BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4

Odisha State Board BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4

Question 1.
(କ) 0.2 × 6
ସମାଧାନ:
0.2 × 6
ପ୍ରଥମ ସୋପାନ : 2 × 6 = 12
ଦ୍ବିତୀୟ ସୋପାନ : ଦଶମିକ ବିନ୍ଦୁ ପରବର୍ତୀ ଅଙ୍କ ସଂଖ୍ୟା l ହୋଇଥିବାରୁ 12 ର ଡାହାଣକୁ ଗୋଟିଏ ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 1.2
∴ 0.2 × 6 = 1.2

(ଖ) 8 × 4.3
ସମାଧାନ:
8 × 4.3
ପ୍ରଥମ ସୋପାନ : 8 × 43 = 344
ଦ୍ବିତୀୟ ସୋପାନ : ଦଶମିକ ବିନ୍ଦୁ ପରବର୍ତୀ ଅଙ୍କ ସଂଖ୍ୟା l ହୋଇଥିବାରୁ 344 ର ଡାହାଣକୁ ଗୋଟିଏ ଅଙ୍କ ଛାଡ଼ି, ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 34.4 
∴ 8 × 4.3 = 34.4

(ଗ) 2.71 × 5
ସମାଧାନ:
2.71 × 5
ପ୍ରଥମ ସୋପାନ :  271 × 5 = 1355
ଦ୍ବିତୀୟ ସୋପାନ : ଦଶମିକ ବିନ୍ଦୁ ପରବର୍ତ୍ତୀ ଅଙ୍କ ସଂଖ୍ୟା 2 ହୋଇଥିବାରୁ 1355 ର ଡାହାଣକୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 13.55 
∴ 2.71 × 5 = 13.55

(ଘ) 20.1 × 4
ସମାଧାନ:
20.1 ×  4
ପ୍ରଥମ ସୋପାନ : 201 × 4 = 804
ଦ୍ବିତୀୟ ସୋପାନ : ଦଶମିକ ବିନ୍ଦୁ ପରବର୍ତ୍ତୀ ଅଙ୍କ ସଂଖ୍ୟା l ହୋଇଥିବାରୁ 804 ର ଡାହାଣକୁ ଗୋଟିଏ ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ହେବ 80.4 ।
∴ 20.1 × 4 = 80.4

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4

(ଙ) 211.02 × 4
ସମାଧାନ:
211.02 × 4
ପ୍ରଥମ ସୋପାନ: 21102 × 4 = 84408
ଦ୍ୱିତୀୟ ସୋପାନ : ସଂଖ୍ୟାଦ୍ୱୟର ଦଶମିକ ବିନ୍ଦୁ ପରବର୍ତୀ ଅଙ୍କ ସଂଖ୍ୟା 2 ହୋଇଥିବାରୁ 84408 ର ଡାହାଣକୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 844.08 
∴ 211.02 × 4 844.08

(ଚ) 3.4 × 5.0
ସମାଧାନ:
211.02 × 4
ପ୍ରଥମ ସୋପାନ : 21102 × 4 = 84408
ଦ୍ୱିତୀୟ ସୋପାନ : ସଂଖ୍ୟାଦ୍ୱୟର ଦଶମିକ ବିନ୍ଦୁ ପରବର୍ତୀ ଅଙ୍କ ସଂଖ୍ୟା 2 ହୋଇଥିବାରୁ 84408 ର ଡାହାଣକୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 844.08 
∴ 211.02 × 4 844.08

Question 2.
ଗୁଣଫଳ ସ୍ଥିର କର ।

(କ) 1.3 × 10
ସମାଧାନ:
1.3 × 10 = 13

(ଖ) 36.8 × 10
ସମାଧାନ:
36.8 × 10 = 368

(ଗ) 31.5 × 100
ସମାଧାନ:
31.5 × 100 = 31.50 × 100 = 3150

(ଘ) 1.56 × 100
ସମାଧାନ:
1.56 × 100 = 156

(ଙ) 0.5 × 1000
ସମାଧାନ:
0.5 × 1000 = 0.500 × 1000 = 500

(ଚ) 13.27 × 1000
ସମାଧାନ:
13.27 × 1000 = 13.270 × 1000 = 13270

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4

Question 3.
ଗୁଣଫଳ ସ୍ଥିର କର ।

(କ) 2.5 × 0.3
ସମାଧାନ:
2.5 × 0.3
ପ୍ରଥମ ସୋପାନ: 25 × 3 = 75
ଦ୍ଵିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତୀ ମୋଟ ଅଙ୍କସଂଖ୍ୟା = 1 + 1 = 2
ତୃତୀୟ ସୋପାନ : ଗୁଣଫଳର ଡାହାଣରୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ବସାଇଲେ ହେବ 0.75 
∴ 2.5 × 0.3 = 0.75

(ଖ) 0.1 × 21.8
ସମାଧାନ:
0.1 ×  21.8
ପ୍ରଥମ ସୋପାନ : 1 × 218 = 218
ଦ୍ଵିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2
ତୃତୀୟ ସୋପାନ : ଗୁଣଫଳର ଡାହାଣରୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ବସାଇଲେ ହେବ 2.18 
∴ 0.1 × 21.8 = 2.18

(ଗ) 1.3 × 3.1
ସମାଧାନ:
 1.3 × 3.1
ପ୍ରଥମ ସୋପାନ: 13 × 31 = 403
ଦ୍ବିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2 
ତୃତୀୟ ସୋପାନ : ଗୁଣଫଳର ଡାହାଣରୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ବସାଇଲେ ହେବ 4.03 
∴ 1.3 × 3.1 = 4.03

(ଘ) 0.5 × 0.005
ସମାଧାନ:
0.5 × 0.005
ପ୍ରଥମ ସୋପାନ : 5 × 5 = 25
ଦ୍ୱିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 3 = 4
ତୃତୀୟ ସୋପାନ : ଗୁଣଫଳ 25ରେ ବାମରେ ଦୁଇଟି ଶୂନ ବସାଇଲେ ଚାରିଅଙ୍କ ସଂଖ୍ୟା ବିଶିଷ୍ଟ 0025 ମିଳିବ ।
ଚତୁର୍ଥ ସୋପାନ : 0025 ର ଡାହାଣକୁ ଚାରିଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ସ୍ଥାପନ କଲେ ହେବ 0.0025 
∴ 0.5 × 0.005 = 0.0025

(ଙ) 11.2 × 0.13
ସମାଧାନ:
11.2 × 0.13
ପ୍ରଥମ ସୋପାନ : 112 × 13 = 1456
ଦ୍ଵିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 2 = 3
ତୃତୀୟ ସୋପାନ : 1456 ର ଡାହାଣକୁ ତିନୋଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ସ୍ଥାପନ କଲେ ହେବ 1.456 
∴ 11.2 × 0.13 = 1.456

(ଚ) 1.07 × 0.02
ସମାଧାନ:
1.07 × 0.02
ପ୍ରଥମ ସୋପାନ : 107 × 2 = 214
ଦ୍ଵିତୀୟ ସୋପାନ : ଉଭୟ ସଂଖ୍ୟାର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କସଂଖ୍ୟା = 2 + 2 = 4 
ତୃତୀୟ ସୋପାନ : ଗୁଣଫଳ 214 ର ବାମରେ ଗୋଟିଏ ଶୂନ ବସାଇଲେ ଚାରିଅଙ୍କ ବିଶିଷ୍ଟ 0214
ଚତୁର୍ଥ ସୋପାନ : 0214 ର ଡାହାଣକୁ ଚାରିଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଲେ ହେବ 0.0214
1.07 × 0.02 = 0.0214

Question 4.
ଗୋଟିଏ ଆୟତଚିତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 5.7 ସେ.ମି. ଏବଂ 3 ସେ.ମି. ହେଲେ, ଏହାର ପରିସୀମା ଓ କ୍ଷେତ୍ରଫଳ ସ୍ଥିର କର ।
ସମାଧାନ :
ଆୟତକ୍ଷେତ୍ରର ଦୈର୍ଘ୍ୟ = 5.7 ସେ.ମି. ଓ ପ୍ରସ୍ଥ = 3 ସେ.ମି.
ଆୟତକ୍ଷେତ୍ରର ପରିସୀମା = 2(ଦୈର୍ଘ୍ୟ+ପ୍ରସ୍ଥ) = 2(5.7 ସେ.ମି. + 3 6 ସେ.ମି.)
= 2 × 8.7 6 ସେ.ମି. = 17.4 6 ସେ.ମି.
ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 5.7 ସେ.ମି. × 3 ସେ.ମି. = 17.1 ବର୍ଗସେ.ମି.

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.4

Question 5.
ଯଦି ଗୋଟିଏ ସ୍କୁଟର l ଲିଟର ପେଟ୍ରୋଲରେ 55 କି.ମି. ଯାଏ, ତେବେ 8.4 ଲିଟର ପେଟ୍ରୋଲରେ କେତେ କି.ମି. ବାଟ ଯିବ?
ସମାଧାନ :
1 ଲିଟର ପେଟ୍ରୋଲରେ ସ୍କୁଟରଟି ଯାଏ 55 କି.ମି. ।
8.4 ଲିଟର ପେଟ୍ରୋଲରେ ସ୍କୁଟର ଯିବ = 8.4 × 55 କି.ମି. = \(\frac{84}{10}\) × 55 କି.ମି. = 462 କି.ମି.
∴ ସ୍କୁଟରଟି 8.4 ଲିଟର ପେଟ୍ରୋଲରେ 462 କି.ମି. ବାଟ ଯିବ ।

Question 6. 
ଗୋଟିଏ ପାଣିଟାଙ୍କିରେ ଜଳଧାରଣ କ୍ଷମତା 115.75 ଲିଟର । ସେହି ଆକାରର 12 ଗୋଟି ପାଣିଟାଙ୍କିର ସମୁଦାୟ ଜଳ ଧାରଣ କ୍ଷମତା କେତେ କିଲୋଲିଟର?
ଗୋଟିଏ ପାଣିଟାଙ୍କିରେ ଜଳଧାରଣ କ୍ଷମତା = 115.75 ଲିଟର
12 ଟି ପାଣିଟାଙ୍କିରେ ଜଳଧାରଣ କ୍ଷମତା = 115. 75 × 12 ଲିଟର
= 1389.00 ଲିଟର  = 1389 ଲିଟର
= 1.389 କିଲୋଲିଟର (1 ଲିଟର = \(\frac{1}{1000}\) କିଲୋଲିଟର ।)
∴ ପାଣିଟାଙ୍କିର ଜଳଧାରଣ କ୍ଷମତା 1.389 କିଲୋଲିଟର ।

Leave a Comment