Students can use Class 3 Math Odia Medium Question Answer and Class 3 Maths Chapter 3 Odia Medium ଦ୍ବିଶତକ to check their answers after solving exercises.
3rd Class Maths Chapter 3 Question Answer Odia Medium
Class 3 Maths Chapter 3 Odia Medium
ଆମ ସଂଖ୍ୟାର କାହାଣୀ
Page No. (୧୬ to ୨୮)
ହଜାର ହଜାର ବର୍ଷ ପୂର୍ବେ ଲୋକେ ଗଣନା କରିବା ଆରମ୍ଭ କରିଥିଲେ । ସେମାନେ ନିଜ ଜିନିଷର ହିସାବ ରଖିବାକୁ ଚାହୁଁଥିଲେ । ତେଣୁ ସେମାନେ ଗୁମ୍ଫାର କାନ୍ଥ ଓ ଗଛର ଛାଲିରେ ଚିହ୍ନ କରୁଥିଲେ ।
ସମୟକ୍ରମେ ସେମାନେ ୫, ୧୦, ୨୦, ଓ ୬୦ ଟିକିଆ ଦଳ ତିଆରି କରି ଜିନିଷର ହିସାବ ରଖୁଲେ ।
ପ୍ରାଚୀନ ଭାରତୀୟମାନେ ମାତ୍ର ୧୦ଟି ସଂକେତ ଯଥା – ୦, ୧, ୨, ୩, ୪, ୫, ୬, ୭, ୮, ୯ ର ବ୍ୟବହାର କରି ଯେ କୌଣସି ସଂଖ୍ୟା ଲେଖୁବା ପାଇଁ ଏକ ସ୍ବଦେଶୀ ପଦ୍ଧତି ତିଆରି କରିଥିଲେ । ଏହା ମାନବ ଇତିହାସର ସବୁଠାରୁ ଚମତ୍କାର ଏବଂ ସୃଜନଶୀଳ ଆବିଷ୍କାର ମଧ୍ୟରୁ ଗୋଟିଏ । ଏହାଦ୍ଵାରା ଟିଭି, କମ୍ପ୍ୟୁଟର, ମୋବାଇଲ ଫୋନ୍ ଆଦିର ଆବିଷ୍କାର ସମ୍ଭବ ହୋଇପାରିଛି । ସଂଖ୍ୟା ଲେଖୁର ଏହି ପଦ୍ଧତି ବର୍ତ୍ତମାନ ବିଶ୍ଵର ପ୍ରତ୍ୟେକ ଦେଶରେ ବ୍ୟବହୃତ ହେଉଛି ।
ଏହି ଆବିଷ୍କାରର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଥିଲା ଶୂନ (୦) ସଂକେତର ପରିଚୟ ଏବଂ ବ୍ୟବହାର ଯାହାର ଅର୍ଥ “କିଛି ନୁହେଁ” । କିନ୍ତୁ “୦” ଯୋଗୁଁ ସଂଖ୍ୟା ଲେଖିବାର ପ୍ରଣାଳୀ ସମ୍ଭବପର ହୋଇପାରିଛି ।
ଆଗାମୀ ସମୟରେ ଆମେ କେବଳ ଏହି ଦଶଟି ସୂଚକକୁ ବ୍ୟବହାର କରି ଯେତେବଡ଼ ସଂଖ୍ୟା ହେଲେ ବି ଲେଖୁରିବା ।
ଆସ କାମଟି କରିବା
Question 1.
ଛବିଟିକୁ ଦେଖ । ନିମ୍ନଲିଖତ ପ୍ରତ୍ୟେକ ବସ୍ତୁକୁ ଗଣନା କରି ଲେଖ :
(ଏଠାରେ ୧୦୦ ର ଗଣନା ଶିକ୍ଷା ଦିଆଯାଇଥିବାରୁ ପ୍ରତ୍ୟେକ ବସ୍ତୁର ସଂଖ୍ୟା ୧୦୦ ହେବ)

(କ) କମଳା : ___________
(ଖ) ଚୁଡ଼ି : ___________
(ଗ) ଲଡ଼୍ : ___________
(ଘ) ଟିକିଲି : ___________
(ଙ) କଦଳୀ : ___________
Solution:
(କ) କମଳା : ୧୦୦
(ଖ) ଚୁଡ଼ି : ୧୦୦
(ଗ) ଲଡ଼୍ : ୧୦୦
(ଘ) ଟିକିଲି : ୧୦୦
(ଙ) କଦଳୀ : ୧୦୦
![]()
ଆସ ଖେଳିବା
ସାପ ଓ ସିଡି ଖେଳ ପଟାର ଖାଲି ଘରେ ସଂଖ୍ୟା ଲେଖ ।

ଏହି ସାପ ଏବଂ ସିଡ଼ି ଖେଳ ଆଧାରରେ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ :
Question 1.
ଯଦି ତୁମେ ୧୩ରୁ ସିଡ଼ି ଚଢ଼ିବ ତେବେ ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ ?
Solution:
ଖେଳ ପଟାର ଛବି ଅନୁଯାୟୀ ୧୩ ଘରୁ ସିଡ଼ି ଯେଉଁ ଉପର ଘରକୁ ଯାଇଛି, ସେହି ସଂଖ୍ୟାରେ ପହଞ୍ଚିବ (ଅର୍ଥାତ୍ ୫୦ ସଂଖ୍ୟା)
Question 2.
ଯଦି ତୁମେ ୨୫ର ସାପ ମୁହଁରେ ଅଛ, ତେବେ ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ ?
Solution:
୨୫ ଘରୁ ସାପର ଲାଞ୍ଜ ଯେଉଁ ତଳ ଘରେ ଅଛି, ସେହି ସଂଖ୍ୟାରେ ପହଞ୍ଚିବ । ଅର୍ଥାତ୍ ୨ ଘରେ ପହଞ୍ଚିବ ।
Question 3.
ତୁମେ ୯୬ ଘରେ ପହଞ୍ଚିଛ, ତୁମ ଲୁଡୁ ଗୋଟିରେ କେତେ ପଡ଼ିଲେ ତୁମେ ସାପ ପାଟିରେ ପହଞ୍ଚିବ ?
Solution:
ବୋର୍ଡ଼ର ୯୭, ୯୮ ବା ୯୯ ଘରେ ସାପ ଥିଲେ, ଲୁଡୁ ଗୋଟିରେ ଯଥାକ୍ରମେ ୧, ୨ ବା ୩ ପଡ଼ିଲେ ସାପ ପାଟିରେ ପହଞ୍ଚିବ । ଅର୍ଥାତ୍ ଲୁଡୁ ଗୋଟିରେ ୩ ପଡ଼ିଲେ ୯୯ ଘର ବା ସାପ ପାଟିରେ ପହଞ୍ଚିବ ।
Question 4.
ସବୁଠାରୁ ବଡ଼ ସାପର ଲାଞ୍ଜ ଥିବା ସ୍ଥାନରେ ଥିବା ସଂଖ୍ୟାକୁ କାଠି ବିଡ଼ା ଏବଂ ଖୋଲା କାଠିହାର! ସୂଚାଅ ।
Solution:
ବଡ଼ ସାପର ଲାଞ୍ଜ ଥିବା ସଂଖ୍ୟାଟି ୫୩ ଅଟେ । ୫୩ ପାଇଁ ୫ଟି ୧୦-କାଠି ବିଡ଼ା ଏବଂ ୩ଟି ଖୋଲା କାଠି ରହିବ ।

ଆସ ଚିନ୍ତା କରିବା
Question 1.

Solution:
୧୦୦ ହେଉଛି ୧୦ଟିକିଆ କାଠି ବିଡ଼ା ।
Question 2.

Solution:

![]()
ଆସ କାମଟି କରିବା
Question 1.
ଶୂନ୍ୟସ୍ଥାନ ପୂରଣ କର ।

Solution:

ମିଲୁ ୬୫ରେ ପହଞ୍ଚି ଅଧିକ ୩୫ ଡେଇଁ ୧୦୦ ପୂରଣ କଲା ।

ଏହି ସଂଖ୍ୟା ରେଖାରେ ତୁମେ ଭିନ୍ନ ଭିନ୍ନ ସ୍ଥାନକୁ ଡେଇଁ ଡେଇଁ ୧୦୦ ତିଆରି କର ଓ ନିଜ ଖାତାରେ ଲେଖ ।

Solution:
ବିଦ୍ୟାର୍ଥୀମାନେ ନିଜ ଇଚ୍ଛାରେ ଡେଇଁବେ । (ଉଦାହରଣ : ୪୦ ରୁ ଆରମ୍ଭ କରି ୬୦ ଘର ଡେଇଁ ୧୦୦ ରେ ପହଞ୍ଚିବେ । ଅର୍ଥାତ୍ ୪୦ + ୬୦ = ୧୦୦) ।

Question 2.
ଦିଆସିଲି କାଠିର ବିଡ଼ା କିମ୍ବା ଏକ ଗଣନା ସିଲଟ ବ୍ୟବହାର କରି ବିଭିନ୍ନ ଉପାୟରେ ୧୦୦ ପ୍ରସ୍ତୁତ କର । ନିମ୍ନରେ ଥିବା ସାରଣୀ ପୂରଣ କର ।

Solution:

Question 3.
ଫୁଲ ପାଖୁଡ଼ା ଭିତରେ ଥିବା ଖାଲି ସ୍ଥାନରେ ସଂଖ୍ୟା ଲେଖ, ଯାହାଦ୍ଵାରା ପ୍ରତ୍ୟେକ ପାଖୁଡ଼ାରେ ଥିବା ସଂଖ୍ୟା ମିଶି ୧୦୦ ହେବ ।

Solution:

ଆସ ଖୋଳିବା
ଆସ ଖୋଜିବା, ୧୦୦ରେ କେତୋଟି ଅଛି ?
Question 1.
ଦିଆସିଲି କାଠିର ଏକ ପୂରା ବାକ୍ସ ଖୋଲ ।

• ବାକ୍ସରେ ଦିଆସିଲି କାଠିର ସଂଖ୍ୟା ଅନୁମାନ କର _____________ ।
• ବାକ୍ସରେ ଦିଆସିଲି କାଠିର ସଂଖ୍ୟା ଗଣି ଲେଖ _____________ ।
• ତୁମ ଅନୁମାନ କେତେ ନିକଟତର ଥିଲା ? _____________ ।
• ପାଖାପାଖ୍ ୧୦୦ଟି ଦିଆସିଲି କାଠି କେତୋଟି ବାକ୍ସରୁ ପାଇବ ___________ ।
Solution:
• ବାକ୍ସରେ ଦିଆସିଲି କାଠିର ସଂଖ୍ୟା ଅନୁମାନ କର ୪୦ଟି ।
• ବାକ୍ସରେ ଦିଆସିଲି କାଠିର ସଂଖ୍ୟା ଗଣି ଲେଖ ୪୫ଟି ।
• ତୁମ ଅନୁମାନ କେତେ ନିକଟତର ଥିଲା ? ୫କମ୍ ଥୁଲା ।
• ପାଖାପାଖ୍ ୧୦୦ଟି ଦିଆସିଲି କାଠି କେତୋଟି ବାକ୍ସରୁ ପାଇବ ୨ଟି ବାକ୍ସ ।
Question 2.

ବୁଟ / ମଟର ଭଳି ମୁଠାଏ ମଞ୍ଜି ନିଏ ।
• ତୁମ ହାତରେ କେତୋଟି ମଞ୍ଜି ଅଛି ତାହା ଅନୁମାନ କରି କୁହ ______________ ।
• ତୁମ ହାତର ମଞ୍ଜି ସଂଖ୍ୟା ଗଣି ଲେଖ ______________ ।
• କେତେମୁଠା ମଞ୍ଜି ହେଲେ ତୁମେ ପାଖାପାଖି ୧୦୦ଟି ମଞ୍ଜି ପାଇବ ? ______________ ।
• _______________ ମୁଠା ।
Solution:
• ତୁମ ହାତରେ କେତୋଟି ମଞ୍ଜି ଅଛି ତାହା ଅନୁମାନ କରି କୁହ ୩୦ଟି ।
• ତୁମ ହାତର ମଞ୍ଜି ସଂଖ୍ୟା ଗଣି ଲେଖ ୩୫ଟି ।
• କେତେମୁଠା ମଞ୍ଜି ହେଲେ ତୁମେ ପାଖାପାଖି ୧୦୦ଟି ମଞ୍ଜି ପାଇବ ?
• ପାଖାପାଖି ୧୦୦ ପାଇଁ ମୁଠା = ୩ ମୁଠା
Question 3.

Solution:

![]()
ଆସ କାମଟି କରିବା
Question 1.
ଆସ କାଠିର ବିଡ଼ା ଏବଂ ଖୋଲା କାଠି ବ୍ୟବହାର କରି ୧୦୦ରୁ ଅଧିକ ସଂଖ୍ୟା ତିଆରି କରିବା । ନିମ୍ନରେ ଦିଆଯାଇଥିବା ସାରଣୀରେ, ବିଡ଼ା ଏବଂ ଖୋଲା କାଠି ଚିହ୍ନଟ କରି ସଂଖ୍ୟା
ଗୁଡ଼ିକୁ ଲେଖ ।

Solution:

Question 2.
ଏହି ସାରଣୀକୁ ତୁମ ଖାତାରେ ୧୫୦ ପର୍ଯ୍ୟନ୍ତ ବଢ଼ାଅ । ତୁମେ ସବୁ ସଂଖ୍ୟାଗୁଡ଼ିକରେ କ’ଣ ସମାନତା ଦେଖୁଛ ?
Solution:
ସବୁ ସଂଖ୍ୟାରେ ଗୋଟିଏ ସମାନତା ରହିଛି ଯେ, ସମସ୍ତ ସଂଖ୍ୟାର ଶତକ ସ୍ଥାନରେ ‘୧’ ରହିଛି (କାରଣ ସବୁଥ୍ରେ ଗୋଟିଏ ୧୦୦ର ବିଡ଼ା ଅଛି) ।
Question 3.
ବିଡ଼ା ଏବଂ ଖୋଲା କାଠି ସହ ସଂପର୍କିତ ସଂଖ୍ୟାଗୁଡିକୁ ମିଳାଅ ।

Solution:

Question 4.
ଓହୋ । କଥାକୁହା ପାତ୍ର ଫେରି ଆସିଛି । ଯାହା ମିଲୁ କହୁଛି ଏହା ତା’ଠାରୁ ଗୋଟିଏ ଅଧିକ ରହିବ ।

Solution:

Question 5.
ସଂଖ୍ୟା ରେଖାର ଖାଲି ସ୍ଥାନ ପୂରଣ କର ।

Solution:

Question 6.
ନିମ୍ନରେ ଥିବା ସଂଖ୍ୟା ରେଖାରେ ନିମ୍ନଲିଖ ସଂଖ୍ୟାଗୁଡ଼ିକୁ ଚିହ୍ନାଇଦିଅ ।
୧. ୧୨୫ରେ ତୀର ଚିହ୍ନ ରଖ ।
୨. ୧୧୨ରେ ଏକ ଗଛର ଚିତ୍ର କର ।
୩. ୧୪୯ରେ ଏକ ହସୁଥିବା ଚିତ୍ର କର ।
୪. ୧୩୭ରେ ଏକ ଛକି
କର ।

Solution:

![]()
ଆସ ଖେଳିବା
Question 1.
ଏବେ ଆସ ୧୫୦ରୁ ଅଧିକ ଗଣନା କରିବା ।

Solution:

Question 2.
ଏହି ସାରଣୀକୁ ତୁମ ଖାତାରେ ୨୦୦ ପର୍ଯ୍ୟନ୍ତ ବଢ଼ାଇ ଲେଖ । ୨୦୦କୁ ଭିନ୍ନ ଭିନ୍ନ ଭାବେ ପ୍ରକାଶ କର ।
Solution:

ଆସ ଘରେ କରିବା
Question 1.
ଗିନା ପରି ଏକ ଛୋଟ ପାତ୍ରରେ ବୁଟା ମଟର ଚଣା ମଞ୍ଜି ଭରି ଦିଅ ।

ପାତ୍ରକୁ ଭଲ ଭାବରେ ଦେଖ ଏବଂ ଏଥିରେ କେତେ ମଞ୍ଜି ଅଛି ତାହା ଅନୁମାନ କର । ତୁମ ଅନୁମାନ ମଞ୍ଜି ସଂଖ୍ୟା __________________ ଟି ।
Solution:
୪୦
Question 2.

ବର୍ତ୍ତମାନ ଗଣନା କର, ମଞ୍ଜି ସଂଖ୍ୟା __________________ ଟି ହେଲା ।
Solution:
୪୫
ତୁମେ ଅନୁମାନ କରିଥିବା ସଂଖ୍ୟା ଓ ପ୍ରକୃତ ସଂଖ୍ୟା କେତେ ନିକଟତର ।
Solution:
ପ୍ରକୃତ ସଂଖ୍ୟା ଅନୁମାନଠାରୁ ୫ ଅଧିକ ଥିଲା ।
ଅନୁମାନ କରି କୁହ କେତେ ଗିନା ମଞ୍ଜିରେ ପାଖାପାଖି ୨୦୦ଟି ମଞ୍ଜି ପାଇବ ।
Solution:
୫ ଗିନା ମଞ୍ଜିରେ ପାଖାପାଖୁ ୨୦୦ଟି ମଞ୍ଜି ପାଇବା ।

ପଥରଗୁଡ଼ିକ ଉପରେ କ୍ରମରେ ସଂଖ୍ୟାଗୁଡ଼ିକୁ ଲେଖା ।

Sollution


Question 3.
ସାରଣୀ ପୂରଣ କର ।

Solution:

Question 4.
ନିମ୍ନଲିଖତ ସଂଖ୍ୟାଗୁଡ଼ିକ ତିଆରି କରିବାର ଅତି କମରେ ଦୁଇଟି ଭିନ୍ନ ଉପାୟ ଦେଖାଅ ।
(କ) କାଠି ବିଡ଼ା ଓ ଖୋଲା କାଠି ବ୍ୟବହାର କରି ୧୨୫ ସଂଖ୍ୟାକୁ ଦର୍ଶାଅ ।
Solution:

(ଖ) ସଂଖ୍ୟାମାଳି ବ୍ୟବହାର କରି ୧୪୫କୁ ଦର୍ଶାଅ ।
Solution:

(ଗ) ଏକ ସଂଖ୍ୟା ରେଖାରେ ୧୭୦ କୁ ଦର୍ଶାଅ ।
Solution:

![]()
Question 5.
ନିମ୍ନ ସାରଣୀଟିକୁ ପୂରଣ କର ।

Solution:

Question 6.
ସଂଖ୍ୟା ରେଖାରେ ନିମ୍ନଲିଖତ ସଂଖ୍ୟାଗୁଡ଼ିକ ଚିହ୍ନିତ କର ।
(କ) ୧୦୯, ୧୧୨, ୧୨୪, ୧୩୪, ୧୪୬

Solution:

(ଖ) ୧୫୫, ୧୬୩, ୧୭୮, ୧୮୯, ୧୯୮

Solution:

(ଗ) ୧୨୫, ୧୪୨, ୧୫୩, ୧୭୪, ୧୯୯

Solution:
