For effective revision, students can use BSE Odisha Class 4 English Solutions Chapter 2 Badal and Moti Answer to practice textbook exercises.
Class 4 English Badal and Moti Question Answer
Class 4 English Chapter 2 Question Answer Odia Medium
Pre-reading
ପଠନ ପୂର୍ବରୁ
Look at the animals in the picture. Tick (✔) the ones that we can keep as pets.
ଚିତ୍ରରେ ଥିବା ପଶୁମାନଙ୍କୁ ଦେଖ । ଯେଉଁମାନଙ୍କୁ ଆମେ ପୋଷ୍ୟ ଜନ୍ତୁ ଭାବରେ ରଞ୍ଝାପାରିବା, ସେମାନଙ୍କ ଉପରେ.ଠିକ୍ ଚିହ୍ନ

Answer:

Answer the following questions
Question 1.
Who are there in the story?
ଗଳ୍ପରେ କିଏ କିଏ ଅଛନ୍ତି?
Answer:
A boy called Badal, his mother and his pet dog are there in the story.
![]()
Question 2.
What did Badal see when he was returning from school?
ବାଦଲ ସ୍କୁଲରୁ ଫେରିବା ବେଳେ କ’ଣ ଦେଖିଲା?
Answer:
Badal saw a puppy shivering in cold when he was returning from school.
Question 3.
What was the puppy’s name?
Answer:
The puppy’s name was Moti.
Question 4.
Where did Badal fall?
ବାଦଲ କେଉଁଠି ପଡ଼ିଗଲା?
Answer:
Badal fell into a deep pit.
Question 5.
Why was Badal’s mother worried?
ବାଦଲର ମାଆ କାହିଁକି ବ୍ୟସ୍ତ ଥିଲେ?
Answer:
Badal did not come back from school in time. So, Badal’s mother was worried.
Question 6.
Who helped Badal’s mother to search Badal?
ବାଦଲକୁ ଖୋଜିବାରେ ବାଦଲର ମାଆଙ୍କୁ କିଏ ସାହାଯ୍ୟ କଲେ?
Answer:
The neighbours and Moti helped Badal’s mother to search for him.
Question 7.
How did Moti find Badal?
ମୋତି କିପରି ବାଦଲକୁ ଖୋଜି ପାଇଲା ?
Answer:
Moti caught the scent of Badal. He followed the scent and reached the pit. There he found Badal.
![]()
Post-reading – ପଠନ ପରେ
A. Visual Memory Development Technique (VMDT)
Whole:
- Badal and his mother in a village
- Badal in a pit
- The puppy was name Moti
- Moti saved Badal.
B. Let us Listen and Speak
1. Teacher will tell the names of these birds and animals, one by one, students will make their sounds. ତୁମର ଶିକ୍ଷକ/ଶିକ୍ଷୟତ୍ରୀ ଏହି (ନିମ୍ନୋକ୍ତ) ପକ୍ଷୀ ଏବଂ ପଶୁମାନଙ୍କର ନାମ ଗୁଡ଼ିକ କହିବେ । ତୁମେମାନେ, ଜଣେ ପରେ ଜଣେ ତୁମର ଶିକ୍ଷକ/ଶିକ୍ଷୟତ୍ରୀ କହୁଥିବା ପକ୍ଷୀ କିମ୍ବା ପଶୁ ମାନଙ୍କର ଶବ୍ଦ କରିବ ।

2. Role Play (Pair Work):
Sofiya : Hi Puja! How are you?
ସୋଫିୟା : ହାଏ ପୂଜା! ତୁମେ କେମିତି ଅଛ?
Puja : I am fine. Thank you.
ପୂଜା : ମୁଁ ଭଲ ଅଛି । ଧନ୍ୟବାଦ ।
Sofiya : Will you come to my home?
ସୋଫିୟା : ତୁମେ ମୋ ଘରକୁ ଆସିବ କି?
Puja : Yes! But what will we do there?
ପୂଜା : ହଁ! କିନ୍ତୁ ଆମେ ସେଠାରେ କ’ଣ କରିବା?
Sofiya : We will play with our pet dog, Tipu.
ସୋଫିୟା : ଆମେ ଆମର ପୋଷା କୁକୁର ଟିପୁ ସହିତ ଖେଳିବା ।
![]()
Puja : Oh! So nice!
ପୂଜା : ଓହ! ବହୁତ ବଢ଼ିଆ!
Sofiya : Tipu is my best friend.
ସୋଫିୟା : ଟିପୁ ମୋର ସବୁଠାରୁ ଭଲ ସାଙ୍ଗ ।
Puja : Can I be a friend of Tipu?
ପୂଜା : ମୁଁ ଟିପୁର ସାଙ୍ଗ ହୋଇପାରିବି କି?
Sofiya : Why not? We will be friends forever.
ସୋଫିୟା : କାହିଁକି ନୁହେଁ? ଆମେ ସବୁଦିନ ପାଇଁ ସାଙ୍ଗ ହୋଇ ରହିବା ।
Question 3.
Complete the following conversation between two children.
ଦୁଇଜଣ ପିଲାଙ୍କ ମଧ୍ୟରେ ନିମ୍ନୋକ୍ତ କଥୋପକଥନକୁ ପୁଷ୍ପ କର ।



Question 4.
Your teacher will read out the story of Badal and Moti once again to you. Now read the following sentences and number them in the sequence of the story. Write the serial numbers in brackets. The first sentence has already been marked for you.
ତୁମର ଶିକ୍ଷକ ବାଦଲ ଏବଂ ମୋତିର ଗଳ୍ପ ଆଉ ଥରେ ତୁମକୁ ପଢ଼ି ଶୁଣାଇବେ । ବର୍ତ୍ତମାନ ନିମ୍ନଲିଖୂ ବାକ୍ୟଗୁଡ଼ିକୁ ପଢ଼ ଏବଂ ଗଳ୍ପର କ୍ରମ ଅନୁଯାୟୀ ସେଗୁଡ଼ିକୁ ସଜାଅ । ବନ୍ଧନୀ ଭିତରେ କ୍ରମିକ ସଂଖ୍ୟା ଲେଖ । ପ୍ରଥମ ବାକ୍ୟଟି ତୁମ ପାଇଁ ପୂର୍ବରୁ ଚିହ୍ନଟ କରାଯାଇଛି ।
Answers
One rainy day, he slipped and fell into a deep pit. [3]
ଗୋଟିଏ ବର୍ଷା ଦିନେ, ସେ ଖସିପଡ଼ି ଗୋଟିଏ ଗଭୀର ଗାତରେ ପଡ଼ିଗଲା ।
Badal and his mother named the puppy Moti. [2]
ବାଦଲ ଏବଂ ତା’ର ମାଆ କୁକୁର ଛୁଆର ନାମ ମୋତି ରଖୁଲେ ।
Badal hugged Moti. [6]
ବାଦଲ ମୋତିକୁ କୁଣ୍ଢାଇ ପକାଇଲା ।
![]()
Badal came across a puppy by the side of the road. [1]
ବାଦଲ ରାସ୍ତା କଡ଼ରେ ଗୋଟିଏ କୁକୁର ଛୁଆକୁ ଦେଖିଲା ।
Moti accompanied Badal’s mother to search for him. [4]
ମୋତି ବାଦଲକୁ ଖୋଜିବା ପାଇଁ ତା’ ମାଆଙ୍କ ସହିତ ଗଲା ।
Moti followed Badal’s scent and went near the pit and started barking. [5]
ମୋତି ବାଦଲର ବାସ୍ନା ଅନୁସରଣ କରି ଗାତ ପାଖକୁ ଗଲା ଏବଂ ଭୁକିବାକୁ ଲାଗିଲା ।
Chain drill :
Teacher to student 1: I’ve a pet dog. What pet do you have?
ଶିକ୍ଷକ ପ୍ରଥମ ଛାତ୍ରକୁ ପ୍ରଶ୍ନ ପଚାରୁଛି : ମୋର ଗୋଟିଏ ପୋଷା କୁକୁର ଅଛି । ତୁମର କେଉଁ ପୋଷା ଜନ୍ତୁ ଅଛି?
2. Student 1 to student 2: I have a pet cat. What pet do you have?
ପ୍ରଥମ ଛାତ୍ର ଦ୍ୱିତୀୟ ଛାତ୍ରକୁ: ମୋର ଗୋଟିଏ ପୋଷା ବିରାଡ଼ି ଅଛି । ତୁମର କେଉଁ ପୋଷା ଜନ୍ତୁ ଅଛି?
3. Student 2 to student 3: I ………. What……..?
ଦ୍ବିତୀୟ ଛାତ୍ର ତୃତୀୟ ଛାତ୍ରକୁ: ମୋର ………….. କ’ଣ……….?
Chain drill continues till the last student participates.
ଶେଷ ଛାତ୍ର ଅଂଶଗ୍ରହଣ କରିବା ପର୍ଯ୍ୟନ୍ତ ଶୃଙ୍ଖଳା ଅଭ୍ୟାସ ଜାରି ରହିବ ।
C. Let us read
Read the following words.
ନିମ୍ନୋକ୍ତ ଶବ୍ଦ ଗୁଡ଼ିକୁ ପଢ଼ ।

2. Read the sentences and see how the word “animal” has been used in them.
ବାକ୍ୟଗୁଡ଼ିକୁ ପଢ଼ ଏବଂ ଦେଖ “animal” (ପଶୁ) ଶବ୍ଦଟି କିପରି ସେଥୁରେ ବ୍ୟବହୃତ ହୋଇଛି ।
a. A dog is a domestic animal.
କୁକୁର ଏକ ଗୃହପାଳିତ ପଶୁ ଅଟେ ।
b. The zoo has many animals.
ଚିଡ଼ିଆଖାନାରେ ଅନେକ ପଶୁ ଅଛନ୍ତି ।
c. Some animals live in water.
କିଛି ପଶୁ ଜଳରେ ବାସ କରନ୍ତି ।
d. I love to keep pet animals.
ମୁଁ ପୋଷା ଜନ୍ତୁ ରଖୁବାକୁ ଭଲପାଏ ।
e. The lion is the king of animal kingdom.
ସିଂହ ପଶୁ ଜଗତର ରାଜା ଅଟେ ।
f. Be kind to animals.
ପଶୁମାନଙ୍କ ପ୍ରତି ଦୟାଳୁ ହୁଅ ।
g. Love animals, they will love you back.
ପଶୁମାନଙ୍କୁ ଭଲପାଅ, ସେମାନେ ତୁମକୁ ଭଲପାଇବେ ।
(ଏହି ବାକ୍ୟଗୁଡ଼ିକରେ “Animal” (ପ୍ରାଣୀ/ପଶୁ) ଶବ୍ଦଟି “noun” ଭାବରେ ବ୍ୟବହୃତ ହୋଇଅଛି । କିନ୍ତୁ ପ୍ରତି ବାକ୍ୟରେ ଏହାର ବ୍ୟବହାର ଭିନ୍ନ ଭିନ୍ନ ପରିସ୍ଥିତି ପାଇଁ କରାଯାଇଛି |
ଏହା କେଉଁଠାରେ ଏକବଚନ (Animal) ତ ଆଉ କେଉଁଠାରେ ବହୁବଚନରେ (Animals) ବ୍ୟବହୃତ ହୋଇଛି ।)
D. Let us write
1. Match the words given under column ‘A’ with the words under column ‘B’ to make pairs. Write down the paired words in the given space. One has been done for you.
ସ୍ତମ୍ଭ ‘A’ ରେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସ୍ତମ୍ଭ ‘B’ ରେ ଦିଆଯାଇଥିବା ଶବ୍ଦଗୁଡ଼ିକ ସହିତ ମେଳ କରାଇ ଯୋଡ଼ି ତିଆରି କର । ଦିଆଯାଇଥିବା ଖାଲି ସ୍ଥାନରେ ଯୋଡ଼ି ଶବ୍ଦଗୁଡ଼ିକୁ ଲେଖ । ତୁମ ପାଇଁ ଗୋଟିଏ କରାଯାଇଛି ।

Answer:

2. Read this paragraph on ‘My Pet Dog’.
‘ମୋର ପୋଷା କୁକୁର’ ଉପରେ ଏହି ପରିଚ୍ଛେଦଟି ପଢ଼ ।
I have a pet dog. His name is Moti. He is black in colour. He eats rice and meat.
ମୋର ଗୋଟିଏ ପୋଷା କୁକୁର ଅଛି । ତା’ର ନାମ ମୋତି । ତା’ର ରଙ୍ଗ କଳା । ସେ ଭାତ ଏବଂ ମାଂସ ଖାଏ ।
I play with him. He barks at strangers. He guards our house. I love Moti and Moti loves me too.
ମୁଁ ତା’ ସହିତ ଖେଳେ । ସେ ଅଜଣା ଲୋକଙ୍କୁ ଦେଖ୍ ଭୁକେ । ସେ ଆମ ଘରକୁ ଜଗେ । ମୁଁ ମୋତିକୁ ଭଲପାଏ ଏବଂ ମୋତି ମଧ୍ଯ ମୋତେ ଭଲପାଏ ।
![]()
Write a paragraph like this on your pet cat. Use the words in the Help Box in place of words underlined.
ତୁମର ପୋଷା ବିରାଡ଼ି ଉପରେ ଏହିପରି ଏକ ଅନୁଚ୍ଛେଦ ଲେଖ । ରେଖାଙ୍କିତ ଶବ୍ଦଗୁଡ଼ିକ ସ୍ଥାନରେ ସାହାଯ୍ୟକାରୀ ବାକ୍ସରେ ଥିବା ଶବ୍ଦଗୁଡ଼ିକ ବ୍ୟବହାର କର ।

Answer:
I have a pet cat. Her name is Rani. She is white in colour. She eats rice and fish.
I play with her. She mews at strangers. She catches mice in our house. I love Rani and Rani loves me too.
Question 3.
Look at the pictures. They show a story of two friends; a pigeon and an ant.
ଚିତ୍ରଗୁଡ଼ିକୁ ଦେଖ । ସେଗୁଡ଼ିକ ଦୁଇ ସାଙ୍ଗର କାହାଣୀ ଦର୍ଶାଉଛନ୍ତି; ଏକ ପାରା ଏବଂ ଏକ ପିମ୍ପୁଡ଼ି ।
But the pictures are jumbled up. Number them to get the correct order to make a story.
କିନ୍ତୁ ଚିତ୍ରଗୁଡ଼ିକ ଏପଟସେପଟ ହୋଇଛି । ଏକ ଗଳ୍ପ ତିଆରି କରିବା ପାଇଁ ସେଗୁଡ଼ିକୁ ସଠିକ୍ କ୍ରମରେ ନମ୍ବର ଦିଅ ।

Answer:

Question 4.
Now fill in the blanks using the words in the box to complete the story.
ବର୍ତ୍ତମାନ ଗଳ୍ପଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ବାକ୍ସରେ ଥିବା ଶବ୍ଦଗୁଡ଼ିକ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।

Answer:
A pigeon was resting on a branch of a tree near a stream
An ant fell into the stream and cried for help.
The pigeon dropped a leaf into the stream.
The ant climbed on the leaf and landed safely.
Another day, the ant saw a hunter aiming at the pigeon.
The ant quickly climbed up and bit the hunter’s hand.
The pigeon flew away unhurt.
E. Mental Talk
Pet animals are true friends.
ଗୃହପାଳିତ ପଶୁମାନେ ପ୍ରକୃତ ସାଙ୍ଗ ଅଟନ୍ତି ।
F. Let us do
Look at the picture below. It shows three children playing. ତଳେ ଥିବା ଚିତ୍ରଟିକୁ ଦେଖ । ଏଥିରେ ତିନୋଟି ପିଲା ଖେଳୁଥିବାର ଦେଖାଯାଉଛି । Would you like to add anything to this picture? ତୁମେ ଏହି ଚିତ୍ରରେ କିଛି ଯୋଡ଼ିବାକୁ ଚାହିଁବ କି? Use your crayons or colour pencils to add to the picture. ଚିତ୍ରରେ ଯୋଡ଼ିବା ପାଇଁ ତୁମର କ୍ରୟନ୍ କିମ୍ବା ରଙ୍ଗୀନ ପେନ୍ସିଲ୍ ବ୍ୟବହାର କର ।

Badal and Moti Class 4 Summary
While-reading-
ପଠନ ସମୟରେ
Pet animals help us in many ways. Let us read the lesson “Badal and Moti” and know how the pet helps its master.
ପେଟ୍ ଆନିମଲସ୍ ହେଲୁ ଅସ୍ ଇନ୍ ମେନି ୱେଜ୍, ଲେଟ୍ ଅସ୍ ରିଡ୍ ଦି ଲେସନ୍ “ବାଦଲ୍ ଆଣ୍ଟ ମୋତି” ଆଶ୍ଚ ନୋ ହାଓ ଦି ପେଟ୍ ହେଲ୍ପସ୍ ଇଟ୍ସ ମାଷ୍ଟର୍.
ଅନୁବାଦ : ଗୃହପାଳିତ ପଶୁମାନେ ଆମକୁ ଅନେକ ଉପାୟରେ ସାହାଯ୍ୟ କରନ୍ତି । ଆସ “ବାଦଲ ଏବଂ ମୋତି” ପାଠଟି ପଢ଼ିବା ଏବଂ ଜାଣିବା ପୋଷାଜନ୍ତୁଟି ତା’ର ମାଲିକକୁ କିପରି ସାହାଯ୍ୟ କରେ ।
There was a boy called Badal. He lived with his mother in a village and they were very happy.
ଦେୟାର୍ ୱାଜ୍ ଏ ବୟ କଲ୍ଡ୍ ବାଦଲ୍. ହି ଲିଭ୍ ୱିଥ୍ ହିଜ୍ ମଦର୍ ଇନ୍ ଏ ଭିଲେଜ୍ ଆଣ୍ଡ୍ ଦେ ୱେୟାର ଭେରି ହ୍ୟାପି. ଅନୁବାଦ : ବାଦଲ ନାମକ ଜଣେ ବାଳକ ଥିଲା । ସେ ନିଜ ମାଆଙ୍କ ସହ ଗୋଟିଏ, ଗାଁରେ ରହୁଥିଲା ଏବଂ ସେମାନେ ବହୁତ ଖୁସିରେ ଥିଲେ । ବାଦଲ ନାମରେ ପିଲାଟିଏ ଥୁଲା, ମାଆ ସହ ଗାଁରେ ସେ ଖୁସିରେ ରହିଲା ।

One evening, when Badal was returning from school, he saw a puppy shivering in the cold.
ୱାନ୍ ଇଭିନିଂ, ସ୍ପେନ୍ ବାଦଲ୍ ୱାଜ୍ ରିଟଣ୍ଡିଂ ଫ୍ରମ୍ ସ୍କୁଲ୍, ହି ସ ଏ ପପି ଶିଭରିଂ ଇନ୍ ଦି କୋଲ୍, ଅନୁବାଦ : ଦିନେ ସନ୍ଧ୍ୟାରେ, ବାଦଲ ସ୍କୁଲରୁ ଫେରୁଥିବା ବେଳେ ଗୋଟିଏ କୁକୁର ଛୁଆକୁ ଶୀତରେ ଥରୁଥିବାର ଦେଖୁଲା ।
Badal brought him home. “Can this puppy stay with us, Maa?” asked Badal.
ବାଦଲ୍ ବ୍ରଟ୍ ହିମ୍ ହୋମ୍, “କ୍ୟାନ୍ ଦିସ୍ ପପି ଷ୍ଟେ
ୱିଥ୍ ଅସ୍, ମାଆ?” ଆପ୍ସ୍ ବାଦଲ୍.
ଅନୁବାଦ : ଦଲ ତାକୁ ଘରକୁ ଆଣିଲା । ବାଦଲ ପଚାରିଲା, “ମାଆ, ଏହି କୁକୁର ଛୁଆଟି ଆମ ସାଥ୍ରେ ରହିପାରିବ କି ?”
“Yes beta, but only if you promise to take care of the puppy”, said his mother with a smile.
“ୟେସ୍ ବେଟା, ବଟ୍ ଓନ୍ଲି ଇଫ୍ ୟୁ ପ୍ରମିଜ୍ ଟୁ ଟେକ୍ କେୟାର ଅଫ୍ ଦି ପପି”, ସେଡ୍ ହିଜ୍ ମଦର୍ ୱିଥ୍ ଏ ସ୍ମାଇଲ୍.
ଅନୁବାଦ : “ହଁ ବାପା, କିନ୍ତୁ କେବଳ ଯଦି ତୁମେ
ଏହି କୁକୁର ଛୁଆର ଯତ୍ନ ନେବାକୁ କଥା ଦେବ,” ତାଙ୍କ ମାଆ ହସି ହସି କହିଲେ ।

Badal and his mother named the puppy Moti. As days went by, Moti grew up and loved Badal. Pronunciation:
ବାଦଲ୍ ଆଣ୍ଡ୍ ହିଜ୍ ମଦର୍ ନେମ୍ ଦି ପପି ମୋତି. ଆଜ୍ ଡେଜ୍ ୱେଣ୍ଟ ବାଏ, ମୋତି ଗ୍ରିଉ ଅପ୍ ଆଣ୍ଡ୍ ଲଭ୍ଡ୍ ବାଦଲ୍.) ଅନୁବାଦ : ବାଦଲ ଏବଂ ତା’ର ମାଆ କୁକୁର ଛୁଆର ନାମ ମୋତି ରଖିଲେ । ଦିନ ବିତିବା ସହ ମୋତି ବଡ଼ ହେଲା ଏବଂ ବାଦଲକୁ ଭଲ ପାଇଲା ।
They became best friends. They ate and played together. Moti followed Badal wherever he went. Pronunciation:
ଦେ ବିକେମ୍ ବେଷ୍ଟ ଫ୍ରେଣ୍ଡ୍ସ୍. ଦେ ଏଚ୍ ଆଣ୍ଡ୍ ପ୍ଲେଡ୍ ଟୁଗେଦର୍. ମୋତି ଫଲୋଡ୍ ବାଦଲ୍ ହେରଏଭର୍ ହି ୱେଣ୍ଟ
ଅନୁବାଦ : ସେମାନେ ଭଲ ସାଙ୍ଗ ହୋଇଗଲେ । ସେମାନେ ଏକାଠି ଖାଇଲେ ଏବଂ ଖେଳିଲେ । ବାଦଲ ଯେଉଁଆଡେ ଗଲା ମୋତି ତା’ ପଛେ ପଛେ ଗଲା ।
They played their favourite games together.
ଦେ ପ୍ଲେଡ୍ ଦେୟାର ଫେଭରିଟ୍ ଗେମ୍ସ୍ ଟୁଗେଦର୍.
ଅନୁବାଦ : ସେମାନେ ଏକାଠି ସେମାନଙ୍କର ପ୍ରିୟ ଖେଳ ଖେଳିଲେ ।

One rainy day, while Badal was on his way home from school, he slipped on the muddy lane and fell into a deep pit.
ୱାନ୍ ରେନି ଡେ, ହ୍ଵାଇଲ୍ ବାଦଲ୍ ୱାଜ୍ ଅନ୍ ହିଜ୍ ଵେ ହୋମ୍ ଫ୍ରମ୍ ସ୍କୁଲ୍, ହି ସ୍କ୍ରିପ୍ଡ୍ ଅନ୍ ଦି ମଡି ଲେନ୍ ଆକ୍ଟ ଫେଲ୍ ଇନ୍ଟ୍ ଏ ଡିପ୍ ପିଟ୍.
ଅନୁବାଦ : ଗୋଟିଏ ବର୍ଷା ଦିନେ, ବାଦଲ ସ୍କୁଲରୁ ଘରକୁ ଫେରୁଥିବା ବେଳେ କାଦୁଅ ରାସ୍ତାରେ ଖସିପଡ଼ି ଗୋଟିଏ ଗଭୀର ଗାତରେ ପଡ଼ିଗଲା ।
ବର୍ଷା ଦିନେ ଦିନେ ଫେରୁଥିଲା ବେଳେ ଘରକୁ, ଖସିଗଲା ଗୋଡ଼ ପଡ଼ିଲା ସେ ଗଭୀର ଗାତକୁ ।

He tried hard, but could not come out of the pit.
ହି ଟ୍ରାଏଡ୍ ହାର୍ଡ, ବଟ୍ କୁଡ୍ ନଟ୍ କମ୍ ଆଉଟ୍ ଅଫ୍ ଦି ପିଟ୍.
ଅନୁବାଦ : ସେ ବହୁତ ଚେଷ୍ଟା କଲା, କିନ୍ତୁ ଗାତରୁ ବାହାରି ପାରିଲା ନାହିଁ ।
Badal’s mother was worried when he did not come home in time. Moti too was waiting at the gate.
ବାଦଲ୍ ମଦର୍ ୱାଜ୍ ଓରିଡ୍ ସ୍ପେନ୍ ହି ଡିଡ୍ ନଟ୍ କମ୍ ହୋମ୍ ଇନ୍ ଟାଇମ୍. ମୋତି ଟୁ ୱାଜ୍ ୱେଟିଂ ଆଟ୍ ଦି ଗେଟ୍. ଅନୁବାଦ : ବାଦଲ ଠିକ୍ ସମୟରେ ଘରକୁ ନ ଫେରିବାରୁ ତା’ ମାଆ ବ୍ୟସ୍ତ ହୋଇପଡ଼ିଲେ । ମୋତି ମଧ୍ୟ ଫାଟକ ପାଖରେ ଅପେକ୍ଷା କରିଥିଲା ।
Badal’s mother gathered the neighbours to help search for him. Moti too accompanied them,
ବାଦଲ୍ ମଦର୍ ଗ୍ୟାଦର୍ଡ ଦି ନେଇବର୍ସ ଟୁ ହେଲ୍ସ ସର୍ଚ୍ଚ ଫର୍ ହିମ୍, ମୋତି ଟୁ ଆକମ୍ପାନିଡ୍ ଦେମ୍.
ଅନୁବାଦ : ତାକୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ବାଦଲର ମାଆ ପଡ଼ୋଶୀମାନଙ୍କୁ ଏକାଠି କଲେ । ମୋତି ମଧ୍ଯ ସେମାନଙ୍କ ସାଥ୍ରେ ଗଲା ।
Moti caught Badal’s scent. He followed the scent and went near the pit and started barking.
ମୋତି କଟ୍ ବାଦଲ୍ ସେଣ୍ଟ ହି ଫଲୋଡ୍ ଦି ସେଣ୍ଟ ଆଣ୍ଡ୍ ୱେଣ୍ଟ ନିୟର୍ ଦି ପିଟ୍ ଆଣ୍ଡ ଷ୍ଟାର୍ଟେଡ୍ ବାକିଂ.
ଅନୁବାଦ : ମୋତି ବାଦଲର ବାସ୍ନା ବାରିପାରିଲା । ସେ ସେହି ବାସ୍ନା ଅନୁସରଣ କରି ଗାତ ପାଖକୁ ଗଲା ଏବଂ ଭୁକିବାକୁ ଲାଗିଲା ।

This alerted the neighbours who were searching for Badal. They used a rope to pull Badal out of the pit.
ଦିସ୍ ଆଲର୍ଟେଡ୍ ଦି ନେଇବର୍ସ ହୁ ୱେୟାର ସପିଂ ଫର୍ ବାଦଲ୍. ଦେ ୟୁକ୍ଡ୍ ଏ ରୋପ୍ ଟୁ ପୁଲ୍ ବାଦଲ ଆଉଟ୍ ଅଫ୍ଦି ପିଟ୍.
ଅନୁବାଦ : ଏହା ବାଦଲକୁ ଖୋଜୁଥିବା ପଡ଼ୋଶୀମାନଙ୍କୁ ସତର୍କ କରାଇଲା । ସେମାନେ ଏକ ଦଉଡ଼ି ବ୍ୟବହାର କରି ବାଦଲକୁ ଗାତରୁ ବାହାର କଲେ ।
Everyone was relieved. Badal hugged and thanked Moti.
ଏଭରିୱାନ୍ ୱାଜ୍ ରିଲିଭ୍ଡ୍, ବାଦଲ୍ ହର୍ଡ୍ ଆଣ୍ଡ୍ ଥ୍ୟାଙ୍କ୍ ମୋତି.)
ଅନୁବାଦ : ସମସ୍ତେ ଆଶ୍ବସ୍ତ ହେଲେ । ବାଦଲ ମୋତିକୁ କୁଣ୍ଢାଇ ପକାଇଲା ଏବଂ ଧନ୍ୟବାଦ ଦେଲା ।
Badal and Moti Summary in English
The story is about a boy named Badal. He lived in a village with his mother. One evening, while returning from school, Badal found a puppy shivering in the cold. He took the puppy home. Badal and his mother named the puppy “Moti”. Badal took good care of Moti. Days went by and Moti grew up happily. Badal and Moti became best friends and loved each other dearly. They were always together.
Once, Badal was coming back from school on a rainy day. The path was muddy and slippery. Badal slipped and fell into a deep pit. He tried but couldn’t get out of the pit.
Badal’s mother and Moti were waiting for him. When Badal didn’t reach home in time, his mother began to worry. She called the neighbours for help. They went in search for Badal. Moti too accompanied them.
![]()
Finally, Moti caught Badal’s scent and followed it. He went near the pit and started barking. His bark caught the attention of the others. They ran near the pit and found Badal. They used a rope and pulled Badal up. Badal got out of the pit and hugged Moti. He thanked Moti for helping him. He was not just a pet, rather a true hero and a great friend.
Badal and Moti Summary in Odia
ଏହି କାହାଣୀଟି ବାଦଲ୍ ନାମକ ଏକ ପିଲା ବିଷୟରେ । ସେ ତାର ମା’ଙ୍କ ସହିତ ଏକ ଗାଁରେ ରହୁଥିଲା । ଦିନେ ସନ୍ଧ୍ୟାବେଳେ ସ୍କୁଲରୁ ଫେରିବା ସମୟରେ, ବାଦଲ୍ ଗୋଟିଏ କୁକୁର ଛୁଆକୁ ଥଣ୍ଡାରେ ଥରୁଥିବାର ଦେଖିଲା । ସେ ସେହି କୁକୁର ଛୁଆଟିକୁ ନିଜ ଘରକୁ ନେଇ ଆସିଲା ।
ବାଦଲ୍ ଏବଂ ତାର ମା’ କୁକୁର ଛୁଆଟିର ନାଁ “ମୋତି” ରଞ୍ଜେଲେ । ବାଦଲ୍ ମୋତିର ବହୁତ ଭଲ ଭାବରେ ଯତ୍ନ ନେଲା । ଦିନ ବିତିବା ସହିତ, ମୋତି ବଡ଼ ହେବାକୁ ଲାଗିଲା ଏବଂ ବାଦଲର ସବୁଠାରୁ ପ୍ରିୟ ସାଙ୍ଗ ପାଲଟିଗଲା । ବାଦଲ ଏବଂ ମୋତି ପରସ୍ପରରକୁ ବହୁତ ଭଲ ପାଉଥିଲେ ଏବଂ ସବୁବେଳେ ସାଙ୍ଗ ହୋଇ ରହୁଥିଲେ । ଏକଦା ବର୍ଷା ଦିନରେ, ବାଦଲ ସ୍କୁଲରୁ ଫେରୁଥିଲା । ବର୍ଷା ହୋଇ ରାସ୍ତାଟି କାଦୁଅ ଏବଂ ଖସଡା ବାଟରେ ବାଦଲ୍ର ଗୋଡ଼ ଖସିଗଲା ଏବଂ ସେ ଏକ ଗଭୀର ଗାତରେ ପଡ଼ିଗଲା । ସେ ବହୁତ ଚେଷ୍ଟା ବାହାରି ପାରିଲା ନାହିଁ ।
ହୋଇଯାଇଥିଲା । କଲା, କିନ୍ତୁ ଗାତରୁ ଘରେ ବାଦଲ୍ର ମା’ ଏବଂ ମୋତି ତାକୁ ଅପେକ୍ଷା କରିଥିଲେ । ଯେତେବେଳେ ବାଦଲ୍ ଠିକ୍ ସମୟରେ ଘରକୁ ଫେରିଲା ନାହିଁ, ତାର ମା’ ବହୁତ ଚିନ୍ତିତ ହୋଇପଡ଼ିଲେ । ସେ ସାହାଯ୍ୟ ପାଇଁ ପଡ଼ୋଶୀମାନଙ୍କୁ ଡାକିଲେ । ସମସ୍ତେ ମିଶି ବାଦଲ୍କୁ ଖୋଜିବାକୁ ବାହାରିଲେ । ମୋତି ମଧ୍ଯ ସେମାନଙ୍କ ସହିତ ଗଲା ।
ଶେଷରେ, ମୋତି ବାଦଲ୍ର ଗନ୍ଧ ବାରିପାରିଲା ଏବଂ ସେହି ଅନୁସାରେ ଆଗକୁ ବଢ଼ିଲା । ସେ ଗୀତ ପାଖକୁ ଯାଇ ଭୁକିବାକୁ ଲାଗିଲା । ତାର ଭୁକିବା ଶୁଣି ଅନ୍ୟମାନଙ୍କର ଦୃଷ୍ଟି ସେହି ଆଡ଼କୁ ଗଲା । ସମସ୍ତେ ଗାତ ପାଖକୁ ଦୌଡ଼ିଗଲେ ଏବଂ ସେଠାରେ ବାଦଲ୍କୁ ଦଉଡ଼ି ବ୍ୟବହାର କରି ବାଦଲ୍କୁ ଉପରକୁ ଟାଣିଲେ । ବାଦଲ୍ ଗାତରୁ ବାହାରି ମୋତିକୁ କୁଣ୍ଢାଇ ପକାଇଲା । ସେ ମୋତିକୁ ତାକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଲା । ମୋତି କେବଳ ଏକ ପୋଷ୍ୟ ଜନ୍ତୁ ନଥିଲା, ବରଂ ସେ ଏକ ପ୍ରକୃତ ହିରୋ ଏବଂ ଜଣେ ଭଲ ବନ୍ଧୁ ଥିଲା ।
Notes and Glossary:

Badal and Moti Class 4 Extract Based Questions
Question 1.
When did Badal find the puppy?
Answer:
Badal found the puppy when he was on his way home from school one evening.
Question 2.
On what condition did Badal’s mother let the puppy stay with them?
Answer:
Badal’s mother let the puppy stay with them on the condition that Badal would take care of it.
Question 3.
Who named the puppy?
Answer:
Badal and his mother named the puppy.
![]()
Question 4.
What happened as Moti grew up?
Answer:
As Moti grew up, he loved Badal more and more. They became best friends. They ate and played their favourite games together. Moti followed Badal everywhere.
Question 5.
What happened to Badal when he was returning from school on a rainy day?
Answer:
Badal fell into a deep pit when he was returning from school on a rainy day.
Question 6.
Why did Badal’s mother gather the neighbours?
Answer:
Badal’s mother gathered the neighbours to help her search for Badal.
Question 7.
How did the neighbours get Badal out of the pit?
Answer:
The neighbours pulled Badal out of the pit using a rope.
Question 8.
Why was everyone relieved?
Answer:
Everyone was relieved because Badal had been safely rescued.
Question 9.
Why did Badal thank Moti?
Answer:
Moti caught Badal’s scent and went near the pit. He found Badal there and started to bark. His bark alerted the others. They rushed to the pit and rescued Badal. So, Badal hugged and thanked Moti for saving his life.
Badal and Moti Class 4 MCQ
Question 1.
Badal lived with his ………….
(a) mother
(b) father
(c) parents
(d) mother and Moti
Answer:
(a) mother
Question 2.
Badal lived in a ………….
(a) village
(b) town
(c) big village
(d) small town
Answer:
(a) village
Question 3.
Badal found Moti when he was ……….. school.
(a) going to
(b) returning from
(c) in
(d) none of the above
Answer:
(b) returning from
Question 4.
When Badal saw Moti for the first time, Moti was …………
(a) hungry
(b) wet
(c) shivering
(d) barking
Answer:
(c) shivering
Question 5.
………… named the puppy “Moti”.
(a) Badal
(b) Mother
(c) Both mother and Badal
(d) Moti’s master
Answer:
(c) Both mother and Badal
![]()
Question 6.
Badal and Moti ………… together.
(a) ate
(b) played
(c) played their favourite games
(d) did all of the above
Answer:
(d) did all of the above
Question 7.
Badal fell into a deep pit …………
(a) on a rainy day
(b) on a rainy evening
(c) one afternoon
(d) one night
Answer:
(a) on a rainy day
Question 8.
Badal fall into the pit while he was ………..
(a) going to school
(b) returning from school
(c) playing with Moti
(d) playing with his friends
Answer:
(b) returning from school
Question 9.
Badal’s mother was worried because he …………
(a) fell into a deep pit
(b) did not reach home in time
(c) became best friends with Moti
(d) brought Moti home
Answer:
(b) did not reach home in time
Question 10.
Moti too was waiting …………
(a) near the pit
(b) near the school gate
(c) at the gate of their home
(d) inside the house
Answer:
(c) at the gate of their home
Question 11.
Badal’s mother gathered the ………… to search for Badal.
(a) street dogs
(b) police men
(c) neighbours
(d) relatives
Answer:
(c) neighbours
Question 12.
Moti caught Badal’s …………
(a) hand
(b) bag
(c) shirt
(d) scent
Answer:
(d) scent
Question 13.
Moti started ………… near the pit.
(a) crying
(b) digging
(c) barking
(d) running
Answer:
(c) barking
Question 14.
………… was relieved.
(a) Badal
(b) Moti
(c) Mother
(d) Everybody
Answer:
(d) Everybody
Question 15.
Badal hugged and thanked …………
(a) his mother
(b) Moti
(c) his neighbours
(d) everyone
Answer:
(b) Moti