BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

ଉତ୍ତର ଲେଖ:
ଗଣନ ସଂଖ୍ୟା ସମୂହରେ କ୍ଷୁଦ୍ରତମ ସଂଖ୍ୟା କିଏ ?
ସମାଧାନ:
1

ପ୍ରତ୍ୟେକ ଗଣନ ସଂଖ୍ୟାଠାରୁ ତା’ ପରବର୍ତୀ ଗଣନ ସଂଖ୍ୟା କେତେ ବଡ଼ ? 
ସମାଧାନ:
1

ଏ ସଂଖ୍ୟା ସମୂହର ଶେଷ କେଉଁଠି ?
ସମାଧାନ:
ଶେଷନାହିଁ

ଯୋଗଫଳ ନିର୍ଣ୍ଣୟ କର । 
(କ) 12 + 5
ସମାଧାନ:
12 + 5 = 17

() 45 + 12
ସମାଧାନ:
45 + 12 = 57

ନିମ୍ନ ଉକ୍ତିଗୁଡ଼ିକୁ ନିଜ ଖାତାରେ ଲେଖୁ ତହିଁରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
(କ) 2038 + 352 = 352 + ______
ସମାଧାନ:
2038

() 365 + ______ = 148 + 365
ସମାଧାନ:
148

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

ତୁମେ ସେହିପରି 6 – 1 – 2 ପାଇଁ ବାସ୍ତବ ଜୀବନର ପରିସ୍ଥିତିର ଉଦାହରଣ ଦେଇ ବିୟୋଗଫଳ ନିର୍ଣ୍ଣୟ କର।
ସମାଧାନ:
(6 – 1) -2 = 5 – 2 = 3
ନ୍ୟ ପ୍ରକାକଲେ = 6 – (1 + 2) = 6 – 3 = 3
ଥିଲା 6 ଟି ଚକଲେଟ୍, ଟୁନିନେଲା 1 ଟି ଓ ରାଜୁନେଲା 2ଟି ।
ଟୁନି ଓ ରାଜୁ ଏକତ୍ର ଦେଲେ = (1 + 2) = 3ଟି ।
6 ଟିରୁ (1 + 2) ଗୋଟି ଗଲାପରେ ବଳକା ରହିଲା = 6 – (1 + 2) = 6 – 3 = 3

ନିମ୍ନରେ ଥିବା ଗୁଣନକାର୍ଯ୍ୟ କରି ଗୁଣଫଳ ନିର୍ଣ୍ଣୟ କର ।
5 × 7 = ________
ସମାଧାନ:
35

8 × 6 = ________
ସମାଧାନ:
48

12 × 9 = ________
ସମାଧାନ:
108

14 × 12 = ________
ସମାଧାନ:
168

ତୁମେ ନିଜେ କର ।
(3 × 4) × 5 = ?
ସମାଧାନ:
(3 × 4) × 5
= 12 × 5 = 60

3 × (4 × 5) = ?
ସମାଧାନ:
3 × (4 × 5)
= 3 × 20 = 60

(3 × 4) × 5 = ?
ସମାଧାନ:
(3 × 4) × 5 = 3 × (4 × 5)

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

ଉତ୍ତର ଲେଖ:
(କ) 0 × 46
ସମାଧାନ:
0 × 46 = 0 

() 46 × 0
ସମାଧାନ:
46 × 0 = 0

() 0 ÷ 46
ସମାଧାନ:
0 ÷ 46 = 0

(ଘ) 46 ÷ 0
ସମାଧାନ:
46 ÷ 0 = କୌଣସି ନିର୍ଦ୍ଦିଷ୍ଟ ଭାଗଫଳ ନାହିଁ ।

ସଂଖ୍ୟା ରଶ୍ମି ନକହି ସଂଖ୍ୟା ରେଖା ବୋଲି କାହିଁକି କହିବା ?
ସମାଧାନ:
ରେଖା ଉପରେ ଅସଂଖ୍ଯ ବିନ୍ଦୁ ଅଛି । ମାତ୍ର ରେଖା ଉପରେ ସମାନ ବ୍ୟବଧାନରେ ସ୍କେଲ୍ ବ୍ୟବହାର କଲେ ବିନ୍ଦୁମାନ ଚିହ୍ନଟ କରି ତା’ଉପରେ କ୍ରମାନ୍ୱୟରେ 1, 2, 3 …. ଆଦି ସଂଖ୍ୟା ଲେଖାଯାଇଥିବାରୁ ଏହାକୁ ସଂଖ୍ୟା ରଶ୍ମି ନ କହି ସଂଖ୍ୟାରେଖା କୁହାଯାଏ ।

ମନେରଖ: ପ୍ରତି ଦୁଇଟି କ୍ରମିକ ସଂଖ୍ୟା ମଧ୍ୟବର୍ତ୍ତୀ ବ୍ୟବଧାନ ହେଉଛି ଏକ ଏକକ ।
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

ସେହି ସଂଖ୍ୟା ରେଖାକୁ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଶୂନ ସୂଚକ ବିନ୍ଦୁଠାରୁ ଆରମ୍ଭ କରି କେତେ ଏକକ ଦୂରରେ 5 ସୂଚକ ବିନ୍ଦୁ ଅବସ୍ଥିତ ? 
ସମାଧାନ:
ଶୂନ ସୂଚକ ବିନ୍ଦୁଠାରୁ ଆରମ୍ଭ କରି 5 ଏକକ ଦୂରରେ 5 ସୂଚକ ବିନ୍ଦୁ ଅବସ୍ଥିତ ।

(ଖ) 3 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂରରେ କେଉଁ ସଂଖ୍ୟା ଅଛି ?
3 + 3 = କେତେ ?
ସମାଧାନ:
3 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂରରେ 6 ଅଛି ।

(ଗ) 8 ସଂଖ୍ୟା ସୂଚକ ବିନ୍ଦୁଠାରୁ 2 ଏକକ ବାମରେ କେଉଁ ସଂଖ୍ୟା ଅଛି ଏବଂ ସେହି ସଂଖାଠାରୁ ପୁଣି 3 ଏକକ ବାମକୁ କେଉଁ ସଂଖ୍ୟା ଅଛି ?
ସମାଧାନ:
8 ସଂଖ୍ୟା ସୂଚକ ବିନ୍ଦୁଠାରୁ 2 ଏକକ ବାମରେ 6 ସଂଖ୍ୟା ଅଛି ଏବଂ ସେହିଠାରୁ ପୁଣି 3 ଏକକ ବାମକୁ 3 ସଂଖ୍ୟା ଅଛି ।

(ଘ) 2 ସଂଖ୍ୟା ସୂଚକ ବିନ୍ଦୁଠାରୁ 3 ଏକକ ଡାହାଣକୁ ଯାଅ । ଓ ତା’ପରେ ଆଉ 4 ଏକକ ଡାହାଣକୁ ଯାଅ ।
କେଉଁ ସଂଖ୍ୟା ପାଖରେ ପହଞ୍ଚୁ ?
ସମାଧାନ:
2 + 3 + 4 = 9

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା InText Questions

କହିଲ ଦେଖ୍:
(କ) ସଂଖ୍ୟାରେଖାରେ ଯୋଗ କରିବା ଆଦି କେଉଁ ଆଡ଼କୁ ଯିବାକୁ ପଡ଼ୁଛି ? 
ସମାଧାନ:
ସଂଖ୍ୟାରେଖାରେ ଯୋଗ କରିବା ଲାଗି ଡାହାଣ ଆଡ଼କୁ ଯିବାକୁ ପଡ଼ୁଛି । 

(ଖ) ସଂଖ୍ୟା ରେଖାରେ ବିୟୋଗ କରିବାପାଇଁ କେଉଁ ଆଡ଼କୁ ଯିବାକୁ ପଡ଼ୁଛି ?
ସମାଧାନ:
ସଂଖ୍ୟା ରେଖାରେ ବିୟୋଗ କରିବାପାଇଁ ବାଆଡ଼କୁ ଯିବାକୁ ପଡ଼ୁଛି ।

Leave a Comment