
Question 4.
ଗୋଟିଏ ମିନିବସ୍ରେ ୨୦ ଜଣ ଲୋକ ଯାଇପାରନ୍ତି । ସେହିପରି ୧୨ଟି ବସ୍ରେ କେତେଜଣ ଲୋକ ଯାଇପାରିବେ ? ସମାଧାନ କରିବା ୧୨ × ୨୦ ।
Solution:

Question 5.
ନିମ୍ନ ପ୍ରଶ୍ନଗୁଡ଼ିକ ସମାଧାନ କର । ତୁମ ଅନୁଭୂତିକୁ ସହପାଠୀମାନଙ୍କ ସହ ଆଲୋଚନା କର ।

Solution:

ପରିବହନ ସଂଗ୍ରହାଳୟରେ ଏକ ଦିନ
Page No. (୧୯୦ to ୧୯୨)
କବି, ରବି ଓ ନିକୁ ଏକ ପରିବହନ ସଂଗ୍ରହାଳୟରେ ବୁଲୁଥିଲେ । ଏହି ସଂଗ୍ରହାଳୟରେ ଭାରତର ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ନୂତନ ଓ ପୁରାତନ ଯାନବାହନ ସବୁ ଥିଲା । ରବି ଗୋଟିଏ ଟିଏ ଟ୍ରେନ ଦେଖିଲା । ପିଲାମାନଙ୍କ ବସିବା ପାଇଁ ଏହାର ପ୍ରତ୍ୟେକ ବଗିରେ ୧୪ଟି ସିଟ୍ ଅଛି ଏବଂ ଟ୍ରେନ୍ରେ ୧୫ଟି ବଗିଅଛି ।

Question 1.
ତେବେ ସେହି ଟ୍ରେନ୍ରେ କେତେଜଣ ପିଲା ବସିପାରିବେ ?
Solution:
୨୧୦ ଜଣ
ଆମକୁ ନିର୍ଣ୍ଣୟ କରିବାକୁ ହେବ ୧୪ × ୧୫ ବା ୧୫ × ୧୪ = ୨୧୦ ଜଣ


Question 2.
ପ୍ରତ୍ୟେକ ବଗିରେ କେବଳ ୧୪ ଜଣ ପିଲା ବସିପାରିଲେ, ୩୨୪ ଜଣ ପିଲା ଯିବା ପାଇଁ କେତୋଟି ବଗି ଦରକାର ପଡ଼ିବ ଏହା ଭାବି ସେ ଚକିତ ହେଲା ।
ଆମକୁ ହିସାବ କରିବାକୁ ହେବ ୩୨୪ + ୧୪

Solution:

ଏହି ବଳକା ରହିଯାଇଥିବା ସଂଖ୍ୟାକୁ ଭାଗକ୍ରିୟାରେ ଭାଗଶେଷ କହନ୍ତି ।
![]()
ଆସ ସମାଧାନ କରିବା
Question 1.
ନିମ୍ନ ସମସ୍ୟାଗୁଡ଼ିକୁ ସମାଧାନ କର । ହରଣ କ୍ରିୟାରେ ଭାଗଫଳ ଓ ଭାଗଶେଷ ଦର୍ଶାଅ ।
(କ) ୨୫ × ୩୪
(ଖ) ୧୬ × ୪୩
(ଗ) ୬୮ x ୧୨
(ଘ) ୩୯ x ୧୩
(ଙ) ୧୨୫ ÷ ୧୫
(ଚ) ୯୪ ÷ ୧୧
(ଛ) ୪୪୦ ÷ ୨୨
(କ) ୫୦୮ ÷ ୧୮
Solution:


୧୦୦ର ଗୁଣିତକ
Page No. (୧୯୨ to ୧୯୭)
Question 1.

୨ × ୧୦୦ = ୨ ଶହ = ୨୦୦
୩ × ୧୦୦ = _____________ ଶହ = ____________
୫ × ୧୦୦ = _____________ ଶହ = ____________
୮ × ୧୦୦ _____________ ଶହ = ____________
୧୦ × ୧୦୦ = ୧୦ଶହ = ୧୦୦୦
Solution:
୨ × ୧୦୦ = ୨ ଶହ = ୨୦୦
୩ × ୧୦୦ = ୩ ଶହ = ୩୦୦
୫ × ୧୦୦ = ୫ ଶହ = ୫୦୦
୮ × ୧୦୦ = ୮ ଶହ = ୮୦୦
୧୦ × ୧୦୦ = ୧୦ଶହ = ୧୦୦୦

Solution:
୧୦ ଶହ ବା ୧୦୦୦ ହେବ ।
Question 2.

୧୧ × ୧୦୦ = ୧୧ ଶହ
= ୧୦ ଶହ + ୧ ଶହ
= ୧୦୦୦ + ୧୦୦ = ୧୧୦୦
୧୨ × ୧୦୦ = _______________
୧୫ × ୧୦୦ = _______________
୨୦ × ୧୦୦ = ୨୦ ଶହ = ୨୦୦୦
୨୭ × ୧୦୦ = _______________
୭୦ × ୧୦୦ = _______________
Solution:
୧୧ × ୧୦୦ = ୧୧ ଶହ
= ୧୦ ଶହ + ୧ ଶହ
= ୧୦୦୦ + ୧୦୦ = ୧୧୦୦
୧୨ × ୧୦୦ = ୧୨ ଶହ = ୧୨୦୦
୧୫ × ୧୦୦ = ୧୫ ଶହ = ୧୫୦୦
୨୦ × ୧୦୦ = ୨୦ ଶହ = ୨୦୦୦
୨୭ × ୧୦୦ = ୨୭ ଶହ = ୨୭୦୦
୭୦ × ୧୦୦ = ୭୦ ଶହ = ୭୦୦୦

Question 3.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।

Solution:

Question 4.
ଆସ ନିର୍ଣୟ କରିବା : ୧୧ × ୨୦୦
Solution:

Question 5.
ଏହି ପ୍ରଶ୍ନଗୁଡ଼ିକର ଉତ୍ତରକୁ ଲକ୍ଷ୍ୟ କରି ଆଲୋଚନା କର ।
୧୧ × ୧୦୦ = _________ ୨୨ × ୧୦୦ = ___________
୧୧ × ୨୦୦ = _________ ୨୨ × ୨୦୦ = ___________
Solution:
୧୧ × ୧୦୦ = ୧୧୦୦ ୨୨ × ୧୦୦ = ୨୨୦୦
୧୧ × ୨୦୦ = ୨୨୦୦ ୨୨ × ୨୦୦ = ୪୪୦୦

Solution:
କୌଣସି ସଂଖ୍ୟାକୁ ୧୦୦ ବା ୧୦୦ର ଗୁଣିତକମାନଙ୍କ ସହ ଗୁଣନ କଲେ ଗୁଣଫଳ ସଂଖ୍ୟାର ଡାହାଣରେ ଦୁଇଟି ଶୂନ ବସେ ।
Question 6.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।

Solution:

ଶିକ୍ଷକଙ୍କ ପାଇଁ ସୂଚନା : କୌଣସି ସଂଖ୍ୟାକୁ ଉପଯୁକ୍ତ ଢଙ୍ଗରେ ଭାଙ୍ଗି ୧୦୦ ଦ୍ବାରା ଗୁଣନ କ୍ରିୟା ବୁଝିବାରେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ । ଉଦାହରଣ ସ୍ୱରୂପ ୧୮ × ୧୦୦ = ୧୮ ଶବ୍ଦ ଅର୍ଥାତ୍ ୧୮୦୦ । ଉପର ଉଦାହରଣ ପରି ଦୁଇଟି ଭିନ୍ନ ଗୁଣନ ସମସ୍ୟାର ଉତ୍ତର ମଧ୍ୟରେ ଥିବା ସମ୍ପର୍କକୁ ଚିହ୍ନିବା ଦିଗରେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରାଯିବା ଉଚିତ୍ । ଉଦାହରଣସ୍ୱରୂପ- ଗୁଣ୍ୟକୁ ୧୧ ରୁ ୨୨ କିମ୍ବା ଗୁଣକକୁ ୧୦୦ ରୁ ୨୦୦କୁ ପରିବର୍ତ୍ତନ କରିବା ଇତ୍ୟାଦି ।
Question 7.
ନିମ୍ନରେ ‘କ’ ବିଭାଗରେ ସେଟ୍ରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ନିର୍ଣ୍ଣୟ କର । ‘କ’ ବିଭାଗରେ ଥିବା ପ୍ରଶ୍ନ ଓ ସେଗୁଡ଼ିକର ଉତ୍ତର ମଧ୍ଯରେ ଥିବା ସମ୍ପର୍କକୁ ଭଲରୂପେ ଲକ୍ଷ୍ୟକର । ତୁମେ ଯାହା ଲକ୍ଷ୍ୟ କଲ, ସେହି ଆଧାରରେ ‘ଖ’ ବିଭାଗରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

Solution:

![]()
ରାଜୁ ପରିବହନ ସଂଗ୍ରହାଳୟର ଉଡ଼ାଜାହାଜ ବିଭାଗରେ ଲିଖ୍ତ ନିମ୍ନ ସୂଚନାଟି ପଢ଼ି ଖୁସି ହେଲା । “କୋଭିଡ – ୧୯ ମହାମାରୀ ସମୟରେ ଭାରତ ସରକାର “ବନ୍ଦେ ଭାରତ” ମିଶନ୍ ଜରିଆରେ ଦେଶ ବାହାରେ ରହୁଥିବା ଭାରତୀୟମାନଙ୍କୁ ଦେଶ ମଧ୍ୟକୁ ସ୍ଥାନାନ୍ତରଣ କରିଥିଲେ । ପ୍ରଥମ ସପ୍ତାହରେ ଗୋଟିଏ ବିମାନରେ ୧୫୨ ଜଣ ଲେଖାଏଁ ୬୪ ଟି ବିମାନରେ ଲୋକଙ୍କୁ ଅଣାଯାଇଥିଲା ।”
ଶିକ୍ଷକଙ୍କ ପାଇଁ ସୂଚନା : ଉପର ସମସ୍ୟା ଗୁଡ଼ିକର ସଂରଚନାକୁ ବୁଝିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ । ଦୁଇଗୁଣ, ଅଧା, ୧୦ ଓ ୧୦୦ ସହିତ ଗୁଣନର ସମ୍ପର୍କକୁ ସୂଚୀତ କରାନ୍ତୁ ।
Question 8.
କୋଭିଡ୍-୧୯ ମହାମାରୀ ସମୟର ପ୍ରଥମ ସପ୍ତାହରେ ‘ବନ୍ଦେ ଭାରତ’ ମିଶନ୍ରେ ମୋଟ କେତେ ଜଣ ଲୋକ ବିମାନରେ ଯାତ୍ରା କରିଥିଲେ? ଉତ୍ତର ପାଇବାକୁ ତାଙ୍କୁ ସାହାଯ୍ୟ କର ।
Solution:

ସିମ୍ରନ୍ ସଂଗ୍ରହାଳୟରେ କେରଳର ସାପ ଆକୃତିର ନୌକା ରହିଥିବା ଲକ୍ଷ୍ୟ କଲା । ଏହି ଡଙ୍ଗା ନିର୍ମାଣ କୌଶଳ ୮୦୦ ବର୍ଷର । ପ୍ରତିବର୍ଷ ବର୍ଷାଋତୁରେ (ଜୁଲାଇ ଓ ସେପ୍ଟେମ୍ବର ମଧ୍ୟରେ) ଏହି ସାପ ଆକୃତି ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହାକୁ ‘ଭାଲାମ୍ କଲି’ କୁହାଯାଏ । ଏହି ନୌକାଗୁଡ଼ିକର ଲମ୍ବା ପ୍ରାୟ ୩୦ରୁ ୩୫ ମିଟର ଏବଂ ଏଗୁଡ଼ିକୁ ୬୪ରୁ ୧୨୮ ଜଣ ଲୋକ ଆହୁଲା ମାରି ଚଳାଇଥାନ୍ତି ।

Question 9.
ଗୋଟିଏ ସ୍ଵତନ୍ତ୍ର ନୌକାଚାଳନାରେ ୯୬୦ ଜଣ ଲୋକ ଭାଗ ନେଇଥିଲେ । ପ୍ରତ୍ୟେକ ନୌକାରେ ୬୪ ଜଣ ଆହୁଲା ମାରିଥା’ନ୍ତି । ଏଥ୍ପାଇଁ କେତୋଟି ନୌକା ଆବଶ୍ୟକ ?
Solution:

୧୫ଟି
ଆସ ସମାଧାନ କରିବା
Question 1.
ନିମ୍ନ ସମସ୍ୟାଗୁଡ଼ିକୁ ସମାଧାନ କର । ହରଣ କ୍ରିୟାରେ ଭାଗଫଳ ଓ ଭାଗଶେଷ ଦର୍ଶାଅ ।
(କ) ୨୩୭ × ୨୮
(ଖ) ୧୪୦ × ୧୬
(ଗ) ୩୮୯ × ୫୭
(ଘ) ୮୦୭ ÷ ୨୪
(ଡି) ୬୯୨ ÷ ୩୩
(ଚ) ୯୯୬ ÷ ୪୫
Solution:

୧୦ ଓ ୧୦୦ ଦ୍ବାରା ହରଣ
Page No. (୧୯୭ to ୨୦୦)
ଜଣେ କୃଷକ ପ୍ରତି ବସ୍ତାରେ ୧୦ କି.ଗ୍ରା. ଲେଖାଏଁ ଚାଉଳ ରଖିଲେ ।

(କ) ଯଦି ତାଙ୍କ ପାଖରେ ୬୦ କି.ଗ୍ରା. ଚାଉଳ ଥାଏ, ତେବେ କେତୋଟି ବସ୍ତା ଆବଶ୍ୟକ ?
(ଖ) ଯଦି ତାଙ୍କ ପାଖରେ ୬୦୦ କି.ଗ୍ରା. ଚାଉଳ ଥାଏ, ତେବେ କେତୋଟି ବସ୍ତା ଆବଶ୍ୟକ ?

Solution:

ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।
୪୦୦ ÷ ୧ = ____________ ୪ ÷ ୨ = _____________ ୪୦୦ ÷ ୨ = _____________
୪୦୦ ÷ ୧୦ = _____________ ୪୦ ÷ ୨୦ = _____________ ୪୦୦ ÷ ୨୦ = _____________
୪୦୦ ÷ ୧୦୦ = _____________ ୪୦୦ ÷ ୨୦୦ = _____________ ୪୦୦ ÷ ୨୦୦ = _____________
Solution:
୪୦୦ ÷ ୧ = ୪୦୦ ୪ ÷ ୨ = ୨ ୪୦୦ ÷ ୨ = ୨୦୦
୪୦୦ ÷ ୧୦ = ୪୦ ୪୦ ÷ ୨୦ = ୨ ୪୦୦ ÷ ୨୦ = ୨୦
୪୦୦ ÷ ୧୦୦ = ୪ ୪୦୦ ÷ ୨୦୦ = ୨ ୪୦୦ ÷ ୨୦୦ = ୨
ଚିନ୍ତା କରି ଉତ୍ତର ଦିଅ । ପ୍ରତ୍ୟେକ କ୍ଷେତ୍ରରେ ହରଣ ଉକ୍ତିକୁ ଲେଖ ।
Question 1.
ମଙ୍କୁ ହନୁ ବଜାରରେ ୮୭୦ଟି କଦଳୀ ଦେଖିଲା । ପ୍ରତ୍ୟେକ ଫେଣାରେ ୧୦ଟି ଲେଖାଏଁ କଦଳୀ ଅଛି । ତେବେ ବଜାରରେ କେତୋଟି କଦଳୀ ଫେଣା ଅଛି ?

Solution:
୮୭ଟି (୮୭୦ ÷ ୧୦ = ୮୭)
Question 2.
ରୁଚିର ଜେଜେ ରଜପର୍ବରେ ୧୦୦୦ ଟଙ୍କାକୁ ତାଙ୍କର ୧୦ ଜଣ ନାତି ନାତୁଣୀଙ୍କ ମଧ୍ୟରେ ସମାନଭାବେ ବାଣ୍ଟିଲେ, ପ୍ରତ୍ୟେକ କେତେ ଟଙ୍କା ଲେଖାଏଁ ପାଇଲେ?
Solution:
ପ୍ରତ୍ୟେକ ୧୦୦ ଟଙ୍କା ଲେଖାଏଁ ପାଇଲେ (୧୦୦୦ ଟଙ୍କା ÷ ୧୦ = ୧୦୦ ଟଙ୍କା)
ଆସ ସମାଧାନ କରିବା
Question 1.
ଭାରତୀୟ ରେଳସେବାର ସର୍ବପୁରାତନ ଦୀର୍ଘପଥ ରେଳ ହେଉଛି; ‘ପଞ୍ଜାବ ମେଲ୍’ ଯାହା ମୁମ୍ବାଇ ଓ ପେଶୱାର ମଧ୍ଯରେ ଚଳାଚଳ କରେ । ଏହା ୧୯୧୨ ମସିହା ଅକ୍ଟୋବର ମାସ ୧୨ ତାରିଖରେ ପ୍ରଥମ ଯାତ୍ରା କରିଥିଲା । ତୁମେ ଜାଣିଛ କି, ଏହାର ପ୍ରଥମ ଯାତ୍ରା ସମୟରେ କେତୋଟି ବଗି ଥିଲା ?
ଏହାର ୬ଟି ବଗି ଥିଲା । ଏହାର ୩ଟି ବଗିରେ ୯୬ ଜଣ ଯାତ୍ରୀ ଏବଂ ଅନ୍ୟ ୩ଟି ବଗିରେ ଜିନିଷ ପତ୍ର ନେବା ଆଣିବା ପାଇଁ ବ୍ୟବସ୍ଥା ଥିଲା ।

(କ) ପ୍ରଥମ ଯାତ୍ରାରେ ପ୍ରତ୍ୟେକ ବଗିରେ କେତେ ଜଣ ଲୋକ ଯାଇଥିଲେ ?
Solution:
୩ଟି ବଗିରେ ୯୬ ଜଣ ଯାତ୍ରୀ
୧ଟି ବଗିରେ ୯୬ ÷ ୩ = ୩୨ ଜଣ
∴ ପ୍ରତ୍ୟେକ ବଗିରେ ୩୨ ଜଣ ଲୋକ ଯାଇଥିଲେ ।
(ଖ) ଏହି ରେଳଗାଡ଼ିଟି ୧୧୩ ବର୍ଷ ଧରି ଯାତ୍ରା କରି ଆସୁଅଛି । ଏହା ଏବେ ମହାରାଷ୍ଟ୍ରର ମୁମ୍ବାଇ ଓ ପଞ୍ଜାବର ଫିରୋଜପୁର ମଧ୍ୟଦେଇ ଚଳାଚଳ କରୁଛି । ଏହାର ୨୪ଟି ବଗି ଏବଂ ପ୍ରତ୍ୟେକ ବଗିରେ ୭୨ ଜଣ ଯାତ୍ରୀ ଯାଆନ୍ତି । ତେବେ ଟ୍ରେନ୍ରେ ମୋଟ କେତେ ଲୋକ ଯାଇପାରିବେ ?
Solution:
ବର୍ଗ ସଂଖ୍ୟା = ୨୪
ପ୍ରତ୍ୟେକ ବର୍ଗରେ ଯାତ୍ରୀ ସଂଖ୍ୟା = ୭୨
∴ ଟ୍ରେନ୍ରେ ମୋଟ ଲୋକସଂଖ୍ୟା = ୨୪ × ୭୨ = ୧୭୨୮ ଜଣ ।
Question 2.
ଗୋଟିଏ ବିଦ୍ୟାଳୟର ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କବି ଓ ତାର ୩୫ ଜଣ ସହପାଠୀଙ୍କ ସହିତ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପରିଭ୍ରମଣରେ ଗୋଆ ବୁଲିବାକୁ ଯାଇଥିଲେ । ଗୋଟିଏ ଦୁଇ ଥାକିଆ ବସ୍ରେ ବସି ବାହାର ଦୃଶ୍ୟ ଉପଭୋଗ କରୁଥିଲେ ।

(କ) ବସ୍ର ପ୍ରତ୍ୟେକ ସିଟ୍ରେ ୨ଜଣ ଲୋକ ବସିପାରିବେ । ବସ୍ର ପ୍ରଥମ ଥାକରେ ୧୫ଟି ସିଟ୍ ଓ ୨ୟ ଥାକରେ ୧୦ ଟି ସିଟ୍ ଅଛି । ସମସ୍ତଙ୍କ ପାଇଁ କେତୋଟି ସିଟ୍ ଦରକାର ହେବ ? ପ୍ରତ୍ୟେକ ଲୋକ ପାଇଁ ବସ୍ରେ ଆବଶ୍ୟକ ପରିମାଣ ସିଟ୍ ଅଛି କି ?

Solution:
ବସ୍ର ପ୍ରତ୍ୟେକ ସିଟ୍ରେ ୨ ଜଣ ବସିପାରିବେ ।
ପ୍ରଥମ ଥାକରେ ୧୫ଟି ତେଣୁ ପ୍ରଥମ ଥାକର ଲୋକ ସଂଖ୍ୟା = ୧୫ × ୨ = ୩୦
୨ୟ ଥାକରେ ୧୦ଟି ସିଟ୍ ତେଣୁ ୨ୟ ଥାକର ଲୋକସଂଖ୍ୟା = ୧୦ × ୨ = ୨୦
∴ ସମସ୍ତଙ୍କ ପାଇଁ ମୋଟ ବସିବା କ୍ଷମତା = ୩୦ + ୨୦ = ୫୦
ହଁ ସମସ୍ତଙ୍କ ବସିବା ପାଇଁ ଆବଶ୍ୟକ ସିଟ୍ ଅଛି ।
ମୋଟ ଯାତ୍ରୀ = ୧ (କବି) + ୩୫ (ସାଙ୍ଗ) + ୬ ଶିକ୍ଷକ = ୪୨
ଏଠାରେ (୫୦ > ୪୨)
ତେଣୁ ସମସ୍ତଙ୍କ ବସିବା ପାଇଁ ଆବଶ୍ୟକ ସିଟ୍ ଅଛି ।
(ଖ) ସମସ୍ତ ପିଲାଙ୍କ ପାଇଁ ଟିକେଟ୍ର ମୂଲ୍ୟ କେତେ ?
Solution:
ପିଲାଙ୍କ ପାଇଁ ଟିକେଟ୍ ମୂଲ୍ୟ = ୩୫୯ ଟଙ୍କା
∴ ସମସ୍ତ ପିଲା (୩୫)ଙ୍କ ପାଇଁ ଟିକେଟ୍ ମୂଲ୍ୟ = ୩୫୯ ଟଙ୍କା × ୩୫ = ୧୨,୫୬୫ ଟଙ୍କା ଶିକ୍ଷକଙ୍କ ଟିକେଟ୍ ମୂଲ୍ୟ = ୮୯୯ ଟଙ୍କା
∴ ସମସ୍ତ ଶିକ୍ଷକଙ୍କ ଟିକେଟ୍ର ମୂଲ୍ୟ = ୮୯୯ ଟଙ୍କା × ୬ = ୫୩୯୪ ଟଙ୍କା
(ଗ) ସମସ୍ତ ଶିକ୍ଷକଙ୍କ ଟିକେଟ୍ର ମୂଲ୍ୟ କେତେ ?
Solution:
ସମସ୍ତ ଶିକ୍ଷକଙ୍କ ଟିକେଟ୍ର ମୂଲ୍ୟ = ୫୩୯୪ ଟଙ୍କା ।
Question 3.
କେଦାର ଗୋଟିଏ ଇଟାଭାଟି ରେ କାମ କରେ ।
(କ) ଇଟାଭାଟିରେ ଏକ ଦିନରେ ୧୨୫ଟି ଇଟା ତିଆରି ହୁଏ । ଗୋଟିଏ ୩୦ ଦିନିଆ ମାସରେ କେତୋଟି ଇଟା ତିଆରି ହୋଇପାରିବ ?
Solution:
ଏକ ଦିନରେ ଇଟା ତିଆରି ହୁଏ = ୧୨୫ ଟି
∴ ୩୦ ଦିନରେ ଇଟା ତିଆରି ହେବ = ୧୨୫ × ୩୦ = ୩୭୫୦ ଟି
(ଖ) ପ୍ରତ୍ୟେକ ଇଟା ଖଣ୍ଡର ମୂଲ୍ୟ ୯ ଟଙ୍କା । ଗୋଟିଏ ମାସରେ ସେମାନେ କେତେ ଟଙ୍କା ପାଇଥବେ ?
Solution:
ପ୍ରତ୍ୟେକ ଇଟାର ମୂଲ୍ୟ = ୯ ଟଙ୍କା
∴ ସେମାନେ ୩୭୫୦ × ୯ = ୩୩୭୫୦ ଟଙ୍କା ପାଇବେ ।
Question 4.
ଓଡ଼ିଶାର ଚିଲିକା ହ୍ରଦ ଭାରତର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ ଅଟେ । ଏହି ହ୍ରଦ ଇରିଓ୍ୱାଡ଼ି ଡଲଫିନ୍ ପାଇଁ ପ୍ରସିଦ୍ଧ । ଏଠାରେ ଡଲ୍ଫିନ୍ ଦେଖିବା ପାଇଁ ଡଙ୍ଗା ଭଡ଼ାରେ ମିଳେ । ୮ ଜଣ ଲୋକ ବସ୍ରେ ପୁରୀରୁ ବାହାରି ସାତପଡ଼ାରେ ପହଞ୍ଚିଲେ । ସେମାନେ ଡଙ୍ଗାରେ ଚଢ଼ି ଡଲଫିନ୍ ଦେଖିବାକୁ ଗଲେ ।

• ବସ୍ରେ ପୁରୀରୁ ସାତପଡ଼ା ଯିବାପାଇଁ ଜଣଙ୍କ ପିଛା ୬୦ ଟଙ୍କା ପଡ଼େ ।
• ୮ ଜଣଙ୍କ ପାଇଁ ଡଙ୍ଗାରେ ବୁଲିବାକୁ ୧୨୦୦ ଟଙ୍କା ଲାଗେ ।
• ବସ୍ରେ ଯାଇ ଓ ଡଙ୍ଗାରେ ବୁଲିବା ପାଇଁ ଜଣକ ପିଛା କେତେ ଟଙ୍କା ଖର୍ଚ୍ଚ ହେବ ?
Solution:
ବସ୍ ଭଡ଼ା = ୬୦ ଟଙ୍କା
୮ ଜଣଙ୍କ ପାଇଁ ଡଙ୍ଗା ଭଡ଼ା ପଡ଼ିବ = ୧୨୦୦ ଟଙ୍କା
∴ ଜଣକ ପିଛା ଡଙ୍ଗା ଭଡ଼ା = ୧୨୦୦ + ୮ = ୧୫୦ ଟଙ୍କା
ଜଣକ ପିଛା ମୋଟ ଖର୍ଚ୍ଚ ହେବ = ୧୫୦ + ୬୦ = ୨୧୦ ଟଙ୍କା
![]()
Question 5.
ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗ୍ରୀଡ଼ରୁ ଗୁଣନ ଓ ହରଣ ପ୍ରକ୍ରିୟାର ଭତ୍ତିକୁ ଖୋଜ । ସେହି ଭକ୍ତିଗୁଡ଼ିକୁ ଡଟ୍ କୋଠରି ମଧ୍ଯରେ ରଖ । ତୁମପାଇଁ କିଛି ପ୍ରଦର୍ଶିତ ହୋଇଛି । ଏପରି କେତେ ସଂଖ୍ୟକ ଭକ୍ତି ପାଇବ?

Solution:

Question 6.
ସମାଧାନ କର ।
(କ) ୩୫ × ୭୬
(ଖ) ୨୬୭ × ୩୮
(ଗ) ୪୯୮× ୯
(ଘ) ୮୯ × ୪୨
(ଙ) ୫୫ × ୨୩
(ଚ) ୩୪୫ × ୧୭
(ଛ) ୬୬ × ୨୨
(ଜ) ୭୦୪ × ୧୧
(ଖ) ୩୧୯ × ୨୬
(ଞ) ୪୫୯ ÷ ୩
(ଟ) ୭୭୪ ÷ ୧୮
(୦) ୮୬୪ ÷ ୨୬
(ଡି) ୩୦୪ ÷ ୧୨
(ଢ଼) ୬୭୦ ÷ ୯
(ଣ) ୫୮୪ ÷ ୨୫
(ତ) ୯୦୦ ÷ ୧୫
(ଥ) ୬୫୮ ÷ ୩୨
(ଦ) ୯୭୪ ÷ ୯
Solution:
(କ) ୩୫ × ୭୬ = ୨୬୬୦
(ଖ) ୨୬୭ × ୩୮ = ୧୦୧୪୬
(ଗ) ୪୯୮× ୯ = ୪୪୮୨
(ଘ) ୮୯ × ୪୨ = ୩୭୩୮
(ଙ) ୫୫ × ୨୩ = ୧୨୬୫
(ଚ) ୩୪୫ × ୧୭ = ୫୮୬୫
(ଛ) ୬୬ × ୨୨ = ୧୪୫୨
(ଜ) ୭୦୪ × ୧୧ = ୭୭୪୪
(ଖ) ୩୧୯ × ୨୬ = ୮୨୯୪
(ଞ) ୪୫୯ ÷ ୩ = ୧୫୩
(ଟ) ୭୭୪ ÷ ୧୮ = ୪୩
(୦) ୮୬୪ ÷୨୬ = ଭାଗଫଳ ୩୩, ଭାଗଶେଷ ୬
(ଡ) ୩୦୪ ÷ ୧୨ = ଭାଗଫଳ ୨୫, ଭାଗଶେଷ ୪
(ଢ଼) ୬୭୦ ÷ ୯ = ଭାଗଫଳ ୭୪, ଭାଗଶେଷ ୪
(ଣ) ୫୮୪ ÷ ୨୫ = ଭାଗଫଳ ୨୩, ଭାଗଶେଷ ୯
(ତ) ୯୦୦ ÷ ୧୫ = ୬୦
(ଥ) ୬୫୮ ÷ ୩୨ = ଭାଗଫଳ ୨୦, ଭାଗଶେଷ ୧୮
(ଦ) ୯୭୪ ୯ = ଭାଗଫଳ ୧୦୮ ଭାଗଶେଷ ୨
ଚିନୁର ମୁଦ୍ରା
Page No. (୨୦୧ to ୨୦୨)
Question 1.
ପାଞ୍ଚଜଣ ସାଙ୍ଗ ନିକଟରେ ଥିବା ଏକ ପ୍ରମୋଦ ଉଦ୍ୟାନକୁ ବୁଲିବା ପାଇଁ ଯୋଜନା କଲେ । ପ୍ରତି ପିଲା ବିଭିନ୍ନ ପ୍ରକାର ନୋଟ୍ ଓ ମୁଦ୍ରା ଦେଇ ଟିକେଟ କିଣିଲେ । ଟିକେଟର ମୂଲ୍ୟ ଟ. ୭୫୦.୦୦।

• ସରିତା କେବଳ ୨୦୦ ଟଙ୍କିଆ ନୋଟ୍ ଆଣିଥିଲା ।
• ରାଘବ କେବଳ ୫୦ ଟଙ୍କିଆ ନୋଟ୍ ଆଣିଥିଲା ।
• ସୁମନ କେବଳ ୨୦ ଟଙ୍କିଆ ନୋଟ୍ ଆଣିଥିଲା ।
• ଚିନୁ କେବଳ ୫ ଟଙ୍କିଆ ମୁଦ୍ରା ଆଣିଥିଲା ।
• ସୁରଜନ୍ କେବଳ ୨ ଟଙ୍କିଆ ମୁଦ୍ରା ଆଣିଥିଲା ।
(କ) ପ୍ରତ୍ୟେକ ପିଲାଙ୍କୁ ଟିକେଟ୍ କିଣିବା ପାଇଁ କେତୋଟି ଲେଖାଏଁ ନୋଟ୍/ ମୁଦ୍ରା ଦେବାକୁ ପଡ଼ିବ ?
Solution:
ଟିକେଟ୍ର ମୂଲ୍ୟ ୭୫୦ ଟଙ୍କା
ସରିତା ଦେବ = ୭୫୦ ଟ. ÷ ୨୦୦ ଟ. = ୩ଟି ଏବଂ ୧୫୦ ଟ. ବଳିବ ।
∴ ସରିତା ୩ଟି ୨୦୦ ଟଙ୍କିଆ ନୋଟ ଦେବ ।
ରାଘବ ଦେବ = ୩୫୦ ଟ. ÷ ୫୦ ଟ, = ୧୫ଟି, ୫୦ ଟଙ୍କିଆ ନୋଟ୍
ସୁମନ ଦେବ = ୭୫୦ ଟ. ÷ ୨୦ ଟ. = ୩୭ ଟି ଏବଂ ୧୦ ଟଙ୍କା ବଳିବ ।
∴ ସୁମନ ୩୭ଟି ୨୦ ଟଙ୍କିଆ ନୋଟ୍ ଦେବ ।
ଚିନୁ ଦେବ = ୭୫୦ ଟ. ÷ ୫ ଟ. = ୧୫୦ ଟି ୫ ଟଙ୍କିଆ ନୋଟ୍
ସୁରଜନ୍ ଦେବ = ୭୫୦ ଟ. ÷ ୨ ଟ. = ୩୭୫ ଟି ୨ ଟଙ୍କିଆ ନୋଟ୍
(ଖ) ଏମାନଙ୍କ ମଧ୍ୟରୁ କେଉଁମାନେ ଟିକେଟ୍ ବିକ୍ରେତାଙ୍କଠାରୁ କୌଣସି ଖୁଚୁରା ଫେରସ୍ତ ପାଇବେ ନାହିଁ ?
Solution:
ଏମାନଙ୍କ ମଧ୍ୟରୁ ରାଘବ, ଚିନୁ ଏବଂ ସୁରଜନ୍ ଖୁଚୁରା ଫେରସ୍ତ ପାଇବେ ନାହିଁ ।
(ଗ) ଚିନୁ ଦେଇଥିବା ମୁଦ୍ରାକୁ ଗଣିବାପାଇଁ ଟିକେଟ୍ ବିକ୍ରେତାଙ୍କୁ କେତେ ସମୟ ଲାଗିବ ?
Solution:
ଚିନ୍ମ ଦେଇଥିବା ମୁଦ୍ରାକୁ ଗଣିବା ପାଇଁ ଟିକେଟ ବିକ୍ରେତାଙ୍କୁ ୫ ମିନିଟ୍ ସମୟ ଲାଗିବ ।
Question 2.
ନିମ୍ନ ଗୁଣନ କ୍ରିୟା ଗୁଡ଼ିକୁ ଲକ୍ଷ୍ୟକର । ସବୁ ଗୁଡ଼ିକର ଗୁଣଫଳ ଦିଆଯାଇଛି ।
Solution:

ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାଦ୍ଵୟ ଏବଂ ସେମାନଙ୍କ ଗୁଣଫଳରେ କିଛି ସଂରଚନା ଦେଖୁଛ କି? (ସୂଚନା: ରଙ୍ଗିନ ଅଙ୍କ ଗୁଡ଼ିକୁ ଦେଖ ।)
ଅନ୍ୟ କେଉଁ ଗୁଣନ ସମସ୍ୟାରେ ଏହି ପ୍ରକାର ସଂରଚନା ରହିବ? ସେହିଭଳି ୫ଟି ଉଦାହରଣ ଦିଅ ।
Question 3.
ତଳେ ଦିଆଯାଇଥିବା ପ୍ରତ୍ୟେକ ଯାନ ପୂର୍ଣ୍ଣ କ୍ଷମତାବିଶିଷ୍ଟ ଯାତ୍ରୀ ନେଇ ଯାତ୍ରା କରୁଛି । ପ୍ରତି ଯାନରେ କେତେ ସଂଖ୍ୟକ ଯାତ୍ରୀ ଯାଇ ପାରିବେ । ଯାନ ସହିତ ଯାତ୍ରୀ ସଂଖ୍ୟାକୁ ଯୋଡ଼ ।

Solution:
