BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

Odisha State Board BSE Odisha Class 10 Sanskrit Grammar Book Solutions Chapter 1 ସ୍ତ୍ରୀପ୍ରତ୍ୟୟ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ସ1 ପଡିୟଯ

ଫୁଲିଙ୍ଗ ଓ କ୍ଲୀବଲିଙ୍ଗ ଶବ୍ଦକୁ ଯେଉଁସବୁ ପ୍ରତ୍ୟୟ ଯୋଗରେ ସ୍ତ୍ରୀଲିଙ୍ଗ ଶନ୍ଦରେ ପରିଣତ କରାଯାଏ, ସେହି ପ୍ରତ୍ୟୟଗୁଡ଼ିକୁ ସ୍ତ୍ରୀପ୍ରତ୍ୟୟ କୁହାଯାଏ ।
(i) ବାଳକଃ ଗଣିତଂ କରୋତି ।
(ପିଲାଟି ଗଣିତ କରୁଛି ।)

(ii) ମୂଗଃ ବୃକ୍ଷତଳେ ଶେତେ।
(ହରିଣଟି ଗଛତଳେ ଶୋଇଛି ।)

(iii) ଶିକ୍ଷକଃ ପତ୍ରିକାଂ ପଠତି
(ଶିକ୍ଷକ ପତ୍ରିକା ପଢୁଅଛି ।)

(iv) ନେତା ଜନାନ୍‌ ଭାଷତେ
(ନେତା ଲୋକଙ୍କୁ ଭାଷଣ ଦେଉଛନ୍ତି ।)

(v) ବାଳିକା ଗୀତଂ ଗାୟତି ।
(ଝିଅଟି ଗୀତ ଗାଉଛି ।)

(vi) ମୂଗୀ ଜଳଂ ପିବତି।
(ହରିଣୀ ପାଣି ପିଉଛି ।)

(vii) ଶିକ୍ଷିକା ଦୂରଦର୍ଶନଂ ପଶ୍ଯତି ।)
(ଶିକ୍ଷିକା ଦୂରଦର୍ଶନ ଦେଖୁଅଛି ।)

(viii) ନେତ୍ରୀ କାର୍ଯ୍ୟାଳୟଂ ଗଛତି ।)
(ନେତ୍ରୀ କାର୍ଯ୍ୟାଳୟକୁ ଯାଉଛନ୍ତି ।)

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଉପର୍ଯ୍ୟୁକ୍ତ ଉଦାହରଣଗୁଡ଼ିକରେ ରେଖାଙ୍କିତ ପଦଗୁଡ଼ିକୁ ଲକ୍ଷ୍ୟ କର । ବାଳକ ପଦର ସ୍ତ୍ରୀଲିଙ୍ଗରେ “ବାଳିକା” ରୂପ ହୋଇଛି। ସେହିପରି ମୃଗର ମୃଗୀ, ଶିକ୍ଷକର ଶିକ୍ଷିକା ଓ ନେତାର ନେତ୍ରୀ ସ୍ତ୍ରୀଲିଙ୍ରୂପ ଅଟେ । ଏହିପରିଭାବରେ ଫୁଂଲିଙ୍ଗବାଚ଼କ ପଦର ସ୍ତ୍ରୀଲିଙ୍ଗରୁପରେ ପରିବର୍ଭନ ପାଇଁ ଫୁଲିଙ୍ଗବାଚ଼କ ପଦରୁ ଉତ୍ତର ଟାପ୍‌ ( ଆ), ଡୀପ୍‌, ଡୀଷ୍‌ ( ଭ) , ଆନୀପ୍‌ ( ଆନୀ) ଓ ଉଙ୍‌ ( ଉ) ପ୍ରତ୍ୟୟ ପ୍ରୟୋଗ କରାଯାଏ । ଯଥା – ମୃଗ + ଡୀପ୍‌ = ମୃଗୀ, ବାଳକ + ଟାପ୍‌ = ବାଳିକା ଇତ୍ୟାଦି। ନିମ୍ନଲିଖ୍ତ “ଟାପ୍‌” ପ୍ରତ୍ୟୟାନ୍ତ ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର ।

ଟାପ୍‌ (ଆ) ପ୍ରତ୍ୟୟ

ଅଜ = ଅଜା – ଅଜ + ଟାପ୍‌ ।
ଶୁକ = ଶୁକା – ଶୁକ + ଟାପ୍‌ ।
ବାଳ = ବାଳା – ବାଳ + ଟାପ୍‌ ।
ଅଶ୍ଵ = ଅଶ୍ଵା – ଅଶ୍ଵ + ଟାପ୍‌ ।
ପ୍ରଥମ = ପ୍ରଥମା – ପ୍ରଥମ + ଟାପ୍‌ ।
ପୂର୍ବ = ପୂର୍ବା – ପୂର୍ବ + ଟାପ୍‌ ।
ଶିବ = ଶିବା – ଶିବ + ଟାପ୍‌ ।
ତୃତୀୟ = ତୃତୀୟା – ତୃତୀୟ + ଟାପ୍‌ ।
ବସ୍ଥ = ବସ୍ସା – ବସ୍ସ + ଟାପ୍‌ ।
ଶିଷ୍ୟ = ଶିଷ୍ୟା – ଶିଷ୍ୟ + ଟାପ୍‌ ।
ବୀର = ବୀରା – ବୀର + ଟାପ୍‌ ।
ଅପର = ଅପରା – ଅପର + ଟାପ୍‌ ।
ବୃଦ୍ଧ = ବୃଦ୍ଧା – ବୃଦ୍ଧ + ଟାପ୍‌ ।
କୋକିଳ = କୋଳିକା – କୋକିଳ + ଟାପ୍‌ ।
ଚତୁର = ଚ଼ତୂରା – ଚ଼ତୁର + ଟାପ୍‌ ।
ସୁତ = ସୁତା – ସୁତ + ଟାପ୍‌ ।
ମୂଷିକ = ମୂଷିକା – ମୂଷିକ + ଟାପ୍‌ ।
ଦ୍ବିତୀୟ = ଦ୍ବିତୀୟା – ଦ୍ବିତୀୟ + ଟାପ।
ଚ଼ପଳ = ଚପଳା – ଚ଼ପଳ + ଟାପ୍‌ ।
ଛାତ୍ର = ଛାତ୍ରା – ଛାତ୍ର + ଟାପ୍‌ ।
କୃଶ = କୃଶା – କୃଶ + ଟାପ୍‌ ।
ଚ଼ଟକ = ଚ଼ଟକା – ଚ଼ଟକ + ଟାପ୍‌ ।
ସମାନ = ସମାନା – ସମାନ + ଟାପ୍‌।
ପାପ = ପାପା – ପାପ + ଟାପ୍‌ ଇତ୍ୟାଦି ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଏହିପରି ଅନ୍ୟ କେତେକ ଉଦାହାରଣକୁ ଲକ୍ଷ୍ୟକର –
ଜ୍ୟେଷ୍ଠ = ଜ୍ୟେଷ୍ଠା – ଜ୍ୟେଷ୍ଠ + ଟାପ୍‌
ଶ୍ରେଷ୍ଠ = ଶ୍ରେଷ୍ଠା – ଶ୍ରେଷ୍ଠ + ଟାପ୍‌
ବରିଷ୍ଠ = ବରିଷ୍ଠା – ବରିଷ୍ଠ + ଟାପ୍‌
ଲଘିଷ୍ଠ = ଲଘିଷ୍ଠା – ଲଘିଷ୍ଠ + ଟାପ୍‌
ପଟିଷ୍ଠ = ପଟିଷ୍ଠା – ପଟିଷ୍ଠ + ଟାପ୍‌
ଗରିଷ୍ଠ = ଗରିଷ୍ଠା – ଗରିଷ + ଟାପ୍‌
କନିଷ୍ଠ = କନିଷ୍ଠା – କନିଷ୍ଠ + ଟାପ୍‌
ପ୍ରେଷ୍ଠ = ପ୍ରେଷ୍ଠା – ପ୍ରେଷ୍ଠ + ଟାପ୍‌ ( ପ୍ରିୟତମା )
ଅୟମ୍‌ ଏଷାମ୍‌ ଅତିଶୟେନ ପ୍ରିୟଃ
ଗୁରୁତର = ଗୁରୁତରା – ଗୁରୁ+ ତରପ୍‌+ ଟାପ୍‌।
ପ୍ରିୟତର = ପ୍ରିୟତରା – ପ୍ରିୟ। ତରପ୍‌+ ଟାପ୍‌ ।
ପଟୁତର = ପଟୁତରା – ପଟୁ + ତରପ୍‌ + ଟାପ୍‌ ।
କ୍ଷିପ୍ରତର = କ୍ଷିପ୍ରତରା – କ୍ଷିପ୍ର + ତରପ୍‌ + ଟାପ୍‌ ।
ସରଳତମ = ସରଳତମା – ସରଳ + ତମପ୍‌+ ଟାପ୍‌ ।
ଗୁରୁତମ = ଗୁରୁତମା – ଗୁରୁ + ତମପ୍‌ + ଟାପ୍‌ ।
ଦୀର୍ଘତମ = ଦୀର୍ଘତମା – ଦୀର୍ଘ + ତମପ୍‌ + ଟାପ୍‌ ।
କ୍ଷୁଦ୍ରତମ = କ୍ଷୁଦ୍ରତମା – କ୍ଷୁଦ୍ର + ତମପ୍‌ + ଟାପ୍‌ ।
ପ୍ରିୟତମ = ପ୍ରିୟତମା – ପ୍ରିୟ + ତମପ୍‌ + ଟାପ୍‌ ।
ଯୁବତମ = ଯୁବତମା – ଯୁବ + ତମପ୍‌ + ଟାପ୍‌ ଇତ୍ୟାଦି ।
ନେଦିଷ୍ଠ = ନେଦିଷ୍ଠା – ନେଦିଷ୍ଠ + ଟାପ୍‌ ( ନିକଟତମ)
(ଅୟମ୍‌ ଏଷାମ୍‌ ଅତିଶୟେନ ଅନତିକଃ)
ଦୀର୍ଘତର = ଦୀର୍ଘତରା – ଦୀର୍ଘ + ତରପ୍‌ + ଟାପ୍‌ ।
ଲଘୁତର = ଲଘୁତରା – ଲଘୁ + ତରପ୍‌ + ଟାପ୍‌ ।
ଦୂରତର = ଦୂରତରା – ଦୂର + ତରପ୍‌ + ଟାପ୍‌ ।
ମୃଦୂତର = ମୃଦୁତରା – ମୃଦୁ + ତରପ୍‌ + ଟାପ୍‌ ।
ବୃଦ୍ଧତମ = ବୃଦ୍ଧତମା – ବୃଦ୍ଧ + ତମପ୍‌ + ଟାପ୍‌ ।
ଲଘୁତମ = ଲଘୁତମା – ଲଘୁ + ତମପ୍‌ + ଟାପ୍‌ ।
ସରଳତମ = ସରଳତମା – ସରଳ + ତମପ୍‌ + ଟାପ୍‌ ।
ବୃହତ୍ତମ = ବୃହତ୍ତମା – ବୃହତ୍‌ + ତମପ୍‌ + ଟାପ୍‌ ।

ମନେରଖ: ଜନ୍ମ ଓ ଲଖି ପ୍ରତ୍ୟୟାନ୍ତ ତଦ୍ଧିତପଦର ସ୍ତ୍ରୀଲିଙ୍ଗରୂପ ପାଇଁ ଟାପ୍‌ ( ଆ) ପ୍ରତ୍ୟୟ ଲାଗିଥାଏ ।

ଲନ୍ଧ୍ୟ କର:
ଗତ = ଗତା – ଗମ୍‌ +କ୍ତ + ଟାପ୍‌ ।
ଜାତ = ଜାତା – ଜନ୍‌+ କ୍ତ + ଟାପ୍‌ ।
ଲିଖ୍ତ = ଲିଖ୍ତା – ଲିଖ୍‌ +କ୍ତ + ଟାପ୍‌ ।
ନୀତ = ନୀତା – ନୀ+ କ୍ତ+ ଟାପ୍‌ ।
ପଠିତ = ପଠିତା – ପଠ୍+ କବ + ଟାପ୍‌ ।
ଦୃଷ୍ଟ = ଦୃଷ୍ଟା – ଦୃଶ୍‌ + କ୍ତ + ଟାପ୍‌ ।
ଦତ୍ତ = ଦତ୍ତା – ଦା + କ୍ତ + ଟାପ୍‌ ।
ଶ୍ରୁତ = ଶ୍ରୁତା – ଶ୍ରଏ କ୍ତ + ଟାପ୍‌ ।
ହତ = ହତା – ହନ୍‌ + କ୍ତ + ଟାପ୍‌ ଇତ୍ୟାଦି।
ସେବମାନ = ସେବମାନା – ସେବ୍‌+ ଶାନଚ୍‌ + ଟାପ୍‌ ।
ଲଭମାନ = ଲଭମାନା – ଲଭ୍‌ + ଶାନଚ୍‌ + ଟାପ୍‌ ।
ଶୟାନ = ଶୟାନା – ଶୀ + ଶାନଚ୍‌ + ଟାପ୍‌ ।
ଦ୍ରଷ୍ଟବ୍ୟ = ଦ୍ରଷ୍ଟବ୍ୟା – ଦୃଶ୍‌+ ତବ୍ୟ + ଟାପ୍‌ ।
ନେତବ୍ୟ = ନେତବ୍ୟା – ନୀ + ତବ୍ୟ + ଟାପ୍‌ ।
ଦାତବ୍ୟ = ଦାତବ୍ୟା – ଦା + ତବ୍ୟ+ ଟାପ୍‌ ।
ପଠନୀୟ = ପଠନୀୟା – ପଠ୍‌ + ଅନୀୟର୍‌ + ଟାପ୍‌ ।
ଗ୍ରହଣୀୟ = ଗ୍ରହଣୀୟା – ଗ୍ରହ + ଅନୀୟର୍‌ + ଟାପ୍‌ ।
ଶ୍ରବଣୀୟ = ଶ୍ରବଣୀୟା – ଶ୍ର + ଅନୀୟର୍‌ + ଟାପ୍‌ ।
ବର୍ତମାନ = ବର୍ଭମାନା – ବୃତ୍‌ + ଶାନଚ୍‌ + ଟାପ୍‌ ।
ବିଦ୍ୟମାନ = ବିଦ୍ୟମାନା – ବିଦ୍‌ + ଶାନଚ୍‌ + ଟାପ୍‌ ।
ଭକ୍ଷମାଣା = ଭକ୍ଷମାଣା – ଭକ୍ଷ + ଶାନଚ୍‌ + ଟାପ୍‌ ।
ପଠିତବ୍ୟ = ପଠିତବ୍ୟା – ପଠ୍ + ତବ୍ୟ + ଟାପ୍‌ ।
ଶ୍ରୋତବ୍ୟ = ଶ୍ରୋତବ୍ୟା – ଶ୍ର ତବ୍ୟ+ ଟାପ୍‌ ।
ହନ୍ତବ୍ୟ = ହନ୍ତବ୍ୟା – ହନ୍‌ + ତବ୍ୟ + ଟାପ୍‌ ।
ପାନୀୟ = ପାନୀୟା – ପା + ଅନୀୟର୍‌ + ଟାପ୍‌ ।
ଦାନୀୟ = ଦାନୀୟା – ଦା + ଅନୀୟର୍‌ + ଟାପ୍‌।
ସ୍ମରଣୀୟ = ସ୍ମରଣୀୟା – ସ୍କ + ଅନୀୟର୍‌ + ଟାପ୍‌ ।

ମନେରଖ: କୃଦନ୍ତ ‘କ୍ତ’ ‘ଶାନଚ୍’ ‘ତବ୍ୟ’ ଓ ପ୍ରତ୍ୟୟାନ୍ତ ପଦରେ “ ଟାପ୍‌” ପ୍ରତ୍ୟୟ ଲାଗି ସ୍ତ୍ରୀଲିଙ୍ଗ ରୂପ ହୋଇଥାଏ ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଲକ୍ଷ୍ୟ ଳର:
ସୁକ୍ରୋଡ଼ = ସୂକ୍ରୋଡ଼ା – ସୁକ୍ରୋଡ଼ + ଟାପ୍‌ ।
ମହାଲଲାଟ = ମହାଲଲାଟା – ମହାଲଲାଟ + ଟାପ୍‌ ।
ଅକେଶ = ଅକେଶା – ଅକେଶ + ଟାପ୍‌ ।
ସୁମୁଖ = ସୁମୁଖା – ସୁମୁଖ + ଟାପ୍‌ ।
ଗୌରମୁଖ = ଗୌରମୁଖା – ଗୌରମୁଖ + ଟାପ୍‌ ।
ଚାରୁଶିଖ = ଚାରୁଶିଖା – ଚାରୁଶିଖ + ଟାପ୍‌ ।
ସକେଶ = ସକେଶା – ସକେଶ + ଟାପ୍‌।
ସୁନଖ = ସୁନଖା – ସୁନଖ + ଟାପ୍‌।
ଶୂର୍ପଣଖ = ଶୂର୍ପଣଖା – ଶୂର୍ପଣଖ + ଟାପ୍‌ ।
ସନାସିକ = ସନାସିକା – ସନାସିକ + ଟାପ୍‌।
ସୁଭଗ = ସୁଭଗା – ସୁଭଗ + ଟାପ୍‌ ।
କାଳମୁଖ = କାଳମୁଖା – କାଳମୁଖ + ଟାପ୍‌ । ଇତ୍ୟାଦି ।

ମନେରଖ:
(i) କେ/ଜ/ଦ ଓ ଚହୁୟଂର/ ପଦରୁ “ଟାପ୍‌” ଲାଗି ସ୍ତରୀଲିଙ୍କ ପଦ ଗଠିତ ହୁଏ ।
(ii) ଅଙ୍ଗବାଚ଼କ ପଦପୂର୍ବରୁ ସହ (ସ), ନଞ୍ (ଅ) ଆଦି ଲାଗିଥ୍ଲେ “ଟାପ୍‌” ପ୍ରତ୍ୟୟ ଲାଗି ସ୍ତରୀଲିଙ୍ଗରୂପ ଗଠିତ ହୁଏ ।

ଲକ୍ଷ୍ୟ କର:
କାରକ = କାରିକା – କାରକ + ଟାପ୍‌ ।
ପାଚ଼କ = ପାଚ଼ିକା – ପାଚ଼କ + ଟାପ୍‌ ।
ସାଧକ = ସାଧ୍କା – ସାଧକ +` ଟାପ୍‌ ।
ଶିକ୍ଷକ = ଶିକ୍ଷିକା – ଶିକ୍ଷକ + ଟାପ୍‌ ।
ଗାୟକ = ଗାୟିକା – ଗାୟକ + ଟାପ୍‌ ।
ବାଳକ = ବାଳିକା – ବାଳକ + ଟାପ୍‌ ।
ଦର୍ଶକ = ଦର୍ଶିକା – ଦର୍ଶକ + ଟାପ୍‌ ।
ସେବକ = ସେବିକା – ସେବକ + ଟାପ୍‌ ଇତ୍ୟାଦି ।
ଅଧ୍ୟାପକ = ଅଧ୍ଯାପିକା – ଅଧ୍ବାପକ + ଟାପ୍‌ ।
ପାଠକ = ପାଠିକା – ପାଠକ + ଟାପ୍‌ ।
ନାୟକ = ନାୟିକା – ନାୟକ + ଟାପ୍‌।
ଲେଖକ = ଲେଖୁକା – ଲେଖକ + ଟାପ୍‌ ।
ମାମକ = ମାମିକା – ମାମକ + ଟାପ୍‌ ।
ଯାଚ଼କ = ଯାଚ଼ିକା – ଯାଟୃ଼କ + ଟାପ୍‌ ।
ଗ୍ରାହକ = ଗ୍ରାହିକା – ଗ୍ରାହକ + ଟାପ୍‌ ।

ମନେରଖ:
“ଟାପ୍‌” ପ୍ରତ୍ୟୟ ହେଲେ ପ୍ରତ୍ୟୟସ୍ଫ୍‌ “ଳ ” କାରର ପୂର୍ବବର୍ଭୀ /? କାର ସ୍ତ୍ରାନରେ ? କାର ହୁଏ ।
ମାତ୍ର ନଉଭକ ଶବ୍ଦର ସ୍ତ୍ରୀଲିଙ୍ଗରେ “ଏଳର୍ଢଳ/” ହୁଏ।

ଲକ୍ଷ୍ୟ କଳ:

ସୂତକ = ସୂତକା, ସୂତିକା = ସୂତକ + ଟାପ୍‌ ( ପ୍ରସୂତା ନାରୀ) ।
ପୁତ୍ତକ = ପୁଭୁକା, ପୁଭ୍ରିକା – ପୁତ୍ରକ + ଟାପ୍‌ ( ପୁତ୍ରପରି ସ୍ନେହର ପାତ୍ର) ।
ବୃନ୍ଦାରକ = ବୃନ୍ଦାରକା, ବୃନ୍ଦାରିକା – ବୃନ୍ଦାରକ + ଟାପ୍‌ ( ଦେବତା ଦଳପତି) ।

ମନେରଖ: ଉପରଲିଖ୍ତ କେତେକ ‘ଟାପ୍‌’ ପ୍ରତ୍ୟାୟାନ୍ତ ପଦର ବିକଳ୍ପ ରୂପ ଥଲେ ମଧ୍ଯ ଅର୍ଥ ସମାନ ରୁହେ।

ଲକ୍ଷୟ କର:
ତାରକ = ତାରକା ( ନକ୍ଷତ୍ର ) , ତାରିକା ( ରକ୍ଷାକାରିଣୀ) – ତାରକ + ଟାପ୍‌ ।
ବର୍ଣ୍ଣକ = ବର୍ଣ୍ଵକା ( ଉତ୍ରୀୟ) , ବର୍ଣ୍ଣିକା ( ସ୍ତୋତ୍ରକାରିଣୀ) – ବର୍ଷକ + ଟାପ୍‌ ।
ବର୍ଭକ = ବର୍ଭକା ( ମାଭବତକ), ବର୍ଭିକା ( ବଳିତା) – ବର୍ଭକ + ଟାପ୍‌ ।

ମନେରଖ: “ଟାପ୍‌” ପ୍ରତ୍ୟୟାନ୍ତ ପଦର ଦୁଇଟି ଭିନ୍ନରୂପ ଭିନ୍ନଅର୍ଥ ମଧ୍ଯ ପ୍ରକାଶ କରିଥାଏ ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଏହିପରି କେତେକ ଡୀପ୍‌, ଓ ‘ ଡୀଷ୍‌’ ପ୍ରତ୍ୟୟାନ୍ତ ପଦକୁ ଲକ୍ଷ୍ୟ କର – ଏହାର ଶେଷରେ (ଈ) କାର ଯୋଗ କରାଯାଇଛି ।
ନଦ = ନଦୀ – ନଦ + ଡୀପ୍‌ ।
ନଟ =ନଟୀ – ନଟ + ଡୀପ୍‌ ।
ବ୍ୟାଘ୍ର = ବ୍ୟାଘ୍ରୀ – ବ୍ୟାଘ୍ର+ ଙୀପ୍‌ ।
ମୃଗୀ = ମୃଗୀ – ମୃଗ + ଡୀପ୍‌ ।
ତରୁଣୀ = ତରୁଣୀ – ତରୁଣ + ଡୀପ୍‌ ।
ଘୋଟକ = ଘୋଟକୀ – ଘୋଟକ + ଡୀପ୍‌ ।
ହୟ ( ଘୋଡ଼ା) = ହୟୀ ( ଘୋଡ଼ୀ) – ହୟ + ଡୀପ୍‌ ।
ଖନକ = ଖନକୀ – ଖନକ + ଡୀପ୍‌ ।
ଗବୟ = ଗବୟୀ – ଗବୟ + ଡୀପ୍‌।
ପିତାମହ( ଜେଜେବାପା) = ପିତାମହୀ – ପିତା + ମହ + ଡୀପ୍‌।
ଭଦୃଶ ( ଏପରି ) = ଭଦୃଶୀ – ଭଦୃଶ + ଡୀପ୍‌ ।
ଯାଦୃଶ( ଯେପରି) = ଯାଦୃଶୀ – ଯାଦୃଶ + ଡୀପ୍‌ ।
ଧାର୍ମିକ = ଧାର୍ମିକୀ – ଧାର୍ମିକ + ଡୀପ୍‌ ।
ମାନବ = ମାନବୀ – ମାନବ + ଡୀପ୍‌ ।
କିନ୍ତୁ, ମନୁଷ୍ୟ = ମନୁଷୀ – ମନୁଷ୍ଯ + ଡୀପ୍‌ ।
କାକ = କାକୀ – କାକ + ଡୀପ୍‌।
ଗୌର = ଗୌରୀ – ଗୌର + ଡୀପ୍‌ ।
କୁମାର = କୁମାରୀ – କୁମାର + ଡୀପ୍‌ ।
ଦେବ = ଦେବୀ – ଦେବ + ଡୀପ୍‌ ।
ସିଂହ = ସିଂହୀ – ସିଂହ + ଡୀପ୍‌ ।
ସୁନ୍ଦର = ସୁନ୍ଦରୀ – ସୁନ୍ଦର + ଡୀପ୍‌ । ( ଯୁବତୀ)
ଶଶ୍ବର = ଭଶ୍ଵରୀ – ଲଶ୍ଵର + ଡୀପ୍‌ ।
ନୃ,ନର = ନାରୀ – ନର + ଡୀପ୍‌ ।
ରଜକ = ରଜକୀ – ରଜକ + ଡୀପ୍‌ ।
ତାଦୃଶ( ସେପରି ) = ତାଦୃଶୀ – ତାଦୃଶ + ଡୀପ୍‌ ।
ମାତାମହ ( ଅଜା ) = ମାତାମହୀ – ମାତାମହ + ଡୀପ୍‌ ।
କୀଦୃଶ( କିପରି) = କୀଦୃଶୀ – କୀଦୃଶ + ଡୀପ୍‌ ।
ମାନୁଷ = ମାନୁଷୀ – ମାନୁଷ + ଡୀପ୍‌ ।
– ନ + ଡୀପ୍‌ ।
ମତ୍ସ୍ୟ = ମତ୍ସୀ – ମତ୍ସ୍ୟ + ଡୀପ୍‌ ।

ମନେରଖ: ମନୂଷ୍ୟ ଓ ମତ୍ଥ୍ୟ ଶବ୍ଦରୁ ସ୍ତ୍ରୀଲିଙ୍ଗରେ ୬ ଲୋପ ପାଏ ।

ଲକ୍ଷ୍ୟ / ଳର:
ବୁଦ୍ଧିମତ = ବୁଝିମତୀ – ବୁଝି+ ମତୁପ୍‌ + ଡୀପ୍‌
ଶ୍ରୀମତ୍‌ = ଶ୍ରୀମତୀ – ଶ୍ରୀ + ମତୁପ୍‌ + ଡୀପ୍‌
ଧୀମତ୍‌ = ଧୀମତୀ – ଧୀ + ମତୁପ୍‌ + ଡୀପ୍‌
ଗୁଣବତ୍‌ = ଗୁଣବତୀ – ଗୁଣ + ବତୁପ୍‌ + ଡୀପ୍‌
ଧନବତ୍‌ = ଧନବତୀ – ଧନ + ବତୁପ୍‌ + ଙୀପ୍‌
ବଳବତ୍‌ = ବଳବତୀ – ବଳ + ବତୁପ୍‌ + ଙୀପ୍‌
ବେଗବତ୍‌ = ବେଗବତୀ – ବେଗ + ବତୁପ୍‌ + ଡୀପ୍‌
ରୂପବତ୍‌ = ରୂପବତୀ – ରୂପ + ବତୁପ୍‌ + ଡୀପ୍‌
ଲକ୍ଷ୍ମୀବତ୍‌ = ଲକ୍ଷ୍ମୀବତୀ – ଲକ୍ଷ୍ମୀ + ବତୁପ୍‌ + ଡୀପ୍‌
ଆଯୁ଼ଷ୍ମତ୍‌ = ଆୟୁଷ୍ମତୀ – ଆୟୁ + ମତୁପ୍‌ + ଙୀପ୍‌

ନନେରଖ: “ମତୂପ” ପ୍ରତ୍ୟୟାନ୍ତରେ ‘ଙୀପ୍‌’ ଲଗାଇ ସ୍ତୀଲିଙ୍ଗ ଗଠିତ ହୁଏ ।

ଧନିନ୍‌ = ଧନିନୀ – ଧନ + ଇନ୍‌ + ଙୀପ୍‌
ଜ୍ଞାନିନ୍‌ = ଜ୍ଞାନିନୀ – ଜ୍ଞାନ + ଇନ୍‌ + ଙୀପ୍‌
ଅହଙ୍କାରିନ୍‌ = ଅହଙ୍କାରିଣୀ – ଅହଙ୍କାର + ଇନ୍‌ + ଙୀପ୍‌
ଯଶସିନ୍‌ = ଯଶସିନୀ – ଯଶସ୍‌ + ବିନ୍‌ + ଙୀପ୍‌
ବାଗ୍ନିନ୍‌ = ବାଗ୍ନିନୀ – ବାକ୍‌ + ମିନ୍‌ + ଙୀପ୍‌
ସ୍ରୋତସିନ୍‌ = ସ୍ରୋତସିନୀ – ସ୍ରୋତସ୍‌ + ବିନ୍‌ ଡୀପ୍‌
ମନ୍ତ୍ରିନ୍‌ = ମନ୍ତ୍ରିଣୀ – ମନ୍ତ୍ରନ୍‌ + ଇନ୍‌ + ଙୀପ୍‌
ମାନିନ୍‌ = ମାନିନୀ – ମାନ+ଇନ୍‌ + ଡୀପ୍‌
ତେଜସିନୀ = ତେଜସିନୀ – ତେଜସ୍‌ + ବିନ୍‌+ଙୀପ୍‌
ମନସିନୀ = ମନସନୀ – ମନସ୍‌ୱ-ବିନ୍‌ + ଡୀପ୍‌
ତପସିନୀ = ତପସ୍‌ + ବିନ୍‌ + ଙୀପ୍‌
ପୟସିନ୍‌ = ପୟସିନୀ – ପୟସ୍‌ + ବିନ୍‌ + ଙୀପ୍‌

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ନନେରଖ: ତଦ୍ଧିତ ‘ଇନ୍‌’ ମିନ୍‌? ଓ ‘ବିନ୍‌’ ପ୍ରତ୍ୟୟାନ୍ତ ପଦରୁ ଉତ୍ତର “ଙୀପ୍‌” ଲଗାଇ ସ୍ଜୀଲିଙ୍କ ଗଠିତ ହୁଏ ।

ଗତବତ୍‌ = ଗତବତୀ – ଗମ୍‌ + ବବତୁ + ଙୀପ୍‌
ପଠିତବତ୍‌ = ପଠିତବତୀ – ପଠ୍‌ + ଲବତୁ + ଙୀପ୍‌
ହତବତ୍‌ = ହତବତୀ – ହନ୍‌ + କ୍ତବତୁ + ଙୀପ୍‌
ନୀତବତ୍‌ = ନୀତବତୀ – ନୀ+ କ୍ତବତୁ+ ଙୀପ୍‌
ପୀତବତ୍‌ = ପୀତବତୀ – ପା+କବତୁ+ ଙୀପ୍‌
ଦତ୍ତବତ୍‌ = ଦତ୍ତବତୀ – ଦାୱ + କ୍ତବତୁ + ଙୀପ୍‌
ଦୃଷ୍ଟବତ୍‌ = ଦୃଷ୍ଟବତୀ – ଦୃଶ୍‌ + ଲତବତୁ + ଙୀପ୍‌
ଜିତବତ୍‌ = ଜିତବତୀ – ଜି + ବତୁ + ଙୀପ୍‌
ଜ୍ଞାନବତ୍‌ = ଜ୍ଞାନବତୀ – ଜ୍ଞାଏ ବତବତୁ + ଙୀପ୍‌

ନନେରଖ: କୃଦନ୍ତ “କ୍ତବତୁ” ପ୍ରତ୍ୟୟାନ୍ତ ପଦରୁ ଉତ୍ତର “ଙୀପ୍‌” ଲଗାଇ ସ୍ତ୍ରୀଲିଙ୍ଗ ରୂପ ଗଠିତ ହୁଏ ।

ମହୀୟସ୍‌ = ମହୀୟସୀ – ମହା + ଭୟସୁନ୍‌+ ଡୀପ୍‌ ।
କନୀୟସ୍‌ =କନୀୟସୀ – କନୀୟନ୍‌ + ଭୟସୁନ୍‌ + ଡୀପ୍‌ ।
ବର୍ଷାୟସ୍‌ = ବର୍ଷାୟସୀ – ବୃଷ୍‌ + ଭୟସୁନ୍‌ + ଡୀପ୍‌ ।
ଲଘୀୟସ୍‌ = ଲଘୀୟସୀ – ଲଘୁ+ ଭୟସୁନ୍‌ + ଡୀପ୍‌ ।
ଶ୍ରେୟସ୍‌ = ଶ୍ରେୟସୀ – ଶ୍ରେୟ + ଭୟସୁନ୍‌- ଙୀପ୍‌ ।
ଜ୍ୟାୟସ୍‌ = ଜ୍ୟାୟସୀ – ଜ୍ୟାୟସ୍‌ + ଭୟସୁନ୍‌ + ଙୀପ୍‌।
ଗରୀୟମ୍‌ = ଗରୀୟସୀ – ଗୁରୁ + ଭୟସୁନ୍‌ + ଙୀପ୍‌ ।
ପ୍ରେୟସ୍‌ = ପ୍ରେୟସୀ – ପ୍ରିୟ + ଭୟସୁନ୍‌ + ଙୀପ୍‌ ।
ପଟୀୟସ୍‌ = ପଟୀୟସୀ – ପଟୁ + ଭୟସୁନ୍‌ + ଡୀପ୍‌ ।

ନନେରଖ: “ଈୟସୁନ୍‌” ପ୍ରତ୍ୟୟାନ୍ତ ପଦରୁ ଉତ୍ତର “ଙୀପ୍‌” ଲଗାଇ ସ୍କୀଲିଙ୍ଗରୂପ ଗଠିତ ହୁଏ।

ଲକ୍ଷ୍ୟ/ ଳର:

ଗଚ୍ଛତ = ଗଚ୍ଛନ୍ତୀ – ଗମ୍‌ + ଶତୃ + ଙୀପ୍‌
ପଠତ୍‌ = ପଠନ୍ତୀ – ପଠ୍‌+ ଶତୃ+ ଙୀପ୍‌
ପଶ୍ୟତ୍‌ = ପଶ୍ୟନ୍ତୀ – ଦୃଶ୍‌ + ଶତୃ+ ଙୀପ୍‌
ପିବତ୍‌ = ପିବନ୍ତୀ – ପା + ଶତୃ + ଙୀପ୍‌
ତିଷ୍ଠତ୍‌ = ତିଷ୍ଠନ୍ତୀ – ସ୍ଥରା + ଶତୃ + ଙୀପ୍‌
ସତ୍‌ = ସତୀ – ଅସ୍‌ + ଶତୃ + ଡୀପ୍‌
ଭବତ୍‌ =ଭବନ୍ତୀ – ଭୂ + ଶତୃ + ଙୀପ୍‌
ବିଭ୍ୟତ୍‌ = ବିଭ୍ୟତୀ – ଭୀ + ଶତୃ + ଙୀପ୍‌
କୁର୍ବତ୍‌ = କୁର୍ବତୀ – କୃ + ଶତୃ + ଙୀପ୍‌
ଶାସତ୍‌ = ଶାସତୀ – ଶାସ୍‌ + ଶତୃ+ ଡୀପ୍‌

ନନେରଖ : କୃଦନ୍ତ “ଶତୃ” ପ୍ରତ୍ୟୟାନ୍ତ ପଦପରେ “ଙୀପ୍‌” ଲାଗି ସ୍ତ୍ରୀଲିଙ୍ଗରୁପ ଗଠିତ ହୁଏ ।

ପ୍ରାଚ୍‌ = ପ୍ରାଚୀ, ପ୍ରାଞ୍ଚ – ପୂର୍ବଦିଗ / ପୂଜକର ମଧବର୍ଭୀ ସ୍ମାନ ।
ଉଦଚ୍‌ = ଉଦୀଚୀ, ଉଦଞ୍ଚୀ – ଉତ୍ତର ଦିଗ / ଉତାରାଞ୍ଚଳ ।
ପ୍ରତ୍ୟଚ୍‌ = ପ୍ରତୀଚୀ / ପ୍ରତ୍ୟଞ୍ଚୀ – ପଶ୍ଚିମ ଦିଗ ।
ଅବାଚ୍‌ = ଅବାଚୀ, ଅବାଞ୍ଚୀ – ଦକ୍ଷିଣ ଦିଗ / ଅଧୋଦିଗ

ନନେରଖ: ଦିଗବାଚ଼କ ଶବ୍ଦରୁ ଉତ୍ତର “ଙୀପ୍‌” ଲାଗି ସ୍ତ୍ରୀଲିଙ୍ଗରୂପ ଗଠିତ ହୁଏ ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଦ।ତୃ = ଦ।ତ୍ରୀ – ଦାତୃ + ଡୀପ୍‌ ।
ଶିକ୍ଷୟିତୃ = ଶିକ୍ଷୟିତ୍ରୀ – ଶିକ୍ଷୟିତୃ + ଡୀପ୍‌ ।
ସବିତୃ = ସବିତ୍ରୀ – ସବିତ୍ର + ଡୀପ୍‌ ।
କର୍ତ୍ = କର୍ରୁୀ – କର୍ଭୂ + ଙୀପ୍‌ ।
ହର୍ତ୍ = ହୁ – ହର୍ରୂ + ଡୀପ୍‌।
ବିଧାତୃ = ବିଧାତ୍ରୀ – ବିଧାତୃ + ଡୀପ୍‌।
ନେତ = ନେତ୍ରୀ – ନେତୃ + ଡୀପ୍‌ ।
ଦ୍ରଷ୍ଟ = ଦ୍ରଷ୍ଟ୍ରୀ – ଦ୍ରଷ୍ଟ + ଡୀପ୍‌ ।
ଶ୍ରୋତୃ = ଶ୍ରୋତ୍ରୀ – ଶ୍ରୋତୃ + ଡୀପ୍‌।
ଭର୍ଭ୍ଵ = ଭର୍ଭୁୀ – ଭର୍ଭୂ + ଡୀପ୍‌ ।
ଜନୟିତୃ = ଜନୟତ୍ରୀ – ଜନୟିତୃ + ଡୀପ୍‌ ।
ନପ୍ତ୍‌ = ନପ୍ତୀ – ନପ୍ତ + ଡୀପ୍‌ ।
କବୟିତୃ = କବୟିତ୍ରୀ – କବିୟିତୃ + ଡୀପ୍‌
ରଚୟିତ୍ରି = ରଚୟିତ୍ରୀ – ରଚୟିତୃ + ଡୀପ୍‌

ନନେରଖ: ‘ରକାରାନ୍ତ’ ପଦଶେଷରେ “ଙୀପ୍‌” ଲାଗି ସ୍ତୀଲିଙ୍ଗରୂପ ଗଠିତ ହୁଏ।

ଅଗ୍ନି = ଅଗ୍ନାୟୀ – ଅଗ୍ନି + ଡୀପ୍‌ ( ବିଷ ଇନ୍ଦ୍ର/ ସୂର୍ଯ୍ୟ ଅଗିିଙ୍କ ପତୀ) ।
ବୃଷାକପି = ବୃଷାକପାୟୀ – ବୃଷାକପି + ଙୀପ୍‌ ( ଗୌରୀ, ଲକ୍ଷୁ, କୁମାରୀ, ଶଚ଼ି, ସାହା, ଶତାବରା) ।
କୁସୀଦ = କୁସୀଦାୟୀ ( ସୁଧଖୋର ବ୍ୟକ୍ତିର ସ୍ତ୍ର) / କୁସୀଦା ( ସୁଧଖୋର ସ୍ତ୍ରୀ) ।

ନନେରଖ: କେତେଦ ପଦଶେଷରେ “ଙୀପ୍‌”ପ୍ରତ୍ୟୟ ଲାଗି ସ୍ତ୍ରୀଲିଙ୍ଗରୁପ ଗଠିତ ହେବା ସମୟରେ ପଦାନ୍ତ ‘ଇ’ ବର୍ଣ୍ଣର ବୃଦ୍ଧି ହୋଇ “ଐ’ ହେବାପରେ ତାହା ସ୍ତାରେ ‘ଆୟ’ ହୋଇଥାଏ ।

ଲକ୍ଷ୍ୟ କର:
ପତି = ପନୀ, ପତିଃ ( ମାଲିକାଣୀ)।
ରାଷ୍ଟ୍ରପତି = ରାଷ୍ଟ୍ରପତିଃ – ରାଷ୍ଟ୍ରପତି + ଡୀପ୍‌ ।
ସଭାପତି = ସଭାପତିଃ – ସଭାପତି + ଙୀପ୍‌ ।
ସେନାପତି = ସେନାପତିଃ – ସେନାପତି + ଡୀପ୍‌ ।

ନନେରଖ: ଯଜ୍ଞର ଫଳଭାଗିତ୍ଵ ବୁଝାଇଲେ “ପତି” ଶବ୍ଦର ସ୍ତ୍ରୀଲିଙ୍ଗରେ ‘ପନ୍ନୀ’ ହୁଏ। ଅନ୍ୟତ୍ର ହୁଏ ନାହିଁ।

ମୁନି = ମୁନୀ, ମୁନିଃ – ମୁନି + ଡୀପ୍‌।
ସାରଥ୍‌ = ସାତରୀ, ସାରଥୁଃ – ସାରଥ୍‌ + ଡୀପ୍‌ ।
ସଖ୍‌ = ସଖୀ, ସଖ୍ଃ – ସଖ୍‌ + ଡୀପ୍‌ ।
ଅତିଥ = ଅତିଥୀ, ଅତିଥ୍ଃ – ଅତିଥ୍‌ + ଡୀପ୍‌।
କପି = କପୀ, କପିଃ – କପି + ଙୀପ୍‌।
ଅହି = ଅହୀ, ଅହିଃ – ଅହି + ଡୀପ୍‌ ।

ନନେରଖ: “ଇ” କାରାନ୍ତ ପଦରୁ ଉତ୍ତର ‘ଙୀପ୍‌’ ଲାଗି ସ୍ତ୍ରୀଲିଙ୍ଗରେ ଦୀର୍ଘ ହୋଇଯାଏ ।

ଲକ୍ଷ୍ୟ କର:
କ୍ଷତ୍ରିୟ =
ତ୍ରିୟା ( କ୍ଷତ୍ରିୟଜାତୀୟା ସ୍ତ୍ରୀ) – ଖଣ୍ଡାୟତଘର ଝିଅ।
କ୍ଷତ୍ରିୟୀ ( କ୍ଷତ୍ରିୟସ୍ୟ ସ୍ତ୍ରୀ) – ଖଣ୍ଡାୟତର ସ୍ତ୍ରୀ।

ବୈଶ୍ୟ =
ବୈଶ୍ଯା ( ବୈଶ୍ଯଜାତୀୟ ସ୍ତ୍ରୀ) – ବ୍ୟବସାୟୀ ଘରର ଝିଅ।
ବୈଶ୍ୟୀ ( ବୈଶ୍ୟସ୍ୟ ସ୍ତ୍ରୀ) – ବ୍ୟବସାୟୀ ସ୍ତ୍ରୀ।

ଶୁଦ୍ର =
ଶୂଦ୍ରା ( ଶୂଦ୍ରଜାତୀୟା ସ୍ତ୍ର) – ସେବାକାରୀ ଘରର ଝିଅ।
ଶୂଦ୍ରୀ ( ଶୂଦ୍ରସ୍ୟ ସ୍ତ୍ରୀ) – ସେବାକାରୀର ସ୍ତ୍ରୀ।

ଗୋପ =
ଗୋପା ( ଗୋପଜାତୀୟା ସ୍କ) – ଗଉଡ଼ଘର ଝିଅ ।
ଗୋପୀ ( ଗୋପସ୍ୟ ସ୍ତ୍ରୀ) – ଗଉଡ଼ର ସ୍ତ୍ରୀ ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ନନେରଖ: ମନୁଷ୍ୟର ଜାତି ବୁଝାଇଲେ ଭଭୟ ଟାପ୍‌ ( ଆ) ଓ ଡୀପ୍‌ ( ଈ) ପ୍ରତ୍ୟୟ ହୁଏ, ମାତ୍ର ଅର୍ଥ ବଦଳିଯାଏ ବ୍ରାହ୍ମଣ” ଶବ୍ଦର ସ୍ତ୍ରୀଲିଙ୍ଗରେ ‘ବ୍ରାହ୍ମଣୀ’ ହୁଏ, ମାତ୍ର ‘ବ୍ରହ୍ମନ୍‌’ ଶବ୍ଦର ‘ ବ୍ରହ୍ମାଣୀ’ ହୁଏ।

ଦେଖ:
ମୃଦୁ = ମୃଦୁଃ, ମୃଦ୍ବୀ।
ଗୁରୁ = ଗୁରୁଃ, ଗୁର୍ବୀ ।
ପଟୁ = ପଟୁଃ, ପଟ୍ନୀ ।
ଲଘୁ = ଲଘୁଃ, ଲଘୀ ।
ତନୁ = ତନୁଃ, ତନ୍ମୀ ।
ସାଧୁ = ସାଧୁଃ, ସାଧ୍ଵୀ

ନନେରଖ: ଉକାରାନ୍ତ ପଦ ପରେ ବିକଳ୍ପରେ “ ଙୀପ୍‌” ପ୍ରତ୍ୟୟ ଲାଗି ସ୍ତ୍ରୀଲିଙ୍ଗରୂପ ଗଠିତ ହୁଏ।

ଲନ୍ଧ୍ୟ କର:
ଇନ୍ଦ୍ର = ଇନ୍ଦ୍ରାଣୀ – ଇନ୍ଦ୍ର + ଆନୀପ୍‌ ।
ଭବ = ଭବାନୀ – ଭବ + ଆନୀପ୍‌ ।
ଶର୍ବ = ଶର୍ବାଣୀ – ଶର୍ବ + ଆନୀପ୍‌ । ( ପୀବତୀ)
ବରୁଣ = ବରୁଣାନୀ – ବରୁଣ + ଆନୀପ୍‌ । ( ଶଚ଼ୀ)
ରୁଦ୍ରାଣୀ = ରୁଦ୍ର + ଆନୀପ୍‌ ।
ମୃଡ଼ = ମୃଡ଼ାନୀ – ମୃଡ଼ + ଆନୀପ୍‌ ।

ନନେରଖ: ଇନ୍ଦ୍ରାଦି କେତେକ ଦେବବାଚ଼କ ପଦରୁ ଉତ୍ତର ଆନୀପ୍‌ ( ଆନୀ) ପ୍ରତ୍ୟୟ ଲାଗି ସ୍ତ୍ରୀଲିଙ୍ଗରୂପ ଗଠିତ ହୁଏ।
BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ 1
ନନେରଖ: କେତେକ ‘ ଆନୀପ” ପ୍ରତ୍ୟୟାନ୍ତ ପଦ ସ୍ତ୍ରୀଲିଙ୍ଗର ହୋଇଥୁଲେ ମଧ୍ଯ ଅର୍ଥପରିବର୍ତନ ହୋଇଥାଏ। ]

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ 2
ନନେରଖ: ନିମ୍ନଲିଖୂତ ପଦଗୁଡ଼ିକର ସ୍ତ୍ରୀଲିଙ୍ଗ ରୂପ ଭିନ୍ନ ପ୍ରକାର ହୋଇଥାଏ

ଲକ୍ଷ ଳର:
ଶ୍ଵଶୁର = ଶ୍ଵଶ୍ରୁଃ ( ଶାଶୁ ) ।
ପିତା = ମାତା ( ମାଆ) ।
ପୁତ୍ର = ପୁତ୍ରୀ ( ଝିଅ) ।
ଶ୍ଵନ୍‌ = ଶୁନୀ (କୁକୁରୀ) ।
ମଘବତ୍‌ = ମଘୋନୀ / ମଘବତୀ ( ଇହଙ୍କ ସ୍କୀ) ।
ଯୁବତ୍‌ = ଯୁବତୀ ( ତରୁଣୀ) ।
ଯୁବନ୍‌ = ଯୁବତିଃ / ଯୂନୀ ( ଯୁବତୀ / ତରୁଣୀ) ।
ଭବତ୍‌ = ଭବତୀ ( ଆପଣ) ।
ମାତୁଳ ( ମାମୁ) = ମାତୁଳୀ / ମାତୁଳାନୀ ( ମାଇଁ) ।
ରାଜନ୍‌ ( ରାଜ) = ରାଜ୍ଞୀ ( ରାଣୀ) ।
ସମ୍ରାଜ୍‌ = ସମ୍ରାଜୀ ( ସମ୍ରାଟଙ୍କ ସ୍ତ୍ରୀ)
ମହରାଜ = ମହାରାଜୀ ( ମହାରାଜସ୍ୟ ପନୀ)
ପତିବତ୍‌ = ପତିବନୀ । ( ସଧବା ନାରୀ)
ପତିମତୀ ( ପ୍ରଭୁଯୁକ୍ତା ଭୃତ୍ୟା / ଚାକରାଣୀ)
ମନୁ = ମନାୟୀ / ମନାବୀ / ମନୁଃ ।

ନନେରଖ: ସଂଖ୍ୟାବାଚ଼ ଓ ସର୍ବନାମ ଶବ୍ଦ ଗୁଡ଼ିକର ମଧ୍ଯ ସ୍ତ୍ରୀଲିଙ୍ଗ ରୂପ ହୁଏ।

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

ଏକ (ଏକଃ) = ଏକା । – ଏକା ମାଳା । ( ଗୋଟିଏ ମାଳା )
ଦ୍ବି (ଦ୍ଦ୍ତୌ) = ଦ୍ଵେ। – ଦ୍ଵେ ଲତେ । ( ଦୁଇଟି ଲତା)
ତ୍ରି (ତ୍ୟଃ) = ତିସଃ । – ତିସଃ ବାଳିକାଃ । ( ତିନୋଟି ବାଳିକା)
ଚ଼ତୁର ( ଚ଼ତ୍ନାରଃ) = ଚୂତସ୍ରଃ । – ଚ଼ତସ୍ରଃ ନଦ୍ୟଃ । ( ଚାରୋଟି ନଦୀ) ।
ଇଦମ୍‌ ( ଅୟମ୍‌ ) = ଇୟମ୍‌ । – ଅୟଂ ପର୍ବତଃ । (ଇଏ ପର୍ବତ)
କିମ୍‌ (କଃ) = କା । – କଃ ଗଚଛତି ? ( କିଏ ଯାଉଛି ?) / କା ଗଚ୍ତି ? ( କିଏ ଯାଉଛି ? )
ତଦ୍‌ (ସଃ) = ସା । – ସଃ ବୃକ୍ଷଃ । ( ସେହି ବୃକ୍ଷ) / ସା ନଦୀ ।( ସେହି ନଭ)
ସର୍ବ = ସର୍ବା ।
ବିଶ୍ଵ = ବିଶ୍ଵା।
ଏତଦ୍‌ ( ଏଷଃ) = ଏଷା । – ଏଷଃ ମୃଗଃ ( ଇଏ ମୃଗ) / ଏଷା ନାରୀ । ( ଇଏ ନାରୀ)
ଯଦ୍‌ ( ଯଃ) = ଯା । – ଯଃ ବାଳକଃ । / ଯା ବାଳିକା ।
ସମ = ସମା ଇତ୍ୟାଦି ।

ନନେରଖ:
(i) କେତେକ ଦ୍ବିଗୁ ସମାସନିଷ୍ନନ୍ନ ପ୍ରାତିପଦିକରୁ ଙୀପ୍‌ ( ଈ) ପ୍ରତ୍ୟୟ ହୋଇଥାଏ। ଯଥା – ତ୍ରିଲୋକୀ ( ତିନିଲୋକର ସମାହାର) , ଅଷ୍ଟାଧାୟୀ ( ଅଷ ଅଧାୟର ସମାହାର ) , ସପ୍ଶତୀ ( ସପ୍ତଶତର ସମାହାର) ଇତ୍ୟାଦି ।
(ii) ଅନ୍ତର୍ବତ୍‌/ ପଦରୁ ଭତାର “ଦୀପ୍‌” ପ୍ରତ୍ୟୟ ଲାଗି ଅନ୍ତର୍ବନୀ? ( ଗର୍ଭବତୀ ନାରୀ) ହୋଇଥାଏ ।
(iii) ପ୍ରତିପଦ ଲାଗିଥୁବା ସମସ୍ତପଦ ବ ହୁବ୍ରୀହିସମାନରେ “ଙୀପ୍‌” ଲାଗି ସ୍ତ୍ରୀଲିଙ୍ଗ ହୋଇଥାଏ ଯଥା – ସପନା (ସମାନଃ ପତିଃ ଯସ୍ୟାଃ) – ସମାନପତି ଯେଉଁ ନାରୀର । ଏକପନୀ ( ଏକଃ ପତିଃ ଯସ୍ୟାଃ ) – ଗୋଟିଏ ପତି ଯେଉଁନାରୀର। ବୀରପନୀ ( ବୀରଃ ପତିଃ ଯସ୍ୟାଃ ) – ଯେଉଁ ନାରୀର ପତି ବୀର ଇତ୍ୟାଦି ।

ସ୍ତୀଳିବ୍କଂରେ “ଙୀପ୍” ‘ଙୀକ୍ଷ୍’ ପ୍ରତ୍ୟୟ କରଣଶାସ ଥନୁସାରେ ଜିନୁ ଜିନୁ ଶନ୍ନେ ଯୋ କରାଯାଏ;
ଲୋମଳନମି ଛାତଙ୍କ ଜାଇ ଜାଯାକୁ ଳେବଳ “ଙୀପ୍‌” (ଈ) ଆକାରରେ ଏହି ଫୁସକଣରେ ସଳୁଣବର୍ଶିତ ।

ଅଭ୍ୟାସଃ:
୧। ସ୍ତ୍ୟଯ୍ଥତ୍ୟୟାନ୍ତରୂଘୀଣି ଳିଖତ ।
ଅଜ, ବ୍ୟାଘ୍ର, ଶ୍ମନ୍‌, ଶ୍ଵଶୁର, ପିତୂକ ମାତାମହ ତଦ୍‌, ମେଷ, ଚୌର, ସେବକ, ନରଉ୍ତ୍ ପାପ, ଗତ, କର୍ଭବ୍ଯ, ଗୁରୁତର, ପ୍ରେଷ୍ଠ, ଜ୍ୟାୟସ୍‌, ପଠିତବତ୍‌
Answer:
ଅଜା, ବ୍ୟାଘୀ, ଶୁନୀ, ଶ୍ବଶୁଃ, ମାତୃ, ମାତାମହୀ, ସା, ମେଷା, ଚୌରା, ସେବିକା, ନର୍ଭକୀ, ପାପା, ଗତା, କର୍ତବ୍ଯା, ଗୁରୂତରା, ପ୍ରେଷ୍ଠା, ଜ୍ୟାୟସୀ, ପଠିତବତୀ ।

୨। ଏକପଣଦକନ ଥଥଂ ହ଼କାଶୟତ ।
କୃତ୍ରିମା ଭୂମିଃ, ଇନ୍ଦ୍ରସ୍ୟ ଜାୟା, ଶିବସ୍ଯ ପନୀ, ଗୋପଜାତୀୟା ସ୍ତ୍ରୀ, ଲେଖକସ୍ୟ ସ୍ତ୍ରୀପ୍ରତ୍ୟୟେ ରୂପମ୍‌, ଚ଼ଟକସ୍ୟ ସ୍ତ୍ରୀ, ବିଦୂଷଃ ସ୍ତ୍ରୀଲିଙ୍ଗେ ରୂପମ୍‌, ତାରୟତି ଯା, କରୋତି ଯା, ପଶ୍ଚିମା ଦିକ୍‌ ।
Answer:
ସ୍ଥଳା, ଇନ୍ଦ୍ରାଣୀ, ଶିବା, ଗୋପା, ଲେଖ୍କା, ଚ଼ଟକା, ବିଦୁଷୀ, ତାରିକା, କୁର୍ବତୀ, ପ୍ରତ୍ଯଞ୍ଚୀ

୩। ସ୍ତମ୍ଭମେଳନଂ କୁରୁଚ।

‘କ’ ସମାଃ ‘ଖ’ ସ୍ତମ୍ଭଃ
ରାଜ୍ଞଃ ପନ୍ଵୀ ଯବନାନୀ
ରକ୍ଷିତା ସ୍ତ୍ରୀ ପଠନ୍ତୀ
ସଧବା ନାରୀ ବର୍ଭମାନା
ପଠତି ଯା ଆଚାର୍ଯ୍ୟା
ବର୍ତତେ ଯା ରାଜ୍ଞୀ
କୁମ୍ଭକାରସ୍ୟ ସ୍ତ୍ର ପ୍ରାଚୀ
ପୂର୍ବା ଦିକ୍‌ ପାଣିଗୃହୀତା
ମହତ୍‌ ଅରଣ୍ୟମ୍‌ ଦେବୀ
ଯବନାନୀଂ ଲିପିଃ ମଘୋନୀ
ଦେବସ୍‌ ସ୍ତ୍ର ପତିବନୀ
ମଘୋନଃ ସ୍ତ୍ରୀ କୁମ୍ଭକାରୀ
ସୟଂ ବ୍ୟାଖ୍ୟାତ୍ରୀ ଅରଣ୍ୟାନୀ

Answer:

‘କ’ ସମାଃ ‘ଖ’ ସ୍ତମ୍ଭଃ
ରାଜ୍ଞଃ ପନ୍ବୀ ରାଜ୍ଞୀ
ରକ୍ଷିତା ସ୍ତ୍ରୀ ପାଣିଗୃହୀତା
ସଧବା ନାରୀ ପତିବତ୍ନୀ
ପଠତି ଯା ପଠନ୍ତୀ
ବର୍ଭତେ ଯା ବର୍ତମାନା
କୁମ୍ଭକାରସ୍ୟ ସ୍ତ୍ରୀ କୁମ୍ଭକାରୀ
ପୂର୍ବା ଦିକ୍‌ ପ୍ରାଚୀ
ମହତ୍‌ ଅରଣ୍ୟମ୍‌ ଅରଣ୍ୟାନୀ
ଯବନାନାଂ ଲିପିଃ ଯବନାନୀ
ଦେବସ୍‌ ସ୍ତ୍ର ଦେବୀ
ମଘୋନଃ ସ୍ତ୍ରୀ ମଘୋନୀ
ସୟଂ ବ୍ୟାଖ୍ୟାତ୍ରୀ ଅଚାର୍ଯ୍ୟା

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

୪। ଥର୍ଥଭେଦଂ ଙଳଶୟତ ।
ଉପାଧ୍ୟାୟା – ଉପାଧାୟାନୀ, ବର୍ଭକା – ବର୍ଭିକା, ବ୍ରହାଣୀ- ବ୍ରାହ୍ମଣୀ – ଶୂଦ୍ରୀ – ଶୂଦ୍ରା, ପାଣିଗୃହୀତା – ପାଣିଗୃହୀତୀ, ପତିମତୀ – ପତିବନୀ, ସୂର୍ଯ୍ୟା – ସୂରୀ, ସୁଳା – ସୁଳୀ
Answer:
ଉପାଧ୍ଯାୟା – ନିଜେ ବ୍ୟାଖ୍ୟାତ୍ରୀ
ବର୍ଭକା – ବାଇଚଢ଼େଇ
ବ୍ରହ୍ମାଣୀ – ବ୍ରହ୍ମାଙ୍କ ପତ୍ନୀ
ଉପାଧ୍ଯାୟାନୀ – ଉପାଧ୍ଯାୟାଙ୍କ ସ୍ତ୍ର
ବର୍ଭିକା – ବତି
ବ୍ରାହ୍ମଣୀ – ବ୍ରାହ୍ମଣର ପତ୍ନୀ
ଶୂଦ୍ରୀ – ଶୂଦ୍ରର ସ୍ତ୍ରୀ
ପାଣିଗୃହୀତା – ରକ୍ଷିତା ସ୍ତ୍ରୀ
ପତିମତୀ – ଚାକରାଣୀ
ଶୂଦ୍ରା – ଶୂଦ୍ର ଜାତିର ସ୍ତ୍ରୀ
ପାଣିଗୃହୀତୀ – ବିବାହିତା ସ୍ତ୍ରୀ
ପତିବନୀ – ସଧବା ସ୍ତ୍ରୀ
ସୂର୍ଯ୍ୟା – ସୂର୍ଯ୍ୟସ୍ୟ ଦେବୀ ସ୍ତ୍ର
ସୂରୀ – ସୂର୍ଯ୍ୟସ୍ୟ ମାନବୀ ସ୍ତ୍ରୀ
ସ୍ଥଳା – କୃତ୍ରିମା ଭୂମିଃ
ସ୍କଳୀ – ଅକୃତ୍ରିମା ଭୂମିଃ

୫। ଚନ୍ଧନ/ମଷୟତ୍‌ ଜଙ୍ଘମୁକ୍ତଯଦନ ଶୂନକନ୍ଥୟାନଂ ପୂରୟନ।
(କ) ଆକାଶେ ________________ ଶୋଭନ୍ତେ । ( ତାରକାଃ / ତାରିକାଃ)
Answer:
ତାରକାଃ

(ଖ) ________________ ଛାତ୍ରାନ୍‌ ପାଠୟତି । ( ଉପାଧାୟା / ଉପାଧାୟୀନୀ)
Answer:
ଉପାଧାୟା

(ଗ) ସୀତା ରାମସ୍ୟ ________________ ଆସୀତ୍‌ । ( ପାଣିଗୃହୀତା / ପାଣିଗୃହୀତୀ)
Answer:
ପାଣିଗୃହୀତୀ

(ଘ) __________________ ପତିସେବଂ କୁରୁତେ । ( ପତିମତୀ / ପତିବନୀ)
Answer:
ପତିବନୀ

(ଝ) ଦୌପଦୀ ________________ ଆସୀତ୍‌ । ( ପଞ୍ଚପନୀ / ପଞ୍ଚପତିଃ)
Answer:
ପଞ୍ଚପନୀ

(ଚ) ଅହଂ ________________ ପଠିତୂଂ ଶକ୍ଳୋମି। ( ଯବନାଂ / ଯବନାନୀମ୍‌ )
Answer:
ଯବନାନୀମ୍‌

(ଛ) ଦେବୀଗଡ଼ସ୍ୟ ପ୍ରଧାନପାଟଃଟ ________________ ଭବତି । ( ସ୍ଥଳା / ସ୍ଥଳୀ)
Answer:
ସ୍ଥଳୀ

(ଜ) କୂନ୍ତୀ ________________ଇତି ନାମ୍ନା ପରିଚିତା । (ସୂରୀ / ସୂର୍ଯ୍ୟ)
Answer:
ସୂରୀ

(ଝ) ବିଶ୍ଵବାରା ________________ ଆସୀତ୍‌ । ( ଆଚାର୍ଯ୍ୟା / ଆଚାର୍ଯ୍ୟାନୀ)
Answer:
ଆଚାର୍ଯ୍ୟା

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

(ଞ) ଭକ୍ତାଃ ________________ ପୂଜୟନ୍ତି। (ବ୍ରହ୍ମାଣୀମ୍‌ / ବ୍ରାହ୍ମଣୀମ୍‌ )
Answer:
ବ୍ରହାଣୀଂ

୬। ବନ୍ଧନ/ମଂଷ/ତ୍‌ ଖୁନ୍ଦନୀ ଜଳରଂ ନିରୂଯୟଚ।
(କ) ଅଗ୍ନେଃ ଜାୟା ________________ । ( ଅଗ୍ନୀ, ଅଗ୍ନିଃ, ଅଗ୍ନାୟୀ)
Answer:
ଅଗ୍ନାୟୀ

(ଖ) ଅକୃତିମାଭୂମିଃ ________________ । ( ସ୍ଥଳମ୍‌, ସ୍ଥଳା, ସୁଳୀ)
Answer:
ସ୍ମଳୀ

(ଗ) ଶ୍ଵଶୂରସ୍ଯ ପନ୍‌ ________________ । (ଶୃବଶୁଃ, ଶାଶୁଃ, ଶ୍ଶୁରୀ)
Answer:
ଶ୍ଵଶୁଃ

(ଘ) ସେବତେ ଯା________________ । (ସେବନ୍ତୀ, ସେବତୀ, ସେବମାନା)
Answer:
ସେବମାନା

(ଙ) ଶିକ୍ଷକସ୍ୟ ସ୍ତ୍ରୀଲିଙ୍ଗେ ରୂପମ୍‌ ________________ । ( ଶିକ୍ଷକୀ, ଶିକ୍ଷିକା, ଶିକ୍ଷୟିତୀ)
Answer:
ଶିକ୍ଷିକା

(ଚ) ଚୌରସ୍ୟ ସ୍ତ୍ରୀପ୍ରତ୍ୟଯେ ରୂପମ୍‌ ________________ । ( ଚୌରା, ଚୌରୀ, ଚୌରାଣୀ )
Answer:
ଚୌରୀ

(ଛ) ବରୁଣସ୍ୟସ୍ତ୍ରୀ ________________ । ( ବରୁଣୀ, ବରୁଣା, ବରୁଣାନୀ)
Answer:
ବରୁଣାନୀ

(ଜ) ମାତୁଃ ମାତା ________________ । ( ମାତାମହୀ, ମାତୃକା, ମାତ୍ରୀ)
Answer:
ମାତାମହୀ

(ଝ) ଭବତିଯା ________________ । (ଭବତୀ, ଭବାନୀ, ଭବନ୍ତୀ)
Answer:
ଭବନ୍ତୀ

(ଞ) ବୀରଃ ପତିଃ ଯସ୍ୟାଃ ________________ । (ବୀରା, ବୀରପନୀୀ, ବୀରପତିଃ)
Answer:
ବୀରପନ୍ରୀ

୭। ରେଝ।ଙିଚନଦ।ନ। ଭ୍ରମସଂଶଥ।ନଂ କୁରୁଚ ।
(କ) ଦିଗମ୍ବରୀଂ ନମାମି।
ଦିଗମ୍ବରାଂ ନମାମି। ( ଦୁର୍ଗାଙ୍କୁ ପ୍ରଣାମ କରୁଛି )

(ଖ) ଭବନ୍ତିଃ। ଭିକ୍ଷାଂ ଦେହି ।
ଭବତି । ଭିକ୍ଷାଂ ଦେହି। ( ମହାଶୟା । ଭିକ୍ଷା ଦିଅନ୍ତୁ)

(ଗ) ବାଳୀ ଖେଳତି ପ୍ରାନ୍ତରେ।
ବାଳା ଖେଳତି ପ୍ରାନ୍ତରେ । ( ପିଲାଟି ପଡ଼ିଆରେ ଖେଳୁଛି )

(ଘ) ଅକେଶୀ ବାଳା ନୃତ୍ୟତି।
ଅକେଶା ବାଳା ନୃତ୍ୟତି । ( କେଶ ନଥ୍ବା ପିଲାଟି ନାଚୁଛି )

(୧) ପାର୍ବତୀ ଶିବାନୀ ଇତି ଉଚ୍ୟୁତେ ।
ପାର୍ବତୀ ଶିବା ଇତି ଉଚ୍ୟୁତେ । ( ପାର୍ବତୀଙ୍କୁ ଶିବା ବୋଲି କୁହାଯାଏ)

(ଚ) ସ୍କନ୍ଧେ ବର୍ଣ୍ଣିକା ଶୋଭତେ।
ସ୍କନ୍ଧେ ବର୍ଣ୍ଣକା ଶୋଭତେ । ( କାନ୍ଧରେ ଉତ୍ତରୀୟ ଶୋଭାପାଉଛି )

(ଛ) ମମ ଜନନୀ ସଭାନେତ୍ରୀ ଆସୀତ୍‌ ।
ମମ ଜନନୀ ସଭାପତିଃ ଆସୀତ୍‌ । ( ମୋର ମାଆ ସଭାପତି ଥ୍ଲେ)

BSE Odisha 10th Class Sanskrit Grammar Solutions Chapter 1 ସ୍ତ୍ରୀପ୍ରତ୍ୟୟ

(ଜ) ଛାୟାଦେବୀ ସୂରୀ ଭବତି ।
ଚାୟାଦେବୀ ସୂର୍ଯ୍ୟା ଭବତି । ( ଛାୟାଦେବୀ ସୂର୍ଯ୍ୟା ଅଟନ୍ତି)

(ଙ) ପତୀଚ୍ୟାଂ ସୂର୍ଯ୍ୟଃ ଉଦେତି।
ପ୍ରତିଚ୍ୟାଂ ସୂର୍ଯ୍ୟଃ ଉଦେତି । ( ପୂର୍ବଦିଗରେ ସୂର୍ଯ୍ୟ ଉଦୟ ହୁଏ)

(ଚ) ବିଦ୍ବାନୀ ଗୀତାଂ ପଠତି।
ବିଦୂଷୀ ଗୀତାଂ ପଠତି । ( ବିଦ୍ବାନ୍‌ ନାରୀ ଗୀତା ପଢ଼ନ୍ତି)

ଅତିରିଙ୍ଗକ୍ତ ଅଭ୍ୟାସ

୧। ସ୍ତ୍ୟକିଃନ୍ଦଂ ରୂଯୀଣ କିଜ୍।
ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ, ଶୂଦ୍ର, ଭଦୃଶ, ମୂଷିକ, ଅଶ୍ୱ‌, ମସ୍ଥ୍ଯ, ମାତୂଳ, ଇନ୍ଦ୍ର, ରୁଦ୍ର, ପତି, ରାଜନ୍‌, ଧନବତ୍‌, ଯୁବତ
Answer:
ବ୍ରାହ୍ମଣୀ, କ୍ଷତ୍ରିୟା, ବୈଶ୍ଯା, ଶୂଦୃା, ଭଦୃଶୀ, ମୂଷିକା, ଅଶ୍ଵ, ମହୀ, ମାତୁଳା, ଇନ୍ଦ୍ରାଣୀ, ରୁଦ୍ରାଣୀ, ପତ୍ନୀ, ରାଜ୍ଞୀ, ଧନବତୀ, ଯୁବତିଃ ।

୨। ଅର୍ଥଗତ ଫାର୍ଥନ/ ଦର୍ଶୟ।
ଶୂଦ୍ରା – ଶୂଦୀ, ସୂରୀ – ସୂର୍ଯ୍ୟ, ସୁଳୀ – ସୁଳା, କ୍ଷତ୍ରିୟ – କ୍ଷତ୍ରୟୀ, ଉପାଧାୟା – ଭପାଧାୟୀ, ପାଣିଗୃହୀତୀ – ପାଣିଗୃହୀତା
Answer:
ଶୂଦ୍ରା – ଶୂଦ୍ର ଜାତିର ସ୍ତ୍ରୀ
ସୂରୀ – ସୂର୍ଯ୍ୟଙ୍କର ମାନବୀ ସ୍ତ୍ରୀ
ସ୍ମଳୀ – ଅକୃତ୍ରିମା ଭୂମି
ଶୂଦ୍ରୀ – ଶୂଦ୍ରର ସ୍ତ୍ରୀ
ସୂର୍ଯ୍ୟା – ସୂର୍ଯ୍ୟଙ୍କ ଦେବୀ ସ୍ତ୍ର
ସ୍ମଳା – କୃତ୍ରିମା ଭୂମି
କ୍ଷତ୍ରିୟା – କ୍ଷତ୍ରିୟ ଜାତିର ସ୍ତ୍ରୀ
ଉପାଧ୍ୟାୟା – ନିଜେ ଅଧାପିକା
ପାଣିଗୃହୀତୀ – ବିବାହିତା ସ୍ତ୍ରୀ
କ୍ଷତ୍ରିୟୀ – କ୍ଷତ୍ରିୟର ସ୍ତ୍ରୀ
ଉପାଧ୍ୟାୟୀ – ଉପାଧାୟାଙ୍କ ପତ୍ନୀ
ପାଣିଗୃହୀତା – ରକ୍ଷିତା ସ୍ତ୍ରୀ

୩। ଏକଯ୍ଣଦନ ଥଥଥଂ କାଶୟ ।
ମହତ୍‌ ହିମମ୍‌ , ଶିବସ୍ୟ ପତ୍ନୀ, ଧାର୍ମିକସ୍ୟଭାର୍ଯ୍ୟା, ଶର୍ବସ୍ଯ ଜାୟା, ଅଗ୍ନେଃ ପତ୍ନୀ, ବୈଶ୍ୟସ୍ଯ ସ୍ତ୍ରୀ
Answer:
ମହତ୍‌ ହିମମ୍‌ – ହିମାନୀ
ଧାର୍ମିକସ୍ୟଭାର୍ଯ୍ୟା – ଧାର୍ମିକା
ଅଗ୍ନେଃ ପତ୍ନୀ – ଅଗ୍ନାୟୀ
ଶିବସ୍ୟ ପତ୍ନୀ – ଶିବା
ଶର୍ବସ୍ୟ ଜାୟା – ଶର୍ବାଣୀ
ବୈଶ୍ୟସ୍ୟ ସ୍ତ୍ରୀ – ବୈଶ୍ଯୀ

Leave a Comment