BSE Odisha 6th Class Maths Solutions Chapter 11 ପରିମିତି Ex 11.2

Odisha State Board BSE Odisha 6th Class Maths Solutions Chapter 11 ପରିମିତି Ex 11.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 11 ପରିମିତି Ex 11.2

Question 1.
ଗୋଟିଏ ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 7 ସେ.ମି. । ଏହାର କ୍ଷେତ୍ରଫଳ କେତେ ?
ସମାଧାନ:
ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 7 ସେ.ମି. 
ବର୍ଗକ୍ଷେତ୍ରର କ୍ଷେତ୍ରଫଳ = (7 × 7) ବ.ସେ.ମି. = 49 ବ.ସେ.ମି.

Question 2.
ପାର୍ଶ୍ଵ ଚିତ୍ରରେ ABCD ଏକ ଆୟତଚିତ୍ର ଏବଂ EDGF ଓ BJIH ପ୍ରତ୍ୟେକ ଗୋଟିଏ ଗୋଟିଏ ବର୍ଗକ୍ଷେତ୍ର ।
AD = 20 ସେ.ମି., AB = 9 ସେ.ମି., ED = 7 ସେ.ମି. BJ = 8 ସେ.ମି. ହେଲେ, ସମଗ୍ର କ୍ଷେତ୍ରର ପରିସୀମା ଓ କ୍ଷେତ୍ରଫଳ ନିର୍ଣ୍ଣୟ କର ।
BSE Odisha 6th Class Maths Solutions Chapter 11 ପରିମିତି Ex 11.2 1
ସମାଧାନ:
AD = 20 ସେ.ମି., AB = 9 ସେ.ମି., ED = 7 ସେ.ମି. BJ = 8 ସେ.ମି.
ABCD କ୍ଷେତ୍ରର ପରିସୀମା = 2 × (ଦୈର୍ଘ୍ୟ + ପ୍ରସ୍ଥ )
= 2 × (20 + 9) ସେ.ମି. = 58 ସେ.ମି.
EF + FG + GD = (7 + 7 + 7) ସେ.ମି. = 21 ସେ.ମି.
BJ + JI + IH = (8 + 8 + 8) ସେ.ମି. = 24 ସେ.ମି.

∴ ସମଗ୍ର କ୍ଷେତ୍ରର ପରିସୀମା = (58 + 21 + 24) ସେ.ମି. = 103 ସେ.ମି.
ମୋଟ କ୍ଷେତ୍ରର କ୍ଷେତ୍ରଫଳ = ABCD ଆୟତକ୍ଷେତ୍ରର କ୍ଷେତ୍ରଫଳ + EDGF ବର୍ଗକ୍ଷେତ୍ରର କ୍ଷେତ୍ରଫଳ + BJIH ବର୍ଗକ୍ଷେତ୍ରର କ୍ଷେତ୍ରଫଳ
= (20 × 9) ବର୍ଗ ସେ.ମି. + (7 × 7) ବର୍ଗ ସେ.ମି. + (8 × 8) ବର୍ଗ ସେ.ମି.
= (180 + 49 + 64 ) ବର୍ଗ ସେ.ମି.
= 293 ବର୍ଗ ସେ.ମି.

BSE Odisha 6th Class Maths Solutions Chapter 11 ପରିମିତି Ex 11.2

Question 3.
ଗୋଟିଏ ବର୍ଗାକୃତି ବିଶିଷ୍ଟ କ୍ଷେତ୍ରର କ୍ଷେତ୍ରଫଳ 64 ବର୍ଗ.ମି. । ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ?
(ସୂଚନା : ଏଠାରେ 64 କୁ ମୌଳିକ ଗୁଣନୀୟକ ମାନଙ୍କର ଗୁଣଫଳ ରୂପେ ପ୍ରକାଶ କରି 64 କୁ ଦୁଇଟି ସମାନ ସଂଖ୍ୟାର ଗୁଣଫଳରେ ପ୍ରକାଶ କରାଯାଇ ପାରିବ । ସେହି ସଂଖ୍ୟା ଦୁଇଟି ମଧ୍ୟରେ ଗୋଟିଏ ହେବ 64 ର ବର୍ଗମୂଳ ।)
ସମାଧାନ:
ବର୍ଗାକୃତିବିଶିଷ୍ଟ କ୍ଷେତ୍ରର ବାହୁର ଦୈର୍ଘ୍ୟ = କ୍ଷେତ୍ରଫଳର ବର୍ଗମୂଳ
= \(\sqrt{64}\) ବ.ମି.
= \(\sqrt{4 \times 4 \times 2 \times 2}\)
= 4 × 2 = 8 ମି.

Question 4.
ABCD ଗୋଟିଏ ଆୟତାକୃତି ବିଶିଷ୍ଟ ବଗିଋକୁ ସୂରଉଛି। ଏହି ଜମିରେ ଖୋଳାଯାଇଥବା ଏକ ବର୍ଗାକୃତି ବିଶିଷ୍ଟ ପୋଖରୀର ଚିତ୍ର ହେଉଛି PQRS । AB = 40 ମି., AD = 50 ମି. PQ = 22 ମି. ହେଲେ, ବଗିର ଭିତରେ ଥିବା ବଳକା ଜମିର କ୍ଷେତ୍ରଫଳ କେତେ ?
BSE Odisha 6th Class Maths Solutions Chapter 11 ପରିମିତି Ex 11.2 2
ସମାଧାନ:
ABCD ଆୟତାକୃତି ବଗିଚାର ଦୈର୍ଘ୍ୟ = 50 ମି. ଓ ପ୍ରସ୍ଥ = 40 ମି.
∴ ABCD ଆୟତାକାର ବଗିଚାର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = (50 × 40) ବ.ମି. = 2000 ବ.ମି.
PQRS ବର୍ଗୀକୃତି ପୋଖରୀର ବାହୁ = 22 ମି.
PQRS ବର୍ଗାକାର ପୋଖରୀର କ୍ଷେତ୍ରଫଳ = ଦୈର୍ଘ୍ୟ × ଦୈର୍ଘ୍ୟ = (22 × 22) ବ.ମି. = 484 ବ.ମି.
∴ ବଗିଚା ଭିତରେ ଥ‌ିବା ବଳକା ଜମିର କ୍ଷେତ୍ରଫଳ = 2000 ବ.ମି. – 484 ବ.ମି. = 1516 ବ.ମି.

Question 5.
ଗୋଟିଏ ଆୟତାକୃତି ବିଶିଷ୍ଟ ଜମିର ଦୈର୍ଘ୍ୟ 30 ମିଟର ଓ ପ୍ରସ୍ଥ 28 ମିଟର। ଏକ ବର୍ଗମିଟର ଜମିର ଦାମ୍ 275 ଟଙ୍କା ହେଲେ, ସେହି ଜମିକୁ ବିକ୍ରି କରି ଜମି ମାଲିକ କେତେ ଟଙ୍କା ପାଇବେ ?
ସମାଧାନ:
ଆୟତାକୃତି ଜମିର ଦୈର୍ଘ୍ୟ = 30 ମି. ଓ ପ୍ରସ୍ଥ = 28 ମି. ।
ଆୟତାକୃତି ଜମିର କ୍ଷେତ୍ରଫଳ = (30 × 28) ବ.ମି. = 840 ବ.ମି.
1 ବ.ମି. ଜମିର ଦାମ୍ = 275 ଟଙ୍କା ।
∴ 840 ବ.ମି. ଜମିର ଦାମ୍ = 275 × 840 = 2,31,000 ଟଙ୍କା ।
ସେହି ଜମିକୁ ବିକ୍ରିକରି ଜମିମାଲିକ 2,31,000 ଟଙ୍କା ପାଇବ ।

Question 6.
ଗୋଟିଏ ଟେବୁଲର ଉପରିଭାଗ ବର୍ଗାକୃତି ବିଶିଷ୍ଟ । ଏହାର ପ୍ରତ୍ୟେକ ଧାରର ଦୈର୍ଘ୍ୟ 1 ମିଟର 20ସେ.ମି., ଏହାର ଉପରିଭାଗର କ୍ଷେତ୍ରଫଳ କେତେ ? 
ସମାଧାନ:
ବର୍ଗୀକୃତି ଟେବୁଲର ପ୍ରତ୍ୟେକ ଧାରର ଦୈର୍ଘ୍ୟ 1 ମି. 20 ସେ.ମି. = 120 ସେ.ମି.
∴ ଉପରିଭାଗର କ୍ଷେତ୍ରଫଳ = (ଦୈର୍ଘ୍ୟ)2 = (120 × 120) ବର୍ଗ ସେ.ମି. = 14400 ବର୍ଗ ସେ.ମି.

Question 7.
ତଳେ ତିନୋଟି ଆୟତ କ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଦିଆଯାଇଛି ।
() 9 ମି. ଓ 6 ମି. () 17 ମି. 3 ମି. () 15 ମି. 4 ମି.
କେଉଁ ଆୟତକ୍ଷେତ୍ରର କ୍ଷେତ୍ରଫଳ ସର୍ବାଧିକ ?
କେଉଁ ଆୟତକ୍ଷେତ୍ରର ପରିସୀମା ସର୍ବାଧିକ ?
ସମାଧାନ:
(କ) ଆୟତକ୍ଷେତ୍ରର କ୍ଷେତ୍ରଫଳ = (9 × 6) ବ.ମି. = 54 ବ.ମି.
ଆୟତକ୍ଷେତ୍ରର ପରିସୀମା = 2 (9 + 6) ମି. = 300 ମି.

() ଆୟତକ୍ଷେତ୍ରର କ୍ଷେତ୍ରଫଳ = (17 × 3) ବ.ମି. = 51 ବ.ମି.
ପରିସୀମା = 2 (17 + 3) ମି. = 40 ମି.

() ଆୟତକ୍ଷେତ୍ରର କ୍ଷେତ୍ରଫଳ = (15 × 4) ବ.ମି. = 60 ବ.ମି.
ପରିସୀମା = 2 (15 + 4) ମି. = 38 ମି.
ତୃତୀୟ ଆୟତକ୍ଷେତ୍ରର କ୍ଷେତ୍ରଫଳ ସର୍ବାଧ୍କ ।
ଦ୍ୱିତୀୟ ଆୟତକ୍ଷେତ୍ରର ପରିସୀମା ସର୍ବାଧ୍କ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.2

Question 8.
ଗୋଟିଏ ଆୟତାକୃତି ବିଶିଷ୍ଟ କାର୍ଡ଼ବୋର୍ଡ଼ର କ୍ଷେତ୍ରଫଳ 36 ବର୍ଗ ସେ.ମି. । ଏହାର ଦୈର୍ଘ୍ୟ ଓ ସେ.ମି. ହେଲେ ଏହାର ପ୍ରଭୁ କେତେ ?
ଉପରେ ଦିଆଯାଇଥିବା ପ୍ରଶ୍ନକୁ ଭଲଭାବେ ପଢ଼ ଓ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ –
BSE Odisha 6th Class Maths Solutions Chapter 11 ପରିମିତି Ex 11.2 3
(i) ଆୟତାକୃତି ବିଶିଷ୍ଟ କାର୍ଡ଼ ବୋର୍ଡ଼ର କ୍ଷେତ୍ରଫଳ କେତେ ?
ସମାଧାନ:
36 ବ.ସେ.ମି.

(ii) ଏହାର ଦୈର୍ଘ୍ୟ କେତେ ?
ସମାଧାନ:
9 ସେ.ମି.

(iii) କୌଣସି ଆୟତକ୍ଷେତ୍ରର କ୍ଷେତ୍ରଫଳ ଓ ଦୈର୍ଘ୍ୟ ଜଣାଥିଲେ ତା’ର ପ୍ରସୁ କିପରି ବାହାରେ ?
ସମାଧାନ:
ପ୍ରସ୍ଥ = କ୍ଷେତ୍ରଫଳ ÷ ଦୈର୍ଘ୍ୟ

(iv) ଏଠାରେ ଆୟତାକୃତି ବିଶିଷ୍ଟ କାର୍ଡ଼ବୋର୍ଡ଼ର ପ୍ରସୁ କେତେ ହେବ ?
ସମାଧାନ:
ପ୍ରସ୍ଥ = 36 ÷ 9 = 4 ସେ.ମି.

Question 9.
16 ମିଟର ଦୈର୍ଘ୍ୟ ଓ 12 ମିଟର ପ୍ରସ୍ଥ ବିଶିଷ୍ଟ ଗୋଟିଏ କୋଠରିର ଚଟାଣରେ ଟାଇଲ ବିଛାଗଲା । ଏହି କାର୍ଯ୍ୟ ଲାଗି କେତୋଟି 2 ମି. ଦୀର୍ଘ ବାହୁବିଶିଷ୍ଟ ବର୍ଗାକୃତି ବିଶିଷ୍ଟ ଟାଇଲ ଦରକାର ହେବ ?
ସମାଧାନ:
ଚଟାଣର ଦୈର୍ଘ୍ୟ = 16 ମି. ଓ  ପ୍ରସ୍ଥ = 12 ମି.
ଚଟାଣର କ୍ଷେତ୍ରଫଳ = (16 × 12) ବ.ମି. = 192 ବ.ମି.
ବର୍ଗାକୃତି ଟାଇଲର ଦୈର୍ଘ୍ୟ 2 ମି. ହେଲେ ଟାଇଲର କ୍ଷେତ୍ରଫଳ = (2 × 2) ବ.ମି. = 4 ବ.ମି. 
∴ ଚଟାଣ ପାଇଁ ଟାଇଲ ଦରକାର = 192 ÷ 4 = 48 ଟି

Question 10.
ଗୋଟିଏ ବର୍ଗାକୃତି ବିଶିଷ୍ଟ ଜମିର ପରିସୀମା ହେଉଛି 124 ମିଟର। ଏହି ଜମିକୁ ଋଷ କରିବା ପାଇଁ ପ୍ରତି ବର୍ଗମିଟରକୁ 4 ଟଙ୍କା ହିସାବରେ ମୋଟ କେତେ ଟଙ୍କା ଦରକାର ?
ସମାଧାନ:
ଗୋଟିଏ ବଗାକୃତି ବିଶିଷ୍ଟ ଜମିର ପରିସୀମା ହେଉଛି 124 ମିଟର । 
ବର୍ଗୀକୃତି ଜମିର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 124 ÷ 4 = 31 ମିଟର
ବର୍ଗୀକୃତି ଜମିର କ୍ଷେତ୍ରଫଳ = (31 × 31) ବ.ମି. = 961 ବ.ମି. 
1 ବ.ମି.କୁ ଚାଷ କରିବାପାଇଁ ଲାଗେ 4 ଟଙ୍କା ।
∴ 961 ବ.ମି.କୁ ଚାଷ କରିବାପାଇଁ ଲାଗେ 4 × 961 = 3844 ଟଙ୍କା ।

Question 11.
12 ମିଟର ଦୀର୍ଘ ଗୋଟିଏ ଆୟତାକୃତି ବିଶିଷ୍ଟ ଜମିର କ୍ଷେତ୍ରଫଳ 120 ବର୍ଗମିଟର। ଏହାର ଊରିପାଖରେ ବାଡ଼ଦେବାପାଇଁ 1 ମିଟରକୁ ଯଦି 10 ଟଙ୍କା ଆବଶ୍ୟକ ପଡ଼େ, ତେବେ ଜମିଟିର ଋରିପାଖକୁ ବାଡ଼ଦେବା ପାଇଁ ମୋଟ କେତେ ଟଙ୍କା ଦରକାର ହେବ ?
ସମାଧାନ:
12 ମି. ଦୈର୍ଘ୍ୟ ଗୋଟିଏ ଆୟତାକୃତି ବିଶିଷ୍ଟ ଜମିର କ୍ଷେତ୍ରଫଳ = 120 ବ.ମି.
∴ ସେହି ଜମିର ପ୍ରସ୍ଥ = କ୍ଷେତ୍ରଫଳ ÷ ଦୈର୍ଘ୍ୟ = 120 ବ.ମି. – 12 ମି. = 10 ମି.
∴ ସେହି ଜମିର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (12 + 10) ମି. = 2 × 22 ମି. = 44 ମି.
1 ମିଟରକୁ ବାଡ଼ଦେବା ପାଇଁ ଖର୍ଚ୍ଚ ହୁଏ = 10 ଟଙ୍କା
44 ମିଟରକୁ ବାଡ଼ଦେବା ପାଇଁ ଖର୍ଚ୍ଚ ହେବ = 10 × 44 = 440 ଟଙ୍କା
∴ ଜମିର ଚାରିପାଖକୁ ବାଡ଼ଦେବା ପାଇଁ ମୋଟ 440 ଟଙ୍କା ଦରକାର ହେବ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.2

Question 12.
20 ସେ.ମି. ଦୀର୍ଘ ତାରଟିଏ ନେଇ ତାକୁ ବଙ୍କାଇ ବିଭିନ୍ନ ମାପ ବିଶିଷ୍ଟ ଆୟତକ୍ଷେତ୍ରରେ ପରିଣତ କରାଯିବ (ଯେପରି ପ୍ରତ୍ୟେକର ଦୈର୍ଘ୍ୟ ଓ ପ୍ରସ୍ଥର ମାପ ପୂର୍ଣ୍ଣ ସଂଖ୍ୟକ ସେ.ମି. ହେବ)। ତାରଟିକୁ କେତୋଟି ଭିନ୍ନ ଆୟତକ୍ଷେତ୍ରରେ ପରିଣତ କରିବା ସମ୍ଭବ ? ସେମାନଙ୍କ ମଧ୍ୟରୁ କେତୋଟି ବର୍ଗାକୃତି ବିଶିଷ୍ଟ ହେବ ? ପ୍ରତ୍ୟେକ କ୍ଷେତ୍ରରେ ପରିସୀମା ଓ କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
ଆୟତକ୍ଷେତ୍ରର ପରିସୀମା = 20 ସେ.ମି. ଅର୍ଥାତ୍, 2 × (ଦୈର୍ଘ୍ୟ + ପ୍ରସ୍ଥ) = 20 ସେ.ମି.
ଅର୍ଥାତ୍‌, ଦୈର୍ଘ୍ୟ + ପ୍ରସ୍ଥ = 20 ÷ 2 = 10 ସେ.ମି.
କ୍ଷେତ୍ରଟିକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ପରିଣତ କଲେ ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ
9 ଓ 1, 8 ଓ 2, 7 ଓ 3,6 ଓ 4, 5 ଓ 5
ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 9 ସେ.ମି. ଓ 1 ସେ.ମି. ହେଲେ ପରିସୀମା
= 2 (9 + 1) = 20 ସେ.ମି. ଏବଂ କ୍ଷେତ୍ରଫଳ = 9 × 1 = 9 ବର୍ଗ ସେ.ମି.
 ଆୟତ କ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 8 ସେ.ମି. ଓ 2 ସେ.ମି.ହେଲେ
ପରିସୀମା = 2 (8 + 2) = 20 ସେ.ମି. ଓ କ୍ଷେତ୍ରଫଳ = 8 × 2 = 16 ବର୍ଗ ସେ.ମି.
 ଆୟତ କ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 7 ସେ.ମି. ଓ 3 ସେ.ମି. ହେଲେ
ପରିସୀମା = 2 (7 + 3) = 20 ସେ.ମି. ଓ କ୍ଷେତ୍ରଫଳ = 7 × 3 = 21 ବର୍ଗ ସେ.ମି.
ଆୟତ କ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 6 ସେ.ମି. ଓ 4 ସେ.ମି. ହେଲେ
ପରିସୀମା = 2 (6 + 4) = 20 ସେ.ମି. ଓ କ୍ଷେତ୍ରଫଳ = 6 × 4 = 24 ବର୍ଗ ସେ.ମି. 
ବର୍ଗକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟ 5 ସେ.ମି. ହେଲେ ପରିସୀମା = 4 × 5 = 20 ସେ.ମି. ଓ 
କ୍ଷେତ୍ରଫଳ = 5 × 5 = 25 ବର୍ଗ ସେ.ମି. 
∴ 4 ଟି ଭିନ୍ନ ଆୟତକ୍ଷେତ୍ର ଓ ଗୋଟିଏ ବର୍ଗକ୍ଷେତ୍ର ହେବ ।

Leave a Comment