BSE Odisha 9th Class English Solutions Non-Detailed Chapter 3 The First Step

Odisha State Board BSE Odisha 9th Class English Solutions Non-Detailed Chapter 3 The First Step Textbook Exercise Questions and Answers.

BSE Odisha Class 9 English Solutions Non-Detailed Chapter 3 The First Step

BSE Odisha 9th Class English Chapter 3 The First Step Questions and Answers

Introduction :
The men and the women are like the two sides of a coin. If one of the two becomes defective, the society can’t progress. Hence, the female education is highly necessary for the well being of the society. In the past female education was discouraged. But now “Education For All” is the slogan of the day. Still some parents are not conscious about sending their girlchildren to schools. Of course in some cases poverty comes in their way. All should be careful about the girls’ education for the betterment of the society. Now read the story “The First Step” to know the writer’s view on girls’ education

Notes :
coin – ମୁଦ୍ରା, society – ସମାଜ, defective – ତ୍ରୁଟିଯୁକ୍ତ, progress – ପ୍ରଗତି, necessary- ଆବଶ୍ୟକ, was discouraged- ନିରୁତ୍ସାହିତ ହେଲା, poverty – ଦାରିଦ୍ର୍ୟ, betterment- ଉନ୍ନତି,education- ଶିକ୍ଷା, conscious – ସଚେତ, of course – ଅବଶ୍ୟ.

ବିଷୟ ସୂଚନା :
ପୁରୁଷ ଏବଂ ନାରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ । ଏମାନଙ୍କ ମଧ୍ୟରୁ ଗୋଟିଏ ଯଦି ତ୍ରୁଟିଯୁକ୍ତ ହୁଏ, ତା’ହେଲେ ସମାଜ ପ୍ରଗତି କରିପାରିବ ନାହିଁ । ଏଣୁ, ସମାଜର ଉନ୍ନତି ପାଇଁ ନାରୀ ଶିକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ । ଅତୀତରେ ନାରୀଶିକ୍ଷାକୁ ହତୋତ୍ସାହିତ କରାଯାଉଥିଲା । କିନ୍ତୁ ଆଜିର ସ୍ଲୋଗାନ୍ ହେଉଛି ‘‘ସମସ୍ତଙ୍କ ପାଇଁ ଶିକ୍ଷା ।’’ ତଥାପି କେତେକ ପିତାମାତା ସେମାନଙ୍କ ଝିଅକୁ ବିଦ୍ୟାଳୟକୁ ପଠାଇବାକୁ ସଚେତନ ନୁହନ୍ତି । ବୋଧହୁଏ କେତେକ କ୍ଷେତ୍ରରେ ଦାରିଦ୍ର୍ୟ ସେମାନଙ୍କ ରାସ୍ତାରେ (ପାଠପଢ଼ାରେ) କଣ୍ଟା ସାଢୁଛି । ଆମ ସମାଜର ଉତ୍ତରୋତ୍ତର ଉନ୍ନତି କଳ୍ପେ ଆମେ ସମସ୍ତେ ‘ବାଳିକା ଶିକ୍ଷା’’ ପ୍ରତି ଯତ୍ନବାନ୍ ହେବା ଉଚିତ । ବାଳିକା ଶିକ୍ଷା ସମ୍ବନ୍ଧରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ଜାଣିବା ପାଇଁ ଏବେ “The First Step” ଗପଟିକୁ ପଢ଼ ।

Summary: I
Ammu, was a ten-year-old motherless girl, who lived with her father, Chellappa and little brother, Chinni. She had to do all the household work. One day her father ordered her to make tea for him in the morning. She prepared it. Just then Chellappa told her that he wanted her to work as a maid in his new owner’s house. Chellappa was the watchman at the big house on the hill. The owner of the big house had died. Chellappa came to know that the new owner, his (the owners) sister’s daughter was coming to live there shortly. The new owner was in need of a reliable maid.

So Chellappa told his daughter to work as a maid there so that the earned money will be used for Chinni’s study. Ammu expressed her eagerness to go to school like her brother. But her father turned it down on the plea that education would be of no use to the girls. Ammu was in tears. She remembered her mother. Then Chellappa ordered his daughter to go to the big house and clean that house at 9 o’clock. Chellappa’s family lived in the servant’s quarters of the big house. Ammu cleaned her home first. Then she walked to the big house packing her father’s lunch.

BSE Odisha 9th Class English Solutions Non-Detailed Chapter 3 The First Step

Notes :
motherless – ମାତୃତ୍ୱହୀନ , household work – ଘର କାମ, prepared – ପ୍ରସ୍ତୁତ, maid – ଚାକରାଣୀ, watchman – ରାକ୍ଷୀ, owner – ମାଲିକ, reliable – ନିର୍ଭରଯୋଗ୍ୟ, eagerness -ଆଗ୍ରହ, cleaned – ସଫା, lunch – ମଧ୍ୟାହ୍ନ ଭୋଜନ

ସାରାଂଶ :
ଆମ୍ମୁ ଜଣେ ଦଶବର୍ଷୀୟା ମାତୃହରା ବାଳିକା ଥିଲା ଯିଏକି ତା’ର ବାପା ଚେଲାୱା ଓ ସାନଭାଇ ଚିନି ସହିତ ବାସ ଦେଲେ । ସେ ଚାହା ପ୍ରସ୍ତୁତ କରି ତା’ର ବାପାଙ୍କୁ ଦେଲା । ଠିକ୍ ସେହି ସମୟରେ ଚେଲାପ୍ପା ତାକୁ ନୂଆ ମାଲିକ ଘରେ ଚାକରାଣୀଭାବେ କାର୍ଯ୍ୟ କରିବାକୁ କହିଲା ।ମରିଯାଇଥିଲେ । ସେ ଶୁଣିବାକୁ ପାଇଥିଲା ଯେ ତାଙ୍କ ଭଉଣୀର ଝିଅ, ନୂଆ ମାଲିକାଣୀ ଭାବରେ ସେଠାରେ ରହିବାକୁ ଖୁବ୍ ଶୀଘ୍ର ଆସୁଛନ୍ତି । ନୂଆ ମାଲିକାଣୀ ଗୋଟିଏ ନିର୍ଭରଯୋଗ୍ୟ ଚାକରାଣୀ ରଖୁବାକୁ ଚାହୁଁଥିଲେ ।

ତେଣୁ ଚେଲ୍ଲାୱା ପୁଅର ପାଠପଢ଼ା ପାଇଁ ଟଙ୍କା ପାଇବାକୁ ଝିଅକୁ ସେଠାରେ ଚାକରାଣୀ ଭାବେ କାର୍ଯ୍ୟ କରିବାକୁ କହିଥିଲା । ଆମ୍ମୁ ତା’ର ଭାଇ ଭଳି ବିଦ୍ୟାଳୟକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା । ତା’ର ବାପା କିନ୍ତୁ ଶିକ୍ଷା ଝିଅମାନଙ୍କର କୌଣସି କାମରେ ଲାଗିବ ନାହିଁ ବୋଲି କହି କଥାଟିକୁ ଟାଳିଦେଲେ । ଆଖୁ ତା’ର ମାଆ କଥା ମନେପକାଇ କାନ୍ଦି ପକାଇଲା । ଚେଲ୍ଲାୱା ଦିନ ୯ଟାରେ ବଡ଼ଘରକୁ ଯାଇ ସେ ଘରକୁ ସଫା କରିବାକୁ ଝିଅକୁ ଆଦେଶ ଦେଲା । ସେମାନେ ବଡ଼ଘରର ଚାକରମାନଙ୍କ ଉଦ୍ଦିଷ୍ଟ ଘରେ ରହୁଥିଲେ । ଆମ୍ମୁ ପ୍ରଥମେ ନିଜ ଘର ସଫା କଲା । ତା’ପରେ ବାପାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ସଜାଡ଼ି ସାରି ଚାଲି ଚାଲି ବଡ଼ଘରକୁ ଚାଲିଲା ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

“Ammu! Wake up and make tea for me !” a hand roughly shook the ten-year-old girl awake. Ammu yawned and rubbed off the sleep from her eyes. She rose with a sigh and took the vessel of milk her father held out. Her eyes watered from the smoke that came out as she blew on the flames. “Come outside, I want to talk to you,” he ordered. Ammu carried the glass of tea and followed her father. “Yesterday evening, I learnt that the new owner will be coming any day to occupy the house,” he began.

“I was asked if a reliable maid would work there and I suggested your name at once.” Ammu’s father, Chellappa, was the watchman at the big house on the hill. The owner had died a couple of months ago, and they had heard that he had left the house to his sister’s daughter. The people in the neighbourhood wondered when the new owner would come to live there.

ଅନୁବାଦ :
“ ଆଖୁ ! ଉଠିପଡ଼ ଓ ମୋ ପାଇଁ ଚାହା ତିଆରି କର !’’ ଗୋଟିଏ ହାତ ବେପରୁଆ ଭାବରେ ଦଶବର୍ଷର ଝିଅକୁ ଆମ୍ମୁ ହାଇ ମାରିଲା ଓ ନିଜ ଆଖୁରୁ ନିଦ ପୋଛିଦେଲା । ଦୀର୍ଘଶ୍ଵାସ ମାରି ସେ ଉଠି ଠିଆହୋଇ ତା’ ବାପା ତା’ ଆଡ଼କୁ ବଢ଼ାଇଥବା କ୍ଷୀର ଜଗଟିକୁ ଧରିଲା । ଆଖୁ ଚୁଲି ଫୁଙ୍କୁଥିଲାବେଳେ ଧୂଆଁର ସ୍ପର୍ଶରେ ତା’ର ଆଖ୍ ଦୁଇଟିରେ ପାଣି ଜକେଇ ଆସିଲା । ‘‘ବାହାରକୁ ଆ, ମୁଁ ତୋ’ ସହିତ କଥା ହେବାକୁ ଚାହେଁ, ’’ ସେ ଆଦେଶ ଦେବା ଭଙ୍ଗୀରେ କହିଲେ । । ‘‘ଗତକାଲି ସନ୍ଧ୍ୟାରେ ମୁଁ ଜାଣିବାକୁ ପାଇଲି ଯେ ନୂଆ ଆମ୍ମୁ ଚାହା ଗ୍ଲାସ ନେଲା ଓ ତା’ର ବାପାଙ୍କ ପଛେ ପଛେ ଗଲା ସେ ଘରେ କାମ କରିବେ ଓ ମୁଁ ସଙ୍ଗେ ସଙ୍ଗେ ତୋ’ ନାଁ ପ୍ରସ୍ତାବ ଦେଇଦେଲି ।’’ ଆମ୍ମୁର ବାପା, ଚେଲାପା ପାହାଡ଼ ଉପରେ ଅବସ୍ଥିତ ବଡ଼ଘରେ ପହରାଦାର ଥିଲେ । ଘରର ମାଲିକ ଦୁଇ ମାସ ପୂର୍ବରୁ ମରିଯାଇଥିଲେ ଏବଂ ସେମାନେ ଶୁଣିଥିଲେ ଯେ ସେ (ମାଲିକ) ନିଜ ଭଉଣୀର ଝିଅକୁ ସେ ଘରଟି ଛାଡ଼ି ଦେଇଥଲେ । ପଡ଼ୋଶୀ ଲୋକମାନେ ଉତ୍ସୁକତାର ସହ ଚାହିଁ ରହିଥିଲେ ଯେ ନୂଆ ମାଲିକାଣୀ କେତେବେଳେ ସେଠାରେ ରହିବାକୁ ଆସିବେ ।

Text- 2
“The money will be useful,” Chellappa said thoughtfully as he sipped his tea. “Why ?” Ammu asked curiously. “Because I need money to send Chinni to school,” her father replied curtly. Chinni is Ammu’s little brother. “What about me? I would like to go to school too!” Ammu said. “You are only a girl. Of what use will education be to you? You will get married even before you finish the third grade! Chinni will get a good job if he is educated,” her father retorted. Ammu turned away to hide her tears.

She wished that her mother was alive. She would not have allowed Chellappa to speak so uncaringly. Her mother would have let Ammu go to school at least to learn the alphabet. “Ammu, I will be busy all day at the big house. Come there at 9 o’clock to clean the house. I want the new owner to get a good impression. But before that you clean our house,” Chellappa said. Ammu cleaned their home which was a room in the servant’s quarters of the big house. She washed all the clothes before having her own bath. She packed her father’s lunch and walked to the big house.

ଅନୁବାଦ :
ଚାହା ପିଉ ପିଉ ଚେଲାପା ଭାବୁକ ହୋଇ କହିଲା, ‘ଟଙ୍କା କାମରେ ଆସିବ ।’’ “‘କାହିଁକି ବାପା ?’’ ଆଖୁ ଜିଜ୍ଞାସୁ ଭାବରେ କହିଲା । “‘କାହିଁକି ନା ଚିନ୍ତିକୁ ସ୍କୁଲରେ ପାଠ ପଢ଼ାଇବାପାଇଁ ମୋର ଟଙ୍କା ଦରକାର,’’ ଆଣ୍ଠୁର ବାପା ରୁକ୍ଷ ଭାବରେ କହିଲେ । ଚିନି ହେଉଛି ଆମ୍ମୁର ଛୋଟ ଭାଇ । ‘ଆଉ ମୋ’ ସମ୍ବନ୍ଧରେ ? ମୁଁ ବି ଚିନି ଭଳି ସ୍କୁଲକୁ ଯିବାକୁ ଚାହୁଁଛି !’’ ଆଖୁ କହିଲା । ‘‘ତୁ’ ସାମାନ୍ୟ ଝିଅଟିଏ ! ତୋ ପାଇଁ ପାଠ କି କାମ ଦେବ ? ତୃତୀୟ ଶ୍ରେଣୀ ଶେଷ କରିବା ପୂର୍ବରୁ ତୁ ବାହା ହୋଇଯିବୁ । ଚିନ୍ନ ପାଠ ପଢ଼ିଲେ ଭଲ ଚାକିରିଟିଏ କରିବ,’’ ତା’ର ବାପା ଚଟାପଟ ଜୋର୍ ଦେଇ କହିଲେ ।

ନିଜର ଲୁହକୁ ଲୁଚାଇବାପାଇଁ ଆଖୁ ବୁଲି ପଡ଼ିଲା । ଏବେ ତା’ ମା’ ବଞ୍ଚୁ ଥାଆନ୍ତା କି ! ଏଭଳି ବେପରୁଆ ଭାବରେ ସେ ଚେଲ୍ଲାପାକୁ କୁହାଇ ଦେଇ ନ ଥା’ନ୍ତେ। ଅତି କମ୍‌ରେ ଅକ୍ଷର ଲେଖୂପଢ଼ି ଶିଖୁବାପାଇଁ ତା’ର ମାଆ ଆମ୍ମୁକୁ ନିଶ୍ଚୟ ସ୍କୁଲକୁ “‘ଆମ୍ମୁ, ମୁଁ ବଡ଼ଘରେ ଦିନସାରା ବ୍ୟସ୍ତ ରହିବି । ଘର ସଫା କରିବାକୁ ସେଠାକୁ ୯ଟା ନୂଆ ମାଲିକାଣୀ ଗୋଟିଏ ଭଲ ଧାରଣା ରଖନ୍ତୁ । କିନ୍ତୁ ତା’ ପୂର୍ବରୁ ତୁ ଆମର ଘରକୁ ସଫା ବେଳେ ଆସିବୁ । ମୁଁ ଚାହୁଁଛି ଘରର କରିଦେ, ’’ ଚେଲାପା କହିଲେ ।ଥିଲା । ଆଖୁ ନିଜେ ଗାଧୋଇବା ପୂର୍ବରୁ ସବୁ ପୋଷାକ ଧୋଇଦେଲା । ସେ ବାପାଙ୍କର ମଧ୍ୟାହ୍ନ ଭୋଜନକୁ ଡବାରେ ରଖୁଲା

BSE Odisha 9th Class English Solutions Non-Detailed Chapter 3 The First Step

Notes And Glossary : (ଟିପ୍ପଣୀ ଏବଂ ଗ୍ଲୋସାରୀ)

wake up – ଜାଗ୍ରତ ହୁଅ
roughly – severely – ପ୍ରାୟ
yawn – open the mouth wide and breathe in deeply due to tiredness – ଉଲଗ୍ନ କରିବା
rub – ଘଷିବା
sigh – ଦୀର୍ଘଶ୍ୱାସ ନେବା
vessel – ପାତ୍ର
reliable – ନିର୍ଭରଯୋଗ୍ୟ
maid – a female servant – ଚାକରାଣୀ
occupy – ଦଖଲ କରନ୍ତୁ
suggest – ପରାମର୍ଶ ଦିଅନ୍ତୁ
at once – ଏକା ଥରେ
watchman – ରାକ୍ଷୀ
wonder – curious to know – ଆଶ୍ଚର୍ଯ୍ୟ
thoughtfully – ଚିନ୍ତାରେ
sip – ଚୁପ୍
curiously – eagerly (to know something) – କୌତୂହଳର ସହ
curtly – rudely – ଚତୁରତାର ସହ
grade – class – ଗ୍ରେଡ୍
retort – make a sharp or immediate reply – ପ୍ରତ୍ୟାବର୍ତ୍ତନ
uncaringly – ଅବହେଳିତ ଭାବରେ
impression – ପ୍ରଭାବ
quarter – ଚତୁର୍ଥାଂଶ

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ)

Question 1.
Who are the characters in this part of the story?
(ଗଳ୍ପଟିର ଏହି ଅଂଶରେ କେଉଁ ଚରିତ୍ରମାନେ ଅଛନ୍ତି ?)
Answer:
Chellappa, his ten year old daughter Ammu and son Chinni are the characters in this part of the story.

Question 2.
Describe Ammu’s house and family.
(ଆଶୁର ଘର ଓ ପରିବାର ବର୍ଣ୍ଣନା କର ।)
Answer:
Ammu’s father Chellappa was a watchman at the big house on the hill. She was ten years old and her brother, Chinni was five years old. She had lost her mother. They used to live in a room in the servant’s quarters of the big house.

Question 3.
Who was Chellappa? What did he tell Ammu?
( ଚେଲାୱା କିଏ ଥିଲେ ? ସେ ଆଣ୍ଠୁକୁ କ’ଣ କହିଲେ?)
Answer:
Chellappa was Ammu’s father who worked as a watchman at the big house on the hill. He told Ammu to work as a maid in the new owner’s house so that he can get money for his son, Chinni’s study.

Question 4.
Did Ammu want to go to school? How did her father react to Ammu’s wish to go to school?
(ଆଖୁ ସ୍କୁଲ ଯିବାକୁ ଚାହୁଁଥିଲା କି ? ଆମ୍ଭୁର ସ୍କୁଲ ଯିବା ଇଚ୍ଛାକୁ ନେଇ ତା’ର ବାପା କିପରି ପ୍ରତିକ୍ରିୟା ପ୍ରଦର୍ଶନ କଲେ ?)
Answer:
Ammu came to know that her father was interested to send her little brother Chinni to school. So she expressed her eagerness to go to school like her brother. But Chellappa refused and told that education would be of no use to the girls like her. Besides she would get married before she finished the third grade.

Question 5.
Do you think Ammu’s father would send her to school?
(ତୁମେ ଭାବୁଛ କି ଆମ୍ମୁର ବାପା ତାକୁ ସ୍କୁଲକୁ ପଠାଇବେ ?)
Answer:
No. Ammu’s father wouldn’t send her to school as he did not approve the girls’ education.

Summary: II

Chellappa’s new owner, Mrs Mohan was a slim and grey-haired lady. She was also a widow. Chellappa introduced his daughter with the new owner and told her that his daughter had already cleaned the house before her arrival. Mrs Mohan was educated and very polite and kind. The next morning when Ammu went there. Mrs Mohan greeted her and offered a glass of tea before cleaning the house. Ammu was very happy with her new owner.

When she was working in the drawing-room she was attracted towards the book case. She opened a book and looked at the pictures in it with great interest. That day Mrs Mohan asked Ammu about her brothers and sisters. Ammu told in a thrilling voice how her father had decided to educate her brother, Chinni. Again she also told with regret how her request for attending school had been turned down by her father. Mrs Mohan could realize Ammu’s desire to study.

BSE Odisha 9th Class English Solutions Non-Detailed Chapter 3 The First Step

Notes :
slim – ପତଳା, widow – ବିଧବା, educated – ଶିକ୍ଷିତ, polite- ନମ୍ର, drawing-room- ଚିତ୍ରାଙ୍କନ କକ୍ଷ, interest – ଆଗ୍ରହ, thrilling – ରୋମାଞ୍ଚକର, regret – ଅନୁଶୋଚନା, realize – ଅନୁଭବ କରିବା

ସାରାଂଶ :
ଚେଲ୍ଲାୱାର ନୂଆ ମାଲିକାଣୀ, ଶ୍ରୀମତୀ ମୋହନ ଖୁବ୍ ପତଳୀ ଓ ପଦ୍ମକେଶୀ ମହିଳା ଥିଲେ । ସେ ମଧ୍ୟ ବିଧବା ଥିଲେ । ଚେଲ୍ଲାୱା ନିଜ ଝିଅକୁ ନୂଆ ମାଲିକାଣୀ ସହିତ ପରିଚିତ କରାଇଦେଲା ଏବଂ ତା’ର ଝିଅ ତାଙ୍କ ଆସିବା ପୂର୍ବରୁ ଘର ସଫା କରି ସାରିଥିବା କଥା ପ୍ରକାଶ କଲା । ଶ୍ରୀମତୀ ମୋହନ ଶିକ୍ଷିତା, ନମ୍ର ଓ ଦୟାଳୁ ଥିଲେ । ପରଦିନ ସକାଳୁ ଯେତେବେଳେ ଆଖୁ ସେଠାକୁ ଗଲା । ଶ୍ରୀମତୀ ମୋହନ ତାକୁ ଅଭିନନ୍ଦନ ଜଣାଇଲେ ଏବଂ ଘର ସଫା କରିବା ପୂର୍ବରୁ ଗୋଟିଏ ଗ୍ଲାସ୍ ଚାହା ପିଇବାକୁ ଦେଲେ ।

ଆମ୍ମୁ ତା’ର ନୂଆ ମାଲିକାଣୀ ଉପରେ ଭାରି ଖୁସି ଥିଲା । ବୈଠକଘରେ କାମ କରୁଥିବା ସମୟରେ ସେ ବହିଥାକ ପ୍ରତି ଆକର୍ଷିତ ହେଲା । ସେ ଗୋଟିଏ ବହି ଖୋଲି ସେଥ‌ିରେ ଥ‌ିବା ଚିତ୍ରଗୁଡ଼ିକୁ ଅତି ଆଗ୍ରହର ସହିତ ଦେଖୁବାକୁ ଲାଗିଲା । ସେହିଦିନ ଶ୍ରୀମତୀ ମୋହନ ଆମ୍ଭକୁ ତା’ର ଭାଇ ଓ ଭଉଣୀମାନଙ୍କ ବିଷୟରେ ପଚାରିଲେ । ତା’ର ବାପା କିପରି ତା’ର ସାନଭାଇ, ଚିନିକୁ ପଢ଼ାଇବାକୁ ସ୍ଥିର କରିଛନ୍ତି ବୋଲି ଆମ୍ମୁ ପ୍ରକାଶ କଲା । ପୁନଶ୍ଚ ସେ ବିଦ୍ୟାଳୟକୁ ଯିବାପାଇଁ କରିଥିବା ଅନୁରୋଧକୁ ତା’ର ବାପା କିପରି ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ବଡ଼ ଦୁଃଖରେ କହିଲା । ଶ୍ରୀମତୀ ମୋହନ ଆଞ୍ଜୁର ପାଠପଢ଼ା ପ୍ରତି ଥିବା ଆଗ୍ରହ ବିଷୟରେ ଜାଣିବାକୁ ପାଇଲେ ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

The new owner arrived. She was a slim, grey-haired lady, dressed in a spotless white saree. “Madam, my daughter, Ammu, will work for you. She has already cleaned your house before your coming’’, Chellappa smiled. “Then I don’t need your help today, Ammu. Will you come tomorrow morning ?” she asked. Ammu nodded. “You can go home now. Come at nine in the morning,” the woman said and asked Chellappa to carry in the suitcases.

The new owner’s name was Mrs. Mohan, and she was a widow. She had a daughter who was married and lived in Bombay. The next morning Ammu went to Mrs. Mohan’s house. “Good morning, Ammu,” Mrs. Mohan greeted her. “Come and have a glass of tea before beginning work. Since you cleaned the house thoroughly only yesterday, it will be enough if you just dust everything. I will be busy unpacking in the bedroom if you want anything.”

ଅନୁବାଦ :
“‘ମହାଶୟା, ମୋ ଝିଅ, ଆଖୁ ଆପଣଙ୍କ ପାଇଁ କାମ କରିବ । ଆପଣ ଏଠାକୁ ଆସିବା ପୂର୍ବରୁ ସେ ଆପଣଙ୍କର ଘରକୁ ସଫା କରିଦେଇ ସାରିଛି,’’ ଚେଲାପା ମୁରୁକି ହସି କହିଲେ । ‘ହେଲେ ଆଜି ମୁଁ ତୋର ସାହାଯ୍ୟ ଦରକାର କରୁନାହିଁ, ଆମ୍ଭେ । ଆସନ୍ତାକାଲି ସକାଳେ ତୁ ଏଠାକୁ ଆସିବୁ କି ?’ ମାଲିକାଣୀ ପଚାରିଲେ । ଆଖୁ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

‘‘ତୁ ଏବେ ଘରକୁ ଯାଆ ! ସକାଳେ ୯ଟାରେ ଆ,’’ ମହିଳାଜଣକ କହିଲେ ଓ ଘର ଭିତରକୁ ସୁକେଶ ଆଣିବାପାଇଁ ଚେଲ୍ଲାପାକୁ କହିଲେ । ବିବାହିତା ଓ ବମ୍ବେରେ ରହୁଥିଲା । କଲେ । ‘ଆ ଓ କାମ ଆରମ୍ଭ କରିବା ପୂର୍ବରୁ ଏକ ଗ୍ଲାସ୍ ଚାହା ପିଇନେ । ଯେହେତୁ କାଲି ତୁ ଭଲ ଭାବରେ ଘର ସଫା କରିଦେଇଛୁ, ସବୁ ଜିନିଷରୁ କେବଳ ଧୂଳି ଝାଡ଼ିଦେଲେ ଯଥେଷ୍ଟ ହେବ । ତୁ’ ଯଦି କିଛି ଚାହୁଁଛୁ କହ, ମୁଁ ଶୋଇବା ଘରେ ଜିନିଷଗୁଡ଼ିକୁ ଖୋଲି ବାହାର କରିବାରେ ବ୍ୟସ୍ତ ରହିବି ।’’

Text- 2
Ammu washed the few vessels she found in the sink. She took up the duster and went to the drawing-room. The bookcase drew her like a magnet. She fingered the books lovingly and gazed at the pictures in a book. Ammu turned as she heard footsteps approach.
“I will have to sort out all the books. There is quite a vast collection here, and my own books will be coming soon,” said Mrs. Mohan pretending not to have noticed the book in Ammu ’s hand.

“Now, sit down and tell me about yourself. Do you have any brothers and sisters ?” “I have a younger brother, Chinni. He is five years old,” said Ammu. “What does he do ?” “Appa is sending Chinni to school from next week,” Ammu’s voice held a tremor. “Don’t you also want to go to school ?” Mrs. Mohan asked gently. “Appa says it will be of no use to me as I am a girl. If Chinni is educated, it will help him to get a job,” Ammu replied without emotion, “Shall I go and wash the clothes?”

BSE Odisha 9th Class English Solutions Non-Detailed Chapter 3 The First Step

ଅନୁବାଦ :
ବେସିନ୍ ମଧ୍ଯରେ ପଡ଼ିଥିବା କେତେକ ବାସନକୁ ଆମ୍ଭୁ ଧୋଇ ସଫା କଲା । ସେ ଝାଡ଼ଣ ନେଲା ଓ ବୈଠକ ଘର ଭିତରକୁ ଗଲା । ବହି ଆଲମୀରା ତାକୁ (ଆଶୁକୁ) ଚୁମ୍ବକ ଭଳି ଆକର୍ଷିତ କଲା । ଅତି ଖୁସିରେ ବହିଗୁଡ଼ିକୁ ଛୁଇଁ ଗୋଟିଏ ବହିରେ ଥ‌ିବା ସୁନ୍ଦର ଛବି ଆଡ଼କୁ ନିରେଖ୍ ଚାହିଁଲା । ପାଦ ଶବ୍ଦ ପାଖେଇ ଆସୁଥିବାର ଶୁଣି ଆଖୁ ବୁଲି ପଡ଼ିଲା । ‘‘ମୋତେ ବହିସବୁକୁ ସଜାଡ଼ିବାକୁ ପଡ଼ିବ । ଏଠାରେ ବହୁତ ବହି ସଂଗୃହୀତ ହୋଇ ରହିଛି ଓ ମୋର ନିଜର ବହିସବୁ ଶୀଘ୍ର ଆସିଯିବ ।’’ ଆମ୍ମୁର ହାତରେ ଥ‌ିବା ବହିଟିକୁ ନ ଦେଖୁଥ‌ିବାର ଛଳନା କରି ଶ୍ରୀମତୀ ମୋହନ କହିଲେ, ‘ଏବେ ବସିପଡ଼ ଓ ତୋ ବିଷୟରେ ମୋତେ କହ । ତୋର କେହି ଭାଇ ଓ ଭଉଣୀ ଅଛନ୍ତି ?’’

‘‘ମୋର ଗୋଟିଏ ସାନ ଭାଇ ଅଛି ଯାହାର ନାମ ଚିନ୍ତି । ତା’ର ବୟସ ୫ ବର୍ଷ ।’’ ଆଖୁ କହିଲା । ‘ସେ କ’ଣ କରୁଛି ?”” ‘‘ବାପା ଆସନ୍ତା ସପ୍ତାହରୁ ଚିନିକୁ ସ୍କୁଲ୍ ପଠାଇବେ,”’ ଆଖୁ କମ୍ପିତ କଣ୍ଠରେ କହିଲା । ‘‘ତୁ କ’ଣ ତା’ ଭଳି ସ୍କୁଲକୁ ଯିବାକୁ ଚାହୁଁ କି ?’’ ଶ୍ରୀମତୀ ମୋହନ ଧୀର ସ୍ଵରରେ ପଚାରିଲେ । ‘‘ବାପା କହୁଛନ୍ତି ମୁଁ ଗୋଟିଏ ଝିଅ ହୋଇଥ‌ିବାରୁ ଏହା ମୋର କୌଣସି କାମରେ ଆସିବ ନାହିଁ । ଯଦି ଚିନ୍ତି ପାଠ ପଢ଼ି ଶିକ୍ଷିତ ହୁଏ, ଏହା ତାକୁ (ଚିନିକୁ) ଗୋଟିଏ ଚାକିରି ପାଇବାରେ ସାହଯ୍ୟ କରିବ,’’ ବିନା ଆବେଗରେ ଆଖୁ କହି ଚାଲିଲା, ‘ମୁଁ ଏବେ ଯାଇ ଲୁଗାପଟାଗୁଡ଼ିକୁ ସଫା କରିଦେବି କି ???

Notes And Glossary : (ଟିପ୍ପଣୀ ଏବଂ ଗ୍ଲୋସାରୀ)

slim – ପତଳା
grey – haired – ଧୂସର
spotless – ଦାଗହୀନ
nodded – ଆଣ୍ଠେଇ ଦେଲେ
widow – ବିଧବା
vessels – ପାତ୍ରଗୁଡିକ
sink – ବୁଡ଼ିଯିବା
duster – ଧୂଳି
bookcase – ବୁକ୍କେସ୍
fingered – ଆଙ୍ଗୁଠି
magnet – ଚୁମ୍ବକ
gazed – ଅନାଇଲା
footsteps – ପଦାଙ୍କ
collection – ସଂଗ୍ରହ
greet – ନମସ୍କାର
thoroughly – ପୁରା
enough – ଯଥେଷ୍ଟ
dust – ଧୂଳି
unpacking – ପ୍ୟାକ୍ କରିବା
sort out – ବାଛି ନଅ
quite – ଯଥେଷ୍ଟ
vast – ବିସ୍ତୃତ
pretend – ଛଳନା କର
notice – ନୋଟିସ୍
tremor – କମ୍ପନ
gently – ଧୀରେ ଧୀରେ

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ)

Question 1.
Who was the new owner of the house? What was she like?
(ଘରଟିର ନୂଆ ମାଲିକାଣୀ କିଏ ଥିଲେ ? ସେ କିପରି ଲୋକ ଥିଲେ ?)
Answer:
The owner of the big house had died and he had left the house to his sister’s daughter, Mrs. Mohan. She was a slim and grey-haired widow and dressed in a spotless white saree.

Question 2.
What did Ammu do at Mrs Mohan’s house the next morning?
(ପରିଦିନ ସକାଳେ ଆଖୁ ଶ୍ରୀମତୀ ମୋହନଙ୍କ ଘରେ କ’ଣ କଲା ?)
Answer:
The next morning Ammu went to Mrs Mohan’s house. Mrs Mohan told her just to dust everything as she had already cleaned the house thoroughly the previous day. Ammu washed the vessels in the sink. She took up the duster and went to the drawing-room to dust the things there.

Question 3.
What drew Ammu like a magnet? What did she do then? Why?
(କ’ଣ ଆଖୁକୁ ଚୁମ୍ବକ ଭଳି ଟାଣି ଆଣିଲା ? ସେତେବେଳେ ସେ କ’ଣ କଲା ? କାହିଁକି ?)
Answer:
When she went to the drawing-room with the duster, the bookcase drew her like a magnet. She opened a book and gazed at the pictures in it. She did so because she had great interest in the books.

Question 4.
Mrs Mohan asked Ammu if she wanted to go to school. Did she say anything about her brother?
(ଆଖୁ ସ୍କୁଲକୁ ଯିବାକୁ ଚାହୁଁଛି କି ବୋଲି ଶ୍ରୀମତୀ ମୋହନ ପଚାରିଲେ । ସେ ତା’ର ଭାଇ ବିଷୟରେ କିଛି କହିଲା କି ?)
Answer:
Mrs Mohan first asked Ammu about her brothers and sisters. When she learnt from Ammu that she had only one brother of five years, she inquired about him. Ammu told that her father was sending him to school from the next week. Then she asked Ammu if she wanted to go to school.

Question 5.
What did Ammu say to Mrs Mohan?
(ଆମ୍ଭୁ ଶ୍ରୀମତୀ ମୋହନଙ୍କୁ କ’ଣ କହିଲା ?)
Answer:
Ammu told Mrs Mohan that her father was interested only for her brother’s education but not for her education. According to her father education would be of no use to her, but it would help her brother to get a job.

BSE Odisha 9th Class English Solutions Non-Detailed Chapter 3 The First Step

Question 6.
Will Mrs Mohan help her to go to school?
(ଶ୍ରୀମତୀ ମୋହନ ତାକୁ ସ୍କୁଲ୍ ଯିବାକୁ ସାହାଯ୍ୟ କରିବେ କି?)
Answer:
Mrs Mohan will certainly help her to go to school. Because she is an educated lady and she wants to spread girls’ education in the society. She has already noticed Ammu’s interest towards the books.

Summary: III

Mrs Mohan realized the cause of Ammu’s unhappiness and thought of starting a small school for unfortunate girls like Ammu. She ate the simple lunch she had cooked. Then she told Ammu to have her lunch there. Ammu was taken aback by her new owner’s kindness. Mrs Mohan encouraged Ammu to attend school. She also assured her to provide financial assistance for her study. Ammu began crying and told that her father would never agree.

Mrs Mohan consoled her wiping her tears. She was worried to help the hopeless girl. So she thought of another plan. She told that she would teach Ammu at home everyday after her work as she was a retired headmistress. Ammu felt very happy as she was anxious to learn alphabet. Mrs Mohan taught her the alphabet that very moment. Ammu returned home happily after an hour.

Notes :
realize – ହୃଦୟଙ୍ଗମ କର, unhappiness – ଅସନ୍ତୁଷ୍ଟ, unfortunate – ଦୁର୍ଭାଗ୍ୟ, kindness – ଦୟା, encourage- ଉତ୍ସାହ, attend- ଧ୍ୟାନ ଦେବା, assure- ନିଶ୍ଚିତ କର, assistance- ସହାୟତା, agree- ସହମତ, console – କୋନସୋଲ, hopeless – ନିରାଶା, retired – ଅବସର ପ୍ରାପ୍ତ, financial – ଆର୍ଥିକ, alphabet – ବର୍ଣ୍ଣମାଳା

ସାରାଂଶ :
ଶ୍ରୀମତୀ ମୋହନ, ଆଖୁର ଦୁଃଖର କାରଣ ହୃଦୟଙ୍ଗମ କଲେ ଏବଂ ଆଖୁ ଭଳି ହତଭାଗିନୀ ଝିଅମାନଙ୍କ ପାଇଁ ଛୋଟ ସ୍କୁଲ୍‌ଟିଏ ଆରମ୍ଭ କରିବାକୁ ଚିନ୍ତାକଲେ । ସେ ନିଜେ ରୋଷେଇ କରିଥିବା ସାଦାସିଧା ମଧ୍ୟାହ୍ନ ଭୋଜନ ଖାଇଲେ । ତା’ପରେ ଆମ୍ମୁକୁ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ କହିଲେ । ଆଣ୍ଠୁ ମାଲିକାଣୀଙ୍କର ଏତାଦୃଶ ଦୟାଭାବ ଦେଖୁ ବିସ୍ମିତ ହେଲା । ଶ୍ରୀମତୀ ମୋହନ ଆମ୍ମୁକୁ ସ୍କୁଲ ଯିବାକୁ ଉତ୍ସାହିତ କଲେ । ସେ ମଧ୍ୟ ତା’ର ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ । ଆମ୍ମୁ କାନ୍ଦିବାକୁ ଆରମ୍ଭ କଲା ଏବଂ କହିଲା ଯେ ତା’ର ବାପା ଏ କଥାରେ ଆଦୌ ଏକମତ ହେବେ ହୋଇପଡ଼ିଲେ । ତେଣୁ ସେ ଆଉ ଏକ ଉପାୟ ଚିନ୍ତାକଲେ । ସେ କହିଲେ ଯେ ଆମ୍ମୁ ତା’ର କାର୍ଯ୍ୟ ସାରିବା ପରେ ତାକୁ ଘରେ ସେ ବର୍ଣ୍ଣମାଳା ଶିଖୁବାପାଇଁ ଉତ୍କଣ୍ଠିତ ଥିଲା । ସେହି ମୁହୂର୍ତ୍ତରେ ହିଁ ଶ୍ରୀମତୀ ମୋହନ ତାକୁ ବର୍ଣ୍ଣମାଳା ଶିଖାଇଲେ । ଘଣ୍ଟାଏ ପରେ ଆମ୍ମୁ ଆନନ୍ଦରେ ଘରକୁ ଫେରିଲା ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

Mrs. Mohan realized that she had to get through to Ammu somehow. Perhaps she could start a small school for unfortunate girls like Ammu, she mused. Then the big house would resound with children’s laughter. Mrs. Mohan went to the kitchen and set aside food for Ammu. She then ate the simple lunch she had cooked. “Have your lunch first and then do these dishes. Come to the drawing room after you finish,” she said. Ammu was taken aback by her employer’s kind ways. It had been quite some time since someone had spoken kindly to her. “Ammu, you must go to school. Ask your father not to worry about money. Girls should also go to school. Tell your father that I shall pay your fees,” Mrs. Mohan said gently.

ଅନୁବାଦ : ଶ୍ରୀମତୀ ମୋହନ ଅନୁଭବ କଲେ ଯେ ଯେପରି ହେଉ ସେ ଆଣ୍ଠୁକୁ ବୁଝାଇବେ । ସେ ଏକ ଗଭୀର ଭାବନାରେ ବୁଡ଼ିଗଲେ ଯେ ସମ୍ଭବତଃ ଆଖୁ ଭଳି ଭାଗ୍ୟହୀନା ଝିଅମାନଙ୍କ ପାଇଁ ସେ ଗୋଟିଏ ବିଦ୍ୟାଳୟ ଖୋଲିବେ । ତା’ପରେ ବଡ଼ଘରଟି ପିଲାମାନଙ୍କର ଖିଲିଖିଲି ହସରେ ପୂରି ଉଠିବ । ଶ୍ରୀମତୀ ମୋହନ ରୋଷେଇ ଘରକୁ ଗଲେ ଓ ଆଖୁ ପାଇଁ ଖାଦ୍ୟ ଅଲଗା ରଖିଲେ । ସେ ନିଜେ ଆସିବୁ,’’ ସେ କହିଲେ । ମାଲିକାଣୀଙ୍କର ଦୟାପୂର୍ଣ୍ଣ କଥାରେ ଆମ୍ମୁ ଆଶ୍ଚର୍ଯ୍ୟଚକିତା ପୂର୍ବରୁ ହୁଏତ କାହାଠାରୁ ଶୁଣିଥିଲା । ‘‘ଆମ୍ମୁ, ତୁ’ ନିଶ୍ଚୟ ସ୍କୁଲ୍ ଯିବୁ । ବାପାଙ୍କୁ କହିବୁ ସେ ଟଙ୍କା ତୋ’ ବାପାଙ୍କୁ କହ ମୁଁ ତୋ’ର ଦରମା ହୋଇଗଲା । ଏଭଳି ଦୟା ଓ ମଧୁର କଥା ଆଖୁ ବହୁତ ଦିନ ପାଇଁ ବ୍ୟସ୍ତ ହେବେନି । ଝିଅମାନେ ମଧ୍ୟ ସ୍କୁଲ୍ ଯିବା ଉଚିତ । ଦେବି,’’ ଶ୍ରୀମତୀ ମୋହନ ଧୀର ସ୍ୱରରେ କହିଲେ ।

Text – 2
“No, no!” Ammu began crying. “My father will never agree.” “He will. I spoke to him yesterday about it.” Mrs. Mohan said wiping Ammu’s tears. “But then who will work for you? Who will cook for my father and brother ?” Ammu asked seriously. “Then I have another plan. I am a retired headmistress. I shall teach you every day. You come here after finishing your chores and / shall teach you as long as you want. How do you like that ?” Mrs. Mohan asked. “Fine.” Ammu’s eyes shone. “Well, shall we begin today itself?” she begged “Of course” Mrs. Mohan laughed and began with the alphabet. An hour later, Ammu went home in a happy daze. She had taken the first step towards her goal.

ଅନୁବାଦ :
‘‘ନା, ନା !’’ ଆଖୁ କାନ୍ଦିବାକୁ ଆରମ୍ଭ କଲା । ‘ବାପା କେବେହେଲେ ରାଜି ହେବେ ନାହିଁ ।’’ ‘‘ସେ ନିଶ୍ଚୟ ରାଜି ହେବେ । ଏ ବିଷୟରେ ଗତକାଲି ତାଙ୍କୁ କହିଥିଲି’’ ଆଶୁର ଲୁହ ପୋଛି ଦେଇ ଶ୍ରୀମତୀ ମୋହନ କହିଲେ । ‘ତା’ହେଲେ ଆପଣଙ୍କ ପାଇଁ କିଏ କାମ କରିବ ? କିଏ ମୋ ବାପା ଓ ଭାଇଙ୍କ ପାଇଁ ରାନ୍ଧିଦେବ ?’’ ଆଖୁ ଗମ୍ଭୀର ହୋଇ କହିଲା । ସବୁଦିନ ପଢ଼ାଇବି । ଘରର ଯାବତୀୟ କାମ ସାରି ତୁ ଏଠାକୁ ଆସିବୁ ଓ ତୋର ଯେତେ ସମୟ ଇଚ୍ଛା ମୁଁ ତୋତେ ପଢ଼ାଇବି । ତୁ ଏହାକୁ କିପରି ଭାବୁଛୁ ?’’ ଶ୍ରୀମତୀ ମୋହନ ପଚାରିଲେ । “‘ଖୁବ୍ ଭଲ ।’’ ଆଞ୍ଜୁର ଆଖ୍ ଦୁଇଟି ଆନନ୍ଦରେ ଝଲସି ଉଠିଲା । ‘‘ଠିକ୍ ଅଛି, ଆଜି ଆମେ ଆରମ୍ଭ କରିଦେବା କି ??? ସେ ଅନୁରୋଧ କଲା । ‘ଅବଶ୍ୟ’’ ଶ୍ରୀମତୀ ମୋହନ ହସି ଉଠିଲେ ଓ ଆଶୁକୁ ବର୍ଣ୍ଣମାଳା ଶିଖାଇଲେ । ଘଣ୍ଟାଏ ପରେ ଆଖୁ ଖୁସିରେ ଘରକୁ ଫେରିଲା । ଲକ୍ଷ୍ୟସ୍ଥଳ ଆଡ଼କୁ ଯିବା ନିମନ୍ତେ ସେ ପ୍ରଥମ ପଦକ୍ଷେପ ନେଇ ସାରିଥିଲା ।

Notes And Glossary : (ଟିପ୍ପଣୀ ଏବଂ ଗ୍ଲୋସାରୀ)

realized – ହୃଦୟଙ୍ଗମ କଲା
unfortunate – ଦୁର୍ଭାଗ୍ୟ
get through – ଅତିକ୍ରମ କର
muse – to think carefully – ମ୍ୟୁଜ୍
resound – ଧ୍ୱନି
taken aback – surprised – ବିସ୍ମିତ
gently – ଧୀରେ ଧୀରେ
wiping – ପୋଛିବା
seiously – ଗମ୍ଭୀରତାର ସହିତ
retired – ଅବସର ପ୍ରାପ୍ତ
chores – a routine or boring task – ଘର କାମ
begged – ଭିକ ମାଗିଲା
daze – unable to think due to confusion – ବିହ୍ୱଳ କରିବା
held out – stretched out – ଉଛୁଳି ପଡ଼ିଛି I held out the book at Sneha.
approach – come near – ନିକଟକୁ ଆସିବା I heard some foot steps approach.
at least – barely – ଅନ୍ତତଃ
of course – ଅବଶ୍ୟ
step – ସୋପାନ
goal – aim – ଲକ୍ଷ୍ୟ

Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ)

Question 1.
What important event took place in the last part of the story?
(ଗଳ୍ପଟିର ଶେଷଭାଗରେ କେଉଁ ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିଲା ?)
Answer:
Ammu began to learn alphabet by Mrs Mohan was the important event that took place in the last part of the story.

Question 2.
What did Mrs Mohan plan to help Ammu?
(ଶ୍ରୀମତୀ ମୋହନ ଆମ୍ଭୁକୁ ସାହାଯ୍ୟ କରିବାକୁ କ’ଣ ଯୋଜନା କରିଥିଲେ ?)
Answer:
Mrs Mohan made up her mind to help Ammu in learning alphabet. So she planned to help Ammu by opening a small school for the unfortunate girls like Ammu.

BSE Odisha 9th Class English Solutions Non-Detailed Chapter 3 The First Step

Question 3.
Why was Ammu not ready to accept Mrs Mohan’s help to begin with?
(ଆରମ୍ଭରୁ ଶ୍ରୀମତୀ ମୋହନଙ୍କର ସାହାଯ୍ୟ ନେବାକୁ ଆଶୁ କାହିଁକି ରାଜି ନ ଥୁଲା ?)
Answer:
Mrs Mohan suggested Ammu to attend school. She was also prepared to pay the school fees for Ammu. But Ammu was not ready to accept Mrs Mohan’s help to begin with as she knew that her father would never agree to it. Besides, she was worried for Mrs Mohan’s household work and to cook for her father and brother.

Question 4.
What was the next plan that Mrs Mohan had?
(ଶ୍ରୀମତୀ ମୋହନ କରିଥିବା ପରବର୍ତ୍ତୀ ଯୋଜନାଟି କ’ଣ ଥିଲା ?)
Answer:
Mrs Mohan came to know from Ammu about her inability to go to school as she had to work as a maid and cook for her father and brother. So she thought of another plan. She planned to teach Ammu in her home. She told Ammu that she would teach her after she had finished all her household work.

Question 5.
What made Ammu happy at the end?
(ଆଶୁକୁ ଶେଷରେ କ’ଣ ଖୁସି କଲା ?)
Answer:
Mrs Mohan decided to help Ammu in her study. So she took her final decision to teach Ammu regularly after her work. That really made Ammu very happy.

Question 6.
What was Ammu’s first step towards her goal?
(ଲକ୍ଷ୍ୟ ଦିଗରେ ଆଶୁର ପ୍ରଥମ ପଦକ୍ଷେପ କ’ଣ ଥିଲା?)
Answer:
Mrs Mohan proposed to teach Ammu every day at home. Ammu became very happy and requested her to begin it that day. Mrs Mohan began with the alphabet and Ammu started learning it. It was her first step towards her goal.

Writing: ଲେଖିବା :

Answer the following questions in about fifty words each.
(ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଲେଖାଏଁ ଶବ୍ଦରେ ଦିଅ ।)

Question 1.
Who was Chellappa? What did he want Ammu to do?
(ଚେଲ୍ଲାୱା କିଏ ଥିଲା ? ଆଖୁ କ’ଣ କରୁ ବୋଲି ସେ ଚାହୁଁଥିଲା ?)
Answer:
Chellappa was the watchman at the big house on the hill. He lived with his ten-year-old daughter Ammu and five-year-old son Chinni in a room in the servant’s quarters of the big house. He came to know that the new owner of the big house was in need of a reliable maid. He was very poor. So he wanted his daughter to work as a maid for the new owner so that he could get money for his five years old son, Chinni’s study.

Question 2.
Why was Ammu unhappy? Will made her happy?
(ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଲେଖାଏଁ ଶବ୍ଦରେ ଦିଅ ।)
Answer:
Ammu’s father told her to work as a maid in the new owner’s house to get money for her little brother’s study. She realized that she would be deprived of availing primary education. It made her very unhappy. Her new owner, Mrs Mohan came to know about it and wanted to help the unfortunate girl. She told that she would teach Ammu at home regularly. This proposal of Mrs Mohan made her happy.

BSE Odisha 9th Class English Solutions Non-Detailed Chapter 3 The First Step

Question 3.
Collect information about Mrs Mohan from the story and write a paragraph about her.
(ଗଳ୍ପଟିରୁ ଶ୍ରୀମତୀ ମୋହନଙ୍କ ବିଷୟରେ ସୂଚନା ସଂଗ୍ରହ କର ଏବଂ ତାଙ୍କ ବିଷୟରେ ଗୋଟିଏ ଅନୁଚ୍ଛେଦ ଲେଖ ।)
Answer:
The owner of the big house had died and he had left it to his sister’s daughter, Mrs Mohan. She was a retired headmistress. She was slim and a grey haired lady. She became the new owner and occupied that house. She was a gentle, kind hearted and considerate lady. After her arrival Mrs Mohan came to know about Ammu’s desire to study. She realized it and decided to teach her at home. In the end Mrs Mohan taught her and Ammu became very happy.

Question 4.
Which character do you like the most? Why?
(କେଉଁ ଚରିତ୍ରଟିକୁ ତୁମେ ସବୁଠାରୁ ଅଧ‌ିକ ଭଲ ପାଉଛ ? କାହିଁକି ?)
Answer:
Among all the characters I like Mrs Mohan the most. Mrs Mohan was a retired headmistress. She was slim and grey haired and wore spotless white sari. She was very kind and soft spoken. She came to know that Ammu was unable to study and was forced to work as a maid due to her poverty. She realized this social problem and extended her helping hands towards the unfortunate girl. She started teaching Ammu with the alphabet. All these qualities makes one admire Mrs Mohan.

Question 5.
Write a paragraph on Ammu’s future.
(ଆମ୍ଭର ଭବିଷ୍ୟତ ବିଷୟରେ ଗୋଟିଏ ଅନୁଚ୍ଛେଦ ଲେଖ ।)
Or, What do you think about Ammu’s future ?
(ତୁମେ ଆମ୍ଭର ଭବିଷ୍ୟତ ବିଷୟରେ କ’ଣ ଭାବୁଛ ?)
Answer:
Ammu was a ten-year-old motherless girl. Her father, Chellappa was very poor. She also worked as a maid to add the earning of her father. Fortunately her owner, Mrs Mohan started her teaching at home everyday. She was delighted. This shows her happy future. She will definitely spend her days happily as she has already taken the first step towards her goal. She was anxious for her education and now it is within her reach. In future, she will lead a happy life and will motivate others for women education.

Question 6.
How did the writer indicate the serious social problem and suggest solution to it?
(ଲେଖକ କିପରି ଭୟଙ୍କର ସାମାଜିକ ସମସ୍ୟା ବିଷୟରେ ସୂଚନା ଏବଂ ଏହାର ପ୍ରତିକାର ପାଇଁ ପ୍ରସ୍ତାବ ଦେଇଥିଲେ ?)
Answer:
In the present story the writer pointed out the negligence of girls’ education due to illiteracy and poverty in our society. This is a serious social problem. The parents are not conscious about the education of their girl children and neglect them. The parents think that education will be of no use to the girls. In the story, Ammu, a ten-year old girl, was forced to work as a maid instead of going to school. Fortunately, she got an opportunity to study due to the timely help of Mrs Mohan.

The writer has suggested solution to this social problem through the character of Mrs Mohan. He has sent a message to all the literate and established people of the society to expand their hands to help those girls in need. If those section of people will be kind and helpful, this social problem would be solved to some extent.

Activity : କାର୍ଯ୍ୟକଳାପ :

I. Read the following jumbled sentences and arrange them in proper order to get the story.
(ଅସଜଡ଼ା ବାକ୍ୟଗୁଡ଼ିକୁ ପଢ଼ ଓ ଗପଟିକୁ ପାଇବାକୁ ସେଗୁଡ଼ିକୁ ଯଥାକ୍ରମରେ ସଜାଅ ।)
(1) Mrs Mohan, the new owner knew about Ammu’s desire to study.
(2) Mrs Mohan realized the cause of Ammu’s unhappiness and thought of starting a small school for unfortunate girls.
(3) Ammu, a ten-year-old motherless girl, lived with her father and little brother, Chinni.
(4) Mrs Mohan told Ammu that she would help Ammu go to school.
(5) In the end Mrs Mohan taught her the alphabet and Ammu went home happily.
(6) Ammu was very eager to go to school like her brother.
(7) Chellappa, her father wanted her to work as a maid in the new owner’s house to get money for Chinni’s study.

Answer: (ଉତ୍ତର)
(3) Ammu, a ten-year-old motherless girl, lived with her father and little brother, Chinni.
(7) Chellappa, her father wanted her to work as a maid in the new owner’s house to get money for Chinni’s study.
(6) Ammu was very eager to go to school like her brother.
(1) Mrs Mohan, the new owner knew about Ammu’s desire to study.
(2) Mrs Mohan realized the cause of Ammu’s unhappiness and thought of starting a small school for unfortunate girls.
(4) Mrs Mohan told Ammu that she would help Ammu go to school.
(5) In the end Mrs Mohan taught her the alphabet and Ammu went home happily.

II. Arrange the statements in Column A in order as they appear in the story. Next match those with the characters in column B.
(ଗପରେ ରହିଥ‌ିବା କ୍ରମ ଅନୁସାରେ ‘A’ ସ୍ତମ୍ଭରେ ଥ‌ିବା ଉକ୍ତିଗୁଡ଼ିକୁ ସଜାଅ । ତା’ପରେ ‘B’ ସ୍ତମ୍ଭରେ ଥିବା ଚରିତ୍ରମାନଙ୍କ ସହିତ ସେଗୁଡ଼ିକୁ ମିଳାଅ ।)

            A B
(a) I have a younger brother. (a) Chellappa
(b) I do not need your help today.
(c) The money will be useful.
(d) My father will never agree. (b) Ammu
(e) I shall teach you everyday.
(f) I want to talk to you.
(g) I will be busy all day at the big house.
(h) It will help him to get a job. (c) Mrs Mohan

Answer: (ଉତ୍ତର)

A B
(f) I want to talk to you. (a) Chellappa
(c) The money will be useful. (a) Chellappa
(h) It will help him to get a job. (a) Chellappa
(g) I will be busy all day at the big house. (a) Chellappa
(b) I do not need your help today. (c) Mrs Mohan
(a) I have a younger brother. (b) Ammu
(d) My father will never agree. (b) Ammu
(e) I shall teach you everyday. (c) Mrs Mohan

III. Read the following main ideas of the story, “The First Step” and put them, in the appropriate boxes in the ‘Flow Chart’.
(“The First Step”’ ଗଳ୍ପର ନିମ୍ନଲିଖ୍ତ ମୁଖ୍ୟ ବିଷୟବସ୍ତୁକୁ ପଢ଼ ଏବଂ ସେଗୁଡ଼ିକୁ ‘ପ୍ରବାହ ଚିତ୍ର’ର ଉପଯୁକ୍ତ କୋଠରିରେ ରଖ ।)

• Chellappa’s decision to send Chinni to school and Ammu to be a maid.
• Mrs Mohan’s interest and thought to open a school for unfortunate girls like Ammu.
• Ammu’s wish to go to school like his brother, Chinni.
• Mrs Mohan’s final decision to teach Ammu and beginning of Ammu’s ‘Alphabet learning’.
• Mrs Mohan’s realisation about Ammu’s interest for study.

BSE Odisha 9th Class English Solutions Non-Detailed Chapter 3 The First Step

BSE Odisha 9th Class English Solutions Non-Detailed Chapter 3 The First Step Q activity III.1

Answer: (ଉତ୍ତର)
BSE Odisha 9th Class English Solutions Non-Detailed Chapter 3 The First Step Q activity III.2

IV. Column ‘A’ below names the important characters in the story. And column ‘B’ lists some words and phrases which describe them. You will match each character with the words/phrases that describe it. One is done for you.
(ନିମ୍ନରେ ସ୍ତମ୍ଭ ‘A’ରେ ଗପରେ ଥିବା ପ୍ରଧାନ ଚରିତ୍ରମାନଙ୍କ ନାମ ଅଛି ଏବଂ ସ୍ତମ୍ଭ ‘B’ରେ ସେମାନଙ୍କୁ ବର୍ଣ୍ଣନା କରୁଥିବା କେତେକ ଶବ୍ଦ ବା ଶବ୍ଦପୁଞ୍ଜର ତାଲିକା ଅଛି । ତୁମେ ପ୍ରତ୍ୟେକ ଚରିତ୍ରକୁ ସେମାନଙ୍କୁ ବର୍ଣ୍ଣନା କରୁଥିବା ଶବ୍ଦ ବା ଶବ୍ଦପୁଞ୍ଜ ସହ ମିଳାଇବ । ଗୋଟିଏ ତୁମ ପାଇଁ କରି ଦିଆଯାଇଛି ।)

Column ‘A’ Column ‘B’
1. Chellappa poor
polite
widow
motherless girl
2. Ammu old
watchman
owner
kind
helping
uncaring
maid
3. Mrs Mohan slim
love for books a young girl educated illiterate servant grey haired

Answer:

 Column ‘A’ Column ‘B’
1. Chellappa poor
watchman
uncaring
illiterate
servant
2. Ammu motherless girl
maid
love for books
3. Mrs Mohan a young girl
polite
widow
old
owner
kind
helping
slim
educated grey haired

BSE Odisha 9th Class English The First Step Important Questions and Answers

Answer The Following In A Sentence:

Question 1.
Which character do you like most?
Answer:
We like the character of Mrs. Mohan the most.

Question 2.
How did the writer indicate the serious social problem and suggest solution to it?
Answer:
All parents should be very conscious about sending their girl-children to schools. All educated people should make it a point to impart education to unfortunate girls in our country.

Question 3.
Who were Ammu’s family members?
Answer:
Chellappa, Ammu and Chinni were the family members of Ammu.

Question 4.
Why was Ammu unhappy?
Answer:
Ammu’s father told her to work as a maid in the new owner’s house to get money for her little brother, Chinni’s study.

Question 5.
Who was Mrs. Mohan?
Answer:
Mrs. Mohan was a retired headmistress.

Question 6.
Who was Ammu? Why did she remember her mother?
Answer:
Ammu was a ten-year-old innocent and poor girl.

Question 7.
Who was Chellapa?
Answer:
Chellapa was a poor man.

BSE Odisha 9th Class English Solutions Non-Detailed Chapter 3 The First Step

Question 8.
What did he do?
Answer:
He was working as a watchman at the big house on the hill.

Question 9.
How did Mrs Mohan help Ammu?
Answer:
Mrs Mohan came to know that Ammu was interested to study. So she decided to teach her at home.

Answer The Following In A Word Or A Phrase:

Question 1.
“Well, shall we begin today,” who asked this?
Answer:
Ammu

Question 2.
What was Ammu’s first step towards her goal?
Answer:
starting education

Question 3.
What is the slogan of the day?
Answer:
Education for all

Question 4.
What is the name of Ammu’s father?
Answer:
Chellappa

Question 5.
Who was Chinni?
Answer:
Ammu’s little brother

Question 6.
What drew Ammu like a magnet?
Answer:
the bookcase

Question 7.
“I will have to sort out all the books.” Who said this?
Answer:
Mrs Mohan

Question 8.
“Girls should go to school.” Who told this?
Answer:
Mrs Mohan

Fill In The Blanks:
1. Ammu’s father was asked to select a __________.
Answer:
reliable maid

2. The owner of the big house died a __________ of months ago.
Answer:
couple

3. Ammu’s father was a ___________ at the big house on the hill.
Answer:
watchman

4. The people in the neighborhood wondered when the __________ would come to live here.
Answer:
new owner

5. Money was needed to send ____________ to school.
Answer:
Chinni

6. According to Chellappa, Ammu will get married before she finishes the _________.
Answer:
third grade

7. Ammu’s father retorted, Chinni will get a job if he is _______________.
Answer:
educated

8. Ammu thought her mother would have let Ammu go to school at least to learn the _____________.
Answer:
alphabet

BSE Odisha 9th Class English Solutions Non-Detailed Chapter 3 The First Step

9. Ammu’s father wants the new owner to get a _______________.
Answer:
good impression

10. Ammu and his father lived in ___________ of the big house.
Answer:
servants quarters

11. The owner of the big house was a slim __________ lady, dressed in a spotless white saree.
Answer:
grey haired

12. The name of the new owner was ___________.
Answer:
Mrs Mohan

13. Mrs Mohan was a _____________.
Answer:
widow

14. Mrs Mohan’s daughter lived in ____________.
Answer:
Bombay

15. Ammu fingered ____________ lovingly and gazed at them.
Answer:
books

16. Mrs Mohan ____________ not to have noticed the book in Ammu’s hand.
Answer:
pretended

17. Chinni was Ammu’s ___________.
Answer:
younger brother

18. Ammu’s voice had a ____________ when she told that her father was going to send Chinni to school.
Answer:
tremor

19. According to Chellappa if Chinni is educated, it will help him to __________.
Answer:
get a good job

20. Mrs Mohan realized that she had to get through ___________somehow.
Answer:
Ammu

21. Mrs Mohan decided to start a school for unfortunate girls like ___________.
Answer:
Ammu

22. Ammu was taken aback by her employer ____________.
Answer:
kind ways

23. Ammu began crying because she knew that her ___________ would never agree.
Answer:
father

24.’ Mrs Mohan was a ___________.
Answer:
retired teacher

Multiple Choice Questions With Answers :

Question 1.
“Well, shall we begin today,” who asked this?
(A) Mrs Mohan
(B) Chellappa
(C) Ammu
(D) none of these
Answer:
(C) Ammu

BSE Odisha 9th Class English Solutions Non-Detailed Chapter 3 The First Step

Question 2.
‘Chores’ means ___________.
(A) routine task
(B) dull task
(C) exciting task
(D) useless task
Answer:
(A) routine task

Question 3.
At first Mrs Mohan began to teach Ammu with ___________.
(A) letters
(B) words
(C) alphabet
(D) numbers
Answer:
(C) alphabet

Question 4.
Ammu went home in a ____________ after starting her study.
(A) happy daze
(B) cheering mood
(C) unhappy daze
(D) sorrowful mood
Answer:
(A) happy daze

Question 5.
Ammu had taken the first step towards her goal because she had already started her ___________.
(A) study
(B) earnings
(C) work
(D) teaching
Answer:
(A) study

Question 6.
Mrs Mohan went to the kitchen and set aside ___________ for Ammu.
(A) tiffin
(B) food
(C) tea
(D) milk
Answer:
(B) food

Question 7.
Ammu was a girl of ___________ years old.
(A) eight
(B) nine
(C) ten
(D) eleven
Answer:
(C) ten

Question 8.
What is the name of Ammu’s father?
(A) Chhellapa
(B) Chellappa
(C) Chelapa
(D) Chelappa
Answer:
(B) Chellappa

Question 9.
Ammu’s father was a ____________ at the big house on the hill.
(A) watchman
(B) sweeper
(C) servant
(D) caretaker
Answer:
(A) watchman

Question 10.
Money was needed to send ____________ to school.
(A) Chinni
(B) China
(C) Ammu
(D) Chinu
Answer:
(A) Chinni

BSE Odisha 9th Class English Solutions Non-Detailed Chapter 3 The First Step

Question 11.
Ammu’s father retorted, Chinni will get a job if he is ______________.
(A) studied
(B) educated
(C) learned
(D) taught
Answer:
(B) educated

Question 12.
Ammu thought her mother would have let Ammu go to school at least to learn the ____________.
(A) third grade
(B) alphabet
(C) words
(D) all the above
Answer:
(B) alphabet

Question 13.
The owner of the big house was a slim _________ lady, dressed in a spotless white saree.
(A) grey haired
(B) white haired
(C) black haired
(D) curly haired
Answer:
(A) grey haired

Question 14.
The name of the new owner was ____________.
(A) Mr Mohan
(B) Mrs Mohan
(C) Mrs Das
(D) Mrs Mahajan
Answer:
(B) Mrs Mohan

Question 15.
Mrs Mohan’s daughter lived in ______________.
(A) Bombay
(B) Delhi
(C) Chennai
(D) Kolkata
Answer:
(A) Bombay

Leave a Comment