BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3

Question 1.
ଏକ ତ୍ରିଭୁଜର କେତୋଟି ଉଚ୍ଚତା ଥାଏ ?
ସମାଧାନ:
ଏକ ତ୍ରିଭୁଜରେ ତିନୋଟି ଉଚ୍ଚତା ଥାଏ ।

Question 2.
(କ) ନିମ୍ନରେ ଦିଆଯାଇଥ‌ିବା ଚିତ୍ର ଭଳି ତିନୋଟି ତ୍ରିଭୁଜ ଅଙ୍କନ କର ଓ ସେୟାର ବ୍ୟବହାର କରି ଉକ୍ତ ଚିତ୍ରଗୁଡ଼ିକର A ବିନ୍ଦୁରୁ B͞C ପ୍ରତି ଲମ୍ବ ଅଙ୍କନ କର ଏବଂ ତା’ର ନାମ ଦିଅ A͞D ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 1
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 2

(ଖ) ସମକୋଣୀ Δ ABC ରେ D ବିନ୍ଦୁର ଅବସ୍ଥିତି କେଉଁଠି ହେବାର ଦେଖୁଛ ?
ସମାଧାନ:
D ବିନ୍ଦୁର ଅବସ୍ଥିତି C ବିନ୍ଦୁ ଉପରେ ହେବାର ଦେଖୁଛୁ ।

(ଗ) ସ୍ଥୂଳକୋଣୀ Δ ରେ A ବିନ୍ଦୁରୁ ବିପରୀତ ବାହୁ BC ପ୍ରତି ଲମ୍ବ ଅଙ୍କନ ସମ୍ଭବ ହେଲା କି ?
ସମାଧାନ:
A ବିନ୍ଦୁରୁ ବିପରୀତ ବାହୁ B͞C ପ୍ରତି ଲମ୍ବ ଅଙ୍କନ ସମ୍ଭବ ହେଲା ନାହିଁ । B͞C ରେଖାକୁ ବଢ଼ାଇ A͞D ଲମ୍ବ ଅଙ୍କନ ସମ୍ଭବ ହେଲା ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3

Question 3.
ପ୍ରଶ୍ନ ନଂ 2 ରେ ଅଙ୍କନ କରିଥ‌ିବା ଚିତ୍ରକୁ ଦେଖ୍ ଉତ୍ତର ଦିଅ ।
(କ) କେଉଁ ପ୍ରକାର ତ୍ରିଭୁଜରେ ଶୀର୍ଷବିନ୍ଦୁ A ରୁ B͞C ପ୍ରତି ଅଙ୍କିତ ଲମ୍ବର ପ୍ରାନ୍ତବିନ୍ଦୁ ଦ୍ବୟ ଭିନ୍ନ ଅବଶିଷ୍ଟ୍ୟଶ Δ ABC ଅନ୍ତର୍ଦେଶରେ
ରହିଲା ?
ସମାଧାନ:
ସମକୋଣୀ ତ୍ରିଭୁଜ

(ଖ) କେଉଁ ପ୍ରକାର ତ୍ରିଭୁଜରେ ଶୀର୍ଷବିନ୍ଦୁ A ରୁ B͞C ପ୍ରତି ଲମ୍ବର ପ୍ରାନ୍ତବିନ୍ଦୁ A ଭିନ୍ନ ଅବଶିଷ୍ଟ୍ୟଶ Δ ABC ର ବହିର୍ଦେଶରେ ରହିଲା ?
ସମାଧାନ:
ସ୍ଥୂଳକୋଣୀ ତ୍ରିଭୁଜ ।

(ଗ) କେଉଁ ପ୍ରକାର ତ୍ରିଭୁଜରେ ଶୀର୍ଷବିନ୍ଦୁ A ରୁ B͞C ପ୍ରତି ଅଙ୍କିତ ଲମ୍ବ Δ ABC ର ଗୋଟିଏ ବାହୁ ସହ ସମ୍ପୂର୍ଣ ଭାବେ ମିଳିଗଲା ?
ସମାଧାନ:
ସମକୋଣୀ ତ୍ରିଭୁଜ

Question 4.
କେଉଁ ପ୍ରକାର ତ୍ରିଭୁଜର ଦୁଇଟି ଶୀର୍ଷବିନ୍ଦୁରୁ ବିପରୀତ ବାହୁପ୍ରତି ଅଙ୍କିତ ଉଚ୍ଚତା, ସେହି ତ୍ରିଭୁଜର ଦୁଇଟି ବାହୁର ଦୈର୍ଘ୍ୟ ସଙ୍ଗେ ସମାନ ?
ସମାଧାନ:
ସମକୋଣୀ ତ୍ରିଭୁଜ

Question 5.
କେଉଁ ପ୍ରକାର ତ୍ରିଭୁଜରେ ଗୋଟିଏ ଶୀର୍ଷବିନ୍ଦୁରୁ ଏହାର ବିପରୀତ ବାହୁପ୍ରତି ଅଙ୍କିତ ଲମ୍ବ ଓ ମଧ୍ୟମା ଅଭିନ୍ନ ?
ସମାଧାନ:
ସମବାହୁ ତ୍ରିଭୁଜ

Question 6.
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 3
Δ PQR ରେ D ହେଉଛି Q͞R ର ମଧ୍ୟବିନ୍ଦୁ । ∠PMR ର ପରିମାଣ 90° ହେଲେ,
(କ) P͞M ତ୍ରିଭୁଜର _______ ଶୀର୍ଷବିନ୍ଦୁରୁ _______ ବାହୁ ପ୍ରତି ଲମ୍ବ ।
ସମାଧାନ:
P͞M ତ୍ରିଭୁଜର P ଶୀର୍ଷବିନ୍ଦୁରୁ Q͞R ବାହୁ ପ୍ରତି ଲମ୍ବ ।

(ଖ) P͞D ତ୍ରିଭୁଜର _______ ଶୀର୍ଷବିନ୍ଦୁରୁ _______ ବାହୁ ପ୍ରତି ମଧ୍ୟମା ।
ସମାଧାନ:
P͞D ତ୍ରିଭୁଜର P ଶୀର୍ଷବିନ୍ଦୁରୁ Q͞R ବାହୁ ପ୍ରତି ମଧ୍ୟମା ।

(ଗ) Q͞M ଓ M͞R ର ମାପ ସମାନ କି ?
ସମାଧାନ:
Q͞M ଓ M͞R ମାପ ସମାନ ନୁହେଁ ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3

Question 7.
ଏକ ତ୍ରିଭୁଜର ଚିତ୍ର ଅଙ୍କନ କରି ନିମ୍ନରେ ଦିଆଯାଇଥ‌ିବା ପରିସ୍ଥିତିଗୁଡ଼ିକୁ ଚିହ୍ନଟ କର ।
(କ) Δ ABC ର B͞E ମଧ୍ୟମା ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 4

(ଖ) Δ PQR ରେ ଶୀର୍ଷବିନ୍ଦୁ P ରୁ Q͞R ପ୍ରତି ଳମ୍ନ P͞M ଓ Q͞R ଶୀର୍ଷବିନ୍ଦୁ Q ରୁ P͞R ପ୍ରତି ଳମ୍ନ Q͞N ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 5

(ଗ) Δ XYZ ରେ ଶୀର୍ଷବିନ୍ଦୁ Y ରୁ ବିପରୀତ ବାହୁପ୍ରତି ଅଙ୍କିତ ଲମ୍ବର Y ବିନ୍ଦୁ ଭିନ୍ନ ଅବଶିଷ୍ଟ ଅଂଶ ତ୍ରିଭୁଜର ବହିର୍ଦ୍ଦେଶରେ ଅବସ୍ଥିତ ?
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 6

(ଘ) Δ PQR ରେ ଶୀର୍ଷବିନ୍ଦୁ P ରୁ ଏହାର ବିପରୀତ ବାହୁପ୍ରତି ଉଚ୍ଚତା P͞Q ସଙ୍ଗେ ସମାନ ଏବଂ ଶୀର୍ଷବିନ୍ଦୁ R ରୁ ଏହାର ବିପରୀତ ବାହୁ ପ୍ରତି ଉଚ୍ଚତା R͞Q ସଙ୍ଗେ ସମାନ ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.3 7

Leave a Comment