BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

Odisha State Board BSE Odisha Class 10 Sanskrit Grammar Book Solutions Chapter 4 କୃଦନ୍ତ ପ୍ରକରଣ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

କୃତ୍‌ + ଅନ୍ତ = କୃଦନ୍ତ, କୃତ୍‌ – ଧାତୁସହିତ ଯୁକ୍ତ ହେଉଥ୍ବା ପ୍ରତ୍ୟୟ ।
ସାଧାରଣତଃ ଧାତୁ ରୂପ ବା କ୍ରିୟାପଦକୁ “ ତିଙ୍ନ୍ତଂ କହନ୍ତି । ମୂଳଧାତୂରେ କେତେକ ସଂଯୋଜକ ପଦ (ପ୍ରତ୍ୟୟ) ଯୋଗକରି ନୂତନ ଶବ୍ଦ ସୃଷ୍ଟି କରାଯାଏ। ଏହି ଶବ୍ଦଗୁଡ଼ିକ ବାକ୍ୟରେ ବିଶେଷ୍ୟ, ବିଶେଷଣ, ଅବ୍ୟୟ, ଅସମାପିକାକ୍ରିୟା ଏବଂ ସମାପିକା କ୍ରିୟାରୂପରେ ବ୍ୟବହୃତ ହୁଅନ୍ତି । ମୂଳଧାତୂ (ପ୍ରକୃତି) ସହିତ ଶତୃ, ଶାନଚ୍‌, କ, ଲବତୁ, କା, ଲ୍ଯପ୍‌, ତୂମୁନ୍‌, ଘଞ୍ଚ, ଅଳ୍‌, ଭିନ୍‌, ଲ୍ୟୁଟ୍‌ ପ୍ରଭୃତି “କୃତ” (ପ୍ରତ୍ୟୟ) ଯୋଗ କରାଯାଇ ନୂତନ ଶବ୍ଦ ସୃଷ୍ଠି କରାଯାଭଥୁବାରୁ ଏହାକୁ “କୃଦନ୍ତଂ କହନ୍ତି । ଅର୍ଥାତ୍‌ ‘କୃତ୍‌’ ଯାହାର ‘ଅନ୍ତ’ (ଶେଷ) ରେ ରହିଛି ତାହା କୃଦନ୍ତ । ଯଥା – ଗମ୍‌ ମୂଳଧାତୁର ‘ଚିଙନ୍ତ’ ରେ ‘ଗଚ୍ଛତି’ ହୁଏ ।

“ଗରମ୍‌” ଧାତୁରେ ‘ଲ୍ୟୁଟ୍‌’ କୃତ୍‌ ପ୍ରତ୍ୟୟ ଯୋଗକଲେ ହେବ ‘ଗମନମ୍‌’ । ଗମ୍‌ + ଲ୍ୟୁଟ୍‌ = “ଗମନମ୍‌’ ଏହା କୃଦନ୍ତ ପଦ। କୃତ୍‌ + ଅନ୍ତ
ପଠ୍ଧାତୁର ଲଟ୍‌ଲକାର ପ୍ରଥମପୁରୁଷ ଏକବଚନ ରୂପ ପଠଠି, କିନ୍ତୁ ପଠ୍‌ + କ୍କ୍ରା ( କୃତ୍‌ ପ୍ରତ୍ୟୟ) = ‘ପଠିତ୍ବା’ ଏହା କୃଦନ୍ତ ପଦ । ପଠ୍‌ + ତୁମନ୍‌ = ପଠିତୁମ୍‌

ବିଭିନ୍ନ କୃଦନ୍ତ ପଦର ପ୍ରୟୋଗର ଉଦାହରଣ
୧. ବାଳକଃ ଗଚ୍ଛନ୍‌ ଅପତତ୍‌ ।
Answer:
ବାଳକଟି ଯାଉଯାଉ (ଯାଉଥୁଲାବେଳେ) ପଡ଼ିଗଲା ।

୨. ପୁରସ୍କାରଂ ଲଭ୍ମାନଃ ଛାତ୍ରଃ ଆନନ୍ଦିତଃ ଭବତି ।
Answer:
ପୁରସ୍କାର ଲାଭକରୁଥ୍‌ବା ଛାତ୍ରଟି ଆନନ୍ଦିତ ହେଉଅଛି ।

୩. ଭ୍ରୀତଃ ମୃଗଃ ଧାବତି ।
Answer:
ଡରିଯାଇଥୁବା ହରିଣଟି ଦୌଡୁଛି ।

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

୪. ଗୋବିନ୍ଦଃ ଗୃହଂ ଗତଃ ।
Answer:
ଗୋବିନ୍ଦ ଘରକୁ ଗଲା ।

୫. ରାମେଣ ରାବଣଃ ହତଃ ।
Answer:
ରାମଙ୍କ ଦ୍ଵାରା ରାବଣ ହତହେଲା ବା ରାମ ରାବଣକୁ ମାରିଥ୍‌ଲେ ।

୬. ଶିଶୁଃ ଜଳଂ ପୀତବାନ୍‌ ।
Answer:
ଶିଶୁଟି ପାଣି ପିଇଥୁଲା ।

୭. ସନ୍ତାନେଷୁ ମାତୁଃ ସ୍ରେହଃ ଅସ୍ତି ।
Answer:
ସନ୍ତାନମାନଙ୍କଠାରେ ମା’ର ସ୍ଵେହ ରହିଛି ।

୮. ରାମସ୍ଯ ଶଶ୍ଵରେ ଭକ୍ତିଃ ଅସ୍ତି ।
Answer:
ରାମର ଶଶ୍ଵରଙ୍କଠାରେ ଭକ୍ତି ଅଛି ।

୯. ସାଧୂନାଂ ଦର୍ଶନଂ ପୁଣ୍ୟମ୍‌ ।
Answer:
“ସାଧୁମାନଙ୍କୁ ଦେଖ୍ବା ପୁଣ୍ୟ” ।

୧୦. ତ୍ବଂ ଚିତ୍ରଂ ଦୃଷ୍ଟା ଉତ୍ତର ଲିଖ ।
Answer:
ତୁମେ ଚିତ୍ରକୁ ଦେଖ୍‌ ଉତ୍ତର ଲେଖ ।

୧୧. ଛାତ୍ରଃ ପଠିତୁଂ ବିଦ୍ୟାଳୟଂ ଗଚ୍ଛତି ।
Answer:
ଛାତ୍ରଟି ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଉଛି ।

ଉପର ଲଖୁତ ବାକ୍ୟଗୁଡ଼କରେ ରେଖାଙ୍କତ ପଦଗୁଡ଼କୁ ଲକ୍ଷ୍ୟକର। ମୂଳ ଧାତୁରେ କୃତ୍‌ ପ୍ରତ୍ୟୟ ଯୋଗ କରାଯାଇଛି ।
୧. ଗଚ୍ଛନ୍‌ (ଗମ୍‌ + ଶତୃ) ଅର୍ଥାତ୍‌ ଯାଉଯାଉ ବା ଯାଉଥବା ଅବସ୍ାକୁ ବୁ ବୁଝାଉଛି । ଏହା ଅସମାପିକା କ୍ରିୟାବାଚକ ଏବଂ ବାଳକର ବିଶେଷଣ ରୂପେ ବ୍ୟବହୃତ ହୋଇଛି ।
୨. ଲଭମାନଃ – (ଲଭ୍‌ + ଶାନଚ୍‌) ଅର୍ଥାତ୍‌ ଲାଭକରୁକରୁ ବା ଲାଭ କରୁଥୁବା ଅବସ୍ାକୁ ବୁଝାଉଛି । ଏହା ଅସମାପିକା କ୍ରିୟାବାଚକ ଏବଂ ଛାତ୍ରର ବିଶେଷଣ ରୂପେ ବ୍ୟବହୃତ ହୋଇଛି ।
୩. ଭୀତଃ – (ଭୀ + କ୍ତ) ଅର୍ଥାତ୍‌ ଡରିଯାଇଥ୍ବା ଅବସୁକୁ ବୁଝାଉଛି। ଏହା ଅତୀତକାଳବୋଧକ ଏବଂ ମୃଗର ବିଶେଷଣ ।
୪. ଗତଃ – (ଗମ୍‌ + କ୍ତ ) ଅର୍ଥାତ୍‌ ଯାଇଥଲା ବା ଗଲା । ଏହା କର୍ମବାଚ୍ୟରେ ଅତୀତକାଳବୋଧକ ସମାପିକାକ୍ରିୟାକୁ ବୁଝାଉଛି ।
୫. ହତଃ – (ହନ୍‌ + କ୍ତ) ଅର୍ଥାତ୍‌ ହତ ହେଲା/ ମରିଗଲା ।
ଏହା କର୍ମବାଚ୍ୟରେ ସମାପିକାକ୍ରିୟା ଭାବରେ ବ୍ୟବହୃତ ହୋଇଛି ।
୬. ପୀତବାନ୍‌ – (ପା – କବତୁ) ଅର୍ଥାତ୍‌ ପିଇଥୁଲା । ଏହା ସମାପିକାକ୍ରିୟାକୁ ବୁଝାଉଛି ।
୭. ସ୍ନେହଃ – (ସ୍ଵିହ୍‌ + ଘଞ୍) ଅର୍ଥାତ୍‌ ସ୍ବେହ ବା ଅନୁରାଗ । ଏହା ବିଶେଷ୍ୟ ଭାବରେ ବ୍ୟବହୃତ ହୋଇଛି ।
୮. ଭକ୍ତିଃ – (ଭଜ୍‌ + କନ୍‌) ଅର୍ଥାତ୍‌ ଭଳି (ଉପାସନା ବା ବାରମାର ଭଜନ କରିବା) ଏହା ବିଶେଷ୍ୟ ଭାବରେ ବ୍ୟବହୃତ ହୋଇଛି ।
୯. ଦର୍ଶନମ୍‌ – (ଦୃଶ୍‌ + ଲ୍ଯୁଟ୍‌) ଅର୍ଥାତ୍‌ ଦେଖୁବା ଏହା କ୍ରିୟା ବା ଭାବ ବାଚକ ବିଶେଷ୍ୟ ରୂପେ ବ୍ୟବହୃତ ହୋଇଛି ।
୧୦. ଦୃଷ୍ଟା – (ଦୃଶ୍‌ + କୁ) ଅର୍ଥାତ୍‌ ଦେଖ୍ସାରି/ ଦେଖ୍କରି/ ଦେଖ୍‌ସାରିଲାପରେ । ଏହା ବାକ୍ଯରେ ଅସମାପିକା କ୍ରିୟା ଭାବରେ ପୂର୍ବକାଳରେ ବ୍ୟବହୃତ ହୋଇଛି । ଏହା ଅବ୍ୟୟ । ଏହିବାକ୍ୟରେ ଦୁଇଟି କ୍ରିୟାପଦ ରହିଛି ଦୃଷ୍ଟା’ ଅସମାପିକା କ୍ରିୟା ଏବଂ ପୂର୍ବକାଳକୁ ବୁଝାଉଛି ଏହାର କର୍ମ ଚିତ୍ରମ୍‌, ମାତ୍ର ଉତ୍ତରଂ ଲିଖ, ଏଠାରେ “ ଲିଖ’ ସମାପିକା କ୍ରିୟା ଏବଂ ପରକାଳକୁ ବୁଝାଉଛି । ସମାପିକାକ୍ରିୟାର କର୍ମ ହେଉଛି ଉତ୍ତରମ୍‌’ । ଦୃଷ୍ଟା + କୃଦନ୍ତ, ଲିଖ – ତିଡନ୍ତ । ତ୍ଵମ୍‌ – “ଦୃଷ୍କା” ଓ “ଲିଖଂ” ଉଭୟ ପଦର କର୍ଭା ।
୧୧. ପଠିତୁମ୍‌ – (ପଠ୍‌ + ତୁମୁନ୍‌ ) ଅର୍ଥାତ୍‌ ପଢ଼ିବା ପାଇଁ/ ପଢ଼ିବାକୁ । ଏହା ପରକାଳବୋଧକ ଅସମାପିକା କ୍ରିୟା ଏବଂ ଏଠାରେ ଗଚ୍ଛତି ସମାପିକାକ୍ରିୟା ତଥା ପୂର୍ବକାଳବୋଧକ । ଅର୍ଥାତ୍‌ ପ୍ରଥମେ ଯାଉଛି, ପରେ ପଢ଼ିବାନିମିତ୍ତ କାମହେବ । ଉଭୟ ପରକାଳ ଏବଂ ପୂର୍ବକାଳର କର୍ଭା “ଛାତ୍ରଃ” । ପଠିତୁଂ ଓ ଗଚ୍ଛତି କ୍ରିୟା ଦୁଇଟି ଜଣେ କର୍ଭାଦ୍ଵାରା ସାଧ୍ତ ହେଉଛି ।

ଅଭ୍ୟାସଃ
(କ) ଶିଶୁଃ ଧାବନ୍‌ ଅପତତ୍‌ ।
Answer:
ଧାବନ୍‌

(ଖ) ରାମଃ ଗ୍ରାମଂ ଗତବାନ୍‌ ।
Answer:
ଗତବାନ୍‌

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

(ଗ) ଗୋପାଳଃ ପୁରୀମ୍‌ ଆଗତଃ ।
Answer:
ଆଗତଃ

(ଘ) ମୟା ଜଗନ୍ନାଥ ଦୃଷ୍ଟଃ ।
Answer:
ଦୃଷ୍ଟଃ

(ଙ) ଛାଗଃ ଚରିତୁଂ ଗଚ୍ଛତି ।
Answer:
ଚରିତୁଂ

(ଚ) ରାମସ୍ୟ ଭାଷଣଂ ମଧୁରମ୍‌ ।
Answer:
ଭାଷଣଂ

(ଛ) ତସ୍ୟ ଧନଂ ପ୍ରତି ଲୋଭଃ ନାସ୍ତି ।
Answer:
ଲୋଭଃ

(ଜ) ଶ୍ରବଣଂ କୁରୂ ।
Answer:
ଶ୍ରବଣଂ

(ଝ) ଗୁରୁଜନଂ ସେବମାନଃ ଜନଃ ସୁଖୀ ।
Answer:
ସେବମାନଃ

(୪) ବିଦ୍ୟାଂ ପଠିତ୍ଵା ଜ୍ଞାନୀ ଭବ ।
Answer:
ପଠିତ୍ସା

୨ । ଉଦାହରଣାନୁସାରଂ ଶୂନ୍ୟସ୍ଫ୍ବାନଂ ପୂରୟତ – (ଉଦାହରଣ ଅନୁସାରେ ଶୂନ୍ଯସ୍ଫପାନ ପୂରଣ କର।)
ଯଥା – (କ) କୃ + ସ୍ବ = କୃତ୍ବା
ତଥା – ନୀ + _________ = ନୀତ୍ବା
Answer:
କ୍ତ୍ଵା (ତ୍ଵା)

_________ + କ୍ବବା = ଶୁତ୍ଵା
Answer:
ଶ୍ରୁ

ସ୍ଥା + _________ = ସୁତ୍ଵା
Answer:
କ୍ତ୍ଵା (ତ୍ଵା)

_________ + _________ = ଜ୍ଞାତ୍ଵା
Answer:
ଜ୍ଞା + କ୍ତ୍ଵା(ତ୍ଵା)

ଯଥା – (ଖ) ଦା + ଲ୍ୟୁଟ୍‌ = ଦାନମ୍‌
ତଥା – ପଠ୍‌ + _________ = ପଠନମ୍‌
Answer:
ଲ୍ୟୁଟ୍‌/ ଅନଟ୍‌ / ଅନ

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

_________ + ଲ୍ୟୁଟ୍‌ = ଦର୍ଶନମ୍‌
Answer:
ଦୃଶ୍‌

ଭ୍ରମ୍‌ + _________ = ଭ୍ରମଣମ୍‌
Answer:
ଲ୍ୟୁଟ୍‌/ ଅନଟ୍‌ / ଅନ

_________ + _________ = ବଚନମ୍‌
Answer:
ବଚ୍‌ + ଅନଟ୍‌ (ଲ୍ୟୁଟ୍‌) ଅନ

ଯଥା – (ଗ) ଦୃଶ୍‌ + କ୍ତ = ଦୃଷ୍ଠଃ
ତଥା – କୃଷ୍‌ + କ୍ତ = _________
Answer:
କୃଷ୍ଟଃ

_________ + କ୍ତ = ଶିଷ୍ଠଃ
Answer:
ଶାସ୍‌

ନଶ୍‌ + _________ = ନଷ୍ଠଃ
Answer:
କ୍ତ (ତ)

‘ଶତୃ’ ଓ ‘ଶାନଚ୍‌’
କର୍ଭଵବାଚ୍ୟରେ ବର୍ଭମାନ କାଳରେ ପରସ୍ମୈପଦୀ ଧାତୁରେ “ଶତୃ” ପ୍ରତ୍ୟୟ ଏବଂ ଆତ୍ମନେପଦୀ ଧାତୁରେ ‘ଶାନଚ୍‌’ ପ୍ରତ୍ୟୟ ଲାଗେ ଉକ୍ତ ପତ୍ୟୟ ନିଷ୍ପନ୍ମପଦ ବିଶେଷଣ । ତେଣୁ ବିଶେଷ୍ୟପଦର ଲିଙ୍ଗ, ବିଭକ୍ତ ବଚନ ଅନୁସାରେ ଶତୃ ତଥା ଶାନଚ୍‌ ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦଗୁଡ଼ିକର ରୂପ ଗଠିତ ହୁଏ ।

ଶତୃ(ଅତ୍‌)
“ଶତୃ” ପ୍ରତ୍ୟୟରୁ “ଅତ୍‌” ଅବଶିଷ୍ଟ ରହେ । ଧାତୁ ପରେ ‘ ଶତୃ’ ପ୍ରତ୍ୟୟ ଲାଗିଲେ ତା”ର ସତନ୍ତ ରୂପ (ଶତୃ ପ୍ରତ୍ୟୟାନ୍ତ ପଦର ମୁଳରୂପ) ସୃଷ୍ଟି ହୁଏ । ଯଥା – ଗମ୍‌ + ଶତୃ = ଗଚ୍ଛତ୍‌, ପଠ୍‌ + ଶତୃ = ପଠତ୍‌, ଦୃଶ୍‌ + ଶତୃ = ପଶ୍ଯତ୍‌, ଦା + ଶତୃ = ଦଦତ୍‌, ଭୀ + ଶତୃ = ବିଭ୍ୟତ୍‌ ।
ଧାତୁ : ଗମ୍‌ = ଯିବା, ପଠ୍‌ = ପଢ଼ିବା, ଦୃଶ୍‌ = ଦେଖ୍ବା, ଦା = ଦାନ କରିବା, ଭୀ – ଭୟକରିବା

ମନେରଖ
ଧାତୁର ଲଟ୍‌ ଲକାର ପ୍ରଥମ ପୁରୂଷ ବହୁ ବଚନରେ ଶେଷକୁ ` ନ୍ତଂ ବା ‘ତ’ ଥାଏ । ଗଚ୍ଛନ୍ତି, ଦଦତି ଇତ୍ୟାଦି । ଏହି ‘ନ୍ତି’ ବା ‘ତି’ ସ୍ତ୍ରାନରେ ‘ତ୍‌’ କରାଗଲେ ଶତୃ ପ୍ରତ୍ୟୟଯୁକ୍ତ ମୂଳ କୃଦନ୍ତ ପଦଟି ତିଆରି ହୋଇଥାଏ ।

ଗଚ୍ଛନ୍ତି ରୂ ଗଚ୍ଛତ୍‌ (ଗମ୍‌ + ଶତୃ) ବିଭ୍ୟତି ରୂ ବିଭ୍ୟତ୍‌ (ଭୀ + ଶତୃ) ଦଦତିରୁ ଦଦତ୍‌ (ଦା + ଶତୃ) ଇତ୍ୟାଦି ।

‘ଛି’ ଲୋପପରେ ‘ତ୍‌’ ହୋଇଥୁବା ଶତୃ ପରତ୍ୟୟାନ୍ତ ପଦ ବିଶେଷଣ ହେତୁ ପୁଂଲିଙ୍ଗରେ ଗଚ୍ଛତ୍‌ ଶବ୍ଦ ପରି ସ୍ତ୍ରୀଲିଇ୍ଗରେ ଙୀପ୍‌ ପ୍ରତ୍ୟୟଯୂକ୍ତ ହୋଇ ନଦୀ ଶବ୍ଦପରି ଏବଂ କ୍ଲୀବଲିଙ୍ଗରେ ଦଦତ୍‌ ଶବ୍ଦ ପରି ରୂପ ହୁଏ । ପ୍ରାୟ ‘ତି’ ଲୋପ ହୋଇ ‘ତ୍‌’ ହୋଇଥବା ପଦର ଭୂଭୃତ୍‌ ପରି ରୂପ ହୁଏ ।

ମୂଳଧାତୁ ଶତୃ ପ୍ରତ୍ୟୟ ନିଷ୍ପନ୍ନ
ମୂଳକୃଦନ୍ତ ପଦ
ଫୁଲିଙ୍ଗ ସ୍ତ୍ରୀଲିଙ୍ଗ କ୍ଲୀବଲିଙ୍ଗ
ଗମ୍‌ – (ଯିବା) ଗଚ୍ଛତ୍‌ ଗଚ୍ଛନ୍‌ ଗଚ୍ଛନ୍ତୀ ଗଚ୍ଛତ୍‌
ସ୍ଥା – (ରହିବା) ତିଷ୍ଠତ୍‌ ତିଷ୍ଠନ୍‌ ତିଷ୍ପନ୍ତୀ ତିଷ୍ଠତ୍‌
ଦା – (ଦେବା) ଦଦତ୍‌ ଦଦତ୍‌ ଦଦତୀ ଦଦତ୍‌
ଭୀ – (ଭୟ କରିବା) ବିଭ୍ୟତ୍‌ ବିଭ୍ୟତ୍‌ ବିଭ୍ୟତୀ ବିଭ୍ୟଯତ୍‌
ଶାସ୍‌ – (ଶାସନ କରିବା) ଶାସତ୍‌ ଶାସତ୍‌ ଶାସତୀ ଶାସତ୍‌

ଶତୂ ପ୍ରତ୍ୟୟାନ୍ତ ପଦର ପ୍ରୟୋଗାତ୍ମକ ଉଦାହରଣ
(କ) ବାଳକଟି ଯାଉଥିବାବେଳେ (ବା ଯାଉଯାଉ କିମ୍ବା ଯାଉଥିବା ବାଳକଟି) ପଡ଼ିଗଲା
ବାଳକଃ ଗଚ୍ଛନ୍‌ ଅପତତ୍‌ ।
(ଖ) ଯାଉଥିବା ବାଳକଟିକୁ ଦେଖ
ଗଚ୍ଛନ୍ତଂ ବାଳକଂ ପଶ୍ୟ ।
(ଗ) ଯାଉଥବା ଭିକାରିକୁ ଟଙ୍କାଟିଏ ଦିଅ
ଗଚ୍ଛତେ ଭିକ୍ଷୁକାୟ ଏକଂ ରୂପ୍ୟକଂ ଦେହି ।
(ଘ) ଯାଉଥିବା ବାଳକଟିର ନାମ କ’ଣ ?
ଗଚ୍ଛତଃ ବାଳକସ୍ୟ ନାମ କିମ୍‌ ?
(ଙ) ଝିଅଟି ଯାଉଯାଉ / ଯାଉଥିବାବେଳେ ପଡ଼ିଗଲା ।
ବାଳିକା ଗଚ୍ଛନ୍ତୀ ଅପତତ୍‌ ।
(ଚ) ଗାଡ଼ିଟି ଯାଉଯାଉ ପଡ଼ିଗଲା ।
ଯାନଂ ଗଚ୍ଛତ୍‌ ଅପତତ୍‌ ।
(ଛ) ଦେଖୁଥିବା / ଚାହୁଁଥିବା ଝିଅର ଘର କେଉଁଠି ?
ପଶ୍ୟନ୍ତ୍ୟାଃ ବାଳିକାୟାଃ ଗହଂ କୁତ୍ର ?
(ଜ) ଗଛରୁ ପଡ଼ୁଥିବା ଫଳଗୁଡ଼ିକ ଆଣ ।
ବୃକ୍ଷାତ୍‌ ପତନ୍ତି ଫଳାନି ଆନୟ ।

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଉପରି ଲିଖ୍‌ତ ଉଦାହରଣଗୁଡ଼ିକୁ ଲକ୍ଷ୍ୟକଲେ ଜଣାଯାଏ ବିଶେଷ୍ୟ ଅନୁସାରେ ଶତୃ ପ୍ରତ୍ୟୟାନ୍ତ ରୂପ ନିରୂପିତ ହୋଇଛି ।
ଯଥା – (କ) ବାକ୍ୟରେ ବିଶେଷ୍ୟ ବାଳକଃ ଫୁଲିଙ୍ଗ ପ୍ରଥମା ବିଭକ୍ତି ଏକବଚନରେ ଥୁବାରୁ ବିଶେଷଣ ରୂପେ ଗଚ୍ଛତ୍‌ ଶବ୍ଦ ମଧ୍ଯ ଫୁଲିଙ୍ଗ ପ୍ରଥମା ବିଭକ୍ତି ଏକବଚନରେ “ଗଚ୍ଛନ୍‌” ହୋଇଛି ।
(ଖ) ବାକ୍ୟରେ ବାଳକଂ ଫୁଲିଙ୍ଗ ୨ୟା ବିଭକ୍ତି ଏକବଚନରେ ଥ୍‌ବାରୁ ତା’ର ବିଶେଷଣ ରୂପେ ଗଚ୍ଛତ୍‌ ଶବ୍ଦର ଫୁଲିଙ୍ଗ ୨ୟା ବିଭକ୍ତି ଏକବଚନ ରୂପ “ଗଳଚ୍ଛନ୍ତମ୍‌” ହୋଇଛି ।
(ଗ) ବାକ୍ୟରେ “ ଭିକ୍ଷୁକାୟ” ଫୁଂଲିଙ୍ଗ ୪ର୍ଥୀ ବିଭକ୍ତି ଏକବଚନରେ ଥ୍‌ବାରୁ ତା’ର ବିଶେଷଣ ଗଚ୍ଛତ୍‌ ଶବ୍ଦର ଫୁଲିଙ୍ଗ ୪ର୍ଥୀ ବିଭକ୍ତି ଏକବଚନରେ “ଗଚ୍ଛତେ ହୋଇଛି ।
(ଘ) ବାକ୍ୟରେ “ବାଳକସ୍ଯ’ ଫୁଲିଙ୍ଗ ଷଷ୍ଠୀ ବିଭି ଏକବଚନରେ ଥ୍ବାରୁ ତା’ର ବିଶେଷଣ ଗଚ୍ଛତ୍‌ ଶବ୍ଦର ଫୁଲିଙ୍ଗ ୬ଷ୍ଠୀ ଏକବଚନରେ “ଗଚ୍ଛତଃ” ହୋଇଛି ।
(ଡ) ବାକ୍ୟରେ “ବାଳିକା” ସ୍ତ୍ରୀଲିଙ୍ଗ ୧ମା ବିଭକ୍ତି ଏକବଚନ ହୋଇଥ୍ବାରୁ ତା’ର ବିଶେଷଣ ଗଚ୍ଛତ୍‌ ଶବ୍ଦର ସ୍ତ୍ରୀଲିଙ୍ଗ ପ୍ରଥମା ବିଭକ୍ତି ଏକବଚନ “ଗଚ୍ଛନ୍ତୀ” ହେଲା ।
(ଚ) ବାକ୍ୟରେ “ଯାନ କ୍ଳୀବଲିଙ୍ଗ ପ୍ରଥମା ବିଭକ୍ତି ଏକବଚନ ହୋଇଥୁବାରୁ ତା’ର ବିଶେଷଣ ଗଚ୍ଛତ୍‌ ଶବ୍ଦର କ୍ଳୀବଲିଙ୍ଗ ପ୍ରଥମା ବିଭକ୍ତି ଏକବଚନରେ ‘ଗଚ୍ଛତ୍‌’ ହେଲା ।
(୫) ବାକ୍ୟରେ “ବାଳିକାୟାଃ ସ୍ତ୍ରୀଲିଙ୍କ ୬ଷ୍ଵୀ ବିଭକ୍ରି ଏକବଚନ ହୋଇଥ୍ବାରୁ ତା”ର ବିଶେଷଣ ଶବ୍ଦର ସ୍ତରଲିଙ୍ଗ ୬ଷ୍ଠୀ ବିଭକ୍ତି ଏକବଚନରେ “ପଶ୍ୟନ୍ତ୍ୟାଃ/ ପଶ୍ୟତ୍‌” ହୋଇଛି ।

(ଜ) ବାକ୍ୟରେ ‘ଫଳାନି” କ୍ଲୀବଲିଙ୍ଗ ପ୍ରଥମା ବହୁବଚନ ହୋଇଥ୍ବାରୁ ତା’ର ବିଶେଷଣ ‘ପତତ୍‌” ଶବ୍ଦର କ୍ୟୁବଲିଙ୍ଗ ୧ମା ବିଭକ୍ତି ବହୁବଚନରେ ପତନ୍ତି ହୋଇଛି ।
ଏଠାରେ ପତନ୍ତି-ତିଙନ୍ତ ରୂପ ନୁହେଁ – (ପତତ୍‌, ପତନ୍ତୀ, ପତନ୍ତି ଶବ୍ଦରୂପ)

ମନେରଖ
ଭ୍ବାଦିଗଣୀୟ ଓ ଦିବାଦିଗଣାୟ ଧାତୁ ନିଷ୍ପନ୍ନ ଶତୃ ପ୍ରତ୍ୟୟାନ୍ତ ଶବ୍ଦର ସ୍ତ୍ରୀଲିଙ୍ଗରେ “ନ୍‌” ଆଗମନ ହୁଏ – ଯଥା : ଭବତ୍‌ – ଭବନ୍ତୀ, ଗଚ୍ଛତ୍‌ – ଗଚ୍ଛନ୍ତୀ। ଦୀବ୍ୟତ୍‌ – ଦାବ୍ୟନ୍ତୀ, ନଶ୍ଯତ୍‌ – ନଶ୍ୟନ୍ତୀ । ଦିବ୍‌ – ଖେଳିବା ।
ତୁଦାଦି ଗଣୀୟ ଓ ଆକାରାନ୍ତ ଅଦାଦିଗଣୀୟ ଧାତୁ ନିଷ୍ପନ୍ନ ଶତୃ ପ୍ରତ୍ୟୟାନ୍ତ ଶବ୍ଦର ସ୍ତ୍ରୀଲିଙ୍ଗରେ ବିକଳ୍ପରେ “ତ୍‌” ର ଆଗମ ହୁଏ । ଯଥା- ତୁଦତ୍‌- ତୂଦତୀ, ତୁଦନ୍ତୀ । ସ୍ନା- ସ୍ନାତୀ, ସ୍ନାନ୍ତୀ। ମାକ ମାତୀ, ମାନ୍ତୀ । ତୁଦ୍‌ – ଫୋଡ଼ିବା ।

କେତେକ ଶତୃ ପ୍ରତ୍ୟୟାନ୍ତ ଶବ୍ଦର ମୂଳଧାତୂ, ଫୁଲିଙ୍ଗ ଏବଂ ସ୍ତ୍ରୀଲିଙ୍ଗର ଉଦାହରଣ –

ମୂଳଧାତୂ ଶତୃ ପ୍ରତ୍ୟୟାନ୍ତ ଶବ୍ଦ ଫୁଲିଙ୍ଗ ସ୍ତ୍ରୀଲିଙ୍ଗ
ପଠ୍ (ପଢ଼ିବା)
ପ୍ରଛ୍‌ (ପଚାରିବା)
ଦୃଶ୍‌ (ଦେଖ୍ବା)
ପା (ପିଇବା)
ସ୍ଥା (ରହିବା)
କୃ (କରିବା)
ଦା (ଦେବା)
ଅସ୍‌ (ହେବା)
ଭୀ (ଭୟ କରିବା)
ଶୁ (ଶୁଣିବା)
କରୀ (କିଣିବା)
ଗୈ (ଗାଭବା)
ହନ୍‌ (ହତ୍ୟାକରିବା)
ପଠତ୍
ପୂଚ୍ଛତ୍‌
ପଶ୍ୟତ୍‌
ପିବତ୍‌
ତିଷ୍ଠତ୍‌
କୁର୍ବତ୍‌
ଦଦତ୍‌
ସତ୍‌
ବିଭ୍ୟତ୍‌
ଶୃଣ୍ଧତ୍‌
କ୍ରୀଣତ୍‌
ଗାୟତ୍‌
ଘ୍ନତ୍‌
ପଠନ୍
ପୂଚ୍ଛନ୍
ପଶ୍ୟନ୍
ପିବନ୍
ତିଷ୍ଠନ୍
କୁର୍ବନ୍
ଦଦତ୍
ବିଭ୍ୟତ୍
ସନ୍
ଶୃଣ୍ଵନ୍
କ୍ରୀଣନ୍
ଗାୟନ୍
ଘ୍ନନ୍
ପଠନ୍ତୀ
ପୃଛ୍ଛନ୍ତୀ
ପଶ୍ୟନ୍ତୀ
ପିବନ୍ତୀ
ତିଷ୍ଠନ୍ତୀ
କୁର୍ବତୀ
ଦଦତୀ
ସତୀ
ବିଭ୍ୟଯତୀ
ଶୃଣ୍ଧତୀ
କ୍ରୀଣତୀ
ଗାୟନ୍ତୀ
ଘ୍ନନ୍ତୀ

ଅଭ୍ୟାସଃ
୧ । ଉଦାହରଣାନୁସାରଂ ଶୂନ୍ୟସ୍ଥନଂ ପୂରୟତ। (ଉଦାହରଣ ଅନୁସାରେ ଶୂନ୍ଯସ୍ଥନ ପୂରଣ କର।) (ପ୍ରଶ୍ରସହ ଉତ୍ତର)
ଯଥା:- ଭୂ + ଶତୃ = ଭବତ୍‌ – ପୁଂଲିଙ୍ଗେ ଭବନ୍‌ – ସ୍ପୀଲିଙ୍ଗେ ଭବନ୍ତୀ
ତଥା ଜ୍ଞା + ଶତୃ = ଜାନତ୍‌ – ଫୁଲିଙ୍ଗେ ଜାନନ୍‌ – ସ୍ତ୍ରୀଲିଙ୍ଗେ ଜାନନ୍ତୀ
ନୀ + ଶତୃ = ନୟତ୍‌ – ଫୁଲିଙ୍ଗେ ନୟନ୍‌ – ସ୍ତ୍ରୀଲିଙ୍ଗେ ନୟନ୍ତୀ
ହସ୍‌ + ଶତୃ = ହସତ୍‌ – ଫୁଲିଙ୍ଗେ ହସନ୍‌ – ସ୍ତ୍ରଲିଙ୍ଗେ ହସନ୍ତୀ
ରକ୍ଷ୍‌ + ଶତୃ = ରକ୍ଷତ୍‌ – ଫୁଲିଙ୍ଗେ ରକ୍ଷନ୍‌ – ସ୍ତରଲିଙ୍ଗେ ରକ୍ଷନ୍ତୀ
ଶାସ୍‌ + ଶତୃ = ଶାସତ୍‌ – ଫୁଲିଙ୍ଗେ ଶାସତ୍‌ – ସ୍ତ୍ରୀଲିଙ୍ଗେ ଶାସତୀ

୨ । ଏକପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର।)
ଯଥା – ଗମନଂ କୁର୍ବନ୍‌ ବା ଗଚ୍ଛତି ଯଃ = ଗଚ୍ଛନ୍‌
ଗମନଂ କୁର୍ବତୀ ବା ଗଚ୍ଛତି ଯା = ଗଛ୍ଛନ୍ତୀ
ଗମନଂ କୁର୍ବତ୍‌ ବା ଗଚ୍ଛତି ଯତ୍‌ = ଗଚ୍ଛତ୍‌

ତଥା – ଗାନଂ କୁର୍ବନ୍‌ – (ଗାୟତି + ଯଃ) ଗାୟନ୍‌, ଗାୟତି ଯା – ଗାୟନ୍ତୀ, ଗାୟତି ଯତ୍‌ – ଗାୟତ୍‌
ସ୍ମରଣଂ କୁର୍ବନ୍‌ – (ସ୍ମରତି ଯଃ) – ସରନ୍‌, ସୁରତି ଯା – ସୁରନ୍ତୀ, ସୁରତି ଯତ୍‌ – ସୁରତ୍‌

ପଠତି ଯଃ – ପଠନ୍‌
ପଶ୍ୟତି ଯା – ପଶ୍ୟନ୍ତୀ
ଶୃଣୋତି ଯା – ଶୃଣ୍ଵତୀ
ପାନଂ କୁର୍ବନ୍‌ – ପିବନ୍‌
କରୋତି ଯତ୍‌ – କୁର୍ବତ୍‌
ପତତି ଯତ୍‌ – ପତତ୍‌
ଧାବତି ଯଃ – ଧାବନ୍‌
ପଠତଃ ଯୌ – ପଠନ୍ତୌ
ପଠନ୍ତି ଯେ – ପଠନ୍ତଃ
ପତନ୍ତି ଯାନି – ପତନ୍ତି
ପଶ୍ୟନ୍ତି ଯାଃ – ପଶ୍ୟନ୍ତ୍ୟଃ

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଶାନଚ୍‌ ପ୍ରତ୍ୟୟ (ଆନ, ମାନ, ଈନ)
“ଶତୃ” ପ୍ରତ୍ୟୟ ପରି “ଶାନଚ୍‌” ପ୍ରତ୍ୟୟ ବିଶେଷଣ ରୂପେ ବ୍ୟବହୃତ ହୁଏ । ଆତ୍ମନେପଦୀ ଧାତୁ ପରେ *ଶାନଚ୍‌” ପ୍ରତ୍ୟୟ ଲାଗେ ।

ଦୁଇଟି କ୍ରିୟା ଏକକାଳରେ ସମାହିତ ହେଲେ ହେଁ ମଧ୍ଯରୁ ପୂର୍ବ କ୍ରିୟାରେ ବିଶେଷଣ ରୂପେ ଶାନଚ୍‌ ପ୍ରତ୍ୟୟ ବ୍ୟବହାର କରାଯାଏ । ଶାନଚ୍‌ ପ୍ରତ୍ୟୟଯୁକ୍ତ ଶବ୍ଦର ଫୁଲିଙ୍ଗରେ “ବାଳକ” ଶବ୍ଦ ପରି, ସ୍ତ୍ରୀଲିଙ୍ଗରେ ଟାପ୍‌ ପ୍ରତ୍ୟୟଯୁକ୍ତ ହୋଇ “ଲତା” ଶବ୍ଦ ପରି ଏବଂ କ୍ଳୀବଲିଙ୍ଗରେ “ଫଳ” ଶବ୍ଦ ପରି ହୁଏ ।

ଯଥା – (୧) ପୁରସ୍କାର” ଲଭମାନଃ ବାଳକଃ ହସତି ।
Answer:
ପୁରସ୍କାର ପାଇଥବା ପିଲାଟି ହସୁଛି ।

(୨) ପିତରୌ ସେବମାନଃ ପୁତ୍ରଃ ସୁଖୀ ଭବତି ।
Answer:
ବାପମାଆଙ୍କୁ ସେବା କରୁଥିବା ପୁଅ ସୁଖୀ ହୁଏ ।

(୩) ଗୁରୁଜନେଭ୍ୟଃ ଲଜ୍ଜମାନା ବାଳିକା ନ ବଦତି ।
Answer:
ଗୁରୁଜନଙ୍କୁ ଲାଜକରି ଝିଅଟି କିଛି କହୁନାହିଁ ।

(୪) କମ୍ପମାନଂ ପୁଷ୍ପଂ ଭୂମୌ ଅପତତ୍‌ ।
Answer:
ଦୋହଲୁଥ୍ବା ଫୁଲଟି ତଳେ ପଡ଼ିଗଲା ।

(୧) ବାକ୍ୟରେ ଲଭମାନଃ (ପାଉଥ୍ବା) (ଲଭ୍‌ + ଶାନଚ୍‌) ୧ମା ବିଭକ୍ତ ଫୁଲିଙ୍ଗ ଏକବଚନ “ବାଳକଃ”ର ବିଶେଷଣ ।
(୨) ବାକ୍ୟରେ ସେବମାନଃ (ସେବା କରୁଥ୍ବା) (ସେବ୍‌ + ଶାନଚ୍‌) ଫୁଲିଙ୍ଗ ୧ମା ବିଭକି ଏକବଚନ ‘ପୁତ୍ରଃ’ର ବିଶେଷଣ ।
(୩) ବାକ୍ୟରେ ଲଳ୍ଜମାନା (ଲାଜ କରୁଥ୍ବା) (ଲଢ୍‌ + ଶାନଚ୍‌ + ଟାପ୍‌) ସ୍କତୀଲିଙ୍କ ୧ମା ବିଭକି ଏକବଚନ ବାଳିକାର ବିଶେଷଣ ।
(୪) ବାକ୍ୟରେ କମ୍ପମାନଂ (ଦୋହଲୁଥ୍ବା) (କମ୍‌ + ଶାନଚ୍‌) କ୍ଆୀବଲିଙ୍ଗ ୧ମା ବିଭଲି ଏକବଚନ ‘ପୁଷ୍ଂ’ର ବିଶେଷଣ । ଭ୍ବାଦିଗଣୀୟ, ତୁଦାଦିଗଣୀୟ, ଚୂରାଦିଗଣୀୟ ଓ ଦିବାଦିଗଣୀୟ ଧାତୁ ପରସ୍ଥିତ ଶାନଚ୍‌ ସ୍ଥାନରେ “ମାନ୍‌” ହୁଏ । ଲଟ୍‌ ଲକାର ପ୍ରଥମ ପୁରୁଷ ଏକବଚନରେ ଯେଉଁ ରୂପ ହୁଏ ସେଥ୍‌ରୂ “ତେ” ପରିବର୍ଭେ “ମାନ” ଲଗାଇଲେ ଶାନଚ୍‌ ପ୍ରତ୍ଯୟାନ୍ତ ଶବ୍ଦ ନିଷ୍ପନ୍ନ ହୁଏ ।
ଯଥା – ବୃତ୍‌ – ବର୍ଭତେ – ବର୍ଭମାନ (ବୃତ୍‌ + ଶାନଚ୍‌) (ହୋଇଥ୍ବା)

ବୃଧ୍‌ + ଶାନଚ୍‌ = ବର୍ଵମାନ (ବଢ଼ିଥ୍‌ବା), ଦୀପ୍‌ + ଶାନଚ୍‌ = ଦୀପ୍ଯମାନ (ଆଲୋକିତ ହୋଇଥ୍ବା)
ସେବ୍‌ + ଶାନଚ୍‌ = ସେବମାନ (ସେବା କରୁଥ୍ବା)

ମନେରଖ – ଯେଉଁ ଧାତୁମାନଙ୍କର ଲଟ୍‌କାର ପ୍ରଥମ ପୁରୁଷ ଦ୍ବିବଚନରେ “ଆତେ) ଲାଗିଥାଏ (ଯଥା – ଶୀ – ଶୟାତେ, କୃ – କୁର୍ବାତେ, କ୍ରୀ – କ୍ରୀଣାତେ, ଅଧ୍‌ + ଇ = ଅଧୀୟାତେ) ସେହି ଧାତୁମାନଙ୍କର ଶାନଚ୍‌ ପ୍ରତ୍ୟୟରେ “ଆନ୍‌” ହୁଏ ।
ଶୀଙ୍‌ + ଶାନଚ୍‌ = ଶୟାନ (ଶୋଇଥ୍ବା), କୀ + ଶାନଚ୍‌ – କ୍ରୀଣାନ (କିଣୁଥ୍ବା)
କୃ + ଶାନଚ୍‌ = କୁର୍ବାଣ (କରୁଥ୍ବା), ଅଧ୍‌ + ଇ + ଶାନଚ୍‌ = ଅଧୀୟାନ (ପଢ଼ୁଥ୍ବା )
କିନ୍ତୁ “ଆସ୍‌’ ଧାତୁରେ “ ଶାନଚ୍‌” ପ୍ରତ୍ୟୟ ହେଲେ – ଶାନଚ୍‌ ସାନରେ “ଭନ” ହୁଏ । ଯଥା – ଆସ୍‌ + ଶାନଚ୍‌ = ଆସୀନ (ବସିଥ୍ବା)

ବିଭିନ୍ମ ପ୍ରୟୋଗର ଉଦାହରଣ
୧ । ଆସୀନଂ ଯୁବକଂ ପଶ୍ୟ । (ବସିଥୁବା ଯୁବକଙ୍କୁ ଦେଖ) ।
ଯୁବକର ବିଶେଷଣ ପୁଂଲିଙ୍ଗ ୨ୟା ବିଭକ୍ତି ହେତୁ ଆସୀନଂ (ଆସ୍‌ + ଶାନଚ୍‌) ଫୁଲିଙ୍ଗ ୨ୟା ବିଭଳି ଏକବଚନ ହୋଇଛି ।
୨ । ଶୟାନଂ ବାଳକଂ ନ ଉତ୍ଜାପୟ । ( ଶୋଇଥ୍‌ବା ବାଳକକୁ ଉଠାଅ ନାହିଁ।)
ଏଠାରେ ବାଳକଂ ଫୁଲିଙ୍ଗ ୨ୟା ବିଭକ୍ତି ଏକବଚନ ତା’ର ବିଶେଷଣ ଶୟାନଂ ( ଶୀଙ୍‌ + ଶାନଚ୍‌ ) ଫୁଲିଙ୍ଗ ୨ୟା ବିଭକ୍ତ ଏକବଚନ ହୋଇଛି ।
(କର୍ମବାଚ୍ୟ ଓ ଭାବବାଚ୍ୟରେ ମଧ୍ଯ ଶାନଚ୍‌ ପ୍ରତ୍ୟୟ ହୁଏ । ତେନ ପଠ୍ୟମାନଂ ଶ୍ଳୋକମ୍‌ ଅହଂ ଶୃଣୋମି ।
ସେ ପଢ଼ୁଥୁବା ଶ୍ଳୋକକୁ ମୁଁ ଶୁଣୁଛି । (ପଠ୍‌ + କର୍ମଣି ଶାନଚ୍‌ )

ଅଭ୍ୟାସ
୧ । ଅଧସ୍ତନପଦାନାଂ ପ୍ରକୃତିଂ ପ୍ରତ୍ୟୟଂ ଚ ଲିଖତ। ( ନିମ୍ନଲିଖ୍ତ ପଦମାନଙ୍କର ପ୍ରକୃତି ପ୍ରତ୍ୟୟ ଲେଖ।)
ସେବମାନଃ, ବିଦ୍ୟମାନଃ, ବର୍୍ ମାନଃ, କମ୍ପାମାନଃ, ଶୟାନଃ, ଆସୀନଃ, ଅଧୀୟାନଃ, କୁର୍ବାଣା
Answer:
ସେବମାନଃ = ସେବ୍‌ + ଶାନଚ୍‌
ବିଦ୍ୟମାନଃ = ବିଦ୍‌ + ଶାନଚ୍‌
କମ୍ପମାନଃ = କମ୍ପ + ଶାନଚ୍‌
ଶୟାନଃ = ଶୀ + ଶାନଚ୍‌
ଆସୀନଃ = ଆସ୍‌ + ଶାନଚ୍‌
ଅଧୀୟାନଃ = ଅଧ୍‌ + ଭ + ଶାନଚ୍‌
କୁର୍ବାଣା = କୃ + ଶାନଚ୍‌ (ସ୍ତୀ)

୨ । ଭଦାହରଣାନୁସାରଂ ଶୂନ୍ୟସ୍ପଫାନଂ ପୂରୟତ। (ଉଦାହରଣ ଅନୁସାରେ ଶୂନ୍ଯସ୍ଫ୍ରାନ ପୂରଣ କର।)
ଯଥା – ଶୁଭ୍‌ + ଶାନଚ୍‌ = ଶୋଭମାନଃ
ଯଥା – ______________ + ଶାନଚ୍‌ = ବେପମାନଃ
Answer:
ବେପ୍‌

ମନ୍‌ + ______________ = ମନ୍ୟମାନଃ
Answer:
ଶାନଚ୍‌

______________ + ______________ = ବର୍ତମାନଃ
Answer:
ବୃତ୍‌ + ଶାନଚ୍‌

______________ + ଶାନଚ୍‌ = ଯତମାନଃ
Answer:
ଯତ୍‌

ଆସ୍‌ + ______________ + ଟାପ୍‌ = ଆସୀନା
Answer:
ଶାନଚ୍‌

ଦା + ______________ = ଦଦାନଃ
Answer:
ଶାନଚ୍‌

୩ । ଏକ ପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର।)
ଦତ୍ତେ ଯଃ, ଲାଭଂ କୁର୍ବନ୍‌, ଶୟନଂ କୁର୍ବାଣ, ଲଭତେ ଯା, ବେପତେ ଯତ୍‌, କମ୍ପନ୍ତେ ଯେ, ଲଭତେ ଯତ୍‌, କୁରୁତେ ଯଃ, ଦାନଂ କୁର୍ବାଣା ।
Answer:
ଦତ୍ତେ ଯଃ – ଦଦାନଃ
ଲାଭଂ କୁର୍ବନ୍‌ – ଲଭମାନଃ
ଶୟନଂ କୁର୍ବାଣଃ – ଶୟାନଃ
ଲଭତେ ଯା – ଲଭମାନା
ବେପତେ ଯତ୍‌ – ବେପମାନମ୍‌
କମ୍ପନ୍ତେଯେ – କମ୍ପମାନାଃ
ଲଭତେ ଯତ୍‌ – ଲଭମାନମ୍‌
କୁରୁତେ ଯଃ – କୁର୍ବାଣଃ
ଦାନଂ କୁର୍ବାଣା – ଦଦାନା

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ସାଧାରଣତଃ ବାକ୍ୟରେ ପୂର୍ବକାଳ ବୋଧକ (ପ୍ରଥମ ସମ୍ପନ୍ନ ହେଉଥ୍ବା କ୍ରିୟା) ଅସାମାପିକା କ୍ରିୟାପଦ ଗଠନ ପାଇଁ “ କ୍ତ୍ରାଂ ପ୍ରତ୍ୟୟ ବ୍ୟବହାର କରାଯାଏ। ଗୋଟିଏ ବାକ୍ୟରେ ସମାପିକା କ୍ରିୟା (ପରେ ହେଉଥୁବା କ୍ରିୟା) ଏବଂ ଅସମାପିକା କ୍ରିୟାର କର୍ତା ସମାନ ହେଲେ ଧାତୁରେ ଏହି ‘କ୍ତ୍ରାଂ ପ୍ରତ୍ୟୟ ହୁଏ ।
ଯଥା – ରାମଃ ଖାଦିତ୍ଵା ବିଦ୍ୟାଳୟମ୍‌ ଅଗଚ୍ଛତ୍‌ ।

‘କ୍ତ୍ୱା’ ପ୍ରତ୍ୟୟ (ତ୍ୱା)
ରାମ ଖାଇସାରି ବିଦ୍ୟାଳୟକୁ ଗଲା । ଏଠାରେ ‘ ଖାଦିତ୍ଵା’ ଅସମାପିକା କ୍ରିୟା ଏବଂ ପୂର୍ବକାଳବୋଧକ ଅର୍ଥାତ୍‌ ପ୍ରଥମେ ଖାଇବା କାମ ସମ୍ପନ୍ନ ହେଉଛି ତା”ପରେ ବିଦ୍ୟାଳୟକୁ ଯିବା କାମ (ଅଗଚ୍ଛତ୍‌) ସମାପିକା କ୍ରିୟା ପରକାଳରେ ସମ୍ପନ୍ନ ହେଉଛି । ଉଭୟ କ୍ରିୟାର କର୍ତା ରାମ । ତେଣୁ ପୂର୍ବକାଳରେ ଖାଦିତ୍ସା (ଖାଦ୍‌ + କ୍ତ୍ୱା) ବ୍ୟବହୃତ ହୋଇଛି । ସମାପିକା କ୍ରିୟା ଏବଂ ଅସମାପିକା କ୍ରିୟାର କର୍ତା ପୃଥକ୍‌ ହେଲେ “କ୍ତ୍ୱା” ପ୍ରତ୍ୟୟ ହୁଏ ନାହିଁ । “କ୍ତ୍ୱା” ପ୍ରତ୍ୟୟାନ୍ତ ପଦଗୁଡ଼ିକ ଅବ୍ୟୟ ।

ସାଧାରଣତଃ ଦେଖ୍‌, ଶୁଣି, ପଢ଼ି, ଖାଇ, ଯାଇ, ହସି, ଜାଣି ବା ଦେଖ୍ବା ପରେ ଶୁଣିବା ପରେ ପ୍ରଭୃତି ଅର୍ଥ ବୁଝାଉଥୁଲେ ଏହି “କ୍ତ୍ୱା” ପ୍ରତ୍ୟୟ ହୁଏ ।

କେତେକ ପ୍ରୟୋଗର ଉଦାହରଣ –
୧ । ତବ ବଚନ ଶ୍ରୁତ୍ଵା ହରିଃ ଅକୁପ୍ୟତ୍‌ । (ଶୁ + କ୍କ)
ତୁମ କଥା ଶୁଣି ହରି ରାଗିଥୁଲା ।
୨ । ଗୋପାଳଃ ଗାଃ ଦୁଗ୍ଦୟ ବିପଣୀଂ ନୟତି (ଦୁହ୍‌ + କ୍ଲ୍ଵା)
ଗୋପାଳ ଗାଭ ଦୁହିଁ ବଜାରକୁ ନେଉଛି ।
୩ । ତ୍ବଂ ଚିତ୍ରଂ ଦୃଷ୍ଟା ଉତ୍ତରଂ ଲିଖ । (ଦୃଶ୍‌ + କା)
ତୁମେ ଛବି ଦେଖ୍‌ ଉତ୍ତର ଲେଖ ।

ମନେରଖ ଉପସର୍ଗଯୁକ୍ତ ନ ହୋଇଥୁବା ଧାତୁରେ ଅସମାପିକା କ୍ରିୟା ଅର୍ଥରେ ‘କ୍ସ୍ଵା’ ପ୍ରତ୍ୟୟ ହୁଏ । କିନ୍ତୁ ସେହି ଅସମାପିକା କ୍ରିୟା ଅର୍ଥରେ ପ୍ର, ପରା ପ୍ରଭୃତି ଉପସର୍ଗ, ନମସ୍‌, ପୁରସ୍‌, ତିରସ୍‌ ପ୍ରଭୂତି ଭପପଦ ଯୁକ୍ତ ଧାତୁରେ ‘କ୍ଲ୍ଵା’ ସ୍ମ୍ରାନରେ ‘ଲ୍ୟପ୍‌’ ପ୍ରତ୍ୟୟ ଆଦେଶ ହୁଏ । ଉପସର୍ଗହୀନ ଧାତୁରେ ‘କ୍ଲ୍ଵା’ ପ୍ରତ୍ୟୟ ହୁଏ ।
ଉପସର୍ଗଯୁକ୍ତ ଧାତୁରେ ‘ଲ୍ୟପ୍‌’ ପ୍ରତ୍ୟୟ ହୁଏ ।
ଧାତୁ ପୂର୍ବରେ “ନଞ୍” ରହିଲେ ‘କ୍ଲ୍ଵା’ ରହେ ।

ଉଦାହରଣ-
୧ । ବିଦ୍ୟାଳୟମ୍‌ ଆଗତ୍ୟ ପଠିଷ୍ୟସି । – ବିଦ୍ୟାଳୟକୁ ଆସି ପଢ଼ିବ ।
ଏଠାରେ ଆ ଉପସର୍ଗଯୁକ୍ତ ଗମ୍‌ ଧାତୁରେ “ଲ୍ୟପ୍‌” ପ୍ରତ୍ୟୟ ହୋଇଛି । ଆ + ଗମ୍‌ + ଲ୍ୟପ୍‌ = ଆଗତ୍ୟ ।
୨ । ପୁସ୍ତକମ୍‌ ଆନୀୟ ଆଗଚ୍ଛ ।
ବହିକୁ ଆଣି ଆସ । ଏଠାରେ ଆ + ନା + ଲ୍ୟପ୍‌ ଆନୀୟ ହୋଇଛି ।

କ୍ଲ୍ଵା ଏବଂ ଲ୍ୟପ୍‌ ପ୍ରୟୋଗ ମଧ୍ଯରେ ପାର୍ଥକ୍ୟ
ଦା + ସ୍ତ୍ର = ଦୁ (ଦାନକରି)
Answer:
ପ୍ର + ଦା + ଲ୍ଯପ୍‌ = ପ୍ରଦାୟ (ଦାନକରି / ପ୍ରଦାନ କରି)

ଗ୍ରହ୍‌ + କ୍ଷ୍ବା = ଗୃହୀତ୍ବା (ଗ୍ରହଣକରି )
Answer:
ସମ୍‌ + ଗ୍ରହ୍‌ + ଲ୍ୟପ୍‌ = ସଂଗୃହ୍ଯ (ଗ୍ରହଣକରି/ ସଂଗ୍ରହକରି)

ନୀ + ସ୍ଵ = ନୀତ୍ସା (ନେଇ)
Answer:
ଆ + ନୀ + ଲ୍ଯପ୍‌ = ଆନୀୟ (ଆଣି)

ହନ୍‌ + କ୍କ୍ରା + ହତ୍ବା (ହତ୍ଯାକରି)
Answer:
ନି + ହନ୍‌ + ଲ୍ଯପ୍‌ = ନିହତ୍ୟ (ନିହତକରି)

ଜ୍ଞା + ସ୍ତ୍ରା = ଜ୍ଞାତ (ଜାଣି)
Answer:
ବି + ଜ୍ଞା + ଲ୍ଯପ୍‌ = ବିଜ୍ଞାୟ (ଜାଣି)

ନମ୍‌ + ସ୍ତ୍ରା = ନତ୍ସା (ନମସ୍କାର କରି)
Answer:
ପ୍ର + ନମ୍‌ + ଲ୍ୟପ୍‌ = (ପ୍ରଣମ୍ଯ) (ପ୍ରମାଣକରି)

କୃ + ସ୍ତର = କୃତ (କରି)
Answer:
ପୁରସ୍‌ + କୃ + ଲ୍ଯପ୍‌ = ପୁରସ୍କୃତ୍ଯ (ପୁରସ୍ତାର ଦେଇ)

କେତେକ “କ୍ତ୍ଵା” ପ୍ରତ୍ୟୟାନ୍ତ ପଦ
ଭୂ + କ୍ତ୍ଵା = ଭୁତ୍ନା (ହୋଇ)
Answer:
ବାଚାଳଃ ଭୂତ୍ସା ଅଧୁଳଂ ମା ବଦ ।

ଭୀ + କ୍ତ୍ଵା = ଭୀତ୍ନା (ଡରି)
Answer:
ସିଂହାତ୍‌ ଭୀତ୍ସା ମୃଗଃ ପଳାୟତେ ।

କ୍ରୀ + କ୍ତ୍ଵା = କୀତା ( କିଣି)
Answer:
ପୁସ୍ତକଂ କ୍ରୀତ୍ଵା ପାଠଂ ପଠ ।

ପା + କ୍ତ୍ଵା = ପୀତ୍ସା ( ପାନ କରି)
Answer:
ଜଳଂ ପୀତ୍ସା ଶୟନଂ କୁରୁ ।

ପା + କ୍ତ୍ଵା = ପାତ୍ସା ( ରକ୍ଷାକରି)
Answer:
ଦୁଃଖାତ୍‌ ପାତ୍ଆା ହରିଃ ପିତା ଭବତି ।

ସ୍ଥା + କ୍ତ୍ଵା = ସୁତା (ରହି)
Answer:
ଗ୍ରାମେ ସ୍ଥିତ୍ଵା କୃଷିଂ କୁରୁ ।

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଗ୍ରନୁ + କ୍ତ୍ଵା = ଗ୍ରଥ୍ତ୍ଵା (ଗୁନ୍ଦି)
Answer:
ପୁଷ୍ପାଣି ଗ୍ରଥତ୍ଵା ମାଳାଂ କୁରୁ ।

ଚି + କ୍ତ୍ଵା = ଚିତ୍ସା (ତୋଳି) ଚୟନ କରି
Answer:
ପୁଷ୍ପାଣି ଚିତ୍ସା ମନ୍ଦିରଂ ନୟତ ।

ଦା + କ୍ତ୍ଵା = ଦଭୁା (ଦେଇ)
Answer:
ମହ୍ୟଂ ଧନଂ ଦତ୍ସା ଗୃହଂ ଗଚ୍ଛ ।

ବଚ୍‌ + କ୍ତ୍ଵା = ଉକ୍ତ (କହି)
Answer:
ସତ୍ୟମ୍‌ ଉକ୍କ୍କା ସତବାଦୀ ଭବ ।

ଦୃଶ୍‌ + କ୍ତ୍ଵା = ଦୃଷ୍ଟା (ଦେଖ୍‌)
Answer:
ସଃ ମାଂ ଦୁଷ୍ଟା କାର୍ଯ୍ୟ କରୋତି ।

ପ୍ରଛ୍‌ + କ୍ତ୍ଵା = ପୃଷ୍ଠା (ପଚାରି)
Answer:
ପିତର ପୃଷ୍ଠା କାର୍ଯ୍ୟଂ କୁରୁ ।

ବନ୍ଧ୍‌ + କ୍ତ୍ଵା = ବଢ୍ବା (ବାନ୍ଧି)
Answer:
କାଷ୍ଟା ନି ବଦ୍ଧ୍ଵା ପୁତ୍ରାନ୍‌ ଉକ୍ଜୁଂ ପିତା ଅବଦତ୍‌ ।

ଦହ୍‌ + କ୍ତ୍ଵା = ଦଗୁ। (ପୋଡ଼ି/ ଦହନ କରି)
Answer:
ଗୃହଂ ଦଗ୍ଧ୍ଯା ପାଫ ମା କୁରୁ ।

ଦୁହ୍‌ + କ୍ତ୍ଵା = ଦୁଗୁ, (ଦୁହିଁ / ଦୋହନ କରି)
Answer:
ଗାଃ ଦୁଗ୍ଧା ବିପଣୀଂ ଦୁଗୁଂ ନୟତ ।

ଲଭ୍‌ + କ୍ତ୍ଵା = ଲୁ । (ଲାଭକରି)
Answer:
ପୁରସ୍କାରଂ ଲବ୍ଧା ସୁଖୀ ଭବ ।

ପଚ୍‌ + କ୍ତ୍ଵା = ପକ୍କା (ରାନ୍ଧି)
Answer:
ସୟଂ ପକ୍ଫ୍ମା ଅହଂ ଖାଦିତବାନ୍‌ ।

ଯଜ୍‌ + କ୍ତ୍ଵା = ଭଷ୍ଟା (ଯଜ୍ଞକରି)
Answer:
ସାଧବଃ ଭଷ୍ଟା ସନ୍ତୁଷ୍ଟାଃ ଭବନ୍ତି ।

ଭୁଜ୍‌ + କ୍ତ୍ଵା = ଭୁଲା (ଭୋଗକରି)
Answer:
ସାମାନ୍ୟାଃ ଓଦନଂ ଭୁକ୍କା ସୁଖ୍‌ନଃ ଭବନ୍ତି ।

ସହ୍‌ + କ୍ତ୍ଵା = ସୋଢା (ସହି)
Answer:
ଦୁଃଖଂ ସୋଢ୍ଵା ସୁଖଂ ଲଭସ ।

ବହ୍‌ + କ୍ତ୍ଵା = ଉଢ୍ବା (ବହନକରି)
Answer:
ସଃ ସର୍ବମ୍‌ ଉଦ୍ଵା ନୟତି ।

ବସ୍‌ + କ୍ତ୍ଵା = ଉଷିତ୍ବା (ବାସକରି)
Answer:
କୃଷକଃ ଗ୍ରାମେ ଉଷିତ୍ଵା କୃଷିଂ କରୋତି ।

କେତେକ ଲ୍ୟପ୍‌ ପ୍ରତ୍ୟୟାନ୍ତ ଶବ୍ଦ
ପ୍ର + ବିଶ୍‌ + ଲ୍ୟପ୍‌ = ପ୍ରବିଶ୍ଯ (ପ୍ରବେଶ କରି)
Answer:
ଚୌରଃ ଗୃହେ ପ୍ରବିଶ୍ୟ ସର୍ବମ୍‌ ଅନୟତ୍‌ ।

ଉପ + ବିଶ୍‌ + ଲ୍ୟପ୍‌ = ଉପବିଶ୍ଯ (ବସି)
Answer:
ଅତ୍ର ଉପବିଶ୍ୟ ପାଠ ପଠତି ବାଳଃ ।

ପ୍ର + ଦା + ଲ୍ୟପ୍‌ = ପ୍ରଦାୟ (ପ୍ରଦାନକରି)
Answer:
ଦକ୍ଷିଣାଂ ପ୍ରଦାୟ ଗୃହଂ ଗଚ୍ଛ ।

ଆ + ଦା + ଲ୍ୟପ୍‌ = ଆଦାୟ (ଆଣି)
Answer:
ପୁଷ୍ପାଣି ଆଦାୟ ପୂଜନଂ କୁରୁ ।

ପ୍ର + ବସ୍‌ + ଲ୍ୟପ୍‌ = ପୋଷ୍ୟ (ପ୍ରବାସ କରି / ବାସକରି) ବସ୍‌ – ବସତି (ବାସକରୁଛି)
Answer:
ବାଳକଃ ସୁବସ୍ତ୍ରଂ ପ୍ରବସ୍ୟ ସୁଖୀ ଭବତି ।

ସମ୍‌ + ଚି + ଲ୍ୟପ୍‌ = ସଞ୍ଚତ୍ଯ (ସଞ୍ଚୟ କରି)
Answer:
ଧନଂ ସଞ୍ଚୁତ୍ୟ କିଂ କରିଷ୍ୟସି ?

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ସମ୍‌ + ଚିନ୍ତ୍‌ + ଲ୍ୟପ୍‌ = ସଞ୍ଚନ୍ୟଯ (ଚିନ୍ତାକରି )
Answer:
ଅଧୁକଂ ସଞ୍ଚୁନ୍ତ୍ୟ କଃ ଲାଭଃ ?

ପ୍ର + ନମ୍‌ + ଲ୍ୟପ୍‌ = ପ୍ରଣମ୍ୟ/ ପ୍ରଣତ୍ଯ (ପ୍ରଣାମ କରି)
Answer:
ଦେବଂ ପ୍ରଣମ୍ୟ ବିଦେଶଂ ଗଚ୍ଛ ।

ଆ + ଗମ୍‌ + ଲ୍ୟପ୍‌ = ଆଗମ୍ୟ/ ଆଗତ୍ୟ (ଆସି)
Answer:
ଅତ୍ର ଆଗତ୍ୟ ସତ୍ୟଂ ବଦ ।

ନି + ଶମ୍‌ + ଣିଚ୍‌ + ଲ୍ୟପ୍‌ = ନିଶମ୍ୟ (ଶୁଣି)
Answer:
ସର୍ବଂ ନିଶମ୍ୟ ନୀରବଂ ତିଷ୍ଠ ।

ନି + ଶମ୍‌ + ଣିଚ୍‌ + ଲ୍ୟପ୍‌ = ନିଶାମ୍ୟ (ଦେଖ୍‌)
Answer:
ସଃ ମାଂ ନିଶାମ୍ୟ ଅହସତ୍‌ ।

ପ୍ର + ଆପ୍‌ + ଲ୍ୟପ୍‌ = ପ୍ରାପ୍ଯ (ପାଇ/ ଲାଭକରି)
Answer:
ପାରିଶ୍ରମିକଂ ପ୍ରାପ୍ୟ ଶ୍ରମିକାଃ ଗଚ୍ଛନ୍ତି ।

ଅଭି + ଧା + ଲ୍ୟପ୍‌ = ଅଭିଧାୟ (କହି)
Answer:
ସର୍ବମ୍‌ ଅଭିଧାୟ ପୁତ୍ରଃ ଅଗଚ୍ଛତ୍‌ ।

ପରି + ଧା + ଲ୍ୟପ୍‌ = ପରିଧାୟ (ପିନ୍ଧି)
Answer:
ନବବସ୍ତ୍ରଂ ପରିଧାୟ ବହିଃ ଗଚ୍ଛ ।

ବି + ହା + ଲ୍ୟପ୍‌ = ବିହାୟ (ତ୍ୟାଗକରି)
Answer:
ସର୍ବଂ ବିଦାୟ କିଂ କରିଷ୍ୟତି ?

ବି + ଧା + ଲ୍ୟପ୍‌ = ବିଧାୟ (କରି)
Answer:
ସର୍ବଂ ବିଧାୟ କ୍ଲାନ୍ତଃ ଅଭବତ୍‌ ।

ବି + ଲୋକ୍‌ + ଲ୍ୟପ୍‌ = ବିଲୋକ୍ୟ (ଦେଖ୍‌)
Answer:
ସଃ ତ୍ଵାଂ ବିଲୋକ୍ୟ ବଦିଷ୍ଯତି ।

ଉପ + ଇ + ଲ୍ୟପ୍‌ = ଭପେତ୍ୟ (ନିକଟକୁ ଯାଇ)
Answer:
ପିତରମ୍‌ ଉପେତ୍ୟ ବଦିଷ୍ୟାମି ।

ଉତ୍‌ + ସ୍ତ୍ରା + ଲ୍ୟପ୍‌ =ଉଦ୍ନାୟ (ଉଠି)
Answer:
ପ୍ରାତଃ ଉତ୍‌ଥାୟ ବ୍ୟାୟାମଂ କୁରୁ ।

ଅଭ୍ୟାସଃ
୧ । ପ୍ରକୃତିଂ ପ୍ରତ୍ୟୟଂ ଚ ନିରୂପୟତ। (ପ୍ରକୃତି ପ୍ରତ୍ୟୟ ନିରୂପଣ କର।)
କୃଷ୍ଟା, ବିହାୟ, ଭତ୍ଜାୟ, ପରିଧାୟ, ଆଗମ୍ୟ, ଲଢ୍ସା, ଭୀତ୍ନା, ରୂଦିତ୍ବା
Answer:
କୃଷ୍ଣା = କୃଷ୍‌ + କ୍ତ୍ଵା, ବିହାୟ = ବି + ହା + ଲ୍ୟପ୍‌, ଉଦ୍ନାୟ = ଉତ୍‌ + ସ୍ଥା + ଲ୍ୟପ୍‌, ପରିଧାୟ = ପରି + ଧା + ଲ୍ୟପ୍‌ , ଆଗମ୍ୟ = ଆ + ଗମ୍‌ + ଲ୍ୟପ୍‌, ଲଦା = ଲଭ୍‌ + କ୍ତ୍ଵା, ଭୀତ୍ଵା = ଭୀ + ସ୍ତ୍ର, ରୁଦିତ୍ଵା = ରୁଦ୍‌ + କ୍ତ୍ଵା ।

୨ । ଏକ ପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥପ୍ରକାଶ କର।)
ପ୍ରବାସାତ୍‌ ପରମ୍‌, ପ୍ରଦାନାତ୍‌ ଅନନ୍ତରମ୍‌, ଦାନଂ କୃତ୍ବା, ଶ୍ରବଣାତ୍‌ ଅନନ୍ତରମ୍‌, ଅବଲୋକ ନାତ୍‌ ପରମ୍‌ ।
Answer:
ପ୍ରବାସାତ୍‌ ପରମ୍‌ – ପ୍ରୋଷ୍ଯ,
ପ୍ରଦାନାତ୍‌ ଅନନ୍ତରମ୍‌ – ପ୍ରଦାୟ,
ଦାନଂ କୃତ୍ସା – ଦକ୍ସଵା,
ଶ୍ରବଣାତ୍‌ ଅନନ୍ତରମ୍‌ – ଶ୍ରୁତ୍ଵା,
ଅବଲୋକନାତ୍‌ ପରମ୍‌ – ଅବଲୋକ୍ୟ

୩ । ଉଦାହରଣାନୁସାରଂ ଶୂନ୍ୟସ୍ଫ୍ରାନଂ ପୂରୟତ । (ଉଦାହରଣ ଅନୁସାରେ ଶୂନ୍ୟସ୍ଫ୍ରାନନଂ ପୂରଣ କର ।)
ଯଥା – ବି + କ୍ଥ + ଲ୍ୟପ୍‌ = ବିକୀର୍ଯ୍ୟ
ତଥା – ବି + ସ୍ତ୍ଥ + ଲ୍ୟପ୍‌ = ______________
Answer:
ଉଇ ବିସ୍ତୀର୍ଯ୍ଯ

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ନି + ଶମ୍‌ + ______________ + ଲ୍ୟପ୍‌ = ନିଶମ୍ୟ
Answer:
ଣିଚ୍‌

ପ୍ର + ______________ + ଲ୍ୟପ୍‌ = ପ୍ରୋଷ୍ୟ
Answer:
ବସ୍‌

ଅଧୂ + ବସ୍‌ + ______________ = ଅଧୁଷ୍ୟ
Answer:
ଉଇ ଲ୍ୟପ୍‌

ଭତ୍‌ + ______________ + ଲ୍ୟପ୍‌ = ଭଦୃତ୍ୟ
Answer:
ସୃ

ନି +______________ + ଲ୍ୟପ୍‌ = ନିହତ୍ୟ୍‌
Answer:
ହନ୍‌

ଉପ + ______________ + ଲ୍ୟପ୍‌ = ଭପସୃତ୍ୟ
Answer:
ସୃ

ଅଧ + ସୁ + ଲ୍ୟପ୍‌ = ______________
Answer:
ଅଧୁଧଷ୍ଠାୟ

______________ + ସୃ + ଲ୍ୟପ୍‌ = ଅପସୂୃତ୍ୟ୍‌ ଉଚ
Answer:
ଅପ

ତୁମୁନ୍‌ (ତୁମ୍‌)
ଗୋଟିଏ ବାକ୍ୟରେ ନିମିତ୍ତାର୍ଥବୋଧକ ଅସମାପିକା କ୍ରିୟା ଏବଂ ସମାପିକାକ୍ରିୟାର କର୍ତା ସମାନ ବା ଏକ ହୋଇଥୁଲେ ନିମିତ୍ତାର୍ଥବୋଧକ (ଭବିଷ୍ୟତ ବା ପରକାଳକୁ) ବୁଝାଉଥୁବା ଧାତୁରେ ତୁମୁନ୍‌ ପ୍ରତ୍ୟୟ ହୁଏ । ସାଧାରଣତଃ ନିମନ୍ତେ, ପାଇଁ ଅର୍ଥରେ ଏହାର ବ୍ୟବହାର କରାଯାଏ। ତୁମୁନ୍‌ ପ୍ରତ୍ୟୟାନ୍ତ ପଦଗୁଡ଼ିକ ଅବ୍ୟୟ ।
ଉଦାହରଣ – (୧) ଅହଂ ନୃତ୍ଯ’ ଦରଷୁଂ ଗମିଷ୍ଯାମି ।
ମୁଁ ନାଚ ଦେଖବାକୁ ଯିବି । ଦେଖ୍‌ବାକୁ ପରକାଳକୁ ବୁଝାଉଛି। ତେଣୁ ଦ୍ରଷଟଂ (ଦୃଶ୍‌ + ତୁମୁନ୍‌) ଅସମାପିକା କ୍ରିୟା । ଗମିଷ୍ୟାମି (ଯିବି) ସମାପିକା କ୍ରିୟା । ଉଭୟ କ୍ରିୟାର କର୍ତା ଅହମ୍‌ ।
(୨) ତଂ ଖାଦିତୁମ୍‌ ଆଗଚ୍। ତୁମେ ଖାଇବାକୁ ଆସ । ଏଠାରେ ଖାଦିତୁମ୍‌ (ଖାଦ୍‌ + ତୁମୁନ୍‌) ପରକାଳକୁ ବୁଝାଉଛି ।
(୩) ରାମଃ ପଠିତୁଂ ବିଦ୍ୟାଳୟଂ ଗଚ୍ଛତି । ରାମ ପଢ଼ିବାକୁ ସ୍କୁଲ ଯାଉଛି ।

ଏଠାରେ ପଠିତୁମ୍‌ (ପଠ୍‌ + ତୁମୁନ୍‌) ପଢ଼ିବା ପାଇଁ ପରକାଳକୁ ବୁଝାଉଛି ।
ବ୍ୟତିକ୍ରମ – କର୍ଭା ପୃଥକ୍‌ ହେଲେ ତୁମୁନ୍‌ ପ୍ରତ୍ୟୟ ହେବ ନାହିଁ। ସେଠାରେ “ତୁମର୍ଥାଚ୍ଚ ଭାବ ବଚନାତ୍‌” (ତୁମର୍ଥେ ୪ର୍ଥୀ) ହେବ ।
ଯଥା : (୧) ରାମ ଶ୍ୟାମକୁ ପଢ଼ିବାକୁ କହିଲା ।
ରାମଃ ଶ୍ୟାମଂ ପଠନାୟ ଅବଦତ୍‌ ।

(୨) ହରି ଶ୍ୟାମକୁ ଯିବା ପାଇଁ ପ୍ରେରଣା ଦେଉଛି ।
ହରିଃ ଶ୍ୟାମଂ ଗମନାୟ୍ ପ୍ରେରୟତି ।
୧ – ବାକ୍ୟରେ ପଢ଼ିବା ଏବଂ କହିବାର କର୍ତା ପୃଥକ୍‌ । ପଢ଼ିବା କିୟାର- କର୍ତା ଶ୍ୟାମ, କହିବା କ୍ରିୟାର କଉ୍ଭା ରାମ ।
୨ – ବାକ୍ୟରେ ଗମନର କର୍ଭା ଶ୍ୟାମ ଏବଂ ପ୍ରେରଣାଦେଉଛିର କର୍ତା ହରି ।
ଏଣୁ କର୍ତା ସମାନ ହେଉ ନଥ୍ବାରୁ ତୁମୁନ୍‌” ପ୍ରତ୍ୟୟାନ୍ତ ପଦ ବ୍ୟବହାର କରାଯିବ ନାହିଁ ।

ଅଭ୍ୟାସଃ
୧ । ଉଦାହରଣାନୁ ସାରଂ ଶୂନ୍ୟସ୍ଫ୍ରାନଂ ପୂରୟତ। (ଉଦାହରଣ ଅନୁସାରେ ଶୂନ୍ୟସ୍କାନ ପୂରଣ କର।)
ଯଥା – ଦୃଶ୍‌ + ତୁମୁନ୍‌ = ଦୃଷୁମ୍‌ ।
ଶ୍ରୁ + ତୂମୁନ୍‌ = ଶ୍ରୋତୂମ୍‌

ତଥା – କୃ + ______________ = କର୍ରୂମ୍‌
Answer:
ତୁମୁନ୍‌

______________ + ତୁମୁନ୍‌ = ହନ୍ତୁମ୍‌
Answer:
ହନ୍‌

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଲଭ୍‌ + ତୁମୁନ୍‌ = ______________
Answer:
ଲଚ୍ଷୁମ୍‌

______________ + ତୁମୁନ୍‌ = ଦାତୁମ୍‌
Answer:
ଦା

ବହ୍‌ + ______________ = ବୋଢୁମ୍‌
Answer:
ତୁମୁନ୍‌

______________ + ତୁମୁନ୍‌ = ଗନ୍ଧୁମ୍‌
Answer:
ଗମ୍‌

ନୀ + ______________ = ନେତୁମ୍‌
Answer:
ତୁମୁନ୍‌

ତ୍ରୈ + ______________ = ତ୍ରାତୁମ୍‌
Answer:
ତୁମୁନ୍‌

୨ । ଏକପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର)
ପଠନଂ କୂର୍ଭୁମ୍‌, ଗମନସ୍ୟ ନିମିତ୍ତମ୍‌, ଲାଭସ୍ୟ ଅର୍ଥେ, ସଂଗ୍ରହସ୍ଯ ହେତୋଃ, ଶ୍ରବଣାୟ ଇତି
Answer:
ପଠନଂ କୁର୍ଭୁମ୍‌ – ପଠିତୁମ୍‌, ଗମନସ୍ୟ ନିମିଭ୍ତମ୍‌ – ଗନ୍ତୁମ୍‌, ଲାଭସ୍ୟ ଅର୍ଥେ – ଲବୁମ୍‌, ସଂଗ୍ରହସ୍ୟ ହେତୋଃ – ସଂଗ୍ରହୀତୁମ୍‌, ଶ୍ରବଣାୟ ଇତି – ଶ୍ରୋତୁମ୍‌

୩ । ପ୍ରକୃତିଂ ପ୍ରତ୍ୟୟଂ ଚ ନିରୂପୟତ । (ପ୍ରକୃତି ଓ ପ୍ରତ୍ୟୟ ନିରୂପଣକର।)
ଭବିତୁମ୍‌, ବକ୍ଲୁମ୍‌, ଗ୍ରହୀତୁମ୍‌, ନଷୁମ୍‌, ଜ୍ଞାତୂମ୍‌ ।
Answer:
ଭବିତୁମ୍‌ = ଭୂ + ତୁମୁନ୍‌, ବଲୁମ୍‌ = ବଚ୍‌ + ତୁମୁନ୍‌, ଗ୍ରହୀତୁମ୍‌ = ଗ୍ରହ୍‌ + ତୁମୁନ୍‌, ନଷ୍ଟୁମ୍‌ = ନଶ୍‌ + ତୁମୁନ୍‌, ଜ୍ଞାତୁମ୍‌ + ଜ୍ଞା + ତୁମୁନ୍‌

କ୍ତିନ୍‌ (ତି)
ଭାବ ଅର୍ଥରେ ଧାତୁରେ କ୍ତିନ୍‌ (ତି) ପ୍ରତ୍ୟୟ ହୁଏ । କ୍ତିନ୍‌ ପ୍ରତ୍ୟୟାନ୍ତ ପଦଗୁଡ଼ିକ ସ୍ତ୍ରୀଲିଙ୍ଗ । ଏହାର ରୂପ “ମତି” ଶବ୍ଦର ରୂପ ପରି ହୁଏ । ଏହା ବିଶେଷ୍ୟ ବାଚକ ।
ଉଦାହରଣ – ଦୁର୍ବଳସ୍ୟ ଭୀତିଃ ଅସ୍ତି । (ଭୀ + କ୍ତିନ୍‌) (ଦୁର୍ବଳ ଲୋକର ଭୟ ଥାଏ ।)
କାକସ୍ୟ ଦୃଷ୍ଟିଃ କୁଟିଳା । (ଦୃଶ୍‌ + କ୍ତିନ୍‌) ( କାଉର ଦୃଷ୍ଟି ବକ)
ତସ୍ୟ ଧନସ୍ୟ ହାନିଃ ଅଭବତ୍‌ । (ହା + କ୍ତିନ୍‌) (ତାଙ୍କର ଧନହାନି ହେଲା ।)

କେତେକ କ୍ତିନ୍‌ ପ୍ରତ୍ୟୟାନ୍ତ ପଦ –
ମ୍ବୈ + କ୍ତିନ୍‌ = ମ୍ଳାନିଃ, ଗ୍ନୈ + କ୍ତିନ୍‌ = ଗ୍ନାନିଃ
ଭ୍ରମ୍‌ + କ୍ରନ୍‌ = ଭାନିଃ, କ୍ଷମ୍‌ + କ୍ତିନ୍‌ = କ୍ଷାନ୍ତିଃ
ଶକ୍‌ + କ୍ତିନ୍‌ = ଶକିୁଃ, ମୁଚ୍‌ + କ୍ତିନ୍‌ = ମୁକ୍ରିଃ
ସିଧ୍‌ + କ୍ତିନ୍‌ = ସିଝିଃ, ବୁଧ୍‌ + କ୍ତିନ୍‌ = ବୁଦିଃ

ଲ୍ୟୁଟ୍‌ (ଅନ)
ଭାବ ଅର୍ଥରେ ଧାତୁରେ ଲ୍ୟୁଟ୍‌ (ଅନ) ପ୍ରତ୍ୟୟ ହୁଏ । ଲ୍ୟୁଟ୍‌ ପ୍ରତ୍ୟୟାନ୍ତ ପଦଗୁଡ଼ିକ ବିଶେଷ୍ୟ ଓ କ୍ଳୀବଲିଙ୍ଗ ।
ଏହାର ରୂପ ଫଳ ଶବ୍ଦର ରୂପପରି ହୁଏ ।
ଉଦାହରଣ – ରାମସ୍ୟ ଗମନଂ ସୁନ୍ଦରମ୍‌ । (ଗମ୍‌ + ଲ୍ୟୁଟ୍‌) ରାମର ଗମନ ସୁନ୍ଦର ।
ସାଧୂନାଂ ଦର୍ଶନଂ ପୂଣ୍ୟମ୍‌ । (ଦୃଶ୍‌ + ଲ୍ୟୁଟ୍‌) ସାଧୁମାନଙ୍କର ଦର୍ଶନ ପୁଣ୍ୟ ।
ଦିବା ଶୟନଂ କ୍ଷତିକାରକମ୍‌ । (ଶୀଙ୍‌ + ଲ୍ୟୁଟ୍‌) ଦିନରେ ଶେଇବା କ୍ଷତିକାରକ ।

କେତେକ ଲ୍ଲ୍ୟଟ୍‌ ପ୍ରତ୍ୟୟାନ୍ତ ପଦ
ପଠ୍‌ + ଲ୍ୟୁଟ୍‌ = ପଠନମ୍‌, ଗ୍ରାହ୍‌ + ଲ୍ୟୁଟ୍‌ = ଗ୍ରହଣମ୍‌
ଦା + ଲ୍ୟୁଟ୍‌ = ଦାନମ୍‌, ସୁ + ଲ୍ୟୁଟ୍‌ = ସୁରଣମ୍‌
ପା + ଲ୍ଯୁଟ୍‌ = ପାନମ୍‌, ଭୁଜ୍‌ + ଲ୍ୟୁଟ୍‌ = ଭୋଜନମ୍‌

ଘଞ୍ଚ୍‌ (ଅ)
ଭାବ ଅର୍ଥରେ ଧାତୁରେ ଘଞ୍ଚ୍‌ (ଅ) ପ୍ରତ୍ୟୟ ହୋଇ ବିଶେଷ୍ୟ ପଦ ଗଠିତ ହୁଏ । ଘଞ୍ଜ ପ୍ରତ୍ୟୟାନ୍ତ ପଦଗୁଡ଼ିକ ଫୁଂଲିଙ୍ଗ । ଏହାର ରୂପ ବାଳକ ଶବ୍ଦର ରୂପ ପରି ହୋଇଥାଏ ।

ଉଦାହରଣ –
୧ – ଲୋଭଃ ଅନନ୍ତକଃ ବ୍ୟାଧ୍ଃ । (ଲୁଭ୍‌ + ଘଞ୍) ଲୋଭ ସୀମାହୀନ ବ୍ୟାଧ୍‌ ।
୨ – ସନ୍ତାନେଷୁ ମାତୁଃ ସ୍ରେହଃ ଅସ୍ତି (ସ୍ନିହ୍‌ + ଘଞ୍) ପିଲାଙ୍କଠାରେ ମାଆର ସ୍ନେହ ଅଛି ।
୩ – ଦୁଃଖସ୍ଯ ପତିକାରଃ କଃ ? (ପ୍ରତି + କୃ + ଘଞ୍) ଦୁଃଖର ପ୍ରତିକାର କ’ଣ ?

କେତେକ ଘଞ୍ଚ ପ୍ରତ୍ୟୟାନ୍ତ ପଦ
ପଠ୍‌ + ଘଞ୍‌ = ପାଠଃ
ଅବ + ତ୍ଥ + ଘଞ୍ = ଅବତାରଃ
ସମ୍‌ + ହୂ + ଘଞ୍ = ସଂହାରଃ
ତ୍ୟଜ୍‌ + ଘଞ୍ = ତ୍ୟାଗଃ
ପଚ୍‌ + ଘଞ୍ = ପାକଃ
ବିଦ୍‌ + ଘଞ୍‌ = ବେଦଃ
ମୁହ୍‌ + ଘଞ୍‌ = ମୋହଃ
ହନ୍‌ + ଘଞ୍ = ଘାତଃ
ଆ + ଚର୍‌ + ଘଞ୍‌ = ଆଚାରଃ
ଭୁଜ୍‌ + ଘଞ୍‌ = ଭୋଗଃ
ରୁଜ୍‌ + ଘଞ୍ = ରୋଗଃ
ଭଜ୍‌ + ଘଞ୍‌ = ଭାଗଃ
ଭନ୍‌ଜ + ଘଞ୍ = ଭଙ୍ଗଃ
ରଞ୍ଜ୍‌ + ଘଞ୍ = ରାଗଃ
ରନଜ୍‌ + ଘଞ୍ = ରଙ୍ଗଃ
ବନ୍ଧ୍‌ + ଘଞ୍ = ବନ୍ଧଃ

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଅଭ୍ୟାସଃ
୧ । ପ୍ରକୃତିଂ ପ୍ରତ୍ୟୟଂ ଚ ନିରୂପୟତ। (ପ୍ରକୃତି ଓ ପ୍ରତ୍ୟୟ ନିରୂପଣ କର।)
ରୋଗ, ସ୍ନେହଃ, ଦୃଷ୍ଟିଃ, ଶୟନମ୍‌, ପାନମ୍‌, ମୁଳିଃ, କୃତିଃ, ବନ୍ଦନମ୍‌
Answer:
ରୋଗଃ = ରୁଜ୍‌ + ଘଞ୍ଜ ସ୍ନେହଃ = ସ୍ବିହ୍‌ + ଘଞ୍ଚ ଦୃଷିଃ = ଦୃଶ୍‌ + ଛନ୍‌, ଶୟନମ୍‌ = ଶୀ + ଲ୍ୟୁଟ୍‌, ପାନମ୍‌ = ପା + ଲ୍ୟୁଟ୍‌, ମୁକିଃ = ମୁଚ୍‌ + ଛନ୍‌, କୃତିଃ = କୃ + ଭିନ୍‌, ବନ୍ଦନମ୍‌ = ବନ୍ଦ୍‌ + ଲ୍ୟୁଟ୍‌

୨ । ଏକ ପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର ।)
ନୀୟତେ ଅନୟା ଇତି, ଦୃଶ୍ୟତେ ଅନେନ ଇତି, ଭୂୟତେ ଇତି, ଉପେତ୍ୟ ଅଧୀତେ ଅସ୍ନାତ୍‌, ଦୀୟତେ ଇତି, ଶ୍ରୁୟତେ ଇତି, ଭୂଷ୍ଯତେ ଅନେନ, ଶଯ୍ୟତେ ଅସ୍ମିନ୍‌, ଆସ୍ୟତେ ଅସ୍ମିନ୍‌, ସ୍ମୀୟତେ ଅସ୍ମିନ୍‌
Answer:
ନୀୟତେ ଅନୟା ଇତି – ନୀତିଃ, ଦୃଶ୍ୟତେ ଅନେନ ଇତି = ଦର୍ଶନମ୍‌, ଭୂୟତେ ଇତି – ଭବନମ୍‌, ଉପେତ୍ୟ ଅଧୀତେ ଅସ୍ମାତ୍‌ – ଉପାଧ୍ଯାୟଃ, ଦୀୟତେ ଇତି – ଦାନମ୍‌, ଶୁୟତେ ଇତି – ଶ୍ବଣମ୍‌, ଭୂଷ୍ଯତେ ଅନେନ – ଭୂଷଣମ୍‌, ଶଯ୍ୟତେ ଅସ୍ମିନ୍‌ – ଶୟନମ୍‌, ଆସ୍ୟତେ ଅସ୍ମିନ୍‌ – ଆସନମ୍‌, ସୁୀୟତେ ଅସ୍ମିନ୍‌ – ସୁାନମ୍‌

୩ । ଉଦାହରଣାନୁସାରଂ ଶୂନ୍ୟସ୍ଫାନଂ ପୂରୟତ । (ଉଦାହରଣ ଅନୁସାରେ ଶୂନ୍ୟସ୍କାନ ପୂରଣ କର ।)
ଯଥା – ମ୍ଲୈ + କ୍ରିନ୍‌ = ମ୍ଲାନିଃ
ତଥା – ହା + କ୍ତିନ୍‌ = ______________
Answer:
ହାନିଃ

କୃ + ______________ = କୃତିଃ
Answer:
କ୍ତିନ୍‌

______________ + କ୍ତିନ୍‌ = ମୁକ୍ତି
Answer:
ମୂଚ୍‌

ସମ୍‌ + ______________ + ଘଞ୍ଚ = ସଂହାରଃ
Answer:
ହୂ

ଦୃଶ୍‌ + ______________ = ଦର୍ଶନମ୍‌
Answer:
ଲ୍ୟୁଟ୍‌

ତ୍ୟଜ୍‌ + ଘଞ୍‌ = ______________
Answer:
ତ୍ୟାଗଃ

ଦା + ______________ = ଦାନମ୍‌
Answer:
ଲ୍ୟୁଟ୍‌

______________ + ଲ୍ୟୁଟ୍‌ = ଶ୍ରବଣମ୍‌
Answer:
ଶ୍ର

“କ୍ତି” ଓ ‘କବତୁ’ ପ୍ରତ୍ୟୟ
କ୍ତ (ତ) ଓ କ୍ତବତୂ (ତବତ୍‌) ଏହି ପ୍ରତ୍ୟୟ ଦୁଇଟିକୁ ‘ନିଷ୍ଠା’ ପ୍ରତ୍ୟୟ କହନ୍ତି। ସାଧାରଣତଃ ଅତୀତ କାଳ ଅର୍ଥରେ ଏହି ପ୍ରତ୍ୟୟ ଦୁଇଟିକୁ ବ୍ୟବହାର କରାଯାଏ । ଏହା ବିଶେଷଣ ଓ କ୍ରିୟା ପଦ ରୂପେ ବ୍ୟବହୃତ ହୁଏ । ଏହା ବିଶେଷଣ ହୋଇଥିବାରୁ ବିଶେଷ୍ୟ ପଦର ଲିଙ୍ଗ ବଚନ ଓ ବିଭଜ୍ତିକୁ ଅନୁସରଣ କରିଥାଏ । (ପଠ୍‌ + କ = ପଠିତ, ମୁଚ୍‌ + କ = ମୁକ, ଖ୍ଦ୍‌ + କ = ଖ୍ନୁ, ପଚ୍‌ + କ = ପକ୍, ମୁହ୍‌ + କ = ମୁଗୁ/ ମୂଢ଼, ଦୃଶ୍‌ + କ = ଦୃଷ, ହା + କ = ହୀନ)

“କ୍ତିବତୁ” – (ତବତ୍‌)
କର୍ତ୍ତବାଚ୍ୟରେ ସମସ୍ତ ଧାତୁ ପରେ ‘କ୍ତବତୁ’ ପ୍ରତ୍ୟୟ ଲାଗେ। କ୍ତବତୁ ପ୍ରତ୍ୟୟାନ୍ତ ପଦ ଫୁଲିଙ୍ଗରେ ଶ୍ରୀମତ୍‌, ସ୍ତ୍ରୀଲିଙ୍ଗରେ ଡୀପ୍‌ଯୁକ୍ତ ହୋଇ ନଦୀ ଏବଂ କ୍ଳୀବଲିଙ୍ଗରେ ଶ୍ରୀମତ୍‌ ଶବ୍ଦ ପରି ରୂପ ହୁଏ ।
ଯଥା – ଗମ୍‌ + କବତୁ = ଗତବତ୍‌, ଫୁଲିଙ୍ଗ – ଗତବାନ୍‌
ସ୍ତ୍ରୀଲିଙ୍ଗ – ଗତବତୀ କ୍ଲୀବଲିଙ୍ଗ – ଗତବତ୍‌

ଞ୍ଚକ୍ତବତୁ ପ୍ରତ୍ୟାୟନ୍ତ ପଦର ପ୍ରୟୋଗ
ପ୍ରୟୋଗ –
୧ । ମୁଁ ଘରେ ଖାଇଥୁଲି ।
ଅହଂ ଗୃହେ ଖାଦିତବାନ୍‌ । (ଖାଦ୍‌ + କବତୁ )
ଖାଦିତବାନ୍‌ – ଏହା ସମାପିକା କ୍ରିୟାବୋଧକ ( ବିଶେଷଣ) ହେତୁ ଅହଂ- କର୍ଭାକୁ ଅନୁସରଣ କରି ଫୁଂଲିଙ୍ଗ ୧ମା ବିଭକ୍ତି ଏକବଚନ ହୋଇଛି ।

୨ । ତୁମ୍ଭେମାନେ ଗାଁକୁ ଯାଇଥ୍ଲ ।
ଯୂୟଂ ଗ୍ରାମଂ ଗନ୍ତବନ୍ତଃ । (ଗମ୍‌ + କବତୁ )
ଏଠାରେ ଯୂୟଂ କର୍ତା ଅନୁସାରେ “ ଗତବନ୍ତଃ” ଫୁଂଲିଙ୍ଗ ୧ ମା ବିଭକ୍ତି ବହୁବଚନ ହୋଇଛି ।

୩ । ସୁଶୀଳା ସାମୀଙ୍କ ସେବା କରିଥଲା ।
ସୁଶୀଳା ପତିଂ ସେବିତବତୀ । (ସେବ୍‌ + କବତୁ + ଡୀପ୍‌)
ସୁଶୀଳା ସ୍ତ୍ରୀଲିଙ୍ଗ ହେତୁ କ୍ରିୟାପଦ କ୍ତବତୁ ପ୍ରତ୍ୟୟାନ୍ତ ସ୍ତ୍ରୀଲିଙ୍ଗ ୧ମା ବିଭକ୍ତି ଏକବଚନାନ୍ତ “ସେବିତବତୀ” ହେଲା ।

୪। ଗାଡ଼ିଟି ଭୁବନେଶ୍ବରକୁ ଆସିଲା ।
ଯାନଂ ଭୁବନେଶ୍ବରମ୍‌ ଆଗତବତ୍‌ । (ଆ + ଗମ୍‌ + କବତୁ)
ଯାନଂ କ୍ଲୀବଲିଙ୍ଗ ହେତୁ କ୍ରିୟାପଦ କ୍ତବତୁ ପ୍ରତ୍ୟୟାନ୍ତ କ୍ଲୀବଲିଙ୍ଗ ୧ମା ବିଭକ୍ତି ଏକବଚନରେ “ଆଗତବତ୍‌” ହେଲା ।

୫ । ପଠିତ ବନ୍ତଃ ଛାତ୍ରାଃ ପୁରସ୍କାର ପ୍ରାପ୍ତବନ୍ତଃ ।
ପଢ଼ିଥ୍‌ବା ଛାତ୍ରମାନେ ପୁରସ୍କାର ପାଇଲେ । ଏଠାରେ ପଠିତବନ୍ତଃ (ପଠ୍‌ + କ୍ତବତୁ) “ଛାତ୍ରା”ର ବିଶେଷଣ ଓ
ପ୍ରାପ୍ତବନ୍ତଃ (ପ୍ର + ଆପ୍‌ + କ୍ତବତୂ) କ୍ରିୟାପଦ । ଛାତ୍ରାଃ ଫୁଲିଙ୍ଗ ୧ ମା ବହୁବଚନ ହୋଇଥୁବାରୁ ପଠିତ ବନ୍ତଃ ଓ ପ୍ରାପ୍ତବନ୍ତଃ ସେହିପରି ଫୁଲିଙ୍ଗ ୧ମା ବହୁବଚନାନ୍ତ ହେଲା ।

୬ । କାନ୍ଦିଥ୍ବା ଝିଅଟିକୁ ଖେଳନା ଦିଅ ।
କ୍ରନ୍ଦିତବତ୍ୟୈ ବାଳିକାୟୈ କ୍ରୀଡ଼ନକଂ ଦେହି ।
ଏଠାରେ କ୍ରନ୍ଦିତବତୀ ବାଳିକାର ଚୁତର୍ଥୀ ବିଭକ୍ତି ହୋଇଛି । ବାଳିକା ସ୍ତ୍ରୀଲିଙ୍ଗର ବିଶେଷଣ କ୍ରନ୍ଦିତବତୀ (କ୍ରନ୍ଦ୍‌ + କ୍ତବତୁ + ଡୀପ୍‌) କୃଦନ୍ତପଦରେ ବାଳିକାୟୈ ପାଇଁ କ୍ରନ୍ଦିତବତ୍ୟୈ ୪ର୍ଥୀ ଏକବଚନାନ୍ତ ହୋଇଛି ।

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

୭ । ଶୁଖ୍‌ଲା (ଶୁଖ୍ଯାଇଥୁବା) ପତ୍ରଗୁଡ଼ିକ ତଳେ ପଡ଼ିଥୁଲା ।
ଶୁଷ୍କବନ୍ତି ପତ୍ରାଣି ଭୂମୌ ପତିତବନ୍ତି ।
ଶୁଷ୍କବନ୍ତି (ଶୁଷ୍‌ + କ୍ତବତୁ) କ୍ଳୀବଲିଙ୍ଗ ୧ମା ବହୁବଚନ ପତ୍ରାଣିର ବିଶେଷଣ ଏବଂ ପତିତବନ୍ତି (ପତ୍‌ + କବତୁ)
କ୍ଳୀବଲିଙ୍ଗ ୧ମା ବିଭକ୍ତି ବହୁବଚନ ହୋଇ କ୍ରିୟାପଦ ରୂପେ ବ୍ୟବହୃତ ହୋଇଛି ।

‘କ୍ତ’ – (ତ) ପ୍ରତ୍ୟୟ
“କ୍ତ” ପ୍ରତ୍ୟୟାନ୍ତ ପଦ ବିଶେଷଣ ଓ ସମାପିକା କ୍ରିୟା ରୂପେ ବ୍ୟବହାର କରାଯାଏ । ଫୁଲିଙ୍ଗରେ ବାଳକ, ସ୍ତ୍ରୀଲିଙ୍ଗରେ ଲତା ଏବଂ କ୍ଳୀବଲିଙ୍ଗରେ ଫଳ ଶବ୍ଦର ରୂପ ପରି ରୂପ ହୁଏ ।

ଯଥା – ଗମ୍‌ + କ୍ତ = ଗତ, ଫୁଲିଙ୍ଗ = ଗତଃ, ସ୍ତୀଲିଙ୍କ = ଗତା, କ୍ଲଳୀବଲିଙ୍କ = ଗତମ୍‌, ଦୃଶ୍‌ + କ୍ତ = ଦୃଷ୍ଟ, ଫୁଦୃଷ୍ଟଃ, ସ୍ତ୍ରୀ- ଦୃଷ୍ଟା, କ୍ଳୀ = ଦୃଷ୍ଟମ୍‌ ଇତ୍ୟାଦି ।

ବିଭିନ୍ନ ବାକ୍ୟରେ ପ୍ରୟୋଗର ଉଦାହରଣ
(କ) କର୍ରୂବାଚ୍ୟରେ –
(୧) ସଃ ଗ୍ରାମଂ ଗତଃ । (ଗମ୍‌ + କ୍ତ) ସେ ଗ୍ରାମକୁ ଗଲା ।
(୨) ଶିଶୁଃ ଶଯ୍ୟାୟାଂ ଶୟିତଃ । (ଶୀଙ୍‌ + କ୍ତ) ଶିଶୁ ଶେଯରେ ଶୋଇଲା ।
(୩) ଯାନଂ ଭୁବନେଶ୍ବରଂ ଗତମ୍‌ । (ଗମ୍‌ + କ୍ତ) ଗାଡ଼ିଟି ଭୁବନେଶ୍ବରକୁ ଗଲା ।
(୪) ସୀତା ଆଶ୍ରମେ ଉଷିତା । (ବସ୍‌ + କ୍ତ + ଟାପ୍‌) ସୀତା ଆଶ୍ରମରେ ବାସ କରୁଥ୍ଲେ ।
ଏଠାରେ (୧) ସଃ- ଫୁଲିଙ୍ଗ ଏକବଚନ ପାଇଁ ଗତଃ ।
(୨) ଶିଶୁଃ – ଫୁଲିଙ୍ଗ ଏକବଚନ ପାଇଁ ଶୟିତଃ ।
(୩) ଯାନଂ – କ୍ଳୀବଲିଙ୍ଗ ଏକବଚନ ପାଇଁ ଗତମ୍‌ ।
(୪) ସୀତା- ସ୍ତ୍ରୀଲିଙ୍କ ଏକବଚନ ପାଇଁ ଉଷିତ଼ା ସ୍ତ୍ରୀଲିଙ ଏକବଚନ ହୋଇଛି ।

(ଖ) କର୍ମବାଚ୍ୟରେ –
(୧) ମୟା ଗ୍ରାମଃ ଗତଃ । (ଗମ୍‌ + କ୍ତ) – ମୁଁ ଗାଁକୁ ଗଲି ।
(୨) ରାମେଣ ସୀତୀ ପୃଷ୍ଠା। (ପ୍ରଛ୍‌ + କ୍ତ + ଟାପ୍‌) – ରାମ ସୀତାଙ୍କୁ ପଚାରିଲେ ।
(୩) ବାଳକୈଃ ଫଳାନି ଖାଦିତାନି । ( ଖାଦ୍‌ + କ୍ତ) – ପିଲାମାନେ ଫଳ ଖାଇଲେ ।
ଏଠାରେ (୧) ବାକ୍ୟରେ ଗ୍ରାମଃ ପାଇଁ ଗତଃ ଫୁଲିଙ୍ଗ ଏକବଚନ ।
(୨) ବାକ୍ୟରେ ସୀତା ସ୍ତ୍ରୀଲିଙ୍ଗ ହୋଇଥ୍ବାରୁ ପୃଷ୍ଠା ସ୍ତ୍ରୀଲିଙ୍ଗ ଏକବଚନ ହୋଇଛି ।
(୩) ବାକ୍ୟରେ ଫଳାନି କ୍ଳୀବଲିଙ୍ଗ ବହୁବଚନ ହୋଇଥୁବାରୁ ଖାଦିତାନି କ୍ଲୀବଲିଙ୍ଗ ବହୁବଚନ ହୋଇଛି ।

(ଗ) ଭାବବାଚ୍ୟରେ –
(୧) ମୟା ହସିତମ୍‌ (ମୁଁ ହସିଲି) । (ହସ୍‌ + କ୍ତ)
(୨) ତେନ ଶୟିତମ୍‌ (ସେ ଶୋଇଲା) । (ଶୀଙ୍‌ + କ୍ତ)
(୩) ବାଳକୈଃ କ୍ରୀଡ଼ିତମ୍‌ । (ପିଲାମାନେ ହସିଲେ) (କୀଡ୍‌ + କ୍ତ) ଭାବବାଚ୍ୟରେ “କ୍ତ” ପ୍ରତ୍ୟୟାନ୍ତ ପଦ ସର୍ବଦା
୧ମା ବିଭକ୍ତି କ୍ଲୀବଲିଙ୍ଗ ଏକବଚନରେ ବ୍ୟବହୃତ ହୁଏ ।

ବିଶେଷଣ ରୂପେ –
(୧) ଆଗତେଭ୍ୟଃ ଶିଶୁଭ୍ୟଃ ଫଳାନି ଦେହି (ଆସୁଥ୍ବା ପିଲାଙ୍କୁ ଫଳ ଦିଅ।) ଏଠାରେ ଶିଶୁଭ୍ୟଃର ବିଶେଷଣ ରୂପେ ଆଗତଭ୍ୟେଃ (ଆ + ଗମ୍‌ + କ୍॥) ଫୁଲିଙ୍ଗ ୪ର୍ଥୀ ବିଭଛି ବହୁବଚନ ହୋଇଛି ।
(୨) ବୃକ୍ଷାତ୍‌ ପତିତାନି ଫଳାନି ମଧୁରାଣି । (ଗଛରୁ ପଡ଼ିଥ୍‌ବା ଫଳଗୁଡ଼ିକ ମଧୁର ।) ଏଠାରେ ଫଳାନିର ବିଶେଷଣ ହୋଇଥିବାରୁ ପତିତାନି (ପତ୍‌ + କ୍ତ) କ୍ଳୀବଲିଙ୍ଗ ବହୁବଚନ ହୋଇଛି ।
(୩) ତେନ କ୍ରୀତାଂ ଶାଟିକାଂ ପଶ୍ୟ । ସେ କିଣିଥ୍ବା ଶାଢ଼ିକୁ ଦେଖ । ଏଠାରେ ଶାଟିକାଂ ସ୍ତ୍ରୀଲିଙ୍ଗ ୨ୟା ଏକବଚନ, ତାର ବିଶେଷଣ କ୍ରୀତାଂ (କୀ + କ୍ତ + ଟାପ୍‌) ସ୍ତୀଲିଙ୍ଗ ୨ୟା ଏକବଚନରେ ବ୍ୟବହୃତ ହୋଇଛି ।

ବର୍ତମାନ କାଳରେ ମଧ୍ଯ “ସ୍ତ” ପ୍ରତ୍ୟୟାନ୍ତ ପଦର ବ୍ୟବହାର ଦେଖାଯାଏ ।
୧ । ଇଦଂ ସର୍ବେଷାଂ ମତମ୍‌ (ମନ୍‌ + କ୍ତ) (ଏହା ସମସ୍ତଙ୍କ ମତ)
୨ । ମନ୍ତ୍ରିଣଃ ପ୍ରଜାଦୁଃଖଂ ବୁଦ୍ଧମ୍‌ । (ବୁଧ୍‌ + କ୍ତ) ମନ୍ତ୍ରୀ ପ୍ରଜାଙ୍କ ଦୁଃଖ ବୁଝନ୍ତି ।
୩ । ବିଦ୍ଵାନ୍‌ ସର୍ବେଷାଂ ପୂଜିତଃ । (ପୂଜ୍‌ + କ୍ତ) ସମସ୍ତେ ବିଦ୍ବାନ୍‌ଙ୍କୁ ପୂଜା କରନ୍ତି ।
୪ । ଜ୍ଞାନୀ ସର୍ବେଷାମ୍‌ ଆଦୃତଃ । (ଆ + ଦୃ + କ୍ତ) ଜ୍ଞାନୀଙୁ ସମସେ ଆଦର କରନି ।
୫। ସଃ ମମ ବିଦିତଃ । (ବିଦ୍‌ + କ୍ତ) ମୁଁ ତାଙ୍କୁ ଜାଣିଛି ।

କେତେକ ‘କ୍ତ’ ପ୍ରତ୍ୟୟାନ୍ତ ପଦର ଉଦାହରଣ
ଯା + କ୍ତ = ଯାତ
ଭୂ + କ୍ତ = ଭୂତ
କୃ + କ୍ତ = ଜୀର୍ଣ୍
ଶୃ + କ୍ତ =ଶୀର୍ଣ୍ତ
କ୍ଷୁଦ୍‌ + କ୍ତ = କ୍ଷୁଣ୍ଢ
ବଚ୍‌ + କ୍ତ = ଉକ୍ତ
ସପ୍‌ + କ୍ତ = ସୁପ୍ତ
ବହ୍‌ + କ୍ତ = ଉଢ଼
ଅଭି + ଧା + କ୍ତ = ଅଭିହିତ
ପ୍ର + ସଦ୍‌ +କ୍ତ = ପ୍ରସନ୍ନ
ବି + ସଦ୍‌ + କ୍ତ = ବିଷଣ୍ଡ
ଆ + ସଦ୍‌ + କ୍ତ = ଆସନ୍ନ
ଅଦ୍‌ + କ୍ତ = ଅନ୍ନ
ଭିଦ୍‌ + କ୍ତ = ଭିନ୍ନ
ଭୁଜ୍‌ + କ୍ତ = ଭୁକ୍ତ
ଶୁଷ୍‌ + କ୍ତ = ଶୁଷ୍କ
ପଚ୍‌ + କ୍ତ = ପକ୍ସ
ଲଭ୍‌ + କ୍ତ = ଲବ୍ଛ
ମୁହ୍‌ + କ୍ତ = ମୁଗ୍ରଚ. ମୂଢ଼
ହା + କ୍ତ = ହୀନ
ଦୂହ୍‌ + କ୍ତ = ଦୁଗ୍ଧ

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

୧ । ପ୍ରକୃତିଂ ପ୍ରତ୍ୟୟଂ ଚ ନିରୂପୟତ। (ପ୍ରକୃତି ଓ ପ୍ରତ୍ୟୟ ନିରୂପଣ କର ।)
ଉକ୍ତବାନ୍‌, ଶ୍ରୁତବତୀ, କଥୂତମ୍‌, ପୀତଃ, ଗୀତମ୍‌, ଖୂନୁଃ, ପକ୍ମ୍‌, ବୁଦ୍ଧମ୍‌, ମନ୍ତିତମ୍‌, ପଠିତା
Answer:
ଉକ୍ତବାନ୍‌ = ବଚ୍‌ + ଲବତୁୂ, ଶୁତବତୀ = ଶୁ + କବତୁ, କଥ୍ତମ୍‌ = କଥ୍‌ + କ୍ତ, ପୀତଃ = ପ୍ରୀତା + କ୍ତ, ଗୀତମ୍‌ = ଗୈ + କ୍ତ, ଖ୍ନୁଃ = ଖ୍ଦ୍‌ + କ୍ତ, ପକ୍ମ୍‌ = ପଚ୍‌ + କ୍ତ, ବୁଦ୍ଧମ୍‌ = ବୁଧ୍‌ + କ୍ତ, ମନ୍ତିିତମ୍‌ = ମନ୍‌ + କ୍ତ, ପଠିତା = ପଠ୍‌ + କ୍ତ, ସ୍ତ୍ରୀ ଟାପ୍‌

୨ । ଭ୍ରମସଂଶୋଧନଂ କୁରୁତ। (ଭ୍ରମ ସଂଶୋଧନ କର।)
ମୟା ଲତା ଦୃଷ୍ଟମ୍‌। ସୀତା ଗୀତାଂ ପଠିତବାନ୍‌ । ବାଳକୈଃ ଶୟିତାନି। ପତିତଃ ଫଳଂ ମଧୁରମ୍‌ । ଶିଶବଃ ଦୁଗ୍ଧଂ ପୀତମ୍‌ । ବାଳିକାଃ ଧନଂ ପ୍ରାପ୍ତବନ୍ତଃ । ଯୂୟଂ କଦା ଆଗତଃ ।

ଉଇ ମୟା ଲତା ଦୃଷ୍ଟମ୍‌ ।
Answer:
ମୟା ଲତା ଦୃଷ୍ଟା ।

ସୀତା ଗୀତାଂ ପଠିତବାନ୍‌ ।
Answer:
ସୀତା ଗୀତାଂ ପଠିତବତୀ ।

ବାଳକୈଃ ଶୟିତାନି ।
Answer:
ବାଳକୈଃ ଶୟିତମ୍‌ ।

ପତିତଃ ଫଳଂ ମଧୁରମ୍‌ ।
Answer:
ପତିତଂ ଫଳଂ ମଧୁରମ୍‌ ।

ଶିଶବଃ ଦୁଗ୍ଧଂ ପୀତମ୍‌ ।
Answer:
ଶିଶବଃ ଦୁଗ୍ଧଂ ପୀତବନ୍ତଃ ।

ବାଳିକାଃ ଧନଂ ପ୍ରାପ୍ତବନ୍ତଃ ।
Answer:
ବାଳିକାଃ ଧନଂ ପ୍ରାପ୍ତବତ୍ୟଃ ।

ଯୂୟଂ କଦା ଆଗତଃ ।
Answer:
ଯୂୟଂ କଦା ଆଗତାଃ ।

‘ତବ୍ୟ’ ଓ ‘ଅନୀୟ’ ପ୍ରତ୍ୟୟ
ତବ୍ୟ ଓ ଅନୀୟର (ଅନୀୟ) ପ୍ରତ୍ୟୟକୁ କୃତ୍ୟ ପ୍ରତ୍ୟୟ କହନ୍ତି। ଭବିଷ୍ୟତକାଳ ବୋଧକ, ଉଚିତ, ବିଧ, ସମ୍ଭାବନା ଅର୍ଥରେ ଧାତୁରେ ତବ୍ୟ ଓ ଅନୀୟ ପ୍ରତ୍ୟୟ ଯୋଗ କରାଯାଏ । ଏହା ସାଧାରଣତଃ ବିଶେଷଣ ଓ ସମାପିକାକ୍ରିୟା ରୂପେ ବ୍ୟବହୃତ ହୁଏ । କୃତ୍ୟ ପ୍ରତ୍ୟୟାନ୍ତ ପଦ କର୍ମବାଚ୍ୟରେ ବ୍ୟବହୃତ ହେଲେ କର୍ମର ଲିଙ୍ଗ, ବିଭକ୍ତି ଓ ବଚନକୁ ଅନୁସରଣ କରେ । ମାତ୍ର ଭାବବାଚ୍ୟରେ ବ୍ୟବହୃତ ହେଲେ ସର୍ବଦା କ୍ଳୀବଲିଙ୍ଗ ୧ମା ଏକ ବଚନାନ୍ତ ହୁଏ ।

ଉଦାହରଣ – ଗମ୍‌ + ତବ୍ୟ = ଗନ୍ତବ୍ୟ, ଗମ୍‌ + ଅନୀୟ = ଗମନୀୟ । ତବ୍ୟ ଓ ଅନୀୟ ପ୍ରତ୍ଯୟାନ୍ତ ଶବ୍ଦ ଫୁଲିଙ୍ଗରେ ବାଳକ ଶବ୍ଦ ପରି, ସ୍ତ୍ରୀଲିଙ୍ଗରେ ଲତା ଶବ୍ଦ ପରି ଏବଂ କ୍ଳୀବଲିଙ୍ଗରେ ଫଳ ଶବ୍ଦ ପରି ରୂପ ହୁଏ ।
ବାକ୍ୟରେ ପ୍ରୟୋଗ –
ପ୍ରୟୋଗ ୧ । ମୟା ଚନ୍ଦ୍ରଃ ଦ୍ରୁଷ୍ଟବ୍ୟଃ । (ଦୃଶ୍‌ + ତବ୍ୟ)
ମୁଁ ଚନ୍ଦ୍ରକୁ ଦେଖ୍‌ବି / ଦେଖ୍‌ପାରେ ଦେଖ୍‌ବା ଉଚିତ । ଏଠାରେ ଚନ୍ଦ୍ରଃ ଫୁଲିଙ୍ଗ ପ୍ରଥମା ବିଭକ୍ତି ଏକବଚନ ତେଣୁ ଦ୍ରୁଷ୍କବ୍ୟଃ ଫୁଲିଙ୍ଗ ୧ମା ବିଭକ୍ତି ଏକବଚନ ହେଲା। ଅନୁକ୍ତେ କର୍ତରି ୩ୟା, କର୍ମଣି ୨ୟା, କ୍ରିୟା କର୍ମ ଅଧୀନ ।

ପ୍ରୟୋଗ ୨ । ତେନ ଗୀତା ପଠିତବ୍ୟା । (ପଠ୍‌ + ତବ୍ୟ + ଟାପ୍‌)
ସେ ଗୀତା ପଢ଼ିବ / ପଢ଼ିପାରେ/ ପଢ଼ିବା ଉଚିତ । ଏଠାରେ ଗୀତା ସ୍କୀଲିଙ୍ଗ ୧ମା ବିଭକ୍ତି ଏକବଚନ ହେତୁ ପଠିତତବ୍ୟା, ସ୍ତରୀଲିଙ୍ଗ ୧ମା ବିଭକ୍ତି ଏକବଚନ ହେଲା । ଅନୁକ୍ତେ କଉ୍ତରି ୩ୟା, କର୍ମଣି ୨ୟା, କ୍ରିୟା କର୍ମର ଅଧୀନ ।

ପ୍ରୟୋଗ ୩ । ବାଳକେନ ଫଳାନି ଖାଦିତବ୍ୟାନି । (ଖାଦ୍‌ + ତବ୍ୟ)
ବାଳକଟି ଫଳଗୁଡ଼ିକ ଖାଇବ । ଫଳାନି କ୍ଲୀବଲିଙ୍ଗ ୧ମା ବିଭକ୍ତି ବହୁବଚନ ତେଣୁ ଖାଦିତବ୍ୟାନି କ୍ଳୀବଲିଙ୍ଗ ୧ମା ବିଭକ୍ତି ବହୁବଚନ ରୂପ ହେଲା ।

ମନେରଖ :
ଯେଉଁ ଧାତୁରେ “ତବ୍ୟ ପ୍ରତ୍ୟୟ ହୁଏ “ଅନୀୟଂ ପ୍ରତ୍ୟୟ ମଧ୍ଯ ସେହି ଅର୍ଥରେ ଧାତୁରେ ହୁଏ ।]

ଯଥା – ମୟା ଗ୍ରାମଃ ଗନ୍ତବ୍ୟଃ (ଗମ୍‌ + ତବ୍ୟ) ବା ଗମନୀୟଃ (ଗମ୍‌ + ଅନୀୟ)
ମୁଁ ଗାଁକୁ ଯିବି/ ଯାଇପାରେ / ଯିବା ଉଚିତ ।
ତେନ ଚିଲିକା ଦ୍ରଷ୍ଟବ୍ୟା ( ଦୃଶ୍‌ + ତବ୍ୟ + ଟାପ୍‌) ବା ଦର୍ଶନୀୟା (ଦୃଶ୍‌ + ଅନୀୟ + ଟାପ୍‌)
ସେ ଚିଲିକା ଦେଖ୍ବା ଉଚିତ / ଦେଖୁବ/ ଦେଖ୍ପାରେ ।
ବାଳକୈଃ ଫଳାନି ଖାଦିତବ୍ୟାନି ( ଖାଦ୍‌ + ତବ୍ୟ) ଅଥବା
ପିଲାମାନେ ଫଳ ଖାଇବେ।/ ଖାଇବା ଉଚିତ/ ଖାଇପାରନ୍ତି ।
ଖାଦନୀୟାନି (ଖାଦ୍‌ + ଅନୀୟ)
ଭକ୍ତାନାଂ ପୁରାଣଂ ଶ୍ରୋତବ୍ୟମ୍‌ । (ଶ୍ର + ତବ୍ୟ) ଅଥବା
ଭକ୍ତମାନେ ପୁରାଣ ଶୁଣିବେ/ ଶୁଣିବା ଉଚିତ / ଶୁଣିପାରନ୍ତି ।

କେତେକ ମୂଳଧାତୁ ଏବଂ ତବ୍ୟ ଓ ଅନୀୟ ପ୍ରତ୍ୟୟାନ୍ତ ଶବ୍ଦ
ଗମ୍‌ – ଗନ୍ତବ୍ୟ, ଗମନୀୟ
ଦୃଶ୍‌ – ଦ୍ରଷ୍ଟବ୍ୟ, ଦର୍ଶନୀୟ
ନୀ – ନେତବ୍ୟ, ନୟନୀୟ
ଦା – ଦାତବ୍ୟ, ଦାନୀୟ
ବୁଧ୍‌ – ବୋଦ୍ଧବ୍ୟ, ବୋଧନୀୟ
ପଚ୍‌ ପକ୍ତବ୍ୟ, ପଚନୀୟ
କୃ – କର୍ତବ୍ୟ, କରଣୀୟ
ପା – ପାତବ୍ୟ, ପାନୀୟ
ଭାବବାଚ୍ୟରେ ତବ୍ୟ ଓ ଅନୀୟ ପ୍ରତ୍ୟୟାନ୍ତ ପଦ କ୍ଲୀବଲିଙ୍ଗ ଏକବଚନରେ ବ୍ୟବହୃତ ହୁଏ । ଯଥା ମମ ଶୟିତବ୍ୟମ୍‌ / ଶୟନୀୟମ୍‌ । ବାଳକୈଃ ସ୍ତ୍ରାତବ୍ୟମ୍‌ / ସ୍ଥାନୀୟମ୍‌ । ମୁଁ ଶୋଇବି/ ଶୋଇପାରେ/ ଶୋଇବା ଉଚିତ ।ଯୁକ୍ଷ୍ମାଭିଃ ହସିତବ୍ୟମ୍‌ / ହସନୀୟମ୍‌ ।

BSE Odisha 10th Class Sanskrit Grammar Solutions Chapter 4 କୃଦନ୍ତ ପ୍ରକରଣ

ଅଭ୍ୟାସ
୧ । ଏକପଦେନ ଅର୍ଥଂ ପ୍ରକାଶୟତ। (ଏକପଦରେ ଅର୍ଥ ପ୍ରକାଶ କର ।)
ଦୃଷ୍ଟୁଂ ଯୋଗ୍ୟା, ଲଝୁଂ ଯୋଗ୍ୟାନି, ପାତୂମ୍‌ ଉଚିତମ୍‌, ଦାତୁଂ ବିଧେୟମ୍‌, ବଚନସ୍ୟ ଯୋଗ୍ୟମ୍‌
Answer:
ଦୃଷ୍ଂ ଯୋଗ୍ୟା – ଦ୍ରଷ୍ଟବ୍ୟା/ ଦର୍ଶନୀୟା, ଲବୁଂ ଯୋଗ୍ୟାନି – ଲବ୍ବ୍ଯାନି, ପାତୁମ୍‌ ଉଚିତମ୍‌ – ପାତବ୍ୟମ୍‌, ଦାତୁଂ ବିଧେୟମ୍‌ – ଦାତବ୍ୟମ୍‌, ବଚନସ୍ଯ ଯୋଗ୍ୟମ୍‌ – ବକ୍ତବ୍ୟମ୍‌ ।

୨ । ପ୍ରକୃତି ପ୍ରତ୍ୟୟଂ ଚ ନିରୂପୟତ। (ପ୍ରକୃତି ପ୍ରତ୍ୟୟ ନିରୂପଣ କର ।)
ଗନ୍ତବ୍ୟମ୍‌, ଦର୍ଶନୀୟଃ, କ୍ରେତବ୍ଯଃ, ପୂଜନୀୟା, ବଚନୀୟମ୍‌, ବୋଧନୀୟଃ, ଗ୍ରହଣୀୟମ୍‌, ସୁରଣୀୟମ୍‌
Answer:
ଗନ୍ତବ୍ୟମ୍‌ = ଗମ୍‌ + ତବ୍ୟ, ଦର୍ଶନୀୟଃ = ଦୃଶ୍‌ + ଅନୀୟର, କ୍ରେତବ୍ଯଃ = କରୀ + ତବ୍ଯ, ପୂଜନୀୟା = ପୂଜ୍‌
+ ଅନୀୟର୍‌ + ଟାପ୍‌, ବଚନୀୟମ୍‌ = ବଚ୍‌ + ଅନୀୟ, ବୋଧନୀୟଃ = ବୁଧ୍‌ + ଅନୀୟ, ଗ୍ରହଣୀୟମ୍‌ = ଚରହ୍‌ + ଅନୀୟ, ସୁରଣୀୟମ୍‌ = ସୃ + ଅନୀୟ ।

୩ । ଉଦାହରଣାନୁସାରଂ ଶୂନ୍ୟସ୍ଫାନଂ ପୂରୟତ। (ଉଦାହରଣ ଅନୁସାରେ ଶୂନ୍ଯସ୍ଫାନ ପୂରଣ କର।)
ଯଥା – ସହ୍‌ + ତବ୍ୟ ସୋଢ଼ବ୍ୟଃ, ସହ୍‌ + ଅନୀୟ = ସହନୀୟଃ
ତଥା – ମନ୍‌ + ତବ୍ୟକଳ = ______________
Answer:
ମନ୍ତବ୍ୟ

ମନ୍‌ + ଅନୀୟ = ______________
Answer:
ମନନୀୟଃ

ଶ୍ରୁ + ______________ = ଶ୍ରୋତବ୍ଯୟଃ
Answer:
ତବ୍ୟ

କୃଷ୍‌ + ______________ = କର୍ଷଣୀୟଃ
Answer:
ଅନୀୟର୍‌

ସ୍ମୃ + ______________ = ସ୍କର୍ତବ୍ୟଃ
Answer:
ତବ୍ୟ

ଲୁଭ୍‌ + ______________ = ଲୋଭନୀୟ
Answer:
ଅନୀୟ

ସ୍ମୃ + ତବ୍ୟ = ______________
Answer:
ସ୍ମୃର୍ଭବ୍ୟଃ

______________ + ଅନୀୟ = ଆବନୀୟଃ
Answer:
ସ୍ତୁ

Leave a Comment