BSE Odisha 6th Class English Solutions Lesson 1 Kite

Odisha State Board BSE Odisha 6th Class English Solutions Lesson 1 Kite Textbook Exercise Questions and Answers.

BSE Odisha Class 6 English Solutions Lesson 1 Kite

BSE Odisha 6th Class English Lesson 1 Kite Text Book Questions and Answers

Session – 1 ( ସୋପାନ – ୧)
I. Pre-Reading (ପଢ଼ିବା ପୂର୍ବରୁ)

Have you ever flown kite? Have you ever observed Kite when they fly and they lie on the ground? Do kite look different when in the air? Do they also act differently?
(ତୁମେ କେବେ ଗୁଡ଼ି ଉଡ଼ାଇଛ କି ? ତୁମେ କେବେ ଗୁଡ଼ିଗୁଡ଼ିକୁ ଲକ୍ଷ୍ୟକରିଛ କି ଯେତେବେଳେ ସେମାନେ ଉଡୁଥା’ନ୍ତି ଏବଂ ଭୂମି ଉପରେ ପଡ଼ିଥା’ନ୍ତି ? ଗୁଡ଼ିସବୁ ବାୟୁମଣ୍ଡଳରେ ବା ଶୂନ୍ୟରେ ଥିଲାବେଳେ ଭିନ୍ନ ବା ଅଲଗା ପ୍ରକାର ଦେଖାଯାଆନ୍ତି କି ? ସେମାନେ ମଧ୍ୟ ଭିନ୍ନ ଭାବରେ କାର୍ଯ୍ୟ କରିଥାଆନ୍ତି କି ?)
Have you ever flown kites?
See the two pictures of the kite and guess. Is it possible to write a poem on this two stages-kite on the ground and kite in the sky? Let’s read this poem and see.
(ଗୁଡ଼ିର ଛବି ଦୁଇଟିକୁ ଦେଖ ଏବଂ ଅନୁମାନ କର । ଏହା ସମ୍ଭବ କି ଏହି ଦୁଇଟି ଅବସ୍ଥା ସମ୍ବନ୍ଧରେ ଗୋଟିଏ କବିତା ଲେଖିବା – ଯେତେବେଳେ ଗୁଡ଼ି ଭୂମି ଉପରେ ପଡ଼ିଥାଏ ଏବଂ ଆକାଶରେ ଉଡୁଥାଏ ? ଆସ ଆମେ ଏହି କବିତାକୁ ପଢ଼ିବା ଏବଂ ଦେଖିବା ।)
Is it possible to write a poem on this two stages-kite on the ground and kite in the sky?

II. While-Reading (ପଢ଼ିବା ସମୟରେ)

Text – (ପାଠ୍ୟବସ୍ତୁ)
A kite on the ground
Is just paper and string,
But up in the air
It will dance and sing.

A kite in the air
Will dance and caper,
But back on the ground
Is just string and paper.

BSE Odisha 6th Class English Solutions Lesson 1 Kite

ଓଡ଼ିଆ ଉଚ୍ଚାରଣ :
ଏ କାଇଟ୍ ଅନ୍ ଦ’ ଗ୍ରାଉଣ୍ଡ୍
ଇଜ୍ ଜଷ୍ଟ୍ ପେପର୍ ଆଣ୍ଡ୍ ଷ୍ଟ୍ରିଙ୍ଗ୍,
ବଟ୍ ଅପ୍ ଇନ୍ ଦ’ ଏୟାର୍
ଇଟ୍ ଉଇଲ୍ ଡ୍ୟାନ୍ସ ଆଣ୍ଡ୍ ସିଙ୍ଗ୍ ।

ଏ କାଇଟ୍ ଇନ୍ ଦ’ ଏୟାର୍
ଉଇଲ୍ ଡ୍ୟାନ୍ସ ଆଣ୍ଡ୍ କ୍ୟାପର୍,
ବଟ୍ ବ୍ୟାକ୍ ଅନ୍ ଦି ଗ୍ରାଉଣ୍ଡ୍
ଇଜ୍ ଜଷ୍ଟ ଷ୍ଟ୍ରିଙ୍ଗ୍ ଆଣ୍ଡ୍ ପେପର୍ ।

Knowing The Key Words – (ମୁଖ୍ୟ ଶବ୍ଦଗୁଡ଼ିକୁ ଜାଣିବା)
Stanza – 1.
kite – ଗୁଡ଼ି
ground – ଭୂମି
just – କେବଳ ମାତ୍ର
up in the air – ବାୟୁମଣ୍ଡଳରେ ଥିବା ସମୟରେ
dance – ନୃତ୍ୟ
sing – ଗୀତ ଗାଇବା
string – ଷ୍ଟ୍ରିଙ୍ଗ୍

Stanza – 2.
caper – ଲମ୍ଫ ଦେବା, ଡେଇଁବା
back on the ground – ଭୂମିରେ
paper – କାଗଜ
up in the air – ଆକାଶରେ |
dance – ନୃତ୍ୟ
sing – ଗୀତ ଗାଇବା
string – ଷ୍ଟ୍ରିଙ୍ଗ୍

BSE Odisha 6th Class English Solutions Lesson 1 Kite

ଓଡ଼ିଆ ଅନୁବାଦ :
ଭୂମି ଉପରେ ପଡ଼ିଥିବା ସମୟରେ ଗୋଟିଏ ଗୁଡ଼ି କେବଳ ମାତ୍ର କାଗଜ ଓ ସୂତା ଅଟେ, କିନ୍ତୁ ଉପରେ ବାୟୁମଣ୍ଡଳରେ ଉଡୁଥ‌ିବା ସମୟରେ ଏହା ନାଚୁଥାଏ ଏବଂ ଗୀତ ଗାଉଥାଏ । ବାୟୁମଣ୍ଡଳରେ ଗୁଡ଼ିଟି ନାଚେ ଏବଂ ଡିଏଁ, ଭୂମି ଉପରକୁ ଫେରିଲେ ଏହା କେବଳ ମାତ୍ର ସୂତା ଓ କାଗଜ ଅଟେ ।

  • The teacher reads aloud the poem pointing at each word. S/he reads (showing the poem to the students). Students listen and look at the teacher closing their books.
    ଶିକ୍ଷକ ପ୍ରତ୍ୟେକ ଶବ୍ଦକୁ ସୂଚାଇ କବିତାଟିକୁ ବଡ଼ପାଟିରେ ପଢ଼ିବେ । ସେ (ପୁ/ସ୍ତ୍ରୀ) ଶିକ୍ଷାର୍ଥୀମାନଙ୍କୁ କବିତାଟିକୁ ଦେଖାଇ ପଢ଼ିବେ । ଶିକ୍ଷାର୍ଥୀମାନେ ସେମାନଙ୍କର ବହିସବୁ ବନ୍ଦକରି ଶିକ୍ଷକଙ୍କ ଆଡ଼କୁ ଚାହିଁ ଶୁଣିବେ ।
  • Teacher reads aloud as before, students listen and see their text.
    ଶିକ୍ଷକ ପୂର୍ବପରି ବଡ଼ ପାଟିରେ ପଢ଼ିବେ, ଛାତ୍ରମାନେ ମନଦେଇ ଶୁଣିବେ ଏବଂ ସେମାନଙ୍କର ପାଠ୍ୟବିଷୟକୁ ଦେଖିବେ ।
  • Teacher reads aloud one line, students repeat after him / her in chorus
    ଶିକ୍ଷକ ବଡ଼ପାଟିରେ ଗୋଟିଏ ଧାଡ଼ିକୁ ପଢ଼ିବେ, ଶିକ୍ଷାର୍ଥୀମାନେ ତାଙ୍କ (ପୁ | ସ୍ତ୍ରୀ) ପଛରେ ସମବେତ କଣ୍ଠସ୍ଵରରେ ଏହାକୁ ପୁନରାବୃତ୍ତି କରିବେ ।
  • Students read the poem silently.
    ଶିକ୍ଷାର୍ଥୀମାନେ କବିତାଟିକୁ ନୀରବରେ ପଢ଼ିବେ ।
  • Students Answer the following questions asked by the teacher.
    ଶିକ୍ଷାର୍ଥୀମାନେ ଶିକ୍ଷକ ପଚାରିଥିବା ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ।

Comprehension Questions – (ବୋଧମୂଳକ ପ୍ରଶ୍ନବଳୀ) :

Question 1.
What is the poem about?
(କବିତାଟି କେଉଁ ବିଷୟରେ ଆଧାରିତ ?)
Answer:
The poem is about a kite.

Question 2.
The poet speaks of two situations of a kite. What are they? (Kite on ground and ___________ )
(କବି ଗୁଡ଼ିର ଦୁଇଟି ପରିସ୍ଥିତି ବିଷୟରେ କହିଛନ୍ତି । ସେଗୁଡ଼ିକ କ’ଣ ?) (ଗୁଡ଼ି ଭୂମି ଉପରେ ଏବଂ__________ )
Answer:
Kite on the ground and kite in the sky/air.

Question 3.
In which stituation is the kite more active- in the air or on the ground?
(କେଉଁ ପରିସ୍ଥିତିରେ ଗୁଡ଼ିଟି ଅଧ୍ଵ ସକ୍ରିୟ – ବାୟୁମଣ୍ଡଳରେ କିମ୍ବା ଭୂମି ଉପରେ ?)
Answer:
The kite is more active in the air.

Question 4.
What does it do when it is in the air?
(ଏହା ବାୟୁମଣ୍ଡଳରେ ଥିବାବେଳେ କ’ଣ କରେ ?)
Answer:
When the kite is in the air, it dances, sings and capers.

BSE Odisha 6th Class English Solutions Lesson 1 Kite

Question 5.
How is it when on the ground?
(ଏହା ଭୂମି ଉପରେ ଥ‌ିବାବେଳେ କିପିର ଥାଏ ?)
Answer:
When the kite is on the ground, it is just paper and string.

Question 6.
Where is the kite very happy – in the air or on the ground?
(କେଉଁଠାରେ ଗୁଡ଼ିଟି ଅଧ୍ବକ ଖୁସି ଥାଏ – ବାୟୁମଣ୍ଡଳରେ କିମ୍ବା ଭୂମି ଉପରେ ?)
Answer:
The kite is very happy in the air.

Question 7.
How many stanzas are there in the poem?
(କବିତାଟିରେ କେତୋଟି ପଦ ଅଛି ?)
Answer:
There are two stanzas in the poem.

Question 8.
What does the first stanza talk about?
(ପ୍ରଥମ ପଦଟି କେଉଁ ବିଷୟରେ କହେ ?)
Answer:
The first stanza talks about how the kite is on the ground and up in the air.

BSE Odisha 6th Class English Solutions Lesson 1 Kite

Question 9.
What does the second stanza talk about?
(ଦ୍ଵିତୀୟ ପଦଟି କେଉଁ ବିଷୟରେ କହେ ?)
Answer:
The second stanza talks about how the kite is in the air and back on the ground.

Question 10.
What do the first two lines of the first stanza talk about – kite on the ground or kite in the air?
(ପ୍ରଥମ ପଦର ପ୍ରଥମ ଦୁଇଟି ଧାଡ଼ି କେଉଁ ବିଷୟରେ କହେ ବାୟୁମଣ୍ଡଳରେ ?) – ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି
Answer:
The first two lines of the first stanza talk about- a kite on the ground.

Question 11.
What do the first two lines of the 2nd stanza talk about – kite on the ground or kite in the air?
(ଦ୍ଵିତୀୟ ପଦର ପ୍ରଥମ ଧାଡ଼ି ଦୁଇଟି କେଉଁ ବିଷୟରେ କହେ ବାୟୁମଣ୍ଡଳରେ ?) – ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି
Answer:
The first two lines of the second stanza talk about – a kite in the air.

Session – 2 ( ସୋପାନ – ୨)

III. Post-Reading (ପଢ଼ିସାରିବା ପରେ)
1. Visual Memory Development Technique (VMDT) :
(ଦୃଶ୍ୟ ସ୍ମୃତି ଉନ୍ନୟନ କୌଶଳ (VMDT))
kite flying (Pic), kite flying (Pic), string, caper, sing
(ଗୁଡ଼ି ଉଡ଼ାଇବା (ଚିତ୍ର), ଗୁଡ଼ି ଉଡ଼ାଇବା (ଚିତ୍ର), ସୂତା, ଡେଇଁବା, ଗୀତ ଗାଇବା

BSE Odisha 6th Class English Solutions Lesson 1 Kite

2. Listening – (ମନଯୋଗ ସହକାରେ ଶୁଣିବା)
(i) Your teacher will read aloud some of the words listed below. You tick the words in your book
ground, kite, string, dance, sing, caper
(ନିମ୍ନ ତାଲିକାଭୁକ୍ତ କେତେକ ଶବ୍ଦକୁ ତୁମର ଶିକ୍ଷକ ବଡ଼ପାଟିରେ ପଢ଼ିବେ । ତୁମେ ସେହି ଶବ୍ଦଗୁଡ଼ିକୁ ତୁମ ବହିରେ ଚିହ୍ନ ଦିଅ ।
ଭୂମି, ଗୁଡ଼ି, ସୂତା, ନାଚିବା, ଗୀତ ଗାଇବା, ଡେଇଁବା)
(Listen to the teacher and tick the word in your book she/he reads aloud.)
(ii) Your teacher reads aloud the first stanza, you listen to him/her and fill in the blanks.
(ତୁମର ଶିକ୍ଷକ ବଡ଼ପାଟିରେ ପ୍ରଥମ ପଦଟି ପଢ଼ିବେ, ତୁମେ ତାଙ୍କୁ (ପୁ | ସ୍ତ୍ରୀ) ମନଦେଇ ଶୁଣ ଏବଂ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।)

Question 1.
A________ On the_______.
Answer:
A kite on the ground

Question 2.
Is _______ paper and _________.
Answer:
Is just paper and string,

Question 3.
But ________ in the __________.
Answer:
But up in the air

BSE Odisha 6th Class English Solutions Lesson 1 Kite

Question 4.
It will __________ and sing.
Answer:
It will dance and sing.

3. Speaking (କଥନ) :

(i) Chain-drill: “A kite on the ground, A kite in the air.”
‘‘ଗୋଟିଏ ଗୁଡ଼ି ଭୂମି ଉପରେ, ଗୋଟିଏ ଗୁଡ଼ି ବାୟୁମଣ୍ଡଳରେ ।’’)

(ii) Reading aloud :“Teacher Vs. Students, Students Vs. Students (all the lines)
(ବଡ଼ ପାଟିରେ ପଢ଼ିବା : ଛାତ୍ରମାନେ ବନାମ ଛାତ୍ରମାନେ (ସମସ୍ତ ଧାଡ଼ିଗୁଡ଼ିକ)

Teacher reads aloud first line; the students, the second line. One group of students reads aloud the first line; other group, the second line.
(ଶିକ୍ଷକ ବଡ଼ପାଟିରେ ପ୍ରଥମ ଧାଡ଼ିଟିକୁ ପଢ଼ିବେ; ଛାତ୍ରମାନେ, ଦ୍ଵିତୀୟ ଧାଡ଼ିଟିକୁ । ଗୋଟିଏ ଦଳ ଛାତ୍ର ପ୍ରଥମ ଧାଡ଼ିଟିକୁ ବଡ଼ ପାଟିରେ ପଢ଼ିବେ; ଅନ୍ୟ ଦଳ, ଦ୍ଵିତୀୟ ଧାଡ଼ି ।)

4. Mental Talk – (ମାନସିକ କଥୋପକଥନ) :
“A kite on the ground
Just paper and string.”
(‘‘ଭୂମି ଉପରେ ପଡ଼ିଥିବା ଗୋଟିଏ ଗୁଡ଼ି କେବଳ ମାତ୍ର କାଗଜ ଏବଂ ସୂତା ଅଟେ ।’’)

Session – 3 ( ସୋପାନ – ୩)

5. Writing- (ଲେଖୁବା) :
(a) Answer the following questions
(କବିତାଟି କେଉଁ ବିଷୟରେ ଆଧାରିତ ?)

Question (i)
What is the poem about?
(କବିତାଟି କେଉଁ ବିଷୟରେ ଆଧାରିତ ?)
Answer:
The poem is about a kite.

Question (ii)
The two states of a kite are kite on the and kite ___________ and kite __________
(ଗୋଟିଏ ଗୁଡ଼ିର ଦୁଇଟି ଅବସ୍ଥା ହେଉଛି : ଗୁଡ଼ିଟି___________ ଉପରେ ଏବଂ ଗୁଡ଼ିଟି _________ ।)
Answer:
The two states of a kite are kite on the ground and kite in the air.

Question (iii)
What does a kite do when in the air?
(ବାୟୁମଣ୍ଡଳରେ ଥିବାବେଳେ ଗୋଟିଏ ଗୁଡ଼ି କ’ଣ କରେ ?)
Answer:
When a kite is in the air, it dances, sings and capers.

BSE Odisha 6th Class English Solutions Lesson 1 Kite

Question (iv)
What do the first two lines of the first stanza talk about? (Kite on the ground)
(ପ୍ରଥମ ପଦଟିର ପ୍ରଥମ ଦୁଇଟି ଧାଡ଼ି କେଉଁ ବିଷୟରେ କହେ ? ) (ଗୁଡ଼ିଟି ଭୂମି ଉପରେ)
Answer:
The first two lines of the first stanza talk about a kite on the ground.

Question (v)
What do the first two lines of the second stanza talk about? (Kite in the air)
(ଦ୍ଵିତୀୟ ପଦର ପ୍ରଥମ ଦୁଇଟି ଧାଡ଼ି କେଉଁ ବିଷୟରେ କହେ ?)
Answer:
The first two lines of the second stanza talk about a kite in the air.

(b) Given below are four pairs of lines on one side and two themes on the other side. Match them.
(ନିମ୍ନରେ ଚାରିଯୋଡ଼ା ଧାଡ଼ି ଗୋଟିଏ ପାର୍ଶ୍ବରେ ଏବଂ ଅନ୍ୟ ପାର୍ଶ୍ଵରେ ଦୁଇଟି ପ୍ରସଙ୍ଗ ଦିଆଯାଇଛି । ସେଗୁଡ଼ିକୁ ଯୋଡ଼ ।)
BSE Odisha 6th Class English Solutions Lesson 1 Kite Q.1
Answer:
BSE Odisha 6th Class English Solutions Lesson 1 Kite

BSE Odisha 6th Class English Solutions Lesson 1 Kite  Important Questions and Answers

Question 1.
What do children like to fly?
Answer:
Children like to fly kites.

Question 2.
What is a kite made of?
Answer:
A kite is made of paper and string.

BSE Odisha 6th Class English Solutions Lesson 1 Kite

Question 3.
How many states are there of a kite? What are they?
Answer:
There are two states of a kite. They are- kites on the ground and kites in the air.

Question 4.
What is the first stage of a kite?
Answer:
The first stage of a kite is on the ground.

Question 5.
What is the second state of a kite?
Answer:
The second stage of a kite is in the air.

Question 6.
Where does the kite fly?
Answer:
The kite flies in the sky.

Question 7.
What helps to fly the kite?
Answer: The wind helps to fly the kite.

BSE Odisha 6th Class English Solutions Lesson 1 Kite

Question 8.
Where does the kite go up?
Answer:
The kite goes up in the air.

Question 9.
Where does the kite come back?
Answer:
The kite comes back to the ground

Question 10.
When is the kite alive?
Answer:
The kite is alive in the air.

Question 11.
When is the kite dead?
Answer:
The kite is dead on the ground.

BSE Odisha 6th Class English Solutions Lesson 1 Kite

Question 12.
Match the words on one side with their themes on the other side.

C:\Users\Madura\Pictures\BSE Odisha 6th Class English Solutions Lesson 1 Kite.png

Leave a Comment