BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା InText Questions

ଉତ୍ତର ଲେଖ ।
(କ) 3 ଟି ପରିମେୟ ସଂଖ୍ୟା ଲେଖି ଯାହାର ଲବ ଧନାତ୍ମକ ।
ସମାଧାନ:
\(\frac{4}{7}, \frac{5}{3}, \frac{3}{7}\)

(ଖ) 3 ଟି ପରିମେୟ ସଂଖ୍ୟା ଲେଖ ଯାହାର ଲବ ଋଣାତ୍ମକ ।
ସମାଧାନ:
\(\frac{-5}{7}, \frac{-3}{4}, \frac{-2}{3}\)

(ଗ) 3 ଟି ପରିମେୟ ସଂଖ୍ୟା ଲେଖ ଯାହାର ଲବ ଶୂନ ।
ସମାଧାନ:
\(\frac{0}{8}, \frac{0}{-7}, \frac{0}{716}\)

(ଘ) 3 ଟି ପରିମେୟ ସଂଖ୍ୟା ଲେଖ ଯାହାର ହର ଧନାତ୍ମକ ।
ସମାଧାନ:
\(\frac{-5}{17}, \frac{2}{7}, \frac{6}{13}\)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions

ଉତ୍ତର ଲେଖ :
10 ଟି ପରିମେୟ ସଂଖ୍ୟା ଲେଖ । ଯେପରି ସେମାନଙ୍କ ମଧ୍ୟରୁ 5 ଟି ଉଭୟ ଭଗ୍ନସଂଖ୍ୟା ଓ ପରିମେୟ ସଂଖ୍ୟା ହେଉଥ‌ିବେ ଏବଂ ଅନ୍ୟ ପାଞ୍ଚଟି କେବଳ ପରିମେୟ ସଂଖ୍ୟା ହେଉଥ୍ ମାତ୍ର ଭଗ୍ନସଂଖ୍ୟା ହେଉନଥ‌ିବେ ।
ସମାଧାନ:
\(\frac{3}{7}, \frac{5}{9}, \frac{8}{13}, \frac{9}{17}\) ଓ \(\frac{11}{19}\) ଭଗ୍ନସଂଖ୍ୟା ଓ ପରିମେୟ ସଂଖ୍ୟା
\(\frac{-1}{3}, \frac{-3}{5}, \frac{-2}{7}, \frac{-5}{6}, \frac{-9}{11}\) ପରିମେୟ ସଂଖ୍ୟା କିନ୍ତୁ ଭଗ୍ନ ସଂଖ୍ୟା ନୁହେଁ ।

କେଉଁଗୁଡ଼ିକ ପ୍ରାମାଣିକ ରୂପରେ ଅଛନ୍ତି?
\(\frac{5}{12}, \frac{-5}{7}, \frac{3}{4},-\frac{45}{30}, \frac{12}{-19}, \frac{36}{-24}, \frac{28}{35}\)
ସମାଧାନ:
\(\frac{5}{12}, \frac{-5}{7}, \frac{3}{4}\) ଏବଂ \(\frac{12}{-19}\) ପ୍ରାମାଣିକ ରୂପରେ ଅଛନ୍ତି

ସଂଖ୍ୟାରେଖା ଅଙ୍କନ କରି ସେଥ‌ିରେ \(\frac{7}{3}\) \(\frac{-7}{3}\) କୁ ସୂଚାଅ ।
ସମାଧାନ:
ସୋପାନ 1 : \(\frac{7}{3}\) ଏକ ଅପ୍ରକୃତ ଭଗ୍ନାଂଶ । ଏହାକୁ ମିଶ୍ର ସଂଖ୍ୟାରେ ପ୍ରକାଶ କଲେ 2 \(\frac{1}{3}\) ହେବ । 
ସୋପାନ 2 : 2 \(\frac{1}{3}\)ସଂଖ୍ୟାଟି ପୂର୍ଣ୍ଣସଂଖ୍ୟା 2 ଓ 3 ମଧ୍ୟରେ ରହିବ ।
ସୋପାନ 3 : 2 \(\frac{1}{3}\) କୁ ସଂଖ୍ୟାରେଖାରେ ଦର୍ଶାଇବାକୁ ହେଲେ 2 ଓ 3 ର ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି ସେଥୁରୁ l ଭାଗ ନେବାକୁ ହେବ ।
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions
ସୋପାନ 4 : B ଓ C ର ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି P ବିନ୍ଦୁକୁ \(\frac{7}{3}\) ର ଚିହ୍ନଟ ବିନ୍ଦୁ ରୂପେ ସୂଚାଯାଇଛି ।
ସୋପାନ 5 : O ଠାରୁ P ର ଦୂରତା ଯେତେ, O ର ବାମପଟକୁ ସେତିକି ଦୂରତାରେ ଥ‌ିବା ବିନ୍ଦୁଟି ହେଉଛି 2 \(\frac{1}{3}\) ବା \(\frac{-7}{3}\) । ଏହାକୁ Q ବିନ୍ଦୁଦ୍ବାରା ସୂଚାଯାଉଛି ।

ଉତ୍ତର ନିର୍ଣ୍ଣୟ କର :
(କ) \(\frac{5}{7}+\left(\frac{-6}{7}\right)\)
ସମାଧାନ:
\(\frac{5+(-6)}{7}=\frac{-1}{7}\)

(ଖ) -1 \(\frac{3}{5}+\frac{2}{5}\)
ସମାଧାନ:
= \(\frac{-8}{5}+\frac{2}{5}=\frac{-8+2}{5}=\frac{-6}{5}=-1 \frac{1}{5}\)

(ଗ) \(\frac{5}{3}+\frac{3}{5}\)
ସମାଧାନ:
= \(\frac{5 \times 5+3 \times 3}{3 \times 5}=\frac{25+9}{15}=\frac{34}{15}=2 \frac{4}{45}\)

(ଘ) \(\left(\frac{-3}{7}\right)+\frac{2}{3}\)
ସମାଧାନ:
= \(\frac{(-3) \times 3+2 \times 7}{7 \times 3}=\frac{-9+14}{21}=\frac{5}{21}\)

(ଙ) \(\left(\frac{-5}{6}\right)+\left(\frac{-3}{11}\right)\)
ସମାଧାନ:
= \(\frac{(-5) \times 11+(-3) \times 6}{6 \times 11}=\frac{-55-18}{66}=\frac{-73}{66}=-1 \frac{7}{66}\)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions

ଦୁଇଟିଯାକ ପ୍ରଣାଳୀରେ ବିୟୋଗଫଳ ନିର୍ଣ୍ଣୟ କର । ଉଭୟ କ୍ଷେତ୍ରରେ ବିୟୋଗଫଳ ସମାନ ହେଉଛି କି?
(କ) \(\frac{7}{8}-\frac{5}{11}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 1

(ଖ) \(\frac{7}{11}-\frac{8}{5}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 2

(ଗ) \(\frac{11}{2}-\frac{5}{4}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 3

(ଘ) \(\frac{-3}{7}-\frac{7}{11}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 4
ଉଭୟ ପ୍ରଣାଳୀରେ ବିୟୋଗଫଳ ପ୍ରତ୍ୟେକଙ୍କର ସମାନ ହେଉଛି ।

ଗୁଣଫଳ ନିର୍ଣ୍ଣୟ କର :
(କ) \(\frac{-5}{8} \times \frac{-9}{7}\)
ସମାଧାନ:
= \(\frac{(-5) \times(-9)}{8 \times 7}=\frac{45}{56}\)

(ଖ) \(\frac{5}{7} \times \frac{-7}{5}\)
ସମାଧାନ:
= \(\frac{5 \times(-7)}{7 \times 5}=-\frac{-35}{35}\) = -1

(ଗ) 3 × \(\frac{-7}{8}\)
ସମାଧାନ:
= \(\frac{3}{1} \times\frac{-7}{8}=\frac{3 \times(-7)}{1 \times 8}=\frac{-21}{8}\)

(ଘ) \(\left(\frac{-4}{7}\right) \times\left(\frac{-7}{4}\right)\)
ସମାଧାନ:
= \(\frac{(-4) \times(-7)}{7 \times 4}=\frac{28}{28}\)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions

ଶୂନ୍ୟସ୍ଥାନ ପୂରଣ କର ।
(କ) 5 × \(\frac{1}{5}\) = _____
ସମାଧାନ:
1

(ଖ) 8 × ____ = 1
ସମାଧାନ:
1

(ଗ) \(\frac{4}{7}\) × _____ = 1
ସମାଧାନ:
1

(ଘ) \(\frac{-5}{8}\) × _____ = 1
ସମାଧାନ:
1

(ଙ) \(\frac{3}{-11}\) × _____ = 1
ସମାଧାନ:
1

(ଚ) \(\frac{7}{15}\) × ______ = 1
ସମାଧାନ:
1

ନିମ୍ନଲିଖତ ଧନାତ୍ମକ ପରିମେୟ ସଂଖ୍ୟାକୁ ଦଶମିକ ସଂଖ୍ୟାରେ ପ୍ରକାଶ କର ।
(କ) \(\frac{7}{8}\)
ସମାଧାନ:
= \(\frac{7 \times 125}{8 \times 125}=\frac{875}{1000}\) = 0.875

(ଖ) \(\frac{23}{125}\)
ସମାଧାନ:
= \(\frac{23 \times 8}{125 \times 8}=\frac{184}{1000}\) = 0.184

(ଗ) \(\frac{3}{16}\)
ସମାଧାନ:
= \(\frac{3 \times 625}{16 \times 625}=\frac{1875}{10000}\) = 0.1875

(ଘ) \(\frac{59}{200}\)
ସମାଧାନ:
= \(\frac{59 \times 5}{200 \times 5}=\frac{295}{1000}\) = 0.295

(ଙ) \(\frac{24}{25}\)
ସମାଧାନ:
= \(\frac{24 \times 4}{25 \times 4}=\frac{96}{100}\) = 0.96

ଉତ୍ତର ଲେଖ :
(କ) \(\frac{1}{2}\) ଓ \(\frac{1}{5}\) ମଧ୍ୟରେ ପାଞ୍ଚଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 5

(ଖ) \(\frac{2}{7}\) ଓ \(\frac{-1}{7}\) ମଧ୍ୟରେ ତିନୋଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା InText Questions 6

Leave a Comment